No video

ଜାତି ଜନ୍ମରୁ ନାଁ କର୍ମରୁ ? | କଳିଯୁଗ | Kaliyuga | EP 12 | 17th July 2022 | Prarthana

  Рет қаралды 687,232

Prarthana TV

Prarthana TV

Күн бұрын

ଜାତି ଜନ୍ମରୁ ନାଁ କର୍ମରୁ ?
ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିବା ଅନେକ ଚିନ୍ତା ,ଚେତନା ଆଉ ସମ୍ଭାବନା କୁ ନେଇ ପ୍ରାର୍ଥନାର ଏକ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ''କଳିଯୁଗ'', ପ୍ରତ୍ୟେକ ରବିବାର ରାତି ୯ ଟା୩୦ରେ କେବଳ#PrarthanaTv #TarangPlus ରେ |
#Kaliyuga
#PrarthanaTv
#TarangPlus
Prarthana TV is the number one Devotional TV channel in Odisha.
SUBSCRIBE to Prarthana channel for more Odia Devotional content and Song
/ prarthanatv
Like us on Facebook
/ prarthanatv
Circle on G+
plus.google.co...
Visit our website for further details: www.prarthanatv.in

Пікірлер: 2 000
@sushantapadhan6072
@sushantapadhan6072 Жыл бұрын
ପଣ୍ଡିତ ବିରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ଅତି ସୁନ୍ଦର। ପ୍ରକୃତ କଥା ବସ୍ତୁ ଉପସ୍ଥାପନ କରିଛନ୍ତି। ହୃଦୟ କୁ ସ୍ପର୍ଶ କରିଲା। ପ୍ରାମାଣିକ ତଥ୍ୟ ସହ ଅବଗତ କରାଇଛନ୍ତି।
@narayanadash1784
@narayanadash1784 2 жыл бұрын
ବୀରେନ୍ଦ୍ର କୁମାର ପଣ୍ଡା ଜଣେ ବହୁତ୍ ଭଲ ମଣିଷ ଟିଏ ବେଦ କୁ ଭଲ ଭାବରେ ବୁଝିଚନ୍ତି ବହୁତ ବହୁତ ଧନ୍ୟବାଦ ଜଣାଉଛି ହୂର୍ଦ୍ୟ ୟର ସହିତ ଜୟ ଜଗନ୍ନାଥ
@Studyglow763
@Studyglow763 Жыл бұрын
ବୀରେନ୍ଦ୍ର ସାର 🙏🏻🙏🏻ଆପଣଙ୍କ ଚିନ୍ତାଧାରା ବହୁତ ବଢିଆ ଲାଗଲା ଧନ୍ୟବାଦ ସାର... ଆପଣଙ୍କ ଭଳି ଲୋକ ଦରକାର... ଏମାନେ କେହି ବ୍ରାହ୍ମଣ ନୁହେଁ ସାର... ଏମାନେ ଶୁଦ୍ର ହେବା କଥା..
@jagannathdas4659
@jagannathdas4659 Жыл бұрын
ମତେ ବହୁତ୍ ଖୁସି ଲାଗିଲା କମେଟ୍ ଦେଖି ବିରେନ୍ଦ୍ର ପଣ୍ଡା ଭଳି ଜ୍ଞାନୀ ଲୋକଙ୍କୁ ସପୋଟ କରିଥିବାରୁ ତାଙ୍କ ଚିନ୍ତା ଧାରା ବହୁତ୍ ଉଚ୍ଚକୋଟୀର ଗୁରୁଜୀ ଙ୍କୁ ମୋର ବହୁତ ବହୁତ୍ ଧନ୍ୟ ବାଦ ଏବଂ ମୋ ତର ଫରୁ ଆପଣଙ୍କୁ ପ୍ରଣାମ🙏🙏🙏 ଜୟ ଜଗନ୍ନାଥ
@surendratandi447
@surendratandi447 2 жыл бұрын
ବୀରେନ୍ଦ୍ର ପଣ୍ଡା ମହାଶୟ 100% ଠିକ କଥା କହିଆଛନ୍ତି ଓ ତାଙ୍କ ଦୃଷ୍ଟି କୋଣ ଉତ୍ତମ ଅଟେ ଧନ୍ୟବାଦ ସାର
@prabodhachandrapradhan
@prabodhachandrapradhan Жыл бұрын
Ok
@trnceastion6527
@trnceastion6527 Жыл бұрын
God Jagannath not create caste, Create human being.. Jadi jati thanta Duru dekhille janihuanta
@AnilRout-zt6jn
@AnilRout-zt6jn 4 ай бұрын
", ​@@trnceastion6527
@BasantiNaik-yw3jv
@BasantiNaik-yw3jv 4 ай бұрын
To​@@trnceastion6527p😅😅😅😮😅😅 But
@pappyjena191
@pappyjena191 2 жыл бұрын
ବିରେନ୍ଦ୍ର ସାର୍ ଯୁକ୍ତି ଯୁକ୍ତ କଥା କହିଛନ୍ତି। ବୁଝିବା ଲୋକେ ଠିକ୍ ବୁଝିବେ ନବୁଝିବା ଲୋକ ମିଛରେ ଯୁକ୍ତି ବଡାଇବେ। Thank you Virendra sir God bless you..
