ଆମ ଭିତରେ କିଛି ଭୁଲ ହୋଇଗଲା ବୋଲି ବଡ ଠାକୁର ଖସି ପଡିଲେ: ସେବାୟତ | Nandighosha TV

  Рет қаралды 496,573

Nandighosha TV

Nandighosha TV

17 күн бұрын

ଆମ ଭିତରେ କିଛି ଭୁଲ ହୋଇଗଲା ବୋଲି ବଡ ଠାକୁର ଖସି ପଡିଲେ: ସେବାୟତ | Nandighosha TV
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 527
@sarojsahoo58
@sarojsahoo58 15 күн бұрын
ସାଧାରଣ ଲୋକ ଙ୍କୁ ହଇରାଣ କରିବା, ଲୁଟିବା ବନ୍ଦ କର l ସାଧାରଣ ଲୋକ ଙ୍କ ଅଭିଶାପ ପଡୁଛି l ସେବାୟତ ମନେ ସୁଧାରି ଯାଅ ନହେଲେ ଆହୁରି ଅଧିକା ଅଘଟଣ ହବ. ଜୟ ଜଗନ୍ନାଥ
@arjitdash7204
@arjitdash7204 15 күн бұрын
Apana nku kia pachari thile angyan taw apan kn pai gyan dau chanty
@Bindasrajesh404
@Bindasrajesh404 15 күн бұрын
ଠିକ କହିଛ ଭାଇ ✔️✔️
@trueindianankit5773
@trueindianankit5773 15 күн бұрын
ଠିକ୍ କଥା। କିନ୍ତୁ ବେଶୀ କହିଲେ ଏବେ ଆମକୁ ହିଁ ନାସ୍ତିକ କହିବେ।
@user-ut7te3ir3w
@user-ut7te3ir3w 15 күн бұрын
Thik katha bhai
@gajanancreation1409
@gajanancreation1409 15 күн бұрын
❤❤
@deepakkumarsahoo5544
@deepakkumarsahoo5544 15 күн бұрын
କୋଟି କୋଟି ଧନ୍ୟବାଦ ସେବାୟତମାନଙ୍କୁ, ସେମାନେ ବଡ଼ ଠାକୁରଙ୍କୁ ସଂପୂର୍ଣ୍ଣ ରୂପେ ତଳେ ପଡିଯିବାରୁ ଅଟକାଇ ରଖିଲେ 🙏
@user-qo9nq6ve8b
@user-qo9nq6ve8b 15 күн бұрын
Murkha rakhila kn jagataku rakhi bata thakura
@omm6324
@omm6324 15 күн бұрын
Sadharan manisa nka ate shakti nahi je tanku dhariki rakhibe
@asmitarakshi2611
@asmitarakshi2611 14 күн бұрын
Thakura panda mananku banchei dele..aagaku kn heuchi dekha..bhagaban nku neiki kheluchanti
@aswini20700
@aswini20700 14 күн бұрын
ଭଗବାନଙ୍କ ପ୍ରତି ଯେତେ ଶ୍ରଦ୍ଧା ଭକ୍ତି ହେବା କଥା ସେଥିରେ କମ ହେଲା, ତେଣୁ ନିଜେ ସେ ଭଗବାନ ଏମାନଙ୍କଠାରୁ ଦୂର ହେବାକୁ ଚେଷ୍ଟା କରିଥିଲେ...
@Bharata_basi
@Bharata_basi 14 күн бұрын
@deepakkumarsahoo5544 tu helu gote ancha bedhe pila
@SamiraPalai-rp9gl
@SamiraPalai-rp9gl 15 күн бұрын
ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ମଣିମା ସୁଭଦ୍ରା ମାତା କ୍ଷମା କର
@ArchanaNayak-cq3we
@ArchanaNayak-cq3we 15 күн бұрын
Bjp hotile mahaprobhu khusi hebe
@kailashchandrasahoo6773
@kailashchandrasahoo6773 15 күн бұрын
ଇଏ କି ଲୀଳା ପ୍ରଭୁ..!!! କିଛି ଭୁଲ ହେଇଥିଲେ କ୍ଷମା କରିଦିଅ. 😭😭😭
@santoshkumarpanda9968
@santoshkumarpanda9968 15 күн бұрын
Binasa heba ruha eita arambha😈
@Rasmiranjandasa
@Rasmiranjandasa 15 күн бұрын
MahaPuru khusi nahanti...😢😢😢
@future6559
@future6559 15 күн бұрын
Tuma daka mu Sunili baschya
@Rosee-p4k
@Rosee-p4k 15 күн бұрын
Pathhar ka bhagwan 😂😂😂😂😂😂😂😂😂
@gobindachandrasahu5771
@gobindachandrasahu5771 15 күн бұрын
​@@Rosee-p4kIttna...matkar gurur...pathar se banta mitti...aur mitti se bana yeh...sharir....iss mitti main miljaega...Jay shree Jagannatha 🚩🙏.
