No video

Manoranjan Mishra Live: Old Pension Scheme vs New Pension Scheme

  Рет қаралды 180,846

Kanak News

Kanak News

11 ай бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #Odisha #ManoranjanMishraLive

Пікірлер: 376
@SanjuBaba2016
@SanjuBaba2016 11 ай бұрын
ଯିଏକି ପାଠ ନ ପଢି କିମ୍ବା 5th ପାଠ ପଢ଼ି ରାଜନୀତି କରି ପେନସନ ପାଇବେ ଚଳିବ କିନ୍ତୁ ସରକାରୀ କର୍ମଚାରୀ ମାନଙ୍କର ନାହିଁ.... ବାଃ ରେ ସରକାର ଏଇୟା ତୁମ କାମ.....
@sushantabhoi3118
@sushantabhoi3118 11 ай бұрын
ମନୋରଞ୍ଜନ ଭାଇ,ଆପଙ୍କର ପାଖରେ କୋୖଣସି ତଥ୍ୟ ନାହିଁ କି,ଉପରେ ଉପରେ ଡିବେଟ କରୁଛନ୍ତି ।ଆଉ ଡାକିଛନ୍ତି ଖାରବେଳ ସାରଙ୍କୁ, ପେନସନ ଯୋଜନା ଡିବେଟକୁ ।ତାଙ୍କ ପେନସନ କଥା ପଚାରନ୍ତୁ
@user-xq5nd9xm3t
@user-xq5nd9xm3t 4 күн бұрын
କହିଥିବା କଥା ଦେଇଥିବା ପ୍ରତିଶୃତି ପୂରଣ କରାଯିବା ପ୍ରଥମ ଆବଶ୍ୟକ ସରକାରଙ୍କର, ଧନ୍ୟବାଦ, ନମସ୍କାର
@saratchandramahanta4279
@saratchandramahanta4279 11 ай бұрын
ଖାରବେଳ ବାବୁ କହିବେ କି ?M l A MP ମାନେ କାହିକି ପେନସନ ପାଇଵେ?
@benudharmohanty-jk9if
@benudharmohanty-jk9if 5 ай бұрын
khareh.babu.willsay?miamps.getany.pensionapnne.mishhakhuha
@niranjanrout6509
@niranjanrout6509 5 ай бұрын
Right
@ramkrishnapadhi1550
@ramkrishnapadhi1550 5 ай бұрын
😊
@renubalamohapatra7437
@renubalamohapatra7437 11 ай бұрын
ଯଦି ଏମେଲ୍ ଏମେପି ମାନଙ୍କର ଦରମା ବଢିବ ଓ ସେମାନେ ପାଞ୍ଚବର୍ଷ ପରେ ଜୀବନସାରା ପେନସନ ପାଇବେ ତବେ ସରକାରୀ କର୍ମଚାରୀ ମାନଙ୍କୁ କ'ଣ ପାଇଁ ନୁହେଁ।
@swarnamohanty3121
@swarnamohanty3121 10 ай бұрын
Sarkari karmachari, nku NPS BJP kahichi.
@smrutiranjan2935
@smrutiranjan2935 11 ай бұрын
MLA and MP pension naba kahi ki .?
@dhaneswarmallik8150
@dhaneswarmallik8150 11 ай бұрын
Right sir
@rajeshbiswal3701
@rajeshbiswal3701 11 ай бұрын
MLA MP ପାଇବାବେଳେ ପଇସା ସରକାର ପାଖରେ ଅଛି। ଆମ ବେଳକୁ ନାହିଁ!
@sudheerasahoo5737
@sudheerasahoo5737 11 ай бұрын
MLA,MP pension nela belaku ରାଜ୍ୟ କୋଷ ଉପରେ ପ୍ରଭାବ ପଡୁନି କି ?
@tofan306
@tofan306 11 ай бұрын
Mla au mp kete jana achanti 500000 ki
@mousumeemishra992
@mousumeemishra992 10 ай бұрын
Kintu semane jete thara MLA ki MP hebe sete thara pension paibe tanka darama bhatta tanka bad
@benudharmohanty-jk9if
@benudharmohanty-jk9if 5 ай бұрын
mla.mp.pension.nela.belaku.notaffect.the.state'cell?
