News Point: Opportunity For Odia Literates In Odisha | CM Mohan Majhi Importance For Odia 'Asmita'

  Рет қаралды 200,797

Kanak News

Kanak News

4 күн бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #OdishaNews #IndiaNews

Пікірлер: 629
@LokeshChandraRana-vo4ei
@LokeshChandraRana-vo4ei 3 күн бұрын
ବହୁତ ଭଲ ଲାଗିଲା ଓଡ଼ିଆ ହୋଇଥିବାରୁ ମୁଁ ଗର୍ବିତ
@kanhu3124
@kanhu3124 3 күн бұрын
Right
@AKDeepak7209
@AKDeepak7209 3 күн бұрын
Sir your name
@LokeshChandraRana-vo4ei
@LokeshChandraRana-vo4ei 2 күн бұрын
​@@AKDeepak7209 ଆଜ୍ଞା ଓଡ଼ିଆ ଭାଷା ରେ ସରକାର ଚାଲିବ ଇଂରାଜୀ କୁ ବାଦ ଦିଅନ୍ତୁ, ନାମ ମୋର ଲେଖା ହୋଇଛି ଦେଖି ନିଅନ୍ତୁ ଆଜ୍ଞା 🙏
@uttambaba6800
@uttambaba6800 2 күн бұрын
Tebe mendha hoi gotiye jagare podi rohibo...😅😢😂 doctor engineer sobu bado bodo baharu mogei bo 😅
@jeffkumar8447
@jeffkumar8447 2 күн бұрын
Right bro
@suryakanta1439
@suryakanta1439 2 күн бұрын
ମୁଖ୍ୟମନ୍ତ୍ରୀଙ୍କ ଭଲ ପଦକ୍ଷେପ ଏହା କାର୍ଯକାରୀ ହେଲେ ଆମ ମୋହନ ସାର୍ ଙ୍କୁ ସବୁଥର ଭୋଟ ଦେବୁ.
@AnitabhoiAni
@AnitabhoiAni 2 күн бұрын
❤❤❤
@mr.kanisthabhoi4394
@mr.kanisthabhoi4394 2 күн бұрын
Good ❤
@suryakanta1439
@suryakanta1439 2 күн бұрын
@@mr.kanisthabhoi4394 thank you bro
@aswinisahu5239
@aswinisahu5239 Күн бұрын
​@@AnitabhoiAni😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮
@mrunikeandheartkiller9399
@mrunikeandheartkiller9399 17 сағат бұрын
ରଥ ଯାତ୍ରା ଉପଲକ୍ଷେ ସମସ୍ତ ଙ୍କୁ ଶୁଭ କାମନା ଓ ଶୁଭେଚ୍ଛା
@arabindakandal2984
@arabindakandal2984 2 күн бұрын
ଏହା ଦ୍ବାରା ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ହେବ ଜୟ ଜଗନ୍ନାଥ 🙏🙏🙏🙏🙏🙏🌸
@manasranjan5950
@manasranjan5950 2 күн бұрын
Jay କାଳିଆ ଜୟ ଅରବିନ୍ଦ କନ୍ଦଳ।✊✊✊
@mrunikeandheartkiller9399
@mrunikeandheartkiller9399 16 сағат бұрын
ଜୟ ଜଗନ୍ନାଥ
@SrikanthSrikanth-on6ld
@SrikanthSrikanth-on6ld 2 күн бұрын
ଠିକ କଥା ଆମେ ଓଡ଼ିଆ ଯାହା କରିବ ଓଡ଼ିଆ ଜୟ ଜଗନ୍ନାଥ ଜୟ ବିଜେପି
@mrunikeandheartkiller9399
@mrunikeandheartkiller9399 16 сағат бұрын
ଜୟ ଜଗନ୍ନାଥ
@manoranjandash3134
@manoranjandash3134 3 күн бұрын
ଠିକ୍ କଥା। କେବଳ ଓଡ଼ିଆ ଲୋକ ଓଡ଼ିଆଙ୍କୁ ସମ୍ମାନ ଦେଇ ଗୁରୁତ୍ଵ ଦେବା ଦରକାର।
