Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ -ସାରଗର୍ଭକ ଭଜନ | Namita Agrawal | Sidharth Music

  Рет қаралды 4,662,492

Namita Agrawal

Namita Agrawal

3 жыл бұрын

Create Your Reels Here :-bit.ly/3vCJe0f
Song : Jagannatha Tume Parambramha
Singer : Namita Agrawal
Album : Jagannatha Tume Parambramha
Album No : SM- 3992
Lyrics : Arabinda Muduli
Music : Arabinda Muduli
Music Label : Sidharth Music
------------------------------------------------------
♪ Full Song Available on ♪
►JioSaavn : bit.ly/3H7QSTk
►Wynk : bit.ly/34i27dx
►Resso :
►Spotify : spoti.fi/3GfUkdk
►Gaana : bit.ly/3uaX6hQ
►Apple Music : apple.co/3AJ1s0L
►Amazon Music : amzn.to/3KTTnLu
------------------------------------------------------
Editor : Chandan, Balram, Prasant, Faz & Bikram
Thumbnail Design : Bikash & Tapan
3D Modeling : Adil Ali Khan
Digital Grading : Shivananda Jena
DI At : Sidharth Studio
Camera Associate : Rintu, Narendra & Vicky
IT Support : Durga Prasad Das
Makeup : Deepak
Recorded At : Sidharth Studio
Voice Dubbing By : Munna & Sangram
Mastering By : Sitaram Agrawal & Pradyumna Singh
Banner : Sidharth Music
Producer : Sitaram Agrawal & Namita Agrawal
------------------------------------------------------
Set Caller Tune ; Operator Codes:
Vodafone Subscribers Dial
Airtel Subscribers Dial
Idea Subscribers Dial
BSNL (South / East) Subscribers sms BT To
Also available on Jio Tunes
------------------------------------------------------
"Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" KZfaq Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
-----------------------------------------------------
Watch & Subscribe to our other KZfaq Channels:
👉 Sidharth TV : / sidharthtv
👉 Sidharth Bhakti: / sidharthbhakti
👉 Sidharth Music: / sidharthmusic
------------------------------------------------------
Enjoy & stay connected with us!
