No video

MU GARIBA JHIA || ମୁଁ ଗରିବ ଝିଅ

  Рет қаралды 3,183,430

Subas music

Subas music

Күн бұрын

Subas Music Presents the Official Studio version A Romantic Song Mu Guriba Jhia Singer - Kumar Bapi & Viral Girl Sasmita Jena in Lingraj Temple Viral Trough out the Chanel on Pratidin TV with Rahul Bhai Music/Lyrics- Santosh Kumar The Song Produced By Subas Ch Sahoo The Banner of Subas Music
Enjoy & Subscribe To Our Chanel - / @subasmusicodia
L I K E || C O M E N T || S H A R E || S U B S C R I B E
♫ Click on "SUBSCRIBE" and Press the Bell Icon For Latest Video Updates
♪ || Song Credits || ♪
🎸 Song - Mu Gariba Jhia
🎸 Singer - Kumar Bapi & Sasmita Jena
🎸 Music&Lyrics - Santosh Kumar
🎸 Arrangement - Subasis Kumar
🎸 Mixing & Mastering- Deep Music Studio
🎸 Dubing - Deep Music Studio
🎸 Producer- Subas Ch. Sahoo
♫ For Businesses Enquiry Contact - 99384 48277
"Mu Gariba Jhia " Now Playing On -
♪ Spotify :
♪ Wynk :
♪ JioSaavn :
♪ Gaana :
♪ KZfaq Music :
♪ Apple Music:
♪ Amazon Music:
♪ Hungama:
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
© All Copyright Reserved By Subas Music
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♫ Anti Piracy Disclaimer ♫
The Copyright of This Content Belongs to "Subas Music" Production House. Any unauthorised re-production, re-distribution or re-upload is strictly prohibited. Legal action will be taken against those who violate the copyright of this material presented.
Hashtag-
#mugaribajhia
#odiaromanticsong
#kumarbapi
#viralgirl
#lingarajtemple
#odianewsong
#newodiasong
#odiasong
#sasmitajenasong
#subhashmusic
#manadebakikuha

Пікірлер: 6 300
@user-kk5cl4qb7u
@user-kk5cl4qb7u Жыл бұрын
Kumar bapi sir apponanka କଣ୍ଠ ବହୁତ୍ ଦିନ ପରେ ଶୁଣିଲି ଆଊ ସସ୍ମିତା ଦିଦୀଙ୍କୁ ସୁଜଗ ଦେଇଥିବାରୁ ଧନ୍ୟବାଦ...🎉🎉ଜଉ ଟିମ୍ ଭାଇ ମାନଙ୍କ ପାଇଁ ସସ୍ମିତା ଦିଦି ଆଜି ନ୍ୟୁ ପରିଚୟ ପାଇଛନ୍ତି ସେ ସମସ୍ତ ଭାଇ ମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍🤗🤗
@Bncreation429
@Bncreation429 Жыл бұрын
ଧନ୍ୟବାଦ ସୁବାଷ ଭାଇ legendary siger ସହିତ ଗାଇ ର ସୁଯୋଗ ଦେଇଥିବାରୁ 👏👏👏👌👌👍best of luck ଭଉଣୀ
@user-yy3gl8tp3o
@user-yy3gl8tp3o Жыл бұрын
Nice,SUPO❤❤❤❤🎉🎉
@kalandridas1713
@kalandridas1713 Жыл бұрын
Ur great 👍
@arunnalla8981
@arunnalla8981 Жыл бұрын
ମୁଁ ଗରିବ ଝିଅ।ବହୁତ ସୁନ୍ଦର ଗୀତ।ବାପି ଭାଇ ଆଉ ସସ୍ମିତା ଭଉଣୀ ଙ୍କ କଣ୍ଠ ସ୍ୱର ଚମତ୍କାର ହେଇଛି।ବହୁତ ବହୁତ ଧନ୍ୟବାଦ ବାପି ଭାଇ ସସ୍ମିତା ଭଉଣୀ ଙ୍କ ସହ ଗୀତଟି ଗାଇଥିବାରୁ।
@raghunathswain7584
@raghunathswain7584 Жыл бұрын
