Jana Adalata Live || ୨୫ ବର୍ଷ ବନାମ କଣ୍ଟାବାଞ୍ଜି || 11 May 2024 || Argus News Live

  Рет қаралды 919,998

Argus News

Argus News

2 ай бұрын

Jana Adalata Live || ୨୫ ବର୍ଷ ବନାମ କଣ୍ଟାବାଞ୍ଜି || 11 May 2024 || Argus News Live
#ArgusNews #kantabanji #janatajanardan #ArgusSpecial #OdishaNews #durgashish #kantabanjidistrict #kantabanjidistrict #MamitaMeher #SantoshSinghSaluja #cmnaveenpatnaik
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZfaq : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 1 700
@niranjannayak9827
@niranjannayak9827 2 ай бұрын
ସବୁଠାରୁ ଭଲ ପଗ୍ରାମ ଜନ ଅଦାଲତ.. Thanks Argus News.
@PriyasnuBhaitharu
@PriyasnuBhaitharu 2 ай бұрын
Araghsnews.super
@sanjibpodha8296
@sanjibpodha8296 Ай бұрын
T🎉 38:15
@user-usepunyarajrana
@user-usepunyarajrana 2 ай бұрын
ଯେଉଁ ମାଗିହା ମାନେ ଆଗରେ ବସିଛନ୍ତି ବିଜେଡି ର ପୋଷା କୁକୁର କହୁଛନ୍ତି ଦାଦନ ନାହିଁ ବୋଲି ବିଜେଡି ଟଙ୍କା ଦେଇଛି କି
@mks5547
@mks5547 2 ай бұрын
ଦାଦନ ଓଡିଶା ରେ ନାଇଁ ନ ଯିଏ jaha Paisa ପାଇବା ଓଡିଶା ବାହାର୍ କଣା ଇଣ୍ଡିଆ ବାହାର କେ jaouche
@dipukumarmalik277
@dipukumarmalik277 2 ай бұрын
​@@mks5547mu tota bujai dabe tu ta WhatsApp number da , America Google co India ra Achi sea bodha tuma katha Anu Sara kana ,dhadan kana Surat Tamil Nadu Asa dhakibu dhana kana ,sati industry Achi Bina pata padhara Tamil Nadu, Surat ra 15000_30000 dharama pauchanti odisha katha pauchanti Bina patha padhra tu kahilu katha odisha pauchanti tu kahi pari bonu
@gadadharsahoo7997
@gadadharsahoo7997 2 ай бұрын
Odisha Chief Minister Nabin pattnayak with BJD party all MLA MP all R Madua chour Dala odisha Ru out Kariba darakar Odisha Re only BJP Sarakar aashiba darakar Jay jagannath Jay Modi ji Jay ho BJP odisha Sarakar
@PriyasnuBhaitharu
@PriyasnuBhaitharu 2 ай бұрын
Super BJP jindabad jindabad
@Babubhaipatra
@Babubhaipatra 2 ай бұрын
​@@mks5547 ଆଜ୍ଞା ଆପଣ indirrectly BJD congress ସପୋର୍ଟ କରୁଛନ... Laxman Bag ଦାଦା କାହାର ଘରକେ ଯାଇକରି ଜୋର ଜବରଦସ୍ତ ନାଇଁ କରବାର ଦାଦା,, ନିଜର ପେଟ ଲାଗି ଦାଦନ ସର୍ଦାର ହେଇଛନ ଖରାପ କାଣା ଦାଦା... ଯେନ ମାନେ ନିଜେ MLA ହେଇକରି ଦାଦନ ପଠୋଛନ ଇଟା କେନ ପ୍ରକାର ଠିକ ଭାଇ..
