ମୁଖ୍ୟମନ୍ତ୍ରୀଙ୍କ ଘର ଦେଖାଇଲେ ଭାଉଜ| ମୈଦାନରେ ଭାଉଜ | Maidanre Bhauja | Mohan Charan Majhi | ‎Keonjhar

  Рет қаралды 1,628,391

News18 Odia

News18 Odia

9 күн бұрын

ମୁଖ୍ୟମନ୍ତ୍ରୀଙ୍କ ଘର ଦେଖାଇଲେ ଭାଉଜ| ମୈଦାନରେ ଭାଉଜ | Maidanre Bhauja | Mohan Charan Majhi | ‎Keonjhar | Odia News
Bhauja Visited CM Mohan Charan Majhi Village.
#maidanrebhauja #kenojhar #mohanmajhi #cmodisha #ମୈଦାନରେଭାଉଜ #ଭାଉଜ #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm

Пікірлер: 517
@kishorechandrasahoo3006
@kishorechandrasahoo3006 7 күн бұрын
ଗୋଟେ ବଡ଼ କଥା ହେଲା, ଆମ ମୁଖ୍ୟମନ୍ତ୍ରୀଙ୍କର ଘର ଗ୍ରିଲରେ ସବୁଆଡେ ପଦ୍ମ ଫୁଲ । ❤
@amarbhoi8373
@amarbhoi8373 7 күн бұрын
Magic.m.haush.dhiudyanephameli..thyanku...❤😂😢😮😅🎉...
@amarbhoi8373
@amarbhoi8373 7 күн бұрын
C.m.majhi..kendujhare...❤😂😢😮😅🎉...
@amanofficial9692
@amanofficial9692 7 күн бұрын
.j 😊 G.k. vg​@@amarbhoi8373
@ShantilataBehera-sk8cd
@ShantilataBehera-sk8cd 6 күн бұрын
​@@amarbhoi8373p
@user-sh9zs2br7q
@user-sh9zs2br7q 5 күн бұрын
​@@amarbhoi8373❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤aaaaaaaaaaaaaaaaa@@aa@@
@bideshipardhan2381
@bideshipardhan2381 7 күн бұрын
ଅସୁବିଧା କୋଉଠି କଠା ଘର ଅଛି ଆମ ଘର ପାଖରେ ତାଙ୍କ ଘର ଏବେ ମୁଖ୍ୟମନ୍ତ୍ରୀ ହେଲା ପରେ ଘର ର ରଙ୍ଗ ବଦଳି ଯିବ ଏବଂ କେନ୍ଦୁଝର ଜିଲ୍ଲା ର ଉନ୍ନତି କରିବେ ଆଶା କରୁଛୁ କେନ୍ଦୁଝର ରେ ଯୋଉ ଚୋରି ଦୋକାଇଟ ହେଉଛି ତାହା ବନ୍ଦ ହେବ ବୋଲି ଆଶା ବିଶ୍ୱାସ ଧନ୍ୟବାଦ🙏 ଜୟ ଶ୍ରୀରାମ
@nigamanandadas3180
@nigamanandadas3180 7 күн бұрын
Cm address debe plz
@nigamanandadas3180
@nigamanandadas3180 7 күн бұрын
Mu jibi tanka gharalu dekha karibaku
@biditamohapatra9960
@biditamohapatra9960 5 күн бұрын
Mukhy mantrinka ghharadekhi bahut khushi tanka ghara tikepakhare dekhibaku ichhaheuchhi
@user-iz1yv3jl7h
@user-iz1yv3jl7h 3 күн бұрын
100 % sata kahila
@accropolymetal8146
@accropolymetal8146 2 күн бұрын
Jete hele odisa basi bhul Kari chanti, nabin patnaik ku bahar Kari , mu Jharkhand ra odia, mo mana dukha
@sonukhansonukhan8387
@sonukhansonukhan8387 2 күн бұрын
Welcome. A. Vedio. Ti. Khub. Sunder lagila. Swagat. Cm. Salut
@sarojsahu2663
@sarojsahu2663 2 күн бұрын
ସବୁଠାରୁ ଭଲ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶା ❤
@LakshmipriyaSahu-un9rd
@LakshmipriyaSahu-un9rd 2 күн бұрын
ବିଜେପି ଗରିବ ଲୋକଙ୍କୁ ହିଁ ବଡ କରାଯାଏ. ଏହା ନିରାଟ ସତ. ଆଉ ସବୁ ପାର୍ଟି ପଇସା ଦେଖି ଟିକେଟ ଦିଅନ୍ତି.
