KHOLA KATHA EP 843 FEBRUARY 22 2024, Exclusive Interview with BJP Leader Pradeep Panigrahi

  Рет қаралды 182,387

OTV

OTV

4 ай бұрын

A unique chat show that probes our celebrities to face the facts and rumours about themselves and bring forth the truth for the audience. This show aims to clarify the stands of the celebs and see their reactions to the questions, gossip and rumours. This show seems to be edgy due to the controversial nature it holds and as it makes sure to push the envelope with the kind of topics it tends to discuss with your favorite celebs.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#KHOLA KATHA EP 843 FEBRUARY 22 2024#OdishaTV #OTV

Пікірлер: 615
@rabindramohanty3052
@rabindramohanty3052 4 ай бұрын
ଜଣେ ଦୁର୍ନୀତିଖୋର ବ୍ୟକ୍ତି ଏବେ ରାମନାମ ଜପୁଛନ୍ତି. ହେଉ ଜଦି ମୁକ୍ତି ମିଳେ.
@theindcell4758
@theindcell4758 4 ай бұрын
Bhai say Something Banki and Cuttack Choudwar MLA
@santosh34554
@santosh34554 4 ай бұрын
ଦୁର୍ବଳ ବିଧାୟକ 😂😂😂
@user-uw3hw5pz5l
@user-uw3hw5pz5l 3 ай бұрын
​@@theindcell4758❤❤❤❤❤❤❤❤❤❤❤❤❤❤
@subhendunayak4280
@subhendunayak4280 3 ай бұрын
COVID time re gotie vairas banchhijaichi .eleksation pare tali lagijiba
@user-wj8nm7bl6r
@user-wj8nm7bl6r 4 ай бұрын
ବିଜେଡି ରେ ରହି ଦୁର୍ନୀତି କରିଥିଲ ପ୍ରଦୀପ ବାବୁ ଲୋକେ ସବୁ ଜାଣିଛନ୍ତି |
@ajitbehera4582
@ajitbehera4582 4 ай бұрын
Bhai au sabu sadhu Santa Ashanti...
@suvendurout9603
@suvendurout9603 Ай бұрын
Lockdown kid au kichi kahibe ebe
@DDas-hp8ii
@DDas-hp8ii 4 ай бұрын
ନିଜର ସ୍ବାର୍ଥ ସିଦ୍ଧି ପାଇଁ ପ୍ରଦୀପ୍ତ ପାଣିଗ୍ରାହୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି।
@gobindasahoo7199
@gobindasahoo7199 4 ай бұрын
No problem sabu problem ama CM
@Krishna14kk
@Krishna14kk 4 ай бұрын
ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବି ଯଦି ଭୁଲ୍ ନିଷ୍ପତି ହୁଏ ଅମରେନ୍ଦ୍ର ଦାସ ପାର୍ଥି ନହୁଅନ୍ତି ତାହେଲେ ଏଠି ସବୁଦିନ ପାଇଁ ବିଜେଡ଼ି ଫିନିସ୍ 👍🏻
@devilsgamers9252
@devilsgamers9252 4 ай бұрын
God karantu emity.
@Views-rb4lm
@Views-rb4lm 4 ай бұрын
Ban EVM else button jaha b dabeiba, vote jiba Navin au Modi ku. So ballat paper vote must
@Krishna14kk
@Krishna14kk 4 ай бұрын
@@Views-rb4lm Vote jadi loka thik button re debe tahele kete siadaku jiba ?
@user-wj8nm7bl6r
@user-wj8nm7bl6r 4 ай бұрын
ପ୍ରଦୀପ ବାବୁଙ୍କ ମୁଁହ ଦେଖିବାକୁ କିମ୍ବା ତାଙ୍କର ଏ ଭାଷଣ ଶୁଣିବାକୁ ଲୋକେ ଆଦୌ ପସନ୍ଦ କରୁନାହାନ୍ତି ।
@kvleninjena5560
@kvleninjena5560 4 ай бұрын
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜଣେ ବହୁରୂପୀ ଏଣ୍ଡୁଅ ତେଣୁ ଆଜି ଏଠି କାଲି ସେଠୀ।
@niranjandey8666
@niranjandey8666 4 ай бұрын
ପ୍ରଦୀପବାବୁ ଉଦ୍ଘାଟନୀ ଉତ୍ସବରେ ମୋଦିଜୀ ଛାତ୍ର ମାନଙ୍କ ସମ୍ମୁଖରେ କିଛି କହିଲେନି ଆପଣଙ୍କ କଥା ମାନୁଛି। ସେଇଦିନ ଉଦ୍ଘାଟନୀ ଉତ୍ସବ ଛାଡ଼ି ଅନ୍ୟ ଏକ ରାଜନୈତିକ ମଞ୍ଚରେ ତ ମୋଦିଜୀ ଭାଷଣ ଦେଇଥିଲେ, କାହିଁ ସେଠାରେବିତ ନବୀନବାବୁଙ୍କ ବିରୋଧରେ କିଛି କହିନାହାନ୍ତି।
@bikashpatra-ix2iz
@bikashpatra-ix2iz 4 ай бұрын
ଆଜି ଯେଉଁ ମାନେ ଦୁର୍ନୀତି କରିଛନ୍ତି ଦଳ ରେ ରହି ନିଜ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଦଳ ରୁ ବାହାର କରି ଦିଆ ଯାଇଛି!
@suvendurout9603
@suvendurout9603 Ай бұрын
Lockdown kid😂😂😂😂
@namitagochhayat5059
@namitagochhayat5059 4 ай бұрын
ନିଜ ଅତୀତ ସାମ୍ନାକୁ ଆସିଲେ ବିଚଳିତ ହୋଇ ପଡ଼ୁଛନ୍ତି ବିଧାୟକ ପ୍ରଦିପ ପାଣିଗ୍ରାହି ।
@santosh34554
@santosh34554 4 ай бұрын
ଅମୋର ଦୁର୍ବଳ ବିଧାୟକ 😂😂😂
@namitagochhayat5059
@namitagochhayat5059 4 ай бұрын
ପ୍ରଦିପ ପାଣିଗ୍ରାହୀ ଜଣେ ବିଧାୟକ ଭାବେ ସେ ଜନ ବିରୋଧୀ କାର୍ଯ୍ୟ କରି ଲୋକଙ୍କୁ ଠକି ଥିଲେ l
@badaldehury5192
@badaldehury5192 4 ай бұрын
Hn 😂kintu 20 yrs helani bjd kete jono birodhi kamo karichi seita bhai kebe b dekha jiba ni ....