@user-bw3bp8nf2b
@user-bw3bp8nf2b 2 ай бұрын
Argus tv କୁ ମୁଁ ଅନୁରୋଧ କରିବି ଯେ ସେ ଏମିତି ଗୋଟେ ପ୍ରୋଗ୍ରାମ ଆମ ବିଜେପୁର ନିର୍ବାଚନ ମଣ୍ଡଳୀ ରେ ଗୋଟେ କରନ୍ତୁ। 🙏🙏
@gouravkumardip3710
@gouravkumardip3710 2 ай бұрын
ବହୁତ ବହୁତ୍ ଧନ୍ୟବାଦ୍ ଜନ ଅଦାଲତ ପାଇଁ ଏପରି ସବୁ ଜିଲ୍ଲା ଜନ ଅଦାଲତ କରlଜlଉ ଏତିକି ଆଶା Argus ଚାନେଲ କୁ
@nabeengouda4874
@nabeengouda4874 2 ай бұрын
Argus news great 👍
@naturegifts6251
@naturegifts6251 2 ай бұрын
କଣ୍ଟାବାଞ୍ଜି ଜନତା ଜନାର୍ଦନ ଜାଗ ହେ ଜାଗ ନବୀନ ବାବୁ କିଛି କାମକୁ ନାହିଁ..... 🙏
@SunaramHembram-hl9fd
@SunaramHembram-hl9fd Ай бұрын
😢❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😢
@parshuramnayak6655
@parshuramnayak6655 Ай бұрын
ଧନ୍ୟବାଦ ବର୍ତ୍ତମାନ ସମୟ ଆସିଛି ଓଡ଼ିଶା ସରକାର ବଦଳାଇ ବାର ଅଛି।
@jyotiranjannayak1701
@jyotiranjannayak1701 2 ай бұрын
ଅର୍ଗୁସ news ଗଞ୍ଜାମ ଜିଲ୍ଲାକୁ ଆସିବା ନିହାତି ଦରକାର 👍👍👍👍👍👍👍👍👍👍👍👍👍👍👍👍👍
@prasantapurohit3646
@prasantapurohit3646 2 ай бұрын
ନବିନ ହାରିବା ସୁନିଶ୍ଚିତ
@jullysamal6626
@jullysamal6626 2 ай бұрын
ମୋଦି ହାରିବ ଜୟ ନବୀନ BJD sankh
@prabhukrupacreation6838
@prabhukrupacreation6838 2 ай бұрын
25 barsare 25 ta lokanka bhitre samanta aniparileni nabin babu😟😟😟se kan rajya ra raja hebe👉🏾
@jullysamal6626
@jullysamal6626 2 ай бұрын
@@prabhukrupacreation6838 ନବୀନ ରାଜା ଓଡ଼ିଶାର
@chakradharnayak3568
@chakradharnayak3568 2 ай бұрын
@ashokmohanty7626
@ashokmohanty7626 2 ай бұрын
Jai shree ram BJP 🙏🏽🙏🏽
@stylishmaahi
@stylishmaahi 2 ай бұрын
ବହୁତ ବହୁତ ଧନ୍ୟବାଦ ଦୁର୍ଗଶିଷ ସାର
@subashpatra6528
@subashpatra6528 2 ай бұрын
Jodega Bharat jitega India I love my india india india
@BimalMallick-ys5kk
@BimalMallick-ys5kk 2 ай бұрын
କଂଗ୍ରେସ୍ ନେତା ରାହୁଲ ଗାନ୍ଧୀ ଜିନ୍ଦାବାଦ।
@ambarishswain3233
@ambarishswain3233 2 ай бұрын
Kantabanji re Nabina hariba 💯
@bipinchandrapatel8420
@bipinchandrapatel8420 2 ай бұрын
Sure sir.💯%
@cksportsnews1748
@cksportsnews1748 2 ай бұрын
ବହୁତ ଭଲ ହେବ ହାରିବା ଦରକାର
@golapchandrasahu1297
@golapchandrasahu1297 2 ай бұрын
ବହୁତ୍ ବଢିଆ ଯୁକ୍ତି ତର୍କ ଠିକ୍ ଅଛି ।ଆୟୁବ ଖାଁ ବହୁତ୍ ହିନେସ୍ତ ହେଲା ।
@romanchalvlog3413
@romanchalvlog3413 2 ай бұрын
10 kuku sing bhi ta sashan kala se kana , kana kalana tike kaheba kain ?
@sunilmallik6690
@sunilmallik6690 2 ай бұрын
😊
@sunilmallik6690
@sunilmallik6690 2 ай бұрын
😮
@user-lh9cd8nq4j
@user-lh9cd8nq4j 2 ай бұрын
​@@romanchalvlog3413 ତୁଇ ଜାଣିଛୁ ବେଲେ କହ... 😂
@romanchalvlog3413
@romanchalvlog3413 Ай бұрын
@@user-lh9cd8nq4j mue naai jani bali ta , pochrochhe
@kailashchandrasahoo2764
@kailashchandrasahoo2764 2 ай бұрын
ବଢିଆ ପ୍ରୋଗ୍ରାମ..... Thanks Argus News.... Thanks many more to ଜନସାଧାରଣ କଣ୍ଟାବାଞ୍ଜି..... ଆଉ ଗୋଟିଏ point ଉପରେ discussion ହେବାର ଥିଲା ମୁଖ୍ୟମନ୍ତ୍ରୀ ଯଦି ଜିତିବେ କଣ୍ଟାବାଞ୍ଜି ଛାଡ଼ିବେ..... ନାଁ ହିଞ୍ଜିଳି ଛାଡ଼ିବେ.....