@biswajitswainbablu4158
@biswajitswainbablu4158 15 күн бұрын
ଭଗବାନ ଚାହିଁଲେ ପତ୍ର ହଲେ... ଆଉ ଭଗବାନ ଚାହିଁଲେ ବୋଲି ସେ ଖସିଲେ ଆଉ ଚେତେଇ ଦେଲେ 😍🙏🙏
@sonu7284
@sonu7284 15 күн бұрын
Au kichi naa
@sonu7284
@sonu7284 15 күн бұрын
ଏହି ମାନେ ସତ୍ ପଥ ରେ ନାହାଁନ୍ତି
@sanvi5540
@sanvi5540 15 күн бұрын
sarakar chahun nahanti kuha ratnabhandar na kholiba jatara chalichi.. bhagaban jadi satare achanti uchit danda miliba sabu mariba
@rabirajcreatar
@rabirajcreatar 13 күн бұрын
ସବୁ ତାଙ୍କରି ନୀଳା ମଣିଷ କିଛି କରିପାରିବ ନାହିଁ ଜୟ ଜଗନ୍ନାଥ
@sandipkumarpradhan8331
@sandipkumarpradhan8331 14 күн бұрын
ଭଲ ହେଇଛି ଏ ପଣ୍ଡା ମାନଙ୍କୁ । ମାଙ୍କଡ ପଲ ଭଳିଆ ହଉଛନ୍ତି ରଥ ଉପରେ । ପୁରା ଓଗାଳିକି ଠିଆ ହଉଛନ୍ତି ଟିକେ ଦର୍ଶନ ବି କରିହଉନି ରଥ ଉପରେ । ରଥ ପୁରା ଖାଲି ରଖାଯାଉ, ଯେତିକି ଆବଶ୍ୟକ ସେତିକି ସେବାୟତ ରଥ ଉପରେ ରୁହନ୍ତୁ ।
@Rk.751
@Rk.751 14 күн бұрын
Ekdum right 💯 .. ସେବାୟତ ମାନଙ୍କୁ discipline sikha jau .. ଏତେ ଲୋକ ଜଣେ ଠାକୁର ଙ୍କୁ ଓଲାହିବେ.. ଟଣା ଓଟରା ହେଇ ପଡ଼ିବେ। ପୁରୀ ସେବାୟମାନଙ୍କ ଉପରେ ଉଚିତ୍ ଦଣ୍ଡ ବିଧାନ ନିଆଯାଉ। ମନ୍ଦିର ଭିତରେ ଯାହା ତାମସା କଲେ କଲେ ରଥ ଉପରେ ଭି ଗୋଟେ ପ୍ରହସନ କରୁଛନ୍ତି। ପୁରୀ ପଣ୍ଡା 🐼 ମାନଙ୍କୁ ପ୍ରତିବର୍ଷ discipline ଶିଖା ଯାଉ।Limited ସେବାୟତ ରୁହନ୍ତୁ।
@Mantu.28
@Mantu.28 15 күн бұрын
ଆପଣ ମାନେ ନିଜକୁ ବାହୁବଳୀ ସେବାୟତ ଭାବୁଥିଲେ ତ । ସେଥିପାଇଁ ମହାପ୍ରଭୁ ଝୁଣ୍ଟିକି ତମକୁ ପରୀକ୍ଷା କରୁଥିଲେ ତମେ ଧରି ପାରୁଚ ନା ନାଇଁ
@user-db1yk4ec4w
@user-db1yk4ec4w 15 күн бұрын
😂😂😂😂🙏🙏
@shashankamohapatra4321
@shashankamohapatra4321 15 күн бұрын
Haaaaaaa
@Khana_khajana-z3d
@Khana_khajana-z3d 15 күн бұрын
Baldau ne dand de diya...
@bijaykumarmarandi4047
@bijaykumarmarandi4047 15 күн бұрын
😂😂😂
@lipianshuvlogs
@lipianshuvlogs 15 күн бұрын
😂😂😂😂😂😂😂
@sujitnaik4626
@sujitnaik4626 15 күн бұрын
ହେ ପ୍ରଭୁ ବଳରାମ ହେ ପ୍ରଭୁ ଜଗନ୍ନାଥ ମା ଦେବୀ ସୁଭଦ୍ରା କ୍ଷମା କରନ୍ତୁ ପ୍ରଭୁ କିଛି ଭୁଲ୍ ହେଇ ଯାଇଛି ବିଶ୍ଵ କୁ ରକ୍ଷା କର ମହାପ୍ରଭୁ
@sisirnayak6199
@sisirnayak6199 15 күн бұрын
ଅଧିକ ଲୋକ ହେବା ସକାଶେ ସମସ୍ତେ ସମସ୍ତେ ଙ୍କୁ ନିର୍ଭର କରିବା ସକାଶେ ହେଇଭଳି ଦୁର୍ଦ୍ଦଶା ହେଲା ଏଥି ପାଇଁ ରଥ ରେ ଥିବ ସେବାୟତ ଦାଇ ।।
@Jotrimay
@Jotrimay 15 күн бұрын
ପାଣ୍ଢା ମାନଙ୍କ ଦାୟିତ୍ୱ ହୀନତା ଓ ପଣ୍ଡା ମାନଙ୍କର ଭୁଲୁ ଯୋଗୁ 😭😭🙏🙏
@ramakhilar8020
@ramakhilar8020 15 күн бұрын
Bhai thik kahila
@rajeshmohanty411
@rajeshmohanty411 15 күн бұрын
ଆରେ ମଘୀଆ ସେବାୟତ କହି କହି ଲୋକ ଙ୍କୁ ତ ଗାଣ୍ଡି ମାରିଚାଲିଛ. ବହୁତ ଦୁଃଖ ଲାଗୁଛି ତୁମ ପୁରୀ ସେଵ୍ୟତ ଙ୍କ ପ୍ରତି ଏତେ ମିଛ କୁହନି ରେ ମଘୀଆ ବେଧ ଛୁଆ
@civicsinventory
@civicsinventory 15 күн бұрын
💀
@niharranjanmishra217
@niharranjanmishra217 13 күн бұрын
Bhai nijara language ra standard rakha. Tuma language ru tumaku respect decide heba. Apana jaha statement deichanti taha thik.
