ଆଖିର ଜନମ କାନ୍ଦିବା ପାଇଁ । Akhira janama kandiba pain । Adit Hota । Odia bhajan

  Рет қаралды 3,517,722

RCN BHAKTI

RCN BHAKTI

2 жыл бұрын

ନମସ୍କାର ଦର୍ଶକବନ୍ଧୁ 🙏🙏🙏
ଆପଣମାନଙ୍କୁ ଆମର ଭକ୍ତିଭାବ ଭରା ନୂଆ ଚ୍ୟାନେଲ RCN BHAKTI କୁ ସ୍ୱାଗତ ।
ଏହି ଚ୍ୟାନେଲରେ ଆପଣମାନେ ଓଡ଼ିଶାର ସୁନାମଧ୍ଵନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ନୂଆ ନୂଆ ଭକ୍ତି ସଂଗୀତ ସହିତ ଅନେକ ଗୁଡିଏ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ । ସେଥିପାଇଁ ଦୟାକରି ଆମ ଚ୍ୟାନେଲ ଟିକୁ ତୁରନ୍ତ ସବସ୍କ୍ରାଇବ କରିଦିଅନ୍ତୁ
Akhira janama kandiba pain । Aditya । Odia bhajan
Original Song Credits
Song: Aakhira Janama
Album: Naliaa Hasa
Music Director: Prem Anand
Lyrics: Alekh Biswal
Producer: Sitaram Agrawal
Music Label: Sarthak Music
/ @rcnbhakti
#akhirajanamakandibapain
#aditya
#odiabhajan

Пікірлер: 896
@rcnbhakti
@rcnbhakti Жыл бұрын
kzfaq.info/get/bejne/mdqHfNiBuNS0pGw.html ପ୍ରଥମ ଥର ପାଇଁ ଆପଣ ଆପଣଙ୍କର ପ୍ରିୟ ଗାୟକ ଆଦିତ ଅଭିନୀତ ଜଗନ୍ନାଥ ଭଜନ ଟି ଏବେ ରିଲିଜ୍ ହୋଇଯାଇଛି। ଦୟାକରି ଏହାକୁ ନିଜେ ଦେଖିବା ସହିତ ଅନ୍ୟ ମାନଙ୍କୁ ଦେଖେଇ ବାକୁ ଅନୁରୋଧ 🙏🙏🙏
@sradhanjalisatpathy4500
@sradhanjalisatpathy4500 Жыл бұрын
Cçx
@greenbeast8499
@greenbeast8499 11 ай бұрын
sir kindly provide your mobile number for a programme I want to contact you
@subhasmitadas7798
@subhasmitadas7798 5 ай бұрын
Lll
@kunisahoo4763
@kunisahoo4763 4 ай бұрын
ପ୍ରକୃତ ରେ ଯାହାର ଆଖି ନାହିଁ ସିଏ ଅନ୍ଧ ନୁହେଁ ସିଏ ଅନ୍ଧ ଯାହାର ଆଖି ଥାଇ ମଧ୍ୟ ଭଲ କାମ କରେନି ସିଏ ପ୍ରକୃତ ଅନ୍ଧ
@surendridalei6321
@surendridalei6321 9 ай бұрын
