Live | CMଙ୍କର ପ୍ରଥମ ସାକ୍ଷାତକାର EXCLUSIVE | 15 Jun 2024 | Argus News

  Рет қаралды 653,273

Argus News

Argus News

Ай бұрын

Live | CMଙ୍କର ପ୍ରଥମ ସାକ୍ଷାତକାର EXCLUSIVE | 15 Jun 2024 | Argus News
#argusnews #argusspecial #bjp #bjpodisha #cmmohanmajhi #bjpgovt #exclusiveinterview #mohanmajhi #odishacm #exclusive #durgashish
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
KZfaq : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Пікірлер: 2 500
@sibaramsethy707
@sibaramsethy707 Ай бұрын
ଭାଇ ମୋ ବୟସ 35 ବର୍ଷ ଏଵଂ ମୁଁ 35ବର୍ଷ ରେ ପ୍ରଥମ ଥର ଦେଖିଲି ମୋ ମାତୃ ଭାଷାରେ ଆମ ରାଜ୍ୟ ର ମୁଖିଆ ଙ୍କୁ news channel ରେ interview ଦେବାର। ଅଜି ଗର୍ବ ଅନୁଭବ କରୁଛି।
@balgopalmandal6096
@balgopalmandal6096 Ай бұрын
Ta Mane pila dine aapana nka ghare TV nathila 😮 na aapana mukhya mantri kie Jani paru nathila
@rasmita3227
@rasmita3227 Ай бұрын
Me too
@user-pb1vg9mt3q
@user-pb1vg9mt3q Ай бұрын
Ye hota hai CM apna busy schedule main bhi time nikal ke ek news channel main apne janta k liye interview de rahe hain jo ki hame purane CM se kabhi nehi dekha , Ab hamare odisha kaa kuch hoga. Salute to you Mohan Sir......
@shreekumar5079
@shreekumar5079 Ай бұрын
Same here same age
@bibhuti5999
@bibhuti5999 Ай бұрын
ଗର୍ଭ ନୁହଁ ଗର୍ବ ଅନୁଭବ କର । 😂
@karunakardalei1689
@karunakardalei1689 Ай бұрын
ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇ ସାରା ଓଡ଼ିଶା ଆଜି ଗର୍ବ ଅନୁଭବ କରୁଛି
@KhiraSwain
@KhiraSwain Ай бұрын
ଆପଣଙ୍କୁ ମୁଖ୍ୟ ମନ୍ତ୍ରୀ ଭାବେ ପାଇଵହୁତଖିସିପାଇଛୁ
@Kailashchandrapanda-kf1sz
@Kailashchandrapanda-kf1sz Ай бұрын
Mukhya mantri mahodaya apaprusty and all police prasasanikaadhikari prati gurutya Debe a more anorodha Jaya shree ram.
@sschua7
@sschua7 Ай бұрын
ହଁ ଓଡ଼ିଶା ସମସ୍ତ ଲୋକ ନୁହ । କିଛି ଲୋକ ❤
@karunakardalei1689
@karunakardalei1689 Ай бұрын
@@sschua7ସାଂଖ୍ୟ ଗରିଷ୍ଠତା ମତ କୁ ସାମଗ୍ରିକ ଭାବେ ଧରାଯାଏ
@UmeshDhurua-ne6sv
@UmeshDhurua-ne6sv Ай бұрын
Ni a​@@KhiraSwain
@choudhurilohar4811
@choudhurilohar4811 Ай бұрын
ଆମ କେଉଁଝର ଜିଲ୍ଲାର ଲୋକ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧି ଥିବାରୁ ଆମେ ବହୁତ ଖୁସି ଆଉ ଗର୍ବିତ। 👍👍👍
@Kanhu95
@Kanhu95 Ай бұрын
Argus କୁ ବହୁତ ବହୁତ ଧନ୍ୟବାଦ, Interview ରେ ଆମେ ବହୁତ କଥା ଜାଣିବାକୁ ପାଇଲୁ। ଗୋଟିଏ ଚାନେଲ ଯିଏ କି ବିଜେଡି ବିରୁଦ୍ଧରେ ବିନା ଭୟ ରେ କହିଥିଲା।
@anilkantabehera1379
@anilkantabehera1379 Ай бұрын
Right
@princesspinky3860
@princesspinky3860 Ай бұрын
Right 👍
@DM-vs4ye
@DM-vs4ye Ай бұрын
ମୁଁ ପ୍ରଥମ ଥର ଏକ ଓଡିଆ ମୁଖ୍ୟମନ୍ତ୍ରୀ କୁ ଶୁଣୁଛି ଯିଏ ଓଡିଆରେ ସାକ୍ଷାତକାର ଦେଇପାରେ |
@pratapkumarjena36
@pratapkumarjena36 Ай бұрын
Right
@happymahaptra5814
@happymahaptra5814 Ай бұрын
Mu bi fast time dekhuchi
@srikantnayak3149
@srikantnayak3149 Ай бұрын
Apana khusi ta
@thegugulluworld3760
@thegugulluworld3760 Ай бұрын
Good goes new CM of Odisha
@mscreation695
@mscreation695 Ай бұрын
Mu bi odiare kahibi mate mukhya mantri karajau
@duryodhannayak73
@duryodhannayak73 Ай бұрын
ଓଡ଼ିଶାର ବିକାଶରେ ମୋହନ ମାଝୀ ଙ୍କ ଗୁରୁ ଦାୟିତ୍ୱ
@justenjoy1206
@justenjoy1206 Ай бұрын
Correct
@rahultakri5823
@rahultakri5823 Ай бұрын
ଆପଣ ଙ୍କ ସବୁ କୋଥା ଠିକ୍ sir କିନ୍ତୁ ଅପୋଣ କଥାରେ ନୁହ କାମରେ କୋରେଇକି ଦେଖିଲେ ଆଗାମୀ CM ଆପଣ ହିଁ ରହିବେ
@reetap4008
@reetap4008 Ай бұрын
10ବର୍ଷ ରେ ମୋଦୀ ଯାହା କରିଛି,ଆଉ ତାର ଆଜି ଦିନରେ ଅବସ୍ଥା ଯାହା ଦେଖି କି କହିବାର କଥା
@reenabalapadhi3873
@reenabalapadhi3873 Ай бұрын
Karile hela
@kaliapanda6454
@kaliapanda6454 Ай бұрын
ନିଜକୁ ଆଜି ଧନ୍ଯ ମନେ କରୁଛି କାରଣ ମୁଁ ଆଜି ମୋର ମାତୃଭାଷା ଓଡ଼ିଆ ରେ ମୋ ରାଜ୍ଯ ର ମୁଖ୍ୟ ମନ୍ତ୍ରୀ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି.
@KamaloChanGond-ni7yw
@KamaloChanGond-ni7yw Ай бұрын
aa😊😊
@trinathdas5716
@trinathdas5716 Ай бұрын
25 ବର୍ଷ ରେ ନବୀନ ପଟ୍ଟନାୟକଙ୍କ ଏମିତି କେବେ ସାକ୍ଷାତ କାର ଦେଇନଥିଲେ 1st time ଏମିତି ଦେଖିବାକୁ ପାଇଲୁ
@satyakrishnaroutray9724
@satyakrishnaroutray9724 Ай бұрын
When you pit your mind out of Argus you will find Naveen Pattnaik bite in some of reputed news channel....
@sanjeebbhol5668
@sanjeebbhol5668 25 күн бұрын
Odisha news media ra knowledge heinini Naveen ku English re and cm level question Kariba lagi. Naveen is an era. No one can be compared
@miracleoasis
@miracleoasis Ай бұрын
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଦେଖିବାକୁ ଯେତିକି ସରଳ, ପ୍ରଶାସନିକ ଦାୟିତ୍ୱ ତୁଲେଇବାରେ ସେତିକି କଠିନ ନିଷ୍ପତି ରଖିବାର ଶକ୍ତି ରଖନ୍ତି l ଓଡ଼ିଶାର ଭବିଷ୍ୟତ ବହୁ ଉଜ୍ବଳ l 5 ବର୍ଷ ପାରେ ମୋର ଏହି କମେଣ୍ଟକୁ ଆପଣଙ୍କ ସମସ୍ତେ like ନିଶ୍ଚୟ କରିବେ l ଜୟ ଜଗନ୍ନାଥ 🙏🏻......
