No video

ଶିବାନୀ ଗଣନାଟ୍ୟ ମାଲିକ କଣ କହିଲେ କାହ୍ନା ଟିକି କୈଳାସ ବେହେରା ଙ୍କ ବିଷୟରେ / anchor krishna kumar

  Рет қаралды 215,615

Anchor Krishna Kumar

Anchor Krishna Kumar

Күн бұрын

ଶିବାନୀ ଗଣନାଟ୍ୟ ମାଲିକ କଣ କହିଲେ କାହ୍ନା ଟିକି କୈଳାସ ବେହେରା ଙ୍କ ବିଷୟରେ
anchor krishna kumar
#anchorkrishnakumar #konarkgananatya #odiajatra
Hello friends I am Anchor Krishna Kumar ( konark gananatya )
ଆହୁରି ନୂଆ ନୂଆ ଅଧିକ ରୁ ଅଧିକ ଯାତ୍ରା କୁ ନେଇ ନୂଆ ନୂଆ ଭିଡ଼ିଓ ଦେଖନ୍ତୁ
for more video please visit
my web site 👇👇👇👇👇
anchorkrishna....
My Instagram I'd 👇👇👇👇
...
MY Facebook I'd 👇👇👇👇👇
/ dwitikrushna.jena.524
This channel is related about jatra.
Such like
Konark gananatya
Jollywood jatra
Odia new jatra
Jatra jatra
New odia jatra
Odia new jatra
newjatra
New jatra
Jatra blog
Next camp
Ajira jatra update
Daily jatra update
Jatra scene
Jatra comedy
2022 comedy
Jatra singer
Jatra song
Jatra love song
Anchoring
Jatra anchoring
new anchor
Odia sayari
Krishna anchoring
Jatravlogs
Odiajatrablogs
Jatratravelvlogs
hero heroine
Jatra khabar
THANKS a lot for visit....
Love u ❤️❤️❤️❤️❤️❤️❤️
may god bless you 🙏🙏🙏🙏🙏🙏🙏
Copyright Disclaimer under Section 107 of the copyright act 1976, allowance is made for fair use for purposes such as criticism, comment, news reporting, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.

Пікірлер: 285
@thirdeye9492
@thirdeye9492 Жыл бұрын
ଶିବାନୀ ଗଣନାଟ୍ୟ ପ୍ରାୟତଃ ତା' ନାଟକର ମାନ ବଜାୟ ରଖିଛି... 👍👍
@dharitrigachhayat7932
@dharitrigachhayat7932 4 күн бұрын
Shibani gananatya ra first Natak mu kanun kahuchhi
@dharitrigachhayat7932
@dharitrigachhayat7932 4 күн бұрын
Shibani gananatya ra super hit jatra mo peinkali bajei de
@amitamareshjena4393
@amitamareshjena4393 Жыл бұрын
ସୁନ୍ଦର ଲାଗିଲା, ମୋର ଅତି ପ୍ରିୟ ପ୍ରଥମେ କୋଣାର୍କ,ପରେ ଶିବାନୀ
@Pkm373
@Pkm373 Жыл бұрын
ଶିବାନୀ ଗଣନାଟ୍ୟର ପ୍ରତି ନାଟକ ମୋତେ ଭଲ ଲାଗିଛି, ଯେତିକି ମୁଁ ଦେଖିଛି, ଶିବାନୀ ଗଣନାଟ୍ୟର ନାଟକ ଭିନ୍ନ ପ୍ରକାରର ଥାଏ ସବୁ ନାଟ୍ୟ ଅନୁଷ୍ଠାନ ଠାରୁ... ଜୟ ମା' ଶିବାନୀ ମା' 🙏❤️
@renukamanjaridas7865
@renukamanjaridas7865 Жыл бұрын
Baula la mo bara asuchi nataka mote bhala lagithila.Sethiru gote sanglapa ......