👉 Like us on Facebook : / namitaagrawalofficial
------------------------------------------------------
#SidharthBhakti #SidharthTV #NamitaAgrawal #SidharthMusic #SitaramAgrawal

Пікірлер: 2 100
@satyanarayanprasadnayak4505
@satyanarayanprasadnayak4505 9 ай бұрын
ଆଦି ନାହିଁ ଯା'ର ନାହିଁ ପୁଣି ଅନ୍ତ କୋଟି ବ୍ରହ୍ମାଣ୍ଡ ଠାକୁର ଅଗତିର ଗତି ହେ ଜଗତ ପତି ତୁମ ମହିମା ଅପାର I 🙏🏾ଓଁ ଜୟ ଶ୍ରୀ ଜଗନ୍ନାଥ 🙏🏾
@dhanunjayaraot1669
@dhanunjayaraot1669 2 ай бұрын
ହେ ପ୍ରଭୁ, ହେ ସୃଷ୍ଟି ସ୍ଥିତି ବିଲୟ ର ଅଧିକାରୀ। ଆପଣ ଆଦି, ଅନନ୍ତ, ଦ୍ବୈତ ଓ ଅଦ୍ଵୈତ। ଏ ଚରା ଚର ବ୍ରହ୍ମାଣ୍ଡର ଅଧିନାୟକ, ତବ ଶ୍ରୀ ଚରଣେ ଶରଣ ଶରଣ। ହେ ଜଗତ ପତି ଜଗନ୍ନାଥ।
@videocreaterpranat
@videocreaterpranat 6 ай бұрын
ଜୀବନର ସବୁ ମୋହ ମାୟା ତୁମ ପାଖରେ ତୁଚ୍ଛ।ତୁମେ ଅନନ୍ତ ତୁମେ ଆକାର ତୁମେ ମକାର ତୁମେ ରାମ ତୁମେ ଶ୍ୟାମ ତୁମେ ମୋ ଭଗବାନ 🙏
@sudarsan0143
@sudarsan0143 Жыл бұрын
ହେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କ ଲୀଳା ଅପରମ୍ପାର। ଜୟ ଜଗନ୍ନାଥ ମହାପ୍ରଭୁ
@sganeshbehera3886
@sganeshbehera3886 Жыл бұрын
ଅତି ସୁନ୍ଦର ଭାବଭକ୍ତି ଭରା ପରମବ୍ରହ୍ମଙ୍କ ଭଜନ "ଜୟ ଶ୍ରୀଜଗନ୍ନାଥ"
@muralidharparida6460
@muralidharparida6460 2 жыл бұрын
ଉପସ୍ଥାପନା ଭାବ ପୂର୍ଣ୍ଣ. ଧନ୍ୟବାଦ. ସ୍ୱର ସଂଯୋଜନା ଚମତ୍କାର. ଧନ୍ୟା ହେ ଶ୍ରୀମତୀ ନମିତା ଅଗ୍ରୱାଲ 🕉️🙏🌺 ଜୟ ପ୍ରଭୁ ଜଗନ୍ନାଥ
@prativabiswal9696
@prativabiswal9696 Жыл бұрын
Llm4i 6p9
@pradiptamohanty4905
@pradiptamohanty4905 8 күн бұрын
ହେ ମହା ବାହୁ ପ୍ରଭୂ ତୁମ ଚରଣେ କୋଟି କୋଟି ପ୍ରଣାମ କରୁଛି ହେ ପ୍ରଭୁ ଜଗନ୍ନାଥଙ୍କ ମୋର ଆପଣଙ୍କୁ ଅନୁରୋଧ କରୁଛି କି ହେ ପ୍ରଭୁ ଜଗତର ମଙ୍ଗଳ କର ପ୍ରଭୁ ଓଡ଼ିଶା ରେ ସର୍ବ ରୋଗ କଷ୍ଟ ଅର୍ଥ ସଙ୍କଟ ଦୂର କର ପ୍ରଭୁ ସମସ୍ତଙ୍କୁ ସୁ ବୁଦ୍ଧି ଦିଅ ଜଗତର ମଙ୍ଗଳ କର ପ୍ରଭୁ ମୋର ତୁମକୁ କୋଟି କୋଟି ପ୍ରଣାମ କରୁଛି ❤ ଜୟ ଜଗନ୍ନାଥ ❤ ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ନମୋ ❤
@sbsahoo94
@sbsahoo94 6 ай бұрын
ନିରାକାର ପରଂବ୍ରହ୍ମ ଶୂନ୍ୟବ୍ରହ୍ମ ଶ୍ରୀ ଜଗନ୍ନାଥ🙏🙏🙏
@lipinayak6399
@lipinayak6399 4 ай бұрын
ହେ' ଦୀନବନ୍ଧୁ। ତୁମର ଅପାର କରୁଣା।ତୁମର କଳନା ନାହିଁ।ନମିତା ମାମ୍ ତୁମ ସ୍ବରର ତୂଳନା ନାହିଁ।ଈଶ୍ବର ତୁମର ମଙ୍ଗଳ କରନ୍ତୁ।ଭଜନଟି ମନକୁ ଛୁଇଁ ଯାଉଛି।ବହୁତ ସୁନ୍ଦର ଭଜନ। ଧନ୍ୟବାଦ। 🙏
