No video

ମହାପ୍ରଭୁଙ୍କୁକଥାଦେଇଥିଲି,ପୁଅ ବୋହୁଙ୍କୁନେଇଆଜିଆସିଲି,ପ୍ରଭୁଙ୍କ କୃପା ଭିକ୍ଷା କଲି,ନମିତା ମ୍ୟାଡମଙ୍କ ହୃଦୟରକଥା..

  Рет қаралды 900,232

JAY JAGANNATH TV

JAY JAGANNATH TV

6 ай бұрын

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
KZfaq: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra

Пікірлер: 498
@RASHMITANAIK-zz3cr
@RASHMITANAIK-zz3cr 6 ай бұрын
ନମିତା ମାମ ଙ୍କୁ ଶାଶୁ ରୂପରେ ପାଇବା ଆପଣଙ୍କର ଭାଗ୍ୟ tamanna mam namita madam ଙ୍କୁ କୋଟି ପ୍ରଣାମ❤❤
@imjyotipanda5262
@imjyotipanda5262 6 ай бұрын
ପ୍ରଥମ ଥର ଅପଙ୍କ ଙ୍କ କାର୍ଯ୍ୟକ୍ରମ ଦେଖି ମୋ ଆଖିରୁ ଲୁହ ଛଳ ଛଳ ହେଇଗଲା ,,,,ସୁନ୍ଦର୍ ପରିବାର କୁ ମହାପ୍ରଭୁ ଘଣ୍ଟ ଘୋଡେ଼ଇ ରଖନ୍ତୁ ସୁସ୍ଥ ରଖନ୍ତୁ ସମସ୍ତଙ୍କୁ🙏🙏🙏🙏
@GopalChandraDas-kg8ki
@GopalChandraDas-kg8ki 6 ай бұрын
ଆଜିର ଅନୁଭୁତିସାର ସମ୍ପୁର୍ଣ୍ଣ ନିଆରା ମହାପ୍ରଭୁସିତାରାମ ସାରଙ୍କ ପରିବାର ଦେଖି ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ ସମସ୍ତ ରାଜ୍ୟବାସିଙ୍କୁଭଲରେ ରଖନ୍ତୁ 🙏🙏🙏🙏🙏🙏🙏⭕‼️⭕🙏🙏🙏🌺🌻🪷🪔
@pranatipradhan1139
@pranatipradhan1139 6 ай бұрын
ତମନ୍ନl ଙ୍କ କଥାରେ ଆଖିରେ ଲୁହ ଗଡି ଆସିଲା ସମସ୍ତଙ୍କ blessing ru ଖୁସି ରେ ରୁହନ୍ତୁ ଜୟ ଶ୍ରୀ ଜଗନ୍ନାଥ 🙏🌹🙏🌹🙏❤️
@ranjitasasmal6175
@ranjitasasmal6175 6 ай бұрын
Same here 😢😢
@imjyotipanda5262
@imjyotipanda5262 6 ай бұрын
ନମିତା ମାଙ୍କୁ ❤️ରୁ ନମନ୍ 🙏କେତେ ହୃଦୟ ସ୍ପର୍ଶୀ ସୁନ୍ଦର୍ କଥା ନାମିତ ମା ଙ୍କ 🙏🙏
@sibanisethi9125
@sibanisethi9125 6 ай бұрын
ଆଜିର ଅନୁଭୁତିରେ ନମିତା ମାମ ଙ୍କୁ ବହୁତ ଖୁସି ଲାଗିଲା ମୁଁ ଶିବାନୀ ନମିତା ମାମ ଙ୍କର ଭଜନ ବୋଲେ ମୋତେ ବହୁତ ଭଲ ଲାଗେ ଟିକେ ପାଖରେ ଦେଖି ଥାନ୍ତି ବହୁତ ଇଚ୍ଛା ପ୍ରଭୁ ଟିକେ କୃପା କରନ୍ତୁ 🙏🙏🙏🙏😭😭😭 ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏
@gobindaprusty2506
@gobindaprusty2506 6 ай бұрын
ମହାପ୍ରଭୁ ନାରାୟଣ ଶ୍ରୀଜଗନ୍ନାଥ ଆପଣଙ୍କ ପରିବାରକୁ ସର୍ବଦା ଘଣ୍ଟ ଘଡାଇ ରଖିଥାନ୍ତୁ। ଜୟ ଶ୍ରୀଜଗନ୍ନାଥ ନମିତା ମାଆ ❤️🙏
@rakhibhattacharya8421
@rakhibhattacharya8421 6 ай бұрын
