ଝିଅକୁ ନେବା ପାଇଁ ଟଣାଓଟରା ଦୁଇ ମା‘, କହିଲେ ଟ୍ରେନ୍ ଲାଇନରୁ....

  Рет қаралды 834,050

Nandighosha TV

Nandighosha TV

2 жыл бұрын

ଭୁବନେଶ୍ବରରେ ଘରଭଡ଼ା ଦେଇ ନପାରିବାରୁ ୮ ବର୍ଷର ଝିଅକୁ ଘର ମାଲିକ ନେଇଯିବା ଘଟଣା । ଏହି ମାମଲାରେ ଏବେ ଦେଖିବାକୁ ଭିନ୍ନ ଏକ ମୋଡ଼ । ଏହି ଝିଅକୁ ଲାଳନ ପାଳନ କରୁଥିବା ମହିଳା ଓଲଟା ଅଭିଯୋଗ କରିଛନ୍ତି । ସେ କହଛନ୍ତି କି ଉକ୍ତ ଝିଅର ମା ବୋଲି ଦାବି କରୁଥିବା ମହିଳା ଜଣଙ୍କ ଏହି ଝିଅକୁ ଟ୍ରେନ ଲାଇନରୁ ପାଇଥିଲେ ବୋଲି ତାଙ୍କୁ କହିଥିଲେ । ଏହାପରେ ସେ ଏହି ଛୁଆକୁ ପଳାଶୁଣୀ ମୁଣ୍ଡାସାହିରେ ରହୁଥିବା ମହିଳାଙ୍କୁ ଦେଇଥିଲେ ।
#bhubaneswar #nandighoshatv #odisha
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 788
@susantakupattnayak7043
@susantakupattnayak7043 2 жыл бұрын
ଗୋଟିଏ ମା ତା ଛୁଆ ଲାଗି ଭିକ ମାଗିବି ରଖି ପାରିବ କିନ୍ତୁ ତା ଛୁଆକୁ ଆଉ କାହାକୁ ବି ଦେଇପାରିବ ନି ମାଉସୀ ପାଖରେ ରଖାଜାଉ
@minuteshorts5880
@minuteshorts5880 2 жыл бұрын
ଝିଅ ମାଉସୀଙ୍କ ପାଖରେ ରହୁ 🙏🙏🙏
@suratinayaksurati8961
@suratinayaksurati8961 4 ай бұрын
Jhia palit mother pakhare rahib
@niranjanbehera2019
@niranjanbehera2019 2 жыл бұрын
ଝିଅ ଯାହା ପାଖରେ ଅଛି ଭଲରେ ଅଛି, ତାଙ୍କ ପାଖରେ ରହୁ
@jharanabagh6873
@jharanabagh6873 2 жыл бұрын
Right
@pppriyadarsani30
@pppriyadarsani30 2 жыл бұрын
ଜନ୍ମ କରୀକି ୮ବର୍ଷ ହେଲା କୁଆଡେ ଯାଇଥିଲେ ଝିଅ ମାଉସୀ ପାଖରେ ରହୁ
@TofanMohantaJhumar
@TofanMohantaJhumar 2 жыл бұрын
ଯିଏ ଏତେ ବର୍ଷ ଧରି ଝିଅକୁ ପାଳନ କରିଛି ଝିଅଟି ତା'ର
@rabindrasahoo5059
@rabindrasahoo5059 2 жыл бұрын
ମା ତୁମେ ଜନ୍ମ ଦେଇଥିବା ସତ କିନ୍ତୁ ଶେ ପାଳନ କରିଛନ୍ତି ଷେ ଛୁଆ ତାଙ୍କ ପାଖରେ ରହିବା ଦରକାର।
@bijaykumarvideo686
@bijaykumarvideo686 2 жыл бұрын
Bhai right
@jogendrabehera5398
@jogendrabehera5398 2 жыл бұрын
@@bijaykumarvideo686 .