@kalandibehera8984
@kalandibehera8984 15 күн бұрын
ଯେତେ ସେବାୟତ ଆବଶ୍ୟକ ତାଠାରୁ ଅଧିକା ରହିଲେ ଏହା ହବ
@sandeepkumarpanda1965
@sandeepkumarpanda1965 15 күн бұрын
ମହାପ୍ରଭୁଙ୍କ ର ଏହା ଏକ ବଡ଼ ଚେତାବନୀ ସମସ୍ତ ସେବାୟତମାନଙ୍କୁ। ଭକ୍ତ ମାନେ ଭଗବାନଙ୍କୁ ଦର୍ଶନ କରିବାପାଇଁ ଯାଉଛନ୍ତି ନାହିଁ କି ସେବାୟତମାନଙ୍କୁ।🙏🏻😢। ସେଥିପାଇଁ ସୁଧୁରିବା ର ସମୟ ଆସିଛି।
@facetoface2156
@facetoface2156 15 күн бұрын
ସେବାୟତମାନେ ଠାକୁରଙ୍କ ଆଗରେ ଏମିତି ଠିଆ ହେଇଥିବେ ଓ ଯେଉଁ ଭଙ୍ଗୀରେ ଥିବେ ଠାକୁରଙ୍କୁ ଦର୍ଶନ ନକରି ସେମାନଙ୍କ ବଡ଼ ଗଣ୍ଡି ଓ ପେଟ, ସୁନାହାର ଓ ପାନଖିଆ ପାଟିକୁ ଦର୍ଶନ କରିବାକୁ ପଡେ । ନିୟମ ବୋଲି କିଛି ନାହିଁ ।
@ghanashyamgurandi5811
@ghanashyamgurandi5811 15 күн бұрын
Exactly...
@Stutee24
@Stutee24 15 күн бұрын
​​@@facetoface2156exactly
@aviswain3299
@aviswain3299 15 күн бұрын
ହେ ମହାପ୍ରଭୁ ସବୁ ତୁମରି ଲୀଳା 🙏🙏🙏 ଯାହା ବି ଆମ ଦ୍ୱାରା ଭୁଲ ହୋଇଛି କ୍ଷମା କରିବେ 🙏🙏🙏
@anupamamishra9496
@anupamamishra9496 15 күн бұрын
ମହାଶୟା ବଡ ଠାକୁର ପଡ଼ିଗଲେ ଆପଣଙ୍କୁ ଦୁଃଖ ଲାଗୁନି ଧନ୍ୟ ଆପଣ ।ଆହୁରି କହୁଛନ୍ତି ଏହା ଠାକୁର ଙ୍କ ଲୀଳା , ଠାକୁରଙ୍କୁ କେତେ କଷ୍ଟ ହେଇଥିବ ସେ କଥା‌ ବଝିବା ପାଇଁ ଭାବ ଦରକାର ଯାହା କି ଆପଣଙ୍କ ପାଖରେ ନାହିଁ।
@purnimamohanty2180
@purnimamohanty2180 13 күн бұрын
Absolutely right ma'am. Aau ebe b emananku laguchi emananka ichha re mahaprabhu chaluchanti.kn aau kuhajiba emananku.kte kasta swikara kari manima bhakta nku darshana debaku aasuchanti aau ta upare e kasta😢se drusya dekhi pada talu mati khasigala pari lagila aau emane pratikriya sunya
@user-vl3rv7cd8z
@user-vl3rv7cd8z 15 күн бұрын
ଅବହେଳାପାଇଁ ସୂଚେଇଦେଲେ ମହାପ୍ରଭୁ ଏବେ ଆଗକୁ ଯେପରି ପରିଚାଳନା ଗତ ଭୁଲ ନହୁଏ ସେଥିପାଇଁ ସତର୍କ ହେବା ଦରକାର, ଜୟ ବଡ ଠାକୁର ମହାପ୍ରଭୁ 🙏🙏🙏.