@arunapalaka2634
@arunapalaka2634 2 ай бұрын
😅😊😅😮😮😅 j i😅1
@31yashesh-pk8wy
@31yashesh-pk8wy 8 ай бұрын
Jay jagannatha ❤️🙏❤️❤️👏👏🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭ମୋ ବାବା କୁ ଭଲ karidio😭😭😭
@ramkrishnagouda9086
@ramkrishnagouda9086 Жыл бұрын
ଆହା କି ଅମୃତମୟ ସଙ୍ଗୀତ ଭାବ ସମୁଦ୍ରରେ ବୁଡିଯାଉଛି କୁଆଡେ ହଜି ଯାଉଛି ମନ ଜାଣିହେଉନି ବହତ ଧନ୍ୟବାଦ
@bijaymishra6797
@bijaymishra6797 Жыл бұрын
Jaijagannath swamy nayana patha gami babha tume jai jagannath jai beautiful presentation very Very nice best voice best lyrics best music thanks from RUKMINI PRODUCTION
@EnglishMusicandSongs
@EnglishMusicandSongs 9 ай бұрын
ଅତି ସୁନ୍ଦର ଭବରସାତ୍ମକ ମନଛୁଆଁ ଆକର୍ଷଣୀୟ କଣ୍ଠସ୍ୱର
@Swalinelin874
@Swalinelin874 Жыл бұрын
ହେ ମହାପ୍ରଭୁ ଧନ୍ୟ ତୁମର ଲୀଳା । ସଂସାରର ପ୍ରତ୍ୟେକଟି କାର୍ଯ୍ୟ ତୁମରି ଇଙ୍ଗିତ ରେ ହୋଇଥାଏ। ଜୀବନ କାଳ ଭିତରେ ଯାହା ବି କିଛି ପାଇଛି, ଏ ସବୁ କିଛି ତୁମର ମୁଁ ନିମିତ୍ତ ମାତ୍ର। ଦୁନିଆ ରଙ୍ଗମଞ୍ଚ ରେ ଅଭିନୟ କରୁ କରୁ କେତେବେଳେ ଅଭିନୟ ଶେଷ ହେବ, ତାହା ହିଁ କେବଳ ତୁମକୁ ଜଣା।🙏🙏
@lipshanahak7001
@lipshanahak7001 Жыл бұрын
ଜଯ ଜଗନ୍ନାଥ ମଗଂଳ ଆଳତୀ ପଣାମ
@badamashkt8490
@badamashkt8490 Жыл бұрын
ହେ ମହାବାହୁ ତୁମେ ନିରାକାର ଅଣାକାର ମଣିମା ହେ ଶୁଣିମା ହେଉ 😭😭😭😭🙏🙏🙏ହେ ଜଗନ୍ନାଥ 🙏🙏
@sumantpradhan2828
@sumantpradhan2828 Жыл бұрын
Mo 5 bu b hiiv H
@sumantpradhan2828
@sumantpradhan2828 Жыл бұрын
Mo 5 bu b hiiv Hby
@mukeshpurohit8045
@mukeshpurohit8045 Жыл бұрын
M, e
@rameshsahoo5354
@rameshsahoo5354 18 күн бұрын
ଓମ୍ ନମ୍ଃ ଭାଗବତ ବାସୁଦେବ
@prabirrout3729
@prabirrout3729 5 ай бұрын
ହେ ହେ ମହାପ୍ରଭୁ ଆପଣମାନଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏
@Sarojbehera155
@Sarojbehera155 Жыл бұрын
ଜୟ ଜଗନ୍ନାଥ ପ୍ରଭୁ ସବୁ ତମ ଲୀଳା ପ୍ରଭୁ ଜଗତ ଠାକୁର ଜଗନ୍ନାଥ ଏ ମାୟ ସଂସାର ରୁ ତମେ ହିଁ ପାରି କରିବ
@31yashesh-pk8wy
@31yashesh-pk8wy 8 ай бұрын
Jay jagannatha 🙏🙏🙏🌹🌹🌹❤️❤️❤️😭😭😭mo ବାପାକୁ ଭଲ karidio😭😭😭😭😭😭😭🙏🙏🙏🙏🙏🙏
@kanhapanigrahi9395
@kanhapanigrahi9395 3 ай бұрын
Jai jagannath 🙏😔
@user-xf6oh8dl3f
@user-xf6oh8dl3f 2 ай бұрын
