No video

Jibana Do Chhakire Ashara Alok Ep 354 25 FEBRUARY 2023

  Рет қаралды 2,079,504

OTV

OTV

Күн бұрын

This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Sukant Rath anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 354 #OdishaTV #OTV

Пікірлер: 1 600
@RosyAchary
@RosyAchary 11 ай бұрын
Bapa ,maa sabubele ଚାଂହିବେ ମୋ ପିଲା ମାନେ ମୋ ସେବା କରନ୍ତୁ ବୋଲି କି ବାହାରେ ଯାଇ ବାପା , ମାଁ ଙ୍କୁ ଛାଡ଼ିକି bbsr ରେ ରହିବ ଏଇଟା କେତେ ଦୂର ଯୁକ୍ତି ଯୁକ୍ତ ଅଟେ
@rjsoy4432
@rjsoy4432 Жыл бұрын
ଝିଅ କିନ୍ତୁ job କଲା ପରେ ଫୁ,,,,,,,,ର୍ ହେଇ ଯିବ 😜 99% Garenty 😜
@pandumurmu8035
@pandumurmu8035 Жыл бұрын
Bhai ekdam thik kohilo
@kamalmajhi2291
@kamalmajhi2291 Жыл бұрын
ତୁମ କଥା ଏକଦମ ସତ କହିଲ
@dibyanisahu
@dibyanisahu Жыл бұрын
ନିଷ୍ପତ୍ତି ଏକ ତରଫା ହେଲା।ସେ ବୁଢା ବାପା ମା ଙ୍କ ପ୍ରତି ଅନ୍ୟାୟ ହେଲା। ଏ ଝିଅ ଯଦି ୟା ପରେ ଆଉ କାହା ସହିତ ପଳେଇଲା ତାହେଲେ ଦାୟୀ କିଏ ହବ ଆଉ? ଏ ଝିଅ ଗାଉଁଲି ଖାଦ୍ୟ ନ ଖାଇବା ପାଇଁ ନୁହ,,,,ଶରୀର ଭୋକ ମେଣ୍ଟାଇବା ପାଇଁ ବେଶୀ ବ୍ୟଗ୍ର।ଯେତିକି ଶାନ୍ତ ଦେଖା ଯାଉଛି ସେତିକି ଅଶାନ୍ତ। ଏ ପୁଅର ସବୁ ଭୁଲ,,,,ସବୁ ଚିକଣ ଜିନିଷ ଭଲ ନୁହ। ମହାକାଳ ଫଳ ଧରିଛି ମାନେ ଜୀବନ ସାରା ନିଜେ ହଇରାଣ ତା ସହିତ ତା ଘର ଲୋକ ବି
@localtokaraju473
@localtokaraju473 8 ай бұрын
Right
@rohitkumarpradhan700
@rohitkumarpradhan700 7 ай бұрын
Right
@sunilsethi31
@sunilsethi31 7 ай бұрын
100%
@sunilsethi31
@sunilsethi31 7 ай бұрын
ମିହିର sir no 1..
@debashishrout7306
@debashishrout7306 2 ай бұрын
😂😂😂😂 point to point comment karichha bhai
@papunadas4378
@papunadas4378 11 ай бұрын
ପ୍ରଥମ ସ୍ବାମୀ ଟା ନର୍କ ରୁ ଉଦ୍ଧାର ପାଇଗଲା😮
@Babullifesstyle143
@Babullifesstyle143 2 ай бұрын
thiki kahila bhai😂
@NAMITALenka-np1qb
@NAMITALenka-np1qb Ай бұрын
😊😊😊p​@@Babullifesstyle143
@luckysahoo1711
@luckysahoo1711 Жыл бұрын
ଏଠି ଯେଉଁ ବିଚାରକ ମଣ୍ଡଳି ବସିଛନ୍ତି ଯଦି ବିଚାର କରିବାର ସାମର୍ଥ୍ଯ ନାହିଁ କାହିଁକି ଏଭଳି ସମାଜ ଆଗରେ ଏଭଳି ବିଚାର ଧାରା ପ୍ରସ୍ତୁତ କରୁଛିନ୍ତି।
@sabitaprusty8035
@sabitaprusty8035 Жыл бұрын
ଆଜିକାଲି ଏଇ ଫୋନ୍ ସକାଶେ ପ୍ରାୟ ଘରେ ଘରେ ଅଶାନ୍ତି ର ବାତାବରଣ ସୃଷ୍ଟି କରିବାରେ ଲାଗିଛି।
@rakeshparidaparidrakeha8877
@rakeshparidaparidrakeha8877 Жыл бұрын
Right
@silubehera4186
@silubehera4186 Жыл бұрын
Ttt
@kamalmajhi2291
@kamalmajhi2291 Жыл бұрын
Phone ban karajao
@dimplegirlsandhya6817
@dimplegirlsandhya6817 Жыл бұрын
Right
@bikashkumarsahu9791
@bikashkumarsahu9791 Жыл бұрын
ଆଉ ସେଇ ଫୋନ୍ ରେ ତମେ ଏ ଶୋ ଦେଖୁଛ ।😂🤣🤣
@swainj8202
@swainj8202 Жыл бұрын
ଝିଅଟାକୁ ଏକୁଟିଆ ଜାଗାରେ ରହିବାକୁ ଭଲ ଲାଗୁନି ସବୁବେଳେ ଟୋକାଙ୍କ ମେଳରେ ରହିବାକୁ ଇଚ୍ଛ।
@harapriyadas158
@harapriyadas158 8 ай бұрын
Right😂
@sunaramhansda3134
@sunaramhansda3134 8 ай бұрын
She is very BORJAT maikina..... 🤓🤓🤓
@Miss_shona_90
@Miss_shona_90 7 ай бұрын
Right ama odia re ta କୁହନ୍ତି ବାର ବୁଲି ଚତ____ଖାଇ😅
@GolemSahu-de5tz
@GolemSahu-de5tz 5 ай бұрын
​@@harapriyadas158ko
@kumarnirmal4510
@kumarnirmal4510 Жыл бұрын
ଆରେ ଭାଇ ଏ ଝିଅର ସବୁବେଳେ ନୁଆ ନୁଆ ମଜା ଚାଖିବାର ମନ ଅଛି ସେଥିପାଇଁ ବାହାରେ ରହିବାପାଇଁ କହୁଛି ତାକୁ ମାଳି ସାହିକି ପଠେଇ ଦିଅ
@sanjaymuduli9503
@sanjaymuduli9503 Жыл бұрын
Right bhai
@manumallick8723
@manumallick8723 Ай бұрын
Right
@tulusamantaray2806
@tulusamantaray2806 Жыл бұрын
ଯାହା ହେଉ ତା ପ୍ରଥମ ସ୍ବାମୀ a episode ଦେଖିଲା ପରେ ତା ମନକୁ କିଛି ମାତ୍ରାରେ ଶାନ୍ତି ମିଳିଯିବ
@hrusikeshsarangi5156
@hrusikeshsarangi5156 Жыл бұрын
Nice comment 😀😀😀😀😀
@momolove4749
@momolove4749 Жыл бұрын
ଠିକ୍ ଏ ଝିଅ ମାନେ ବହୁତ ମାରାତ୍ମକ ବିଶ୍ଵାସ ଘାତିନୀ ସାଵରଥପର
@ranisalge6113
@ranisalge6113 Жыл бұрын
😁100%right
@sunitapatra7097
@sunitapatra7097 11 ай бұрын
Right 👍
@Subarnabulu
@Subarnabulu Жыл бұрын
ମୁଁ ଗୋଟେ କଥା ବୁଝି ପାରୁନି,,ଗୋଟେ ପୁଅ ଯଦି ବାହାଘର ହଉଛି ତ କେବଳ କଣ ସ୍ତ୍ରୀ ସୁଖ ପାଇଁ,, ଶାଶୁ ଶଶୁର ପରିବାର ପ୍ରତି କଣ ଗୋଟେ ବୋହୂ ର କର୍ତ୍ତବ୍ୟ କିଛି ନାହିଁ।।। ଆଶାର ଆଲୋକ ମଞ୍ଚ ରେ ବହୁତ୍ ସ୍ଵାମୀ ସ୍ତ୍ରୀ ଶାଶୁ ଶଶୁର ଏକାଠି ହେଇ ଖୁସି ରେ ରହିଛନ୍ତି।। କିନ୍ତୁ ଏବେକା ଏପିଶୋଡ ରେ ସବୁ ବେଳେ କାହିଁକି ବାପା ମାଆ ଙ୍କ ଠୁ ଅଲଗା ରହିବା କଥା କୁ ପ୍ରଶ୍ରୟ ଦିଆ ଯାଇଛି।। ଆଜି କା ତାରିଖ ରେ ସବୁ ବେଳେ ଗୋଟେ ଝିଅ କାହିଁକି କହୁଛି କି ଶାଶୁ ଶଶୁର ଙ୍କୁ ଛାଡି ସ୍ଵାମୀ କୁ ନେଇ ଅଲଗା ରହିବା ପାଇଁ ।।।
@sudhirmishra7837
@sudhirmishra7837 Жыл бұрын
True
@rojalinmallick9736
@rojalinmallick9736 Жыл бұрын
ଠିକ କଥା
@abhilashbehera2989
@abhilashbehera2989 Жыл бұрын
Best comment. Truly said
@Subarnabulu
@Subarnabulu Жыл бұрын
@@jagrutitripathy3978ଆଜି କାଲି କା ଝିଅ ମାନେ କେହି ବି ଶାଶୂ ଶଶୁର ଙ୍କ ସହିତ ଶାଶୂ ଘରେ ରହିବା ପାଇଁ ଚାହୁଁ ନାହାନ୍ତି। ସେମାନଙ୍କର ଗୋଟିଏ ଉଦ୍ଧେଶ୍ୟ ସ୍ଵାମୀ କୁ ଶିଖେଇ ମତେଇ ନେଇ ଏକା ରହିବେ ବାହାରେ। ଏ ଇ ସତ କଥା ତ କହିଲେ ପୁଣି କିଛି ଝିଅ ଙ୍କ ଦେହ ରେ ଲାଗି ଯାଉଛି ଯାଉ ମନେ ଏମିତି ସବୁ କରୁଛନ୍ତି।।
@warriorboy6813
@warriorboy6813 Ай бұрын
Badhia lekhi chanti bhai jadi eita bahaghra tahele baha na heba ta thik karana bapa maa hauchi ama paim sabu kichi..Jhia mane eita bujhiba katha selfish na heiki
@jayantinayak253
@jayantinayak253 Жыл бұрын
ପ୍ରଥମେ... ବାପା , ମା ଝିଅକୁ ସଂସ୍କାର ଦେବା ଉଚିତ୍ , କେଉଁଟା ଠିକ୍ , କେଉଁଟା ଭୂଲ୍ ଏତେ କମ୍ ବୟସରେ ଏତେ ଲୀଳା🤭
@jagamohanpanda7b360
@jagamohanpanda7b360 Жыл бұрын
ଏହି ନିଷ୍ପତି ରେ ମୁଁ ଏକମତ ନୁହେଁ ବାପା ମା ଏକୁଟିଆ ଘରେ ରହିବେ ଏହି ପ୍ରାପ୍ତ ବୟସରେ।ପୁଅ ଜନ୍ମ କରିବାରେ କି ଲାଭ ରହିଲା ନିଜେ ସବୁ କାମ କରିବେ, ଆଉ ପୁଅ ବହୁ ସହର ରେ, ଏ କିପରି ନ୍ୟାୟ ମିଳିଲା ........