@ramkrishnapadhi1550
@ramkrishnapadhi1550 5 ай бұрын
😊
@sanjaya531
@sanjaya531 11 ай бұрын
MLA and MP Mane jadi pension pauchanty 5yrs pain . Taha hele govt employees Mane kn pain pension paibeni
@akshaykumarroy1543
@akshaykumarroy1543 11 ай бұрын
ବସ୍ତା ବ୍ଲକ ରେ ନଳ ବାହାର ମାଝୀ ସାହି ପ୍ରାଥମିକ ସ୍କୁଲ ର ଜଣେ ଶିକ୍ଷକ ମାତ୍ର ପେନସନ ୭/୮ ଶହ ଟଙ୍କା ପାଉଛନ୍ତି।
@Gopi_Geeti
@Gopi_Geeti 11 ай бұрын
ଖାରବେଳ ବାବୁଙ୍କ ପାଖରେ ସେ ରେକର୍ଡ ନାହିଁ। Debate ପୂର୍ବରୁ ଟିକେ prepare ହୁଅ ହେ ଭାଇ। କାହିଁକି ଏମିତି ପଳେଇ ଆସୁଛ। 😢
@tripathybanamali7858
@tripathybanamali7858 11 ай бұрын
ଅନ୍ଧଭକ୍ତି/ଆତ୍ମମୁଗ୍ଧତା ର ପରିଣାମ ପାଇବେ।MLA/MP ଙ୍କ ପେନସନ କଥା ବେଳକୁ ନୀରବତା ସ୍ପୃହଣୀୟ ନୁହେଁ।
@nilamadhabamohapatra5765
@nilamadhabamohapatra5765 11 ай бұрын
ପେନସନ ଯଦି ହୁଏ ତା ହେଲେ ସମସ୍ତ,ସବୁ ବର୍ଗର କର୍ମଚାରୀ ମାନଙ୍କୁ ଦିଆଯିବ, ନ ହେଲେ କାହାକୁ ନୁହଁ। ଏମିତି କି MLA MP ମଧ୍ୟ ନୁହଁ।
@lipunbarik5530
@lipunbarik5530 8 ай бұрын
Right
@susantakumar6009
@susantakumar6009 11 ай бұрын
ନୟାଗଡ ର ରଣପୁର ବିଧାୟକ ଙ୍କ ଗ୍ରାମ ର ମୁରଲୀଧର ପ୍ରଧାନ ଙ୍କର 1000ପେନସନ
@sarojbarik6073
@sarojbarik6073 11 ай бұрын
ସତ କଥା କହିଛ 💯👌
@basantkumarmallick9311
@basantkumarmallick9311 5 ай бұрын
ଆପଣ ନିଜେ ଆପଣଙ୍କ ନିର୍ବାଚନ ମଣ୍ଡଳୀ ସର୍ଭେ କରନ୍ତୁ, ଆପଣ ଠିକ୍ ଜାଣିପାରିବେ
@kanhucharannaik5946
@kanhucharannaik5946 11 ай бұрын
ମନୋରଞ୍ଜନ ବାବୁ..ଖାରବେଳ ବାବୁଙ୍କ ନାକ ଘୋଷଡିବା ଭିଡ଼ିଓ ଟି ପୋଷ୍ଟ କରନ୍ତୁ।
@SanatanchattarChattar
@SanatanchattarChattar 10 ай бұрын
କଂଗ୍ରେସ ସରକାର ଭଲ ପଦକେପ ନେଉଛନ୍ତି ।ତେଣୁ ଆଗାମୀ ଦିନରେ ନିଶ୍ଚିତ ଭାବେ କର୍ମଚାରି ମାନେ କଂଗ୍ରେସ କୁ ସ୍ଵାଗତ କରିବେ ।ବିଜେପି ନିଶ୍ଚିତ ହାରିବା ଦରକାର୍ ।
@ajubabumohanta7121
@ajubabumohanta7121 9 ай бұрын
Balo bjd dalal party
@desitourist6144
@desitourist6144 5 ай бұрын
Qqqq
@Srujani-smile-Odisha4507
@Srujani-smile-Odisha4507 11 ай бұрын
ଖାରବେଳ କୁ ଲାଜ ଲାଗୁ ନାହିଁ? ବିଜେପି ଏମପି, ଏମ୍ ଏଲ୍ ଏ ପେନସନ ନେବାକୁ ମନା କରନ୍ତୁ ଦେଖିବା!!! ସ୍ବାର୍ଥ ପର
@sarfaroshkitamanna8388
@sarfaroshkitamanna8388 11 ай бұрын
Odisha wants old pension
@bapisadangi3373
@bapisadangi3373 11 ай бұрын
ସରକାର ଙ୍କୁ ଅନୁରୋଧ ନେତା ମନ୍ତ୍ରୀ ଚାକିରି ୟାଙ୍କରଦରମାବଢନ୍ତୁ, ଗରିବ ଲୋକ, ଚାଷୀ ମୂଲିଆ ଏମାନେ ସମସ୍ତେ ଭୋଟଦେବେ
@prafulladash748
@prafulladash748 11 күн бұрын
ଧନ୍ୟବାଦ କଳିଙ୍ଗnews
@sibanisethi9125
@sibanisethi9125 10 ай бұрын
ତୁରନ୍ତ ପେନ ସନ ଦିଆ ଯାଉ 😭🙏
@jalilkhan1227
@jalilkhan1227 11 ай бұрын
MP M LA ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ର ପେନସନ ବନ୍ଦ କରିଦେଲେ କେହି ଅଭିଯୋଗ କରିବେ ନି , MLA MP 5ବର୍ଷ କାର୍ଯ୍ୟ କରି ଫୁଲ୍ ପେନସନ ପାଉଛନ୍ତି ଯିଏ60 ବର୍ଷ କାମ କରୁଛନ୍ତି ସେମାନଙ୍କୁ ଫୁଲ୍ ପେନସନ ଦିଆଯିବା ଉଚିତ ଜଲିଲ୍ ଖାଁ ଶିକ୍ଷା ବିତ୍ ନୂଆପଲ୍ଲୀ ଭୁବନେଶ୍ବର
@sanjeebkumarnaik1979
@sanjeebkumarnaik1979 11 ай бұрын
ଓଡ଼ିଶାରେ ମଧ୍ୟ ଯିଏ ପୁରୁଣା ପେନସନ ଦେବା 2024 ରେସେହି ଦଳ ଜିତିବ
@dayanidhibehera7734