@Pkm373
@Pkm373 Жыл бұрын
ବହୁତ ଭଲ ମଣିଷଟିଏ ❤, ସେଥିପାଇଁ ଶିବାନୀ ଗଣନାଟ୍ୟ ଆଜି No 1❤
@gajaboy3498
@gajaboy3498 Жыл бұрын
Thila
@kebaljatra
@kebaljatra 6 ай бұрын
ଜୟ ମା ଶିବାନୀ ଅପଣ୍ଡରା ଜଗତସିଂହପୁର ,
@Pkm373
@Pkm373 Жыл бұрын
ଯେତିକି ଯାତ୍ରା ମାଲିକ ଦେଖିଲି ତନ୍ମଧ୍ୟରୁ ଶିବାନୀ ଗଣନାଟ୍ୟ ମାଲିକ, କୋଣାର୍କ ଗଣନାଟ୍ୟ ମାଲିକ ଆଉ ଗୌରୀ, ସୂର୍ଯ୍ୟ ମନ୍ଦିର, ସ୍ବପ୍ନ ମହଲର ମାଲିକ ସବୁଠି ଆଗରେ ❤
@sandhyapadhysom123
@sandhyapadhysom123 Жыл бұрын
Gouri Surya Mandira,au Swapna Mahal ra Malika Jane
@jilupadhi4864
@jilupadhi4864 11 ай бұрын
​@@sandhyapadhysom123ଓହୋ
@bapibarik9984
@bapibarik9984 11 ай бұрын
😊😊
@bapibarik9984
@bapibarik9984 11 ай бұрын
😊
@bapibarik9984
@bapibarik9984 11 ай бұрын
😊❤
@chaitanyabariki810
@chaitanyabariki810 Жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏 ଶିବାନୀ ଗଣନାଟ୍ୟ ମାଲିକ ଜଣେ ସହୃଦୟ ବ୍ୟକ୍ତି ବହୁତ ସୁନ୍ଦର ଅନୁଷ୍ଠାନ
@jyotirmayjena1869
@jyotirmayjena1869 Жыл бұрын
ମାଲିକ ବହୁତ ଭଲ ଲୋକ । ସୁନ୍ଦର ମଣିଷ । ଭାଇ ତାଙ୍କର ରାମଚନ୍ଦ୍ର ।
@santoshpanda7814
@santoshpanda7814 Жыл бұрын
ମାଲିକ ଅତି ସୁନ୍ଦର ଲୋକ। ଜୟ ଜଗନ୍ନାଥ କୃଷ୍ଣା ଭାଇ
@RUDRAPRASAD-vh1gs
@RUDRAPRASAD-vh1gs Жыл бұрын
ଶିବାନୀ ଗଣନାଟ୍ୟ ପ୍ରଯୋଜିତ ମୋ ପେକାଳୀ ବଜାଇ ଦେ ନାଟକ ବହୁତ ଭଲ ଲାଗିଲା।
@jejemaanatunilifestyle1617
@jejemaanatunilifestyle1617 Жыл бұрын
ମୋ ପେଁକାଳୀ ବଜେଇଦେ ଆଉ ବିଦେଶିନୀ ❤❤
@rameshdas76
@rameshdas76 Жыл бұрын
ଜୟ ଶିବାନୀ 🙏 ମୁ ପାରାଦ୍ୱୀପ ରେ ଦେଖିଛି ବରଣୀ କନିଆ ବରଷା ରାଣୀ. ବହୁତ ସୁନ୍ଦର ନାଟକ 👌
@saratmohanty4255
@saratmohanty4255 3 ай бұрын
ଶୀବାନୀ ଗଣନାଟ୍ୟ ଓଡ଼ିଶାର ମଉଡମଣୀ...... ମାଲିକ ଥିଲେ ତାଙ୍କ ବାପା ମହେଶ୍ବର ଦାସ.....ଅତି ସୁନ୍ଦର ମଣିଷ......ଆମ ଘର ପାଖ.... ଆଉ ତାଙ୍କର ତିନି ପୁଅ ଗୋଟିଏ ଗୋଟିଏ ହିରା ବହୁତ ଭଦ୍ର ଲୋକ.....
