No video

କଳିଯୁଗ କଳା ମାଷ୍ଟର I KALIJUGA KALA MASTARA I SRICHARAN MOHANTY

  Рет қаралды 5,589,061

Music Today Odia

Music Today Odia

Күн бұрын

Music Today Odia Presents a Special Odia Kaliyuga Chetavani Bhajan Song ( #ଓଡ଼ିଆ_କଳିଯୁଗ_ଚେତାବନୀ_ଭଜନ ) #Kalijuga_Kala_Mastara ( #କଳିଯୁଗ_କଳା_ମାଷ୍ଟର ) sung by our most popular Bhajan Singer Sricharan Mohanty, written & Music Recreation by JKSahu with very popular traditional odia music .
Waiting for your favourable response ,Do like subscribe, comments n share
• ହାତ ଥିଲେ ମିଳେ ପେଟକୁ ଭା...
#ଜୟ_ଜଗନ୍ନାଥ_ସ୍ବାମୀ #କଳିଯୁଗ_ଜଗନ୍ନାଥ
🎶 Song Credit
🎶 Song : Kalijuga Kala Mastara
🎶 Singer: Sricharan Mohanty
🎶 Lyrics: JK Sahu
🎶 Music :Traditional (ପୁରାତନ)
Music Recreation: JKSahu
🎶 Keyboard : Mitu
🎶 Rythim: Papuli
🎶 Recording & Mix : SR Studio, Cuttack (Kumar Likun)
🎶 DOP & Editing : Prashant Kumar
🎶 Banner: Music Today Odia
Connect with MUSIC TODAY ODIA
/ musictodayodia
#kalijuga_kala_Master #kalamaster #Bramhachapuda_song #Dharamachhada_song
#kalijuga_kalamaster_asachadhina_ghoda #Dharamachhadaku_diahe_gote_bramhachapuda #sricharan #sricharanmohanty #sricharanmohantybhajan #kalijugasong #chetavni_bhajan #kalijuga_chetavni_song
#kalijuga_Abadhane_Ho #kalijuga #kali #Kalijuga_Jaganatha #kalijuga_badhaneho #malika #malikabachana #odiabhaktisong #Chhatiabatasong #jagannathbhajan #kaliyuga #malika #malikabachana #kalki #kalkiavatar #jagannath #viral #KalijugaBhajana #chhatapaharasong #viralbhajan2023 #KalijugaBhagabata #Kalijugaviralsong#Kalijugajaganathaviral #Odiabhajan #Chhatiajibekisong#video #odiagahani #newbhajanodia #newodiasadsong #Bolehuntisong
#Musictodayodia #nehamaharana
#bhajan #odiabhajannew
#nehaodiasinger #nehaodiasong
#jksahusong
#music #odiamusic #song #songs#new #odiasongnew #odianews
Contact:
📞 9439014374
✉️ jaykrushna1975sahu@gmail.com
ANTI PIRACY WARNING
