No video

Mo Bou | Women's Day Special Song | Aliva Lenka | Sricharan Mohanty | Kalandi Rout | Sanjay

  Рет қаралды 1,357,290

Suman Creation Media

Suman Creation Media

Күн бұрын

Suman Creation Media ପ୍ରସ୍ତୁତ କରୁଛି ମହିଳା ଦିବସ ଉପଲକ୍ଷେ ଏକ ସୁନ୍ଦର ଓଡ଼ିଆ ଗୀତ "ମୋ ବୋଉ" । ଏହି ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଅଲିଭା ଲେଙ୍କା ଓ ଶ୍ରୀଚରଣ ମହାନ୍ତି, ଗୀତ ରଚନା କରିଛନ୍ତି କାଳନ୍ଦୀ ରାଉତ ଓ ସଂଗୀତରେ ସଜେଇଛନ୍ତି ସଞ୍ଜୟ ।
ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଭଜନ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
► Please Like, Share, Comment & Don't Forget To Subscribe Our Channel Suman Creation Media.
► Video Credits
♫ Song Name: Mo Bou
♫ Singer: Aliva Lenka & Sricharan Mohanty
♫ Lyrics: Kalandi Rout
♫ Music: Sanjay
♫ Dubbing & Mixing: AB Studio
♫ Edit: Prashant
♫ Produced By: Mohan Bhai (WhatsApp 8018209332)
♫ Banner: Suman Creation Media
► "Mo Bou" - Now Streaming On -
♫ KZfaq Music - • Album - Mo Bou
♫ I Tunes - geo.itunes.app...
♫ Spotify - open.spotify.c...
♫ Gaana - gaana.com/song...
♫ Wynk - wynk.in/music/...
♫ Jio Saavn - www.jiosaavn.c...
♫ Amazon Music - music.amazon.i...
♫ KZfaq Artist Page - • Mo Bou
#SumanCreationMedia #MoBou #AlivaLenka #SricharanMohanty #KalandiRout #Sanjay #Women'sDay #BouMoBou #Bou #MoBouAlivaLenka #Mother'sDaySpecialSong #internationalwomensday #AlivaLenkaSong #SricharanMohantySong #BestofAlivaLenka #BestofSricharanMohanty #MaaPariKiyeHeba #MaaToBina #OdiaSong2023 #womensday #womensdaysong
► Copyright Disclaimer
Copyright © of The Content Belong To Suman Creation Media. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

Пікірлер: 1 400
@aratilatasahoo5716
@aratilatasahoo5716 Жыл бұрын
ଗୀତ ଶୁଣିଲା ପରେ ମୋ ପାଖରେ କିଛି ଶବ୍ଦ ନାହିଁ କହିବାକୁ । ଏ ତେଣୁ ମୋ ଅନ୍ତରରୁ ଦୁଇକଣ୍ଠଶୀ ଳ୍ପି ଙ୍କୁ ହୃଦୟଭରା ପ୍ରଣାମ । 🙏🙏🙏🙏🙏🙏🙏🙏🙏
@sumancreationmedia
@sumancreationmedia Жыл бұрын
🙏
@rabitripathy1821
@rabitripathy1821 11 ай бұрын
very much nice,when i see i am craying,i remember my bou.
@user-gs2eu2lv5o
@user-gs2eu2lv5o 6 ай бұрын
Great🎉❤
@user-gs2eu2lv5o
@user-gs2eu2lv5o 6 ай бұрын
🙏🙏🙏🙏👌👌👌👌❤️❤️❤️❤️🌹🌹🌹🌹🌹
@rakeshsahu9653
@rakeshsahu9653 18 күн бұрын
Ohhhh lhlhlhlbl😮hllhhllh😢lhhhhhllhyl hii thi hii hii​
@himansu_122
@himansu_122 Жыл бұрын
ଏ ଗିତ ଶୁଣି ଆପଣ ମାନଙ୍କୁ କେମିତି ଧନ୍ୟବାଦ ଦେବି ବୁଝିପାରୁନି love you team.
@urmiladei5260
@urmiladei5260 Жыл бұрын
ବହୁତ ବଢିଆ ହୃଦୟସ୍ପର୍ଶୀ ଗୀତ l ବାରମ୍ବାର ଶୁଣିଲେବି ଇଚ୍ଛା ହେଉଛି ପୁନର୍ବାର ଶୁଣିବାକୁ l ସମସ୍ତଙ୍କୁ ଧନ୍ୟବାଦ lରଚନା କରିଥିବା ଭାଇନାଙ୍କୁ ଧନ୍ୟବାଦ l 🙏🏻🙏🏻🙏🏻
@saratkumarrout1508
@saratkumarrout1508 Жыл бұрын
ଏ ହୃଦୟ ସ୍ପର୍ଶ ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଛି🙏 ଦୁଇ କଣ୍ଠ ଶ୍ଳିପିଙ୍କୁ ହୃଦୟରୁ ପ୍ରଣାମ 🙏
@mikipradhan9351
@mikipradhan9351 Жыл бұрын
ଗୀତଟିର ସ୍ରଷ୍ଟାଙ୍କୁ ଭୂମିଷ୍ଠ ପ୍ରଣାମ🙏 ଏତେ ସୁନ୍ଦର ସୃଷ୍ଟି, ପୁରା ଗୀତ ଶୁଣି ଆଖିରେ ଆଉ ଲୁହ ରହିଲାନି🙏 ଆପଣ ମାନଙ୍କୁ ଅନ୍ତରରୁ ଧନ୍ୟବାଦ.. ବୋଉ ଲୋ love you ❤
@mahavirtechnicalworld9948
@mahavirtechnicalworld9948 10 ай бұрын
❤❤❤❤❤❤❤❤
@sasmitabhuyan6630
@sasmitabhuyan6630 Ай бұрын
asvnaeqvcxbop
@sushantasekharmohanty4446
@sushantasekharmohanty4446 Жыл бұрын
ସମସ୍ତଙ୍କ ଅନୁଭବର ଅତି ସୁନ୍ଦର ଶବ୍ଦ ସଂଜୋନାର ଉପହାର ଧନ୍ୟବାଦ୍ କାଳନ୍ଦୀ ଵାଵୁ । ପିଢି ପରେ ପଢି ସମସ୍ତେ ମନେ ରଖିଵେ ,Sricharan babu ,the best.
