News Point: Absurd Dubious Criteria To Obtain Beneficiaries For Availing Awas Yojana

  Рет қаралды 1,218,055

Kanak News

Kanak News

Жыл бұрын

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
#KanakNews #Odisha #pmawasyojanagramin

Пікірлер: 889
@localmastitime5262
@localmastitime5262 Жыл бұрын
କେହି ଯଦି ଦାଦନ ଖଟିବାକୁ ଯାଇ ତା ଘର ପାଇଁ freeze କିଣିଲା କି bike କିଣିଲା ତେବେ ତାକୁ କଣ ପାଇଁ ଘର ମିଳିବନି l
@r.n.dblogsr.n.d
@r.n.dblogsr.n.d Жыл бұрын
Dadan kariki freezer baa
@anjananayak747
@anjananayak747 Жыл бұрын
ନା ମିଳିବା କଥା ନୁହେଁ
@Parthasutar
@Parthasutar Жыл бұрын
ଗରିବ ର ଆଶା ନାହିଁ ଥଣ୍ଡା ପାଣି ଟିକେ ପିଉ, ମୋଦି ମିଛୁଟାରେ କହୁଛି କେହି ଗରିବ ରହିବେ ନାହିଁ।ହେଲେ ଗରିବ ଲୋକଟି ଯଦି ଗାଡ଼ି ଟେ କିଣିଲା ତାକୁ ଘର ଦିୟା ନଯାଉ, ଏବେ ଏ ବିଜେଡି ,ବିଜେପି କୁ ଭୋଟ୍ ଦିଆ ନଯାଉ, ଏଥର ପପୁ କୁ ଭୋଟ ଦିଅ ନହେଲେ ଆପ କୁ ।
@namansingipradhan3735
@namansingipradhan3735 Жыл бұрын
👍
@chittaranjan1167
@chittaranjan1167 Жыл бұрын
100% right bro
@abpriyamallick2813
@abpriyamallick2813 Жыл бұрын
ଫ୍ରିଜ,ଷ୍କୁଟ କଣ ମ୍ମୋଦି ଦେଇଥିଲେକି ନା ନବିନ ଦେଇଥିଲେ
@puspalatamahapatra5069
@puspalatamahapatra5069 Жыл бұрын
Sana re a jojanata janithile lok scooty kininathNte
@anjananayak747
@anjananayak747 Жыл бұрын
ଯାହାର ଖାଦ୍ୟ ଅଧିକ ଅଛି, ସେ ଫ୍ରିଜ ରଖେ ଆଉ ଯିଏ ବସ ରେ ନ ଯାଇ ବାଇକ ରେ ଯିବା ଆସିବା କରୁଛ, ହେଲେ ତମକୁ ଘର କରିବାକୁ ପଇସା ନାଇଁ? ମାଗଣା ଦେବା ବନ୍ଦ ହେଉ
@adityaparida4601
@adityaparida4601 Жыл бұрын
Bhai
@Jagan2020
@Jagan2020 Жыл бұрын
Right... Faltu politics
@latashreerout9506
@latashreerout9506 Жыл бұрын
Ryt
@bhaktabandhubudek4170
@bhaktabandhubudek4170 Жыл бұрын
ଗ୍ରାମସଭା ରେ କଣ ଘର ଲିଷ୍ଟ ହେବ ସାର, ମୁଁ ଜଣେ ୱାର୍ଡମେମ୍ବର ସରପଞ୍ଚ ଙ୍କ ମନମାନି ପାଇଁ ଗ୍ରାମସଭା ବୈଠକ ଠିକ ଭାବରେ ହେଇ ପାରୁନି ଖାଲି କାଗଜ ପତ୍ର ରେ ହେଉଛି 🙏
@binayaksahu4622
@binayaksahu4622 Жыл бұрын
Thik kahicha bhai
@miraculoushaisabsekhass
@miraculoushaisabsekhass Жыл бұрын
Annasannare basibi
@SashikantSashikant-st7vi
@SashikantSashikant-st7vi Ай бұрын
Jhjjuu uh uu​@@binayaksahu4622
@birendrabhuyan8546
@birendrabhuyan8546 Жыл бұрын
ସରକାର କହିବାକୁ ଚାହୁଛନ୍ତି କି ଗରିବ ଲୋକମାନେ ଫ୍ରିଜ ର ପାଣି ପି ପାରିବେ ନାହିଁ n, ଖାଲି ସରକାର ପିବେ ଆଉ ଧନୀ ଲୋକମାନେ ପୀବେ,,,,,,କି ରୁଲ ଚାଲିଛି
@jaktabagh886
@jaktabagh886 Жыл бұрын
Right bro
@ashokkumardas6003
@ashokkumardas6003 Жыл бұрын
କେନ୍ଦ୍ର ସରକାର କହୁଛି ଫ୍ରିଜ୍ ଥିଲେ ଘର ମିଳିବ ନାହିଁ, ଆଉ କେତେ ଦିନ ଗଲେ କେନ୍ଦ୍ର ସରକାର କହିବ ଯାହାର ମାଇକିନା ଅଛି ତାକୁ ଘର ମିଳିବ ନାହିଁ, ଧନ୍ୟ ରେ ସରକାର ଛି ଛି ଥୁ
@ranjanbehera8759
@ranjanbehera8759 Жыл бұрын
Kendra.kahunai
@user-hh2fw2pd4h
@user-hh2fw2pd4h Жыл бұрын
Bahut badhia thanks
@RD123.........