@mrunikeandheartkiller9399
@mrunikeandheartkiller9399 16 сағат бұрын
ଜୟ ଜଗନ୍ନାଥ
@prasantaverynice6380
@prasantaverynice6380 2 күн бұрын
ଓଡ଼ିଶା ରେ ଓଡ଼ିଆ ଭାଷା ଚାଲିବା ଦରକାର ।ଜୟ ଜଗନ୍ନାଥ ଜୟ ହିନ୍ଦ୍।
@mrunikeandheartkiller9399
@mrunikeandheartkiller9399 16 сағат бұрын
ଜୟ ଜଗନ୍ନାଥ
@kishorkumar-qv6yw
@kishorkumar-qv6yw 2 күн бұрын
ଆମେ ଓଡ଼ିଆ ଭାରି ବଢ଼ିଆ କର୍ଣ୍ଣାଟକ କୁ ଦେଖ ତାଙ୍କ ମାତୃ ଭାଷା କୁ ସେମାନେ ବହୁତ ଗୁରୁତ୍ଵ ଦିଅନ୍ତି ଆମ ଓଡ଼ିଶାରେ ଲାଗୁହବା ନିହାତି ଆବଶ୍ୟକ
@mrunikeandheartkiller9399
@mrunikeandheartkiller9399 16 сағат бұрын
ଜୟ ଜଗନ୍ନାଥ
@DailyTech-up
@DailyTech-up 2 күн бұрын
ଆମ ଓଡ଼ିଆ ଭାରି ବଢ଼ିଆ, ଓଡ଼ିଶାରେ ସବୁ ଓଡ଼ିଆ ହେବା ଦ୍ଵାରା ବହୁତ୍ ଓଡ଼ିଆ ଲୋକ ରୋଜଗାର ର ପନ୍ଥା ଆପଣେଇ ପାରିବେ ।
@mrunikeandheartkiller9399
@mrunikeandheartkiller9399 16 сағат бұрын
ଜୟ ଜଗନ୍ନାଥ
@babutvkoraputia858
@babutvkoraputia858 2 күн бұрын
ଓଡିଶା ରେ ଓଡିଆଭାଷା ହେଉ
@kabitatoika
@kabitatoika 3 күн бұрын
ଧନ୍ୟ ବାଦ ଆମ ଓଡିଶା ରେ ଯଦି ସବୁ ଓଡିଆରେ ଚାଲେ ତାହେଲେ ତୋ ବହୁତ ଭଲ ହେବ ।
@mrunikeandheartkiller9399
@mrunikeandheartkiller9399 16 сағат бұрын
ଜୟ ଜଗନ୍ନାଥ
@user-gn3ve4iz5g
@user-gn3ve4iz5g 2 күн бұрын
ବହୁତ ଭଲ ଲାଗିଲା ଓଡ଼ିଆ ହୋଇଥ‌ିବାରୁ ମୁଁ ଗର୍ବିତ
@mrunikeandheartkiller9399
@mrunikeandheartkiller9399 16 сағат бұрын
ଜୟ ଜଗନ୍ନାଥ
@dakhilakaanar4694
@dakhilakaanar4694 3 күн бұрын
ବହୁତ ଖୁସି ଓଡ଼ିଶା ବାସି
@sulochanamohanty3329
@sulochanamohanty3329 2 күн бұрын
ଧନ୍ୟବାଦ ସାର୍ ଶୁଣିକି ଖୁସି ଲାଗିଲା। ଓଡ଼ିଶାରେ ବହୁତ ଲୋକଜ୍ଞୁ ଇଂରାଜୀ ଭାଷା ପଢିବା ଟା ବହୁତ କମ୍ ଏବଂ କଷ୍ଟ ମଧ୍ୟ। ପିଲାମାନେ ମଧ୍ୟ ଇଂରାଜୀ ବହି କହିଲେ ଇଛା କରୁନାହାନ୍ତି।ଏବେ ଯଦି ଓଡ଼ିଆ ହଵ ବହୁତ ଭଲ ହେବ ଧନ୍ୟବାଦ।
@uttambaba6800
@uttambaba6800 2 күн бұрын
Future kon hebo jani chhuna doctors engineer sobu baharu moga jibo 😅😢😂
@YouthTalkSibaram
@YouthTalkSibaram 2 күн бұрын
​@@uttambaba6800tamilnadu re first tamil next English
@YouthTalkSibaram
@YouthTalkSibaram 2 күн бұрын
​@@uttambaba6800Hindi state re first Hindi next English
@uttambaba6800
@uttambaba6800 2 күн бұрын
@@YouthTalkSibaram kon odishare sobu English ta pore odiya valo hebo etharo english hotae dei santal vasha ku chalu kora jau.....
