ମାଳିକାରେ ଅଛି ଚାରିଦ୍ବାର ଖୋଲିଲେ ଏବଂ ରତ୍ନ ଭଣ୍ଡାର ଖୋଲିଲେ ବଡ଼ ବିପତ୍ତି ମାଡ଼ି ଆସିବ : ମହିଳା ଭକ୍ତ

  Рет қаралды 302,895

Nandighosha TV

Nandighosha TV

16 күн бұрын

Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 1 300
@debasisdas5153
@debasisdas5153 14 күн бұрын
ପଣ୍ଡା ମାନେ ବହୁତ ଅନ୍ୟାୟ ଅତ୍ୟାଚାର କରିଛନ୍ତି ସେମାନେ ଭୋଗିବା କଥା।
@nainamohanty7421
@nainamohanty7421 14 күн бұрын
Thik katha tanka garba bhangiba katha
@Das14391
@Das14391 14 күн бұрын
Right broo
@satyajitswain6994
@satyajitswain6994 14 күн бұрын
Sabu bjp sarkar pain mghi modi
@jagannathkrupa9310
@jagannathkrupa9310 14 күн бұрын
Agaku ahuri bhogibe a sevayat bahut garba karuchanti sabu garba bhangidele
@sandykumar6855
@sandykumar6855 14 күн бұрын
100% right
@Binodkumarpanigrahi2187
@Binodkumarpanigrahi2187 14 күн бұрын
ମହାପ୍ରଭୁ ଜଗତ କୁ ଉଦ୍ଧାର କରନ୍ତୁ, ଡର ଲାଗିଲା
@RaniAnkita-g2x
@RaniAnkita-g2x 14 күн бұрын
jai Bjp Sankar
@deepess_deepu83
@deepess_deepu83 14 күн бұрын
Are bhai rajniti bagawan nku​ nehi karani....@RaniAnkita-g2x
@pravatkumarpradhan6672
@pravatkumarpradhan6672 14 күн бұрын
Pua tu janinu
@nmtv3636
@nmtv3636 14 күн бұрын
😂😂😂😂😂😂😂😂
@titusamal4030
@titusamal4030 13 күн бұрын
​@@RaniAnkita-g2xsabubele rajaniti bhala nuha
@dillipmohanty1000
@dillipmohanty1000 14 күн бұрын
ମାଳିକା ବଚନ ସତ୍ୟ କିନ୍ତୁ ଚିରି ଦ୍ୱାର ଖୋଲିବା ଦ୍ବାରା ଏମିତି କିଛି ଅଘଟଣ ଘଟିଛି ମୋର ହୃଦବୋଧ ହେଉନାହିଁ। ଏଭଳି ମହିଳା ପ୍ରବଚନ ଦେବା କଥା।
@RaniAnkita-g2x
@RaniAnkita-g2x 14 күн бұрын
jai Bjp Sarkar😂
@soumyaranjanswain6277
@soumyaranjanswain6277 14 күн бұрын
ଠିକ୍ କଥା ଏ ମହିଳାଙ୍କର ଜ୍ଞାନର ଘୋର୍ ଅଭାବ ଅଛି ଏଭଳି ଲୋକଙ୍କ ଠାରୁ ବାଇଟ ନେବା ମଧ୍ୟ ଭୁଲ୍। ନନ୍ଦିଘୋଷ ମଧ୍ୟ ନିଜ ଜ୍ଞାନ ପାଇ ପାରୁନାହିଁ ଆଜି ମଧ୍ୟ ବିଜେଡି ପାଇଁ ଖବର ପ୍ରସାରିତ କରୁଛି
@suryanarayanmohanty9181
@suryanarayanmohanty9181 13 күн бұрын
Jete chatucha chaata chaati chaati ki padma ku pura rasgola Kari deba😂😂😂
@ArtByabhi01
@ArtByabhi01 13 күн бұрын
@@dillipmohanty1000 se mahila jeu malika padhi chanti seta bodhe 2020re lekha hoi thila 🤣
@ArtByabhi01
@ArtByabhi01 13 күн бұрын
@@dillipmohanty1000 malika man lekha hela bele chari dwara kholathi a kou malika padichanti kejane
@kumartubulu7999
@kumartubulu7999 14 күн бұрын
କୁଆଡୁ କୁଆଡୁ ଆସୁଛନ୍ତି ସବୁ.... ଚାରି ଦୁଆର ତ ସବୁବେଳେ ଖୋଲା ଥିଲା କରନା ପରେ ବନ୍ଧ ହେଇଥିଲା.... ଏଥିରେ ଚାରି ଦୁଆର ସହ ସମ୍ପର୍କ କଣ.... ମାଳିକା ରେ ଯଦି ଲେଖା ଯାଇଛି ତ ଆଣିକି ଦେଖାଓ.... ସେବାୟତ ଙ୍କ ନୀତି କାନ୍ତି ରେ କିଛି ଭୁଲ ଅଛି ତେଣୁ ପ୍ରଭୁ ତାଙ୍କୁ ଦଣ୍ଡ ଦେଇଛନ୍ତି....ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଥାଉ ଥାଉ କିଛି ହବନି....
@satyabhamasahoo1023
@satyabhamasahoo1023 14 күн бұрын
Ai nari pain jaganath adha vaddha hoi rahigale
@nainamohanty7421
@nainamohanty7421 14 күн бұрын
Thik katha kahile. A stree loka ta nijaku Pura gyani bhabuchi😅😂
@malayamunna...3195
@malayamunna...3195 14 күн бұрын
ଠିକ୍ କଥା, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲୁଥିଲା ସେଥିପାଇଁ ବନ୍ଦ୍ ଥିଲା...
@LDLIPI
@LDLIPI 14 күн бұрын
Hm sata katha agru bi ratna bhandar kholithila a sabu panda manaka vul jogi heichi😢😢😢
@RaniAnkita-g2x
@RaniAnkita-g2x 14 күн бұрын
jai Bjp Sarkar😂
@susantkumarsahoo7226
@susantkumarsahoo7226 14 күн бұрын
ବଳଭଦ୍ର ଗର୍ବ କୁ ଗଞ୍ଜନ କରନ୍ତି, ସେବାୟତ ମାନଙ୍କ ସେବାରେ କିଛି ଭୁଲ ହୋଇଯାଇଛି...ଅହଂକାର କରିଛନ୍ତି.....ସେ ବଳଭଦ୍ର ବଳିୟାର ଭୁଜ ତାଙ୍କ ଭୁଜ ଏବଂ ବଳ ଆଗରେ କେହି ବି ଅହଂକାର କରିବା ଉଚିତ ନୁହେଁ...ଯାହା ଫଳରେ ବଳଭଦ୍ର ସହିପାରିଲେନି ସାଙ୍ଗେ ସାଙ୍ଗେ ଦଣ୍ଡ ଦେଲେ..... ତେଣୁ ବଳଭଦ୍ର ଙ୍କୁ କ୍ଷମା ପ୍ରାଥନା କରନ୍ତୁ ବଳିୟାର ଭୁଜ ଶାନ୍ତ ହେଵେ...