@RD123......... Жыл бұрын
ଦୁଇ ତାଲା କୋଠା ଥାଇ ପାଇଛନ୍ତି ଆବାସ, survey ରେ କଟିଲାନି କେମିତି? ଆଉ ଜଣେ ଦୁଇଟି ଟ୍ରାକଟର ଅଛି survey କଲାପରେ ତାହାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଟିଲାନି କାହିଁକି?
@godsnaturevillage
@godsnaturevillage Жыл бұрын
Bahut hauchi
@prajnashines7180
@prajnashines7180 Жыл бұрын
Online or offline grievance can be given within 24th january.
@pabitrasatapathy755
@pabitrasatapathy755 Жыл бұрын
ଦୁଇ ମହଲା କରିବାକୁ ନାଁ ଆସୁଛି
@kalyanismile9985
@kalyanismile9985 Жыл бұрын
Telia munda re hin tela miliba.... 😌
@pradeepkumarrout3039
@pradeepkumarrout3039 Жыл бұрын
ଏମିତି ଅସହାୟ ମାନଙ୍କ ଦୁଃଖ କୁ ସାମ୍ନା କୁ ଆଣନ୍ତୁ ଏବଂ ରାଜନୀତିକ ଲୋକ ମାନଙ୍କ. ଦୋଷ କୁ ପଦାରେ ପକାନ୍ତୁ,, ନିଶ୍ଚୟ ପରିବର୍ତନ ଆସିବ l ଆପଣଙ୍କ ମହତ କାର୍ଯ୍ୟ ପାଇଁ ଧନ୍ୟବାଦ l
@krushnachandrapradhan3312
@krushnachandrapradhan3312 Жыл бұрын
⁷b.
@daitaribhoi
@daitaribhoi 11 ай бұрын
Lv
@umakanta2887
@umakanta2887 Жыл бұрын
ମନ୍ତ୍ରୀ ମାନେ ଘର ଘର ବୁଲି ଦେଖନ୍ତୁ କିଏ ଗରିବ ଆଉ କିଏ ଧନୀ ତାପରେ ୱର୍କର୍ odar ଦେବେ
@RupNarayanMajhi
@RupNarayanMajhi Жыл бұрын
ମନ୍ତ୍ରୀ ମାନଙ୍କ ପେନସନ ବନ୍ଦ ହେବା ଦରକାର ।
@godsnaturevillage
@godsnaturevillage Жыл бұрын
Right
@jageswarmahanta1433
@jageswarmahanta1433 Жыл бұрын
Right
@purusottamnayak37
@purusottamnayak37 Жыл бұрын
Vote time re vote paiba pain'hin time mile Anya time re tanku time nahi
@ambikakanhar8698
@ambikakanhar8698 Жыл бұрын
Right
@LOVEMK912
@LOVEMK912 Жыл бұрын
ମୋର ଗୋଟିଏ ଅଭିଯୋଗ ଗତ ପାଞ୍ଚ ବର୍ଷ ତଳର ତାଲିକା କୁ ଦେଖି ତାଲିକା ପ୍ରସ୍ତୁତ କଲେ ଭଲ ହୁଅନ୍ତା କାରଣ ଜଣେ ବ୍ୟକ୍ତି ଦୁଇ ଦୁଇ ଥର ଘର ପାଇଥିଲେ ମଧ୍ୟ ସେମାନଙ୍କର ତାଲିକାରେ ନାମ ଅଛି।କିନ୍ତୁ ଯେଉଁ ପାଇବା ପାଇଁ ଯୋଗ୍ୟ ତାର ତାଲିକା ରେ ନାମ ହିଁ ନାହିଁ। ତେଣୁ ଏହା ଏକ ନିର୍ଦ୍ଧିଷ୍ଟ ରାଜନୀତି କହିଲେ ଅତୃକ୍ତି ହେବା ନାହିଁ।
@bramhanandakishan9677
@bramhanandakishan9677 Жыл бұрын
@Kanha Jena Bhai pura sata kahile jau mananku dui dui ta ghara milichhi sei lokonku ghara miluchhi abang list Madhya asichhi
@BijayKumar-qq4co
@BijayKumar-qq4co Жыл бұрын
Right kahuchha
@LOVEMK912
@LOVEMK912 Жыл бұрын
