ମହାପ୍ରଭୁ ଚାରମାଳରୁ ଖସିବା ନୂଆ କଥା ନୁହେଁ: ସେବାୟତ

  Рет қаралды 17,433

OTV

OTV

17 күн бұрын

#ମହାପ୍ରଭୁ_ଚାରମାଳରୁ_ଖସିବା_ନୂଆ_କଥା_ନୁହେଁ
ପହଣ୍ଡି ବେଳେ ଚାରମାଳ ଉପରୁ ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। ‘ମହାପ୍ରଭୁ ଚାରମାଳରୁ ଖସିବା ନୂଆ କଥା ନୁହେଁ’
#BadaThakuraBalabhadra #Pahandi #Servitor #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 113
@dilseswadhin9621
@dilseswadhin9621 15 күн бұрын
ଠାକୁରଙ୍କୁ ତଳେ ପକାଇବ ଆଉ କହିବ ନୂଆ କଥା ନୁହେଁ ବା ବା ରେ ପଣ୍ଡା ଛି ଛି ତୋ ମଣିଷ ପଣିଆ
@sannidhyashekhar4578
@sannidhyashekhar4578 15 күн бұрын
Aree bhai a mandabudhi kn kahiba aau …samanya katha kahuchi ..chhi chhi
@UTTKALpuaGAUTAM9152
@UTTKALpuaGAUTAM9152 15 күн бұрын
ଏ ମାନେ ବେପାରୀ ସେବାୟତ। ଯେଉଁ ମାନେ ଆମ ରାଜା ଙ୍କୁ ଏମିତି କଲେ ସେମାନଙ୍କୁ ସେବାରୁ ବହିଷ୍କାର କରାଯାଉ। ଜୟ ଜଗନ୍ନାଥ 🙏😭
@madhusmitasahoo4465
@madhusmitasahoo4465 15 күн бұрын
ସିଡ଼ି ରେ ଯଦି ଆପଣ ମୋବାଇଲ use କରିବେ ଆପଣ ଝୁଣ୍ଟିବା ଚାନ୍ସ କେତେ %ଥାଏ
@monalisakhandai5877
@monalisakhandai5877 13 күн бұрын
Lajya nahi
@jitendrasahu9073
@jitendrasahu9073 15 күн бұрын
ପଣ୍ଡା ଙ୍କ ଗଲୁଆମି ଓ ଅହଙ୍କାର ଯୋଗୁଁ ଏମିତି ହେଲା, ଜୟ ଜଗନ୍ନାଥ
@hariharpradhan1177
@hariharpradhan1177 15 күн бұрын
ଯାହା ହେଲା ଭଲ ହେଲାନି, ତୁମ ପୁଅ ଯଦି ଛାତ ଉପରୁ ଖସି ପଡ଼ିଥାନ୍ତା,ତମେ ସେବାୟତ ଏତେ ଖୁସି ହେଇକି କହି ନଥାନ୍ତ ବୁଝିଲ,କୋଟି ଓଡ଼ିଆର ହୃଦୟ ସ୍ପନ୍ଦନ କ୍ଷଣିକ ପାଇଁ ଅଟକିଗଲା ଭଳି ଲାଗିଲା😭😭😭😭
@jagannathkrupa9310
@jagannathkrupa9310 15 күн бұрын
Apana thik kahichanti😢
@debabratapatra7656
@debabratapatra7656 15 күн бұрын
Right❤
@Soumyaranjan20045
@Soumyaranjan20045 15 күн бұрын
Apana tike kahuchanti😢😢dekhiba jaga kn karibe jaha karibe lokho mana nka pain bhala karibe😢😢
@kshirodchandramall3834
@kshirodchandramall3834 15 күн бұрын
ସବୁ ମହାପ୍ରଭୁ ଙ୍କର ଦୋଷ. ସେବାୟତ ମାନଙ୍କର କିଛି ଦୋଷ ନାହିଁ. ଧନ୍ୟରେ ତୁମମାନେ
@prasantapattanaik862
@prasantapattanaik862 15 күн бұрын
ମହାପ୍ରଭୁଂକୁ ଅପମାନ କରିବା କିଛି ନୂଆଁ କଥା ନୁହେଁ।ବହୁ ଲୋକ ଅନେକ ସମୟରେ ଅନେକ ପ୍ରକାରେ ଅପମାନ ଓ ଭୁଲ୍ କରି କ୍ଷମା ମାଗୁଛନ୍ତି। କଳାପାହାଡ଼ ବି ଆକ୍ରମଣ କରିଥିଲା।ଅନେକ ସମୟରେ ମହାପ୍ରଭୁ ବିଭିନ୍ନ ସ୍ଥାନମାନଙ୍କରେ ଆତ୍ମଗୋପନ ବି କରିଛନ୍ତି। ନୁହେଁ କି ସେବାୟତ ଆଜ୍ଞା ? ତେଣୁ ଏହା କିଛି ନୂଆଁ କଥା ନୁହେଁ। ନୁହେଁ ଆଜ୍ଞା?