@jagannathbhagwan9385
@jagannathbhagwan9385 15 күн бұрын
ଯେମିତି ପ୍ରଶାସନ ସେମିତି କାମ
@Brosujit
@Brosujit 15 күн бұрын
ଏ ଶଳା ମହାପ୍ରଭୁ କହି କହି ଶଳା ବଳଭଦ୍ରଙ୍କୁ କଚାଡି ଦେଲେ,ଲୋଭି କୁକୁର,ଖାଲି ତ ପଇସା ଆଉ,🎉
@santoshkumarpanda9968
@santoshkumarpanda9968 15 күн бұрын
Thik kahicha bhai❤
@user-db1yk4ec4w
@user-db1yk4ec4w 15 күн бұрын
😂😂😂😂😂🙏
@ManojManojpanda
@ManojManojpanda 15 күн бұрын
Thik kataha
@Bindasrajesh404
@Bindasrajesh404 15 күн бұрын
😅
@krushnachandrabarik7130
@krushnachandrabarik7130 15 күн бұрын
😊😊😊😊😊
@Santoshkumar-nn5ei
@Santoshkumar-nn5ei 15 күн бұрын
ଶଳା ସବୁ ପଣ୍ଡା ମାନେ ଚୋର, ଅତି ଗର୍ବ ଅହଙ୍କାର, ହୋଇଗଲାଣି, ତୁମର
@basudevbehera2209
@basudevbehera2209 15 күн бұрын
ଆବଶ୍ୟକତା ଠାରୁ ଅତ୍ୟଧିକ ସେବାୟତ ଦ୍ବାରା ଏଭଳି ଘଟଣା ଘଟୁଛି , ପ୍ରଭୁ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥୟତେ ନମୋ ନମଃ 🚩✍️🚩🪔🌺🌷🌼🌺🌷📚🌷🌺🌹🌺🕉️📱🌼
@MunaBhai-qh9fl
@MunaBhai-qh9fl 15 күн бұрын
ଜୟ ଜଗନ୍ନାଥ ହେ ଜଗତର ନାଥ ହେ ହଳଧର ସେ ଶେଷନାଗ ପଣ୍ଡାମାନେ ଭୁଲ୍ କରିଛନ୍ତି 🙏🏻😭😭
@jeshophanten700
@jeshophanten700 15 күн бұрын
ଏହି ଭୂଲ୍ ପାଇଁ ଯେଉଁ ସେବାୟତମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଆଇନ୍ ଅନୁସାରେ ଦଣ୍ଡବିଧାନ କରାଯାଉ . ଏହା ସାରା ଓଡିଶା ବାସୀଙ୍କ ତରଫରୁ ସରକାରଙ୍କୁ ଅନୁରୋଧ 🙏🙏
@thunder_ff9930
@thunder_ff9930 15 күн бұрын
ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା ରେ ହେଉଛି, ପଣ୍ଡା ମାନଙ୍କ ଉଣା ଅଧିକ ଭୁଲ ଥିଲେ ବି ତାଙ୍କୁ ଦଣ୍ଡ ଦେବା ଉଚିତ୍ ନୁହେଁ ।ସେଇ ଶେଷ ନାଗ ଯଦି ଚାହିଁବେ ଜଣେ ବି ତାଙ୍କୁ ଉଠେଇ ନେଇଯାଇପାରିବ କିନ୍ତୁ ଏସବୁ ଲୀଳା କରି ପଣ୍ଡା ମାନଙ୍କୁ ସଚେତନ କଲେ ବଡ଼ ଠାକୁର । ଜୟ ଜଗନ୍ନାଥ🙏
@snayak1519
@snayak1519 14 күн бұрын
Ye sarkar Dharma ku neiki rajniti karibe agyan.....ebe emane Sanatan nuhanti.... Mahaprabhu padigala pare bi odia asmita ra nara daucha chi chi...
@omm6324
@omm6324 8 күн бұрын
@@jeshophanten700 mahaprabhu hauchanti meru parbata pari stira tanku kehi nei paribeni se tanka nija Ichare chalanti ta athipain kahaku danda deba thik nuha kintu ratha upare jou ate sankhya re sebayata rakhichanti semananku restrict kara jau
@amiyanayak842
@amiyanayak842 15 күн бұрын
ଅହଙ୍କାର ର ଫଳ, ହେ ପ୍ରଭୁ ବଡ ବାଡ ମଣିମା , ବଡ଼ ଠାକୁର କ୍ଷମା କରି ଦିଅନ୍ତୁ 🙏🏾🙏🏾
@user-ik9ef2fc1n
@user-ik9ef2fc1n 15 күн бұрын
ଖାଲି ତ ପଇସା ପାଇଁ ଭୁଲୁ କରୁଛନ୍ତି ଖାଲିତ ବିବାଦ କରୁଛନ୍ତି
@srikumarsahoo2593
@srikumarsahoo2593 15 күн бұрын
Excess ପଣ୍ଡା ଙ୍କୁ ରଥ ଉପରକୁ ଚଢା ନ ଯାଉ
@Study_01.
@Study_01. 15 күн бұрын
ଭଗବାନ ଏହା ଚାହୁଁଥିଲେ କି ଧୀରେ ଧୀରେ କାର୍ଯ୍ୟ କରନ୍ତୁ
@Abhijeet-jena12345
@Abhijeet-jena12345 15 күн бұрын
ବଡ଼ ବାଡର ଖାଉନ୍ଦ ବଡ଼ଠାକୁର ମଣିମା ଜଦି ତଳେ ପଡିଜାଇଥାନ୍ତେ (ଭୂମି ରେ) ରାଜ୍ୟ ରେ ବାରମ୍ବାର ମହିମାରି ଆସିବ, ରାଜାଙ୍କର ମୃତ୍ୟୁ, ରାଣୀଙ୍କର ମୃତ୍ୟୁ ହେଇପାରେ ଏହା ନିଳାଦ୍ରୀ ମହୋଦୟରେ ଉଲ୍ଲେଖ ଅଛି।ଏ ସଂସାର କୁ ରକ୍ଷା କର‌ ମଣିମା
@studywithnayak6590
@studywithnayak6590 13 күн бұрын
Khyama karantu bada thakura sri Baladebjew ....Khyama karantu mahaprabhu Sri Jagannatha
@SonaliSahoo-lb6un
@SonaliSahoo-lb6un 15 күн бұрын
ସାଧାରଣ ଲୋକଙ୍କ ଠୁ.. ଲୁଟିବା ବନ୍ଦ କରାଯିବା ଦରକାର.. ସେବାୟତ ମାନେ ଗରିବ ଲୋକଙ୍କୁ ହଇରାଣ କରିବା ଠିକ ନୁହେଁ.. ଭଗବାନ ହୁଏତ.. କିଛି ସଂକେନ୍ତ ଦେଉଛନ୍ତି... ଜୟ ବଳରାମ ପ୍ରଭୁ କ୍ଷମା କରନ୍ତୁ..ଜୟ ଜଗନ୍ନାଥ.. 🙏🏻🙏🏻🙏🏻🙏🏻
@caranjanksahoo
@caranjanksahoo 15 күн бұрын
ଆଜି ସୁଦର୍ଶନ ଙ୍କ ସପ୍ତ ଋଷି ବନ୍ଦାପନା ମଧ୍ୟ ହୋଇନାହିଁ। କେମିତି ହେଲା ପହଣ୍ଡି??
