No video

ଏମିତି ରାସ୍ତା ଦେଖି ନ ଥିଲି ଆପେ ଆପେ ମଝିରୁ ଖୋଲି ଯାଉଛି ପୋଲ || Dhoom 3 open Bridge Russia

  Рет қаралды 399,276

ମୁଁ TRAVELLER

ମୁଁ TRAVELLER

2 ай бұрын

ଏମିତି ରାସ୍ତା ଦେଖି ନ ଥିଲି ଆପେ ଆପେ ମଝିରୁ ଖୋଲି ଯାଉଛି ପୋଲ || Dhoom 3 open Bridge Russia #mutraveller
Connect with me on:
1. Facebook: www.facebook.c...
2. Instagram: www.instagram....
3. LinkedIn: www.linkedin.c...
4. X: x.com/HansdaLa...
5. Facebook page: www.facebook.c...
Equipments used:
1. Dji osmo:- amzn.to/3V05rjY
2. Travel adapter:- amzn.to/3WWfs4b
3. Travel bag:- amzn.to/4bUD916
4. Power bank:- amzn.to/3wGD8z7
5. Iphone 14:- amzn.to/3V06pN8
6. Sony Alpha:- amzn.to/3Ki9u6g

Пікірлер: 1 200
@nalinimajhi5348
@nalinimajhi5348 2 ай бұрын
ଅତି ସୁନ୍ଦର ୟାକୁ ହିଁ କହନ୍ତି life 😊😊😊 ଧନ୍ୟବାଦ ଏତେ ସୁନ୍ଦର ସ୍ଥାନ ସବୁ ଦେଖାଉ ଥିବାରୁ 🙏🙏
@Rembo199
@Rembo199 2 ай бұрын
Bindas life ❤❤❤ kahanti eta hii
@kameswarYouTubeExpress
@kameswarYouTubeExpress 2 ай бұрын
Thanks for information 🥰💝 I am from Brhampur city
@theanimal3153
@theanimal3153 2 ай бұрын
❤❤
@banamalimusic3333
@banamalimusic3333 2 ай бұрын
Hn
@GouraSahoo123
@GouraSahoo123 2 ай бұрын
Hy
@anupamanayak8568
@anupamanayak8568 2 ай бұрын
ଓଃ କି ସୁନ୍ଦର ।ସୁନ୍ଦର ତୃପ୍ତି ରେ ଅଵସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଏ । ଲବ ଵେଟା ଅନେକ ଅନେକ ଧନ୍ୟବାଦ ।
@krushnachandraPal-zo6lj
@krushnachandraPal-zo6lj 2 ай бұрын
Kn dekhibaku iccha acchi ki❤❤❤
@MoVlogs143
@MoVlogs143 2 ай бұрын
ଓଡ଼ିଶାରେ କିଏ ଅଛ ଲାଇକ କରନ୍ତୁ ଦୟାକରି
@MohanExcellentAWPL
@MohanExcellentAWPL 2 ай бұрын
Laba bhai ତୁମର ଏହି ଭିଡିଓ ଟିରେ ପୋଲର ଦୃଶ୍ୟ ଟା ବହୁତ ସୁନ୍ଦର ହେଇଚି
@dhanirambeg7820
@dhanirambeg7820 2 ай бұрын
ଲବ ଭାଇ ଯୁହାର ବହୁତ ସୁନ୍ଦର ହେଇଛି ଦେଖି ବହୁତ ଆନନ୍ଦିତ ଲାଗିଲା
@jyotishsurin951
@jyotishsurin951 2 ай бұрын
Dhoom 3 wala bridge..
