କଂଗ୍ରେସ ଭବନ ଆଗରେ ଖଣ୍ଡଯୁଦ୍ଧ: ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗୋବର ମାଡ଼ | NandighoshaTV

  Рет қаралды 133,299

Nandighosha TV

Nandighosha TV

9 күн бұрын

#congress #bjp #nandighoshatv
କଂଗ୍ରେସ ଭବନ ଆଗରେ ଖଣ୍ଡଯୁଦ୍ଧ: ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗୋବର ମାଡ଼
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 762
@DeepakSwain-dh8zw
@DeepakSwain-dh8zw 7 күн бұрын
ଆରେ ଭାଇ ମୂର୍ଖ ଟିକେ ସୁଧୁରି ଯାଅ ❤❤❤ ଜୟ କଂଗ୍ରେସ ❤❤❤
@megatronpro5641
@megatronpro5641 7 күн бұрын
ସବୁଠୁ ବଡ ମାଆ ଗୀଆ ନରେନ୍ଦ୍ର ମୋଦୀ
@nilokantabeniya5079
@nilokantabeniya5079 7 күн бұрын
Sobutu bodha mg Rahul Gandhi modi nahi
@prasantapattanaik862
@prasantapattanaik862 6 күн бұрын
@@megatronpro5641 ଭାଇ😀😀😀😀
@user-nf1ho8dl7s
@user-nf1ho8dl7s 5 күн бұрын
​@@nilokantabeniya5079 modi ta maa bhauni ku gehile tate bhala lagiba
@nilokantabeniya5079
@nilokantabeniya5079 5 күн бұрын
@@megatronpro5641 sobutu mg Rahul
@geetapingua4379
@geetapingua4379 3 күн бұрын
Hmmm moti chhatarakhia ta​@@nilokantabeniya5079
@badalraaz1908motivational
@badalraaz1908motivational 7 күн бұрын
ଓଡିଶାର ଅନ୍ଧଭକ୍ତ ମାନେ କାହିଁକି ଏମିତି ହେଉଛ ରେ ସବୁ ମରିବ ଆଉ ରାଜନୀତିଜ୍ଞ ମାନେ ରାଜ ଉଆସରେ ବସିକି ମଜାନେବେ.. କେବେ ଆଉ ସୁଧୁରିବ ଆଉ
@ranajitkumarmohanty9740
@ranajitkumarmohanty9740 7 күн бұрын
Modi tini masa bhitare hatijiba. Rahul Gandhi ku face karibaku Takata nahin. Smruti Irani bi nahin.
@susarsawnta7
@susarsawnta7 7 күн бұрын
Right
@saratpradhan8117
@saratpradhan8117 7 күн бұрын
ପାଣ୍ଡୁ ବାଣ୍ଡ୍ କେତେ ଚାଟିବ କିରେ ଗେଣ୍ଡା 🐌🐌 ଦଳ
@santoshswain6764
@santoshswain6764 7 күн бұрын
ଶଳା ଅନ୍ଧ ଭଂକ୍ତଙ୍କୁ ପିଟ ଉପରେ ଗେରୁଆ ଭିତରେ ଗୋରୁ ବେପାର କରନ୍ତି
@chunuramhansdah2525
@chunuramhansdah2525 7 күн бұрын
Rahul is right Hindu mane hingsro
@sukrutapradhan6893
@sukrutapradhan6893 7 күн бұрын
ଏମିତି ଅରମ୍ଭ କରି ଶେଷରେ ଦଙ୍ଗା ସୁନିଶ୍ଚିତ।
@tapaskumarpujari5830
@tapaskumarpujari5830 7 күн бұрын
Right
@kadambinibiswal7331
@kadambinibiswal7331 6 күн бұрын
Right
@kadambinibiswal7331
@kadambinibiswal7331 6 күн бұрын
ଗୁଜୁରାଟୀ ଦଙ୍ଗା ଆରମ୍ଭ ହେଲା।
@geetapingua4379
@geetapingua4379 3 күн бұрын
Right 👍
@avayjena9238
@avayjena9238 7 күн бұрын
ମୋଦି ଯେମିତି ମିଛୁଆ ଏଗୁଡ଼ିକ ସେମିତି ମିଛୁଆ
@user-et3ts5ts2o
@user-et3ts5ts2o 7 күн бұрын
Congres bdhira
@susantabakhara1740
@susantabakhara1740 7 күн бұрын
It is real
@susantabakhara1740
@susantabakhara1740 7 күн бұрын
No dout
@user-hu3mz5mv1w
@user-hu3mz5mv1w 3 күн бұрын
Right bhai 😂
@Sambalpuri218
@Sambalpuri218 3 күн бұрын
Education leader Rahul Gandhi❤
@tapaskumarpujari5830
@tapaskumarpujari5830 7 күн бұрын
ବିଜେପି ପାର୍ଟି ବାଲା ଦିନେ ନା ଦିନେ ଓଡ଼ିଶା କୁ ଦଙ୍ଗା ସୃଷ୍ଟି କରିବେ । ତମକୁ ଲୋକ ମାନେ ଭଲଭାବରେ ସରକାର ଚଲାଇବା ପାଇଁ ଓଡିଶାର ଜନସାଧାରଣ ଭୋଟ୍ ଦେଇଛନ୍ତି ଧର୍ମ ନାଁରେ ରାଜନୀତି କରିବା ପାଇଁ ଭୋଟ୍ ଦେଇ ନାହାନ୍ତି । ଯଦି ଏପ୍ରକାର ରାଜନୀତି କରିବ ତମକୁ ପାଞ୍ଚ ବର୍ଷ ପ୍ରଯୋନ୍ତ ସରକାର ଉପାଡ଼ି ପିଙ୍ଗିବେ ।
@SUJITKUMARDASH-ff6ck
@SUJITKUMARDASH-ff6ck 7 күн бұрын
BJP ପାର୍ଟି ଅଫିସ କୁ ଯାଅ ମୋଦି ପୋଷ୍ଟର ରେ ଗୋବର ମାର, BJP ର ଗୁଣ୍ଡାରାଜ୍ ବନ୍ଦ ହେବା ଦରକାର
@MsEntertainment535
@MsEntertainment535 7 күн бұрын
Ryt
@user-nf1ho8dl7s
@user-nf1ho8dl7s 5 күн бұрын
💯 right
@user-cg8hq3cm4n
@user-cg8hq3cm4n 7 күн бұрын
BJP ସରକାର ଆସିଲେ ହିଁ ବିଭିନ୍ନ ରାଜ୍ୟରେ ଏପରି କାଣ୍ଡ ଘଟୁଛି।
@kalebdigal7202
@kalebdigal7202 7 күн бұрын
କେଡେ ମିଛୁଆ ଲୋକ BJP । ସେ ମାଇକିନା କୁ ଲାଜ ଲାଗୁନି ମିଚ କହୁଚି
@saratpradhan8117
@saratpradhan8117 7 күн бұрын
ରାଣ୍ଡି ଘୋଷ ଚ୍ୟାନେଲ
@sudhirlakraeatingblogs
@sudhirlakraeatingblogs 7 күн бұрын
Taku gehichi rahul sethi pain ragichi bhai thau dhere dhere mn shnt hebo😂😂😂
@bikashmarkey7347
@bikashmarkey7347 6 күн бұрын
BJP dala sabu bula Kukura bhalia Ch hi
@India44849
@India44849 3 күн бұрын
Jhia jeu bhali congress ku nida karuchhi.murkha tukil se kichhi Jani ni time asiba se kmiti heba.chhi chhi re alajugya tukil.tote Modi ra kana val laguchhe bea .