@user-ym6kq6zy4e
@user-ym6kq6zy4e 3 күн бұрын
ମୋହନ ଚରଣ ମାଝୀ ଭାଇ ମୋର ହୃଦୟ ଭରା ଜୟଗୁରୁ ମୋହନ ଭାଇ ଓ ପରିବାର ସମସ୍ତଙ୍କର ଦୀର୍ଘାୟୁ ମଙ୍ଗଳ କାମନା ମୋର ଗୁରୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଶ୍ରୀ ପୟରେ ନିବେଦନ ପ୍ରାର୍ଥନା କରୁଛି।ଜୟ ଗୁରୁ
@dansenasingh3168
@dansenasingh3168 3 күн бұрын
Thanks vauj. Sarbada
@user-ny1hs9zx6c
@user-ny1hs9zx6c 7 күн бұрын
ଜୟ ବଜରଂଙ୍ଗ୍ ବାଲି ଜୟ ମାଁ ତାରାତାରିଣୀ ଙ୍କର କୃପା ଶଦୈବ୍ ମୋହନ ମାଝୀ ବାବୁଙ୍କ ପ୍ରତି ଏ ମୋର ବହୁତ୍ ବହୁତ୍ ପ୍ରାର୍ଥନା ଜୟ ସିତାରାମ୍ ଜୟ ସିତାରାମ୍ ଆପଣଙ୍କୁ ବି ବହୁତ୍ ବହୁତ୍ ଧନ୍ୟବାଦ୍ ଜୟ ସିତାରାମ୍ ଜୟ ସିତାରାମ୍
@user-fq5gb9ep9e
@user-fq5gb9ep9e 4 күн бұрын
ଧନ୍ୟ ହୋଇ ଗଲି ଭାଉଜ ମଣି ଗୋ ଦେଖାଇ ଦେଇଛ ଏପରି ଘର ଆମ ମୁଖ୍ୟମନ୍ତ୍ରୀ ରହନ୍ତି ଏଇଠି ମୋ ନୟନୁ ଝରେ ଅଶ୍ରୁ ଝର । ଜୀବନ ଦସାରେ ଜିବି ଦିନେ ନିଶ୍ଚେ ମା ତାରିଣୀଙ୍କୁ ଦେଖିବା ହେବ ମୋ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଦେଖିବି ରହୁଛି ଭାଉଜ ପ୍ରଣାମ ନେବ ।
@Puri.khabar
@Puri.khabar 7 күн бұрын
ଅତି ସୁନ୍ଦର ❤️🙏😊
@user-np4vu5yr9q
@user-np4vu5yr9q 6 күн бұрын
ଭାଉଜ ଭିଡିଓ ଦେଖେଇବା ପାଇଁଁ ଧନ୍ୟବାଦ୍
@fakirmohansahoo2079
@fakirmohansahoo2079 7 күн бұрын
ବହୁତ ସୁନ୍ଦର ଘର ,ଜୟ ଜଗନ୍ନାଥ 🙏🙏🙏
@ThanaKamar-ce3ro
@ThanaKamar-ce3ro 6 күн бұрын
ଭାଉଜ ବହୁତ ଧନ୍ୟବାଦ ମୁଖ୍ୟ ମନ୍ତ୍ରୀ ଙ୍କ ଘର dekhaile
@krantikumar8671
@krantikumar8671 7 күн бұрын
ବହୁତ୍ ସରଳ ମଣିଷ ।।😊
@halchal6653
@halchal6653 7 күн бұрын
ଭାଉଜ ଆପଣଙ୍କୁ ନମସ୍କାର🎉🎉
@munathewriter1234
@munathewriter1234 7 күн бұрын
ଭାଉଜ ସୁନା ର ନମସ୍କାର କର ଆଦିବାସୀ ମୁଖ୍ୟ ମନ୍ତ୍ରୀ ହେଇ ଓଡ଼ିଶା ର ସବୁ ଉଚ୍ଚ ଶିକ୍ଷିତ ଲୋକଙ୍କୁ ଶାସନ କରିବ ତୁମେ ହିଞ୍ଜିଡ଼ା ତାଙ୍କ ଧନ ଚୁମିବ
@halchal6653
@halchal6653 7 күн бұрын
@@munathewriter1234 ମହାଶୟ ଆପଣ ବୋଧେ ବହୁତ ଉନ୍ନତ ମଣିଷ ଆପଣଙ୍କ ମନ୍ତବ୍ୟ କୁ ଓ ଆପଣଙ୍କ ଭାବନାର ବଶବର୍ତ୍ତୀ ମୁଁ ଦିନେ ଆପଣ ବି ମୁଖ୍ୟମନ୍ତ୍ରୀ ହେବାର ଦେଖା ଯାଉଛି ।।।। ବାଃ ମଣିଷ ଭିତରେ ମଣିଷ ଟିଏ ଆପଣ ଆଜ୍ଞା ଆପଣଙ୍କୁ କୋଟି ନମସ୍କାର 🙏🙏🙏🙏🙏🙏
@prafullachandrabeura8672
@prafullachandrabeura8672 6 күн бұрын
​@@munathewriter1234 ଯାହା ଉତ୍ତର ଦେଇଛ ଏପରି ଠିକ୍ ନୁହେଁ। ଟିକେ ନିଜର ସମ୍ମାନ ରଖ।