@DivyaBhakti_Channel
@DivyaBhakti_Channel 2 ай бұрын
Congress party jindabad
@karanrout8635
@karanrout8635 2 ай бұрын
ଧନ୍ୟବାଦ ଅର୍ଗୁସ news 💐❤️
@pradipbehera4181
@pradipbehera4181 2 ай бұрын
Pala news
@DayaNidhi-hn9fn
@DayaNidhi-hn9fn Ай бұрын
Ae😅ol aààAaxaj❤ ​@@pradipbehera4181
@kanhukcd440
@kanhukcd440 Ай бұрын
😂😂😂😂😂😂😂😂😂😂a
@daitarinahak4536
@daitarinahak4536 2 ай бұрын
ବିଜେଡି ହଟାଓ ଓଡ଼ିଶା ବଞ୍ଚାଅ
@Kailashchandrapanda-kf1sz
@Kailashchandrapanda-kf1sz 2 ай бұрын
Bjd. By by
@DhobaGouda-pi7ph
@DhobaGouda-pi7ph Ай бұрын
😅❤❤😅​@@Kailashchandrapanda-kf1sz
@DhobaGouda-pi7ph
@DhobaGouda-pi7ph Ай бұрын
😅❤
@naveenmajhi8273
@naveenmajhi8273 Ай бұрын
BJP hatao odisha banchao 😅😅
@jisinielsabar
@jisinielsabar Ай бұрын
😊😊​@@Kailashchandrapanda-kf1sz
@manabhanjansandh7726
@manabhanjansandh7726 2 ай бұрын
ମୋ ମତରେ ସାଲୁଜା କଣ୍ଟାବାଞ୍ଜି ପାଇଁ ଉପଯୁକ୍ତ ପ୍ରାର୍ଥୀ ଜ୍ଞାନ ଅଛି
@Babubhaipatra
@Babubhaipatra 2 ай бұрын
Bjd, କଂଗ୍ରେସ ଏକ ହେଇଛନ ଭାଇ କଣ୍ଟାବାଞ୍ଜି ରେ,, କଂଗ୍ରେସ ra ସବୁ କର୍ମୀ ଏବେ BJD ହାତ ମୁଠାରେ,, ଆଉ ସବୁ ସାଲୁଜା ର ପ୍ରମିଶନ ରେ ଯାଇଛନ,, ବିସ୍ଵାଶ ନାଇଁ ଲାଗବର ବେଲେ ଅଲଗା ଲୋକ କେ ବି ପଚରେଇ ଦେଖ..
@akshayamajhi6369
@akshayamajhi6369 2 ай бұрын
News Bala muruk aaa k adhe
@akshayamajhi6369
@akshayamajhi6369 2 ай бұрын
Dunir cor ta bjd
@user-du4ln7zm7i
@user-du4ln7zm7i 2 ай бұрын
Argus news very good ❤
@user-kn5py4sb4i
@user-kn5py4sb4i 2 ай бұрын
ଓଡ଼ିଶାରେ, ଦାଦନ ରେ No, 1 ଦୁଷ୍କର୍ମ ରେ No, 1 ମଦ ବିକିବା ରେ,No, 1, ମମି ତା ମେହେର ଘରକୁ କାହିଁକି ମୁଖ୍ୟ ମନ୍ତ୍ରୀ ଆ ଆ ସିଲେନି, ମୁଁ ବେଶୀ କିଛି କହିବିନି ଜନତା ଅଦାଲତ ବଢିଆ ପ୍ରୋଗ୍ରାମ ଆ ଉ ଅର୍ଗସ ଚନ୍ନେ ଲ୍ କୁ ଧନ୍ୟ ବା ଦ
@krishnabehera500
@krishnabehera500 2 ай бұрын
Nice reporting sir
@chaturbhujamahanta9490
@chaturbhujamahanta9490 2 ай бұрын
ଓଡିଶା ସରକାର ଓଡିଶା କଥା ବୁଝିବେ କେନ୍ଦ୍ରସରକାର କୁ ଦୁଶ କଣ ପାଇଁ ଦେଉଛନ୍ତି
@dillipkumarkanhar5722
@dillipkumarkanhar5722 Ай бұрын
ସାର୍ ଆପଣଙ୍କ ଚେଷ୍ଟା ଜାରିରହୁ ବହୁତ ସୁନ୍ଦର
@sekhar29
@sekhar29 2 ай бұрын
ନବୀନ ହାରିଲେ ଏକା ବିକାସ ହବ
@TasilTiwari-me8ce
@TasilTiwari-me8ce 2 ай бұрын
Nabin r bal ke bi ukhadi ni para hela nabin basi sarla na
@user-lh9cd8nq4j
@user-lh9cd8nq4j 2 ай бұрын
​@@TasilTiwari-me8ce ନବୀନ ତ ବୁଢ଼ା ହେଲାନ ରେ , .. 😂
@Babubhaipatra
@Babubhaipatra Ай бұрын
