No video

ଏମିତି ଦେଖାଯାଉଛି ନୂଆ ଲକ୍ଷ୍ମୀ ବସ୍ | Laxmi Bus Colour Will Change | LAccMI Bus Scheme | CM Mohan Majhi

  Рет қаралды 268,451

News18 Odia

News18 Odia

Күн бұрын

ଏମିତି ଦେଖାଯାଉଛି ନୂଆ ଲକ୍ଷ୍ମୀ ବସ୍ | Laxmi Bus Colour Will Change | LAccMI Bus Scheme | CM Mohan Majhi
Laxmi Bus name changed. Laxmi Bus became the Chief Minister's Service Bus. Transport Minister Bibhuti Bhushan Jena gave this information. He said, there should be no partisan smell in any government scheme. A bus will come from the panchayat to the block head quarters. The priority of the BJP government was to provide bus services to the people. Laxmi Bus has now been named after Chief Minister Bus Seva. On the other hand, some of the Laxmi buses at Dhenkanal bus stand have been repainted and are now being painted orange.
#laxmibus #naveenpatnaik #laccmibus #govtbus #mohanmajhi #cmmohanmajhi
#bjp #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 869
@ChhabilalGond1244
@ChhabilalGond1244 Ай бұрын
ବିଜେଡି ସରକାର ଙ୍କୁ କହିଥିଲେ ସ୍କୁଲ କାନ୍ଥ ରେ ରଙ୍ଗ ଦେଲେ ବିକାଶ ହୁଏ ନାହିଁ, ଲକ୍ଷ୍ମୀ ବସ ରଙ୍ଗ ଦେଇ ବିକାଶ କରୁଛନ୍ତି କି ,
@_mrrocky_5526
@_mrrocky_5526 Ай бұрын
Bala vikas karuchathi
@agofamily
@agofamily Ай бұрын
Bjp kahu thila school and bus colour Dalia colour kahuchhi bele change kala bele colour ta Bala yellow bjp colour....
@jaydebmajhi236
@jaydebmajhi236 Ай бұрын
Thank you sir 🙏🙏🙏🙏🙏
@Ananda_giri
@Ananda_giri Ай бұрын
ଏ ସରକାର ଓଡ଼ିଶା କୁ ଲୁଟିବା ପାଇଁ ଆସିଛି
@djsidhumusic3355
@djsidhumusic3355 Ай бұрын
Au pandu Kn karuthila
@psmutiprabha
@psmutiprabha Ай бұрын
ଓଡ଼ିଶା ଲୋକ ପାଠ ପଢ଼ିକି ବି ମୂର୍ଖ ଭାଇ ,ସେଥି ପାଇଁ ତାଙ୍କ ଗୋଟେ କୁକୁର କୁ ରଖିଛନ୍ତି।
@lilianaik5756
@lilianaik5756 Ай бұрын
ତମେ ସବୁ ବେଲଜ୍ୟା ବିଜେପି ଦଳ ନିଜର କିଛି ଯଜନା କରିବାର ଅକାତ ନାହିଁ ବିଜେଡି କରିଥିବା ଜିନିଷ ନାମ ବଦଳାଇ ନିଜ ନାମ ଦିଅ ଆରେ ବେଲଜ୍ୟା ମାନେ ତମେ କିଛି କରି କି ଦେଖାଓ ସରକାର ବଦଳାଇ ଥିଲୁ କିଛି ଉନ୍ନତି କାଯ୍ୟ କରିବା ପାଇଁ ରଙ୍ଗ ବଦଳିବା ପାଇଁ କି ଏକାଇସିଆ ନାମ କରଣ ପାଇଁ ନୁହେଁ
@manojdas1374
@manojdas1374 Ай бұрын
Bjd gandi maraa dhanare Kari thila
@user-vk2jg6lq2y
@user-vk2jg6lq2y Ай бұрын
@@lilianaik5756 ଆରେ ମାଗିହା ତୋର ଜଦି ବିଜେପି ପ୍ତି ଆକ୍ରୁଷ୍ଟ ହଉନି ବିଷ ଖାଇକି ତୋ ଦଳର ଓଜନ ରଖୁନୁ....
@bhabanibiswal4975
@bhabanibiswal4975 Ай бұрын
ସମୟକୁ ଅପେକ୍ଷା କରାଯାଉ l କଣ ଥିଲା ଆମର ଅବସ୍ଥା ଏବଂ କଣ ହେବାକୁ ଯାଉଛି ଦେଖିବାକୁ ବାକି ରହିଲା l
@nakulabehera8456
@nakulabehera8456 Ай бұрын
ମୁଖ୍ୟମନ୍ତ୍ରୀ ବାପା ପଇସା ରେ ବସ୍ କିଣା ହେଉଛି ମୁଖ୍ୟମନ୍ତ୍ରୀ ହେଲେ ମୋଦୀ ର ପାଦଚଟା କୁକୁର
@Devraj-ns5vg
@Devraj-ns5vg Ай бұрын
Semiti koe ba tik nuo
@sabyasachi67
@sabyasachi67 Ай бұрын
Kahin ki kahibani ଠିକ୍ କହିଛି। ଆମେ Karnakata,ଆନ୍ଦ୍ରପ୍ରଦେଶ ରେ ବି ଦେଖିଛୁ। ସେଥି ସରକାର କବାଦଳିଗଲେ ବସ ର ରଙ୍ଗ ବଦଳି ଯାଉନି। ଲୋକଙ୍କ ପଇସା ଅଯଥାରେ ଖର୍ଚ୍ଚ ହଉଚି
@sisirmohan7517
@sisirmohan7517 Ай бұрын
କଣ ଦରକାର ଥିଲା। ରଙ୍ଗ କଣ ଫିକା ପଡ଼ିଥିଲା କି।। ତମେ ଯୋଉ ଗେରୁଆ ରଙ୍ଗ କରିଛ ଏଇଟା କଣ ଦଳୀୟ ଗନ୍ଧ ନୁହ କି। ଭଲ କାମ କର ଏ ରଙ୍ଗ ବଦଳେଇବା କାମ କଲେ ଜନତା ଆର ଥରକୁ ତମକୁ ବଦ ଲେଇଦେବେ
@ratikantasahoo4729
@ratikantasahoo4729 Ай бұрын
Modi ghara Security
@ratikantasahoo4729
@ratikantasahoo4729 Ай бұрын
Pura Pada Chata Kokora
@SM99955
@SM99955 Ай бұрын
ମୁଖ୍ୟ ମନ୍ତ୍ରୀ ବସ ସେବା ନାମ ପରିବର୍ତ୍ତନ କରି ସାଧାରଣ ଜନତାଙ୍କ ବସ ସେବା ବୋଲି କରାଯାଉ ।
@SurathBehera-fj1id
@SurathBehera-fj1id Ай бұрын
ଆଗରୁ ସୋଇଥିଲକୀ
@AsitKumarSa
@AsitKumarSa Ай бұрын
@@SurathBehera-fj1id ebe uthilo bodhe
@jamesrinku1995
@jamesrinku1995 Ай бұрын
​@@AsitKumarSaTame uthithila bodhe 😂😂 kahilani tk
@SugyanKusum
@SugyanKusum Ай бұрын
Tume right kahuchho sir...hele modi bus seva karithile keisa heithanta😂😂😂😂​@@SurathBehera-fj1id
@jiki.polad8642
@jiki.polad8642 Ай бұрын
Ea bi thik
@user-nq1gn4eh3h
@user-nq1gn4eh3h Ай бұрын
କ'ଣ କହିଲେ ? ବର୍ତ୍ତମାନ କୌଣସି ରାଜନୈତିକ ଗନ୍ଧ ନାହିଁ ? ହଇରେ ଭାଡ଼ୁଆ ମାନେ BJP ର ରଙ୍ଗ ପରା ଗେରୁଆ ରଙ୍ଗ, ଆଉ ଏବେ ସେହି ଗେରୁଆ ରଙ୍ଗକୁ ହିଁ ତ ଏହି ମାନେ ବର୍ତ୍ତମାନ ବସରେ ବୋଳିଦେଇଛନ୍ତି । ତେବେ କେମିତି କହୁଛ କି ବର୍ତ୍ତମାନ କୌଣସି ରାଜନୈତିକ ଗନ୍ଧ ନାହିଁ ବୋଲି
@bhagbatclick
@bhagbatclick Ай бұрын
hayebe murkha laxmi bus re sankha chinh thila aethi kouthi padma chinna achhe be andha
@Dj-Daya2
@Dj-Daya2 Ай бұрын
Right Broo.....