@geetapingua4379
@geetapingua4379 3 күн бұрын
Hmmm thik kahila chii bjp​@@bikashmarkey7347
@prasantapattanaik862
@prasantapattanaik862 7 күн бұрын
ବିଜେପି ଦାଦାଗିରି କରେ ।ସବୁ କଥା ତାର ସମସ୍ତେ ମୁଣ୍ଡ ପାତି ସହି ଯାଆନ୍ତେ। ହିନ୍ଦୁ ହିନ୍ଦୁ କହି ବିଜେପି ରାଜନୀତି କରୁଛି ବିଜେପି। ଅଯୋଧ୍ୟା ରେ ହାରିଲା ପରେ ରାମ୍ ମନ୍ଦିର କାମ କଲାନି ବିଜେପି ହାରିଲା ତ ଗାଣ୍ଡିରେ ନିଆଁ ଲାଗୁଛି।
@kadambinibiswal7331
@kadambinibiswal7331 3 күн бұрын
You're right. ଭାଷା
@bapircb7783
@bapircb7783 7 күн бұрын
ଦେଶରୁ ବିଜେପି କୁ ହଟାଅ
@brundabanrout9655
@brundabanrout9655 7 күн бұрын
ଯେଉଁ ଭଉଣୀ ମାନେ ରାଜ ରାସ୍ତାରେ ଚିଲାଉଛନ୍ତି, ସେମାନେ ଜାଣିବା ଦରକାର, ମଣିପୁର ରେ ମହିଳା ମାନଂକୁ ଲଙ୍ଗଳା କରିଦେଲେ, ସେତେବେଳେ ଏମାନେ କେଉଁଠି ଥିଲେ ଜୟ ଜଗନ୍ନାଥ
@debendrapujhari-pw4rx
@debendrapujhari-pw4rx 7 күн бұрын
@@brundabanrout9655 right
@user-nf1ho8dl7s
@user-nf1ho8dl7s 5 күн бұрын
Kharap bhabani e maa bhauni mananka upare bi atyachar hele e mane jani paribe bjp kemiti sarkar
@josephsabar7049
@josephsabar7049 5 күн бұрын
ଠିକ କହିଛ ଭାଇ
@manasnanda2461
@manasnanda2461 5 күн бұрын
Andhbhakta
@VK-NANDA67
@VK-NANDA67 4 күн бұрын
Write ❤❤
@suryabaral560
@suryabaral560 7 күн бұрын
Rahul Gandhi jindabad
@avayjena9238
@avayjena9238 7 күн бұрын
ଗୋବର ମୁଣ୍ଡିଆ ନାରୀ
@pintunkumarmohanty2893
@pintunkumarmohanty2893 7 күн бұрын
ବିଜେପି ଆଗକୁ ସବୁ ଇଲେକ୍ସନ ହାରିବ
@batuharichandan4500
@batuharichandan4500 5 күн бұрын
Sata Katha
@JoelJoel-qc7kj
@JoelJoel-qc7kj 7 күн бұрын
ସବୁ ଧର୍ମକୁ ସମାନ ଦେଖୁନାହାନ୍ତି ମୋଦି ସେଥି ପାଇଁ ଏହି ସବୁ କାଣ୍ଡ ଭାରତ ଏକ ଧର୍ମ ନିରକ୍ଷେପ ଦେଶ ହେଈଟା ଜାଣିବା ଉଚିତ jay congress jay rahul gandhi jay ସମ୍ବିଧାନ ଜୟ ଭୀମ ରାଓ ଆମ୍ବତେକର
@omm6324
@omm6324 7 күн бұрын
Sei ta bhul heichi bharata hindu rashtra haba katha
@JoelJoel-qc7kj
@JoelJoel-qc7kj 6 күн бұрын
@@omm6324 ନାହିଁ ଭାରତରେ ସବୁ ଧର୍ମ ର ଲୋକ ରହୁଛନ୍ତି କେମିତି ହିନ୍ଦୁ ରାଷ୍ଟ୍ର କରି ହେବ 🙄🙄🙄🙄
@ranajitkumarmohanty9740
@ranajitkumarmohanty9740 7 күн бұрын
BJP ଗୋଟେ ଗୁଣ୍ଡା ଦଳ ll ଏତେ ଦିନ ଶାସନରେ ରହି BJD କେବେ ଏଭଳି କରିଥିଲାକି?