@ajitbehera4582
@ajitbehera4582 4 ай бұрын
Au sabu Khira re gadheichantiiii
@prasanta_ku_behera
@prasanta_ku_behera 4 ай бұрын
ଓଡ଼ିଶାର ଜୟ ଶ୍ରୀରାମ ସରକାର
@Views-rb4lm
@Views-rb4lm 4 ай бұрын
Bala. Tu sc tote mandir prabesh mana. Bjp brahmins party
@srinathdas8721
@srinathdas8721 4 ай бұрын
​@@Views-rb4lmଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ
@akashpati2880
@akashpati2880 4 ай бұрын
​@@Views-rb4lmbjp Brahmin party nuha se pratyek ti Hindu party jie b hau sabu saman..
@Views-rb4lm
@Views-rb4lm 4 ай бұрын
@@akashpati2880 bjp, Brahmins gang, RSS ra. Au bjp ku RSS gang ra Mohan Bhagwat chalauchi. RSS ra mukhia mane kebal Brahmins. Non brahmins nku murkha banauchanti au tanka gunda bahini abvp and Bajrang Dal re poster boy, work force rupe use karuchi.
@Views-rb4lm
@Views-rb4lm 4 ай бұрын
@@akashpati2880 au Hindu kebal Brahmins nka dhanda ra dukan. Are Rastrapati, dalit boli Brahmins mane mandir prabesh kareile nahi. Ebe Brahmins nk gapod kahani sabu jani sarileni.
@ranjanprakash4556
@ranjanprakash4556 4 ай бұрын
ଠକ ବିଧାୟକଙ୍କୁ ବିଜେପି ଦଳ କାହିଁକି ଆପଣେଉଛି ସମସ୍ତେ ଜାଣିଗଲେଣି କେବଳ ନିର୍ବାଚନ ଜିତିବା ପରେ ରାଜ୍ୟବାସୀଙ୍କୁ ଠକିବେ ବୋଲି |
@namitagochhayat5059
@namitagochhayat5059 4 ай бұрын
ପ୍ରଦୀପ ପାଣିଗ୍ରାହୀ ଜଣେ ଠକ ସାମ୍ରାଜ୍ୟର ମାଲିକ. ବର୍ତ୍ତମାନ ନିଜେ ବଞ୍ଚିବା ପାଇଁ ରାବଣ ମୁହଁରେ ରାମନାମ ଗାଇଲା ଭଳିଆ ବ୍ୟବହାର କରୁଛନ୍ତି.
@niranjandey8666
@niranjandey8666 4 ай бұрын
ନବୀନବାବୁ ଜଣେ ଦୁର୍ନୀତି ମୁକ୍ତ ରାଜନେତା। ଜୀଏବି ଦୁର୍ନୀତିରେ ଧରା ପଡିଛି ତାଙ୍କର ଅବସ୍ଥା ପ୍ରଦୀପ ପାଣିଗ୍ରାହୀଙ୍କ ଭଳିଆ ହୋଇଛି। ଯେଉଁ ମାନଙ୍କୁ ନବୀନବାବୁ ତଡିଦେଇଛନ୍ତି, ସେମାନଙ୍କୁ ଆଉ ଓଡ଼ିଶାବାସୀ ଗ୍ରହଣ କରିନାହାନ୍ତି।
@srinathdas8721
@srinathdas8721 4 ай бұрын
ଜୟ ଶ୍ରୀ ରାମ
@starstatusofficial1695
@starstatusofficial1695 4 ай бұрын
Grahana Kariparibe ❤ jay shree ram
@Views-rb4lm
@Views-rb4lm 3 ай бұрын
Bjd and bjp both are same... See electoral bonds... Chanda chor bjp and bjd
@rabindramohanty3052
@rabindramohanty3052 4 ай бұрын
ବିଜେପିର ଶକ୍ତି ଓଡ଼ିଶାରେ ବହୁତ କ୍ଷିଣ. ତେଣୁ ସେମାନେ ବହିସ୍କୃତ ନେତାଙ୍କୁ ଦଳରେ ସାମିଲକରି ନିଜ ଦଳର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି.
@ashokkumarpanda8063
@ashokkumarpanda8063 4 ай бұрын
Best politicians of odisha.and open heart person.Dr. pradeep kumar panigrahi Grass roots level leader in Gopalpur assembly.and Ganjam tiger 🐅 after Rama Krishna pattanaik...
@prashantakumar7407
@prashantakumar7407 4 ай бұрын
Panigrahi na panda he pradeep babu tike rectify kor, if don't mind.
