ଲୋନ ପରେ ଲୋନ ଆଣିଲେ.. ବଢ଼ି ଚାଲିଲା ସୁଧ.. ସୁଝି ନପାରି ବାଧ୍ୟ ହୋଇ ଦେହ ବ୍ୟବସାୟ କଲେ..

  Рет қаралды 1,526,299

Odisha Bhaskar

Odisha Bhaskar

Жыл бұрын

Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
ANDROID APP- play.google.com/store/apps/de...
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews

Пікірлер: 910
@basantapatra2573
@basantapatra2573 Жыл бұрын
ପୁରୁଷ କୁ ଖାଇଲା ମଦଭାଟି।ସ୍ତ୍ରୀ କୁ ଖାଇଲା ଗ୍ରୁପ୍ ପାଟି।
@amulyapatra5921
@amulyapatra5921 Жыл бұрын
Right comant bhai
@basantapatra2573
@basantapatra2573 Жыл бұрын
@@amulyapatra5921 thanks bhai👍
@rabindrasahu3051
@rabindrasahu3051 Жыл бұрын
ଆପଣ ମାନେ ଖୁସି ତ ? ମୁଁ ବି ବହୁତ ଖୁସି ...
@blackbrownstudio
@blackbrownstudio Жыл бұрын
ହଁ 😄😄😄
@biswaranjanpanda7245
@biswaranjanpanda7245 Жыл бұрын
A sarkar thila jaka amiti chalithiba
@rajaswain3817
@rajaswain3817 Жыл бұрын
Social media ରେ ଏହି ସବୁ news ଦେଖି ସାରିଲା ପରେ ମୋର ମାନସିକ ଭାରସାମ୍ୟ ଠିକ୍ ରହୁନି ଏବଂ comments ଗୁଡା ପଢ଼ିବା ପରେ ରାତିରେ ବି ଭଲ ନିଦ ହଉନି । ଧନ୍ୟବାଦ୍ ।
@abhisekbiswal6502
@abhisekbiswal6502 Жыл бұрын
ଲାଜ୍ୟା ହିନ ମଣିଷ ତମେ
@anandamahananda7596
@anandamahananda7596 Жыл бұрын
ଠିକ କହିଛନ୍ତି ବିଶ୍ଵାଳ ଆଜ୍ଞା
@ugond484
@ugond484 Жыл бұрын
କଳିଯୁଗର ସତ୍ୟ ଘଟଣା ନାରି ରୂପ ବଦଳାଇବେ 👉👍👍👍
@mariyamjani2004
@mariyamjani2004 Жыл бұрын
Ta buli apanaa b sei rupa dekhiba ko chauncha tike sachetana karaiba ko padiba
@antasushF
@antasushF Жыл бұрын
ଏଇ ପରି ଅବସ୍ଥା ସବୁ ଜିଲ୍ଲା ଗୁଡିକରେ ହେଉଛି।
@Rahasyamayidunia4113
@Rahasyamayidunia4113 Жыл бұрын
ଠିକ କହିଲ ଭାଇ
@shyamsunderbhoi7522
@shyamsunderbhoi7522 3 ай бұрын
Nabin sarkar hata nahele E abasta heba
@indrajitdas7876
@indrajitdas7876 Жыл бұрын
ଏ ସରକାର ସବୁ ମହିଳାଙ୍କୁ ବେଶ୍ଯା ବନେଇ ଦବ
@deepanjalijena2376
@deepanjalijena2376 5 ай бұрын
Sarakar kahuchhi kharap kama Kara anyara basan majile Paisa milibani kharap kamare jahar agrah se karib
@santoshdash5352
@santoshdash5352 Жыл бұрын
ଦେହ ବ୍ୟବସାୟ ଏବେ ଆଇନ ଗତ ଯାହାର ନାମ ପରକୀୟା ପ୍ରୀତି‌😭😭😭😭😭 କଳୀଯୁଗ ଅସିଗଲା😭😭ଦିପକ ମିଶ୍ର ପାଇଁ
@AZ-hc7vy
@AZ-hc7vy Жыл бұрын
ମା ମାନେ ତମେ କେତେ ମହାନ୍ ପଇସା ଖାଇବା ବେଳେ ଏକୁଟିଆ ଖାଇବ ଆଉ ରୁଣ ଶୁଝିବା ବେଳେ ସାରା ଓଡିଶା କୁ ଏକୁଟିଆ କରିବ ୱା ରେ ଦୁନିଆ
@shivapradhan2193
@shivapradhan2193 Жыл бұрын
Thik katha bhai
@chocolateboy7275
@chocolateboy7275 Жыл бұрын
Thik au e sabu role karu chhanti money pain au rahila jau mane lone karu chhanti kain tama marda mane kn kama karu ନାହାଁନ୍ତି ta hele mrg kain karu thile ଏମିତି re odisha re loka mane kn kama karu ନାହାଁନ୍ତି loka . Na semane ଏମିତି deha beba saya karu chhanti
@debasishpanda7504
@debasishpanda7504 Жыл бұрын
ଛି ଛି ତୁମ ଭଲିଆ ନାରୀ ପାଇଁ ସମାଜ ରେ ଆଉ କେହି କାହାକୁ ଲୋନ ଦେବେନାହିଁ
@ramakantananda4848
@ramakantananda4848 Жыл бұрын
ଲୋନ୍ ସୁଝି ପାରିଲିନି, କ'ଣ କରିବି? ଚିନ୍ତା କରନି,। ଭାସ୍କର ନ୍ଯୁଜ୍ ଅଛିନା
@error_404__00
@error_404__00 Жыл бұрын
Hm sata katha bhaskar news bhuji be takar katha 🫣
@sangramexpresa2z632
@sangramexpresa2z632 Жыл бұрын
ନେଲା ବେଳେ ଖୁସି ଲାଗୁଥିଲା 🤣🤣
@pradeepkumardas2824
@pradeepkumardas2824 Жыл бұрын
E sabu bangali striloka.