​@@TasilTiwari-me8ce କେତେଟା ଠିକା କାମ କରିଛନ ଆଜ୍ଞା BJD ଆଡୁ... ନବୀନ ବାବୁ ପଶ୍ଚିମ ଓଡ଼ିଶାରେ ଦେଶୀ ମଦ ଦୋକାନ ଖୁଲିକରି,, ସବୁ ଗରିବ ଚାଷୀ ମାନଂକୁ ମଦୁଆ କରୁଛେ,,ତମେ ଭାଇ କହୁଛ ନବୀନ ର ରୁମ ଘିଚି ନାଇଁ ପାର ବୋଲି,,,, ନବୀନ ବାବୁ ଯଦି ବିଜୁ ବାବୁ ପିଲା ହେଲେ ଭୋଟ 1-ମାସ ଆଗରୁ ମଦ ବନ୍ଦ କରି ଦେଉ,, ଲୋକ କେ ମଦ ମାଂସ 500 ଦେଇକରି ଭୋଟ ଘିନୁଛେ,,, ଆଉ ତୁମର ହେନ୍ତା 2ଟଙ୍କିଆ BJD ର ଦଲାଳି ମାନେ କହୁଛ କି ନବୀନ ର ରୁମ ଘିଚି ନାଇଁ ପାର ବୋଲି.।
@tapannaik1404
@tapannaik1404 2 ай бұрын
ଅରଗସ ନିଉଜ କେବଳ ଲୋକଙ୍କ ପାଇଁ ଏବଂ ଓଡ଼ିଶାର ବିକାଶ ସଂପର୍କିତ ଘଟଣା ସମ୍ପର୍କରେ ଅବଗତ କରେ ଧନ୍ୟବାଦ୍ ଅରଗସ୍
@JAGAMAMALIJS
@JAGAMAMALIJS 2 ай бұрын
Bhai eta dharama channel kebe bjp govt ku e Questions karuchi ki ...eta godi mediw
@nabakishortripathy9740
@nabakishortripathy9740 2 ай бұрын
Jai ଶ୍ରୀରାମ
@KishorkPodh
@KishorkPodh 2 ай бұрын
ଜୟ କଂଗ୍ରେସ ❤️❤️❤️❤️
@Bikramkupal
@Bikramkupal 2 ай бұрын
ନବୀନ ଏଥର ହାରିବା ଟା Finally
@GiridhariNag-on2sh
@GiridhariNag-on2sh 2 ай бұрын
ବିଜେପି ଜିନ୍ଦାବାଦ
@TusarajRana
@TusarajRana 2 ай бұрын
Bjp jindabad
@ganeshpati22
@ganeshpati22 2 ай бұрын
BJP = Bharatiya jumla party .
@RangaJani-ge3fb
@RangaJani-ge3fb Ай бұрын
ବିଜେପିକୁ ହଟାଏ 🙏🙏🙏
@pkpratapofficial..2514
@pkpratapofficial..2514 2 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ argus new
@dsbyadav9835
@dsbyadav9835 2 ай бұрын
Maa Matir chasi pila Laxman Bag Sir jindabad 100%Win
@ashishsarangi5966
@ashishsarangi5966 2 ай бұрын
ଆୟୁବ ଖାନ ଜଣେ ଆଞ୍ଚଳିକ ଟ୍ରଉଟର ଭାଲି କଥା କହୁଛନ୍ତି
@user-lp7pe3fr8b
@user-lp7pe3fr8b 2 ай бұрын
सेही बात हे
@thabiradharua1599
@thabiradharua1599 2 ай бұрын
କଣ୍ଟାବାଞ୍ଜି ରେ ପୃଥିବୀ ଧ୍ଵଂସ ହେଲେ ରେଲୱେ କାରଖାନା ପ୍ରତିଷ୍ଠା ହେବ
@champapatel8689
@champapatel8689 2 ай бұрын
Mu chahun thili Argus news thare asi kantabanji ra pardapas heu boli i like news durgashish bhai❤❤
@sambhumajhi3738
@sambhumajhi3738 2 ай бұрын
ଭାଈ argus news କୁ ବଲାଙ୍ଗୀର କୁ ଟିକେ ଆଣିଲେ ବହୁତ୍ ଭଲ ହୁଅନ୍ତା ଆପଣଙ୍କର dibbet ବହୁତ୍ ଭଲ ଲାଗୁ ଛି ଦୟା କରି ବଲାଙ୍ଗୀର ରେ ବି ଏମିତି ପ୍ରୋଗ୍ରାମ ଟି କଲେ ଭଲ ହୁଅନ୍ତା ମୋର ଅନୁରୋଧ ଏଇଟା
@pksambalpuri3650
@pksambalpuri3650 2 ай бұрын
Jai BJP Jai shree Ram 🚩
@saumyaranjandas8697
@saumyaranjandas8697 2 ай бұрын
Argus news ku ଅନୁରୋଧ କରୁଛି ଆମ ନିଆଳି ରେ ଗୋଟେ କରନ୍ତୁ
@user-rz1bw9tb5w
@user-rz1bw9tb5w Ай бұрын
ଏନ୍ତା ଗଧ ମନକୁ ସାଙ୍ଗେ ରାଖୀ ନବୀନ ବାଘ ହେଇଥିଲା
@streetvloggerxyz573
@streetvloggerxyz573 2 ай бұрын