@dayanidhibehera7734 11 ай бұрын
M L A&M P ପାଉଛନ୍ତି ଅନ୍ୟ ସରକାରୀ କର୍ମଚାରୀ ପୁରୁଣା ପେନସନ କାହଁକି ପାଇବେନି
@dhaneswarmallik8150
@dhaneswarmallik8150 11 ай бұрын
Right sir
@jayantsethi3353
@jayantsethi3353 10 ай бұрын
ଯେହେତୁ ସବୁ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ପେନସନ ଦିଆଯାଉଛି ଅନ୍ୟ ସରକାରୀ କର୍ମଚାରୀ ମାନଙ୍କୁ ମଧ୍ୟ ପେନସନ ଦିଆଯିବା ଦରକାର ।
@anantacharanhotta5593
@anantacharanhotta5593 5 ай бұрын
M L A , M P ମନ୍ତ୍ରୀ ମାନଙ୍କୁ N P S ରେ ଅନ୍ତର୍ଭୁକ୍ତ କରାଯାଉନାହିଁ କାହିଁକି
@surendrapratapsinghsamanta1553
@surendrapratapsinghsamanta1553 12 күн бұрын
ମୁଁ ଦରମା ପାଉଥିଲି ୮୨୧୦୦ ଟଙ୍କା ପେନସନ ପାଉଛି ୨୮୯୮ ଟଙ୍କା କପୋରେସନ୍ ରେ
@sanjuktamohanty9668
@sanjuktamohanty9668 11 ай бұрын
Thanks to Sahadeb sir for his opinion.
@NiladriNayak-qx2jx
@NiladriNayak-qx2jx 11 ай бұрын
ମୋନ ରଞ୍ଜନ ବାବୁ ଆପଣ ଏ ପ୍ରୋଗ୍ରାମ ଟି ପୁନଃ କେବେ ପ୍ରସାରଣ କରିବେ
@ranjanpanigrahi6447
@ranjanpanigrahi6447 11 ай бұрын
ମୋର ଅବସର ହେଲା ମୋତେ 1600/-ମିଳୁଛି
@HomeSchoolodia
@HomeSchoolodia 11 ай бұрын
ଏଇଯେ ଖାରବେଳ ବାବୁ ବସିଛନ୍ତି, ସେ କେତେଟା ପେନସନ ନଉଛନ୍ତି ? ସେ କଥା ତ କହୁ ନାହାନ୍ତି ,ଫାଲତୁ ଲୋକ MC
@subashpradhan3586
@subashpradhan3586 11 ай бұрын
ତୁମ MP MLA ଦରମା ରୁ କେତେ ଟଙ୍କା କରୁଛି ଯେ ତୁମେ ପେନସନ ନେବ । ପାୱାର ଗଲା ପରେ ତୁମେ କାହିଁକି ପେନସନ ନେବ , ଲାଜ ଲାଗୁନି କି?
@pradeepbiswal2058
@pradeepbiswal2058 11 ай бұрын
ଆମର କଣ୍ଟମାଳ ବ୍ଲକରେ 8 ରୁ 10 ଜଣ nps ଶିକ୍ଷକ ଅବସର ପରେ rs-1000/ରୁ 1500/ଟଙ୍କା ଭିତରେ ପାଉଛନ୍ତି, ଠିକଣା ଦିଅନ୍ତୁ, ମୁଁ ପ୍ରମାଣ ପଠାଇବି
@saratchandramohapatra122
@saratchandramohapatra122 19 күн бұрын
why not NPS will be applicable for politicians like MLA. MP ?
@rameshpradhan8772
@rameshpradhan8772 5 ай бұрын
ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ମୁଁ ଶ୍ରୀ ରମେଶ ଚନ୍ଦ୍ର ପ୍ରଧାନ (BA,Bed) NPS Retired Teacher । ମୋର ମାସିକ ପେନସନ Rs.2173 /- । ମୁଁ Retired ହୋଇଛି 31.05.2022 ରେ । ଖାରବେଳ ସ୍ବାଇଁ କୁ ଆଉ କେତେ ପ୍ରମାଣ ଦେବା । ଖାରବେଳ ସ୍ବାଇଁ ଙ୍କ ଯୁକ୍ତି ଶୁଣି ଦୁଃଖ ଲାଗୁଛି ଓ ପ୍ରବଳ ରାଗ ଲାଗୁଛି ।
@gamingwithgyana
@gamingwithgyana 10 ай бұрын
ଖାରବେଳ ବାବୁ ଙ୍କୁ ଏହିପରି ମନ୍ତବ୍ୟ ଦେଇ mada ଓ ଅପମାନିତ ହେଉଛି।
@PaagalKhopdi
@PaagalKhopdi 8 ай бұрын
ତମେ ବିଧାୟକ ହେଇ କଣ ଛିଡେଇ ପକାଉଚ୍ଚ , ଜୀବନ ସାରା ପେନସନ ପାଇବ , ଲୋକଙ୍କୁ ଲୁଟି କି ବଡ଼ ଲୋକ ପୁଣି ଜୀବନସାରା ପେନସନ
@sibanisethi9125
@sibanisethi9125 11 ай бұрын
ତୁରନ୍ତ ପେନ ସନ ଦିଆ ଯାଉ 🙏
@prasantakumarswain3419
@prasantakumarswain3419 11 ай бұрын
ରାଜନେତା ମାନଙ୍କ ପେନସନ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଉ ଦେଶର ଭବିଷ୍ୟତ,ଆର୍ଥିକ ଅବସ୍ଥା ଠିକ୍ ହୋଇଯିବ ।
@rashmiranjanpaschimkabat8801
@rashmiranjanpaschimkabat8801 10 ай бұрын
ଖାରବେଳ ବାବୁ ଙ୍କ ପରବର୍ତୀ ସାକ୍ଷାତ କାର ଡେଖାନ୍ତୁ
@basudevsahoo2092
@basudevsahoo2092 10 ай бұрын
ଖାରବେଳ ବାବୁ କହିବେ କି ମନ୍ତ୍ରୀ ବିଧାୟକ ମୋଟା ଅଙ୍କର ପେନସନ କିପରି???
