🔴 LIVE | ରାସନ କାର୍ଡ : କିଏ କଟିବେ , କିଏ ପାଇବେ? | Ration Card | Eligibility | Kanak News

  Рет қаралды 563,893

Kanak News

Kanak News

24 күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews

Пікірлер: 329
@deepakacharya3892
@deepakacharya3892 21 күн бұрын
କେବଳ ଧନୀ ବ୍ୟକ୍ତି ମାନେ ଏବଂ ସରପଞ୍ଚ ଙ୍କ ପାଦ ଚଟା କୁକୁର ମାନେ ପାଇବେ।
@sujitbiswal3006
@sujitbiswal3006 21 күн бұрын
First disqualified rich person's
@Arman.2000
@Arman.2000 21 күн бұрын
Right
@rampradhan3795
@rampradhan3795 21 күн бұрын
Right
@tilakmeher5646
@tilakmeher5646 22 күн бұрын
ବହୁତ୍ ଧନି ଲୋକ ମାନେ ପାଉଛନ୍ତି ତାଙ୍କୁ କଣ କରିବେ
@aldrefresh2792
@aldrefresh2792 21 күн бұрын
Tu bi poisa kamaunu tu bi dhoni hei jibu
@user-jy2jg8zv2i
@user-jy2jg8zv2i 21 күн бұрын
ତଦନ୍ତ କରିବା ଦରକାର
@manoranjanpradhan247
@manoranjanpradhan247 21 күн бұрын
Tame kahuna kn kale dhani heijibu ame @@aldrefresh2792
@pradhanashok5005
@pradhanashok5005 4 күн бұрын
ଅମ୍ବାନୀ ଆଉ ଆଦାନୀ ର ରାସନ୍ କାର୍ଡ କଟା ଯାଉ😂😂😂😂
@abhimanyudhal9266
@abhimanyudhal9266 21 күн бұрын
ପ୍ରତେତ୍କ 5 ବର୍ଷରେ ଥରେ ଡିଲାର ଚେଞ୍ଚ ହେବା ଦରକାର
@Rankerp9y
@Rankerp9y 21 күн бұрын
ଆପଣକୁ ଧନ୍ୟବାଦ.......
@nilanchalanag3628
@nilanchalanag3628 21 күн бұрын
Right sir
@mpmpmpmp143
@mpmpmpmp143 21 күн бұрын
ଭୁତ ପ୍ରେତ ନେଉଛନ୍ତି କିନ୍ତୁ ଆମର ନାହିଁ 😢
@user-ck1os1cf4m
@user-ck1os1cf4m 21 күн бұрын
Right
@sanjuktabiswal1569
@sanjuktabiswal1569 21 күн бұрын
​@@user-ck1os1cf4mRight
@KHERWAL_BAZAAR
@KHERWAL_BAZAAR 16 күн бұрын
କଣ କହିଲ ମୋ ଭାଇ
@niranjanswain3328
@niranjanswain3328 22 күн бұрын
କଣ କଣ ଥିଲେ ଯୋଗ୍ୟ ହିତାଧିକାରୀ ସେଇଟା କୁହ
@sanjuktabiswal1569
@sanjuktabiswal1569 21 күн бұрын
ଯାହାର ପରିବାର କୁ ନେଇ ଜମି ଅଳ୍ପ କିଛି ଅଛି ଦେଖି ଦିଅନ୍ତୁ,
@prasantakumarjena4437
@prasantakumarjena4437 21 күн бұрын
ଯାହାର ନେତା ମନ୍ତ୍ରୀଙ୍କ ସହ ଭଲ ସମ୍ପର୍କ ଥିବ।
@binaykumarpradhan2200