Ma papa ku bi bhala karidia Prabhu Jay jaganatha❤❤
@devendraraju8192
@devendraraju8192 7 күн бұрын
E
@RabindraAdari
@RabindraAdari Ай бұрын
🙏🙏🙏 ହେ ପ୍ରଭୁ ଜଗନ୍ନାଥ କଟି ପ୍ରମାଣ 🙏🙏🙏🙏
@suchismitasamal2850
@suchismitasamal2850 5 күн бұрын
Jay jagannath Swami 👏👏
@manjulapatro2183
@manjulapatro2183 10 ай бұрын
Jai shree Jagannath Swami 🚩🚩🙏 manima nka ra Jay ho 🌷🌍❤️❤️🥀🌍🍁🥰🥰🥰🥰🥰👣🙇🖤🖤❤️💜💛💖❣️🖤💓🙏⚫‼️⚫🚩🚩🙏
@radhe4639
@radhe4639 7 ай бұрын
ଓଁ ନମଃ ଭଗବତେ ବାସୁଦେବାୟ ଜୟ ଜଗନ୍ନାଥ🙏🙏
@Discipline_Tradition_Legacy
@Discipline_Tradition_Legacy 3 ай бұрын
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଜୟ ଜଗନ୍ନାଥ 🕉️🕉️🕉️🚩🚩🚩
@mamulikumarrana7025
@mamulikumarrana7025 7 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@mamuni6153
@mamuni6153 Жыл бұрын
ଜୟ ପ୍ରଭୁ ଜଗନ୍ନାଥ 🙏
@bhagabanpradhan4787
@bhagabanpradhan4787 19 күн бұрын
Jai shree jagannath
@user-vq9mw1ur4d
@user-vq9mw1ur4d 15 сағат бұрын
Jay Sri Balabhadra Deva 🙏😰 Maa subhadra devi 🙏😰 Jay Jagannath Swami 🙏😰
@user-hi5wf3js6l
@user-hi5wf3js6l 4 ай бұрын
ଏହି ଭଜନ ଶୁଣିଲେ ସମସ୍ତ ଦୁଃଖ ଭୁଲି ଯାଏ. ଜୟ ଜଗନ୍ନାଥ.
@rishikesh4340
@rishikesh4340 2 жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🙏🙏🙏🙏🙏🙏🙏🙏🙏
@arunrana5746
@arunrana5746 Жыл бұрын
Jay gagnath
@reetabastia7695
@reetabastia7695 Жыл бұрын
Jay Jagannath Swami Nayan Patha Gami Bhaba Tume 🙏🙏🙏🙏
@rakeshrout4994
@rakeshrout4994 Жыл бұрын
ଭଜନ ଶୁଣିଲେ ଜାଣିପାରିବେ ସନାତନ ଧର୍ମ କଣ
@ramkrishnagouda9086
@ramkrishnagouda9086 Жыл бұрын
ଜୟ ଜଗନ୍ନାଥ ଜଗନ୍ନାଥ ସଂସ୍କୃତି କି ବର୍ଣ୍ଣିବି ତୁମ ମହିମା ଏ ଅଧମ ଭକ୍ତ
@retry151
@retry151 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ ❤️❤️❤️
@dillipkumar8468
@dillipkumar8468 Жыл бұрын
🙏 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏
@rakshilatasethi3344
@rakshilatasethi3344 7 ай бұрын
ଜଗତର ନାଥ ତାକୁ ଭଲରେ ରଖ
@bimaladatta
@bimaladatta Ай бұрын
Very nice n meaningful devotional song. May God bless u Namita mam.
