No video

Janata Darbaar: Supreme Court's Decision On Adultery

  Рет қаралды 461,550

Kanak News

Kanak News

Күн бұрын

For latest Odisha News Follow us:
Visit: kanaknews.com/
KZfaq: / kanaktvonline
Twitter: / kanak_news
Facebook: / kanaknews
Playlists-
Big Debate- • Big Debate: Grounded A...
One to One- • Casting Couch In Ollyw...
Wah Wah Re Camera: • Video
Loka Nakali Katha Asali: • Loka Nakali Katha Asal...
Manoranjan Mishra Live: • Manoranjan Mishra Live...
Olta Palta: • Video #KanakNews #JanataDarbaar

Пікірлер: 1 000
@jhasketanpradhan602
@jhasketanpradhan602 4 жыл бұрын
ଆଇନ ପ୍ରଣୟନ ନୀତି ଠିକ ନାହିଁ ଆଇନ ଜିଏ କରିଛି ସେ ଗୋଟେ ମାନସୀକ ରୋଗି
@charbak9071
@charbak9071 2 жыл бұрын
I agree with you.
@hrusikeshsethy3699
@hrusikeshsethy3699 2 жыл бұрын
Apana thik kahichanti sir
@o-sgamingff7301
@o-sgamingff7301 2 жыл бұрын
ଏ ରାୟ ଠିକ୍ ନୁହେଁ ,ତାମାନେ ଆକୁ କହିବା ସଂସାର ,ଏମିତି ହେଲେ ସଂସାର ଭାଙ୍ଗିଜିବ ସାର୍ ଟିକେ ସଂସାର କୁ ଦେଖ ।ଭାରି ସଭାପତି ହେଇଛ ହୋ ତମ ବିଚାର ରଖ ।।
@yeslilacreative
@yeslilacreative 5 жыл бұрын
ଭଲ ଲୋକେ ବି ଖରାପ ହୋଇଯିବେ
@yeslilacreative
@yeslilacreative 5 жыл бұрын
ସୃପ୍ରିମ କୋଟ ର ଏ ରାୟେ ଉଚିତି ନୁହେଁ ଏହା କୁ ତୁରନ୍ତ ବନ୍ଦ କରାଯାଉ.ବ୍ୟବବିଚାର ବଡିବ ନିଚିତ.ନକରିବା ଲୋକ ବି ଏହା ହିଁ କରିବେ.କାରଣ ଭୟ କାହାରି ମନରେ ରହିବନାହିଁ.କାହାରି ପରିବାରରେ ଟିକେ ଝଗଡା ହେଲା ମନେ ଏହି ପରିସ୍ଥିତି ସୃଷ୍ଟି ହେବ.ଏହା କଦାବି ଠିକି ନୁହେଁ.
@rajaashoksamrat417
@rajaashoksamrat417 2 жыл бұрын
ଏହି ରାୟରୁ ଦେହ ଜିବିମାନେ ଅଧୀକରୁ ଅଧୀକ ଲାଭବାନ ହେବେ ଠକମାନେ ଅଧିକ ଠକିପାରିପେ
@manoranjanmohanta221
@manoranjanmohanta221 2 жыл бұрын
34
@mtutyunjaya3186
@mtutyunjaya3186 2 жыл бұрын
ଅତି ସୁନ୍ଦର ବିଷୟ ବିଚାର ଧନ୍ଯବାଦ🙏ଆଛା କଳି ଭୟଙ୍କର ।
@jogeshchandrabeheraodisha156
@jogeshchandrabeheraodisha156 2 жыл бұрын
ମଣିଷ ସଭ୍ୟତାରେ କୁକୁର, ଛେଳି ପ୍ରବୃତ୍ତିର ମଣିଷମାନଙ୍କର ଆମଦାନୀର ପଥ ପ୍ରସସ୍ଥ ହୋଇଗଲା ............ ଉନ୍ନତ ବୁଦ୍ଧିମତାର ପରିପ୍ରକାଶ !!!!!!!