ହେ BJD ର ଯେନ୍ ମୁରୁଖ୍ ଗୁଟେ କିଏ ticket ଦେଇଥିଲା ବୋ। କାଣା କାଣା କହୁଛେ ଯେ ନିଜେ ନେ ଯାନ୍ ବାର୍ ଶଲା ମୁରୁଖ୍
@ghansyamsabar
@ghansyamsabar 2 ай бұрын
😂😂😂
@abhilashrana2576
@abhilashrana2576 2 ай бұрын
😂😂😂😂
@user-ff4xb2pv8u
@user-ff4xb2pv8u 2 ай бұрын
😂😂😂
@smrutiranjanmohanty3417
@smrutiranjanmohanty3417 2 ай бұрын
ଲଖ୍ମଣ ଭାଇ ଜିନ୍ଦାବାଦ
@vidyatechnologies
@vidyatechnologies Ай бұрын
ମିଶନ ଶକ୍ତି ର ଚାମଚା ବିଜେଡି ନାରୀ ନେତ୍ରୀ ଡରରେ ନବୀନ ପଟ୍ଟନାୟକ ର କଳା ଧନ କୁ ନେଇ ଗରିବ ମାଁ ମାନଙ୍କୁ ଶାଢ଼ୀ ଓ ୧୦୦୦ ଟଙ୍କା ଦେଇ ଭୋଟ କିଣିବା ପାଇଁ ଲାଗିଛନ୍ତି। ହେ ମୋର ପ୍ରିୟ ଓଡିଆ ଭାଇ ଭଉଣୀମାନେ ସତର୍କ ରୁହନ୍ତୁ।
@sambhubhoi4056
@sambhubhoi4056 Ай бұрын
Sabu tharu badhi BJP jindabad
@nrupaghibela4788
@nrupaghibela4788 2 ай бұрын
BJP jindabad
@Babubhaipatra
@Babubhaipatra 2 ай бұрын
ଆୟୁବ ଖାନ,, ଆଉ କୁକୁ ସିଂ ଚୋର... ମଘୀଏ ନିଜର ଫାଇଦା ଲାଗି laxmana Bag ଆଜ୍ଞା କେ ମିଶିକରି ହରlସନ ... Laxman Bag ଜିତବେ ଏବେ....
@user-px2gi8ie6r
@user-px2gi8ie6r 2 ай бұрын
Right vai
@pragatisatapathy
@pragatisatapathy 2 ай бұрын
Paribu nae ga Tate kete Paisa darkar ka pandian daba ..cm vk pandian
@sunitkumargiri
@sunitkumargiri 2 ай бұрын
Laxman bag.... Matira pua taake jitama
@user-pe3ln2ly7x
@user-pe3ln2ly7x 2 ай бұрын
Bjp jindabad
@RAGA4bharat
@RAGA4bharat 2 ай бұрын
Congress🇮🇳✅ gareebon ka hai
@jitendratandi3000
@jitendratandi3000 2 ай бұрын
Jay Congress jindabad🖐️🖐️🖐️
@raghunathchandan5840
@raghunathchandan5840 2 ай бұрын
ଅର୍ଗଶ ନ୍ୟୁଜ ଓଡିଶା ର ପରିବର୍ତ୍ତନ ପାଇଁ ମୁଖ୍ୟ ମାଧମ ଧନ୍ୟବାଦ
@gopinath0
@gopinath0 2 ай бұрын
ଯେଉଁମାନେ କହୁଛନ୍ତି ଓଡ଼ିଶାରେ ଦାଦନ ନାହିଁ ବୋଲି ସେମାନେ ନିଶ୍ଚିତ ଭାବରେ ମହାମୂର୍ଖ ହୋଇଥିବେ କିମ୍ୱା ଜାଣିକି ଅଜଣା ହେଉଛନ୍ତି । ଆରେ ଓଡ଼ିଶାରୁ କେତେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି ତାହା corona ସମୟରେ ସାରା ଓଡ଼ିଶା ଲୋକ ନିଜ ଆଖିରେ ଦେଖିଛନ୍ତି ।
@AlineOp
@AlineOp 2 ай бұрын
ଓଡ଼ିଶାର ଜନସାଧାରଣ ଭଲରେ ଅଛନ୍ତି।ଏକଥା ଏଇ ବିଜେଡି ବିଧାୟକ ଆଉଚାମଚା ମାନେ ପ୍ରଚାର କରୁଛନ୍ତି ସେମାନେ ଦେଖିଥିବେ କୋଭିଡି ବେଳର ଦାଦନ ଦୃଶ୍ୟ।ଛି,, ଛି ଟିକେ ଲାଜ ସରମ ରହିବା କଥା
@pabitrafun1344
@pabitrafun1344 2 ай бұрын
ଆରେ ଭାଇ ନୂଆଖାଇ ସର୍ଲା ପରେ କିମ୍ବା ସେପ୍ଟେମ୍ବର ମାସ ନେ ଟିକେ railway station ବାଟ କେ ଦେଖି ଯିବ କଣ୍ଟାବାଞ୍ଜି station ନେ ...ଦାଦନ ପାଇଁ train କେତେ ଭିଡ ଥିସି ଯେ
@niharranjan1413
@niharranjan1413 2 ай бұрын
right kath kahile bhai
@Kalundia436
@Kalundia436 2 ай бұрын
Argus news bahut bhala kama karuchi.