@RenukaMallik-j2c
@RenukaMallik-j2c 4 күн бұрын
Ama new cm nka ghar so beautiful 👌👍 gariba helebi hruday bada mantri heleni mane ghar old colour new house hei jiba 🙏 radhe radhe krishna 🙏
@pravatkumarbarik
@pravatkumarbarik 3 күн бұрын
ଆମ ନୂଆ ମୁଖ୍ୟମନ୍ତ୍ରୀ ଓଡ଼ିସାର ଦୁଃଖ ଦୁ୍ର କରିଦେବ ଆମ ଗରିବ ମାନଙ୍କର 🌹🌹🌹🌹🌹🌹❤❤❤❤❤❤❤❤ ଜୟ ଜଗନ୍ନାଥ
@binodkumarsahoo7355
@binodkumarsahoo7355 7 күн бұрын
So very beautiful thims speak to public and visit the site' of Village, home status Hon'CM Majhi of Odisha. A aspires memory Stand poor Family in Odisha, remember each others Many many Thanks, Congratulation
@jharanasingh7385
@jharanasingh7385 4 күн бұрын
Bhauja nka katha bahut badhia
@sanjibnayakpurnanandaparib2098
@sanjibnayakpurnanandaparib2098 7 күн бұрын
ଆଦିବାସୀ ଲୋକଙ୍କ କଲ୍ୟାଣ କରିବା ସହ ଓଡିଶା ବାସୀ କଲ୍ୟାଣ କରନ୍ତୁ
@banditabarik2872
@banditabarik2872 7 күн бұрын
Very nice talking with CM's mother.
@satyabannaik4539
@satyabannaik4539 7 күн бұрын
Don't underestimated those who are being staying in village. There is no peace like village. Each and everyone is there. Village people's kids are also now doing job in India and aboard also incoming huge amount. They are also doing various types of job in various places of this universe. Those who not love their village they should not go to village and they should getrid from their village for ever. There is no life like village. At village peoples are also riding Scorpio, RTR TVS high cost bike, Ertiga, Hyundai vehicles. ଯିଏ ସତରେ ଗାଁରେ ଅଧା ଜୀବନ କlଟିଛି ତା ପାଇଁ ଗାଁ ହିଁ ସବୁଠୁ ଶ୍ରେଷ୍ଠ ଓ ବଢିଆ ଜାଗା ଆଉ କଉଠି ନାହିଁ l ସହରରେ ଜନ୍ମ ହେଉଥିବା ପିଲା ଗାଁ ର ମଜ଼ା ଜୀବନରେ କେବେ ବି ପାଇବେ ନାହିଁ l ନଦୀକୁ ମାଛ ମାରିବା ପାଇଁ ଯିବା , ବନ୍ଧ ପାଣିରେ ଆଖି ଲାଲ ହେବା ପର୍ଯ୍ୟନ୍ତ ବିନା କାହାରି ଆକଟରେ ଗାଧେଇବା , ଗଛ ଡାଳରେ ଚଢିବା, ନାଳରେ ମାଛ ଧରିବା , ଗଛ ଚଢି