@shashankashekharsahu5930
@shashankashekharsahu5930 Ай бұрын
Pradeep bala samanat a manka bhai ki ??
@arunsethi768
@arunsethi768 Жыл бұрын
ଯାହା ହେଉ ଓଡ଼ିଶାର ଏକ ସର୍ବ ପୁରାତନ ଯାତ୍ରା ପାର୍ଟି ଶିବାନୀ ଗଣନାଟ୍ୟ ଅଛି,ଆଉ ସବୁ ଯାତ୍ରା ପାର୍ଟି ବିକ୍ରି ହେଇଯାଇଛି
@gourabkumar1200
@gourabkumar1200 Жыл бұрын
@arunkumarsethi apan Tulasi gananatya achi boli janinahanti bodhe
@arunsethi768
@arunsethi768 Жыл бұрын
@@gourabkumar1200 ଆଗ ତୁଳସୀ ଗଣନାଟ୍ୟ ର ମାଲିକ ଶିବ ଲେଙ୍କା ପାର୍ଟି ବିକ୍ରି ହେଇଯାଇଛି, ଏବେର ମାଲିକ ଅନନ୍ତ ନାରାୟଣ ଧଳ ହେଲା
@arunsethi768
@arunsethi768 Жыл бұрын
@@gourabkumar1200 କେବଳ ଶିବାନୀ ଗଣନାଟ୍ୟ ଅଛି ପୁରୁଣା ଆଉ ସବୁ ପାର୍ଟି ବିକ୍ରି ହେଇଯାଇଛି,
@gourabkumar1200
@gourabkumar1200 Жыл бұрын
@@arunsethi768 Tulasi Sabuthu puruna Shivani ta majhire gote Barsha bond heijaithila Tulasi kebe hele bond heinahi 😁😁
@debojeetnaik1209
@debojeetnaik1209 Жыл бұрын
ଶିବାନୀ ଗଣନାଟ୍ୟ ର ସବୁ ନାଟକ ଭଲ ଲାଗେ
@meenaksheepanda1631
@meenaksheepanda1631 Жыл бұрын
🙏🙏
@rajeshroutraju1258
@rajeshroutraju1258 Ай бұрын
Bahut bhala Malik sibani
@Arnapurnastudio
@Arnapurnastudio Жыл бұрын
ଶିବାନୀ ଗଣନାଟ୍ୟ ର କୈଳାଶ ବେହେରା ଙ୍କ ପାଇଁ ଶିବାନୀ ପରିଚିତ। ରାମ ବନବାସ କାହାଣୀ ଶେଷ। ମୋପେଁକାଳି ବଜାଇ ଦେ କୁ ଭୁଲି ହେବନି।
@Arnapurnastudio
@Arnapurnastudio Жыл бұрын
ଶିବାନୀ ଗଣନାଟ୍ୟ ଳଂ ୧ । ତାର କାହାଣୀ ଓ ଅଭୁନୟ ଦେଖିଲେ ଆଖିରେ ଲୁହ ଭରିଯାଏ।
@sudhansupal318
@sudhansupal318 Жыл бұрын
ମୋ ପେ କାଳି ବଜେଇ ଦେ ସବୁଠାରୁ ସୁପରହିଟ ନାଟକ
@ASwriterAkash
@ASwriterAkash Жыл бұрын
ଶିବାନୀ ଗଣନାଟ୍ୟ ର ମୁଖ୍ୟ ଅଫିସ କେଉଁ ଜାଗାରେ ଅଛି.. କ୍ରିଷ୍ଣା ଭାଇ
@sanjaykumarmanjhi3762
@sanjaykumarmanjhi3762 Жыл бұрын
Exactly right Konark, Tulasi and Shivani the great Gananatya
@gajaboy3498
@gajaboy3498 Жыл бұрын
Tulashi ki kha shita tulana krni
@mishragorachand
@mishragorachand Жыл бұрын
ମୁଁ ଆପଣଙ୍କ କଥାରେ ଏକମତ...ଆମ କଳାପଥର କୁ ଗତବର୍ଷ ଶିବାନୀ ଆସିଥିଲା ଆଉ ଏବର୍ଷ କୋଣାର୍କ ଆସୁଛି....