Ami Namita mamer Khub fan ami Joy Jagannath TV roj dekhi Shri Patitapaban ke roj Dorshon kori thaki asha korchi ami Srikhetro Puri Te giye Mahaprabhu Jagannath ke dorshon korbo Ratnasinghasane. Ami Namita ji r Gan gulo shuni khub bhalo lage onar gan Mahaprabhu Namita agarwal ke Onek Ashirbad dik aro jate uni notun natun gan gaiyete pare amar eei prathona Jagannath probhur srichorne!Jay Jagannath 🙏🙏🙏🌺🌺💙
@manoj-jb5lk
@manoj-jb5lk 6 ай бұрын
​@@rakhibhattacharya8421আপনি পুরী ধামে পা রেখছিলেন?
@LaxmipriyaSundaray-lj2xu
@LaxmipriyaSundaray-lj2xu 3 ай бұрын
Jay jagannath ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤
@beenapanipradhan9344
@beenapanipradhan9344 6 ай бұрын
ଜୟ ଶ୍ରୀ ଜଗନ୍ନାଥ ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କୁ କୋଟି କୋଟି ପ୍ରଣାମ ଓଁ ନମଃ ଭଗବତେ ବାସୁଦେବାୟ ପ୍ରଣାମ ପ୍ରଭୁ ଶୁଭ ରାତ୍ରୀ 🙏🏻🙏🏻🙏🏻❤️❤️❤️
@rajendrasahu4199
@rajendrasahu4199 6 ай бұрын
Jay Jay Jagannath Swami Nayan Patha Gami Bhabatumeh Pranam Mahaprabhu Kalasrimukha 🙏🙏🙏
@trilochan7236
@trilochan7236 6 ай бұрын
ମହାପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ ❤ଜୟ ଜଗନ୍ନାଥ ❤👏
@sunilnath3572
@sunilnath3572 6 ай бұрын
💐🙏❤️🙏💐 ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ପରଂବ୍ରହ୍ମ ଶ୍ରୀ ପୁରୁଷୋତ୍ତମ ମଣିମା ବଡ଼ ଠାକୁର ଙ୍କର ଜୟ ହେଉ 💐🙏❤️🙏💐
@narayansahu1659
@narayansahu1659 6 ай бұрын
ଜୟ ପ୍ରଭୁମାଆ ଲଷ୍ମୀଜଗନ୍ନାଥ🙏🇮🇳🌺🙇❤️
@user-wb4ys6wz6o
@user-wb4ys6wz6o 6 ай бұрын
ଅତିସୁନ୍ଦର ମେସେଜ୍ ଫୁକୁନି ତାରପୁର ଅପେରା ଧନ୍ଯବାଦ
@sudhansubalamohapatra8442
@sudhansubalamohapatra8442 6 ай бұрын
Jay jay shree jagannath 🙏🙏🙏Pandit mahodaya jiii apananku sadare pranam 🙏🙏ki sundar pandit jiii apana Namita mam nka paribaara nkara anubhuti present kale pandit jii🙏Pandit mahodaya jiii apananka presentation excellent nd superior 🙏many more thanks pandit jiii 🙏
@rabinayakrabinayak7037
@rabinayakrabinayak7037 6 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ମଣିମା କାଳିଆ ସାଆନ୍ତ କୋଟି କୋଟି ଦଣ୍ଡବତ ମହାବାହୁ ମହାପ୍ରଭୁ ଜଗତର କଲ୍ୟାଣ ହୋଉ 🙏🙏🙏🙏🌑❗🌑🙏🙏🙏🙏
@nilujena9876
@nilujena9876 6 ай бұрын
