କ'ଣ ପାଇଁ ପରକୀୟା ପ୍ରୀତି ସବୁଦିନ ରହିବ, ବୁଝାଇଲେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ

  Рет қаралды 160,992

Prameya News7

Prameya News7

2 жыл бұрын

କ'ଣ ପାଇଁ ପରକୀୟା ପ୍ରୀତି ସବୁଦିନ ରହିବ, ବୁଝାଇଲେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ।
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews7.com/
KZfaq: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
SARPANCHA BABU SABADHAN • SARPANCHA BABU SABADHA...
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Nua Jibana Nua Asha : • Nua Jibana Nua Asha | ...
No Tension: FUNNY Interviews: • No Tension: Exclusive ...
Face To Face: • Face To Face

Пікірлер: 215
@jagabalia8481
@jagabalia8481 2 жыл бұрын
ସତରେ ମଣିଷ ଆଉ ମଣିଷ ହୋଇ ନାହିଁ, କାରଣ ସଂଯମତା ନାମକ ଯେଉଁ ଅଙ୍କୁଶ ଥିଲା ସମାଜ କୁ ତଥା ନିଜ ଶରୀର କୁ ସୁଦୃଢ଼ କରିବା ପାଇଁ ତାକୁ ଆବଶ୍ୟକତା ନାଁ ରେ ଆଇନ୍ ବାହାର କରି କେବଳ ପରିବାର ଭାଙ୍ଗିବା କାମ କରାଯାଉଛି।। ଜୟ ଜଗନ୍ନାଥ।।
@taraprasadgouda3839
@taraprasadgouda3839 2 жыл бұрын
perfect
@sankharmajhi45
@sankharmajhi45 Жыл бұрын
Right
@kalyankumarlenka6606
@kalyankumarlenka6606 2 жыл бұрын
ଓକିଲ sir ଜୁହାର appn କୁ। ରଥ ଯାତ୍ରା ର ଶୁଭ ଅଭିନନ୍ଦନ ଆପଣ ରାଇଟ ଗୁରୁତର କଥା ଟି କହିଚନ୍ତି ଜୟ ଜଗନ୍ନାଥ
@suryasadhika4157
@suryasadhika4157 2 жыл бұрын
ଆଗରୁ ଥିଲା ମାର୍ଗ ଦର୍ଶନ । ଏବେ ହେଲା ମାଙ୍ଗ ଦର୍ଶନ । ମାନେ ମାଅଙ୍ଗ ଦର୍ଶନ ।ମାର୍ଗ ଦର୍ଶନ ଡୁବିଲା ବ୍ରହ୍ମଚର୍ଯ୍ୟ ଆଶ୍ରମର ଶିକ୍ଷା ଡୁବିଲା । ଏ ନ୍ୟାୟ ବ୍ୟବସ୍ଥା ବେକାର ।
@nboy9584
@nboy9584 2 жыл бұрын
ତୁମକୁ ଲୋକେ ପାଗଳ କହନ୍ତି କିନ୍ତୁ ମୁଁ ଆଜି କହୁଚି ତୁମ ହିମତ୍ କୁ ମୁଁ salute କରୁଛି i love you 😘
@amanstarcreation6437
@amanstarcreation6437 2 жыл бұрын