@salkhanhansda4833
@salkhanhansda4833 Ай бұрын
ଏତେ ଲମ୍ବା ସାକ୍ଷାତକାର ମୁଁ ରାତି ଅଧରେ ଦେଖିଲି ହେଲେ ଆଳସ୍ୟ( boring) ଲାଗିଲାନି କାରଣ ବିଜ୍ଞ ଲୋକଙ୍କ କଥା ଶୁଣିବାକୁ ଅଳସ ଲାଗେ ନାହିଁ। ନୂଆ CM ଙ୍କ ବାର୍ତ୍ତାଳାପ ଖୁବ୍ ଭଲ ଲାଗିଲା । ଧନ୍ୟବାଦ... ଜୋହାର୍
@basantarout2089
@basantarout2089 Ай бұрын
Right
@Rajmbbs17
@Rajmbbs17 Ай бұрын
Bada bada bhasana mariba au silent re kama kariba re difference achhi... Be aware
@Jayanti566
@Jayanti566 Ай бұрын
Right❤
@Kalingatraveller636
@Kalingatraveller636 Ай бұрын
​@@Rajmbbs17silent kama kari 2024 election re kukura vali hariba..ta bahut bada achievement 😂😂
@Rajmbbs17
@Rajmbbs17 Ай бұрын
@@Kalingatraveller636 bada bada bhasana mari desha biki daba ta kichhi kam achievement nuhe maw.. Don't worry odisha b biki debe
@user-kd5jd4hw4k
@user-kd5jd4hw4k Ай бұрын
ଆପଣଙ୍କ ଟିମ୍ ଉପରେ ଓଡ଼ିଶାବାସୀ ଙ୍କ ବହୁତ ଭରସା ,ଆଶା ଓ ବିଶ୍ବାସ ରହିଛି। ଭାରତୀୟ ଜନତା ପାର୍ଟିର ମାନ ଓ ସମ୍ମାନ ଆପଣଙ୍କ ହାତରେ ।👍All the best 👍
@khirodChandraparida
@khirodChandraparida Ай бұрын
ସIର ଆପଣଙ୍କୁ ପ୍ରଥମେ ମୋର ନମସ୍କାର,ବହୁତ ଦିନ ପରେ ଆମ ମୁଖ୍ୟ ମନ୍ତ୍ରୀଙ୍କ ପାଖରୁ ଓଡ଼ିଆ ଭାଷା ଶୁଣିଲୁ ନିଶ୍ଚିନ୍ତ ଆମ ରାଜ୍ୟର ବିକାଶ ହେବ ଜୟ ଜଗନ୍ନାଥ ସାର
@dhaneswarpatra1921
@dhaneswarpatra1921 Ай бұрын
ଜନ୍ମ ହେବା ଦିନ ପରଠୁ ଓଡ଼ିଶା ର ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡ ରୁ ଓଡ଼ିଆ ରେ କଥା ହେବା ପ୍ରଥମ ଥର ପାଇଁ ଶୁଣିବାକୁ 😅 ସମାଗ୍ର ଓଡ଼ିଶାବସି
@user-lm6hj4yj7k
@user-lm6hj4yj7k Ай бұрын
ଓଡିଆରେ କହିଲେ କ'ଣ ବାଣ୍ଡ ମିଳିବ
@abhinashrout9034
@abhinashrout9034 Ай бұрын
​@@user-lm6hj4yj7k Tamar kn nahin je tamaku miliba
@GaganSamantaray-kl2cp
@GaganSamantaray-kl2cp Ай бұрын
Oh Jagannath our maudamani,you bless CM to fulfill the wish of poor odisa.
@GaganSamantaray-kl2cp
@GaganSamantaray-kl2cp Ай бұрын
​@@user-lm6hj4yj7kplease don't use vulgar language in comments.
@user-qz6es3wf7m
@user-qz6es3wf7m Ай бұрын
ଆବେ ଜାରଦ ପ୍ରଥମେ ଭାଷା ଠିକି କର 😡​@@user-lm6hj4yj7k
@PrasankumarNayak-ko2me
@PrasankumarNayak-ko2me Ай бұрын
ଓଡ଼ିଶାରେ ବିଜେପି ସରକାର ଆସିବା ଅର୍ଗସ୍ ନୁଉଜ୍ ପାଇଁ ଏ ସବୁ ସମ୍ଭବ ସୋଇପାରିଛି ମୁଁ ଅର୍ଗସ୍ ନୁଉଜ୍ କୁ ହୃଦୟରୁ 100 ରୁ 100 🙏🙏🙏🙏🙏🙏🙏🙏🙏🙏🙏🙏
@santoshkumarsahoo8671
@santoshkumarsahoo8671 Ай бұрын
ତଥାପି ଗେଣ୍ଡାଦଳୀୟ ମାନେ ଏବେବି ପରାଜୟ କୁ ସହଜରେ ହଜମ କରିପାରୁ ନାହାଁନ୍ତି,କିଏ କିଏ କହୁଥିଲେ ଏ ହେଉଛି ଗୋଦି ମିଡ଼ିଆ ନିର୍ବାଚନ ପରେ ଏହା ବନ୍ଦ ହୋଇଯିବ, ପ୍ରକୁତରେ ସତ୍ ର ବିଜୟ ହୋଇଛି, ଜୟ ଜଗନ୍ନାଥ ❤
@pinulatamajhi1737
@pinulatamajhi1737 Ай бұрын
Ebe dar dam badhichi kam karide bjp kete lutichi tar hisab dei parib
@ratnakardehuri3409
@ratnakardehuri3409 Ай бұрын
ସାର୍ ନମସ୍କାର,ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପାଇ କେବଳ ମୁଁ ନୁହେଁ ସମଗ୍ର ଓଡ଼ିଶା ବାସୀ ଗର୍ବ ଓ ଖୁସି ଅନୁଭବ କରୁଛୁ 🙏🙏🙏🙏❤❤
@gyanabratamohanty4219
@gyanabratamohanty4219 Ай бұрын
ଏଥର ନିର୍ବାଚନ ପୂର୍ବରୁ ଓଡିଶା ବାସୀଙ୍କୁ ଜାଗ୍ରତ, ସଜାଗ କରିବାରେ ଅର୍ଗସ ଟିଭି, ଓଟିଭି, ନିର୍ଭୟ ୟୁ ଟୁବ ଆହୁରି ଅନେକ ସଂସ୍ଥାଙ୍କର ବହୁତ ବଡ଼ ଭୂମିକା ରହିଛି | ଭଲ ଅଫିସରଙ୍କ ପିଠି ଥାପୁଡ଼େଇଵା ଏବଂ ତେଲମରା,ପଇସା ଖିଆଙ୍କୁ ଶୀଘ୍ର ଦଣ୍ଡିତ କରିବା ଆବଶ୍ୟକ | ଅର୍ଗସଙ୍କୁ ଅଶେଷ ଅଶେଷ ଧନ୍ୟବାଦ | 👍👍👍
@nrusinghsahoo414
@nrusinghsahoo414 Ай бұрын
Correct.