ତା ଡାଳରେ ଚଢି ଡାଳ ମାକିଳି ଖେଳିବା l ଦୌଡ ରେ ଫାଷ୍ଟ ହେବା କେବଳ ଗାଁ ପିଲା l ଫୁଟବଲ ଖେଳିବା l କବାଡି ଖେଳିବା l ଡାଇଫ ମାରିବା ଓ long jump, high jump, ଥ୍ରୀ ଲେଗେଡ଼ race କେବଳ ଗାଁ ପିଲା ଆଗ l ମlରପିଟ କରିବା ଗାଁ ପିଲା ଆଗ l ଏହା କେବଳ ଗାଁରେ ସମ୍ଭବ l କଟକ କଥା ନ କହିବା ଭଲ 102 ଗଳି l ଭୁବନେଶ୍ୱର କଥା ଟିକେ ଅଲଗା କିନ୍ତୁ ସବୁ ମହଙ୍ଗା l ସବୁ ଗାଁ ରେ ସବୁ ମିଳେନି l ତେଣୁ ଗାଁ ପିଲା ସହରକୁ ଗଲେ ନିଜକୁ ଗଭର୍ଣ୍ଣର ଭାବିଦିଏ l କିନ୍ତୁ ଜାଣିପାରେନି ଯେ ମାସକୁ ଘର ଭଡା ମିନିମମ 8/10 ହଜ଼ାରରୁ କମ ନୁହଁ, ଖାଇବା ତିନି time minimum 300 l ପକେଟ ଖର୍ଚ୍ଚ, ଫିଲ୍ମ ଶୋ , misc expenditure, petrol, tempo, bus, train, hotel fare ଇତ୍ୟାଦି ଖର୍ଚ୍ଚ, ବନ୍ଧୁ ବାନ୍ଧବ ଖର୍ଚ୍ଚ, ଲୁଗାପଟା, ଘରକରଣl ଜିନିଷ, ଘର ସଜା, ପନିପରିବା, ମାଛ, ମାଂସ,ଚିକେନ, ମଦ, ଡ୍ରେସସ, ଜୋତା, ସିଗାରେଟ, ଗୁଟଖା ଖର୍ଚ୍ଚ ମିଶାଇ ଲେ ମାସିକ ଦରମା ଖତମ l ବାକି ରହିଲା ଗରିବ ଘରର ପିଲା ହିଁ ଗରିବ ମାନଙ୍କ କଥା ବୁଝିବେ l ଆସୁ ଆସୁ ତାରିଣୀ ମନ୍ଦିର ପାଇଁ 50 କୋଟି l ବା ସୁନ୍ଦର ପ୍ରୟାସ l ଆଗକୁ ଏମିତି ଜାରି ରହୁ l ଲୋକ କେବଳ କହିବେ ତାଙ୍କର ଆଉ କିଛି କାମ ନାହିଁ l ତେଣୁ ବାଟରେ ହଗିଲେ ନା ନଚେତ ଦେଉଳ ତୋଳିଲେ ନା କିନ୍ତୁ ଭଲ କାମ ହେବ ଏଇ CM ଅମଳରେ l ଜୟ ମା ତାରିଣୀ l
@Swagatika9337
@Swagatika9337 7 күн бұрын
ଆଉ ଗୋଟେ କଥା ଛାଡିଦେଲ ଲଙ୍ଗଳା ହେଇ ସବୁ ସାଙ୍ଗମାନେ ପୋଖରୀରେ ଡେଇଁବା
@MSD_FANS579
@MSD_FANS579 7 күн бұрын
Se sabu kari ta jeevana re kicchi kari paruna.Mahalia khaibaku milucchi sarkar ka Taraf ru.tama kan chinta.?Nadi re maccha dhariba,Bandhan re ghadheibo,handia mahuli peeva, tapare gandi teki dei jhagada kariba, auu se sukha kan town ki city re paiba?Sethi karile loko badei size kari debe .bbsr cuttack re jau puja hua dekhina bodhe.cuttuck pari durga puja hua.jetiki Kharcha hua puja re tame janina. Life style sabu jana gaon loko ka.alia Malia pindhi bulanti.deha dekhile lagge kete Dina hela khai na thiba.se sabu bodo bodo katha khali magana khaiba katha. Se 200 tanka ra shirt pindhi sabu hero bhabanti. Agge qualifications Anna tapare chakiri auu foreign katha kahiba.