@taranipattnaik702
@taranipattnaik702 2 жыл бұрын
Right
@lipianshuvlogs
@lipianshuvlogs 2 жыл бұрын
Rabindra Bhai sata katha
@jharanabagh6873
@jharanabagh6873 2 жыл бұрын
💯 right katha
@rabindrasahoo5059
@rabindrasahoo5059 2 жыл бұрын
ତୁ ଆଉ କହନା ଭଲ କହୁଚୁ ୮ବର୍ଷ କୋଉଠି ଥିଲୁ? ତୁ ତା ମା ନୁହଁ । ଯଦି ତୁମେ ତା ମା କେବେବି ୮ବର୍ଷ ଛୁଆ କୁ କେମିତି ଛାଡ଼ିଦେଇ ପାରିଲ ।
@priyamohanty4202
@priyamohanty4202 2 жыл бұрын
Ei bapa maa hoiparanti bt michara Sahara nouchanti kahuchi maa jhia ku vala Manisha Kariba se maushi kn avab karichanti ki so Daya kariki se maushi nku jhia ku diajau 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼
@srikanta671
@srikanta671 2 жыл бұрын
ମାଉସୀ ଠିକ କହିଛନ୍ତି,, ସେ ମାଉସୀ ଘରେ ରହିବ,, ,, ଜୟ ଜଗନ୍ନାଥ କାଳିଆ ତ
@jitensahoo3861
@jitensahoo3861 2 жыл бұрын
Yas
@DuguSethy-zm9gc
@DuguSethy-zm9gc 11 ай бұрын
Mausi pakhare rahu
@ganeshprasadbehera1448
@ganeshprasadbehera1448 2 жыл бұрын
ଆଜି ଯାଏ କୋଉଠି ଥିଲ। ଆଜି ଝିଅ ମନେ ପଡ଼ିଲା। ତମ ପରି ଲୋକଙ୍କୁ ଖାଲି ମାଡ଼ ଦରକାର।
@sunilnahak1115
@sunilnahak1115 2 жыл бұрын
Right bro
@srikanta671
@srikanta671 2 жыл бұрын
ଝିଅ ସେ ମାଉସୀ ଙ୍କ ପାଖରୁ ରହୁ ଯଶୋଦା ପାଖରେ ରହୁ, ତୁମେ କୁଆଡେ ଯାଇଥିଲ
@bblpbiswjit4736
@bblpbiswjit4736 2 жыл бұрын
ଯିଏ ଜନ୍ମ ଦେଇ ଥିଲା ସିଏ କୁଆଡେ ଯାଇ ଥିଲା ଝିଅ ମାଉସୀ ପାଖରେ ରହୁ
@sumitrabehera8792
@sumitrabehera8792 2 жыл бұрын
9r pgro g Yb go
@sumitrabehera8792
@sumitrabehera8792 2 жыл бұрын
Rglllug
@sumitrabehera8792
@sumitrabehera8792 2 жыл бұрын
Ivy g
@sumitrabehera8792
@sumitrabehera8792 2 жыл бұрын
ll lii rlji
@sumitrabehera8792
@sumitrabehera8792 2 жыл бұрын
lllggr ljg
@genius9950
@genius9950 2 жыл бұрын
ମାଉସୀ ଙ୍କୁ ପାଖରେ ଝିଅ ରହୁ ଯଦି ୟାଙ୍କ ପାଖରେ ଦେବେ ଅନ୍ୟାୟ ହେବେ
@jyotsnaroy7116
@jyotsnaroy7116 2 жыл бұрын
Amane jhia ku nei keunthi bikri kari tanka anibe,jadi mamata ,sneha , sradha thanta agaru asithante
@lipianshuvlogs
@lipianshuvlogs 2 жыл бұрын
Right
@sureshkumarmeher9833
@sureshkumarmeher9833 2 жыл бұрын
@@jyotsnaroy7116 apana sata kahile
@lipapradhan6352
@lipapradhan6352 3 ай бұрын
​? Mmm
@monalisabehera5632
@monalisabehera5632 3 ай бұрын
@manoranjancreations9040
@manoranjancreations9040 2 жыл бұрын
ଏ ବାପା ମା ମହା ବଦମାସ୍ ଏମାନଙ୍କୁ ଝିଅ କୁ ନଦେବା ଭଲ ହେବ
@prafullanayak9729
@prafullanayak9729 2 жыл бұрын
ଏମାନେ ମାଉସୀ ଙ୍କ ସମ୍ପନ୍ତି ଉପରେ ନଜର ଥିଲା, ଯେତେବେଳେ ସ୍ୱାର୍ଥ ହାସଲ ନହେଲା ଏମାନେ ନାଟକ କରୁଛନ୍ତି
@pramodkumarvlogs4429
@pramodkumarvlogs4429 2 жыл бұрын
ସେ ଝିଅ ତ ଏ ମାଉଷୀ ପାଖରେ ବହୁତ ଭଲରେ ଅଛି ତମେ ସେ ଝିଅକୁ କାହିଁକି ସେ ମାଉଷୀ ପାଖରୁ ନେବ.