🙏🏼ଜୟ ଶ୍ରୀ ଜଗନ୍ନାଥ ଙ୍କର ଜୟ ହଉ ସୀତାରାମ ସାର ଙ୍କର ଜୟ ହଉ 🙏🏼
@pranatipradhan1139
@pranatipradhan1139 6 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🌹ଜୟ ଜୟ ଶ୍ରୀ ଜଗନ୍ନାଥ 🌹ଜୟ ଜୟ ଶ୍ରୀ ଜଗନ୍ନାଥ 🌹🙏🚩🚩🚩🚩🚩🚩🚩🚩🚩
@prafullamajhi12345
@prafullamajhi12345 6 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@nilujena9876
@nilujena9876 6 ай бұрын
🙏🏼ଜୟ ଶ୍ରୀ ଜଗନ୍ନାଥ ଟିଭି ର ଜୟ ହଉ 🙏🏼
@jayantinayak8137
@jayantinayak8137 6 ай бұрын
Satare bahu t Sundar. Tamanna and sidharth . God bless you.
@BABITASAHU-cu6jw
@BABITASAHU-cu6jw 5 ай бұрын
jaya sri jagannath pranam bahut sundar badhia 🙏 ❤❤❤
@priyansunayak9603
@priyansunayak9603 6 ай бұрын
Mam aù samasta parìbaranka katha suni bahut khusi lagila jai mahapravu 🛐🛐🛐🛐
@GopalChandraDas-kg8ki
@GopalChandraDas-kg8ki 6 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
@kanhabalramvlog2478
@kanhabalramvlog2478 6 ай бұрын
Tamana tame so lucky namita mam ka ghare bohu hei paricha tamna ka muda ru odhona bhara karinahati so beautiful
@binaykumarkatikia463
@binaykumarkatikia463 5 ай бұрын
🙏🌹🛐 ପ୍ରଣାମ ମ୍ୟାମ, ବହୁତ ସୁନ୍ଦର ବହୁତ ବହୁତ ଧନ୍ୟବାଦ,
@sudhansubalamohapatra8442
@sudhansubalamohapatra8442 6 ай бұрын
Namita madam nd tamanna madam nka katha bahut hruday sparshi ❤️bahut bahut sundar lagila ❤️ete sundar katha suni actually eye's watering 🙏madam God bless you always n forever 🙏🙏🙏
@skrushnareddy6796
@skrushnareddy6796 6 ай бұрын
ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🥀🌼🌹🌸❤️🌷⭕‼️⭕
@sumantsahu2690
@sumantsahu2690 6 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ Jay Jay Shree Jagannath जय जय श्री जगन्नाथ ❤❤❤
@nilujena9876
@nilujena9876 6 ай бұрын
🙏🏼ଜୟ ଶ୍ରୀ ଜଗନ୍ନାଥ ଙ୍କର ଜୟ ହଉ ସିଦ୍ଧାର୍ଥ ସାର ଙ୍କର ଜୟ ହଉ 🙏🏼
@subhacreation.7552
@subhacreation.7552 6 ай бұрын
ଜୟ ଜୟ ଜଗନ୍ନାଥ ସ୍ୱାମୀ 🙏🌹⭕❣️⭕🌹ଆଜିର ଅନୁଭୂତି ପୁରା ନିଆରା ଲାଗିଲା ❤️ମାମ n ସାର ଙ୍କ ସହ ତାଙ୍କ ପୁଅ ବୋହୁ ଙ୍କ ଅନୁଭୂତି କିଛି ଟା ଶୁଣିବାକୁ ମିଳିଲା 🙏❤️Mahaprabhu bless ur family ❤️🙏