@chittaranjandas7059
@chittaranjandas7059 2 жыл бұрын
Ok
@srikantabehera6961
@srikantabehera6961 5 жыл бұрын
ସୁପ୍ରମକୋର୍ଟଙ୍କ ଏହି ରାୟକୁ ମୁଁ ଦୃଢ଼ ଭାବରେ ନିନ୍ଦା କରୁଛି । ଯଦି ସୁପ୍ରିମ କୋର୍ଟ ଏହି ରାୟକୁ ସ୍ଵାଗତ କରିଛନ୍ତି । ତାହାହେଲେ ମୁଁ ମୋ ମନଇଚ୍ଛା କୌଣସି ନାରୀ ସାଙ୍ଗରେ ପ୍ରେମ କରିବି ତାହାହେଲେ କାନୁନ୍ ମୋତେ କଛି କରିପାରିବେନି କି ।
@tapankumardas8427
@tapankumardas8427 2 жыл бұрын
ଏହା ପ୍ରତି ନୁହେଁ ଅଗାଣ୍ଡିଆ ନୀତି। ଦୟାକରି ଏହି ନୀତି ଉଠାଇ ନିଅ ନହେଲେ ଲଙ୍ଗଳା ହୋଇ ବୁଲ ।
@nrusinghmuduli1567
@nrusinghmuduli1567 2 жыл бұрын
ମାନ୍ୟବର ସୁପ୍ରିମକୋର୍ଟ ଭାରତୀୟ ସଂସ୍କୃତି ସଭ୍ୟତା ଜୁ ପାଶ୍ଚାତ୍ୟ ସଭ୍ୟତାର ଆଧୁନିକତାରେ ପରିଣତ କରିବାକୁ ଚାହିଁଛନ୍ତି
@bishnujati3264
@bishnujati3264 2 жыл бұрын
ମାନ୍ୟବର ସୁପ୍ରିମକୋର୍ଟ ଆଉ ଥରେ ବିଚାର କରନ୍ତୁ ।ଯାହା କରିଛନ୍ତି ତାହା ଠିକ ଼ ନୁଊ ।
@chudamanisamal6636
@chudamanisamal6636 5 жыл бұрын
ମନୋରଞ୍ଜନ ସାର .ଏଇ ରାୟ ରୁ ଦେହବ୍ୟବସାୟି ମାନେ ବହୁତ ଲାଭ ପାଇବେ
@dularamsoren4887
@dularamsoren4887 2 жыл бұрын
ଦେହଜୀବୀ ମାନେ ରାୟ ପୂର୍ବରୁ, ଏହାର କର୍ଯ୍ଯକାରୀ କରି ଆସୁଛନ୍ତି । ପାଶ୍ଚାତ୍ୟ ସମାଜରେ ଏହା ସୁରୁଖୁରୁରେ ପ୍ରଚଳିତ ହୋଇ ପାରୁଛି । ପରକିୟା ପ୍ରୀତି କୋୖଣସି ଆଇନକୁ ଅପେକ୍ଷା କରେ ନାହିଁ ।
@rameshchnaik9192
@rameshchnaik9192 2 жыл бұрын
କେମିତି ପରକ୍ରିୟା ପ୍ରିତି ବନ୍ଦ ହେବ ତାହା ଉପରେ ଚିନ୍ତା କରାଯାଉ
@kanhadakua3731
@kanhadakua3731 2 жыл бұрын
ପର କ୍ରିୟା ପ୍ରୀତି ରେ ଅନେକ ଘର ଭାଙ୍ଗୁଛି ଏହା କୁ ବିରୋଧ କରା ଯାଉ
@truptidas9354
@truptidas9354 5 жыл бұрын
Monalisa madam absolutely right.thanks madam
@prakashchandranandsaysamaj3955
@prakashchandranandsaysamaj3955 2 жыл бұрын
Thanks medam
@prafulladash748
@prafulladash748 2 жыл бұрын
6ଏହା ନିୟମ ବିରୁଦ୍ଧରେ ଯାଉଛି ଭବିଷ୍ୟତ ରେ ଏହା କେବେ ସୁଫଳ ଦେବନାହିଁ.
@rukshansahoo444
@rukshansahoo444 5 жыл бұрын
definitely bad impact on society plz sotp this rule
@danielcraig9321
@danielcraig9321 5 жыл бұрын
Why ?