@YouthTalkSibaram
@YouthTalkSibaram 2 күн бұрын
@@uttambaba6800 nanhi Itali bhasa, Pakistan afganistan chaina language chalu odisha re pare odia
@balakramtudu6173
@balakramtudu6173 3 күн бұрын
ଗାଡି ନମ୍ୱର୍ ପ୍ଲେଟ ବି ଓଡ଼ିଆ ରେ ହେଉ
@nandansahu3832
@nandansahu3832 3 күн бұрын
Gadi gote statere chali nathae. Gote gadi all india buli pariba sethi pain number plate odia heiparibani
@M_Style_143
@M_Style_143 2 күн бұрын
😂 ଭାଇ ରେ ସେଇଟା ଗାଡି ତମ ଘର ଶଗଡ଼ ଗାଡି ନୁହେଁ ଯେ 😂😂 ଓଡ଼ିଆ ରେ ଲେଖିଦେବେ 😅
@sridharmoharana5104
@sridharmoharana5104 2 күн бұрын
ମୋ ମତରେ ଯୋଉ ଅସୁବିଧା କଥା ଉଠୁଛି ତାହା ଅତି ଗାଲୁଆ ଓ ଓଡ଼ିଆ କୁ ଡରୁଥିବା ଲୋକମାନେ କହୁଛନ୍ତି। ଯଦି ଶବ୍ଦକୋଷରେ ଶବ୍ଦ ନାହିଁ ତବେ ଶବ୍ଦ ତିଆରି କରିବା ଆବଶ୍ୟକ। ଯୋଉଠି ଜଣେ ବଙ୍ଗାଳି ରାଧାନାଥ ରାୟ ଓଡ଼ିଆ ଶିଖି ଓଡ଼ିଆରେ ନୂଆ ନୂଆ ଶବ୍ଦ ବନାଇ ବହୁତ ବଡ଼ ବଡ଼ କାବ୍ୟ ଲେଖିଦେଲେ,ତେବେ କଣ ଆମର ସାଧାରଣ ବ୍ୟବହାର ପାଇଁ ଆମେ ନିଜ ଶବ୍ଦକୋଷରେ ନୂଆ ନୂଆ ଶବ୍ଦ ତିଆରି କରିପାରିବା ନାହିଁ? ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଓଡ଼ିଆ ଭାଷାରେ ସବୁ ସହଜ ଓ ସୁଲଭ ଖାଲି ଓଡ଼ିଆ ଭାଷାକୁ ଭଲ ପାଉଥିବା ଲୋକ ହିଁ ଓଡ଼ିଆରେ ସବୁ କାମ ଆରାମରେ କରିଦେବ, ଏଥିରେ ଦ୍ବିମତ ଜମା ନାହିଁ 🙏 ଜୟ ଜଗନ୍ନାଥ 🙏 ଜୟ ଓଡ଼ିଆ🙏 ବନ୍ଦେ ଉତ୍କଳ ଜନନୀ ❤️
@onlycarrompoolmosty852
@onlycarrompoolmosty852 3 күн бұрын
ଆମେ ଓଡ଼ିଆ ଭାରି ବଢିଆ❤
@shradhanjalipadhy3824
@shradhanjalipadhy3824 3 күн бұрын
ମାତୃଭାଷା ଓଡ଼ିଆ କୁ ନେଇ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାରୁ ସମସ୍ତ ଓଡ଼ିଆ ଗର୍ବିତ ହେବ ଉଚିତ କାରଣ ଏହା ଆମପାଇଁ ଗର୍ବ ଏବଂ ଗୌରବର ବିଷୟ, ଜୟ ଜଗନ୍ନାଥ 🙏🙏
@LokeshChandraRana-vo4ei
@LokeshChandraRana-vo4ei 3 күн бұрын
ଓଡିଶା ର ଲୋକମାନେ କେବଳ ଓଡ଼ିଆ ଓ ହିନ୍ଦୀ କହିବା ଦରକାର (ଇଂରାଜୀ କୁ ବାଦ ଦିଅନ୍ତୁ ଦୟାକରି) ଧନ୍ୟବାଦ ମୋହନ ଆଜ୍ଞା 🎉🎉❤🙏💐🙏
@lipun1531
@lipun1531 3 күн бұрын
Aga high court ku kuha se odia re judgement deba
@Ranjan_Mohanty
@Ranjan_Mohanty 3 күн бұрын
ତାହା ହେଲେ ପଶ୍ଚିମ ଓଡ଼ିଶା ର କୋଶଳ ଭାଷୀ ମାନେ କଣ କରିବେ ? କୌଣସି ଭାଷା କୁ ବାଡ଼ ନ ଦେଇ ବରଂ ଆହୁରି ବେଶୀ ଭାଷା ଶିଖିବା ଉଚିତ l ସେଇଥିରେ ସାମାଜିକ ସମନ୍ବୟ ସହିତ ବ୍ୟକ୍ତି ର ବିକାଶ ବି ହୁଏ l
@LokeshChandraRana-vo4ei
@LokeshChandraRana-vo4ei 3 күн бұрын
​@@Ranjan_Mohanty ପଶ୍ଚିମ ଓଡିଶାର ଲୋକମାନେ କୋଶଳୀ ଆଉ ହିନ୍ଦୀ କହିବା ଜାଣିଛନ୍ତି ଭଲାଭାବେ ଆଉ ଓଡ଼ିଆ ବି ବହୁତ ଆଗରୁ କହି ଆସୁଛନ୍ତି, ପଢି ଆସୁଛନ୍ତି.................