@omm6324
@omm6324 8 күн бұрын
@@caranjanksahoo tame kemiti janila
@ashokkumardas6003
@ashokkumardas6003 14 күн бұрын
ହେ ପ୍ରଭୁ ବଡ ଠାକୁର କିଛି ଯଦି ଭୁଲ୍ ରହିଥାଏ ମାନବ ସମାଜ କୁ କ୍ଷମା କରନ୍ତୁ🙏🙏🙏🙏🙏
@user-xz1id4bf7l
@user-xz1id4bf7l 15 күн бұрын
ବାହାଦୁରି ଦେଖେଇ କେମିତି କହୁଛନ୍ତି
@madhushmitaharijan6548
@madhushmitaharijan6548 15 күн бұрын
Jay kalki avatar
@subhasmitanayak9182
@subhasmitanayak9182 14 күн бұрын
କରି କରାଉ ଥାଏ ମୁହିଁ ମୋ ବିନୁ ଅନ ଗତି ନାହିଁ ହେ ମହାବାହୁ ବିସ୍ୱର ପିତା ଏଇ ସଂସାର ର କୁସାହା 🙏🙏🙏🙏
@gouramajhi9705
@gouramajhi9705 15 күн бұрын
ସାରା ଓଡିଶା ରାଜ୍ୟ ସାରା ଭାରତ ବର୍ଷ ଆଜି ଯେମିତି ଭଗବାନ ବଳରାମ ଙ୍କୁ ଅଘଟଣ ଘଟି ଯାଇଛି ତାହା ସେବାୟତ ମାନଙ୍କୁ ଦାୟିତ୍ୱ ହୀନ ଯେଗୁ,ଏଥିରେ ରାଜନୀତି କି ପ୍ରଶାସନ ର ଭୁଲ ନାହିଁ, ରଥ ରେ ଯେତେ ସେବାୟତ ଦରକାର ସେତେ ରଖନ୍ତୁ ଅଯଥା ରେ ଅଧିକ ଭିଡ଼ ରଖନ୍ତୁ ନାହଁ, ଯାହା ଫଳରେ ଆଜି ଅଘଟଣ ଘଟିବା କୁ ପାଇଲୁ, ଜୟ ଜଗନ୍ନାଥ ସ୍ୱାମୀ କି.
@ODISHABHAI-eq8jq
@ODISHABHAI-eq8jq 15 күн бұрын
ଆଗ କୁ ଆହୁରି ବିପଦ ମାଡ଼ି ଆସିବ,🙏🏻 ଏ ବର୍ଷ ବାଣ ରେ ଗଲା 13 ଜୀବନ🙏🏻 ଦଳା ଚକଟା ରେ 2 ଜୀବନ 🙏🏻 ପ୍ରଭୁ 🙏🏻 ବଡ଼ ଠାକୁର ପଡ଼ି ଗଲେ,🙏🏻
@Bebi143Pradhan
@Bebi143Pradhan 15 күн бұрын
ସବୁ ମଦର କାରଣ
@nitishvlogs5467
@nitishvlogs5467 14 күн бұрын
ତମେ କେମିତି ଜାଣିଲ
@krazy.69
@krazy.69 13 күн бұрын
ମୋ ମତରେ ସେବାରେ କିଛି ଭୁଲ ଅଛି ନିଶ୍ଚିତ
@user-wd6tg6dd8w
@user-wd6tg6dd8w 15 күн бұрын
Jay jagannath my life my everything tume Satya , siba ,sundara
@amulyadigal806
@amulyadigal806 15 күн бұрын
ପ୍ରଭୁ ନିଜେ ଚାଲି ଚାଲି ଆସିଥିଲେ ନା ସେବାୟତ ମାନେ ବୋହିକି ଆଣୁଥିଲେ । ନିଜେ ଚାଲି ସଂସାରକୁ ଚଲାଉ ଥିବା ପ୍ରଭୁଙ୍କୁ ବୋହିକି ନେବା ନେବାଲୋକର ସାମର୍ଥ୍ୟ ଥିବା ଜରୁରୀ ।ନଚେତ୍ ପ୍ରତିଥର ଏପରି ହିଁ ହେଉଥିବ ।
@jenaad
@jenaad 14 күн бұрын
ଟାଉଟରୀ କଲେ ଏମିତି ହିଁ ହେବ ! ବଢିଆ ହେଇଚି ; ଏମାନଙ୍କୁ ଏହା ହିଁ ଦରକାର। ହେ ପ୍ରଭୁ ବଳରାମ ! ତୁମ ଭକ୍ତ ଙ୍କ ଧନକୁ ଯିଏ ଲୁଟୁଛି ତାକୁ ଏମିତି ଦଣ୍ଡ ଦେବ 🙏 ! ତେବେ ଯାଇ ଲୋକଙ୍କ ବିଶ୍ୱାସ ବଢିବ !🙏🙏🙏
@tapaswinimadhusmitarout1453
@tapaswinimadhusmitarout1453 13 күн бұрын
ଜଗତ ବାସୀ ସେବାୟତ ଆଜ୍ଞା ସମସ୍ତେ ମିଶି ପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ପ୍ରଭୁ ନିଶ୍ଚିତ କ୍ଷମା କରିଦେବେ ବଡ଼ ସାଆନ୍ତେ ଟିକେ ରାଗି ତାଙ୍କୁ କ୍ଷମା ମାଗିଲେ ପ୍ରଭୁ କ୍ଷମା କରିବେ😢
@malayakumarbiswal5445
@malayakumarbiswal5445 15 күн бұрын
ଯାହେଉ ମହାପ୍ରଭୁ ଭୂମି ପର୍ଶ କରିନାହାନ୍ତି ଭୂମି ପର୍ସ କରିଥିଲେ ବହୁତ ଅନର୍ଥ ହୋଇଥାନ୍ତା ସେବାୟତ ଗୁରୁଜୀ ମାନଙ୍କ ପାଦତଳେ ମୋର କୋଟି କୋଟି ନମସ୍କାର
@subratkumarbarik7644