@anjananayak747
@anjananayak747 9 ай бұрын
ଯଦି ପୁଅ ବାପ ମାଆ ଙ୍କ ସେବା କରିବା ଉଚିତ୍।ସେ କରୁ କିନ୍ତୁ ବୋହୂ ବାଧ୍ୟ ନୁହେଁ ସେବା କରିବାକୁ। ସ୍ଵାମୀ ପାଇଁ ସ୍ତ୍ରୀ ଆସିବ, ଘରେ ରହିବ କଣ ପାଇଁ
@snehasispati
@snehasispati 7 ай бұрын
Nija bhai baha hele thik ei rule ta karibe ta @anjana madam
@subhashreedas8812
@subhashreedas8812 6 ай бұрын
Se kohiki anithanta j mo bapamaanko pakhore rohibaku hebo karono moro au kehi bhai nahanti...se michho kohiki kon pai anibo au kaharo wife ku
@etishreeparhi2483
@etishreeparhi2483 2 ай бұрын
Jahara parents se kariba kama. Bohu kan payin kariba? Pua mane nije karibe tanka bapa maa nka kama. Bohu ra bhi bapa maa thibe se kariba nija bapa maa nka kama.
@Satyaashu-kq1mi
@Satyaashu-kq1mi 2 ай бұрын
Etishree anjana mam Apan nka mata re jhia sasu ghara Kan pain jae Jadi sasu sasura seba Kari pariba nai Baha hauchi Kan pain Tuma kahiba mutabak jhia sasu gharaku jiba pare any Toka nka sahit rati rangoli Kariba pain Baha hue ki Apan nka CMT swagat jogya nuhe Apan Jane nari. Apan sei Sita laxmi ba parbati maa nka pari huantu Emiti barabuli nku bhala kahi nije kharap huantu nai
@Piyushnayakofficial
@Piyushnayakofficial Жыл бұрын
ଝିଅ +2ପଢ଼ିଛି କି ଚାକିରୀ କରିବ.କୋଉ company ରେ ଯାଇ ରହିବ ପୁଣି ପଳେଇବ କାହା ସହ. ଏ ଝିଅର ଗତି ଠିକ ନାଇଁ
@jayadevdas5832
@jayadevdas5832 Жыл бұрын
E jhia tharu ahuri bhayankara byabahara darakara. Ajogya nka pain. Para sana jhia nku barbaad karidele.
@saratsahu4354
@saratsahu4354 Жыл бұрын
ଏହି ମତାମତ ରେ ମୁଁ ଏକ ମତ ହେଇପାରୁନାହିଁ, କାରଣ ଝିଅ ର ଚରିତ୍ର ବହୁତ ଖରାପ, ସେ ଆଉ କାହାସାଥିରେ ପଳେଇବ ମୁଁ ଜାଣୁଛି
@tunijena5012
@tunijena5012 Жыл бұрын
ସେ ଆଗରୁ ଆଉ ଗୋଟେ ସହ ଯାଇଥିଲା
@jagannathkrupa9310
@jagannathkrupa9310 Жыл бұрын
Jiba final
@kamalmajhi2291
@kamalmajhi2291 Жыл бұрын
ଆଉ ଜଣକ ସହିତ ନିହାତି ପଳେଇବ
@jayshreeram373
@jayshreeram373 Жыл бұрын
Yes
@luckysahoo1711
@luckysahoo1711 Жыл бұрын
ହେଇ ପାରେ।
@parampitar_santan
@parampitar_santan Жыл бұрын
ଏଇ ପରି ଲୋକଙ୍କ ପାଇଁ ଆଜି ବାପା ମା ବୃଦ୍ଧଶ୍ରମ ରେ ଛିଃ ଛିଃ
@sadhudas2758
@sadhudas2758 Жыл бұрын
ଏ ଝିଅ କାହାରି ନୁହେଁ । ଚାକିରୀ କଲେ 3 ନମ୍ବର ଟୋକା ଧରି ପଳେଇବ ।
@manumallick8723
@manumallick8723 Ай бұрын
Right
@debendramahantatechnology6998
@debendramahantatechnology6998 Жыл бұрын
ପୁଅର ବାପା ମାଆ ଠିକ୍ କହୁଛନ୍ତି
@mitrabhanupatra8827
@mitrabhanupatra8827 Жыл бұрын
Ok
@laxmidharsahoo8344
@laxmidharsahoo8344 Жыл бұрын
ଏ ଝିଅ କୁ ବିଶ୍ୱାସ ନାହିଁ,ସେ ପୁଣି ଖେଳ କରିବ ଏ ଥିରେ ସନ୍ଦେହ ନାହିଁ,କି ପାଠ ପଢ଼ିଚି? ,+2 ଗୋଟେ ପଢା ରେ ଗଣାକି?
@jitendrapradhan7655
@jitendrapradhan7655 11 ай бұрын
ମାଗୁଣୀ ଝିଅ ଲୋ ତୋ ପ୍ରେମକୁ ଦୁରୁ ଜୁହାର 🙏🌹🙏😬💘
@abtechnical5639
@abtechnical5639 8 ай бұрын
ୟେ madam କହିଲେ ଏ ବୟସରେ ଝିଅ ମାନଙ୍କ ଏମିତି ଭୁଲ ହୋଇୟାଏ। ବାଃ ବାଃ ବହୁତ ବଢିଆ କଥା। ଆଉ ପୁଅ ଶଳା ଚୂତିଆ। ବଦମାସ୍, ଝିଅ ସତୀ ସାବିତ୍ରୀ।
@MrJituVlogs143
@MrJituVlogs143 8 ай бұрын
Right 👍👍👍
@arunprasaddash1399
@arunprasaddash1399 Жыл бұрын
ବୋହୂ ଟିକିଟକ ନୁହେଁ ବାହାର ପିଲା ସହିତ ଟପା ଟପ୍ କରୁଛି
@dibyasinghsingh5694
@dibyasinghsingh5694 Жыл бұрын
Right Bro
@kamalmajhi2291
@kamalmajhi2291 Жыл бұрын
U r rihgt bro...