ବହୁତ ସୁନ୍ଦର ଲାଗୁଛି ଭାଇ ତମ ର ଏ ଗୀତ ଟା,,, ଭଗବାନଙ୍କ କୃପା ସବୁ ବେଳେ ଏମିତି ଥାଉ ତମ ସହ,,, ଭାଇ କାଲିଆ ତମ ସହ ଅଛନ୍ତି,,ମନ ଦୁଃଖ କର ନାହଁ,,, ମୋ ଆୟୁଷ ନେଇ ତମକୁ ଲମ୍ବା ଆୟୁଷ ବୃଦ୍ଧି ଦିଅନ୍ତୁ,,,ଜୟ ଜଗନ୍ନାଥ,,,
@saumyaranjannayak2907
@saumyaranjannayak2907 Жыл бұрын
ଖୁବ୍ ସୁନ୍ଦର ଭଜନ ଟିଏ ଶୁଣିଲେ ଆଖିରେ ଲୁହ ଆସିଯାଉଛି, ଏମିତି ଲାଗୁଛି ଏ ଗିତଟିଏ ରଚନା କରାଯାଇଅଛି ଆଦିତ୍ୟ ଭାଇଙ୍କ କଣ୍ଠରେ ଗାଇବା ପାଇଁ,ଯେତେ ଶୁଣିଲେ ବି ମନ ଭରୁ ନାହିଁ,ଜୟ ଜଗନ୍ନାଥ ❤❤❤🙏🙏🙏
@ashishdas1625
@ashishdas1625 2 жыл бұрын
ପାପ କଥା ଦେଖି ପାପି ବୋଲି ଆଖି ଦେଖୁନି କି ସୁନ୍ଦର୍ ଲେଖା
@rcnbhakti
@rcnbhakti 2 жыл бұрын
Thank you so much
@mrkrishnaentertainment1996
@mrkrishnaentertainment1996 7 ай бұрын
ଭାଇ ଏ ଗୀତ ଶୁଣି ମୋ ଆଖିରୁ ସତରେ ଲୁହଧାର ଆସିଗଲା 😢😢😢👌👌👌
@debendraparida5631
@debendraparida5631 9 ай бұрын
ଜୀବନ ରେ କେବଳ କାଳିଆ ନାମ ଦରକାର 🥰🙏🏾🌺❤😘🌹🥰
@deepakkumargochhayat1606
@deepakkumargochhayat1606 2 жыл бұрын
ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ, ଭଭନ ତ ନୁହଁ ଏହା ହେଉଛି ଗୋଟିଏ ଭକ୍ତ ର ହ୍ରୂଦୟ ର ଭଗବାନଙ୍କ ଠାରେ ଜଣାଣ ।😭😭😭
@PrakashKumar-ml2px
@PrakashKumar-ml2px Жыл бұрын
😅😅😅
@arunakumarbisoi8880
@arunakumarbisoi8880 Жыл бұрын
ବହୁତ ସୁନ୍ଦର ଗୀତ ଟି (ଭାଇ କାଣ୍ଠ ବହୁତ ସୁନ୍ଦର
@SapanaGumanSingh
@SapanaGumanSingh 19 күн бұрын
ଜୟ ଜଗନ୍ନାଥ ବଢିଆ ଗାଇଲା ❤️😔❤️😔😔😔😔😔❤️❤️❤️❤️👍👍👍👍👍👏👏👏👏♥️♥️♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@shashankbehera3490
@shashankbehera3490 2 жыл бұрын
କିଛି କହିବାକୁ,ଭାଷା ନାହିଁ,ସତରେ ପ୍ରଭୁ ଏ କି ଲୀଳା ତୁମର, ପ୍ରଭୁ ଏହି କଳାକାରଙ୍କ ର ଦୀର୍ଘ ଜୀବନ କାମନା କରିବା ସଙ୍ଗେ ସଙ୍ଗେ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।ଜୟ ଜଗନ୍ନାଥ 🙏🙏🙏
@rcnbhakti
@rcnbhakti 2 жыл бұрын
Thank you ❤️
@BikashKumar-kj9wz
@BikashKumar-kj9wz Жыл бұрын
Osm... He mahaprabhu ..