@SanjitSahu-oq4xg
@SanjitSahu-oq4xg 11 ай бұрын
ଆପଣ ଖାଲି ସରକାରୀ କର୍ମଚାରୀ ଙ୍କ କଥା କହୁଛନ୍ତି କିନ୍ତୁ EPF କର୍ମଚାରୀ କଥା ଟିକେ କୁହନ୍ତୁ Supreme court ଆଦେଶ ଦେଇଥିଲେ ମଧ୍ୟ ତାଙ୍କର ପେନସନ ବୃଦ୍ଧି ହେଉନାହିଁ କାହିଁକି ଆପଣଙ୍କ TV channel ରେ ପ୍ରସାରିତ ହେଲେ ଜନସାଧାରଣ ଉପକୃତ ହେବେ
@pitaramajhi7640
@pitaramajhi7640 10 ай бұрын
ନାକ ଘୋଷାଡ଼ିବେ କାନା ମୋଡି଼ବେ ନହେଲେ ଆପଣ ମିଡ଼ିଆ ସାମ୍ନାରେ କ୍ଷମା ମାଗିବେ
@basantinaik8924
@basantinaik8924 11 ай бұрын
ବିଜେଡି ସରକାର ହଟାଓ mla mp ku deba ପେନଶନ ଦେବ ସରକାର ହଟାଓ
@ODISHAKISHANCOMMUNITY-
@ODISHAKISHANCOMMUNITY- 5 ай бұрын
ନେତା ମନ୍ତ୍ରୀ କାହିଁକି ପାଇବେ।
@jayasinghmahanand3089
@jayasinghmahanand3089 5 ай бұрын
ଆଉ ମନୋରଞ୍ଜନ ସାର୍ ତ ଗରିବମାନଙ୍କ ପାଇଁ ପୂରା ଦରଦ ଦେଖାଇଛନ୍ତି। ବୋଧହୁଏ ସାର୍ ତାଙ୍କ ମାସିକ ଆୟର କିଛି କିଛି ପ୍ରତି ମାସରେ ବାଣ୍ଟନ୍ତି । ତଥ୍ଯ ନାହିଁ, ଆଉ ଡିବେଟ କରି ପକାଉଛ । ମନୋରଞ୍ଜନ, ପ୍ରଧାନ ବାବୁ କି ଖାରବେଳ ସାରଙ୍କ ପାଖରେ କୌଣସି ତଥ୍ଯ ନାହିିଁ। ତଥାପି କନକ ନିଉଜରେ ଗପି ଦେଲ । ଯେଭଳି ଛାତ୍ର ଛାତ୍ରୀ ଯଦି କୌଣସି ପ୍ରଶ୍ନ ପଚାରନ୍ତି ଶିକ୍ଷକଙ୍କୁ ,ଉତ୍ତର ଜଣା ନଥିଲେ ଆସନ୍ତାକାଲି ଏଇ ପ୍ରଶ୍ନର ସମାଧାନ କରିବା ବୋଲି ଶିକ୍ଷକ କରିଥାନ୍ତି। ଏଇ ଡିବେଟ ଟା ସେହିଭଳି ହେଲା ।
@subhajeetdas4746
@subhajeetdas4746 8 ай бұрын
ThankyouAll
@ChhitaRanjanbishoyi
@ChhitaRanjanbishoyi Ай бұрын
Manaranjan babu ମୁଁ ଅବସର ପ୍ରାଥମିକ ଶିକ୍ଷକ ମୁଁ ବର୍ତମାନ nps ରୁ 563 ଟଙ୍କା pauchi🎍
@as.d7167
@as.d7167 5 ай бұрын
ଆଜ୍ଞା ଯେଉଁ ତଳିଆ ସରକାରୀ କର୍ମଚାରୀ କମ୍ ସାଲାରୀରେ ତାଙ୍କର ପରିବାରର ପ୍ରତିପୋଷଣ କରିଥାନ୍ତି. ସେମାନେ 60ବର୍ଷା ହେବା ପର୍ଯ୍ୟନ୍ତ ସରକାରୀ ସେବାରେ ନିଜର କାର୍ଯ୍ୟକାଳ ସାରିଦେଲେ. ସେମାନେ 60ବର୍ଷ ପରେ କଣ କରିପାରିବେ. କଣ ଖାଇବେ କଣ ପିଇବେ. ବେଳ ଥାଉ ଥାଉ କିଛିଗୋଟେ ବ୍ୟବସ୍ଥା କରେଇ ଦିଅନ୍ତୁ. ନହେଲେ ତାଙ୍କର ନିଶ୍ୱାସ ଆପଣ ମାନଙ୍କ ଉପରେ ପଡ଼ିବ.