@bhagbatclick
@bhagbatclick Ай бұрын
@@Dj-Daya2 what right brow tumankapare faltu lokamanka paine aji Bharat barabad heuchhi
@rockstarrakesh1045
@rockstarrakesh1045 Ай бұрын
ବସ ଆଗରୁ ସୁନ୍ଦର ଦେଖାଯାଉଥିଲା, ଏବେ ବାଳ ଭୋଳିଆ ଦେଖା ଯାଉଚି....ଚୋର ସଳେ ପରିବର୍ତ୍ତନ କରୁଛନ୍ତି👎🏻👎👎🏿
@hatakishoresahoo1984
@hatakishoresahoo1984 Ай бұрын
ଜେତେଜାହାକହିଲେ ଆମେ କହିବୁ laxmi bus. Naveen jindabad.
@swarnalatabehera9059
@swarnalatabehera9059 Ай бұрын
ରଙ୍ଗ ବଦଳିଲେ କଣ ହବ ରେଟ ସବୁ ବଢିଇ ଦିଆ ଗଲା ଖଟିଖିଆ ମୁଲିଆ ମଜୁ ରିଆ ମାରିବେ
@tusarkantanayak6084
@tusarkantanayak6084 Ай бұрын
ରଙ୍ଗ ବଦଳରେ ମନ୍ତ୍ରୀ କେତେ ଟଙ୍କା ଖାଇଛନ୍ତି ହିସାବ ଦେବେ
@debaduttapatanaik453
@debaduttapatanaik453 Ай бұрын
ବସ କିଣା ରେ କେତେ ଖାଇଥିଲେ
@tusarkantanayak6084
@tusarkantanayak6084 Ай бұрын
@@debaduttapatanaik453 ରଙ୍ଗ କରିବା କେତେ ଠିକ ତାହା ଲୋକ କହିବେ
@sundargarhsng9463
@sundargarhsng9463 Ай бұрын
​@@debaduttapatanaik453😅
@MadhabBhola-oo9ud
@MadhabBhola-oo9ud Ай бұрын
Amana khai jiba
@anuragparida310
@anuragparida310 Ай бұрын
Tume lakhmi bas kina re kete khai thile se hisab tume deba na tuma bopa deba.
@sambitkumar628
@sambitkumar628 Ай бұрын
ସାହସ ଅଛି ତୋ ଗଛ ପତ୍ରର ସବୁଜ ରଙ୍ଗକୁ ଗେରୁଆ ରଙ୍ଗ କରୀକି ଦେଖାଅ
@lilianaik5756
@lilianaik5756 Ай бұрын
ସବୁ ବେକାର କାମ କରିବ କେବେ ବୁଦ୍ଧି ଆସିବ ବିଜେପି କୁ କଣ ନାମ କରଣ କରିବା ପାଇଁ ଭୋଟ ଦେଇ ଥିଲୁ
@shyamsundarrath275
@shyamsundarrath275 Ай бұрын
ସ୍ତ୍ରୀ ଯଦି ଶାଢ଼ୀ ବଦଳାଇ ନୂଆ ଶାଢ଼ୀ ପିନ୍ଧେ, ତେବେ,ସେ କ'ଣ ଆଉ କାହାର ମାଇପ ହୋଇଯାଏ?ଏହା ଏକ ହୀନମନ୍ୟତା
@santoshsethi8627
@santoshsethi8627 Ай бұрын
Excellent comment 👍
@tribenipatra3213
@tribenipatra3213 Ай бұрын
Thik
@tribenipatra3213
@tribenipatra3213 Ай бұрын
Bjp khali name change karibo kahinki na se au kahara name dekhibaku ki sunibaku pasand kareni tebe se Jodi kichhi karibaku chahunchhi nua Karu nahanti .
@Dragonwarrior23
@Dragonwarrior23 Ай бұрын
Bhai, next level comment 🙏🙏🙏
@GangadharSahu-zf5zg
@GangadharSahu-zf5zg Ай бұрын
​@@tribenipatra3213bjd Kala ବିଜେପି kakheib
@krishnakhandagiri9887
@krishnakhandagiri9887 Ай бұрын
ଗେରୁଆ ରଂଗ ଵଦଲାଇ ଦେଲେ ଵି ଲୋକ କହିଵେ ଲକ୍ଷ୍ମୀ ଵସ୍ ଵୋଲି ଆଉ ଏ ଗେରୁଆ ବହୁତ୍ ଜଲ୍ଦୀ ନିପାତ ହେଵ 😅😅😅😅
@anilrout4620
@anilrout4620 Ай бұрын
ଯୋଉ ରଙ୍ଗ ଖର୍ଚ୍ଚ ହଉଚି ମୁଖ୍ୟ ମନ୍ତ୍ରୀ ତାଙ୍କ କଣ ତାଙ୍କ ବାପା ଟଙ୍କା ରେ କରୁଛନ୍ତି
@bhagbatclick
@bhagbatclick Ай бұрын
LAXMI bus koauna BJD taa bapa ra PAISA ru kari thila ki na to BAPA ra paisa ru karithila...