@tapanmarndi2787
@tapanmarndi2787 2 ай бұрын
ଋଷିଆ ରେ ବହୁତ ସୁନ୍ଦର ଘର ହେଇ ଅଛି। ରାଜ ଭବନ, ବହୁତ୍ ସଫା ସୁତରା ଦେଶ। ମତେ ବହୁତ୍ ଭଲ ଲାଗିଲା। ମୋତେ ଘର ଏବଂ road clean ସବୁଠୁ ଭଲ ଲାଗିଲା।jay ଜଗନ୍ନାଥ ବ୍ରିଜ ତ ବହୁତ୍ ସୁନ୍ଦର୍ ଭିଉ ଅଛି।thank u bhai love 💕💕 you।
@udayhoriom1005
@udayhoriom1005 2 ай бұрын
ଲବ ଭାଇ ବହୁତ ସୁନ୍ଦର ଜିନିଷ ଦେଖିବା ପାଇଁ ମିଳୁଛି ଆପଣ ଙ୍କ ପ୍ରତିଭା କୁ ମାନିବାକୁ ପଡ଼ିବ ଦେଶ ବିଦେଶର ଖବର ସହିତ ଜୀବନ ଯାପନ ର ଦୃଶ୍ୟ ଦେଖିବାକୁ ସୁଯୋଗ ସୃଷ୍ଟି କରି ଛନ୍ତି ଧନ୍ୟବାଦ ଆଜ୍ଞା 🙏🏼🌹🙏🏻🌹
@SonaliPattnayk46
@SonaliPattnayk46 2 ай бұрын
ଲବ ଭାଇ ଙ୍କ ପାଇଁ ଆମ ଓଡ଼ିଶା ଆଜି ଗର୍ବ କରୁଛି❤👍♥️
@karabaskeyofficial7034
@karabaskeyofficial7034 2 ай бұрын
ସବୁଠୁ ଭଲ ଲାଗେ ମୋତେ ଲଵ ଭାଇ ର drone short ଭିଡିଓ ଆଉ ଆପଣଙ୍କୁ କେମିତି ଲାଗେ comment କରି କୁହ ଜୟ ଜଗନ୍ନାଥ ......
@DJAUDIOZONE
@DJAUDIOZONE 2 ай бұрын
ତାହାଲେ ତ କହିବା କଥା ଆମ ଓଡ଼ିଶା କୁ ଯଦି କେହି ଚିହ୍ନି ଥିବେ କେବଳ ଲବ ଭାଇଙ୍କ ପାଇ , ମା giha କହିଲା ଲବ ପାଇ ଓଡ଼ିଶା ଗର୍ବିତ ତ ବଉ ବିୟା ରେ ଗେ
@laxmansoren3495
@laxmansoren3495 2 ай бұрын
Sate na kn...!!!!
@GangadharSahu-zf5zg
@GangadharSahu-zf5zg Ай бұрын
Lab bhaimale tumirajaz
@theanimal3153
@theanimal3153 2 ай бұрын
ଏତେ ସୁନ୍ଦର ଜାଗା 🥴🥴🥴ଭିଡ଼ିଓ ରେ ଦେଖିକି ଏତେ ସୁନ୍ଦର ଲଗୁଛି ❤️ପାଖରେ ଦେଖିକି ଆପଣଂକୁ ସ୍ୱଗ ପରି ଲାଗୁଥିବ ❤️❤️❤️❤️❤️
@roshankumarrk3999
@roshankumarrk3999 2 ай бұрын
Nice bhai ❤️ keep growing & Archives Your Success 🙏❤️👍
@banibijuli6115
@banibijuli6115 2 ай бұрын
Bahut Sundar lagila thank you Labo Bhai aamoku ete sundar sundar place dekhau thibaru Jay jagannath 🙏🙏 bhagwan tumoku sabu bele khusi re rakhantu 🥰🥰
@AkshayNaik-se2je
@AkshayNaik-se2je 2 ай бұрын
Laba bhai one and only odia international KZfaqr. Odisha proud for laba hanshda. Great laba bhai
@karabaskeyofficial7034
@karabaskeyofficial7034 2 ай бұрын
ସବୁଠୁ ଭଲ ଲାଗେ ମୋତେ ଲଵ ଭାଇ ର drone short ଭିଡିଓ ଆଉ ଆପଣ ମାନଙ୍କୁ କେମିତି ଲାଗେ comment କରି କୁହନ୍ତୁ ଜୟ ଜଗନ୍ନାଥ