@subratkumarbarik7644 13 күн бұрын
ସେଠି ସାଧାରଣ ଜନତା, ନିରୀହ ଲୋକ ଓ ଭକ୍ତ ମାନଙ୍କୁ ବହୁତ ହଇରାଣ କରୁଛ....
@Foodrecipes054
@Foodrecipes054 14 күн бұрын
CM sir nka bebastare kichhi bhul rahigala ki esabu mahabahu nka ichha Jay jagannath 🙏🏻😭😭😭😭😭
@haraprasadchoudhury8680
@haraprasadchoudhury8680 15 күн бұрын
ଏମାନେ କଣ ଛୋଟ ଛୁଆ। ମନ୍ଦିରରେ ଯେତିକି ଅନ୍ୟାୟ ଅବିଚାର ହେଉଛି ତା ପାଇଁ ଦଣ୍ଡ ଦେବେ ନା
@teachingpoint3665
@teachingpoint3665 14 күн бұрын
ରଥ ଉପରେ ଯେତିକି ଆବଶ୍ୟକ ସେତିକି ଲୋକ ରଖାଯାଉ ପ୍ରଥମ ଅନୁରୋଧ ମନ୍ଦିର ପରିଚାଳନା କମିଟି କୁ ରଥରେ ଠାକୁରଙ୍କ ଦର୍ଶନ ହେଇ ପାରୁନାହିଁ ଅଧିକ ଲୋକଙ୍କ କୁ ବୁଦ୍ଧି ଯୋଗୁଁ ଠାକୁରଙ୍କୁ ଖେଳନା ଭାବି ଲୋକମାନଙ୍କୁ ଲୁଟୁଛନ୍ତି ଏ ଯାତ୍ରା ହେଉଛି ଭକ୍ତ ଓ ଭଗବାନ ଙ୍କ ମିଳନ ର ପର୍ବ ଏଠାରେ ପ୍ରତିରୋଧ ସାଜୁଛନ୍ତି ସେବାୟତ ମାନେ ଅନୁରୋଧ ମନ୍ଦିର ପରିଚାଳନା କମିଟି କୁ ଠାକୁରଙ୍କ ଯାତ୍ରା ସମୟରେ ବିଭ୍ରାଟ ସୃଷ୍ଟି ନ ହୁଏ
@brajamohanty326
@brajamohanty326 11 күн бұрын
ହିନ୍ଦୁ ଭାବନା ଛାଡ଼ି ସନାତନ ଭାବନା ରେ ଯାଆନ୍ତୁ ଜୟ ଜଗନ୍ନାଥ 🙏
@Adventure_SDH
@Adventure_SDH 14 күн бұрын
SESARE MAHILA NARTAKI BHAKTA JANAKA BAHUT ATI SUNDAR BYKHYA KARICHANTI....BAHUT SUNDAR
@Laxmipriyapadhi-jz8nc
@Laxmipriyapadhi-jz8nc 14 күн бұрын
ପ୍ରଭୁ ଇଏ କି ନୀ ଳ!...!!! ଯାହାବି ଭୁଲୁ ହେଇଛି କ୍ଷମାପ୍ରଥାନା 😭😭😭 ଜୟ ଜଗନ୍ନାଥ 🙏🙏
@sudhiraswain5375
@sudhiraswain5375 15 күн бұрын
ଜୟ ଜଗନ୍ନାଥ ସ୍ଵାମୀ 🙏
@prasantapattanaik862
@prasantapattanaik862 14 күн бұрын
ସେବାୟତ ମାନେ ଗୋଷ୍ଠୀ ଗୋଷ୍ଠି ହେଇ ଏ ଧନ୍ଦା ମହାପ୍ରଭୁଙ୍କ ସହିତ କରୁଛନ୍ତି।
@samarendrarout4341
@samarendrarout4341 15 күн бұрын
Jay Jagannath 🙏
@englishman619
@englishman619 14 күн бұрын
ପ୍ରଭୁ ଦୟାମୟ କ୍ଷମା କିଦିଅନ୍ତୁ 🙏🙏🙏🙏
@RabindranathSethi-bl4wl
@RabindranathSethi-bl4wl 15 күн бұрын
ଜୟ ଜଗନ୍ନାଥ, ଆଜି କିଛି ତ ଭୁଲ ହୋଇଛି ନ ହେଲେ ଅଘଟଣ ଘଟି ନ ଥାନ୍ତା
@suryakantamahalik3462
@suryakantamahalik3462 15 күн бұрын
କ୍ଷମା କର ପ୍ରଭୂ 🙏🙏🙏🙏🙏😭😭😭😭😭😭
@suchismitavlog
@suchismitavlog 14 күн бұрын
Malika re lekha heichi ta hela nihati mahamari asuchi😢😢😢😢duniya kuu he prabhu jagata ra natha jaganatha😢😢parabhu bhul hele khyama kara 🙏😭🙏 parabhu rakhya kara duniya kuuu😢😢
@A.papu891
@A.papu891 14 күн бұрын
Jay jagannath swami nayan pathha gami bhava tume
@basantadalai5951
@basantadalai5951 15 күн бұрын
ହେ ପ୍ରଭୁ ତୁମେ ହିଁ ରକ୍ଷା କର ଇଏ ସଂସାରକୁ କଣ କଣ ସବୁ ଦେଖିବାକୁ ମିଳୁଛି ପ୍ରଭୁ ଇଏ କି ସଂକେତ ଦଉଛ ତୁମେ ପ୍ରଭୁ, ଯାହା କିଛି ବି ଭୁଲ ହେଇଛି ଇଏ ଭୁଲ ରୁ ସଂସାରକୁ ରକ୍ଷା କର ପ୍ରଭୁ 🙏🙏🙏ଜୟ ଜଗନ୍ନାଥ 🙏🙏🙏