@@bramhanandakishan9677 kan kariba sabu para rajaniti ra khela
@sasmitakanhar9148
@sasmitakanhar9148 Жыл бұрын
100% Right sir
@user-ln2xb8xp5g
@user-ln2xb8xp5g Ай бұрын
Hn re bhai thick
@mutapan7
@mutapan7 Жыл бұрын
ଆଉ ପାଇଖାନା, electric କୁ ବାଦ ଦେଲ କାହିଁକି ଏମିତି ଆହୁରି ଅନେକ ଜିନିଷ ଅଛି ଯାହା add କର ଆଉ ଘର ଯେମିତି କେହି ନପାଇବେ ସେ କାମରେ ଲାଗିଯାଅ
@MrJeet94
@MrJeet94 Жыл бұрын
ବିଏ ପାସ୍ କରିଥିଲେ ଘର ମିଳିବ ନାହିଁ ଆଏ ପ୍ରଥମ ଡିଭିଜନ ପାସ୍ କରିଥିଲେ ଘର ମିଳିବ ନାହିଁ ମାଟ୍ରିକ ପାସ କରିଥିଲେ ବିଚାରକୁ ନିଆଯିବ ମାଟ୍ରିକ ଫେଲ ହୋଇଥିଲେ ଘର ମିଳିବ
@karanmohanta7701
@karanmohanta7701 Жыл бұрын
😝😝😝
@chitrasenasamal1116
@chitrasenasamal1116 Жыл бұрын
semiti kichhi naahi
@puspalatamahapatra5069
@puspalatamahapatra5069 Жыл бұрын
Ghra miliba janithile mu patha padhiki 1st division heinathanti
@MrJeet94
@MrJeet94 Жыл бұрын
ଭଲ କରିଛ ପାଠ ପଢି ଚାକିରି କର ସରକାରୀ ଘର କୁ ଭରସା କର ନାହିଁ
@dhaniramsahu3739
@dhaniramsahu3739 Жыл бұрын
haha
@bhupalchandrapujhari7377
@bhupalchandrapujhari7377 Жыл бұрын
ଓଡ଼ିଶା ରେ ଧନୀ ଧନୀ ଆଉ ଗରିବ ଗରିବ ହିଁ ରହୁଛି ଧନ୍ୟ ରେ ସରକାର ପ୍ରଥମରେ ଘରକୁ ତଦନ୍ତ କର
@desiapilamkg
@desiapilamkg Жыл бұрын
ସରକାର ର ଯୋଜନା ସରକାର ପାଖରେ ତାଉ ଆମକୁ କିଛି ସରକାର ସୁବିଧା ଲୋଡ଼ା ନାହିଁ, ଆମେମାନେ ଏମିତି ରେ ବି ବହୁତ କୁସି, ଆନନ୍ଦ ରେ ଅଛୁ 😊 ଏମିତି ଲାଳସା ଦେଖେଇ ଆମ ମାନଙ୍କୁ ଟୋକ ନାହିଁ l ଏହିସବୁ ଯୋଜନା ପଇସା ତୋମ ପାଖରେ ରଖିରୁହ 🫰💴💵2024ରେ election ଆସୁଛି l ସେ ସବୁ ପଇସା election ରେ ଖର୍ଚ୍ଚ ହେବ ମଦ ଓ ମାଂସ ଏବଂ ପଇସା ଦେଇ ଭୋଟ କିଣିଲେ ତମମାନଙ୍କ କାର୍ଯ୍ୟ ରେ ଆସିବ 🙏🙏🙏 l
@hariharalohara9839
@hariharalohara9839 Жыл бұрын
Super baina
@krishnasinku5772
@krishnasinku5772 Жыл бұрын
100% Right point :"
@mgsproduction5907
@mgsproduction5907 Жыл бұрын
Right କୋହିଲ ଭାଇ
@abinashjena2181
@abinashjena2181 Жыл бұрын
Thik katha...
@RD123.........
@RD123......... Жыл бұрын
Ground report ହେଲା ଯେଉଁ ମାନେ survey କରିବା ପାଇଁ ଗଲେ ତାହା ନାମକୁ ମାତ୍ର ଲୋକଙ୍କୁ ଦେଖେଇବା ପାଇଁ, କୁଜିନେତା ମାନେ ଯାହାକୁ select କରିଥିବେ ସେଇଟା list ରେ ଆସିଲା
@musicloverodia3302
@musicloverodia3302 Жыл бұрын
ଅପ୍ରିୟ ସତ କଥା...