@user-vz8lu3ml2k
@user-vz8lu3ml2k Ай бұрын
Mora fevrit party Shivani gananatya ❤❤❤❤❤❤❤❤❤❤❤❤❤sabu nataka hits
@santanupati4836
@santanupati4836 Жыл бұрын
ଫୁଲ ବଉଳ ବେନି ନାଟକ ମୋତେ ବହୁତ ଭଲ ଲାଗିଥିଲା
@Hacker-if7oh
@Hacker-if7oh 4 ай бұрын
୧୯୮୯ ମସିହାରେ ଦେଖି ଥିବା ନାଟକ - ଜଗନ୍ନାଥଙ୍କୁ ଖୋଲା ଚିଠି
@user-im1it8wb3h
@user-im1it8wb3h Ай бұрын
Excellent
@abhibiswal8750
@abhibiswal8750 Ай бұрын
ଶିବାନୀ ଗଣନାଟ୍ୟ କଳାକାର ତିଆରି କରିବା କାରଖାନା
@prasantakumarsahoo2127
@prasantakumarsahoo2127 Жыл бұрын
କ୍ରିଷ୍ଣା ଭାଇ ଜଗନ୍ନାଥ 🙏🙏
@user-kj3fi5jf1w
@user-kj3fi5jf1w 6 ай бұрын
ସବୁଠୁ ଭଲ ଲାଗିଲା ଭାଇ ଭାଇ ମାନଙ୍କର ଭଲ ପାଇବା
@amitamareshjena4393
@amitamareshjena4393 Жыл бұрын
ଏଇ ବର୍ଷ ମୁଁ ଖଣ୍ଡଗିରି ରେ ଦେଖିଥିଲି ଶିବାନୀ ଗଣନାଟ୍ୟ ର ଆଖି ତୋର ଲୁହ ମୋର, ଯାତ୍ରା ର ସବୁ ବେଳେ ମୁଁ କାନ୍ଦିଛି,ମନ କୁ ଛୁଇଁଲା
@smrutiranjanpani499
@smrutiranjanpani499 Жыл бұрын
Bekara nataka story kichi nahi
@smrutiranjanpani499
@smrutiranjanpani499 Жыл бұрын
Konara kara to Bina mu adha adha ,kania kanduchi konakare story no one
@tapanswain1812
@tapanswain1812 6 ай бұрын
ସବୁ ଶିବାନୀ ରୁ ହାଇ ଲାଇଟ
@satyabratasatpathybapujee3223
@satyabratasatpathybapujee3223 Жыл бұрын
ଟିକିଲି ଅପା.....ବହୁତ ସୁନ୍ଦର ନାଟକ
@pkjenapkjena8284
@pkjenapkjena8284 Жыл бұрын
ଭଉତ ସୁନ୍ଦର ଭିଡ଼ିଓ
@user-uo8bj2mu3u
@user-uo8bj2mu3u Жыл бұрын
ଶିବାନୀ ଗଣନାଟ୍ୟ ଯାତ୍ରା ବହୁତ ଆଗରେ
@jagamohanjena2314
@jagamohanjena2314 Жыл бұрын
ଅତି ସରଳ ଲୋକ ବାବୁ ଅଟନ୍ତି ।ନାଟକ କଣ ଦେଖିବା କ୍ରିଷ୍ଣା ଭାଈ ମାଲିକଙ୍କ ଭାଈ ଙ୍କ ପ୍ରତି କେତେ ସନମାନ ଅଛି ତାକୁ ଆମେ ଶିଖିବାର ଅଛି ।
@p.kcreative909
@p.kcreative909 Жыл бұрын
Sibani gananatya ra babu ati romantic au mixing.thank you Krishna bhai.emti jane bhala manisa nku bhetithibaru.again thankyou 🙏🙏🙏
@sanjaykumarbehera5472
@sanjaykumarbehera5472 Жыл бұрын
Sibani, konarak and Tulasi best gananatya among all All audience want only three
@Ashish-qs1rx
@Ashish-qs1rx Жыл бұрын