@bikash2353
@bikash2353 7 күн бұрын
Right
@user-hp6bb4zm3c
@user-hp6bb4zm3c 7 күн бұрын
Hnn bjd karithila
@santoshkumarpanda9968
@santoshkumarpanda9968 7 күн бұрын
​@@user-hp6bb4zm3cKou dina
@betexshyamsundar990
@betexshyamsundar990 7 күн бұрын
କେଉଁଠି ବିଜେପି ଘର ଭିତରେ ​@@user-hp6bb4zm3c
@ratikantasahoo4729
@ratikantasahoo4729 7 күн бұрын
Na BJD Kebe Karini Ki Karibani
@avayjena9238
@avayjena9238 7 күн бұрын
ରାହୁଲ ଗାନ୍ଧୀ ପ୍ରକୃତ ହିନ୍ଦୁ ଧର୍ମର ନୀତି ନିୟମ କଥା କହିଥିଲେ,ମୋଦି କୁ କହିଥିଲେ ତୁମେ ହିନ୍ଦୁ ନୁହେଁ,କାରଣ ମୋଦି ବାରମ୍ବାର ମିଛ ଓ ହିଂସା କୁ ଆପଣେଇଛନ୍ତି, ହିଂସା ଓ ମିଛ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ପାପ
@sidharthmohanty5572
@sidharthmohanty5572 7 күн бұрын
ରାହୁଲ ଗାନ୍ଧୀ ଆଗ ପ୍ରମାଣ ଦେଉ ସିଏ ହିନ୍ଦୁ ବୋଲି ତାପରେ ହିନ୍ଦୁ ବିଷୟରେ କହିବ ପପୁ
@jitu_Travel
@jitu_Travel 7 күн бұрын
​@@sidharthmohanty5572 tu aga dna test kare to bou keteta saha soichi
@bibhutibhusannaik575
@bibhutibhusannaik575 6 күн бұрын
​@@jitu_Travel Correct Bhai
@user-mv1gz9bn1l
@user-mv1gz9bn1l 4 күн бұрын
Correct
@DJBabu-xg4oq
@DJBabu-xg4oq 3 күн бұрын
ସତ କଥା
@user-ud7vs3en2f
@user-ud7vs3en2f 7 күн бұрын
ଏଇ ତ ହିନ୍ଦୁର ଚିହ୍ନ !! ଜ୍ଞାନର ଅଭାବ !!
@susantabakhara1740
@susantabakhara1740 7 күн бұрын
Realy
@SUJITKUMARDASH-ff6ck
@SUJITKUMARDASH-ff6ck 7 күн бұрын
ବିରୋଧି ଦଳ ତା ଭୂମିକା ନ ତୁଲାଇ କଣ ମୋଦି ଙ୍କୁ ଗେଲ କରିବ, ଗଣତନ୍ତ୍ର ର ଅର୍ଥ ବୁଝପାରୁନାହ ବୋଧେ
@JugalNaik-up3jj
@JugalNaik-up3jj 7 күн бұрын
ତ ମ ଦୁଇଟାକୁ ରାହୁଲ ଗାନ୍ଧି ପେଲିଥିଲା କି
@broken5744
@broken5744 7 күн бұрын
ନାରୀ ସମାଜକୁ ତମ ମୋଦି ସରକାର ଜାଣି ନାହିଁ ଯା ମଣିପୁର ଦେଖିକି ଆସିବୁ ତମ ଭଳି ନାରୀ କୁ ଲଙ୍ଗଳା କରିକି ରାସ୍ତା ରେ ବୁଲାଉଛି ତମ ମୋଦି ସରକାର
@Zanil-kr7ll
@Zanil-kr7ll 7 күн бұрын
Are Bhai se bajat maikina mahila jaati ra kalank
@saratpradhan8117
@saratpradhan8117 7 күн бұрын
ବଲେ ବଲେ ଢ଼ାବା କିଏ କାହାକୁ ସମ୍ମାନ ଦେଉଛନ୍ତି
@kirankumarswain8107
@kirankumarswain8107 7 күн бұрын
​@@saratpradhan8117 Dekhi thila ki jai 😅 proof achi na
@chinmayapradhan919
@chinmayapradhan919 7 күн бұрын
ଆମ ଓଡିଶା ରେ ମଣିପୁର ଭଳି ହେଲେ ନାରୀ ସୁଧୁରିବେ
@saratpradhan8117
@saratpradhan8117 7 күн бұрын
@@chinmayapradhan919 ବଲ୍କେ ବଲ୍କେ ଢ଼ାବା କ'ଣ ଚାଲିଥିଲା ଏଲିନା ସହିତ,
@baishnabcharansahoo9119
@baishnabcharansahoo9119 7 күн бұрын