@binaykumarpradhan2200 21 күн бұрын
ଆମ ଗାଁ ରେ 75 କ୍ୱେଣ୍ଟାଲ ମଣ୍ଡି ରେ ଧାନ ବିକୁ ଥିବା ଲୋକବି ରାସନ କାର୍ଡ ପାଇଛନ୍ତି।
@sandhyaranijethi7168
@sandhyaranijethi7168 21 күн бұрын
ଠିକ୍ କଥା କହିଛ
@user-ee2tk3er3w
@user-ee2tk3er3w 17 күн бұрын
ଆମ ଗାଁ ରେ ଅର୍ମୀ ଚାକିରି ବଲା ପାଉଛି
@KuberSahu-nu4xt
@KuberSahu-nu4xt 21 күн бұрын
ନୂଆ କାର୍ଡ କେବେହେବ. ଯାହାର ୨ ଏକର୍ଡ ଜମିଥିବ ତାହାର ଚାଉଲକାର୍ଡ ଗରିବ କୁ ୧୦ କେଜି ଚାଉଲ ଦିଆଯାଉ
@niranjanswain3328
@niranjanswain3328 22 күн бұрын
କଣ କଣ ଥିଲେ କାର୍ଡ କଟୀବ ସେଇଟା ଆଗ କୁହ
@gobindadhua9921
@gobindadhua9921 21 күн бұрын
Sir ଜନଗଣନା କରନ୍ତୁ . ତା ପରେ ରାସନ କାର୍ଡ ଦେଲେ ଭଲ ହୁଅନ୍ତା
@TheLifeVibes
@TheLifeVibes 21 күн бұрын
ପ୍ରତି ଦିନ କେତେ ମରୁଛନ୍ତି କେତେ ଜନ୍ମ ହେଉଛନ୍ତି ତୁମେ କେତେ ଦିନ ଖୋଜି ଖୋଜି କାଟିବ
@stallionbbr
@stallionbbr 21 күн бұрын
ଯୋଉମାନଙ୍କ ଦୁଇଚକିଆ ଗାଡି ଅଛି ଓ କିଛି ବ୍ୟବସାୟ କରୁଛନ୍ତି ସେମାନଙ୍କର ବ୍ୟାଙ୍କ ଖାତା ଯାଞ୍ଚ କରାଯାଉ ଆଧାର କାର୍ଡ ଭିତ୍ତିରେ, ଆଧାର କାର୍ଡରୁ ଦୁଇ ଚକିଆ ଗାଡି ଓ ବ୍ୟାଙ୍କ ଖାତାର ପ୍ରକୃତ ଆୟର ବିବରଣୀ ମିଳିପାରିବ, ମାଗଣା ଚାଉଳ ନେଇଚାଲିଛନ୍ତି
@theanimal21
@theanimal21 21 күн бұрын
ଠିକ୍ କହିଛନ୍ତି
@iliiinakula5339
@iliiinakula5339 5 күн бұрын
😂😂kahara 2 chakia nai mate tike kahila
@ranjitrana7361
@ranjitrana7361 21 күн бұрын
ପୁଅ,ଝୀଅ,ରନାମ,କେବେ,ଯୋଡିହେବ
@mragrncy9144
@mragrncy9144 22 күн бұрын
Good decision. MLA and people representive will get opportunity to be closed to voters.
@Prem-bz3tr
@Prem-bz3tr 21 күн бұрын
ଧନୀ ଲୋକ ପାଉଛି ଗରିବ ଲୋକଙ୍କ ପାଖରେ ରାସନ କାର୍ଡ ନାହିଁ ବ୍ଲକ୍ ଅଫିସ୍ ସପ୍ଲେଇ ପାଖକୁ ଗଲେ ନା କଟୁ ନାହିଁ ନା କାଟିଲେ ତ ଆମ ପରିବାର ନୂଆ ରାସନ କାର୍ଡ ଅନଲାଇନ୍ ଏପ୍ଲେ କରିବୁ ନୂଆ ପରିବାର କୁ ସରକାର କେବେ ରାସନ କାର୍ଡ ଦେବ
@santoshkumarmishra2620
@santoshkumarmishra2620 21 күн бұрын
Bank Account ଦେଖ ଯିଏ 15 G ପ୍ରତିବର୍ଷ ଯିଏ ଦେଉଛି ତାର ରାସନ୍ କାର୍ଡ କାଟନ୍ତୁ. ଅନେକ ଲୋକ ୧୦ ଲକ୍ଷରୁ ଅଧିକ ଟଙ୍କା ବ୍ଯାଙ୍କରେ ରଖିଛନ୍ତି କିନ୍ତୁ ସେ ଲୋକଟି ରାସନ୍ କାର୍ଡ ର ସମସ୍ତ ସୁବିଧା ହାତେଇନଉଛନ୍ତି.