@JayshreeBarik-nh4du
@JayshreeBarik-nh4du 4 ай бұрын
Jay jagnnath🙏🏻 ❤⭕❗⭕❤️🙏🏻
@pranatipradhan1139
@pranatipradhan1139 6 ай бұрын
ଆଜିର ଅନୁଭୁତି ରେ ନମିତା ମାଆ ଙ୍କୁ ଦେଖି ବହୁତ୍ ଖୁସି ଲାଗିଲା,ପ୍ରଣାମ ଜଣାଉଛି ସୀତାରାମ୍ ମହୋଦୟ ଙ୍କୁ ତାଙ୍କ ପରିବାର ଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ ଶୁଭ ସନ୍ଧ୍ୟା ରେ ଶୁଭେଛା, ନମିତା ଅଗ୍ରୱାଲ ମାଆ କେତେ ସ୍ନେହୀ ତାଙ୍କ ସପରିବାର ଙ୍କୁ ହସ ଖୁସିରେ ଲକ୍ଷ୍ମୀ ନାରାୟଣ ଚଳେଇ ନିଅନ୍ତୁ ବୈବାହିକ ଜୀବନ ସୁଖମୟ କରନ୍ତୁ ମଣିମା ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🌹🌹🌹🌹
@soniamohanty7666
@soniamohanty7666 6 ай бұрын
Jai Jagannath 🙏 Jagannath''nka ashirbaad ru apana nka pariwar sabubele hasa khusi re ruhantu 🙏🙏
@laxmipriya4378
@laxmipriya4378 6 ай бұрын
🌼Jay shree Jagannath 🌼🙏🙏🙏❤️
@satyabhamapatra2074
@satyabhamapatra2074 6 ай бұрын
JAI shree Jagannath mahapravu, very glad to see Sitaram Bhai,nNamita,bhauja nalsoBridegroom in the special experience inthe shree mandir
@user-ii7sk5wi3p
@user-ii7sk5wi3p 6 ай бұрын
Jay jaganntah 🙏 bholo lagila apananku Jay jaganntah tv re dekhi namita mam
@user-lf8gp1jl2k
@user-lf8gp1jl2k 6 ай бұрын
Jay shree jagannath prabhu🙏🙏
@odiamotivationalstorypoint2604
@odiamotivationalstorypoint2604 6 ай бұрын
Jay Shree Jagannath Bhai 🙏🏻🙏🙏🏻🙏🏻🙏🏻🙏🙏🏻🙏🏻🙏🙏🏻🙏🙏
@muodia3498
@muodia3498 6 ай бұрын
Jay Jagannath 🙏
@vibisanadakua6650
@vibisanadakua6650 6 ай бұрын
Jay jagannath
@sudhansubalamohapatra8442
@sudhansubalamohapatra8442 6 ай бұрын
Awesome,,totally different anubhuti👌Sitaram sir n Namita madam,,tankara putra nd nua badhu nku darshan kari bahut khusi lagila 🙏jaha heu aaji ete sundar anubhuti dekhilu🙏pura super nd super video 🙏Sitaram sir n Namita madam apananku hardik pranam nd Avinandan 🙏May Lord jagannath bless nd protect you nd your family members always n forever 🙏🙏🙏jay jagannath 🙏🙏🙏
@krshnasundaray4449