@mramrsbehera
@mramrsbehera Жыл бұрын
ମିଶନ ଶକ୍ତି କିଛିବି ନାଇଁ loan ନେବେ ମଦ ମାଉଁସ ଖାଇବେ
@iindia8565
@iindia8565 Жыл бұрын
ନାଟକ ଏସବୁ ସବୁ ଯାଗାରେ ଏମିତି ହେଉଛି ନେଲା ବେଳେ ବହୁତ ଖୁସି ରେ ନେଉଛନ୍ତି ଏମାନେ ଦେଲା ବେଳେ ଗାଣ୍ଡି ଫାଟୁଚି କଣ ପାଇଁ
@prafulamalik1180
@prafulamalik1180 Жыл бұрын
ଆବେ ଶଳା ଯେତେ ବେଳେ ସରକାର ଆମ୍ବନି ,ଆଦମୀ ମାନଙ୍କ ଭଳି ବଡ଼ ବଡ଼ ପୁଞ୍ଜି ପତି ମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ଛାଡ କରି ଦେଲା ସେତେ ବେଳେ ତୋ ପାଟି ରେ କଣ ବଣ୍ଡ ପଶି ଥିଲା ସରକାର ଏମାନଙ୍କ କଥା କାହିଁକି ବୁଝିବ ନାହିଁ ,ସେଇସବୁ ଲୋନ୍ ସଂସ୍ଥା govt ଅଧୀନ ରେ ଚାଲୁଛି,ସେମାନେ ଗରିବ ଲୋକ ସରକାର ସେମାନଙ୍କୁ ବର୍ଷ ସାରା କାମ ଦେଇ ପାରୁନି, ସେମାନେ ତାଙ୍କର ଆବଶ୍ୟକ ତା ପାଇଁ ଋଣ ଆଣିଥିଲେ,ଆରେ ସେମାନେ ତ ଯେକୌଣ ରାସ୍ତା ହେଉ ପଛେ ଋଣ ଶୁଝି ବାକୁ କହୁଛନ୍ତି,ଯଦି ଏତେ ବଡ଼ ବଡ଼ ପୁଞ୍ଜି ପତି,ଶିଳ୍ପପତି ମାନଙ୍କୁ ଋଣ ଛାଡ କରି ଦିଆ ଯାଇଛି ଏହି ଗରିବ ଖଟି ଖିଆ ମାଙ୍କୁ କାହିଁକି ଋଣ ଛାଡ କରାଯିବ ନାହିଁ ,ଏମାନେ କଣ ଦେଶ ର ନାଗରିକ ନୁହନ୍ତି,ଏଇ କେତେ ଦିନ ତଳେ ଅକ୍ସଫାମ ରେପୋର୍ଟ ଅନୁଯାୟୀ ଦେଶ ର 80,ଭାଗ tax ଆସିଥାଏ ଏହି ଗରିବ ଲୋକଙ୍କ ପକେଟ୍ ରୁ ଆଉ 20,ଭାଗ ଦେଇଥାନ୍ତି ଦେଶର ଧନୀ ପୁଞ୍ଜିପତି ମାନେ,ଏସବୁ ତୋ ଭଳି ଅଜ୍ଞାନୀ ମାନେ କଣ ଜାଣି ପାରିବେ,ଯାହା ମନକୁ ଆସିଲା ଲେଖିଦେଲୁ,ତୋର ବି ମା ଭଉଣୀ ଥିବେ,କିଏ କେତବେଳେ ପରିସ୍ଥିତିରେ ପଡିଲେ ଋଣ ନ ଆଣିବେ ବୋଲି କଣ ମାନେ ଅଛି,ସେମାନେ ଖଟି ଖିଆ ଲୋକ,କହି ପାରିବ ବୁ ଯଦି ସେ ମାଙ୍କୁ କହ ଯେଉଁ ମାନେ ଏଦେଶକୁ ଲୁଟୁ ଛନ୍ତି,କୋଟି କୋଟି ଟଙ୍କା ରମାଲିକ ହୋଇଛନ୍ତି
@iindia8565
@iindia8565 Жыл бұрын
@@prafulamalik1180 tu bi bougia sethiru gote
@iindia8565
@iindia8565 Жыл бұрын
@@prafulamalik1180 ta ghara loka bi kichhi neichhanti bodhe ebe ta gandi fatuchi dabaku
@iindia8565
@iindia8565 Жыл бұрын
@@prafulamalik1180 banda paristi kou paristire runa anuchhanti se sabu sei gann ra runa na anithiba loka ku ja pacharibu semane kahibe
@prafulamalik1180
@prafulamalik1180 Жыл бұрын
ଆବେ ତୁ ତ ଗୋଲାମ ଗିରି କରି କାହାର ପାଦ ଚାଟି କିଛି ଟଙ୍କା ରୋଜଗାର କରୁଥିବା ନହେଲେ ବାପ ହୋଟେଲ ରେ ଖାଇ ନେତା ମନ୍ତ୍ରୀ ଙ୍କ ପଛରେ କୁକୁର ଭଳି ଦୌଡୁ ଥିବୁ ତାଉତରି ଦଲାଲି କରି ଦି ପଇସା ପାଉଥିବି ନହେଲେ ସେଇ ଲୋନ ସଂସ୍ଥା ଅଧୀନରେ ଭାଦଟିଆ ଗୁଣ୍ଡା ରହିଥିବୁ,ତୁ ଖଟି ଖିଆ ଲୋକ ର ପରିସ୍ଥିତି କେମିତି ବୁଝିବୁ,ତୋ ବାପା କୁ ଯାଇ ପଚାର ଯିଏ ତୋତେ ଖାଟି ଖଟି ଏତେ ବଡ଼ କରିଛି,ତାଙ୍କର ଦୁର୍ଭାଗ୍ୟ ତୁ ମଣିଷ ରୁ ଅମଣିଷ ହେଇ ଯାଉଛୁ,
@HAPPYGELHU
@HAPPYGELHU Жыл бұрын
Bhaskar news sabu bala news dekhauchi ପଇସା ନେଲାବେଳେ ଖୁସି ଲାଗୁଥିଲା emi ଦେଲେ kn ଅସୁବିଧା ହେଉଛି
@antasushF
@antasushF Жыл бұрын
କଲେକ୍ସନ କରିକ ନି ପାରୁ ବେଳେ ହେନ୍ତା କହିବାର ତୋର କେନେ ଲେଖା ହେଇଛେ ।
@sabchangasi4580
@sabchangasi4580 Жыл бұрын
ଅଚ୍ଛା ଦେହ ବିକୁଛ ।କି କଥା କେତେ ଦାମ ରଖିଛ one short ପାଇଁ । ଲୋନ ଆଣି କଣ ଘିଅ ଖାଇବାକୁ
@bayapujaricreation5197
@bayapujaricreation5197 Жыл бұрын
ସରକାର ଙ୍କୁ ଲାଜ ଲାଗିବା କଥା ,ସରକାର ଯଦି ରୋଜଗାର ଦେଇଥାନ୍ତେ ଏ ସବୁ ହେଉନ ଥାନ୍ତା, ଏହା ଖାଲି ମାଲକାନଗିରି ନୁହେଁ ଜଣା ପଡୁ ନାହିଁ ନବରଙ୍ଗପୂର୍ ଜିଲ୍ଲାର କେତେ ଅଞ୍ଚଳ ରେ ମଧ୍ୟ ,
@NewblockAjay7882
@NewblockAjay7882 Жыл бұрын
Right
@archanabarik2330
@archanabarik2330 Жыл бұрын