@niranjanbehera2019
@niranjanbehera2019 2 жыл бұрын
8 ବର୍ଷ ପରେ ଝିଅ କଥା ମନେପଡ଼ିଲା ଏ ମହିଳା କୁ ତା ସ୍ୱାମୀ କୁ ବାଇଡଙ୍କ ଲଗେଇକି ପିଟିବା କଥା
@asutoshdas8857
@asutoshdas8857 2 жыл бұрын
Yes right Brother
@user-vc9em6ov3i
@user-vc9em6ov3i 2 жыл бұрын
Thik katha kahichha
@kunaswain6677
@kunaswain6677 2 жыл бұрын
ଝିଅକୁ ପଚାର ଯାଉ ସେ କାହାପାଖରେ ରହିବ,ସବୁ ସମାଧାନ ହେଇଯିବ,କୃଷ୍ଣଙ୍କର ମା ଯଶୋଧା ଦେବକୀ ନୁହେଁ।ଜୟ ଜଗନ୍ନାଥ।
@kunisign9742
@kunisign9742 2 жыл бұрын
ଝିଅ ମାଉସୀଙ୍କ ପାଖରେ ରହୁ👍
@rubmks7687
@rubmks7687 2 жыл бұрын
, ମାଉସି ପାଖରେ ରହିବ
@Skumar-vm1qr
@Skumar-vm1qr 2 жыл бұрын
ହାତୀ ଜଙ୍ଗଲ ରେ ଥିଲେ ରାଜା ର କହୁଛୁ ଲାଜ ଲାଗୁନି ଏତେ ଦିନ ହେଲା କଉଠୀ ଥିଲୁ ଝିଅ କେମିତି ଅଛି କେବେ ଭାବିନୁ ଝିଅ ବଡ଼ ହେଲା ପରେ ମଣିଷ କରିବାକୁ ପ୍ରେମ ଉଚ୍ଛୁଳି ପଡୁଛି ତୁ ବହୁତ୍ ମଣିଷ କରିବା ଵାଲା ଫାଲତୁ ମାଇକିନା
@kanaklatasamal470
@kanaklatasamal470 2 жыл бұрын
ପାଳିତ ମାଆ ପିଲାଟିକୁ ରଖିବାକୁ ହକଦାର୍ । ଗର୍ଭଧାରିଣୀ ମାଆ ୮ବର୍ଷତଳେ କୁଆଡେ ଯାଇଥିଲା। ନିଜେ କହୁଛନ୍ତି ଅସୁବିଧା ଅନାଟନ ଭିତରେ ଥିଲେ ବୋଲି। ଯେବେ ଅନାହାର ରେ ପିଲାଟି ଚାଲିଯାଇଥାଆନ୍ତା। ଜୀବନ ବଞ୍ଚାଇଥିବା ମାଆ ହେଉଛି ବଡ଼। ଜୟ ଜଗନ୍ନାଥ।
@bulipradhan2476
@bulipradhan2476 2 жыл бұрын
ଝିଅଙ୍କୁ ଯିଏ ପାଲିଛି ଛୁଆଁ ତାହାର ,ଛୁଆଁ ନେବାର ଜନ୍ମ ଦେବା ମାଆ ର ଅଧିକାର ନାହିଁ। ପ୍ରଥମ ମହିଳା କୁଆଡେ ଯାଇଥିଲେ। ସେ ମାଉସୀ ର ଛୁଆଁ ତମକୁ ଦେବେନି