@uttambaba6800
@uttambaba6800 2 күн бұрын
Sobu mendha hoi gotiye kuo bhitore rohibo ...😅😢😂
@kiranpayal9693
@kiranpayal9693 2 күн бұрын
Kupamanduka hei rahijiba odisha vitare
@minaketanhans8105
@minaketanhans8105 2 күн бұрын
ଏବେ ସେହି କଥା ସତ୍ୟ ରେ ପରିଣତ ହେବ । ଯେଉଁ କଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ- ନବୀନ ପଟ୍ଟନାୟକ କହିଥିଲେ "ଆପଣ ମାନେ ଖୁସି ତୋ "ଏବେ ହିଁ ଓଡିଆ ଖୁସି ହେବ ।
@mrunikeandheartkiller9399
@mrunikeandheartkiller9399 16 сағат бұрын
ଜୟ ଜଗନ୍ନାଥ
@balakramtudu6173
@balakramtudu6173 3 күн бұрын
High school Certificate ବି ଓଡ଼ିଆ ରେ ହେବା ଦରକାର
@Arnov389
@Arnov389 2 күн бұрын
ଏହା ଶୁଣି ବହୁତ ଭଲ ଲାଗିଲା 👍🪷👍 ଏହା ହିଁ ଓଡ଼ିଶାର ଗୌରବମୟ ହେବ 🎉
@SabhasinghMajhi
@SabhasinghMajhi 2 күн бұрын
ବହୁତ ଭଲ ହେଇଛି.. ଆଉ ଯେତେ competitive exam ହେଉଛି ସବୁ question English ନୋ ଆସି ଓଡ଼ିଆ ରେ ଆସିଲେ ଭଲ ହୁନ୍ତା.....
@Comment-master474
@Comment-master474 2 күн бұрын
ଭାଇ ରେ ସବୁ ପରୀକ୍ଷା ଏବେ ଓଡ଼ିଆ ରେ ହଉଚି 👍👍👍
@digitalheman1288
@digitalheman1288 2 күн бұрын
Right ❤❤
@sanjitdeshmajhi6515
@sanjitdeshmajhi6515 2 күн бұрын
This is not possible and that can't be granted at all
@GopalRout-nh8rk
@GopalRout-nh8rk 3 күн бұрын
ବହୁତ ଭଲ ମନ୍ୟବର ମୁଖ୍ୟ ମତ୍ରୀ ମୋହନ ବାବୁ
@bhaskaraoofficial2612
@bhaskaraoofficial2612 2 күн бұрын
ଭଉତ ବଲ ହେଲା ଆମ ଓଡ଼ିଶାରେ ଓଢ଼ିଆ କହିବାର ଅଛି... 👌👌👌🥰🥰🌹⭕‼️⭕🙏🙏
@user-rn7dq8uc2p
@user-rn7dq8uc2p 3 күн бұрын
ଠିକ୍ କହୁଛ ମୋ ଓଡ଼ିଶା ସରକାର
@uttambaba6800
@uttambaba6800 2 күн бұрын
Thik je doctor engineer science math sobu odiya re heba darkar...au santali vasha English badolore asiba darkar😅😢😂
@Humanity299
@Humanity299 2 күн бұрын
​​@@uttambaba6800 ସାନ୍ତାଳୀ ବୋଲି କହିଲେ କି ? ଜାପାନ, ଚୀନ ଗଲେ ଇଂଲିଶ ଜାଣିଥିଲେ କିଛି ଲାଭ ହେବନି ସେଇଟା ନିଜେ KZfaq ରେ ଶିଖିବ
@Khamania02
@Khamania02 2 күн бұрын
ଖୁବ୍ ସୁନ୍ଦର ସୂଚନା ମିଳିଛି ନୂଆ ସରକାର୍ ପାଇଁ ଧନ୍ୟବାଦ୍ ଜଣାଉଛୁ ବିଜେପି ବିଜୟ 😊🚩🙌
@bablusinging
@bablusinging 3 күн бұрын
ଓଡ଼ିଆ ଭାରି ବଢିଆ
@bhaktimusic2417
@bhaktimusic2417 2 күн бұрын
ମୁଁ ଓଡ଼ିଆ ମାଟିରେ ଜନ୍ମ ହୋଇଥିବା ରୁ ନିଜକୁ ବହୁତ ଗର୍ବିତ ଅନୁଭବ କରେ ଜୟ ଜଗନ୍ନାଥ ❤🙏
@arungouda9249
@arungouda9249 3 күн бұрын
ଜୟ ଜଗନ୍ନାଥ ମାତ୍ରୁ ଭୂମି ମତ୍ରୁ ଭାଷା
@tarunsen6391
@tarunsen6391 2 күн бұрын
ଆମ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର indian Bank ଜଣେ ମହିଳା ହିସାବରକ୍ଷକ ଜମାରୁ ଓଡିଆ ଜଣାନାହିଁ .ତେଲୁଗୁରେ ହିଁ କଥାବର୍ତ୍ତା ହେଉଛି ସେଠିକାର ଗ୍ରାହକ ନଥିବା ଅସୁବିଧା ଭୋଗୁ ଛନ୍ତି .ପ୍ରଶାସନ ସେଥିପ୍ରତି ଧ୍ୟାନ ଦେଉ