@satyabannaik4539
@satyabannaik4539 7 күн бұрын
@@MSD_FANS579ଗାଁ ର ମଜ଼ା କେବେ ବି ଆଉ କଉଠି ମରିଗଲେ ବି ମିଳିବ ନାହିଁ l ତମେ ବୋଧେ ଜାଣିନ ମୁଁ ଜୀବନରେ +2 Isc ପର୍ଯ୍ୟନ୍ତ କେବେ ବି ଇଂଲିଶ ମିଡ଼ିଅମ ରେ ପଢ଼ିବାର ସୁଯୋଗ ମିଳିନି କିନ୍ତୁ B. Tech Engineering pare ଆଜି ମୁଁ ଜଣେ କେନ୍ଦ୍ରୀୟ PSU ସଂସ୍ଥାରେ ମ୍ୟାନେଜେର ପୋଷ୍ଟ ରେ ଅବସ୍ଥାପିତ ଓ ଦରମା ସବୁଠୁ ଟପ l Income ଟାକ୍ସ yearly paying 9 lakh above. My each year PSU Bonus ( Durga pooja ) 7 lakhs above. I have born in village also grow in village but at the time of engineering spent only 4 years outside of Odisha then job but I know village life is top most life from the other venue. When I was reading in 6 th Class (Odia Medium ) started speaking in English. So this foreign language is very very easy to use for me. My all friends are all also those who are being grown up in village they are also all doing in state government job in various sector except me. So village peoples are also very much awareness about their life. Now my entire friends has being well settled tgose who were read at village odia medium school. When we meet each other at any functions no doubt we may fell very glad to remembering our passed funny time. It may never ever possible at town or city very sure.
@uttamashadash
@uttamashadash 7 күн бұрын
Thik katha
@satyabannaik4539
@satyabannaik4539 7 күн бұрын
@@MSD_FANS579, ବାକି ତମେ ମୟୁରଭଞ୍ଜ ରେ ଟେକି ପକାଉଛି l
@bljaykumar614
@bljaykumar614 4 күн бұрын
Very nice Bhauja aama Keonjhar ku aasiki
@mybirdsworld5092
@mybirdsworld5092 4 күн бұрын
Chinta nai 5 barsa bhitare Raja mahala ta heijaithiba ma bhauja😅😅😅😅😅😅😅😅😅😅😅😅😅😅😅
@ghumudutandi2209
@ghumudutandi2209 3 күн бұрын
❤❤ବହୁତ ସୁନ୍ଦର ଘର❤❤❤ନମସ୍କାର❤❤ ❤❤❤ଜୟ ଶ୍ରୀ ରାମ ଜୀ❤❤❤
@fjhft6fhgrh711
@fjhft6fhgrh711 4 күн бұрын
Bhauja aponk kotha bohut Sundar lagila
@42664
@42664 7 күн бұрын
Proud of raikala KEONJHAR ❤️
@manjulatapradhan5459
@manjulatapradhan5459 4 күн бұрын
Tq bhauja CM nka ghara dekhaila
@user-ve3he1ew5g
@user-ve3he1ew5g 7 күн бұрын
ଆପଣଙ୍କ ଭିଡିଓ ବହୁତ୍ ଖୁସି ଲାଗିଲା ଧନ୍ୟବାଦ୍ ଜୟ ଜଗନ୍ନାଥ
@PandabMallik
@PandabMallik 7 күн бұрын
Amiti news pai thank you so much bhauja.🎉🎉🎉🎉🎉🎉🎉🎉🎉.
@user-op1cb1ge1v
@user-op1cb1ge1v 12 сағат бұрын