@atomyupdate4524
@atomyupdate4524 Жыл бұрын
Birendra sir Geeta ra tathya anusare kahuchhanti.....baki Anya Mananku Geeta ra Gyan nahi
@creater2626
@creater2626 Жыл бұрын
ବିରେନ୍ଦ୍ର କୁମାର ପଣ୍ଡା sir ହେଉଛନ୍ତି ଜଣେ ଜ୍ଞାନୀ ମଣିଷ , ବାକି ସବୁ ତିନି ତୁଣ୍ଡରେ ଛେଳି କୁକୁର ....❤❤❤
@karunadeep9758
@karunadeep9758 Жыл бұрын
Thanks Birendra Panda sir, ଆପଣଙ୍କ ଭଲିଆ ସମସ୍ତ ବ୍ରାହ୍ମଣ ମାନେ ଯଦି ଚିନ୍ତା କରିବେ ତେବେ ଏଦୁନିଆର ସମାଜ କୁ ଉନ୍ନତି କରିବାରେ କେହି ରୋକିପାରିବେ ନାହିଁ🙏🙏
@anilpradhan9567
@anilpradhan9567 10 ай бұрын
Brahma kichhi kariparibeni 😡
@merabikesking47
@merabikesking47 5 ай бұрын
Karuna deep bhai ..bhul katha kahuchanti kaha jati ku nei konasi katha kahiba bhul bhai
@udayalima9094
@udayalima9094 2 жыл бұрын
ବହୁତ ସୁନ୍ଦର ଉପସ୍ଥାପନା ବୀରେନ୍ଦ୍ର ପଣ୍ଡା ମହାଶୟଙ୍କ ବାଣୀ. ତାଙ୍କର ସବୁ ପ୍ରବଚନ ସତ୍ଯ ଯଥାର୍ଥ ଏମିତି ପଣ୍ଡିତ ମାନେ କ୍ବଚିତ ପ୍ରଣାମ ଗୁରୁ ଜୀ ଜୟ ଜଗନ୍ନାଥ🙏
@rajkishorrbehera7848
@rajkishorrbehera7848 Жыл бұрын
ବୀରେନ୍ଦ୍ର ପଣ୍ଡା ଙ୍କ ଭଳି ଯଦି ସମସ୍ତେ ହେତୁବାଦୀ ହେଇ ପାରିବେ ତା ହେଲେ ହିନ୍ଦୁ ଧର୍ମ ଖଣ୍ଡ ବିଖଣ୍ଡିତ ହେବ ନାହିଁ ତେଣୁ ପ୍ରତେକ ବ୍ୟକ୍ତିଙ୍କ ଚିନ୍ତାଧାରା ବୀରେନ୍ଦ୍ର ସାର ଙ୍କ ପରି ହଵା ଦରକାର 🙏🙏🙏🙏🙏
@sibaninaik8170
@sibaninaik8170 6 ай бұрын
ନିହାତି ଭାଇ ସପୋଟ କର ପ୍ଲଜ଼ 🙏
@mygeetaknowledge4965
@mygeetaknowledge4965 4 ай бұрын
Eaha hi heba
@ramaicharanadash9745
@ramaicharanadash9745 Жыл бұрын
ବୀରେନ୍ଦ୍ର ପଣ୍ଡା ମହାଶୟ ଙ୍କର ଯୁକ୍ତି ପ୍ରକୃତରେ ଅତି ସୁନ୍ଦର 🙏🙏🙏
@harekrushnakharsel1010
@harekrushnakharsel1010 Жыл бұрын
ପଣ୍ଡା ସାର ଙ୍କ ଅଭିଜ୍ଞତା ଯାହା ଅଛି , ଏମିତି ଗୁରୁ ଜନଙ୍କୁ ଶତକୋଟି ପ୍ରଣାମ, ତାଙ୍କର ଉପଦେଶ କୁ ବୁଝିପାରି କାମ ରେ ଲଗାଇଲେ ପ୍ରକ୍ରୃତରେ ଶାନ୍ତି ଫେରି ଆସନ୍ତା। "ଜୟ ଜଗନ୍ନାଥ"
@sitakantamishra47
@sitakantamishra47 2 жыл бұрын
ଗୁରୂଜୀ ବିରେନ୍ଦ୍ର ପଣ୍ଡା ମହୋଦୟ ଚିର ନମସ୍ଯ ତାଙ୍କ ଶୀଲ କଥା ଏବଂ ଯୁକ୍ତି ଯୂକ୍ତ କଥା ପାଇଁ ।।🙏🏻🙏🏻🙏🏻🙏🏻
@prabinakumaracharya7842
@prabinakumaracharya7842 2 жыл бұрын
Birendra panda, you are great 👍
@bubunibubuni8166
@bubunibubuni8166 2 жыл бұрын
ସତରେ👍
@mallick7473
@mallick7473 Жыл бұрын
ଧନ୍ୟବାଦ ବୀରେନ୍ଦ୍ର ପଣ୍ଡା sir ଆପଣଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏
@jaymaagayatri736
@jaymaagayatri736 Жыл бұрын
ବହୁତ ବହୁତ ଧନ୍ୟବାଦ ♥️🙏👍❤️କର୍ମଅନୁସାରେ ଜାତି ଏହା ମୋମତରେ ଠିକ ♥️
@bichitramallick2446
@bichitramallick2446 2 жыл бұрын
Birendra panda is always right
@ashokkumarnayak3300
@ashokkumarnayak3300 2 жыл бұрын
ଏଠି ତ ସବୁ ବ୍ରାହ୍ମଣ , ମନୁ ଭକ୍ତ ଏମାନେ ମନୁସ୍ମୃତି କଥା କହିବେ , ଜାତି ପ୍ରଥା ଉଠିଯାଉ ବୋଲି କହୁନାହାନ୍ତି କ'ଣ ପାଇଁ ।। ମଣିଷ ହେଉଛି ଶ୍ରେଷ୍ଠ ଜାତି ।। Caste, barna system should be abolished.. ଏ Anchor ସେଶରେ କହୁଛନ୍ତି ଜାତି ଉଠିଯାଉ ,କହିଲେ ତ ହବନି ଆନ୍ଦୋଳନ କେତେ କରୁଛନ୍ତି ।।। ଏଠି ସବୁ ଜାତି ବାଦୀ ଲୋକ ।। ଜୟ ମାନବ ଧର୍ମ,ମାନବ ଜାତି ।
@Skgbul470
@Skgbul470 Жыл бұрын