ହିନ୍ଦୁ, ମୁସଲମାନ,ଖ୍ରୀଷ୍ଟିଆନ ଏ ସବୁ କୁ ନେଇ କେବଳ ଓଡ଼ିଶା ରେ ନୁହେଁ।ସମ୍ପୂର୍ଣ ଭାରତର ଲୋକ ମାନେ ବୁଝିବା ଦରକାର ଯେ,ଆପଣ ମାନଙ୍କୁ ଧର୍ମକୁ ନେଇ ମଣିଷ ମଣିଷ ମଧ୍ୟରେ ଯୁଦ୍ଧ କରିବାକୁ ପଡୁଛି।ଯେଉଁଟା ସମ୍ପୂର୍ଣ ଦୁର୍ଭାଗ୍ୟର ବିଷୟ।ଯଦି ହିନ୍ଦୁ ର ଈଶ୍ୱର ବଡ,ତାହାହେଲେ ଈଶ୍ୱରଙ୍କୁ କୁହନ୍ତୁ ସେ ନିଜ ପାଇଁ ଏକ ମନ୍ଦିର ନିର୍ମାଣ କରନ୍ତୁ।ଯଦି ମୁସଲମାନଙ୍କ ଆଲ୍ଲା ବଡ,ସେ ମଧ୍ୟ ଆଲ୍ଲା ଙ୍କୁ କୁହନ୍ତୁ ସେ ନିଜ ପାଇଁ ଏକ ମସଜିଦ ନିର୍ମାଣ କରନ୍ତୁ।ଯଦି ଖ୍ରୀଷ୍ଟିଆନ କହୁଛନ୍ତି,ଯୀଶୁ ବଡ,ତାହାହେଲେ ଯୀଶୁଙ୍କୁ କୁହନ୍ତୁ ଏକ ଚର୍ଚ୍ଚ ର ସେ ନିଜେ ନିର୍ମାଣ କରନ୍ତୁ।ଶେଷରେ ଦେଖିବେ କେହିହେଲେ କିଛି କରିବା ପାଇଁ ସମର୍ଥ ନୁହେଁ।ତେଣୁ ଯଦି ଆପଣମାନେ ବାସ୍ତବରେ ମଣିଷ,ତାହାହେଲେ ପ୍ରଥମେ ଧର୍ମ ବିଷୟରେ,ଈଶ୍ୱର ବିଷୟରେ,ଆଲ୍ଲା ବିଷୟରେ,ଯୀଶୁ ବିଷୟରେ ଭଲଭାବେ ଜାଣିବାକୁ ଚେଷ୍ଟା କରନ୍ତୁ। ଏ ସବୁ କେବଳ ମାନବ ନିର୍ମିତ ଅଟେ। ଏବଂ ଏହା ପରେ ରାଜନେତା ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ।ଜନତାର ସେବା କରିବା ପାଇଁ କି ରାଜନେତା ଭାରି ଖୁସି।କିନ୍ତୁ ଜନତା ସର୍ବଦା ଗରିବ ନେତାଙ୍କ ଧନ କିପରି ବେଶି? ଆମେ ଭାରତବାସୀ ବିଲକୁଲ ନୁହେଁ ସାହସୀ।ଜନତା ଠୁଁ କର ନିଏ ସରକାର ସଂସଦ ଭବନେ ବସି।କିନ୍ତୁ ୮୦ କରୋଡ ଗରିବ ଜନତା ଗଣ୍ଡେ ଚାଉଳରେ ଖୁସି।ଆମେ ଭାରତବାସୀ ବିଲକୁଲ ନୁହେଁ ସାହସୀ।
@MNDIGITALSARAKANA
@MNDIGITALSARAKANA 7 күн бұрын
ବାଲେଶ୍ବର ପରେ ଏବେ ଭୁବନେଶ୍ୱର ରେ 😮😮
@happyboystar5445
@happyboystar5445 7 күн бұрын
Rahul Gandhi Jindabat Jindabat Jindabat.
@chandrakantabehera6550
@chandrakantabehera6550 7 күн бұрын
BJP odisha ରେ ଦଙ୍ଗା କରେଇ କି ଛାଡ଼ିବ , ଅନ୍ଧ ଭକ୍ତ ମାନେ ଖୁସି ତ
@MNDIGITALSARAKANA
@MNDIGITALSARAKANA 7 күн бұрын
OTV ଆଉ Argus କୁକୁର ପଛରେ ପଡି ଛନ୍ତି
@MsEntertainment535
@MsEntertainment535 7 күн бұрын
Panda aau dhrama chanel
@birajrout7432
@birajrout7432 7 күн бұрын
ପଦ୍ମ ଫୁଲିଆ ସବୁ ହିନ୍ଦୁ ଆଉସବୁ ବିଧର୍ମି। କଂସେଇ ଖାନାରୁ ଚାନ୍ଦା ଆଣିବା ସବୁ ସଚା ହିନ୍ଦୁଙ୍କ କାମ । ରାମ ନାମ ନେଇ ଅନ୍ୟ ହିନ୍ଦୁ ଦେବା ଦେବୀ ଙ୍କୁ ଅଣଦେଖା କରିବା କୋଉ ହିନ୍ଦୁ କାମ। ଶାଗୁଣା କହୁଛି ମୁଁ ସାକାହାରି
@sidharthmohanty5572
@sidharthmohanty5572 7 күн бұрын
ଆପଣ ଯାଇଥିଲେ ଚାନ୍ଦା ଆଣିବାକୁ ବୋଧେ ନହେଲେ ଜାଣିଲେ କେମିତି
@DeepakSwain-dh8zw
@DeepakSwain-dh8zw 7 күн бұрын
ଭାଇ ଯାହା କୁହ କି ଶୟରୀ♥️♥️
@birajrout7432
@birajrout7432 7 күн бұрын
@@sidharthmohanty5572 Electoral bond re BJP ku 250cr milichhi boli SBI court and govt of India ku janaithile.
@user-dp4ul7ll8i
@user-dp4ul7ll8i 7 күн бұрын
Jay congres
@bathteach..4739
@bathteach..4739 7 күн бұрын
ବିଜେପି ବି ହିନ୍ଦୁ CONGRESS ବି ହିନ୍ଦୁ, ରାହୁଲ ଗାନ୍ଧୀ ମୋଦୀ କୁ ଟାର୍ଗେଟ କରି କହିଲେ ହିନ୍ଦୁ ହିନ୍ଦୁ କହି ହିଂସା କରୁଛି କହିଲେ ହେଲେ ବିଜେପି ବାଲାଙ୍କୁ ଏତେ ରାଗ ହେଲେ CONGRESS ଲୋକ ହିନ୍ଦୁ ନୁହଁନ୍ତି କି ? ବିଜେପି ଆରମ୍ଭ କଲା ଦଙ୍ଗା ଏହା ସୁନିଶ୍ଚିତ, ବିଜେପି ଲୋକ ଟିକେ ମୁଣ୍ଡକୁ nehi ଚିନ୍ତା କର ରାହୁଲ ଗାନ୍ଧୀ ଠିକ୍ କହିଲେ ନା ଭୁଲ କହିଲେ ତାହା ପରେ ରାଜ ରାସ୍ତା କୁ ଆସ ,
@jakhyamandal5118
@jakhyamandal5118 7 күн бұрын
ରାହୁଲ ଗାନ୍ଧୀ ଟିକ କହୁଥିଲା 😅😅
@user-bt9fe6dq8k
@user-bt9fe6dq8k 7 күн бұрын
ସେ କଣ କହିଛନ୍ତି ଟିକେ ବୁଝିବାକୁ ଚେଷ୍ଟା କର
@susantabakhara1740
@susantabakhara1740 7 күн бұрын
E maane bujhibe nahii emane andh bhakt or gobar bhakt
@biswajit750
@biswajit750 8 күн бұрын
😂😂😂... ଅନ୍ଧ ଭକ୍ତ....