@Abhaya664
@Abhaya664 2 жыл бұрын
ଜନ୍ମ କଲା ମା ଆଗରୁ ଯାଇଥିଲା କୁଆଡେ....???? ଏବେ ନବ କହୁଛି।। ଝିଅ ପଳାନ୍ତ। ମା ପାଖରେ ରହିବ.....ok
@cutekajal4068
@cutekajal4068 2 жыл бұрын
ଜନ୍ମ ଦେଲେ କିଏ ମା ହେଇଯାଏନି ଯିଏ ପାଳିଛି ସିଏ ହେଉଛି ପ୍ରକୁତ ମା ଏତେ ଦିନ କୁଆଡେ ଯାଇଥିଲ ଆଜି ଝିଅ କଥା ମନେପଢୁଛି ସେ ଝିଅ କୁ ଯିଏ ପାଳିଛି ସେ ମାଉସି ଙ୍କୁ ଦିଆଯାଉ
@rameshbehera4537
@rameshbehera4537 2 жыл бұрын
ଆଠବର୍ଷ ଜିଏ ପାଳିଚି ଝିଅ ନାରେ ବହୁତୁ କିଛି କରିଛି ତୁ ଜନ୍ମ ଦେଇ କଣ କରିଛୁ ଝିଅ ନାରେ କେତେ ଟଙ୍କା ରଖିଛୁ ଆଗ ପ୍ରମାଣ ଦେଖା ଛୁଆ ଜନ୍ମ ବଡକଥା ନୁ୍ହଁ ଛୁଆକୁ ଛଟରୁ ବଢକରି ଥିବା ସେ ମାକୁ ପଚାର
@jagannathpanigrahi5286
@jagannathpanigrahi5286 2 жыл бұрын
ବର୍ତ୍ତମାନ ପିଲାଟି ଭଲ ଅଛି ,ଥାଉ। । ଅନ୍ୟ ଜଣେ ଜନ୍ମ କରିଥିବା ଯଦି ସତ, ସେମାନେ ଆସି ଦେଖି କରି ଯାଉଥୂଵେ। ଏମିତି ଝିଅଟି ଭଲରେ ଥାଉ।
@RajendraKumar-tf9kg
@RajendraKumar-tf9kg 2 жыл бұрын
ଝିଅ ମାଉସୀ ରଖୁ ମାଉସୀ ଆପଣ ଠିକ୍ କହୁଛନ୍ତି ଝିଅର ସବୁ କାଗଜ କରିବାପରେ ଫେରାଇ ଦେବା ଆଗରୁ କାଗଜ ପତ୍ର ଠିକ୍ କାନ୍ସେଲ୍ଡ କାରି ଫେରାଇବା ଉଚିତ୍ ମାଉସୀ ଆପଣ ଆପଣଙ୍କର ବିପଦ ଆସି ପାରେ
@srikanta671
@srikanta671 2 жыл бұрын
ଏ ତେ‌ଦିନ କୁ ଆଡେ ଯାଇଥିଲ 8ବଷ କୁଆଡେ ଯାଇଥିଲ
@mrdipakcreation3683
@mrdipakcreation3683 2 жыл бұрын
ଝିଅକୁ ଯିଏ ପାଳିଥିଲେ ତାଙ୍କ ପାଖରେ ରହିବା ଦରକାର....ନାକି ଯିଏ ଜନ୍ମଦେଇ ଥିଲେ...