@user-tu1lj9wu2w
@user-tu1lj9wu2w Жыл бұрын
ହ ଅ 😭😭😭😭
@anupamsasmal6502
@anupamsasmal6502 10 ай бұрын
🫡🫡🫡🫡😢😢😢😢👏👏👏👏👏
@InnocentEyewear-eh2bi
@InnocentEyewear-eh2bi 5 ай бұрын
@@BikashKumar-kj9wz p
@asishnath9023
@asishnath9023 2 жыл бұрын
Tuma swarare ei sundara Sangita ti sunila pare kichhi samaya panyee mo akhire bi luha asigala............🙏🙏🙏🙏🙏
@rcnmedia
@rcnmedia 2 жыл бұрын
Thank you 💖
@PintuPin2-lb9uv
@PintuPin2-lb9uv 2 ай бұрын
ଆଦି ମୁ ମୋ ନିଜକୁ ଧନ୍ୟା ମନ କରୁଛି ତୋ ଭଳିଆ ଗୋଟେ ସାଙ୍ଗ ମୋର ଅଛି ଏମିତି ମାଡ଼ି ଚାଲ
@soumyakantsatpathy8795
@soumyakantsatpathy8795 16 күн бұрын
@@PintuPin2-lb9uv bhai nkara jadi anya kn gita achi plz send kara
@arabindapanda4357
@arabindapanda4357 7 ай бұрын
ଅତି ସୁନ୍ଦର 👌👌👌👌👌
@Prasad.priyadarshini
@Prasad.priyadarshini 3 ай бұрын
ବଢିଆ ଗୀତ କୋଉଠୁ ଶିଖିଲ ତମେହ ଉଚସବୁଠୁଭଲଗାୟକ❤❤❤❤❤😮😮😮😮😮
@CMASathi
@CMASathi 4 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟହେଉ ଓ ତୁମର ମଙ୍ଗଳ ହେଉ
@srsoumya1284
@srsoumya1284 6 ай бұрын
ତୁ ଯାହା କରୁ ପ୍ରାଣୀ ର ମଙ୍ଗଳ ପାଇଁ ରେ ଏକଥା ଏବେ ମୁଁ ବୁଝି ଗଲିଣି କାଳିଆ ରେ କାଳିଆ ରେ ❤❤❤❤ଭାଇ ମନ ପୁରା ଭକ୍ତି ଭରା ହେଇଗଲା।।। ଜୟ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ
@r.rswain9939
@r.rswain9939 10 ай бұрын
ହେ ମହାପ୍ରଭୁ 🙏😭 କି ନୀଳା ତୁମର ଦୁନିଆ କୁ ଯଦି ଆଣୁଛ ସମ୍ପୂର୍ଣ୍ଣ କରି ଆଣ । କାଇଁ ଜୀବନ ଙ୍କୁ ଆଣି ଏତେ କଷ୍ଟ ଦଉଚ 😭🙏
@jyotisaivlog487
@jyotisaivlog487 2 жыл бұрын
ବହୁତ ବଢିଆ ଭାଇ 🙏
@sandhyastudio181
@sandhyastudio181 Жыл бұрын
ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ
@biswajituttarkabat4402
@biswajituttarkabat4402 Жыл бұрын
ବହୁ ଭଲଭାବରେ ଆପଣ ଗୀତ ରଚନା କରିଛନ୍ତି ସେ ଥୀପାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@Bipin-tandi12345
@Bipin-tandi12345 9 сағат бұрын
Bahut sundr bhai aakhiri luha godijauchhi
@bikashkumarmaharana8687
@bikashkumarmaharana8687 Жыл бұрын
Wow bhai.... Bahut sundar swara au sruti madhura
@tapasmallick2000
@tapasmallick2000 5 ай бұрын
ଅତି ସୁନ୍ଦର ଭଗବାନ ଙ୍କ ପାଖରେ ଏତିକି ଗୁହାରିକି ସେ ଆପଣଙ୍କ ଚଲା ପଥକୁ ସଦା ସର୍ବଦା ଖୁସିମୟ ରଖନ୍ତୁ 🙏🙏🙏❤️🙏❤️🙏
@user-te8wh3lh1h
@user-te8wh3lh1h 2 ай бұрын
Nice Aditya bhai
@srjworld9831
@srjworld9831 6 ай бұрын