@gadadharmartha3051
@gadadharmartha3051 Жыл бұрын
Right Bhai
@surekharoutrout
@surekharoutrout Жыл бұрын
Kouthu sabu katha sikhuchanty 😂😂😂😂
@bijayasahoo8066
@bijayasahoo8066 Жыл бұрын
ଝିଅଟି ପୁରା ଖେଳାଳି ଅଛି ଭୂବନେଶ୍ୱର ରେ ପୁଣି କାହା ସାଥି ରେ ପଳେଇବ
@lipsamohanty9321
@lipsamohanty9321 Жыл бұрын
Right bro
@yudhistirbehera8768
@yudhistirbehera8768 Жыл бұрын
puata bi sala randua ,para wife ku kemiti anuthilu
@manasbabuni5287
@manasbabuni5287 Жыл бұрын
😃😃😃
@financeguruabinash
@financeguruabinash Жыл бұрын
R8
@kamalmajhi2291
@kamalmajhi2291 Жыл бұрын
You r right
@odiastories9832
@odiastories9832 Жыл бұрын
ବାହାହେବାକୁ ଡର ଲାଗିଲାଣି.....ନା ଆଉ ହେବିନି 😂
@satya2456
@satya2456 Жыл бұрын
Discussion ରେ ସେ ମହିଳା କମିଶନ ମହିଳା ଜଣଙ୍କ ପୁଅ ଏବଂ ତା ପରିବାର ଉପରେ ଚଢ଼ିଯାଉଛି ଯେମିତି ସବୁ ଭୁଲ ସେମାନଙ୍କ..ଆଉ ଝିଅ କମ୍ ବୟସର କହି ତା ଭୁଲ କୁ ଅଣ ଦେଖା କରୁଛନ୍ତି...ଟୋକା ର ତ ନିଶ୍ଚୟ ଭୁଲ ଅଛି ଯେ ଏଭଳି ଝିଅ କୁ ନେଲା...ଦୁଇ ଜଣ ଙ୍କର ବାପା ମା ବିଚରା ଏଭଲି ସନ୍ତାନ ପାଇଁ ଲୋକଲଜ୍ଜା ହେବାକୁ ପଡିଲା...faltu biased Discussion..
@abhyaswain270
@abhyaswain270 Жыл бұрын
ବାଳ ସମାଧାନ କରୁଛ ବୁଢ଼ା ବାପା ମା ଘରେ ରହିବେ ଆଉ ପୁଅ ବୋହୁ Bhubaneswar ଗାଣ୍ଡୀ ମାରାଇବେ , ଏହି ସମାଧାନ କରୁଛ , ଗୋପବନ୍ଧୁ sir is bast
@birensahoo5356
@birensahoo5356 Жыл бұрын
Right bro
@gurusukri8021
@gurusukri8021 Жыл бұрын
Right bro
@ajaybehara7349
@ajaybehara7349 Жыл бұрын
Right
@fakirdehury9141
@fakirdehury9141 Жыл бұрын
Mada mar taku
@KrsahuSahu
@KrsahuSahu Жыл бұрын
😅
@manasbabuni5287
@manasbabuni5287 Жыл бұрын
ଶେଷରେ ସୁକାନ୍ତ ଭାଇ କହିଲେ ପ୍ରତିମା ଚାହୁଁ ଛନ୍ତି ଚାକିରି କରିବେ ପାଠ ପଢ଼ିଛନ୍ତି । ଆଉ ଗୋଟେ କଥା ଭାଇ ପ୍ରତିମା ଚାହୁଁ ଛନ୍ତି କିଛି ଦିନ ପରେ ଆଉ ଗୋଟେ handsomeଟୋକା ଦେଖି ପଳେଇବେ😃
@kamalmajhi2291
@kamalmajhi2291 Жыл бұрын
ଝିଅ କୁ ଦେଖି ଲାଗୁଛି... ସେ ନିହାତି ଆଉ ଜଣକୁ ଧରି ପଳେଇବ
@gurusukri8021
@gurusukri8021 Жыл бұрын
Right 👌
@djakashbls995
@djakashbls995 Жыл бұрын
Hm
@minamurmumina9526
@minamurmumina9526 Жыл бұрын
Right
@priyankarauta1219
@priyankarauta1219 Жыл бұрын
😂😂😂😂😂
@The_Engineer_Vlog
@The_Engineer_Vlog 8 ай бұрын
ଶାଶୁ ମୁଣ୍ଡରେ ଓଢଣି , କିନ୍ତୁ ବୋହୁ ମୁଣ୍ଡରେ ଓଢଣି ନାହି 🤷🏼‍♂️ ଆଉ ଆପଣ ସବୁ ଦେଖୁଛନ୍ତି ତ 😂
@sushantmohapatra1258
@sushantmohapatra1258 Жыл бұрын
ନମ୍ରତା ମାମ୍ କଥା ଲୁଚାନ ଭୁଲ୍ ହେଲା ଝିଅର... କଥାରୁ ଜାଣି ପାରୁନ... ଭୁଲ୍ ମାନେ ଭୁଲ୍ , ବିଲକୁଲ୍ ଭୁଲ୍ ରାୟ ଦିଅନା,,, ପୁଅର ସପୋର୍ଟ ରେ କେହି ନୁହନ୍ତି.... ଦୟା କରି ଦୁଇ ଜଣକ ପ୍ରତି ଠିକ୍ ସମାଧାନ କରନ୍ତୁ...
@RSGlifestyle
@RSGlifestyle Жыл бұрын
ମତେ ଏକଥା ଠିକ୍ ଲାଗୁନି ଏ ବୟସରେ ବାପା ମାଆ ଖରାରେ ଖଟିବେ ଆଉ ନିଜ ହାତରେ ରୋଷେଇ କରି ଖାଇବେ ପୁଅ ଆଉ ବୋହୂ ବାହାରେ ଅୟସରେ ରହିବେ ଧନ୍ୟ ଏ ଦୁନିଆ ଧନ୍ୟ ସେ ବୋହୂ ଯିଏ ଶାଶୁ ଶଶୁରଙ୍କୁ ବାପା ମା ଭଳି ଭାବି ପାରିଲା ନାହିଁ। ବେକାରିଆ ଝିଅଟା। ଆଜି କାଲି ପୁଅ ଜନ୍ମ କରିବା କ'ଣ ପାପ । ଆଉ ଏଈ ଭଳି କେତେଟା ଝିଅଙ୍କ ପାଇଁ ନିରିହ ବାପା ମାଆଙ୍କ ଠାରୁ ପୁଅ ମାନେ ଦୂରେଇ ଯାଉଛନ୍ତି। ଆଉ ସାରା ଝିଅ ଜାତୀରେ କଳଙ୍କ ଲାଗୁଛି। ଦୟା କରି ବାପା ଆଉ ମାଆଙ୍କ ଠାରୁ ପୁଅକୁ ଦୂରେଇ ଦିଅନ୍ତୁ ନାହିଁ 🙏🙏🙏
@bikrammunda9462
@bikrammunda9462 Жыл бұрын
Pila monore. Kichhi katha rahi jaichhi
@pramodpakal
@pramodpakal Жыл бұрын
Thik katha
@Maagouri2828
@Maagouri2828 Жыл бұрын
ହଁ ସତ କଥା ଯେ but ବାପା ମାଙ୍କୁ ଯୋଉଠି ରହିବା ସେଠି ତ ରଖିପାରିବା ହେଲେ ସେମାନେ ନ ମାନିଲେ କଣ କରିବ କଣ ଟେକିକି ଆଣିବା ତାଙ୍କୁ
@Situ..odiavlogs8295
@Situ..odiavlogs8295 Жыл бұрын
ଗୋଟେ ସହରୀ ଝିଅକୁ ମିଛ ସ୍ବପ୍ନ ଦେଖେଇ ଗାଁକୁ ନେବା ମାଣ୍ଡିଆ ଯାଉ ଖୁଆଇବା, ତମେହେଲେ ରହିପାରିବତ, ଗୋଟେ ସ୍ୱାମୀଠୁ ମିଛ କହି ତା ନାମରେ ତାଙ୍କ ସ୍ତ୍ରୀକୁ ଛଡେଇ ଆଣିବାଟା ଠିକ କି
@fakirdehury9141
@fakirdehury9141 Жыл бұрын
@@Maagouri2828 bapa ,mma ,nku village ru teki ani sahar re rakhiba kana bhal ki , tanku bhal lagiba ki village mati chhadi asibaku tk ta idea kara yaar
@Maagouri2828
@Maagouri2828 Жыл бұрын
ଏମିତି ଶାଶୁ ଶଶୁର ସମସ୍ତଙ୍କୁ ମିଳୁ🙏🙏
@dillipswain1353
@dillipswain1353 Жыл бұрын
Sata katha
@dancingghelivideoshort6322
@dancingghelivideoshort6322 Жыл бұрын
Right
@mitrabhanupatra8827