Mu 10.thara suni sarilini jete sunilebi aahuri sunibaku ichha hauchi bhagaban tamaku sabubele emiti bhalare rakhantu aahuri aagaku jao bhauni so sweet voice 😊
@mkscreation
@mkscreation Жыл бұрын
ଆଜି ମତେ ବହୁତ ଖୁସି ଲାଗିଲା ଗୀତ ଶୁଣି, ମୋ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ 🙏🙏🙏🙏 ❤❤❤👏👏👏👏👏👏
@prakashbehera5615
@prakashbehera5615 Жыл бұрын
Bhai bhagwan tumaku amiti ashirwad karantu, tume khusi re ruha au samasta nku amiti khusi banta
@pravakarbehera-tl6cq
@pravakarbehera-tl6cq Жыл бұрын
ବହୁତ ବହୁତ ଧନ୍ୟବାଦ୍ ଅତି ସୁନ୍ଦର ଗୀତ କୁମାର ବାପି ଙ୍କ ସସ୍ମିତା ଭଉଣୀ ଙ୍କୁ ଗାଇବାପାଇଁ ସୁଯୋଗ ଦେଇଥିବାରୁ ସମସ୍ତ team ଙ୍କୁ ମୋର ହୃଦୟର ସହିତ ବହୁତ ବହୁତ ଧନ୍ୟବାଦ 🙏
@KuluDakua-gk7xg
@KuluDakua-gk7xg Жыл бұрын
ବହୁତ ସୁନ୍ଦର ଗୀତ ଏମିତି ସିଙ୍ଗର ଙ୍କୁ ଲୋକ ଲୋଚନ କୁ ଆଣିଥିବାରୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ
@krushnachandrajena6590
@krushnachandrajena6590 Жыл бұрын
Very nice
@urajbagun8747
@urajbagun8747 Жыл бұрын
So beautifully song bro
@sasmitasuna-lp8dz
@sasmitasuna-lp8dz Жыл бұрын
🙏🙏🙏🙏
@surjyamaniswain3992
@surjyamaniswain3992 Жыл бұрын
Apana Mane sasmita vauniku sujoga deithibaru apanaku koti pranam sir 🙏
@geetanjaliswain2141
@geetanjaliswain2141 3 ай бұрын
Very nice ❤❤❤❤❤
@purnachandrasingha4086
@purnachandrasingha4086 Жыл бұрын
ସସ୍ମିତାଙ୍କର କଣ୍ଠ ସ୍ୱର ବହୁତ ସୁନ୍ଦର।ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତୁ ।
@bncricket13
@bncricket13 Жыл бұрын
ସସ୍ମିତା ଙ୍କୁ ଆହୁରି ସୁଯୋଗ ଦିଆଯାଉ ସୁବାସ ଭାଇ, ରାହୁଲ ଭାଇ, ସନ୍ତୋଷ ଭାଇ ଆପଣ ମାନଂକୁ ବହୁତ ବହୁତ ଧନ୍ୟବାଦ 🙏🙏🙏
@Ak1262
@Ak1262 Жыл бұрын
ଗୀତ ଟା ମନକୁ ଛୁଇଁଲା.. କୁମାର ବାପି ସାର ଜଣେ ଓଡ଼ିଶାରେ ନାମୀ ଦାମୀ କଣ୍ଠଶିଳ୍ପୀ 🙏🙏🙏
@biswombarpencilarts1567
@biswombarpencilarts1567 Жыл бұрын
Bahut bhalaa...kumar bapi sir u great..
@jagamohansahu3128
@jagamohansahu3128 5 ай бұрын
Bahuta sundar.
@mmnewsodia
@mmnewsodia Жыл бұрын
କୁମାର ବାପି ଭାଇ ଙ୍କ କଣ୍ଠ ବହୁତ ସୁନ୍ଦର ତାଙ୍କୁ ସବୁବେଳେ ସୁଯୋଗ ମିଳିବା ଦରକାର 🙏🏻
@besttraditionalupdate
@besttraditionalupdate Жыл бұрын
ଏ ତେ ଦିନ ପରେ କୁମାର ବାପି ଙ୍କ କଣ୍ଠ ରୁ ଗୀତ ଶୁଣି ଖୁସି ଲାଗିଲା ସସ୍ମିତା ଙ୍କୁ ଆଉଥରେ ସୁଯୋଗ ଦେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଟିମ୍ ର ସମସ୍ତଙ୍କୁ...
@bismaypattnayak2308
@bismaypattnayak2308 Жыл бұрын
Good
@H.bhai_Reshma_Miku_creations
@H.bhai_Reshma_Miku_creations Жыл бұрын
ଭାଇ ମୁଁ ମଧ୍ୟ ବହୁତ ଖୁସି ଏତେ ଦିନ ପରେ ଆଜି ଶୁଣିବାକୁ ମିଳିଲା ମୋ'ର ଅତି ପ୍ରିୟ କଣ୍ଠଶିଳ୍ପୀ କୁମାର ବାପି ଭାଇଙ୍କ ଗିତ
@pradeeptakumarbarik9550
@pradeeptakumarbarik9550 Жыл бұрын
ବହୁତ ସୁନ୍ଦର, Balasore ର ଗର୍ବ, God Bless Her 👍
@debasishbhanja2120