@nakulabehera8456
@nakulabehera8456 7 күн бұрын
ଆରମ୍ଭହେଲା ଦଙ୍ଗା ସୁନାର ଓଡିଶାକୁ ଏମାନେ ଧନ୍ସ କରିଦେବେ ଏ BJP ବାଲା କୁକୁର ଶଳା
@nilspradhan6523
@nilspradhan6523 7 күн бұрын
ବିଜେପି ଯଦି ହିନ୍ଦୁ ଧର୍ମକୁ ନ ନେଇ ପ୍ରଚାର ନ କଲେ ନିର୍ବାଚନ ରେ ପୁରା ମୂଳା ପାଇଥାନ୍ତେ.... ତାଙ୍କ ପଛରେ କେଵଳ ଅନ୍ଧ ଭକ୍ତ ମାନେ ହିଁ ଲାହିକି ରହୁଛନ୍ତି... ୟାଙ୍କ ପାଇଁ ଆଜି ଗରିବୀ ଲୋକଟି ମେହେଙ୍ଗାଇ ରେ ଭୋକରେ ମାରୁଛି... ଛି
@purnasahoo7859
@purnasahoo7859 7 күн бұрын
Jaya congress
@SUJITKUMARDASH-ff6ck
@SUJITKUMARDASH-ff6ck 7 күн бұрын
ଗୋଟେ ପାଲା ଚାଲିଛି, ଯେତେ BJP ର bite ଦେଉଥିଲେ ସବୁ ମୂର୍ଖ ଗୁଡାକ, ସେ ଭଦ୍ର ମହିଳା କଣ କହିଲା, ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମକୁ ଅପମାନ କଲା, ସେ ମୂର୍ଖ ସ୍ପୀଚ ସୁନିନାହିଁ, ମହିଳା ଙ୍କୁ ସମ୍ମାନ ଜଣାଇ ବା ଉଚିତ୍ କିନ୍ତୁ ଅଭଦ୍ରଙ୍କୁ ନୁହେଁ
@arunmohanty4703
@arunmohanty4703 7 күн бұрын
ଏଇତ ବିଜେପି ର ଦଙ୍ଗା ଆରମ୍ଭ ମାତ୍ର ଏବେ ଓଡିଶା ରେ ଗୋଟେ ଅହିଷ୍ଣୁ ର ବାତାବରଣ ସୃଷ୍ଟି ହିସାରିଲାଣି ଏହା କେତେ ମୁଣ୍ଡ ନେଇ ସରିବ ଦେଖିବାର ସମୟ ଏମାନେ ଗୋଧି ଭକ୍ତ ସତ୍ତା ର ନିଶା ରେ ମସଗୁଲ ଏଠି ପୁଣି କନ୍ଧମାଳ ଭଳି ପରିସ୍ଥିତି ଦେଖିବାକୁ ପଡିବ
@amarnathnayak5021
@amarnathnayak5021 7 күн бұрын
ବିଜେପି ଯାହା କରିବା କଥା ପି ଏମ ଜୀ ଛକ କିମ୍ବା ବାହାରେ କରିବା କଥା..... କିନ୍ତୁ ଏମାନେ ସିଧା କଂଗ୍ରେସ ଭବନ ଜିବା ଅନୁଚିତ! ଏସବୁ ବଡ଼ ଅନ୍ୟାୟ କଥା.........
