No video

ଜିତିବାର ବଣଭୋଜି❗କାହିଁକି ଜନଜାତି ଖୁସ୍❓

  Рет қаралды 129,480

Charigarh Vlogs

Charigarh Vlogs

3 ай бұрын

Welcome to fresh new vlog , in this video we are showing you a tribal village, it comes under Kendujhar district Telkoi block Karamangi panchayat Aluni Village and there is celebrated winning moment of local competition by Villagers with their relatives and guest. There is no road, no drinking water, only thatched house are here. Which is surrounded by mountains and dense forest . maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #ground zero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #similipal #video #odisha #odiavideo #odushavillagelife #mountainlifestyle #wildanimals #wildlife #santalivideo #foodmaking

Пікірлер: 86
@prasantapattanaik862
@prasantapattanaik862 3 ай бұрын
ଜଗଲ ପରିବେଷ୍ଟିତ ଗାଁ।ଖୁବ୍ ସୁନ୍ଦର। ଏମାନଙ୍କର ଘରଦ୍ଵାର,ଚଳଣି , ଭୋଜିଭାତ ଓ କୁଣିଆ ଚର୍ଚ୍ଚା ଭଲ ଲାଗିଲା।ଯେତେ ଜଣ ହେଲେ ବି ଚିନ୍ତା ନାହିଁ ସେମାନଙ୍କର। ଆଦିବାସୀମାନେ ହୃଦୟରୁ କୁଣିଆ ଚର୍ଚ୍ଚା କରନ୍ତି।ଥିଲା ବାଲା ପରି ଉପର ଠାଉରିଆ ଦେଖେଇ ହୁଅନ୍ତିନି। ଆଜିର ଆଧୁନିକ ଯୁଗରେ ପାଠୁଆ ଧନୀ ମାନେ ତାଂକ ସମାଜରେ ଥିଲେ ବି ଏମାନଂକୁ ଫରକ୍ ପଡ଼େ ନାହିଁ। ଏମାନେ ତାଂକର ସାମାଜିକ ପରମ୍ପରା ,ଚଳଣି ଓ ପରମ୍ପରାକୁ ନେଇ ବେଶ୍ ଖୁସି।ଥିଲା ଵାଲାର ଟିକେ ମୁହଁ ହସ ହସ ଓ ନ ଥିଲା ବାଲାର ସବୁ ପ୍ରକାର ଅସୁବିଧା ଥିବାରୁ ଟିକେ ମ୍ରିୟମାଣ ଦେଖାଯାଏ। ଏଇତ ଜୀବନର ଆଉ ଏକ ବାସ୍ତବ ରୂପ।କିଏ ବୁଝିବ?
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 ଭଗବାନ ଆପଣଙ୍କୁ ସବୁବେଳେ ଭଲରେ ଓ ସୁସ୍ଥ ରେ ରଖିଥାନ୍ତୁ ଏବଂ ଆପଣଙ୍କ ବାର୍ତ୍ତା ପଢିଲି ଯାହା କି ତାଙ୍କ ଜୀବନର ବାସ୍ତବ ନିଷ୍ଠୁର ସତ୍ୟ 🙏🙏🙏🙏🙏🙏🙏🙏
@eswarmarndicreations8719
@eswarmarndicreations8719 2 ай бұрын
Kbe time paile santali ଗାଁ ku buli aasontu Senankara life style bohut simple ଯୋଉ ସାନ୍ତାଳି ଲୋକ ମୟୂରଭଞ୍ଜ ରେ କିମ୍ବା କେଓଝର୍ ରେ ଜନ୍ମ ସେ ଗାଁକୁ କେବେ ଭୁଲି ପାରିବେ ନାହିଁ କାରଣ ଖୁସିର ଦୁନିଆ ଦେଖିଲେ ଏହି ଜାଗାରେ ଜୋହାର
@ajayakumarmohanty9582
@ajayakumarmohanty9582 3 ай бұрын
ଭୋଜି କାର୍ଯ୍ୟକ୍ରମ ର ମହୋଲ ରେ ଆପଣ ଭାଗ ନେଇ ବହୁତ ଖୁସି ଅନୁଭବ କରୁଛନ୍ତି। ଏଭଳି ପରମ୍ପରାରେ ବହୁ ସଂଖ୍ୟାରେ ଅତିଥିଙ୍କୁ ଚର୍ଚ୍ଚା କରୁଛନ୍ତି। ନିଆରା ପରମ୍ପରା ଅକ୍ଷୁର୍ଣ୍ଣ ରହିବ। ଖୁସି ଲାଗିଲା। ଧନ୍ୟବାଦ।
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏 ଆପଣ ପୂର୍ବଭଳି ମତାମତ ଓ ବାର୍ତ୍ତା ଦେଉ ନାହାନ୍ତି ଲାଗୁଛି ମୋର ଭ୍ଲଗରେ କିଛି ତ୍ରୁଟି ରହିଛି ଯାହେଉ ଆଜି ଆପଣଙ୍କ ମତାମତ ଦେଇଛନ୍ତି ଏମିତି ଆଗକୁ ଜାରି ରହିବାର ଗୁହାରି କରୁଛି🙏🙏🙏🙏🙏🙏
@sarojiniparida777
@sarojiniparida777 3 ай бұрын
You are the lucky one enjoy their function thanks for this lovely video
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏🙏 God may fullfill your dreams and share this video
@niranjanbehura5258
@niranjanbehura5258 3 ай бұрын
ଏ ମାନେ ବହୁତ୍ ସରଳ ମଣିଷ ଏ ମାନେ ଆମ ଠୁ ଭଲରେ ଅଛନ୍ତି
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏 ଆଜ୍ଞା ଠିକ୍ କହିଲେ and share this video and subscribe this channel