@krshnasundaray4449 6 ай бұрын
Jai shree Jagannath 🙏💐
@rabindra-kumarmaharana3047
@rabindra-kumarmaharana3047 6 ай бұрын
ଦୁଃଖ ପ୍ରକାଶ କରି କହି ବାକୁ ଚାହେଁ ଯେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଓ ବାଣି କଣ୍ଠ ନିମାଇଁ ହରିଚନ୍ଦନଙ୍କ ଭଜନ ଶୁଣି ବାକୁ ପାଉ ନାହୁଁ
@magsirasahu2050
@magsirasahu2050 6 ай бұрын
Jay shree Jagannath patitapaban mahaprabhu jay maa laxmi vajram sir 👣🛐🪔📿🔔🐚⭕‼️⭕☸️🐚🔔🌿🍌🥥🥭🌿🙏💐🌄🚩🚩🚩🚩👣🛐🙌🙌🙌🙌🙌🙌🙌🙌🙌✡️🦚🪷🕉️🌹🌼🙏🏻🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏💗💗🚩🚩🚩🚩🚩🚩
@MAATARINIMAA1991
@MAATARINIMAA1991 6 ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ଆପଣଙ୍କ ପରିବାର ର ସମସ୍ତଙ୍କୁ ଭଲରେ ରଖନ୍ତୁ ।
@amulyanayak3759
@amulyanayak3759 6 ай бұрын
Jay shree jagannath 🙏
@Manasdan-gr6bf
@Manasdan-gr6bf 6 ай бұрын
Jay jagannath,,,,kalia nam re jaha kohile sobu soto kotha,,,sia aloga anubhuti
@nilujena9876
@nilujena9876 6 ай бұрын
🙏🏼ଜୟ ଶ୍ରୀ ଜଗନ୍ନାଥ ଙ୍କର ଜୟ ହଉ ନମିତା ମାଡାମ ଙ୍କର ଜୟ ହଉ 🙏🏼
@pratapbarik2709
@pratapbarik2709 6 ай бұрын
Jay Jay shree jagannath 2024 ra superb anubhuti
@manaskumarpanda8822
@manaskumarpanda8822 6 ай бұрын
Jay jagannath🙏
@user-qd9jp5gl3x
@user-qd9jp5gl3x 6 ай бұрын
Jay Jagannath ❤🙏
@sunilnayak2566
@sunilnayak2566 4 ай бұрын
Jai shree jagannatha maha pravhu 🙏🌹🙏🌹🙏🌹🙏🌹🙏🌹🚩
@user-et8go5tq2n
@user-et8go5tq2n 5 ай бұрын
Nice video di 🙏 Jay shree Ram
@swarnnamayeedehuri6685
@swarnnamayeedehuri6685 6 ай бұрын
Jay jagannath swami nayanpathgami bhaba tume 💛💛🙏🙏❤❤🙏🙏
@Pritiswain-fy8yj
@Pritiswain-fy8yj 2 ай бұрын
Jay jagannath mo Swami nka deha bhala karidia prabhu😭🙏
@kushaleswarpradhan
@kushaleswarpradhan 6 ай бұрын
Jay Jagannath 👏👏👏
@lipisreesahoo3171
@lipisreesahoo3171 6 ай бұрын
Dhanyavaad apanku mam o sir. Etey bada seva deichhanti apana prabhu nka pakhare pura odia bhakta samaj krutya krutya heuchhanti. Mahaprabhu nka kruparu apananka parivar ebhali hasakhusi re thau.