Shivani sabu Thiru aagare.sibani gananatya ra down fall kebe asini.baki sabu gananatya ra down fall asini
@chandrakantakhuntia1587
@chandrakantakhuntia1587 Жыл бұрын
ବଜାରୀବୁଢା ରେ ବହୁତ କାନ୍ଦିଛି ଆଉ ଏମିତି କାହାଣୀ କେବେ ଶୁଣିନି ବି
@tapanswain1812
@tapanswain1812 6 ай бұрын
ସୁନ୍ଦର ଟୁନା ବାବୁ
@tanmaypatra2309
@tanmaypatra2309 Жыл бұрын
ଯାତ୍ରା ସମ୍ରାଟ୍ ତୁଳସୀ ଗଣନାଟ୍ୟ ର ପ୍ରଯୋଜକ ଙ୍କୁ ଥରେ ସାକ୍ଷାତକାର ରେ ଆଣନ୍ତୁ
@kanhucharanapanda1102
@kanhucharanapanda1102 Жыл бұрын
ସଜନୀ ତୋବାଟ ରହିଚି ଚାହିଁ ବହୁତ ଭଲ ଵହି
@Ashish-qs1rx
@Ashish-qs1rx Жыл бұрын
Shivani gananatya ra block buster jatra heuchhi, 1,Mo penkali bajei de. 2,Baji marile hariba. 3,Fhula baula beni. 4,Michha sabarire sata kokei. 5, bideshini. 6,Rupa raijara raja Kumari. 7,Rama bana basa kahani shesa. 8,Rangila radhika rajani gandha. 9,Akhi tora luha mora. 10,Bah bah re capital.
@subratrout647
@subratrout647 Жыл бұрын
ଛାଡ଼ ମ କ୍ରୀଷ୍ଣା ବାବୁ,କୋଣାର୍କ ଏ ଯୁଗର ପାର୍ଟି,ଯାତ୍ରା ଜଗତ ର ବୈପ୍ଲବିକ ପଦକ୍ଷେପ ତୁଳସୀ ସବୁବେଳେ ନେଇ ଆସିଛି,କୋଣାର୍କ ଛୁଆ
@maheswarsahoo1163
@maheswarsahoo1163 Жыл бұрын
Jay.jagannath
@soubhagya867
@soubhagya867 Жыл бұрын
ଗୋଟେ ହ୍ରୁଦୟ ଖୋଲା ଲୋକ
@Archiakanskhya
@Archiakanskhya Жыл бұрын
ଯାତ୍ରା ସିବାନିର ସବୁ ନାଟକ ଭଲ ସେ ଭିତରମୋତେ ଭଲଲାଗେ sbalpurinani ମୀଛସବାରିରେ ଶତକକେଇ ବିଦେଶିନୀ
@nareshcreations1300
@nareshcreations1300 Жыл бұрын
Krishna Bhai Tulasi Gananatya ra Owner nkara Vdo Bananthu please... Love from Berhampur
@ManojParida-vf6dt
@ManojParida-vf6dt 4 ай бұрын
ଶିବାନୀ ଗଣନାଟ୍ୟ ର ମୁଁ ଜଣେ ଦୃଢ଼ ସମର୍ଥକ। ଥରେ ରାଉରକେଲା ରୁ ଜଣେ କଳାକାର ଅତି ଅଶ୍ଳିସ ଭାଷାରେ କଳା କଥା (ଭିକାରୀ ବାବୁ) ସଙ୍ଗେ ସଙ୍ଗେ ମୁଁ ନେଟ ରୁ ଫୋନ୍ ବାହାର କରି ବାବୁଙ୍କୁ ଫୋନ୍ କଲି। କିନ୍ତୁ ସେ ଏମିତି ଆକ୍ସନ ନେଲେ ଯେ ତା ପର ଦିନ ସକାଳେ ମୋ ଘରେ ପରି ଚାଳନା ନିର୍ଦ୍ଦେଶକ ପହଞ୍ଚି ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଉ ଥରେ ଯାତ୍ରା ଦେଖି ବା ପାଇଁ ନିମନ୍ତ୍ରଣ କଲେ।
@pabitradeo5289
@pabitradeo5289 Жыл бұрын
Kahani laguchi nua Sibani always make very very nice