@srptuber387
@srptuber387 5 жыл бұрын
@@danielcraig9321 we are not like foreigners...okkk
@rakeshmajhi3358
@rakeshmajhi3358 5 жыл бұрын
Naira Sahoo ae ta sure katha
@nabinapradhan3480
@nabinapradhan3480 5 жыл бұрын
Seam to you
@KUMAR_RAJESH_OFFICIAL
@KUMAR_RAJESH_OFFICIAL 5 жыл бұрын
Mu ethire sahamata
@minaketanhikaka2242
@minaketanhikaka2242 3 жыл бұрын
ଭାରତୀୟ ମହାନ ସଂସ୍କୃତ କୁ ନେଇ ବିବାହ ବନ୍ଧନ ସିନ୍ଦୂର , ଶଙ୍ଖା,ମଙ୍ଗଳସୂତ୍ର, ଏହା ସ୍ତ୍ରୀ ଙ୍କ ପତି ଧର୍ମ ପାଳନ । ପରକୀୟା ପ୍ରୀତି ତ କଳଙ୍କିନି ! ସନାତନ( ହିନ୍ଧୁ) ଧର୍ମ କୁ ବଞ୍ଚେଇରଖିବା ହେଉଛି ପତିବ୍ରତା ନାରୀ ଙ୍କ ତେବେ ପୃଥିବୀର ମହା ପାପର ଭାର କୁ ଧୋଇବା ପାଇଁ ସଂୟ ଭଗବାନ ଜନ୍ମ ନେବାର ରହସ୍ୟ ରହିଛି । ମାତୃ ତ୍ଵ ନୀତି କୁ ବ୍ୟବସାୟ କରଣ ପ୍ରଥା ଖରାପ ।
@ganapatinayak9732
@ganapatinayak9732 2 жыл бұрын
Monalisha medam and prafula sir apanka jurdgmen pura thik achi I agree with u
@o-sgamingff7301
@o-sgamingff7301 2 жыл бұрын
ସବୁ ନାରି ଜାତି କଣ ବେଶ୍ୟା ତୁମର ବି ମା ଭଉଣୀ ଅଛିନା ନାହିଁ ,ଯୋଉ ପୁରୁଷ ନାଇ ସେଇ ପୁରୁଷ ନାରୀ ପାଖକୁ ଆସିବ ନାରୀ କଣ ଗୋଟେ ଖେଳନା?
@babulapatiarbabulapatiar8338
@babulapatiarbabulapatiar8338 2 жыл бұрын
ପରକୀୟା ପ୍ରୀତି ଗୋଟେ ଅଧର୍ମ......... ଆଇନିଜୀବି ତାଙ୍କ ଝିଅ ବହୋ ଆମେ ସଫର୍କ ରଖୁଲୁ ତମେ ଚୁପ୍ ରହିବ ପ୍ରଥମେ କୁହ ଆଇନି ଠିକ୍ ରେ ଚାଲୁ ପରକୀୟା ପ୍ରୀତି କୁ ଦଣ୍ଡ ମିଳୁ ଗୋଟେ ଭୁଲୁ ପାଇଁ ସବୁ ସମାଜ ଖରାପ.. ଖରାପ ବାଟରେ ପହଞ୍ଚିଲା ବାହାହେଲ କାହିଁ ସବୁ ଆଇନିଜୀବି ପାଠ ପଢୀ ମୂର୍ଖ ପଇସା ପାଇଁ ନାଟ ........ଆପଣକୁ ଆମେ କହିପାରିବୁ ଶଳା ମାଗିହା ଭଉଣୀନିଆ ତମ ଝିଅ ବହୋ କୁ ରଖିବୁ ଚୁପ୍ ରହିବେ କୁହ......ଆଇନିଜୀବି ଆଗ ତାପରେ ଆମ ଭାରତ ର ଜନତା କହିବେ ଏ ଅଶିଳ ଭାଷା କହିଲି ଭୁଲୁ ନା ଠିକ୍ କୁହ ପରକୀୟା ପ୍ରୀତି ପାଇଁ ଏ ପୁରାଣ ଦେଶ ରହିବ ନାଁ ଛିଡିବ ଆଇନିଜୀବି ଧନ୍ଦା ଲଗେଇଛ କୁହ .....ପୁରାଣ ଦେଶ କଣ ହବ... ସବୁ ଧର୍ମ ର ଲୋକ ଙ୍କର ଅଧିକାର୍ ଅଛି ନ୍ଯାୟ
@hidden2assassin252
@hidden2assassin252 2 жыл бұрын
Mona mam very right right right right right right right right n very right
@satyanarayanmohakud4486
@satyanarayanmohakud4486 5 жыл бұрын
ଲୟର ଗୁଡାକ ପାଗଳ ହୋଇ ଗଲେଣି
@pareshchandrasoren6949
@pareshchandrasoren6949 2 жыл бұрын
Jodge manankoro bhari interest jaha laguchh🤣i
@jyotiranjansahoo3099
@jyotiranjansahoo3099 5 жыл бұрын
ସତ୍ୟଯୁଗ ଆସିଗଲା ରେ ଭାଇ .ମାଳିକା ବଚନ ସାତହେଲା.