@abhinandansutar197
@abhinandansutar197 15 күн бұрын
ନିଜ ଦୋଷ ମାନିଯାଅ ତୁମମାନଙ୍କ ଅବହେଳା ଯୋଗୁଁ ଏମିତି ଅଘଟଣ ହେଲା..ଚାରମାଳ ର ଦୋଷ ଦିଅନ୍ତୁ ନାହିଁ.. କ୍ଷମା କର ବଡ଼ ସାଆନ୍ତେ 🙏
@arpitapanda823
@arpitapanda823 15 күн бұрын
ତୋ ପାଇଁ ନୂଆ କଥା ନୁହେଁ ତୋ ଗୋଡ଼ ଭାଙ୍ଗି ଥିଲେ ଜାଣି ଥାଆନ୍ତୁ
@bhabanijena1543
@bhabanijena1543 15 күн бұрын
ଯଦି ନୂଆ କଥା ନୁହେଁ , ତାହେଲେ ପ୍ରତି ବର୍ଷ ପାଳି କରିକି ଠାକୁର ଙ୍କୁ ଗଡ଼େଇ ପକାଅ ,କେତେ ହ୍ରୁଦୟ ବିଦାରକ ଦୃଶ୍ୟ ଇଏ , ଏ ଦୃଶ୍ୟ ଦେଖିକି ଆଖିରେ ଲୁହ ରହୁନି ।
@anantaprasadpraharaj559
@anantaprasadpraharaj559 15 күн бұрын
ଆଗାମୀ ଦିନ ମାନଙ୍କରେ ଯେପରି ଏମିତି ନହୁଏ ତାପାଇଁ ଯତ୍ନବାନ୍ ହେବା ଦରକାର। ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 💐🙏🙏❤️
@keshabnayak7178
@keshabnayak7178 15 күн бұрын
Mo pravu nka lila pravu jannti jay shree jagannath maha pravu ❤❤❤❤❤
@user-ms9gv8ry8b
@user-ms9gv8ry8b 15 күн бұрын
ପଣ୍ଡା ମାନେ ଚୋର,, ମନ୍ଦିର କୁ ଗଲେ ପଇସା ପାଇଁ କୁତୁ କୁତୁ 😂😂
@jilu_status_world6696
@jilu_status_world6696 13 күн бұрын
ମୋ ପ୍ରଭୁଙ୍କୁ ତଳେ ପକେଇ କହୁଛ କଣ ନା ଏଇଟା କିଛି ନୂଆ କଥା ନୁହେଁ।।। ତମ ମାନଙ୍କ ପାଇଁ ହୁଏତ କିଛି ନୂଆକଥା ନ ହେଇ ପାରେ, କିନ୍ତୁ ଏସବୁ ଦେଖିଲା ପରେ ମୋ ଉପରେ ଆକାଶ ଛିଡିଗଲା ପରି ଲାଗୁଛି। ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗୁଛି।।। ହେ ବଳଭଦ୍ର ବଳିଆର ଭୂଜ ତ୍ରାହିମାଂ ତ୍ରାହିମାଂ 🙏🙏🙏🙏🙏🙏
@HariArt09
@HariArt09 12 күн бұрын
ମହାପ୍ରଭୁ ଙ୍କ ସେବକ ମାନେ ରଥ ଉପରେ ରହି ରିଲ୍ସ୍ କରିବାରେ ବିଜିରେ ରହୁଚତି 🔥 ଏମାଙ୍କ ପାଇଁ ସରାବିଶ୍ୱରେ ଭକ୍ତଙ୍କ ଆଖିରେ ଲୁହ ଆସିଗଲା 😢
@Nishi5555
@Nishi5555 15 күн бұрын
ଯେଉଁଠି ସ୍ୱୟମ ଜଗନ୍ନାଥ ମହାପ୍ରଭୁ ମୋଦୀ ଙ୍କ ଭକ୍ତ. ତିନି ଠାକୁର ହେଉଛନ୍ତି ମୁଖ୍ୟମନ୍ତ୍ରୀ ଆଉ ଦୁଇ ଉପ ମୁଖ୍ୟମନ୍ତ୍ରୀ.. ସେଠି ଠାକୁରଙ୍କ ଅବସ୍ଥା କଣ ହେବ... ହେ ଜଗତର ନାଥ ଜଗନ୍ନାଥ ଏମାନଙ୍କୁ ସଦବୁଦ୍ଧି ଦେଇ ରଥଯାତ୍ରା ସୁରୁଖୁରୁରେ ସମ୍ପର୍ଣ୍ଣ କରନ୍ତୁ.
