Khola Kathta with chief Badagrahi of Lord Jagannath, Jagannath Swain Mohapatra

  Рет қаралды 150,728

OTV

OTV

2 жыл бұрын

Khola Kathta with chief Badagrahi of Lord Jagannath, Jagannath Swain Mohapatra
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 143
@sudipkumarparida3029
@sudipkumarparida3029 2 жыл бұрын
ଆମ ଭାରତରେ ଯେତେ ମନ୍ଦିର ଅଛି... ସବୁଠୁ ବଡ଼ ଦୁର୍ନୀତି, ଅନ୍ୟାୟ, ବିଶୃଂଖଳିତ ଭାବେ ପ୍ରଭୁଙ୍କୁ ଦର୍ଶନ ଶୈଳୀ ପୁରୀ ପ୍ରଭୁ ଜଗନ୍ନାଥ ମନ୍ଦିରରେ
@abhijeetbehera5137
@abhijeetbehera5137 2 жыл бұрын
ଏହା ବହୁତ ଦୁଃଖ ର ବିଷୟ ଜେ ଆମ ପୁରୀ ରେ ମହାପ୍ରଭୁଙ୍କ ଆଳ ରେ ସମସ୍ତ ସେବକ ମାନେ ବ୍ୟବସାୟ କରିଥାନ୍ତି
@timetotravel9147
@timetotravel9147 2 жыл бұрын
ଜଗନ୍ନାଥଙ୍କ ନାମରେ ଜଗତ କୁ ଲୁଟିବା ଏହି ମାନଙ୍କ ଠାରୁ ଅଧିକ କିଏ ବା ଶିଖାଇ ପାରିବ। ପ୍ରଭୂ ହେ ତମ ର ବି ଜାତି ଅଛି । Jay Jagannath ।
@bulubehera4491
@bulubehera4491 2 жыл бұрын
ଏମାନେ ସବୁ ଦଲାଲ୍ ଠାକୁର ଦର୍ଶନ ସମୟରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଦେଖିବାକୁ ଏମାନେ ଟଙ୍କା ନିଅନ୍ତି ଜଦି ଟଙ୍କା ନଦେଲେ ଭକ୍ତ ମାନଙ୍କୁ ମାଡ଼ ମାରନ୍ତି ଏଥିପାଇଁ ପ୍ରଭୁ ଜଗନ୍ନାଥ ଦିନେ ନାଁ ଦିନେ ଛତିଆ ବଟ ଜିବେ ଏମାନଙ୍କ ର ପାପ ବହୁତ ହେଲାଣି ଏମାନଙ୍କ ପାଖରେ ଏତେ ଟଙ୍କା ଅଛି ଜେ ଏମାନେ ଟଙ୍କା ଦେଇ ଗୁଣ୍ଡା ରଖି ମଣିଷ କୁ ବି ମାରୁଛନ୍ତି ଏମାନଙ୍କ ସମ୍ପତି କୁ ସିବିଆଇ ତଦନ୍ତ ହେଉ ସବୁ ବଡ଼ ପଣ୍ଡା ମାନଙ୍କର
@babudash1336
@babudash1336 2 жыл бұрын
ସେବା ନା ରେ ନେବା ଏ ମାନଙ୍କ କାମ
@srisaidesignvastu9209
@srisaidesignvastu9209 2 жыл бұрын
ଏ ଲୋକ ଠାକୁର ଙ୍କ ଦଲାଲ ।
@milantudu6435
@milantudu6435 2 жыл бұрын
Tnxs you OTV ଏମିତି ଗୋଟେ ଭଲ ଖବର ଦେଶର ଲୋକ ଙ୍କ ସାମ୍ନାରେ ଉପସ୍ଥାପନା କରି ଥିବାରୁ।
@myvillageverybeautiful1270
@myvillageverybeautiful1270 2 жыл бұрын
ଆମେ ପୁରୀ ବାସିନ୍ଦା ହୋଇବି ଆମକୁ ଠକି ଦେଉଛନ୍ତି ଏ ପଣ୍ଡା ଦଳ ବେଲପତ୍ର ହାତରେ ଥୋଇ 500 ଦେ ଭକ୍ତ ଙ୍କୁ କେମିତି ଠକିବେ ସେଇଟା ଠିକ ଜଣା
@goutambehera745
@goutambehera745
🙏🌷 ଜୟ ଜୟ ଜଗନ୍ନାଥ 🌷🙏
@dillipjena3138
@dillipjena3138 2 жыл бұрын
ସତରେ ପ୍ରଭୁ ଜଗନ୍ନାଥ ଥିଲେ
@aniket3961
@aniket3961 2 жыл бұрын
ରାଜ୍ୟ ସରକାର ଶୁଣିଲେ ବି କଣ ହେବ ସେ ତୋ ଓଡ଼ିଆ ବୁଝି ପାରନ୍ତି ନାହିଁ।
@rokeymj700
@rokeymj700 2 жыл бұрын
ଜଗନ୍ନାଥ କହିଛନ୍ତି ଯେ ମୋ ପ୍ରସାଦ ବିକି ଟଙ୍କା ରୋଜୋଗର କର ହେଇରେ ଚୋର ସେବାୟତ ଟିକେ ଡର ଲାଗେ ନାଇ ତମକୁ ପ୍ରସାଦ ବିକିବା ପାଇଁ ହେଇନ ଥାଏ
@madhusmitabiswal8411