@niranjanpatra84
@niranjanpatra84 11 ай бұрын
Bahuta sundar malika❤❤
@priyabratadas2109
@priyabratadas2109 Жыл бұрын
ବିଦେଶିନୀ ନାଟକ ମୁଁ ଦେଖିଲି ହେଲେ ଏତେ ଦୁଃଖ ସିନୀ ଅଛି ମୁଁ କାନରେ ହାତ ଦେଇ ବସିଲି, ଆଉ ପେଣ୍ଡାଲ କୁ ଅନେଇଲିନି 😭😘😘 ଆଉ ଗୋଟେ ନାଟକ ରୂପ ରାଇଜର ରାଜ କୁମାରୀ
@sujitkumargiri8496
@sujitkumargiri8496 Жыл бұрын
Sibani is the best
@manojmohapatra4832
@manojmohapatra4832 Жыл бұрын
Bahut bhala lagila
@sayadraheman7738
@sayadraheman7738 Жыл бұрын
Many many thanks He is a simple and great personality As an odia I am proud of him
@Aj45-j8
@Aj45-j8 Жыл бұрын
ଆଉ ଥରେ ଭାଇ ଙ୍କ interview ନିଅ❤ବହୁତ ଭଲ ଲାଗିଲା କ୍ରିଷ୍ଣା ଭାଇ❤
@jatraloversibun
@jatraloversibun Жыл бұрын
Jay Jagannath 🙏🙏🙏 Bahutu sundar video bahutu khushi lagila ajira vlogs jatra mauda mani sivhani gananatya ownernka video bahutu khushi lagila 👌👌👌👍👍👍👍👍🙏🙏🙏🙏 bhai
@BIBEKANANDASWAIN-cw8cu
@BIBEKANANDASWAIN-cw8cu 9 ай бұрын
Rama banabasa kahani sasa aju bhai thanks
@paramanandabhoi7587
@paramanandabhoi7587 Жыл бұрын
ଆଉ ସେ ଶିବାନୀ ନାହି ଆପଣ ଯୋଉ ଶିବାନୀ କଥା କହୁଛନ୍ତି
@riyazahmed7855
@riyazahmed7855 Жыл бұрын
Odisha ro best jatra party sibani Jatra
@basantasahu2990
@basantasahu2990 7 ай бұрын
ସମସ୍ତ ନାଟକ
@basantasahu2990
@basantasahu2990 7 ай бұрын
ଭଲ
@bijoydas-qx3qg
@bijoydas-qx3qg Жыл бұрын
ପ୍ରତି ନାଟକ ଭଲ. ବିଦେଶିନୀ, ସମ୍ବଲପୁର ନାନିଆହୁରି ଅନେକ
@Z50creation
@Z50creation 6 ай бұрын
Jay jagannath 🙏🙏
@Maa_Hiraneela_Melody
@Maa_Hiraneela_Melody Жыл бұрын
Bahut bhala lagila Krishna sir sibani gananatya Malika nka sahit sakshyat kar karile
@rankanidhipattanayak980
@rankanidhipattanayak980 Жыл бұрын
Sibani gananatya ra sabu natak bhala
@SaktiKanta-ub9se
@SaktiKanta-ub9se 10 ай бұрын
Shivani gananatya owner bahut bhala lagile mana Khushi heigala
@aswinibisi6170
@aswinibisi6170 Жыл бұрын
Belphair 10,12 ବର୍ଷ ଶିବାନୀ konarka ଯାତ୍ରା କରିଛି