@janardhanpatra466
@janardhanpatra466 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
@purnimaswain8664
@purnimaswain8664 3 жыл бұрын
Jay jagannath swami he Prabhu mahamari ru rakhaya Kara,🙏🙏🙏🙏🙏🙏
@padmalayamahapatra5429
@padmalayamahapatra5429 2 жыл бұрын
8i06
@pratimaratha279
@pratimaratha279 10 ай бұрын
🍍☸️ ଓଁ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ଦେବୀ ନମଃ, ଓଁ ଶ୍ରୀ ଶ୍ରୀ ଜୟ ଜଗନ୍ନାଥ ନମଃ,☸️🍍🌿🪔🕉️🙏🚩🦜🚩🦜🚩🦜🚩🦜🚩🦜🌻🐍🌻🐍🌻🐍🌻🐍🌻🐍
@binapanitripathy9660
@binapanitripathy9660 7 ай бұрын
ଜୟ ଜଗନ୍ନାଥ 🙏
@jharanasahani2764
@jharanasahani2764 3 жыл бұрын
Beautiful song mam mu sabudina dekhuchi au sunuchi
@ratemundaratemunda111
@ratemundaratemunda111 Жыл бұрын
ଜୟଶ୍ରୀ ଜଗନ୍ନାଥ 🙏🙏🙏
@paramitamohanty9622
@paramitamohanty9622 Ай бұрын
ଜୟ ଜଗନ୍ନାଥ ⭕‼️⭕
@deepakpattnaik2834
@deepakpattnaik2834 Жыл бұрын
Jay jagannath swami nayan patha gami bhaba tumhe 🙏🙏🙏⭕❗⭕
@antaryamipanda3021
@antaryamipanda3021 Жыл бұрын
I am from ganjam namita sister this song is my heart my god koti koti pranam this bhagabat colected song also namaskar you
@guluentertainment8612
@guluentertainment8612 4 ай бұрын
ଜୟ ଜଗନ୍ନାଥ 🙏🙏
@aratirout971
@aratirout971 8 ай бұрын
ଜୟ ଜଗନ୍ନାଥ 🙏🙏ଅତି ସୁନ୍ଦର 👌👌👌👌
@ssubhamayankvlogs
@ssubhamayankvlogs 2 жыл бұрын
Jay Jagannath Swami Nayan pathagami bhaba tume 🙏🙏
@pramilabehera6886
@pramilabehera6886 Жыл бұрын
ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ ମହାପ୍ରଭୁ କୋଟି କୋଟି ପ୍ରଣାମ ମଣିମାଙ୍କର ଜୈ ହେଉ 🙏🌻🔯🌻🙏🙏🔯🌻🙏🔯🙏
@user-np4og3hu1v
@user-np4og3hu1v 5 ай бұрын
Respected Namita maa'm really I've no words to praise you.Still I can say you are the nightangle of jagannth bhajana.This song is no doubt a heart touching one.As more as I listen it I feel it new.In every blood vesel it is flowing in my body.Tannk U ma'm.God bless U.
@kabudas8617
@kabudas8617 3 жыл бұрын
ସୁନ୍ଦର ଭଜନ ଅରବିନ୍ଦ ମୁଦୁଲି ସାର୍ ଆଜି ସିନା ଆମ ଗହଣରେ ନାହାଁନ୍ତି କିନ୍ତୁ ତା'ଙ୍କର ସବୁ ଗୀତ ରଚ଼ନା ଭିତରୁ ଏହି ଗୀତଟି ଅନ୍ଯତମ୍... ଏହି ଗୀତରେ ଆମ ପାଖରେ ଏବେ ବି ସିଏ ଜୀବିତ.. ଜୟ ଜଗନ୍ନାଥ....🙏🏿🙏🏿🙏🏿
@sahadevrath5304
@sahadevrath5304 3 жыл бұрын
ଅତି ଉତ୍ତମ ରଚନା । ସୁଲଳିତ କଣ୍ଠ। ସାରଗର୍ଭକ ଭଜନ । ମନକୁ ଛୁଇଲା ।
@crazystatusrahul54
@crazystatusrahul54 3 жыл бұрын
ଜୟ ଶ୍ରୀ ଜଗନ୍ନାଥ
@dillipkumarrout2143
@dillipkumarrout2143 Ай бұрын
Omm namha bhagabate Basudhaivya🙏🙏🙏 Jay jagannath swami nayan patha gami bhava tu me🙏🙏🙏🙏🙏🙏🙏🙏🙏🙏🙏🙏🙏