@ankitcreation5282
@ankitcreation5282 4 ай бұрын
😅
@jaganparidajagan6490
@jaganparidajagan6490 4 ай бұрын
5​@@prashantakumar7407gr CT do Jjh
@sushantkumarsahoo3087
@sushantkumarsahoo3087 4 ай бұрын
Panigrahi nkara pani baharijiba😂😢😂😢
@khudirambehera4168
@khudirambehera4168 4 ай бұрын
Itihasa padhiki dekha bhai
@namitagochhayat5059
@namitagochhayat5059 4 ай бұрын
ଜନପ୍ରତିନିଧି ଭାବରେ କଳଙ୍କିତ ଚେହେରା ସାଜିଛନ୍ତି ବାବୁ ପ୍ରଦୀପ ।ନିଜ ପାପ ଧୋଇବା ପାଇ ଅପଚେଷ୍ଟା କରୁଛନ୍ତି ।
@namitagochhayat5059
@namitagochhayat5059 4 ай бұрын
ଲୋକଙ୍କ ଲୁହରେ ଭାସିଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଉ ନାହିଁ ପାଣିଗ୍ରାହୀଙ୍କ କଳାର ସାମ୍ରାଜ୍ୟ
@susiljena2702
@susiljena2702 4 ай бұрын
ଗୋଟେ ଜନ ବିରୋଧୀ ନେତାଙ୍କୁ ନେଇ ଭାରତୀୟ ଜନତା ପାର୍ଟି ଏହିଭଳି ଡ୍ରାମା କରୁଛି
@namitagochhayat5059
@namitagochhayat5059 4 ай бұрын
ଆପଣ କଳାଧନ ପ୍ରସଂଗରେ,ନିଯୁକ୍ତି ର ପ୍ରତିଶୃତି ଏସବୁ କୁଆଡେ ଗଲା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ଆଜି ଲୋକଙ୍କୁ ଡରୁଛନ୍ତି l
@susiljena2702
@susiljena2702 4 ай бұрын
ପ୍ରଦୀପ ପାଣିଗ୍ରାହୀ ଙ୍କ ସ୍ଥାନ ଗଞ୍ଜାମ ଜିଲ୍ଲାର କୌଣସି ସ୍ଥାନରେ ଆଉ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ସେ ଦୁଇଥର ବିଧାୟକ ହୋଇଥିଲେ
@namitagochhayat5059
@namitagochhayat5059 4 ай бұрын
ଆଉ କେତେ ଅଭିନୟ କରିବେ ପ୍ରଦୀପ ବାବୁ ସତ ସାମ୍ନାକୁ ଆସିବ ନିଶ୍ଚିତ ଏଥିରେ ସନ୍ଦେହ ନାହିଁ।
@satyashreemishra8823
@satyashreemishra8823 4 ай бұрын
ଓଡ଼ିଶା ବାସୀଙ୍କ ଟଙ୍କା ହଡ଼ପ କରି ଜେଲ ଯାଇଥିବା ଲୋକ ଏତେ ବଡ଼ ବଡ଼ କଥା ଶୋଭା ପାଉନାହିଁ।
@patitakumarchoudhury9855
@patitakumarchoudhury9855 4 ай бұрын
ଭାଇ ସେମିତି କହନି, ସମ୍ବିଧାନ ଟା ଭ୍ରଷ୍ଟାଚାର, ଦୁର୍ନୀତି କୁ ପ୍ରଶ୍ରୟ ଦେଇଛି ସମ୍ବିଧାନ, ଅହଂକାର ର ପ୍ରତୀକ ସମ୍ବିଧାନ ( ସବୁ ଦେଶର ) 🙏
@sanjukta9334
@sanjukta9334 4 ай бұрын
He will definitely be a great leader in this 2 decade...jay ho...❤ U pradeep babu...apananka hradaya sarbada odisha basinka sebare rahu..jay jagannath ❤ Jay shree Ram... Jay hind jay Bharat....
@bhubaneswarmohanty2950
@bhubaneswarmohanty2950 4 ай бұрын
😂
@user-sv2mq1ge5y
@user-sv2mq1ge5y 4 ай бұрын
Jay BJP❤
@sagarnaik6339
@sagarnaik6339 4 ай бұрын
Dharmendra pradhan yaku chora kahu thile para...puni choro ku bjp re shamil karq gala...tebe ethiru jana jaye ki sabu choro BJP re
@sanjukta9334
@sanjukta9334 4 ай бұрын
Are to bapa tate jete choro kahile kn chhadidanta kn you are always welcomed by himm.. jay hind Jay bharat ❤ u sriram...
@user-sv2mq1ge5y
@user-sv2mq1ge5y 4 ай бұрын
@@sanjukta9334 kya baat hai kya baat hai Girls power 🔥
@user-wj8nm7bl6r
@user-wj8nm7bl6r 4 ай бұрын
ପ୍ରଦିପ୍ ପାଣିଗ୍ରାହୀ ଙ୍କୁ ନିଜ ସ୍ୱାର୍ଥ ଛଡ଼ା କିଛି ବି ଦେଖାଯାଏ ନାହିଁ ।
@indiradas2104
@indiradas2104 4 ай бұрын
ଏସବୁ ଲୋକଙ୍କୁ ଓଡ଼ିଶା ରାଜନୀତିରୁ ଦୂରେଇ ଦେବା ଦରକାର।
@pashiskumarpatra4843
@pashiskumarpatra4843 4 ай бұрын
Kan pandian rahiba thik ki
@SunilKumar-iu5lw
@SunilKumar-iu5lw 4 ай бұрын
​@pashiskumar patra4843 to bopa chora pradip darakar
@pashiskumarpatra4843
@pashiskumarpatra4843 4 ай бұрын
@@SunilKumar-iu5lw mg nabin odisha chalauni Pandian kiee
@a1music235
@a1music235 4 ай бұрын
​@@SunilKumar-iu5lwpradeep choro pandian kan kire
@bsn8527
@bsn8527 4 ай бұрын
@@pashiskumarpatra4843 Pandian ta Nihati Hatiba Darkar👍👍 Kintu Pradeep Bhalia Tautor Loko ku BJP Kemiti Apanei Nela??....Bahut Dukha lagila BJD,BJP Sabu Dalare Khyamta lovi Neta Bharti🤦🤦 BJD Birudhore Kahuchi Boli Tautor Loko ku Apanei Nele🤦🤦 BJP Tharu Emiti Asa Nathila.... Khyamta dele Se Puni Semiti Kama Kariba🤦🤦
@prakashkumarjena.babusan.n3760
@prakashkumarjena.babusan.n3760 4 ай бұрын
ପରିବର୍ତନ ର ସମୟ ଆସିଛି.. Jay BJP
@bsn8527
@bsn8527 4 ай бұрын
Paribartana Nihati Haba Dakar👍👍 Kintu Pradeep Bhalia Tautor Loko Dwara Keun prakar Paribartana Haba???🤔🤔🤔 Sala Harami Loko ta Nija Swartha Jouthi Katha kahiba Seithi😂😂 Pradeep Dwara Paribartana Asha Kari Nija Bokami Pradarshan karantu nahi😂😂😂
@user-zg8jd9vy4z
@user-zg8jd9vy4z 4 ай бұрын
Jay jagnnath
@lokanathdora6040
@lokanathdora6040 4 ай бұрын
Pradeep is a best political leader
@ankitcreation5282
@ankitcreation5282 4 ай бұрын
😅
@bsn8527
@bsn8527 4 ай бұрын
Bala Na😂😂 Mahan Tautor Loko Seita😂😂 BJD re Rahi Life ro Sabuthu Bada Corruption Karichi😂😂 BJD, Au Naveen ku Swacha Sasaka Kahuthila😂😂 Ebe BJP ru Ticket Paiba Lovo re BJP ro Jay Jay Karuchi😂😂 Kintu Manisha prabruti kuade jiba😂😂Sei Curruption Kariba😂😂 Tume Bhakua BJD Birudhore jie Jahila Taku Best Leader Bhabi Daucho😂😂Sethi pain to Tumo Area re Pradeep Durniti ra Sima Par Karithila😂😂
@sanjayapradhansanjaya7269
@sanjayapradhansanjaya7269 4 ай бұрын
Bala na 😈
@arunamohanty2986
@arunamohanty2986 4 ай бұрын
Yes
@sagarnaik6339
@sagarnaik6339 4 ай бұрын
😂 hn na....BJP neta Dharmendra pradhan yaku para chora kahi thila
@bipinbihariswain3511
@bipinbihariswain3511 4 ай бұрын
Before 3 months of exam students should concentrate only on books. Without study one should not think of any good job. Extra curriculum activity does not mean luctures will dance with girl students in tune with film songs.