@narayansebak9923
@narayansebak9923 Жыл бұрын
Mo peinkali bajei de,A Dunia chidia khana,Fula baula Beni,chandana tipa ku nali alara,to akhi mo aaina,Basara rati,Kaunri Kanya,Bidesini,Kahani laguchi nua,Mu jhia te made in odisha,Sambalpuri Nani,Bajari budha, e sabu natak mu sibani ra dekhichi. Live. Among this. Ilike the best is basara rati one of my favourite natak .the acting of tiki in Bidesini is outstanding. Story of Fula baula Beni is very different such type of Natak I have never seen this time. Thaks sibani family to entertain to giving this type of Natak
@abinashbarik7716
@abinashbarik7716 Жыл бұрын
ତୁଳସୀ ମାଲିକ ଙ୍କୁ ବ୍ଲଗ୍ ରେ ଆଣ
@arunsethi768
@arunsethi768 Жыл бұрын
ନୂଆ ମାଲିକ କୁ ନା ପୁରୁଣା ମାଲିକ
@ssssangram3633
@ssssangram3633 Жыл бұрын
​@@arunsethi768puruna malika
@bhaktikatha8756
@bhaktikatha8756 Жыл бұрын
ବିଦେଶିନୀ ଟିକି ଅପାଙ୍କର ଗୋଟିଏ ସ୍ୱତନ୍ତ୍ର ସାକ୍ଷ୍ୟାତ କାର ନିଅନ୍ତୁ
@vssemsclass2618
@vssemsclass2618 11 ай бұрын
Rama Banabasa Kahani Shesha...my favourite bhai
@dibakarmishra2147
@dibakarmishra2147 Жыл бұрын
Tama anchor bhala laguchi
@haraprasadbariktulu5388
@haraprasadbariktulu5388 Жыл бұрын
All nataka sibani Gananatya 👌👌
@Z50creation
@Z50creation Жыл бұрын
Bhai jahabi kuhantu vlogs dekhi apanku salute karibaku ichha heuchi Jay jagannath
@AnchorKrishnaKumar
@AnchorKrishnaKumar Жыл бұрын
jay Jagannath
@jenamanisambitprakashnayak1387
@jenamanisambitprakashnayak1387 Жыл бұрын
ଆମ ଜଗତସିଂହପୁର କଳାର ମାଟି
@pankajinibhuyan194
@pankajinibhuyan194 5 ай бұрын
Mo pey kalibajeide very good nataka .
@tapanbarik5999
@tapanbarik5999 Жыл бұрын
Thank you for your information sir
@basantasahu2990
@basantasahu2990 7 ай бұрын
Sibani ganataya, Konark, tulasi is my best party
@jayadevdas5832
@jayadevdas5832 6 ай бұрын
Eeita Odia Apera Malika. Khanti Manisha. Great Sir Great, Jay kala.