@brahmanandabehera5652
@brahmanandabehera5652 3 ай бұрын
BHAI JAY JAGANATH AATI SUNDAR VLOG
@HemantaMunda-ns4rb
@HemantaMunda-ns4rb 3 ай бұрын
ML ବେଦବ୍ୟାସ ଏବଂ ପ୍ରେମାନନ୍ଦ ଥିଲେ ଅଲୁଣି କଣ ସାରା ବିଶ୍ବରେ ଏକ ନମ୍ବର ପକା ରାସ୍ତା ଏବଂ ବିଜୁଳି ଶକ୍ତି ମିଳିବ BJD ଧନ୍ୟବାଦ୍
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 share this video and subscribe this channel
@sumanta675
@sumanta675 2 ай бұрын
Nice video
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏🙏 share this video and subscribe this channel 🙏🙏🙏🙏
@sarojpatrasarojpatra8851
@sarojpatrasarojpatra8851 3 ай бұрын
Super bhai
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 share this video and subscribe this channel
@UPALBAHAProduction
@UPALBAHAProduction 3 ай бұрын
Very nice ❤️
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 share this video and subscribe this channel
@yoursomu2343
@yoursomu2343 3 ай бұрын
ଭାଇ ତମ ଭିଡ଼ିଓ ନ ଦେଖିଲେ ମୋର ଭାତ ଟା ହଜମ୍ ହୁଏନି ସତ କଥା ମତେ ବହୁତ୍ ଭଲ ଲାଗେ ଆପଣଙ୍କ ଭିଡ଼ିଓ
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 ଭଗବାନ ଆପଣଙ୍କର ସମସ୍ତ ଆଶା ପୂରଣ କରନ୍ତୁ ଓ ଭିଡିଓରେ ଏମିତି କମେଣ୍ଟ କରୁଥାନ୍ତୁ and share this video and subscribe this channel
@PutuluSethy
@PutuluSethy 3 ай бұрын
Tasty food 🎉🎉🎉good vlogs🎉🎉🎉🎉🎉
@Raimuni-gm4bh
@Raimuni-gm4bh 3 ай бұрын
Awesome vlog
@Pramoddas-cr8id
@Pramoddas-cr8id 3 ай бұрын
Katha kahiba style tumar bahut badhia.keep it up.
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏 ଆଜ୍ଞା share this video and subscribe this channel
@sahebhembram8088
@sahebhembram8088 3 ай бұрын
ଆଦିବାସୀମାନେ ରହୁଥିବା ଗାଁରେ ଭରପୁର ଜଙ୍ଗଲ ଅଛି ସାଧାରଣ ଜାତିର ଲୋକମାନେ ରହୁଥିବା ଗାଁରେ ଜଙ୍ଗଲ ନାହିଁ କହିଁକି ତଥାପି ଆମକୁ ଦୋଷ ଦିଆଯାଉଛି ଆଦିବାସୀ ମାନେ ବଣ ଜଙ୍ଗଲ ସଫା କରୁଛନ୍ତି ବୋଲି
@MR_K_T_BOY
@MR_K_T_BOY 3 ай бұрын
Sotore Odisa ro Culture bhari niara ❤
@SahadebmajhiSahadebmajhi-fk8hv
@SahadebmajhiSahadebmajhi-fk8hv 3 ай бұрын
Bahut sundar vdo
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏🙏 share this video and subscribe this channel
@ramachandratudu4941
@ramachandratudu4941 2 ай бұрын
bandhu milan bahut sunder❤❤❤
@user-ne2zz2vj8q
@user-ne2zz2vj8q 3 ай бұрын
Vai bahut vala lagila
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏 share this video and subscribe this channel
@biswambargond2731
@biswambargond2731 3 ай бұрын
ଭାଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକ ପୂଜାରିବରଣ୍ଡୀ ଗ୍ରାମ ରେ ଆଦିବାସୀ ଜନଜାତିଙ୍କ ଇଷ୍ଟ ଦେବୀ ମାଁ ପେଣ୍ଡ୍ରାଣୀ ଙ୍କ ଯାତ୍ରା ଜୁନ ମାସ ରେ ଅନୁଷ୍ଠିତ ହେବାକୁ ଯାଉଅଛି ଆପଣ ହେଇ ଯାତ୍ରା ରେ ଜଗ ଦେବେ ନମସ୍କାର 🙏🙏🙏
@samirlenka5962
@samirlenka5962 Ай бұрын
Loveyou bhai
@BenudharMajhi-oj2dd
@BenudharMajhi-oj2dd 3 ай бұрын
Sufficient hue nahin
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 ଆଜ୍ଞା ଚଳିବ and share this video and subscribe this channel