@ranjanpanigrahi6447
@ranjanpanigrahi6447 11 ай бұрын
ସେମାନେ ଠିକ ଦାବି ✌
@bibekanandaprusty651
@bibekanandaprusty651 Ай бұрын
N. P. S. Scheme should assure at least 50percent with D. A. By the central Govt or state govt.
@e2tainment631
@e2tainment631 11 ай бұрын
#VoteForOPS
@jyotibagh8744
@jyotibagh8744 11 ай бұрын
ଧନ୍ୟବାଦ
@rajendrasahu9604
@rajendrasahu9604 10 ай бұрын
ତମ ମାଆ ବାପା ବୁଢ଼ା ବୁଢ଼ୀ ହୋଇଗଲେ କଂସେଇ ଖାନାକୁ ପଠେଇ ଦେଉଛ କି?। ଏଭଳି ମାନସିକତା ଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ଦେଶରେ ବୃଦ୍ଧାଶ୍ରମ ଗୁଡିକ ବୃଦ୍ଧି ପାଇବାରେ ଲାଗିଛି। ହଜାର ହଜାର ବୃଦ୍ଧା ରାସ୍ତାରେ ଭିକ୍ଷା ବୃତ୍ତି କରୁଛନ୍ତି।
@hemantakumarmohanty849
@hemantakumarmohanty849 11 ай бұрын
ଖାରବେଳ ବାବୁ ଆପଣ କାହିଁକି ପୁରୁଣା ପେନସନ ନେଉଛନ୍ତି, ଆପଣ କଣ କାମ କରୁଛନ୍ତି କି
@lucid.rakesh
@lucid.rakesh 11 ай бұрын
ଖାରବେଳ ସ୍ବାଇଁ ବିଜେପି ର ନା ବିଜେଡି ର???କିଛି ଜାଣିନି ସେ |
@jayasinghmahanand3089
@jayasinghmahanand3089 5 ай бұрын
ଖାରବେଳ ସ୍ୱାଇଁ କିଛି ଜାଣି ନାହାନ୍ତି ।ନେତାମାନେ ପେନସନ ପାଇଲେ ହେଲା ଆଉ। ନିଯୁକ୍ତି କିଭଳି ଭାବରେ ହୋଇଛି ଜଣା ନାହିିଁ କି ପେନସନ କେତେ ମିଳେ ଏହା ମଧ୍ଯ ଜଣା ନାହିିଁ। ଆଉ ପ୍ରଧାନ ଶିକ୍ଷକ ବନ୍ଧୁ ବିନା ପ୍ରସ୍ତୁତ ହୋଇ କାହିଁକି ଚ୍ଯାନେଲକୁ ଯାଇଛ। ଯଦି ଆପଣଙ୍କ ପାଖରେ ସମସ୍ତ କାଗଜପତ୍ର ଥାଆନ୍ତା, ତାହାଲେ ଖାରବେଳ ସାର୍ ଚ୍ୟାନେଲରେ ଥାଇ କାନ ଧରି ନାକ ମଧ୍ଯ ଭୂମିରେ ରଗଡି ଥାଆନ୍ତେ । ପ୍ରଧାନ ବାବୁ ବଡ ଭୁଲ ଟିଏ କରିଦେଲ ।
@rameshpradhan8772
@rameshpradhan8772 5 ай бұрын
ଚୋର ଖାରବେଳ ସ୍ବାଇଁ, ମିଛ କହୁଛି, ଜନ ବିରୋଧି ନେତା । ତୋ ବୋପାର ଟଙ୍କା ଦେବୁ ନାହିଁ । MLA ଓ MP ମାନେ କିପରି Old Penson ନେଉଚ୍ଛ? ସେତେ ବେଳେ ରାଜ୍ୟ କୋଷ ସରି ଯାଉ ନାହିଁ କି ? ହାରୁ ନେତା, ମାଡ଼ ଖିଆ ନେତା ।
@sadhumangaraj4457
@sadhumangaraj4457 11 ай бұрын
Pension is nothing only old age Assistance. It should be minimum ₹20000/_&40000/_.Pension to all Govt.employee.