@nainamohanty7421
@nainamohanty7421 14 күн бұрын
Pura thik katha kahile bhai.asabu ku rajniti ra Rupa dei debe kichi bajya loka.bada thakura bhul sahatini sethipai asabu sevayat nku bujhei dele sudhuri jao
@RaniAnkita-g2x
@RaniAnkita-g2x 14 күн бұрын
jai Bjp Sankar
@RaniAnkita-g2x
@RaniAnkita-g2x 14 күн бұрын
jai Bjp Sarkar
@snehamohanty5705
@snehamohanty5705 13 күн бұрын
Right
@madhusmitamaharana4511
@madhusmitamaharana4511 13 күн бұрын
Ryt
@user-dt6nc5if8l
@user-dt6nc5if8l 14 күн бұрын
ଏଇ ମା ଙ୍କ କଥା ଶୁଣି ମନରେ ଭୟ ଓ ସନ୍ଦେହ ଭରି ଯାଉଛି😢😢😢 । ହେ ସରକାର ଦରକାର ନାହିଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା । ଯାହା ଗୁପ୍ତ ତାକୁ ଗୁପ୍ତ ରହିବାକୁ ଦିଆଯାଉ ।
@ArtByabhi01
@ArtByabhi01 14 күн бұрын
Aha gupta nuhe aga ru bi gantnti hoi chi
@bimalasala
@bimalasala 14 күн бұрын
ନରେନ୍ଦ୍ର ପୋଖରୀ ବାଣ ବିସ୍ପୋରଣ କଣ ପାଇଁ ହେଲା ଆଗରୁ ଏମିନ୍ତି କେବେ ହେଇନଥିଲା ନାଁ
@sweetsmruti5104
@sweetsmruti5104 14 күн бұрын
ମାଉସୀ ଯାହା କହୁ ଛନ୍ତି ଠିକ.
@RaniAnkita-g2x
@RaniAnkita-g2x 14 күн бұрын
jai Bjp Sarkar
@PravatSahoo-ch3pc
@PravatSahoo-ch3pc 14 күн бұрын
Jaha habara katha haba Malika ku ta bhagban nije manisa rupare lekhi jae chhanti taku kehi badalei paribani nahale Kali juga sesa heba kemiti 🤔🙏
@PriyankaBehera-hi9mh
@PriyankaBehera-hi9mh 14 күн бұрын
ସମସ୍ତେ କହୁଥିଲେ ଚାରି ଦ୍ଵାର ଖୋଲା ଯାଉ ଖୋଲା ହେଲା ମାଳିକା ରେ କେତେ କଥା ଲେଖା ଯାଇଛି ପଥମ ରେ ଆମିଷ ଛାଡ ଜୀବ ହତ୍ୟା କରନାହିଁ ବହୁତ କିଛି ଅଛି ସମସ୍ତେ ମାନିଲେ ଆମ ଦେଶ ସୁଧୁରି ଜାଆନା
@PramodGuru-el7hp
@PramodGuru-el7hp 14 күн бұрын
ଚାରିଦ୍ୱାର ପୂର୍ବରୁ ଖୋଲ ନଥିଲା କି ନା ପୂର୍ବରୁ ରତ୍ନ ଭଣ୍ଡାର ଖୋଲା ହେଇନି କି ଏ ଅଘଟଣ କେବଳ ଯୁବ ସେବାୟତ ଙ୍କ ଗର୍ବ ଆମେ ବହୁତ ବଳୁଆ ଆଉ ଖାମ ଖିଆଲି ମନ ଭାବ ଯୋଗୁ ଏତେ ବଡ ଅଘଟଣ ଘଟିଛି କେବଳ ସେବାୟତ ହିଁ ଦାଇ ମହାପ୍ରଭୁ ତାଙ୍କୁ ଉଚିତ ଜବାବ ଦେଇ ଚେତେଇ ଦେଇଛନ୍ତି ଜୟ ଜଗନ୍ନାଥ 🙏
@nainamohanty7421
@nainamohanty7421 14 күн бұрын
Thik katha
@gopalrana1965
@gopalrana1965 13 күн бұрын
Yes
@Adityafoodandvlogs
@Adityafoodandvlogs 13 күн бұрын
Thik katha ei bhauni nua asichhanti bodhe puri
@ODISHABHAI-eq8jq
@ODISHABHAI-eq8jq 14 күн бұрын
ଆଗ କୁ ଆହୁରି ବିପଦ ମାଡ଼ି ଆସି ବ, ମିଛ ଅପ ନିନ୍ଦା କରି ଶାସନ, କ୍ଷମତା ଜୁ ମାଡ଼ି ବସିଛି ଏ ସରକାର
@subhransudalai8360
@subhransudalai8360 14 күн бұрын
@mmahanta111youtub100
@mmahanta111youtub100 14 күн бұрын
ଏବେ ର ସରକାରଙ୍କ କଣ ଭୁଲ?
@Nrusingh619
@Nrusingh619 14 күн бұрын
ଯାହା ହେଉ ଚିନ୍ତାଧାରା ଭଲ
@nsethy5436
@nsethy5436 14 күн бұрын
ଆଗରୁ ଯେଉ ସରକାର ଥିଲା କଣ କରୁଥିଲା। ସତେକି ସତ୍ୟବାଦୀ ଧର୍ମ ପରାୟଣ ସରକାର ଥିଲା । ଆମୋ ଗାଁ ର ଜଣେ ରାଜ୍ୟସଭା ସାଂସଦ ଥିଲେ ବି ତାଙ୍କ କୁଜି ନେତା ମାନେ ଅମୋ ଗାଁ ରେ ଗୋଟେବି କାମ ପୁରା ହୋଇନାହିଁ ଆଜି ପ୍ରଜନ୍ତ , କେବଳ କାମ ନାରେ ହରିଲୋଟ ଚାଲିଛି ।
@Swapnashu
@Swapnashu 14 күн бұрын
ତୁ ହେଉଚୁ ପାପି ।ତୋ ଜନ୍ମ ହି ପୃଥିବୀ ପାଇ ପାପ
@bijayrath4254
@bijayrath4254 14 күн бұрын
୨୪ବର୍ଷ ପୂର୍ବରୁ ଯେତେବେଳେ ୪ ଦ୍ବାର ଖୋଲୁଥିଲା ସେତେବେଳେ ଅଘଟଣ ବୋଧହୁଏ ବାରମ୍ବାର ଘଟୁଥିଲା।ତମ ଭଳି କିଛି ଅଜ୍ଞାନୀଙ୍କ ପାଇଁ ଆଜି ମହାପ୍ରଭୁ ଜଗନ୍ନାଥ ଏବଂ ଅଚ୍ୟୁତାନନ୍ଦ ବଦନାମ ହେଉଛନ୍ତି।
@nainamohanty7421
@nainamohanty7421 14 күн бұрын
Pura thik katha kahile bhai
@easycraftwork9605
@easycraftwork9605 14 күн бұрын
Thik katha,Kahani gapuchi
@nsethy5436
@nsethy5436 14 күн бұрын
ଠିକ୍ କହିଲେ ଭାଇ
@omm6324
@omm6324 14 күн бұрын
Thik katha
@lifeislove8138
@lifeislove8138 14 күн бұрын