@NROFFICIAL0.1
@NROFFICIAL0.1 Жыл бұрын
Right broo
@tikachanbag7218
@tikachanbag7218 Жыл бұрын
100 per sata
@dipakkumardipakkumar9230
@dipakkumardipakkumar9230 Жыл бұрын
Chora
@ranjankumarbarik591
@ranjankumarbarik591 Жыл бұрын
ଏଇଟା ଶତପ୍ରତିଶତ ଠିକ୍ କଥା।
@Hocomedystar
@Hocomedystar Жыл бұрын
ଆଜି କାଲିକା ସରପଞ୍ଚ ମାନେ ଘର ଜାର ନାହିଁ ତାକୁ ଦେଉ ନାହାନ୍ତି ଓ ଜାର ଘର ଅଛି ତାକୁ ଦେଉଛନ୍ତି...ଏଥି ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ....ସରକାରୀ କାଯ୍ୟ କରୁଥିବା ରାଜନୌତୀକ ଅଫିସର ମାନେ ମଧ୍ୟ ଦ୍ଵୟୀ.....ଏହିପରି କରୁଛନ୍ତି
@Parthasutar
@Parthasutar Жыл бұрын
ସତରେ ବିଜେପି ଏବଂ ବିଜେଡି ଦୁହେଁ ଦାଇ,
@bhartibadhei8775
@bhartibadhei8775 Жыл бұрын
Right
@babulapatiarbabulapatiar8338
@babulapatiarbabulapatiar8338 Жыл бұрын
ଫ୍ରିଜ ଥିଲେ ମିଳିବନି କଣ ପାଇଁ ଗରିବ ପୁଅ ଧନୀ ଘରେ ବାହାହେଇଛି ଝିଅ ହର ଦେଇଥିବେ ଫ୍ରିଜି କଣ ସେ ଧନି ଝିଅ ବଢୀ ହେଇ ରହିଯାଉଛନ୍ତି ସେଥି ପାଇଁ ଟିଭି ,ଫ୍ରିଜ, କୁଲର ,ୱାସିଙ୍ଘ୍ ମେସିନ ଦେଉଛନ୍ତି ମୋଟା ଅଙ୍କ ରେ ପଇସା ଜ୍ଜଇଁ ନାଁ ରେ ରଖୁଛନ୍ତି ତାର କଣ ( ଆବାସ ଘର) ପାଇବା ଅଧିକାର ନାହଁ ସେ ପୁଅ ଜଣେ ଗରିବ
@jyotiranjanmishra101
@jyotiranjanmishra101 Жыл бұрын
ଧନ୍ୟବାଦ୍ କନକ ନିଉଜ୍ ଏଇଭଳି ନିଉଜ୍ ପାଇଁ
@GiridhariPattanayak-qd9cb
@GiridhariPattanayak-qd9cb Ай бұрын
ବହୁତ ଭଲ ନିୟମ। ଘର ଦିଅ ନାହିଁ ସବୁଠାରୁ ଭଲ🙏
@rabindrapatel1016
@rabindrapatel1016 Жыл бұрын
ଆଶା କର୍ମୀ ଅଙ୍ଗୱାଡ଼ି କାମ କରୁଛନ୍ତି ସେମାନେ କେମିତି ପାଇଲେ PMAY ଘର
@deepakkumarsatapathy6994
@deepakkumarsatapathy6994 Жыл бұрын
ମୋରଫନୀ ରେଘରେ ସଂପୂର୍ଣ୍ଣ ଭାଙ୍ଗୀ ଥିଲା କିନ୍ତୁ ମେତେ ଦେଲେ ନାହିଁସବୁ ଖାଇଗଲେ
@kamalbehera2358
@kamalbehera2358 Жыл бұрын
So Sorry bhai, ରାଜନୀତି ରେ ସାଧାରଣ ଜନତା ହିଁ ବଳି ପଡ଼ୁଚି 😒
@rakeshmallik2999
@rakeshmallik2999 Жыл бұрын
ଫ୍ରିଜ୍ ଥିଲେ ଘର ଦିଆ ଯିବନି ଠିକ୍ ଅଛି ପକ୍କା ଘର ଥିବା ବ୍ୟକ୍ତି କୁ ଭୋଟ ନାହିଁ
@ramchandrabindhani9451
@ramchandrabindhani9451 Жыл бұрын
ମୁଁ ଅଭାବରେ ପାଠ ପଢିବା ଛାଡି ଗୁଜରାଟ ଦାଦନ ଖଟି ଏବେ ଗାଡିଟି କରିଛି, ମୋତେ ଇନ୍ଦ୍ରାଆବାସ ମିଳିବନି, ଧନ୍ୟ ସରକାର,
@jayodisha4507
@jayodisha4507 Жыл бұрын
ଗାଡ଼ି ଥିଲେ ଦେବ ନାହିଁ ଫ୍ରିଜ ଥିଲେ ଦେବନାହିଁ ତାମାନେ ସବୁ ଗରିବ ହେଇ ଥ ଏମିତି ଚାଉଁଛି କି ସରକାର l
@abbuafjal6769
@abbuafjal6769 Жыл бұрын
Garib kie
@shrimapradhan8372
@shrimapradhan8372 Жыл бұрын
Sir Amara kendrapada district ra ବଗଡା ପଞ୍ଚାୟତ ରେ sir 2 ତାଲା ଘର ପୁଣି 2ta pickup thile ବି ତାଙ୍କୁ ଘର ମିଳୁଚି
@neetunayak5405
@neetunayak5405 Жыл бұрын
Puraa perfect kathaa kahichhanti sir.... Dhanyabad