@swarnamohanty3121
@swarnamohanty3121 10 ай бұрын
2005 ru NPS lagulela, 18 barsa heichi, retire kale kichhi pension nahin. Minimum 20 barsa chakiri kale jai pension
@shantanukar6215
@shantanukar6215 11 ай бұрын
ଖାରବେଳ ବାବୁ ଜାଣିଲେ ତାଙ୍କୁ ପୁରୁଣା ପେନସନ ଦେବେ କି
@chittaranjanmohapatra6786
@chittaranjanmohapatra6786 11 ай бұрын
ଖାରବେଳ ବାବୁ ବାସ୍ତବ ସ୍ଥିତି ସହିତ ପରିଚିତ ନୁହନ୍ତି,2005ମସିହା ରୁ ନିଯୁକ୍ତି ପାଇଥିବା ଏବଂ NPS🌹ରେ ଗଣିତ ହେଉଥିବା କର୍ମଚାରୀ ଅଦ୍ୟାବଧି ଅବସର ନେଇ ନାହାନ୍ତି ଯେଉଁମାନେ ବି 2005ପରେ ଅବସର ନେଇ ଅଛନ୍ତି ସେମାନେ ପୁରୁଣା ପେନସନ ଠାରୁ କମ ପେନସନ ପାଉ ଅଛନ୍ତି ଏବଂ ଅନେକ କର୍ମଚାରୀ ପେନସନ ରୁ ବଞ୍ଚିତ ହୋଇ ନାନା ଦୁଶ୍ଚିନ୍ତା ଦୁରବସ୍ଥା ଅନାଟନ ଦାରିଦ୍ରତା ଭିତରେ ସନ୍ତୁଳିତ ହେଉଛନ୍ତି ରାଜ୍ୟସରକାର ତାଙ୍କ କର୍ମଚାରୀ ଙ୍କ ଭାଗ୍ୟ ଭବିଷ୍ୟତ କୁ ବନ୍ଧନ କରି ସେମାନଙ୍କୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇ ପେନସନ ଗ୍ରାଚୁଇଟି ଦେଉ ନାହାନ୍ତି ଯାହା କେନ୍ଦ୍ରୀୟ ଆଇନୀର ଉଲଂଘନ, ସରକାର ପେନସନ ସରଳିକରଣ କରି ତତ୍କାଳ ପେନସନ ଦେବାକୁ ଏକ ସ୍ୱତନ୍ତ୍ର ବିଭାଗ ବି ଖୋଲି ଅଛନ୍ତି କିନ୍ତୁ ବାସ୍ତବ ଚିତ୍ର ଅଲଗା, ହଜାର ହଜାର ଅବସର ପ୍ରାପ୍ତ କର୍ମଚାରୀ 35ବର୍ଷ ନିରବଛିନ୍ନ ସେବା କରି ପେନସନ ରୁ ବଞ୍ଚିତ ହୋଇ ଦୁଃଖରେ ଥିବା ବେଳେ ଖାରବେଳ ବାବୁ ବାସ୍ତବ ଚିତ୍ର ନ ଜାଣି ନ ଦେଖି ଫମ୍ପା ଆୱାଜ ଉଠାଉ ଅଛନ୍ତି ଏ ବାବଦରେ ଖୋଲା ବିତର୍କ ପାଇଁ ଆହ୍ୱାନ କରୁ ଅଛି ଏବଂ ପେନସନ ରୁ ବଞ୍ଚିତ ହୋଇ ଦୁଃଖ ଦୁର୍ଦଶା ଭିତରେ ମରି ମରି ବଂଚୁଥିବା ଅବସର ପ୍ରାପ୍ତ କର୍ମଚାରୀ ଙ୍କ ଲମ୍ବା ତାଲିକା ଏବଂ ନୂଆ ପେନସନ ଓ ପୁରୁଣା ପେନସନ ମଧ୍ୟରେ ତାରତମ୍ୟ ମଧ୍ୟ ତାଙ୍କୁ ବୁଝାଇ ଦେବି 🌹ବାସ୍ତବ ସ୍ଥିତି ନ ଜାଣି ଏପରି ଉଦ୍ଭଟ ବାକ୍ୟବାଣ ମାରି ଏହି ସମସ୍ୟା କୁ ଏଡାଇ ଦେଇ ନିଜ ପେନସନ ପାଇବାରେ ସେ ବେଶ ପାରଙ୍ଗମ ହାସଲ କରି ଅଛନ୍ତି 🌹
@santoshkumarmishra2620
@santoshkumarmishra2620 11 ай бұрын
BLOCK GRANT TEACHER ମାନଙ୍କୁ PENSION ଦିଆଯାଉ.
@basantkumarmallick9311
@basantkumarmallick9311 5 ай бұрын
Mp , MLA କ'ଣ ପଦବୀ ଗଲା ପରେ ବସିକି ପେନସନ ନେଉନାହାନ୍ତି। ଅନେକ ଲୋକ ମଧ୍ୟ ୪୦୦/୧୦୦୦,୧୨୦୦,୨୧୪,୮୦୦ ଭଳି ଭତା ପାଉଛନ୍ତି। ସାଂସଦ, ବିଧାୟକ କ'ଣ ପାଇଁ ମାସେ ରହିଲେ ମଧ୍ୟ ଲକ୍ଷାଧିକ ଟଙ୍କା ପେନସନ ନେଉଛନ୍ତି, ସେଥିପାଇଁ କଣ୍ ସରକାର ଦେବାଳିଆ ହେଇଯାଉ ନାହିଁ..?