@KUMAR_RAJESH_OFFICIAL
@KUMAR_RAJESH_OFFICIAL 5 жыл бұрын
Hanre bahi krusna dhara prustaku olhei asile
@bikrambhutia1085
@bikrambhutia1085 5 жыл бұрын
Thik bhai
@malaydas2521
@malaydas2521 5 жыл бұрын
Swami gala kan pani ta upare bichar kara
@Akshaykumar-zj9hr
@Akshaykumar-zj9hr 5 жыл бұрын
Hnbhai...badhiba mahapapa...
@priyadarshineepati3658
@priyadarshineepati3658 5 жыл бұрын
Nice question by manoranjan sir
@satyanarayanpanda3503
@satyanarayanpanda3503 2 жыл бұрын
Very very nice
@jituraut3869
@jituraut3869 2 жыл бұрын
ଜାତି , ଧର୍ମ , ବର୍ଣ୍ଣ ,ନିର୍ବିଶେଶରେ ଆଇନ ସମସ୍ତଙ୍କ ପାଇଁ ସମାନ ! ଲୋକତନ୍ତ୍ର ଡାହା ମିଛ କଥା ପ୍ରଚାର କରୁଚି ।
@prafulladash748
@prafulladash748 2 жыл бұрын
ଯେବ୍ୟକ୍ତିୟାକୁ support କଲା ସେହି ଅ ସାମାଜିକ ମଣିଷ.
@thabirasuna4171
@thabirasuna4171 2 жыл бұрын
ପରିବାର ବିବାହ ବନ୍ଧନ ଉଠିଯିବ ା
@yeslilacreative
@yeslilacreative 5 жыл бұрын
ସବୁ ସ୍ତ୍ରୀ ମାନକୁ ମନା କରିଦିଅ ସାବିତ୍ରୀ ବ୍ରତ କରିବା ବନ୍ଦ କରିଦେବେ
@jharendrabehera7971
@jharendrabehera7971 2 жыл бұрын
I am not satisfy for Supreme court judgement. Please change the judgement
@rajendraswain5470
@rajendraswain5470 3 жыл бұрын
ବାହା ଘର ଆଗରୁ ଆଜୀବନ ଥିବାରୁ ଅପରାଧ ହେଉଥିଲା କିନ୍ତୁ ଏହା ଉଭୟଙ୍କ ସହମତି ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ଥିବାରୁ ଅପରାଧ କମିଲା।
@subashshrambutika5030
@subashshrambutika5030 5 жыл бұрын
It is harmful for society.........
@susilkumar557
@susilkumar557 5 жыл бұрын
It is very harmful effects on society...
@isudasmallickcreation
@isudasmallickcreation 2 жыл бұрын
Monalisa mam jindabad
@rashmimanjariparida7821
@rashmimanjariparida7821 3 жыл бұрын
Monalisa apa and praphula sir i agree with your speech you are right🙏🙏
@prafullakumarswain8713
@prafullakumarswain8713 2 жыл бұрын
a heuchi sikhya ra abhibrudhi
@ashisparida8605
@ashisparida8605 5 жыл бұрын
Monalisa madam is told true all ......thanks
@dp7158
@dp7158 5 жыл бұрын
ଵନ ଵଵୁକଂର ପରକୀୟା,, ଅଛି କି?