@baabusonaa2047
@baabusonaa2047 Ай бұрын
Focous+
@BailochnNayak
@BailochnNayak Ай бұрын
ନୂଆ ମୁଖ୍ୟମନ୍ତ୍ରୀ ଙ୍କ ଓଡ଼ିଆ ଭାଷଣ 25 ବର୍ଷ ପରେ ଶୁଣିବାକୁ ପାଇଲି ବହୁତ ଭଲ ଲାଗିଲା ଧନ୍ୟବାଦ ❤ଜୟ ଜଗନ୍ନାଥ
@pinakdas5663
@pinakdas5663 Ай бұрын
ଏମିତି ଜଣେ ମଣିଷ ଟେ ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ରୂପେ ପାଇ ଆଜି ପ୍ରତ୍ୟକ ଓଡ଼ିଆ ଗର୍ବିତ ❤❤ ଜୟ ଶ୍ରୀ ଜଗନ୍ନାଥ ❤❤
@gouraharimohanta636
@gouraharimohanta636 Ай бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହୃଦୟର ଭାଷା, ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା ତାଙ୍କୁ ମହାପ୍ରଭୁ ସାହା ହୁଅନ୍ତୁ
@saratchandrapatra8919
@saratchandrapatra8919 Ай бұрын
ଆପଣଙ୍କୁ ଦେଖି ଗର୍ବ ଲାଗୁଛି । କାରଣ ବିଗତ ୨୪ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ଏତେ ଲମ୍ବା ସାକ୍ଷାତକାର ଦେବା ଆମେ ଏବଂ ଓଡିଶାବାସୀ କେବେ ଦେଖିନାହାନ୍ତି
@banamalipradhan2382
@banamalipradhan2382 Ай бұрын
ବହୁତ ବର୍ଷ ବୋକାମୀ ପରେ ଆମେ ଓଡ଼ିଆ ମୁଖ୍ୟମନ୍ତ୍ରୀ ପାଇ ଧନ୍ୟ ହେଲୁ
@dagreswargoud
@dagreswargoud Ай бұрын
Jai jagannath
@Jayanti566
@Jayanti566 Ай бұрын
Jay jagannath
@MunnaPradhan-pu6hq
@MunnaPradhan-pu6hq Ай бұрын
achha isase pahale odisha me bangali mukhymantri tha kya .pagal sala
@REETIKESHPARIDA-kn8vv
@REETIKESHPARIDA-kn8vv Ай бұрын
Bhai sata kahila mu bjp ku spprt kare but Naveen babu kn kichi Kari nahanti ki??
@LingrajDash-gg2cx
@LingrajDash-gg2cx Ай бұрын
​@@REETIKESHPARIDA-kn8vvbharta ra sabuthu garib rajya odisha...kn karuchanti kuh?
@user-tu8lc3vy8w
@user-tu8lc3vy8w Ай бұрын
ଜୟ ଜଗନ୍ନାଥ। କାଞ୍ଚି ବିଜୟର ସେନାପତି ଥିଲେ କେନ୍ଦୁଝରର ରାଜପୁତ୍ର ଗୋବିନ୍ଦ ଭଞ୍ଜ। ସେହି କେନ୍ଦୁଝରର ବରପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଗନ୍ନାଥ ମନ୍ଦିରର ଅନ୍ୟ ତିନି ଦ୍ଵାର ଫିଟାଇଲେ। ଏହା ଓଡ଼ିଶାର ଅସ୍ମିତା। ଧନ୍ୟବାଦ ଅର୍ଗସ ନିଉଜ।
@Kalingatraveller636
@Kalingatraveller636 Ай бұрын
ଧନ୍ୟବାଦ୍ ଅତି ଉଚ୍ଚକୋଟୀର ଲେଖା ପାଇଁ.. ୟେ ଲେଖା ଟି ପ୍ରତି କେନ୍ଦୁଝର ର ଲୋକ ଙ୍କ ହୃଦୟ କୁ ଛୁଇଁବ
@jeetkumar7815
@jeetkumar7815 Ай бұрын
ଜୟ ଜଗନ୍ନାଥ 🙏 ବହୁତ ଆଶା ରଖିଛୁ ଆମେ ନୂଆ ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଓଡ଼ିଶାକୁ ଏକ ସୁନ୍ଦର ସୁନାର ରାଜ୍ୟରେ ପରିଣତ କରିବେ ବୋଲି।
@sarojkumarmahanta4387
@sarojkumarmahanta4387 Ай бұрын
ଶିକ୍ଷା ର ଉନ୍ନତି ପାଇଁ ପୁଣି ଥରେ ପ୍ରତ୍ୟେକ ଶ୍ରେଣୀରେ ପାସ୍ ଫେଲ ନିୟମ ଲାଗୁ କରାଯିବା ଦରକାର।
@pallimadhuriodiafolksong2771
@pallimadhuriodiafolksong2771 Ай бұрын
ନୂତନ ମୁଖ୍ୟ ମନ୍ତ୍ରୀ ଙ୍କ ପ୍ରଥମ ସାକ୍ଷାତକାର ପାଇଁ ଅର୍ଗସ ନିଉଜ କୁ ଧନ୍ୟବାଦ ଜଣାଉଛି।
@subodhmishra8366
@subodhmishra8366 Ай бұрын
ଧନ୍ୟବାଦ ନୁତନ ମୁଖ୍ୟମନ୍ତ୍ରୀଙ୍କୁ ତା ସହିତ ଆରଗୁସ୍ ନ୍ୟଜ । ଏଭଳି ମୁଖ୍ୟ ମନ୍ତ୍ରୀ ଓଡିଶାକୁ ଦରକାର ଯିଏ ଓଡ଼ିଆ ନ୍ୟଜ୍ ଦେଖୁଥିବେ ଓଡିଆରେ କଥା ବାର୍ତ୍ତା କରୁଥିବେ ।
@bsn8527
@bsn8527 Ай бұрын
😂😂CM kebala OTV, ARGUS news re Interview debe ((Scripted Interview)) 😂😂Ei duita BJP Neta Mananka Channel, kebala Govt. Support Karibaku News Chaliba, Jouthi Govt. ra bhul Rahiba Taku Chapi dia jiba😂😂😂
@subodhmishra8366
@subodhmishra8366 Ай бұрын
@@bsn8527 ସେମିତି କିଛି ନୁହେଁ । ବି ଜେଡି ର୍ହି ଏହି ବିଭେଦ଼ ସୁଷ୍ଟି କାରି ନହେଲେ ନନ୍ଧିଘୋଷ କିପରି କହିଲା ବିଜେଡି ୧୧୬ ସିଟ୍ ପାଇବ ବୋଲି ?
@HeavenRacer422
@HeavenRacer422 Ай бұрын
​@@bsn8527Naveen ra jadi dam achi se kanak news re scripted interview dau odia re.
@modernentertainmentchannel7322
@modernentertainmentchannel7322 Ай бұрын
But ame SANTALI chahun ki SE SANTALI RE Kotha kohu
@Dipuxyz-b9n
@Dipuxyz-b9n Ай бұрын
​@@bsn8527Naveen ra etiki bi dam nahi ,ki nathila
@lovelysona2971
@lovelysona2971 Ай бұрын
ଆମ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଆମ ନୂଆ ମୁଖ୍ୟମନ୍ତ୍ରୀ ଙ୍କ କଥା ଶୁଣିଲୁ ବହୁତ ଖୁସୀ ଲାଗିଲା ଜୟ ଜଗନ୍ନାଥ
@MithunNaik-ju3tb
@MithunNaik-ju3tb Ай бұрын
ମୋହନ ସାରଯେମିତି ତାଙ୍କ ବାର୍ତ୍ତା ମଧ୍ୟ ସେମିତି ମୁଁ ଭାବୁଛି ଆମ ଓଡିଶା ବହୁତ ଆଗକୁ ଯିବ, ଏବଂ କେନ୍ଦୁଝର ଗଡ଼ ସ୍ମାର୍ଟ ସିଟ ହେବାବୁଲି ଭାବୁଛି,ଆଉ ketut
@pramodkisan9370
@pramodkisan9370 Ай бұрын
All odisha development heba Bhai...Jay shree ram ❤❤
@rkentertainment3226
@rkentertainment3226 Ай бұрын
ହେଉ😅😅😅😅😅😅
@sibaprasadsahoo693
@sibaprasadsahoo693 Ай бұрын
ସତରେ ଖାଣ୍ଟି ଓଡ଼ିଆ ମୁଖ୍ୟମନ୍ତ୍ରୀ ଆମର, ଓଡ଼ିଆ ସଂସ୍କୃତି, ପରମ୍ପରା, କଳା, ଐତିହ୍ୟକୁ ଭଲପାଉଥିବା ଲୋକ ❤❤❤
@madanmohanrout9018
@madanmohanrout9018 Ай бұрын
୨୪ ଵର୍ଷ ପରେ ଆମ ନେତାଙ୍କର ମୁଖରୁ ମାତୃଭାଷରେ ଓ ରାଜ୍ୟଭାଷାରେ, କିଛି ଶୁଣିଲି! ସରକାର କ'ଣ କହିବାକୁ ଚାହାନ୍ତିଁ, ତାହା ଜାଣିଲି। କୋଟିଏ ଓଡିଆ ଛୁଆ ୩୦ ଵର୍ଷରେ ଜନ୍ମ ହୋଇ ଚାକିରି, ଵ୍ୟଵସାୟ ଵା କୃଷି କାର୍ଯ ଆରମ୍ଭ କଲେଣି, ହେଲେ ସେମାନେ ନିଜର ରାଜାଙ୍କର ମୁଖରୁ ପଦେ କଥା ଶୁଣି ପାରି ନାହାନ୍ତିଁ। କେତେ ଭଲ ଲାଗୁଛି ସରକାରଙ୍କା ସାଙ୍ଗରେ ମିଶିବାରେ!