@MDSahu-yd5bh
@MDSahu-yd5bh Жыл бұрын
ଗରିବ ଲୋକଙ୍କ ଙ୍କୁ ଦିଆଯାଉ
@alokalokg1637
@alokalokg1637 Жыл бұрын
ଏମିତି ହେଲେ କାହାକୁ ବି ଘର ମିଳିବନି ଲୋକେ ଆଗରୁ ସଚେତନତ ହେଇଯିବ ସମସ୍ତଙ୍କର କିଛି ନା କିଛି ଅଛି କାହାକୁ ବି ମିଳିବନି
@RupNarayanMajhi
@RupNarayanMajhi Жыл бұрын
ଇଏ କଣ ? ମାନେ ଯିଏ କିସ୍ତିରେ TV,Fridge,Bike କିଣିବ ତାକୁ ଆବାସ ଗୃହ ମନା। ଆଉ ଯିଏ ଦଶ ଲକ୍ଷ୍ୟ ଟଙ୍କାର suit,boot 8ହଜାର କୋଟିର ବିମାନ ଚଢ଼ୁଛି,80 ହଜାର ଟଙ୍କାର ଛତୁ ଖାଉଛି ତାକୁ କେନ୍ଦ୍ରର 2 term ର ପେନସନ ଗୁଜରାଟ ରାଜ୍ୟର 4 term ର ପେନସନ ର ଆନନ୍ଦ ମିଳିବ । ତା ଛଡା ଘର ଲୋକଙ୍କ ଅଧିକାର, କୋଉ ନବୀନ କୋଉ ମୋଦୀ ତାଙ୍କ ବାପା ସମ୍ପତ୍ତି ରୁ କିଛି ତାଡିକି ଦେଉନାହାନ୍ତି, ଲୋକଙ୍କ Tax ପଇସା ବୁଲିକି ଲୋକଙ୍କୁ ମିଳୁଛି । ଏହାର ବିରୋଧ ହେବା ଉଚିତ୍, ଲୋକଙ୍କ ହକ୍ ଲୋକାଙ୍କୁ ମିଳିବା ଦରକାର ।
@melisha4236
@melisha4236 Жыл бұрын
Loan kariki ghara banao...
@chitrasenasamal1116
@chitrasenasamal1116 Жыл бұрын
modi ra nijara ghara naahi... CM time re jaha paaithile sabu donate karisarichhanti.... modi ra bank balance total 8 lakhs bimaan modi ra nuhe deshara....jie pm heba se chadiba.. gandhi family ra asserts 49000crores..se thare bi PM heinahanti....tenu majhi babu satya ku swikar karantu....mu bhul thile comments karantu
@mscreation695
@mscreation695 Жыл бұрын
Thik katha
@anjananayak747
@anjananayak747 Жыл бұрын
ମାଗଣା ଖିଆଙ୍କୁ ସପୋର୍ଟ କଲେ ଦେଶ ବୁଡ଼ିଯିବ!ଗରିବ ଗରିବ କହି ସୁସ୍ଥ ସବଳ ଟୋକା ବସିକି ଖାଇ ମୋବାଇଲ ଧରି ଖାଲି ଝିଅ ପଟାଉଛନ୍ତି ନା ହେଲେ ରାଜନୈତିକ ମାଡପିଟ କରୁଛନ୍ତି, ତେଣୁ ସେମାନଙ୍କୁ ଘର ନ ମିଳିଲେ, ହୁଏତ ଘର ପାଇଁ ସେମାନେ ଟିକେ କାମ କରିବେ!କାମ କଲେ ଦେଶ ଆଗେଇବ, ନହେଲେ ଆମ ପରିକା ମିଡିଲ କ୍ଲାସ ଲୋକ ଖଟି ଖଟି ଗରିବ ହେଇ ଯାଉଛନ୍ତି!ସେମାନେ ମାଗଣା ଘର ପାଇବେ, ଆମେ ଲୋନ କରି ଘର କରି ଜୀବନ ସାରା ସୁଝୁଥିବୁ!
@upendramohapatra4698
@upendramohapatra4698 Жыл бұрын
ଜେଉଁ ମାନେ ଘର ପାଇ ଯାଇଛନ୍ତି. ରିକବରି କେମିତି?
@jhasketanpradhan602
@jhasketanpradhan602 Жыл бұрын
ଜମି ବାଡ଼ି କାଗଜପତ୍ର ଦେଖି 🏠 ଦିଆ ଜାଉ
@ramakantabarik4944
@ramakantabarik4944 Жыл бұрын
ଅନ୍ଧ ନିଷ୍ପତ୍ତି ।
@chakradharasahoo5948
@chakradharasahoo5948 Жыл бұрын
Heartily thanks kanak news staff
@kamallochanpatra9315
@kamallochanpatra9315 Жыл бұрын
ଘର ଘର ବୁଲି ଆଗ ତଦାରଖ କରି ସରକାର ତାପରେ ଘର ଦିଅନ୍ତୁ
@mamalienterment3483
@mamalienterment3483 Жыл бұрын
ମନ୍ତ୍ରୀ ମାନେ ଏବଂ ବ୍ଲକ ର B D O ଜାଗା ମାଲିକ ତାସିଲଧାର ଘରେ ଘରେ ବୁଳୀ ୱାର୍କର ଦିଅନ୍ତୁ
@jayramsanta
@jayramsanta Жыл бұрын
ଆମ ଘରେ ପ୍ରିଜ଼ ନାହିଁ ହେଲେବି କୋଟି ଯାଇଛି ଘର..