@kishorehansdah4248
@kishorehansdah4248 2 ай бұрын
Jabardast
@DecemberMajhi-ej2hc
@DecemberMajhi-ej2hc 2 ай бұрын
Bahut bhala
@user-qt4lg6rf6t
@user-qt4lg6rf6t 2 ай бұрын
ମୁଁ ନବରଙ୍ଗପୁର ଜିଲ୍ଲାର ଏକ ଆଦିବାସୀ ପିଲା ମୁଁ ଆପଣଙ୍କ ବିଡ଼ିଓ ସବୁ ବେଳେ ଦେଖେ ବଡିଆ ମଜା ଲାଗେ ଭାଇ ବହୁତ ବହୁତ ଧନ୍ୟବାଦ୍ ଜୟ ଜଗନ୍ନାଥ
@janakakanhar
@janakakanhar 2 ай бұрын
ସବୁ କିଛି ଭଲ ଲାଗେ ଲବ ଭାଇର vlogging Love you ଲବ ଭାଇ ❤❤
@DipuNaik-zt7iq
@DipuNaik-zt7iq 2 ай бұрын
ଲବ ଭାଇ ମୁଁ ତୁମର 255 ଟି ଯାକ video ଦେଖିଛି । ଲବ ଭାଇ ପାଇଁ ଗୋଟେ like ହେଇଯାଉ । ❤
@chintubhai8030
@chintubhai8030 2 ай бұрын
Tame Bhai besi randu a hai gala
@hrudanandasankhua5824
@hrudanandasankhua5824 2 ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@pradeeporam3540
@pradeeporam3540 2 ай бұрын
What a ଦୃଶ୍ୟ ଭାଈ mind blowing ❤
@dambrudharnayak7809
@dambrudharnayak7809 2 ай бұрын
ଆମ ଓଡ଼ିଶା ର ମୟୂରଭଞ୍ଜର ଲବ ଭାଇଙ୍କୁ ଧନ୍ୟବାଦ ❤
@hemantabahera8047
@hemantabahera8047 2 ай бұрын
Wow nice briji ସେଠିକାର ଟେକ୍ନୋଲୋଜି କୁ ମାନିବାକୁପଡ଼ିବ ବହୁତ୍ ହି ଭଲଲାଗିଲା ଧନ୍ୟବାଦ, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤❤
@Creater174
@Creater174 2 ай бұрын
Love from odisha laba bhai ❤❤❤❤❤❤❤❤❤❤❤❤❤❤❤❤ Dhenkanal
@SanjuSoy-ez3hl
@SanjuSoy-ez3hl Ай бұрын
ବହୁତ ସୁନ୍ଦର ଲାଗୁଛି ଲବ ଭାଇ ଆମ ମୟୂରଭଞ୍ଜ ଜିଲ୍ଲାର ନାଁ ରଖିଦେଲେ। thanks to ଲବ ଭାଇ।
@BhubaneswarNayak-pk4tq
@BhubaneswarNayak-pk4tq 2 ай бұрын
ବହୁତ ସୁନ୍ଦର ଲାଗୁଛି ଭାଇ ଆପଣଙ୍କ ଭିଡିଓ ❤❤❤
@ViralYouTubeShortsNo1
@ViralYouTubeShortsNo1 2 ай бұрын
No 1ଓଡ଼ିଆ vloger ❤❤
@kapileswarmandal1052
@kapileswarmandal1052 2 ай бұрын
ଲୋବ ଭାଇ ବହୁତ୍ ସୁନ୍ଦର ଜାଗା ଦେଖିକି ଖୁସି ଲାଗିଲା
@samirabhatta792
@samirabhatta792 2 ай бұрын
Such as a nice place, thanks laba
@malatimarndi8131
@malatimarndi8131 2 ай бұрын
Beautiful place. Enjoy. God bless you.