ରାଜାଙ୍କର ଦୁଇଟା ପୁଅ ଦୁଇ ଜଣଙ୍କର ଅଲଗା ଅଲଗା ବୁଦ୍ଧି ଚରିତ୍ର , ସାନ ପୁଅର ବୁଦ୍ଧି ଗୁଣ ବଡ଼ ପୁଅ ଅପେକ୍ଷା ଯଥେଷ୍ଟ ଅଧିକ ଥିଲେ ବି ବଡ଼ ପୁଅ ରାଜାଙ୍କ ପରେ ରାଜ ଅଭିଷେକ ରେ ସୁଯୋଗ ମିଲୁ ଛି କେମିତି ଦୟା କରି ବିରେନ୍ଦ୍ର ପଣ୍ଡା ମହଦୟ କୁ ଅନୁରୋଧ କରିବି ଏହାର ସ୍ପଟି କରଣ କରିବେ,b
@kaliakanhubehera2353
@kaliakanhubehera2353 Жыл бұрын
ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କ କଥା ହିଁ ଯୁକ୍ତି ଯୁକ୍ତ ଓ ଗ୍ରହଣୀୟ ଯାହା କି ସମାଜ ର ମଙ୍ଗଳ ଓ ଉନ୍ନତି ପାଇଁ ଆବଶ୍ୟକ । ସମସ୍ତେ ଆଲୋଚନା ରେ ଅଂଶ ଗ୍ରହଣ କରିଥିବାରୁ ଧନ୍ୟବାଦ ।
@bhaktaharibiswal3516
@bhaktaharibiswal3516 Жыл бұрын
;
@dharitribehera1368
@dharitribehera1368 4 ай бұрын
❤😊😅😮😢🎉😂 40:38
@surendranath4516
@surendranath4516 Жыл бұрын
ଜାତି ବାଦ ଉଠେଇ ଦିଆ ଯାଇଛି ସମସ୍ତ ଙ୍କୁ ସମାନ ଅଧିକାର ଦେଇ ସଂରକ୍ଷଣ ଉଠାଇ ପ୍ରକୃତ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆ ଯାଉ ସମସ୍ତେ ମନ୍ଦିରରେ ପ୍ରବେଶ ଅଧିକାର ଦେବା ଦରକାର,
@ashokkumarnayak3300
@ashokkumarnayak3300 Жыл бұрын
କେବେ ଉଠିଲା? ଜାତିଭେଦ,ଭଳି ଅମାନବୀୟ ପ୍ରଥା ବନ୍ଦ ହେବା ଦରକାର।। ତାପରେ ସଂରକ୍ଷଣ ସମାନତା ମନ୍ଦିର ରେ ବି ସମସ୍ତ ଙ୍କ ଅଧିକାର ରହିବା ଦରକାର ।।
@tularamdeep4398
@tularamdeep4398 Жыл бұрын
Mandir Ku jibanahi....karan tame Sudra hua.
@sugyanisabar4209
@sugyanisabar4209 Жыл бұрын
@@ashokkumarnayak3300 you are ki kiiiiooop
@sugyanisabar4209
@sugyanisabar4209 Жыл бұрын
@@ashokkumarnayak3300 pgcvgh
@sugyanisabar4209
@sugyanisabar4209 Жыл бұрын
@@ashokkumarnayak3300 uh bj hi 8
@asishkumarprustyjitu9987
@asishkumarprustyjitu9987 2 жыл бұрын
ବୀରେନ୍ଦ୍ର ପଣ୍ଡା ମହୋଦୟ 🙏ଓ💯%✅️ କଥା କହିଛନ୍ତି
@krushisadhana9833
@krushisadhana9833 Жыл бұрын
ବୀରେନ୍ଦ୍ର ସାର ବହୁତ ସୁନ୍ଦର ବୁଝାଉଛନ୍ତି 👌👌🙏🙏🙏🙏.. ବାକିଲୋକ ବୁଝିପାରୁନାହାନ୍ତି 🤔🤔🤔
@pramodkumarnayak8191
@pramodkumarnayak8191 10 ай бұрын
ବୀରେନ୍ଦ୍ର ପଣ୍ଡା ମୋହାଦୟ. ଆପଣଙ୍କୁ ଶତକୋଟି ପ୍ରଣାମ 🙏🙏🙏
@Sushil-o8z
@Sushil-o8z Жыл бұрын
ଜୟ ଭୀମ୍ ଏ ବ୍ୟକ୍ତିମାନେ ସବୁ ତକ ବ୍ରାହ୍ମଣବାଦୀ।ଏମାନଙ୍କ ଠାରୁ ଏସବୁ ଶୁଣିବା ଠିକ୍ ନୁହେଁ।ଭଲ ହେବ କିଛି ଆମ୍ବେଦକରବାଦୀଙ୍କୁ ଏଠିକି ଡାକ ଆଙ୍କୁ ଜାତିପ୍ରଥା ବିରୋଧରେ ବୁଝେଇ ଦେବେ।
@anusuyakar4805
@anusuyakar4805 2 жыл бұрын
Panda sir you are right
@pifacts22
@pifacts22 2 жыл бұрын
ବିରେନ୍ଦ୍ର ପଣ୍ଡା ଆଜ୍ଞା ଙ୍କୁ ସାଦର ନମସ୍ତେ । ଯୁକ୍ତି ପୂର୍ଣ୍ଣ ଉପସ୍ଥାପନା କରୁଛନ୍ତି 🙏🙏🙏💐
@sankarprasadpanda3095
@sankarprasadpanda3095 2 жыл бұрын
ଧାନ ବୁଣିଲେ କେବଳ ଧାନ ପାଇବା ।କିନ୍ତୁ 1001 ଧାନ ବୁଣିଲେ 1014 ଧାନ ପାଇବା କି?
@sangitanayak7152
@sangitanayak7152 Жыл бұрын
Birendra sir really apanka pari loka bahut bahut darkar🙏🙏🙏🙏🙏🙏
@MULNIVASIKRANTI
@MULNIVASIKRANTI Жыл бұрын
ଆମକୁ ଜାତୀ ହିଁ ଦରକାର ନାହିଁ ନା ଜନ୍ମରୁ ନା କର୍ମରୁ।
@gopogobindamalik6304
@gopogobindamalik6304 Жыл бұрын
ଓମ୍, ପଣ୍ଡିତ ବିରେନ୍ଦ୍ର ପଣ୍ଡା ମହୋଦୟ ଙ୍କୁ ଆନ୍ତରିକ ନମନ, କର୍ମ ଅନୁସାରେ ଜାତି ଠିକ୍।
@MalatiSethi-vi3zo
@MalatiSethi-vi3zo Жыл бұрын
Jati eka Matra manish jati !!!