@jagannathbeheratec9898
@jagannathbeheratec9898 Жыл бұрын
Bhaut sundar
@manojdey7509
@manojdey7509 Жыл бұрын
Mo penkali bajeide. Mile stone of Shibani Gananatya..l have seen it thrice. Beautiful story with good acting by each & every artist.🙏🌹
@user-wj4pu9re7m
@user-wj4pu9re7m 7 ай бұрын
Sabini Nomber 1
@jitendrabarik5951
@jitendrabarik5951 7 ай бұрын
Sivani my favourite
@sarojbehera8515
@sarojbehera8515 Жыл бұрын
My jagatsinghpur no1❤
@ranganatak9462
@ranganatak9462 Жыл бұрын
ରାଜଧାନୀ ଝିଅ ରାଜ ନନ୍ଦିନୀ ❤❤❤
@subratrout647
@subratrout647 Жыл бұрын
ବେଷ୍ଟ ନାଟକ, ଏ ଯୁଗରେ
@bhaskarsethi7497
@bhaskarsethi7497 Ай бұрын
କାହାଣୀ ଲାଗୁଛି ନୂଆ
@chaitanyabariki810
@chaitanyabariki810 Жыл бұрын
ତୁଳସୀ ଗଣନାଟ୍ୟ ର ପ୍ରଯୋଜକ ଙ୍କୁ ଥରେ ସାକ୍ଷାତକାର ରେ ଆଣନତୁ
@arunsethi768
@arunsethi768 Жыл бұрын
ତୁଳସୀ ପାର୍ଟି ବିକ୍ରି ହେଇଯାଇଛି
@debaduttasashikantamohanty4427
@debaduttasashikantamohanty4427 9 ай бұрын
Jaya Jagannath Jaya Balikapileswar
@mangulibehera5228
@mangulibehera5228 11 ай бұрын
Sibani mane sabu nataka hit
@nilamadhaba434
@nilamadhaba434 Жыл бұрын
ସବୁ ନାଟକ ଭଲ ଲାଗେ ମତେ
@mrjoker2610
@mrjoker2610 6 ай бұрын
ତ୍ରିବେଣୀ ଗଣନାଟ୍ୟ, ସୁଭଦ୍ରା ଅପେରା,ର ମାଲିକ ଙ୍କୁ ଜାଣିଛନ୍ତି
@birennanda3012
@birennanda3012 10 ай бұрын
ରାମ ବନବାସ କାହାଣୀ ଶେଷ
@lipunsahoo6489
@lipunsahoo6489 Жыл бұрын
Bahut sundara natak hua sibani gananatya
@bijandas6401
@bijandas6401 10 ай бұрын
କ୍ରିଷ୍ନା ଭାଇ ଆପଣ ଉତ୍ତମ ଭାଇ କୁ ଆଣନ୍ତୁ
@arunakumarpradhan1948
@arunakumarpradhan1948 Жыл бұрын
ମାଲିକ ହେବ ଏମିତି
@rakeshkumarmohapatra3789
@rakeshkumarmohapatra3789 Жыл бұрын
Rupa raijara rajkumari Barani kaniya Barsha rani
@laxmankumarmallick5635
@laxmankumarmallick5635 Жыл бұрын
V v Nice
@radhashyam3234
@radhashyam3234 Жыл бұрын
Love you sir
@mangalabehera3512
@mangalabehera3512 Жыл бұрын
Akhi tora luha Mora ❤❤
@riyazahmed7855
@riyazahmed7855 Жыл бұрын
90%percent sibani Jatra best jatra
@bishnucharanmangaraj6836
@bishnucharanmangaraj6836 5 ай бұрын
"Mo penkali bajeide" is the best,up to now also.
@hrusikeshdas9053
@hrusikeshdas9053 Жыл бұрын
ଶିବାନୀ ତ ଏବ ଟୁଟୁ ବାବୁ ବୁଝୁଛନ୍ତି।
@sureshsadangi9253
@sureshsadangi9253 Жыл бұрын
Rama banabasha
@bhabatoshsahoo4810
@bhabatoshsahoo4810 Жыл бұрын
ଭାଇ ଶିବାନୀ ଗଣନାଟ୍ୟ ପ୍ରଯୋଜକ କୀଏ
Чёрная ДЫРА 🕳️ | WICSUR #shorts
00:49
Бискас
Рет қаралды 6 МЛН
❌Разве такое возможно? #story
01:00
Кэри Найс
Рет қаралды 3,9 МЛН
Ik Heb Aardbeien Gemaakt Van Kip🍓🐔😋
00:41
Cool Tool SHORTS Netherlands
Рет қаралды 9 МЛН
Чёрная ДЫРА 🕳️ | WICSUR #shorts
00:49
Бискас
Рет қаралды 6 МЛН