ଆଜି(06-07-2024) ଶ୍ରୀପଟିଦିଅଁଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV

  Рет қаралды 7,125

JAY JAGANNATH TV

JAY JAGANNATH TV

6 күн бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZfaq: bit.ly/3KAQeyD
Twitter: bit.ly/38JpX3U
#jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
#carfestival #carfestivallive #rathayatra

Пікірлер: 368
@prabhanshubag6586
@prabhanshubag6586 4 күн бұрын
🙏⭕❗⭕🕉🪔🦚🙏ମଣିମାଙ୍କର ଜୟ ହେଉ🙏 🙏ମଣିମାଙ୍କର ଜୟ ହେଉ🙏 🙏ମଣିମାଙ୍କର ଜୟ ହେଉ🙏 🪔ହେ ମହାବାହୁ ସମସ୍ତଙ୍କୁ ଭଲରେ ରଖନ୍ତୁ ପ୍ରଭୁ🪔🦚🙏🕉⭕❗⭕🙏
@baidyanathsah8774
@baidyanathsah8774 3 күн бұрын
जय जगन्नाथ महाप्रभु 🙏🎈🙏🎉🙏💐🙏❤️🙏🌹 जय बलराम स्वामी 🙏🌹🙏❤️🙏💐🙏🎉🙏🎈 जय माँ सुभद्रा 🙏🎈🙏🎉🙏💐🙏❤️🙏🌹 जय माँ लक्ष्मी 🙏🌹🙏❤️🙏💐🙏🎉🙏🎈 ॐ नमो भगवते वासुदेवाय नमः 🙏🎈🙏🎉🙏💐🙏❤️🙏🌹
@krushnaprasadmohanta4308
@krushnaprasadmohanta4308 4 күн бұрын
🙏 Jai JAGANNATH Swamy, 🧡🧡 Nayana pathagamy Bhavatume... 🙏 Jai Jai Sri JAGANNATH 🙏❤️🙏
@laxmanbehera620
@laxmanbehera620 4 күн бұрын
ଜୟ ଜୟ ଦେବ ହରେ 🙏🏻 ଓଁ ନମଃ ଭଗବତେ ବାସୁଦେବାୟ 🙏🏻🙏🏻🙏🏻❤️🙌🏻
@user-uf8ef6zf3r
@user-uf8ef6zf3r 4 күн бұрын
🚩ପ୍ରଭୁ ଦାୟକର ଦୀନବନ୍ଧୁ ଶୁଭେଯାଉ ଆଜଦିନ ଅନାଦି ଅନନ୍ତ ହରି କ୍ଷୀର ସାଗର ବିହାରୀ ଲଷ୍ମୀ ଦେବୀ ମନୋହରି ପ୍ରଭୁ ପତିତପାବନ 💕🌹👏👏
@ChandanMohanty-mc9xg
@ChandanMohanty-mc9xg 4 күн бұрын
ଜୟ ଶ୍ରୀ ଜଗନ୍ନାଥ 🌿 ଜୟ ଶ୍ରୀ ବଳଭଦ୍ର 🌿 ଜୟ ଶ୍ରୀ ଶୁଭଦ୍ରା 🌿 ଜୟ ଶ୍ରୀ ମହାଲକ୍ଷ୍ମୀ 🌿🌺🌿🙏
@Renuka-Barik
@Renuka-Barik 4 күн бұрын
🙏🙏🙏ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ମହାପ୍ରଭୁ ତୁମେ ହିଁ ଭରଷା 🌹🌹🌹ଓଁ ନମଃ ଭଗଵତେ ଵାସୁଦେଵାୟ 🙏🙏🙏
@pradeepbehera1827
@pradeepbehera1827 4 күн бұрын
ଜୟ ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜୟ। ଆପଣଙ୍କର ମଙ୍ଗଳ ହେଉ ପ୍ରଭୁ। 🌹🪷🏵️💐 ⭕❗❗⭕🙏🙏🙏🙏
@jyotsnamahapatra6349
@jyotsnamahapatra6349 4 күн бұрын