@UTTKALpuaGAUTAM9152
@UTTKALpuaGAUTAM9152 15 күн бұрын
କିଛି ବି ଭୂଲ ନାହିଁ ବେପାରୀ ସେବାୟତ ମାନଙ୍କର ସବୁ ଭୁଲ ସେ ଦ‌ଉଡି ର। ଟିକିଏ ହେଲେବି ଏମାନଙ୍କ ମନରେ ଦୁଃଖ ନାହିଁ। ଏମିତି ଏମାନେ ଆଗରୁ କରୁଥିଲେ କିନ୍ତୁ ପ୍ରଭୁ ପଡୁନଥିଲେ ଆଜି ପଡ଼ିଗଲେ। ଏମାନେ ଅଯୋଗ୍ୟ ସେବାୟତ। ଜୟ ଜଗନ୍ନାଥ 🙏❤️🙏😭
@sarojodiavlogschannel2052
@sarojodiavlogschannel2052 15 күн бұрын
ଜୟ ଜଗନ୍ନାଥ ମହାପ୍ରଭୁ ଙ୍କ କାମରେ ଯିଏ ଏପରି କରିଛନ୍ତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ମହାପ୍ରଭୁ କ୍ଷମା କରିଦିଅ।
@rajlaxmipatro4370
@rajlaxmipatro4370 15 күн бұрын
Eita kiea karibeni bhai sabu tanka ichhare hue 🙏😭😭😭
@BLPlus6940
@BLPlus6940 15 күн бұрын
ଓ ନନା ଶସ୍ତା କଥା କହି ଖସି ଯାଉଛନ୍ତି ମୁହଁରେ ଲାଜ ନାହିଁ ତୁମର ଦେବତା ମାନକୁ ନେଇ ପଇସା କମେଇଲ କାଠ ପଥର କରି ନଚେଇଲ
@rudrasphysics775
@rudrasphysics775 15 күн бұрын
ରାଜନୀତି ଷ୍ଟାର୍ଟ କରିଦେଲୁ ଓଡ଼ିଆ ଟିଭି 😡
@palabinash
@palabinash 15 күн бұрын
Very well explained.
@kamleshmohanty310
@kamleshmohanty310 15 күн бұрын
Jay Jagannath
@priyadarsinisahu9589
@priyadarsinisahu9589 15 күн бұрын
Emiti news OTV hin dekheipariba
@UTTKALpuaGAUTAM9152
@UTTKALpuaGAUTAM9152 15 күн бұрын
@@priyadarsinisahu9589 ଠିକ୍ 👍
@suryashekhar3559
@suryashekhar3559 15 күн бұрын
ଜୟ ଜଗନ୍ନାଥ ଯାହା ଆଜି ଜଗତ ଦେଖିଛି ସେଥିପାଇଁ ହୁଏତ ଆମେ ସମସ୍ତେ ଦୋଷୀ ବା ଦାୟୀ । ସମସ୍ତେ ଓ ଖାସ କରି ମିଡିଆ ମାନେ ସେବାୟତଙ୍କୁ ଦୋଷୀ ବିବେଚନା କରିବା ଉଚିତ୍ ଲାଗୁନି । ଆଜ୍ଞା ଯେତେବେଳେ ପ୍ରଭୁ ସ୍ନାନ କରୁଛନ୍ତି ଆଉ ରଥ ରେ ଗୁଣ୍ଡିଚା ଯାତ୍ରା କରୁଛନ୍ତି ସେତେବେଳେ ଆମେ ଜଗତ ପାଇଁ କରୁଛନ୍ତି ବୋଲି କହିଲାବେଳେ ଆଜି ଯେତେବେଳେ ବଡ଼ଠାକୁର ଝୁଣ୍ଟି ପଡ଼ୁଛନ୍ତି ଆମେ କେବଳ ସେବାୟତଙ୍କ ଭୁଲ ବୋଲି କିପରି କହିପାରିବା । ଡୋର ବାହାରିଗଲା କେମିତି ଆଜ୍ଞା ଯିଏ ସାରା ସଂସାର କର୍ତ୍ତା ସେ କଣ ନଚାହିଁଥିଲେ ହେଇଥାନ୍ତା, ତାଙ୍କୁ କଣ ସେବାୟତ ଆଣନ୍ତି ସେ ଟା ସେବାୟତଙ୍କୁ ଅଣିଥାନ୍ତି । ଆପଣ ସମସ୍ତେ ଭାବିଲା ପରି ସେ କାଠ ଗଣ୍ଡି ଟେ ନୁହଁ ଆଜ୍ଞା ଯିଏ ସେବାୟତଙ୍କ ଆକଟ ରେ ଥାନ୍ତି। ସେ ନିଜ ଇଚ୍ଛା ରେ ସବୁ କରନ୍ତି, ତେଣୁ ନିଜର ଦୋଷ ଦେଖନ୍ତୁ। କଣ ସାରା ଜଗତବାସୀ ଆଜି କ୍ଷମାପାର୍ଥି ନୁହଁ କି! ଚଳିତ ରଥଯାତ୍ରା ପ୍ରାରମ୍ଭ ଦିନ ବଡ଼ଠାକୁରଙ୍କ ଛେରା ପହଁରା ପରେ ମହାପ୍ରଭୁଙ୍କ ନୀତି ହେବାକୁ ଥିଲାବେଳେ ନନ୍ଦିଘୋଷ ରଥକୁ ଯିବା ପୂର୍ବରୁ ଗଜପତି ମହାରାଜ କଣ ଭୁଲ କରିନଥିଲେ କି! ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ କରିବା,କେତେ ଠିକ୍ ଥିଲା ସେହି ସମୟରେ ? ଆଉ ସେହି ସମୟରେ ପ୍ରଶାସନ କଣ ସର୍ବଉଚ୍ଚରେ ବୋଲି ଅହଙ୍କାର କରୁନଥିଲା କି ! ପ୍ରତ୍ୟେକ ଆବଶ୍ୟକ ଥିବା ଶ୍ରୀମନ୍ଦିର ନିଷ୍ପତ୍ତି କଣ ନିଜେ ପ୍ରଶାସନ ଆଖି ବନ୍ଦ କରି ନେବା ଉଚିତ୍ କି ! ଶ୍ରୀମନ୍ଦିର ରେ ରାଜନୀତି ପଶିବା କଣ ଭୁଲ ନୁହଁ କି ! ଆଜି ସମସ୍ତେ ମନ୍ତ୍ରୀ କହିବାକୁ ଲାଗିଛନ୍ତି ଶ୍ରୀମନ୍ଦିର ର କାମ ଆମେ କରିଲୁ ଆମେ କରିବୁ ଆମ ଦଳ କରିବ,କଣ ଏସବୁ ଅହଙ୍କାର ନୁହଁ କି ! ସେଦିନର ହୁଏତ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ବଡପଣ ଆଜି ପ୍ରାୟ ଲୁପ୍ତ । ନିକଟ ରେ ରତ୍ନଭଣ୍ଡାର ର ଦ୍ଵାରା ଖୋଲା କୁ ନେଇ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ ସହ ବିଚାର ବିମର୍ଷ ମଧ୍ୟ କରାଯାଇନାହିଁ। ଏମିତି ସବୁ ଭୁଲ କୁ ଧରାଯିବ ନାହିଁ କି ! ସାରା ବିଶ୍ୱବାସୀଙ୍କୁ କଣ ପ୍ରଭୁଙ୍କ ପାଖେ କ୍ଷମା ମାଗିବା ଉଚିତ୍ ନୁହଁ କି! ସେବାୟତଙ୍କ ଭୁଲ ପ୍ରଭୁ ମନ୍ଦିର ଭିତରେ ମଧ୍ୟ ସଚେତ କରେଇପରିଥାନ୍ତେ ଯାହା ଆଜି ନୁହଁ ସବୁବେଳେ ହୁଏ କେଉଁଠି ଭୁଲ ଭାଲ ଥିଲେ । ଯାହା ସାରା ଜଗତ ସମ୍ମୁଖ ରେ ହେଇଛି ସେଥିପାଇଁ ଆମେ ସମସ୍ତେ ଦାୟୀ। ଆଜି ସାମ୍ବାଦିକ ବି ଅନ୍ୟାୟ ରେ ଚାଲିଛନ୍ତି ମିଛ ର ସାହାରା ଯେମିତି ତାଙ୍କୁ ଲୋଡା ହଉଛି । ଆଜି ଅତ୍ୟାଧୁନିକ ରୂପ ଢଙ୍ଗ ଯେମିତି ଆମ ସଂସ୍କାର ଓ ସଂସ୍କୃତି କୁ ବହୁତ୍ ତଳେ ପକାଇଦେଇଛି । ସଜାଗ କେବଳ ସେବାୟତ ନୁହଁ ଆମେ ସମସ୍ତେ ହେବା ରାଜନୀତି ଠୁ ସାଧାରଣ ଜନତା ସମସ୍ତଙ୍କ ମୁଖ ରେ ହରି ନାମ ରହୁ ସମସ୍ତେ ତ୍ରାହି ତ୍ରାହି କୁହନ୍ତୁ ଆଉ ବଡ଼ ବିପଦ ଆସିବା ଆଗରୁ ସଜାଗ ହୋଯାଆନ୍ତୁ । ଦିନେ ଜଗତ କଲ୍ୟାଣ ପାଇଁ ଭଗବାନ ଶିବ ନିଜେ ହଳାହଳ ବିଷ କୁ ପିଇଥିଲେ ଆଉ ଆଜି ନିଜେ ସେହି ଶୟମ୍ଭୁ ବଳଦେବ ବଡ଼ଠାକୁର ପୁଣି ସେହି ବିପଦ ରୁ ଜଗତ କୁ ରକ୍ଷା କରି ନିଜେ ନେଇନେଲେ ସେ ବିପଦକୁ ଆଉ ସଚେତ କରେଇଲେ ହୁସିଆର ହୁଅ ମୋ ଭକତ ମୋ ପ୍ରଜାଗଣ। ଦୋଷ ଲଦା ଲଦି ହେବା ଛାଡ଼ ବାସ୍ତବ କଥା କୁ ସ୍ବୀକାର ଆଉ ସମସ୍ତେ ଏକସ୍ୱର ରେ ହରିନାମ ଜପ । ପ୍ରଭୁଙ୍କ ଚରଣ ରେ ସାରା ବିଶ୍ଵବାସୀ ଆମେ କ୍ଷମାର୍ଚନା କରିବା ଆଉ ସମସ୍ତେ ନିଜକୁ ଧ୍ୟାନ ଦେବା ନିଜ ଅହଙ୍କାର କୁ ନାଶ କରିବା । ଆଉ ଆହତ ହୋଇଥିବା ସେବାୟତ ଶୀଘ୍ର ସୁସ୍ଥ ହୁଅନ୍ତୁ ପ୍ରଭୁ ବି ସୁସ୍ଥ ରୁହନ୍ତୁ ଆମେ ସମସ୍ତେ ଏହି କାମନା କରିବା । ଜୟ ଜଗନ୍ନାଥ
@nareshmohanty2884
@nareshmohanty2884 15 күн бұрын
A sebayata.bhai jaha kahuchanti prabu charipataku jhulan nianti kintu padijanti nahin nija dosha lucheibaku jai managada kahani sunauchanti tama mananka garba ahankar atmabadima pain hin hoichi au besi chodihei bhasan dena. He mahabahu bada thakura mahaprabhu esebayata manku khyama kari diantu ta sahita biswa bramndaku rakhya karantu jay jagannath 🙏
@top10odianews
@top10odianews 15 күн бұрын
Murkha panda mo bhagwan nku kasta heichi tume kahucha emiti hue 😢