Sarkar Kahi chhanti hatare kapada bandhi bada dandare vika Magi baku .......??...khatiba nii....basi soii nagana chaula paii besi.... munhan
@dazzlingtapas3423
@dazzlingtapas3423 Жыл бұрын
ସରକାର ତୋ ଘରେ ଯାଇ ରୋଜାଗାର ଦେବେ ନା
@kisandas5514
@kisandas5514 Жыл бұрын
Hna 1000 tanka re vote bika thn tamasa dekha
@santoshdas7036
@santoshdas7036 Жыл бұрын
Loan fankiba plan
@Iwantpeace-bc1vi
@Iwantpeace-bc1vi Жыл бұрын
5T ସଚିବ Sir ଯାଇଥିଲେ ପରା Malkangiri ବିକାଶ ଦେଖିବାକୁ, ମହିଳା ସଶକ୍ତିକରଣ ଦେଖିବାକୁ। କହିଥାନ୍ତ ଏ ସମସ୍ୟା କୁ
@pankajbehera8156
@pankajbehera8156 Жыл бұрын
ଯଦି ଦେହ ବେପାର କରୁଚ ଆଉ ଟିକେ ଭଲରେ କର ଏକା ସାଙ୍ଗରେ ସବୁ କିସ୍ତି ଦେଇଦେବ
@sahileditzz105
@sahileditzz105 Жыл бұрын
🤣🤣🤣
@barsharani8905
@barsharani8905 Жыл бұрын
😀
@sahileditzz105
@sahileditzz105 Жыл бұрын
@@barsharani8905 hii
@rajunayak3212
@rajunayak3212 Жыл бұрын
ନେଲା ବସିକୀ ନେଲେ କେହିଜାଣିଲେ ନାହଁ ଏବେଏ ଦବାକୁ କିଆଁ ଶମତେ ଜାଈଁଲେ 😱😱😱😱😱
@pradeepkumarbhoi8048
@pradeepkumarbhoi8048 Жыл бұрын
ଠିକ୍ ଭାଇ
@mrganulolodia1491
@mrganulolodia1491 Жыл бұрын
ଆମ ବସ୍ତି ରେ ବି Finance ଵାଲା ଭାଉଜ ଦେଖିକି Loan ଦେଇଥିଲେ.. ପରେ ସେଇ ଭାଉଜ ମାନଙ୍କୁ ମାଡ ଖାଇଲେ Loan Sir 😂🤣..
@SuryaKantaDas66
@SuryaKantaDas66 Жыл бұрын
Thik ହେଇଚି bhai 🤣🤣🤣
@elonbabyblogvideo4415
@elonbabyblogvideo4415 Жыл бұрын
ଲୋନ ଆଣିଲ କଣ ଖାଇବାପାଇଁ ଏବେ ସୁଝି ପାରୁନ ଲୋନ ରୁ ସବୁ ମ ରି ବ ଲାଜ ଲାଗୁନି ତମକୁ ଧନ୍ୟ ତମ ଚିନ୍ତା
@puntabeshra
@puntabeshra Жыл бұрын
Amankar laja nahi tanka sujhiba pain aau kan bata nahi emiti chinta dharaku tumara duru juhara tume moniso hobani ki tuma pila bi moniso hebebi
@santoshkumarmishra2620
@santoshkumarmishra2620 6 ай бұрын
ଯିଏ ଦେହ ବିକ୍ରୀକରେ ସେ TV ଆଗରେ କେବେବି କହିପାରିବନି. ଏମାନେ ଅତି ଚତୁର ଅଟନ୍ତି
@rupengudia5092
@rupengudia5092 Жыл бұрын
ଏହିମାନଙ୍କର ଲୋଭ ନିଜ ଇଚ୍ଛାରେ ଲୋନ୍ ଆଣି ଜିଲ୍ଲା ଅଧିକାରୀଙ୍କ ପାକରେ ଦେହ ବ୍ୟବସାୟ ସମସ୍ୟା ବକାଣୁଛନ୍ତି ଲଜ୍ୟା ନାହିଁ
@kedarjagadala8946
@kedarjagadala8946 Жыл бұрын
If you not able to pay so Why take loan??
@SomyaRanjanSahoo-sw6pj
@SomyaRanjanSahoo-sw6pj Жыл бұрын
Bepara kara ...bhala haba. ...ମୁଲ ଲାଗିବା ଲୋକ. ଲେନ୍ ଆଣିକି ବିରିୟାନି ଖାଇବ ସୁଯିଲା ବେଳକୁ ଦେହ ବିକିବ
@babulubariha2098
@babulubariha2098 Жыл бұрын
ଲୋନ ନ ଶୁଝି ବାର ନିଆରା ପ୍ଳାନ କରିଛନ୍ତି ମା ମାନେ, ଯୁହାର୍ ମା'
@jkstudypoint2550
@jkstudypoint2550 Жыл бұрын
Lone company gudako bahut harrasment karuchi 1.Bharat finance bhasa kadiki gali deuchanti
@babulubariha2098
@babulubariha2098 Жыл бұрын
@@jkstudypoint2550 ଆତ ମୋର୍ ପାସ କେନ୍ତା ଭାସା କହୁ ଛେ ଯେ ଦେଖ ମା
@babulubariha2098
@babulubariha2098 Жыл бұрын
@@jkstudypoint2550 କେନ୍ କମ୍ପାନି ଦ୍ଭାଷା କହେବା ଡାକ୍ ମୁଇ ଭି ଦେଖ ମି
@jkstudypoint2550
@jkstudypoint2550 Жыл бұрын
Bharat finance
@subashranashr
@subashranashr Жыл бұрын
ଲୋନ୍ ଆଣିବ କିନ୍ତୁ ଶୁଝିଲା ବେଳକୁ କେଁ..…...ବାଃ..... ଏହା ସବୁ ଜାଗାରେ ହଉଛି....ତାହାଲେ ଆଣୁଛନ୍ତି କଣ ପାଇଁ.....ଆମ ସାମ୍ନାରେ ଦେଖୁଛୁ ଏମିତି ଲୋକମାନେ…...