@user-zs4vp2ce9u
@user-zs4vp2ce9u 7 күн бұрын
Cangres Rahul Right
@AshokSatapathy-wv6vx
@AshokSatapathy-wv6vx 7 күн бұрын
Rahul Gandhi Jindabad
@kshetrabasidas9682
@kshetrabasidas9682 7 күн бұрын
Rahul Gandhi 👌👌👍 Rahul Gandhi katha na bujhi ajatha rajaniti
@user-cu7id5si3p
@user-cu7id5si3p 7 күн бұрын
😂😂😂😂A michua dala bjp dala
@mrchandankamila9033
@mrchandankamila9033 7 күн бұрын
Sola BJP bala tomo muho ku lajo nahi
@debendrapujhari-pw4rx
@debendrapujhari-pw4rx 7 күн бұрын
କଂଗ୍ରେସ ଭବନ କୁ ଗାଣ୍ଡି ମରେଈ ହେବାକୁ ଆସିଛନ୍ତି ବିଜେପି ଵାଲେ
@rajalaxmi-
@rajalaxmi- 7 күн бұрын
Mal mp ସବୁ ଆରାମ ରେ a/c ରେ ଅଛନ୍ତି ତମେ ସବୁ କୁଜି ନେତା ମାନେ କଣ ହିଂସା ଦଙ୍ଗା କରୁଛ ଟିକେ ସୁଦୁରି ଯାଅ
@theperfectlaw922
@theperfectlaw922 7 күн бұрын
3:50 Modi out in coming election but Rahul gandhi coming PM in india
@user-sm7uc2tu6q
@user-sm7uc2tu6q 7 күн бұрын
ଜୟ ଶ୍ରୀ ଜଗନ୍ନାଥ
@arjunsanta4235
@arjunsanta4235 7 күн бұрын
Jay Rahul ji
@satyachayaentertanment1870
@satyachayaentertanment1870 7 күн бұрын
ଅର୍ଗସ ର ଦୁର୍ଗାଶିଷ କୁଆଡେ ଯାଇଛି ସେ ମାଳିସାହି ରେ news କରୁ ସେ ମହାଗାଲୁଆ ଟା
@pinkumeher821
@pinkumeher821 7 күн бұрын
Mg BJP mobile recharge badhaila, congress time re ate rate na thila
@pprs58
@pprs58 7 күн бұрын
ମନୁସ୍ମୃତିର ଏହି ଶ୍ଳୋକ ଅନୁଯାୟୀ ହିନ୍ଦୁ ସନାତନ ଧର୍ମ ହେଲା - "ଅଦ୍ରୋହଃ ସର୍ବ ଭୂତେଷୁ କର୍ମଣା ମନସା ଗିରା । ଅନୁଗ୍ରହଶ୍ଚ ଦାନଂଚ ଧର୍ମ ଏଷ ସନାତନଃ ।।" ଅର୍ଥାତ୍ - କର୍ମ, ବଚନ ଏବଂ ମନ ଦ୍ବାରା ସର୍ବଭୂତଙ୍କ ପ୍ରତି ଅଦ୍ରୋହ, ଅନୁଗ୍ରହ ଓ ଦାନଶୀଳ ହେବା ସନାତନ ଧର୍ମ ଅଟେ।
@apartimoharana2763
@apartimoharana2763 7 күн бұрын
ଆପଣଙ୍କୁ ସାଧୁବାଦ. କିଏ ବୁଝିବ ମଣିଷତ୍ୱ ଆଉ ନାହିଁ
@MNDIGITALSARAKANA
@MNDIGITALSARAKANA 7 күн бұрын
ଧନ୍ୟବାଦ ସାର❤
@AnliSahoo-pr7th
@AnliSahoo-pr7th 7 күн бұрын
ରାଜଧାନୀ ଭୁବନେଶ୍ଵର ଠାରୁ ଆରମ୍ଭ ଏବେ ଗାଆଁ ଗାଆଁ ଚାଲିବ
@sucharitapanigrahy1790
@sucharitapanigrahy1790 7 күн бұрын
Amiti kabe bjd govt karinathila
@SukantaRout-xw5dx
@SukantaRout-xw5dx 7 күн бұрын
Jay congress
@KedarPaule
@KedarPaule 7 күн бұрын
Tamaku Laja laguni re mayikina mane😂😂
@SanatanchattarChattar
@SanatanchattarChattar 7 күн бұрын
Bjp କର୍ମୀଙ୍କୁ ବୋମା ମାଡ଼ କର,,,,
@malikabichhara8835
@malikabichhara8835 7 күн бұрын
ପ୍ରଭୁ ଅଚ୍ୟୁତଙ୍କ ବାକ୍ୟ ସତ୍ୟ ହେବାକୁ ଲାଗିଲା। ଜୟ ଅଚ୍ୟୁତ ଶରଣ ହରି ଓଁ
@abhiramkadraka4324
@abhiramkadraka4324 7 күн бұрын
ମୋଦିଙ୍କୁ କିଏ ଆମ ଦେଶରୁ ବାହାର କରିଯିବ ତାକୁ ଶହେ ନୋ ତାକୁ ଯିଏ ପୁରସ୍କା ଦେଇ ନଥିବ ତାକୁ ଦିଆଯିବ..ଜୟ କଂଗ୍ରେସ..❤❤❤Love for people of the ODISHA
@subratparida8941
@subratparida8941 7 күн бұрын
Congress party jindawad
@megha4764
@megha4764 7 күн бұрын
Only bjd
@prakashsing98
@prakashsing98 7 күн бұрын
Jay shree Ram Jay Congress 🕉️🙏🚩🙏🙏
@subratparida8941
@subratparida8941 7 күн бұрын
Chhatra Congress Jindawad
@sucharitapanigrahy1790
@sucharitapanigrahy1790 7 күн бұрын
Jay india menta
@rohitrout86
@rohitrout86 7 күн бұрын