@mitrabhanupatra8827 Жыл бұрын
100 % right
@PINTUFOODMANIA
@PINTUFOODMANIA 10 ай бұрын
Hmm, thik hele amiti bohu kahaku na milu🙏
@cloudfare
@cloudfare 10 ай бұрын
Jete bhala milile bi gote jhia ku se kharap lage
@dibyanisahu
@dibyanisahu Жыл бұрын
ବାଳ ସମାଧାନ କରୁଛନ୍ତି ଏମାନେ। ଝିଅ ସପକ୍ଷରେ ସବୁ ବେଳେ ନିଷ୍ପତି। ଛି ଛି
@anjananayak747
@anjananayak747 11 ай бұрын
ଝିଅ ପ୍ରତି କୋହଳ ଭାବ ଯଦି ନ ଥାନ୍ତା, ତାହାଲେ ତୁ ଵି ଜନ୍ମ ହେଇ ନ ଥାନ୍ତୁ! ତମ ଭଲ ପୁରୁଷ ନାରୀ ଙ୍କୁ ଛାରଖାର କରି ଦିଅନ୍ତେ ଆଉ ନାରୀ ଧଂଶ ହେଇ ଗଲେ, ତମେ ପୁରୁଷ ମାନେ କେମିତି ଜନ୍ମ ହେଇଥାନ୍ତା
@rjmkrishnavlog
@rjmkrishnavlog Жыл бұрын
ସୁର ଭାଇ ଙ୍କୁ ଆଣ 😂ଶଳା ପୁରା ସୁଧୀରି ଯିବେ ଓଟିଭି କର୍ମକର୍ତା ଅନେକ ଅନୁରୋଧ ସୁର ଭାଇ ନଙ୍କୁ ଆଣ ହେଲେ ପୁରା ସୁଧାରି ଦେବେ 😂😂😂😂କି ଏପିସୋଡ 😂😂
@TapasBabuChannel
@TapasBabuChannel 9 ай бұрын
ଭାଇ ସୁର ଭାଇ ଆସିଲେ ଷ୍ଟେଜ ପୁରା ଜଳିବ 😂
@Miss_shona_90
@Miss_shona_90 7 ай бұрын
Sura bhai nku please anatu
@sarojnayak5024
@sarojnayak5024 Жыл бұрын
ଏ କଣ ବିଦେଶ ହେଇଗଲା କି ବାପା ମା ଙ୍କ ସହିତ ରହିବା କେତେ ଆନନ୍ଦ ସେ କଥା ପ୍ରକାଶ କରି ହେବ ନାହିଁ ଏ ଥିରୁ ଜଣା ପଡୁଛି ଝିଅ ର ଚରିତ୍ର ଠିକ୍ ନାହିଁ ବର୍ତ୍ତମାନ ଆଇନ ବି ଝିଅ ର ଭୁଲକୁ ପ୍ରଶୟ ଦଉଛି କଣ କରିପାରିବା ଭାଇ ସମସ୍ତେ ରୋଜଗାର କରିବା ଭୁଲ୍ ନୁହେଁ ତୁମେ ଅଲଗା ରହିବା ଭୁଲ କେତେ ରୋଜଗାର କରିବ ବାପା ମା ଙ୍କ ୁ ରଖିପାରିବ ନାହିଁ ବୋଧେ ରାସଲୀଳା କରିବାକୁ ସୁଯୋଗ ମିଳୁନି ସାର୍ ମାନେ ବି Support କରୁଛନ୍ତି ଦୁଃଖ ଲାଗୁଛି
@BiswajitaMohanty
@BiswajitaMohanty Жыл бұрын
👍👍👍👍👍
@sdash6242
@sdash6242 Жыл бұрын
tu jaa tow stree ra bapa manka sahita rahibu
@subhadrasing-jh7eb
@subhadrasing-jh7eb Жыл бұрын
Very true 👍👍
@ranjankumarpatra2284
@ranjankumarpatra2284 Жыл бұрын
ଯୋଉ ଗାଈ ଗୋଟାଏ ଗୁହାଳରୁ ପଘା ଛିଣ୍ଡାଇ ଆଉ ଗୋଟେ ଗୁହାଳକୁ ଆସିଲା ପୁଣି ସେଠୁ ପଘା ଛିଣ୍ଡାଇ ପଳାଇଲା , ସେ କେଭେ ଗୋଟେ ଗୁହାଳରେ ରହିବନାହିଁ, ତାକୁ ଫ୍ରି ରେ ବୁଲିବାକୁ ଛାଡ଼ିଦେବା ଠିକ ହେବ ,
@hrusikeshjena5377
@hrusikeshjena5377 Жыл бұрын
aau jadi se 2 ta jaka guhal thik nathiba se gae kana kariba ?
@dsoren5218
@dsoren5218 Жыл бұрын
ଦୁଇଟା ଯାକ ଗୋହାଳ ଖରାପ ପଡ଼ିଲେ, ଗାଈର ଭାଗ୍ୟ ଖରାପ ବୋଲି ଜାଣିବାକୁ ହେବ !
@hrusikeshjena5377
@hrusikeshjena5377 Жыл бұрын
@@dsoren5218 nah, se aau vala guhal khojiba. har maniba nahin.
@bikramrekha
@bikramrekha Жыл бұрын
ମାଳି ସାହି best ହେବ
@jazzyjazz3276
@jazzyjazz3276 Жыл бұрын
😂😂
@julamallick5892
@julamallick5892 Жыл бұрын
ସିଏ ତାର ହେଲା ନି ତୋର କଉ ବାଳ ହବ 🤣🤣 ଭୁବନେଶ୍ୱର କୁ ଛାଡ଼ି ଦେ ସିଏ ଆଓ କାହା କୁ ନେଇକି ଯାଇ 🥱
@cutesabitalifestyle2157
@cutesabitalifestyle2157 Жыл бұрын
ଝିଅ ଟି ଚାକିରି କରିବାକୁ ଚାହୁଁଥିଲେ ଦୁଇ ଦୁଇ ଥର ଭୁଲ କରି ନଥାନ୍ତା ।
@ajayamallick7732
@ajayamallick7732 Жыл бұрын
ଏ ଘର ଭଲ ନ ଲାଗିଲେ ଆଉ ଗୋଟେ ଟୋକା ଦେଖି ପଳା
@kailashdash2067
@kailashdash2067 Жыл бұрын
ଝିଅ ର ଚରିତ୍ର ବହୁତ୍ ଖରାପ ।କଲିକତା ର ସୋନାଗାଛି କୁ ପଠାଇ ଦିଅ ।ତାହା ହିଁ ଠିକ୍ ସମାଧାନ ।😍😍😁
@luckybhatra6099
@luckybhatra6099 Жыл бұрын
S
@luckybhatra6099
@luckybhatra6099 Жыл бұрын
Bue🌮lb
@pabitranayak1863
@pabitranayak1863 Жыл бұрын
👏👏👏👏💯👍
@pappyscookingentertainment7917
@pappyscookingentertainment7917 Жыл бұрын
Right
@kanhahomedecorating6602
@kanhahomedecorating6602 Жыл бұрын
Right bhai
@momolove4749
@momolove4749 Жыл бұрын
ତାମାନେ ଆଶାର ଆଲୋକ ଚାହୁଁ ଛନ୍ତି ମା ବାପା ପୁଅ ଜନ୍ମ କରି ମଣିଷ କଲା ପରେ ବିନା ପରିଶ୍ରମରେ ବହୁ ସମ୍ପୁର୍ଣ୍ଣ ପୁଅ ନେଇ ମଜାରେ ରହିବ ମା ବାପା ବୃଦ୍ଧା ଶ୍ରମ ରେ କିମ୍ବା ଭିକ ମାଗି ଘରେ ଏକୁଟିଆ ପଡି ରହି ମରିବେ ଏଇଆ ଆଶାର ଆଲୋକ ସମାଜ କୁ ଶିକ୍ଷା ଆଇନ କାନୁନ ଦଉ ଛନ୍ତି।ଧୀକ ତୁମ ଆଶାର ଆଲୋକ କାର୍ଯ୍ୟ କର୍ମ କୁ ପରିବାର କୁ ଭାଂଗି ଚୁରମାର କରି ସମାଜ କୁ କଳୁଷିତ କରଛ।ତୁମ ମାନଙ୍କୁ ଧର୍ମ ସହିବ ନାହିଁ ଇଏ ହିନ୍ଦୁ ମାନଙ୍କ ସମ୍ପୁର୍ଣ୍ଣ ବିନାଶ ର ଯୋଜନା
@sujatasamal2704
@sujatasamal2704 Жыл бұрын
Right
@mitrabhanupatra8827
@mitrabhanupatra8827 Жыл бұрын
Right
@Kabaddilover872
@Kabaddilover872 Жыл бұрын
Semane kichhi jani nahanti
@anjananayak747
@anjananayak747 11 ай бұрын
ସେମିତି ଝିଅ କୁ ଆଣିବ ଯିଏ ତମ ବାପା ମା ପାଖରେ ରହିବ!ନିଜ ଷ୍ଟାଣ୍ଡାର୍ଡ ରେ ବାହା ହେବ, କି ପ୍ରେମ କରିବା ଉଚିତ !