@skylordbhai7664
@skylordbhai7664 Ай бұрын
Thank yu very much Argus news
@samirsethi3803
@samirsethi3803 2 ай бұрын
ଗଞ୍ଜାମ ଜିଲ୍ଲା ରେ ଦାଦନ ସଂଖ୍ୟା ଅଧିକ
@rudradevchouhan1691
@rudradevchouhan1691 2 ай бұрын
Argus news congratulations
@allinoneclip1325
@allinoneclip1325 2 ай бұрын
Best vdo.... Best topic
@dasharathjani9317
@dasharathjani9317 2 ай бұрын
Argus news is great
@SmashEnough
@SmashEnough 2 ай бұрын
ଖାଁ ସାହେବ୍ ଅଭାବ କଣ ଜାଣି ନାହାନ୍ତି ତେଣୁ ଭୋଟର ମାନଙ୍କୁ ଅପମାନିତ କରୁଛନ୍ତି 😢 ନିଜର କୌଣସି ନିଜସ୍ୱ ନାହିଁ 😢b ପାଣ୍ଡିଆ ନ ର ବୋଳକରା ଚାକର 😢 ବୁଦ୍ଧି ଜ୍ଞାନ ଭ୍ରଷ୍ଟ ଗୋଲାମ
@ashishsahoo2084
@ashishsahoo2084 2 ай бұрын
Raise your voice brother
@MaheswarPatel-hb3di
@MaheswarPatel-hb3di 2 ай бұрын
ଅର୍ଗସ ନ୍ୟୁଜ is great
@jullysamal6626
@jullysamal6626 2 ай бұрын
Bjp kukur
@ajithota5368
@ajithota5368 Ай бұрын
ଗରିବ ମାନଙ୍କୁ ଆଖୀମାରି ଶୋଷଣ କରି ବା ଏମାନଙ୍କ କାମ
@user-br7nt1ee4f
@user-br7nt1ee4f 2 ай бұрын
Nice Program❤❤❤❤❤❤❤❤❤
@srustidhardey5817
@srustidhardey5817 2 ай бұрын
❤❤❤❤ only BJP win କରିବ ଓଡ଼ିଶା ରେ
@hembramkargilcreation2918
@hembramkargilcreation2918 2 ай бұрын
BJD bpj hotao
@biswambarpatel4778
@biswambarpatel4778 2 ай бұрын
ଦାଦନ ଦୁଃଖ ଅତି ଯନ୍ତ୍ରଣା ଦାୟକ, ସ୍ୱଚକ୍ଷୁ ରେ ଦେଖିଲେ ହଁ ବୁଝି ହେବା l
@manasimohanty942
@manasimohanty942 Ай бұрын
Sethipani cm nije hi thia hauchanti??kanta bajire cm ku jitei anno tu
@sudamakumar5949
@sudamakumar5949 2 ай бұрын
ମୁଇଁ tk confusion ରେ ଅଛେ, ନବୀନ ଜିତିଲେ ବିକାଶ ହେବା କି ଅଲଗା party ଜିତିଲେ ହେବା Tk reply ଦେବେ???
@xlr_RoleX
@xlr_RoleX 2 ай бұрын
J nabin Bahut thar jitle na....ta tume ଜାଣିଥିବା ବିକାଶ ହେଇଛେ କି ନାଇ ଜେ....ଅଲଗା କେନ୍ ପାର୍ଟି ଆଶ୍ଲେ ଭାଲି ଅଧିକ ବିକାଶ ହେବା....gute ଆଶା ଟେ
@user-nm7iy8qo9m
@user-nm7iy8qo9m Ай бұрын
ମାଙ୍କଡ ହାତରେ ଶାଳଗ୍ରାମ,,,,, ପୂର୍ବତନ ବିଧାୟକ
@drawingdesign7841
@drawingdesign7841 2 ай бұрын
କଣ୍ଟାବାଞ୍ଜି ରେ ନବୀନ ଜିତିଲେ ଦୁଃଖ ର ଲହରୀ ଖେଳିବ
@manasimohanty942
@manasimohanty942 Ай бұрын
Aau thore nabin pattanik nku voto dai deakhontu, ,se kam kuhonti kamo karonti pease je hetu se nije thia hauchNtu??????
