No video

ତାଲିବାନ ସାଙ୍ଗରେ ଝଗଡା ହେଇଗଲା || BAD EXPERIENCE IN AFGHANISTAN

  Рет қаралды 1,113,148

ମୁଁ TRAVELLER

ମୁଁ TRAVELLER

8 ай бұрын

ତାଲିବାନ ସାଙ୍ଗରେ ଝଗଡା ହେଇଗଲା || BAD EXPERIENCE IN AFGHANISTAN #mutraveller

Пікірлер: 2 400
@user-no7hz5nl2d
@user-no7hz5nl2d 8 ай бұрын
ଲବ ଭାଇ ତମେ ସତରେ ଗୋଟେ real ଜିଗର ୱାଲା। ତମେ ଆମ ଓଡ଼ିଶାବାସୀଙ୍କର ଗର୍ବ।ଟିକେ ଦେଖି ଚାହିଁ videos shoot କର ତମେ ଆମ ଦେଶର ଭବିଷ୍ୟତ,ଆମ ଦେଶ,ଓଡ଼ିଶା ତମର ମହାନ୍ କାମ ପାଇଁ salute କରୁଛି।
@abhimanyusahoo2664
@abhimanyusahoo2664 4 ай бұрын
Ok
@nirodnayak8015
@nirodnayak8015 8 ай бұрын
ଭାଇ ସେଠାରୁ ଶୀଘ୍ର ଫେରିଆସ ... ଆମ ଭାରତ ବଡିଆ... ଆମ ଓଡ଼ିଶା ବଢିଆ... ଜୟ ଜଗନ୍ନାଥ...
@budhiasoren3536
@budhiasoren3536 8 ай бұрын
U realize what different in between country.
@birdhan6655
@birdhan6655 8 ай бұрын
Mo pain gun neiki sso
@anitasisa5548
@anitasisa5548 7 ай бұрын
ଜଗିକି ଏ ଲକ ମାନେ କେମିତି କେଜାଣି
@user-jo6gz6hp8l
@user-jo6gz6hp8l 4 ай бұрын
Right 👍🏼
@Debarchangoud-um7ug
@Debarchangoud-um7ug 2 ай бұрын
Jai jagannath
@JitendraKumar-dh9sf
@JitendraKumar-dh9sf 8 ай бұрын
ଭାଇ ଶୁଭ ସକାଳ ଆଜିର ଭିଡିଓ ଦେଖିକି ବହୁତ୍ ଦୁଖ ଲାଗିଲା 😢 ଆଗ ନିଜକୁ ସୁରକ୍ଷିତ ରଖ ବାକି ପରେ ଜୟ ମା ତାରିଣୀ 🙏🙏🙏
@radhikakhara6421
@radhikakhara6421 8 ай бұрын
ଠାକୁର ଆପଣଙ୍କୁ ସୁରକ୍ଷିତ ଭାବରେ ରଖନ୍ତୁ ଭାଇ ...
@adivasientertainmentchanne6069
@adivasientertainmentchanne6069 8 ай бұрын
❤🎉,,, ସାହସ କୁ ମାନିବାକୁ ପଡ଼ିବ,,, situation handling capacity,,,,waoo,,, my inspiration ❤
@ratanlalpurty3569
@ratanlalpurty3569 8 ай бұрын
ଜୁହାର, ବହୁତ ଦୁଃଖ ର କଥା, ଭାଇ ତୁମେ ନିଜେ ଯେମିତି ଭଲ ରହିବା ପାଇଁ ଚେଷ୍ଟା କର, ପ୍ରଭୁ ତୁମକୁ ସାହାଯ୍ୟ କରନ୍ତୁ, God Blesse You, Tike Care 🙏❤️🙏❤️🙏❤️
@gitanjalijena3299
@gitanjalijena3299 8 ай бұрын
Tuma pain ame. Sabu desha dekhiparuchhu tumaku dhanyawad...May God bless you always Laba ..... Thank you so much......
@sushantamishra7062
@sushantamishra7062 8 ай бұрын
ଭଗବାନ ତୁମ ସାଥିରେ ଅଛନ୍ତି ଭାଇ ଏ ଅସୁର ପ୍ରଜାତିର କିଛି ଲୋକ ତୁମର କିଛି କରିପାରିବେନି ସେ ବିଶ୍ୱାସ ରଖି ତୁମ ଲକ୍ଷ ସ୍ଥଳକୁ ମାଡିଚାଲ ଜୟ ଜଗନ୍ନାଥ
@rabindranathmaharana334
@rabindranathmaharana334 8 ай бұрын