@samirbiswal4116
@samirbiswal4116 Ай бұрын
Bahut khusi lagila cm nka interview.......best choice of as CM of our odisha.
@sujatapasayat5961
@sujatapasayat5961 Ай бұрын
ଆପଣ ଓଡ଼ିଶାକୁ ଆଗକୁ ନେବେ ବୋଲି ପୁରା ଓଡିଶାବାସୀ ଙ୍କ ଆଶା🎉ଜୟ ଜଗନ୍ନାଥ🎉
@shivanandprasad2611
@shivanandprasad2611 Ай бұрын
Wah. Perfect କଥା କହିଛନ୍ତି. ଏହି ସି ଏମ୍ ଙ୍କ କଥା ଆଉ personality ବହୁତ୍ strong ଲାଗୁଛି
@rajendraacharya4331
@rajendraacharya4331 Ай бұрын
ଉତ୍କଳର ଭାଗ୍ୟ ପରିବର୍ତ୍ତନ ହେଲା. ବହୁତୁ ବଢିଆ Chief minister 🙏ଜୟ ଜଗନ୍ନାଥ🙏
@batababacreation4798
@batababacreation4798 Ай бұрын
ଗୋଟେ ନୁଆ ଜିନିଷ ଦେଖିବାକୁ ମିଳିଲା Chief minister ଓଡ଼ିଆ ଭାଷା ରେ ଭାଷଣ ଆଉ ଏତେ ସମୟ ଧରି interview
@niranjanswain412
@niranjanswain412 Ай бұрын
ଆମ ହେତୁ ପାଇଲାଠୁ ଆମ ରାଜ୍ୟ ର ମୁଖ୍ୟମନ୍ତ୍ରୀ ନିଜ ମାତୃଭାଷା ରେ ଆମେ ତାଙ୍କୁ ଶୁଣୁଛୁ 🙏🏾
@maasitalammacreations9764
@maasitalammacreations9764 Ай бұрын
କିଛି ହେଉ ନ ହେଉ ଆଜି ମୋର ଜନନୀ ମାତୃ ଭାଷା ଓଡ଼ିଆ ବଞ୍ଚିଛି, ଆଜି ର ମୁଖ୍ୟ ମନ୍ତ୍ରୀ ଓଡ଼ିଆ ରେ କହି ପାରୁଛନ୍ତି ଏହାର ଅର୍ଥ ସେ ଆମ ଦୁଃଖ ବୁଝି ପାରିବେ।
@VOICEOFALOK
@VOICEOFALOK Ай бұрын
ପ୍ରତିଟି ସରକାର ହାଇ ସ୍କୁଲ ପାଇଁ ବହୁତ୍ କିଛି କରିଛି ଆଜ୍ଞା , ଦୟାକରି ପ୍ରାଥମିକ ଶିକ୍ଷା ଓ ପ୍ରାଥମିକ ଶିକ୍ଷକ ପ୍ରତି କିଛି କରନ୍ତୁ ଆଜ୍ଞା । CONTRACTUAL ପ୍ରଥା ଉଚ୍ଛେଦ ହେଉ । #JUNIOR_TEACHER 🙏 Mohan Charan Majhi
@electrical121
@electrical121 Ай бұрын
Right
@odishafarming7713
@odishafarming7713 Ай бұрын
Bjp sabu kariba
@odishafarming7713
@odishafarming7713 Ай бұрын
Kete years BJP rahiba dekhajau..
@hbrpresent5782
@hbrpresent5782 Ай бұрын
ଅରଗସ ନ୍ୟୁଇଜ୍ ଙ୍କୁ ଧନ୍ୟବାଦ 🎉🎉🎉
@ashokkumarsahoo4432
@ashokkumarsahoo4432 Ай бұрын
ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ଭ୍ରଷ୍ଟାଚାର ବିଲୋପ ହେବା ଉଚିତ 🙏🙏🙏
@Dkdas8328
@Dkdas8328 Ай бұрын
ଦୁର୍ଗା ଭାଇ ବହୁତ ଦିନ ପରେ ଗୋଟେ ଭଲ intreview ଦେଖିବାକୁ ପାଇଲୁ I ଧନ୍ୟବାଦ 🎉🎉
@deepakmahanta1984
@deepakmahanta1984 Ай бұрын
ନବ ନିର୍ବାଚିତ ଆମ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ସାର ଙ୍କ ବିକଶିତ ଚିନ୍ତାଧାରା ଶୁଣିକି ବହୁତ୍ ଭଲ ଲାଗିଲା । ମହାପ୍ରଭୁ ଜଗନ୍ନାଥ ଏବଂ ମାଆ ତାରିଣୀ ଆପଣଙ୍କୁ ସହାୟ ହୁଅନ୍ତୁ..
@BishesSahoo-oi3ve
@BishesSahoo-oi3ve Ай бұрын
ବହୁତ୍ satisfy ଲାଗିଲା ଏହା ଶୁଣିବାପରେ 🆒🤗👑🫡🙏
@trickymasti3421
@trickymasti3421 Ай бұрын
ପ୍ରତିଟି ସରକାର ହାଇ ସ୍କୁଲ ପାଇଁ ବହୁତ୍ କିଛି କରିଛି ଆଜ୍ଞା , ଦୟାକରି ପ୍ରାଥମିକ ଶିକ୍ଷା ଓ ପ୍ରାଥମିକ ଶିକ୍ଷକ ପ୍ରତି କିଛି କରନ୍ତୁ ଆଜ୍ଞା । CONTRACTUAL ପ୍ରଥା ଉଚ୍ଛେଦ ହେଉ । #JUNIOR_TEACHER 🙏 Mohan Charan Majhi ... Abolished Contractual system from odisha
@bhaskarprasad5271
@bhaskarprasad5271 Ай бұрын
ଓଡ଼ିଶାର ରାଜା ଶ୍ରୀମୋହନ ମାଝୀ ଙ୍କ ଶ୍ରୀ ଅଭୟ ଚରଣେ କୋଟି କୋଟି ପ୍ରଣାମ, ଓଡ଼ିଶା ର 4.5 କୋଟି ଜନସାଧାରଣଙ୍କ ସେବା କରିବା ପାଇଁ ଶ୍ରୀଜଗନ୍ନାଥ ଆପଣଙ୍କୁ ବହୁତ ଶକ୍ତି ଦିଅନ୍ତୁ, ବନ୍ଦେ ଉତ୍କଳ ଜନନୀ 🙏 ଜୟ ଜଗନ୍ନାଥ
@prakasrout2636
@prakasrout2636 Ай бұрын
Jagannath nkar ashirbad ru odia cm
@sipunA-dt1cz
@sipunA-dt1cz Ай бұрын
Odisha ra Raja kebela jagannath aau sabu tanka sebeka
@sushamadash8383
@sushamadash8383 Ай бұрын
Argus gives us a very polite, helpful person, very popular, innocent tribal Chief minister Mr. Mohan Majhi 👌👌🌷🌷
@basantarout2089
@basantarout2089 Ай бұрын
Jai jagannath swami
@DibyasinghaNayak
@DibyasinghaNayak Ай бұрын
ମୁଁ ବହୁତ ଖୁସି ଅନୁଭବ କରୁଛି, 🙏🙏🙏🙏ଆମ ମୁଖ୍ୟମନ୍ତ୍ରୀ ଏମିତି ହେବା ଦରକାର 🙏🙏🙏🙏, ଯାହା ହେଉ ମୋ ଓଡିଶା ବାସି ଙ୍କ ପାଦପଦ୍ମ ଚରଣ ତଳେ କୋଟି କୋଟି ପ୍ରଣାମ.