@s.mohapatra-i1k
@s.mohapatra-i1k 21 күн бұрын
ମଲା ଲୋକ ରାସନ୍ ନେଉଛନ୍ତି /ଯାହା ଘରେ ଯିଏ ମରୁଛନ୍ତି ତାକୁ ସେମାନେ କିମ୍ବା ସରପଞ୍ଚ ୱାର୍ଡ ମେମ୍ବର କେହି ବି ବ୍ଲକ ଅଫିସ କୁ ଯାଇ କଟୁ ନାହାନ୍ତି
@lalmohanmajhi9308
@lalmohanmajhi9308 21 күн бұрын
ଭତା କେବେ ୩୦୦୦/- ଟଙ୍କା ଦିଆଯିବ
@rajendrasahu939
@rajendrasahu939 21 күн бұрын
ଗରିବ ଲୋକଙ୍କ ପାଖରେ ରାସନ୍ କାର୍ଡ ନାହି, କିନ୍ତୁ ଧନୀ ଲୋକଙ୍କ ରାସନ୍ କାର୍ଡ ବହୁତ ଅଛି, ଗରିବ ଲୋକଙ୍କୁ ଚିହ୍ନଟ କରି ରାସନ୍ କାର୍ଡ ଦିଅ,
@jayanta0084
@jayanta0084 18 күн бұрын
ଆମ ଗାଁ ରେ 4ଚକିଆ ଗାଡ଼ି ଥାଇ ଧନୀ ମଧ୍ୟ ରାସନ ପାଉଛନ୍ତି ହେଲେ ମୋ ବାପା ଭିନ୍ନକ୍ଷମ ହୋଇ ମଧ୍ୟ ନାହିଁ ଏ ହେଉଛି BJD ର ନୀତି।
@bkcreation593
@bkcreation593 21 күн бұрын
Navin sir is always the best cm in odisha❤❤❤
@Odvlogs4s
@Odvlogs4s 21 күн бұрын
ଭୂତ ପ୍ରେତ ବି ରାସନ୍ ପାଉଛନ୍ତି କିନ୍ତୁ ଆମକୁ ନାହିଁ😢 ଭୂତ ବି ରାସନ୍ ନେଇ ପଢ଼ାଉଛନ୍ତି😅So funny
@ranjitrouttv2984
@ranjitrouttv2984 21 күн бұрын
Old pension 3000 kebe miliba
@ullashchandrabarik6979
@ullashchandrabarik6979 Күн бұрын
ଏକଥା ନିର୍ବାଚନ ଆଗରୁ କହିବାର ଥିଲା
@Biswajitpihu
@Biswajitpihu 21 күн бұрын
News ରେ ଖାଲି କହୁଚନ୍ତି ହେଲେ କେମିତି ଜଣେ ଯୋଗ୍ୟ ବ୍ୟକ୍ତି କେମିତି ସହଜ ରେ ପାଇବ ସେ ବିଷୟରେ ସହଜ ଉପାୟ କରନ୍ତୁ
@narshinghbehera6985
@narshinghbehera6985 18 күн бұрын
ଛୁଆ କୁ ମିଳୁଚି ହେଲେ ବୁଢ଼ା କୁ ନୁହେଁ ଧନୀ କୁ ମିଳୁଚି ହେଲେ ଗରିବ କୁ ନୁହେଁ ହେ ଭଗବାନ ତୁମେ ରକ୍ଷା କର
@bhismadas7687
@bhismadas7687 21 күн бұрын
Historical. Step. Welcome
@user-qf4yg6nw1t
@user-qf4yg6nw1t 21 күн бұрын
New ration card kebe apply date declaration karibe
@GopalRout-nh8rk
@GopalRout-nh8rk 21 күн бұрын
ଧନ୍ୟବାଦ sir
@ଅଭୟ
@ଅଭୟ 21 күн бұрын