@debasishbhanja2120 Жыл бұрын
Kumar Bapi Bhai belongs to our Village. I m a big fan of his Voice... Sashmita is the hidden telent. God bless her.. Keep it up
@muvlogger.odisha850k
@muvlogger.odisha850k Жыл бұрын
ଗରିବ ଝିଅ କୁ ଗୀତ ଗାଇବାକୁ ସୁଜଗ ଦେଇଥିବା ରୁ ହୃଦୟରୁ ଧନ୍ୟବାଦ୍ ଆପଣଙ୍କୁ ❤❤❤❤❤❤❤😮😮😊😊😊😊😊❤❤
@chandaneswarbehera3441
@chandaneswarbehera3441 Жыл бұрын
❤❤❤❤
@hemalatachandhansdah9391
@hemalatachandhansdah9391 Жыл бұрын
Exact subash sir gariba jhia muhnare hasa ta phutei parile bahut khusira kotha
@muvlogger.odisha850k
@muvlogger.odisha850k Жыл бұрын
Emiti hi gariba mananku sahajya kara dinena dine success heba Tama KZfaq 🙏🙏
@Muni_691
@Muni_691 Жыл бұрын
ଏତେ ସୁନ୍ଦର ପ୍ରତିଭା କୁ ସାମ୍ନା କୁ ଆଣି ଥିବାରୁ ହୃଦୟ ରୁ ଧନ୍ୟବାଦ୍ 🙏🏻 ଭଉଣୀ ଏମିତି ଆଗକୁ ମାଡି ଚାଲ 👍
@sarojacharya6712
@sarojacharya6712 Жыл бұрын
ବହୁତ୍ ବଢ଼ିଆ ସସ୍ମିତା ବହୁତ୍ ସୁନ୍ଦର୍ କଣ୍ଠ , ଏପରି ଆଗକୁ ଆଗକୁ ଗୀତ ଗାଇ ଚାଲ ତୁମେ ନିଶ୍ଚିତ ସଫଳତା ର ପାହାଚ ଚଢ଼ିବ
@user-gx4vn3hl2d
@user-gx4vn3hl2d Жыл бұрын
Very nice 👌👌👌
@KabitaDwibedy-dt8nt
@KabitaDwibedy-dt8nt Жыл бұрын
ସସ୍ମିତା ପୁଣି ଏଇ ଗୀତଟି ବହୁତ ସୁନ୍ଦର ଭାବରେ ଗାଇଛନ୍ତି ❤️ଗୀତଟି ବହୁତ ସୁନ୍ଦର ହେଇଚି ❤️❤️ସସ୍ମିତା ଏମିତି ଆଗକୁ ଯାନ୍ତୁ 👍
@pareshdutiyachand3239
@pareshdutiyachand3239 Жыл бұрын
ସଶ୍ମିତା ଭଉଣୀଙ୍କ ଗିତ ବହୁତ ସୁନ୍ଦର ଆଉ ମନକୁ ଛୁଇଁ ଯାଉଛି । ସୁବାଷ ଦାଦା , ରାହୁଲ ଦାଦା ଙ୍କୁ ମୋର ପୁଣି ଥରେ ହୃଦୟରୁ ପ୍ରଣାମ 🙏 । Another master piece ❤️❤️❤️❤️
@mamatasahoo4761
@mamatasahoo4761 Жыл бұрын
Kumar Bapi Sir voice is Unique,..
@jayantiswain1732
@jayantiswain1732 Жыл бұрын
Nice song. Thanks to both singers. Many thanks to all of the team.
@minaketan5562
@minaketan5562 Жыл бұрын
ଧନ୍ୟବାଦ୍ all ଫେବୁରେଟ୍ ସିଙ୍ଗର କୁମାର ବାପି ଗୋଟିଏ ଗରିବ ଝିଅ ଙ୍କ ସାଙ୍ଗେ ଗୀତ ଟି କୁ ବହୁତ୍ ସୁନ୍ଦର ଭାବରେ ଗାଇଛନ୍ତି god bless you all team members
@bratatisamal938
@bratatisamal938 Жыл бұрын
ଧନ ଲୋ ତୁ ସିନା ଗରୀବ ଝିଅ ❤ କିନ୍ତୁ ତୋ ମନ ଆଉ ହୃଦୟ ଭଳି କାହାର ଏମିତି ମନ ହୃଦୟ ନାହିଁ 🙏🏾🙏🏾🙏🏾
@HrusikeshOfficial
@HrusikeshOfficial Жыл бұрын
ସତରେ ଗୀତଟି ବହୁତ ସୁନ୍ଦର ଲାଗିଲା ଶୁଣିକି । ମୋ ହୃଦୟ କୁ ପୁରା ଛୁଇଁ ଗଲା ।❤❤❤❤
@jayashreejena6048
@jayashreejena6048 Жыл бұрын
ବହୁତ ଭଲ ଲାଗୁଚି ଦିଦି 👌👌👌, ମାଆ ତାରିଣୀ ତମ କୁ ଆଶୀର୍ବାଦ କରନ୍ତୁ , ଆଉରି ଭଲ ଗୀତ ଗାଓ... 🙏🙏🙏🙏
@sudhansusekhardash9010
@sudhansusekhardash9010 Жыл бұрын
କୁମାର ବାପି ଙ୍କୁ ବହୁତ ବହୁତ ଶୁଭେଚ୍ଛା ତାଙ୍କର ବିରାଟ ହୃଦୟ ପାଇଁ। ଭଗବାନ ମଙ୍ଗଳ କରନ୍ତୁ।
@giridharisahu9387
@giridharisahu9387 Жыл бұрын
ସୁବାସ ବାବୁ, ରାହୁଳ ବାବୁ ସସ୍ମିତା ଜେନା ଙ୍କ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ,ତାହା ବହୁତ୍ ସ୍ବାଗତ ଯୋଗ୍ୟ, ଧନ୍ୟବାଦ....