ଭାଇ ତମ କଥାରେ ମୁଁ ଏକମତ, ହେଲେ ମାନେ ପକାନ୍ତୁ 24 ବର୍ଷର ପୁରୁଣା କଥା ଆଉ ଓଡିଶାର ପରିସ୍ଥିତି କଣ ଥିଲା, ଆଉ ଏ କଥା ବି ମାନେ ପକାନ୍ତୁ 1999 ମସିହାର ଓଡିଶା ମାନଚିତ୍ର, ପୁଣି କଣ ଚାହୁଛନ୍ତି ସେମିତି କିଛି ପରିସ୍ଥିତି ଆସୁ, ତୁମେ ମାନେ କେବେଳ ହୀନ ରାଜନୀତି କରୁଛ, ଥରେ ଭାବ ମହାପ୍ରଭୁ ତୁମକୁ ସଦବୁଦ୍ଧି ଦିଅନ୍ତୁ ପୁଣି 24 ବର୍ଷ ପଛକୁ ଓଡିଶା ନ ଆସୁ ମୋର ମହାପ୍ରଭୁଙ୍କୁ ଗୁହାରୀ, ଆଉ ପ୍ରଭୁ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତି. ଜୟ ଜଗନ୍ନାଥ
@tikikuna3864
@tikikuna3864 14 күн бұрын
ପୂର୍ବରୁ କେମିତି ରତ୍ନ ଭଣ୍ଡାର ଖୋଲା ହେଇ ଠାକୁର ସଜ ହେଉଥିଲେ ସେତେବେଳେ କିଛି କ୍ଷତି ହଉ ନଥିଲା
@RaniAnkita-g2x
@RaniAnkita-g2x 14 күн бұрын
jai Bjp Sarkar
@madhushudankhuntia3935
@madhushudankhuntia3935 14 күн бұрын
Prubaru kebe khola heithila tk kahiba ki
@dr.subhransusekharboitai920
@dr.subhransusekharboitai920 13 күн бұрын
Bahara ratna bhandar kholajay Bhitara ratna bhandar kebe khola heini
@shibaprasadnath827
@shibaprasadnath827 14 күн бұрын
ହେ, ମହାପ୍ରଭୁ ବଡ ଠାକୁର ଏହି ଅଘଟଣ ଏବଂ ମହା ବିପତ୍ତିରୁ ସମସ୍ତ ମାନବ ସମାଜକୁ ତୋରି ଅପାର ଳୂପା ଏବଂ ଆଶୀର୍ବାଦ ପ୍ରଦାନ କରି ଉଦ୍ଧାର କରିବା ନିମନ୍େତ ପ୍ରାର୍ଥନା କରିଅଛୁ🙏🙏ଜୟ ଜଗନ୍ନାଥ🙏🙏🙏
@RaniAnkita-g2x
@RaniAnkita-g2x 14 күн бұрын
jai Bjp Sarkar😂 ଅହୁରି ଅନେକ ଚାରିଦ୍ଵାର ଖୋଲିଦିଅ 😅
@Nabadhavhakti13
@Nabadhavhakti13 14 күн бұрын
ମାଳିକା ରେ ବହୁତ୍ କଥା ଲେଖା ରହିଛି ଆମେ ପଢ଼ିଲେ ସବୁ ବୁଝି ପାରିବା ଯାହା କହିଲେ ଏକଦମ୍ ସତ୍ୟ କଥା ଜୟ ଜଗନ୍ନାଥ ଜୟ ପଞ୍ଚସଖା।
@madhusmitasahoo4465
@madhusmitasahoo4465 14 күн бұрын
ରତ୍ନ ଭଣ୍ଡାର 1947 ରୁ 2024 ଭିତରେ 2ଥର ଖୋଲା ହୋଇଛି ଆଉ ଥରେ ଖୋଲା ହେବ
@Akm.854
@Akm.854 14 күн бұрын
Tame malika sampurna bujhiparibani... Hn kichuta bujhipara ..tara b puni aneka artha
@RaniAnkita-g2x
@RaniAnkita-g2x 14 күн бұрын
jai Bjp Sankar
@AvinashBehera-o1m
@AvinashBehera-o1m 13 күн бұрын
Alo maikina agaru Chari dyaro khola thila au pandu taku band karithila Sethi pai tume Mane sabu kahuthila khola boli Abe puni kharap boli kahucha
@itzsatya9028
@itzsatya9028 14 күн бұрын
ଏ ମାଉସୀ ବକବାସ ବନ୍ଦ କର ଘରକୁ ଯା... ମାଳିକା ଟା ମୁହଁ ରେ ରଖି ବୁଲୁଛି ଆଉ ।।।ଦ୍ଵାର ତିଆରି ହୋଇଥିଲା ବନ୍ଦ ହେବା ପାଇଁ ବୋଧେ ?? ପ୍ରଭୁ ଙ୍କୁ କ୍ଷମା ମାଗି ସେବାୟତମାନେ ପୁରା ନିଷ୍ଠାର ସହ ସେବା କରନ୍ତୁ ,ପ୍ରଭୁ ଆଉ କିଛି ବି ବିଡମ୍ବନା ହେବାକୁ ଦେବେନି...ସେ କ୍ଷମା ର ସାଗର କ୍ଷମା କରିଦେବେ ।
@AryaMishra-jr1wc
@AryaMishra-jr1wc 14 күн бұрын
Tame dekhiba bhai aemiti sabu heba agaku
@user-ko4ve6bu5o
@user-ko4ve6bu5o 14 күн бұрын
​@@AryaMishra-jr1wchele heu
@AryaMishra-jr1wc
@AryaMishra-jr1wc 14 күн бұрын
Ok
@RadheyRadhey408
@RadheyRadhey408 12 күн бұрын
SUDHURI JAAO , NA HELE TAMA VALIA LOKANKA BELA AGE ASUCHI, BHAGABAN TAMA VALIA LOKANKU SAD BUDHI DIANTU. RADHEY RADHEY, JAY SHREE RAM
@ajubhaicreation
@ajubhaicreation 14 күн бұрын
ହେ ମହାପ୍ରଭୁ ରକ୍ଷାକର ❤
@bharatiyaainodia1885
@bharatiyaainodia1885 14 күн бұрын
ଆରେ ମୂର୍ଖ ଭଗବାନଙ୍କୁ ବିପଦ ଆଣିବା ବ୍ୟକ୍ତି ମର୍ତ୍ତ୍ୟରେ ଜନ୍ମ ହୋଇ ନାହାନ୍ତି । ତୁମେ ମୂର୍ଖ ବୋଲି ସମସ୍ତଙ୍କୁ ମୂର୍ଖ ବାନାଉଛ ।
@omm6324
@omm6324 14 күн бұрын
@@bharatiyaainodia1885 bhagaban nku bipada asipare
@harprasadsenapati3945
@harprasadsenapati3945 14 күн бұрын
Yekdam thik katha kahichanti bhai
@manasranjanmohanty3270
@manasranjanmohanty3270 14 күн бұрын
ମାଝୀ ଶାସନ 😄 ଦେଖ ରାଜ୍ୟ କୁ ବିପଦ
@Manahar306
@Manahar306 14 күн бұрын
Tu sola kou bholo sola te 😂..