@rudranshsekharnaik1229
@rudranshsekharnaik1229 2 жыл бұрын
ଜନ୍ମ ଦେଇ ମାରିଦେବାକୁ ଯାଉଥିଲା ଯିଏ ବଞ୍ଚେଇ ରଖି ଲାଳନପାଳନ କରି 8 ବର୍ଷ ରଖିଛି ସେ ତାର ପ୍ରକୃତ ମାଆ।ତାଙ୍କୁ ଦିଆଯାଉ ।ଏତେ ଦିନ କୋଉଠି ଥିଲା ।ତାର ଜନ୍ମ କଲା ମାଆ
@jharanachandan7184
@jharanachandan7184 2 жыл бұрын
ଛୁଆ ମାଉସୀ ପାଖେ ରହୁ
@dillipkumar19
@dillipkumar19 2 жыл бұрын
ପାଳିଥିବା ଯଶୋଦା ମା ପଖରେ ରହିବ..100%
@sunilnahak1115
@sunilnahak1115 2 жыл бұрын
8ବର୍ଷ ହେଲା କୋଉଠେ ଥିଲ ଏବେ ଆସିକି ଦାବି କରୁଛ ଝିଅ ମାଉସୀ ପାଖରେ ରହିବ
@sasmitadas81
@sasmitadas81 2 жыл бұрын
Raktaku panikri🤱ratira nidaku anidrakari🤱chatire jabudi dhari 8barasa jou maa palana karichi sepila sehi maa pakhare rahiba🤱🤱🤱🤱
@vilegeboylitu..1793
@vilegeboylitu..1793 2 жыл бұрын
ସେ ମାଉସୀ ପାଖରେ ରହିବା ଦରକାର
@malikraju9078
@malikraju9078 2 жыл бұрын
ସେ ଝୀଅ ମାଉସୀର ହକ ହେଉଚୀ ଏତେ ଦୀନ ହେଲା ସେ ମାଇକୀନା କୁଆଡେ ଜାଇଥୀଲା ଏଵେ ସୈମି ପାଇଗଲା ପରେ ଛୁଆକୁ ଖୁଜୁଚୀ ଆଗରୁ ଖୁଜୀ ପାରୀ ଥାତା
@tecnolenovo7614
@tecnolenovo7614 2 жыл бұрын
ମାଉସୀ ପାଖରେ ହିଁ ରହିବା ଉଚିତ୍
@ataseeaparajita1902
@ataseeaparajita1902 2 жыл бұрын
Palithiba mausi jhia ku rakhiba thik
@sarojkumarnaik4617
@sarojkumarnaik4617 2 жыл бұрын
Abhiously jasoda nka adhikara prathame
@sunilsahoo7434
@sunilsahoo7434 2 жыл бұрын
Mam in green saree. Salute to you for saving a girl child. This lady in orange colour saree is a criminal.
@shreeliptaswain3799
@shreeliptaswain3799 2 жыл бұрын
ଝିଅ ପାଳିତ ମା ପାଖରେ ରହିବା ଉଚିତ୍,---୧୦୦%
@gatikrushnadhal5232
@gatikrushnadhal5232 2 жыл бұрын
ଝିଅ ମାଆ ଯଶୋଦା ଙ୍କ ର ପାଖେ ରହିବ
@sitagochhayat1901
@sitagochhayat1901 2 жыл бұрын
ମାଉସୀ ପାଖରେ ଏଇ ଝିଅ ରହୁ
@bhabanisankardas8641
@bhabanisankardas8641 2 жыл бұрын
ସ୍ୱାମୀ ନେଇକି ଆସିଲା ଭାରି ତା ମାନେ ଝିଅ କୁ ତା ବାପା ନେଇ ଆସି ସହର ରେ ରହିଲା ତା ସ୍ତ୍ରୀ କୁ ପଚାରିଲା ନି ତେଣୁ ସ୍ତ୍ରୀ ତ ବିଶ୍ୱାସ ରେ ଝିଅ କୁ ବାପା ସାଙ୍ଗେ ଛାଡିଥିଲା ଏବେ ବାପା
@basantapradhan8883
@basantapradhan8883 2 жыл бұрын
ଝିଅ ମାଉସୀ ପାଖରେ ରହିବା ହିଁ ଉଚିତ୍
@sukantakalpana3274
@sukantakalpana3274 2 жыл бұрын
Mausi jhia ku jama deantu nahi
@buduramgouda7690
@buduramgouda7690 2 жыл бұрын
ଝିଅ ମାଉସି ପାକେ ରହୀଵ ସିଏ ପାଳୀ ପସି ମଣିଷ କରୀଛି ଜନ୍ମ କଳା ମାଆଖୁ ମନେ ନାହିଁ ୮ ବର୍ଷ ଏଳା ମାଉସି ହଁ ନିଜ ମା ମା ଜୟ ଜଗନ୍ନାଥ 🙏🙏🙏♥️♥️♥️👌👌👌
@jayachandswain6908
@jayachandswain6908 Жыл бұрын
Bapaku. Khoja
@user-vc9em6ov3i
@user-vc9em6ov3i 2 жыл бұрын
8 barsa helani soethila kouthi ???