@AbhimanyuDas-us6co
@AbhimanyuDas-us6co 2 ай бұрын
ଭାଇ ମୁଁ 75 ନମ୍ବର କମେଟ କରିଚି ଭାଇ ମୁଁ ମୟୂରଭଞ୍ଜ ଠାକୁରମୁଣ୍ଡା ମୋ ନାମ ଅଭିମନ୍ୟୁ ଦାସ ଜୟ ଜଗନ୍ନାଥ ଜୟ ମା ଵାଷୁଳି
@FastingGaming123
@FastingGaming123 2 ай бұрын
❤❤❤❤❤
@FastingGaming123
@FastingGaming123 2 ай бұрын
Mu bi Thakurmunda ro pila
@loveislifecreation1491
@loveislifecreation1491 2 ай бұрын
Abhimanyu bhai juhar❤❤❤
@user-mh1py9wk9q
@user-mh1py9wk9q 2 ай бұрын
Mu bi thakurmunda ra
@Sipun366
@Sipun366 2 ай бұрын
Mu bi Thakurmunda ru
@user-cm4nz6yp8n
@user-cm4nz6yp8n 2 ай бұрын
Mast ochi Bhai Jaa ohu apannku dhanhabad 🥰🥰🥰🥰 Borigumma Pilla ♥️kor
@narayantripathynarayantrip2865
@narayantripathynarayantrip2865 2 ай бұрын
Beautiful opening bridge 🌉🌉 Russia beautiful city 🏙️🏙️ trips safe journey God bless you
@narayantripathynarayantrip2865
@narayantripathynarayantrip2865 2 ай бұрын
Beautiful open bridge 🌉🌉 Russia safe journey God bless you
@baidyanathmunduri7866
@baidyanathmunduri7866 2 ай бұрын
Very nice video Lobha bhai
@SbabuBandia-by4gg
@SbabuBandia-by4gg 2 ай бұрын
Omy god very nice 👍....bhai
@npvlogs3132
@npvlogs3132 2 ай бұрын
Very nice view, Bridge opening is so interesting ❤
@sushilmeher2581
@sushilmeher2581 Ай бұрын
ଭାଇ ବହୁତ ସୁନ୍ଦର ଭି ଉ ଭଲ ଲାଗିଲା ଭିଡ଼ିଓ ଦେଖିକି ବହୁତ ଧନ୍ୟବାଦ 🙏🙏🙏🙏🙏🌹🌹🌹🌹🌹🌹🌹❤️❤️❤️❤️❤️❤️💋💋💕💕
@bikashsahu4391
@bikashsahu4391 2 ай бұрын
ଲବ ଭାଇ video କୁ like କର ଜୟ ଜଗନ୍ନାଥ ଲବ ଭାଇ 🎉🎉
@Madhaba_Dora
@Madhaba_Dora 2 ай бұрын
Lava Vlog Odisha ❤️ femous heujahuuuu.... ଜୟ ଜଗନ୍ନାଥ 🙏🙏🙏
@amanbabu9241
@amanbabu9241 2 ай бұрын
Good job vai...bahut sundar vedio dekheithibaru...thank yuo ❤❤❤❤
@DeeptiShree
@DeeptiShree 22 күн бұрын
ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖାଉଛ ତମକୁ ବହୁତ ବହୁତ ଧନ୍ୟବାଦ ❤️❤️❤️❤️❤️❤️❤️❤️❤️
@sunilparida3480
@sunilparida3480 2 ай бұрын
ଜୟ ଜଗନ୍ନାଥ ଲବ ଭାଇ 👌❤️🙏🙏🔥🔥😘😘
@ramachandranaik1132
@ramachandranaik1132 2 ай бұрын
🎉ଅତି ସୁନ୍ଦର ଲବ ଦା 👌👍🌹
@RakeshKumar-ol2qn
@RakeshKumar-ol2qn 2 ай бұрын
You are the real kainga putra in our odisha state... You deserve the very spectacular way in you concern.but the adertising in our puri ...jagananth..russia country.jai hindstan..naam unchha karo hamara desh ka......