ଲବବାବୁ ସେଠାରୁ ଫେରି ଆସ ଆଉ ଜାଣିରଖ "INDIA IS THE BEST"ଯାହା ନାହିଁ ଭାରତେ ତାହା ନାହିଁ ମରତେ,ଆଉ ବିପଦ ଆସିଲେ "ଜୟ ଜୟ ଜଗନ୍ନାଥ"ସ୍ମରଣ କରିବ ମହାପ୍ରଭୁ ନିଶ୍ଚୟ ଉଦ୍ଧାର କରିବେ l🙏
@mohancharanmajhi-x4d
@mohancharanmajhi-x4d 8 ай бұрын
ଆମ ଓଡିଶା ରୁ ଦେଖୁ ଥିବା ଭାଈ ଓ ଭଉଣୀ ମାନେ ଲବ ଭାଈ ପାଇଁ ଗୋଟେ like ହେଉ 👍👍👍👍
@BIBHU_VLOGS_7735
@BIBHU_VLOGS_7735 8 ай бұрын
❤❤
@SanatanaMarndi
@SanatanaMarndi 8 ай бұрын
Hii
@oty6413
@oty6413 8 ай бұрын
Mu kebala tumaku hin. Khojuthibi😂
@Biswashsahu-zp4tt
@Biswashsahu-zp4tt 8 ай бұрын
Rani hi
@TitankumarNayak
@TitankumarNayak 8 ай бұрын
❤❤❤🎉🎉🎉🎉
@user-ty5sg1dc7g
@user-ty5sg1dc7g 7 ай бұрын
ବହୁତ ଭଲ ଲାଗୁଛି l ଆପଣ ବହୁତ ସାହସୀ l ଧନ୍ୟବାଦ
@SankirtankanharSankar
@SankirtankanharSankar 4 ай бұрын
ସତରେ ଭାଇ ତମ ସାହାସ ଓ ତମକୁ ଧନ୍ୟବାଦ
@dmitun01editing66
@dmitun01editing66 8 ай бұрын
ଲବ ଭାଇ ତମେ India ପଳେଇ ଆସଅ ନିଜ ଜୀବନ କୁ ବିପଦରେ ରଖି ଆମ ମାନଙ୍କୁ ଭିଡ଼ିଓ କର ନାହିଁ..... ପ୍ରଭୁ ଜଗନ୍ନାଥ ତମକୁ ଭଲରେ ରଖନ୍ତୁ ⭕‼️⭕...
@cutesasmita057
@cutesasmita057 8 ай бұрын
ଶୁଭ ସକାଳ ଭାଇ 🥰,,,, ଜୟ ଜଗନ୍ନାଥ 🙏,,,, ଯେତେ ଦେଶ ଅଛି ଆମ ଭାରତ ଭଳି ଦେଶ କେଉଁଠି ନାହିଁ ❤️,,,, ଭାଇ ପ୍ରଥମେ ନିଜକୁ ସୁରକ୍ଷିତ ରଖିବ ☺️,,,,
@khagasethy4002
@khagasethy4002 8 ай бұрын
You so beautiful
@KartikBhai-dp1bw
@KartikBhai-dp1bw 3 ай бұрын
କିଏ କିଏ ଅନୁଗୋଳ ରୁ ଦେଖୁଛ ଲାଇକ କର
@Mr_Indian-b2q
@Mr_Indian-b2q 3 ай бұрын
Ame bhai angul ru tame kauthu
@saradasshow387
@saradasshow387 3 ай бұрын
Mu banarpal ru bhai.
@Gulsonswain248
@Gulsonswain248 2 ай бұрын
Mu barasingha ru
@rakeshpradhan5255
@rakeshpradhan5255 2 ай бұрын
Mnu Talcher ru
@KartikBhai-dp1bw
@KartikBhai-dp1bw 2 ай бұрын
@@Mr_Indian-b2q ଅନୁଗୋଳ ଠାରୁ 7 କି, ମି ପରତରା ବୋଲି ଗୋଟେ ଗାଁ ଅଛି ମୁଁ ସେଇଠୁ ,, ଡେର୍ଯାଙ୍ଗ ଦ୍ୟାମ୍ ତଳେ
@saroj1296
@saroj1296 8 ай бұрын
ଭତ ସରକାର ଙ୍କୁ ଅନୁରୋଧ ତାଲିବାନ ଙ୍କୁ ଉପଯୁକ୍ତ ଶିକ୍ଷା ଦିଅନ୍ତୁ ବିଦେଶୀ ଙ୍କୁ ଏପରି କରୁଛନ୍ତି ସେଠାରେ ହିନ୍ଦୁ ଙ୍କ ଅବସ୍ଥା କିପରି ଥିବ
@daspestcontrol7552
@daspestcontrol7552 8 ай бұрын
Right kathate kahila bhai Saroj.
@soumyaranjanmohapatra7933
@soumyaranjanmohapatra7933 8 ай бұрын
ସେଠିକି ବହୁତ୍ traveller ଯାଉଛନ୍ତି କିନ୍ତୁ ଏମିତି ୟା ଭଳି oversmart ହଉନାହାନ୍ତି।।। ତାଲିବାନ୍ କାହା ବୋପାର ଚାକର ନୁହନ୍ତି।।। ଯେ ଦେଶେ ଯାଇ ସେ ଫଳ ଖାଇ।।।
@user-dc1dk8xo1d
@user-dc1dk8xo1d 8 ай бұрын