@susamajani7112
@susamajani7112 2 жыл бұрын
Mausi pakhare rahu🙏🙏🙏
@alokmalik6218
@alokmalik6218 2 жыл бұрын
Bhala manisa karibu sethi pain chhadi deithilu
@ghareluzindegisubash1269
@ghareluzindegisubash1269 2 жыл бұрын
Natak baji 8 year kuade thila bapa .maa
@swopnacreations8609
@swopnacreations8609 2 жыл бұрын
Jie palichi sei tar prakruta maa 🙏🙏
@sabitaodiavlogs6006
@sabitaodiavlogs6006 2 жыл бұрын
Jiye rakhi chanti 8 barsa tanko pakhe jhio rahu
@pitubhoi1722
@pitubhoi1722 2 жыл бұрын
ଯିଏ ପାଲିଛି ତା ପାଖରେ ରହିବ
@laksheswarsahu3515
@laksheswarsahu3515 2 жыл бұрын
ତାର ବାପା କୁ ପିଟ
@bipramahapatro4875
@bipramahapatro4875 2 жыл бұрын
Se jhio ku biki chhanti puni au kahaku bikibe a mm bapa marijiba bhala se mausi bada kala kete tanka kharcha kari thiba
@kshireswarikishan8393
@kshireswarikishan8393 2 жыл бұрын
jhia mausi nka pakhare hi thau
@birensamal2050
@birensamal2050 2 жыл бұрын
ମାଇକିନା ବହୁତ ଚାଲାକ୍ ଦେଖୋଉଚି ଏତେ ଦିନ ହେଲା ଗାଣ୍ଡି ମରୋଉଥିଲୁ
@sumankumarsahu6449
@sumankumarsahu6449 2 жыл бұрын
Mausi ku pakhare rahibo jiha
@babulcreation5376
@babulcreation5376 2 жыл бұрын
Jhia jaha pakhare achi seithi thau
@gulumaharana5859
@gulumaharana5859 2 жыл бұрын
Debaki tu au paibuni jhio ku,,
@pujapriyatapanvlog8829
@pujapriyatapanvlog8829 2 жыл бұрын
Ate dina hela maa kauthi thila
@priyankajena5750
@priyankajena5750 2 жыл бұрын
To valia maa kahaku na milu ,8barsha pare chhua katha mane paduchhi
@manojbehera4792
@manojbehera4792 2 жыл бұрын
Daughter should stay with mausi
@tuneshnisika8902
@tuneshnisika8902 2 жыл бұрын
Please police officer mananku request karuchi se mausi pakhare rahibaku anumati Diya jau
@jayashreenayak9409
@jayashreenayak9409 2 жыл бұрын
Jama chhadani jhia ku..e a kouthi soithila aji jae.jie pali chanti tanka pakhare jhia rahiba
@alokmalik6218
@alokmalik6218 2 жыл бұрын
8 barsa hela kouthi thilu
@sbsbeautyvlogger8550
@sbsbeautyvlogger8550 2 жыл бұрын
a stri loka koade jai thila 8yr ate dina pare Mane padila a stri loka badmas
@lakshmidharmishra5837
@lakshmidharmishra5837 2 жыл бұрын
The woman who is demanding as her mother after 8 years should be punished as she had played with the life of a girl child.