ଶୀଘ୍ର ଚିହ୍ନଟ କରନ୍ତୁ ଗରିବ ଲୋକଙ୍କୁ APL ଆଉ ଧନୀ ବ୍ୟକ୍ତିଙ୍କୁ ଅନ୍ତଦୟ ରାସନ କାର୍ଡ ମିଳୁଛି କେବେ inquri ହେବ
@narshinghbehera6985
@narshinghbehera6985 18 күн бұрын
ଆଉ ଧନୀ ଲୋକ ଚାଉଳ ଖାଉ ନାହାନ୍ତି ଦୁକାନରେ 30ଟଙ୍କାରେ ବିକି ଫାଇନ ଚାଉଳ ଖାଉ ଛନ୍ତି ସେମିତିଲୋକ ର card ନ ଥିବା କଥା
@AshokDas-ed2ps
@AshokDas-ed2ps 21 күн бұрын
Tq
@ambarishswain3233
@ambarishswain3233 21 күн бұрын
Very good action
@user-jy2jg8zv2i
@user-jy2jg8zv2i 21 күн бұрын
👍
@dillipkumarsatapathy2574
@dillipkumarsatapathy2574 21 күн бұрын
ନିଜ ଦଳର ବହୁ ନେତା ଭୁତ ହିତାଧିକାରୀଙ୍କ ରାସନ
@Princesuryakanta-ph6zj
@Princesuryakanta-ph6zj 4 күн бұрын
କେବଳ ଧନୀ ଲୋକ କୁକୁର ଏହା ଯୋଜଣା ଉପକୃତ ହେବେ
@BeHappy-fn6qh
@BeHappy-fn6qh 21 күн бұрын
ଭଲ କଥା ଭୂତ ରାସନ କାର୍ଡ କଟିବ। କିନ୍ତୁ ନୂଆ ଯୋଗ୍ୟ ହିତାଧିକାରୀ ଙ୍କୁ ନୂଆ କାର୍ଡ ଦବ ନାହିଁ।
@LiliNayak-ox2kb
@LiliNayak-ox2kb 18 күн бұрын
ଭୁତ ପ୍ରେତକୁ ରାସନ୍ ମିଳୁଛି ଆମକୁ କିଛି ମିଳୁନାହିଁ
@SandeshTech-ni3zp
@SandeshTech-ni3zp 2 күн бұрын
ରେସନ କାର୍ଡ କାହାପାଇଁ ଜାହାର ଘରେ ଖାଇବା ପିଇବାକୁ ହଇରାଣ ହେଉଛନ୍ତି ତାଙ୍କ ପାଇଁ । ଯୋଉ ଚାଷୀ ଭାଈ ମାନେ ମଣ୍ଡି ରେ ଧାନ କୁଣ୍ଟାଲ କୁଣ୍ଟାଲ ଦେଉ ଛନ୍ତି ସେ ଭାଈ ମାନେ ରାସନ୍ କାର୍ଡ ପାଇବା ଯୋଗ୍ୟ କି ? ଉତ୍ତର ସରକାର ଦିଅନ୍ତୂ
@biswaltutorial1522
@biswaltutorial1522 22 күн бұрын
ଆମ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ କଣ ନିଷ୍ପତି ନେଲେ
@ranjankanhar5906
@ranjankanhar5906 15 күн бұрын
ପଞ୍ଚାୟତ ରୁ ଚାଉଳ ନେଇଁ ଦୋକାନ ରେ ବିକୁଛନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ
@chandrakantsethi789
@chandrakantsethi789 21 күн бұрын
Good
@user-oi6fl9gl6m
@user-oi6fl9gl6m 16 күн бұрын
Okkkkkkkkkk
@bijayraja
@bijayraja 21 күн бұрын
Criteria needs to be fixed and reverified strictly.