@maanangseri
@maanangseri Ай бұрын
ମୋ ବସ୍ ବି ସମସ୍ତ ଙ୍କ ନାମରେ ତିଲା କୌଣସି ରାଜନୀତି ନତିଲା ଗେରୁଆ ରଙ୍ଗ କଣ ରାଜନୀତି କୁ ବୁଝା ଯାଉ ନାଇଁ କି
@sikakalia2234
@sikakalia2234 Ай бұрын
ବସ୍ ର ରଙ୍ଗ ଗେରୁଆ କାହିଁକି କଲ,,,,, ଏହା ବୋଧେ ଦଳୀୟ ଗନ୍ଧ ନୁହେଁ,, ଆ ଥୁ ଛି ହୀନ ରାଜନୀତି,,, ତମକୁ ଆଉ କଣ ରଙ୍ଗ ମିଳିଲାନି,,,, କିଛି ନୂଆ କରି ଦେଖାଅ
@SurathBehera-fj1id
@SurathBehera-fj1id Ай бұрын
ଆଗରୁ କଲର କଣ ଥୀଲା ଭାଇ ମନେଅଛି ନା ମନେ ପକାଇଦେବା ଶେଇ ସରକାର କଲର ଥୀଲା ନିଳ ବସ୍ କଲର ଥୀଲା ନୀଳ
@bapinisahoo5009
@bapinisahoo5009 Ай бұрын
ଆଉ ବିଜେଡି ଯେତେବେଳେ ସବୁଆଡ ନେଳିଆ କରି ରଖିଥିଲା, ସ୍କୁଲ କାନ୍ଥ ନେଇ ପୋଷାକ ଯାଏ, ସେତେବେଳେ କଣ ପାଟିରୁ ଛେପ ଶୁଖି ଯାଇଥିଲା କି ? ଏବେ ଛି ଥୁ ହଉଚ୍ଛ😂
@TunaSahu-ip5jx
@TunaSahu-ip5jx Ай бұрын
Au jeteble green thila koudhi morithilu tu morigoluluni seteble
@AsitKumarSa
@AsitKumarSa Ай бұрын
@@TunaSahu-ip5jx gandha katha nije minister kahuchhanti para
@uttambaba6800
@uttambaba6800 Ай бұрын
​@@bapinisahoo5009Sabu rango dekhibaku best thila
@edtonk6277
@edtonk6277 Ай бұрын
ଓଡିଶା ଏହିପରି ଲଷ୍ମୀଛଡା ହଇଯିବ ।
@govtjobinformation7232
@govtjobinformation7232 Ай бұрын
Laccmi bus ku BJD Laxmi lekhibaru nije Laxmi nka name re rajaniti karibaru Laxmi chhada heigala.
@bhagbatclick
@bhagbatclick Ай бұрын
ess sata re laxmi bus naa change hee gale laxmi chhada heejiba...wah re wah kadhua ki katha kahilu....
@RNNANDU95
@RNNANDU95 Ай бұрын
ସବୁ ଯୋଜନା ନବୀନ ଙ୍କର କିନ୍ତୁ ଇଏ କାନ୍ଥ ବାଡ଼ ସବୁର Colour change କରି କହୁଛନ୍ତି କି ମୁଁ କରିଛି 😮
@localmastitime5262
@localmastitime5262 Ай бұрын
ବିଜୁ ପକ୍କା ଘର
@bhagbatclick
@bhagbatclick Ай бұрын
kouthi kahele andha murkha
@bap683
@bap683 Ай бұрын
Right 👍
@laxmipriyasahoo1
@laxmipriyasahoo1 Ай бұрын
Bt loka ta jananti ki kiye karichhi...nija patire nijara jete prasansa kale Kan haba...jojana ta sabu bjd ra
@soumyaranjanmohanty4746
@soumyaranjanmohanty4746 Ай бұрын
ବିଜେପି ସରକାର ର ପୁରୁଣା ଅଭ୍ୟାସ ଅଛି ନାମ ବଦଳାଇବା ଏଥିରେ କିଛି ନୂଆ କଥା ନାହିଁ 😂
@banamalibehera8781
@banamalibehera8781 Ай бұрын
NAVEEN KEMITI KENDRA JOJANAAKU BADALEI BIJU PAKAA GHARA KARITHILAA.
@pratap7254
@pratap7254 Ай бұрын
କଲର୍ ଆଉ ନାମ bjpସରକାରର ବସ୍ bjdସରକାର😂😂 ର
@GangadharSahu-zf5zg
@GangadharSahu-zf5zg Ай бұрын
@@banamalibehera8781 Kendra r name kn thilu.janicha
@bhagbatclick
@bhagbatclick Ай бұрын
asubidha kouna.....mukhyamantri nama hela kou party ba loka ku kuhahela nahi,,tapare sankha chinna v nahi...
@localmastitime5262
@localmastitime5262 Ай бұрын
@@soumyaranjanmohanty4746 ହଁ ଯେମିତି ବିଜୁ ପକ୍କାଘର
@ChandraMohan-hh3vi
@ChandraMohan-hh3vi Ай бұрын
କିନ୍ତୁ ଟଙ୍କା ତୋ ଓଡିଶା ର ବର୍ବାଦ ହୋଉଛି |
@sumansahu7607
@sumansahu7607 Ай бұрын
ହୀନ ରାଜନୀତି
@bhagbatclick
@bhagbatclick Ай бұрын
ess sata re ki budhiman loka tuma....