@bijayakumarmaharana8330
@bijayakumarmaharana8330 Жыл бұрын
କାଳନ୍ଦି ସାର୍ ଆପଣ ଆଜିଯାଏ ଏଭଳିଗୀତକୁ କଉଠି ଲୁଚାଇ ରଖିଥିଲେ ଆପଣଙ୍କୁ ମୋହୃଦୟରୁ କୋଟି କୋଟି ନମସ୍କାର 🙏🙏🙏 ଆପଣଙ୍କ ପୁରା ଟିମ୍ କୁଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏👌👌👌
@chamakchandini870
@chamakchandini870 Жыл бұрын
🙏🙏🙏🙏🙏
@rajendraoram6569
@rajendraoram6569 4 ай бұрын
​@@chamakchandini870😊😊😊😊
@srinibaspanda6824
@srinibaspanda6824 12 күн бұрын
ଖୁବ୍ ସୁନ୍ଦର ହୃଦୟ ସ୍ପର୍ଶୀ ଦୁଇ କଣ୍ଠଶିଳ୍ପୀ ଙ୍କ ଗୀତ ପରିବେଷଣ । ଅଶେଷ ଧନ୍ୟବାଦ ସହ ପ୍ରଣାମ ଜଣାଉଛି ।
@sangramkesharibehera3032
@sangramkesharibehera3032 Жыл бұрын
ବଉର ମିଠା କଥା ଭଳି ଏ ଗୀତ ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ତାହା ବର୍ଣ୍ଣନା ର ବାହାରେ
@banacreations1102
@banacreations1102 Жыл бұрын
ବହୁତ ସୁନ୍ଦର ବୋଉର ଗୁଣ ଯେତେ ଗାଇଲେବି ସରେନି. ପ୍ରତି ଧାଡ଼ି ସୁନ୍ଦର ସ୍ୱରରେ ହୃଦୟର ଅଜସ୍ର କାହାଣୀ..
@OdishaMatiraBasna
@OdishaMatiraBasna Жыл бұрын
ହୃଦୟକୁ ଏମିତି ଛୁଇଁଗଲା ଯେ ଏମିତି ଗୀତ କରିବାକୁ ଇଛା ବଢିଗଲା । ଧନ୍ୟବାଦ ସମସ୍ତ ଟିମକୁ
@rashmitamaharana5934
@rashmitamaharana5934 Жыл бұрын
Good
@RanjanKumar-rb9hx
@RanjanKumar-rb9hx Жыл бұрын
ହୃଦୟ କୁ ଛୁଇଁ ଗଲା
@basantamanjarijena4681
@basantamanjarijena4681 Жыл бұрын
Basanta manjari rayasingh jena , ମୋ ବୋଉ ଶବ୍ଦ ଟିରେ , ଏ ମିତୀ ମମତା ଭରା ମଧୁରତା ଭରି ରହିଛି ଯେ ,ସେହି ହୃଦୟ ସ୍ପର୍ଷୀ ସଙ୍ଗୀତ ଟି ଅ ନ୍ତର ର କେଉଁ ଏକ କୋମଳ ତ ନ୍ତ୍ରୀ କୁ ଛୁଇଁ ନୟନ ରୁ ଲୋତକ ର ଝରଣା ଟିଏ ସତରେ ଝରି ଯିବ । ଏହି ସଙ୍ଗିତଟିରେ ପ୍ରତ୍ୟେକ ସହଯୋଗୀ ଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଧନ୍ୟବାଦ ।
@santoshpattnayak2589
@santoshpattnayak2589 Жыл бұрын
ଚମତ୍କାର ଅତି ଚମତ୍କାର ସଂଯୋଜନା । ଲେଖକ କାଳନ୍ଦୀ ମହୋଦୟଙ୍କୁ ସାଧୁବାଦ । 🙏🙏🙏
@debendrakumarnayakbabu5861
@debendrakumarnayakbabu5861 Жыл бұрын
କାଳନ୍ଦୀ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍,ବହୁତ ଉଚ୍ଚ କୋଟିର ରଚନା ❤ ପ୍ରଣାମ
@kalandirout4858
@kalandirout4858 Жыл бұрын
ଧନ୍ୟବାଦ। ନମସ୍କାର
@priyankahota7851
@priyankahota7851 Жыл бұрын
Sir 🙏🙏
@kalandirout4858
@kalandirout4858 8 ай бұрын
​@@priyankahota7851🙏
@sasmitarout2014
@sasmitarout2014 Жыл бұрын
ହୃଦୟ ଛୁଇଁଲା ଭଳି ଗୀତ ଟିଏ ଅତି ସୁନ୍ଦର ଲଭ ୟୁ
@surajitdash
@surajitdash Жыл бұрын
"ବୋଉ" ପାଇଁ ଚମତ୍କାର ଗୀତ କାଳନ୍ଦୀ ବାବୁ, ସୁନ୍ଦର ସଂଗୀତ ରଚନା ଆଉ ହୃଦୟସ୍ପର୍ଶୀ ଗାୟନ | ମନ କୁ ଛୁଇଁଲା ଭଳି ଗୀତ ଟିଏ, ବହୁତ ଭଲ ଲାଗିଲା |
@santoshbehera2559
@santoshbehera2559 Жыл бұрын
Ji
@binashkumarmishra6194
@binashkumarmishra6194 4 ай бұрын
Mind Blowing and I am Completely Speechless, ହୃଦୟରୁ ଅନେକ ଅନେକ ଧନ୍ୟବାଦ୍ ଜଣାଉଛି, ଏହି ଭଳି ସୁନ୍ଦର ଗୀତଟିଏ ପ୍ରସ୍ତୁତ କରିଥିବା ପାଇଁ।
@chakradharasahu6873
@chakradharasahu6873 Жыл бұрын
ସାର୍ ଏବଂ ମାମ୍ ଙ୍କୁ ମୋର କୋଟି କୋଟି ପ୍ରଣାମ। ଏଇ ଗୀତ ଶୁଣିଲା ପରେ ମୁଁ ବହୁତ୍ ସମୟ କାନ୍ଦିଛି ।ବୋଉ ଭଳି ଶବ୍ଦ ଦୁନିଆ ରେ ନାହି । କିନ୍ତୁ ଆଜିର ସମାଜ ବାପା,ବୋଉ ର ଇଜତ ଦେଉନାହାନ୍ତି।କିନ୍ତୁ ମୁଁ ଆଜି ବହୁତ୍ ଭାଗ୍ୟବାନ ମୋ ବାପାବୋଉ ମୋ ପାଇଁ ଜୀବନ୍ତ ଦେବତା । ତାଙ୍କ ଚରଣ ତଳେ ସବୁବେଳେ କୋଟି କୋଟି ଜୁହାର 🙏🏻🙏🏻🙏🏻