ଓକିଲ ବାବୁ ଆପଣ ଠିକ କହିଲେ କିନ୍ତୁ ଆପଣଙ୍କ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବ ତାହେଲେ ଆପଣ ସହିବେ ତ, ?ଏଇଟା ଆଗ କୁହନ୍ତୁ ,ଆଉ ବାକି ରହିଲା ଆମ ଆଇନ ରେ ଯେଉଁମାନେ ଏଭଳି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି ତାଙ୍କ ମଇକିଣା ମାନେ ଯଦି ଏଭଳି କିଛି କରନ୍ତି ତାହାଲେ ସେମାନଙ୍କୁ କିଛି ଝଟକା ମିଳିବ, ନହେଲେ ଏମାନେ ସୁଧୁରିବେନି,,ଯଦି କିଛି ଆଇନ ର ପରିବର୍ତ୍ତନ ଆନିବାର ଥିଲା ତାହାଲେ ଏମିତି ହେଇ ପାରିଥାନ୍ତା କି ଯେଉଁ ସ୍ତ୍ରୀ ହଉ କିମ୍ବା ପୁରୁଷ ନିଜ ବୈବାହିକ ଜୀବନ ରେ ସେମାନେ ଜଣେ ଜଣଙ୍କ ଠୁ ଶାନ୍ତି ପାଇ ପାରୁନାହାନ୍ତି ସେଇ ଜାଗାରେ ସେ କିଛି ବି ଡ଼ିସିସନ ନେଇ ପାରିବେ ଏବଂ ଆଇନ ର ବି ସହାରା ନେଇଥାନ୍ତେ, କିନ୍ତୁ ଏହା ନ କରି ଆଇନ ରେ ପାସ କରିଦେଲେ ପରକ୍ରିୟା ପ୍ରୀତି ଖରାପ ନୁହେଁ, ତେଣୁ ଏଠି ଯିଏ ନାହିଁ ସିଏ କରି ପାରିବେ ଆଉ ଲୋକମାନଙ୍କ ସାହସ ବି ବଢ଼ିଗଲା ଆଉ ଡ଼ରଭୟ ରହିଲା ନାହିଁ, ଏଇଟା କି ପ୍ରକାର ଆଇନ। ଦେଖ ଆଗକୁ ସବୁ କଣ କଣ ଘଟୁଛି🤔🤔
@ritanjalisamal8492
@ritanjalisamal8492 2 жыл бұрын
Absolutely right.Thanks a lot.
@sujitpanda1749
@sujitpanda1749 2 жыл бұрын
ଠିକ୍ କହିଛନ୍ତି ସାର୍ , ଯଦି ସର୍ବୋଚ୍ଚ ନ୍ୟାୟାଳୟ ପରକୀୟା ପ୍ରୀତିକୁ ଠିକ୍ କହେ ତେବେ ଆଉ କିଏ କଣ କରିପାରିବ ।
@sweety3616
@sweety3616 2 жыл бұрын
Sabubele b anya mananku kahiba katha nuhe etiki mane rakhantu sir Apanka katha apananku return milijaipare 😄
@amanstarcreation6437
@amanstarcreation6437 2 жыл бұрын
@@sweety3616OK
@sweety3616
@sweety3616 2 жыл бұрын
@@amanstarcreation6437 mu ta apananka kathaku suport kari rply karichhi tike coment ku bujhiki rply debe boli mu asa karuchhi
@snswain2339
@snswain2339 2 жыл бұрын
You are absolutely right. Everybody knows this but nobody thinks to prevent such things. If lawyers like you could appeal court to bring some restrictions it would be a great help for the future generations.
@srikantaharichandan1464
@srikantaharichandan1464 2 жыл бұрын
ଆମେ ଏମିତି ଗୋଟେ ଉଚ୍ଚ ନୈତିକତା ପୁର୍ଣ୍ଣ ପୃଥିବୀ ଟେ କୋଉଠୁ ପାଇବା ଯେ ସେଠି ଭୁଲ ହବନି। କାରଣ ସେ ଦିଗରେ ଆମର ସାମାନ୍ୟ ଉଦ୍ୟମ ମଧ୍ୟ ନାହିଁ। ଆପଣ ସବୁବେଳେ ଅପ୍ରିୟ ସାତ କୁହନ୍ତି
@sunlight2357
@sunlight2357 2 жыл бұрын