@iMthnpal
@iMthnpal Жыл бұрын
ଗୋଟେକଥା ମନେରଖ ମଣିଷ ତାର କର୍ମ କୁ ନେଇ ବ୍ରାହ୍ମଣ ହୋଇଥାଏ। ଜାତୀଦ୍ବାରା କେହି ବ୍ରାହ୍ମଣ ହୋଇନଥାଏ। ବ୍ରାହ୍ମଣ ତାକୁ କୁହାଯିବ ଯିଏ ବ୍ରହ୍ମଚର୍ଯ୍ୟ ପାଳନ କରେ,ମାନେ ତାମସିକ କାର୍ଯ୍ୟ,ଖାଦ୍ୟ,ଦୃଷ୍ଟି ଓ ବ୍ୟବହାର ଠାରୁ ଦୂରରେ ରହି ସାତ୍ବିକବୃତି ଆପଣାଏ ସିଏ ବ୍ରାହ୍ମଣ। ଆମର ଅଧିକାର ନାହିଁ କାହାକୁ ଉଚା ନିଚା ଦେଖିବା। ସେହି ସଂସାର ପାଇଁ ଶତୃ ଯିଏ ଯାତି ଭେଦ ଆଣୁଛି ।ସେଥିପାଇଁ ହିନ୍ଦୁ ମୁସଲିମ ଶିଖ୍ ଇଶାଇ ଆମେ ସମସ୍ତେ ଭାଇ ଭାଇ
@manoharkamar85
@manoharkamar85 Жыл бұрын
ପଣ୍ଡା sir ଙ୍କ ଉପସ୍ଥାପନା 100%ଠିକ କଥା 🙏🏻
@padmadas4976
@padmadas4976 Жыл бұрын
ବିରେନ୍ଦ୍ର sir ଙ୍କୁ ମୋର ହୃଦୟରୁ ପ୍ରଣାମ ଆପଣ ଠିକ୍ କହୁଛନ୍ତି ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ
@sureshharpal984
@sureshharpal984 2 жыл бұрын
ବୀରେନ୍ଦ୍ର ବହୁତ ବହୁତ ଭଲରେ ବୁଝାଉଛନ୍ତି ମୂର୍ଖ ପଣ୍ଡିତ ମାନେ ବୁଝୁନାହାନ୍ତି ମଣିଷ ମାନେ ମଣିଷ ପଶୁ ମାନେ ପଶୁ l ମୋ ଜାତି ବଡ ମୁ ପଣ୍ଡିତ ଏହା ଚାଲାକି ଏବଂ ଅହଂକାର ଏଲୋକ ପର ସମ୍ପତି ଠକି ଖାଏ ଜୟ ଭୀମ
@gunanidhibehera9648
@gunanidhibehera9648 2 жыл бұрын
ଭାଇ ଠିକ୍ କଥା
@user-xh4ch3ov8l
@user-xh4ch3ov8l 2 жыл бұрын
kzfaq.info/get/bejne/rr5lgbhhtryVeXk.html
@purnachandragouda5632
@purnachandragouda5632 Жыл бұрын
Absolutely right
@baliajena3728
@baliajena3728 2 жыл бұрын
ବିରେନ୍ଦ୍ର ପଣ୍ଡା ସାର ପ୍ରଣାମ ଓ ଫୁଜନୀୟ ଆଉ ସବୁ ଗୋଲିଆ ସଂଙ୍କରା
@malayabastia1635
@malayabastia1635 Жыл бұрын
ବୀରେନ୍ଦ୍ର ସାର ଆପଣଙ୍କୁ ଧନ୍ୟବାଦ
@hrushikeshpatra6779
@hrushikeshpatra6779 Жыл бұрын
ମଣିଷ ଜାତି ହିଁ ଏକ ଜାତି l ବିରେନ୍ଦ୍ର ପଣ୍ଡାଙ୍କ ଆଲୋଚନା ଭଲ ଲାଗିଲା l
@pravakarbehera4612
@pravakarbehera4612 2 жыл бұрын
Birendra Panda sir.your opinion is correct
@dipusahu5658
@dipusahu5658 2 жыл бұрын
Birendra panda is right
@srinibashsinu1163
@srinibashsinu1163 Жыл бұрын
ଆପଣ ଯୋଜ ପାଇଁ ଠିକି ନୁହଁ ଜାତି ହଉଛି ସବୁ ସମାନେ
@arnav2529
@arnav2529 Жыл бұрын
ବିବାହ କଲା ବେଳେ ଖୋଜୁଛ ଜାତି ରକ୍ତ ନେଲା ବେଳେ ଜାତି ଖୋଜୁଛ, ନା ନାହିଁ
@anilpradhan9567
@anilpradhan9567 10 ай бұрын
Right 👍
@ODIABHAJANS-sq3dn
@ODIABHAJANS-sq3dn 10 ай бұрын
Right
@DebasmiJena
@DebasmiJena 12 күн бұрын
Sata ❤
@ranjitmahananda6813
@ranjitmahananda6813 2 жыл бұрын
ବିରେନ୍ଦ୍ର ପଣ୍ଡା ସବୁବେଳେ ନମନୀୟ 🙏🙏🙏🙏
@AarshVidyakulam
@AarshVidyakulam 2 жыл бұрын
ଯେଉଁମାନେ ଜାତିବାଦ କୁ ସମର୍ଥନ କରିଛନ୍ତି ସେମାନଙ୍କୁ ପ୍ରଶ୍ନ 1500 ବର୍ଷ ପୂର୍ବରୁ ସମସ୍ତଙ୍କ titel ଖୋଜି କୁହନ୍ତୁ।
@suryasadhika4157
@suryasadhika4157 2 жыл бұрын
କଳିଯୁଗ ୫୦୨୩ବର୍ଷ ହେଲାଣି ଇଏ ୧୫୦୦ବର୍ଷ ପଚାରୁଛି ।
@madhabnag799
@madhabnag799 2 жыл бұрын
@@suryasadhika4157 bekar chij nai kaha jug Bali kichi nai
@dibakarmalik9597
@dibakarmalik9597 2 жыл бұрын
ସୁନ୍ଦର ପ୍ରଶ୍ନ ଆଜ୍ଞା, ଧନ୍ୟବାଦ
@bijayakumarjena4874
@bijayakumarjena4874 2 жыл бұрын