@sumancreationmedia
@sumancreationmedia Жыл бұрын
🙏🙏🙏great
@krushnakar6027
@krushnakar6027 Жыл бұрын
❤❤❤❤
@p.prabhatkhuntia2337
@p.prabhatkhuntia2337 Жыл бұрын
ଯେତେ ବର୍ଣ୍ଣନା କଲେ ବି ବୋଉର ଗୁଣ ଗାରିମା ସରିବନି କିନ୍ତୁ ଆପଣ ବୋଉର ସମସ୍ତ ଗୁଣ ଗାଥା କୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି।ଆଉ ଶ୍ରୀଚରଣ ସାର ଆଉ ମାଡ଼ମ ବି ଅତି ସୁନ୍ଦର ଭାବରେ ଗାଇଛନ୍ତି।ଆପଣଙ୍କୁ କୋଟି କୋଟି ପ୍ରଣାମ🙏♥️🙏
@baidankababa8392
@baidankababa8392 Жыл бұрын
ସୁନ୍ଦର ଶବ୍ଦ ପଟୁଆରରେ ବୋଉର ଗୀତ ବେଶ୍ ଶ୍ରୁତି ମଧୁର।ଗୀତ ସହ ଜଡ଼ିତ ପ୍ରତିଟି ଚରିତ୍ର ବଧେଇର ହକଦାର୍।ଓଡ଼ିଆ ସଂଗୀତ କ୍ଷେତ୍ରରେ ନିଆରା ସ୍ବରଟିଏ.. ବାରମ୍ବାର ଶୁଣିଲେ ବି ମନ ପୁରୁନି।ସଂଗୀତରେ ବୋଉର ସାହିତ୍ୟ ଖୋଜୁଥିବା ଗୀତିକାରଙ୍କୁ ଅଜସ୍ର ଶୁଭକାମନା।
@sumancreationmedia
@sumancreationmedia Жыл бұрын
🙏🙏🙏
@radhakantarajaguru5183
@radhakantarajaguru5183 Жыл бұрын
ଅତି ଚମତ୍କାର ଲେଖା!!!! ଅଶେଷ ଧନ୍ୟବାଦ ସେଇ ଲେଖକଙ୍କ ପାଇଁ ଯିଏ ଏଭଳି ଅମୂତର ଧାରା ସୃଷ୍ଟି କରିଛନ୍ତି 🙏🙏🌹🙏🙏🌹🙏🙏🌹🙏🙏 ମୋ ବୋଉ ଯେମିତି ମୋ ପାଇଁ ମହାନ ସମସ୍ତଙ୍କ ବୋଉ ସେମିତି ସମସ୍ତଙ୍କ ପାଇଁ ମହାନ ❤️❤️❤️ କାଳନ୍ଦୀ ଭାଇ ସତରେ ଏହାକୁ ଲେଖିଲାବେଳେ ମା ସରସ୍ୱତୀ ଆପଣଙ୍କ ମନକୁ ବଶୀଭୂତ କରିଥିଲେ 🙏🙏
@nikunjaroutray549
@nikunjaroutray549 Жыл бұрын
ଗୀତଟି ଭଲ ତା ସାଙ୍ଗକୁ ସୁର୍ ମଧ୍ୟ। ଗୀତିକାରଙ୍କୁ ଧନ୍ୟବାଦ ଏବଂ ଦୁଇ କଣ୍ଠଶିଳ୍ପୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
@Jugbalgond7777
@Jugbalgond7777 7 ай бұрын
ବହୁତ ସୁନ୍ଦର ଲାଗିଲା ଓଡ଼ିଆ "ମୋ ବୋଉ" ଗୀତ ଟି ଦିଦି ଅଲିଭା ଓ ବଡ ଭାଇ ଚରଣ ମହାନ୍ତି ଙ୍କୁ କୋଟି କୋଟି ପ୍ରଣାମ କରୁଛି 🙏ଏମିତି ଆଗକୁ ବଢ଼ିବାରେ ଭଗବାନଙ୍କର ଆର୍ଶୀବାଦ ରହୁ🙏 ଜୟ ଜଗନ୍ନାଥ 🌅🏹 ଜୟ ଶ୍ରୀ ରାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@biswanathgouda5217
@biswanathgouda5217 Жыл бұрын
ଏହି ପରି ହୃଦୟସ୍ପର୍ଶି ଗୀତଟିଏ କରିଥିବାରୁ ସମ୍ପୂର୍ଣ୍ଣ ଟିମକୁ ମୋର ନମସ୍କାର । ଛବିଗୁଡ଼ିକ ଗାଁ ମାଟିର ହୋଇଥିଲେ ଭଲ ହୋଥାଆନ୍ତା। ଆଗକୁ ଏହିପରି ଗୀତ କଲେ ଆଶାକରେ ଏଥିପ୍ରତି ଦୃଷ୍ଟି ଦେବେ।
@user-ou3wo3of7c
@user-ou3wo3of7c Ай бұрын
ଜୟ ଗୁରୁଦେବ ଜୟ ଜଗନ୍ନାଥ 🙏ସତରେ ଗୀତଟି ବହୁତ ହୃଦୟସ୍ପର୍ଶୀ ହୋଇଛି Writer and singersknu ବହୁତ ବହୁତ ଧନ୍ୟବାଦ 🙏🙏❤️
@sushreesangita4827
@sushreesangita4827 Жыл бұрын
ଏତେ ସୁନ୍ଦର ଗୀତ ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ। 🙏🙏🙏 ବୋଉ ଶବ୍ଦରେ ଭରା ଅପୂର୍ବ ସ୍ନେହ ଆଉ ମମତା। ଚମତ୍କାର ଶବ୍ଦ ସଂଯୋଜନା। 🙏
@sumancreationmedia
@sumancreationmedia Жыл бұрын
🙏🙏🙏
@lalitmohan9661
@lalitmohan9661 Жыл бұрын
​@@sumancreationmedia q
@golapbehera5190
@golapbehera5190 Жыл бұрын
Zee ETV
@Shree_creatives3827
@Shree_creatives3827 Жыл бұрын
ହୃଦୟସ୍ପର୍ଶୀ ଗୀତ ଟିଏ ମନେ ପଡିଗଲା ଅତୀତ ର ସବୁ କଥା ମୋ ବୋଉ ❤
@user-tz7xe7hh1s
@user-tz7xe7hh1s Жыл бұрын
ଆଖି ରୁ ଲୁହ ଝରି ଆସିବା ପରି, ପ୍ରତେକ ଙ୍କ ହୃଦୟ ରେ ଲୁଚି ରହିଥିବା ଅନୁଭବ ର ଗୀତ ଟିଏ l ଗୀତିକାର ଙ୍କୁ ଧନ୍ୟବାଦ l ଗାୟକ ଓ ଗାୟିକା ଖୁଵ ଉଷ୍ମତା ଭରି ଗାଇଛନ୍ତି l Hats Off.