@ratanlalpurty3569
@ratanlalpurty3569 2 ай бұрын
Super Brother, ଏତେ ସୁନ୍ଦର ଜାଗା, God Blesse You ❤️🌹❤️🌹❤️🌹
@nalinimajhi5348
@nalinimajhi5348 2 ай бұрын
ଚମତ୍କାର କାରିଗରି 😊❤❤❤❤
@F56980
@F56980 2 ай бұрын
ଓଡିଶାରେ ପିସି କାରିଗରୀ
@mahendramajhi-jn5mn
@mahendramajhi-jn5mn 2 ай бұрын
❤❤❤❤🎉🎉🎉laba bhoi
@blogerboyhimanshu
@blogerboyhimanshu 2 ай бұрын
Wow very beautiful place Laba Bhai Jai jagannath 🙏❤️
@user-bp5ig9jh8m
@user-bp5ig9jh8m 2 ай бұрын
Open bridge bhala lagila, thank you
@umerkotelkncreation
@umerkotelkncreation 2 ай бұрын
ନବରଙ୍ଗପୁର ରୁ କିଏ କିଏ ଦେଖୁଛ ଭାଇ
@user-kv8lv5mo6h
@user-kv8lv5mo6h 2 ай бұрын
Bhai mun Nabarangpur to Dekhuchi
@DebiprasadMali-ht8kx
@DebiprasadMali-ht8kx 2 ай бұрын
Mui bi
@rocky-cu1rn
@rocky-cu1rn 2 ай бұрын
Tu eka au kehi ni 😂
@tripatipujari7926
@tripatipujari7926 2 ай бұрын
mu nabarang pur ru dekuchi bhai
@loknathgond2563
@loknathgond2563 2 ай бұрын
Raighar ru dekuchi
@chinmaymohapatra8148
@chinmaymohapatra8148 2 ай бұрын
1 like for laba Bhai by mayurbhanjia ❤❤❤❤❤❤ Bhai mast explore video ❤❤❤❤
@bahadurhembram9239
@bahadurhembram9239 2 ай бұрын
SO BEAUTIFUL SCENERY LANBA BHAI
@santoshkumarbehera2872
@santoshkumarbehera2872 2 ай бұрын
Bahut sundar lagila Bhai Jay jagannath ❤❤❤
@durgasoren2136
@durgasoren2136 2 ай бұрын
Very beautiful video + place
@nathamunda5006
@nathamunda5006 2 ай бұрын
ଲବ ଭାଇ ବହୁତ ଭଲ ଆମେ ଫିଲ୍ମ୍ ରେ ଦେଖିଚୁ ସତରେ ତମେ ଦେଖୁଚ ଲବ ଭାଇ ଜୟ ଜଗନ୍ନାଥ
@govindasabar498
@govindasabar498 2 ай бұрын
Laba bhai bahut vl lagila blok
@chandramanimahanta8332
@chandramanimahanta8332 2 ай бұрын
ଭଲ ଲାଗିଲା ଖୋଲା ବ୍ରିଜ ଦେଖି ଜୟ ଜଗନ୍ନାଥ ସ୍ବାମୀ
@ArjunBeta143
@ArjunBeta143 2 ай бұрын
100 lak views asiba
@durjyakumarsabar5032
@durjyakumarsabar5032 2 ай бұрын
କିଏ କିଏ ଲବ ଭାଇଙ୍କ ଭିଡିଓ କୁ ଅପେକ୍ଷା କରି ରହୁଛ ❤❤❤
@EpriyamRaita2006
@EpriyamRaita2006 2 ай бұрын
Mu bro any time dekuchi bro and waiting re rohuchi bro
@SubashGarada
@SubashGarada 2 ай бұрын
Bahut sundar place dekhei thibaru❤thank u Laba bhai
@user-hj9qj2el2u
@user-hj9qj2el2u 2 ай бұрын
ତମ ଦୟା ରୁ ଭାଇ କେତେ ନୂଆ ନୂଆ ଜାଗା ଦେଖି ବାକୁପାଇଲି ଧନ୍ୟବାଦ ଭାଇ ❤️❤️❤️❤️
@user-yg6rd3pj2g
@user-yg6rd3pj2g 2 ай бұрын
Wow 😲
@subanya2018
@subanya2018 2 ай бұрын
ବହୁତ ସୁନ୍ଦର ଲାଗୁଛି ଜୟ ଜଗନ୍ନାଥ
@gitamanisingh6060
@gitamanisingh6060 2 ай бұрын