ଠୀକ କହିଲ ଭାଇ ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏👍🌹
@veersb5518
@veersb5518 2 жыл бұрын
@@suryasadhika4157 taahele... Ye prashan ra uttara dia
@niyatipatel5740
@niyatipatel5740 Жыл бұрын
Dr Birandra Panda is right, really he has read actual sastra
@dinabandhusethi8592
@dinabandhusethi8592 Жыл бұрын
ମୁଁ ସେତେବେଳେ ଭଗବାନ ଙ୍କୁ ମନିବି ଯେତେବେଳେ ତମମାନଙ୍କ ଭଗବାନ ଆମ ଆଦିବାସୀ ଜାତି ରେ ଜନ୍ମ ନେବେ🙏🙏
@Sonu.pratihari720
@Sonu.pratihari720 Жыл бұрын
Prabhu jagannath bhi ta sabar nka hata ru puja pau thile jothi bhagwan jati dekhi nahanti tebe ame manisa kn jati dekhiba
@mamatasahoo7465
@mamatasahoo7465 Жыл бұрын
You are 100% right🙏, Jay jagannath 🙏🙏🙏
@Pure-Vegetarian-khana
@Pure-Vegetarian-khana Жыл бұрын
Bhagaban janma neleni
@HarsRrrr-kf4gd
@HarsRrrr-kf4gd 3 ай бұрын
Siba Thakur nka jati kn
@jeebanbarik5819
@jeebanbarik5819 2 жыл бұрын
ଆଜି ସନାତନ ଧର୍ମ ଯଦି ନଷ୍ଟ ହେଇଚି କେବଳ ଏଇ ବ୍ରାହ୍ମଣ ଙ୍କ ପାଇଁ।
@alekhkumarpanda7999
@alekhkumarpanda7999 2 жыл бұрын
ଆପଣ ନିଜକୁ କଣ ଭାବୁଛନ୍ତି ବ୍ରାହ୍ମଣ ମାନଙ୍କୁ ଏପରି କଥା କେହୁ ଛନ୍ତି
@akashkumar76810
@akashkumar76810 2 жыл бұрын
Right katha
@akashkumar76810
@akashkumar76810 2 жыл бұрын
ସତ କହିଲେ
@nilakanthabhuyan2032
@nilakanthabhuyan2032 2 жыл бұрын
@@alekhkumarpanda7999 ଆପଣ ଜଣେ ଅହଙ୍କାରୀ ଅଟନ୍ତି
@sibaramdas2038
@sibaramdas2038 Ай бұрын
Right katha
@pritiranjanrout
@pritiranjanrout 2 жыл бұрын
Birendra sir is right 👍ମଣିଷ ଗୋଟିଏ ଜାତି
@kulamanibehera8856
@kulamanibehera8856 Жыл бұрын
1000 jatita
@surendranath4516
@surendranath4516 Жыл бұрын
ଏ ଚାରି ଜଣ ପଣ୍ଡିତ ମଧ୍ୟରୁ ତିନି ଜଣ ବହିପଢା ପଣ୍ଡିତ, କିନ୍ତୁ ବିରେନ୍ଦ୍ର ପଣ୍ଡା ମହାନ୍ ଅନୁଭବ ସିଦ୍ଧ ବାସ୍ତବ ପଣ୍ଡିତ
@fitforlifeofficial6597
@fitforlifeofficial6597 Жыл бұрын
Birendra sir is a great scholar, such a great revolutionary.....I appreciate his wisdom 🙏
@laximkumar3874
@laximkumar3874 2 жыл бұрын
ଧନ୍ୟବାଦ,ପଣ୍ଡା ମହୋଦୟ ନମସ୍ତେ।
@dibakarmalik9597
@dibakarmalik9597 2 жыл бұрын
ଧନ୍ୟବାଦ ବୀରେନ୍ଦ୍ର ପଣ୍ଡା ସାର ମହୋଦୟ ଓ ଅନ୍ୟ ସମସ୍ତ ଅଂଶ ଗ୍ରହଣ କରିଥିବା ଜ୍ଞାନୀ ପଣ୍ଡିତମଣ୍ଡଳୀଙ୍କୁ! ତେଣୁ ଆମ୍ଭେମାନେ ସମସ୍ତେ ସମାନ ହେବା ଉଚିତ! ଜାତିପ୍ରଥା ସମ୍ପୂର୍ଣ ଉଠିଯାଉ! 🙏🙏
@jitendrajena4768
@jitendrajena4768 2 жыл бұрын
Jatipratha pain dharam ra khyati houchi ,ahi Nirala satya ku tathakathita thikadar mane grahana karunahanti.
@jitendrajena4768
@jitendrajena4768 2 жыл бұрын
Panda sir nka chintadhara samaj sudharak bichardhra bhali laguchi
@Satya_prabhu
@Satya_prabhu 2 жыл бұрын
ଜାତିର ଆବଶ୍ୟକ ଅଛି
@santabari9574
@santabari9574 2 жыл бұрын
@@Satya_prabhu Yes sir
@Satya_prabhu
@Satya_prabhu 2 жыл бұрын
@@santabari9574 କିପରି ?