This content is copyright to Music Today Odia KZfaq channel.Any Un-authorized reproduction,Redistribution,Re-upload of this video is strictly Prohibited.Legal Action shall be taken against those who violate the copyright of this following material presented

Пікірлер: 1 700
@TULUPATRA402
@TULUPATRA402 21 күн бұрын
ଶ୍ରୀ ଚରଣ ମହାନ୍ତି ଆଜ୍ଞା ଙ୍କ ଗୀତ ବହୁତ ଭଲ ଲାଗୁଛି ଧନ୍ୟବାଦ୍ ସାର୍ ମୁଁ ଆପଣଙ୍କ ବହୁତ୍ ଭଲ ପାଏ
@TULUPATRA402
@TULUPATRA402 Күн бұрын
ବହୁତ୍ ଭଲ ଲାଗିଲା ଆପଣଙ୍କ ସଙ୍ଗୀତ
@amarendrasahoo9558
@amarendrasahoo9558 3 ай бұрын
ସୁନ୍ଦର ଭଜନ... ଶ୍ରୀଚରଣ ଙ୍କ ଓଜନିଆ କଣ୍ଠ ରେ ଗୀତ ଟି ଆହୁରି ମନଛୁଆଁ ଲାଗୁଛି।
@chandanmahapatra6621
@chandanmahapatra6621 Жыл бұрын
ଜୟ ଜଗନ୍ନାଥ 🙏🏻❤ ଅତି ସୁନ୍ଦର ଗୀତ ଏ ସମାଯୋକୁ କିଛି ସିଖୋଉଚି ଏ ଗୀତ ଟି ଘୋର୍ କଳି କାଳ 😮 ହେ ପ୍ରଭୁ
@thesamuraisfa
@thesamuraisfa 4 ай бұрын
Bahut dina pare ete sundar Bhajan tie sunibaku paili. Mana ku shanti miligala. Jai Jagannath 🙏🙏🙏🙏
@sumitmeher6581
@sumitmeher6581 10 күн бұрын
😊😊😊😊😊
@sumitmeher6581
@sumitmeher6581 10 күн бұрын
😊
@rajeshkumaracharya3677
@rajeshkumaracharya3677 Жыл бұрын
Jay Jagannath 🙏 ଚରଣ ଭାଇ ଅତି ସୁନ୍ଦର ଭଜନ ସଂସାରରେ ଘଟୁଥିବା ନିଛକ ସତ ଘଟଣା
@TheOD15Rider
@TheOD15Rider Жыл бұрын
ହୃଦୟ କୁ ଛୁଇଁଗଲା ❤ ! ଏମିତି ଶିଖିବା ଗୀତ ଶୁଣିବା କଥା ଓ ଆମ ସଂସ୍କୃତି କୁ ବଞ୍ଚିତ ରଖିବା ! ଯେତେ ୟୁବା ଭାଇ ଓ ଭଉଣୀ ମାନେ ଏହା ଶୁଣିଲେ ମୋର ଆଶା କିଛି ପରିବର୍ତ୍ତନ ଆଣିବେ ଜୟ ଜଗନ୍ନାଥ 🙏🙏🙏
@sushanthkumarmahalik3187
@sushanthkumarmahalik3187 10 ай бұрын
Jai jagannnath
@biswajitchanda5969
@biswajitchanda5969 11 ай бұрын
ସମାଜକୁ ଶିକ୍ଷା ଦେବା ପାଇଁ ଏକ ସୁନ୍ଦର ଭଜନ, ବହୁତ ବହୁତ ଧନ୍ୟବାଦ
@subhalakhminath2459
@subhalakhminath2459 11 ай бұрын
ସତରେ ଏ ଭଜନ ଟିକୁ ଯିଏ ଲେଖିଛି ତା ଚରଣ ତଳେ ସତ ସତ ସତ ପ୍ରଣିପାତ । ବହୁତ୍ ସୁନ୍ଦର ହୋଇଛି ।
@bnmohanty2553
@bnmohanty2553 Жыл бұрын
ଅତି ସୁନ୍ଦର ... କଳିଯୁଗ କଳାମାଷ୍ଟର ଜୟ ଜଗନ୍ନାଥ ସ୍ବାମୀ 🙏🙏🙏
@sibanayak9252
@sibanayak9252 Жыл бұрын
ହୃଦୟ କୁ ଛୁଇଁଲା 👍🙏🙏🙏🙏ଜୟ ଜଗନ୍ନାଥ🙏🙏🙏ଜୟ ପଞ୍ଚସଖା 🙏🙏🙏🙏🙏
@user-hz9ox5rf1k
@user-hz9ox5rf1k 4 ай бұрын
ହରି ମାରେ ହରି ତାରେ ହରି ହିଁ ସମସ୍ତ ହରି ବିନୁ ଗତି ନାହିଁ ଏହା କହେ ଶାସ୍ତ୍ର । ଜୟ ଶ୍ରୀ ଜଗନ୍ନାଥ 🚩🚩🚩🚩🚩🚩🚩🚩🚩🚩🚩🚩🚩
@princeking8512
@princeking8512 11 ай бұрын