ପ୍ରଭୁ ଆଖିରେ ଲୁହ ଆସିଗଲା 😭😭😭ସୁନ୍ଦର ସ୍ୱର 🙏🙏🙏
@hareshkumartripathy5093
@hareshkumartripathy5093 11 ай бұрын
ଶବ୍ଦ ହିଁ ନାହିଁ ପରିପ୍ରକାଶ କରିବାକୁ, ଏତେ ସୁନ୍ଦର ଏତେ ସୁନ୍ଦର ଏତେ ସୁନ୍ଦର ।❤❤❤❤
@BapunkumarSahu-ek9xn
@BapunkumarSahu-ek9xn Ай бұрын
ଜୟ ଜଗନ୍ନାଥ 🙏🙏🙏🙏 ଅତି ସୁନ୍ଦର 👌👌👌👌
@anilswain1391
@anilswain1391 Жыл бұрын
ବହୁତ ସୁନ୍ଦର ଭାବରେ ପ୍ରସାରଣ କରୁଛ
@aratabiswal6595
@aratabiswal6595 Жыл бұрын
ଅତି ସୁନ୍ଦର
@Radharanidasirinu
@Radharanidasirinu 4 ай бұрын
Hare Krishna 🙏 Radhe Radhe 🙌
@chhuriavlogs2480
@chhuriavlogs2480 2 жыл бұрын
ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ, ଭଭନ ତ ନୁହଁ ଏହା ହେଉଛି ଗୋଟିଏ ଭକ୍ତ ର ହ୍ରୂଦୟ ର ଭଗବାନଙ୍କ ଠାରେ ଜଣାଣ ।
@rasbiharikarna
@rasbiharikarna 27 күн бұрын
ଜୟ ଜଗନ୍ନାଥ ସ୍ବାମୀ ବହୁତ ବଢିଆ
@ashismohanty2921
@ashismohanty2921 2 ай бұрын
ଆଖି ଥିଲା ସବୁ ଅଛି ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ କରୁଛି
@jadabbhue2194
@jadabbhue2194 17 сағат бұрын
ବହୁତ ବଢିଆ ଗାଉ ଛ ଭାଇ 👌👌👌
@ManojDas-km3gk
@ManojDas-km3gk Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏 ଭାଇ ତୁମକୁ ବହୁତ ବହୁତ ପ୍ରେମ ଭରା ନମସ୍କାର...!
@rohitpaikeray
@rohitpaikeray 9 ай бұрын
Waah ❤ ki sundar voice aau music baaa ati chamatkar ❤❤❤❤❤❤
@manasmitaparida8555
@manasmitaparida8555 2 жыл бұрын
Bahut sundar Gita gaichhanti e vai Kalia savinku valare rakhu
@SramikaMitra-lk2ki
@SramikaMitra-lk2ki 6 ай бұрын
jay jaganatha nice song
@bhabam8053
@bhabam8053 Жыл бұрын
ଆହା ଚମତ୍କାର ଭାଇ 🙏🙏
@SurajKumar-lz7uh
@SurajKumar-lz7uh 10 ай бұрын
Bahut Sundar manaku chhuiba bhali bhajana🙏🙏 Jay Jagannatha
@rihansvlogs4558
@rihansvlogs4558 8 ай бұрын
Bahut Sundar bhai bhagban tamku aahuri uparaku niontu ,,,Jai jagannath,,,
@rashmitabagh7251
@rashmitabagh7251 Жыл бұрын
Very nice bhai gode blease you Jay jagannath swami Nayan patha gami bhaba tume
@dasgopal6552
@dasgopal6552 2 жыл бұрын
ଅତି ସୁନ୍ଦର ଭାବେ ଗାଇଛ ତୁମେ. ଏବଂ ହୂରଦ୍ୱୟ ସ୍ପର୍ଶୀ. ଭଗବାନେ ତୁମୋ କୁ ଶ୍ରଦ୍ଧା ସର୍ବଦା ଭଲରେ ରଖନ୍ତୁ. ଜୟ ଜଗନ୍ନାଥ 🙏🙏🙏🙏
@rcnbhakti
@rcnbhakti 2 жыл бұрын
Thank you
@jpsss3925
@jpsss3925 2 жыл бұрын
It
@jpsss3925
@jpsss3925 2 жыл бұрын
In I I It I I I I In
@jpsss3925