@lezygirlpravati8604
@lezygirlpravati8604 Жыл бұрын
A
@lipisahoo9619
@lipisahoo9619 Жыл бұрын
Apana mananku mo tarapharu 🙏🙏🙏🙏🙏🙏🙏🙏🙏
@swosti-shorts
@swosti-shorts Жыл бұрын
Pradeep
@rabindranathbehera1363
@rabindranathbehera1363 Жыл бұрын
​@@swosti-shortsexlent song
@RamanSwin
@RamanSwin Жыл бұрын
Very nice song and wonderful voice god bless you ❤ jay shee ram jai hanuman
@jjbrothersfactsecret06
@jjbrothersfactsecret06 Жыл бұрын
This is the Heartless song...😔😔😔 really... thanks for everyone's.... very nice... this girl life style is very emotional... Really...god bless her.... thank you so much....
@mamataguru732
@mamataguru732 Ай бұрын
Bapi bhai keep it up bhauni nice voice ❤❤🎉🎉
@krglbskeyjbkz1004
@krglbskeyjbkz1004 Жыл бұрын
ପୁଣି ଥରେ ଗାଇବାକୁ ସୁଯୋଗ ଦେଇଥିବାରୁ ହ୍ରୁଦରୁ ଧନ୍ୟବାଦ ଆପଣଙ୍କୁ ❤❤❤ ହୃଦୟ ଛୁଆଁ ଲେଖା ❤❤❤❤ ଇତିହାସରେ ସଂସ୍ମିତାଙ୍କ ନା ଲେଖା ହେବ❤❤
@banamalinag196
@banamalinag196 Жыл бұрын
Very good song
@monomajhi2995
@monomajhi2995 Жыл бұрын
Very nice voice dii God bless you
@gourigamanga7027
@gourigamanga7027 Жыл бұрын
Very nice voice sis god bless you
@Chumki_143
@Chumki_143 Жыл бұрын
Right 😊😊😊
@user-ts8te9uc7d
@user-ts8te9uc7d Жыл бұрын
❤❤❤❤❤Se❤❤❤❤
@dipakkumarbal8318
@dipakkumarbal8318 Жыл бұрын
ବହୁତ ସୁନ୍ଦର ହେଇଛି ଗୀତଟି l ଆପଣ ମାନଙ୍କ ପାଇଁ ଭଉଣୀ ଜଣଙ୍କ କୂଳରେ ଲାଗିଗଲେ l ଭଗବାନ ନିଶ୍ଚୟ ମଙ୍ଗଳ କରିବେ l ଜୟ ଜଗନ୍ନାଥ 🙏
@Jena__vlogs__1__7879
@Jena__vlogs__1__7879 Жыл бұрын
ସୁବାଷ ବାବୁ ରାହୁଲୁବାବୁ ଆଜି ଯାହା ସେଇ ଝିଅ ଟି ପାଇଁ କରିଛନ୍ତି 🎉🎉 ଆଜିକା ଦେଟ ରେ କେହି ବି କରିବେନି ଭଗବାନ୍ ତାଙ୍କର ମଙ୍ଗଳ କରନ୍ତୁ ❤❤👍👍👍 ସନ୍ତୋଷ ଭାଇ ଜିନ୍ଦାବାଦ 👍👍👍👍
@rajkishorjena6957
@rajkishorjena6957 Жыл бұрын
Down to Earth is the best example of Kumar Bapi Continue your singing Sasmita
@hemantaroul4569
@hemantaroul4569 Жыл бұрын
ବହୁତ ମିଠା ଗୀତ ଓ ସ୍ୱର, ପୁଣି duet with କୁମାର ବାପି ଭାଇଙ୍କ ସହ.... ଧନ୍ୟବାଦ,ସନ୍ତୋଷ ଭାଇ ତଥା ସମସ୍ତ କର୍ମକର୍ତ୍ତା ମାନଙ୍କୁ. 🎉
@Subash194
@Subash194 Жыл бұрын
ଶୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ Real Tallent not filtered very nice voice Love it 🙏
@NarayanHO-ro4fo
@NarayanHO-ro4fo Жыл бұрын
Bahut bhala lagi la tamo gita sasmita ❤bahuni
@BB-pp7xc
@BB-pp7xc Жыл бұрын
Thanks Kumar Bapi sir and all team members are supporting and coperate a poor girl, chance to sing with him
@aratisingh398
@aratisingh398 Жыл бұрын
ଗୀତ ଟି ବହୁତ ବହୁତ ବହୁତ ଭଲ ହିଁ ହେଇଛି ଯିଏ ବି ଏଇ ଗୀତ ଲେଖିଛନ୍ତି ତାଙ୍କୁ ଅନେକ ଅନେକ ଧନ୍ୟବାଦ ଆମେ ସବୁ ଦର୍ଶକମାନେ ଆପଣଙ୍କ next ଗୀତ ପାଇଁ ଅପେକ୍ଷା ରେ ରହିଲୁ ଧନ୍ୟବାଦ 🙏🙏🙏 love you all 💫jay jagarnath
@alifemangemore1816
@alifemangemore1816 Жыл бұрын
Next song will come in milan music
@ssubratkumarmajhi5971
@ssubratkumarmajhi5971 Жыл бұрын
Right bhai 🙏🙏.....