ଜଗାରେ ଶୀଘ୍ର ଭକ୍ତ ମାନଙ୍କୁ ଦର୍ଶନ ଦେ |ପତିତ ମାନଙ୍କୁ ଦର୍ଶନ ଦେବାପାଇଁ ବଡ ଦାଣ୍ଡୁଙ୍କୁ ଝୁଲି ଝୁଲି ଭାଇ ଭଉଣୀ ସହିତ ଶୀଘ୍ର ଚାଲିଆସେ । ଚାତକ ପରି ଭକ୍ତ ତତେ ଚାହିଁ ରହିଛନ୍ତି ।⭕‼️⭕🙏🙏🙏🙏🙏
@biswajitpanda9231
@biswajitpanda9231 4 күн бұрын
Jay jagannath Mohaprabhu 🙏🌷🙏🌷🙏🌷🙏🌷🙏🌺🙏🌹🙏🌺🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@balabasatu2884
@balabasatu2884 4 күн бұрын
ଜୟ, ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ 🙏🙏🙏🙏🙏🙏🙏🌿🌼
@arjunkhuntia8698
@arjunkhuntia8698 4 күн бұрын
ଜୟ ପତିତପାବଙ୍କୁ ମୋର କୋଟି ପ୍ରଣାମ ହେ ମହାବାହୁ 🙏🙏🙏🙏🙏🙏ଜୟ ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🙏🙏
@lovestoryforu9
@lovestoryforu9 4 күн бұрын
ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପତିତ ପାବନ ବାନା କି ଜୟ ❤❤❤❤ ନୀଳ ଚକ୍ର କି ଜୟ ❤❤❤ ଗରୁଡ଼ ସ୍ତମ୍ବ କି ଜୟ ❤❤❤ ସୁଦର୍ଶନ କି ଜୟ ❤❤❤ କୁମୁଦ ହନୁମାନ କି ଜୟ ❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤ ସବୁ କିଛି ତୋ ଶ୍ରୀଚରଣ ତଳେ ସମର୍ପି ଦେଲି ❤❤❤ ଜୟ ଜଗନ୍ନାଥ ❤❤❤❤
@damayantidas5308
@damayantidas5308 4 күн бұрын
❤❤❤❤❤ଜୟ ଜଗନ୍ନାଥ ହରିବୋଲ ହରିହରିବୋଲ ହେ ଦୀନବନ୍ଧୁ ହେ ମହାବାହୁ ଆପଣଙ୍କ ପାଦପଦ୍ମ ରେ ଆମମାନଙ୍କର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ମଣିମା ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤❤
@subhashreepradhan8198
@subhashreepradhan8198 4 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ⭕‼️⭕🙏🙏🙏
@harapriyamoharana9091
@harapriyamoharana9091 4 күн бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@mamatasatpathy9018
@mamatasatpathy9018 4 күн бұрын
ଜୟ ଜୟ ଦେବ ହରେ ରାଧେ କୃଷ୍ଣ ଗୋବିନ୍ଦା ଗୋପଲ ବାସୁଦେବ ମାଳ ନନ୍ଦ ଦୁଲାଲ ଜୟ ଜୟ ଦେବ ହରେ ହରି ଜୟ ଜୟ ଦେବ ହରେ shree କୃଷ୍ଣ ଗୋବିନ୍ଦା ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ଜୟ ଜୟ ଦେବ ହରେ ଜୟ ଶ୍ରୀ ରାଧେ କୃଷ୍ଣ ପ୍ରଭୁ ନୀଳ ଚଳ ନିବାସ ୟ ନିତ୍ୟାୟ ପରମାତ୍ମା ନେ ବଳଭଦ୍ର ସୁଭଦ୍ରା ମାତା ଶ୍ରୀ ଜଗନ୍ନାଥ ୟତ୍ତେ ନମଃ ନମଃ ପ୍ରଭୁ ସାରା ଜଗତ ବାସୀଙ୍କୁ ଦୁଖଃ କଷ୍ଟରୁ ନିବାରଣ କରିବେ ମହାବାହୁ ଆପଣ ତ ଭାବ ଗ୍ରା ହି ଟିକେ ଅହି ଅଧୀନ ର ଭାବ ବୁଝିବେ ଶ୍ରୀ କ୍ଷେତ୍ର ବାସୀ କ୍ଷେତ୍ର ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ଵମୀ ଦୋଷାଦୋଷ କ୍ଷମ। କରିବେ ପ୍ରଭୁ 🌷👏🌷👏🌷👏🌷👏🌷👏