@LoloPalei
@LoloPalei Ай бұрын
ସବୁ ରାଜ୍ୟ ରେ ସେ ରାଜ୍ୟ ର ଖାଣ୍ଟି ଲୋକ ଥାନ୍ତି କୁହନ୍ତୁ ତ ସେଇରାଜ୍ୟ ମାନଙ୍କ ରେ କଣ ଉନତି ହେଇଚି ଖାଲି କଥା ବେଶୀ ହେଲେ ଚଳିବନି କାମ ହବା ଦରକାର
@nrusinghcharansadangi8579
@nrusinghcharansadangi8579 Ай бұрын
ଜୟ ଜଗନ୍ନାଥ 🙏 ଜୟ ଅର୍ଗସ୍ 🙏 ସତ୍ୟ ନିରପେକ୍ଷ ନିର୍ଭିକ ମା ଦୁର୍ଗା ଶକ୍ତିମୟୀଙ୍କର ଆଶିଷ ଭାଇ ଦୁର୍ଗାଶିଷ 🙏 ସତ୍ୟର ପ୍ରକାଶ ବିଜୟ ଓଡିଆର ବିଜୟ ଆତ୍ମ ବିଶ୍ବାସର ବିଜୟ ବିକାଶ 🙏🙏 ସୁନ୍ଦର ବାସ୍ତବ ମନଖୋଲା ସାକ୍ଷାତକାର
@bindasmitu9795
@bindasmitu9795 Ай бұрын
ଏହା ହେଉଛି ଓଡ଼ିଆ ଅସ୍ମିତା ର କଥା ଧନ୍ୟବାଦ ଅର୍ଗସ୍ ନ୍ୟୁଜ୍ 🙏🙏🙏
@user-ry6wy8no4m
@user-ry6wy8no4m Ай бұрын
ଦୁର୍ଗାଶୀଷ sir ଏ ସରକାର ଗଠନ କରିବାରେ ଆପଣଙ୍କ ଭୂମିକା ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ କମ ନୁହଁ ।ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ ❤
@pinunaikofficial2643
@pinunaikofficial2643 Ай бұрын
ନବୀନ ବାବୁ ଏମିତି କେବେ ଓଡ଼ିଆରେ news ଚାନେଲ ରେ ଆସିଥିଲେ କି
@prasantakumar6793
@prasantakumar6793 Ай бұрын
Odia kahithile odia channel ku aasithante 😂😂
@rabindramajhi9566
@rabindramajhi9566 Ай бұрын
Se Magiha ra gote kotha.. Apana Mane khusi to
@lokanathprusty1874
@lokanathprusty1874 Ай бұрын
Nabin kebala kamare fokash dianti Bjp bhalia nuha kama Kam bada bada katha besi
@jayprakashsahoo1592
@jayprakashsahoo1592 Ай бұрын
Beiman sala kahaku maghya kahuchu jani paruchu..Chhad besi din nuha sabu ape ape jani pariba​@@rabindramajhi9566
@HeavenRacer422
@HeavenRacer422 Ай бұрын
Se DGP sange katha hau nathila. Loka nka sange ba*da misiba.
@RatanTudu639
@RatanTudu639 Ай бұрын
ମୁଁ first time 24 ୟାର ପରେ ମୁଖ୍ୟମନ୍ତ୍ରୀ ର ଓଡ଼ିଆ ରେ କଥା ଶୁଣିଲି.. ଏବେ ଆମ ଓଡ଼ିଆ ମୁଖ୍ୟମନ୍ତ୍ରୀ ପରି ଲାଗୁଛି.. ବହୁତ ଖୁସି ଦେଖି 🙏🙏
@fakirmohankhatua2832
@fakirmohankhatua2832 Ай бұрын
ଜୟ ଜଗନ୍ନାଥ, ବହୁତ ଭଲ ଲାଗିଲା ସାକ୍ଷାତକାର, ଜଗନ୍ନାଥ ଆଶୀର୍ବାଦ କରନ୍ତୁ ଲୋକଙ୍କ ସେବା ଚାଲୁ ରଖନ୍ତୁ
@gourishankarbarik3690
@gourishankarbarik3690 Ай бұрын
ମୁଁ ମାନ୍ଯବର ମୁଖ୍ୟମନ୍ତ୍ରୀ ଙ୍କୁ ଓ ତାଙ୍କ ବିଚାରଧାରା, ଭାବନା କୁ ନମସ୍କାର 🙏🙏ଜଣାଉଛି ।ଅର୍କସ ନ୍ଯୁଜ କୁ ଧନ୍ଯବାଦ୍ ଜଣାଉଛି କାରଣ ଚାରିକୋଟି ଓଡିଆ ଏହି ସାକ୍ଷାତକାର ଦେଖୁଛନ୍ତି ଓ ଭଲ ଭାବରେ ବୁଝିପାରୁଛନ୍ତି ।ଭଗବାନଙ୍କୁ ପ୍ରାର୍ଥନା ମୁଖ୍ଯମନ୍ତ୍ରୀଙ୍କୁ ଶକ୍ତି ଓ ସାହସ ଦିଅନ୍ତୁ ।
@user-pg2pm4ls2q
@user-pg2pm4ls2q Ай бұрын
ଆଜି ବହୁତ୍ ଖୁସି ଲାଗିଲା କାରଣ ଆମ ମୁଖ୍ୟ ମନ୍ତ୍ରୀ ଓଡ଼ିଆ ରେ ସାକ୍ଷାତ କାର ଦେଲେ ❤
@kaliapanda6454
@kaliapanda6454 Ай бұрын
ଆପଣ ନିଶ୍ଚିତ ଭାବରେ ଓଡିଶା ରାଜ୍ୟ କୁ ଦେଶରେ ପ୍ରଥମ ସ୍ଥାନ ହାସଲ କରିବାପାଇଁ ମୁଖ୍ୟ ବିନ୍ଧାଣି ହେଇପାରିବେ. ଜଗନ୍ନାଥ ଆପଣ ଙ୍କୁ ଆଶ୍ରିବାଦ କରନ୍ତୁ.
@SumantaNayak-pf4cf
@SumantaNayak-pf4cf Ай бұрын
ଓଡ଼ିଶାର,, ମୁଖ୍ୟ ମନ୍ତ୍ରୀ,, ଆମ ଓଡ଼ିଆ ପୁଅ ❤❤
@dakshyarajpradhan6454
@dakshyarajpradhan6454 Ай бұрын
ଜୟ ଜଗନ୍ନାଥ jai ଶ୍ରୀ ରାମଚନ୍ଦ୍ର
@Educationpoint100
@Educationpoint100 Ай бұрын
1st time ଓଡ଼ିଆ CM interview ଦେଖିଲି ବହୁତ୍ ଭଲ ଲାଗିଲା
@entertainment8735
@entertainment8735 Ай бұрын
ଆଜି ଏସବୁ ଶୁଣି ବହୁତ୍ ଖୁସି ଲାଗିଲା
@sachidanandabhoi999
@sachidanandabhoi999 Ай бұрын
ମୁଁ ବହୁତ ଖୁସି ହେଲି ଓଡ଼ିଆ ସିଏମ ମହାଶୟଙ୍କ ଓଡିଆ ଭାଷା
@ganeshswainblog3061
@ganeshswainblog3061 Ай бұрын
ଯେଉଁ ଭଦ୍ର ବେକ୍ତି ଙ୍କୁ ମୋହନ ସାର୍ ପସନ୍ଦ ନୁହେଁ ଏ ଇଣ୍ଟର୍ ଭିଉ ଦେଖନ୍ତୁ ନାହିଁ
@mr.curious6433
@mr.curious6433 Ай бұрын
Tu Kai dakhuchu
@santosh34554
@santosh34554 Ай бұрын
​@@mr.curious6433se pasand karanti.