@umakantbag4800
@umakantbag4800 Жыл бұрын
Thank you sir 🙏🙏🙏 bahut badhiya katha kahile 🙏🙏
@pravashpanda6608
@pravashpanda6608 Жыл бұрын
Sir right points
@anantdas3147
@anantdas3147 Жыл бұрын
ଭୁମୀହିଁନକୁ ମିଳିବ କୀ ନାହିଁ ପୁରୀ ଜିଲ୍ଲାର ସୋରଭା Panchayat ଵାଷିଧ୍ୟା
@sasmitakanhar9148
@sasmitakanhar9148 Жыл бұрын
Sathik tadanta hele Bahut loka ahi sambhabya list ru bad padibe...kintu heba nanhi ,rajanita chalichi.
@kalpanajena4811
@kalpanajena4811 Жыл бұрын
Jay jagannath Bhai geia 20000 Hajara daba Tara haha🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@basantimalgo2651
@basantimalgo2651 Жыл бұрын
💯 right spach sir
@muktiranjanpatra4538
@muktiranjanpatra4538 Жыл бұрын
THANK you Odissa CM NAVIN BABU PATANIK SIR JI And NeW MINISTER SRI MUKTIRANJAN PATRA ODISHA INDIA 🪔🪔🇮🇳🇮🇳
@uttamjena7039
@uttamjena7039 Жыл бұрын
ଧନ୍ୟବାଦ କନକ ନିୟୁଜ
@surendrabatriya4051
@surendrabatriya4051 Жыл бұрын
Right answar sir apana kahila
@nirudesigns
@nirudesigns Жыл бұрын
Tripathy sir Bhala kahile, dhanyavaad
@nabakishormandal7661
@nabakishormandal7661 Жыл бұрын
Very very very.... nice sir your advice
@niranjansahoo7581
@niranjansahoo7581 Жыл бұрын
Auu gota add kar jahar mobile phone achi se bi ghar paiba nahi
@ghasiamajhi2365
@ghasiamajhi2365 Жыл бұрын
Very excellent dicission gariba lokanku diajau
@jaiho620
@jaiho620 Жыл бұрын
ନବୀନ ପଟନାୟକ ଘର ପାଇବା ପାଇଁ ଯୋଗ୍ୟ
@rabindrapatel1016
@rabindrapatel1016 Жыл бұрын
ଯାହାର 5ଏକର ରୁ ବେଶି ଜମି ଅଛି ସେମାନେ କେମିତି ପାଇଲେ PMAY ଘର
@porsurambhatara8056
@porsurambhatara8056 Жыл бұрын
ଯିଏ ଏକ ଟଙ୍କା ରେ ଚାଉଳ ପାଉଛନ୍ତି ସେମାନେ ହିଁ ଧନୀ ତାକୁ ଘର ଦିଅ ନାହିଁ । ।
@birendrabhuyan8546
@birendrabhuyan8546 Жыл бұрын
ଏଥିରୁ ଜଣା ପଡୁଛି ଜେ କେହି ବି ଲୋକେ ଘର ପାଇବେ ନାହିଁ,ସରକାର ଖାଲି ଘର ଦେଉଛି ବୋଲି କହିବେ କିନ୍ତୁ କେହିପାଇବେନି,ଆଉ ଯିଏ ଗରିବ ସେ କେବେ ପାଇବାନି କାରଣ ସବୁ ରାଜନୀତି ଚାଲିଛି ଭାଇ ,ଯିଏ ଧନୀ ସେହି ଲୋକମାନେ ହି ଏହି ଘର ସବୁ ପାଇବେ
@debamohanty8348
@debamohanty8348 Жыл бұрын
ଯେଉଁ ମାନଙ୍କର ପାକଘର ସେମାନଙ୍କୁ ମିଳୁଛି ସେତବେଳକୁ ଭେରୀପିକେସନ କରାଯାଉ
@purusottamnayak25
@purusottamnayak25 Жыл бұрын
ତମେ ଶଳା ଯେତେ ଯାହା ନିୟମ କଲେବି ସେ ଶଳା ଅଯୋଗ୍ୟ ହିତଧୀକାରୀ ମାନଙ୍କୁ ହିଁ ଘର ମିଳିବ ଏଇଟା 100% ସତ କଥା ।।
@karismadehury4547
@karismadehury4547 Жыл бұрын
Right👍👍👍
@godsnaturevillage
@godsnaturevillage Жыл бұрын
A Sabu Paisa ra khela ...bhala re sarvy Kara au ghara dea ....Jay jagannath
@kapilcharanmohanty9673
@kapilcharanmohanty9673 Жыл бұрын
If in a family there are 5members and each earns 7000rupees per month totalling family income35000 bt no person is earning 10000,then what will be done?
@hrudanandamishra3383
@hrudanandamishra3383 Жыл бұрын
Give all to equal benifit in society.
@pradeepkishan535
@pradeepkishan535 Жыл бұрын
Sarkar online re dekhiki diantu mor adhikansa lon achi Ghar milibaki nahi
@shankarshanasahoo9331
@shankarshanasahoo9331 Жыл бұрын
ଯଦି ସରକାରଙ୍କ ଏ ସବୁ ନିୟମ ଅନୁସାରେ ଘରପାଇବେ ନାହିଁ ତାମାନେ ଯାହାର ମୋଟା ବାଣ୍ଡ୍ ଥିବ ଅର୍ଚ୍ଚନା ନାଗ ଵିଆରେ ପୁରେଇବା ପାଇଁ ସେଇ ମାନକୁ ଘର ମିଳିବ ବା ସରକାର
@KING-dz3fb
@KING-dz3fb Жыл бұрын
90 % ghare refrigerator thiba . Kain na aemane satare gariba nuhanti .
