ମଦ ବନ୍ଦ ହେଲେ ବରମୁଣ୍ଡାରେ ଗଡିବନି ବସ୍‌

  Рет қаралды 392,540

Reo News

Reo News

27 күн бұрын

ମଦ ବନ୍ଦ ହେଲେ ବରମୁଣ୍ଡାରେ ଗଡିବନି ବସ୍‌ #latestnews #latestupdates #baramunda #odishabjp #mohanmajhi #mohancharanmajhi #odishacm #trendy #publireaction #publicopinion #politicalupdates #politicalnews #news #politicalleaders #trendingnews #trending #odishalatestnews #odishalatestupdates #odishanewstoday #todaynews #todayupdates #todaytrending #trendingupdates #updatesstory #reonews #odishanews #Odianews #livenews #odishanews #Odiasamachar
REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
✅ Visit us Our Website: reonews.in/
Connect with us at our social media handles:
➡ KZfaq:
/ @reonews
➡ Facebook: / reo-n. .
➡ Instagram: / reonews24

Пікірлер: 363
@gitaranisarkar138
@gitaranisarkar138 21 күн бұрын
ନ ଗଡୁ ବସ କେତେ ଦିନ ବନ୍ଦ ରହିବ ଦରମା ବନ୍ଦ ହେଲେ ଡ଼ାବୁ ନ ମିଳିଲେ ଆପେ ଚାଲିବ ଦେଶୀ ବିଦେଶୀ ସବୁ ବନ୍ଦ ହେଉ
@user-ft4zc7gl9p
@user-ft4zc7gl9p 21 күн бұрын
ମଦ ପୁରା ବନ୍ଦ୍ ହଉ ❤❤❤❤❤❤ ବସ୍ ନ ଚଳିଲେ ନ ଚାଲୁ
@prakashmahapatra2182
@prakashmahapatra2182 21 күн бұрын
ପ୍ରକୃତ ରେ ମଦ ବନ୍ଦ ହେଲେ କେତେ ବହୁତ ଉଜଡ଼ା ସଂସାର ଉପକୃତ ହେବେ. ଯାହା ଆପଣଙ୍କ ଇଚ୍ଛା. ବିଚାର କରନ୍ତୁ.
@sridhar85536
@sridhar85536 21 күн бұрын
ମଦ ବନ୍ଦ କରିବା ନିଶ୍ଚିତ👍
@padmini-cz3xt
@padmini-cz3xt 21 күн бұрын
ମଦ ବନ୍ଦ ହେଲେ ଭଲ
@user-nq1um1vu2u
@user-nq1um1vu2u 21 күн бұрын
ବନ୍ଦ ହଉ ମଦ
@lalitkumbhar1131
@lalitkumbhar1131 21 күн бұрын
ମଦ ପିଇ ଡାଇବର ବିଏପି ରେ ଗାଡି ଛଲାନ୍ତି ମଦ ବନ୍ଦ ହେଉ
@user-cb3dn9li5k
@user-cb3dn9li5k 21 күн бұрын
ହଁ ମଦ ବନ୍ଦ୍ ହେବା ଦରକାର୍ bus ନ ଚାଲିଲେ ନାହିଁ ଆଗ ଯେମିତି ଲୋକ ମାନେ ପାଦରେ ଚାଲି ଚାଲି ଯାଇଥିଲେ ଏବେ ସେମିତି ଚାଲି ଚାଲି ଯିବେ bus ବନ୍ଦ୍ ହେଲେ ଅସୁବିଧା କଣ ଆଉ ଭାବିନେବା 1980 ମସିହା ଆଉ 😁😁😁
@KarunakarDhani-eo2sl
@KarunakarDhani-eo2sl 21 күн бұрын