@anselmadhu
@anselmadhu 3 ай бұрын
Super vlog
@JayjagannathOfficial-kt5we
@JayjagannathOfficial-kt5we 3 ай бұрын
ଆପଣ ମୟୁରଭଞ୍ଜ ଥରେ ଆସନ୍ତୁ ଅହି ପର୍ବ ରେ
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 7735665773 call karantu and share this video and subscribe this channel
@BasantaBisoyi-mt5oo
@BasantaBisoyi-mt5oo 2 ай бұрын
Jay Jagannath Jay odisha 🎉🎉🎉🎉🎉
@GalangGulachi548
@GalangGulachi548 2 ай бұрын
Nice vlog
@CharigarhVlogs1614
@CharigarhVlogs1614 2 ай бұрын
👏👏👏👏👏👏share this video and subscribe this channel 👏👏👏👏
@barsharani9200
@barsharani9200 3 ай бұрын
Mast mast
@dipubikerspoint3979
@dipubikerspoint3979 3 ай бұрын
I love my odisha
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 share this video and subscribe this channel
@SanjibMallick-hf4ft
@SanjibMallick-hf4ft 3 ай бұрын
Veer.naci.villge❤❤❤❤❤❤
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏 share this video and subscribe this channel
@achyutaparida9125
@achyutaparida9125 2 ай бұрын
Good
@tudurushika844
@tudurushika844 3 ай бұрын
Mulo basi adibasi ❤
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏 share this video and subscribe this channel
@sagramhansdah2077
@sagramhansdah2077 3 ай бұрын
ଭାଇ ଏଇଟା ଭୋଟ ଭୋଜି ନୁହେଁ ଆପଣ ଭୁଲ୍ ଲେଖିଛନ୍ତି
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 ଆଜ୍ଞ ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି and share this video and subscribe this channel
@sadanandabarik5722
@sadanandabarik5722 3 ай бұрын
Jana jati ra atithi devo bhav niti. Ethipain aama Sanskriti mahan. Jai Hindu Rashtra.
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 share this video
@Ramesh-mi9mq
@Ramesh-mi9mq 3 ай бұрын
ଏ ଭାଇ କେଉଁ ଜିଲ୍ଲା ର
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 ଆଜ୍ଞା କେନ୍ଦୁଝର ଜିଲ୍ଲାର ଏବଂ share this video and subscribe this channel
@rajatbehera5528
@rajatbehera5528 2 ай бұрын
Keoujhar
@paramananddad165
@paramananddad165 3 ай бұрын
ଆପଣ ଗୋଟ କ୍ୟାପ ଲଗନ୍ତୁ
@RAMA854
@RAMA854 3 ай бұрын
Bhai apon janoti santal community Loko Odisha, Jharkhand,West Bengal,Bihar,Assam, Arunachal Pradesh,Nepal,Bangladesh and other country rebi ochanty tnhx bhai
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 share this video and subscribe this channel
@SatrughanNayak-qf1rt
@SatrughanNayak-qf1rt 3 ай бұрын
ମହଳୀୟା ଖାଇବାରେ ଓଡ଼ିଶା ଏକ ନମ୍ୱର୍, ଭାତ ଗଣ୍ଡେ ଖାଇବା ପାଇଁ ଓଡ଼ିଶାକୁ ପଚିଶ ବର୍ଷ ବନ୍ଧା ପକେଇଲଣି
@sanjaya6691
@sanjaya6691 3 ай бұрын
Helo
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏 share this video and subscribe this channel
@chandanhansdah1313
@chandanhansdah1313 2 ай бұрын
Election Vijay utsav nuhein aita prize khia program