@user-jr2jd3tm8v
@user-jr2jd3tm8v 15 күн бұрын
ବଡଠାକୁର ତମ ମାନଙ୍କୁ ଦଣ୍ଡଦେବେ ତମେ ସବୁ ଚୋର
@SocialResearch-eo9kc
@SocialResearch-eo9kc 15 күн бұрын
Tuma manankara garba aau ahanka pain amiti heichhi
@user-ew4nv8cn7c
@user-ew4nv8cn7c 15 күн бұрын
ତମେ ଦଇତାପତି ନୁଁହ, ଦୈତ୍ୟ ପତି, ସତ ଧିକ ତୁମକୁ
@monalisajena4924
@monalisajena4924 15 күн бұрын
Yemiti munha madi hoiki padiba aama itihaasare pratham sunila .....hey Prabhu rakhyakara
@user-zf8jo6ut4h
@user-zf8jo6ut4h 15 күн бұрын
ଏ ମଘୀୟା ପରମ ମଘୀୟା ଏ ମଘୀୟା କୁ କଛା କୋଲିକି ବାଡା ଶଳା ପେଲେଇପୁଅକୁ
@Raisevoice..8679
@Raisevoice..8679 15 күн бұрын
Tamaku laza laguni asi amiti mantabya daucha...au kana hela tama mana kahiba nua katha hela....😢😢
@sipunayak000
@sipunayak000 15 күн бұрын
ସୁନାର ବଳା ପିନ୍ଧିଛି ଏଇ ପଣ୍ଡା,,ବହୁତ୍ ଗଲୁଆ
@subhasishdas280
@subhasishdas280 15 күн бұрын
ଅନସେବାୟତ ବହୁତ୍ ରହୁଛନ୍ତି
@VibrantLiving-16
@VibrantLiving-16 15 күн бұрын
Godi media of Odisha
@chinmayamaharana4735
@chinmayamaharana4735 14 күн бұрын
ଦଉଡ଼ି କ'ଣ ତା'ର ନାଁ ନାହିଁ
@user-vi7ws3de4e
@user-vi7ws3de4e 15 күн бұрын
Kebe hoithila panda babu kuhantu
@suchismitasamal3375
@suchismitasamal3375 15 күн бұрын
Kebal o tv hi eamitika bite dekheiba
@Prasantdas-z1r
@Prasantdas-z1r 15 күн бұрын
Sabu anista hauchi😢😢😢
@samirkumarpatro2539
@samirkumarpatro2539 15 күн бұрын
they all are thinking that this is a ordinary wooden ideal . dont do such mistake of thinking. i pray to God please forgive us for this offence.
@BibhuBhusanSha-gd3hy
@BibhuBhusanSha-gd3hy 15 күн бұрын
E godi media ku bi laja laguni..
@samirkumarpatro2539
@samirkumarpatro2539 15 күн бұрын
He maha bahu ,Garba ganjana, he baliar bhuja, kama pala haladhara khyama karantu manima khyama karantu a rakhyasa manaku.
@Lucy_Apaa
@Lucy_Apaa 14 күн бұрын
ତା ବୋଲି ତଳେ ପଡି ଯାଆନ୍ତି? ଅତି ଅହଂକାର ପ୍ରଭୁ ସହିଲେନି
@milan7571
@milan7571 15 күн бұрын
Aaeta nua katha nuha aaeta garba ra katha... Muha ku lajya nuha.. OTV reporter ta sabu janichi tahale interview kahi nauchi
@suchitramishra771
@suchitramishra771 15 күн бұрын
Kete prakar ra bahana Kariba mahashaya Auo tike lajja bhi laguni