ଶ୍ରୀ ରାମ ଙ୍କୁ ଅନୁସରଣ କରି ଦେଶ ଯଦି ଚାଲିଥାନ୍ତ ତେବେ କିଛି ଅସୁବିଧା ନାହିଁ,କିନ୍ତୁ ଦେଶ ଆମେରିକା ଷ୍ଟାଇଲ କୁ ଅନୁସରଣ କଲେ କଣ ଘଟିବ,ଛି ଛି ଲଜ୍ୟା, ଶ୍ରୀ ରାମ ଗୋଟେ ବାହା ହେଲେ ଆମେ କାହିଁକି ଶ୍ରୀ ରାମ ଙ୍କୁ ଅନୁସରଣ ନ କରି କୋଉ ରାଜା 15 ଟା ବାହା ହେଲା ତାକୁ ଅନୁସରଣ କରିବା, ଆଉ ରାଜା ହଉଚି ରାଜା ବାହା ହେଲା 20 ଟା କିନ୍ତୁ ପ୍ରଜା ମାନେ 20 ଟା ବାହା ହଉ ନଥିଲେ , ତମେ ସବୁ କଣ ଗୋଟେ ଗୋଟେ ରାଜା ନା ପ୍ରଜା😡 ସବୁ ଗା * ଣ୍ଡି ମାରେଇବା ଯେ ଛାଡ ସେ କଥା , ଯଦି ଗୋଟେ ସ୍ତ୍ରୀ ସ୍ବାମୀ ସୁଖ ପାଉନି ତେବେ ସେ ସିଧା କହୁ ସ୍ବାମୀ କୁ ମୁଁ ସନ୍ତୁଷ୍ଟ ନୁହ କିଛି କର ,ସ୍ବାମୀ ଯଦି କିଛି ନ କରିବ ତେବେ ତମେ ଯାହା କଲେ ଚଳିବ ଏଥି ପାଇଁ ସ୍ବାମୀ ନିଜେ ଜାଣିଚି ନିଜେ ଦୁର୍ବଳ ତେଣୁ ସେ ସହମତ ହବ, ସ୍ତ୍ରୀ କିଛି ନ ଜଣେଇ କାଣ୍ଡ କଲେ ଟୁଙ୍ଗୁରୁ ବର୍ଷା ଭଳି ହବ,ସମାଜ ଜାଣିବ, ସ୍ବାମୀ ସ୍ତ୍ରୀ ଖୋଲା ଖୋଲି ଭାବରେ କୁହ ତମେ ପାରୁନ ଡକ୍ଟର ଦେଖା ନଚେତ୍ କିଛି କର
@jeeban.
@jeeban. 2 жыл бұрын
ରାମ କଣ.....ପାଇଁ ଆମେ ଯଦି କୃଷ୍ଣ ଙ୍କୁ ଅନୁସରଣ କରିବା ତାହେଲେ
@sunlight2357
@sunlight2357 2 жыл бұрын
@@jeeban. ଶ୍ରୀ ରାମ ଙ୍କୁ ଛାଡି କାହିଁକି ଶ୍ରୀ କୃଷ୍ଣ ଙ୍କୁ ଅନୁସରଣ କରିବେ ଟିକେ କୁହ , ତା ପରେ ମୁଁ କହିବି ଶ୍ରୀ କୃଷ୍ଣ ନୁହଁ ଶ୍ରୀ ରାମ ଙ୍କୁ,
@dilhaihindustani8662
@dilhaihindustani8662 2 жыл бұрын
@@jeeban. sri krishna kn pain ete kanya nku bibah karithile sastra ru se bisayare tk vala se bujha......
@XxtremeVibes
@XxtremeVibes 2 жыл бұрын
@@jeeban. Sri krushna ku kete janicha ?? Nije kichi padicha na bas TV serial dekhiki gyana asichi ?? Sri krishna is yogi and he has only one wife that is rukimini .Gopi lila is when he is 8 year old .Srikrishna left gopa pura at the age of 11.
@MadhuKumarJaal143
@MadhuKumarJaal143 Жыл бұрын
You are right ❤
@mohammedkhursidalamkhan1142
@mohammedkhursidalamkhan1142 2 жыл бұрын
ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣ ଅନ୍ୟ ସମସ୍ୟା ର ମଧ୍ୟ ଭିଡିଓ ତିଆରି କରନ୍ତୁ ବହୁତ ଉପଯୋଗୀ ହେବ ସମାଜ ପାଇଁ
@PetsloverPintu
@PetsloverPintu 2 жыл бұрын
Tripathy sir your speach is #Adorable 🙏🙏🙏
@manoramaswain7046
@manoramaswain7046 2 жыл бұрын
Very very thanks. A real advice to the society.