@kalebdigal7202
@kalebdigal7202 Ай бұрын
ଲାଜ ଲାଗୁନି ନବୀନ ସରକାର 🚌 କୁ ତମେ BJP ବସ କରୁଚ । କହୁଛ ଯେ ସମସ୍ତଙ୍କର ବସ ।ଅଲଗା ରଙ୍ଗ ଦେଲେ ହେବନିକି ସେଇ BJP ରଙ୍ଗ କଣ ପାଇଁ । ଭାଇରି ସାଧୁ ଦେଖେଇ ହେଉଛ ଲୋକେ ଯେମିତି ଜାଣି ପାରୁନାହାନ୍ତି । ଏଇ ବସ BJD ସରକାର ର ବଲି ।
@MobileGuru793
@MobileGuru793 Ай бұрын
ସମୟ ଆସିଛ ବିଦ୍ରୋହ କରିବାର ଏଇ ମନମୋହନ ଜାଦୁମଲମ କିଛି କାମ କୁ ନୁହ
@narayannayak6176
@narayannayak6176 Ай бұрын
ଆଜ୍ଞା ସେ ବସ କେଉଁ ମୁଖ୍ୟ ମନ୍ତ୍ରୀ ଆଣିଥିଲେ ଯଦି ତମର ବସ ସେବା ଦେବାର ଅଛି ଆଉ କିଛି ବସ ଆଣନ୍ତୁ
@narayannayak6176
@narayannayak6176 Ай бұрын
ଖାଲି ବସ ରଙ୍ଗ ବଦଳାଇଲେ ହେବନିଲୋକେ ଜାଣିଛନ୍ତି ସେ ବସ କେଉଁ ମୁଖ୍ୟ ମନ୍ତ୍ରୀ ଆଣିଛନ୍ତି
@soren-37
@soren-37 Ай бұрын
ସରକାର ବସ ର ରଂଗ ବଦଳାଇ ଦେଲେ ଲୋକଂକର ବିକାଶ ହୁଏ ନାହଁ, ଏକଥା ଜାଣି ପାରୁନାହାନ୍ତି କି ମାଝୀ ସରକାର, ଖାଲି ଲୋକକଂର ପଇସା କୁ କେମିତି ଖାଇବେ ସେମାନେ
@satyabanpradhan986
@satyabanpradhan986 Ай бұрын
Seba adibasi
@kirtangatha
@kirtangatha Ай бұрын
ଗାଡି ର ରଙ୍ଗ ଖରାପ ହେଲା ପରେ ପୁଣି ରଙ୍ଗ କରା ଯାଏ, ରଙ୍ଗ ଥାଉ ଥାଉ ରଙ୍ଗ କରି ବା ଭୁଲ ନିଷ୍ପତି, ସରକାର ଅଯଥା ଟଙ୍କା ବର୍ବାଦ୍ କରୁଛନ୍ତି,,,
@dhaneswarmallik8150
@dhaneswarmallik8150 Ай бұрын
Right
@chittaranjanpanda9026
@chittaranjanpanda9026 Ай бұрын
ଗେରୁଆ କଣ ପାଇଁ କଲ ତୁମେ ତୁମ ରଙ୍ଗ ଲଗେଇଲ ଲୋକଙ୍କ ସହ ରଙ୍ଗ ଖେଲୁଚ ଆମ ଟଙ୍କାରେ ଅଦିନିଆ ହୋଲି 😢😢😢 ଯଦି କଲ ଆମ ଓଡ଼ିଶା ର ସଂସ୍କୃତି ଆର୍ଟ କଲଣି
@EVILDEADNANA273
@EVILDEADNANA273 Ай бұрын
Right 👍
@bhagbatclick
@bhagbatclick Ай бұрын
hae ho babu tume kana adha pathua Gerua ranga Sanatani Dharma Ra pratika..asubidha kouthi hela...au tume kahuchha adiniea paisa re holi je aee Mo bus Laxmi bus jao BJD sarkar kari thila kana seta tanka bopara paisa thila na au kahara seta v tuma paisa thila...
@lifeislove8138
@lifeislove8138 Ай бұрын
BJP ର ହୀନ ରାଜନୀତି
@milanapradhan7206
@milanapradhan7206 Ай бұрын
ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ବସ ଭଡା ମା ମାନଙ୍କୁ 1 ଟଙ୍କା ବାପା ମାନଙ୍କୁ 2 ଟଙ୍କା ରହିଲେ ଭଲ ହୁଅନ୍ତା
@lilianaik5756
@lilianaik5756 Ай бұрын
ବିଜେପି ଯେମିତି ରଙ୍ଗ ବଦଳାଇ ପରେ ସେମିତି କୋଉ ଦଳ ବଦଳାଇ ପାରିବ ନାହିଁ ସେ ସତ ରଙ୍ଗି ଏଣ୍ଡୁଅ ଠୁ ଭି ଅଧିକ ଦ୍ରୁତ ଗତିରେ ରଙ୍ଗ ବଦଳାଇ ପରେ 👌😞
@user-lf7jr2dd5o
@user-lf7jr2dd5o Ай бұрын
ଏ ରଙ୍ଗ ରହୀଲେ ହେଲା
@Oneplayer123
@Oneplayer123 Ай бұрын
@@user-lf7jr2dd5o next congress
@himanshuparida7011
@himanshuparida7011 Ай бұрын
ମୁଖ୍ୟମନ୍ତ୍ରୀ ବସ୍ ନକରି goverment of Odisha ବସ୍ ସେବା କରାଯାଉ..
@santoshjena5811
@santoshjena5811 Ай бұрын
ମୁଖ୍ୟମନ୍ତ୍ରୀ ଯଦି ସମସ୍ତ କର Laxmi bus ବି ସମସ୍ତ କର
@revanthkumarsahu9203
@revanthkumarsahu9203 Ай бұрын
ଏବେ ଏଇ ଗେରୁଆ ରଙ୍ଗରେ କଣ ରାଜନୈତିକ ଗନ୍ଧ ନାହିଁ. କାରଣ ଆଉ କୌଣସି ରଙ୍ଗ ବାଛି ପାରିବେ ନାହିଁ B.J.P ବlଲା.
@kumarkrushnarout5063
@kumarkrushnarout5063 Ай бұрын
ରଙ୍ଗ ବଦଳେଇବା ରେ ଯେତିକି ଖର୍ଚ୍ଚ ହେଇଚି ସେଇ ଖର୍ଚ୍ଚ ଲୋକମାନଙ୍କର ପାଇଁ ଖର୍ଚ୍ଚ ହେଇଥିଲେ ଭଲ ହୁଅନ୍ତା
@JyotirmayeeNath-tj7qf
@JyotirmayeeNath-tj7qf Ай бұрын
ବସ୍ ର ରଂଗ ବଦଳାଇବାରେ ଅଯଥା ଖର୍ଚ କରିଛି ସରକାର।
@AnimationOld
@AnimationOld Ай бұрын
Colour change kari faltu tax paisa waste kariba kn darkar
@bhagbatclick
@bhagbatclick Ай бұрын
achha tahele LAXMI bus MO bus chaleba kaouna darkar thila AUTO bala riksaw bala emankara peta patna jao laat mara hela seta koun...
@santoshjena5811
@santoshjena5811 Ай бұрын
ଏବେ ଦଳିୟ ଗନଧ ବାରି ହେଉଛି
@balarampanigrahi2392
@balarampanigrahi2392 Ай бұрын
ଜେଗାଦିରେ ବସିଲା ସେ ନିଜସ୍ୱାର୍ଥ ଦେଖିଲା
@drgoutambiswal6717
@drgoutambiswal6717 Ай бұрын
ଲକ୍ଷ୍ମୀ ବସ ହେଉ କିମ୍ବା ମୁଖ୍ୟ ମନ୍ତ୍ରୀ ବସ ସେବା ଏହା କେବେ ଉତ୍ତମ ସେବା ଯୋଗାଇ ପାରିବ ନାହିଁ 😢 କ୍ଷତି ରେ ହିଁ ଚାଲିବ
@jugalkishoremohapatra7922
@jugalkishoremohapatra7922 Ай бұрын
CM ଙ୍କର ମାଇକିନା ର ଲୁଗା ଚେଞ୍ଜ କଲେ ସେ କଣ ନବୀନ୍ ପଟ୍ଟନାୟକ ମାଇକିନା ହେଇଯିବ ସେ ଶାଳା ଗାଲୁଆଙ୍କର ବୁଦ୍ଧି
@user-pq4qu2mu5c
@user-pq4qu2mu5c Ай бұрын
Thank you bhai 😂
@user-fb8xl9pv3y
@user-fb8xl9pv3y Ай бұрын
Right katha bhai
@tinkubachha5963
@tinkubachha5963 Ай бұрын
Right
@bijaybarc
@bijaybarc Ай бұрын
It is a waste of Public money
@SmrutiranjanSamal-nk3dt
@SmrutiranjanSamal-nk3dt Ай бұрын
Colur jahabi hau nabin babu bus chaliba seita bada katha
@gautamsahoo559
@gautamsahoo559 Ай бұрын
ରାଜନୀତି ର ଗନ୍ଧ ନାହିଁ କିନ୍ତୁ ହିଂସ୍ର ରାଜନୀତି ର ଗନ୍ଧ ବାହାରୁଛି। ଲୋକେ ବି ବୁଝି ପାରୁଛନ୍ତି କିନ୍ତୁ କିଛି ଲୋକ ବୁଝି ବି ଅନ୍ଧ ହୋଇଯାଉଛନ୍ତି।
@user-fy1do9qo1l
@user-fy1do9qo1l Ай бұрын
ଗେରୁଆ କଣ ଦଳୀୟ ଚିହ୍ନ ନୁହେଁ କି? ଲକ୍ଷ୍ମୀ କଣ ଦଳୀୟ ଚିହ୍ନ କି? ରଙ୍ଗ କରିବାକୁ ଯେଉଁ ଖର୍ଚ୍ଚ ହେଉଛି ତାହା ଲୋକଙ୍କ ପଇସା ନୁହେଁ କି? Oldwine in new bottle. ଯଦି ନାମ ବଦଳିବ ତାହେଲେ ଜନତା ବସ ସେବା ରଖନ୍ତୁ। ମୁଖ୍ୟମନ୍ତ୍ରୀ କଣ ନିଜ ଖରଚ ରେ କିଣି ବସ ସେବା ଯୋଗୋଆଉଛନ୍ତି?