@nandakatapalia5706
@nandakatapalia5706 21 күн бұрын
ନୂଆ ଚାଉଳ କାର୍ଡ କେବେ ଦେବେ ଆମେ 2021ରୁ ଆପ୍ଲାଏ କଲୁ ନା ଏ ପର୍ଯ୍ୟନ୍ତ ମିଳିନି.. ଆମକୁ ନୂଆ କାର୍ଡ ଦେଲେ ବହୁତ ଖୁସି ହେବୁ
@Srikant340
@Srikant340 21 күн бұрын
Bahut bhala Katha 🎉🎉
@Basantamallick-l1r
@Basantamallick-l1r 17 күн бұрын
Good Decision Sir
@SunilBehera-vx8jk
@SunilBehera-vx8jk 16 күн бұрын
Very nice👍👍👍👍👍
@sureshmajhi4280
@sureshmajhi4280 14 күн бұрын
ଭୂତ ବେତାଳ କୁ ସରକାର ଚାଉଳ ଦେଉଛନ୍ତି କିନ୍ତୁ ଆମକୁ ରାସନ୍ କାର୍ଡ ନାହିଁ ଆଫ୍ଲାୟ କରି କରି କିନ୍ତୁ ୨୦୨୪ .୨୫ ମସିହା ହୋଇଗଲା ନି କିନ୍ତୁ ଆମ ପରିବାରରେ ନାହିଁ,ଜୟ ଜଗନ୍ନାଥ
@TulasiJenaTulasi
@TulasiJenaTulasi 18 күн бұрын
Right.sir
@kedarsethy3399
@kedarsethy3399 21 күн бұрын
Correct
@MalatiBehera-g2n
@MalatiBehera-g2n 21 күн бұрын
G00d❤
@kartikhansda8033
@kartikhansda8033 20 күн бұрын
Right 👍
@saiarts4617
@saiarts4617 21 күн бұрын
Jay Jagannath❤🎉 Thankful❤
@MirabaiNayak-bj5ff
@MirabaiNayak-bj5ff 21 күн бұрын
👍👍👍👍👍👍👍
@bhagabanbehera1354
@bhagabanbehera1354 14 күн бұрын
ଏଥିପାଇଁ କେବଳ ଡିଲର୍ ମାନେ ହିଁ ଦାୟୀ କାରଣ କିଏ ମଲା କିଏ ଜନ୍ମ ହେଲା ତା ଏରିଆ ରେ ସେ ତ ନିଶ୍ଚୟ ଜାଣିଥିବ, ତେବେ ମଲା ଲୋକ ପାଇଲେ କେମିତି
@user-fg9oo1jr6w
@user-fg9oo1jr6w 21 күн бұрын
ସୁଭଦ୍ରା ଯୋଜନା ୧୦୦ ଦିନ ଭିତରେ କୋଉଦିନ ?