@pjanakipatra2157
@pjanakipatra2157 Жыл бұрын
7:58 8:00
@Dhrubacharan-ls3qn
@Dhrubacharan-ls3qn 8 ай бұрын
​@@pjanakipatra2157ß
@user-ou3wo3of7c
@user-ou3wo3of7c Ай бұрын
ଜୟ ଗୁରୁଦେବ ଜୟ ଜଗନ୍ନାଥ 🙏ବହୁତ ସୁନ୍ଦର ମନଛୁଆଁ ଓ ହୃଦୟସ୍ପର୍ଶୀ ଗୀତଟି ହୋଇଛି। Writer and Singersknu ଅନନ୍ତ କୋଟି ଧନ୍ୟବାଦ, ପ୍ରଣାମ 🙏🙏🙏🙏🙏🏻🙏🙏
@binayamuduli
@binayamuduli Жыл бұрын
ବହୁତ ଦିନ ପରେ ଏମିତି ଏକ ଗୀତ ର ସୃଷ୍ଟି ହେଇଛି ଯାହା ଆଖିରେ ଲୁହର ବନ୍ୟା କରିଦେଲା... ଅତ୍ୟନ୍ତ ହୃଦୟସ୍ପର୍ଶୀ.... ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ
@sumancreationmedia
@sumancreationmedia Жыл бұрын
😢🙏🙏🙏
@pradeepskitchen1517
@pradeepskitchen1517 Жыл бұрын
ମୋର ଇଚ୍ଛା ହେଉଛି ଲେଖକଙ୍କର ପାଦ ଧୂଳି ମୋ ମୁଣ୍ଡରେ ମାରିବାକୁ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ,ଆପଣଙ୍କର ସମସ୍ତ ସହଜୋଗୀ ଭାଇ ଭଉଣୀ ମାନଙ୍କୁ, ମୋର ଅନୁରୋଧ ଆପଣ ମାନଙ୍କୁ ବାପାଙ୍କ ନାମ ରେ ଗିତ ଲେଖିବାକୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@mpjena5552
@mpjena5552 Жыл бұрын
Very very heart touching song, tq ❤🎉
@usernamesmita
@usernamesmita 10 ай бұрын
​@@sumancreationmedia😮😮😮
@SaiShradha57
@SaiShradha57 Жыл бұрын
ବୋଉ ସବୁବେଳେ ମମତାର ସୀମାହୀନ ସାଗରଟିଏ ସର୍ବଂସହା ଧରିତ୍ରୀ ସେ,ତା'ର ଋଣ କେହି କେବେ ଶୁଝି ପାରିବେନି । Best lines.....Best composition..... Superb singing....... Thanks to the Whole team..... Pls Bring this type of Song......to the market...... Public only follow which you creat..... Everyone listen our culture....our traditions through this song...... & The total Contribution of Bou throughout our life...... Congratulations the whole team.....🙏🙏🙏
@sumancreationmedia
@sumancreationmedia Жыл бұрын
Thanks a lot🙏
@rashmiranjanbehera4264
@rashmiranjanbehera4264 Жыл бұрын
ହୃଦୟସ୍ପର୍ଶୀ ଗୀତ ଟିଏ... ମନ ଛୁଇଁ ଦେଲା
@JishukrishnaDas-et4ek
@JishukrishnaDas-et4ek Ай бұрын
ବୋଉ ମୋର ସତରେ ଗୋଟାଏ ମହାନ କାରିଗର ଦେହ ଗଢିଯାଇଚି ପଥର ପଡିଲେବୀ ସହୀପାରିଵି ଧନ୍ୟ ତୁ ଜନନୀ ତୋତେ କୋଟି କୋଟି 🙏🙏🙏🙏🙏
@sibanisahoo8146
@sibanisahoo8146 Жыл бұрын
ହୁଏତ କୈାଣସି ଶବ୍ଦ ନାହିଁ ପ୍ରଶଂସାର ଖୁବ୍ ଉର୍ଦ୍ଧରେ ❤❤❤❤❤❤❤❤❤❤❤❤❤❤❤❤❤❤❤
@sumancreationmedia
@sumancreationmedia Жыл бұрын
🙏🙏🙏
@namitarecipes.4419
@namitarecipes.4419 Жыл бұрын
🎉love you bou ,
@sujatalenka1879
@sujatalenka1879 Жыл бұрын
ବହୁତ ବହୁତ ଧନ୍ୟବାଦ ଆଜ୍ଞା..... 🙏🙏🙏🙏ବୋଉ ମୋର 🙏🙏🙏🙏🙏ଆଉ ନାହିଁ ଦୁନିଆରେ...... ବୋଉ ବିଷୟରେ ଗୀତ ଟି ମୋ ବୋଉ ପାଇଁ ପୁରା ପ୍ରଯୁଜ୍ୟ...... 🙏🙏🙏🙏କାଳିଆ ମୋ ବୋଉ କୁ ତୋ ପାଖରେ ରଖିଥା 🙏🙏🙏🙏
@bijayakumarmaharana8330
@bijayakumarmaharana8330 Жыл бұрын
ଆପଣଙ୍କୁ ଆପଣଙ୍କର ବୋଉ ଙ୍କ ଆଶିର୍ବାଦା ରହିଛି ମନକଷ୍ଟ କରନାହିଁ 🙏🙏🙏
@kanchaparida6777
@kanchaparida6777 Жыл бұрын
ଅତ୍ୟନ୍ତ ହୃଦୟସ୍ପର୍ଶୀ ଗୀତ ଟିଏ ଅଶେଷ ଅଶେଷ ଧନ୍ୟବାଦ୍
@UmakantaJena-iw3sc
@UmakantaJena-iw3sc Жыл бұрын
ମୋ ବୋଉ ବାପା ଙ୍କ ପାଦ ତଳେ ମୋ ମଥା ସବୁ ବେଳେ ଝୁଙ୍କୁକି ଥାଉ ଅତି ସୁନ୍ଦେର ଗୀତ ଟେ ହୃଦୟ ଆଖି ର ଲୁହ ରେ ଭିଜି ଗଲା 🙏🙏
@jitendrarout207
@jitendrarout207 Жыл бұрын
ଗିତାଟି ବହୁତ ସୁନ୍ଦର ହୋଇଚି ।ମାର ମମତା ଏ ଦୁନୀ ଆ ର ସବୁକିଛି।
@PratikshyaRaniPanda
@PratikshyaRaniPanda 3 ай бұрын
Kou odia nathibe badhe .. je a Gita suni kandi nathibe .......❤❤❤ Ate Sundar song .. jete tarif kale bi Kam haba... Thank you soo much .....🙏🙏🙏🙏🙏🙏🙏🙏🙏🙏
@user-lw8rw4gd9z
@user-lw8rw4gd9z 10 ай бұрын