@basantarout9538
@basantarout9538 Ай бұрын
ଓଡ଼ିଶା ରେ ଯୋଗୀ ଆଦିତ୍ୟ ନାଥ ଙ୍କ ପରି ସାସନ ହବା ନିହାତି ବାଞ୍ଛନୀୟ.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
@user-lm6hj4yj7k
@user-lm6hj4yj7k Ай бұрын
ସିଏ ବାଣ୍ଡ ଅଛି ଯୋଗି ହିମାଳୟକୁ ପଳାଈଲା
@gyanabratamohanty4219
@gyanabratamohanty4219 Ай бұрын
ଓଡିଶାର ନୂଆ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଜୀ ଓଡିଶାକୁ ଭଲ ପାଇବା ନିଶ୍ଚୟ ଦେଖାଇଦେବେ, କାରଣ ଓଡିଶା ତାଙ୍କୁ ବହୁତ ବିଶ୍ୱାସ କରିଛି, ଭଲ ପାଇବା ଦେଇଛି | ଯେହେତୁ ସାରା ସରକାରୀ ବ୍ୟବସ୍ଥାକୁ ବିଜେଡି ସରକାର ନଷ୍ଟ କରିଦେଇଛି, ଏହାକୁ ସଜାଡ଼ିବାକୁ ନିଶ୍ଚୟ ସମୟ ଲାଗିବ, କିନ୍ତୁ ପ୍ରଗତି ଓ ସୁଧାର ନିଶ୍ଚୟ ହେବ | ଜୟ ଜଗନ୍ନାଥ 🙏👍🙏
@fakirsahu257
@fakirsahu257 Ай бұрын
ପ୍ରଥମ ଥର ଓଡିଶା ରେ ମୁଖ୍ଯ ମନ୍ତ୍ରୀ କଂ ମୁହଁରୁ ଓଡିଆ କଥା ଘଣ୍ଟା ଘଣ୍ଟା ସୁଣବା କୁ ମିଳୁଚି❤❤❤
@aarttadash6653
@aarttadash6653 Ай бұрын
ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ପରେ ଶୁଦ୍ଧ ଓଡ଼ିଆ ରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଶୁଣିବାକୁ ମିଳିଲା । ବହୁତ୍ ଖୁସି ଲାଗିଲା
@prakashtripathy2647
@prakashtripathy2647 Ай бұрын
Sata katha janaki babu jane bhal odia cm thile kintu tanku basanta biswal fasai Cm ru bida kala ta sahit congress odisha ru mula pocha hoe gala kintu basanta biswal tar sasti paila ta sahit ta pua b
@sachikantasahoo6981
@sachikantasahoo6981 Ай бұрын
ଆରେ ବାଃ ବହୁତ ବଢିଆ ରେ କହୁଛନ୍ତି ଆମ ନୂଆ ମୁଖ୍ୟମନ୍ତ୍ରୀ , ମୁଁ ପ୍ରଥମେ ତାଙ୍କୁ ଏତେ ଦକ୍ଷ ବୋଲି ଜାଣି ନ ଥିଲି , କିନ୍ତୁ ଯେତେବେଳେ ଜାଣିଲି ଶିଶୁ ମନ୍ଦିର ର ଗୁରୁଜୀ ସେତେବେଳେ କଂଫର୍ମ ହେଇଗଲି ଯେ ଇଏ ନିଶ୍ଚିତ ଜଣେ ଦକ୍ଷ ନେତା ହେଇଥିବେ , ପ୍ରକୃତରେ ସେ full active , ଖୁବ ଦକ୍ଷ
@Kulamani-nr5oq
@Kulamani-nr5oq Ай бұрын
I'm heartly happy, hearing total speech of new cm,namaste.
@NarayanRaita-id3lg
@NarayanRaita-id3lg Ай бұрын
ଆମ ମୂଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ବାବୁଙ୍କ ଭାଷା ଯେମିତି ତାଙ୍କ ହ୍ରୃଦୟ ସେମିତି ମୋର ଆଶା ସୁନିଶ୍ଚିତ ଓଡ଼ିଶା ବିକାଶର ପ୍ରଗତି ହେବ ❤ ଜୟ ଜଗନ୍ନାଥ ❤🙏🙏🙏
@katakiatoka
@katakiatoka Ай бұрын
ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ଚିନ୍ତାଧାରା, ସେବା ମନୋବୃତି , ଓଡ଼ିଶାର ବିକାଶ କଥା , ଦୀର୍ଘ 25 ବର୍ଷ ହେଲା ଦେଖିନଥିଲି , ଆଜି ମୁଖ୍ୟମନ୍ତ୍ରୀ ଙ୍କ ମୁଁହରୁ ଏଭଳି କଥା ଶୁଣିକି ବହୁତ ଗର୍ବ ଲାଗୁଛି ଏବଂ ମୁଁ ଗର୍ବ ରେ କହିବି ମୁଁ ଜଣେ ଓଡ଼ିଆ
@balunkeswarprusty6499
@balunkeswarprusty6499 Ай бұрын
25 Barsha helani AME sunuthile gotia katha "apana Mane khusi taw"😂
@katakiatoka
@katakiatoka Ай бұрын
@@balunkeswarprusty6499 ହଁ ଭାଇ
@t.n.timepass9800
@t.n.timepass9800 Ай бұрын
ଆମ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ର ବିକାଶ କରିବା ସହିତ ଉନ୍ନତ ରୋଜଗାର ପନ୍ଥା, ବାହାର କରନ୍ତୁ ଯେମିତି କେହି ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଜିବେନାହଁ l ଯେମିତି ବାହାର ରାଜ୍ୟର ଲୋକ ମାନେ ଓଡିଶା କୁ ଦାଦନ ଖଟିବାକୁ ଆସିବେ ଏତିକି ମୋର ମୁଖ୍ୟମନ୍ତ୍ରୀ ପାଖରେ ଅନୁରୋଧ 🙏🙏🙏🙏🙏....
@binapanipanda1454
@binapanipanda1454 Ай бұрын
🙏aapanankara. Mangala heu 🙏🇮🇳🙏
@biplabadhal6143
@biplabadhal6143 Ай бұрын
Jay Jagannath ❤❤
@dagreswargoud
@dagreswargoud Ай бұрын
ଜଗତର ନାଥ ଜଗନ୍ନାଥ ଙ୍କୁ କୋଟି କୋଟି ନମସ୍କାର...ପ୍ରଭୁ ହିଁ ରାଜ୍ୟର ସ୍ଵାଭିମାନ, ଅସ୍ମିତା ଏବଂ ଓଡ଼ିଆ ଜାତିର ଗୌରବକୁ ଫେରାଇ ଆଣିଛନ୍ତି...ଜୟ ଜଗନ୍ନାଥ 🙏🏻🙏🏻🙏🏻
@umeshkumar-dy8lr
@umeshkumar-dy8lr Ай бұрын
ମହାଶୟ ଆପଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
@csc_seva
@csc_seva Ай бұрын
CM Mohan sir ଆପଣଙ୍କ interview ଦେଖି ବୋଉତ ଖୁସି ଲାଗିଲା l ଆଶାକରୁଛୁ ନୁଆଁ ସରକାର ଆଶାରୁ ଅଧିକ ସେବା ଦେବ l ଜୟ mohan sir 🙏🙏🙏
@MusicWorld-uy7sd
@MusicWorld-uy7sd Ай бұрын
Jete sunilebi ahuri sunibaku ichha heuchhi odia bhasare. Bahut Bahut dhanyavaad argas news nku and odisha ra New CM nku. God bless you to both. Jay Jagannath, Jay Shree Raam.