@SLF__RAJESH
@SLF__RAJESH 14 күн бұрын
Right 👍🏻
@Chittaranjan.143
@Chittaranjan.143 14 күн бұрын
Tamil pandu sasana rati 4 tare tomaku gehun thila seita janapaduna thila tela khasa khasa re galiki jauthil
@debansunayak1193
@debansunayak1193 14 күн бұрын
Athi majhi kn kla murkha
@MunamajhiMunamajhi-mx7xd
@MunamajhiMunamajhi-mx7xd 14 күн бұрын
Manashranjanmohanty7270 ଦେଖାଯାଉ
@p.n.mishra8799
@p.n.mishra8799 14 күн бұрын
ମାଳିକା କଣ ତୁମର ମୁଖସ୍ଥ... ଚାରିଦ୍ଵାର ସବୁବେଳେ ଖୋଲା ଥିଲା..ବାଜେ କଥା କହିବା ବନ୍ଦ କରନ୍ତୁ
@user-dm3we2fy1f
@user-dm3we2fy1f 14 күн бұрын
Ei emiti garba ahankara Kari aji bipada ku daki anuchha bhagwan nku dara Satya janibaku chesta karantu ni bhai sata ku samna Kariba bahut kasta
@hardworkneverdies5679
@hardworkneverdies5679 14 күн бұрын
ଅନ୍ଧ ଶଳା
@shreeexpress5745
@shreeexpress5745 14 күн бұрын
👍
@Pandu_Premi
@Pandu_Premi 13 күн бұрын
​@hardworkneverdies5679 ତୁ ଯେତେ ଛାଟି ପିଟି ହେଲେ ମଧ୍ୟ ନବୀନ ଆଉ ଆସିବାର ନାହିଁ 😂
@rajendrajena605
@rajendrajena605 14 күн бұрын
ଶଃ ପଣ୍ଡା ମାନଙ୍କ ର ଦୌରାତ୍ମ୍ୟ ବଢି ଗଲାଣି। ସେଥିପାଇଁ ସବୁ ହେଉଛି
@umakantapanigrahy3616
@umakantapanigrahy3616 14 күн бұрын
ଆଗରୁ ଚାରିଦ୍ୱାର ଆଗରୁ ଖୋଲା ଯାଇଥିଲା ବର୍ତ୍ତମାନ ନୂତନ ଭାବେ ଖୋଲା ହୋଇନି
@mangulicharanjena7380
@mangulicharanjena7380 14 күн бұрын
Right
@Adityafoodandvlogs
@Adityafoodandvlogs 13 күн бұрын
Thik katha kahile emane kn agaru puri asinathile na kn
@user-sf2rn3ts1i
@user-sf2rn3ts1i 14 күн бұрын
Right ଜୟ ଜଗନ୍ନାଥ 🙏
@kalyanpanda5885
@kalyanpanda5885 14 күн бұрын
ମା ଟି ର ଜ୍ଞାନ ବହୁତ
@mysarthakcreations
@mysarthakcreations 14 күн бұрын
Sarathi ra Ashrita ti para ye
@Stutee24
@Stutee24 14 күн бұрын
Pura gyanara bhandara😂😂
@kumarsaroj3860
@kumarsaroj3860 14 күн бұрын
Hn pura gyna achi wa
@ientertainm9236
@ientertainm9236 14 күн бұрын
Bjd netri 😂
@rameshdalei2492
@rameshdalei2492 14 күн бұрын
ହଁ ମ ନିଜ ସ୍ବାମୀ କୁ ଗୋଇଠା ମାରିଥିବ ଏଠି ଆସି ଜଗନ୍ନାଥଙ୍କ ଙ୍କୁ ଦର୍ଶନ କଲେ କଣ ସୁଧୁରି ଯିବ ଜଗନ୍ନାଥ ସବୁ ଦେଖୁଛନ୍ତି
@maheswarbiswal8232
@maheswarbiswal8232 14 күн бұрын
ନାଣ୍ଡିଘୋଷା ଟିଭିର କାମ କିଛି ନାହିଁ ।କିଛି ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ଡକାଇ ଏଭଳି ଅପପ୍ରଚାର କରିବା ବନ୍ଦ କରାନ୍ତୁ । ଚାରିଦ୍ବାର ତ ଆଗରୁ ଖୋଲାଥିଲା, କାହିଁ କିଛି ଅଘଟଣ ନଥିଲା । ରତ୍ନ ଗଣତି ଆଗରୁ ହୋଇଛି, କେତେ ଅଘଟଣ ହୋଇଛି କାହିଁ ମାଳିକା କିଛି କହିଥିବାର ନଜିର ଅଛି କି ? ନିନ୍ଦୁକ ବାର୍ତ୍ତାରୁ ଦୁରେଇ ରହିଲେ ସମାଜର ମଂଗଳ ହେବ ।
@nationalanthem9596
@nationalanthem9596 14 күн бұрын
ଚାରି ଦ୍ୱାର ଆଗରୁ ଖୋଲାଥିଲା କି... ତାହେଲେ ସେ ଅପପ୍ରଚାର କାରି ବିଜେପି kahniki କହୁଛି ମୁଁ ଖୋଲିଦେଲି ଚାରିଦ୍ୱାର.... ବିଜେପି ସରକାର ଆସିଲେ ଚାରିଦ୍ୱାର ଖୋଲିବ.... ମିଛ ର ଗୋଟେ ସୀମା ଥାଏ....
@mrrandom6428
@mrrandom6428 14 күн бұрын
Otv kn bala News dekhauchi ki
@LaxmiDharaSahoo-yt4gv
@LaxmiDharaSahoo-yt4gv 14 күн бұрын
ଠିକ୍ କଥା
@tanmayranjandas9
@tanmayranjandas9 14 күн бұрын
ଚାରିଦ୍ଵାର କରୋନା ଭୁତାଣୁ ପାଇଁ ବନ୍ଦ କରାଯାଇଥିଲା , କରୋନା ପରେ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା , ତୋ ଏବେ ଖୋଲାଗଲା ଆଉ ମାଉସୀ କେଉଁ ମାଳିକା ପଢିଥିଲେ କେଉଁ ଭାଷାରେ ମାଳିକା ଲେଖା ଯାଇଛି ଟିକେ ପଚାରନ୍ତୁ, ଗୀତା ଭାଗବତ ର ପ୍ରଥମ ଶ୍ଳୋକ ଜାଣି ନଥିବା ଲୋକ ମାଳିକା ବିଷୟରେ ଟିପଣି କରୁଛନ୍ତି
@Stutee24
@Stutee24 14 күн бұрын
Correct
@Jay_Shri-Ram091
@Jay_Shri-Ram091 14 күн бұрын
୧୦୦%✓
@Rajesh-mh7cc
@Rajesh-mh7cc 14 күн бұрын
ତୁ ହେଉଛୁ ବଡ ମୂର୍ଖ ସେ ମାଉସି ନୁହେଁ
@arpitachoudhury2487
@arpitachoudhury2487 14 күн бұрын
Are singha dwara dae jagannath mahaprabhu asuchanti auu jauchanti 4dwara kebala baharaku asiba pain haechi bhitara ku jiba pain nuha 22pahacha re gadile mahaprabhu nka ra krupa rahe auu papa dhoijae tenu dwara khola jiba ki puni close kariba kn pain
@arpitachoudhury2487
@arpitachoudhury2487 14 күн бұрын
Singha dwara jiba pain hoithae asiba pain Anya dwara achi
@SaumendraGarabadu-sq2vr
@SaumendraGarabadu-sq2vr 14 күн бұрын
ଆଲୋ ମାଉସୀ ଆବାହମାନ କାଳରୁ କଣ ଚାରି ଦୁଆର ବନ୍ଦ ଥିଲା ନା ନବିନ ସରକାର ବନ୍ଦ କରିଥିଲା
@laxmidharjena7759
@laxmidharjena7759 14 күн бұрын
କିଛି ହେବନାହିଁ, ଲୋକଙ୍କୁ ଡରାଅ ନାହିଁ,କେତେ ଖାଇଛନ୍ତି କେତେ ଅଛି ସମସ୍ତେ ଜାଣିବା ଦରକାର।
@RaniAnkita-g2x
@RaniAnkita-g2x 14 күн бұрын
ହଁ ମଁ jai Bjp Sarkar😂
@manjulatajena8645
@manjulatajena8645 14 күн бұрын
Bahu barsa helani ratna bhandar khola hei ni ...tu kn kahu chu kete khai Chanti boli ....tu au ta paribar kete khai cha ki ....