ବହୁତ ଗର୍ଭର କଥା ଆମ ଆଦିବାସୀ ଜନଜାତି ପରିବାରର ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇଛନ୍ତି ତାହା ପୁଣି ଆମ କେନ୍ଦୁଝର ଜିଲ୍ଲାର
@ugrasensahu6253
@ugrasensahu6253 7 күн бұрын
ଭାଉଜ ଆପଣଙ୍କ video ଉପସ୍ଥାପନା CM ଙ୍କ ଘର ବିଷୟରେ ବହୁତ ଉଚ୍ଚ କୋଟିର ହୋଇଛି l🙏
@playinggamer9756
@playinggamer9756 4 күн бұрын
Bhauja ra katha bahut sundar
@damodarmajhi4897
@damodarmajhi4897 5 күн бұрын
ଅତି ସୁନ୍ଦର ଭାଉଜ
@biswanathhhembram2426
@biswanathhhembram2426 3 күн бұрын
ଭାଇଜ ବହୁତ ବଢିଆ ।
@PrakashMalik-ym2rf
@PrakashMalik-ym2rf 3 күн бұрын
ଭାଉଜ ତମ ଭିଡିଓ ଦେଖିକି ଭଲ ଲାଗିଲା ହେଲେ ନୁଆ ଘର କୋଉ ଠୀ ❤❤❤❤❤😂😂😂😂😂😂
@biswanathhhembram2426
@biswanathhhembram2426 3 күн бұрын
ଭାଉଜ ବହୁତ ସୁନ୍ଦର।
@user-qn2mc7dl2m
@user-qn2mc7dl2m 3 күн бұрын
Tnx ,,bahut sundar lagila
@sudhiramahapatra5594
@sudhiramahapatra5594 22 сағат бұрын
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍
@rishikesh4340
@rishikesh4340 Күн бұрын
ଭାଉଜ କିନ୍ତୁ ଭାରୀ ସୁନ୍ଦରୀ 👌👌👌
@narayansahoo7952
@narayansahoo7952 7 күн бұрын
ଏ ନ୍ୟୁଜ ମାନେ ମୁଖ୍ୟ ମନ୍ତ୍ରୀ ଙ୍କୁ ଶାସନ କରିବାକୁ ଦେବେନି
@gagen2903
@gagen2903 5 күн бұрын
Bhauja ❤❤❤❤❤❤❤❤❤❤❤❤ god bless you and soooooooooo cut
@chintamanikisan8848
@chintamanikisan8848 4 күн бұрын
ବହୁତ ଭଲ ଲାଗୁଛି ଜଯ ଶୀ ରାମ
@prabhatapradhan7513
@prabhatapradhan7513 6 күн бұрын
ଭାଉଜ ନମସ୍କାର
@damniksunani7577
@damniksunani7577 7 күн бұрын
🙏🙏🙏ଭାଉଜ, ଅତି ଉତ୍ତମ 👌👌👌
@nirmalbiswal2546
@nirmalbiswal2546 Күн бұрын
@ ଯାହା ହେଉ ଦେଖିକି ଖୁସି ଲାଗିଲା ଓଡିଆ ସଂସ୍କୃତି କୁ
@sujitkumarnayak2431
@sujitkumarnayak2431 5 күн бұрын
ବହୁତ ବହୁତ ଧନ୍ୟବାଦ 🙏🏻🙏🏻
@babitadalai8691
@babitadalai8691 4 күн бұрын
Bahuta. Bahuta. Dhanyabada. Ama. New. Cm. Nka. Ghara. Dkheithibaru. Vauja. 😊😊😊
@StudyHelp2U
@StudyHelp2U 4 күн бұрын
Bahut sundar Vlog By News 18 ଓଡ଼ିଆ🙏🙏
@Rianporagup
@Rianporagup 4 күн бұрын
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର ❤❤❤❤
@asmusicofficial4390
@asmusicofficial4390 5 күн бұрын
ମୈଦାନ ରେ ଭାଉଜ ତାଙ୍କ ନା ରେ ତମେ ଆଜି ଖବର ପାଉଛ। ❤❤
@ManojJenaVlogs
@ManojJenaVlogs 4 күн бұрын
Great life style & story 👍 our cm Mohan Majhi odisha
@shreeeff
@shreeeff 7 күн бұрын
Real odia Toka ama chief ministee❤❤❤❤
@sanatkumarmalik4236
@sanatkumarmalik4236 6 күн бұрын
ଭାଉଜ ନମସ୍କାର 🙏😬