@chittaranjansubudhi792
@chittaranjansubudhi792 4 ай бұрын
It is the best talk show of Odisha
@bijayashankartripathy8748
@bijayashankartripathy8748 4 ай бұрын
Without giving any statements against any party or other individual Do the needful. After election we recommend your leadership.
@niranjandey8666
@niranjandey8666 4 ай бұрын
ଆଜି ପ୍ରଦୀପ ବାବୁ ବିଜେପିରେ ମିସିଛନ୍ତି ଭଲକଥା। ଏହି କିଛିଦିନ ଆଗରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଦୀପ ପାଣିଗ୍ରାହୀ ଯେପରି ଉଭୟେ ଉଭୟଙ୍କ ବିରୁଦ୍ଧରେ ଆରୋପ ଆଉ ପ୍ରତ୍ୟାରୋପ କରୁଥିଲେ ତାହା ଓଡ଼ିଶାବାସୀ ସମସ୍ତେ ଜାଣିଛନ୍ତି ତଥା ଦେଖିଛନ୍ତି ମଧ୍ୟ। ସେଇକଥାଟି ପ୍ରଦୀପବାବୁଙ୍କର ମନେଥିବ ନିଶ୍ଚିତ।
@subratpadhy4771
@subratpadhy4771 4 ай бұрын
ଦୂରଦ୍ରଷ୍ଟା ନେତା🎉🎉
@susiljena2702
@susiljena2702 4 ай бұрын
ସ୍ୱାର୍ଥବାଦୀ ପ୍ରଦୀପ ପାଣିଗ୍ରାହୀ ବର୍ଷା ଯୁଆଡେ ଛତା ସେଇଆଡ଼େ
@namitagochhayat5059
@namitagochhayat5059 4 ай бұрын
ରାଜ୍ୟ ସରକାର ଓ 5T ସଚିବ ଏମିତି ବିକାଶ ମୂଳକ କାର୍ଯ୍ୟ କରି ଚାଲୁଥିବେ ଆଉ ବିଜେପି ହୀନ ଅପପ୍ରଚାର କରି ଚାଲୁଥିବ
@kanhusahoo4289
@kanhusahoo4289 4 ай бұрын
Kahar bikash karuchi 5t Odisaku bhitaru khai sarilani pandian
@prabirkumardas2743
@prabirkumardas2743 4 ай бұрын
ଗୋପାଳପୁର ବାସୀ ଙ୍କ ପାଖକୁ ଏକା ଯାଇ ଥରେ ପରୀକ୍ଷା ଦିଅନ୍ତୁ ନିଜ ସାହସ ର ପ୍ରଦୀପ ପାଣିଗ୍ରାହୀ!
@knowledgeray1908
@knowledgeray1908 4 ай бұрын
ଯେତେ ସବୁ ଭ୍ରଷ୍ଟାଚାର କରି ବିଜେଡି ଦଳରୁ ନିଲମ୍ବିତ ହୋଇଛନ୍ତି ସେମାନେ ବିଜେପି ଦଳରେ ଯୋଗଦାନ କରିଛନ୍ତି।
@Ama_ghara_katha
@Ama_ghara_katha 4 ай бұрын
BjD ର ସବୁ mla ଆଉ ମିନିଷ୍ଟର ଚୋର Taautara, ଭଲ ଲୋକ BJD re ରହି ପାରିବେନି
@Nibash9104
@Nibash9104 4 ай бұрын
Aita kichhi nua nuhe
@santosh34554
@santosh34554 4 ай бұрын
ଦୁର୍ବଳ ବିଧାୟକ
@anodiaaspirant5675
@anodiaaspirant5675 4 ай бұрын
Thik 😂
@sujitsahoo1226
@sujitsahoo1226 4 ай бұрын
ପ୍ରଦୀପ ବାବୁ ବର୍ତ୍ତମାନ ଓଡ଼ିଶା ରାଜନୀତି ପାଇଁ ସଂପୂର୍ଣ୍ଣ ଗୁରୁତ୍ୱହିନ ।
@user-lh2jc9du2m
@user-lh2jc9du2m 4 ай бұрын
ବିଜେପି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ବହିସ୍କୃତ ନେତାଙ୍କୁ ଆଦରି ନେଇଥାଏ |
@shrimantasahu7416
@shrimantasahu7416 4 ай бұрын
ପ୍ରଦୀପ ରାଜ ନୀତି ଦୀପ,ଗଞ୍ଜାମ ଗରିବ ତାରକ,, ବିଜେଡି ପ୍ରତି ସତ୍ୟବାନ,ବିଶେଷ ପଦ୍ମ ର ସୁଗୁଣ,,ଛପାନ୍ତୁ ସ୍ତୁତିଚିନ୍ତାମଣି,ଆଙ୍ଗଲ ହିନ୍ଦୀ ସଂସ୍କୃତ ଜ୍ଞାନୀ।। ସୁ ଧର୍ମ ଏହାକୁ ରକ୍ଷ୍ୟକ, ନିର୍ଭୀକ ସତ୍ୟ ପ୍ରକାଶକ,, ଧରାନ୍ତୁ ଧର୍ମୀୟ ଧାର୍ମିକ
@shrimantasahu7416
@shrimantasahu7416 4 ай бұрын
ଆଜି ହେଲାଣି ସୂର୍ଯ୍ୟୋଦୟ
@recentmovie123
@recentmovie123 4 ай бұрын
He is telling correct...I don't know wheather you will be win or not but you are a true personality
@PB2325bh
@PB2325bh 4 ай бұрын
Hopefully he should fight against the one person who is controlling the government in Odisha and not allowing the elected MLAs to say anything against him
@tarakiranpatnaik1049
@tarakiranpatnaik1049 4 ай бұрын
Otv team ku request, ଏହି ଖୋଲାକଥା ପ୍ରୋଗ୍ରାମ ର ଅବଧି ଏକ ଘଣ୍ଟା କରାନ୍ତୁ 🙏🙏
@niranjandey8666
@niranjandey8666 4 ай бұрын
ବିଜେଡି ଶାସନରେ ଥିଲା ଆଉ ରହିବ ମଧ୍ୟ। ଆପଣଙ୍କର ରାଜନୈତିକ ଜୀବନର ଯବନିକା ପଡ଼ିଲା।
@user-lh2jc9du2m
@user-lh2jc9du2m 4 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶକୁ ପାଥେୟ କରି ରାଜ୍ୟରେ 5ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି |
@user-lh2jc9du2m
@user-lh2jc9du2m 4 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ସାରା ଦେଶରେ ନିଜ ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି |
@jitendrabhuyan7381
@jitendrabhuyan7381 4 ай бұрын
We need BJP to rule over odisha , jay Sri ram ❤
@Views-rb4lm
@Views-rb4lm 4 ай бұрын
Are tu gote sc au tote brahmins mane mandir bhitare pureibeni. Bjp brahmins party. Murkh te tu
@Views-rb4lm
@Views-rb4lm 4 ай бұрын
Tamaku brahmins mane mandir bhitare pureibeni. Rss bjp brahmins party
@Views-rb4lm
@Views-rb4lm 4 ай бұрын
Patni chhod ra prema?? Murkh jiye Sarju nadi re suicide kala se puni tama ra prabhu?? Jiye gote pregnant stri ku jungle re chhadi dela au dita puo nku neglect kala se puni andh murkh vaktos nka prabhu... Shameless
@sumanabhi3054
@sumanabhi3054 4 ай бұрын
​@@Views-rb4lm chal be chal lowde Proud hindu Tmro pora chuslim chatu nhh
@Jagannath-nayak
@Jagannath-nayak 4 ай бұрын
​@@Views-rb4lm tote aka geipakebe mg
@rabindrabiswal2241
@rabindrabiswal2241 4 ай бұрын
ଓଡ଼ିଶାର ସରକାର ବଦଳିବା ଦରକାର ।
@satyashreemishra8823
@satyashreemishra8823 4 ай бұрын
ବାସ୍ତବରେ ପରିବର୍ତ୍ତନର ସମୟ ଆସିଛି ସବୁ ଦୁର୍ନୀତି ଗ୍ରସ୍ତ ଲୋକ ମାନଙ୍କୁ ରାଜନୀତିରୁ ବହିସ୍କାର କରିବାର ।
@namitagochhayat5059
@namitagochhayat5059 4 ай бұрын
Manyavar mukhya mantri Navin Pattnaik order re 5t sachiba VK Pandian sir janatanka seba karuchanti aku tolerate kari parunahanti Pradip Panigrahi
@shankardmishra121
@shankardmishra121 4 ай бұрын
Next time conduct yr interview with Boby Das or VKP.
@sangramkeshrimishra1706
@sangramkeshrimishra1706 4 ай бұрын
ଯଦି, ମତେ ବିଜେଡି ବିଧାୟକ ଟିକେଟ ଦିଆଯାଏ ମୁଁ ପ୍ରତ୍ୟାଖ୍ୟାନ କରିବି..... ଛି ଛି
@bsn8527
@bsn8527 4 ай бұрын
BJD,BJP Bhai Bhai😂😂 nahele Election Jitiba Asha re Pradeep Bhalia Tautor Loko ku Nija Dalaku Kie Naba??😂😂😂
@mssubhadarshan7001
@mssubhadarshan7001 4 ай бұрын
ରାବଣ ମୁହଁ ରେ ରାମ ନାମ ଶୋଭା ପାଉନି
@satyashreemishra8823
@satyashreemishra8823 4 ай бұрын
ଦୁର୍ନୀତି ଗ୍ରସ୍ତ ଲୋକ ମାନଙ୍କର ସ୍ଥାନ ହେଉଛି ବିଜେପି ଦଳ।
@user-lh2jc9du2m
@user-lh2jc9du2m 4 ай бұрын
ଓଡ଼ିଶା ପାଇଁ ବିକାଶ କାର୍ଯ୍ୟ କରିଥିବାରୁ ନବୀନ ବାବୁ ଲଗାତାର 10ବର୍ଷ best ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି |
@nirakarasahu8622
@nirakarasahu8622 4 ай бұрын
Literally, Dr. Pradip Panigrahi is a great politician, great leader ......salute you man ....
@Pcsvlogs93
@Pcsvlogs93 4 ай бұрын
Dear all it's a humble request to all of the audience.... ବିଗତ 20 ବର୍ଷ ରେ ଓଡ଼ିଶା ର ଏହି ଦୁର୍ଦ୍ଦଶା ଆଉ ଓଡ଼ିଆ ର ସ୍ୱାଭିମାନ କୁ ଆଘାତ କରିଥିବା ଏହି ଗେଣ୍ଡା ଦଳ କୁ ହଟାଯାଉ। ଏହା ହିଁ ଓଡିଶା ପାଇଁ ଏକ ନୂଆ ସକାଳ ଆଉ ନୂଆ ସୂର୍ଯ୍ୟ ର ଉଦୟ ର ସଠିକ୍ ସମୟ। ସମସ୍ତେ ଏକ ହୁଅ ଆଉ ନବୀନ ହଟଓ ଓଡ଼ିଶା ବଞ୍ଚାଅ।
@susiljena2702
@susiljena2702 4 ай бұрын
ଗଞ୍ଜାମ ବାସୀଙ୍କୁ କେଉଁଦିନ ନ୍ୟାୟ ମିଳିବ ସେକଥା କୁହନ୍ତୁ ପାଣିଗ୍ରାହୀ ବାବୁ
@user-Prasanta1985
@user-Prasanta1985 4 ай бұрын
🙏ପାଣିଗ୍ରାହୀ ଙ୍କର ଜୟ ହେଉ 🙏🙏🙏
@prabirkumardas2743
@prabirkumardas2743 4 ай бұрын
ପ୍ରଦୀପ ପାଣିଗ୍ରାହୀ ଆପଣ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ଅଫିସ ର ସାହାଯ୍ୟ ନେଇଥିଲେ!