ବାପା ଓ ବୋଉ ଙ୍କୁ ମୋର ଭୂମିଷ୍ଠ pranam
@DevKumar-rf7mv
@DevKumar-rf7mv Жыл бұрын
ଅତି ଅତି ଅତି ସୁନ୍ଦର.. ଆପଣ ମାନଙ୍କୁ ମୋ ହୃଦୟରୁ ଧନ୍ୟବାଦ.. ଆପଣ ମାନେ ସବୁ ବୋଉ ମାନଙ୍କ ସଂମାନ ବଢ଼ାଇଛ. ମୁ ଘର ଛାଡି ବାହାରେ ରହୁଛି ଏ ଗୀତ ଶୁଣିବା ପରେ ମନ ହଉଛି ବଉ କୋଳରେ ଶୋଇବା ପାଇଁ.. ବଉ କଥା ଭାରି ମନେପଡୁଛି.. 😥
@ranjitabehera1731
@ranjitabehera1731 Жыл бұрын
ଅତି ସୁନ୍ଦର ଗୀତ ଆଖି ରୁ ଲୁହ ଆସି ଯାଉଛି 🙏🙏🙏😭😭😭😭
@krushnachandramuduli-ew8jr
@krushnachandramuduli-ew8jr Жыл бұрын
Bou pain ki sundar Gita satare akhire luha asijauchi
@manojkumarpani6424
@manojkumarpani6424 4 ай бұрын
ମୁଁ ବେଶି ଖୁସି ଅଟେ କାରଣ ଏହି ଗୀତ ନିଜେ ମୋ ସାଙ୍ଗ ଲେଖିଛି! ଗୀତ ଟି ବହୁତ୍ ଅର୍ଥପୂର୍ଣ୍ଣ ଏବଂ ମନ ଛୁଆ ହୋଇଛି
@babudash1336
@babudash1336 Жыл бұрын
ଗୀତ ଟି ଅତି ସୁ ନ୍ଦର୍ ହୋଇଛି ଅଲିଭା ମାମ ଶ୍ରୀଚରଣ ମହାନ୍ତି ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।।
@sumancreationmedia
@sumancreationmedia Жыл бұрын
🙏
@niharikasahoo9674
@niharikasahoo9674 Жыл бұрын
ଅଲିଭା, ଗୁରୁମା ଏ ସୁନ୍ଦର୍ ଗୀତ ପାଇଁ many many thanks(s s v m) Rahama
@rdmixdj
@rdmixdj 10 ай бұрын
ବଉ ପାଇଁ ଶବ୍ଦ ନାହିଁ ଅସୀମ ଧର୍ଯ୍ୟ ର ଉଦାହରଣ ସ୍ନେହ ମମତା ର ଉଦାହରଣ ଜୀବନ୍ତ ଭଗବାନ ମୋ ବଉ....
@JayantKumarDasSAFE
@JayantKumarDasSAFE 10 ай бұрын
ଧନ୍ୟ ବୋଉ ଆଉ ଧନ୍ୟ ଏ ଗୀତ ର ସ୍ରଷ୍ଟା ଆଉ presenters👍🙏. ଅଧିକ ଲେଖିବାକୁ ଲୁହ ରୋକିବାକୁ heba😢
@renubalaparida9261
@renubalaparida9261 5 ай бұрын
ଏତେ ସୁନ୍ଦର ଶବ୍ଦ ସଂଯୋଜନା ବୋଉ ପାଇଁ ଦେହରେ ଶିହରଣ ଖେଳିଯାଏ ଗୀତ ଟି ଶୁଣିଲେ ଆଖିରେ ଲୁହ ଝରି ଯାଉଛି ମୁଁ ତା ଠାରୁ ଦୂରରେ ରହିଥିବା ରୁ 😢😢
@jhansimallick1435
@jhansimallick1435 Жыл бұрын
ଚମତ୍କାର ଶବ୍ଦ ସଂଯୋଜନା ସହିତ melodious voice, ସମସ୍ତଙ୍କୁ ମୋର ହୃଦୟରୁ ଧନ୍ୟବାଦ
@mishragorachand
@mishragorachand Жыл бұрын
ହୃଦୟର ଗଭୀରତମ ପ୍ରଦେଶରୁ ମଥାନତ ପ୍ରଣାମ କରୁଛି ସମସ୍ତଙ୍କୁ ..ଏହି ହୃଦୟସ୍ପର୍ଶୀ ଗୀତ ପାଇଁ 🙏🙏🙏ବୋଉ ❤️❤️❤️❤️🙏🙏🙏🙏
@sumancreationmedia
@sumancreationmedia Жыл бұрын
🙏🙏🙏🙏
@bibhusumandash4610
@bibhusumandash4610 Жыл бұрын
ଏହି ଗୀତ ଶୁଣି ଆଖିରେ ଲୁହ ଆସିଗଲା ଧନ୍ଯବାଦ 🙏🙏
@udayalima9094
@udayalima9094 Жыл бұрын
ବହୁତ ସୁନ୍ଦର ସତ୍ଯ ସଂଗୀତ ଲେଖକ ମହାଶୟ ଗାୟିକା ଗାୟକ ମ୍ୟୁଜିକ ବଂଧୁ ମାନଂକୁ ଧନ୍ଯବାଦ🤝❤
@sumancreationmedia
@sumancreationmedia Жыл бұрын
Thank u sir🙏
@sridharnayak3735
@sridharnayak3735 9 ай бұрын
ଆପଣ ଙ୍କୁ କୋଟି ପ୍ରଣାମ ହୃଦ ୟସ୍ପର୍ଶୀ
@baudevmarthy8365
@baudevmarthy8365 Жыл бұрын
ସ୍ୱର୍ଗୀୟ ରଚନା,। ❤❤❤❤❤ 🎉🎉🎉🎉🎉🎉🎉 ସୁନ୍ଦର ଉପ୍ଥାପନା 😊😊😅😅😢
@pravakarrout3616
@pravakarrout3616 7 ай бұрын
ବୋଉ ପାଇଁ ଉପମା ନିଅଣ୍ଟ। ଏତାଦୃଶ ସଂଗୀତ ପରିବେଷଣ ନିମନ୍ତେ ଅଶେଷ ଅଶେଷ ସାଧୁବାଦ।
@kalandirout4858
@kalandirout4858 7 ай бұрын
Thank you
@biswaprakashdas2727
@biswaprakashdas2727 Жыл бұрын
ଅତୀତର ସବୁ କିଛି ମନେ ପକେଇ ଦଉଛି ସଂଗୀତ ବେଉ ❤❤
@mokabita123-rajeet
@mokabita123-rajeet Жыл бұрын
ବାଃ ଏମିତି ଗୀତ ହେବା ଆବଶ୍ୟକ।ବହୁତ ଭଲ ଲାଗିଲା
@sumancreationmedia
@sumancreationmedia Жыл бұрын
🙏🙏🙏
@jitendrasahoo4975
@jitendrasahoo4975 Жыл бұрын
ସୁନ୍ଦର ଶଦ୍ଦ ଓ ସ୍ଵର ସଂଯୋଜନା 🎉❤ Out standing creative ideas
@nimaincharanasahoo5757
@nimaincharanasahoo5757 Жыл бұрын
A beautiful heart touching song on mother which describes all qualities of mother. I have lost my mother 10 years ago. By listening this song it brings tears in my eyes. Many many thanks both to writer and singers.