@nijolokoferozbhai7909
@nijolokoferozbhai7909 Жыл бұрын
ସ୍ବାମୀ ମାନେ କୁଆଡେ ଗଲେ,,,ସେଠାରେ ପୁରୁଷ ଙ୍କୁ ସେକ୍ସ ପାଇଁ ମିଳୁଛି ହେଲେ ତାଙ୍କ ସ୍ବାମୀ ନଙ୍କୁ ପଇସା ମିଳୁନି ଏ ଗୋଟେ ଗୋଟେ ବାହାନା
@rabindrasahu3051
@rabindrasahu3051 Жыл бұрын
ମିଶନ ଶକ୍ତି ତିନିଲକ୍ଷ ରୁ ପାଞ୍ଚଲକ୍ଷ, ଆପଣ ମାନେ ଖୁସି ତ...
@sidharth1128
@sidharth1128 Жыл бұрын
70 lakh
@rak7856
@rak7856 Жыл бұрын
E kana ama samaja ku hauchi.prabhu rakhya karantu🙏
@bidhanpanda6962
@bidhanpanda6962 6 ай бұрын
ଧନ୍ୟରେ ନାରୀ...ଛି ଛି ଛି...କଲେକ୍ଟର ପାଖକୁ କାଇଁ ଯାଇଚ ସିଧା ନବୀନ ଆଉ ପାଣ୍ଡୁ ପାଖକୁ ଯାଉନ. ...
@ashokkumardas6003
@ashokkumardas6003 Жыл бұрын
ସରକାର କଣ କାମ ଦେବ, ଲୋକ ଗୁଡାକ ସବୁ କର୍ମ କୁଡିଆ ହୋଇ ଗଲେଣି, ଆଗରୁ ଅଣ୍ଡିରା, ହେଉ କି ମାଇକିନା ହେଉ ପର ଜମି ରେ ମୂଲ ମଜୁରୀ ଲାଗି ପରିବାର ଚଳୁ ଥିଲା, ଏବେ ସେମାନଙ୍କୁ ଡାକି ବାକୁ ଗଲେ ସିଧା ମନା କରିଦେବେ କହିବେ ଆମେ ଖରା ରେ କରିପାରିବୁନାହିଁ, ଜମି ମାଲିକ ଯେତିକି ପାରିଲା ନିଜେ ସେତିକି କଲା, ଜମି ହିନ ଲୋକ ମାନେ କାମ ନ କରି ଲୋନ କରି। ଚାରି ଆଡୁ ଚଳିଲେ, ସୁଜି ନ ପାରି ଗାଣ୍ଡୀ ମରେଇଲେ, ଖରା ରେ ନ କରି ଛାଇ ରେ କଲେ, ସରକାର ର ଦୋଷ କଣ, ଜନତା ହି ଭୁଲ, ସୁଝି ବାର ଦମ୍ ନାହିଁ ଲୋନେ କରିବ କାହିଁକି
@rameshkumarbariha1995
@rameshkumarbariha1995 Жыл бұрын
ଏଇଥି ପାଇଁ ତ ଏକ ନମ୍ବର ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
@satyadurga1267
@satyadurga1267 Жыл бұрын
Very good
@RahulRana-lf3ih
@RahulRana-lf3ih 3 ай бұрын
ଧନ୍ୟବାଦ୍, ନବୀନ ପଟ୍ଟନାୟକଙ୍କୁ,,, ପାଣ୍ଡିଆ ସାର୍ ଏହା ଆଦେଶ
@riteshray5089
@riteshray5089 Жыл бұрын
ଏମାନଙ୍କୁ କଣ ନବୀନ ପଟ୍ଟନାୟକ କହିଥିଲେ କି ଲୋନ ନେବାକୁ
@sunamarandi2089
@sunamarandi2089 Жыл бұрын
ମହିଳା ସଶକ୍ତକରଣ ମିଶନ ଶକ୍ତି ଏଠି କାମ କରୁନି କି
@tapaspanda7806
@tapaspanda7806 Жыл бұрын
ମହିଳା ସଶକ୍ତି କରଣ କିଛି କମ ନୁହେଁ10ଜଣଙ୍କୁ ଅଢେଇ ଲକ୍ଷ୍ୟ ଲୋନ ଦେଇ ମାସକୁ 25ହଜାରେ କିସ୍ତି କୁହନ୍ତୁ କେଉଁବେପାର କରି ସୁଝିବେ
@tapaspanda7806
@tapaspanda7806 Жыл бұрын
ମହିଳା ସଶକ୍ତି କରଣ ନାଁରେ ଲୋକଙ୍କୁ ଲୋକଙ୍କୁ ଲୁଟିବା ଓ ମାନସିକଚିନ୍ତାରେ ରଖିବା ଉଦେଶ୍ୟ ନିରହ ଲୋକଙ୍କୁ ସରଳତାର ଫାଇଦା ବ୍ୟାଙ୍କ ମାନେ ସରକାରଙ୍କ ସହଯୋଗ ରେ ଉଠାଉଛନ୍ତି
@sudhasispatanayak968
@sudhasispatanayak968 Жыл бұрын
ଟିକେ କଥା କହିଲେ ପୋଲିସ୍ ରେ ଅଭିଯୋଗ କରନ୍ତି ଆଉ ଏମାନେ ଦେହ ବିକିକୀ ପଇସା ଦିଅନ୍ତି ପୁରା ମିଛ
@kamalaworklifestyle2751
@kamalaworklifestyle2751 Жыл бұрын
Amananku tanka daba kie
@tofansahoo7416
@tofansahoo7416 Жыл бұрын
Contact me mu tamaku help pain gote special idea debi.