@jpsss3925 2 жыл бұрын
I It I I I I In I I Ii I I
@jpsss3925
@jpsss3925 2 жыл бұрын
I I I It In i I Ii It I
@Ganesh.s1234
@Ganesh.s1234 11 ай бұрын
Jya jagannath bhai bhalare ruha mu prabhu jagannath NK pakhare etiki parthana karuchi 🙏🙏🙏🙏🙏🙏
@anisthapa568
@anisthapa568 2 жыл бұрын
bahut sundar bhai mana ra katha gita madhyam re baykta kari dela bhai 😭😭😭😭 jay jagannath krupa prabhu pila ti ku 🙏🙏🙏🙏
@rcnmedia
@rcnmedia 2 жыл бұрын
Thank you
@sujitbarik4769
@sujitbarik4769 Жыл бұрын
ଜୟ ଜଗନ୍ନାଥ ବହୁତ ସୁନ୍ଦର ଗୀତ ଟି (ଭାଇ କାଣ୍ଠ ବହୁତ ସୁନ୍ଦର )💐💐💐💐🙏🏽🙏🏽🙏🏽🙏🏽
@RamaChandramajhi-vy3kp
@RamaChandramajhi-vy3kp 10 ай бұрын
ଭଗବାନ ତୁମ ଗୁହାରି ଶୁଣନ୍ତୁ, ସର୍ବଦା ସୁଖରେ ରଖିଥାନ୍ତୁ🌹🙏ଜୟ ଜଗନ୍ନାଥ 🙏🌹
@PhakirapradhanaPhakirapradhana
@PhakirapradhanaPhakirapradhana Ай бұрын
Bahut sundara Bhai Jay jagannath
@jayjagannath5654
@jayjagannath5654 11 ай бұрын
Jay Jagannath Swami Nayana patha gami 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾. Namaskar brother 🙏🙏🙏🙏🙏🙏🙏 salute to 👌👌👌👌👌👌👌👌🙏🏾🙏🏾🙏🏾🙏🏾🙏🏾🏡
@kushaleswarpanda28
@kushaleswarpanda28 2 жыл бұрын
So positive thought expressed with heart touching bhajan.Thanks a lot
@jayachandrapradhan2649
@jayachandrapradhan2649 9 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@dasharathikishan9257
@dasharathikishan9257 2 жыл бұрын
Good Singer God bless you
@snkofficial7199
@snkofficial7199 5 ай бұрын
ଜୟ ଜଗନ୍ନାଥ ବହୁତ୍ ଭଲ ଲାଗୁଛି ତମର ଗୀତ ଆହୁରି ଅମିତ୍ ଗୀତ ଗାଅ 😢😢
@mycreation9104
@mycreation9104 2 жыл бұрын
ଜୟ ଜଗନ୍ନାଥ 🙏🙏🙏
@SapanaGumanSingh
@SapanaGumanSingh 27 күн бұрын
ଜୟ ଜଗନ୍ନାଥ 👏🙏🙏👌👌👌❤️
@dayanidhidas513
@dayanidhidas513 10 күн бұрын
ଭାବପୂର୍ଣ୍ଣ ଭଜନ ମତେ ବହୁତ ଭଲ ଲାଗିଲା ଏମିତି କଣ୍ଠ ଶିଳ୍ପୀ ମୁ ଦେଖିନି ଜଗନ୍ନାଥ କରନ୍ତୁ ଏମିତି ଆଗକୁ ଯାଓ
@AbhimanyuNayak-pv6hv
@AbhimanyuNayak-pv6hv 23 күн бұрын
Jay jaganath 🙏🏿
@tofannayak4625
@tofannayak4625 2 жыл бұрын
Wow 😭😭😭jay jagannath 🙏🙏🙏
@sanjaymajhi1864
@sanjaymajhi1864 2 жыл бұрын
Super hit bhajan jay jagarnath 🙏🙏🙏🙏
@mrutyunjayasenapati6076
@mrutyunjayasenapati6076 11 ай бұрын
Bahut sunder lagila .. jay Jagannath 🙏
@bibhutiprasadsahoo2564