@gullu7961
@gullu7961 4 күн бұрын
❤ ଶୁଭ ସକାଳ ❤🙏 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏❤🙏 ଜୟ ଅଲାରନାଥ ନମଃ 🙏❤🙏 ଆଜିର ଦିନ ସମସ୍ତଙ୍କର ମଙ୍ଗଳମୟ ହେଉ 🙏❤
@bikashkumarnayak481
@bikashkumarnayak481 4 күн бұрын
Jay jagannath swami nayana patha gami bhaba tume🙏🙏🙏🙏🙏
@monalishapradhan5928
@monalishapradhan5928 4 күн бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ତମ ପାଦତଳେ ମୋର କୋଟି କୋଟି ପ୍ରଣାମ ଜୟ ମା ଲକ୍ଷ୍ମୀ ପ୍ରଭୁ ମୋ ଦେହ ଭଲ କରିଦିଅ 🙏🌺🌹🌷🪔🙏🙏🙏🙏
@suryabehera4085
@suryabehera4085 4 күн бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଭବ ତୁମେ ଭବ ତୁମେ
@GayatrisethiSethiGayatri
@GayatrisethiSethiGayatri 4 күн бұрын
Jay Jagannath Swami, ନୟନ ପଥଗାମୀ ଭବତୁ ମେ ❤❤❤ ଜୟ କାଳିଆ ସାଆନ୍ତ😮😮😮😮
@hemantaroul9419
@hemantaroul9419 4 күн бұрын
ଜୟ ମହାପ୍ରଭୁ କାଲି ମୋତେ ଆପଣଙ୍କ ଡୋରି ଲଗେଇ ଦିୟନ୍ତୁ ମୁ ଆପଣଙ୍କ ଘୋଷ ଯାତ୍ରା କୁ ଯିବାକୁ ଚାହୁଁ ଛି ଦୟା କର କାଳିଆ ମୋର କୋଟି କୋଟି 🙏🙏🎉 ଜୟ ଜଗନ୍ନାଥ.......
@banitabehera4704
@banitabehera4704 4 күн бұрын
Jay prabhu patidiyanka jay hau prabhu🙏
@ranjanparida9174
@ranjanparida9174 4 күн бұрын
ଜୟ ଜଗନ୍ନାଥ 🌹🙏🌹ଜୟ ଜଗନ୍ନାଥ 🌹🙏🌹ଜୟ ଜଗନ୍ନାଥ 🌹🙏🌹
@priyabratanaik1336
@priyabratanaik1336 4 күн бұрын
ଜୟ 🌼🌼🌼ପ୍ରଭୁ ଜଗନ୍ନାଥ ସ୍ୱାମୀ 🙏🙏🙏
@ranjanparida9174
@ranjanparida9174 4 күн бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🌹🌹🌹
@narendravyas3704
@narendravyas3704 4 күн бұрын
Jay Jagannath Ji ! Jay Subhadra Maiyaji! Jay Balramji! Jay Jay Jay Jagannath Ji Mahaprabhuji! Koti Koti Dandvat Pranams to their Lordships!