@dipakkumarbal8318
@dipakkumarbal8318 14 күн бұрын
ଜୟ ଶ୍ରୀଜଗନ୍ନାଥ 🙏
@Bhagabatpujari1
@Bhagabatpujari1 15 күн бұрын
ବାରଜାତିତେରଗୋଲା ସେବାୟତହେଲେସବୁଗଲା ଆମରଏଠିବେର୍ଧ୍ରମିମାନେ ଦିଅଁଙ୍କପରିଚାଳନାରମୂଖ୍ଯ
@VarunKumar-mr4is
@VarunKumar-mr4is 15 күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ 😂😂😂😂😂
@seleetruptirekharout9836
@seleetruptirekharout9836 15 күн бұрын
ଜୟ ଜଗନ୍ନାଥ 🙏🪔❤️🚩💐🛐🌸🌷
@krn_vloge04
@krn_vloge04 14 күн бұрын
ଜୟ ଜଗନ୍ନାଥ 🌸🙏🙏🌸
@bijayamohapatra6058
@bijayamohapatra6058 15 күн бұрын
Panda mananku sasti miliba darkar prabhu. pura duniya ku luti chalichhanti. Jay jagannath🙌
@arundhatibiswal8460
@arundhatibiswal8460 14 күн бұрын
Jay Mahaprabhu ❤🙏 Jay Jagannatha ❤🙏 Jay Maa Subhadra ❤🙏
@purnachandrapradhan7683
@purnachandrapradhan7683 14 күн бұрын
Jay jagannath swami🙏🙏🙏
@Manu-ns9vu
@Manu-ns9vu 15 күн бұрын
Jay Jagannath 🙏🙏🙏 Bhalare rakha samastanku
@bikashmallick5406
@bikashmallick5406 15 күн бұрын
ଜୟ ବଳଭଦ୍ର 🙏🙏🙏🙏 କ୍ଷମା କରିଦେବେ 🙏🙏🙏🙏🙏
@sudeshnaraula5745
@sudeshnaraula5745 14 күн бұрын
Thik kahile sevayata bhaii . Bahot Loko ratha upare rahuchanti sehi jogu hela. Prasasana ra hii dayee
@diptijenaj7292
@diptijenaj7292 13 күн бұрын
Jay Jagannath ❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏🙏🌹🌹🌹🌹
@supriyasutar8173
@supriyasutar8173 15 күн бұрын
Jay Jagannath Jay sri balabhadra Jay maaa subhadra
@user-ts1do9tz6e
@user-ts1do9tz6e 14 күн бұрын
🎉Jay jaganath❤🙏
@ramachandranaik713
@ramachandranaik713 14 күн бұрын
ମହାପ୍ରଭୁଙ୍କର କିଛି ହେବ ନାହିଁ। ସେବାୟତ ମାନଙ୍କର ଭୂଲ । ଲୋଭି ଦଳ
@ArpitaNaik-gd2kg
@ArpitaNaik-gd2kg 12 күн бұрын
Jaye jaganntha 🙏🙏🙏🙏 . Suwami . Aneka sebayat rakh nahi .
@virat_bikash
@virat_bikash 14 күн бұрын
Prabhu khyama karidia 🤗🤗🤗🤗🤗
@jogindrabehera1627
@jogindrabehera1627 14 күн бұрын
Jay jagannath 🙏❤️❤️❤️
@pankajiniparida2370
@pankajiniparida2370 14 күн бұрын
Jay shree jagannath mahaprabhu bharas huantu desa basinku 🙏🙏🙏
@bichitrasatapathy1229
@bichitrasatapathy1229 15 күн бұрын
ଯେଉଁ ସେବାୟତମାନେ ଏହି ପହଣ୍ଡି କାର୍ଯ୍ୟରେ ନିୟୋଜିତ ଥିଲେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ...... ଏହା ଏକ ଛୋଟିଆ କଥା ନୁହେଁ...... ସେବାୟତ ମାନଙ୍କ ର ସମ୍ପୂର୍ଣ୍ଣ ଭୁଲ...