@bibhutiprasadsahoo2564 Жыл бұрын
Really Unbelievable Performance..👌👌 God bless you..🙏🏻
@alisavision410
@alisavision410 2 жыл бұрын
ବହୁତ ସୁନ୍ଦର
@papunsinger7864
@papunsinger7864 Жыл бұрын
Super bhai
@dipaksahoo7673
@dipaksahoo7673 10 ай бұрын
🙏🙏🙏 Heart touching song....Jay jagannath
@tipunakumarsenapati8323
@tipunakumarsenapati8323 Жыл бұрын
ଜୟ ଜଗନ୍ନାଥ, ପ୍ରଭୁ ତୁମକୁ ସର୍ବଦା ଭଲରେ ରଖନ୍ତୁ
@LovelyDancers-jq5rt
@LovelyDancers-jq5rt 3 ай бұрын
ଅତି ସୁନ୍ଦର ❣️
@user-eo9nf1ec8m
@user-eo9nf1ec8m 4 ай бұрын
ୱ।ଓ
@namasankirtanpremiprabhat8146
@namasankirtanpremiprabhat8146 Жыл бұрын
ବହୁତ୍ ସୁନ୍ଦର ଭଜନ ଅତ୍ୟନ୍ତ ହୃଦୟସ୍ପର୍ଶୀ ଜୟ ଜଗନ୍ନାଥ
@rdyubhika7802
@rdyubhika7802 10 ай бұрын
ମୁ ବହୁତ ଉଦାସ ମନରେ ବସିଥିଲି,ଯେତେବେଳେ ମୁ ଭାବିଲି କିଛି ସମୟ କିଛି ଗୀତ ଶୁଣିଲେ ମୋ ମନ ଭଲ ରହିବ,ଠିକ୍ ସେତେବେଳେ ଏହି ଭାଇ ର ଗୀତ ଦେଖିଲି ,ମୁ ଭାବିଲି ମୁ କାହିଁକି ମନ ଦୁଖରେ ବସିଛି,ଭାଇଙ୍କ ଗୀତ ମୋ ମନ ର ସବୁ କଷ୍ଟ ଦୂର କରିଦେଇଛି,ବହୁତ ସୁନ୍ଦର ଗୀତ ଗାଇଛ,ଭଗବାନ ତୁମ କୁ ଖୁସି ରେ ରଖୁ ।
@amarjeetlifestylevlog3161
@amarjeetlifestylevlog3161 Жыл бұрын
ଆପଣଙ୍କ ଆଖି ନାହିଁ ସତ ହେଲେ ଆପଣଙ୍କର କଣ୍ଠ ସାରା ଓଡ଼ିଶା କୁ ଛୁଇଁ ଯାଇଛି
@cwsibu
@cwsibu Жыл бұрын
ବହୁତ ସୁନ୍ଦର ହେଇଛି
@kanhapadhi6417
@kanhapadhi6417 Жыл бұрын
Ati sundar gayichha bhaina
@sksahoo6780
@sksahoo6780 2 жыл бұрын
ମନକୁ ଛୁଇଁଲା ଭଜନଟି l ଅନେକ ଅନେକ ଶୁଭେଚ୍ଛା l 🙏 🙏 🙏
@chitaranjanchitaranjan9921
@chitaranjanchitaranjan9921 3 күн бұрын
Bhai.salute
@jitupanigrahi1967
@jitupanigrahi1967 Жыл бұрын
ଭଗବାନ ଶ୍ରୀ ଜଗନ୍ନାଥଙ୍କର ଏଟା ଗୋଟେ ଭକ୍ତ ଓ ଶ୍ରଦ୍ଧା ନେଇ ଏକ ନୂତନ ଗୀତ। ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏🙏🙏
@ranjanpradhan8890
@ranjanpradhan8890 2 жыл бұрын
Awesome singing song lyk jatra party voice , beautiful i appreciate bro
@narendranaik1396
@narendranaik1396 2 жыл бұрын
Loo
@narendranaik1396
@narendranaik1396 2 жыл бұрын
We did it CT CT
@nirmalkumarparida4645
@nirmalkumarparida4645 Күн бұрын
jay jagannath
@muralidharMahar
@muralidharMahar 2 ай бұрын
Jay Jagannath swami Nayan patha gami bhaba tume prabhu kala Thakur mo ❤❤
@raghunarhkarjee947
@raghunarhkarjee947 Жыл бұрын
ପ୍ରଭୁ ଜଗନ୍ନାଥ ସବୁବେଳେ ଏମିତି ଗାଇବା ପାଇଁ ଶକ୍ତି ଦିଅନ୍ତୁ !