@samirkumarpatro2539
@samirkumarpatro2539 15 күн бұрын
Bina Beda gyana re sree mandira re bhagwana nku seba hauchi . prasasana kana karuchi. jia nahi sea asiki kalia ku puja karideba .
@p.kbarik4443
@p.kbarik4443 15 күн бұрын
Otv ku sabu bhala dekha jae.
@user-wo1no3nv2k
@user-wo1no3nv2k 15 күн бұрын
Param tautar ta ..nija dosa mana...jai jagannath
@prasnnapatra3519
@prasnnapatra3519 15 күн бұрын
B. J. P. Sasan chalichhi kete bhull kalebi dosa .nahie eitaku kie Panda ra akhyadela
@parvakarnayak645
@parvakarnayak645 15 күн бұрын
Patch work please bandha karo jai jagannath
@samirkumarpatro2539
@samirkumarpatro2539 15 күн бұрын
Dine a sebayata mane hin ama bhagawana nku biki dabe. saithi pain ratna bhandara kholibaku mana karuchanti. emanka ku laza nahi . Bhul ki khyama magiba badalare ulta kahuchi new katha nuha
@spradhan2412
@spradhan2412 15 күн бұрын
Amane mahaprabhunku kathagandi baneisarileni
@pihu8909
@pihu8909 15 күн бұрын
Nija dosa lucheiba au chara mala upare dosa deba
@rudrabibhar1953
@rudrabibhar1953 15 күн бұрын
ଶେବଜତମାନେକଣଖାଳିଖାଇବାକୁଅଛତିକି
@biswajitdash6022
@biswajitdash6022 15 күн бұрын
ବିଜେପି ଵାଲା ସେ ଚୋର ନମକ ହାରାମ ଦଲାଲ ବିଜୁ ପୁଅ ନବୀନ କୁ ରଥ ରେ ଡାକିବାରୁ ଆଜି ଏତେ ବଡ଼ ଘଟଣା ଘଟିଗଲା ..ବଡ଼ ଠାକୁର ଏହା ସହ୍ୟ କରିପାରିଲେ ନାହିଁ ଯେ ଗୋଟେ ଚଣ୍ଡାଳ ତାଙ୍କ ପାଖକୁ ଅସୁବୋଲି ..ରାତି ରେ ମଦ ପିଇକି ସୋଇଥିଲା ସକାଳୁ ବେହିଆଙ୍କ ପରି ଉଠିକି ଚାଲି ଆସିଲା .. ଯୋଉ ଲୋକ ତାଙ୍କ ଗୋଡ଼ ତଳେ ଦିନେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ମୁଣ୍ଡିଆ ମାରିନି ସେ ଭଳି ଗୋଟେ ଚରିତ୍ର ହୀନ ଲୋକ ପାଇଁ ଆଜି ବଡ଼ ଠାକୁର କ୍ରୋଧ ପ୍ରାପ୍ତ କଲେ ..ସେଥିପାଇଁ ତ ସେ ଗୋଟେ ଅସଭ୍ୟ ଦଳ କୁ ମାଟିରେ ମିଶେଇ ଦେଲେ ..ଧିକ ଧିକ ସେ ନବୀନ କୁ ଓଡ଼ିଆ ଜାତି ଓଡ଼ିଆ ଭାଷା କୁ ପୁରା ଉଲଗ୍ନ କରିଦେଲା
@brahmanandark
@brahmanandark 15 күн бұрын
Ei loka ta laguchi aska 40 Mari deichanti boli Sethi pain kahuchi ki sabu bele hue dhanya re
@jagnyapradhan4611
@jagnyapradhan4611 15 күн бұрын
Shame on you.. Apana nku kahiba ku laja laguni.. Ea bhali mantabya bhagwan nku neiki.. Bhul heichi chup ruha.. Kouthi parn hela bhawan nku bhul maga.. Next time repeat na hou.. Belajya sebayat..
@prasnnapatra3519