@csahoo5619
@csahoo5619 4 ай бұрын
student politcs sikhile ,netara pua,bureaucrats directly politics ku kemiti pasibe
@mrutyunjaymohanta8405
@mrutyunjaymohanta8405 4 ай бұрын
I also belife your talking ଜୟ ଶ୍ରୀ ରାମ
@kiranmaharana6778
@kiranmaharana6778 4 ай бұрын
Keep it up Sir ❤
@namitagochhayat5059
@namitagochhayat5059 4 ай бұрын
ଦୁର୍ନୀତିକୁ ନବୀନ ପଟ୍ଟନାୟକ ପ୍ରଶୟ ଦିଅନ୍ତି ନାହିଁ ବୋଲି ଲୋକଙ୍କର ଦୃଢ଼ ବିଶ୍ୱାସ ପୁନର୍ବାର ପ୍ରମାଣିତ ହୋଇଛି ।
@rajeshreels8257
@rajeshreels8257 4 ай бұрын
Pradeep panigrahi ❤❤❤
@niranjandey8666
@niranjandey8666 4 ай бұрын
ପ୍ରଦୀପ ବାବୁ ଆପଣଙ୍କ ତଥ୍ୟ ସମ୍ପୂର୍ଣ ଭୁଲ। ଗୋଟିଏ ସର୍ଭେ ରିପୋର୍ଟ କହିଛି,୨୦୨୪ରେ ଓଡ଼ିଶାରେ ବିଜେଡି ୧୨୮ଆସନରେ ବିଜୟଲାଭ କରି ଷଷ୍ଠଥର ପୁଣି ମୁଖ୍ୟମନ୍ତ୍ରୀ ହେବେ।
@sukantitripathy4496
@sukantitripathy4496 4 ай бұрын
Navin Babu Odisha basi nka sukha dukha ra saathi Sethi jogu Odisha basi tanku hrudaya re basaichhanti
@a1music235
@a1music235 4 ай бұрын
Pandu pain odisha famous
@user-wj8nm7bl6r
@user-wj8nm7bl6r 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ନିଜର କାର୍ଯ୍ୟଦକ୍ଷତା , ସ୍ୱଚ୍ଛ ଶାସନ ନୀତି ପାଇଁ ସବୁଠି ପ୍ରଶଂସିତ ।
@samarendrarout4341
@samarendrarout4341 4 ай бұрын
Superb 👍
@virtual.gyanified
@virtual.gyanified 4 ай бұрын
Such an honest politician Odisha has ever seen. Dr panigrahi helps many people in TATA gopalpur.😉
@satyashreemishra8823
@satyashreemishra8823 4 ай бұрын
ଯାହା ହେଉ ଦିନେ ନବୀନ ବାବୁଙ୍କର ଗୁଣଗାନ କରୁଥିଲେ ଆଜି ସ୍ୱାର୍ଥ ସିଦ୍ଧି ନହେବାରୁ ଦୁର୍ନାମ କରୁଛନ୍ତି।
@satyashreemishra8823
@satyashreemishra8823 4 ай бұрын
ପିଲା ମାନଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଯେଉଁ ଟଙ୍କା ନେଇଥିଲେ ସେହି ଟଙ୍କା କୁଆଡେ ଗଲା।
@soumyapatra9477
@soumyapatra9477 4 ай бұрын
ଜୟ ଶ୍ରୀ ରାମ ଆଗରୁ ଜୟ ଜଗନ୍ନାଥ ବିଜେଡି
@prabirkumardas2743
@prabirkumardas2743 4 ай бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପାଇଁ ସାରା ଦେଶ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି!