@sangitatawde2920
@sangitatawde2920 4 күн бұрын
🌸🙇‍♂️जय जगन्नाथ भगवान🙇‍♂️🌸
@prabhatsahoo8461
@prabhatsahoo8461 3 күн бұрын
Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏🙏👏👏👏👏🌹🌹🌹🌹
@user-jt4cu2og3n
@user-jt4cu2og3n 3 күн бұрын
Jey Sri Jagannath Maha Parbhuji Maharaj ji Ram Ram Ji Piyare Sakhaa ❤️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩🕉️🚩
@gobindachandranayak9576
@gobindachandranayak9576 4 күн бұрын
ହେ ପ୍ରଭୁ ପତିତପାବନ ଅନ୍ତର୍ଯ୍ୟାମୀ ବାସୁଦେବ ଜଗନ୍ନାଥ ଚକାଡୋଳା ଚକାନୟନ ନିଳାଚଳ ବାସି ନିଳାଦ୍ରୀ ବିହାରି ମହୋଦଧି ବାସି ଲକ୍ଷ୍ମୀ ପତି ଇଛାମୟ ଳିଳାମୟ ପଦ୍ମନାଭ ବିଶ୍ଵନିୟନ୍ତା ବିଶ୍ବବିହାରୀ ମହାବାହୁ ଭଗବାନ ରାମ ବିଷ୍ଣୁ କଳା ଠାକୁର କଳା ଶ୍ରୀମୁଖ କଳା ଶ୍ରୀକୃଷ୍ଣ କଳା କହ୍ନେଇ କୃପାସିନ୍ଧୁ କୃପାସାଗର କଳିକଳୁଶନାଶନ ଦିନବନ୍ଧୁ ଦୟାସାଗର ଦାମୋଦର ଚକ୍ରପାଣି କମଳାକାନ୍ତ କମଳଲୋଚନ କମଳନୟନ କଳ୍ପତରୁ ପୁରୁଷୋତ୍ତମ କ୍ଷିରସାଗରବାସି ବଳିଆର ଭୁଜ ଗୋପିନାଥ ଦେବକୀନନ୍ଦନ ଯଶୋଦା ନନ୍ଦନ ନନ୍ଦ ନନ୍ଦନ ବସୁଦେବ ସୁତ ଗୋବିନ୍ଦ କଳାକାହ୍ନୁ ଅଚ୍ୟୁତ ଅନନ୍ତ ମାଧବ ନିଳକନ୍ଦର ବାସୀ ମୂରଲୀଧର ବଂଶୀଧର ନଟବର ଗୀରୀଧାରି ବାଙ୍କ ବିହାରୀ ଭାବଗ୍ରାହୀ ଶ୍ୟାମସୁନ୍ଦର ଲବଣୀଚୋର ଦାରୁବ୍ରହ୍ମ କୋଟିକୈବଲ୍ୟ ନାଥ ପଦ୍ମ ନାଭ ପଦ୍ମ ମୁଖ ହେ ହଟିଆ ନଟିଆ କପଟିଆ ହେ ମଣିମା ମହାବାହୁ ଛପନ ଭୋଗୀ କୋଠଭୋଗି ହେ ଅଗତିର ଗତି ବ୍ରହ୍ମାଣ୍ଡ ଠାକୁର ଦିନଦୁଖହାରି ବୈକୁଣ୍ଠ ବିହାରି ଅନାଦି ପୁରୁଷ ହେ ପିତବାସ ଜନାର୍ଦ୍ଦନ ତ୍ରିପୁର ନାଥ ବାଞ୍ଛା କଳ୍ପ ହେ ସତ୍ୟ ସନ୍ଧ ନିରାକାର ବୈକୁଣ୍ଠ ନିବାସୀ ଦୟାନିଧି ଦୟାସାଗର ହେ କରୁଣା ସାଗର କୃପାସାଗର କାଳିଆ ସାଆନ୍ତ ବଡ଼ ଠାକୁର ହେ ଶ୍ରୀ ରଙ୍ଗା ଚରଣ ହରି ନାରାୟଣ ପରଂବ୍ରହ୍ମ ତୋ ଇଚ୍ଛା ପୂରଣ ହେଉ ଜଗତର କଲ୍ୟାଣ ହେଉ ସଂସାର ରେ ସୁଖ ଶାନ୍ତି ବିରାଜ କରୁ ସଂସାର ରୁ ମହାମାରୀ ରୋଗ ଶୋକ ବିନାଶ ହେଉ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
@S31823
@S31823 4 күн бұрын
Jay Jagannath 🙏 🙏
@ManishaSwain-ze9ki
@ManishaSwain-ze9ki 4 күн бұрын
Jay jagannath 🙏🏻🙏🏻🙏🏻
@prasannakumardash458
@prasannakumardash458 4 күн бұрын
Jai Jagannatha Swami.