@srikantabarik8545
@srikantabarik8545 Ай бұрын
ଅଜଥାରେ ଲକ୍ଷ୍ଯ ଲକ୍ଷ୍ଯ ଟଂକା ଖର୍ଚ୍ଚ ହେଉଛି
@rajibdas950
@rajibdas950 Ай бұрын
ଗାଡିର ରଙ୍ଗ ବ୍ଲୁ ହେବା ଦରକାର
@user-pf5zu4zw7n
@user-pf5zu4zw7n Ай бұрын
ନାମ ବଦଳାଇ ମୁଖ୍ୟମନ୍ତ୍ରୀ ବସ ସେବା ଟା ଚଳିଥାନ୍ତା କିନ୍ତୁ ରଙ୍ଗ ବଦଳାଇବାର କଣ ଆବଶ୍ୟକ ଥିଲା... ଏହା କି BJP ରଙ୍ଗ ନୁହେଁ...
@bmcreation4608
@bmcreation4608 Ай бұрын
ଜନତା ଙ୍କ ପଇସା ରେ ରଙ୍ଗ ବଦଳା ଯାଉଛି, ସରକାର ର କଣ ଯାଉଛି, ଯାହା ଇଚ୍ଛା ତାହା କର। ରଙ୍ଗ ବଦଳେଇଲେ ଓଡ଼ିଶା ର ବିକାଶ ହେବନି, ବରଂ ଅର୍ଥ ହାନି ହେବ। ଯଦି MLA ମାନଙ୍କ ଦରମା ପଇସା ରେ ରଙ୍ଗ ହେଇଥିଲେ ଭଲ ହେଇଥାନ୍ତା।
@psmutiprabha
@psmutiprabha Ай бұрын
ତମେ ଯେତେ ରଙ୍ଗ ବଦଳେଇଲେ ବି ଲୋକ କହିଛନ୍ତି ହେଇରେ ଲକ୍ଷ୍ମୀ ବସ ଆସିଲା ।
@mayurakshinayak1638
@mayurakshinayak1638 Ай бұрын
😅😂😂😂😂😂😂
@deepakmarndi8312
@deepakmarndi8312 Ай бұрын
ଏଇଟା ତ BJP ରଙ୍ଗ, କହୁଛ କଣ ନା ଦଳୀୟ ରଙ୍ଗ ରହିବନି, ବାସ୍ ଖାଲି ପାଞ୍ଚ ବର୍ଷ bjp sarkar ତା ପରେ ତମ ଖେଳ ଖତମ୍, ଏସବୁରେ ଟଙ୍କା ଖର୍ଚ୍ଚ ନ କରି ଯଦି ସେଇ ଟଙ୍କା ରେ କିଛି ଜନହିତକର କାର୍ଯ୍ୟ ଆରମ୍ଭ କରିଥିଲେ କଣ ହୋଇନଥାନ୍ତା। ଏଇସବୁ ଖାଲି କରି ପାଞ୍ଚ ବର୍ଷ ସରିବ ଓଡିଶାରେ କିଛି ଉନ୍ନତି କରିପାରିବନି , କହୁଛ କଣ ନା 24 ବର୍ଷରେ ଯାହା ହେଇନି ତାହା 5 ବର୍ଷ ରେ ହବ, ହଁ ଆମେ ଦେଖୁଚୁ ଏଇ ଭୋଳିଆ କାମ ଆରମ୍ଭ ହୋଇଚି,ପରେ ନିର୍ବାଚନ ପାଖେଇ ଆସିଲେ କହିବ କଣ ନା 2031 ସୁଧା ହେବ । ଓଡ଼ିଶାବାସୀ କେତେ ଆଶା ଭରସା ବିଶ୍ୱାସ ରଖି BJP ଦଳକୁ ଜିତେଇଥିଲେ ନା ତାହା ଖାଲି ପାଞ୍ଚ ବର୍ଷ ପାଇଁ, ତା ପରେ BJP ଦଳକୁ ଉଚିତ୍ ଜବାବ୍ ଦେବେ।
@friend9449
@friend9449 Ай бұрын
ନବୀନ ଯୋଜନା ସାରା ରାଜ୍ୟ ବାସୀ ଜାଣିଛନ୍ତି ତମେ କାର୍ ସେବା ଯୋଗାଇଦେବାକୁ କାର୍ ଯୋଜନା କର ତମ ପାଇଁ ମଙ୍ଗଳ ହେବ
@PLkCuty
@PLkCuty Ай бұрын
ମୁଖ୍ୟମନ୍ତ୍ରୀ ନାଁ କଣ ପାଇଁ ଦେଲା😮 ଲୋକଙ୍କ ବସ୍ ନାଁ ଦେଲନି 🙄
@lilianaik5756
@lilianaik5756 Ай бұрын
ମନ୍ତ୍ରୀ ଙ୍କ ଦରମା ପଇସାରେ କିଣା ଯାଇଛି ଆମ ମହନ ବାବୁ ନିଜ ପୌତୃକ ସମ୍ପତି ରୁ କିଣି ଦାନ କରିଛନ୍ତି 🙏
@laxmidharbehera1878
@laxmidharbehera1878 Ай бұрын
😁😁
@sambitkumar628
@sambitkumar628 Ай бұрын
ବସ ନୂଆ ଅଛି ! ମୁଖ୍ୟମନ୍ତ୍ରୀ ରଙ୍ଗ ବଦଳାଇବାରେ ଖର୍ଚ୍ଚ ନକରି ଶିକ୍ଷ୍ୟା ସହାୟତା କିମ୍ବା ଯୁଆଡେ ମେଡ଼ିକାଲ ନାହିଁ ସିଆଡେ ମେଡ଼ିକାଲ କରିକି ଖର୍ଚ୍ଚ କରିଥିଲେ ଭଲ ହୁଅନ୍ତା କିମ୍ବା ସରକାରୀ ଚାକିରି ପଦବୀ ସଂଖ୍ୟା ଆଊ ଟିକେ ବଢିଥିଲେ ଭଲ ହୋଇଥାନ୍ତା ବେକାରେ ବାଜ୍ୟ ଖର୍ଚ୍ଚ କରୁଛନ୍ତି ମୁଖ୍ୟମନ୍ତ୍ରୀ Bjp ହଟାଅ ଓଡ଼ିଶା ବଞ୍ଚାଅ
@SARITAGAMANGO-nq9ky
@SARITAGAMANGO-nq9ky Ай бұрын
Bjp sarakar mahn sir 5 year pare out 😂😂
@snnirmala7374
@snnirmala7374 Ай бұрын
Tama Navin ra ta expiry date galani😂
@AsitKumarSa
@AsitKumarSa Ай бұрын
​@@snnirmala7374mohana kichhi janini....😅😅😅signature paruchhi
@dijanbag2269
@dijanbag2269 Ай бұрын
Yess
@saudaminimatia498
@saudaminimatia498 Ай бұрын
Nabin sigham
@AsitKumarSa
@AsitKumarSa Ай бұрын
@@snnirmala7374 modi katha ethi kanhi kahuchha......