@Etidz_corn
@Etidz_corn 2 күн бұрын
ଏ ହା ଦରକାର ଥିଲା . ମୁ ଓଡ଼ିଆ ବୋଲି ଗର୍ବିତ ✨💪 ଜୟ ଜଗନ୍ନାଥ ❤
@SILAVLOGS
@SILAVLOGS 2 күн бұрын
ଧନ୍ୟବାଦ ମୁଖ୍ୟ ମନ୍ତ୍ରୀ
@babunamallick5594
@babunamallick5594 2 күн бұрын
ବୋହୁତ୍ ଭଲ ପଦକ୍ଷେପ ଆମେ ଓଡ଼ିଶାରେ ଆମେ ଓଡ଼ିଆ ରେ ପଢିବା ଓଡ଼ିଆ ରେ ଲେଖିବା ୟା ଠୁ ବଡ଼ ଆଉ କଣ ହୋଇପାରେ
@ashokpradhan5497
@ashokpradhan5497 3 күн бұрын
ବହୁତ ଖୁସି
@priyabratmohanty4969
@priyabratmohanty4969 2 күн бұрын
ଆମର ଏମିତିକା ସରକାର ଦରକାର
@lokanathmaharana8842
@lokanathmaharana8842 2 күн бұрын
ସ୍ଵାଗତ ଯୋଗ୍ୟ ବିଚାର ଆମେ ଓଡ଼ିଆ ଭାରି ବଢିଆ
@ashis445
@ashis445 2 күн бұрын
ବହୁତ୍ ଭଲ୍ କଥା ଆମର ଓଡିଶା ରେ ଓଡ଼ିଆ କେ କିଛି ସମ୍ମାନ ମିଲବାର କଥା ଆଉ ସମ୍ବଲପୁରୀ ସାନ୍ତାଳୀ କୋରାପୁଟିଆ କନ୍ଧରିଆ କୁ ଭି ସେତିକି ହିଁ ସମ୍ମାନ ଦେବା କଥା ଓଡ଼ିଶା କୁ ଏକତ୍ରିତ ରଖିବା ପାଇଁ ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ
@Jsjjjjjjskkj187
@Jsjjjjjjskkj187 2 күн бұрын
ବହୁତ ସୁନ୍ଦର କଥା ଏମିତି ହେଲେ ଆମ ଓଡ଼ିଶାର ମାନ ବଢିବ
@chandrasekharbhoi7404
@chandrasekharbhoi7404 3 күн бұрын
ବହୁତ୍ ଭଲ
@Urff19
@Urff19 3 күн бұрын
ଶୁଣିକି ବହୁତ ଖୁସି ଲାଗିଲା
@niharranjannath3911
@niharranjannath3911 3 күн бұрын
ଓଡ଼ିଆ ରେ ପରିକ୍ଷା ହେଲେ ଭଲ ହେବେ
@rinaraniroutaray7596
@rinaraniroutaray7596 2 күн бұрын
ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି. ନମସ୍ତେ ମୁଖ୍ୟମନ୍ତ୍ରୀ. ଅଶେଷ ଅଶେଷ ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
@AnilMishra-ii8rc
@AnilMishra-ii8rc 2 күн бұрын
ମୁଁ ଓଡିଆ ଆମ ଭାଷା ଓଡିଆ 🙏🙏
@UmeedAnanda
@UmeedAnanda 2 күн бұрын
ଭଲ ନିଷ୍ପତି ❤❤❤❤
@rinaraniroutaray7596
@rinaraniroutaray7596 2 күн бұрын
ମହା ବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟ ମାନଙ୍କର କେବଳ English ବହି English ରେ ହେଉ. ସମସ୍ତ ବିଷୟ ଓଡ଼ିଆ ଭାଷା ରେ ହିଁ ହେଉ .ଯେମିତି କି physics, chemistry, math,Botany, zoology, since ସବୁ କିଛି
@sanjayanaik5483
@sanjayanaik5483 3 күн бұрын
ବହୁତ ଭଲ ବିଚାର ଏହା
@shradhanjalipadhy3824
@shradhanjalipadhy3824 3 күн бұрын
ଏହା ଯଥା ଶୀଘ୍ର କାର୍ଯ୍ୟକାରୀ ହେବ ଉଚିତ
@subashbehera4447
@subashbehera4447 2 күн бұрын
ପ୍ରଶାସନିକ ପରୀକ୍ଷା ର interview ଓଡ଼ିଆ ରେ ହେଏ ଦରକାର 👍🏻ନ କଣ ଭାଇ ମାନେ ❓❓
@golakhansdah2045
@golakhansdah2045 2 күн бұрын
Odia re hebo
@BenevolentPatriot
@BenevolentPatriot 2 күн бұрын
ଆଗରୁ ହଉଛି ଆଉ ତମେ ସେ ବିରାଡି ବୈଷ୍ଣବ ହୁଅନି କାରଣ ଅଳ୍ପ ବିଦ୍ୟା ଭୟଙ୍କରୀ
@BenevolentPatriot
@BenevolentPatriot 2 күн бұрын
@@subashbehera4447 ଆରେ interview ba ଓଡିଆ ରେ ହଉଛି opsc ର ବୁଝି ପାରୁନ କି???