@jerryszone9154
@jerryszone9154 Жыл бұрын
ସସ୍ମିତା Playback Singer ନ ହେଲେ ନାହିଁ ଯିଏ ସୁଯୋଗ ଦେଇ ବଞ୍ଚିବା ବାଟରେ ଚାଲିବାକୁ ଦେଉଛନ୍ତି , ବହୁତ ବହୁତ ଧନ୍ୟବାଦ ସୁବାଷ ଭାଇ।
@jrpafamily9186
@jrpafamily9186 Жыл бұрын
Beautiful songs,god bless u,Kumar Bapi & Sasmita,
@SushantaKuNayak
@SushantaKuNayak 4 ай бұрын
ବହୁତ ସୁନ୍ଦର ସ୍ଵର। ବାବା ଲିଙ୍ଗରାଜ ତୁମ ଦୁଃଖ ଶୁଣିଛନ୍ତି।
@Adityafoodandvlogs
@Adityafoodandvlogs Жыл бұрын
ବହୁତ ସୁନ୍ଦର ଗୀତ ଲେଖା ଯାଇଛି ସସ୍ମିତା ଭଉଣୀ ଓ କୁମାର ବାପି ଙ୍କ କଣ୍ଠ ଅତି ସୁନ୍ଦର ❤❤❤
@taposweenipradhan8393
@taposweenipradhan8393 Жыл бұрын
Very nice🙏🙏🙏
@rashmiranjannayak6302
@rashmiranjannayak6302 Жыл бұрын
Kumar bapi voice all-time sweet. ...I love Kumar bapi all songs
@rasmitadehury8378
@rasmitadehury8378 Жыл бұрын
ଦିଦି ଙ୍କ ଗୀତ ଟା ପୁରା ଛୋଟ ପିଲା ମାନଙ୍କ ଭୋଳି ହେଉଛି ବହୁତ୍ ଭଲ ଲାଗୁଛି 👍👍👍
@makundabari5315
@makundabari5315 Жыл бұрын
Gorib jio ro kanto soro bhari madhuro lagila❤❤❤❤❤
@shankargouri8635
@shankargouri8635 Жыл бұрын
Emiti voice ra jhia odisha re Bahut Milibe agnya....tike dekhiki
@Urmila232
@Urmila232 Жыл бұрын
ସତରେ ଏ ଗୀତ ବହୁତ ହିଁ ଭଲ ହୋଇଛି ଆଉ heart toching song ସତରେ god ଆପଣ ଙ୍କୁ ବହୁତ ଖୁସି ଦିଅନ୍ତୁ sir କାରଣ ଆପଣ ଙ୍କ ପାଇଁ ଆଜି ଗୋଟାଏ ମାଆ ଛୁଆ ଙ୍କ ଓଠରେ ହସ ଫେରିଆସିଛି 🙏
@umakantasahoo6644
@umakantasahoo6644 Жыл бұрын
ଧନ୍ୟବାଦ ସୁବାସ ବାବୁ ଏ ଗରିବ ଝିଅଟିକୁ ଆଉଥରେ ସୁଯୋଗ ଦେଇଥବାରୁ, ରାହୁଲ ବାବୁ ଙ୍କୁ ବି ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏
@parshanta10m61
@parshanta10m61 Жыл бұрын
Super song
@mayankmishra7155
@mayankmishra7155 Жыл бұрын
👌
@Surendrabiswal22
@Surendrabiswal22 Жыл бұрын
Bahut sundra song👍
@MadhuMadhu-eh1on
@MadhuMadhu-eh1on Жыл бұрын
Satare bahut sunder song ❤️❤️
@jobinformationbysksir
@jobinformationbysksir Жыл бұрын
ମୁଁ ବହୁତ ଖୁସି କୁମାର ବାପି ଙ୍କର ନୂଆ ଗୀତ ଆସିଥିବାରୁ ❤
@ambikaprasad8477
@ambikaprasad8477 Жыл бұрын
ଅନେକ ଦିନ ପରେ ବାପି ଭାଇଙ୍କ Evergreen Voice ରୁ ଗୋଟେ ସୁନ୍ଦର ଗୀତ ଶୁଣିବାକୁ ମିଳିଲା ❤❤❤.