@anjananayak747
@anjananayak747 11 ай бұрын
ଧନ ଲୋଭ ରେ ନିଜର ଠାରୁ ବଡ଼ ଘରେ ପୁଅକୁ ବାହା କଲେ, ଶେଷରେ ଏମିତି ହେବ
@bijayalaxmimaharana4062
@bijayalaxmimaharana4062 Жыл бұрын
ପୁଅଟିର ପ୍ରବଳ ଦୋଷ ଅଛି, ଏଭଳି ଝିଅକୁ ବାହା ହେଇକି ଯାହା କଲା , ତାର ପରିଣାମ ଭୋଗିବାକୁ ପଡ଼ିବ। ବାପା ମା'ଙ୍କ ଆଖିରେ ଲୁହ ଦେଇକି , କିଏ କେବେବି ଖୁସିରେ ରହିପାରିନାହାନ୍ତି।
@prananathpati9976
@prananathpati9976 Жыл бұрын
ଯୋଉ ଟୋକି ବାପ ମା ର ନୁହେଁ। ସେ କାହାର ନୁହେଁ। ଏଇଟା କେତେଜଣଙ୍କୁ ଦଂଶିବ ଠିକ୍ ନାହିଁ। ୟାକୁ ବିଦା କର।
@sadhudas2758
@sadhudas2758 Жыл бұрын
ଏ ଝିଅ କାହାରି ନୁହେଁ
@KrupaPadhan-ks6pm
@KrupaPadhan-ks6pm 11 ай бұрын
ଏଇଟା ବହୁତ ଖରାପ ଡିସିଜନ ଯଦି ଏ ଝିଅ ଚାକିରି କରେ ଲେଖିରଖ ଓଟିଭି ଚେନାଲ ବାଲେ ପୁଣି କେଉଁ ପୁଅ ସାଥିରେ ପଲେଇବ
@rojalinmallick9736
@rojalinmallick9736 Жыл бұрын
ଏ ଝିଅ ବହୁତ ଖରାପ,, ୟା ଠାରୁ ଦୂରେଇକି ରୁହ 🙏🙏
@smrutiranjansahoo7935
@smrutiranjansahoo7935 Жыл бұрын
ଏ episode ସେ ପୁଅ ଦେଖିଲେ ବାଃ ବାଃ କହୁଥିବ,, କାରଣ ସେ ଧୋକା ଖାଇଛି.. ଏବେ ହସୁଥିବ ସେ ପୁଅ ଏ ଝିଅ ପାଇଁ କହୁ ଥିବ ଭଲ ହେଇଚି ନାମ ନଉଥା... 🤣
@niharkantabehera9776
@niharkantabehera9776 Жыл бұрын
Kichhu ta experience achhi bodhe 😂😂
@himanshuodisha7782
@himanshuodisha7782 Жыл бұрын
ଠିକ୍
@smrutiranjansahoo7935
@smrutiranjansahoo7935 Жыл бұрын
@@niharkantabehera9776 experience ତ ନାହିଁ, ଏଇଟା ସ୍ୱାଭାବିକ କଥା, ତମକୁ ତମ ସ୍ତ୍ରୀ ଧୋକା ଦେଇ ଅଲଗା ପୁଅ ପାଖକୁ ଯିବ, ପରେ ସେ ଖୁସି ରେ ନ ରହିଲେ ତମେ ଭାଷା ଦେଇ କହିବ ଭଲ ହେଇଛି,,, ଏ ସମସ୍ତ ଙ୍କ ମାନସିକତା...
@ajitkumarsahu7048
@ajitkumarsahu7048 Жыл бұрын
@@smrutiranjansahoo7935 ri8... Wa
@puspanjaliswain6497
@puspanjaliswain6497 Жыл бұрын
Right
@bansidharpanda6008
@bansidharpanda6008 Жыл бұрын
ଏ ଝିଅ କୁ ଟିକେ ବି ବିଶ୍ବାସ କରିବା ଭୂଲ
@pintusahoo3894
@pintusahoo3894 11 ай бұрын
Right
@rajadalei6516
@rajadalei6516 Жыл бұрын
ଝିଅ ପାଇଁ ଆଇନି ଅଛି ପୁଅ ପାଇଁ ଆଇନି ନାହିଁ
@subalsuria
@subalsuria 9 ай бұрын
modern case yas
@prasannakumarmaharana3997
@prasannakumarmaharana3997 Жыл бұрын
ବାହାଝିଅଟା । ଆଉ କେମିତି ବାହାଘର କରିବେ । କୋଉଠି ସିନ୍ଦୁର ପିନ୍ଧିବ
@nageshkumarpanda4982
@nageshkumarpanda4982 Жыл бұрын
ଯେତେ ଗୋରୀ ସେତେ ଷ୍ଟୋରି episode ଦେଖିଲେ ଗୀତ ମିଶିଗଲା ପରି ଲାଗୁଚି ନା।
@sign1941
@sign1941 Жыл бұрын
Gori nka story re also include chhora
@j.r.pratikroul652
@j.r.pratikroul652 Жыл бұрын
ଯୋଉ ଝିଅର ନିଜ ବାପା ମାଙ୍କ ଉପରେ ଭରସା ନାହିଁ ସେ ଝିଅକୁ କେହି ବିଶ୍ୱାସ କରିବା କଥା ନୁହଁ. ବୟସ ପୂର୍ବରୁ ଏତେ ଲୀଳା କରିଛି ସେ ଆଗକୁ ଆହୁରି କଣ କଣ କରିବ ଠିକ ନାହିଁ
@maachinmayeekalakendra8864
@maachinmayeekalakendra8864 Жыл бұрын
Right
@samatakhabara7055
@samatakhabara7055 Жыл бұрын
ବିବାହ ନ ହୋଇ ପ୍ରତିମା ସିନ୍ଦୁରପିନ୍ଧିଛନ୍ତି କାହା ପାଇଁ? ଏହା କଣ ଆଇନ ସମ୍ମତ କି????
@Situ..odiavlogs8295
@Situ..odiavlogs8295 Жыл бұрын
ପୁଅର ସବୁ ଭୁଲ ଝିଅ ର ନମ୍ବର ଆଣି ତା ସ୍ୱମୀ ବିରୋଧରେ କହି ତାକୁ ପଟେଇ ନେଇକି ପଳେଇଲା, ଝିଅରବି ଗଲୁହେଲା, ଇଆ କଥାରେ ପଡି ସ୍ବାମୀକି ଛାଡି ଏଆ ସାଥିରେ ଚାଲିଗଲା, ଯିଏ 2ଜଣକୁ ଛାଡିଲା ଇଆ ପରେ ସିଏ ଆଉ ଜଣକୁ ନେବ ଏଇଟା ଫାଇନାଲ
@Twins_Lifestyle
@Twins_Lifestyle Жыл бұрын
ଆପଣଙ୍କର ଏ ନିଷ୍ପତି ମୋତେ ଭଲ ଲାଗୁନି.... ଏମିତି କରି ଆପଣମାନେ ଏମିତି କରି ଝିଅ ମାନଙ୍କ ମୁହଁ ବଢ଼େଇ ଦେଉଛନ୍ତି... ଗୋଟେ ବୋଲି ପୁଅ. ଏକୁଟିଆ ବାପା ମାଆ ଘରେ
@maachinmayeekalakendra8864
@maachinmayeekalakendra8864 Жыл бұрын
Right
@aparajitakanhar5156
@aparajitakanhar5156 Жыл бұрын
Nichha mind
@rockvlog2936
@rockvlog2936 8 ай бұрын
ଥରେ ଭାବିଲାନି କାହିଁକି ବାପା ମାଙ୍କ କଥl l ଜଣେ ଵିଭାହିତା ମହିଳାଙ୍କୁ ନେଇ ପଳେଇବ ସେତେବେଳେ ଏ କଥା ମନେ ପଡିଲାନି ଘରେ ମୋର ବାପା ଅଛନ୍ତି ବୋଲି l ସେ ଝିଅ ହେଉକି ପୁଅ ବୃଦ୍ଧାବସ୍ଥା ରେ ଟିକିଏ ସାହାରା ଦରକାର l ପିଲାଙ୍କୁ ଶିକ୍ଷା ସହିତ ସଂସ୍କାର ଶିଖାନ୍ତୁ ନହେଲେ ଭବିଷ୍ୟତରେ ଏମିତିକା ଦୁଃଖ ମିଳିବ l କ୍ଷମା କରିବେ 🙏🙏🙏
@tusharranjannayak6306
@tusharranjannayak6306 Жыл бұрын
ସମ୍ପୂର୍ଣ୍ଣ ଭୁଲ ସମାଧାନ ହେଉଛି. ଏବେ ଝିଅ ତା ଘରେ ରହିବା.ବାହାଘର ପରେ ଝିଅ ତା ଶାଶୁ ଘରେ ରହିବ.ବାହାଘର ପରେ ପୁଅ ବାହରର କାମ କରିବାକୁ ଯିବା.ତା ପରେ ଯେବେ ସୁବିଧା ହେବ ସେ ଭୁବନେଶ୍ୱର ରେ ଘର କରିବ. ନ ହେଲେ ପୁନି ସେ ଝିଅ ଆଉ କାହା ସହ ପଳେଇବ.
@sukantasahu1759
@sukantasahu1759 Жыл бұрын
ବାଳ ସମାଧାନ ,ଚଢ଼ା madam ଝିଆସପୋଟ ରେ କହୁଛନ୍ତି
@parampitar_santan
@parampitar_santan Жыл бұрын
ଏଇ ଝିଅ କୁ ଜମା ନିଅନି ଇଏ ପୁଣି ପଳେଇ ଯିବ।
@akjofficial7845
@akjofficial7845 Жыл бұрын
Hmm bala bichara karuchi....Bapa maa gaon re rahibe ....pua bohu.... Sahara re rahibe.... Gopabandhu Babu is best...👍🏼👍🏼👍🏼
@sonalisethy6347
@sonalisethy6347 Жыл бұрын
ଝିଅ ହୋଉଛି ପରମ ବେଧେଇ
@music-world7825
@music-world7825 Жыл бұрын
ନିଶା ମହାରଣା କଣ କହୁଛି ସେ ଓଡିଶା Sunnyleion, ଇଏ ତ Orginal ଓଡିଶା Sunnyleion 😂
@rajeshpradhan1242
@rajeshpradhan1242 Жыл бұрын
😂😂😂
@Suneheripuja
@Suneheripuja Жыл бұрын
ବାପା ମା ଙ୍କ ଆଖିରେ ଲୁହ ଦେଲେ କେହିକଣ କେବେ ଭଲରେ ରହିପାରେ ବାପା ଙ୍କ ଆଖିରେ ଆମେ ସେତେ ବେଳେ ଲୁହ ଦେଖି ଥାଉ ଯେତେ ବେଳେ ତାଙ୍କ ଛୁଆ ଜୀବନ ରେ ସଫଳତା ପାଇଥାଏ ଆଉ ସେତେ ବେଳେ ଦେଖି ଥାଉ ଯେତେବେଳେ ତାଙ୍କୁ ଶକ୍ତ ଧକାଲଗିଥାୟେ ସେମିତି ପ୍ରତିମା ଙ୍କ ବାପା ଙ୍କୁ କଣ ଲାଗୁଥିବା ମୁଁ ବୁଝିପାରୁଛି ଝିଅ କୁ ପାଠ ସାଠ ପଢ଼େଇ ଯଦି ଝିଅ ଏମିତି କରେ ଆଉ ସେ ବାପା କଣ କରିବେ ............