@nabinamanatya4345
@nabinamanatya4345 Ай бұрын
ଲୋକ ଜାଣିଛନ୍ତି ଲକ୍ଷ୍ମୀ ବସ ବଲି, ‌ହେବେ ଲୋକେ କଇବେ ଲକ୍ଷ୍ମୀ ଛଡ଼ା ବସ ବଳି
@gospelshow5148
@gospelshow5148 Ай бұрын
Laxmi Bus _Name Bhala Tila 👍
@user-yd5gm9rm3o
@user-yd5gm9rm3o Ай бұрын
ଏବେ କଣ ଆଵସିଅ କ ଥିଲା କି? ରଙ୍ଗ ଚେଞ୍ଜ କରିବା ପାଇଁ କୁହନ୍ତୁ ମୋହନ ମାଝି
@raghuguru8584
@raghuguru8584 Ай бұрын
ମନ୍ତ୍ରୀ ଭାବୁଛନ୍ତି ଲକ୍ଷ୍ମୀ ଠାକୁରାଣୀ ବିଜେଡ଼ି ର ତେଣୁ ବସ୍ ନାମ ମୂଖ୍ୟମନ୍ତ୍ରୀ ବସ୍ ନାମ କରାଗଲା କାରଣ ସେ ତାଙ୍କ ବାପାଙ୍କ ଟଙ୍କା ରେ ନିର୍ମାଣ ହୋଇଛି। ଓଡ଼ିଶା ଲୋକଙ୍କୁ ମନ୍ତ୍ରୀ ବୋକା ଭାବୁଛନ୍ତି
@chefyakub8768
@chefyakub8768 Ай бұрын
Waste of money changing the bus colour, that money can give our poor people, Change your way of Work for poor people, We want development such as :- health, education,collage, medical college, Railway connectivity each disrt, govt school development, Youjna foor poor people, etc
@user-yg2nl2xn5d
@user-yg2nl2xn5d Ай бұрын
Extravagant expenditure by Odisha Government. Non of the people have demanded to change the colour.
@rimjhim5916
@rimjhim5916 Ай бұрын
ଜଗନ୍ନାଥ ମନ୍ଦିରର ରଙ୍ଗ ବଦଳା ଯାଉ
@user-cd4xc4cf4b
@user-cd4xc4cf4b Ай бұрын
ଏ ହା ଏ କ ହୀନମନ୍ୟତା ଏ ହକୁ ଘୋର ନିନ୍ଦା କରାଯିବ କଥା
@sundargarhsng9463
@sundargarhsng9463 Ай бұрын
Colour changing is totally unnecessary. Wastage of our money.
@user-pn1jm8yy1j
@user-pn1jm8yy1j Ай бұрын
ତମେ ଖାଲି କଲର ବଦଳେଇବାକୁ ଆସିଛ। ରଙ୍ଗ ବଦଳେଇ ବଦଳେଇ ୫ ବର୍ଷ ବିତିଯିବ ଆଉ କିଛି କାମ କୁ ନୁହଁ ସବୁ ପଇସା ବର୍ବାଦ କରୁଛ
@debashisnayak5564
@debashisnayak5564 Ай бұрын
ଏବେ ଆଉ କୌଣସି ଦଳ ର ରଙ୍ଗ ଲାଗିନି..... ଲୋକ କଣ ମୂର୍ଖ ନା ହାଣ୍ଡିଆ ପିଇ ବୁଲୁଛନ୍ତି ? ରଙ୍ଗ ଜାଣି ପାରିବେନି କୋଉ ପାଟିର
@bikashkumar7589
@bikashkumar7589 Ай бұрын
Jaha hela kichhi thik kaleni mahon maji sir
@SethyBabuthepower
@SethyBabuthepower Ай бұрын
ଏ bus ସବୁ ମନମୋହନ ର ମନ୍ତ୍ରୀ ବାବୁ କହି ଦିଅନ୍ତୁ
@marndi3221
@marndi3221 Ай бұрын
ଆମ ଓଡ଼ିଶା ସଂସ୍କୃତି ର କିଛି ଦୃଶ୍ୟ ସହ କଲର୍ ଦେଇଥାନ୍ତ । ବହୁତ୍ ଓଡ଼ିଆ ଅସ୍ମିତା କଥା କହୁଛ ତ। ଏବେ ଗେରୁଆ କଣ ପାଇଁ କରିଦେଲେ । ଆଉ କହୁଛ କୌଣସି ରାଜନୀତି ପାର୍ଟି ସହ ସମ୍ପର୍କ ନାହିଁ ।
@pramodchandranayak9081
@pramodchandranayak9081 Ай бұрын
BJP - Name changer but not game changer. The bus is only six months old.Why the colour is charged? Whose money is unnecessaryily spent.Moreover this bus service is a drain on public exchequer.After changing name and colour,it will not be economically viable.I doubt whether petrol cost is recovered or not.BJP is doing politics on public money.