@satyabannaik4539
@satyabannaik4539 21 күн бұрын
ପ୍ରତି ଗାଁରେ ଘରକୁ ଘର ବୁଲି ପ୍ରକୃତ ହିତାଧିକାରୀ ମାନଙ୍କୁ ଚି଼ହ୍ନଟ କରାଯାଉ l ମୃତ ଲୋକଙ୍କନାମରେ ମିଳୁ ଥିବା ଚାଉଳ କାର୍ଡ କଟା ଯାଉ ଓ ଚାଉଳ ବନ୍ଦ କରାଯାଉ l ବହୁତ ଧନୀ ଲୋକ ହୋଇ ମଧ୍ୟ ଫ୍ରି ଚାଉଳ ନେଉଛନ୍ତି l ସେଇଥି ପାଇଁ ପୁରୁଣା ସରକାର କୁ ଲୋକେ ଝୁରୁଛନ୍ତି l ଅସଲ କଥାଟା ହେଲା ଭୁତ କାର୍ଡ ରେ ଚାଉଳ ଉଠାଉ ଥିଲେ l ସେଇଥିପାଇଁ ସେଇମାନେ ହିଁ ପୁରୁଣା ସରକାର କୁ ଝୁରି ମରୁଛନ୍ତି l ମୋ ଧନ କୁଆଡେ ଗଲା ଲୋ ଆମେ କେମିତି ବଞ୍ଚିବୁ ବୋଲି ମୁଣ୍ଡ ପିଟି ଦେଉଛନ୍ତି l କୁଜିନେତା ହିଁ ମୂଳ କାରଣ l ନିଜ ଲୋକଙ୍କ ନାମରେ ଫ୍ରି ଚାଉଳ ନେଉଥିଲେ l ଏବେ ସବୁ ଭୁତ କାର୍ଡ ଧାରୀ ଫ୍ରି ଚାଉଳ ପାଇବେ ନାହିଁ l ବଞ୍ଚି ଥିଲେ ତ କାର୍ଡ ନେବେ l
@sidharthsankarbehera6564
@sidharthsankarbehera6564 20 күн бұрын
Good tapick
@ugresenlenka3495
@ugresenlenka3495 21 күн бұрын
ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ, ସମସ୍ତ ଭୂତ ରେସନ କାର୍ଡ ଧାରୀ ଙ୍କୁ ତଦାରଖ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।
@user-im2iu3dv1n
@user-im2iu3dv1n 21 күн бұрын
Tobou bia
@samarupujari2098
@samarupujari2098 2 күн бұрын
❤❤❤❤❤
@samarupujari2098
@samarupujari2098 2 күн бұрын
😢😢😢
@user-rc8wn1ol2w
@user-rc8wn1ol2w 21 күн бұрын
Good decision
@rockygouda9086
@rockygouda9086 21 күн бұрын
Ok good
@pradeepkumarsinha803
@pradeepkumarsinha803 21 күн бұрын
ବଡ ବିଡମ୍ବନାର ବିଷୟ ଆଜି ପର୍ଯ୍ୟନ୍ତ 2022, ଫେବୃଆରି ମାସ ଠାର 5/6 ମାସର ଗହମ ଜାତୀୟ ସୁରକ୍ଷାର। ସମସ୍ତ ହିତାଧିକାରୀମାନେ ପୁରୀ ଜିଲ୍ଲାର ପାଇ ନାହାନ୍ତି। ବାରମ୍ବାର ଅଭିଯୋଗ ଦାଖଲ କରାଯିବା ସତ୍ତ୍ୱେ ନା ଜିଲ୍ଲାପାଳ, ନା ଯୋଗାଣ ବିଭାଗ ମନ୍ତ୍ରୀ ଧ୍ୟାନ ଦେଇଛନ୍ତି। ଯଥାଶୀଘ୍ର ଯୋଗାଇ ଦେବାପାଇଁ ଅନୁରୋଧ କରାଯାଉଛି।
@KHERWAL_BAZAAR
@KHERWAL_BAZAAR 16 күн бұрын
ଘର ଘର ବୁଲି ବୁଲି ଯଦି ଆଧାର Bio-Matric Varify କରାଯିବ ତେବେ ଜଣାପଡ଼ିବ। ଆଉ ନ ହେଲେ କିଛି ଜାଣି ପାରିବେ ନାହିଁ ।
@sushantbarick3317
@sushantbarick3317 21 күн бұрын
Jai Jagannath 👏 Apana gote Kama karantu Jau mane ration Agent achanti semanku naiki jail re bharantu, Karan se mane sabu Jayanti Kia Jibita achi aau kahara murtu haichi karan se ta gaon loka..agent mane khau chanti seita ku dharantu sabu thik hai jiba..corruption clear karntu plz.
@priyabrataparida7223
@priyabrataparida7223 22 күн бұрын
New ration card kebe ??
@Bs9L9106
@Bs9L9106 21 күн бұрын
Good Action by New Govt
@rajendramallick4172
@rajendramallick4172 10 күн бұрын
Bhai jia kahile kahu anubhav is brand.