@SkKumar-cu1vh
@SkKumar-cu1vh 5 жыл бұрын
ଆମ ସମାଜରୁ ମୁଁ ଅନୁଭବ କରୁଛି ଯେ 70-80% ଲୋକ ଖରାପ କାମକୁ ଅପଣାଉଛନ୍ତି କିନ୍ତୁ କମ ଲୋକ ଭଲକୁ . exp---କ୍ଷୀର ଅଧିକ ଲୋକେ ନେଉଛନ୍ତି ନ ମଦ ,ସେହିପରି junkfood ଅଧିକ ଖାଉଛନ୍ତି ନା healthy food ?? ଆପଣ ଚିନ୍ତା କରନ୍ତୁ .....
@prasantadas4648
@prasantadas4648 5 жыл бұрын
The decission of the Supreme court is very wrost .It impact on society as well family .
@umeshchandrasahu5869
@umeshchandrasahu5869 5 жыл бұрын
Wrong decision
@gayatrisahoo371
@gayatrisahoo371 5 жыл бұрын
A decision pai kete ghara bhangi jiba
@gayatrisahoo371
@gayatrisahoo371 5 жыл бұрын
A wrong disition , so bad
@rrcreativechannel236
@rrcreativechannel236 5 жыл бұрын
Roung decision
@ldvideos5879
@ldvideos5879 5 жыл бұрын
Mu Monalisa madam & praphula sirnku support karuchi..plzzzz honourable supreme Court au thare ei rule upare chinta karantu bcz di jananka khusire duita family destroy heijiba.
@hidden2assassin252
@hidden2assassin252 2 жыл бұрын
Monna lisa mam is very write
@dhirendrapanda5804
@dhirendrapanda5804 2 жыл бұрын
ଆଇନ ରେ ପାଁଣ୍ଡିତ୍ୟ ଥିବା ଲୋକଙ୍କୁ ଡାକିଥିଲେ ଆଲୋଚନା ଭଲ ହୋଇଥାନ୍ତା
@brahnanandamisrha9771
@brahnanandamisrha9771 5 жыл бұрын
Change the rule
@gayatrisethi1864
@gayatrisethi1864 5 жыл бұрын
Nonsense... law...
@kaliabehera4956
@kaliabehera4956 3 күн бұрын
ଯୌମନେ କହୁଛନ୍ତି ଠିକ୍ ସେମାନେ ନିଜ ଝିଅ ଭଉଣୀ କୁ ପର ପୁରୁଷ ପାଖକୁ ପଠେଇ ଦିଅ
@kingdhruti1557
@kingdhruti1557 2 жыл бұрын
From Jagatsinghpur
@bibhutibhusannayak6445
@bibhutibhusannayak6445 2 жыл бұрын
ସୁପ୍ରିମ କୋର୍ଟ ଙ୍କ ମନ ଇଛା Law କୁ ପରିବର୍ତ୍ତନ କରାଯାଇ ।।
@rkrocker3676
@rkrocker3676 5 жыл бұрын
2018 ru 2019 September end bhitare kete divorce case heba pura bharat dekhiba
@sadhurout8450
@sadhurout8450 5 жыл бұрын
Monalisa Madam you are 100% right
@ramguru9823
@ramguru9823 2 жыл бұрын
correct direction good 👍👍🙏
@kingdhruti1557
@kingdhruti1557 2 жыл бұрын
I am siba Prasad behera , from Jagatsinghpur . You should request to supreme court on to do only arrenge marriage . Not to do contact marriage or love marriage.
@SkKumar-cu1vh
@SkKumar-cu1vh 5 жыл бұрын
ସେହିପରି ଏ ନିୟମ କୁ କେତେ ପ୍ରତିଶତ ଲୋକ କେମିତି ନେଉଛନ୍ତି ଦେଖିବା....
@jayantakumarpanda2146
@jayantakumarpanda2146 2 жыл бұрын
ବର୍ଣ୍ଣଶଙ୍କରଙ୍କ ବିଚାର କୁ ହଟାଇବା ପାଇଁ ଦୃଢ ବିରୋଧ କରାଯାଉ ।
@beherauttambeherauttam
@beherauttambeherauttam 3 ай бұрын
ପୁରୁଷ କୁ ବୁଲା ଷଣ୍ଢ ଶାଠିପିକେଟ ମିଳି ବା ଦରକାର ଘର ସମ୍ଭାଳିବା ନୁହେଁ କି ‌ସ୍ତ୍ରୀ ର ସ୍ବମି ହେବା ଅଧିକାର ନମିଳିବା ଦର କାର😢
@0801227227
@0801227227 5 жыл бұрын
Definitely Very worst Judgement by supreme court.It is clearly showing that western culture doesn't capture automatically to Indian society but it is invited by SC in many Judgemeent.Why SC praises western culture is open culture.Is Indian culture is lower level than other culture?This judgement should be rejected by Modi govt. unless we have through govt. out of power.