@lopamudrarath8047
@lopamudrarath8047 Ай бұрын
ଆମଠୁ ଟିକସ ନେଇକି ରାଜ କୋଶ ର ଅର୍ଥ ଅପବ୍ୟୟ ହଉଚି। Laxmi bus name ta nabin ra wife name nuha so name change Kariba kan darkar ?? Colour change kn paen hela ?? Orange colour ta Completely BJP ku show kare Sethi paen BJD ra green colour ku hatei dele au aeita hin completely show kare party ra advertisement karuchanty.. ରାଜ କୋଷ ର ପଇସା ଉନ୍ନତି ଦିଗରେ ଲଗାନ୍ତୁ
@Dj-Daya2
@Dj-Daya2 Ай бұрын
ନାମ ବଦଳେଇଲୋ ଠୀକ ଅଛି, ତ ରଙ୍ଗ କଣ ପାଇଁ ବଦଳେଇଲୋ ଭେଦ ଭାବ କିଏ କରୁଛୁ....? BJD ସରକାର ଥିଲା ସବୁଜ ରଙ୍ଗ ଥିଲା, ଏବେ ବିଜେପି ସରକାର କାମଲା ରଙ୍ଗ.........!🫡
@debashismallick8149
@debashismallick8149 Ай бұрын
ଦଳୀୟ ଗନ୍ଧ ନ ଆସିଲେ ବି ନବୀନ ପଟ୍ଟନାୟକଙ୍କ ପ୍ରତି ଭଲ ପାଇବା ଆଉ ସମ୍ମାନ କମେଇ ପାରିବ ନାହିଁ ଏ ଗେରୁଆ ସରକାର, କାରଣ ଏହି ସବୁ ଯୋଜନା ନବୀନ ସରକାର କରିଛି। ସେ ଯୋଜନା ର ସୁବିଧା ଯେବେ ଯାଏଁ ଲୋକମାନେ ପାଉ ଥିବେ ସେତେ ଯାଏଁ ନବୀନ ବାବୁ ସମସ୍ତଙ୍କ ହୃଦୟ ରେ ରହିବେ। ତମେ ରଙ୍ଗ ବଦଳାଇ ଦିଅ କି ନୂଆ ବସ ଚଲେଇ ଦିଅ ଯୋଜନା ତ ଆରମ୍ଭ କରିଛି ନବୀନ ସରକାର। ସଦା ସର୍ବଦା ଜନତା ଙ୍କ ମଙ୍ଗଳ ଚିନ୍ତା କରୁ ଥିବା ଦଳ BJD ଦଳ।❤
@manashnayak2794
@manashnayak2794 Ай бұрын
ଲୋକଙ୍କୁ ସାହାଯ୍ୟ ସହ ଜୋଗ ନକରି ବାଜ୍ୟ ଜିନିଷ କରୁଛି ବେକାର ସରକାର ଙ୍କ ବେକାର କାମ 💯
@Akumar....
@Akumar.... Ай бұрын
ମୁଖ୍ୟ କଥା ଟା ହେଲା ଏ ସବୁ ସ୍କିମ୍ କୁ କାଟି ପାରିବ ନାହିଁ ସେଥି ପାଇଁ ବାଧ୍ୟ ହୋଇ ରଙ୍ଗ ବଦଳାଉଛି ଏବେ ଖାଲି ଅପେକ୍ଷା କରିବା କଥା bjp govt ଏମିତି କେଉଁ ସ୍ମିମ୍ ଆଣିବ ଯେଉଁଟା କି ଅନ୍ୟ କେହି କାଟି ପାରିବେ ନାହିଁ😂😂😂
@user-pu9qo1sg6p
@user-pu9qo1sg6p Ай бұрын
ରଙ୍ଗ ବଦଳେଇବା ଖର୍ଚ୍ଚ ତ ହାତରୁ ପଡୁନି, ଚିନ୍ତା କ'ଣ। କରଦାତା ଲୋକଙ୍କ ମାଲ ଦରିଆମେ ଡାଲ।
@PLkCuty
@PLkCuty Ай бұрын
ନାହିଁ ଯଧି ତାହାଲେ ଆଉ କଣ କଳର ଦେଲନି ଫୁଲ କଳର କଣ ପାଇଁ ଦେଲାରେ ତମ ଭାବୁଛ ତମ ଚାଳକ 😄😄😄😄😏😏😏ଚାଲ 😏😏
@user-fs2gw9ok6c
@user-fs2gw9ok6c Ай бұрын
ସରକାର ପରିବର୍ତ୍ତନ ହେଉଥିଲେ ରଂଗ ବଦଳି ଯିବ ନିୟମ କାନୁନ ବଦଳିବ, ସ୍କୁଲ ନା ମଧ୍ୟ ବଦଳିବ
@Bikash86372
@Bikash86372 Ай бұрын
2029 ରେ କଂଗ୍ରେସ ସରକାର କରିଲେ ସେତେବେଳେ ଆମେ ବିଜେଡି ଆଉ ବିଜେପି କରିଥିବା ଜନ ମଙ୍ଗଳ ଯୋଜନା କୁ ବନ୍ଦ କରିବୁନି କିନ୍ତୁ ସେ ଯୋଜନା କେମିତି ଆହୁରି ଅଧିକ ଉନ୍ନତ ହେବ ସେ ପ୍ରତି ଚେଷ୍ଟା କରିବୁ, କାରଣ ରଙ୍ଗ ବଦଳାଇବା ଆଉ ଯୋଜନା ବନ୍ଦ କରି ନୂଆ ଯୋଜନା କରିବା ରେ ଅଧିକ ରାଜସ୍ବ ଖର୍ଚ୍ଚ ହେବ କିନ୍ତୁ ସେ ବାଜ୍ୟ ଖର୍ଚ୍ଚ ନ କରି ଲୋକଙ୍କୁ ରୋଜଗାରୀ କରିବା ଉଦ୍ଦେଶ୍ୟ ରେ ଯୋଜନା କରିବୁ
@raghunathachary3626
@raghunathachary3626 Ай бұрын
କୋଠୀ। ଖାଇବା ରେ। Ret। ବଢ଼ିବୋ। ନହେଲେ ଟଙ୍କା। କୋଠୀ ଖୋଚ୍ଚ। ହେବ
@santoshpadhykumar9418
@santoshpadhykumar9418 Ай бұрын
ବିଜେପି ସରକାର ୫ ବର୍ଷ ପରେ କଦଳି ଗଛ ବାନ୍ଧ ହେବ😮😮😮
@gouttamarout7331
@gouttamarout7331 Ай бұрын
ଏ ସବୁ ଥିରେ ଧ୍ୟାନ ଦେବାରେ ନଥିଲା BJP Sarkar ଙ୍କୁ
@chikusahoo1052
@chikusahoo1052 Ай бұрын
କାଇଁ ତମେ ନୀଳ ରଙ୍ଗ ହେବା କଣ ଯୋଗୁ ନୁହେଁ ଭାଇ ସିଏ ପ୍ରଚାର କରୁଛନ୍ତି ତମେ କିଛି କରୁନ
@mr.romanticvlogs
@mr.romanticvlogs Ай бұрын
25 ବରଷ ଶାସନ କଳ ବାଲି ଗୋଡ଼ି ମାଟି ସବୁ ଖାଇଲ ହିସାବ ନଦେଇ କୁଆଡେ ଯିବ ଖେଳ ହେବ BJP ର ଖେଳ ହେବ, BJD ବେଲାକର ଭେଳା ବୁଡିବ, ରହ ରହ ପୁଅ ଯିବୁ କୁଆଡେ ଏଥର ପଡିଛୁ BJP 🪷ହବୁଡେ,
@lizzadhira2124