@NewblockAjay7882
@NewblockAjay7882 Жыл бұрын
Right
@jungleboy8486
@jungleboy8486 Жыл бұрын
ତୁମର ଯଦି ଋଣ ସୁଝିବାର କ୍ଷମତା ନାହି, ଟଙ୍କା ଆଣୁଥିଲ କଣ ଲାଗି …ଏଥିରେ କଲେକ୍ଟର କଣ କରିବେ ? ……ଭଲ ଉପାୟ କହିଲେ
@fakirray352
@fakirray352 Жыл бұрын
ଧନ୍ୟ ତୁମେ ନବୀନ ବାବୁ
@kartikpradhankartik800
@kartikpradhankartik800 Жыл бұрын
Tukedemagihatakirenabinanaanuchhupaisanelabelekhusikaruthila
@jitendraswain629
@jitendraswain629 Жыл бұрын
ପେଟ ପୋଷିବା ପାଇଁ ଦେହ ବ୍ୟବସାୟ ପାପ ନୁହେଁ
@bapisadangi3373
@bapisadangi3373 Жыл бұрын
Good
@borunsmi143
@borunsmi143 Жыл бұрын
ପଇସା ନ ଦେବାପାଇଁ ଏଇଭଳି ପେଲାନ୍ । କିଏ ଏମାନଙ୍କୁ ଗେଇବ ? ଛିଃ,,,ଛିଃ,,,,
@user-tl7hn5yc7k
@user-tl7hn5yc7k Ай бұрын
କାମ କରି ସୁଝିବେ କଣ ତାଙ୍କ ସ୍ୱାମୀ ମାନେ ମରି ଯାଇଛନ୍ତି କି ମେହେନତ କରିକି ଖାଅ
@saajanswastik9240
@saajanswastik9240 Жыл бұрын
ଊଣା ଅଧିକ ଜାଗାରେ SHG ଗ୍ରୃପ୍ ମହିଲାମାନେ ଏମିତି କାମ କରୁଛନ୍ତି ଯାହା ଭବିଷ୍ୟତ ପାଇଁ ଅଶୁଭ ସଂକେତ,ମିଶନ ଶକ୍ତି ଓଡିଶାରେ କଣ କରୁଛି ଉନ୍ନତି
@premanandasahu9233
@premanandasahu9233 Жыл бұрын
Right question
@uttambaba6800
@uttambaba6800 Жыл бұрын
Nanhi be e Sabu private group ro kamal...
@ytranaofficial8093
@ytranaofficial8093 Жыл бұрын
ଦେଶରେ ୧୪୦ କୋଟିରୁ ଅଧିକ ଲୋକ ଅଛନ୍ତି, ସମସ୍ତଙ୍କୁ ଯଦି ସରକାରି ଚାକିରି ଦେଲେ ଦେଶ ଚଳିବ ?
@user-xk3yu1lz2y
@user-xk3yu1lz2y 5 ай бұрын
Bhala heichi
@ramkrishnamaharana8447
@ramkrishnamaharana8447 Жыл бұрын
ନବୀନ ପଟ୍ଟନାୟକ କୁ ଲାଜ ଲାଗୁନି ଛି ଛି ଛି କି ସରକାର ଓଡିଶା କୁ ବର୍ବାଦ କରି ଦେଲାଣି
@prakashmaharana3839
@prakashmaharana3839 Жыл бұрын
ଆରେ ମା ମାନେ ତମ ଏରିଆରେ ପରା ganjei ଚାଷ କରିବା ପାଇଁ ଭଲ ଯାଗା ଅଛି ତାହେଲେ ତାହେଲେ ଦେହ ବିକିବ କାହିଁକି ଏଇଟା ଲୋକ ଲୋଚନକୁ ଭଲଲାଗୁନି ପରିସ୍ରମ କରି ରୋଜଗାର କର କର କିଛି ଦୁଃଖ ନାହିଁ ତମ ମାନଙ୍କ ସହିତ ମୁଁ ଅଛି କିନ୍ତୁ ଦେହ ବିକନା please
@prakashmaharana3839
@prakashmaharana3839 Жыл бұрын
ତମେମାନେ ନିଜେ ରୋଯଗାର କରି ଅଥବା ganjai ଚାଷ କରି ପଇସା ରୋଜଗାର କର କିନ୍ତୁ ଦେହ ବିକନାହଂ please
@jitendrapradhan7681
@jitendrapradhan7681 Жыл бұрын
Ganjei chasa karibaku sujaga diajauni
@jitupradhan6888
@jitupradhan6888 Жыл бұрын
😄
@radhebhai7850
@radhebhai7850 Жыл бұрын
Bhai more thik kahichanty . Mun bi jibi jagiba pain . Bhai please mote dakiba . Jaha bi sara darkar heba mun debi.
@uditsaha6812
@uditsaha6812 Жыл бұрын
It's happening everywhere not only in this case
@skbarmy9201
@skbarmy9201 Жыл бұрын
ପଇସା ନେଲା ବେଲେ ତ କେ ହି ଜାଣି ନଥିଲେ ଆଉ ପଇସା ସୁଝି ନପାରି ଏମିତି ନାଟକ କି ପାଇଁ କରୁଛ ଜଦି ପଇସା ନେଇ ଛ ଦବ , ପଇସା ଖାଈ ସାରିଲା ବେଲେ ଏବେ ଆଇନ୍ ର ସାହାଯ୍ୟ ନିଅ ଆଉ ପଇସା ଦିଅ ନାହିଁ ଆହା କି ନିୟମ ଭାଈ, ଜଣେ ସାହାଯ୍ୟ କଲାବେଳେ ଏବେ ତାକୁ ଲାତ ମା ର ସେଥିପାଇଁ କା ଏବେ ଗରିବ ଲୋକ ମାନଙ୍କୁ ଭି କେହି ସାହାଯ୍ୟ କରୁନାହିଁ।
@subamdigal548
@subamdigal548 Жыл бұрын
ଏହି ଲୁନ ଓଡ଼ିଆ ମାନଙ୍କୁ କାଳ
@biswajitjena718
@biswajitjena718 Жыл бұрын
THESE LADIES ARE SO CLEVER .
@kumkumswain5438
@kumkumswain5438 Жыл бұрын
T̤h̤e̤y̤ r̤ b̤e̤n̤g̤a̤l̤i̤ s̤o̤ v̤e̤r̤y̤ c̤l̤e̤v̤e̤r̤
@rajeshkumartukuna5411
@rajeshkumartukuna5411 Жыл бұрын
Very good step 👍👍👍.. Tanka neyeki anyaloka ku dele... Amiti haba...