@Skybluewindcool
@Skybluewindcool 14 күн бұрын
​@@manjulatajena8645Nabin au pandu khaichanti sabu ugalibe dharapadibe sethi pai tama mana nku bahut badhi jauchi 😂😂😂
@snehamohanty5705
@snehamohanty5705 13 күн бұрын
Haba next year jaha ghati thila tike bhaba
@snehamohanty5705
@snehamohanty5705 13 күн бұрын
Next year jagannath tike ratha upare tali padithile samaste kahile kichi habani emiti hue kintu taa 2 month pare bahanagare train accident hela na nai
@bharatiyaainodia1885
@bharatiyaainodia1885 14 күн бұрын
ଏହି ମହିଳା ଏମିତି କହିବେ ବୋଲି ମାଲିକାରେ ଲେଖାଯାଇ ନାହିଁ ।
@ODIACREATORSATYA14
@ODIACREATORSATYA14 14 күн бұрын
Ee aunty achutananda nkara bhauni😂
@adityakumarparamgurumahapa3719
@adityakumarparamgurumahapa3719 14 күн бұрын
ସମସ୍ତେ ସଜାଗ ରୁହନ୍ତୁ ବହୁତ୍ ବଡ଼ ବିପଦ ଆସିବାକୁ ଯାଉଛି। 🔥 ଜୟ ଜଗନ୍ନାଥ 🔥🔥
@omm6324
@omm6324 14 күн бұрын
@@adityakumarparamgurumahapa3719 bipada asile taku kehi atkei paribeni
@bapidotcome7144
@bapidotcome7144 14 күн бұрын
ପ୍ରଭୁ ରକ୍ଷାକର
@RaniAnkita-g2x
@RaniAnkita-g2x 14 күн бұрын
jai Bjp Sarkar
@rohitgope4125
@rohitgope4125 14 күн бұрын
ଏହା ପାଇଁ ଓଡ଼ିଶା ଲୋକକୁ ମୂର୍ଖ କହନ୍ତି ଏ ସ୍ତ୍ରୀ ଲୋକ ଆଉ ଏ ରିପୋର୍ଟର ମହାନ୍ ଲାଗୁଚି ଚାରିଦ୍ୱାର ପୁରୀ ରେ ପ୍ରଥମ ଥର ଖୋଲା ହେଲା
@user-kj6kt6ck5q
@user-kj6kt6ck5q 14 күн бұрын
ହଁ ତତେ କହିଥିଲେ ଠାକୁର
@prasantdash1350
@prasantdash1350 14 күн бұрын
ମାଳିକା ବଚନ ପଢ଼ ବୁଝି ପାରିବ
@Skybluewindcool
@Skybluewindcool 14 күн бұрын
​@@prasantdash1350Malika bachana hisabare ta pruthibi dhansa heijiba katha eparyanta 😂😂😂
@ashokpataniak1107
@ashokpataniak1107 14 күн бұрын
Rajya ku bipada asuchi sajag huantu odisha basi.andha bhakta huantuni.thakura chetabani deleni.jay jagannath
@santoshkumarpanda9968
@santoshkumarpanda9968 14 күн бұрын
Thik kahila bhai
@Stutee24
@Stutee24 14 күн бұрын
Thik kahila Bhai sabu gumara fitilani ,Alia safa hebe gotigoti.
@jaydevadha488
@jaydevadha488 14 күн бұрын
ଜୟ ଜୟ ଜଗନ୍ନାଥ 🙏🙏🙏🙏
@deepakdigital2654
@deepakdigital2654 12 күн бұрын
ଯାହା ହେଉଛି ଯାହା ହେବାକୁ ଯାଉଛି ସବୁ ସେ ପ୍ରଭୁ ନିଳାମୟ ଜଗନ୍ନାଥ ଙ୍କ ଇଛା
@rajeshdalei6454
@rajeshdalei6454 13 күн бұрын
ଦୟା କରି ଭକ୍ତଙ୍କ ମନରେ ଡର ସୃଷ୍ଟି କରନି , ପ୍ରଭୁଙ୍କୁ ଭକ୍ତି ରେ ଡାକ ,ସବୁ ଠିକ୍ ହୋଇ ଚାଲିବ । କିଛି ଅବହେଳା ପାଇଁ ଏପରି ଦୁଃଖଦ ଘଟଣା ଘଟି ଯାଇଛି, ଏହି ଘଟଣା କୁ ନେଇ ଭକ୍ତଙ୍କ ମନରେ ଡର ସୃଷ୍ଟି କରନି
@suchitranahak7618
@suchitranahak7618 14 күн бұрын
Right 👍, it may be a big cause
@SidharthPrasadDas
@SidharthPrasadDas 14 күн бұрын
ଆଙ୍କୁ ସଦ ବୁଦ୍ଧି ହେଉ, ଏ ସେ ରତ୍ନ ଭଣ୍ଡାର ପଛରେ ପଡିଛନ୍ତି,
@jitendrabehera6843
@jitendrabehera6843 14 күн бұрын
କାହିଁକି ମିଛ କହୁଛ ଲୋକମାନଙ୍କୁ ଭୟଭୀତ କରୁଛ
@brahmanand7584
@brahmanand7584 14 күн бұрын
You are absolutely right . Malika prediction is true.