@bsn8527
@bsn8527 4 ай бұрын
Kichi Nirmala Hei paribani😂😂 Odisha Loko Mane Janisuni Tautor, Choro, Business man Mananku Vote Debe😂😂 Tanka Kama Houchi Poisa Income Kariba😂😂 Kuadu Nirmala Sashana Asiba??😂😂
@gourishankarmishra929
@gourishankarmishra929 4 ай бұрын
ପ୍ରଦୀପ ଭାଇନା ଙ୍କ ସହ ଖୋଲା କଥା ହୋଇ କି ଭଲ ଲାଗିଲା। ଭାଇନା ଜଣେ ଲୋକ ଯିଏ ଦକ ଓ ନେତା ଙ୍କୁ ଚାଲେଞ୍ଜ କରି ସବୁବେଳେ କହନ୍ତି ସାଲିସ ନକରି ,ତେଲ ନ ମାରି। ଭାଇନା ଙ୍କ କଥା ଭଲ ଲାଗେ। ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
@user-lh2jc9du2m
@user-lh2jc9du2m 4 ай бұрын
ନିଜ ଅଞ୍ଚଳ ବାସୀଙ୍କୁ ଠକି ଥିବା ବ୍ୟକ୍ତି ଆଉ ଓଡ଼ିଶାର ମଙ୍ଗଳ କଥା ଚିନ୍ତା କରିବ କେମିତି |
@sujitsahoo1226
@sujitsahoo1226 4 ай бұрын
ଦୁର୍ନୀତିରେ ଗନ୍ତାଘର ହେଉଛନ୍ତି ଗୋପାଳପୁର ବିଧାୟକ ପ୍ରଦିପ ବାବୁ ।
@Views-rb4lm
@Views-rb4lm 4 ай бұрын
Brahmins mane durniti ra DNA. The DNAs of Iran
@rkjworld1425
@rkjworld1425 4 ай бұрын
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ ଲୋକଙ୍କୁ ଙ୍କୁ ଘୃଣା କରନ୍ତି ଓଡ଼ିଆ କହି ପାରନ୍ତି ନାହିଁ ବୋଲି ତାମିଲ୍ ବାଲା ଙ୍କୁ PA କରିଛନ୍ତି ଆଉ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ବନ୍ଦ କରି ଆଦର୍ଶ ବିଦ୍ୟାଳୟ English medium ଖୋଲିଲେ। କିନ୍ତୁ ଆମ ଭକୁଆ ଓଡ଼ିଶା ବାସୀ ତାକୁ ହଁ ଭୋଟ ଦେଉଛନ୍ତି।
@kamalakantaparida3379
@kamalakantaparida3379 4 ай бұрын
😂😂 when a person is illiterate he will give this type of statement.... Brother if you don't know English u can't get any position from this society.... ଆରେ ଭାଇ ଇଂଲିଶ ଜାଣିବା ଦରକାର୍ ନହେଲେ କିଛି କରିହେବନି ଦାଦନ ହେଇପାରିବ। ଆଦର୍ଶ ବିଦ୍ୟାଳୟ ହେବା ଦ୍ବାରା ପିଲାମାନେ ଇଂଲିଶ ଭଲସେ ଶିଖୁଛନ୍ତି ଆଉ ଏବେକା ସମାଜ ରେ ଏଇଟା ଦରକାର୍ ରେ ଭାଇ । Interview ରେ ଯଦି ଇଂଲିଶ ନକହିବୁ ଆଗ reject କରିଦେବେ। Pandian ଯାହା ବି କରୁଛନ୍ତି ଭଲସେ ଦେଖ୍ ତା ପରେ କହିବୁ । ଆଜି ଆମ ଭାଇ ଭଉଣୀ ମାନେ ଭଲ ବିଦ୍ୟାଳୟ ଯାଉଛନ୍ତି ଯାହା updated as private school ସବୁ opportunity miluchhi ଏଇଟା ଭଲ ଲାଗୁନି ତତେ । ଏ ଲୋକ ଯଦି ଏତେ ଭଲ କଣ ପାଇଁ ଆଜିଯାଏଁ ଚୁପ୍ ଥିଲା କହୁନୁ । ଗୋଟେ ଆଇଏଏସ ଅଫିସର୍ ଚାହିଁଲେ କଣ କରିପାରେ ସେମାନେ ଦେଖନ୍ତୁ ।
@rkjworld1425
@rkjworld1425 4 ай бұрын
@@kamalakantaparida3379 ଭାଇ ତୁ ବେଶି କହନା ଆଉ। ଏଥର ପାଣ୍ଡୁ ଯିବା ଟା ଥୟ।ତମ ରାଜ୍ୟରେ ଜଣେ ଅଣ ଓଡ଼ିଆ ଆସିକି ସାରା ରାଜ୍ୟକୁ ଶାସନ କରୁଛି ଆଉ ମିନିଷ୍ଟର ମାନେ ତାଙ୍କ ପଦ ସେବା କରୁଛନ୍ତି। ନିଜେ ଓଡ଼ିଆ ହିସାବ ରେ ଗର୍ବ କର।
@prabirkumardas2743
@prabirkumardas2743 4 ай бұрын
ପ୍ରଦୀପ ପାଣିଗ୍ରାହୀ ବିଜେପି ରେ ଯୋଗ ଦେଇ ବିଜେପି ର ଯେ କେତେ କ୍ଷତି କରିଛନ୍ତି ତାହା ବିଜେପି ନିର୍ବାଚନ ପରେ ବୁଝି ପାରିବ!
@rabindramohanty3052
@rabindramohanty3052 4 ай бұрын
ଧର୍ମକହେ ଜୀବନରେ ଯେତେ ପାପ କରିଥିଲେ ଥରେମାତ୍ର ରାମନାମ ନେଲେ ସମସ୍ତ ପାପ ଧୋଇହୋଇ ପୁଣି ପୁଣ୍ୟ ଅର୍ଜନ ହୋଇଥାଏ. ତେଣୁ ପ୍ରଦୀପବାବୁ ଏବେ ରାମନାମ ଜପୁଛନ୍ତି .
@user-Prasanta1985
@user-Prasanta1985 4 ай бұрын
🙏🙏ଓଟିଭି🙏🙏🙏👍
@susiljena2702
@susiljena2702 4 ай бұрын
ଯେଉଁ ନେତା ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଠକିବା ପାଇଁ ପଛାଉ ନାହାନ୍ତି ସେ କଣ ଲୋକସଭା ଯିବେ
@abinashmohanty546
@abinashmohanty546 4 ай бұрын
Pandian parikrama prakalpa na re 4000 cr lutila pandu ta bisayare kana kahibe.
@ashutoshkar6632
@ashutoshkar6632 2 ай бұрын
ବିଜୁ ଜନତା ଦଳ ଓଡ଼ିଶା ର ପ୍ରଗତି ଉପରେ ଯଦି ଧ୍ୟାନ ଦେଇଥାନ୍ତା ତାହାଲେ ଆଜି ଏହି ଦିନ ଦେଖିବାକୁ ପଡ଼ିନଥାନ୍ତା । କିନ୍ତୁ ଓଡିଶା ରେ ବର୍ତ୍ତମାନ ଗୋଟିଏ ପାର୍ଟି ର ଦରକାର ଅଛି ଆଉ ସେ ହେଉଛି ଭାରତୀୟ ଜନତା ପାର୍ଟି। ହଁ କିଛି ବିଜୁ ଜନତା ଲୋକ ଏବେ ଭି ସନ୍ତୁଷ୍ଟ ନାହାନ୍ତି ଯେ ପ୍ରଦୀପ ବାବୁ ଏପରି କହୁଛନ୍ତି ବୋଲି କିନ୍ତୁ ଏହା ଭି ସତ ଯେ କି ସତ ସମସ୍ତେ ହଜମ କରିପାରନ୍ତି ନାହିଁ 😂 ପ୍ରଦୀପ ଭାଇ ଙ୍କ ସହିତ ଜନତା ସବୁ ବେଳେ ସାଥିରେ ଥିଲା, ଅଛି ଏବଂ ରହିବ। ପ୍ରଦୀପ ଭାଇ ଙ୍କ ପାଇଁ ଆମେ ଗର୍ବିତ ଅଟୁ। ଏବଂ ସମାନ ଭାବନା ଟି ଆମର ସିଦ୍ଧାନ୍ତ ଭାଇ, ଅନୁଭବ ଭାଇ, ଆକାଶ ଭାଇ, ହରି ଭାଇ ଓ ଆରିନଦମ୍ ଭାଇ ଙ୍କ ପାଇଁ ରହିଛି ❤
@dillipkumarnayak1021
@dillipkumarnayak1021 4 ай бұрын
Open heart person is Dr. Pradeep Panigrahi
@rabindramohanty3052
@rabindramohanty3052 4 ай бұрын
ପ୍ରଦୀପବାବୁକୁ ଏବେ ବିଜେପିରେ ବେଶ ମାନିଛି. ଚରିତ୍ର ଗତ ସlମଞ୍ଜସ୍ୟତା ରହିଛି.