@brajakishorepadhi4022
@brajakishorepadhi4022 21 күн бұрын
ସବୁ ବିଜେଡି ଲୁଟେରା।
@BinayakPatel-ky2xw
@BinayakPatel-ky2xw 18 күн бұрын
Puintala block,malmunda GP re bahut bhuta,(bgr)
@jitendrapradhan7681
@jitendrapradhan7681 21 күн бұрын
କେମିତି ନା କାଟିବ ତାହା ଚିନ୍ତା କେମିତି ନା ଯୋଡାଯିବ ତାହା ଚିନ୍ତା ନାହିଂ
@bhagiratiamanatya6271
@bhagiratiamanatya6271 10 күн бұрын
Bhagrathiamanatya❤❤
@user-fo1fl9ub9e
@user-fo1fl9ub9e 16 күн бұрын
କଣ କଣ ଥିଲେ ଅଯୋଗ୍ୟ ଆଉ କଣ ନଥିଲେ ଯୋଗ୍ୟ ସେକଥା କୁହ
@tabatibehera3572
@tabatibehera3572 16 күн бұрын
Online adhar cad login kari karipariba
@bhagiratiamanatya6271
@bhagiratiamanatya6271 10 күн бұрын
😢😮
@rahematkhanqadri7866
@rahematkhanqadri7866 21 күн бұрын
Adhar biometric ru Diya hauchi rice bhuta card Asila kauthi
@hemantakumarmohanta9642
@hemantakumarmohanta9642 21 күн бұрын
Suppose Jane death karijaichhi Alaga Jane family member ration neuchhil
@akshayabhoi2977
@akshayabhoi2977 21 күн бұрын
Sir mote New Ration card apply karichi 4Yers hela milini please sir joldi karantu
@w.w.online6920
@w.w.online6920 21 күн бұрын
Kanak news ku riquest lebour card ra jhia baha ghara yojna tanka kebbe midiba sarakar ku pachari tikke kuhantu
@nayanakandi4776
@nayanakandi4776 14 күн бұрын
ମନ୍ତ୍ରୀ ବାବୁ ଗହମ ମିଳିବ ଟି
@LilyPradhan-hd3uj
@LilyPradhan-hd3uj 16 күн бұрын
ଭୁତ ଛାଡ ଜୀବିତ ଲୋକ ଙ୍କୁ ଚାଉଳ ମିଳୁ
@user-nf1fx1vd8o
@user-nf1fx1vd8o 18 күн бұрын
Sar epiel hele bipiel kintu kintu garibatira bipiealru nama kati jauchi thhik jauchi sar mohan babu kan aagaku kkarucha dekhhiba
@user-jf6hy3qs2j
@user-jf6hy3qs2j 17 күн бұрын
CARD HOLDER MANANK R BANK ACCOUNT check karajau.
@saikrisnamoti4765
@saikrisnamoti4765 21 күн бұрын
Very good dilar manakar besi dada giri badhi galani, raati re chora chalana houchi
@BarendraMajhi-tx3fi
@BarendraMajhi-tx3fi 21 күн бұрын
New ration crd kebe miliba
@biplabsamal7630
@biplabsamal7630 21 күн бұрын
😊Sir,mo gp re kotipati ,lakhayapati rasan card pauchanti.