@iswarchandranaik
@iswarchandranaik 5 күн бұрын
Bahut Sundar lagila video i ❤ adibasi
@Gagane-rw8pu
@Gagane-rw8pu 7 күн бұрын
ଭାଉଜ ଆପଣଙ୍କୁ ନମସ୍କାର 🙏🙏🙏🙏🌹
@GaneshJena-mr1hf
@GaneshJena-mr1hf 7 күн бұрын
Thanks, ଭାଉଜ ,
@NareshChandrasamal-sr8ey
@NareshChandrasamal-sr8ey 6 күн бұрын
ବହୁତ୍ ଭଲ ଲାଗିଲା ଦେଖିକି❤
@user-fq5gb9ep9e
@user-fq5gb9ep9e 4 күн бұрын
ଗରିବ ପରିବାର କୁହ ନାହିଁ ମା ଛାତି ମୋର ଯାଏ ଫାଟି ଆମ ମୁଖ୍ୟମନ୍ତ୍ରୀ ଆମ ଅନ୍ନ ଦାତା ଗରିବ ଲୋକଙ୍କ ଜଷ୍ଟି । ଆମ ଓଡିଶାରୁ ହେଲେ ରାଷ୍ଟପତି ଆଦିବାସୀ ଝିଅ ଦ୍ରୋପଦୀ ଆମ ଓଡିଶାର ଆଦିବାସୀ ପୁଅ ଆଜି ଆମ ମୁଖ୍ୟମନ୍ତ୍ରୀ । ଧନ୍ୟ ଏ ଉତ୍କଳ ଭୂଇଁ ଭାଉଜଙ୍କର ଏହି କଥପୋ କଥନେ ମୁଣ୍ଡ ଯାଉଛି ମୋ ନଇ । ମା ଓଡ଼ିଆର ଜୟ ହେଉ ।
@bijayadas3334
@bijayadas3334 7 күн бұрын
Best performance. Good Luck. Keep up. Well Done. Really fact. Mohan is golden of Odisha. Thanks
@sambarimunda1551
@sambarimunda1551 7 күн бұрын
❤❤❤❤❤🇨🇮
@ashimkumarbiswas8676
@ashimkumarbiswas8676 Күн бұрын
So thanks madam..... Info regsrding our new CM, sir... 🌹
@sumantaswain7942
@sumantaswain7942 6 күн бұрын
ଭାଉଜଙ୍କ ଭିଡିଓ ଖୁବ୍ ସୁନ୍ଦର ଲାଗି ଲା
@suryamanimunda-xr1js
@suryamanimunda-xr1js 5 күн бұрын
Bahut khusi Lagila Bhaujo Good job ❤
@niranjanpatra84
@niranjanpatra84 13 сағат бұрын
Reporter bhauja bahuta cute laguchhanti❤❤👌❤️❤️
@SanaManuVlogs
@SanaManuVlogs 5 күн бұрын
ଭାଉଜ ନମସ୍କାର 🎉🎉🎉🙏🏽🙏🏽
@sarnabongaburu4932
@sarnabongaburu4932 5 күн бұрын
Namaskar Bhaujo Rani
@arundhatisahoo7835
@arundhatisahoo7835 5 күн бұрын
Bahut sundar ghara bhala agana very nice 👍👍❤❤
@JanakisakhideviDasi
@JanakisakhideviDasi 7 күн бұрын
News 18 best news channel 🎉
@itsyours126
@itsyours126 2 күн бұрын
Bohut sundor❤
@natabardas2944
@natabardas2944 5 күн бұрын
Great our CM mohan sir 🙏🙏🙏🙏🙏🙏🙏🙏👍👍👍👍👍👍👍👍 Jay Jagannath Jay hind jay bharat 🙏🙏🙏 Jay B j p 👍👍👍👍👍👍👍👍
@JerryKumarmajhi-sz7vp
@JerryKumarmajhi-sz7vp 4 күн бұрын
ଭାଉଜ ଲୋକ କୁ ଯାହା ବି କୁହ ମୋହନ ଭାଇ ହେଲା chief minister ମୋହନ ଭାଇ ଏବେ ଆଗକୁ ବଡିବ
@MhendraMallick
@MhendraMallick 6 күн бұрын
ଆମ ମୁଖ୍ୟମନ୍ତ୍ରୀ ଙ୍କୁ ନମସ୍କାର
@lilinabiswal8953
@lilinabiswal8953 4 күн бұрын
Tq didi khusi lagila
@LipunGamer-cp6zj
@LipunGamer-cp6zj 7 күн бұрын
ଆମ ଗାଁରେ ଭାଉଜ।
@KishoreKumarHarichandan
@KishoreKumarHarichandan 4 күн бұрын
Good riporatar.