@shyamalmadkami9864
@shyamalmadkami9864 2 жыл бұрын
Absolutely right Sir🙏🙏🙏
@bhabanisankardas8641
@bhabanisankardas8641 2 жыл бұрын
100'/. Right👍steps should be taken for not to forward illegal msgs VDOsin the social media 🙏ଜୟ ଜଗନ୍ନାଥ 🙏
@jyotirmayeesamal774
@jyotirmayeesamal774 2 жыл бұрын
Absolutely right sir
@rinkunmohanty1613
@rinkunmohanty1613 2 жыл бұрын
Right
@rinkunmohanty1613
@rinkunmohanty1613 2 жыл бұрын
Hi
@goodfornothing4829
@goodfornothing4829 2 жыл бұрын
@@rinkunmohanty1613 kan be galu houchi ??
@anshumansahoo1005
@anshumansahoo1005 2 жыл бұрын
Absolutely right sir.👍
@chaitanyabhoi3751
@chaitanyabhoi3751 2 жыл бұрын
Thanku sir
@tapaswinisahoo5837
@tapaswinisahoo5837 2 жыл бұрын
Sir you are right 👍👍🙏🙏
@dillipkumarbiswal5917
@dillipkumarbiswal5917 2 жыл бұрын
Great you sir.absolutely right
@nhrk3894
@nhrk3894 2 жыл бұрын
ଆପଣ କୁ କିଏ କହିଲା ଏ ଭଳି ବୁଝାଇ ବାକୁ,apan ଭୁଲ ବାଟରେ ଯିବାକୁ ବାଟ ଦେଖାଉଛନ୍ତି,ସମାଜ ରେ ଲୋକମାନେ ଖରାପ କାମ କରନ୍ତୁ , ତା ମାନେ ଏଭଳି କାମ ସବୁ ଠିକ୍ ,ବୁଝିଲ sir ଏଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ,ସମାଜ ରେ ଆହୁରି ଅପରାଧ ବଢ଼ିବ
@MadhuKumarJaal143
@MadhuKumarJaal143 Жыл бұрын
You are right ❤
@sukantakumarkanharkanhar9783
@sukantakumarkanharkanhar9783 Жыл бұрын
Bahut sundar statement...I am appreciate
@hariharmohanty8551
@hariharmohanty8551 2 жыл бұрын
Great Sir
@shwetaj5495
@shwetaj5495 6 ай бұрын
Har har Mahadev Jay Maa parvati 🙏🙏🙏
@sprbhaskar22118
@sprbhaskar22118 2 жыл бұрын
Very good Sir
@kpsinghadv9798
@kpsinghadv9798 2 жыл бұрын
Thanks for discussion
@mahendrabhoibhoi9987
@mahendrabhoibhoi9987 2 жыл бұрын
Thanks sir Advise
@jayjagannath2569
@jayjagannath2569 2 жыл бұрын
Sir. U r right
@prtblogs
@prtblogs 2 жыл бұрын
Thanks🙏 for good information.
@raazsecrets
@raazsecrets 2 жыл бұрын
Well Advise 👍 Sr
@srtsahoo2862
@srtsahoo2862 2 жыл бұрын
Your correct Sir,Right massage
@sureshkumbhar5274
@sureshkumbhar5274 2 жыл бұрын
Very very important tips. We all to eyes these.
@sandhyamohapatra6271
@sandhyamohapatra6271 2 жыл бұрын
Right sir 🙏
@satishdas9756
@satishdas9756 2 жыл бұрын
Your lines is genuine and well appreciated...
@manojasahoo2442
@manojasahoo2442 2 жыл бұрын
Thank u sir
@bapumajhi7199
@bapumajhi7199 2 жыл бұрын
U r right Sir
@ketakisahu3177
@ketakisahu3177 2 жыл бұрын
Right sir 🙏🏽🙏🏽🙏🏽🙏🏽🙏🏽
@srikantapatro6946
@srikantapatro6946 2 жыл бұрын
You are absolutely right sir
@tunagochhi6050
@tunagochhi6050 2 жыл бұрын
You are right sir.