@susant...3674
@susant...3674 Жыл бұрын
ଏହା ଏକ ଯୋଜନା
@pravasranjannayak2144
@pravasranjannayak2144 Жыл бұрын
Excellent plan
@RK-xe4qq
@RK-xe4qq Жыл бұрын
ଲୋନ ଆଣିକି ଘିଅ ଖାଇବ, ଦେବାବେଳେ ଫାଟୁଛି କଣ ପାଇଁ, ଦେହ ବିକିବ କି, ଗାଣ୍ଡି ବିକିବ, ଫାଇନାନ୍ସ ରେ କଣ ଟଙ୍କା ଫଳୁଛି.
@jitupradhan6888
@jitupradhan6888 Жыл бұрын
🤣
@kumarbadal9293
@kumarbadal9293 Жыл бұрын
Right bro 👍
@kumudamahanta6515
@kumudamahanta6515 Жыл бұрын
👍
@narayannayak2235
@narayannayak2235 Жыл бұрын
To gote amanisa maa Ku apa man karuchhu bhuta
@RK-xe4qq
@RK-xe4qq Жыл бұрын
@@narayannayak2235 ତ ମାଙ୍କୁ କହ ଲୋନ ପଇସା ଗଛରେ ଫଳେନି. Ok
@universalfacts7617
@universalfacts7617 Жыл бұрын
Bhubaneswar malisahi asa bahut paisa haba
@01Bharatiya
@01Bharatiya Жыл бұрын
ମିଶନ ଶକ୍ତି ସଫଳ ହେଲା (ଏମିତି ବି SHG leaders ମାନେ MLA ମାନଙ୍କ....)
@himansumuduli540
@himansumuduli540 Жыл бұрын
Very good, super
@stupidgamer2772
@stupidgamer2772 Жыл бұрын
କାଇଁ ଏମିତି ବାଳ ଭିଡିଓ ବନ ଉଚ
@rajeshbiswal4161
@rajeshbiswal4161 Жыл бұрын
First taw ae bhalia finanace ru loan niantu nahi Emane ଚକ୍ରବର୍ତ୍ତୀ sudha pakei sudha adaya karanti . Apana janiparibeni Mu ae bharat finance L&T re kama karichi . Janichi emane kemiti niriha lokanku sosana karanti
@jogeswabehera9719
@jogeswabehera9719 Жыл бұрын
Jadi Kam karuthilu bele jiea Kam deithila tahake badnam ni kar
@barsha2749
@barsha2749 Жыл бұрын
Jya jagannath
@rameshmajhi4317
@rameshmajhi4317 Жыл бұрын
Loan ନେବାକୁ କିଏ କହୁଥିଲା,କାମ କରିକି ବି ଖାଇ ପରିଥାନ୍ତ, loan ବାଲା ସୁଧ ବି ନେବ,ଦେହ ବିକିବ କଣ ପାଇଁ,କାମ କରିବି ସମାଧାନ କରି ପାରିବ ।ତୁମେ ଖଟିବା ଅପେକ୍ଷା ଖଟିଆ ରେ ଶୋଇବାକୁ ପସନ୍ଦ କରୁଛ
@mr.sanjayinformationdiscov3282
@mr.sanjayinformationdiscov3282 Жыл бұрын
ମହିଳା ମାନଙ୍କୁ ସବୁଥିରେ କୋଟା ଦରକାର,,, ଲୋନ କୌଣସି ଖେଳନା ନୁହେଁ କି ଗୁପଚୁପ ନୁହେଁ ଯେ ଯେତେ ପାରିବ ନେଇଚାଲିବ,,,,ପୁରୁଷ ଲୋନ ସୁଝି ନ ପାରିଲେ ତାଙ୍କ ଘର ନିଲାମ ହେଇଯାଉଛି।।।। ଆଉ ଏମାନେ ଆସିଲେ ବୁବିଧାବାଦୀ ହେବାକୁ।।।।।
@hindivlogerchannel2692
@hindivlogerchannel2692 Жыл бұрын
Kanhiki loan neucha
@sujatalenka1879
@sujatalenka1879 Жыл бұрын
ଏମାନେ ସରଣର୍ଥୀ ବାଂଲାଦେଶୀ..... ଏମାନେ ମାଲକାନଗିରି ର ମୂଳ ବାସିନ୍ଦା ନୁହନ୍ତି...... ମୂଳ ଭାରତୀୟ ଙ୍କ ସ୍ୱାର୍ଥ କୁ ଧ୍ୟାନ ଦିଆଯାଉ..... ମିଡ଼ିଆ ଭାଇ ମାନେ ସ୍ୱର ଉତ୍ତୋଳନ କରୁଛନ୍ତି ଭଲ କଥା କିନ୍ତୁ ନିଜ ମାଟି ଛାଡିକି ଓଡିଶା ରେ ଆଶ୍ରୟ ନେଇଥିବା ସରଣର୍ଥୀ ଙ୍କ ସ୍ୱାର୍ଥ କୁ ଦେଖିବା ଦ୍ଵାରା ଆମ ଓଡ଼ିଶାରେ ଥିବା ଆଦିବାସୀ ଭଲ ମାନେ ତାଙ୍କ ଅଧିକାର ପ୍ରତି ସଚେତନ ହେଇପାରୁନାନ୍ତି..... 🙏🙏🙏🙏🙏ଦୟାକରି ମିଡ଼ିଆ ଭାଇମାନେ ସତରେ ଖବର ଆଣନ୍ତୁ କୋଉ ରାଜ୍ୟରେ ଆମ ରାଜ୍ୟ ର ଓଡିଆ ଭାଇଙ୍କ ସ୍ୱାର୍ଥ କୁ କିଏ ନଜର ଦେଉଛି..... ସଠିକ ବିଚାର କରନ୍ତୁ..... ଉପରେ ଉପରେ ଭାସି ଖବର ପ୍ରଚାର କରନ୍ତୁ ନାହିଁ...... ଜୟ ଜଗନ୍ନାଥ 🙏🙏🙏🙏🙏
@surendrapradhan3323
@surendrapradhan3323 Жыл бұрын
Outstanding Odisha
@balajinaik9195
@balajinaik9195 Жыл бұрын
ସରକାର ଟିକିଏ ଦେଖିବା କଥା 🙏🙏🙏🙏
@Gudduanimalstv
@Gudduanimalstv Жыл бұрын
ସରକାର କଣ ଦେଖିବେ ଲୋନ ନେବାକୁ ସରକାର କହିଥିଲେ
@Gudduanimalstv
@Gudduanimalstv Жыл бұрын
ଲୋନ୍ ନେଲା ବେଳେ ସରକର ଙ୍କୁ କିଛି ଦେଇଥିଲେ
@Bharatchannel99
@Bharatchannel99 Жыл бұрын
ଏ ବିଜେଡି ସରକାର ଆଉ କେତେ ନାରୀ ମାନଙ୍କ ଇଜତ ସନମାନ ସହ ଖେଳିବ |
@rajendrakumarjena4211
@rajendrakumarjena4211 Жыл бұрын
👍👍👍👍👍
@sanjeevdash1287
@sanjeevdash1287 Жыл бұрын
ଏହା ଏକ ଦୁର୍ଭାଗ୍ଯ ର କଥା ଏମିତି ଗୋଟିଏ ଖରାପକଥା ପ୍ରଚାର କରନ୍ତୁ ନାହିଁ।
@manaswiniseth7953
@manaswiniseth7953 Жыл бұрын
Hey Jagannath...