@subashchandrapradhan748
@subashchandrapradhan748 23 күн бұрын
ଆପଣଙ୍କ ଯୁକ୍ତି ବହୁତ ସୁନ୍ଦର ବୀରେନ୍ଦ୍ର ପଣ୍ଡା ମହୋଦୟ 🙏 ଏହାକୁ କୁହାଯାଏ ପ୍ରକୃତରେ ଜ୍ଞାନୀ 👌କିନ୍ତୁ ଜାତି ବାଦ ସମ୍ପୂର୍ଣ୍ଣ ଉଛେଦ କରିବା ଉଚିତ
@biswahuo2030
@biswahuo2030 Жыл бұрын
best conversation birendra sir
@manmathpal256
@manmathpal256 2 жыл бұрын
ବହୁଲୋକ ମାନୁଛନ୍ତି ବୋଲି କୁହନ୍ତୁ ନାହିଁ ଯାହା ସତ୍ୟ ତାହା ହିଁ ମାନଙ୍କୁ 🙏🙏🙏ଅତି ସୁନ୍ଦର୍ ପଂକ୍ତି....you are universal right sri ସୁରେନ୍ଦ୍ର ପଣ୍ଡା ସାର୍ ମହାଶୟ 🙏
@filmy907
@filmy907 2 жыл бұрын
You are absolutely right Sir
@premrajkuanr85
@premrajkuanr85 Жыл бұрын
ବୀରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ସତ୍ୟ ଉପରେ ଆଧାରିତ 🙏🙏🙏
@pramodkumarnayak8191
@pramodkumarnayak8191 10 ай бұрын
ପଣ୍ଡିତ ବୀରେନ୍ଦ୍ର ପଣ୍ଡା ମହୋଦୟ.. ଆଜି ଆପଣ ପ୍ରମାଣ କରି ଦେଖେଇଲେ ପକୃତରେ ଆପଣ ବେଦଶାସ୍ର ଗବେଷକ 🙏🙏🙏🙏🙏ଅତି ସୁନ୍ଦର ଓ ଉଚକୋଟିର ଆପଣ ଙ୍କ ଭାବନା ଓ ପରିବେଷଣ.. Asa କରୁଛି ଅନ୍ୟାନ ବରଣ୍ୟ ବିଦ୍ୟାନ ମାନଙ୍କୁ ସେ ଆପଣଙ୍କ ଠାରୁ କିଛି ଶିକ୍ଷା ଲାଭ କରନ୍ତୁ 🙏🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏
@sp-hr2io
@sp-hr2io Жыл бұрын
ମୋ ମତରେ ଜାତି ହେଉଛି ଜନ୍ମରୁ କିନ୍ତୁ କର୍ମ ଅନୁସାରେ ତାହା ବଦଳି ଯାଏ l
@manaranjadas3735
@manaranjadas3735 Жыл бұрын
ମୁଁ ପଣ୍ଡା sir ଙ୍କୁ ଦେଖିବାକୁ ଚାହଁଉଛି ହେଇ ପାରିବ କି ତାଙ୍କ ପରି ମହାନ ସାଧୁ ଙ୍କ ଦେଖି ବାର ଆସ ହଉଚି
@SIPULIMAVLOG
@SIPULIMAVLOG 2 жыл бұрын
କାଳିଆ ପାଖରେ ନାହିଁ ଲୋ ଜାତି ଅଜାତି
@ajaykumarmohanty-gv6us
@ajaykumarmohanty-gv6us Жыл бұрын
All are equal ❤
@niranjanmallick9812
@niranjanmallick9812 Жыл бұрын
ବୀରେନ୍ଦ୍ର ପଣ୍ଡା ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ.ତାଙ୍କର ଯୁକ୍ତି, ତତ୍ୱ ଓ ଉପସ୍ଥାପନା ଖୁବ ଉଚ୍ଚ କୋଟିର. 🙏
@basudevgangabhoi2361
@basudevgangabhoi2361 2 жыл бұрын
Birendra Sir is great...
@jubarajkandi8896
@jubarajkandi8896 Жыл бұрын
Birendra sir is great
@ramakantatripathy3306
@ramakantatripathy3306 2 жыл бұрын
ପଣ୍ଡା ବାବୁ ଙ୍କ ମତରେ ଯେ କେହି ବି ସଂସ୍କାରିତ ହୋଈ ବ୍ରାହ୍ମଣ ହୋଈ ପାରିବେ
@gobindachandrasatapathy4685
@gobindachandrasatapathy4685 2 жыл бұрын
ଧର୍ମ ର ସମ୍ବିଧାନ, ଚାରିଧାମ ଶଙ୍କର୍ଚ୍ଚାର୍ଯ୍ୟ ବୋଲି କିଛି ରହିବନାହିଁ, ବିଧର୍ମୀ ମାନଙ୍କର ଆକ୍ରମଣ ରେ ଧର୍ମ ଲୋପ ପାଇଯିବ, ପ୍ରତେକ ଧର୍ମ ର ସମ୍ବିଧାନ ଅଛି, ଏ ଧର୍ମ ର ମୂଳ କୁ ନଯାଇ ପଣ୍ଡା ବାବୁ ଆଧୁନିକ ମତ ଦେବା ମୁ ଠିକ ମନେ କରୁନାହିଁ, ଜୟ ଜଗନ୍ନାଥ
@jitendrajena4768
@jitendrajena4768 2 жыл бұрын
Sir sanskarita hela pare brahman hoi na pare sata bt brahman sadrusa hoi pariba ta
@cutegirllipsha2476
@cutegirllipsha2476 2 жыл бұрын
@@gobindachandrasatapathy4685 balata janichu panda sar TQ kahuchanti
@brahmanandamaharana2254
@brahmanandamaharana2254 2 жыл бұрын
ବ୍ରହ୍ମ ମାନେ କଣ ମନ୍ଦିର ର ପୂଜା ପାଇଁ ବ୍ରାହ୍ମଣ ଦରକାର କଣ ପାଇଁ।
@ancientindianmathematicsan1208
@ancientindianmathematicsan1208 2 жыл бұрын
@@gobindachandrasatapathy4685 କଣ ଧାର୍ମିକ ସମ୍ବିଧାନ ଅଛି?
@parsuramn424
@parsuramn424 Жыл бұрын
😊ମୁଁ ଜ୍ଞାନରେ ବ୍ରାହ୍ମଣ, ଯୁଦ୍ଧରେ କ୍ଷେତ୍ରୀୟ, ଉପର୍ଜନରେ ବୈଷ୍ୟ ଓ ସେବାରେ ଶୁଦ୍ର ମନେକରେ।⛳
@jashodamahanand7793
@jashodamahanand7793 Жыл бұрын
ପଣ୍ଡା ସାର୍ ପ୍ରଣାମ ଆପଣ ସତ୍ଯତା ଉପରେ ପ୍ରମାଣ କରୁଛନ୍ତି ଆପଣ ଭଲିଆ ବିଜ୍ଞ ବ୍ୟକ୍ତି ସତ୍ ମାର୍ଗ ଦେଖେଇପାରିବ ସମାଜକୁ, ନମନ୍ ମହୋଦୟ
@amulyacharansethy5159
@amulyacharansethy5159 2 жыл бұрын
ବୀରେନ୍ଦ୍ର ପଣ୍ଡା ଙ୍କୁ ଶତ କୋଟି ନମନ
@govindachandraghadai6810
@govindachandraghadai6810 Жыл бұрын
Virendra Sir is a great reformer . This society should follow his thoughts .