@rudrabiswal3110
@rudrabiswal3110 2 жыл бұрын
1st ta husbandku mada darkar, michhu
@alokmalik6218
@alokmalik6218 2 жыл бұрын
Jia palichi sia rakhiba karana tahara heuchi jhia
@sameernahak5134
@sameernahak5134 2 жыл бұрын
Heiloo maa kouthi thillu loo 8 years hela tu ebe asichhu
@sadshayari229
@sadshayari229 2 жыл бұрын
ଶୁଣ ଗୋଟେ ଭୋଟ କରାଯାଉ online ରେ ଯାହାର ଜନ ମତ ଅଧିକ ହେବ ଝିଅ ତା ପାଖରେ ରହିବ
@bhimasenpolai5431
@bhimasenpolai5431 2 жыл бұрын
Kn karuthile 8 year hela
@alokmalik6218
@alokmalik6218 2 жыл бұрын
Jhia ku jia lalana palana karichi sia tara maaa
@mitusahoo7796
@mitusahoo7796 2 жыл бұрын
Janma kale kehi maa nuhanti jia palana kare sia him maa
@__ayushman__
@__ayushman__ 2 жыл бұрын
Emiti loko jiye gote jhia ku nija pakhare rakhi parunahanti, they don't deserve to give birth to a new life 😑 sata Katha, aji jain kan soithila....I surely feel kichi gote reason acchi for which they are asking for the child.
@chinmayeesahoo6709
@chinmayeesahoo6709 2 жыл бұрын
Janma karithiba maa 8years parjanta kouthi thila, Jhia palita maa pakhare rahiba darkar
@ramaniranjanroutray7851
@ramaniranjanroutray7851 2 жыл бұрын
ଯଦି ପାଳନ କଲା ମା କୁ ଛୁଆ ନ ଦିଆ ଯାଏ ତାହେଲେ ଆମକୁ ଧରି ନେବାକୁ ହେବ ଯେ ଆମ ଆଇନ ଗୋଟେ ଅତି ରୁଗଣ ଆଉ ବିଭତ୍ସ ଆଇନ I ଯୋଉ ଆଇନ ବ୍ୟବସ୍ଥାରେ ସ୍ନେହ ,ପ୍ରେମ ,ବାତ୍ସଲ୍ୟ , ମମତା , ଭାବାବେଗ ର ଟିକେ ବି ସମ୍ମାନ ନାହିଁ ସେ ଆଇନ ଅପେକ୍ଷା ବଣରେ ରହୁଥିବା ଆଦିମ ଅଧିବାସୀ ମାନଙ୍କ ଆଇନ ଶହେ ଗୁଣ ଭଲ ହେଇଥିବ ନିଶ୍ଚୟ I
@sameernahak5134
@sameernahak5134 2 жыл бұрын
Bhai aete Dina hela kouthi thilla ki 8/9 years hela
@ankurgiri3684
@ankurgiri3684 2 жыл бұрын
Josadar👍
@prashantasethi9922
@prashantasethi9922 2 жыл бұрын
Tama jamiti asichi samiti ferijao Khali hatare
@atalpradhan2956
@atalpradhan2956 2 жыл бұрын
Maa tume mahan
@kunjabiharimohanta156
@kunjabiharimohanta156 2 жыл бұрын
Tame yete dino kuade thilo.mausinko pakhore jhioti rahu
@misssasmita7739
@misssasmita7739 2 жыл бұрын
A budhi maanka pakhe jhia rohu A baje street loka maa haba pain layek bi nuhen
@snigdhaloveaadi3391
@snigdhaloveaadi3391 2 жыл бұрын
Mausi pakhare rahu..Jay Jagannath 🙏
@lipihaldar6637
@lipihaldar6637 2 жыл бұрын
Mausi thik kohu chontni
@kausalyabhumia3453
@kausalyabhumia3453 2 жыл бұрын
Ete dino kuti shuithilo jhia jaha pakhore ochi se sethi rohu
@sureshbhoi4702
@sureshbhoi4702 2 жыл бұрын