Bahut sundar.India re b emiti bridge achhi..Bamban bridge.. Rameswaram..Tamilnadu
@sweet-ritu
@sweet-ritu 2 ай бұрын
King of the world traveller nd wonderful world 🌎🌎🔥🔥🥰❤️❤️🙏🙏
@laxmipriya7230
@laxmipriya7230 2 ай бұрын
ଜୟ ଜଗନ୍ନାଥ 🙏,,,,,, ଭିଡ଼ିଓ ଟି ବହୁତ ସୁନ୍ଦର ହୋଇଛି ଭାଇ ✨,,,, ତୁମ ପାଇଁ ଆମେମାନେ ଘରେ ବସିକି ଏତେ ସୁନ୍ଦର ଭିଡ଼ିଓ ଦେଖିପାରୁଛୁ 💫🥳
@krushnachandraPal-zo6lj
@krushnachandraPal-zo6lj 2 ай бұрын
Hii u from which district😅😅
@khageswarkudel9895
@khageswarkudel9895 2 ай бұрын
ସୋନପୁର ରୁ କୀଏ ଦେଖୁଛ ଲାଇକ କର
@Alekha-zb3oz
@Alekha-zb3oz 2 ай бұрын
ମୁ ଚିକିଟି ରୁ ଦେଖୁଚି
@kmodiachannel290
@kmodiachannel290 2 ай бұрын
Mu b.m.pur ru dekhuchi
@user-vf2ni9fq7s
@user-vf2ni9fq7s Ай бұрын
Mu sunapur ru dekhuchi
@Ranjan-ov3rv
@Ranjan-ov3rv Ай бұрын
ମୁଁ ବିନିକା ତାଳମୁଣ୍ଡା ରୁ ଦେଖୁଚି
@sanjuktabiswal1569
@sanjuktabiswal1569 2 күн бұрын
ଜୟ ଜୟ ଜଗନ୍ନାଥ 🌿🌼❤️🙏🏽🌼🛐ମହାପ୍ରଭୁ ତୁମ ଯାତ୍ରା ସଫଳ କରନ୍ତୁ, ଭାଗ୍ୟବାନ ପିଲା କେତେ ଦେଶ ବୁଲୁଛ ଓ ଦେଖାଉଛ, ପ୍ରଭୁ ଙ୍କ କୃପାରୁ ସ୍ୱାସ୍ଥ୍ୟ ଭଲ ରହି ଆମ ଜଗନ୍ନାଥ ଦେଶକୁ ଫେରି ଆସ, ଧନ୍ୟବାଦ 👌🏽👌🏽👌🏽👌🏽
@PitabasaPatra-mu3fu
@PitabasaPatra-mu3fu 2 ай бұрын
Wow amazing video Bhai. Thank you Bhai. Keep it up . 😊😍☺️🥰
@RanjitSahoo-id1bc
@RanjitSahoo-id1bc 2 ай бұрын
Bhai garam
@tukumanisahu6646
@tukumanisahu6646 2 ай бұрын
Bhai Tama video bahut bhala laguchhi
@user-ff8jr4wq2t
@user-ff8jr4wq2t 2 ай бұрын
Very good 👍 very beautiful 😍❤️❤️❤️
@rakeshKitchenhindi
@rakeshKitchenhindi Ай бұрын
Zabardast❤mind blowing
@BabulMahapatra
@BabulMahapatra Ай бұрын
ନୟାଗଡ଼ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤❤❤❤❤
@Mr_biki1234
@Mr_biki1234 Ай бұрын
Hii brother mu nayagarh district rudekhu chhi
@mgkoraputia5161
@mgkoraputia5161 2 ай бұрын
ମୁ କୋରାପୁଟିଆ ନାନା ❤❤❤
@BapaPuaOdishaVlogger
@BapaPuaOdishaVlogger 2 ай бұрын
ଭିଡ଼ିଓ ଟି ବହୁତ ସୁନ୍ଦର ଲାଗିଲା ଲବ ଭାଇ । ଜୟ ଜଗନ୍ନାଥ
@binodkumar-px7ld
@binodkumar-px7ld 2 ай бұрын
ବ୍ରିଜ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଏମିତି ସବୁ ଖୋଲି ଯାଉଛି ପୁଣି ବନ୍ଦ ହେଉଛି ବହୁତ୍ ସୁନ୍ଦର ଥିଲା ଏହି ଭିଡିଓ ଥାଙ୍କିୟୂ ଲବଭାଇ 👍👌🫵
@BibhutiSwainGalatainment
@BibhutiSwainGalatainment 2 ай бұрын
Keep it up Proud of odisha
@B.B.B1397
@B.B.B1397 2 ай бұрын
Bhai nka Pai one like❤
@BaliGouda-eg8up
@BaliGouda-eg8up Ай бұрын
Veri. Goud. Bhai. Hii
@ronitkumar465
@ronitkumar465 2 ай бұрын
Bhai ate sundar view. Tame hi enjoy karucha. Love from jagatsingpur.