@subashbehera4447
@subashbehera4447 13 сағат бұрын
@@BenevolentPatriot apana 1st sanmana daba sikhantu ta pare jaha kahibe Apana nkara chinha jana kehi nuhen mu ta pare puni tu kahuchanti Ea tk extra hei jauchi bujhile ki Aree jie sanmana daba sikhini se ki katha kahiba chii
@BenevolentPatriot
@BenevolentPatriot 13 сағат бұрын
@@subashbehera4447 ନାଁ ଭାଇ ସେଇଟା ତ ମୋର typing mistake ମୁଁ ଏବେ ସେଇଟା ଦେଖିକି ଆପଣଙ୍କ ପାଖେ କ୍ଷମା ମାଗୁଛି କିନ୍ତୁ ଆପଣ ଯାହା ନଜାଣି ଲୋକ ଙ୍କ ଆଗରେ ପ୍ରକାଶ କରୁଛନ୍ତି ସେଇଟା ଠିକ୍ କି???
@pramodkumarpradhan360
@pramodkumarpradhan360 3 күн бұрын
ବହୁତ ଭଲ ହେଲା
@LokeshChandraRana-vo4ei
@LokeshChandraRana-vo4ei 3 күн бұрын
Very good 👍
@sanusing2134
@sanusing2134 2 күн бұрын
ବହୁତ୍ ଭଲ ହେବ
@keshabadharua8603
@keshabadharua8603 2 күн бұрын
ଆମ ଓଡିଆ ଭାରି ବଢିଆ
@OdiyaAllvideosrzz
@OdiyaAllvideosrzz 2 күн бұрын
ଭଲ କଥା ବହୁତ ଭଲ
@user-tz7rx1fs4i
@user-tz7rx1fs4i 2 күн бұрын
ଆଜି ସାରା ଓଡ଼ିଶା ଗର୍ବିତ...
@user-wo3rn5ot2r
@user-wo3rn5ot2r 3 күн бұрын
ଜୟ ଜଗନ୍ନାଥ 🙏🙏
@DamdharDamodar
@DamdharDamodar 2 күн бұрын
ହଁ ସାର୍ ଆପଣ ଠିକ୍ କହୁଛନ୍ତି।
@SupriyaBhuian
@SupriyaBhuian 3 күн бұрын
I am very happy
@yes4323
@yes4323 2 күн бұрын
ଉଚ୍ଚ ପ୍ରଶଂସନୀୟ ପଦକ୍ଷେପ । ଆଜିକାଲି ର ବାପାମା ମାନଙ୍କୁ ଗୋଟେ ବଡ଼ ଶିକ୍ଷା।।।ସେମାନେ ତାଙ୍କ ପିଲାମାନଙ୍କୁ ମାତୃଭାଷା ରେ କଥା କହିବା,ପଢ଼ିବା ଏବଂ ଲେଖିବା ବଧ୍ୟତା ମୂଳକ ଶିକ୍ଷା କରେଇବେ।।। ଜୟ ଜଗନ୍ନାଥ 🙏
@AmusedJapaneseMaples-rl1sv
@AmusedJapaneseMaples-rl1sv 2 күн бұрын
ଧନ୍ୟବାଦ ମୋହନ ସରକାର ଆମେ ଓଡ଼ିଆ ଭାରି ବଢିଆ😊😊😊
@lilianaik5756
@lilianaik5756 2 күн бұрын
ଏହି କାମ ଆମକୁ ଖୁସି ଲାଗିଲା 🙏
@StudyHub36
@StudyHub36 2 күн бұрын
ମୁଁ ଓଡ଼ିଆ ଭାଷା କୁ ଗୁରୁତ୍ୱ ଦଉଛି ହେଲେ ଯିଏ ବାହାରେ higher studies କରିବାକୁ ଚାହିଁବ ତବେ ସିଏ କଣ କରିବ । ଓଡ଼ିଆ ସାହତ୍ୟ ସହିତ English au Hindi ବି ଦରକାର। ଏବେ ତ ଚାକିରି କରିବାର ଅବସ୍ଥା ତ ଦେଖାଯାଉନି ଖାଲି frud ଆଉ ଯଦି English and Hindi ନ ଜାଣିବା ତେବେ ଆମର knowledge explore kariba so ..... Here it's all about students carrer which decision govt. Will take i hope it's helpful for everyone...❤
@bablusinging
@bablusinging 3 күн бұрын
ମୁଖ୍ୟମନ୍ତ୍ରୀ ହେଇ ଭଲ କାମ କରୁଛନ୍ତି
@lilianaik5756
@lilianaik5756 2 күн бұрын
ଏଇଟା ଗୋଟିଏ ଭଲ କାମ କରିଛନ୍ତି 🙏👌
@JayakrushnaHerna
@JayakrushnaHerna 2 күн бұрын