@dipakkumarpradhan266
@dipakkumarpradhan266 11 ай бұрын
ଝିଅ କୁ ବେଶ୍ୟା ପଡ଼ା ପଠାଇ ଦିଆ ଯାଉ😅😅
@kedarkumar804
@kedarkumar804 4 ай бұрын
Right
@debamohanty5894
@debamohanty5894 Жыл бұрын
Mr Sukant Babu You are really the great. Your councelling so much great. Thank you so much for your best councelling . Salute to your speech and clear decision. May God bless you too
@sushantmuduli5365
@sushantmuduli5365 Жыл бұрын
ଧନ୍ୟବାଦ୍ ଆପଣଙ୍କ ଟିମ୍ କୁ ଭାଙ୍ଗିଯାଇଥିବା ସଂସାର କୁ ଯୋଡ଼ିଦେଉଛନ୍ତି ଜୟ ଜଗନ୍ନାଥ
@debendrakumarrout2300
@debendrakumarrout2300 Жыл бұрын
ଶାଶୂ ଶଶୁରଙ୍କ ସେବା ଯାହା କରିବ ଏ ଝିଅ ଜଣା ଯାଉଛି।
@sarbeswarpradhan9427
@sarbeswarpradhan9427 Жыл бұрын
ଏ ବୁଝାମଣା ରେ ମୁଁ ଏକ ମତ ନୁହେଁ, ବୋହୁ ଘରକୁ ଆସିବ ଶାଶୂ ଶଶୁର ଙ୍କ ଦେଖ ଶୁଣା କରିବ ନାଁ, ପୁଅ ସାଙ୍ଗରେ ବାହାରେ ବୁଲିବ, ତାଙ୍କ ଘରେ ପୁଣି କେହି ନାହାନ୍ତି.... ଏ ଝିଅ ଓଲେଇ ଗାଈ ଆର ଖାଲି ନୂଆ ନୂଆ ଟୋକା ଦରକାର ସେଥିପାଇଁ ଚାକିରୀ ନାଁ ରେ ବାହାରେ ରହିବାକୁ ଚାହୁଁଛି, ଜଦି ଚାକିରୀ କରିବାର ଥିଲା ତାହାଲେ ପାଠ ନପଢିକି ଆଗ ଟୋକା ସହିତ ଗଲୁ, ତାଠାରୁ ମଜା ଲୁଟିଲା ପରେ ଏକୁ, ଆ ପରେ ପୁଣି.... ହେ ପ୍ରଭୁ 🙏🏻🙏🏻🙏🏻କିନ୍ତୁ ଆପଣ ମାନେ ଉଚିତ ନ୍ୟାୟ କରିପାରିଲେ ନାହିଁ
@lipimahana8276
@lipimahana8276 Жыл бұрын
Mihir sir nku miss karuchi aji .ei episode re mihir sir thile se eithi hi mrg karei deithante.. miss u sir
@srutiranimohakudsrutiranimohak
@srutiranimohakudsrutiranimohak Жыл бұрын
Tate gehuthila
@pujaodiavlogger6569
@pujaodiavlogger6569 Жыл бұрын
@@srutiranimohakudsrutiranimohak bhai emiti kharap katha kanhiki kahucha
@dentodream7944
@dentodream7944 8 ай бұрын
​@@pujaodiavlogger6569Abhadra loka mane....
@santoshroul2587
@santoshroul2587 Жыл бұрын
ସତରେ କଣ ଏଥିରେ ମିଳାମିଶା ହେଉଛି, ନା ଦୁଇ ଚାରି ଦିନ ପରେ ଯାହା କୁ ସେଇଆ ...... ମୋତେ କାଇଁ ଲାଗୁନି 🤪
@subhalaxmibhanja5336
@subhalaxmibhanja5336 Жыл бұрын
Right
@MJBhajanSandhya
@MJBhajanSandhya 9 ай бұрын
ସବୁ ଠିକ ଅଛି ବୃଦ୍ଧା ବୟସରେ ଯଦି ବାପ ମା ଙ୍କୁ ଛାଡି ବାହାରେ ରହିବେ ତାହେଲେ ସେ ବୋହୁ ରହିକି କଣ ଲାଭ l ବାପ ମା କଣ ପିଲା ଜନ୍ମ କରି କହିଥିଲେ କି ଆମକୁ ଛାଡି ବାହାରେ ରୁହ ଏଇଟା ବଡ଼ ଭୁଲ l ସେମାନେ ବୁଢା ବୟସରେ କଣ କରିବେ ତାଙ୍କୁ କିଏ ଖାଇବାକୁ ଦେବ l
@Bkentertenment
@Bkentertenment Жыл бұрын
ଏହି ଝିଅ ଗୋଟେ ବେଧ ଗୋଟେ ବାହା ହୋଈ ପୁଣି ଗଲୁ ମାରୀ ଆଉ ଗୋଟେ ବାହା ହୋଇଛି ଏହି ବେଧ ର ସବୁ ଭୁଲ୍ କୋଉଠି ଶାନ୍ତି ରେ ରହିବନି ଏହାର ପକୃତ୍ତି ପୁଅଙ୍କ ଆଇଜି ମାପୁଛି ଏହି ବେଧେ ବୋହୁ ଟିପି ଟପ୍ କରୁ ଟୋକା ଫସାଉଛି ବଣ ଜଙ୍ଗଲ ଗହିର ବିଲ ରେ ପେଲା ଖାଇବ ବୋଲି କଲ କଲ ଶାଶୁ jaguchhi ବେଧ କାହା ସଙ୍ଗେ 3ୟ ଘଇତା କରିବା ଲକ୍ଷ୍ୟ ଧନ୍ୟ ସେ ମା ଗିହା ବାପା ମା ବେଧ ଝିଅକୁ ଧରି ଭଲେଇ ଗିହାଉଛ ମାରି ପୋତି ଦିଆ ସେ ରାଣ୍ଡି କୁ
@sagarswain6184
@sagarswain6184 Жыл бұрын
ଏ ଝିଅ ର ବଡ ବାପା ଯାହା କହୁଛନ୍ତି ଠିକ କହିଲେନି ଆଉ ଏମିତି ବୋହୂ ଯଦି job କରିବ ବୁଢା ବାପା ମା କଣ ଏମିତି କଷ୍ଟ ପାଇବେ ଆଉ ଏ ପିଲା ର ବି ଝିଅ ଉପରେ ଭରଷା ନାହିଁ ଆଉ ଏ ଝିଅ କୁ ଦେଖିଲା ପରେ ବି ମୋର ଭରଷା ପାଉନି ଆଗକୁ ଏ ଝିଅ କିଛି ବି କରିପାରେ ଭାଇ ମାନେ ଏଥିରୁ କିଛି ଶିଖ ଭାଉଜ ପ୍ରେମ ମିଠା କି ଖଟା
@rjsoy4432
@rjsoy4432 Жыл бұрын
ମୋ ଭାବନା ଟେ ସ୍ବର୍ଣ୍ଣ ଆଖ୍ୟର୍ ବ୍ୟାଖ୍ୟା କରିଦେଲ ଭାଇ
@premanandasamal3038
@premanandasamal3038 Жыл бұрын
ଚାକିରି କରିବାରେ କଣ ଭୁଲ ପୁଅ ମାନେ ଚାକିରି କରିପାରିବେ ତ ଝିଅ ମାନେ କଣ ପାଇଁ କରିବେନି
@sagarswain6184
@sagarswain6184 Жыл бұрын
@@premanandasamal3038 ଭାଈ ଝିଅ କଲେ ଚଳିବ ଇଏ ପରା ଗୋଟେ ଘରର ବୋହୂ ତା ସ୍ୱାମୀ ଶାଶୁ ଶଶୁର ନ ଚାହିଁଲେ କେମିତି କରିବ ତାଙ୍କର ବି ଗୋଟେ ଇଜତ ଅଛି ଆଉ ଗୋଟେ କଥା ଭାଈ ଆଜି କାଲି ଦୁନିଆ ଯାହା ହେଲାଣି କାହାକୁ ବାହାର କୁ ଛାଡ଼ିବା ଟା ବି ଡ଼ର
@premanandasamal3038
@premanandasamal3038 Жыл бұрын
@@sagarswain6184 ଆପଣ ଙ୍କ କଥା ରେ ମୋ ଏକ ମତ ହେଲେ ବୋହୂ ବି ଆଜିକାଲି ଚାକିରି କଲେଣି ନିଜ ଭାବିଶ୍ୱା ଦେଖିବା ଦରକାର ମୋ କହୁନି ଶାଶୁ ଶଶୁର ଙ୍କୁ ଅଣଦେଖା କରିବ ପାଇଁ ସ୍ବାମୀ ଉପରେ। ପଇସା ମାଗିବା ଅପେକ୍ଷା ନିଜେ ନିଜର independ ନ ହୁଅ
@sagarswain6184
@sagarswain6184 Жыл бұрын
@@premanandasamal3038 ଭାଈ ସ୍ୱାମୀ ଯଦି ନ ପୋଷି ପାରିବ କହିବ ଯଦି job କରିବାକୁ ଠିକ ଅଛି ତା ପରେ ସ୍ତ୍ରୀ ପଇସା ରେ ଚଳିବା ଟା ଠିକ ନୁହଁ ସ୍ତ୍ରୀ ଆଉ କେବେ ସ୍ୱାମୀ କୁ ମାନିବନି ଭାଈ ଆଗକୁ
@lilimahakud5114
@lilimahakud5114 Жыл бұрын
ଝିଅ ଯଦି ଭଲ ପାଉଛି ନିଜେ ସବୁ paristiti re adjust Kariba ଉଚିତ୍
@rameshchandrakisan7228
@rameshchandrakisan7228 10 ай бұрын
କ'ଣ ପୁରୁଣା ପ୍ରେମୀକାକୁ ଭୁଲିପାରୁନି ମୁଁ ହୋଇ ଥିଲେ ତାକୁ ସମ୍ପୁର୍ଣ୍ଣ ଛାଡ଼ି ଦେଇଥାନ୍ତି।
@kumarnirmal4510
@kumarnirmal4510 Жыл бұрын
ସିଏ ଅଧିକା ରାଗି ନୁହେଁ ତା'ର ଅଧିକା ଗଲୁ ହୋଉଛି ଏକା ଏକା ସବୁଆଡେ ଗଲେ ଗାଜର ବାଇଗଣ ନବାକୁ ହବ
@bidusnabehera1245
@bidusnabehera1245 Жыл бұрын
Bapa kete dukha sahichhanti eita bujhiba katha emiti e jhia kanhiki hauchhi loo
@ascreationsclub6908
@ascreationsclub6908 Жыл бұрын
ହେ ଭଗବାନ, ଏମାନଙ୍କ ର କେତେ ବଡ ହୁର୍ଦୟ , ଖାଲି, ଗୋଟେ ପରେ ଗୋଟେ ଏହି ଝିଅ ଭଲ ପାଉଛି
@kariamarandi9397
@kariamarandi9397 Жыл бұрын
Hrudaya bada nuhan au alaga kn bada heithiba .....
