ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ LIVE Interview ଶିକ୍ଷକ ଆନ୍ଦୋଳନକୁ ଆସିବେ ନାହିଁ ତାଙ୍କ ସମସ୍ୟା

  Рет қаралды 12,788

Rashmi Tube

Ай бұрын

ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ LIVE Interview ଶିକ୍ଷକ ଆନ୍ଦୋଳନକୁ ଆସିବେ ନାହିଁ ତାଙ୍କ ସମସ୍ୟା
#rashmitube

Пікірлер: 33
@pallimadhuriodiafolksong2771
@pallimadhuriodiafolksong2771 Ай бұрын
ଓଡିଶା ର ଶିକ୍ଷା ମନ୍ତ୍ରୀ ଙ୍କୁ ମୋର ପ୍ରଣାମ। ଶିକ୍ଷା ଆଜି ରସାତଳ କୁ ଚାଲି ଯାଇଛି । ପୂର୍ବ ସରକାର ଙ୍କ ନୀତି ଏବେ କେତେକ ଗାଲୁଆ ପ୍ରଧାନ ଶିକ୍ଷକ ମନମୁଖି ସାଶନ ସ୍କୁଲ ରେ ଚଳାଇ ଆସୁଛନ୍ତି । ସରକାରୀ ଅନୁଦାନ କୁ ହରିଲୁଟ କରିବା । ପିଲାମାନଙ୍କୁ ନିମ୍ନ ମାନର ଖାଦ୍ୟ ଦେଇ ଟଙ୍କା କୁ ନିଜ ପକେଟ ଗରମ କରିବା । ମିଥ୍ୟା ଉପସ୍ଥାନ ପକାଇବା । ବିବ୍ୟାଳୟ ରେ ୧୦/୨୦ ବର୍ଷ ଧରି ରହି ରାଜନୀତି କରିବା ଇତ୍ୟାଦି ଅନେକ ଦୁର୍ନୀତି କାର୍ଯ୍ୟ କରୁଛନ୍ତି । ଯା ଫଳରେକି ଛୋଟ ଛୋଟ ପିଲାଙ୍କର ଭବିଷ୍ୟତ ଅନ୍ଧାରକୁ ଚାଲି ଯାଉଛି। ଶିକ୍ଷା ମନ୍ତ୍ରୀ ଙ୍କୁ ମୋର ଅନୁରୋଧ ଏ ସବୁ ପ୍ରତି ଧ୍ୟାନ ନ ଦେଲେ ଶିକ୍ଷା ର ଉନ୍ନତୀ ହୋଇପାରିବ ନାହିଁ । ଦୁର୍ନୀତି ଗସ୍ତ ଶିକ୍ଷକ ମାନଙ୍କୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ।
@binodbihareerouta7589
@binodbihareerouta7589 Ай бұрын
ଦାବି ପୂରଣ ନ ହେଲେ ପୁଣି ଜୋର୍ ଦାର ଆନ୍ଦୋଳନ ଜାରି ରହିବ
@bhagbatchintan435
@bhagbatchintan435 Ай бұрын
ସମାନ କାମକୁ ସମାନ ଦରମା କେନ୍ଦ୍ରୀୟ ହାରରେ ଦରମା
@kabitanayak1066
@kabitanayak1066 Ай бұрын
Uniform ଉଚ୍ଛେଦ କରାଯାଉ au uniform ପାଇଁ ଆମକୁ ପଇସା ବି ଦରକାର ନାହିଁ
@rajiblochanbag8960
@rajiblochanbag8960 Ай бұрын
ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ ଜୋର ଦାର ହେବ
@saraladevidevi1113
@saraladevidevi1113 Ай бұрын
Old pension lagu nishchita karajau
@ghfgdghhyfgbkk
@ghfgdghhyfgbkk Ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ବିନମ୍ର ଅନୁରୋଧ ଦୟାକରି ଆଉଟ୍ ସୋର୍ସୀଂ ଭଳି ଏକ ଘୃଣ୍ୟ ପ୍ରଥା ଉଛେଦ କରିବା ସହିତ ସମସ୍ତ ବିଭାଗରେ ମୂଳ ପଦବୀ ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସ୍ଥାୟୀ କରନ୍ତୁ। ଏହି ଆଉଟ୍ସୋର୍ସୀଂ ଭଳି ଏକ ଘୃଣ୍ୟ ପ୍ରଥା ପାଇଁ ଆମ ଓଡିଶା ର ଚିତ୍ର ଆଉ ଚରିତ୍ର ତଳିତଳାନ୍ତ ହେବାକୁ ଗଲାଣି। ଆଉଟ୍ସୋର୍ସୀଂ ହଟାନ୍ତୁ
@sudhirkumargiri3609
@sudhirkumargiri3609 Ай бұрын
Block grant sikhakakarmachari mane retirement pare pension no pain santosant ହେଉଛନ୍ତି,ଏହାର ସମାଧାନ କରାନ୍ତୁ.
@rangiaflutestar6972
@rangiaflutestar6972 Ай бұрын
Goodeducation sir
@KapilKumar-jn9ol
@KapilKumar-jn9ol Ай бұрын
SSD department sundargarh re teacher manankara transfer heuni guide line thai madhya pls ei katha sirnku pacharantu gote gote school re 10 years above helani achanti
@tr.laxmikantanaik5901
@tr.laxmikantanaik5901 23 күн бұрын
ଆପଣଙ୍କ ତୁଣ୍ଡ ସୁତୁଣ୍ଡ ହୋଉ Sir ❤❤❤❤❤
@sorenbabu6743
@sorenbabu6743 Ай бұрын
ଦେଖାଯାଉ ଆଗକୁ କଣ ହୋଉଛି
@rashmitapal5585
@rashmitapal5585 Ай бұрын
New vacancy bahar karantu
@pravakarsethi7392
@pravakarsethi7392 Ай бұрын
ପ୍ରତି ଶ୍ରେଣୀ କୁ ଜଣେ ଶିକ୍ଷକ ଓ ସ୍ଵତନ୍ତ୍ର ପ୍ରଧାନ ଶିକ୍ଷକ ସହ ପ୍ରଧାନ ଶିକ୍ଷକ କାର୍ଯ୍ୟଳୟ ନିହାତି ଦରକାର