@debendrasabar8235
@debendrasabar8235 11 ай бұрын
ଖାରବେଳ ସ୍ବାଇଁ ନିଜ MLA ,MP ମାନଙ୍କୁ କୁହନ୍ତୁ old pension ବଦଳରେ NEW PENSION SCHEME ଗ୍ରହଣ କରିବେ ତାପରେ ଯାଇ ଜାଣିପାରିବେ।
@Priyasingh-sb7qi
@Priyasingh-sb7qi 11 ай бұрын
Kanak news anchor please politician kn pain pension Nebo topic re debate rakhantu
@kishorekumarpatra974
@kishorekumarpatra974 11 ай бұрын
ଖରାବେଳ ବାବୁ ଦୟା କରି କହିବେକି MLA. MP. ମାନେ ପାଞ୍ଚ ବର୍ଷ ରହିଲେ ସେମାନେ ଜୀବନ ସାରା pension ପାଇବେ କଣ ପାଇଁ ସରକାର ପଇସା ଆଣୁଛନ୍ତି କେଉଁଠୁ ସେତେବେଳେ ଆପଣ ସରକାର ଙ୍କ କଥା ଚିନ୍ତା କରୁନାହାନ୍ତି ଜଣେ ତିରିଶ ବର୍ଷ ସରକାର ଙ୍କ ସେବା କରିବେ ସେ ପାଇବାର ହକଦାର ନୁହେଁ ଆଉ ପାଞ୍ଚ ବର୍ଷ ସେବା ଜଗାଇ ସେ ଜୀବନ ସାରା pension ପାଇବ ଏ କି ପ୍ରକାର ବ୍ୟବସ୍ଥା ଖରାବେଳ ବାବୁ ଠିକସେ ଚିନ୍ତା କରି କୁହନ୍ତୁ
@girishnanda61059
@girishnanda61059 8 ай бұрын
ଖାଲି ଚଷୁ କୁଟା ଚାଲିଛି। Nps ଯୋଜନା ହେଉଛି ବାଳ ପେନସନ ଯୋଜନା ନୀତି। ଏଟା କର୍ମଚାରୀ ମାରଣ ନୀତି।ବଡ଼ବଡ଼ିଆ ମାନଙ୍କ ଫାଇଦାପାଇଁ ପୁରୁଣା ଅଛି କିନ୍ତୁ ତଳିଆ କର୍ମଚାରୀ ହାଡ଼ ବଳଦ।Nobody can not get pension. Penson system should be close
@kapilachandra1816
@kapilachandra1816 23 күн бұрын
2000ଟଙ୍କା ପାଉଚୁ
@jitendrakumarsamal5080
@jitendrakumarsamal5080 11 ай бұрын
M L A, MP kanhi ki pension ne be, kn odisha revenue khali sema n kar
@rameshsatpathy8631
@rameshsatpathy8631 11 ай бұрын
କଂଗ୍ରେସ ଦେଶକୁ ଖାଇଛି,ଆହୁରି ଖାଇବ।ବରଂ MP,MLAଙ୍କ ପେନସନ ବନ୍ଦ କରିବା କୁ ଦାବିକରୁ।ଭବିଷ୍ୟତ ପାଇଁ ସରକାରୀ ଚାକିରିଆ ସନ୍ଚୟ କରନ୍ତୁ ଉପୁରି ପଇସା ରୁ। ନାହିଁତ ଅନ୍ୟ ବେବସାୟ କରନ୍ତୁ। ବହୁତ ପିଲା ଅଛନ୍ତି ଚାକର କରିବାକୁ।
@ajitirout6322
@ajitirout6322 11 ай бұрын
Against NPS advance can be also taken.
@pradeep5096
@pradeep5096 25 күн бұрын
Only #OPS
@anitapadhi7307
@anitapadhi7307 5 ай бұрын
We want ops
@kamallochannayak9660
@kamallochannayak9660 8 ай бұрын
Jey Congress
@himansusekharbehera4290
@himansusekharbehera4290 11 ай бұрын
How political leaders are taking pension after the elected term.
@Srujani-smile-Odisha4507
@Srujani-smile-Odisha4507 11 ай бұрын
ଟାଉଟର ମାନଙ୍କୁ ଲାଜ ନାହିଁ!!!!
@rameshmohapatra8970
@rameshmohapatra8970 5 ай бұрын
Oldpensionkarajau
@sukrutapradhan6893
@sukrutapradhan6893 10 ай бұрын
When MLA &MPs are taking pension why no problem for financial department ?
@im_ranjit
@im_ranjit 11 ай бұрын
ଖରାବେଳ ବାବୁ ଆପଣ ଗୋଟେ confirm କରନ୍ତୁ ଯେ NPS ରେ କେତେ pension ପାଇବେ ଅର୍ଥାତ salary ର କେତେ percent pension ପାଇବେ..
@litanbiswal7849
@litanbiswal7849 11 ай бұрын
Salary adhika heijauchhi... tikie Kam karajau
@hemantakumarmohanty849
@hemantakumarmohanty849 11 ай бұрын
ସରକାରୀ କର୍ମଚାରୀ ପୁରୁଣା ପେନସନ ନ ଦେବା ଆଳ ଦେଖାଇ ବିଜେପି ସରକାର ନୂଆ ପେନସନ କାହିଁକି ଲାଗୁକଲେ କାହିଁକି, ବିଧାୟକ ସାଂସଦ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି, ଜଣେ ସରକାରୀ କର୍ମଚାରୀ ସେତିକି ଟଙ୍କା ଖର୍ଚ୍ଚ ହୁଏ ନାହିଁ.