@goramahantal9623
@goramahantal9623 2 ай бұрын
🕉️ maa laxmi narayan 🙏🙏🙏🌹🌹❤❤❤🌺🌺🌺🌺🌺
@hrudanandamuduli2810
@hrudanandamuduli2810 Жыл бұрын
ଜୟ ଜଗନ୍ନାଥ 🙏 ସ୍ବାମୀ ନୟନ 🙏 ପଥ 🙏ଗାମୀ ଭବ 🙏ତୁମେ ଭବ ତୁମେ 🙏
@ranjuktabhoi4932
@ranjuktabhoi4932 Жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏🌹♥️👏
@bharatidhir7454
@bharatidhir7454 Жыл бұрын
ମୋ ମହାପ୍ରଭୁ ବହୁତ ସୁନ୍ଦର ଦେଖା ଦେଖାଯାଉଛୁ ମୋ ମାଆ ଦେହ ଭଲ କରି ଦିଅ
@sasmitasahu5333
@sasmitasahu5333 9 ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ
@ANSHUMAN_444
@ANSHUMAN_444 5 ай бұрын
When I travel in my car I added in my mind and started this song . Still this song is in my heart . No-one defeat this song . Jay Jagannath
@sunitasahoo8890
@sunitasahoo8890 4 ай бұрын
🎉🎉🎉🎉🎉🎉
@sureshchandrabhoi5337
@sureshchandrabhoi5337 Жыл бұрын
.mindblowing heart touching singing I love it
@Laxmidhar130
@Laxmidhar130 2 жыл бұрын
ଜୟ ଜଗନ୍ନାଥ ❤️😍🙏🙏
@ghanashyamnaik9297
@ghanashyamnaik9297 2 күн бұрын
🪷🙏🪔 ଜୟ ଜଗନ୍ନାଥ 🪔🙏🪷
@Crazy_Creativities
@Crazy_Creativities 10 ай бұрын
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏
@sangramsethi9800
@sangramsethi9800 3 жыл бұрын
Jay jagannth swime ki jay 🌺 chakadola 🌺 jay sri ram ki jay maa Laxmi Narayan ki jay jay bisunu Narayan ki jay 🌺🌺🌺🌺🌺🌺🌺🌺🌺🙏🙏🙏🙏🙏🙏🙏 hari bol 🙏🙏🙏🙏🙏🙏🙏🙏
@papunpanda3780
@papunpanda3780 2 жыл бұрын
Jay Jagannath Swami nayana patha gami bhaba tuma ho🙏🙏🙏🙏❤️❤️❤️
@sushilkaanr8894
@sushilkaanr8894 Ай бұрын
ଜୟ, ଜଗନ୍ନାଥ
@vloggingodia6832
@vloggingodia6832 2 жыл бұрын
Mam Really your attractive sweet voice about odia bhajan to every peoples of Odisha
@kapildas3035
@kapildas3035 2 жыл бұрын
11qq1
@prakashkumarnayak6172
@prakashkumarnayak6172 2 жыл бұрын
Chubby
@saiswarupjena2701
@saiswarupjena2701 3 жыл бұрын
Jay Jay Jagannath charanar binde ananta koti dandabata
@hariharmohanty8551
@hariharmohanty8551 6 ай бұрын
ଜୟ ଜଗନ୍ନାଥ ତୁମେ ସାହା ଭରସା
@antaryamisamal1793
@antaryamisamal1793 3 ай бұрын
I don't know how much jagannath karunamaya, how ever I feel his presence Jai jagannath
@adityarath3108
@adityarath3108 2 жыл бұрын
Jai Jagannath Mahaprabhu 🙏
@saumyaprasad7854
@saumyaprasad7854 11 ай бұрын
Proud to be a Puri Loka 😊 Sabu sei jaga ra mahima
@beherasunita5987
@beherasunita5987 9 ай бұрын
Puri re jnmo naeichnti kete Bhagya korichnti semane Jay Jagannath 🙏🙏🙏
@badamashkt8490