@shaktimandalei2736
@shaktimandalei2736 14 күн бұрын
Jay Jagannath 🙏🙏🙏🙏🙏🙏
@baikunthacharanrout7754
@baikunthacharanrout7754 14 күн бұрын
It's a good message For society 🙏🙏🙏
@papun6732
@papun6732 14 күн бұрын
Right said 👍
@bapimurmu8924
@bapimurmu8924 14 күн бұрын
ଏତେ ବି ବିପୋଦ କୁ ଡରିବା କଥା ନୁହଁ,, ସାରା ଜଗତ କୁ ସାକ୍ଷାତ୍ ଦେଖୁଛନ୍ତି ,, ବିପୋଦ ଆସିଲେ ବି ତାକୁ ସମାଧାନ କରିବା ଉପାୟ ନିହାତି କହିବେ,, ଜୟ ଜଗନ୍ନାଥ 🙏🙏
@bharatpradhan8855
@bharatpradhan8855 14 күн бұрын
Jay jagannath🙏🙏🙏
@sanjaysahoo9885
@sanjaysahoo9885 14 күн бұрын
ଜୟ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ରକ୍ଷା କର
@subhamgamer497
@subhamgamer497 14 күн бұрын
He prabhu 🙏🙏🙏🙏🙏 bhat bhaya laguchi ratna bhandar nakholu samasta ku bipadaru udhara karantu Jay jagannath 🙏🙏🙏🙏🙏
@abakashmangaraj7585
@abakashmangaraj7585 14 күн бұрын
ଅତିସୁନ୍ଦର କଥା କହିଲେ ଭଉଣୀ ନିରାଟ ସତ୍ୟ କଥା
@suchismitabiswal8470
@suchismitabiswal8470 14 күн бұрын
କିଛି ହୋଇନାହିଁ ବଳିଆ ଅଛନ୍ତି କାଳିଆ ଅଛି
@subashnayak4611
@subashnayak4611 14 күн бұрын
ୟେ ମାଇକିନିଆ ବୁଦ୍ଧି ଭ୍ରଷ୍ଟ ହେଇ ଯାଇଛି। ଶଳା ପୁଣି ଉଠେଇଲେ ଯେ ମାଳୀକା ରେ ଲେଖା ଅଛି ଗୋଟେ ନାରୀ ମୁଖ୍ୟମନ୍ତ୍ରୀ ହେବେ। ସେଇଟା ହେଇ ପାରିଲାନି। ପୁଣି କିଛି ଲୋକ କହୁଚନ୍ତି BJP ଆସିବାରୁ ଏମିତି ହେଲା ପୁଣି ଏ ମାଇକିନିଆ କହିଲାଣି ରତ୍ନ ଭଣ୍ଡାର ଖୋଲିବା ନେଇ ଏମିତି ହଉଚି ୧୯୭୮ ରେ ତ ରତ୍ନ ଭଣ୍ଡାର ଖୋଲି ଥିଲା କାଇଁ କିଛି ତ ହେଇନି। କି ଛୋଟ ପ୍ରକୃତି ର ଲୋକ ଓଡ଼ିଶା ରେ ଭଗବାନ୍ ଙ୍କୁ ନେଇ କାଇଁ ରାଜନୀତି କରୁଛ। ଏମିତି କାଇଁ ଭାବୁନ ଯେ ସେବାୟତ ଙ୍କ ଗୋଡ଼ ଖସି ଯାଇ ଏମିତି ହେଇଛି। ସେ ତ ଭଗବାନ୍ ସେ ସବୁ ଜାଣନ୍ତି। ଭଗବାନ୍ ଙ୍କ ଠାରୁ ତମେ ସଳେ ଅଧିକ ଭାବି ଦଉଚ।
@durgabatimarndi5721
@durgabatimarndi5721 14 күн бұрын
Pura thik bhai😅😅
@DeepakkumarParida-y6i
@DeepakkumarParida-y6i 14 күн бұрын
Bahuta badhia maa
@sureshjena-zp3cv
@sureshjena-zp3cv 12 күн бұрын
Jay jaganatha mahaprabhu kala thakura🌼🌸🚩🚩🚩 🌼🌺🌻🌿🦚🌿🦚🌿🦚🌹💐🍌🥭💐🌸🌼🌺🌻✋🤚🙏🙏🙏🙏🌹💐🍎🥥🍊
@SMILAN_143
@SMILAN_143 14 күн бұрын
ବ୍ୟସ୍ତ ହୁଅନି ସମୟ ଖୁବ୍ ନିକଟରେ ମାଝି ଶାସନରେ ସବୁ ଯିବେ ସିଝି 😂😂😂😂
@anandamohakuda4943
@anandamohakuda4943 14 күн бұрын
😅😅
@nakulnaik1423
@nakulnaik1423 14 күн бұрын
ସବୁ କାଳିଆ ଙ୍କ ଲୀଳା, ରାଜନୈତିକ ମାନସିକତା ନେଇ କୌଣସି ବ୍ୟକ୍ତି ନିର୍ଦ୍ଧିଷ୍ଟ କି ସରକାର ଙ୍କୁ ଦାୟୀ କିମ୍ବା ଆକ୍ଷେପ କରିବା ଆଦୌ ଠିକ ନୁହଁ, କାରଣ ତୁମ ଭଳି ମ୍ଳେଛ ଙ୍କ ପାଇଁ ହିଁ କଳ୍କୀ ଜନ୍ମ 🙏🙏ଜୟ ଜଗନ୍ନାଥ 🙏🙏🙏🙏
@SantaliKingOfficial
@SantaliKingOfficial 14 күн бұрын
ଟିକେ କହିବେ କି କେଉଁ ସରକାର ଥିଲେ ଲୋକ ସିଝୁ ନଥିଲେ, ଆଉ ଏଥର କେଉଁ ସରକାର ରହିଥିଲେ ସେ ଲୋକ ଜମା ସିନି ନଥାନ୍ତା?
@dhananjayhotta8857
@dhananjayhotta8857 14 күн бұрын
Right 👍
@user-uw5wp8lr1w
@user-uw5wp8lr1w 14 күн бұрын
Right maa❤
@sampaddas5827
@sampaddas5827 14 күн бұрын
ସେ ଲୀଳା ମୟ ତାଙ୍କ ଲୀଳା କେହି ଜାଣିପାରନ୍ତି ନାହିଁ ଏହା ବି ତାଙ୍କର ଲୀଳା ଠିକ୍ ସମୟ ଆସିଲେ ସେ କହିଦେବି । କିନ୍ତୁ ଓଡ଼ିଆ ଜାତି ର ମାନ ଆଜି ଚାଲିଗଲ 😮
@brajakishorepadhi4022
@brajakishorepadhi4022 14 күн бұрын
ଜଣେ କହିବ ଖୋଲ ଜଣେ କହିବ ଖୋଲ ନାହିଁ। ସତ୍ଯ ପ୍ରକାଶିତ ହେଉ ଧର୍ମ ର ଜୟ ହେଉ। ପୂର୍ବରୁ ରୁ ରତ୍ନ ଭଣ୍ଡାର ରତ୍ନ ଗଣା ଯାଇଥିଲା।
@mayurakshinayak1638
@mayurakshinayak1638 13 күн бұрын
Agarubi khola heithila kintu prabhu nakara muksha rantna bhandara khola jainahi ajijae seita gupttare achhi taku kholibaku bjp chahuchi kan pai
@mayurakshinayak1638
@mayurakshinayak1638 13 күн бұрын
Niriha loka mananku nei rajaniti karucha taparebi mana santihauni bhagaban nku nei rajaniti karucha
@user-ue5oj3rj4d
@user-ue5oj3rj4d 14 күн бұрын
Right 100%
@realsachai5406
@realsachai5406 14 күн бұрын
Yes, everything started welcome to Kalki yuga 🔱🚩
@jagabandhumajhi-km1rn
@jagabandhumajhi-km1rn 13 күн бұрын
ଭଗବାନ ଯଦି ଏମିତି କରୁଛନ୍ତି ତା ହେଲେ ମୁ ଚାକିରୀ କରୁନି କଣ ପାଇ ଭଗବାନ ତୁମ ପାଇ ହେଇଛି
@mikuvlogstuber