@benudharpal3236
@benudharpal3236 Жыл бұрын
Lajya lajya lajya lajya
@AjayKumar-rr2mv
@AjayKumar-rr2mv Жыл бұрын
ଏହା ହେଉଛି ମହିଳା ସଂଗଠନ ର ପ୍ରକୃତ ରୂପ, କାହା ପାଇଁ ସରକାର ଙ୍କ କୋଟି କୋଟି ଟଙ୍କା ଋଣ
@sakha957
@sakha957 Жыл бұрын
ଭିକ ମାଗିଲେ ସେତିକି ଲାଜ ଲାଗିବନି ଆଜି ଲୋନ ପାଇଁ କେତେ ଲାଜର କଥା
@manojagrawal4471
@manojagrawal4471 Жыл бұрын
Finance company କଣ ପାଇଁ cash ଦେଉଛି? ଗୋଟେ project ଯଥା.. ଛେଳି ଫାର୍ମ.. କୁକୁଡ଼ା ଫାର୍ମ, ରାସନ ଦୋକାନ, ଚପଲ ଦୋକାନ, welding ଦୋକାନ, କରାଇ.. ସେହି project ପାଇଁ loan ଦିଅନ୍ତା.. Group ମହିଳା ମାନେ ଗୋଟେ local ମାରୱାଡି ଠାରୁ business ପାଇଁ ବୁଦ୍ଧି ନିଅନ୍ତୁ.. 🙏🙏🙏
@chandrashekhargo7343
@chandrashekhargo7343 Жыл бұрын
ଟଙ୍କା ନେଲ ଖଦଖଦି ଏବେ ଗେହୀ ହଉଚ ଧନ୍ୟ ତମର ସେ ପୁଦି
@lokanathmahapatra3205
@lokanathmahapatra3205 Жыл бұрын
This is the reality of the governance, administration and services of odisha BJD government.
@nityanandamahapatra9923
@nityanandamahapatra9923 Жыл бұрын
Naveen Babu ko Mera Anurodh Hai Ki Kisi bhi mahilaon ko loan mat dijiye
@pintuvillagetour
@pintuvillagetour Жыл бұрын
ଲୋନ୍ ସୁଝିବା ପାଇଁ କ'ଣ ଆଉ କିଛି ଉପାୟ ନ ଥିଲା .... ଏତେ ତଳକୁ ଖସିଗଲ ?? ଲଜ୍ୟା
@manininayak1920
@manininayak1920 Жыл бұрын
ନେଲା ବେଳେ ଖୁସି ଲାଗୁ ଥିଲା ଦେଲା ବେଳେ କାହିଁକି ଏତେ କଷ୍ଟ ଲାଗୁଚି
@susilnaik3943
@susilnaik3943 Жыл бұрын
ଲୋନ ନେଲା ବେଳେ ମଲମଲ ଦେଲା ବେଳେ କଲବଲ 😂😂😂
@antasushF
@antasushF Жыл бұрын
ଲୋନ ଦେଉଛ ବେଳେ ତମର ଦରମା ମିଳୁଛି।
@mangala999
@mangala999 Жыл бұрын
ବୁଝି ବିଚାରି କାମ କଲେ ଅସୁବିଧା ହେବ ନାହିଁ
@sarojkumarpatra6473
@sarojkumarpatra6473 Жыл бұрын
Oh,so sad.
@siridadasahubhai2474
@siridadasahubhai2474 Жыл бұрын
Labour kale besi paisaa miluchhhi😇😇😇
@sadanandasahoo3707
@sadanandasahoo3707 Жыл бұрын
ଲୋନ ପଇସା କଣ କଲ?