@purimina4512
@purimina4512 Жыл бұрын
ଜୟ ଶ୍ରୀ ଜଗନ୍ନାଥ 🙏 ଅତି ସୁନ୍ଦର, ବୋଉ ପରି କିଏ ଅଛି 🌹🌹
@saiaradhyajena4778
@saiaradhyajena4778 Жыл бұрын
ଏହି ଗୀତ ଶୁଣିବା ସମୟରେ ଲୁହ ଅଟକେଇ ପାରିଲିନି।🙏🙏
@padmalochannanda349
@padmalochannanda349 8 ай бұрын
ବାଃ ଚମତ୍କାର ସଂଯୋଜନା ଗୀତ ସଂଗୀତ କଣ୍ଠ ସଵୁକିଛି
@kalandirout4858
@kalandirout4858 8 ай бұрын
ଧନ୍ୟବାଦ
@sidharthpradhan7602
@sidharthpradhan7602 Жыл бұрын
ଗୀତ ଟି ହୃଦୟସ୍ପର୍ଶୀ। ବହୁତ ଭଲ। ଶ୍ରୀ ଚରଣ ବାବୁ। O ଅଲିଭା ମାମ୍ ଙ୍କୁ ଧନ୍ୟବାଦ୍
@sumancreationmedia
@sumancreationmedia Жыл бұрын
🙏🙏🙏
@biswabhusanrath2814
@biswabhusanrath2814 4 ай бұрын
ଅତି ସୁନ୍ଦର ସଂଗୀତ | ଧନ୍ୟବାଦ । ଜୟ ଜଗନ୍ନାଥ | 🙏
@soumyaranjantripathy6853
@soumyaranjantripathy6853 Жыл бұрын
ବୋଉ ହିଁ ସବୁକିଛି ❤🙏🏻
@pramilagantayat2470
@pramilagantayat2470 Жыл бұрын
ଗୀତଟି ହୃଦୟସ୍ପର୍ଶୀ ହୋଇଛି ।ବୋଉର ତୁଳନା ନାହିଁ।ଖୁଵ ସୁନ୍ଦର ଶବ୍ଦ ସଂଯୋଜନା ଓ ଭାଵ ମୟ ଗୀତଟିଏ ଲେଖକ ଓ ଗାୟକ ଗାୟିକା ଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।🙏🙏❤️❤️🌹🌹
@suryakantapanda253
@suryakantapanda253 Жыл бұрын
ମା ପାଇଁ ଏତେ ସୁନ୍ଦର ଗୀତଟି ରଚନା କରିଥିବାରୁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ!ସତରେ ହୃଦୟକୁ ଛୁଇଁଗଲା ତୁମର ଏ ଗୀତଟି ଯୋଉଁ ମାନେ ମାକୁ ଅନାଦର କରୁଛନ୍ତି ସେଇମାନେ ଟିକେ ମନ ଦେଇ ଗୀତଟିକୁ ଶୁଣନ୍ତୁ 🙏🙏🙏
@pkbarik4718
@pkbarik4718 Жыл бұрын
Se manaka ro bhagya Kai je ae gito ku suni paribe sir😢😢😢😢😢 Semane to papo re budi rohile. maa ro momata bujhi be kouthi angya🙏🙏🙏🙏🙏 dhanya bad
@deepakmishra-pb3el
@deepakmishra-pb3el 11 ай бұрын
Mu e Gita suni kandili,Aji ku 22 year hela mu mo bou thru durare rahuchhi.Barsaku thre ba 2 thar dekhik ase . Apna mankau more bhumista pranam.E Gita pai.jay Jagannath
@sumancreationmedia
@sumancreationmedia 11 ай бұрын
🙏🙏🙏🙏
@sasmitananda3414
@sasmitananda3414 Жыл бұрын
ଏ ଗୀତ ଶୁଣି ଲୁହ ଅଟକାଇ ପାରିଲିନି ଅଶେଷ ଧନ୍ଯବାଦ
@tapankumaracharya2788
@tapankumaracharya2788 4 ай бұрын
Bou is a meaningful, worthy and wonderful creation of KalandiBabu.Entire credit goes to him.presentation of song is also very nice.
@rajeshpujari119
@rajeshpujari119 Жыл бұрын
ବହୁତ ସୁନ୍ଦର ହେଇଛି ଗୀତ, ଭଲ ଲାଗିଲା ଭାଇ
@mamalisibupanchu8180
@mamalisibupanchu8180 8 ай бұрын
ଯେତେ ଧନ୍ୟବାଦ ଦେଲେ ବି କମ ହେବ ପୁରା ଟିମ କୁ ହୃଦୟ ରୁ କୋଟି କୋଟି ପ୍ରଣାମ ଏମିତି ଗୀତ ସଂଯୋଜନା କରି ଓଡ଼ିଆ ସଂଗୀତ ଜଗତକୁ ରୁଦ୍ଧିମନ୍ତ କରିଥିବାରୁ.. ❤❤
@kalandirout4858
@kalandirout4858 8 ай бұрын
ଅଶେଷ ଧନ୍ୟବାଦ
@chumibhumiodiavlog.....2064
@chumibhumiodiavlog.....2064 Жыл бұрын
ଏ ଗୀତ କୁ ଆଖି ବନ୍ଦ୍ କରି ଶୁଣିଲେ ଆଖି ରେ ଲୁହ ଆସି ଯାଉଚି। ଆପଣଙ୍କୁ ହୃଦୟରୁ ଧନ୍ୟବାଦ୍
@manoranjanmohanty4581
@manoranjanmohanty4581 7 ай бұрын
ହୃଦୟ କୁ ଛୁଇଁ ଯାଉଛି
@prakashchandrabiswal2363
@prakashchandrabiswal2363 11 ай бұрын
Nobody can take the place of mother.She's unique. Thanks a lot.