Bjp gote dharma ku nei kheluchhi bjpku raja niti nai karu pls
@user-mf4qe6mb5g
@user-mf4qe6mb5g 4 күн бұрын
Onvet ଜିଲ୍ଲା ରେ କଂଗ୍ରେସ ବହୁତ ଭଲ ପ୍ରଦର୍ଶନ ଆମେ ଗର୍ବ ଅନୁଭବ କରୁଛୁ କଂଗ୍ରେସ ହିଁ ଭାରତ ମାତାର ସନ୍ତାନ ଜୟ କଂଗ୍ରେସ ଜୟ ଭାରତିୟ
@AslamKhan-pd1hk
@AslamKhan-pd1hk 7 күн бұрын
Rahul name to suna hoga modi hay hay😂😂😂
@user-ch3qj4pv5v
@user-ch3qj4pv5v 5 күн бұрын
ନବୀନ ପଟ୍ଟନାୟକ ଜିନ୍ଦାବାଦ❤❤❤
@MrSwarajdas
@MrSwarajdas 7 күн бұрын
BJP କର୍ମୀ ମାନେ ଏପରି କରିବା ଉଚିତ ନୁହେଁ ସେମାନଙ୍କୁ ଶୀଘ୍ର ବନ୍ଧା ଯାଉ
@EKIARTVLOG-vt8hk
@EKIARTVLOG-vt8hk 7 күн бұрын
Bhala karichanti congress
@satyajitsahu9488
@satyajitsahu9488 7 күн бұрын
Aji Navin babu thile amiti heinathanta, we miss nabin, pandyan sir 😢😢😢😢😢❤❤❤❤
@shortsX279
@shortsX279 20 сағат бұрын
Postal be bjp ku vote dei😅😅😅
@Antaryamii872
@Antaryamii872 7 күн бұрын
ବିଜେପି ହଟାଅ
@BibunaBibhuti
@BibunaBibhuti 7 күн бұрын
Rahul gandhi next p m for future joy
@samuelmurmu1310
@samuelmurmu1310 7 күн бұрын
Jay Congress ❤
@bhikaricharansahu8064
@bhikaricharansahu8064 7 күн бұрын
ଧର୍ମ ପାଇଁ ରାଜନୀତି ହେବ ହେବ ହିନ୍ଦୁ ବିରୋଧୀ ଦେଶ ଛାଡି ପଲାଅ
@SashikantNayak-z1y
@SashikantNayak-z1y 7 күн бұрын
Rahul is absolutely right and will be our next PM
@reetap4008
@reetap4008 7 күн бұрын
ଓଡିଆ ମାନେ ଏବେ ଦେଖ ତ୍ରାହି ତ୍ରାହି କରିବେ ଓଡିଆ କାନ୍ଦି କାନ୍ଦି ନବୀନ ବାବୁ ଙ୍କୁ ଖୋଜିବେ ଧର୍ମ ର ଲଢେଇ କେବଳ BJP କରୁଛି , ହିଂସା କୁ ଯାଅ ନାହିଁ ସତ କୁ ସମ୍ମାନ ଦିଅ ରାହୁଲ ଗାନ୍ଧିଙ୍କ ଭାଷଣ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି,ସିଏ ଯାହା କହିଛନ୍ତି ଠିକ୍ କହିଛନ୍ତି ମୋଦୀ ରାହୁଲ ଗାନ୍ଧି ର ଛବି ବିଗାଡି ବାକୁ ହିନ ପ୍ରୟାସ କରୁଛି🙏
@user-ib2vw2rt7b
@user-ib2vw2rt7b 7 күн бұрын
ବିଜେପି କର୍ମୀ ଙ୍କ ଉପର କୁ ତାଙ୍କ ଖାଦ୍ୟ ଗୋବର ଫିଙ୍ଗାଗଲା
@abhimanyusahu1077
@abhimanyusahu1077 7 күн бұрын
ଧର୍ମ କୁ ନେଇ ରାଜନୀତି କୋଉ ଦଳ କରି ଆସୁଛି ସମସ୍ତେ ଜାଣନ୍ତି l ଧାର୍ମିକ ମନୋଭାବ ନିଜ ମନ ଓ ହୃଦୟରେ ରହି ଥାଏ କିନ୍ତୁ ଧର୍ମ କୁ ନେଇ ରାଜନୈତିକ ଲାଭ ନେବା ଉଚିତ୍ ନୁହେଁ l
@samithjhaan8722
@samithjhaan8722 6 күн бұрын
ରାହୁଲ ଗାନ୍ଧୀ ଜ଼ିନ୍ଦାବାଦ ❤️❤️❤️❤️❤️❤️❤️ସବୁବେଳେ 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉ସବୁ ଜାଗାରେ ❤❤❤❤❤
@kalicharanmajhi7131
@kalicharanmajhi7131 Күн бұрын
ନରେନ୍ଦ୍ର ମୋଦୀ ଚୋର ଆଉ ମିଛୁଆ ସେଥିପାଇଁ ସବୁ ଜିନିଷ ଦର ଦାମ ବଢିଛି ।
@sambhumahanty4495
@sambhumahanty4495 7 күн бұрын
👏👏👏👏
@rohitgouda7045
@rohitgouda7045 7 күн бұрын
Odishare emiti Hindu Muslim karani belathau sudhuri jaa.
@swapnilraja1409
@swapnilraja1409 7 күн бұрын
ରାହୁଲ ଗାନ୍ଧିଙ୍କ ବକ୍ତବ୍ୟ ଠିକ୍ ଅଛି, ଧର୍ମ କୁ ନେଇକି ରାଜନୀତି, ଭଗବାନ୍ ନାମରେ ଭୋଟ ମାଗିବା ଆମେ ବି ନିନ୍ଦା କରୁଛୁ ❤❤❤ତମେ ହିନ୍ଦୁ ନାମରେ ଧନ୍ଦା ଚଲେଇଲ , ଯଦି ଏଇ ହିନ୍ଦୁ ହିଁ ତମକୁ ଭଗେଇବେ ଦେଶରୁ, ସବୁ ଠାରୁ ହରିଚ, 😂😂😂ଏବେ ଖାଲି ଓଡ଼ିଶା ଆଉ ବିହାର ପାଇଁ ବଞ୍ଚିଗଲ❤❤❤
@SurendraKarjee-pk8bu
@SurendraKarjee-pk8bu 3 күн бұрын
ପ୍ରଥମେ କିଏ କାହାର ଭବନକୁ ଗଲା, ଭାରତରେ କଣ ହିନ୍ଧୁ ଆଉଁ ଖ୍ରୀଷ୍ଟିଆନ ହିଁ ଅଛନ୍ତି ଆଉଁ ଅନ୍ୟ ଧର୍ମ ନାହିଁ ନିରପେକ୍ଷ ଦେଶ ଏହା କଣ ରାଜ୍ୟଶାସନ କରିବା ନେତାମାନେ ଜାଣିନାନ୍ତି କି ? ????