@devrjrudai1988
@devrjrudai1988 7 күн бұрын
ବହୁତ୍ ବଢିଆ ଲାଗିଲା ❤🙏😊
@user-tx6km9bn5f
@user-tx6km9bn5f 7 күн бұрын
Thanks ❤
@happypkgaming1781
@happypkgaming1781 7 күн бұрын
Love from kendujhar ❤❤
@BabululamayBabululamay
@BabululamayBabululamay Күн бұрын
🙏🙏🙏🙏🙏🏹🏹🏹🏹🏹🏹🏹🏹🏹🏹🏹🏹🏹🙏🙏🙏🥥🌺🥥🌺🥥🌺🥥🌺🥥🌺🥥🇮🇳🕉️🇮🇳🕉️🇮🇳🕉️🇮🇳🕉️🇮🇳✍️✍️✍️✍️✍️✍️✍️🏞️🏔️⛰️🛣️🛣️🛣️🛣️🌏🌏🌏🌏🌏🌏🌏🌏🌏🙋🙋🙋🙋🙋🙋🙋🙋🍇🍇🍇🍇🍇🍇🍇🍎🍎🍎🍎🍎🍎🍍🍍🍍🍍🍍🍍🍍🍍🫐🫐🫐🫐🫐🫐🍒🍒🍒🍒🍒🍒🍒🍒🍒🫒🫒🫒🫒🫒🫒🫒🫒🫒🍏🍏🍏🍏🍏🍏🍏🍏🍏🍏🍐🍐🍐🍐🍐🍐🍐🍐🍐🍐🍐🍊🍊🍊🍊🍊🍊🍊🍊🍊🍊🍊🙏🙏🙏Jay Johar. Satyananda Lamayi
@PinkuShahoo
@PinkuShahoo 5 күн бұрын
ଭାଉଜ ତମେଭାରି ଭଲ
@user-hb6ft8ed3p
@user-hb6ft8ed3p 3 күн бұрын
Bhauja thank you
@lambodarpatra9254
@lambodarpatra9254 7 күн бұрын
ମୋହନ sir ଆମେ ତମ fan
@kamallochannayak9660
@kamallochannayak9660 7 күн бұрын
Thanks Bhauja
@user-ym9mh2je9t
@user-ym9mh2je9t 7 күн бұрын
Proud to be Keonjharia ❤❤❤
@user-te1sd1qw4k
@user-te1sd1qw4k 7 күн бұрын
ଓଡିଶା ବାସି ବୁଝି ନିଅତୁଂ ପରବତରେ ପଦୁଅଁ ଫୁଟିଳା ଆମ Cm ତାର ଫୁଳ ଉଦାହରଣ ମାଳିକା ସତ ହୋଇଛି
@user-kv6vr2bo7z
@user-kv6vr2bo7z 4 күн бұрын
Very nice😮
@shila5768
@shila5768 6 күн бұрын
Bahut sunder heichi Agana and ghara mate bahut sunder laguchi
@ranjansahoo8237
@ranjansahoo8237 4 күн бұрын
ପାଞ୍ଚ ବର୍ଷ ପରେ ଆଉ ଏ ଘର ନଥିବ, ସବୁ ଯାଇଥିବ l
@SarataBarik-gb3wy
@SarataBarik-gb3wy 5 күн бұрын
Very nice
@omprakashpanda2838
@omprakashpanda2838 7 күн бұрын
Proud of news18 odia and proud of our CM sir
@susamadash3483
@susamadash3483 7 күн бұрын
ମୁଖ୍ୟ ମନ୍ତ୍ରୀ ମୋହନ ବାବୁ ବଣ ମଲ୍ଲୀ ,ରାଇକଳା ଗାଁ ର।
@user-yn2lw1gy5b
@user-yn2lw1gy5b 7 күн бұрын
Kn banamali
@user-ft7nb4bp2d
@user-ft7nb4bp2d 7 күн бұрын
Bahuto sundar Aalachana
@user-om1dk1rm2m
@user-om1dk1rm2m 7 күн бұрын
Congratulations 🎉
@ajaykumarmohanta5073
@ajaykumarmohanta5073 6 күн бұрын
Bahut Sundar Vlogs....
@sureshkumarbagh1458
@sureshkumarbagh1458 7 күн бұрын
Super se upper madam ❤❤❤
@BalaramMeher-hk7dz
@BalaramMeher-hk7dz 4 күн бұрын
Very good Odissa PM House plese
@niranjanpatra84
@niranjanpatra84 13 сағат бұрын
Adibasi loka bhari sarala❤
@sujatapanda2545
@sujatapanda2545 7 күн бұрын
Beautiful ghar 👌
@humdevdutt2801
@humdevdutt2801 7 күн бұрын
ଲାଗୁଚି ମନ୍ତ୍ରୀ ଙ୍କୁ କେହି ଭଲ ପାଉନଥିଲେ ଭଳିଆ ଲାଗୁଚି, କାହା ମୁହଁରେ ହସ ନାହିଁ
@rockon4045
@rockon4045 7 күн бұрын
Sundar interview
Did you believe it was real? #tiktok
00:25
Анастасия Тарасова
Рет қаралды 10 МЛН
Anubhuti kharadina ra || Khordha toka || Funny Angulia || odia comedy vdo
22:45
Did you believe it was real? #tiktok
00:25
Анастасия Тарасова
Рет қаралды 10 МЛН