@smitajena9203
@smitajena9203 Жыл бұрын
👍
@BhaskarKanhar-hg6jy
@BhaskarKanhar-hg6jy Жыл бұрын
Bahut sundar heichhi ahi odia song god bless you sasmita ta and bhai nka ra manaranjan Gita tia🎉🎉🎉🎉❤❤❤ love this
@SonaRaj-pn8xj
@SonaRaj-pn8xj Жыл бұрын
Nice
@suchitrapradhan1285
@suchitrapradhan1285 Жыл бұрын
ବହୁତ୍ ଭଲ ଲାଗିଲା। ଭଉଣୀ ଙ୍କ ର voice ବହୁତ୍ ସୁନ୍ଦର୍ । ଜୟ ଜଗନ୍ନାଥ 🙏🙏🙏
@babyjuli9606
@babyjuli9606 Жыл бұрын
Sasmita jena madam ka voice pura choto pilo vali volo laguchi suniboku god bless you tanka tika kuha au kamiti volo habo bar bar gai lo voice bohut volo habo bapi sir sahita wow song ta volo haeichi
@sandhyasethy210
@sandhyasethy210 Жыл бұрын
So beautiful song didi ❤❤❤
@kaniskapradhan4854
@kaniskapradhan4854 Жыл бұрын
Nice voice god bless you sister'
@prakash.donk.p7215
@prakash.donk.p7215 Жыл бұрын
ବହୁତ ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ ସସ୍ମିତା ଭଉଣୀ ! ସୁବାସ ଭାଇଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହୋଇଯିବ । ଆପଣଙ୍କ ହୃଦୟ ମହାନ୍ ।
@bansimishra5097
@bansimishra5097 Жыл бұрын
Good ❤️👌 Bahot sundar all team member କୁ ବହୁତ ଧନ୍ୟବାଦ ❤️ସସ୍ମିତା ଦିଦି ଙ୍କୁ ଚାନ୍ସ ଦେଇ ଥିବାରୁ love yuo all team memeber❤️
@prafullakumarnayak3602
@prafullakumarnayak3602 Жыл бұрын
Nice song.God bless her.Bapi babunku many many thanks.
@ranjeetpanda5584
@ranjeetpanda5584 Жыл бұрын
ଗରୀବ ଝିଅକୁ ଆଉ ଥରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ସମସ୍ତ ଭାଇ ମାନଙ୍କୁ ଧନ୍ୟବାଦ୍ ଜଣାଉଛି
@fakirmohansahoo2079
@fakirmohansahoo2079 Жыл бұрын
ବହୁତ ସୁନ୍ଦର କଣ୍ଠ ଦିଦିଙ୍କର,କୁମାର ବାପି ଭାଇଙ୍କ ସାଙ୍ଗରେ ଜମିଲା ,ଜୟ ଜଗନ୍ନାଥ 🙏🙏🙏
@kahnuroul4207
@kahnuroul4207 Жыл бұрын
Bahut sundar heichhi ❤❤❤❤❤
@user-lg8qu4fg4i
@user-lg8qu4fg4i Жыл бұрын
Dhanyabad gret Rahul bhi saamita jena nku aagoku aagoku jiba panhi sahajyo ro koranti ...Rahul bhi
@akdsafal786
@akdsafal786 Жыл бұрын
Golden singer kumar bapi sir ଙ୍କୁ ହୃଦୟରୁ ଧନ୍ୟବାଦ 🙏 ଗରିବ ଝିଅ ର ସାଥି ହୋଇ ଗାଇ ଥିବାରୁ 🥰🥰
@kaberijena4785
@kaberijena4785 Жыл бұрын
😊
@sabitamarei2392
@sabitamarei2392 Жыл бұрын
Kumar bapi is my hero
@kishorpradhan6102
@kishorpradhan6102 Жыл бұрын
ବହୁତ୍ ସୁନ୍ଦର ହେଇଛି ଗିତଟି ❤ ଭଗବାନ ତୁମକୁ ଆଉ ତମ ପିଲା କୁ ସବୁବେଳେ ଖୁସିରେ ରଖିଥାନ୍ତୁ। ଏମିତି ଆହୁରି ଆଗକୁ ଯାଆନ୍ତୁ । ଜୟ ଜଗନ୍ନାଥ 🙏
@sukantapradhan8818
@sukantapradhan8818 Жыл бұрын
Nice sweet voice sister god bless you 🙏
@rajsekharcreation
@rajsekharcreation Жыл бұрын
Bahuta Bahuta Sundar Gaila Sister Best of Luck ❤🎉 Support Odia People ❤🙏
@RAJSEKHARENTERTAINMENT
@RAJSEKHARENTERTAINMENT Жыл бұрын
❤❤
@hrudanandasahuofficial
@hrudanandasahuofficial Жыл бұрын
କଣ୍ଠସ୍ୱର ଅତିସୁନ୍ଦର ଚମତ୍କାର ଭଗବାନଙ୍କୁ ମୋରଅନୁରୋଧ ଅଝିଅକୁ ସୁଖରେରଖନ୍ତୁ 🙏
@saradaprasadsarangi896
@saradaprasadsarangi896 Жыл бұрын
Excellent subasbabu and Santosh Babu and sister sasmita and the whole team🌹🌹🌹
@devhanshkumar4994
@devhanshkumar4994 Жыл бұрын
God bless you Sasmita and ate bada singer hoi ta sathire Gita gaithibaru apana nku hrudaya ru dhany bad
@rakeshnaik3682
@rakeshnaik3682 Жыл бұрын
🥰🥰Very Nice Voice👌👌 sister ସୁବାସ ବାବୁ ରାହୁଲ ବାବୁ ସସ୍ମିତା ଜେନାଙ୍କ ଯେଉଁ ପଦକ୍ଷେପ ନେଇଛନ୍ତିତାହା ବହୁତ ସ୍ୱାଗତ ଯୋଗ୍ୟ ଧନ୍ୟବାଦ...