@newprojectupdate4576
@newprojectupdate4576 5 жыл бұрын
dhire dhire samaste kharap hebe
@user-yd5ww1fg9q
@user-yd5ww1fg9q 6 ай бұрын
God bless you
@pabitramohandas6943
@pabitramohandas6943 2 жыл бұрын
ଦୁଃଖ ଏବଂ ପରିତାପର ବିଷୟ !
@prasantakumarbarik4191
@prasantakumarbarik4191 5 жыл бұрын
This is not success by rules
@bipinbaju6038
@bipinbaju6038 5 жыл бұрын
+50% -50%
@sadhurout8450
@sadhurout8450 5 жыл бұрын
Ya
@all-timehit7224
@all-timehit7224 5 жыл бұрын
It's very wrong for hindu society . India always India not other countries custom ..
@bhimacharan3027
@bhimacharan3027 2 жыл бұрын
ପର କିୟା ପ୍ରୀତି କର ମଜା ନିଅ କିନ୍ତୁ ଧରାପଡିଲେ ଦୁଇ ଜଣ କୁ ଜେଲ ରେ ଦଣ୍ଡାଦେଶ ଘୋଷଣା କରନ୍ତୁ ।
@akashparida8224
@akashparida8224 2 жыл бұрын
ଆପଣଙ୍କ ସ୍ତ୍ରୀ ପର କ୍ରିୟା ପ୍ରୀତି ଯଦି କରେ ଆପଣ କଣ କରିବେ
@santosirana1428
@santosirana1428 2 жыл бұрын
Emiti hele sir, marriage kebala gote formality heijiba,aau familydisturbmance badhiba.
@subratmohapatra5201
@subratmohapatra5201 5 жыл бұрын
It will be very bad impact on indian society and culture.
@rajkumarnayak190
@rajkumarnayak190 Жыл бұрын
Kokora bhalia bhukuco
@jayantakumarpanda2146
@jayantakumarpanda2146 2 жыл бұрын
ସପକ୍ଷବାଦୀମାନେ ଏହାକୁ ସ୍ବାଗତ କରୁଛନ୍ତି
@ganapatinayak9732
@ganapatinayak9732 2 жыл бұрын
Monalisha madam u are correct
@Desi.Toka-
@Desi.Toka- 5 жыл бұрын
Supreme Court absolutely wrong wrong wrong
@pyarimohanparida7341
@pyarimohanparida7341 2 жыл бұрын
You are right bhai
@jayantabarik4386
@jayantabarik4386 5 жыл бұрын
Definitely very bad I sure it develops more parakriapiti. Please stop this
@sarbeswardash2
@sarbeswardash2 5 жыл бұрын
ଏମିତି ଲାଗୁଚି,,,,govt gst ଉଠେଇ ଦେଲା ଏ କାମରେ।
@sujatapadhy2525
@sujatapadhy2525 5 жыл бұрын
I support prafulla Ratha. He is right.
@pragyanprasad4034
@pragyanprasad4034 5 жыл бұрын
I agree with Praful babu...jadi constitution ra samaj re control rahibani ta in future ye samaj ra gote part hehijiba ....!!!
@devnanduideas1269
@devnanduideas1269 5 жыл бұрын
Chhi
@pragyanprasad4034
@pragyanprasad4034 5 жыл бұрын
Nandini Mishra kana hela
@dhrubanandabarik1638
@dhrubanandabarik1638 5 жыл бұрын
Is Supreme Court not interfering the acts of legislatures ?