@lulukumura5982
@lulukumura5982 27 күн бұрын
School time change kara sakala 8 ru 4 8 ghanta heba darkar
@pravakarsethi7392
@pravakarsethi7392 Ай бұрын
ବିଦ୍ୟାଳୟ ର ଭିତି ଭୂମି ଆଗ ଯଥା ପ୍ରତି ଶ୍ରେଣୀ ଅନୁସାରେ ଘର ଓ ବିଦ୍ୟାଳୟ ଚାରି ପଟେ ଉଚ୍ଚ ପାଚେରୀର ଆବଶ୍ୟକ ଓ ସୁନ୍ଦର ଗେଟ ମଧ୍ୟ ଦରକାର
@user-pg2lm7ek5q
@user-pg2lm7ek5q Ай бұрын
50000 primary teacher posting bahar kara first
@ambikacreativity6039
@ambikacreativity6039 Ай бұрын
Close or merge ହୋଇଥିବା ସ୍କୁଲ kholajaau
@dibyabarik562
@dibyabarik562 Ай бұрын
Sir mu Jane tr hisabare apanka Kathare sahamata
@byomakeshmeher8091
@byomakeshmeher8091 Ай бұрын
Block grant retirement karmachari manka pension prathame byabasta karantu sir, kete kastare jiban katuchhi bjd sarkar ta takhidela abe tike bharosa laguchhi aama BJP sarkar retierment teachers manka dukha bujhibe teachers manka akhi ra luha bjd sarkar ku abhisap padila bjd sarkar ku hara e ba pai block grant school ra karmachari mane pranapane chesta karithile o saphal bi hele Jay shree ram
@neelamcreations6291
@neelamcreations6291 Ай бұрын
Impossible
@bikashsingh2697
@bikashsingh2697 Ай бұрын
Good interview
@mithunkhatua1422
@mithunkhatua1422 Ай бұрын
High school teacher nkara 4600 grade pay kebe
@Bbdd19977
@Bbdd19977 Ай бұрын
ଅନେଇ ବସିଥାଅ ଏବେ କରି ପକେଇବ ।
@user-xh9cx5ud5k
@user-xh9cx5ud5k Ай бұрын
Aji 😮
@user-ke2ow6kk6q
@user-ke2ow6kk6q Ай бұрын
July re 4600 lagiki asiba kete salary haba hisaab karutha😅😅😅
@deepakdash2873
@deepakdash2873 Ай бұрын
PTI mananku sthai karajau.12 Barsha btigalani sir😂😂😂😂
@ritaraniray1682
@ritaraniray1682 Ай бұрын
20k junior teacher appointment soon
@pinkumeher821
@pinkumeher821 Ай бұрын
School uniform kebe dia haba
@deepakdhir338
@deepakdhir338 Ай бұрын
Eai sikshya mantri kuhamunda kapila
@ramakantswain2976
@ramakantswain2976 Ай бұрын
କାରଣ ଖୋଜି ଖୋଜି 5year ପଳେଇବ
@pradiptalenka6791
@pradiptalenka6791 Ай бұрын
ଅନେକ ସ୍କୁଲ ନ ଖୋଲି, quality School environment ଗୋଟିଏ ପଂଚାୟତ ସ୍ଥରରେ କରାଯାଉ। ହଷ୍ଟେଲ ଓ ଯୋଗାଯୋଗର ବ୍ୟବସ୍ଥା କରାଯାଉ। ଫଳ? ଅନେକ, ଖର୍ଚ କମ୍, ଗୁଣାତ୍ମକ ଶିକ୍ଷା, ଫଳପ୍ରଦ ତଦାରଖ, ସଫଳ ସାମଗ୍ରୀକ ଶିକ୍ଷା, ହରିଲୁଟ କମ୍ କରିବା, ଠକ ଓ ଅସାଧୁ କର୍ମଚାରୀ ଙ୍କୁ ନଜର ରଖିବା, ଇତ୍ଯାଦି । ତେଣୁ ପୁନ୍ହ ବିଚାର ହେଭ।
@ashishbarik7846
@ashishbarik7846 Ай бұрын
Ganda babu otet fee tike reduce karantu,otet mark ostet bhali karantu
Red❤️+Green💚=
00:38
ISSEI / いっせい
Рет қаралды 86 МЛН
1,000 Diamonds! (Funny Minecraft Animation) #shorts #cartoon
00:31
toonz CRAFT
Рет қаралды 38 МЛН
39kgのガリガリが踊る絵文字ダンス/39kg boney emoji dance#dance #ダンス #にんげんっていいな
00:16
💀Skeleton Ninja🥷【にんげんっていいなチャンネル】
Рет қаралды 8 МЛН
Red❤️+Green💚=
00:38
ISSEI / いっせい
Рет қаралды 86 МЛН