@samirkumarpatra7077
@samirkumarpatra7077 Жыл бұрын
Jone vikari ghare bi bike ochhi
@prajnashines7180
@prajnashines7180 Жыл бұрын
@kanak news if AADHAR is mandatory to ACCOUNT why calculation cant be done from that and automatically eligibility criteria will come. Why aren't you focusing on that? That may be for Ration card or any poverty alleviation programme. Adhar and account shall play a vital role in online mode to choose criteria. Even all are asking for job card labour card. Please focus on AADHAR linkage to ACCOUNT.
@Gobinda375
@Gobinda375 Жыл бұрын
ସବୁ ପାଗଳ ବୋକା ଅନ୍ଧ ସରକାର ଆଗକୁ କହିବେ ବାସନ କୁସନ , ଜୋତା ଓ ପୋଷାକ ପିନ୍ଧି ଥିଲେ ଘର ମିଳିବ ନାହିଁ।
@santoshipatra7841
@santoshipatra7841 Жыл бұрын
Hmm sarakari Babu nku miliba ghara
@rajendrakumarsahu1605
@rajendrakumarsahu1605 Жыл бұрын
ଆଗକୁ କହିବେ ମଣିଷ ମାନକଂୁ ଘର ମିଲିବନି
@rakeshmallik2999
@rakeshmallik2999 Жыл бұрын
ଯେଉଁ ବ୍ୟକ୍ତି ପୂର୍ବରୁ ନେତା ଥିଲେ ସେମାନଙ୍କୁ ଭୋଟ ନାହିଁ
@muktiranjanpatra4538
@muktiranjanpatra4538 Жыл бұрын
Good news odiaa ODISHA
@linadehuri5107
@linadehuri5107 Жыл бұрын
କହିଲ ନାହିଁ ଯାହାର ପକା ଘର ଓ଼ ଲୋକ 10ଥିବେ Thay are not get house
@DIBYANCY___0221
@DIBYANCY___0221 Жыл бұрын
ସରକାର ହେଇଛି ବୋଲି ଯାହା ନିୟମ ତାହା କରିବ ନା କଣ ଆମ ଗାଁ ରେ ସମସ୍ତେ ଘର ପାଇ ଲେଣି କିନ୍ତୁ ଆମକୁ ମିଳିନି 🥺ବାପା ସବୁଦିନ କହନ୍ତି ଆମ ଘର ଆସିବନି କି ବୋଲି ଚିନ୍ତାରେ ରହନ୍ତି🥺
@chakradharpradhan7085
@chakradharpradhan7085 Жыл бұрын
ଭାଇ ଟିକି କଇଲ
@DIBYANCY___0221
@DIBYANCY___0221 Жыл бұрын
@@chakradharpradhan7085 kie sunuchhi bhai
@padlamkhorra
@padlamkhorra Жыл бұрын
ଗରିବ ଲୋକଙ୍କୁ ଟେକିଲା ସରକାର ତାପରେ ମୋ ଘର jayana ରୁଣ କରି ଗରିବ ଜୀବନ ରେ ଚିନ୍ତା
@puspanjalitandi1974
@puspanjalitandi1974 Жыл бұрын
Ration-card baniba time re madhya ehi sabu niyam thila but aame ebe dekhuchu jahar sabu kichi achi bada kotha ghara achhi tar ration-card achi.
@shradhanjalimuduli3691
@shradhanjalimuduli3691 Жыл бұрын
Thanks sir
@madhusmitamallik1531
@madhusmitamallik1531 Жыл бұрын
Sir correct katha kahichhnti
@stylishgirlsunitasahoo59
@stylishgirlsunitasahoo59 Жыл бұрын
ସରପଞ୍ଚ ନାଆଁ କୁ ମାତ୍ର କିଛି କାମକୁ ନୁହଁନ୍ତି ସେମାନଙ୍କୁ ଦେଖାଯାଏ ନାହି କିଏ ଗରୀବ କିଏ ଧନୀ ,ଅନ୍ଧ ହୋଇଯାଇଛନ୍ତି ଆମକୁ କିଛି ବି ଦେଉନାହାନ୍ତି ସରପଞ୍ଚ ଏମିତି ତାଙ୍କ ହାତରୁ ଦେଇଦେଲା ପରିକା 63 ବର୍ଷ ହେଲା ଭର୍ତା ଦେଉନାହାନ୍ତି କି 20,25 ବର୍ଷ ହେଲା ଆବାସ ବି ଦେଉନାହାଁନ୍ତି କେତେ କହିବୁ ?କହି କହି ଥକି ଗଲୁଣି ଆପଣ କାହିଁକି ମିଡିଆରେ ଭାବନାର କରୁଛନ୍ତି ମିଳିବ ମିଳିବ ବୋଲି କଣ news ବାଲା ଦେବେ କି ?