@SantanuDehury-gg9ko
@SantanuDehury-gg9ko 2 ай бұрын
Jay Jagannath Bhai very very nice ok 👍👍👍👍👍
@gajendraprasadsahu703
@gajendraprasadsahu703 2 ай бұрын
Ehipari bridge ama India re bhi achhi. Seita khiderpur duck kolkata re achhi .. thank you ❤️🙏🏿 laba
@gangadhardehuri5229
@gangadhardehuri5229 2 ай бұрын
U r superb bro... ♥️♥️Amazing bridge 😱 beautiful video with beautiful location.😍😍😍
@sudamprasadmahanta3754
@sudamprasadmahanta3754 2 ай бұрын
ବହୁତ ସୁନ୍ଦର ଦେଖା ଯାଉଚି, ତୁମର ଏତେ ସୁନ୍ଦର ଭିଡିଓ ବି ଦେଖୁଚି
@manaskumar9259
@manaskumar9259 2 ай бұрын
Very nice 👍
@user-cb6tj1oq7o
@user-cb6tj1oq7o 2 ай бұрын
Bahuta sundara video bhai👍
@dineshbhoi6480
@dineshbhoi6480 2 ай бұрын
So excellent laba bhai.. odisha no -1 international vlogger laba bhai .. Take care .. god bless you.. jai hind jai bharat 🇮🇳🇮🇳..
@aksbs11
@aksbs11 2 ай бұрын
Jai jaggnath. GO ON LIKE THIS PLACES..
@bipinlipavlogs
@bipinlipavlogs 2 ай бұрын
ହେ ପ୍ରଭୁ ଏ ସବୁ କଣ ମୁଁ ଦେଖକି ପାଗଳ ହେଇଗଲଣି.. 😂 ଆପଣ ମାନେ ଲବ ଭାଇଙ୍କୁ ଭଲ ପାଉଥିଲେ like here 😍😍
@mysteriousfactzone
@mysteriousfactzone 2 ай бұрын
Mental Hospital ku pala
@badalkumar3253
@badalkumar3253 2 ай бұрын
Laba bhai love you ❤️
@tirthabasimohanta4452
@tirthabasimohanta4452 2 ай бұрын
Sundar Video ❤ Super 👍🌹 Salute 👍 🥀🥀🎈🎈❤ God bless you 🙏 JAYJAGANNATH 🙏
@RajiblochanSutar
@RajiblochanSutar 12 күн бұрын
Thank you brother. Without going to Russia, you are helping us to the natural beauty of river bridge.aThis technology is fantastic.Thax a lot. Rajib.
@Balya-o5b
@Balya-o5b 2 ай бұрын
ଜୟ ଜଗନ୍ନାଥ ଲବ ଭାଇ ❤❤❤
@laxmanmurmu3285
@laxmanmurmu3285 2 ай бұрын
Bahut badhiya
@66671jasmin
@66671jasmin 2 ай бұрын
Wow ki beautiful bridge
@NandakiswarMallick
@NandakiswarMallick 2 ай бұрын
ଜୟ ଶ୍ରୀ ଜଗନ୍ନାଥ ବହୁତ ସୁନ୍ଦର ଧନ୍ଯବାଦ କନ୍ଧମାଳ ରୁ
@ChandrayMajhi-we9rm
@ChandrayMajhi-we9rm 2 ай бұрын
Waooooooo ❤❤❤❤
@john.solodrive
@john.solodrive 2 ай бұрын
Praise the Lord❤❤❤❤
@judhisthiranaik2503
@judhisthiranaik2503 2 ай бұрын
Video ଦେଖି ବହୁତ ଖୁସି ଲାଗିଲା l
@sethideepak313
@sethideepak313 2 ай бұрын
Wow bro.. amazing place....really very nice place....bahut bhala lagila bhai❤
小蚂蚁被感动了!火影忍者 #佐助 #家庭
00:54
火影忍者一家
Рет қаралды 54 МЛН
Чёрная ДЫРА 🕳️ | WICSUR #shorts
00:49
Бискас
Рет қаралды 3,3 МЛН
Look at two different videos 😁 @karina-kola
00:11
Andrey Grechka
Рет қаралды 13 МЛН
Can This Bubble Save My Life? 😱
00:55
Topper Guild
Рет қаралды 50 МЛН
Dalema Ku Rakhibi Nai//Odia Comedy//Funny Angulia//Khordha Toka
29:41
Funny Angulia
Рет қаралды 6 МЛН
小蚂蚁被感动了!火影忍者 #佐助 #家庭
00:54
火影忍者一家
Рет қаралды 54 МЛН