@satyabratamohapatra3840
@satyabratamohapatra3840 2 жыл бұрын
MONALISA DIDI 🙏🙏🙏🙏🙏🙏 SUPER 👍👍👍👍👍
@hatakishorsahu6328
@hatakishorsahu6328 2 жыл бұрын
ତୁମ ସ୍ତ୍ରୀ ଠିକ୍ ନାହାନ୍ତି ବୋଲି ସେ ପର ପୁରୁଷ ସହିତ ଯାଉଛନ୍ତି ତୁମେ ତମ ସ୍ତ୍ରୀ କୁ ଠିକ୍ ରେ ରଖନ୍ତୁ
@jayjagannathaswami143
@jayjagannathaswami143 5 жыл бұрын
Super court have need healthy mind judge
@rkp6786
@rkp6786 2 жыл бұрын
This judgement is purely injustice for the indian society & humanity, but it's suitable for animalities,so that's supreme court's decision is purely wrong not only in india but also every where.
@arunkumarjena299
@arunkumarjena299 2 жыл бұрын
It is fully wrong. Because by this is people doing openly having no obstacles it is not Indian culture and by which character less richest people having no controle.
@nalinibehera8478
@nalinibehera8478 2 жыл бұрын
@@arunkumarjena299 kkkkk
@gourishankarpatel9680
@gourishankarpatel9680 2 жыл бұрын
.
@dillipkumarmallick2441
@dillipkumarmallick2441 2 жыл бұрын
🙏 right ❤️
@prafullakumardas353
@prafullakumardas353 2 жыл бұрын
@@arunkumarjena299 .8⁰0n
@shaktisensarafofficial
@shaktisensarafofficial 2 жыл бұрын
Bhala topic topic padichhi thank you kanak news
@jamasumandal8151
@jamasumandal8151 2 жыл бұрын
I agree with Madam Pritee expose regarding this concerned matter. Thanks madam this law most be should not be continued.
@nirmalnath5234
@nirmalnath5234 5 жыл бұрын
Mo hisaba re pura galat.
@niharkantabehera9776
@niharkantabehera9776 5 жыл бұрын
Very bad
@satyanarayanmohakud4486
@satyanarayanmohakud4486 5 жыл бұрын
ଚ୍ଛାଦପତ୍ର ଅଧିକ ଘଟିବ
@mithunsingh5702
@mithunsingh5702 2 жыл бұрын
ପରିବାର ନଷ୍ଟ ହୋଇଯିବ ବେଳେ ଶଳେଇ
@user-jl6im6mp7c
@user-jl6im6mp7c 8 ай бұрын
Right
@chiranjibimahali9232
@chiranjibimahali9232 5 жыл бұрын
Indirectly legalise prostitution..bad impact on society ..
@lagguru8032
@lagguru8032 2 жыл бұрын
its already there remember MARRIAGE
@rajendramlk
@rajendramlk 5 жыл бұрын
ai rule jamaru bhl nuha
@jyotiranjanpradhan5613
@jyotiranjanpradhan5613 5 жыл бұрын
This is not a good rulu by the suprem court....
@ommprakashsahoo9570
@ommprakashsahoo9570 5 жыл бұрын
Bahut Vala Hela. Thank you suprime cout bcz - Mora 4 ta women sahita relation achhi but mu daruthili. ebe suprime cout mo akhi kholi dela.
@debaprasandas5858
@debaprasandas5858 5 жыл бұрын
Justice sala pagal heijaichi
@tarunarts429
@tarunarts429 5 жыл бұрын
Deba Prasandas tu law ku bujhi paribuni ajatha re justice ku gali karni
@bijaykumarsahoo2025
@bijaykumarsahoo2025 2 жыл бұрын
ଆପଣ କଥା ଶୁଣନ୍ତୁ ତା ପରେ ଜବାବ ଦିଅନ୍ତୁ
@anish6128
@anish6128 5 жыл бұрын
chief justice Deepak Mishra jemiti Raye dehichhanti,tanka wife Ku 1st time beshya karantu.Jane maa Ku kalankit karuchhanti.very bad dicesion for sc.
@shitalmurmu9935
@shitalmurmu9935 5 жыл бұрын
Charan Munda ri8
@anish6128
@anish6128 5 жыл бұрын
SHITAL MURMU thanks
@devnanduideas1269
@devnanduideas1269 5 жыл бұрын
Yes... Pagala heigalani Supreme Court Bhangidela India ku
@Goruffffffffffffff
@Goruffffffffffffff 5 жыл бұрын
Nandini Mishra yes u r right
@mahendradasdas1247
@mahendradasdas1247 2 жыл бұрын
Suprime Correct Direction is wrrong Distortion
@o-sgamingff7301
@o-sgamingff7301 2 жыл бұрын
ଏ ରାୟ କଣ ଛୁଆ ପିଲାଙ୍କୁ ବାପା ମାଆ ମିଳିବ ତ ?