@dukhishyamsahoo9708
@dukhishyamsahoo9708 2 жыл бұрын
Right sir
@mjmanojvlogs8893
@mjmanojvlogs8893 2 жыл бұрын
You are right sir
@sushantakumar70
@sushantakumar70 2 жыл бұрын
u r right sir
@duraisingam6322
@duraisingam6322 2 жыл бұрын
Absolutely Right
@susankumarsahoo7321
@susankumarsahoo7321 2 жыл бұрын
Right thinking
@bhabanemallick1801
@bhabanemallick1801 Жыл бұрын
Wright sir
@ashokkumarprusty1157
@ashokkumarprusty1157 5 ай бұрын
Right
@p.k201
@p.k201 2 жыл бұрын
Right sir 🙏🙏
@rameswarijena7409
@rameswarijena7409 2 жыл бұрын
Vala lagila sir
@amaodishamati2021
@amaodishamati2021 2 жыл бұрын
Very nicely told you are a good human being sir
@santoshkumargouda9960
@santoshkumargouda9960 2 жыл бұрын
U r right....
@ratnakarbadra119
@ratnakarbadra119 2 жыл бұрын
bhala katha
@studytime8583
@studytime8583 2 жыл бұрын
U r right sir There is a limit for everything
@sanghamitrabehura8980
@sanghamitrabehura8980 2 жыл бұрын
Bhahut sundar cament byomakesh sir
@asutoshtripathy9089
@asutoshtripathy9089 2 жыл бұрын
U are correct sir
@naikkabiaurya7143
@naikkabiaurya7143 2 жыл бұрын
good advice
@smiletapinayak8387
@smiletapinayak8387 2 жыл бұрын
Ekdam thik katha kahichanti aagya 👍👍👍👌
@sameerkumarodiamusicvideoo
@sameerkumarodiamusicvideoo 2 жыл бұрын
All rights sir 👌
@prasantjena2876
@prasantjena2876 2 жыл бұрын
Like sir 👍👍👍👍
@mahanadmi4417
@mahanadmi4417 Жыл бұрын
Salute you for your good thinking and analysis.
@biswanathdas4906
@biswanathdas4906 2 жыл бұрын
U r 100% right sir...❤
@celebritylive7667
@celebritylive7667 2 жыл бұрын
Perfectly Genius
@sanjaybadnayak
@sanjaybadnayak 2 жыл бұрын
Fact message
@jajatikeswaripradhan3642
@jajatikeswaripradhan3642 2 жыл бұрын
thik kahuchan sir
@abofficial7634
@abofficial7634 2 жыл бұрын
ବୌଦ୍ଧିକ ଶିକ୍ଷାର ଅଭାବ ଓ ଅନୁଚିତ୍ ସଂସ୍କାର ଏଭଳି ପରିସ୍ଥିତି ସୃଷ୍ଟି କରୁଛି।
@basudevpatra1870
@basudevpatra1870 Жыл бұрын
That's great ad
@aaentertainment9228
@aaentertainment9228 2 жыл бұрын
ମୁଁ ସମ୍ପୂର୍ଣ୍ଣ ଏକମତ 👍🏻
@suchismitaashe804
@suchismitaashe804 2 жыл бұрын
right sir
@manojswain5209
@manojswain5209 2 жыл бұрын
Beautiful coverage bomyakesh tripathey
@sibununayak5439
@sibununayak5439 2 жыл бұрын
Nice voice for new social media
@shwetaj5495
@shwetaj5495 6 ай бұрын
jai shri Ram
@chandrikamurmu5159
@chandrikamurmu5159 2 жыл бұрын
Absolutely Right Sir 🙏🙏🙏
@prasantapriya8190
@prasantapriya8190 2 жыл бұрын
Sata Katha Ur no plz
@rinkunmohanty1613
@rinkunmohanty1613 2 жыл бұрын
Hi
@rinkunmohanty1613
@rinkunmohanty1613 2 жыл бұрын
Right 💯
@bibekpuhan5229
@bibekpuhan5229 2 жыл бұрын
Super bhai
@niranjanbehera6645
@niranjanbehera6645 2 жыл бұрын
Good 👍 sir
@mangalasabar7740
@mangalasabar7740 2 жыл бұрын
ମଣିଷ ପାଖରେ ଆଉ ମାନବିକତା ହିଁ ନାହିଁ
@sujatanayak684
@sujatanayak684 2 жыл бұрын
Right bro
@shwetaj5495
@shwetaj5495 6 ай бұрын
Jai shri Ram
@banditapradhan9953
@banditapradhan9953 2 жыл бұрын
Yes sir it's true..........I respect ur advice sir.........