@ChandanMohanty-mc9xg
@ChandanMohanty-mc9xg 4 күн бұрын
ଜୟ ଶ୍ରୀ ସତ୍ୟ ନାରାୟଣ ନାରାୟଣ ନମ୍ଃ 🌿🙏🙏🙏🌿🙏🙏🙏💿❕💿🌿⭕‼️⭕🙏🙏🌿🙏🌿🙏🌿🙏🌿🙏🌿
@subhasmajumdar7725
@subhasmajumdar7725 4 күн бұрын
Jay Patitapaban🌹🌹🌹
@Lipkumar123
@Lipkumar123 4 күн бұрын
ଜୟ ଶ୍ରୀ ମହାପ୍ରଭୁ ଭକ୍ତବତ୍ସଳ ଭଗବାନ ଅନନ୍ତନାରାୟଣଙ୍କର ଜୟ❤❤❤🙏🙏🙏ାା ଓମ୍ ନମଃ ନାରାୟଣାୟ❤❤❤🙏🙏🙏 ାା
@ghanasyamnimalu1193
@ghanasyamnimalu1193 3 күн бұрын
ହେ ମଣିମା ମତେ ସବୁବେଳେ ତୁମ ମଗଂଳ ଆଳତୀର ଦର୍ଶନ ଦେଖିବାକୁ ମିଳୁଥାଉ ଆର୍ତତ୍ରାଣ ।
@kabitapalit4953
@kabitapalit4953 4 күн бұрын
Jay jagannath 🙏🙏🙏🙏🙏♥️♥️♥️♥️♥️🌹🌹🌹🌹🌹
@ranjubalasahoo4097
@ranjubalasahoo4097 3 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🌼🙏
@sadashivapati2989
@sadashivapati2989 3 күн бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ ହେଉ 🌺🌺🌺🌺🌺🪔🪔🪔🪔🪔🙏🙏🙏🙏🙏🙏🙏🚩🚩🚩🚩🚩🚩🚩❤❤❤❤❤
@pravasinisatapathy6341
@pravasinisatapathy6341 4 күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@balarambehera5468
@balarambehera5468 3 күн бұрын
Jay shree Jaganatha 🙏🙏🙏 Jay shree Jaganatha 🙏🙏🙏 Jay shree Jaganatha 🙏🙏🙏
@sanatapradhan1771
@sanatapradhan1771 4 күн бұрын
🕉️ JAI JAGANNATH BALARAM MAA SUBHADRA 🙏 RADHE SHYAM 🙏 SABKO MILE SRI VRINDAVAN DHAM PURI DHAM 🙏🌼❤️🙇🏵️❤️
@kumarashokmallick7876
@kumarashokmallick7876 3 күн бұрын
ଜୟ ଶ୍ରୀ ରାଧେଶ୍ୟାମଜୟ ଶ୍ରୀ ରାଧେଶ୍ୟାମ ଜୟ ଶ୍ରୀ ରାଧେଶ୍ୟାମ
@alokkumarsahu9754
@alokkumarsahu9754 3 күн бұрын
JAI SHREE JAGANNATH 🙏🏻 JAI MAHALAXMI MATA 🙏🏻 JAI MAHAVEER HANUMAN JI 🙏🏻
@SaidivakarPanda
@SaidivakarPanda 4 күн бұрын
🙏🏻🙌🙏🏻 ଜୟ ଶ୍ରୀ ଜଗନ୍ନାଥ 🙏🏻🌹🙏🏻 ଜୟ ଶ୍ରୀ ବଳଭଦ୍ର 🙏🏻🌹🙏🏻 ଜୟ ଶ୍ରୀ ସୁଭଦ୍ରା ମାତା 🙏🏻🌹🙏🏻 ଜୟ ଶ୍ରୀ ସୁଦର୍ଶନ 🙏🏻🌹🙏🏻 ଜୟ ମାଁ ମହାଲକ୍ଷ୍ମୀ 🙏🏻🛕🙏🏻ହେ ମହାପ୍ରଭୁ ତୁମ ଚରଣ କମଳ ରେ ଏ ଅଧମର ଶତ ଶତ କୋଟି ପ୍ରଣିପାତ ମଣିମା 🙏🏻🙌🙏🏻 ଜୟ ପଟି ଦିଅଁ ତୁମ ପାଦ ପଦ୍ମ ରେ ଅନନ୍ତ କୋଟି ଦଣ୍ଡବତ ପ୍ରଭୁ 🙏🏻🤲🙏🏻ଜଗତର କଲ୍ୟାଣ ହେଉ ମଣିମା 🙏🏻🌷🙏🏻ସାରା ସଂସାର ର ମଙ୍ଗଳ ହେଉ ଠାକୁରେ 🙏🏻🛐🙏🏻 ହରି ହରି ବୋଲ 🙌 ହରି ହରି ବୋଲ 🙌 ହରି ହରି ବୋଲ 🙌 ପ୍ରଣାମ ଘେନ ମୋର ହେଁ ମଣିମା 🙏🏻🙇‍♂️🙏🏻 ଜୟ ଜଗନ୍ନାଥ 🙏🏻🙌🙏🏻🌷🙏🏻🌼🙏🏻🌹🙏🏻🛐🙏🏻🪔🪔🪔🪔🪔🙏🏻🏵🙏🏻❤️🙏🏻🛕🙏🏻🚩🙏🏻🕉🙏🏻🌺🙏🏻🌸🙏🏻🏵🙏🏻⚘️🙏🏻⚫️❗️⚫️🙏🏻🙏🏻🙏🏻
@somanathdas686
@somanathdas686 3 күн бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕🙏🙏🙏
@UllashPandaME