ବସ ବରଂ ନ ଗଢୁ,ମଦ ବନ୍ଦ କରାଯାଉ।
@sukantapasa1312
@sukantapasa1312 21 күн бұрын
ମୋଦ ଓଡ଼ିଶା ରେ ବନ୍ଦ ହୋବା ଦରକାର
@dhiramanbag
@dhiramanbag 21 күн бұрын
ମଦ ବନ୍ଦ କରାଯାଉ ବସ ନଚାଳିଲେ ନ ଚାଳୁ 😅😅😅
@BabureddyBabu-n7l
@BabureddyBabu-n7l 14 күн бұрын
ମଦ ବନ୍ଦ ହେଲେ ଭଲ ହେବ, ସରକାରୀ ବସ ଚଲାଯାଉ
@SurendraHial-c2o
@SurendraHial-c2o 21 күн бұрын
ବନ୍ଦ ହଉ ମଦ ଭଲ ହେବ
@kanhucharan1557
@kanhucharan1557 21 күн бұрын
ଜୟଜୟଶ୍ରୀ ଜଗନ୍ନାଥ 🙏🙏🙏🙏🙏ବହୁତ ବଢ଼ିଆ ଜନମତ ଶୀଘ୍ର ନିଶାମୁକ୍ତ ଓଡିଶା ହେଉ ହେଉ ହୋଇଯାଉ ସାଧା ଗାରପକା ସବୁବନ୍ଦ ସ୍ବାଗତଂ ଜୟଶ୍ରୀ ଜଗନ୍ନାଥ
@manashiandprincelifestylev2616
@manashiandprincelifestylev2616 21 күн бұрын
ମଦ 🥃 ବନ୍ଦ୍ ହେବା ଦରକାର ।
@freefiresai1922
@freefiresai1922 21 күн бұрын
ବସ ଚାଲିଲେ ବାଳ ନ ଚାଲିଲେ ବାଳ
@BuduramGoud
@BuduramGoud 21 күн бұрын
ମଦ ବନ୍ଦ୍ କଲେ ଭହୁତ ସୁନ୍ଦର ଏବଂ ❤❤❤
@Santu139
@Santu139 21 күн бұрын
ବଡ଼ ବଡିଆ ମାନଙ୍କୁ ମଦ ପିଉଛନ୍ତି କି ନାହିଁ ପଚାରୁ ନାହାନ୍ତି ।ବେଶିତ ବଡ଼ବଡ଼ିଆ ଲୋକ ମଦ ପିଉଛନ୍ତି।ମଦ ବନ୍ଦ ହେଉ ସମସ୍ତଙ୍କ ଗୋଲୁ ମାରି ଯିବ।
@tankadharsabar1656
@tankadharsabar1656 21 күн бұрын
ମଦ ବନ୍ଦ କରିବେ ସରକାର
@gurucharanchattar6626
@gurucharanchattar6626 21 күн бұрын
ମଦ ପିଇବା ଲୋକ ଯେମିତି ହେଲେ ବି ଚୁପ କିନା ପିଇବେ ଯେତେ ବାରଣ କର ମଦ ଗୋଟିଏ ଏମିତି କା ଜିନିଷ ଯେତେ ଏକ୍ସପ୍ରେନସ ଡ୍ରାଇଭର ହେଲେ ମଧ୍ୟ ବେଳେ ବେଳେ ଗାଡି ଚଲେଇବା ଭୁଲବାଲ ହୋଅଛି ସେଥିପାଇଁ ମଦ ସଂପୂର୍ଣ୍ଣ ବନ୍ଦ ହେଲେ ସମସ୍ତ ଙ୍କ ପାଇଁ ଭଲ ହବ ଜୟଜଗୋନାଥ 🙏🙏
39kgのガリガリが踊る絵文字ダンス/39kg boney emoji dance#dance #ダンス #にんげんっていいな
00:16
💀Skeleton Ninja🥷【にんげんっていいなチャンネル】
Рет қаралды 8 МЛН
Jumping off balcony pulls her tooth! 🫣🦷
01:00
Justin Flom
Рет қаралды 16 МЛН
Inside Out 2: Who is the strongest? Joy vs Envy vs Anger #shorts #animation
00:22
39kgのガリガリが踊る絵文字ダンス/39kg boney emoji dance#dance #ダンス #にんげんっていいな
00:16
💀Skeleton Ninja🥷【にんげんっていいなチャンネル】
Рет қаралды 8 МЛН