@ashisparida8605
@ashisparida8605 5 жыл бұрын
Bana Mohanty gote idiot..se esbau faltu kamaku support kare... Actually extra martial affair ra 497. Uthiba jogu bht problem heba.. Cuz family ta sahajare destroy heba..ex-jadi Jane Swami AAU Jane stree loka Saha reln rakhila.. Family Taku bujheibe..but se sunibani.....bcuz se blind in this reln..kete case kete murder heichi..even ama near vlg pakhare...diara Bhauja reln jogu diara ra wife Ku marideichanti..ya kouthi suicide karuchi.....tamane eiita promte Kariba esavu lagi.....aaau Tapare kn Na jadi suicide heichi eii reln jogu then its an offence.so sad.. family re bht heichi esavu extra martial reln.semane kuade jibe..diara Bhauja Ku Baha heba ki...??jadi IPC thanta atleast police asiki tk ta dareithanta........ki emiti karibuni.....but Na eve kichi nai..kn Na divorce deide...Banababu apna old advocate heiki gote emiti kahuchanti kemiiti....sabu jadi naitikata upare chadibaku.....then law ra value hi nai....Khali kn Na esavu kichi hebani but ....it's increase....... extra marital affair AAU kahiba ki divorce neijaaa... AAU anyastree loka jie reln rakhichi ta Swami bi kahiba...ki divorce karide.. AAU divorce ta ete sahaja nuha... Kete case pending chalichi... AAU son & girl kn paibe.. Tanka father & mother banchi thau thau bi se tankathu Bhala paiba paibeni.. So it's very bad.. Kindly review pitson supreme court This is destroy culture tradition of great India....
@shitalmurmu9935
@shitalmurmu9935 5 жыл бұрын
You are ri8 brother i don't line this rule
@ashisparida8605
@ashisparida8605 5 жыл бұрын
@@shitalmurmu9935 thnks dear
@srptuber387
@srptuber387 5 жыл бұрын
Eai bajhuta kharap we are hindu not like foreigners.....jia eha bahara karichi se gote wrong person
@sarbeswardash2
@sarbeswardash2 5 жыл бұрын
ଭାଇ ଜିନିଷ ଦାମ୍ କମିଲେ ଲୋକ ସେ ଜିନିଷ ଅଧିକ ଖାଇବେ
@ashokkumarjena8100
@ashokkumarjena8100 2 жыл бұрын
Jay Sanatani MAA,Thanks to the team
@prakashbarik5913
@prakashbarik5913 5 жыл бұрын
very bad
@priyadarshini4501
@priyadarshini4501 11 ай бұрын
ପୂର୍ବ ଆଇନ ଠିକ ଥିଲା, ଏହି ଆଇନ ପାଇଁ କେତେ ଘର ଭାଙ୍ଗି ଗଲାଣି , 497 କୁ ପୁନର୍ବାର ବିଚାରକୁ ନେଇ ମନ୍ତବ୍ୟ ଦିଆଯାଉ
@jayantakumarpanda2146
@jayantakumarpanda2146 2 жыл бұрын
ଅପସଂସ୍କୃତି
Janata Darbaar: Who Is Responsible For Unemployment In Odisha
49:55
Glow Stick Secret Pt.4 😱 #shorts
00:35
Mr DegrEE
Рет қаралды 8 МЛН
а ты любишь париться?
00:41
KATYA KLON LIFE
Рет қаралды 3,6 МЛН
Magic? 😨
00:14
Andrey Grechka
Рет қаралды 20 МЛН
What will he say ? 😱 #smarthome #cleaning #homecleaning #gadgets
01:00
Janata Darbar: Controversy Over Ram Setu
48:26
Kanak News
Рет қаралды 405 М.
Janata Darbaar: Caste System In India
47:32
Kanak News
Рет қаралды 362 М.
Glow Stick Secret Pt.4 😱 #shorts
00:35
Mr DegrEE
Рет қаралды 8 МЛН