@bijoykumarmuduli1994
@bijoykumarmuduli1994 5 ай бұрын
ସୁନ୍ଦର ଭାବେ ବୋଉ କୁ ଉପସ୍ଥାପନ କରିଛନ୍ତି କବି କାଳନ୍ଦୀ ବାବୁ ତାଙ୍କୁ ଅନେକ ଶୁଭେଚ୍ଛା। ତାକୁ ସୁନ୍ଦର କଣ୍ଠ ଦାନ କରିଛନ୍ତି ଶ୍ରୀଚରଣ ଓ ଅଲିଭା। ଜୟ ଜଗନ୍ନାଥ
@kalandirout4858
@kalandirout4858 5 ай бұрын
ଧନ୍ୟବାଦ
@user-xb2jx3eu4z
@user-xb2jx3eu4z Жыл бұрын
Salute to the writer as well as all team members for this beautiful song.👃👃👃...
@manasranjansahoo3050
@manasranjansahoo3050 Жыл бұрын
ଜିବନ ଆମେ ପାଇଛେ ସତ କିନ୍ତୁ ଜେତେ ଉପରକୁ ଗଲେ ମଧ୍ୟ ବୋଉଙ୍କର ଏକ ପାଦ ଧୂଳି ର ସମାନ ହୋଇ ପାରିବା ନାହିଁ ❤❤❤❤ ଅସରନ୍ତି ଶକ୍ତିର ସେ ହେଉଛନ୍ତି ସର୍ବକନିଷ୍ଠ ଭାବେ ମା ବୋଉ❤❤❤
@ipseetaswain
@ipseetaswain Жыл бұрын
Beautiful Song.Suniba pare Akhire Luha Asegala Speech less.Very Heart Touching Song......❤❤❤❤
@soubhagyalaxmidas4445
@soubhagyalaxmidas4445 Жыл бұрын
Beautiful song
@user-ho5lz4sm1g
@user-ho5lz4sm1g Жыл бұрын
ଗୀତଟି ଅତି ସୁନ୍ଦର୍ ଭାବରେ ଗାଇଛନ୍ତି ଲେଖାଟି ବହୁତ୍ ଭଲ ହେଇଛି ହୃଦୟକୁ ଛୁଇଁ ଯାଉଛି ସମସ୍ତଙ୍କୁ ଶୁଭେଚ୍ଛା
@sumancreationmedia
@sumancreationmedia Жыл бұрын
🙏🙏🙏
@drdevasisajethy3109
@drdevasisajethy3109 Жыл бұрын
ଭଲ ଲାଗିଲା ଆପଣଙ୍କ କଵିତାର ପ୍ରତିଟି ଶବ୍ଦ ଯାହା ମୋତେ ଶବ୍ଦହୀନ କରିଦେଲା, ଭଲଲାଗିଲା କଵିତାର ଭାଵ ... ସତରେ ମାଆ ହିଁ ସଵୁକିଛି ।
@dilipdas8732
@dilipdas8732 Жыл бұрын
"ମୋ ବୋଉ" କାଳନ୍ଦୀ ରାଉତଙ୍କ ମର୍ମସ୍ପର୍ଶୀ ରଚନା। ଆଜି ଯାହା ପାଖରେ ବୋଉ ଅଛି, ସେମାନେ ଭାଗ୍ୟବାନ। ଆଜି ଯାହାର ବୋଉ ଦୁନିଆରେ ନାହାଁନ୍ତି ବା ଦୁରରେ ଅଛନ୍ତି, ସେମାନେ ଏହି ଗୀତ ଶୁଣିବା ପରେ ନିଶ୍ଚୟ ଲୋତକ ଆଖିରୁ ଲୋତକ ଝରି ଆସିବ। ବାର୍ ବାର୍ ଶୁଣିବାକୁ ଇଚ୍ଛା ହେବ। ଅଲିଭା ଲେଙ୍କା ଓ ଶ୍ରୀଚରଣ ମହାନ୍ତିଙ୍କ ସ୍ବରରେ " ମୋ ବୋଉ" ଜୀବନ୍ତ ହୋଇ ଉଠିଛି।
@karbanik5518
@karbanik5518 Жыл бұрын
❤❤❤❤ ଗୀତ ଟା କୋହା ଭରିଦେଲା
@ANJALISAHU-cr1ry
@ANJALISAHU-cr1ry Жыл бұрын
ଗୀତ ଟି ବହୁତ ହୃଦୟ ସ୍ପର୍ଶି ❤️ଆଖିରେ ଲୁହ ଆସିଗଲା ଶୁଣିକରି ❤
@kunimohapatra2519
@kunimohapatra2519 Жыл бұрын
Bahut bhala Gita Saha swara dhanyabad
@arabindakanungo5639
@arabindakanungo5639 Жыл бұрын
ATI Sundar. Heart touching and sweet listening mind blowing super duper MO BOU song.