@drawingdesign7841
@drawingdesign7841 Ай бұрын
@@manasimohanty942 au kete thara jitile odisha development kariba
@manasimohanty942
@manasimohanty942 Ай бұрын
Moro kahibar khata je cm nabin pattanik jane perfect loko, se gote tanka v khantini, bijou babunka blood tanko pakhore, auchi odishare born hai aame jimiti tanku sanman dai ashuche, odisha pani semane bahut kichi kari jaai chanti ???mote nabin pattanik nka princepul ku bahut hi volo lage?????jodi se se sabu subidha kantabazi re kariba pani chauchanti????tahale, 6 tharo cm hele kharp k'n? My vote only nabin pattanik, a great leader👍
@chintamanibag6847
@chintamanibag6847 2 ай бұрын
Nabin ke harama
@santoshkumartripathy8397
@santoshkumartripathy8397 2 ай бұрын
ମୂଳ ରୁ ଶେଷ ପର୍ଯ୍ୟନ୍ତ ଦେଖିଲି ଯେ ଏହି ଡିବେଟ୍ ବିଧାନସଭା ର ନୁହେଁ କେବଳ ଗୋଟିଏ କଣ୍ଟାବାଂଜୀ ସହରରେ ସିମୀତ ଥିଲା, ଧନ୍ୟବାଦ।
@odiakirtanmedia
@odiakirtanmedia Ай бұрын
Argos news great 👍
@panchananpradhan2199
@panchananpradhan2199 2 ай бұрын
ନବୀନ ହାରିବ, ବିଜେପି 100%ଜିତିବ 🪷🪷🪷🪷🪷
@naturegifts6251
@naturegifts6251 2 ай бұрын
25 ବର୍ଷରେ ମୌଳିକ ସୁବିଧା ସାଧାରଣ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ରେ ସୁବିଧା ନାଇଁ ଧନ୍ୟ ଆମ ହସ୍ପିଟାଲ ll ଯିଏ ଆସିବ ରେଫର ହେବ ବଲାଙ୍ଗୀର ll ଜାଗ ଜନତା ଜାଗ 🙏🙏
@kuleswarnaik5154
@kuleswarnaik5154 2 ай бұрын
ମନରେଗା ଦାଦନ ରୋକି ପାରିବ। ର ଅସ୍ତ୍ର ନୁହେଁ ଶିଳ୍ପହିଁ ଦାଦନ ଶ୍ରମିକଙ୍କୁ ରୋକିବ
@sagarkumardas3583
@sagarkumardas3583 2 ай бұрын
Jano Adalat jindabad 🇮🇳🇮🇳🫡🫡
@pcoffical5835
@pcoffical5835 2 ай бұрын
BJP laxman bag jindabad
@shishirranjanlenka.399
@shishirranjanlenka.399 2 ай бұрын
Ausadh khaiba badalare BJD ex MLA tatia kamudu chhanti JAI BJP. JAI MODI JI
@jullysamal6626
@jullysamal6626 2 ай бұрын
Bjp Tatia kamuduchi
@er.pramodtandi7730
@er.pramodtandi7730 2 ай бұрын
Vote for Laxman Bag , and we demand Titlagarh district
@dhirajsahu9085
@dhirajsahu9085 2 ай бұрын
Bhai Tama question ku salute 🙏 media emiti hi heba katha ❤
@khanjannag5964
@khanjannag5964 2 ай бұрын
BJP jindabad ❤❤❤
@RajenGowala-su7ei
@RajenGowala-su7ei 2 ай бұрын
Ayub khan sir and saluja sir kantabanji best mla
@user-wo9ke1ko5n
@user-wo9ke1ko5n 2 ай бұрын
ଏଥି ପାଇଁ ଆମ୍ଭେ କୋଶଳ ରାଜ୍ୟ ଦରକାର ।କାଳିଆ ଯୋଜନା,ବାଲିଆ ଯୋଜନା ଇତ୍ୟାଦି ଇତ୍ୟାଦି ଯୋଜନା କରିଦେଲେ ଲୋକଙ୍କର ଉନ୍ନତି ହୁଏ ନାହିଁ । ଲୋକଙ୍କୁ କର୍ମ ନିଯୁକ୍ତି ଦେଲେ ହିଁ ନିଜ ପରିବାରର ଉନ୍ନତି ହେବ,ପରିବାରର ଉନ୍ନତି ହେଲେ ହିଁ ଦେଶ ତଥା ରାଜ୍ୟର ଉନ୍ନତି ହୁଏ ।ମିଦିଆବାଲା ଯଦି ଦେଶରେ ନ ଥାନ୍ତି ତେବେ ସମସ୍ତ ଅନ୍ଧକାର ହୋଇଯିବ ।ଧନ୍ୟବାଦ୍ ।
@motilalpradhan2288
@motilalpradhan2288 2 ай бұрын
ବିଜେଡିର ମୁଖିଆ ମାନେ ପଶ୍ଚିମାଞ୍ଚଳରେ ନିର୍ବାଚନ ଲଢିବାର ପ୍ରମୁଖ କାରଣ ୧- ଲୋକମାନେ ଗରିବ ଓ ନିରିହ ହୋଇଥିବା ହେତୁ ସେମାନଙ୍କୁ ସହଜରେ ଭୁଆଁ ବୁଲେଇ ହେବ। ୨- ଟଙ୍କା ୫୦୦/୧୦୦୦ ଓ ୨/୪ ଟି ପାଉଚ୍ ଧରାଇଦେଲେ ଅତି ସହଜରେ ଭୋଟ ଖଣ୍ଡିଏ ହାତେଇ ହେବ ୩- ବିଜେଡିର ଗୁଣ୍ଡା ବାହିନୀକୁ ଲଗାଇ ( ସେ କର୍ମୀ ହେଉ ,କଣ୍ଟ୍ରାକ୍ଟର ହେଉ ଅଥବା କିଛି ସରକାରି କର୍ମଚାରୀ) ନିରିହ ଲୋକ ମାନଙ୍କୁ ଡରାଇ,ଧମକ ଚମକ ଦେଇ ଭୋଟ ହାତେଇ ହେବ।