@lmcreation7284
@lmcreation7284 Ай бұрын
No 1 CM
@i_amhbb
@i_amhbb Ай бұрын
Kebe hela😂 5 din bi heini no1 cm heigala ejayen kama bi karini😂 Dhanya re Jay jagannath❤
@Butterfly-krishna
@Butterfly-krishna Ай бұрын
​@@i_amhbbହେବେ ହେବେ just wait and watch
@kumarprahllada6197
@kumarprahllada6197 Ай бұрын
Nice Discussion 👍🏻 ଆମ ମୁଖ୍ୟମନ୍ତ୍ରୀ ସବୁ ପ୍ରଶ୍ନର ଉତ୍ତର କେତେ ସୁନ୍ଦର ଭାବରେ ବ୍ୟାଖ୍ୟା କଲେ ❤
@GaneshBepari-fh9dw
@GaneshBepari-fh9dw Ай бұрын
ସରକାରଙ୍କ ପକ୍ଷରୁ ବହୁତ ସୁନ୍ଦର ଡିସି଼ସନ ନେଳେ ଆମ ସରକାରଙ୍କ ଦ୍ଵାରା ଓଡ଼ିଶାର ସାରେ ଚାରି କୋଟି ଲୋକଙ୍କ ଆଶିର୍ବାଦ ରହିଳା ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଜଗନ୍ନାଥ ପ୍ରଭୁ ଦୟା କରନ୍ତୁ ମାଲକାନଗିରି ଜିଲ୍ଲାର ଗଣେଶ ଭାଇ
@priyabrat000
@priyabrat000 Ай бұрын
ଥାନା ରେ ସାଧାରଣ ଲୋକଙ୍କୁ ଯେମିତି ଉଚ୍ଚ ପଦସ୍ତ ଅଧିକାରୀ IIC ଆଉ SDPO ମାନେ ବ୍ୟବହାର କରନ୍ତି , ଥାନା ର ତଳିଆ କର୍ମଚାରୀଙ୍କୁ ଙ୍କୁ ବି ତା ଠୁଁ ଅଧିକା ଖରାପ ବ୍ୟବହାର କରିଥାନ୍ତି, BJP ସରକାର ଙ୍କୁ ଅନୁରୋଧ, ଏହା ଉପରେ କିଛି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ। ଏବଂ କିଛି guidelines,Rule ଅଣାଯାଉ। 😢😢😢
@hkmagic7945
@hkmagic7945 Ай бұрын
ପ୍ରତିଟି ସରକାର ହାଇ ସ୍କୁଲ ପାଇଁ ବହୁତ୍ କିଛି କରିଛି ଆଜ୍ଞା , ଦୟାକରି ପ୍ରାଥମିକ ଶିକ୍ଷା ଓ ପ୍ରାଥମିକ ଶିକ୍ଷକ ପ୍ରତି କିଛି କରନ୍ତୁ ଆଜ୍ଞା । CONTRACTUAL ପ୍ରଥା ଉଚ୍ଛେଦ ହେଉ । #JUNIOR_TEACHER 🙏 Mohan Charan Majhi
@nex11ff67
@nex11ff67 Ай бұрын
ଆମ ନୂତନ ମୁଖ୍ୟମନ୍ତ୍ରୀଙ୍କ ଉପରେ କାହା ନଜର ନ ଲାଗୁ। ସାଧାରଣ ଲୋକଙ୍କ କଥା ଯେମିତି ବୁଝୁଛନ୍ତି , ସେମିତି କାମ କରିବା ସମୟରେ ତାଙ୍କୁ ସାହସ ଓ ଶକ୍ତି ଦିଅନ୍ତୁ। ❤️
@hariharmohanty8551
@hariharmohanty8551 Ай бұрын
ମୋ ଓଡ଼ିଆ ମୁଖ୍ୟମନ୍ତ୍ରୀ ଓଡ଼ିଆ ରେ ଏତେ ଦିନପରେ news chhhanel କୁ ସାକ୍ଷାତ ଦେଇଥିବାରୁ ଧନ୍ୟବାଦ ଓଡ଼ିଶା ।
@PradeepKumarMohanty-og9cj
@PradeepKumarMohanty-og9cj Ай бұрын
Koti koti parnam ❤
@udaynathhembram7202
@udaynathhembram7202 Ай бұрын
Bohuto bholo lagila news statement
@Bargarh11
@Bargarh11 Ай бұрын
ସାର୍ ପୋଲିସ ଆଇନ ଯୋଉ ଚେଞ୍ଜ କରିବାକୁ ଯାଉଛନ୍ତି । ପ୍ରଥମେ ପୋଲିସ ବିଭାଗ ର ଦୁଃଖ କଥା ବୁଝିବେ ବୋଲି ମୋର ଆଶା ? ପୋଲିସ ବିଭାଗର ତଲତଳିଆ କର୍ମଚାରୀ ହିଁ ହଇରାଣ ହେଉଛନ୍ତି ଯେ କୌଣସି କାମରେ । ଅଫିସର ରାଜ କରୁଛନ୍ତି ଆଗିଆଁ । ହାବିଲଦାର ସିପାହୀ ମହାସଂଘ ପୂର୍ବପରି ଭୋଟିଂ କରାଯାଉ । ଓଡିଶା ପୋଲିସ ରେ 1000 ବିଭାଗ ନ କରିକି only ଗୋଟେ (ଓଡିଶା ପୋଲିସ) ବିଭାଗ କରାଯାଉ ।
@rabindramajhi9566
@rabindramajhi9566 Ай бұрын
Magiha DSP, IIC
@nayaktrilochan7559
@nayaktrilochan7559 Ай бұрын
ସମ୍ପୂର୍ଣ୍ଣ ଠିକ୍ କଥା କହିଲେ
@prasantpatel3384
@prasantpatel3384 Ай бұрын
Magia police mananku dhyan diantu cm sir.odisha re bahut komina police a6nti
@prakashmajhi7201
@prakashmajhi7201 Ай бұрын
ସାର୍ ପୋଲିସ୍ ବାଲା ଙ୍କ ଠାରୁ ଜନସାଧାରଣ ଙ୍କର ଭରସା ତୁଟି ଯାଉଛି ୟା ଉପରେ କିଛି ପଦକ୍ଷେପ ନିଅନ୍ତୁ
@bloodpressure1759
@bloodpressure1759 Ай бұрын
Emiti sabu dept ho bhai... Electricity dept ta kuhani,, private kale aau sabu talia karmi kale officer aau regular basi basi mota sallary ganile..
@niranjannaik6376
@niranjannaik6376 Ай бұрын
ଜାନକୀବାବୁ ମାନ୍ୟବର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଙ୍କପରେ,ଆଜି ନୂଆ ମୁଖ୍ୟ ମତ୍ରୀ କଂର ବକ୍ତବ୍ୟ ବହୁତ ହୃଦୟସ୍ପରସୀ,ଜାଗାନ୍ନଥ ମହାପ୍ରଭୁ ତାଙ୍କୁ ସହ ୟ କ ହୁଅନ୍ତୁ,
@a.s.m2685
@a.s.m2685 Ай бұрын
ଆମ ସ୍ୱାଭିମାନୀ ଓଡ଼ିଶାର ଲୋକମାନେ ଯେମିତି ମାଗଣା ସ୍କିମ୍ ପଛରେ ନ ପଡି ନିଜସ୍ବ ପ୍ରଚେଷ୍ଟାରେ ନିଜକୁ ଗଢିବ ସେଥିପ୍ରତି ବିଶେଷ ଧ୍ୟାନ ଦେବାପାଇଁ ମୋର ଅନୁରୋଧ ରହିଲା⚘️🙏⚘️
@sasmitaho785
@sasmitaho785 Ай бұрын
Argus news ଧନ୍ୟବାଦ... ଏଭଳି ମହାନ ନେତାଙ୍କର interview ନେଇଥିବାରୁ...... New CM Jindabad..........