@rinkunmohanty1613
@rinkunmohanty1613 2 жыл бұрын
Right 💯
@rinkunmohanty1613
@rinkunmohanty1613 2 жыл бұрын
Hi
@rajalaxmimallick6694
@rajalaxmimallick6694 2 жыл бұрын
👌
@babumb260
@babumb260 2 жыл бұрын
Very nice 👍
@binapanipanda1454
@binapanipanda1454 2 жыл бұрын
👍🙏
@NarendraKumar-yh5tp
@NarendraKumar-yh5tp 2 жыл бұрын
👍
@Skgbul470
@Skgbul470 2 ай бұрын
ବ୍ୟୋମକେଶ ବାବୁ କହିବା କଥା ପରକିଆ ପ୍ରୀତି ଆଗରୁ ଅଛି ,ଆଗକୁ ରହିବ ,ରହିବା ଦରକାର୍ ଯେହେତୁ ଏଇଟା ଶରୀର ପ୍ରଥମେ ପ୍ରଧାନ ଖାଦ୍ୟ ଅଗକ କୁ ତାଙ୍କର ଥାନା କୋର୍ଟ କଚେରୀ ହେବ, ଓକିଲ ମାନେ ଦୁଇ ପୋଇଶା କମାଇବେ,ମାଡ଼ି ଚାଲ,
@pratyush8961
@pratyush8961 6 ай бұрын
Genius lawyer❤
@ambedbhuyan6042
@ambedbhuyan6042 2 жыл бұрын
Nice sir. You are Right.. Thank you
@UTS8895
@UTS8895 2 жыл бұрын
sir apan emiti kichhi ଶିକ୍ଷଣୀୟ jinisa share karantu
@tapanmallik239
@tapanmallik239 2 жыл бұрын
Actually ur right sir..who will do this.. govt or public unless there is a law to crub it
@jharendrabehera7971
@jharendrabehera7971 2 жыл бұрын
Deepak Mishra created more problems or complicated in the family and also created more case in court where the problem may not be solve easily, most of poor's are facing problems but Judge sleeping comfortably.
@shibunpshibu5994
@shibunpshibu5994 Жыл бұрын
Sir nkara agnest gyana asibaku social mediare
@prasantakumarsahoo478
@prasantakumarsahoo478 2 жыл бұрын
👌👍❤🙏🙏🙏
@mohanmandal3368
@mohanmandal3368 Жыл бұрын
👌👌👌👌🙏🙏
@priyadarsinimishra6212
@priyadarsinimishra6212 2 жыл бұрын
Ek dam thik kahile sir,chua mane dekhile amiti rough language use karuchanti kn sikhibe ,tanka future kn heba
@mydiary1561
@mydiary1561 2 жыл бұрын
Bahut bhalase bujhauchanti sir.. apana emiti 24 ghanta kahile bi sunuthibi semiti mu.. 🙏🙏🙏
@tusararout284
@tusararout284 2 жыл бұрын
ok
@sankarbhabani1144
@sankarbhabani1144 2 жыл бұрын
A mananku kuhajae sir..... Jou thalire khauchha sei thalire dhuli pakouchha..chhi chhi .