@CharigarhVlogs1614
@CharigarhVlogs1614 2 ай бұрын
🙏🙏🙏🙏🙏 ଆଜ୍ଞା ଆପଣଙ୍କ ମତାମତ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି ଏବଂ share this video and subscribe this channel 🙏🙏🙏🙏
@jaduhemram9930
@jaduhemram9930 3 ай бұрын
world re besi santal tribal community adhika achhanti.
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏 ଆଜ୍ଞା ଆପଣଙ୍କର ସୂଚନା ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି🙏🙏🙏🙏🙏
@madhusudan8249
@madhusudan8249 2 ай бұрын
Kenu Khushi Re Bhoji Bhata, Mane Heauchhi Vote Paane Bhoji Chalichhi Mane hue
@mdmonumia7191
@mdmonumia7191 2 ай бұрын
এ ভাষাটিতে বাংলা সংমিশ্রত আছে।ভাষাটি কোন ভাষা?
@bikashbeshra1242
@bikashbeshra1242 3 ай бұрын
Bhai welcome to you kjr baldapal 17.05.2024 sem travel
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏🙏🙏🙏 ଦୟାକରି 7735665773 ରେ କଲ କରନ୍ତୁ and share this video and subscribe this channel
@jaduhemram9930
@jaduhemram9930 3 ай бұрын
sabuthi ei nabin sarkar tribal ganku developement karunahanti. eparyanta electrification heini.
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏 share this video and subscribe this channel
@J.M.Production-xi3pw
@J.M.Production-xi3pw 3 ай бұрын
Bhai aama gaaku asibena Vlog video baneiba pai
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏 7735665773 call କରନ୍ତୁ ଦୟାକରି
@user-cb8hs4di7v
@user-cb8hs4di7v 3 ай бұрын
ଓଡ଼ିଶାରେ ପୁଣି ତାଙ୍କର ଆମର....ବୁଝି ହେଲା ନାହିଁ
@jaduhemram9930
@jaduhemram9930 3 ай бұрын
santal culture research karantu janibe santal tribe culture Kan.
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏 ଆଜ୍ଞା ମତାମତ ପାଇଁ ଧନ୍ୟବାଦ and share this video and subscribe this channel
@jaduhemram9930
@jaduhemram9930 3 ай бұрын
santal culture sabuthu niaraa.
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏🙏🙏🙏 ଆଜ୍ଞା ଠିକ୍ କହିଲେ and share this video and subscribe this channel
@J.M.Production-xi3pw
@J.M.Production-xi3pw 3 ай бұрын
25/5/2024 Marrege dy bhai
@CharigarhVlogs1614
@CharigarhVlogs1614 3 ай бұрын
🙏🙏🙏 7735665773 ଫୋନ କରନ୍ତୁ ଦୟାକରି and share this video and subscribe this channel
@CharigarhVlogs1614
@CharigarhVlogs1614 3 ай бұрын
ଫୋନ କରନ୍ତୁ
@ManitaBhatra-wr6wo
@ManitaBhatra-wr6wo 3 ай бұрын
Chi chi BJD
@Raimuni-gm4bh
@Raimuni-gm4bh 3 ай бұрын
Awesome vlog
@kunimabadanayak2891
@kunimabadanayak2891 2 ай бұрын
Super vlog
@Raimuni-gm4bh
@Raimuni-gm4bh 3 ай бұрын
Awesome vlog
Why Is He Unhappy…?
00:26
Alan Chikin Chow
Рет қаралды 99 МЛН
لااا! هذه البرتقالة مزعجة جدًا #قصير
00:15
One More Arabic
Рет қаралды 50 МЛН
No empty
00:35
Mamasoboliha
Рет қаралды 12 МЛН
ଓଡିଶାର ନିଆରା ଜନଜାତି 🥷😱
28:19
Traveller Papu
Рет қаралды 74 М.
Why Is He Unhappy…?
00:26
Alan Chikin Chow
Рет қаралды 99 МЛН