@ManoBehera
@ManoBehera Жыл бұрын
She is improving. What a song ❤ She got a chance to sing with our legendary singer Kumar Bapi Sir . Thanks to the entire Production House and team for giving her a platform.
@PradiptaMishra-ui7yw
@PradiptaMishra-ui7yw 4 ай бұрын
Waaaooooo....?????? The Best...very heart touching heichi.... Automatically luha asi jaauchi.... fabulous
@mbs594.
@mbs594. Жыл бұрын
Bahut bhala heichi
@Sana143
@Sana143 Жыл бұрын
😍 ବହୁତ୍ ବହୁତ୍ ବହୁତ୍ ସୁନ୍ଦର ହେଇଛି ଗୀତଟି ❤️ କୁମାର ବାପି ଓ ସସ୍ମିତା ଙ୍କ କଣ୍ଠରେ ଆହୁରି ଭଲ ଲାଗିଲା ଶୁଣି କି ❤️❤️❤️🥰🥰🥰God bless you 🙏🙏🙏 ଗାଇବା ପାଇଁ ସୁଯୋଗ ଦେଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ 😘🥰🥰🥰 ଏମିତି ଗୀତ ଗାଇବା ପାଇଁ ଆହୁରି ସୁଜଗ ଦିଅନ୍ତୁ 🙏🙏🙏🙏🙏🙏🙏🙏🙏🙏🙏🙏🙏
@ajaymunda2725
@ajaymunda2725 Жыл бұрын
ସସ୍ମିତା ଙ୍କ ଗୀତ କାହାକୁ ଭଲ ଲାଗିଲା 👍
@dhilanbhoi7982
@dhilanbhoi7982 Жыл бұрын
v good sasmita excellent singing
@skjabeer1903
@skjabeer1903 Жыл бұрын
😊
@ranjitatandy6659
@ranjitatandy6659 Жыл бұрын
Mate bahut bhala lagila
@sahadevtudu3989
@sahadevtudu3989 Жыл бұрын
Very sweet
@budhiadehuri3572
@budhiadehuri3572 Жыл бұрын
0:43 0:44 😊😅🎉
@creativechandanvlogs.7122
@creativechandanvlogs.7122 Жыл бұрын
Amazing voice
@khagendradhada9555
@khagendradhada9555 Жыл бұрын
Melodious voice.....❤
@BharatiBagarty
@BharatiBagarty Жыл бұрын
ବହୁତ ସୁନ୍ଦର ଗାଇ ଛନ୍ତି ସସ୍ମିତା ଭଉଣୀ, ବାପି ଭାଇ ଆପଣଙ୍କ ପରି ସୁପର ସିଙ୍ଗର ସାଥ ଦେଲେ ଭଉଣୀ ନିଶ୍ଚୟ ଆଗେଇବେ! ରାହୁଲ ଭାଇ,ସୁବାସ ଭାଇ ଆଉ ପୁରା ଟିମ୍ କୁ ଧନ୍ୟବାଦ!! 🙏🙏🙏🙏🙏
@akashjena2422
@akashjena2422 Жыл бұрын
ଭହୁତ ଭଲ ଗୀତ ହେଇଚି ଆଉରି ସୁଯୋଗ ଦିଅ ସସ୍ମିତା ଙ୍କୁ ଗୀତ ଗାଇବାକୁ ଧନ୍ୟବାଦ
@renubalaparida9261
@renubalaparida9261 Жыл бұрын
ବହୁତ ସୁନ୍ଦର ଗାଇଛନ୍ତି ସସ୍ମିତା best of luck
@spandancreations4333
@spandancreations4333 Жыл бұрын
Touched my heart 💝 Tapas Panigrahi, Music Director & Lyricist
@phrmukeshodia
@phrmukeshodia Жыл бұрын
ଗୀତ ଶୁଣି ମୁଁ sad ହେଇଗଲି ଆଉ ମୋ ହାଡ ପୁରା ଚୁନା ହେଇଗଲା ଆଉ ଗୀତ ଟି ପୁରା Heart teaching ହେଇଛି....