@prakashmaharana3839
@prakashmaharana3839 Жыл бұрын
ସେମାନେ ଗରିବ ଲୋକ ଭାଇ ତାଂକ କଥା ଥରେ ଚିନ୍ତା କରିବା ତୁମର କଣଦରକାରନାହଂ
@sadanandasahoo3707
@sadanandasahoo3707 Жыл бұрын
@@prakashmaharana3839 ଗରିବ ଲୋକ ମାନେ କଣ ଲୋନ ପଇସାକୁ ଖାଇଦେବେ? ପ୍ରକୃତରେ ଆଉ କିଏ ଗରିବ ଅଛନ୍ତି? ଚାଉଳ ମାଗଣା, ବିଭିନ୍ନ ପ୍ରକାର ଭତ୍ତା, ବିଭିନ୍ନ ଯୋଜନା ମାଧ୍ୟମରେ ଟଙ୍କା ମିଳୁଛି। କାମ କରିବାକୁ ଲୋକ ମିଳୁ ନାହାନ୍ତି, ଗରିବ କେମିତି ହେଲେ। ଖାଇବାକୁ ନ ଥିଲେ ,କାମ କରନ୍ତେ ନି। ଅତ୍ୟଧିକ ଆଶା, ଲୋଭ, ମଣିଷକୁ ଗରିବ କରିଦିଏ।
@MayurDLK
@MayurDLK Жыл бұрын
କି ଚମତ୍କାର ବିଚାର ,,,ସବୁ ନାରୀ ଯଦି ଏମିତି ବିଚାର ରଖିବେ ତାହେଲେ କଉ ପୁରୁଷ ରାବଣ କି ଦୁଃଶାସନ ହେବେ ନାହିଁ ,,,,
@user-gj6pr2yu5v
@user-gj6pr2yu5v Жыл бұрын
ଓହ ତମେ ସତୀ ସୀତା ଫାଇନାନ୍ସରୁ ପଇସା କାହିଁ ନେଉଥିଲ ପଇସା ନେଇ କଣ କଲ ସବୁ ଘଇତା ମାନକୁଂ ଦେଇ ମଦ ପିଦେଲ ନା ଋଣ କରି ଘିଅ ଖାଇଲ ସବୁ ଧନ୍ଦା କରୁଛ ପଇସାପାଇଁ ଦେହବେପାରକଲ ତମ ଘଇତା ଛାଡିଦେଲା ଧନ୍ଦାକରିବାକୁ ପଇସା ନେଇକଣ କଲ ।
@deepakswain391
@deepakswain391 Жыл бұрын
ଇଏ ପଇସା ନ ଦେବା କୁ ବାହାନା ବେଧ ଯାକ ପୁରୁଷ ଲୋନ ନେଲେ କଣ କରିବ ଟିକେ ଜଣାଇବା ଭାସ୍କର ରିପୋଟର ମାନେ
@prakash-mk1eg
@prakash-mk1eg Жыл бұрын
ଏମାନଙ୍କ ପାଇଁ କାହାକୁ ବି lone ଦେବେନି ଶେଷରେ ଏହା ଦେଖିବାକୁ ବାକି ଥିଲା ତମ ମାନଙ୍କୁ ସରକାର କିଛି କାମ କରନ୍ତୁ ବୋଲି lone ଦେଲେ ସେହି ଟଙ୍କା ସବୁ କାମରେ ନ ଲଗେଇ ଖାଇ ପିଇ ସାରି ଦେଲ ଛି ଛି ଏ ମହିଳା ମାନଙ୍କୁ ଟିକେ ତ ଲାଜ କର ନିଜ ପିଲା ମାନଙ୍କ ପାଇଁ
@prakashnayak7438
@prakashnayak7438 Жыл бұрын
ଭୁଲ କଥା ଏ ଗୋଟାଏ କାହାଣୀ z
@anandamahananda7596
@anandamahananda7596 Жыл бұрын
ଦେହବେପାର ଭୁଲ କଥା କହୁ ଛନ୍ତି ନାରିହେଉଛନ୍ତି ଘରର ଲଷ୍ମୀ କାହିଁକି ନିଜ ଇଯତ ନିଜେ ନେଉଛନ୍ତି
@sahilmaharana4633
@sahilmaharana4633 Жыл бұрын
ଲାଜ ନାହିଁ କି ଏକଥା କହୁଛ। ରୁଣ ନେଇଥିଲେ କିନ୍ତୁ ସୂଝିଲନି। ପରଖାଇ ମାନେ, କାମ କରି, ପରିଶ୍ରମ କରି କିଛି କିଛି କରି ସୁଝିଥିଲେ ତୁମ ମାନଙ୍କ ପାଇଁ ଭଲ ହୋଇଥାନ୍ତା ହେଲେ ଆଜି ଏମିତି ମିଡିଆ ଆଗରେ ଧାରଣା ଦେବାକୁ ପଡିନଥାନ଼ତା।
@AshishBag-re6zl
@AshishBag-re6zl 4 ай бұрын
ଧନ୍ୟବାଦ, ଫାଇନାନ୍ସ, କମ୍ପାନୀ,ର,ମାଳିକ,ତୁ,କଣ, ଦଶଟି, ବାପା,ର, ପିଲା,ନା, ଆଉ,ଵେଶି
@suryakantamahalik3462
@suryakantamahalik3462 Жыл бұрын
ସୁଝି ପାରିବନି ଯଦି ନେଉଥିଲ କାହିଁକି.... ଖାଲି ନାଟକ କରୁଛ.... ବାଜ୍ୟ ଲୋକ... ତମକୁ ଲଜ୍ୟା ଲାଗିବା କଥା...
@riteshpradhan2772
@riteshpradhan2772 Жыл бұрын
ଏହା ସବୁ ମିଛ. କେବଳ ଭାହାନା.
@satyajetsahu6715
@satyajetsahu6715 Ай бұрын
Same situation
@sibaprasad1899
@sibaprasad1899 Жыл бұрын
Nela bele khusi Laguthila... Ebe..... Sabu chalaki.... Au rajaniti.... Debaku badhya
@santoshkumarmishra2620
@santoshkumarmishra2620 6 ай бұрын
ମିଛ କଥା. ଏମାନେ ଲୋନ୍ ନେଇ ନିଜସ୍ବାମୀ ପିଲାଛୁଆଙ୍କ ନାମରେ ରଖି ଦେଇ ନ ଶୁଝିବାର ନାଟକ କରୁଛନ୍ତି.
@sanjayrout978
@sanjayrout978 Жыл бұрын
ଋଣ ନେଲା ବେଳେ କାହିଁ ଏମିତି ପରିସ୍ଥିତି ନଥିଲା,ଏବେ କାହିଁକି ଏମିତି ପରିସ୍ଥିତି ହେଲା,ନିଜ କାମରେ ଲଗେଇ ଲ,ଦେଲା ବେଳେ କାହିଁକି ଅସୁବିଧା ହେଉଛି,loan company ର କଣ୍ ବାଡି ଫଳ କି,ନେଲା ବେଳେ ଗରିବ ନଥିଲେ କି,ଅସୁବିଧା ଅଛି ହେଲେ ତମ ସମସ୍ତଙ୍କର ,
Pleased the disabled person! #shorts
00:43
Dimon Markov
Рет қаралды 29 МЛН
لقد سرقت حلوى القطن بشكل خفي لأصنع مصاصة🤫😎
00:33
Cool Tool SHORTS Arabic
Рет қаралды 21 МЛН
Получилось у Миланы?😂
00:13
ХАБИБ
Рет қаралды 4,7 МЛН
Pleased the disabled person! #shorts
00:43
Dimon Markov
Рет қаралды 29 МЛН