ଜୟ ଜଗନ୍ନାଥ 🙏🙏❤️❤️🥰🥰 ବହୁତ ଭଲ ଗୀତ ଆଜି କାଲି ର କଥା କଳିଯୁଗ ର କଥା
@s...kstatus.....4686
@s...kstatus.....4686 Жыл бұрын
ବହୁତ ସୁନ୍ଦର ଭଜନ ହେଇଛି ଚରଣ ଭାଇ ଜୟ ଜଗନ୍ନାଥ
@rinkupradhan902
@rinkupradhan902 Жыл бұрын
ଅତି ସୁନ୍ଦର ଲାଗୁଚି ଶ୍ରୀ ଚରଣ ମହାନ୍ତି ଙ୍କ ର ଗୀତ ଶୁଣିବାକୁ
@SunilMaharana-so2uc
@SunilMaharana-so2uc 9 ай бұрын
ଜୟ ଜଗନ୍ନାଥ ଅତି ସୁନ୍ଦର ଭଜନ
@anildhall8336
@anildhall8336 Жыл бұрын
ଜୀବନ ରେ ଘଟୁଥିବା ସବୁ କିଛି ଏ ଗୀତ ରେ ଲେଖା ଅଛି ବୋହୁତ ବଢିଆ ଲାଗିଲା ଶୁଣିଲି
@sidharthanaik329
@sidharthanaik329 6 ай бұрын
0:58 0:58 😊 1:00
@kabitakrishna
@kabitakrishna Жыл бұрын
ଅତି ସୁନ୍ଦର ଭଜନ 👌👌
@alokdas9331
@alokdas9331 Жыл бұрын
ଚରଣ ସାର ଙ୍କୁ ବହୁତ ବହୁତ ଧନ୍ୟବାଦ ଭଜନ ଟି ବହୁତ ଭଲ ଲାଗିଲା
@pradeepnaik1993
@pradeepnaik1993 Жыл бұрын
ବହୁତ ସୁନଦର ଗୀତ ଜୟ ଜଗନ୍ନାଥ
@SangramPinkuEdtx683
@SangramPinkuEdtx683 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🌸 ହରେ କୃଷ୍ଣ ହରିବୋଲ 🙏ରାଧେ ରାଧେ 🙏
@s...kstatus.....4686
@s...kstatus.....4686 Жыл бұрын
କାଳୀ ଯୁଗ ପାଇଁ ଏହି ଜଗନ୍ନାଥ ଭଜନ ହୃଦୟ ରୁ ଆପଣ ଙ୍କୁ ନମସ୍କା ର ଜୟ ଜଗନ୍ନାଥ
@user-jf4xk5kp3d
@user-jf4xk5kp3d Жыл бұрын
ବହୁତ ସୁନ୍ଦର ଭଜନ ବହୁତ ବହୁତ ଧନ୍ୟବାଦ
@suryaprakashnayak4094
@suryaprakashnayak4094 11 ай бұрын
ବହୁତ୍ ସୁନ୍ଦର୍ ସାମାଜିକ ଓଡ଼ିଆ ଭଜନ 🙏🏻
@bibhutibhusanbhoi1615
@bibhutibhusanbhoi1615 10 ай бұрын
Super jay jagannath
@tapankumarswain6515
@tapankumarswain6515 Жыл бұрын
ଭଲ ଶିକ୍ଷା ସଂସ୍କୃତି ସଚେତନତା ଉପରେ ଆଧାରିତ ଭଜନ
@noblework1507
@noblework1507 Жыл бұрын
ଗୀତଟିକୁ ଲେଖିଥିବା ମହାନପୁରୁଷଙ୍କୁ ମୋର ହୃଦୟରୁ ପ୍ରଣାମ 🙏🙏🙏
@tiluallinone6542
@tiluallinone6542 Жыл бұрын
ବହୁତ ସୁନ୍ଦର ଶ୍ରୀଚରଣ sir
@desitokaanil6671
@desitokaanil6671 Жыл бұрын
ଭାଉତୁ ସୁନ୍ଦର .... ଜୟ ଜଗନ୍ନାଥ
@Rajbapiminuvlog
@Rajbapiminuvlog Жыл бұрын
ଗୀତ ବହୁତ ସୁନ୍ଦର ହେଇଚି ❤❤❤❤❤❤
@user-so5gy4qc3x
@user-so5gy4qc3x 11 ай бұрын
Bahut badhiya
@jitureddy3342
@jitureddy3342 Жыл бұрын
ମନ ପାଇଗଲା ❤❤❤
@krinku8294
@krinku8294 10 ай бұрын
Jai jagannath ati sundara
@BasantaRout-su5jh
@BasantaRout-su5jh Жыл бұрын
ସୁନ୍ଦର ଗୀତ ବହୁତ ସୁନ୍ଦର ଜୟ ଜଗନ୍ନାଥ
@user-rx6vv5nr9m