@prasnnapatra3519 15 күн бұрын
Aei pandamane purire bhakta mananku sosan karibata sikhichhanti
@royalck1
@royalck1 14 күн бұрын
Modi media tama munda besi bindhu chi Sarakara jete safei dau ni tame besi daucha
@suryakantmallik8655
@suryakantmallik8655 15 күн бұрын
Otv ra kn achhi se ta khali sata lucheiba 😅😂
@user-iw4mj8nx7f
@user-iw4mj8nx7f 15 күн бұрын
Jt dv sarichi nijukti dia sarkar odisha nahele odisha pilanka niswas padiba
@abinashanbi-avi8551
@abinashanbi-avi8551 15 күн бұрын
Kana pai atta jana acha tama mana thaike mahaprabhu knu pakaucha
@sidharthamohanty9969
@sidharthamohanty9969 15 күн бұрын
Na tama pain sabu puruna tame mane sabu khai sarilani thakuranka pakeiki kahucha na kan puruna katha
@balaramsahoo2375
@balaramsahoo2375 15 күн бұрын
A katha ku chhota bhabuchu
@Vlogger99323
@Vlogger99323 15 күн бұрын
Kn nua katha nuhe . Balarama jahakara asima bala jie balara pratika . Apanmane emiti kham khialiniti . Kariki vidio photo pain . Jou panda manakara abashyaka nahi semane sethi kn karuthile . .. ama koti koti odianka manare dukha dela . Bhul bahut bada bhul . Hn khasi padanti ete nuhe .
@swarnalatabehera8905
@swarnalatabehera8905 14 күн бұрын
ଏ ଟା ପୁରା ଟାଉଟର ସେବାୟତ
@A0YOUTUBE
@A0YOUTUBE 15 күн бұрын
galuanka barabati chasa😢
@sachinsahu8205
@sachinsahu8205 15 күн бұрын
Katkia mane bahut ding marsa je henta hauchhe
@rabiparadhan3929
@rabiparadhan3929 15 күн бұрын
Jay Jagannath 🙏 🙏
@samirkumarpatro2539
@samirkumarpatro2539 15 күн бұрын
murkha Bhul kariki bhul manibaku b naraaj. a manisha kabe sudhiribani. sabu bhogi ba . sea kaha ku chadibani
@abinashanbi-avi8551
@abinashanbi-avi8551 15 күн бұрын
Aa muha ku laja nai kahuchii..amiti hua
@user-zk6jn5sc3c
@user-zk6jn5sc3c 15 күн бұрын
Danda.milibs.Darkar.jia.BhulKarichanti
@ajayakumar3240
@ajayakumar3240 15 күн бұрын
Se nija ichhare karanti kintu tume emiti kahiba bhul
@sukantapatra6582
@sukantapatra6582 15 күн бұрын
Lajjya lajjya
@prasantabehera9593
@prasantabehera9593 15 күн бұрын
Tame sebayata sabu choro. Jagannath mandira ku luti neicha.