@UllashPandaME 4 күн бұрын
Jay Shree LaxminarayanPrabhu
@sanjaykumarsahoo1896
@sanjaykumarsahoo1896 4 күн бұрын
🏵️🏵️🏵️🏵️Jay shree jagannath 🪔🪷🪷🪷🪷🪷🪷🪔⭕‼️⭕ 💐💐💐💐💐💐💐Jay shree jagannath 🪔🪔 🌷🌷🌷🌷🌷🌷🌷Jay shree jagannath 🪔🪔⭕‼️⭕🌸🌸🌸🌸🌸🌸🌸🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@ChandanMohanty-mc9xg
@ChandanMohanty-mc9xg 4 күн бұрын
ଜୟ ଶ୍ରୀ ମତନାରାୟଣନମନାରାୟଣହରେ🌿🙏🌿🙏🌿🙏🌿🙏🌿🙏
@gunisanjay7643
@gunisanjay7643 3 күн бұрын
Jay shree alarnath maha pravu 🌼🪔🙏🌼🪔🙏🌼🪔🙏🌼🪔🙏
@btsismylife9756
@btsismylife9756 4 күн бұрын
Jay Jagannath🙏🙏🙏🙏🙏🙏🙏....... Jay Shree Patitapaawana🙏🙏🙏🙏🙏🙏🙏.......
@priyadarshaninayak3468
@priyadarshaninayak3468 3 күн бұрын
Jay jagannath swami🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@bijayakumarbhoi5986
@bijayakumarbhoi5986 3 күн бұрын
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏♥️
@nabaghanagouda-dj8zm
@nabaghanagouda-dj8zm 4 күн бұрын
Hare Krishna hare Krishna Krishna Krishna hare hare hare rama hare rama rama rama hare hare Jai shree jagannath Swami
@manoramasatapathy5156
@manoramasatapathy5156 4 күн бұрын
ହେ ପ୍ରଭୁ ଅନନ୍ତ ନାରାୟଣ ଆପଣଙ୍କ ଚରଣ ରେ କୋଟି କୋଟି ପ୍ରଣାମ ❤❤❤
@mamatadas707
@mamatadas707 3 күн бұрын
❤❤ଜୟ ଜୟ ଶ୍ରୀ ଜଗନ୍ନାଥ ❤❤ଜୟ ଶ୍ରୀ ପତିତପାବନ ❤❤
@BikeshSahani
@BikeshSahani 3 күн бұрын
🪔🪔🪔ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏 🪔🪔🪔ଜୟ ସୂର୍ୟନାରାୟଣ ହରି ହରି 🙏🙏🙏 🪔🪔🪔ଜୟ ଲକ୍ଷ୍ମୀନାରାୟଣ ହରି ହରି 🙏🙏🙏 🪔🪔🪔ଜୟ ପଟିଦିଅଁ 🙏🙏🙏 🪔🪔🪔ଜୟ ବାବା ଅଲାରନାଥ 🙏🙏🙏
@mahimarana9586
@mahimarana9586 4 күн бұрын
Jai Jaganath Jai panchasakha prabhuji 👃👃👃👃👃
@gouttammunda412
@gouttammunda412 4 күн бұрын
Jay Jay shreejagannath. ❤❤❤❤❤❤❤❤❤❤❤❤❤❤
@putulranisaha6553
@putulranisaha6553 3 күн бұрын
Jai Baba Jagannather jai 🙏🙏🙏💐💐💐🌹🌹🌹🌼🌼🌼♥️♥️♥️🥥🥥🥥🚩👏👏👏
@santoskumarpradhan9015
@santoskumarpradhan9015 2 күн бұрын
🙏🙏🙏ପ୍ରମି ମା 🙏🙏🙏
@robinhazarika5418
@robinhazarika5418 3 күн бұрын
Jai Shri Jagannath Swami 🙏🙏🙏
@kumarraju957
@kumarraju957 3 күн бұрын
ଜର ଶ୍ରୀ ଜଗନ୍ନାଥ 🌼🌸🌸🌼🌼🌼🌸🌼🌼🌷🌷🌸🌸🌼🌼🌼🌼🌸🌸🌸🌼🌹🌹💐🌹🌹🌹🌹🌹🌹🌹🌹🌹🚩🪔🙏🙏
@jenabobby6165
@jenabobby6165 3 күн бұрын