@badamashkt8490 9 ай бұрын
ହେ ମଣିମା 🙏🥰⭕️🩸⭕️🥰🙏
@nehaahirao8474
@nehaahirao8474 11 ай бұрын
It's Adhikmaas, its morning 4 o'clock and I am listening to this song so beautiful and peaceful ... jai jagganath . God bless you all who made efforts to create such beautiful garland of words of parabramha ..... Thanks Namitaji❤🙏⚘️⚘️⚘️
@juelpradhan3754
@juelpradhan3754 3 жыл бұрын
Jay Jagannath 🙏🙏🙏🙏🙏🙏🙏🙏🙏🙏
@SanjayK49722
@SanjayK49722 2 сағат бұрын
Jai Jagannath Swamy 🙏
@pratyushranjan4433
@pratyushranjan4433 2 жыл бұрын
Jay shri jagannath 🙏🙏🙏🙏
@pujanaik8427
@pujanaik8427 3 жыл бұрын
Jay jagannath 🙏🙏🙏🙏
@priyathakur6780
@priyathakur6780 2 ай бұрын
mahaprabhu aap best ho mere hero ❤❤ dusro k dukho k aap khud pr le lete hein mahaprabhu apke jesa koi nhi❤you're so beautiful, patitpavan, karunamaya, kripasindbu...kash mujhe bhi puri k aas paas janam milta to mai aapse mil paya krti jyada se jyada ..mahaprabhu you're my everything ❤sabse pyare sabse nyare jagnnath mahaprabhu. humesha aap mere sath rehna ❤
@pksambalpuri3650
@pksambalpuri3650 Жыл бұрын
Jay Jagannath 🙏🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺
@jitendranayak598
@jitendranayak598 Жыл бұрын
Jai jagannath 🙏🙏🙏🙏🙏
@kaushikpradhan6536
@kaushikpradhan6536 2 жыл бұрын
ଜୟ ଜଗନ୍ନାଥ ପ୍ରଭୁ 🙏❤🙏
@kapildas3035
@kapildas3035 2 жыл бұрын
Qqqqqqqaqqqqqqaqqqqqqq11qqqqq1aaqqqq11q1q111qqqqqqqqqqqqq11qqqqqqqqqqqqqqqqqqqqqqqqqqqqqqqq1q1qaqqqq1qqqq11qqqq111q11qq1q1aqq1q
@kapildas3035
@kapildas3035 2 жыл бұрын
Qq
@kapildas3035
@kapildas3035 2 жыл бұрын
Please
@bijaybijay8297
@bijaybijay8297 3 ай бұрын
Jay jajgnnath prabhu bhajan sunikari shanti r ananda lagla...
@sudhapatnaik8703
@sudhapatnaik8703 2 жыл бұрын
Very beautiful voice & very nice bhajan 🙏
@soulwelfare3976
@soulwelfare3976 Жыл бұрын
Jai jagannath ji 🥰❤️🙏 jai nilamadhaw bhagwan shree hari krishna jagannath Swami ji 🚩❣️🚩🥰🥺🙏❣️🚩
@saritadwibedy1577
@saritadwibedy1577 Жыл бұрын
Lwlcvyk poo oo
@uddipangoswami8539
@uddipangoswami8539 3 ай бұрын
Jay Jagannath swami 🙏 ♥️
@BijaylaxmiSahoo-iv1jc
@BijaylaxmiSahoo-iv1jc 2 ай бұрын
Jay Jagannath Prabhu 🙏
@santoshpradhan1571
@santoshpradhan1571 Жыл бұрын
Best voice and best meaningful Jagannath bhajan video song by you mem.God bless to you and all.Jay Jagannath Swami Nayana Path Gamine Bhaba Tume.Satyam Shivam Sundaram.