@ranjanpanigrahi6447
@ranjanpanigrahi6447 11 ай бұрын
ମୁଁ ରଞ୍ଜନ କୁମାର ପାଣିଗ୍ରାହୀ ପେନସନ ପାଉଛି ସରକାରୀ ପ୍ରାଥମିକ ବିଦ୍ୟାଳୟ, ବ୍ରହ୍ମହପୁର
@dhananjayabibhar3586
@dhananjayabibhar3586 8 ай бұрын
Pradeep Kumar is God demand
@udayasahu25
@udayasahu25 11 ай бұрын
Like Saraswati shishu Mandir school pari sabu school Kari diantu.
@maheshbehera7849
@maheshbehera7849 5 ай бұрын
Pandian jindabad
@chintamanisahu8711
@chintamanisahu8711 9 ай бұрын
Only ops
@dwarikanathsutar9583
@dwarikanathsutar9583 13 күн бұрын
How can political persons getting pension in five years of service how can it possible? We need such type of pension as per the political parties getting
@rajeshkumarpradhan9897
@rajeshkumarpradhan9897 11 ай бұрын
No work no pay system lagu heu Jaha patha padhauchhanti lokanku bhala bhabe jana
@Jdvpatra3
@Jdvpatra3 11 ай бұрын
Vai seta B MLA MP upre lagi
@rajeshkumarpradhan9897
@rajeshkumarpradhan9897 11 ай бұрын
Mla mp nkar bi band heba katha
@SabitaPatra-km1gh
@SabitaPatra-km1gh 11 ай бұрын
ସବୁ ପେନସନ ବନ୍ଦ କରାଯାଉ ଯବାନଙ୍କୁ ଛାଡିଲି । କାରଣ ସେମାନେ ଦେଶପାଇଁ ବଳିଦାନ ଦେବାପାଇଁ ସେ ମନେ ପ୍ରସ୍ତୁତ ।ଅନ୍ୟ ମାନେ କାମପାଇଁ ଦରମା ନେଉଛନ୍ତି ।ଲେବର ତ ପେନ୍ ସନ୍ ପାଉନାହାନ୍ତି ତାଙ୍କର କୌଣସି ଅଭିଯୋଗ ନାହିଁ। ।
@sarbeswarbaskey1359
@sarbeswarbaskey1359 5 ай бұрын
Politician get OPS but Government Servent NPS (BJP&BJD)
@saratpujhari7459
@saratpujhari7459 11 ай бұрын
NPS ରୁ କର୍ମଚାରୀ 500ଟଙ୍କା ରୁ କମ PENSION ପାଉଛନ୍ତି... SIR
@pritymadam5061
@pritymadam5061 11 ай бұрын
ସଚିବ 30 କିଲୋମିଟର ହେଲିକେପ୍ଟରରେ ଯିବେ ,ତାଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସରକାର୍ ପାଖରେ ଟଙ୍କା ଅଛି । ପ୍ରାଥମିକ ଶିକ୍ଷକ ମାନଙ୍କୁ ଦେଲlବେଲକୁ କିଛି ନାହିଁ ।
@manasranjanpanigrahi9635
@manasranjanpanigrahi9635 11 ай бұрын
Kanak news is openly supporting BJD....and targeting on opposition like INC and BJP shame on such things.....
@netranandakishan1843
@netranandakishan1843 11 ай бұрын
ବନମାଳି କିଷାନ 512
@kulamanibagh731
@kulamanibagh731 Ай бұрын
Nps re matra 5/percent miluchhi ame nps chahunahu
@niranjanrout6509
@niranjanrout6509 5 ай бұрын
Good
@shantanukar6215
@shantanukar6215 11 ай бұрын
ଗାଲୁଆଙ୍କ ବାରବାଟୀ ଚାଷ
@manojdash7558
@manojdash7558 11 ай бұрын
Nps is correct
@prasantamohanty1098
@prasantamohanty1098 9 ай бұрын
Kharbela Babu Please give up your OPS to save our Nation
@rameshsatpathy8631
@rameshsatpathy8631 11 ай бұрын
ଦରମା ବହୁତ ହେଲାଣି ପେନସନ ଦରକାର ନାହିଁ।
黑天使遇到什么了?#short #angel #clown
00:34
Super Beauty team
Рет қаралды 37 МЛН
World’s Largest Jello Pool
01:00
Mark Rober
Рет қаралды 127 МЛН
7PM Bulletin || 12th August 2024 || Kanak News
23:48
Kanak News
Рет қаралды 130 М.
Who Are Eligible To Receive PM-Kisan Money?
7:11
Kanak News
Рет қаралды 474 М.
NMOPS demands restoration of old pension system
5:50
OTV
Рет қаралды 4,8 М.
黑天使遇到什么了?#short #angel #clown
00:34
Super Beauty team
Рет қаралды 37 МЛН