@user-rx6vv5nr9m Жыл бұрын
ବହୁତ ସୁନ୍ଦର ହେଇଛି ଗୀତ ଟିଏ ❤
@user-fq5gb9ep9e
@user-fq5gb9ep9e 8 ай бұрын
Ati sundar lekhaa
@mahatabsingh8024
@mahatabsingh8024 4 ай бұрын
ଜୟ ଜଗନ୍ନାଥ 💕🙏🙏
@basantaanu9979
@basantaanu9979 Жыл бұрын
ଗୀତ ଭଳି ଗୀତ ହେଇଛି ହୃଦୟକୁ ଛୁଇଁଗଲା 🙏🏻 ଜୟ ଜଗନ୍ନାଥ🙏🏻
@pabitrabisoyee5451
@pabitrabisoyee5451 11 ай бұрын
ଜୟ ଜଗନ୍ନାଥ 🙏🚩🙏🚩🙏🚩🙏🚩🙏🚩 ବହୁତ ସୁନ୍ଦର ଭଜନ ଗୀତ ହେଇଛି
@mahendranahak863
@mahendranahak863 6 ай бұрын
Charan bhai always best, ସତରେ ଭାଇ ଏହି ଗୀତ ପୁରା ହୃଦୟ କୁ ଛୁଈଁ ଗଲା 👍👍 Good massege for society 👌👌
@user-jf8qy8kg1i
@user-jf8qy8kg1i 7 ай бұрын
Jay jagannath bahuta Sundar Gita vaienaa God bless you
@sureshchandrabhoi5337
@sureshchandrabhoi5337 Жыл бұрын
ବହୁତ ସୁନ୍ଦର ଭଜନ ଭଲ ଲାଗୁଛି ଧନ୍ୟବାଦ 👍
@manasmishra8974
@manasmishra8974 Жыл бұрын
ବହୁତ୍ ସୁନ୍ଦର ଭଜନ ଏ ଭିତର ଗ୍ୟାନ
@odishavlogaurobindaswain6537
@odishavlogaurobindaswain6537 8 ай бұрын
Ati sundr songs🎉🎉🎉🎉
@ranjitdigal5357
@ranjitdigal5357 10 ай бұрын
ଅତି ସୁନ୍ଦର ଜୟ ଜଗନ୍ନାଥ ହରିବୋଲ 🎉
@bhujendrabag2904
@bhujendrabag2904 Жыл бұрын
Super song Jai Jagannath
@rabindrabehera14
@rabindrabehera14 Жыл бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@bibhutisahu9932
@bibhutisahu9932 8 ай бұрын
Shree Charan Bhai 🙏 tuma asriwad tike diyantu 🙏🙏🌸🌸🌸🌷🌸
@user-jy7fb8hy4x
@user-jy7fb8hy4x 10 ай бұрын
ଜୟ ଜଗନ୍ନାଥ ବହୁତ ବଢିଆ
@Kumarajit1775
@Kumarajit1775 Жыл бұрын
ଗିତଟି ବହୁତ ବଢିଆ 🙏🙏🙏
@mrganeshdesikalakarcollect9884
@mrganeshdesikalakarcollect9884 11 ай бұрын
ବହୁତ୍ ବଢିଆ ଲାଗିଲା ❤
@pabitraharijan4894
@pabitraharijan4894 8 ай бұрын
ମୋର favourite singer sricharan mohanty ତାଙ୍କ voice re boli ଏ ଗୀତ ଭଲ heichi 🙏🙏🙏 lyrics jako ବହୁତ ଭଲ heichi
@abhayjena7850
@abhayjena7850 Ай бұрын
ସଂଗୀତ କାରଙ୍କୁ ଧନ୍ୟବାଦ 🎉
@bibhisanmenduli94
@bibhisanmenduli94 Жыл бұрын
ଏ ସମାଜ ପାଇଁ ଏକ ସୁନ୍ଦର ସଂଗୀତ, ଶ୍ରୀଚରଣ ସାର 👌👌👌🙏🙏♥️
@GitanjaliBehera-us5hv
@GitanjaliBehera-us5hv 11 ай бұрын
Hrrudaya chunila charana sir e juga pani emiti gita thik
@BasavaHantal-bz9wi