Jay jagannath swami nayana patha gami bhaba tume ❤❤❤❤❤❤❤❤❤❤❤
@debendrakumarpattanayak3539
@debendrakumarpattanayak3539 4 күн бұрын
Om namo Sri Patitapaban Jay Shree Jagannath Swami
@jayitaroy1485
@jayitaroy1485 4 күн бұрын
Jai Shree Jagannath Swami Jai 🙏🏼🙏🏼🙏🏼🙏🏼🪔🌻🥧🙏🏼
@jayjagannathdhara6487
@jayjagannathdhara6487 3 күн бұрын
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ..
@babludharua1571
@babludharua1571 4 күн бұрын
🙏🏻🌷ଜୟ ଜଗନ୍ନାଥ ସ୍ୱାମୀ 🌷🙏🏻
@user-pm2jg4lk7n
@user-pm2jg4lk7n 4 күн бұрын
ମଣିମାଙ୍କର ଜୟ ହେଉ..🙏🙏🙏🙏🙏🙏🙏🙏🙏
@Aloksamal-gj8bs
@Aloksamal-gj8bs 4 күн бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🪷🪷🪷🪷🪷🪔🪔🪔🪔🪔🙏🙏🙏🙏🙏
@sjena9474
@sjena9474 4 күн бұрын
Jay sri jagannatha swami nayana pathagami bhaba tumee omm Sri radhe radhe radhe radhe Jay Sri radhe radhe radhe radhe Jay Sri Srikrishna Govinda hare murari hey natha narayana vasudeva🙏🏾🏨👍🏽🌞💐🤩💯🪷👌🤣🇮🇳🇮🇳🛕😯😆🙏🏵️🩶🌾🙏🏽🌼🎉🌾🌼🤚🏽🪷🛕🤣🏜️😔🤩🙏🏽🩶🏜️🚩🌾🌼🙏🏽🙏🏽🩶🛕🚩🌷🌼🙏🏽🙏🏽🙏🏽🩶🛕🌾🙏🏽🤚🏽🪷🩶🛕🛕🌼🙏🏽
@sriyanjalipratihari5452
@sriyanjalipratihari5452 4 күн бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🥺
@sujitkumarsahoo7379
@sujitkumarsahoo7379 4 күн бұрын
ଓମ୍ ନମଃ ଭଗବତେ ବାସୁଦେବାୟ 🙏
@seemasao3782
@seemasao3782 3 күн бұрын
Jai shree jagannath
@asamanjasinhabarma946
@asamanjasinhabarma946 4 күн бұрын
জয় জয় জগন্নাথ মহাপ্রভু শ্রীচরণে শতকোটি প্রণাম 🙏❤️🙏❤️🙏❤️
@bibhaktasethi982
@bibhaktasethi982 4 күн бұрын
Jay jagannath❤❤❤❤❤❤
@deepakbeherapapu9109
@deepakbeherapapu9109 4 күн бұрын
Jay Jagannath 🙏🏻🙏🏻🙏🏻 ପ୍ରଭୁ
@sunandaholkar7058
@sunandaholkar7058 3 күн бұрын
JAi shree Radhe Krishna 🙏🙏
@ShailendraNarayanJena1111
@ShailendraNarayanJena1111 4 күн бұрын
Jai balbhadra jai subhadra jai jagannath
@ChandanMohanty-mc9xg
@ChandanMohanty-mc9xg 4 күн бұрын
ଜୟ ଶ୍ରୀ ଜଗନ୍ନାଥ 🌿⭕‼️⭕🌿
@krushnachsahoo6932
@krushnachsahoo6932 3 күн бұрын
Jay shree Jagannatha ⚫❗⚫ Mahaparabhu 🙏🏻
@surmitasingha1153
@surmitasingha1153 3 күн бұрын
Jai Bhaldev Jai Subhadre Jai Jagannath 🙏
@sasmitaratha2959
@sasmitaratha2959 3 күн бұрын
Jay shree jaganath Swami
@bhagirathinayak2003