@daitarimohalik2430
@daitarimohalik2430 3 жыл бұрын
🙏 Jagannath time prambrahama very much nice Bhakti Bhajana watching for you thank's Namita Agrawal mom ❤️💙💚💛🧡💜
@dharitrisony123-dq1xs
@dharitrisony123-dq1xs Ай бұрын
A bhajana mo kuni jhia sabubele sunuchi nice song
@anjansahoo-go2mw
@anjansahoo-go2mw 25 күн бұрын
ଜଗନ୍ନାଥ ⭕‼️⭕👏👏👏👏👏👏
@sanjaynaikkumar2620
@sanjaynaikkumar2620 Жыл бұрын
🙏🙏🏻🙏 Jai Jagannath Jai mahaprobhu.🙏🏻🙏🙏🏻 Nice composed.🌺🌺🌺
@dusmantpalatasingh6598
@dusmantpalatasingh6598 Жыл бұрын
Jaya Jagannath swami
@buluswain3835
@buluswain3835 Жыл бұрын
Jay shree Jagannath balabhadra subhadraya namo namo 🌹🌹🌹🌹🌹 beautiful singer veryi nice song ❤️🌹🌹🌹
@Luckygirlsonali143
@Luckygirlsonali143 11 ай бұрын
ଜୟ ଜଗନ୍ନାଥ ♥️😍🌎
@krushnachoudhury8429
@krushnachoudhury8429 6 ай бұрын
This song is the best song,when I hear the song my tears flow continuesly it is the best song ever made in odisha the best,the best the best the meaning the lyric.the swar is the best the best the best
@dolagobindapanigrahi1984
@dolagobindapanigrahi1984 Жыл бұрын
Best bhajana never in earlier. Many Many thanks to composer and singer.
@bibhutisaha673
@bibhutisaha673 6 ай бұрын
Yeh jo dekhte yeh sach nehi yeh kahate hain yeh satya nehi yeh jo sochte hain yeh satya hai....aur ishko samajhna kisi ko samjhmei nehi aayeha..teeri kiti dhaa ❤❤
@alokagarnaik4511
@alokagarnaik4511 5 ай бұрын
Jay Jagannath 🙏🌸🌸🌼🌼🌼🌼🙏
@rajeswaripatra2482
@rajeswaripatra2482 2 жыл бұрын
Heart touching vajan
@nirupamasahoo7722
@nirupamasahoo7722 Жыл бұрын
Jay jagannth 🙏 beautiful voice Namita mam 🙏
Survival skills: A great idea with duct tape #survival #lifehacks #camping
00:27
Homemade Professional Spy Trick To Unlock A Phone 🔍
00:55
Crafty Champions
Рет қаралды 60 МЛН
DO YOU HAVE FRIENDS LIKE THIS?
00:17
dednahype
Рет қаралды 31 МЛН
Children deceived dad #comedy
00:19
yuzvikii_family
Рет қаралды 6 МЛН
Bhikari Bal || Jagannath Bhajan
38:49
bhikari bal official
Рет қаралды 3,6 МЛН
Janona
4:09
Release - Topic
Рет қаралды 745 М.
Райымбек Нысанбек - Сүйдім аруды
3:39
Райымбек Нысанбек
Рет қаралды 91 М.
IL’HAN - Eski suret (official video) 2024
4:00
Ilhan Ihsanov
Рет қаралды 685 М.
Serik Ibragimov - Сен келдің (mood video) 2024
3:19
Serik Ibragimov
Рет қаралды 867 М.
Ozoda - JAVOHIR ( Official Music Video )
6:37
Ozoda
Рет қаралды 7 МЛН
Sadraddin - Jauap bar ma? | Official Music Video
2:53
SADRADDIN
Рет қаралды 3,3 МЛН