ବହୁତ ଖୁସି ଲାଗିଲା
@user-df4il9yv7p
@user-df4il9yv7p 3 күн бұрын
I proud of my odiasa
@d.fashion2500
@d.fashion2500 2 күн бұрын
ଭଲ ନିଷ୍ପତି ।।।
@abhimanyutaria6259
@abhimanyutaria6259 2 күн бұрын
ଧନ୍ୟବାଦ ଆମେ ଓଡ଼ିଆ ଭାରି ବଢିଆ 😍😍
@user-fv3xj1cs2h
@user-fv3xj1cs2h 2 күн бұрын
ଆମେ ଓଡ଼ିଆ ଭାରି ଵଢିଆ
@barshasahu3603
@barshasahu3603 Күн бұрын
ବହୁତ୍ ଖୁସି ଲାଗିଲା ମୋ ପିଲା ଦିନ ର ସ୍ବପ୍ନ ସାକାର ହୋଇଗଲା
@y_50
@y_50 17 сағат бұрын
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏
@rockjitstar5551
@rockjitstar5551 Күн бұрын
ବୋହୁତ ଭଲ କଥା ,ଜୟ ଭାରତ ,ଜୟ ଓଡ଼ିଶା ।
@TapaswiniNahak
@TapaswiniNahak Күн бұрын
ସମୟ ଥିଲା ଯେଉଁଦିନ ଓଡ଼ିଆ ଲୋକ ଓଡ଼ିଆ ଭାଷା ର ସୁରକ୍ଷା ପାଇଁ ଆନ୍ଦୋଳନ ଆଉ ବହୁତ ବଡ଼ ପଦକ୍ଷେପ ନେଉଥିଲେ ତାହେଲେ ଆଜି କାହିଁକି ଓଡ଼ିଆ ଲୋକ ଚୁପ୍ ଯେବେ କି ଆମ ଭାଷା ଆମ ଗୌରବ ନଷ୍ଟ ହେବାକୁ ବସିଛି, ଧନ୍ୟବାଦ୍ ଆମର ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମଝି ଙ୍କୁ
@bcharanadas9086
@bcharanadas9086 2 күн бұрын
Bahut badhia padakhepa
@SubashGahan
@SubashGahan 2 күн бұрын
ବହୁତ ସୁନ୍ଦର କଥା ନମ୍ୱର୍ ୱାନ୍ ମୁସ୍ଖମନ୍ତ୍ରି
@sbbd717
@sbbd717 2 күн бұрын
, ସବୁ ଜାଗାରେ ଓଡ଼ିଆ ହେଉ
@gkforall7131
@gkforall7131 16 сағат бұрын
Superb
@krishnaranidigal2858
@krishnaranidigal2858 Күн бұрын
ଧନ୍ୟବାଦ୍ ଆମ ନୂଆ ମୂଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ୍ ମାଝୀ ସାର୍ .....🙏🙏🙏
@jyotijilu9020
@jyotijilu9020 2 күн бұрын
ବନ୍ଦେ ଉତ୍କଳ ଜନନୀ .......
@asisdash4466
@asisdash4466 3 күн бұрын
ଓଡ଼ିଆ ଭାବରେ ମୁଁ ଆଜି ଗର୍ବିତ !!
@arunakumarkata6903
@arunakumarkata6903 2 күн бұрын
ବହୁତ ସୁନ୍ଦର ହେବ ଧନ୍ୟବାଦ ମୋହନ ବାବୁ
@MisGita-fg1oj
@MisGita-fg1oj 2 күн бұрын
Jai mohan sir Jai odisha Jai jagannath 🙏❤❤❤❤🎉🎉🎉
@kalyanipanda1413
@kalyanipanda1413 2 күн бұрын
Bhaut dhanybaad sir 🙏🙏janiki Khusilagila
@RudraPrashad-1234
@RudraPrashad-1234 2 күн бұрын
Bahut bhala emiti hni kichi hebara thila ❤ odia heuchi amara matru vasa❤️❤️
@RohitNandanNaik
@RohitNandanNaik 2 күн бұрын
ବହୁତ ଭଲ❤❤❤❤
@GaneshMahakud-hm5fc
@GaneshMahakud-hm5fc 2 күн бұрын
ବହୁତ ବଢିଆ ଧନ୍ୟବାଦ ସାର୍❤
@lalbahadurbhoi7853
@lalbahadurbhoi7853 2 күн бұрын
Odia bhasa re all exam hele aama odia Mane IAS &OAS hei paribe
@rajendraram7418
@rajendraram7418 2 күн бұрын
Right .