@DebirathaMajhi
@DebirathaMajhi 7 күн бұрын
Jay Sri ram❤❤❤❤❤
@sanjeeb111
@sanjeeb111 7 күн бұрын
BJP ମାଗିଆ ପରମ ମିଛୁଆ ରାହୁଲ ଗାନ୍ଧୀ ଆମ ପାଇଁ ଜୀବନ
@abhimanyusahu1077
@abhimanyusahu1077 7 күн бұрын
ରାଜନୈତିକ ଦଳ ମଧ୍ୟରେ ଶତ୍ରୁତା ଦେଶ ହିତରେ ନୂହେଁ l
@JagannathSabar-dm1si
@JagannathSabar-dm1si 7 күн бұрын
Jay Congress joba Congress
@jinuashgamango5791
@jinuashgamango5791 3 күн бұрын
ଏମାନେ ସବୁ ପଶୁ ପରି କାହାକୁ ଚିନିବେ ନାହିଁ ମୋଦି ସରକାର, jay congress❤❤❤Raul gandhi,ଜାହା କହେ ତାହା ଭଲ ପାଈଁ କହେ ଆମ ଦେଶ ପାଈଁ
@reetap4008
@reetap4008 7 күн бұрын
BJP କୁ ସାରା ଭାରତରେ ଲୋକ ଚିହ୍ନି ସାରି ଛନ୍ତି,ଆଉ କେତେ ନୋତଙ୍ଗି କରିବ ଏଇ ଗୋହତ୍ୟା କାରୀ ଦଳ
@Mantubhesra
@Mantubhesra 8 күн бұрын
Dharm dharm kahi sabu loka mariba government ku keahibi Mudd uthuni😅
@Anshu_777..
@Anshu_777.. 7 күн бұрын
ମୋଦି ଗୋଟିଏ ବଡ଼ ମିଛୁଆ,
@prasantapattanaik862
@prasantapattanaik862 6 күн бұрын
ମିଛୁଆ ପ୍ରତାରକ ବିଜେପି ଗତ ଦଶ ବର୍ଷ ଠକି ଏବେ ଠକି ପୁଣି ଜିତିଲା। ଦରଦାମ୍ ଓ ମୋବାଇଲ ରିଜାର୍ଜ ଟାରିଫ୍ ସବୁ ବଢିଲା। ମିଛ ପ୍ରତିଶ୍ରୁତି ଦେଲା।ଦେଲା ବେଳକୁ ସୁଭଦ୍ରା ଯୋଜନା, ବିଜୁଳି ଦର ଛାଡ, ଆୟୁଷ୍ମାନ ଯୋଜନା, ଗରିବ ଚାଉଳ ଯୋଜନା, ସାହାରା ପଇସା ଆହୁରି ଅନେକ ଯୋଜନା ଲୋକେ ସହଜରେ ପାଉ ନାହାନ୍ତି।ଭୋଟ ଦେଇ ପରେ ପସ୍ତେଇଲେ କଣ ଲାଭ? ସବୁ ବିଜେପି ବାଲାଙ୍କ ଭାଷଣ ଶୁଣି ଭାସିଯାଇ ଭୋଟ ଦେଲ।କେବେ ପଚାରିଛ ବାଜେ କଥା ପାଣ୍ଡିଆନ କଥା ଓଡ଼ିଆ ଅସ୍ମିତା କଥା ଇତ୍ୟାଦି କହ ନାଇଁ।ଗତ ଦଶ ବର୍ଷରେ କଣ ଲୋକ ହିତକର କାମ କରିଛ କହ।ଏବେ ପସ୍ତଉଛ।ଏ କଥା ମନେରଖ।୨୦୨୯ ରେ ଭୋଟ ମାଗି ଆସି ଆସିଲେ ପୁରା ତଡିବ।
@LovelyGramophone-lu9zf
@LovelyGramophone-lu9zf 5 күн бұрын
ଆରେ ମୋଦିର ଅନ୍ଧ ବକ୍ତମାନେ ଗବର ବକ୍ତ ମାନେ ହିନ୍ଦୁର ପ୍ରକୃତ ଅର୍ଥ କଣ,,, ଜାଣିଛ ହିନ୍ଦୁମାନେ ଅହିଁସା ସବୁବେଳେ ଶାନ୍ତି ଚାହାଁନ୍ତି ମୋଦି ଅମିତ ସାହା rss bjp ହିନ୍ଦୁ ନୁହଁନ୍ତି ଏମାନେ ଦେଶ ଦ୍ରହୀ ହିନ୍ଦୁ ମାନଙ୍କ ପାଇଁ କଳଙ୍କିତ,ଜୟ ଜଗନ୍ନାଥ
@mdsamiwalaansari2878
@mdsamiwalaansari2878 6 күн бұрын
Government should take strict action it may spread All odisha
@kisan_india
@kisan_india 5 күн бұрын
ଅନ୍ଦ ଲୋକ ମାନେ ଏମେତି ହେବ 😂😂😂 ଦେଶ ବିକି ଗୋଲନି !! ହେଲେ ବି ଲୋକ ଏବେ ବି ଜାଣିପାରୁନି ନାହାନ୍ତି 😂😂😂😂 ହେ ଭଗବାନ 🙄 ଲୋକ ଙ୍କ କୁ କିଏ ବୁଜିବ ?
@deepaksahu1449
@deepaksahu1449 3 күн бұрын
ବିଜେପି ଲୁକ ଅଧିକ ହୋଉଛି
@ranjayarout4523
@ranjayarout4523 3 күн бұрын
Jay Shree Ram Jay Shree Ram Jay hind jay bharat
@rajeevkhura
@rajeevkhura 4 күн бұрын
ଓଡ଼ିଶାରେ ଆରମ୍ଭ ହେଲା ବିଜେପି ଆତଙ୍କ । ଯେଉଁମାନେ BJP କୁ ଓଡ଼ିଶାରେ ଆଣିଲ ସମ୍ଭାଳ ଏଥିର ।
@ReeGamango-ni6ui
@ReeGamango-ni6ui 7 күн бұрын
ମଣିପୁରରେ bjp ନାରିକୁ ସମ୍ମାନ ଦେଲା
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,7 МЛН
МАМА И STANDOFF 2 😳 !FAKE GUN! #shorts
00:34
INNA SERG
Рет қаралды 4,8 МЛН
Who has won ?? 😀 #shortvideo #lizzyisaeva
00:24
Lizzy Isaeva
Рет қаралды 18 МЛН
Was ist im Eis versteckt? 🧊 Coole Winter-Gadgets von Amazon
00:37
SMOL German
Рет қаралды 35 МЛН
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,7 МЛН