ସେ ଯାହାହେଉ, ମାଉସୀ ଙ୍କ ମହାନତା ଆଗରେ ବାପା, ମା'ଙ୍କର କର୍ତ୍ତବ୍ୟର ମୂଲ୍ୟ ଫିକାପଡୁଛି କିନ୍ତୁ ଝିଅର ଜୀବିତ ବାର୍ତ୍ତାରେ ଜନ୍ମକଲା ମା'ର ହୃଦୟ ନିଶ୍ଚୟ କଷ୍ଟକର ହେଉଥିବ । ଏଥିରେ ବାପାର ଦୋଷ ଜଣାପଡ଼ୁଛି ।
@swapnilraja1409
@swapnilraja1409 2 жыл бұрын
ହଉରେ ମାଆ ସେ ଛୁଆ ତାଙ୍କ ପାଖରେ ରହୁ। ତୁ ବି ତାଙ୍କ ମାଆ ଦୁଇ ଜଣ ଯାକ ପାଳନ୍ତୁ 🙏🙏🙏ସେ ବି ଗୋଟେ ଭଲ ମା ଜଣେ🙏🙏🙏🙏
@Anand01319
@Anand01319 2 жыл бұрын
Abe g a aasi kahuchi mo jhia boli Tate laja laguni tk 1mas chhade koau maa rahepaeuni aau 8yers dhare kmit thilu to Swami janinthila setebele na Abe chhuaa Kariba pai man hoauni
@Godeepak
@Godeepak 2 жыл бұрын
A Swami ta aku biki deichhi
@Subham.7077
@Subham.7077 2 жыл бұрын
Jhio jasoda pakhare hi bhalarr thibo jouthi ate dilo thila se
@Samiraroul045
@Samiraroul045 Жыл бұрын
ଏ ସ୍ତ୍ରୀ ଲୋକ ର କଥା ମିଛ ଲାଗୁଛି।ଝିଅ ମାଉସୀ ପାଖରେ ରହୁ.......🙏🙏🙏🙏
@Never_give_up498
@Never_give_up498 2 жыл бұрын
Ete kagaja parta kichi kama nai jadi satare tume tanka maa heithanta tahele jete dukha kasta heleb deinathanta se budhi maa ra sahara au jibana se jhia ebe ete din haba palichi mane se budhimaa ra e chua 🙏🙏🙏🙏🙏🙏🙏 please taku se budhimaa pakhare chadidia please
@tofanmallick8893
@tofanmallick8893 2 жыл бұрын
Jhiya mausi pakhare rahu
@luckythegamer1968
@luckythegamer1968 2 жыл бұрын
ଭଲ କାହାଣୀ ସୁଣୋଉଛି ।
@trilochanbharati7625
@trilochanbharati7625 2 жыл бұрын
Mausi pakhare ruhantu
@sunilkumarpatnaik6953
@sunilkumarpatnaik6953 2 жыл бұрын
Sabu mili misi ruha. ..understanding rey. Nachet jhia kahaku dia jibani. Jhia ku ...Govt raa nazar rey badhiba....padhi manisa heba.
@pradiptanayak1501
@pradiptanayak1501 2 жыл бұрын
JHIYA RA DN TESTE HEU MAUSIPAKHARE RAHU
@ramitapattnaik5062
@ramitapattnaik5062 2 жыл бұрын
Maushi nka pakhare jhia rahiba 🙏🙏🙏🙏🙏
@robimahanta8013
@robimahanta8013 2 жыл бұрын
Ja maa 2/4 masa Naa dekhile bauli heba ye ki maa 8yr pare Mane padila? Hei pariba ni police ku request palita maa pakhre rahu pilara meatality rahiba
50 YouTubers Fight For $1,000,000
41:27
MrBeast
Рет қаралды 190 МЛН
How Many Balloons Does It Take To Fly?
00:18
MrBeast
Рет қаралды 168 МЛН
Double Stacked Pizza @Lionfield @ChefRush
00:33
albert_cancook
Рет қаралды 79 МЛН
Jibana Do Chhakire Ashara Alok Ep 419   29 JUNE 2024
43:29
50 YouTubers Fight For $1,000,000
41:27
MrBeast
Рет қаралды 190 МЛН