@ratnakarrout5572
@ratnakarrout5572 6 ай бұрын
Jaya Shree jagarnnth swami narayan Pathagami Bhabatume OM shanti OM shanti OM shanti OM shanti OM shanti OM shanti OM shanti OM shanti OM shanti OM shanti OM shanti OM shanti OM shanti OM shanti OM shanti OM Shiddat
@rutuparnaroul280
@rutuparnaroul280 6 ай бұрын
Jai shree jagannath jai shree jagannath jai shree jagannath jai shree jagannath jai shree jagannath jai shree jagannath jai shree jagannath 🙏🙏🙏🙏🙏🙏🙏🙏
@ShreeJagannath56Bhog
@ShreeJagannath56Bhog 6 ай бұрын
Jay shree jagannath ❤️❤️❤️❤️🙏
@snigdhaprusty5836
@snigdhaprusty5836 6 ай бұрын
Jai Jagannath 🙏
@DevAudio512
@DevAudio512 6 ай бұрын
Jay shree Jagannath swami 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌺🌺🙏🏻🙏🏻🌺🌺🙏🏻🙏🏻
@sabitasahoo4289
@sabitasahoo4289 6 ай бұрын
ଜୟ ଜଗନ୍ନାଥ ଅତି ନିଆରା❤
@JeetKumar-km8uw
@JeetKumar-km8uw 6 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🪔🪔🪔🪔🙏🏻🙏🏻🙏🏻🙏🏻
@bijayaprusty8491
@bijayaprusty8491 6 ай бұрын
Jay shree jagannath
@sudhansumohapatra9938
@sudhansumohapatra9938 6 ай бұрын
jay Jagannath 🙏🙏🙏
@sumitrarana1977
@sumitrarana1977 6 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ
@biswajit7636
@biswajit7636 6 ай бұрын
Jay shree jagannath sir 🙏🙏🙏🙏
@basantibehera9358
@basantibehera9358 6 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ, ନମିତା ମାଆ ସୀତା ରାମ ବାବା ଙ୍କୁ ପ୍ରଣାମ,,
@kailashmajhi9867
@kailashmajhi9867 6 ай бұрын
Jay jagannath swami🙏
@maheswarparida8745
@maheswarparida8745 6 ай бұрын
Krupa Kara maha Bahu maha Prabhu Jagannath Swami nayan path grami bhava tume 👏👏👏🙏🥥💐
@bijayakumarvlogs8349
@bijayakumarvlogs8349 6 ай бұрын
କାଳିଆ ରେ ମୁଁ ତତେ ବହୁତ ଭଲ ପାଏ ରେ କାଇଁ କେଜାଣି ତୋ କଥା ମନେ ପଡିଲେ ଆଖିରୁ ଲୁହ ଆସି ଯାଏଁ।ଆଜି ବି ମନେ ପଡୁଛି ରେ 2021 ର କଥା।😢😢😢
@user-my4sr1mf4q
@user-my4sr1mf4q 6 ай бұрын
Jay jagannath 🙏 Namita mam 🙏Jaa hau apn pua bohu nku nei asichnti sree mandira ku nd mahaprabhu nk pakhaku asichnti bahut Sundar bahut Sundar 🙏
@ramchandra9040
@ramchandra9040 6 ай бұрын
He jagarnath jay jagarnath jay shree jagarnath mahaprabhu Tapaswini behera ku sabubipadaru rakhya karantu jay shree jagarnath 🙏❤️♥️♥️🙏🙏🙏🙏🙏🙏🙏
@maheswarparida8745
@maheswarparida8745 6 ай бұрын
Jay Jagannath Swami nayan path grami bhava tume 👏👏👏👏🙏🥥💐
@rabinarayanbehera7073
@rabinarayanbehera7073 6 ай бұрын
JAY jagannath bhai
@anjalidas6812
@anjalidas6812 6 ай бұрын
Jay jagannath🙏🙏❤️❤️
@tikinasahoo157
@tikinasahoo157 6 ай бұрын
Jay jagannath🙏🙏🙏🙏❤❤❤❤❤
@LuckySonaLifestyle-bo5nx
@LuckySonaLifestyle-bo5nx 6 ай бұрын
Jay Jagannatha🙏maha pravu apananka paribaraku emiti khusire rakhantu❤
@DeepakKumar-fz3oh
@DeepakKumar-fz3oh 4 ай бұрын
❤ 🙏ଜୟ ଜଗନ୍ନାଥ ସ୍ବାମୀ 🙏 ❤️
@DebapadhanDebapadhan-hm5jq
@DebapadhanDebapadhan-hm5jq 6 ай бұрын
Maa bapa kahele au bhal lagba JAY jagannath
@NayagarhTalent
@NayagarhTalent 5 ай бұрын
ଜୟ ଜଗନ୍ନାଥ 🙏🙏🙏🙏
@mamatamohanty9774
@mamatamohanty9774 6 ай бұрын
Jay Jagannath.