@GS-bw6wu
@GS-bw6wu 21 күн бұрын
Election purbaru kahithiba Katha kara aga pare Alaga kama kariba
@sparida2104
@sparida2104 21 күн бұрын
navin card badalare health card kebe asiba
@sradhamihir5552
@sradhamihir5552 21 күн бұрын
First କଥା ହେଲା ଯେତିକି ରାସନ୍ କାର୍ଡ ଅଛି ସୁଭଦ୍ରା ଟଙ୍କା ଦେଲା ବେଳକୁ ଗା... ଫାଟିଯିବ 😂 ଯଦି ଏମିତି ଚେକିଂ କରି କଟିଦିଆଯିବ ସୁଭଦ୍ରା ଟଙ୍କା ଦେବାକୁ ସରକାରଙ୍କୁ ସୁବିଧା ହେବ 😅 ପୁରୁଣା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଗରୁ ବହୁତ୍ free ଚାଉଳ ଦେଲେ 😂 ଏବେ ସୁଭଦ୍ରା ତାଙ୍କ ଦିଆସରୁ ତା ପରେ କାଟିବ ନା 😂 ଦେବାକୁ ତ ଖାଲି ଫାଟିଲା ଆଉ......😅
@achyutbag4614
@achyutbag4614 18 күн бұрын
Right
@user-jf6hy3qs2j
@user-jf6hy3qs2j 17 күн бұрын
Every dealer has full knowledge about non eligible person.
@prasantakumarpadhan8552
@prasantakumarpadhan8552 21 күн бұрын
ଭୂତ ମାନେ ବି ଫିଙ୍ଗର ପ୍ରିରନ୍ଟ ଦେଉଥିଲେ ।
@umeshhikoka9930
@umeshhikoka9930 21 күн бұрын
Hello 👋
@anantabarik564
@anantabarik564 21 күн бұрын
New ration card kebe deba ??
@RamRam-pd7fb
@RamRam-pd7fb 21 күн бұрын
Rason card paiba jogya kie??
@user-hz2tx5du4i
@user-hz2tx5du4i 17 күн бұрын
ବାଳ କାଡେ ମୁଁ କେତେଦିନରୁ ବାପ ଘରୁ ନାଆ କାଟି ପାରୁଉ ନି ଏଇମାନେ କାଡେ ଦେବେ
@pruthirajbehera8043
@pruthirajbehera8043 21 күн бұрын
Jau manankara kotha ghara aau gadi achi, survey hei se card katajau
@nityanandasamal6814
@nityanandasamal6814 21 күн бұрын
Good govt odisha
@nalindrasoy6366
@nalindrasoy6366 21 күн бұрын
Ration Samastanku milu apon kahiba kotha Jou mane rich semane monisho nuhonti.Hele gote kotha mone rakhantu Country ku pray Service holder and business person mane hin country ku choleichonti
@nilanchalanag3628
@nilanchalanag3628 21 күн бұрын
Kebe thu new card apply heba kuhantu
@jyotshnamayeenayak4653
@jyotshnamayeenayak4653 21 күн бұрын
Kiee card paeebaku jogya kemiti janibu ta pae gideline ashu .nahele ghotala heba thaya .
@user-tb3en8jw3t
@user-tb3en8jw3t 18 күн бұрын
Kouthi asabu hoipariba.. kouthi.coperate.karibe...sei.puruna.chorata.block.re.achanti...Bisesa.kari....keonjhar.jilara.sabu.Block...Biseasakari...Hatadihi.block...upare.druthi.dia.gale..bahuta.garibaloka.upakruta.hoiparibe.
@SwamiDas-vn5nv
@SwamiDas-vn5nv 21 күн бұрын
Nua ration card kebe apply heba
Best Toilet Gadgets and #Hacks you must try!!💩💩
00:49
Poly Holy Yow
Рет қаралды 21 МЛН
50 YouTubers Fight For $1,000,000
41:27
MrBeast
Рет қаралды 210 МЛН
Playing hide and seek with my dog 🐶
00:25
Zach King
Рет қаралды 35 МЛН
ПРОВЕРИЛ АРБУЗЫ #shorts
00:34
Паша Осадчий
Рет қаралды 7 МЛН
Who Are Eligible To Receive PM-Kisan Money?
7:11
Kanak News
Рет қаралды 407 М.
Puri: Sevayats Singing 'Aahe Nila Saila' On Bahuda Jatra
3:17
Kanak News
Рет қаралды 352 М.
Why did the Budget ruffle Rahul Gandhi?
4:26
Brut India
Рет қаралды 1,5 МЛН
Best Toilet Gadgets and #Hacks you must try!!💩💩
00:49
Poly Holy Yow
Рет қаралды 21 МЛН