@babulip8542
@babulip8542 Жыл бұрын
St to go See
@user-ux3gg9zg3f
@user-ux3gg9zg3f 2 ай бұрын
ମୁଁ ବୀରେନ୍ଦ୍ର ପଣ୍ଡା ମହାଶୟ ଙ୍କୁ ପ୍ରଣାମ କରୁଛି ଏବଂ ଧନ୍ୟବାଦ ଜଣାଉଛି ତାଙ୍କ ଉପସ୍ଥାପନା ପାଇଁ। ପ୍ରକୃତରେ ତାଙ୍କ କଥା ଯଦି ସମସ୍ତେ ମାନିବେ ଦେଶର ନିଶ୍ଚୟ ମଙ୍ଗଳ ହେବ ।
@bnayak2202
@bnayak2202 9 күн бұрын
ସତରେ ବିରେନ୍ଦ୍ର ମୋହା ଶୟ ଆମ ଓଡ଼ିଶାରେ ରତ୍ନ, ଅତି ସୁନ୍ଦର୍ ଯୁକ୍ତି,
@bubunibubuni8166
@bubunibubuni8166 2 жыл бұрын
ପଣ୍ଡିତ ବିରେନ୍ଦ୍ର ପଣ୍ଡା 🙏🙏 ମହାନ
@momastyelrosei245
@momastyelrosei245 Жыл бұрын
Write panda sir
@dukhidhandurga5929
@dukhidhandurga5929 Жыл бұрын
Jadi jane baman alaga jatira ledias sahita sari rika sampark rakhe ao pegnet heigala janma heigala taha hele se keo jati heba Kuhantu baman heba na ao
@labanyamohapatra9124
@labanyamohapatra9124 2 жыл бұрын
With my Small knowledge Berendra sir is great ND will remain for ever
@hemantanayakz4809
@hemantanayakz4809 Жыл бұрын
Virendra sir 🙏🙏🙏🙏🙏🙏🙏🙏
@chitaranjan8587
@chitaranjan8587 Ай бұрын
Birendra Panda is most intellectual person
@nandakishorejena9831
@nandakishorejena9831 2 жыл бұрын
ଏଇ ଭଳି ପୋଗ୍ରାମ ରେ ଆମ୍ବେଦକର ବାଦି ଦରକାର ।
@gainknowledge5532
@gainknowledge5532 Жыл бұрын
Rt 👍
@ussmps4552
@ussmps4552 Жыл бұрын
ବୀରେନ୍ଦ୍ର ପଣ୍ଡା ମହୋଦୟ ଙ୍କ କଥା ରେ ଏକ ମତ ଯିଏ ଟେକୀକି ଧରିବା କଥା ଧରନ୍ତୁ ଆମେ କିନ୍ତୁ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଙ୍କ ମହୋଦୟ ଙ୍କ କଥା ରେ ଏକ ମତ
@PramodGanda-nq9gb
@PramodGanda-nq9gb 2 ай бұрын
ଧନ୍ୟବାଦ ପଣ୍ଡିତ ମଂଚ ନମସ୍କାର ଆପଣଙ୍କ କହିବାଶୈଳି
@nilendripatra5891
@nilendripatra5891 Жыл бұрын
ଯଦି କର୍ମରୁ ଜାତି ପରିଚୟ ସୃଷ୍ଟି ହୋଉଛି ତେବେ ଜାତି କଥା ଏବେବି କଣ ପାଇଁ ଉଠୁଛି
@kabitamalik3851
@kabitamalik3851 Жыл бұрын
ବିରେନ୍ଦ୍ର ପଣ୍ଡା ମହୋଦୟଙ୍କ ଆଦର୍ଶ ମତାମତ ପାଇଁ ହୃଦୟରୁ କୋଟି ପ୍ରଣାମ ଜଣାଉଛି।
@agnihotriyudhishthirarya6550
@agnihotriyudhishthirarya6550 2 жыл бұрын
Excellent speech of Pandit birendra
@akshyakumarpradhan4009
@akshyakumarpradhan4009 Жыл бұрын
Brenda panda sirs thesis is acceptable and society should follow up
@madhabchandrahansdah-fe2iz
@madhabchandrahansdah-fe2iz 3 ай бұрын
ଜାତି ମନର ବ୍ୟାଧି
@ANANTASAMBHABANA
@ANANTASAMBHABANA Жыл бұрын
କର୍ମଫଳ ଯେଉଁ ବ୍ୟକ୍ତିକୁ ବାନ୍ଧିପାରେ ନାହିଁ ଅର୍ଥାତ ଯେଉଁ ବ୍ୟକ୍ତି ଗୁଣାତୀତ, ପ୍ରକୃତରେ ସେ ହିଁ ବ୍ରାହ୍ମଣ : ସପ୍ରେମ ଜୟଜୀବ🌷🌷👌👌💯💯👏👏👍👍🙏🙏🙏🙏
@gitanjalisethi3985
@gitanjalisethi3985 4 ай бұрын
Semane janmru brahmana ta tenu bujhiparunahanti
@surendrasabar9425
@surendrasabar9425 Жыл бұрын
ଇଶ୍ୱରଙ୍କ ଦୃଷ୍ଟିରେ ଜାତି କିଛି ନାହିଁ ସେ ସମସ୍ତଙ୍କୁ ପ୍ରେମ କରନ୍ତି
@priyacharandas653
@priyacharandas653 Жыл бұрын
ଇଶ୍ଵର ଙ୍କ ଠାରୁ ଚାରି ବର୍ଣ୍ଣ ର ସୃଷ୍ଟି ହୋଇଛି । ଜୟ ଶ୍ରୀ ରାମ
@kulamanibehera8856
@kulamanibehera8856 Жыл бұрын
@@priyacharandas653 👇4kahila hebani 4kana janiba najani kahiba
@subashnayak4611
@subashnayak4611 Жыл бұрын
Birendra sir... Always best ❤
@shatrugnasethi625
@shatrugnasethi625 5 ай бұрын
ବିରେନ୍ଦ୍ର ପଣ୍ଡା ଙ୍କ ଯୁକ୍ତି ଅତି ସୁନ୍ଦର । ପଣ୍ଡିତ ବିରେନ୍ଦ୍ର ପଣ୍ଡାକୁ ମୋର କୋଟି କୋଟି ନମନ 🙏
@bijayachhatoi8053
@bijayachhatoi8053 2 жыл бұрын
ପ୍ରଫେସର ରଘୁନାଥ ପଣ୍ଡା ମହୋଦୟ ଏବଂ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ମହୋଦୟଙ୍କୁ ମୋର ହୃଦୟରୁ ଅନେକ ଅନେକ ପ୍ରଣାମ