@sumancreationmedia
@sumancreationmedia Жыл бұрын
Thank u vai
@saraswatibalabantaray8216
@saraswatibalabantaray8216 Жыл бұрын
ବହୁତ ସୁନ୍ଦର ହେଇଛି ବୋଉ ର କାହାଣୀ ଭରା ଗୀତଟି
@SonaliDas-hk9hh
@SonaliDas-hk9hh 6 ай бұрын
ଵୋଉ ନାମରେ ଏପରି ଗୀତ ଗାଉଥିଵାରୁ ଆପଣ ମାନକୁ ପ଼ଣାମ କରୁଛି ତତସଗେସଗେ ଵାପାବୋଉକୁଶତକୋଟିପ଼ଣାମ କରୁଅଛି ମୁଉ ନଟ
@angelsweety3880
@angelsweety3880 Ай бұрын
Ob
@rajeshkumarsahoo1987
@rajeshkumarsahoo1987 Жыл бұрын
Ati chamatkar gita hoechi bou pai Ajira dunia re bahut loka bou ku bhul bujhithanty semane ahi gita tiku nichaya suniba katha Love u bou Congratulations all team members 🙏🙏🙏🌹
@durgamadhab9125
@durgamadhab9125 Жыл бұрын
ମୋ ରୁମ ଗୁଡ଼ା ଟାଙ୍କୁରୀ ଉଠିଲା..... ଯିଏ ଆଖି ବନ୍ଦ କରିକି ଶୁଣିବ ସେ ପୂରା କାନ୍ଦି ପକେଇବ... ଏମିତିରେ ବି ଲୁହ ଆସିଯାଉଛି 😥
@sumancreationmedia
@sumancreationmedia Жыл бұрын
Setiki darkar sir.jadi luha asichhi ta hrudayaku chhuinchhi.🙏
@suramanisamala2106
@suramanisamala2106 Жыл бұрын
ବୋଉ କୁ ଭଲ ପାଉଥିଲେ ରୁମ କଣ ଆଖି ରୁ ଲୁହ ବାହାରି ଜୀବ 😭😭😭😭🙏
@simanchalkhosla2773
@simanchalkhosla2773 6 ай бұрын
Bohut Sundar gitota heichi ,🦚🙏🙏🙏🙏🙏🙏🦚🪔🪔🪔🪔🪔
@beenapanipradhan9344
@beenapanipradhan9344 5 ай бұрын
ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛି, ଓ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻❤️❤️❤️❤️❤️❤️❤️
@ayushcreation518
@ayushcreation518 Жыл бұрын
ଆଜି ବି ଦୁନିଆରେ ଏମିତି ଗୀତ ହେଉଛି ❤️❤️❤️❤️
@manasi1983
@manasi1983 7 ай бұрын
ହୃଦୟସ୍ପର୍ଶୀ... ବୋଉ ର ତୁଳନା ନାହିଁ...😢😢😢😢😢
@deewakarcreations1698
@deewakarcreations1698 Жыл бұрын
ଧନ୍ୟବାଦ ମିହିର ବାବୁ ଏମିତିକା ଗୀତ ଟିଏ ମୋତେ ସ୍ୱର କରିବାର ସୁଯୋଗ ଦେଇଥିବାରୁ, ଧନ୍ୟବାଦ କାଳନ୍ଦୀ sir ଏମିତି ଲେଖା କୁ salute
@kalandirout4858
@kalandirout4858 Жыл бұрын
Your music is also superb 👌🙏
@sarojrout9680
@sarojrout9680 Жыл бұрын
Very nice music. Keepit up
@sanjibanipadihari3392
@sanjibanipadihari3392 Жыл бұрын
🙏🙏
@rajanijenajena9677
@rajanijenajena9677 Жыл бұрын
​@@kalandirout4858 😊😊😊
@kiranbalasahoo8705
@kiranbalasahoo8705 13 күн бұрын
Bht Sundar ଗୀତ... କିନ୍ତୁ ମୁଁ ete hatabhagini ଝିଅ je mo ଭାଗ୍ୟ re maaaa ସୁଖ ବେଶୀ ଦିନ rakhileni ଭଗବାନ 😢.. mo maaa ku ମୋତେ ଫେରେଇ ଦିଅ ମହାପ୍ରଭୁ. 😢 ତା ବିନା ବଞ୍ଚି ପାରୁନି ମୁଁ
@umeshpattanayak3364
@umeshpattanayak3364 Жыл бұрын
"My Mother" was the best choice of persons to commemorate on the Women's Day. The talented singers had stamina to sing for 24 minutes, and yet the sacrifice, care, affection and love of mother remained incomplete.
@mitimohapatra8046
@mitimohapatra8046 Жыл бұрын
Ppp
@sumantakumarnayak7590
@sumantakumarnayak7590 Жыл бұрын
Jay Jagannath Mahapravu 🙏🏻🙏🏻💐Emiti sabu song darakara Satare🙏🏻🙏🏻💚💚
@rahulmohanty7297
@rahulmohanty7297 Жыл бұрын
ଚମତ୍କାର ଗୀତ ଏବଂ ସଙ୍ଗୀତ....ହାର୍ଦ୍ଧିକ ଶୁଭେଚ୍ଛା ❤❤❤❤❤❤❤
@ayaskantamohapatra1171
@ayaskantamohapatra1171 Жыл бұрын
ପୁରା ଟିମ୍ କୁ ଧନ୍ୟବାଦ୍ 🎉❤
@sumancreationmedia
@sumancreationmedia Жыл бұрын
🙏🙏🙏
@ajayadas8818
@ajayadas8818 Жыл бұрын
ଧନ ମାନ ପରିବାର ଜୀବନର ଆହବେ ବିଜୟ,ସବୁ ଆଜି ସ୍ମୃତିତଳେ ଧୀରେ ଧୀରେ ହୋଇଯାଏ ଲୟ। କିନ୍ତୁ ମୋ ବୋଉ ମୋ ସ୍ମୃତିତଳେ ସେହି ସ୍ରୋତସ୍ବିନୀର ପ୍ରବହମାନ ପବିତ୍ର ଜଳ ଧାରା।❤❤
@sonalipriyadarshinisamal4563
@sonalipriyadarshinisamal4563 Жыл бұрын
khub sundar ....Jay jagannath 🙏🏻✨♥️
@prasannajitkar7417
@prasannajitkar7417 Жыл бұрын
ବହୁତ ସୁନ୍ଦର ଶବ୍ଦ ସଂଯୋଜନା ଏବଂ ସୁନ୍ଦର ସ୍ୱର ଜୟଜଗନ୍ନାଥ
@sumancreationmedia
@sumancreationmedia Жыл бұрын
🙏
@kailashchandraswain2296
@kailashchandraswain2296 Жыл бұрын
It takes all the qualities of mother. Thanks to writer and singers who have done admirable jobs narrating mother's care, nourishing, protecting and educating the child.
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 97 МЛН
wow so cute 🥰
00:20
dednahype
Рет қаралды 31 МЛН
Unveiling my winning secret to defeating Maxim!😎| Free Fire Official
00:14
Garena Free Fire Global
Рет қаралды 10 МЛН
The Joker kisses Harley Quinn underwater!#Harley Quinn #joker
00:49
Harley Quinn with the Joker
Рет қаралды 21 МЛН
Tu Lo Odia Ghara Ra Bohu
24:00
Manasi Patra - Topic
Рет қаралды 231 М.
这三姐弟太会藏了!#小丑#天使#路飞#家庭#搞笑
00:24
家庭搞笑日记
Рет қаралды 97 МЛН