@niharbarik8028
@niharbarik8028 15 күн бұрын
Etaku kie panda kala.eithi pain ta hairan haucha
@pihu8909
@pihu8909 15 күн бұрын
Tmo manakara kichi dosaa nai sahu prabhunkara dosa tme aya kahibaku chahuncha ame bujhi galu agya
@kashinathdas1881
@kashinathdas1881 15 күн бұрын
Ahe ha ek nindaniya ghatana aga ku amiti hele bada bipati
@gourhariswain2438
@gourhariswain2438 15 күн бұрын
Rasi khasi jeba tume jani parun a sabu kham keala
@pragyanranjanbhoi5040
@pragyanranjanbhoi5040 15 күн бұрын
Nua Katha nuhan ghor bipada
@user-kn4zs7ni4k
@user-kn4zs7ni4k 15 күн бұрын
Ara janmare sebayat mananku ghusuri janma dia
@payalsamantaray585
@payalsamantaray585 15 күн бұрын
Au kn kahiba tme sabu ..sala chora sabu niti kanti bhul karucha boli a sabu heuchi murkha marantani tme sabu😅
@user-qo9nq6ve8b
@user-qo9nq6ve8b 15 күн бұрын
Magia sabayatra tauturia magia atisighra Baga bana dakhiba apakhya otv Bala jamiti sabayata magia samiti
@archanapanda3941
@archanapanda3941 15 күн бұрын
Sabu prabhunka icha
@chandrakantamishra1481
@chandrakantamishra1481 15 күн бұрын
Tomoku tanka darkar seba nahi
@raghunathsahoo8570
@raghunathsahoo8570 15 күн бұрын
Balua panda ta
@Marine_guy
@Marine_guy 15 күн бұрын
Tame sabu haucha gaaluaanka guru gosein.
@jatinkumarmohanty1385
@jatinkumarmohanty1385 15 күн бұрын
Tame pakka galua
@amitbehera2770
@amitbehera2770 15 күн бұрын
Panda tauter 😅achi
@balaramsahoo2375
@balaramsahoo2375 15 күн бұрын
Kie be tu
@sukantapatra6582
@sukantapatra6582 15 күн бұрын
Chi chi to muhn ku laja nahin
@pithanathmurmu8249
@pithanathmurmu8249 15 күн бұрын
Pura galua ta
@babulisavlog
@babulisavlog 15 күн бұрын
Tate Khali mada darkara hela
@debasisdakua7955
@debasisdakua7955 15 күн бұрын
Galua
@srinibassahu8262
@srinibassahu8262 15 күн бұрын
Balata hue re mg
@Brosujit
@Brosujit 15 күн бұрын
ଆରେ ବେଧପିଲା ତୋ ପାଇଁ ଏଇଟା ଖେଳଘର,ତୋର ପାଇଁ ଶଳା ପଇସା ବଡ଼,କିନ୍ତୁ କୋଟି କୋଟି ଓଡ଼ିଆ ଲୋକ ଙ୍କ ହୃଦୟ କୁ କୁଠାର ଘାତ କରିଛ,ତୁମ ପାଇଁ ପଇସା ବଡ଼,ଶଳା ଚୋର ଖାଲି ମହାପ୍ରଭୁ କହୁଛ,😂
@tikuli5386
@tikuli5386 15 күн бұрын
Galua loka .
@bhagyaranjantripathy377
@bhagyaranjantripathy377 15 күн бұрын
Tume gote galua
@user-qo9nq6ve8b
@user-qo9nq6ve8b 15 күн бұрын
Magia chora sabayata
@SantoshPatra-lu3qv
@SantoshPatra-lu3qv 15 күн бұрын
Tu magia maribu
Playing hide and seek with my dog 🐶
00:25
Zach King
Рет қаралды 32 МЛН
Nastya and SeanDoesMagic
00:16
Nastya
Рет қаралды 18 МЛН