@bhagirathinayak2003 4 күн бұрын
Jai shree Jagannath ❤️🙏❤️
@sampathsahu4530
@sampathsahu4530 4 күн бұрын
Jai jai shree jagannath 🙏❤️
@manjubaladas7627
@manjubaladas7627 4 күн бұрын
ଜୟ ଜଗନ୍ନାଥ 🙏🏼🙏🏼🙏🏼🙏🏼🙏🏼🙏🏼🙏🏻
@rakeshnayak9875
@rakeshnayak9875 4 күн бұрын
Jay jagannath maa radha rani ki Jay🙏🙏🙏🙏🙏
@nirmal..132
@nirmal..132 4 күн бұрын
🌼🙏🌼জয় জগন্নাথ মহাপ্রভু 🌼🙏🌼
@jharnabanik7509
@jharnabanik7509 4 күн бұрын
Jai Shree Jagannath 🙏🏻
@rajendranayak4909
@rajendranayak4909 4 күн бұрын
ଜୟ ମହାପ୍ରଭୁ 🙏🙏🙏🙏
@harapriyasahoo6951
@harapriyasahoo6951 3 күн бұрын
Jay Jagannath ⭕❗⭕🙏❤️🙏
@Tradeholic727
@Tradeholic727 3 күн бұрын
Jai shree jagannath 🙏🙏
@saiSai-fd7xk
@saiSai-fd7xk 3 күн бұрын
Jay jay shree manima Sante nkara echha Purna heu hai maha bahu tuma charane koti koti dandbat pranam hai kripa mayi maaa mora tume hi saha 🙏🌹🙏🌹🙏🌹🙏🌹🙏
@narayansahu1659
@narayansahu1659 4 күн бұрын
ଜୟ ପ୍ରଭୁମାଆ ଲଷ୍ମୀଜଗନ୍ନାଥ🙏❤️🌺🙇🇮🇳😊
@ManasDas-rv4mc
@ManasDas-rv4mc 4 күн бұрын
⚫‼️⚫ Jai shree jagannath 🪔🪔🪔🙏🙏🙏♥️🚩
@pratapkumarsahoo5811
@pratapkumarsahoo5811 4 күн бұрын
JAYJAGANNATHA,JAYJAGANNATHA,JAYJAGANNATHA
@abhijitpattnaik8252
@abhijitpattnaik8252 3 күн бұрын
🙏🙏🙏🙏🙏🙏🙏👌👌👌👌👌🙏🙏🙏🙏
@sasmitabiswal3011
@sasmitabiswal3011 4 күн бұрын
Koti koti pranam Jai jai shree jagannath Jai shree Hanuman Maharaj Jai shree sai baba jai jai shree Madhuri baba jai maa laxmi maa jai jai shree krishna jai jai shree ram jai jai shree radhe radhe jai jai shree Sani Maharaj koti koti pranam mahapravu help everyone always 🌾🕉️🪔🤲👏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@manojsahoo7656
@manojsahoo7656 4 күн бұрын
ଜୟ ଶ୍ରୀ ଜଗନ୍ନାଥ 🌹🙏🌹
@kamlakanta557
@kamlakanta557 3 күн бұрын
ଜୟ ଜଗନ୍ନାଥ ଜୟ 🙏🪔🪷🕉️🪷🙌🛐🙏🙏🙏🙏
Jagannath Bhajan || kalia bhajan 🙏🙏
20:31
Jiban TV
Рет қаралды 704
Пробую самое сладкое вещество во Вселенной
00:41
DO YOU HAVE FRIENDS LIKE THIS?
00:17
dednahype
Рет қаралды 82 МЛН
Как в моей семье едят КЛУБНИКУ 😂🍓 #shorts
0:43
Владислав Шудейко
Рет қаралды 2,1 МЛН
Just a joke 😂
0:11
ARGEN
Рет қаралды 4,3 МЛН