@bajarangifabrication5091
@bajarangifabrication5091 Жыл бұрын
Birendra sir you are right Jay jagannath🙏
@odialite
@odialite Ай бұрын
ଜଗନ୍ନାଥ ପ୍ରଭୁ ତା କହୁ ନାହାନ୍ତି ଯେ ତୁ ଏ ଜାତି ତୁ ସେ ଜାତି ମତେ ତମେ ପୂଜା କରନା ବୋଲି❤ କଣ ପାଇଁ ସମସ୍ତେ ପୂଜା କରନ୍ତି ସବୁ ରହିଲା ବ୍ରାହ୍ମଣ ମାନେ ସଲେ ସବୁ ଏଇଟା କଲେ
@bhubanbarik2833
@bhubanbarik2833 2 жыл бұрын
Birendra panda sir is great...... I respect their thought process
@sarojnayak6530
@sarojnayak6530 Жыл бұрын
Brahmana jadi chiken dokana kare chiken khaa taku kana kahiba
@mukundasahoo1319
@mukundasahoo1319 2 жыл бұрын
ବିରେନ୍ଦ୍ର ପଣ୍ଡା ମହୋଦୟ ଉଚିତ୍ ଯୁକ୍ତି ବାଢ଼ିଛନ୍ତି।
@srbsom5776
@srbsom5776 4 ай бұрын
ଆମର ଲକ୍ଷ୍ୟ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଉ 🙏🚩ଆମେ ସମସ୍ତେ ସନାତନୀ 🙏
@bjayaraj6046
@bjayaraj6046 4 ай бұрын
Kan tuma manku
@krupanidhiparaja2071
@krupanidhiparaja2071 Жыл бұрын
Birendra sir absolutely right, you are a agreat advancer very very nice sir 🙏🙏🙏 Jay Jagannath 🙏🙏🙏
@saradabehera9369
@saradabehera9369 Жыл бұрын
ବିରେନ୍ଦେ ପଣ୍ଡା ସାରା ଠିକ୍ କହିଛନ୍ତି....
@niranjanchhatria4023
@niranjanchhatria4023 2 ай бұрын
Right
@odiavillageboysubrat7252
@odiavillageboysubrat7252 Жыл бұрын
Birendra sir u r a great person in this society
@geetanjalinayak7433
@geetanjalinayak7433 Жыл бұрын
Panda. Sir is a greatest persion. I salute him.
@lgdsupersaund2278
@lgdsupersaund2278 Жыл бұрын
Birendra sir great 👍
@mrnehurmajhi2574
@mrnehurmajhi2574 2 жыл бұрын
ବ୍ରାହ୍ମଣ ମାନଙ୍କ ଦ୍ୱାରା କାଳ୍ପନିକ ଧର୍ମ... ହିନ୍ଦୁ ଧର୍ମ.... ଦଳିତ ମାନଂକୁ ଗୁଲାମ କରିବା ପାଇଁ ବ୍ରହ୍ମା ନାମ ରେ କାଳ୍ପନିକ ଧର୍ମ ପ୍ରଚାର... ଜୟ ଭୀମ... ଜୟ ବୁଦ୍ଧ... ଜୟ.. ଇଷା ମସି.... ଜୟ.. ଅଲେଖ ମହିମା... ଜୟ ଭାରତ...
@premprem2773
@premprem2773 Жыл бұрын
Right
@bishnucharanbag4429
@bishnucharanbag4429 Жыл бұрын
Samaste ehi bichardhara Ku Grahan kale desa agei Janata.Desa Ru andhaviswas Kukarm kuritee kusanskar rudhibad bisamata loot sosan atyachar byavichar balatkar utpidan durei jaanta
@PradepKumar-dc3kz
@PradepKumar-dc3kz 9 ай бұрын
Jay sree ram kuha au kichi nuhe
@sitakantanayak4975
@sitakantanayak4975 2 жыл бұрын
Pandit biren panda is great
@sibaninaik8170
@sibaninaik8170 6 ай бұрын
ପଣ୍ଡା sir 👍👍👍👍👍😊😊❤❤❤❤❤❤❤❤❤❤❤❤❤❤
@duryodhanbehera5589
@duryodhanbehera5589 Жыл бұрын
Birendra sir you are great👍👍
@sirdharpatra4907
@sirdharpatra4907 2 жыл бұрын
ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଙ୍କ କଥା ପୁରା ଯୁକ୍ତି ଯୁକ୍ତ 👍👍👍👍👍ମଣିଷ 2ଟି ଜାତି ନାରୀ ପୁରୁଷ 👌👌👌👌👌👌🙏🙏🙏🙏
@anuwarabagam1724
@anuwarabagam1724 Жыл бұрын
Right ✅✅
@hariharapanigrahy
@hariharapanigrahy Жыл бұрын
ରାବଣ ସବୁ ପ୍ରକାର ଅନତି କରିବା ସତ୍ତ୍ବେ ବ୍ରାହ୍ମଣ ହଁ ଥିଲା।
@sumanpanda5637
@sumanpanda5637 Жыл бұрын
ପୁରା ଠିକ 👍
@mr.dbrother2016
@mr.dbrother2016 Жыл бұрын
Sorry SP Sri କର୍ମ is right 👍
@pramodkandi9324
@pramodkandi9324 Жыл бұрын
@@sumanpanda5637 to
WILL IT BURST?
00:31
Natan por Aí
Рет қаралды 12 МЛН
Fortunately, Ultraman protects me  #shorts #ultraman #ultramantiga #liveaction
00:10
Janata Darbar: Who is Provoking Racism ?
47:39
Kanak News
Рет қаралды 182 М.