@sujatamohanty6713
@sujatamohanty6713 2 жыл бұрын
Sir ଆପଣ ପୁରା ଠିକ୍ କହୁଛନ୍ତି କିନ୍ତୁ କିଏ ବୁଝିବ ସେଇଟା ହେଲା ଦୁଃଖ
@BABULA05
@BABULA05 2 жыл бұрын
ଓକିଲ sir ଆଗ ଯୁଗ ପରି ରାମ .କି ସୀତା ପରୀ ମାଁ ନାହିଁ। ହଁ ଅଛନ୍ତି 50% ମାଁ କୁ ଛାଡି ଦେଲେ ଆଉ 50% other category Women,Girl ଏହି ନର୍କ ର ଜୀବନ ବିତାଇବାକୁ ପସନ୍ଦ , କିମ୍ବା ମଜବୁରୀ ରେ ଏହି ଖରାପ ରାସ୍ତାରେ ଆପଣେଇ କରୁଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଜୀବନ ଶୈଳୀ 🙏 କ'ଣ ଘଟୁଥିବ କାହାକୁ ଜଣାନାହିଁ। ତେଣୁ ଅଧିକ comment no
@PanchananBehera-nw8cj
@PanchananBehera-nw8cj Жыл бұрын
Sir thik je chhua hela Kia neba sir
@Shkr_Bab
@Shkr_Bab Жыл бұрын
Your words are very powerful and correct
@chintamanimoharana2678
@chintamanimoharana2678 2 жыл бұрын
ବାସି ରଖିବାର ନାହିଁ କି କୁକୁର କୁ ଦାବର୍ ନାହିଁ 😁👏
@chaitanyabhoi3751
@chaitanyabhoi3751 2 жыл бұрын
ଠିକି କଥା
@simanchalajena4641
@simanchalajena4641 2 жыл бұрын
Rahibata dukha nuhe ,samaste rakhibata dukha.
@shwetaj5495
@shwetaj5495 6 ай бұрын
Jai shri JAGNNATH 🙏 brasta dhokebaaj manaka tharu rakhya karantu samastanku
@suravibehera2246
@suravibehera2246 2 жыл бұрын
Adultery is legal but it can be a ground for divorce so it is obvious that divorce lawyers will earn huge amount of revenue by legalizing adultery.. So it is not surprising if a lawyer supports the legalization of adultery..
@ramakantdash9416
@ramakantdash9416 2 жыл бұрын
Bhai sorry to say- You don't understand the basic need of a human being. .....Before giving any opinion,you must have acceptance level of views
@suravibehera2246
@suravibehera2246 2 жыл бұрын
@@ramakantdash9416 brother I understand what you want to say but everything has a limit.. Of course sex is a biological need just like food cloth and shelter.. But my point is that anything beyond limit is dangerous.. If you eat and drink according your need that is OK but if you consume accesive food that will affect your body adversely ..like wise if you don't control the sexual urge where it is necessary that it can hamper your relationship your social status and your morality level.. According to your view sex is need for human beings means both for men and women.. We respect that but we don't support adultery at any cost whether it's by a man or woman.. In morality point of view it is not fair.. Thank you 🙏
@mishrababu.7886
@mishrababu.7886 2 жыл бұрын
@@suravibehera2246 you're so much right bro...it is absolutely wrong to cheat your partner...but SC's judgement towards legalizing this is only for the person itself...and depends upon themselves that they do or don't do the thing...the law is for the people who slangs them who do external affairs...it not should be done...they are upon themselves and they are adult and complely free to do so...so people should not slang them...and also it is in the law 306 that if the partner do suicide out of his/her partners affair or something else and if that could be proven that person would legally be punished...
Пранк пошел не по плану…🥲
00:59
Саша Квашеная
Рет қаралды 5 МЛН
Задержи дыхание дольше всех!
00:42
Аришнев
Рет қаралды 2,4 МЛН
Sigma Kid Hair #funny #sigma #comedy
00:33
CRAZY GREAPA
Рет қаралды 33 МЛН
West Bengal Stops Sending Potatoes to Other States  | Nandighosha TV
3:48
Potato trucks returned from West Bengal border | Nandighosha TV
5:27
Пранк пошел не по плану…🥲
00:59
Саша Квашеная
Рет қаралды 5 МЛН