@mikuvlogstuber 14 күн бұрын
She is Right ❤jay Jagannath 🙏🚩
@kalyanpanda5885
@kalyanpanda5885 14 күн бұрын
ଅସାଧାରଣ ମହିଳା
@mysarthakcreations
@mysarthakcreations 14 күн бұрын
Saman Alajya Sadrusa😮
@narayandas369
@narayandas369 14 күн бұрын
କେଉଁ ମାଲିକାର ଲେଖା ପଢି ଥିଲୁ
@tophanmandal1982
@tophanmandal1982 14 күн бұрын
Maa nku dhanyabad ete Gyan janithibaru tumaku bahut dhanyabad
@saratranjanbehera6661
@saratranjanbehera6661 14 күн бұрын
ବୋଧେ ନବୀନ ସରକାର ଅବା ତା ପୂର୍ବ ସରକାରରେ ଏମିତି ଅଘଟଣ କେବେ ହୋଇ ନ ଥିଲା... ଏମିତି ଅଘଟଣ ମୋହନ ସରକାର ର ଅପୂର୍ବ ସଫଳତା ବୋଲି କହିବା..... 👍
@khageswarseth3165
@khageswarseth3165 14 күн бұрын
Jai jagnnath dekha bjp sarkar chari duar kholiba ra parinati
@santoshkumarpanda9968
@santoshkumarpanda9968 14 күн бұрын
Pura thik kahila bhai 😊 bhagwan ka name ku neiki rajaniti kale emiti haba
@Madhumadhu-qq5wi
@Madhumadhu-qq5wi 14 күн бұрын
Pura Satya 🙏🙏🙏🚩🚩
@BasantiMahapatra-me8kc
@BasantiMahapatra-me8kc 14 күн бұрын
ଚାରିଦ୍ଵାର ଆଗରୁ ଖୋଲା ହୋଇଥିଲା ନା ଏବେ ଖୋଲିଲା।
@truptiranjan863
@truptiranjan863 14 күн бұрын
ଜୟ ଶ୍ରୀ ଜଗନ୍ନାଥ 🙏🏻 ରତ୍ନ ଭଣ୍ଡାର ଖୋଲା ହେବ ମାନେ ଆହୁରି ଅଧିକ ହେବ, ଘରେ ଘରେ ଚୋର ଡକାୟତ ପଶିବେ,ନାରୀ ନିର୍ଯାତନା,ରାହାଜାନୀ ଅଧିକ ହେବ ଓ ଓଡ଼ିଶାର ଜଣେ ମୂଖ୍ୟ ବ୍ୟକ୍ତି ବିଶେଷଙ୍କ ଦୁର୍ଘଟଣା ହେବ 😢
@ArtByabhi01
@ArtByabhi01 14 күн бұрын
Tame kariba😂
@chhatishchandramohanta3776
@chhatishchandramohanta3776 14 күн бұрын
BJP sasan Odisha ku maha bipad ra abhas....
@sagarbiswal1502
@sagarbiswal1502 14 күн бұрын
Bjd ta sabu choduthila au
@user-sk9fu5jz3m
@user-sk9fu5jz3m 14 күн бұрын
Han re magiha ta pali aga padiba
@amiyakumarsethy3718
@amiyakumarsethy3718 14 күн бұрын
Han ta
@Swagatika5889
@Swagatika5889 14 күн бұрын
Pravu Ama bhul ku kshyam Kari Diantu eia sansara ku rakshya karantu 🙏🙏🙏😢😢
@balaramjena7773
@balaramjena7773 14 күн бұрын
Thank u maa
@hirosethi8929
@hirosethi8929 14 күн бұрын
ଶ୍ରୀମନ୍ଦିର ର ଚାରିଦ୍ୱାର ଖୋଲିବା ଫଳରେ ଏହି ଅଘଟଣ ଘଟୁଛି ,ଆଗରୁ କେବେ ଏମିତି ହୋଇନାହିଁ
@BMJVLOG143
@BMJVLOG143 14 күн бұрын
Charidwar kana pain heichi ... bandh kariki rAkibar tile dwar khainki karutile😂
@i_amhbb
@i_amhbb 14 күн бұрын
​@@BMJVLOG143 re murkha google kara janibu jadi 22 pahacha deiki jaanti mokhsya mile... Sigha dwara deiki prabesh kale bhala hue.. Kebela gajapati jane hin matra south gate deiki jaanti.. Jadi singha dwara deiki jibe baja bajani bajeiki jibe.. ama prachin parampara eta
@dillipdillip5471
@dillipdillip5471 14 күн бұрын
ତୁ ବଡ଼ ପଣ୍ଡିତିଆଣି, କୋଉଠୁ ଶିଖିଲୁ ସବୁ,
@debabissi4623
@debabissi4623 14 күн бұрын
Charidwar kebethu band au kebethu khola thila ki
@khitishkumaramanta9301
@khitishkumaramanta9301 14 күн бұрын
Pagal,tu,gote,pandu,ra,chatukar,bodhe,murkha,4dwara,sadabele,khola,thila, carona pain,bandha,thila,😊😊😊
@SubratSarangi-lh5iz
@SubratSarangi-lh5iz 14 күн бұрын
ଅ ଅଲକ୍ଷଣା ସରକାର ଆସିଲା ଏମିତି ହେଲା...
@rajusahoo4960
@rajusahoo4960 13 күн бұрын
ଠିକ୍ କଥା ବଡ଼ ଠାକୁର ପଡିଯିବା ଆଗକୁ କିଛି ବିପଦର ସଂକେତ ଦେଉଛି ଦୟାକରି ଠାକୁରଙ୍କ ସଂରଚନାରେ ରାଜନୀତି ଆଣତୁନି। ଜୟ ଜଗନ୍ନାଥ
@user-ku5on9pv6m
@user-ku5on9pv6m 14 күн бұрын
Thhik madam
@facetoface2156
@facetoface2156 14 күн бұрын
ମୁହଁ କୁ ଲାଜ ନାହିଁ । ମାଳିକାର କେଉଁ ପୃଷ୍ଠାରେ ଲେଖା ଅଛି ମାତେ ?? ଈଶ୍ୱରଙ୍କ ପ୍ରତି ଭକ୍ତି ରହୁ । କିନ୍ତୁ ଦେଖି ବୁଝି ଯୁକ୍ତି ସଙ୍ଗତ ଓ ତର୍କସିଦ୍ଧ ହେଲେ ଯାଇ ଗ୍ରହଣ କରନ୍ତୁ । ପଛପଟୁ ଦଉଡି ଟା ଠିକ୍ ସେ ଭିଡ଼ି ନ ଥିଲେ କି ହାତରୁ ଖସି ଗଲା ବୋଲି ବଡ଼ ଠାକୁର ଟିକେ ମୁହଁ ଝୁଙ୍କି ଯାଇ ସେବାୟତଙ୍କ ଉପରେ ପଡିଗଲେ.... । ପ୍ରାୟ ତିନିଦିନ ହେଲା ରଥ ଉପରେ ବସି ବସି ଢାଇଁ ଢାଇଁ ଘଣ୍ଟ , ଲୋକ କୋଳାହଳରେ ରହି ରହି ମୁଣ୍ଡ ଟିକେ ବୁଲେଇ ଦେଲା...ଠାକୁର ଟିକେ ଝୁଙ୍କି ପଡ଼ିଲେ.... କିଛି ଅସୁବିଧା ନାହିଁ.... ଏଇତ ଲୀଳା ଆଉ କଣ ?? ଭୁଲ୍ କାହାର ?? "ନିଜେ ନିଜକୁ ହିଁ ରକ୍ଷା କର ଆମେ ତ ଛାର ମଣିଷ ମାତର"