@jayramsanta
@jayramsanta Жыл бұрын
Ok ଭୋଟ ମିଳିବ ନାହିଁ.. ଆପଣ ମାନେ ଖୁସି ତ???
@sumantananda2651
@sumantananda2651 Жыл бұрын
Right sir Sara jiwan apeskhya kariba gormante dabana sea marijau gajha tale rohu
@k.c.b._top.channel...1511
@k.c.b._top.channel...1511 Жыл бұрын
Very good 👍
@sushantasingar426
@sushantasingar426 6 ай бұрын
Thank you
@manojdash7558
@manojdash7558 Жыл бұрын
Excellent comment with truth
@rahimali-rj4dm
@rahimali-rj4dm Жыл бұрын
Great decisions
@sripatirout2473
@sripatirout2473 Жыл бұрын
Very Nice 👍🏻
@kanakalatamohanta162
@kanakalatamohanta162 Жыл бұрын
ଜଣେ ଜନପ୍ରତିନିଧି ଯଦି ଦଶମ ଫେଲ ହେବ ତାଙ୍କ ଅଧିନରେ ଜଣେ ଓଡିଶା ପ୍ରଶାସନିକ ସେବା ଅଧିକାରୀ କାର୍ଯକରିବେ ସେଇଠି ରାଜ୍ୟର ଅବସ୍ଥା କ'ଣ ହେବ
@gangadharpadhan8461
@gangadharpadhan8461 Жыл бұрын
Dist- balangir, block- khaprakhol, Gp- Sahajpani, at- Phulkimunda. Guja majhi 15 barsa ru sarkar deithiba 12000 ra latrin re rahuchhi.
@rajendramishra1395
@rajendramishra1395 Жыл бұрын
Emi tikare odisha ra 90 percent loka ghara paibeni.
@prakashkumarsahoo1461
@prakashkumarsahoo1461 Жыл бұрын
Sir nk right point
@bapubapu7233
@bapubapu7233 Жыл бұрын
Thiki katha kahila emiti cinta jadi sarakara kara huanta kete gariba khusi re ruhante
@p.s.2592
@p.s.2592 Жыл бұрын
କିନ୍ତୁ ଯିଏ ଥରେ ଘର ପାଇଛି ସିଏ 3,4,5 ଟି ଘର ପାଇବ
@sasmitapandey5955
@sasmitapandey5955 Жыл бұрын
Very good
@prabhashbal3453
@prabhashbal3453 Жыл бұрын
Bike and freeze kisti re jane gariba loka aanithiba Narendra Modi ki Naveen Pattnaik magana re deichhiki
@hrudanandamishra3383
@hrudanandamishra3383 Жыл бұрын
People should help.each other.
@pravatkumar6016
@pravatkumar6016 Жыл бұрын
Road , education, health, House ajiparjanta hei parini maximum loka chala jhopadi rahuchhanti
@christiandanceandothers8916
@christiandanceandothers8916 Жыл бұрын
MLA /MP mane nije ghoro ghoro visit korontu.karono bhuliba pain salary per month 300000/ - miluchi.....
@m.s.racharya4948
@m.s.racharya4948 Жыл бұрын
Good job gan Gan bulibaku jaa Sarapancha Hatare diantu nahi
@madhusudansutar9958
@madhusudansutar9958 Жыл бұрын
Right sir kahile
@shradhanjalimuduli3691
@shradhanjalimuduli3691 Жыл бұрын
Good news
@brahmanandabiswal6413
@brahmanandabiswal6413 Жыл бұрын
ଦାଈ ହେଉଛନ୍ତି ସରପଞ୍ଚ ଆଉ ବିଡ଼ିଓ
@sibosankorkhora8972
@sibosankorkhora8972 Жыл бұрын
Sir govt. Job karuthiba lakanku abaso miluchi jaha ghre bike rahichhi taku diajauchi but jone widow nku kahainki abaso diajauni?
@mdjohn6076
@mdjohn6076 Жыл бұрын
Amaku bi deinahanti bhai
@LadyCare-tg7vl
@LadyCare-tg7vl 24 күн бұрын
Right sir
@rakeshmallik2999
@rakeshmallik2999 Жыл бұрын
ପୂର୍ବରୁ କାହିଁକି ଏହି ନିୟମ ଲାଗୁ ହେଲାନାହିଁ
@sasmitabehera20206
@sasmitabehera20206 Жыл бұрын
Bahut chalak sarkar 👍
@chudamanibagarti19
@chudamanibagarti19 Жыл бұрын
Sir jie thare paichhi Sia author pauchhi, Jia paini ta list aasini
Stay on your way 🛤️✨
00:34
A4
Рет қаралды 4,3 МЛН
This is not my neighbor  Terrible neighbor! #funny #zoonomaly #memes
00:26
КАК ДУМАЕТЕ КТО ВЫЙГРАЕТ😂
00:29
МЯТНАЯ ФАНТА
Рет қаралды 9 МЛН
Stay on your way 🛤️✨
00:34
A4
Рет қаралды 4,3 МЛН