@BasavaHantal-bz9wi 11 ай бұрын
କୋରାପୁଟ ଜିଲ୍ଲା ରେ ଗୋଟିଏ ଗ୍ରାମରେ ୩ଜଣ ପାପୀମାନେ ଅଛନ୍ତି ସେମାନେ ନିଜକୁ ଭଗବାନ ଭାବନ୍ତି ପ୍ରକୃତ ରେ ରାକ୍ଷସ ବଲ ଲୋକଙ୍କୁ ଘାତରେ ଠେଲି ଦେହୀ ସେମାନେ ରାଜ୍ କରୁଛନ୍ତି ସେହି ପାପୀମାନଙ୍କୁ କେଉଁ ଦଣ୍ଡ ଦେବା ଉଛିତ ଭାଇ
@kumar_boss8526
@kumar_boss8526 Жыл бұрын
❤❤ lovely 😊😊😊😊 Jay sambhu 🙏
@Arunamina
@Arunamina 22 күн бұрын
He Mahaprabhu Jagannath 🙏🏻He kala master gita ti ati sundar gaichanti Mo maa nkaa janma dina se ei gita suni bohut khusi hele tanku ashirwad krantu 🙇‍♀️
@pplovestatus8092
@pplovestatus8092 11 ай бұрын
⭕‼️⭕ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 👏👏👏
@manashsahoo713
@manashsahoo713 Жыл бұрын
ବହୁତ ସୁନ୍ଦର ଗୀତ। ଜୟ ଜଗନ୍ନାଥ।
@sudhakarjena3461
@sudhakarjena3461 Жыл бұрын
111111
@kamanayek9179
@kamanayek9179 Жыл бұрын
1:05
@bikashrout2812
@bikashrout2812 Жыл бұрын
😊😊😊😊😊😊😊😊😊😊😊
@hemantagiri8016
@hemantagiri8016 Жыл бұрын
Ho ati sundar heichhi 👌👌👌👌
@babanbaban1471
@babanbaban1471 Жыл бұрын
Ati sundara
@bairagu2516
@bairagu2516 7 ай бұрын
Bahut sundar bujhila luka hai bujhi ba pura moo mana ku chuila
@sujitdehuri2310
@sujitdehuri2310 Жыл бұрын
ଭାରି ବଢିଆ ହେଇଛି ସମାଜ ପାଇଁ ହିତକାରୀ ଗୀତଟିଏ ମୋର ମନକୁ ଛୁଇଁ ଗୋଲା Thank you
@user-rx2he3kd3y
@user-rx2he3kd3y 6 ай бұрын
🗼🗼🗼🗼🗼🌅🌅🌅🌅🌅🌅🥷🥷🥷🥷🥷🥷🏹🏹🏹🏹🏹🏹🛞🛞🛞🛞🛞🛞🪔🪔🪔🪔🪔🪔🛕🛕🛕🛕🛕🛕🚩🚩🚩🚩🚩🚩ଓଁ*****ଓମ୍ ନମଃ ଯୟ ଶ୍ରୀ ରାମ ଲକ୍ଷ୍ମଣ ସୀତା ମାତା ପିତା ନମଃ ନମଃ ନମଃ ନମଃ ନମଃ******ଓଁ🚩🚩🚩🚩🚩🚩🛕🛕🛕🛕🛕🛕🪔🪔🪔🪔🪔🪔🛞🛞🛞🛞🛞🛞🏹🏹🏹🏹🏹🏹🥷🥷🥷🥷🥷🥷🌄🌄🌄🌄🌄🌄🗼🗼🗼🗼🗼
@anildas2138
@anildas2138 Жыл бұрын
Jay jagannath Swami..🙏
@ranjanPal-p9v
@ranjanPal-p9v 13 күн бұрын
Ati sundar sang Jay jagannath🙏
@Pratapkumarmaharana2518
@Pratapkumarmaharana2518 Жыл бұрын
ବାଃ... ଅତି ସୁନ୍ଦର ମାର୍ମିକ ଲେଖା, ସ୍ୱର ସଂଯୋଜନା, ବାଦ୍ୟ ବହୁତ ବଢିଆ 🌹ଜୟ ଜୟ ଜଗନ୍ନାଥ ମହାପ୍ରଭୁ 🙏
@Teddy_prank3033
@Teddy_prank3033 11 ай бұрын
😮😮😊😊😮😮😮😮😮😊
@runumalik7939
@runumalik7939 11 ай бұрын
ଶ୍ରୀଚରଣ ଭାଈଙ୍କ ଅତି ସୁନ୍ଦର ସ୍ବର....👌👌👌
@tusarmuskankant7129
@tusarmuskankant7129 10 ай бұрын
Jay Jaganntha 🙏 Agaku amit ahuri bhala Gita hau... Thanks Sricharan bhai