@madhusmitabiswal8411 2 жыл бұрын
ଶଳା ଚୋର ଭକ୍ତ ଠାକୁରଙ୍କୁ ଦିଅନ୍ତି ତମ ମାନଙ୍କୁ ନୁହେଁ।
@bikashswain8378
@bikashswain8378 2 жыл бұрын
Best & great jornalist
@anjankumarpattnaik3855
@anjankumarpattnaik3855 2 жыл бұрын
In whole india level, puri has gained a disrespect regarding over charging hotels and rude and greedy behaviour of the priests. Once who comes puri, god knows they would even come back for a second visit.
@jaganathpradhan6201
@jaganathpradhan6201
JYA JAGANATH SWAMI NAYAN PATHA GAMI BHABA TUME PRABHU bare kripa karo 🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🙌🏽🚩🚩🚩🚩🚩🚩🚩💅🏽💅🏽💅🏽💅🏽💅🏽💅🏽💅🏽💅🏽🙏🏽🙏🏽
@Pradeep10349
@Pradeep10349 2 жыл бұрын
ପୁରୀ ମନ୍ଦିର ପାଈଁ ଆମେ ଓଡ଼ିଶା ବାସି ଗର୍ବ କରିବୁ ନା ଲଜ୍ଜ୍ୟା ରେ ମୁଣ୍ଡ ତଳକୁ କରିବୁ ବୁଝି ହଉନି । ସବୁ ଜିନିଷ ସରକାର ଉପରେ ଲଦିଦେଲେ ହବନି, ଆଜି ଯାଏ ଏତେ ବିଶ୍ଵ ବ୍ରହ୍ମାଣ୍ଡ ର ଏତେ ପରିବର୍ତ୍ତନ ପରେ ବି ପୁରୀ ମନ୍ଦିର ର ପୂଜକ (ପଣ୍ଡା 🐼) ହୋଟେଲ ମାଲିକ, ଅଟୋ ଚାଳକ, କେହିବି ପରିବର୍ତ୍ତନ ହୋଇପାରିଲେ ନାହିଁ । ଅତିଥି ଦେବୋ ଭବ ଏମାନଙ୍କ ପାଇଁ ଉପଯୁକ୍ତ ନୁହ । ଏମାନେ କେବଳ ଅତିଥି ଙ୍କ ପାଖରୁ ଲୁଟିବା ଜାଣିଛନ୍ତି । ସେଇ ଅତିଥି, ଜେଉ ମାନେ ଜଗା ର ଭକ୍ତ । ବୋଧେ ସେମାନଙ୍କ ପାପର ଫଳ ସେମାନେ ପୁରୀ ରେ ଜନ୍ମ ହୋଇ ଏଭଳି କାମ କରୁଛନ୍ତି ଓ ଭକ୍ତ ଙ୍କ ଅଭିଶାପ ପାଉଛନ୍ତି । ଜୟ ଜଗନ୍ନାଥ..... 🙏 ସବୁ ସେଇ କାଳିଆ ଠାକୁର ଙ୍କ ଲୀଳା, ବୋଧେ କଳି ଯୁଗ ର ପ୍ରଭାବ ୟେ । ସେ ଯାହା ବି ହେଉ ପ୍ରଭୁ ଆପଣଙ୍କ ଏ ସୃଷ୍ଟି ପାଇଁ ଯାହା ଭଲ ହବ ସେଇୟା କରନ୍ତୁ। ଜୟ ଜଗନ୍ନାଥ....... 🙏🙏🙏🙏
@muodia2002
@muodia2002 2 жыл бұрын
ମନୋରଂଜନ ବାବୁ ଆପଣ ଙ୍କୁ ମାନିବାକୁ ହେବ
@ilukumar579
@ilukumar579 2 жыл бұрын
Jay jagannath ♥️♥️♥️🙏🙏🙏🙏
@jayjagannathbhajan5819
@jayjagannathbhajan5819 2 жыл бұрын
Jay jagannath swami nayan patha gami bhaba tume haribol🙏🏽🙏🏽🙏🏽
ЧУТЬ НЕ УТОНУЛ #shorts
00:27
Паша Осадчий
Рет қаралды 10 МЛН
Jumping off balcony pulls her tooth! 🫣🦷
01:00
Justin Flom
Рет қаралды 25 МЛН
Best Toilet Gadgets and #Hacks you must try!!💩💩
00:49
Poly Holy Yow
Рет қаралды 21 МЛН
Sebayata Speaking Puri Jagannath Temple Rosaghara's  Supernatural Story-YouTube
8:59
What Are The Things That Puri Gajapati Get From Srimandir | NandighoshaTV
4:02
ЧУТЬ НЕ УТОНУЛ #shorts
00:27
Паша Осадчий
Рет қаралды 10 МЛН