@SantoshMandal-gu6mm
@SantoshMandal-gu6mm Күн бұрын
ଧନ୍ୟବାଦ ସାର୍
@prabhasinikanhar7553
@prabhasinikanhar7553 2 күн бұрын
ବହୁତ ବହୁତ ଧନ୍ୟବାଦ୍ sir 🙏
@kailashsahoo1092
@kailashsahoo1092 2 күн бұрын
Bahut bahut dhanyawad
@achyutanayak8427
@achyutanayak8427 2 күн бұрын
ଅତି ସୁନ୍ଦର ନିଷ୍ପତ୍ତି ❤
@Celebrity_Piccss
@Celebrity_Piccss 3 күн бұрын
Mu odia honours re +3 padhuchi
@Ranjan_Mohanty
@Ranjan_Mohanty 3 күн бұрын
ଭୁଲ ହେଇ ଗଲା , + ୩ ରେ ତମେ ଓଡ଼ିଆ ଅନର୍ସ ପଢୁଛ l
@chinmayeesethi5230
@chinmayeesethi5230 Күн бұрын
ବହୁତ ସୁନ୍ଦର
@nalindas6625
@nalindas6625 2 күн бұрын
ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା....❤❤❤ ସତରେ ଆମ ମୂଖ୍ୟମନ୍ତ୍ରୀ ଜଣେ ୨୪ କ୍ୟାରେ ଡ୍ ଓଡ଼ିଆ ର ପ୍ରତୀକ.... ଜୟ ଓଡ଼ିଆ ଜୟ ଓଡ଼ିଶା ❤❤❤❤❤
@bilasinibhatara610
@bilasinibhatara610 2 күн бұрын
ବହୁତ ଭଲ ❤❤
@MadhumitaLinu
@MadhumitaLinu Күн бұрын
Mu bbsr ra rashulgarh re thiba sahi export pvt.ltd ku job pani interview debaku jae thili, kama b sikhichi, theory and practical re pass kali but Hindi re sir nka saha Katha hei parilini boli mate reject Kari dele. Mate sedina bahut kharap lagi thila... Odisha re hindi pani b reject Kari dau chanty. First kahile freeder post re rakhibe boli tk pare puni kahile tame Hindi re Katha hei paruna meeting re kemiti mo saha Katha haba, amiti re company agaku jae paribani.
@studentjagdish3802
@studentjagdish3802 2 күн бұрын
Bohut khusi lagila 🥰👍🆗
@gopalofficial3384
@gopalofficial3384 2 күн бұрын
ଓଡ଼ିଆ ପଢ଼ିଲେ ଓଡିଶା ରେ କାମ କରିବେ ହେଲେ ଓଡ଼ିଶା ରେ କାମ କାହିଁ,ବାହାର କୁ ଦାଦନ୍ କରିବାକୁ ଯାଉଥିବା ଲେକ ଓଡିଆ କହିଲେ ମାଡ଼ ଖାଇବେ, ପ୍ରଥମ୍ ନିଯୁତ୍ ଅଣ ଖାଲି ଓଡ଼ିଆ ପଢ଼ି ଲେ -------- ହେବ 😡😡😡😡😡
@ratnakardey1985
@ratnakardey1985 Күн бұрын
ବହୁତୁ ବଡ଼ିଆ
@anastaciadakua6627
@anastaciadakua6627 2 күн бұрын
Thanku sir
@subhakantatripathy5488
@subhakantatripathy5488 2 күн бұрын
ବହୁତ ବଢିଆ ସାର୍
Tom & Jerry !! 😂😂
00:59
Tibo InShape
Рет қаралды 65 МЛН
Alat Seru Penolong untuk Mimpi Indah Bayi!
00:31
Let's GLOW! Indonesian
Рет қаралды 15 МЛН
Me: Don't cross there's cars coming
00:16
LOL
Рет қаралды 13 МЛН
Puri: Sevayats Singing 'Aahe Nila Saila' On Bahuda Jatra
3:17
Kanak News
Рет қаралды 330 М.
Janata Darbar: Controversy Over Ram Setu
48:26
Kanak News
Рет қаралды 398 М.
7PM Bulletin || 4th July 2024 || Kanak News
24:14
Kanak News
Рет қаралды 97 М.
Tom & Jerry !! 😂😂
00:59
Tibo InShape
Рет қаралды 65 МЛН