@monalisarana1236
@monalisarana1236 11 ай бұрын
Speechless singing really heart touching
@jogeshmohanty6775
@jogeshmohanty6775 Жыл бұрын
ATI Sundar
@jaybajrangbali2448
@jaybajrangbali2448 6 ай бұрын
Jay jagannath bohut agaku niantu tamaku prabhu jay jagannath 🙏
@babymohanta5167
@babymohanta5167 2 жыл бұрын
Jay jaganath 🙏🙏🙏, Nice bhajan
@santoshbhoi7496
@santoshbhoi7496 10 ай бұрын
Super bh
@gosamanigauntia6348
@gosamanigauntia6348 2 жыл бұрын
God bless you 🙏🙏😭😭😭😭
@brajakishorepanda3002
@brajakishorepanda3002 14 күн бұрын
ଆଉ କେତେ କନ୍ଦେଇବୁ ରେ ଧନ 🙏🙏🙏❤❤❤❤
@narayanbehera9406
@narayanbehera9406 9 күн бұрын
Best song and best singer 👍👍👍
@gitanjalipaikaray717
@gitanjalipaikaray717 2 жыл бұрын
Nice 👏👏👏
@bablunaik1523
@bablunaik1523 5 ай бұрын
Jay Jagannath Swami Apanei Nebe He Prabhu
@kajalchampati6533
@kajalchampati6533 2 жыл бұрын
Jay sri ram🙏
@kdasbabu139
@kdasbabu139 3 күн бұрын
ଭାଇ ଆଇ ଲଭ ୟୁ jay jagannath ତମକୁ ସବୁ ବେଳେ କାଳିଆ ଭଲରେ ରଖନ୍ତୁ
@pradeeptripathy2445
@pradeeptripathy2445 Жыл бұрын
Jay Jagannath wow sundra song
@Bibhuprasad537
@Bibhuprasad537 3 ай бұрын
Jay sri Jagannath 🙏Ati sundar voice 🎉👌
@user-sz3nm5qv6x
@user-sz3nm5qv6x 3 ай бұрын
ଜୟ ପ୍ରଭୁ ଜଗନ୍ନାଥ ସ୍ୱାମୀ ଜୟ 🌹
@user-zr6vt1hf4q
@user-zr6vt1hf4q 16 күн бұрын
ଜୟ ଜଗନ୍ନାଥ ସ୍ୱାମୀ, ନୟନ ପତଗାମୀ
@ppsahoo8035
@ppsahoo8035 2 жыл бұрын
Such a heart touching singer i hear this song 10 times continues Jay Jagarnaath
@rcnbhakti
@rcnbhakti 2 жыл бұрын
Thank you 💞
@BapiBehera-o2q
@BapiBehera-o2q 7 күн бұрын
Seriously bahut heart touching Bhajan thila sunila bele akhi ru luha asigala 😌
@user-fz3cd6lr4b
@user-fz3cd6lr4b 3 ай бұрын
Jay jagannath bahut sundra voice Bhai 🙏
@rajendraswain3666
@rajendraswain3666 2 жыл бұрын
So beautiful voice heart touching your singing
HAPPY BIRTHDAY @mozabrick 🎉 #cat #funny
00:36
SOFIADELMONSTRO
Рет қаралды 16 МЛН
ПРОВЕРИЛ АРБУЗЫ #shorts
00:34
Паша Осадчий
Рет қаралды 6 МЛН
Maa Pari Kie Haba |  Odia Song | |Tofan Kumar
9:14
Web Odisha
Рет қаралды 542 М.
지민 (Jimin) 'Who' Official MV
3:28
HYBE LABELS
Рет қаралды 13 МЛН
Nurmuhammed Jaqyp  - Nasini el donya (cover)
2:57
Nurmuhammed Jaqyp
Рет қаралды 155 М.
Malohat
3:35
Xamdam Sobirov - Topic
Рет қаралды 760 М.
BABYMONSTER - ‘FOREVER’ M/V
3:54
BABYMONSTER
Рет қаралды 82 МЛН