@RukshanRefrigeration
@RukshanRefrigeration Жыл бұрын
Jai Sriram
@manashnayak2794
@manashnayak2794 7 ай бұрын
ଶେ ଝିଅ ର ଗଲୁଦୁଷ ଫୁଲୁ ଆରେ ଝିଅ ଶାଶୁ ଘର ସ୍ୱର୍ଗ ଶେ ମାଳଗୁହାଳ ହଉ କି ଗାଉଲି ଜାଗା ହଉ ତୁ କହିବୁ ମୁଁ ଟାଉନୁ ରେ ରହିବି ତୋର ସବୁ ଭୁଲୁ
@raghunathswain7584
@raghunathswain7584 Жыл бұрын
ଏ ଝିଅ ବହୁତ୍ ଖରାପ ଚରିତ୍ର ଭଲ ନାହିଁ ଏମିତି ଝିଅକୁ ଦୁରୁ ଜୁହାର
@anjananayak747
@anjananayak747 11 ай бұрын
ସେ ପୁଆଟା କାହିଁକି ତାକୁ ନ୍ଵଉଥିଲା କି
@jayjagannatha6857
@jayjagannatha6857 7 ай бұрын
​@@anjananayak747gehnibaku
@dibyanjayanayak8202
@dibyanjayanayak8202 Жыл бұрын
ଏ ଶଳା ମୋବାଇଲ ପାଇଁ ସବୁ ନାଟ ଲାଗିଛି
@mstylishlybabu1896
@mstylishlybabu1896 Жыл бұрын
ୟେ ଶଳା ଝିଅ ମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ହେଲା ଏମାନେ ଶାଶୁ ଶଶୁରଙ୍କ ପାଖରେ ସାଥୀ ହୋଇ ରହିବାକୁ ଚାହୁଁ ନାହାଁନ୍ତି କି ଘର ର କିଛି କାମ କରିବାକୁ ରାଜି ନୁହଁନ୍ତି!! ବାହାରେ ରହିବେ ହଜାରେ ଟୋକା ଙ୍କ ଶହ ମରେଇ ହେବେ ହୋଟେଲ ରେ ଖାଇବେ marcket ପାର୍କ ବୁଲିବେ ଏହି ହେଲା ଏମାନଙ୍କ ଉଦ୍ଦେଶ୍ୟ!!
@srijaganath
@srijaganath 10 ай бұрын
ଆଜି ର ଯୁବକ ଯୁବତୀ ମାନେ ବାଟ ବଣା ହେବାର ମୁଖ୍ୟ କାରଣ ଗୁରୁଜନଙ୍କ କଥା ନମାନିବା
@santoshichinara750
@santoshichinara750 Жыл бұрын
Sukant sir gote request jaha decision nauchanti tike bhabiki niantu aei budha budhi baysa re semane eka rahine tankara bi kichi asa achi gote pua ku ta maa bapa tharu alaga karantuni
@bharatjena4274
@bharatjena4274 Жыл бұрын
ଏ episode ରେ ପ୍ରମିଳା ମା+ ମିହିର୍ ଦାସ+ ଗୋପବନ୍ଧୁ ସାର୍ ଥିଲେ ବହୁତ୍ ମଜା ଲାଗନ୍ତା 😆😆😆
@starjyotsna
@starjyotsna Жыл бұрын
Exactly
@khattameetha3776
@khattameetha3776 Жыл бұрын
ସତ କଥା
@susilasahoo8829
@susilasahoo8829 Жыл бұрын
​@@starjyotsna 😅
@parshurampradhan9595
@parshurampradhan9595 Жыл бұрын
Satha Katha bhai❤
@sarojinipattnayak4703
@sarojinipattnayak4703 Жыл бұрын
@Baldeaglegaming007
@Baldeaglegaming007 11 ай бұрын
First madam କେତେ ବଢିଆ କଥା କହିଲେ ଛୋଟ ପିଲାଟା ଜଣକ ସାଙ୍ଗରେ crush ହେଇଗଲା ତେବେ ତା ସାଙ୍ଗରେ ପଳେଇଲା ପୁଣି ସେଠି ଜାଣିପାଇଲା ଯେ ଭଲ ପାଇବା ନାଇଁ What a joke😂 ବିନା ଭଲ ପାଇବାରେ ପଳେଇଲା ଆଉ ଏତେ ଦିନ ତା ସାଙ୍ଗରେ ଶୋଇଲା ପରେ ଦିନେ ଜଣା ପଡିଲା ଭଲ ପାଇବା ନାଇଁ ଏ ଝିଅ ଛୋଟ ପିଲା ନୁହଁ ପୁରା ଗଲେଇ ଟା
@sasmitamohanty8943
@sasmitamohanty8943 7 ай бұрын
ଝିଅ ବହୁତ୍ ବଦମାସ୍
@prasanprusty7160
@prasanprusty7160 9 ай бұрын
Great sasu swasura..