@lizzadhira2124 Ай бұрын
I miss you nabin sir my god nabin sir my odisha ka number one cm nabin sir please sir come back youer cm city my heart ❤️❤️
@KRISHNA-ek5zt
@KRISHNA-ek5zt Ай бұрын
ରଙ୍ଗ ବଦଳାଇବା କି ଦରକାର ଅଛି ରେ ଭାଇ BJP ଫାଳତୁ ପଇସା ଖର୍ଚ୍ଚ କରୁଛି
@ArpitasahooArpitasahoo-rv9ow
@ArpitasahooArpitasahoo-rv9ow Ай бұрын
ଏହା ହେଉଛି ଜନତାଙ୍କ ପଇସା ଜନତା ବସ୍ ହେବା କଥା ନ ହେଲେ ତୁମ ବାପନା ଦିଅ
@BabaJCBBaba-e8w
@BabaJCBBaba-e8w Ай бұрын
ହଁ, ଭଲ ହେଲା,,, ଗେରୁଆ ରଙ୍ଗ ହେଲେ ବସ୍ ଭିତରଟା ଥଣ୍ଡା ରହିବ,,,,😅 ଆଉ ac ଦରକାର ପଡ଼ିବ ନାହିଁ,,,,🤪
@babupradhan2607
@babupradhan2607 Ай бұрын
ନବୀନ ପଟ୍ଟନାୟକ ସରକାର very good ❤
@mirapatra8545
@mirapatra8545 Ай бұрын
ଲକ୍ଷ୍ମିବସ୍ ନାକଣଖରାପଥିଲାମୋହନମାଝିକଣକରିଥିଲାଏରଙ୍ଗରହିଲେହେଲାରାଜନୀତିରତଗଧନାହିଆଉରଙ୍ଗବଦଳଉଥିଲକାହିକିଧର୍ମସହିଲେହେଲା
@mr.santosh5111
@mr.santosh5111 Ай бұрын
ଓଡ଼ିଶା ରେ କାହିଁକି ଏତେ ରାଜନୀତି ଚାଲିଛି,ବିଜେଡି ଥିଲା ତା ରଙ୍ଗ ଦେଇଥିଲା, ବିଜେପି ଆସିଲା ତା ରଙ୍ଗ ଦଉଛି, କଂଗ୍ରେସ ଆସିବ ତା ରଙ୍ଗ ଦେବ ଏ କି ସରକାର,ଓଡିଶା ରେ ଗୋଟିଏ ଲଜ୍ୟା ର ବିଷୟ କେବେ ଏମିତି କରନ୍ତୁ ନାହିଁ। ଯେ କୌଣସି ଦଳ କୁ ନ ବାଧିଲା ବଳି ରଙ୍ଗ କୁ ଦେଲେ ଲୋକମାନେ ଖୁସି ହେବେ...।
@AnilKhara-kr7bu
@AnilKhara-kr7bu Ай бұрын
Green colour hin sobuthu sundar
@gobindachandrapanda2028
@gobindachandrapanda2028 Ай бұрын
ଯଦି ସବୁଜ ରେ ଦଳୀୟ ଗନ୍ଧ ବାରି ହଉଥିଲା, ତାହେଲେ କଣ ଗେରୁଆ ରେ ଦଳୀୟ ଗନ୍ଧ ବାରି ହଉନି କି ?? ନା ଆଉ ଅଲଗା ରଙ୍ଗ ନାହିଁ, BJD ମାନେ ସବୁଜ, ଆଉ BJP ମାନେ ଗେରୁଆ, ଲୋକ ସବୁ ବୁଝୁଛନ୍ତି, ହେଲେ ଜନତା ଆଉ କରିବେ କଣ , ଗୋଟେ ଦଳ ଭୁଲ କଲା ବୋଲି ପରିବର୍ତ୍ତନ ଆଶାରେ ମସ୍ତବଡ ଭୁଲ କରିଛନ୍ତି, ଶାସକ ଦଳ ଯେମିତି ଶାସନ ନା ରେ ଶୋଷଣ ନ କରୁ,ସେଥି ପ୍ରତି ସାବଧାନ, ଆଉ Mo bus କୁ କାହିଁକି ଛାଡିଲ ?? ତାକୁ ବି ଗେରୁଆ କରିକି ଅଲଗା design କରିଦିଅ, ଆଉ ପ୍ରଧାନ ମନ୍ତ୍ରୀ ବସ୍ ସେବା ରଖିଦିଅ, ତମକୁ ସେଇ କାଳିଆ ଭରସା, ଜୟ ଜଗନ୍ନାଥ 🙏
@NP_education461
@NP_education461 Ай бұрын
Gerua ranga karucha kan bopa jamidari paisa re na gariba lokanka paisa re ?
@minaketanpattanaik5693
@minaketanpattanaik5693 Ай бұрын
କିଛି କାମ ମିଳିଗଲା,ଦି ପ ଇ ସା ଖର୍ଚ୍ଚ କୁ ମିଳିଯିବ,
@allimusic83
@allimusic83 Ай бұрын
୬ ମାସର ନୂଆ ଗାଡିର ରଙ୍ଗ କଣ ନିଜ ବାପ ପଇସାରେ ନାଁ ନିଜ ଦରମ। ପଇସାରେ ବଦଳାଉଛ । ଆମରି ଟଙ୍କା ଖର୍ଚ୍ଚ କରି ଆମକୁ ବୋକା ବନେଇ ନିଜ ରାଜନିତି କରୁଛ । ଛି । ଲଜ୍ଜା 😊
@krantikumar8671
@krantikumar8671 Ай бұрын
रंग ବଦଳେଇବା କିଛି ଆବଶ୍ୟକ ନଥିଲା , ରଙ୍ଗ politics BJP BJD ବାହାରନ୍ତୁ। ହଉ ଆକୁ ଆମେ ସ୍ଵାଗତ କଲୁ। ଏବେ Good Governance ଆଡେ ଟିକେ ନଜର ଦିଅନ୍ତୁ।😊
@rasmiranjan2823
@rasmiranjan2823 Ай бұрын
ନୂଆ ରଂଗ କଲେ କଲର ମାଲିକ ଠୁ କମିଶନ୍ ପାଇବେ ଯୀଏ ଆଇଲେ ଜନତାଙ୍କୁ ଗା,, ମାଈଲେ
Ik Heb Aardbeien Gemaakt Van Kip🍓🐔😋
00:41
Cool Tool SHORTS Netherlands
Рет қаралды 9 МЛН
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 19 МЛН
wow so cute 🥰
00:20
dednahype
Рет қаралды 27 МЛН
Schoolboy Runaway в реальной жизни🤣@onLI_gAmeS
00:31
МишАня
Рет қаралды 3,5 МЛН
Ik Heb Aardbeien Gemaakt Van Kip🍓🐔😋
00:41
Cool Tool SHORTS Netherlands
Рет қаралды 9 МЛН