@biplabprasadbehera6640
@biplabprasadbehera6640 Ай бұрын
ଓଡ଼ିଶା ଇତିହାସ ର ସବୁଠାରୁ ଭଲ ଓଡ଼ିଆ ମୁଖ୍ୟମନ୍ତ୍ରୀ ଯିଏ କି ଲୋକ ଙ୍କ ମୁଖ୍ୟମନ୍ତ୍ରୀ ଖାଣ୍ଟି ସୋଳ ଅଣା ଓଡ଼ିଆ ମୁଖ୍ୟମନ୍ତ୍ରୀ ❤
@Jayanti566
@Jayanti566 Ай бұрын
Right 💯
@Pzxxxxxx
@Pzxxxxxx Ай бұрын
"ଆମ ମୁଖ୍ୟ ମନ୍ତ୍ରୀ " ଶୁଣି ଲେ emotional ଲାଗୁ ଚି
@chandrabhanubhuyan4666
@chandrabhanubhuyan4666 Ай бұрын
ସେଦିନ ରାସ୍ତା ରେ ଜଣେ ସ୍ତ୍ରୀ ଲୋକର(କାମ ଖୋଜିବାକୁ ଯାଜପୁର ରୁ ଆସିଥିବା )ପାଖକୁ ଯାଇ ପୋଲିସ ଡକାଇ ସାଙ୍ଗେ ସାଙ୍ଗେ ତାଙ୍କ ଥଇଥାନ ର ବ୍ୟବସ୍ଥା କାଳେ ଦେଖିକି ଦେଲୁମତେ ମହା ଶିକ୍ଷା ର ରଜ ରଣଜିତ ସିଂ ନକ କଥା ମାନେ ପଡିଲା ଆଉ ଆଜି ଏ ସବୁ ପ୍ରଶ୍ନ ର ସରଳ ଉତ୍ତର ଓ ବ୍ୟାଖ୍ୟା ଶୁଣି ଆଖି ଦୁଇଟା ମଝିରେ ମଝିରେ ଜକେଇ ଆସିଲା.ଲାଗିଲା ଏ ମନ୍ତ୍ରୀ ଆମକୁ ଜଦି ବହୁତ ଆଗରୁ ମିଳିଥାନ୍ତା ତେବେ ଆଜି କାମ ଖୋଜିବାକୁ ନିଜକୁ ଦାଦନ ର ପରିଚୟ ଦେଉନଥାନ୍ତେ.ନବୀନ ପଟ୍ଟନାୟକ ପଟ୍ଟନାୟକ ଙ୍କୁ 24 ବର୍ଷାରେ କେବେ ଦିନେ ଶୁଣିନଥିଲୁ. ଆଜି 10ଦିନ ମନ୍ତ୍ରୀ ହଉ ହଉ ସୁନ୍ଦର ସାକ୍ଷାତକର ଦେଇ ଓଡିଶା ବାସୀଙ୍କ ମନ ଜିତିଗଲେ.. 👍🏼👍🏼ମୋହନ ସାର. ଜୟ ଜଗନ୍ନାଥ
@LambodarKanhar-sc4bd
@LambodarKanhar-sc4bd Ай бұрын
Sir ପ୍ରତି ଗାଁ କୁ ଟୋପେ ପାଣି ଦିଅନ୍ତୁ ଆଉ ଶ୍ୱାସ୍ଥ୍ୟ ଦିଅନ୍ତୁ.
@manasrout6532
@manasrout6532 Ай бұрын
ପ୍ରଥମ ଥର ପାଇଁ ଓଡ଼ିଶା ରେ ଜଣେ ଓଡିଆ ମୁଖ୍ୟମନ୍ତ୍ରୀ news ଚାନେଲ ରେ ବାଇଟି ଦେଉଛନ୍ତି ଜୟ ଜଗନ୍ନାଥ
@higyus2730
@higyus2730 Ай бұрын
ସରଳ ନିଷ୍କପଟ ବେକ୍ତିତ୍ୱ 🙏
@sharmistharaut4473
@sharmistharaut4473 Ай бұрын
❤,,,🙏💚🙏 ଜୟ ମାଆ ତାରିଣୀ ,,,🌺🌺🌺🌺🌺🌺🌺 ମାଆ ଲୋ ତୋ ପବିତ୍ର ମାଟିର ପୁଅକୁ ଆଜି ତୁ ଆମ ଓଡ଼ିଶା ରାଜ୍ୟର ଜନ ସେବକ ଙ୍କୁ ଆବିଷ୍କାର କରିଛୁ ମା ତୋତେ ମୋର କୋଟି କୋଟି ଦଣ୍ଡବତ କାହିଁକି ନା ତୁ ଏଭଳି ଭାବମୂର୍ତ୍ତି ଦରଦୀ ବନ୍ଧୁ ତି ଶାସକ ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆମ ମୁଖ୍ୟନ୍ତ୍ରୀ ଙ୍କୁ ସୁଦୃଢ ଶାସକ ବନାଇ ତାଙ୍କୁ ସାହାସ ଦିଅ ଯେପରି ତାଙ୍କର ଶାସନ ଚଲାପଥ କୁସୁମିତ କର ଓ ଦୀର୍ଘାୟୁ କର ଏତିକି ମୋର ତୋ ପାଖରେ ମାଗୁଣି ,,,,,🙏🙏🙏
@debendrakumarsahoo8975
@debendrakumarsahoo8975 Ай бұрын
❤ you CM sir , your words are heart touching, Hope u will implement your plans as soon as possible
@SunakarNayak-cj8qv
@SunakarNayak-cj8qv Ай бұрын
ଧନ୍ୟ ବାଦ ନୂଆ ମୁଖ୍ୟ ମନ୍ତ୍ରୀ ଓ ଅର୍ଗୁସ chanala ସାମ୍ବାଦିକ ମହାଶୟଙ୍କ ସହ ଆଲୋଚନା କରି ସାଧାରଣ ଜନତା ବହୁତ୍ ଖୁସି ହୋଇ ଗଲେ। ଆପଣ ମାନଙ୍କୁ ସାରା ଓଡ଼ିଶାର ପୁରପଲ୍ଲୀ ରେ ଆନନ୍ଦ ଉଳସର ଅଭିନନ୍ଦନ ଜଣାଉଛି। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ।
@amohanty4374
@amohanty4374 Ай бұрын
ପ୍ରଥମ ଥର ବହୁତ ଖୁସିଲାଗିଲା, ଗଣମାଧ୍ୟମ ସାମ୍ନାରେ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଆରେ ଓଡିଶାର କଥା କହୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାର |ସ୍ପଷ୍ଟ ଓଡ଼ିଆ ଖାଣ୍ଟି ଓଡ଼ିଆ ବ୍ୟକ୍ତିତ୍ୱ, ନିଆରା ମଣିଷ, ଆଦିବାସୀ ନେତା ହୃଦୟରେ ପୂଜାପାଉଥିବା ମୋହନ ମାଝୀ ❤
@bindasmitu9795
@bindasmitu9795 Ай бұрын
ଧନ୍ୟବାଦ ଦେଉଛି ଆମ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଜୟ ଜଗନ୍ନାଥ 🙏🙏🙏
@harabindapatra5006
@harabindapatra5006 Ай бұрын
ମୁଁ ବହୁତ ଖୁସି ହେଲି ଆପଣଙ୍କ କଥା ଶୁଣି। ଆଶା କରେ ଆଗକୁ ଆହୁରି କିଛି ଆମ ରାଜ୍ୟ ର ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରନ୍ତୁ । ଜୟ ଜଗନ୍ନାଥ 🙏 ଆପଣଙ୍କୁ ଭଲ ରେ ରଖିଥାନ୍ତୁ ଆଉ ଆପଣ ଭଲରେ ଥିଲେ ଆମ ରାଜ୍ୟ କୁ ମଧ୍ୟ ଭଲରେ ରଖିବା ପାଇଁ ଚେଷ୍ଟା କରନ୍ତୁ। ଧନ୍ୟବାଦ୍ 🙏 Argus News
Каха и суп
00:39
К-Media
Рет қаралды 6 МЛН
One moment can change your life ✨🔄
00:32
A4
Рет қаралды 33 МЛН
Heartwarming Unity at School Event #shorts
00:19
Fabiosa Stories
Рет қаралды 18 МЛН
🔵 Unveiling The Truth With Advocate Piku Patnaik || Kanak News
21:44