@BiswanathMajhi-js3qz
@BiswanathMajhi-js3qz 2 ай бұрын
BJP jindabad jindabad
@pravasrout8204
@pravasrout8204 2 ай бұрын
ନବୀନ ପଟ୍ଟନାୟକ ହଟାଅ କଣ୍ଟାବଞ୍ଜି ବଞ୍ଚାଅ , congress welcome
@thabiradharua1599
@thabiradharua1599 2 ай бұрын
ଲକ୍ଷଣ ବାଗ ବିଧାୟକ ହେଲେ ଆହୁରି ବହୁତ ଦାଦନ ଯିବେ
@prakashsagriayadav4404
@prakashsagriayadav4404 2 ай бұрын
Argus new is good sir
@dusmantakalar864
@dusmantakalar864 2 ай бұрын
Bjd hatao Odisha banchao
@user-jp6tr1gw5w
@user-jp6tr1gw5w 2 ай бұрын
କହିବା ପାଇଁ ସୁଯୋଗ ଦିଅ ଅର୍ଗୁସ ଭାଇ
@facetoface2156
@facetoface2156 2 ай бұрын
ପୂର୍ବ ଓ ଦକ୍ଷିଣ ଓଡ଼ିଶା ର ଲୋକ ସବୁଥିରେ ପଶ୍ଚିମ ଓଡ଼ିଶାର ହକ୍ କୁ ଲୁଟୁଛନ୍ତି । କ'ଣ ଆମ ଅଞ୍ଚଳରେ MLA ପ୍ରାର୍ଥୀ ନାହାନ୍ତି କି ପୂର୍ବ ଓଡ଼ିଶାର ଲୋକ candidate ହଉଛନ୍ତି । ବବି ଦାସ ଓ ନବୀନ ପଟ୍ଟନାୟକ.... ଏଥର BJD କୁ vote ରେ ଉଚିତ୍ ଜବାବ୍ ଦିଅନ୍ତୁ ।
@muralimeher7491
@muralimeher7491 2 ай бұрын
Odisha no 1 best repoter
@entertainmentdukansambalpu9851
@entertainmentdukansambalpu9851 2 ай бұрын
Reporting sir well done ✅
@govindakusulia7741
@govindakusulia7741 2 ай бұрын
Argus new sir good
@meditationmusic6745
@meditationmusic6745 2 ай бұрын
Thanks Angus news ❤
@swayamprakash4863
@swayamprakash4863 2 ай бұрын
A Program of argus tv should be conduct in Kalahandi Constituency.
@anantabag6811
@anantabag6811 2 ай бұрын
Ethara BJP ..ke jitmaammm.. .gaon matir chhhua laxaman bag zindabad... Kosal birodhi bjd sarkar murdabad..
@Arjun-mi6yw
@Arjun-mi6yw Ай бұрын
Jai Hind sir
@user-dn1rr2nz7l
@user-dn1rr2nz7l Ай бұрын
Very nice organisation Dada
@user-um8mw7xk1w
@user-um8mw7xk1w 2 ай бұрын
Layman. Bag. Thank. You
@uditsahu9798
@uditsahu9798 2 ай бұрын
ବିଜେଡି ନେତା ସତରେ ପାଗଳ ହେଇଯାଇଛନ୍ତି 😂
@nileshbudhia3858
@nileshbudhia3858 2 ай бұрын
ଏପରି ପ୍ରୋଗ୍ରାମ ସମସ୍ତ ବିଧାନସଭା କ୍ଷେତ୍ରରେ ହେବାର ନିହାତି ଜରୁରୀ
@jashobantapradhan7888
@jashobantapradhan7888 2 ай бұрын
୧୦ହଜର କୋଟି ଟଙ୍କା ଜଳ ଜୀବନ ମିଶନ ରେ କେନ୍ଦ୍ର ସରକାର ଦେଇଛନ୍ତି, କାର୍ୟ୍ଯ କ୍ଷମ କେତେ ଭାଗ ହୋଇଛି
@ashumech3462
@ashumech3462 2 ай бұрын
Bhai buhen mane dayakari BJD k auu vote nei daun 25 yr hela chance dela Thare BJP k daun chance 5 year daun We The public can change the Govt of odisha. BJD hatao Pandu uthao bjp ku win kara
Exclusive: Padmashree Awardee Kosli Poet Haldhar Nag- FULL EP
54:32
Kanak News
Рет қаралды 3,6 МЛН
Does size matter? BEACH EDITION
00:32
Mini Katana
Рет қаралды 20 МЛН
Русалка
01:00
История одного вокалиста
Рет қаралды 7 МЛН
ОСКАР vs БАДАБУМЧИК БОЙ!  УВЕЗЛИ на СКОРОЙ!
13:45
Бадабумчик
Рет қаралды 6 МЛН
Double Stacked Pizza @Lionfield @ChefRush
00:33
albert_cancook
Рет қаралды 57 МЛН
India Triumphs Over UAE // Budget 2024 Hopes
20:33
OdiaTechBulletin
Рет қаралды 84 М.
7PM Bulletin || 25th May 2024 || Kanak News
11:55
Kanak News
Рет қаралды 95 М.
Does size matter? BEACH EDITION
00:32
Mini Katana
Рет қаралды 20 МЛН