@mysarthakcreations
@mysarthakcreations 14 күн бұрын
He Mahabahu sabu ta tuma lila🙏🙏🙏
@sushantkumarmoharana7567
@sushantkumarmoharana7567 14 күн бұрын
ଆଜ୍ଞା ପ୍ରଣାମ ଆପଣ ଠିକ୍ କଥା ଟି ଲେଖୀ ଛନ୍ତି।
@Stutee24
@Stutee24 14 күн бұрын
Pura thik katha kahichanti🙏🙏
@jharjhuricreations7524
@jharjhuricreations7524 13 күн бұрын
ପୁରୀ ରେ ଅତି ଅନ୍ୟାୟ ଅତ୍ୟାଚାର ହଉଛି, ଆଉ ସେଠି କାର ପଣ୍ଡା ମନେ ବି ଲକଙ୍କ ଠୁ ଲୁଟି କି ନେଉଛନ ବୋଲି ଏମିତି ଘଟଣା ଘଉଟିଛି, କଥାରେ ଅଛି ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ
@Jagannath123-wr2so
@Jagannath123-wr2so 14 күн бұрын
ପଣ୍ଡ ମାନେ ବହୁତ ଅନ୍ୟIୟ କରୁଚନ୍ତି ଭାଇ
@JPMD_RAJEEB
@JPMD_RAJEEB 14 күн бұрын
ମାଉସୀ ତୁମେ ତ ନନ୍ଦିଘୋଷ Tv ମାଧ୍ୟମରେ ପୋପୁଲାର ହେଲ ଆଉ ଅସୁବିଧା କଣ, ଏବେ ତୁମେ KZfaq ରେ ଗୋଟେ channel ଖୁଲ, ଆଉ ମାଳିକା ଵିଚାର କର ଆମ୍ଭେ ମାନେ ଦେଖିବୁ, ଜୟ ଜଗନ୍ନାଥ 🙏🙏🙏
@user-qo7bc3sl2s
@user-qo7bc3sl2s 14 күн бұрын
😂😂
@user-sj6vw5kw7h
@user-sj6vw5kw7h 14 күн бұрын
ଏ ମା ଜାହା କହିଛନ୍ତି ସତ୍ୟ ଜୟ ଜଗନ୍ନାଥ
@Skybluewindcool
@Skybluewindcool 14 күн бұрын
Sarathi baba ra PA ae mahila janaka
@sahoolyricsstatus1649
@sahoolyricsstatus1649 14 күн бұрын
Thik katha jay Jagannath
@user-ct3fh2bp3y
@user-ct3fh2bp3y 14 күн бұрын
Right kahuchhanti maa bipada madiasilani🙏🙏
@kumarprahllada6197
@kumarprahllada6197 14 күн бұрын
ଏମିତି ଖବର ଏବେ କେବଳ ବିଜେଡ଼ିର ନନ୍ଦିଘୋଷ ନ୍ଯୁଜ୍ ଚ୍ୟାନେଲ୍ ହି ଦେଇ ପାରିବ।
@dashingdebasish3312
@dashingdebasish3312 14 күн бұрын
ଯୋଡ଼ି ଶଙ୍ଖ ର ନିଶା ଏବେ ଯାଏଁ ଯାଉନି😂
@debendrakumar5560
@debendrakumar5560 14 күн бұрын
Jay jagannath 🙏💐💐🙏 really right and true 🙏👍
@lochanp7781
@lochanp7781 14 күн бұрын
ଶ୍ରୀ ରାମ ଶ୍ରୀ ଜଗନ୍ନାଥ ଙ୍କୁ ନେଇ ରାଜନୀତି କରିବା ପ୍ରଭୁ ସହି ପାରୁନା ହେନ୍ତି ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕ 🙏🏻🙏🏻🙏🏻
@rajeshofficialnk4709
@rajeshofficialnk4709 14 күн бұрын
BJP andha bhakt zindabad 😂😂😂😂😂
@saradapatro6820
@saradapatro6820 14 күн бұрын
BJP Sarkar Hatao Odisha Ku Bacho Jaya Jagannath 🙏🙏🙏
@mscreation695
@mscreation695 14 күн бұрын
Maa apanaku prnam hueta bhagabana apananka madhya mare desa basinku sachetana karauchanti
@user-gj3wd2gh9i
@user-gj3wd2gh9i 14 күн бұрын
i miss you nabini sar i miss you 😢😢😢
@ycrajcreation3370
@ycrajcreation3370 14 күн бұрын
ମାଳିକାରେ କେତେ ନମ୍ବର ପୃଷ୍ଠା ରେ ଲେଖା ହୋଇଛି ତୁମେ ପଢ଼ିଛ କହିଲ ମୋ ଘର ନେମାଳ ଦୟାକରି ମାଳିକା କୁ ଏତେ ସସ୍ଥା କରନି 😢😢😢
@pradipbera2753
@pradipbera2753 14 күн бұрын
ଏଇ ମାଡ଼ମ କୋଥା ବେକାର୍ କିଛି ଭେଲୁ ନାହିଁ
@papuni839
@papuni839 14 күн бұрын
100% Right
@pratapsahoo1574
@pratapsahoo1574 14 күн бұрын
ପ୍ରକୃତ କଥା ହଉନ ସେବାରେ କିଛି ଭୁଲ ରହିଗଲା
@sangramdehuri3786
@sangramdehuri3786 14 күн бұрын
ବହୁତ ଗପୁଛ ଜାଣିକି କୁହ ମାଉସୀ ତମ ମୁହଁ କୁ ଲାଜ ନାହିଁ ଛି ଛି ଛି
@mohansahoo3942
@mohansahoo3942 14 күн бұрын
ଲେଖା ଅଛି ହବ🙏🙏🙏🙏🙏🕉️🕉️🕉️🕉️
@sujitpradhan2624
@sujitpradhan2624 14 күн бұрын
Ekdam thik katha
@minakumaripatra-rg9ed
@minakumaripatra-rg9ed 14 күн бұрын
Thik kotha maa
@prasantakumaracharya7979
@prasantakumaracharya7979 14 күн бұрын
ଯେଉଁ ଦିନ ଠାରୁ ନାରୀ ମାନେ ଉପର ମୁହାଁ ହେଲେଣି ସେହି ଦିନ ଠାରୁ ବିପଦ ଆସ୍ତେ ଆସ୍ତେ ମାଡି ଆସୁଛି କାରଣ ମାଳିକା ରେ ଲେଖା ଯାଇଛି ଯେ ନାରୀ ମାନେ ଉପର ମୁହାଁ ହେଲେ ପୃଥିବୀ ଧ୍ୱଂସ ହେବ ଏବଂ ପୁରୁଷ କିଛି ଭୁମିକା ରହିଛି
39kgのガリガリが踊る絵文字ダンス/39kg boney emoji dance#dance #ダンス #にんげんっていいな
00:16
💀Skeleton Ninja🥷【にんげんっていいなチャンネル】
Рет қаралды 8 МЛН
Became invisible for one day!  #funny #wednesday #memes
00:25
Watch Me
Рет қаралды 59 МЛН
Vishnu Sahasranamam Ms. Subbulakshmi
31:27
Cub Vlogs
Рет қаралды 9 МЛН