@TadantTv
@TadantTv Жыл бұрын
ବହୁତ ଧନ୍ୟବାଦ ଆପଣଙ୍କୁ କୁମାର ବାପି ସାର୍ ଆପଣ ସସ୍ମିତା ଭଉଣୀ ସହ ଏକ ଯୁଗଳ ସଙ୍ଗୀତ ଟେ ବୋଲିଥିବାରୁ 🙏🙏🙏💖💖💖
@erjeetrajput8609
@erjeetrajput8609 Жыл бұрын
Sundar lekha sangaku ati madhura swar egitaku ati sundar laguchi dhanyabad
@anitabhujabal7621
@anitabhujabal7621 Жыл бұрын
Ate sundar voice au super hit song heichi amiti song hni asibar thila asigala thnx all team support karithibaru didi nku
@golakbiharisahoo1110
@golakbiharisahoo1110 Жыл бұрын
ଗୋଟେ ମନ ଛୁଆଁ ଗୀତ, ଗାଇ ଥିବାରୁ ଉଭୟଙ୍କୁ ବହୁତ ଧନ୍ୟବାଦ. ଜୟ ଜଗନ୍ନାଥ ଙ୍କ ରାଜ୍ୟ.
@nilsahu2276
@nilsahu2276 Жыл бұрын
ବହୁତ୍ ସୁନ୍ଦର ଲାଗୁଛି ଭଉଣୀ ଙ୍କର ସ୍ୱର ❤❤
@jayashreeparida3219
@jayashreeparida3219 Жыл бұрын
ମତେ ବହୁତ ଭଲ ଲାଗିଲା ଏହିପରି ଗୀତ ଗାଇବାର ସୁଯୋଗ ସସ୍ମିତା ଙ୍କୁ ମିଳୁ ଯାହା ଫଳରେ ସାମାଜ ରେ ଯେତେ ଗରିବ ଝିଅମାନେ ଅଛନ୍ତି ସେମାନେ ବି ମନ ବଳ ଦୁର୍ବଳ କରି ବେ ନାହିଁ
@lingarajsabar6348
@lingarajsabar6348 Жыл бұрын
Bahut bhala sister 🙏🙏🙏
@HemantSabar-us7ku
@HemantSabar-us7ku Жыл бұрын
ସତରେ ଏହିଁ ମାଆଙ୍କ ସ୍ୱର ବହୁତ ଭଲ ଲାଗୁଛି 100%👍ଏମିତି ସବୁ ବେଳେ ଖୁସିରେ ଥାନ୍ତୁ ଏହା ମୋର ପ୍ରାର୍ଥନା
@singergoutamjally5347
@singergoutamjally5347 Жыл бұрын
ବହୁତ ସୁନ୍ଦର ସ୍ବର ଶୁଣିବାକୁ ଶାନ୍ତି ଲାଗିଲା🙏🙏🙏🙏🙏🙏🙏🙏🙏🙏🙏
@sumantanayak826
@sumantanayak826 Жыл бұрын
Wohhhh ......what sweet aong ...this relly voice 🎉🎉🎉
@user-ly7ut4nt2c
@user-ly7ut4nt2c Жыл бұрын
ବହୁତ ସୁନ୍ଦର ଭଲ ସୁ ମଧୁର କଣ୍ଠ ଅଶେଷ ଅଶେଷ ଧନ୍ୟବାଦ 🌹🌹🌹
@LittleDanceralisha
@LittleDanceralisha Жыл бұрын
ଧର୍ଯ୍ୟ ର ଫଳ ମିଠା ❤❤❤ 2nd song ଅପେକ୍ଷା ରେ କେଉଁ ମାନେ ଥିଲେ plz Like🙏🙏🙏
@NDUNycDanceUnit
@NDUNycDanceUnit Жыл бұрын
ସେ ଝିଅ ଟା ନାକ ରେ ଗିତ ଗାଉଛି ସେଥିପାଇଁ ଭଲ ଲାଗୁନି ଆଉ ପୁଅର voice ek number
@ManojKumar-sm6vn
@ManojKumar-sm6vn Жыл бұрын
ଏ ଗିତଟା ବହୁତ ଭଲ ହେଇଛି ଲେଖା ବି ଭଲ ହେଇଛି ସନ୍ତୋଷ ଭାଇ ବହୁତ ବହୁତ ଦନୈ ବାଦ୍ Jagannath
@rajashreepattanaik9635
@rajashreepattanaik9635 Жыл бұрын
Bahut sundar heichhi song nd nice voice 👌👌👌
@PrafullaBehera-pc5dq
@PrafullaBehera-pc5dq Жыл бұрын
Bahut sundar voice didi amiti bhala bhala song amaku sunao didi tq subhas bhai ❤️❤️❤️❤️
@natabardasdas9876
@natabardasdas9876 Жыл бұрын
Very nice 💖 ଅତି ସୁନ୍ଦର ଭାବରେ ଗାଇଛନ୍ତି ମତେ ଖୁବ୍ ଆକର୍ଷିତ କଲା ନମସ୍ତେ 🙏 ❤️ ❤️ ଶ୍ରୀ ଜଗନ୍ନାଥ
王子原来是假正经#艾莎
00:39
在逃的公主
Рет қаралды 14 МЛН
Running With Bigger And Bigger Feastables
00:17
MrBeast
Рет қаралды 164 МЛН
Get 10 Mega Boxes OR 60 Starr Drops!!
01:39
Brawl Stars
Рет қаралды 19 МЛН
王子原来是假正经#艾莎
00:39
在逃的公主
Рет қаралды 14 МЛН