@dibyadibyanshi3175
@dibyadibyanshi3175 6 ай бұрын
Jay Jagannath pravu 🙏🙏
@madhushmitabehera294
@madhushmitabehera294 6 ай бұрын
ଜୟ ଜଗନ୍ନାଥ ଙ୍କ ଅଶ୍ରୀବାଦ ସମସ୍ତ ଙ୍କୁ ମିଳୁ 😢😢😢
@basantamalik2755
@basantamalik2755 6 ай бұрын
Jay jaganath 🙏🙏🙏🙏🙏
@ganeswarsahu4387
@ganeswarsahu4387 6 ай бұрын
Jay Jagannath ❤️ Apananka family ku bhalare rakhithantu... Jay jagannath 🙏
@user-kj9py9bh4j
@user-kj9py9bh4j 6 ай бұрын
Jay Jagannath 🙏🙏🙏🙏🙏
@sumeetmahakud8075
@sumeetmahakud8075 6 ай бұрын
Jay jay jay mahaprabhu shree jagannath
@sureshjena-zp3cv
@sureshjena-zp3cv 6 ай бұрын
Jay Jay shree jaganatha mahaprabhu kala thakura🌹🚩🚩🚩 🌿🦚🌿🦚🌿🦚🌼🔱🔱🔱🌺🌻🌸💐🌹✋🤚🙏🙏🙏🙏
@user-ov7kr2ts3f
@user-ov7kr2ts3f 6 ай бұрын
Namita.maa.tuma.puabohunka.dampatyajibana.magalmayaheu.mahima.mahapravhuaseribadarahithausadakhusereruhantu
@manisamanisa7391
@manisamanisa7391 6 ай бұрын
Jay shree jagannath 🙏🙏
@debikasahoo9261
@debikasahoo9261 6 ай бұрын
Jay jagannath Swami 🙏🏻🙏🏻
@dinuamayat-qs7cm
@dinuamayat-qs7cm 6 ай бұрын
ଜୟ ଜଗନ୍ନାଥ 💓 ସମସ୍ତଙ୍କୁ ହସାଉ ଥାଅ
@bismitapradhan8132
@bismitapradhan8132 6 ай бұрын
Jay.jagannth🙏🏻🙏🏻🙏🏻
@dibakarsahu6168
@dibakarsahu6168 6 ай бұрын
Sita Ram sir channel maliko hoiki modhya mo Anubhuti atiki thau soburo maliko jia tanko Anubhuti au kichi bhokto mane kohibe boli kohile,kete bholo paiba bujheile Jay sri Jagannath 🙏😘🙏
@Rubitanayak-kh1ph
@Rubitanayak-kh1ph 6 ай бұрын
Jay shree Jagannath 🙏🙏🙏🙏🙏🌹🌹🌹🙏🙏🙏🙏🙏
@bishnupriyamaharana9283
@bishnupriyamaharana9283 6 ай бұрын
Namita opa,aamo brahmapur jhio ku bohu karithibaru dhanyabad.
@dibyaranjan3454
@dibyaranjan3454 6 ай бұрын
ସବୁ ଓଡିଆ ପୁଣି ବରହ୍ମପୁରିଆ ସମ୍ବଲପୁରୀଆ କଟକିଆ ବଲାଙ୍ଗିରିଆ ଏ ସବୁ କଣ ପାଇଁ???
@user-ky5uo8wq5x
@user-ky5uo8wq5x 6 ай бұрын
​@@dibyaranjan3454thik hai ,lekin ye Tamanna ki namita Agarwal se baht kuch sikhni hai ,nahi to gyani ghare murkh wali baat hogi
@minadas2811
@minadas2811 6 ай бұрын
Jay shree jaganath
Son ❤️ #shorts by Leisi Show
00:41
Leisi Show
Рет қаралды 10 МЛН
Они так быстро убрались!
01:00
Аришнев
Рет қаралды 2,8 МЛН
Our dearest couple SIDHARTH & TAMANNA in talk with RJ MADHU....91.9
24:02
91.9 Sidharth FM
Рет қаралды 438 М.