@krishnarao1199
@krishnarao1199 8 ай бұрын
Bahut sundar lagila Gita congratulations 🎉🎉🎉❤❤ super song bhai👌👌👌👌🎼🎼🎶🎵🎶🎶
@jitendrabarik1960
@jitendrabarik1960 Жыл бұрын
ଜୟ ଜଗନ୍ନାଥ 🙏🙏🙏 ଏଇ ଗୀତରେ ଜଡିତଥିବା ସମସ୍ତ କଳାକାର ଙ୍କୁ ସତ ସତ ନମନ 🙏🙏🙏
@jeetendramajhi6881
@jeetendramajhi6881 Жыл бұрын
ବହୁତ ସୁନ୍ଦର ସଂଗୀତ ଟିଏ 🙏👌💐
@BibhutiSwain-jo7ht
@BibhutiSwain-jo7ht 6 ай бұрын
Bahut sundera gita Bhai
@user-zj1kn3mu2v
@user-zj1kn3mu2v 11 ай бұрын
Bahut Sundar Jay jagannath 🙏🙏🙏
@suniljena4415
@suniljena4415 10 ай бұрын
Jay jagannath 🙏
@dingarpatel6239
@dingarpatel6239 Жыл бұрын
🙏🙏🙏ଅତି ସୁନ୍ଦର ଭଜନ sir
@user-vw6jq7je9w
@user-vw6jq7je9w Жыл бұрын
ଧନ୍ୟବାଦ ଭାଇ ନମସ୍କାର 🙏🙏🙏🙏ଏଗୀତପାଇଁ
@pradyushranjan3225
@pradyushranjan3225 Жыл бұрын
Pranam sricharan bhai beautiful song
@arunsenapati5264
@arunsenapati5264 10 ай бұрын
Bahut sundar geeta. Mana ku pura touch kari gala. Dunia ra sata katha geeta akara re prakas kara jaechhi
@raajjj1984
@raajjj1984 11 ай бұрын
Mahaprabhu... Asa karuchi e gita ra sabda sabu apananka pakhare pahanchu🙏
@sbofficial7879
@sbofficial7879 Жыл бұрын
ଏଇ ଯିଏ ଲେଖିଛି ସେଇ ଲୋକ କୁ ଭି ଆଉ ଏହି ଗାୟକ୍ ସାର ଙ୍କୁ ଭି ବହୁତ୍ ବହୁତ୍ ଧନ୍ୟବାଦ୍ ଅତି ସୁନ୍ଦର୍ ଗୀତ ଏବଂ ଲେଖା ❤
@dillipnaik1875
@dillipnaik1875 Жыл бұрын
ହୃଦୟ କୁ ଛୁଇଁଲା ଚରଣ sir ମୁଁ ଆପଣଙ୍କ ର ଗୀତ ସବୁବେଳେ ଶୁଣେ 🙏🙏 Exelleant voice ❤️❤️
@ramahariparida9963
@ramahariparida9963 9 ай бұрын
JK Sahu sir ❤❤❤❤👍👍👍
@DharanidharNaik-cu5kc
@DharanidharNaik-cu5kc 6 ай бұрын
ଭାଇ ଏ ଗୀତ ଦିନି ସକାଳୁ ସୁଣୁଛି ବହୁତ ସୁନ୍ଦର ଯାହା କୁ ଜେମିନ୍ତି ଲାଗୁ ମୋ ପାଇଁ ସୁନ୍ଦର
@debarchandputel317
@debarchandputel317 5 ай бұрын
Jay Jagannath 🙏 🙏🙏🙏🙏🙏🙏🙏🙏🙏
@aswinsenapati3534
@aswinsenapati3534 Жыл бұрын
ଯେତେ ଚିନ୍ତା ରେ ଥିଲେ ବି ଏହି ଭଜନ ଟିକୁ ଶୁଣିଲେ ବହୁତ ଆନନ୍ଦ ଲାଗୁଛି ,, ଅତି ସୁନ୍ଦର ଭଜନ ଟିଏ ,, ଜୟ ଜଗନ୍ନାଥ 🙏
@somanathacharjya8753
@somanathacharjya8753 11 ай бұрын
Bahut badhia
@maheswarcollection2162
@maheswarcollection2162 10 ай бұрын
ବହୁତ ସୁନ୍ଦର ହେଇଛି
@sasmitabiswal1873
@sasmitabiswal1873 11 ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏
@rameshrath7626
@rameshrath7626 Жыл бұрын
ବହୁତ ସୁନ୍ଦର ଗୀତ
@satyabratadash1326
@satyabratadash1326 3 ай бұрын
Bahut sundar
@biranchidhangadamajhi5396
@biranchidhangadamajhi5396 11 ай бұрын
ଅତି ସୁନ୍ଦର
@alomanilohar
@alomanilohar 11 ай бұрын
ବହୁତ ସୁନ୍ଦର ହେଇଛି ଗୀତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍
@mahaveerbhaktimusic3272
@mahaveerbhaktimusic3272 Жыл бұрын
ବହୁତ ସୁନ୍ଦର ହୃଦୟସ୍ପର୍ଶୀ ରଚନା
@mahaveerbhaktimusic3272
@mahaveerbhaktimusic3272 Жыл бұрын
Jay Jagannath Mo song ku Chance miliba ki bhai
@jubrajyadav9868
@jubrajyadav9868 10 ай бұрын
Nice 👍 ଆଗକୁ ବଢ଼🙏🙏🙏
@sagarmirdha751
@sagarmirdha751 11 ай бұрын
ହୃଦୟ କୁ ଛୁଇଲା ଭଳି ଗୀତ ❤! ଅମିତି ଗୀତ ଶୁଣିବା ଓ ଆମ ସା°ସ୍କୃତିକୁ ବୟାୟ କୁ ବଞ୍ଚିତ ରଖିବା ଆବଶ୍ୟକ! ଯେତେ young ଭାଇ ଓ ଭଉଣୀ ମାନେ ଅଛନ୍ତି ଏହା ଶୁଣି ନିଜର ସାମାଜିକ ସଂସ୍କୃତି କୁ ପରିବର୍ତ୍ତନ କରିପାରିବେ 🙏🙏
@Vloger826
@Vloger826 9 ай бұрын
ଶ୍ରୀଚରଣ ଦାଦା ର ନୂଆ ସୁପର ହିଟ ଭଜନ ମୋ ହୃଦୟ କୁ ଛୁଇଁଗଲା
@anupamajena1912
@anupamajena1912 6 ай бұрын
😊😊
@shivsankar2185
@shivsankar2185 11 ай бұрын
Kete sunile au kete sunibe…..kintu jiye sunile,bujhile,janile au Maanile siye Sabu dukha kasta ry paari paijibe baaki Sabu eithi phasi jibe..👏🏽👏🏽 Jai Jagannath 👏🏽👏🏽
@lunapanda7427
@lunapanda7427 11 ай бұрын
ଭାଇ ଅତ୍ତି ସୁନ୍ଦ.ର
@user-zr2zs2qo7h
@user-zr2zs2qo7h 6 ай бұрын
ଭାଇ‌ ଏ‌ ଗୀତ ଟି‌ ଜେତେ ଥର‌ ସୁଣୁଛି‌ ମୋ‌ ଦେହ‌ ସିତେଇ‌ ପଡୁଛି‌ ❤
@premanandasahoo7240
@premanandasahoo7240 11 ай бұрын
ଜୟ ଜଗନ୍ନାଥ🙏🙏🙏 ବହୁତ ବହୁତ ସୁନ୍ଦର ଲାଗିଲା ଯେତେଥର ଶୁଣୀଲେ ଆହୁରି ଶୁଣିବାକୁ ଇଚ୍ଛା ହଉଚି ଆପଣଙ୍କୁ ବହୁତ ବହୁତ ଧନ୍ଯବାଦ 🙏
@surajtiwari713
@surajtiwari713 8 ай бұрын
Jay jagannath 🙏♥️
Пройди игру и получи 5 чупа-чупсов (2024)
00:49
Екатерина Ковалева
Рет қаралды 4,2 МЛН
Running With Bigger And Bigger Feastables
00:17
MrBeast
Рет қаралды 160 МЛН
Before VS during the CONCERT 🔥 "Aliby" | Andra Gogan
00:13
Andra Gogan
Рет қаралды 10 МЛН
Пройди игру и получи 5 чупа-чупсов (2024)
00:49
Екатерина Ковалева
Рет қаралды 4,2 МЛН