@excellentmind1005
@excellentmind1005 15 күн бұрын
Sure . Supreme court ra judge nka aadesh na.
@patitakumarchoudhury9855
@patitakumarchoudhury9855 14 күн бұрын
ସାମ୍ବାଦିକ ମାନେ ମଣିଷ ମାନଙ୍କୁ ଶାନ୍ତି ଦିଅ, ହାତରେ ଖଡା ସିଝିବନି, ପ୍ରଶ୍ନ ପ୍ରବଳ.
@subratpadhiary5166
@subratpadhiary5166 14 күн бұрын
Jay Prabhu Shree Balabhadra 🙏🙏🙏
@a.ksports4746
@a.ksports4746 15 күн бұрын
Jay Jagannath
@sangramkishoredasdas2424
@sangramkishoredasdas2424 14 күн бұрын
ଭୁଲ୍ କୁ ସ୍ବିକାର କରିବା ଦ୍ବାରା ମହାପ୍ରଭୁ କ୍ଷମା କରିବେ ।
@HappyNayak-dx5qm
@HappyNayak-dx5qm 14 күн бұрын
He prabhu jagannath
@BasantiMajhi-kx6by
@BasantiMajhi-kx6by 15 күн бұрын
Jay jagannath❤
@RakeshKumar-hq8mg
@RakeshKumar-hq8mg 13 күн бұрын
Jay jagannath suami 🙏🙏🙏🙏🙏
@ramachandrabehera7203
@ramachandrabehera7203 14 күн бұрын
Jay Jagannath 🙏🙏🙏
@PradeepKumarBehera-or9ee
@PradeepKumarBehera-or9ee 14 күн бұрын
Jay jagannath
@pabitranath5075
@pabitranath5075 15 күн бұрын
Mobile re savayat besi time dauchanti bt thakura ka upare dhyana nahi mobile bandh kara ratha upare jay jagannath 🙏🙏
@RaazKisku-uh2id
@RaazKisku-uh2id 15 күн бұрын
ପୁରୀ ରେ ନନା ମାନଙ୍କ ସଂଖିଆ ବେଶୀ ହୋଇଗୋଲେ ଟିକେ କମେଇଦିଓ ଜୟ ଜଗନ୍ନାଥ
@manvi4834
@manvi4834 14 күн бұрын
କାଳିଆ ରେ ତୁ ଭରସା 🙏🙏🙏🙏😭
@tapanray539
@tapanray539 15 күн бұрын
Bhai mu puri ru kahuchi kou midia bala achhanti mo bite nei paribe ki semane sabu bele pacharuchanti semanku mu kichhi pacharibi semannka oakt achi ans dabaku aga kuhantu matr
@GolakhachandrajethiGolak-vk6ri
@GolakhachandrajethiGolak-vk6ri 15 күн бұрын
ପ୍ରଭୁ ରକ୍ଷା କରିଦେଲେ ଆଗକୁ ଆମେ ସଚେତନ ହୋଇ ପ୍ରଭୁ ଙ୍କ ସେବକରିବା ସମସ୍ତେ ଆମେ ପ୍ରଭୁ ଙ୍କ ପାଖରେ ଖମା ପ୍ରାର୍ଥନ କରିବା ଯେମିତି ସାରା ବିଶ୍ୱକୁ ଖମା କରିଦିଅ ପ୍ରଭୁ 🙏
@ArjuncharanMaharana-mt8qm
@ArjuncharanMaharana-mt8qm 15 күн бұрын
ଭଗବାନ ରାଗି ଛନ୍ତି
@mantubehera2263
@mantubehera2263 15 күн бұрын
ହେ ପ୍ରଭୁ ଆମକୁ ଖେମା କରି ଦିଅ ପ୍ରଭୁ
@rashmitadas619
@rashmitadas619 14 күн бұрын
Jay jagannath 🙏🙏
@pratikshya2014
@pratikshya2014 14 күн бұрын
🙏🙏
@Sanjay1993palai
@Sanjay1993palai 15 күн бұрын
Ei sal sabayatanka pain emiti heichi godeiki badeiba katha udhata ra Sima tapigaleni sabu Puri sabayata
@santoshkumarpanda9968
@santoshkumarpanda9968 15 күн бұрын
Pura thik kahila bhai ❤semane nijaku bhagwan bhabineleni
@LovelyCrosswordPuzzle-on7ke
@LovelyCrosswordPuzzle-on7ke 14 күн бұрын
Sebayata are selected by their ability,effeciency,quality. not quantity
@anadisahu263
@anadisahu263 14 күн бұрын
Jay jagannath 🙏
Задержи дыхание дольше всех!
00:42
Аришнев
Рет қаралды 1,7 МЛН
I Can't Believe We Did This...
00:38
Stokes Twins
Рет қаралды 130 МЛН
What it feels like cleaning up after a toddler.
00:40
Daniel LaBelle
Рет қаралды 73 МЛН
DNA analysis on Jagannath Mandir
18:52
Zee News
Рет қаралды 12 МЛН
Задержи дыхание дольше всех!
00:42
Аришнев
Рет қаралды 1,7 МЛН