@bbinod87
@bbinod87 4 ай бұрын
Akshay Pradhan nku Khola katha ku dakntu Odisha fire service
@pravatkumarsutar2431
@pravatkumarsutar2431 4 ай бұрын
ଓଡ଼ିଶାର ଆଗାମୀ ମୂଖ୍ୟମନ୍ତ୍ରୀ ପାର୍ଥୀ ପ୍ରଦୀପ ପାଣିଗ୍ରାହୀ।
@pinakdas5663
@pinakdas5663 4 ай бұрын
ବିଜୁ ଜନତା ଦଳ tallented ଓଡ଼ିଆଙ୍କ ପାଇଁ କାଳ
@prabirkumardas2743
@prabirkumardas2743 4 ай бұрын
ଚୋର କହୁଛି ଯେ ଅନ୍ୟ ମାନେ ଚୋରି କରୁଛନ୍ତି ଏହା ଠାରୁ ହାସ୍ୟାସ୍ପଦ କଥା କଣ ଆଉ ଅଛି!
@rahulk934
@rahulk934 4 ай бұрын
The best Higher Education Minister.... philosophy is best subject ...only bcz of you SSB Lecturer posting is happening...
@arunamohanty2986
@arunamohanty2986 4 ай бұрын
Paisakhia bhrastachari nijeta khaila se aakash pathak ku madhya khuaila
@rahulk934
@rahulk934 4 ай бұрын
@@arunamohanty2986 Kia kahithila tamku Paisa debaku
@prasanprusty7160
@prasanprusty7160 4 ай бұрын
Good interview
@SunilMishra-rw1wi
@SunilMishra-rw1wi 4 ай бұрын
ଭାରତ ର ସବୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ମିଡ଼ିଆ ମାଧ୍ୟମରେ ଆମେ ଦେଖୁଛୁ ସାକ୍ଷାତକାର ବି ଦେଉଛନ୍ତି କିନ୍ତୁ ଧନ୍ୟ ଏ ଓଡିଶା ର ମିଡ଼ିଆ କେବେ ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଯାଇ କେବେ ବସି ପାରୁନାହାନ୍ତି କଥା ହେବାର ତ ଦୂର କଥା
@ranjitdhmajhi9400
@ranjitdhmajhi9400 4 ай бұрын
Right 👍
@himansunayak7950
@himansunayak7950 3 ай бұрын
Sir Ramesh jena sir nku invite karanti khola Katha ku
@namitagochhayat5059
@namitagochhayat5059 4 ай бұрын
ରାଜ୍ୟ ସରକାରଙ୍କର ଜନକଲ୍ୟାଣ ମୂଳକ କାର୍ଯ୍ୟରେ ଏମାନେ ହେଲେ ଗୋଟିଏ ଗୋଟିଏ ବାଧକ. ଏ ଡଷ୍ଟବିନ ଗୁଡିକୁ ସଫା କରିବା ଆବଶ୍ୟକ.
@user-lh2jc9du2m
@user-lh2jc9du2m 4 ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବିକାଶ କାର୍ଯ୍ୟ ରେ ଦେଶର ଅନେକ ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ପଥ ଅନୁସରଣ କରିବା ପାଇଁ ବାଧ୍ୟ କରିଛି |
@sujitsahoo1226
@sujitsahoo1226 4 ай бұрын
ପ୍ରଦୀପ ବାବୁ ଓଡ଼ିଶାରେ ଦୁର୍ନୀତିର ପୋଷ୍ଟର ବଏ ପାଲଟିଛନ୍ତି ।
@gadadharswain6530
@gadadharswain6530 4 ай бұрын
Pradeep sir all the best 🎉🎉🎉🎉jay shree ram ❤❤
@namitagochhayat5059
@namitagochhayat5059 4 ай бұрын
ଜଣେ ଠକ ନିଜ ସ୍ବାର୍ଥ ପାଇଁ ହିଁ ଓଡ଼ିଶାର ବିକାଶ କୁ ବିରୋଧ କରିବାକୁ ହିନ ପ୍ରୟାସ କରୁଛି।
@namitagochhayat5059
@namitagochhayat5059 4 ай бұрын
ଜନପ୍ରତିନିଧି ହୋଇ ଲୋକଙ୍କୁ ଠକିଥିଲେ, ଏହା ସାରା ଓଡିଶା ଦେଖିଛି, ଏବେ ସଫେଇ ଦେଉଛନ୍ତି ସେ ମନେରଖିବା ଉଚିତ ଲୋକେ ତାଙ୍କୁ ଛାଡ଼ିବେନି,
ИРИНА КАЙРАТОВНА - АЙДАХАР (БЕКА) [MV]
02:51
ГОСТ ENTERTAINMENT
Рет қаралды 12 МЛН
БОЛЬШОЙ ПЕТУШОК #shorts
00:21
Паша Осадчий
Рет қаралды 8 МЛН
🌊Насколько Глубокий Океан ? #shorts
00:42
ИРИНА КАЙРАТОВНА - АЙДАХАР (БЕКА) [MV]
02:51
ГОСТ ENTERTAINMENT
Рет қаралды 12 МЛН