@lijasahoo3451
@lijasahoo3451 Жыл бұрын
Mu janibare pua ra bapa ghare rahibaku kahibara karana se jhia gote jagaru swami chhadi aasi6i se puni au kaha Saha paleiba sethipain mana karu6nty
@ashit6142
@ashit6142 Жыл бұрын
Namrata madam SABU bele one side support karuchanti
@rajkishordas8389
@rajkishordas8389 8 ай бұрын
ସେ ଝିଅ ଖୁସିରେ ରହି ପାରିବନି ବାପା ଙ୍କ ଆଖିରେ ଲୁହ ଦେଇଛି
@mamatapradhan5584
@mamatapradhan5584 8 ай бұрын
Thiki Katha kahile apana
@sushantmuduli5365
@sushantmuduli5365 Жыл бұрын
ଆଜ୍ଞା ସମସ୍ତେ ଠିକ୍ କେବଳ ସମୟ ଦରକାର
@likughatuary3991
@likughatuary3991 Жыл бұрын
ଯୋଉ ପିଲା ନିଜ ବାପା ମା ଙ୍କ କଥାରେ ନାହାନ୍ତି ସେ କଣ କାହା କଥା ଶୁଣିବେ
@kiranbalabarik7887
@kiranbalabarik7887 8 ай бұрын
Ethire pua ra dosa nahi se bahut kind hearted au soft hearted laguchi , a Jia bahut badamas
@manaspatrakdp3826
@manaspatrakdp3826 8 ай бұрын
ଏମିତି ଝିଅ କୁ ମାଳିସାହି ହେଉଛି ତାର ପ୍ରକୃତ ଜାଗା । ଉଭୟ ପରିବାର କେବଳ ଏ ଝିଅ ପାଇଁ ହୋଇରାଣ ହୋଇଛନ୍ତି।
@ascreationsclub6908
@ascreationsclub6908 Жыл бұрын
ସବୁ ସେଇ କଣା ପାଗଳ 🤣
@luckycreation8572
@luckycreation8572 Жыл бұрын
ଝିଅ ଯାହା କହିବ ଠିକ ବାଃ ବାଃ ରେ ଭଲ ନ୍ୟାୟ 🤣🤣🤣🤣
@iswarchandraswain8462
@iswarchandraswain8462 Жыл бұрын
bass
@Boudh.Toka_Dillip
@Boudh.Toka_Dillip Жыл бұрын
Bala niya eita bhul ku support dia haichi
@TapasBabuChannel
@TapasBabuChannel 9 ай бұрын
ଏ ବେଶ୍ୟା ଝିଅ ଏମିତି ଚାକିରି ନା ରେ 100 ଘଇତା କରିବ।
@MrJituVlogs143
@MrJituVlogs143 8 ай бұрын
​@@TapasBabuChannelRight 👍👍
@jaysanatan6012
@jaysanatan6012 4 ай бұрын
Ei sabha nyay thik kalani
@Aru........9348
@Aru........9348 8 ай бұрын
ମତେ ଲାଗୁଛି ଝିଆଟା ବାଜ୍ୟ ପିଲାଟା ବାପା ମାଙ୍କ କଥା ନ ମାନିଲେ ଏମିତି ହୁଏ
@suchismitanaik2261
@suchismitanaik2261 8 ай бұрын
ସାର୍ ତା ମାନେ ଆପଣ କହୁଛନ୍ତି ମା ବାପାଙ୍କ ପାଖରୁ ଦୂରେଇ କି ରୁହନ୍ତୁ ତା ହେଲେ ମା ବାପା କଣ ପାଇଁ ପିଲା ଜନ୍ମ କରି ଥାଏ
@indianvillageculture5445
@indianvillageculture5445 Жыл бұрын
କେତେ ମହିୟାଶୀ ମହିଳା , ସ୍ୱାମୀ ଥାଇ ଆଉଜନକ ସହିତ। କି ଯୁଗ ହେଲାଣି ରେ ଭାଇ। ଦେଖିବାକୁ ଏତେ ସୁନ୍ଦର ହେଲେ ଭିତରେ ଏତେ କଳା
@jaganaik5500
@jaganaik5500 Жыл бұрын
ସେମାନେ ଦୁଇ ଜଣ ଯଦି ବାହା ହେଇଗଲେ କଣ ସବୁ ସମସ୍ୟାର ସମାଧାନ ହେଇଯିବ ? ଆହୁରି ସମସ୍ୟା ଜଟିଳ ହେଇଯିବ sir । ତେଣୁ ଝିଅ କୁ ତା ବାଟରେ ଯିବାକୁ ଦିଅ। ଯଦି ସେ ଆଉ କାହା ସହ ପଳେଇଲା ତେବେ ପୁଅ ଆଉ ଗୋଟେ ସୁନ୍ଦର ଗାଁ ଝିଅ ସହ ବାହା ହେଇଯିବ । ଯିଏ କି ତାଙ୍କ family ସହ ମିଶିକି ରହିପରୁଥିବ ।🙏🙏🙏
@barsha-dy3gv
@barsha-dy3gv 9 ай бұрын
ସେ ଝିଅ ବାହା ହୋଇନି ଏବେଠୁ ସେ ପ୍ଳାନିଙ୍ଗ କରିଲାନି ଯେ ଆମେ ଅଲଗା ରହିବାକୁ ସେଇଟା ଠିକ ନୁହେଁ sir ସେ ଝିଅର ମୁହଁ ବଢ଼େଇ ଦଉଛନ୍ତି ଆହୁରି ଗୋଟେ ନୂଆ ଭୁଲ କାମ କରିବ ସେତେବେଳେ ନେଳି ଗୁଡ କହୁଣିକୁ ବୋହି ଯାଇଥିବ ସେ ଝିଅ ମଣିଷକୁ ମଣିଷ ବୋଲି ଖାତିର କରିବନି ଯେହେତୁ ସେ ଏବେଠୁ ତାର ଝଲକ ଦେଖେଇ ସାରିଲାଣି ସେତେବେଳକୁ ଆଉ କିଛି ନଥିବ sir ଜଉଟା ନ୍ୟାୟ କଥା ସେଇଟା କୁହନ୍ତୁ ସେ ଝିଅ ଏତିକି କହି ପାରିଲକି ଯେ ତମେ ଯାଅ କାମକୁ ମୁ ମୋ ଶାଶୁ ଆଉ ଶଶୁର ର ଦେଖା ଶୁଣା କରିବି ଏତିକି ସେ ଝିଅ ଜଦି କହି ଥାନ୍ତା ସେ ଶାଶୁ ଵା ଶଶୁର ମନ ଖୁସି ହୋଇ ଥାନ୍ତା ଆଉ କହି ଥାନ୍ତା ନା ବହୁ ଜା ପୁଅ ପାଖରେ ରହିକି କାମ କରିବୁ ଶାଶୁ ଆଉ ଶଶୁର ର ମନ ଖୁସି ଜଦି ସେ ଝିଅ କରିବ ଦେଖିବ sir ସେ ଝିଅ ସେ ଘରେ ବହୁ ନୁହେଁ ଝିଅ ହୋଇ ରହିବ ସେଇ ଶାଶୁ ଆଉ ଶଶୁର କହିବେ ମୋ ବହୁ ଯାହା କହୁଛି ଠିକ ସେ ତାର ଭବିଷ୍ୟତ ଚିନ୍ତା କରୁଛି ସେ ଠିକ କରୁଛି କିନ୍ତୁ ସେ ଅସୁ ଅସୁ ତାର ଆକଟିଙ୍ଗ ଦେଖେଇ ଦେଲା ସେ ଝିଅ ଏଠି ଗୋପବନ୍ଧୁ sir ଥିଲେ ସେ ତାଙ୍କ ରା଼ୟ ଠିକ ହୋଇଥାନ୍ତା ତା ସ୍ଵାମୀ ଜଦି ଚାହୁଁନି ଯେ ତାର ସ୍ତ୍ରୀ ଯାଇକି କଉଠି କାମ କରୁ ଆଉ ସେ ଝିଅ କଣ ପାଈଁ ବାଧ୍ୟ୍ୟ କରୁଛି ତାଙ୍କର ଯେତେବେଳେ ଆଦୁଵିଧା ହେବ ତାର ସ୍ଵାମୀ ନିଜେ କହିବ ଯେ ତମେ ବି job କର ବର୍ତମାନ କଣ ପାଈଁ ଝିଅ କହୁଛି ଟିକେ ଚିନ୍ତା କର sir ଆହୁରି ସେ ଝିଅ କହୁଛି ଯେ ତମେ ଅଲଗା ଜାଗାରେ କାମ କର ଆଉ ମୁ ଆଉ ଗୋଟେ ଜାଗାରେ କାମ କରିବି ଆଉ 7ଦିନରେ ଥରେ ମୋ ପାଖକୁ ଆସିବ ସେଇଟା କଣ ଠିକ କଥାକି sir ସେ ଝିଅର ଗୋଟେ ପ୍ଳାନିଙ୍ଗ ଯାହାଦ୍ୱାରା ସେ ଝିଅ ନିଜ ଇଛାରେ free mind ରେ କାହା ସହିତ କଥା ହୋଇ ପାରିବ ନା ସ୍ଵାମୀ ଜାଣିବ ନା ଶାଶୁ ଶଶୁର ଜାଣିବେ କହିବା ପାଈଁ ତା ପାଖରେ କେହି ନଥିବେ ପୁରା ବିନ୍ଦାସ ରେ କଥା ହେବ ସେ ଝିଅ ଆଉ ସବୁ ପ୍ଳାନିଙ୍ଗ ତାର ସ୍ଵାମୀ ଜାଣିଛି ବୋଲି ତାକୁ ମନା କରୁଛି ଯେ ଏବେ ସିଏ job ନ କରୁ ବୋଲି ତାର ଚରିତ୍ର ଉପରେ ସନ୍ଧେହ ଅଛି ବୋଲି ସେ ମନା କରୁଛି ତା ସ୍ଵାମୀ ଏବେ ବୁଝି ହେଲା
@artistsgamingff7926
@artistsgamingff7926 9 ай бұрын
ଝିଅ ଟିକେ କଣ ଅଧିକା ଭୁଲ ଅଛି ଶାଶୁଘର ତୋର ବାପ ଘର ନୁହେଁ ଟିକ ଟିକ ନିଶା ଘରିଛି
Jibana Do Chhakire Ashara Alok Ep 390   18 NOV 2023
44:58
wow so cute 🥰
00:20
dednahype
Рет қаралды 28 МЛН
SPILLED CHOCKY MILK PRANK ON BROTHER 😂 #shorts
00:12
Savage Vlogs
Рет қаралды 48 МЛН
Exclusive Interview With Aparajita Mohanty
27:29
Kanak News
Рет қаралды 936 М.
Jibana Do Chhakire Ashara Alok Ep 380  09 SEPT 2023
44:21
Srimati Bhagyabati: Tripura Mishra Wife Of Sriram Panda
29:07
Kanak News
Рет қаралды 793 М.
Jibana Do Chhakire Ashara Alok Ep 364   06 MAY 2023
45:19
Jibana Do Chhakire Ashara Alok Ep 346
44:25
OTV
Рет қаралды 1,3 МЛН
Jibana Do Chhakire Ashara Alok Ep 384  07 OCT 2023
44:01
OTV
Рет қаралды 1,2 МЛН
wow so cute 🥰
00:20
dednahype
Рет қаралды 28 МЛН