Bhai seita Taliban loka nka place. tame kn bhabila
@user-ry8qw9tw8g
@user-ry8qw9tw8g 8 ай бұрын
​@@soumyaranjanmohapatra7933oversmart mane kn
@Inner.divinity
@Inner.divinity 7 ай бұрын
Taliban mane kattar Muslim, semane Islam ku sincerely practice karanti..
@manojsahooofficial5177
@manojsahooofficial5177 8 ай бұрын
ଭାଇ ନିଜେ ଆଗ ସୁରକ୍ଷିତ ରୁହ। କିପରି ଭଲରେ ଭଲରେ ନିଜ ଜନ୍ମ ମାଟିକୁ ଫେରିଆସ Love you laba Bhai From bhadrak ❤❤❤❤❤❤
@janabisingh7893
@janabisingh7893 8 ай бұрын
ଭଗବାନ ତୁମକୁ ସୁରକ୍ଷିତ ରଖୁ ଭାଇ
@pabitrastatus
@pabitrastatus 8 ай бұрын
🎉🎉🎉
@ramakatasahoo8204
@ramakatasahoo8204 8 ай бұрын
ଭଗବାନ ତୁମକୁ ଭଲରେ ଭଲରେ ଫେରାଇ ଆଣନ୍ତୁ
@budhiasoren3536
@budhiasoren3536 8 ай бұрын
Tame bhabi paruthiba ama desha kahinki mahan.
@daspestcontrol7552
@daspestcontrol7552 8 ай бұрын
Kahniki bhai kahila dekhi ?@@budhiasoren3536
@user-fc7zd9hh7s
@user-fc7zd9hh7s 3 ай бұрын
Hello
@manabodhmajhi2253
@manabodhmajhi2253 4 ай бұрын
ଭାଇତୁମକୁ ଅଶେଷ ଅଶେଷ ଧନ୍ୟବାଦ୍ ତୁମର ସାହସ କୁ ଭାଇ❤❤❤
@sureshmajhi4280
@sureshmajhi4280 8 ай бұрын
ଲଵ ଭାଇ କିଛି ମନଦୁଃଖ କର ନାହିଁ,,😢 ତାଲିଵାନ ଆତଙ୍କି ମାନେ ଯେମିତି କର୍ମ କରୁଛନ୍ତି ସେମିତି ତାଙ୍କ ପାଇଁ ବି ଉପର ବାଲା ସବୁ ଦେଖୁଛି,,ଜୟ ଜଗନ୍ନାଥ 🙏 ଏମିତି କା ଆତଙ୍କି ମାନଙ୍କୁ ନର୍ଖ ରେ ବି ଯାଗା ମିଳିବ ନାହିଁ,। ଜୟ ଭାରତମାତା କି ଜୟ 🇮🇳🇮🇳
@Inner.divinity
@Inner.divinity 7 ай бұрын
Afghanistan, Pakistan re hindu devi, devata, bhagwan nka kichi power nahin..
@Beautifulnture-et2bk
@Beautifulnture-et2bk 2 ай бұрын
​@@Inner.divinitytu padhinu Bodhe Mahabharat Ramayan Padhee jaaa Tu Murkhh Chutiyaa Bhaliaa comment kan Karuchi Kiree Pagala Taaa Naa kann.. Afganistan Bharat Ra Part Thilaa Janinu Bodhe
@kkkkkkkkk68
@kkkkkkkkk68 2 ай бұрын
Banda hidnu ​@@Inner.divinity
@ChinniPeri
@ChinniPeri 2 ай бұрын
​@@Inner.divinitysabu power achi....bhagban nka power Mandira bhitare simita nahin...jemiti karuchnati semiti pauchnati ....hazar hazar loka maruchnati bhika magi khauchanti....Palestine b yanka ra hin karma
@pratapchandrabehera5638
@pratapchandrabehera5638 8 ай бұрын
ଜଗନ୍ନାଥ ଦୟାରୁ ତମେ ଭଲରେ ରୁହ ଆଉ ତମ ଲକ୍ଷ ପଥରେ ଆଗେଇ ଯାଅ । ସବୁଠାରେ ପ୍ରଭୂ ଜଗନ୍ନାଥ ତମକୁ ସାହା ହେବେ ।
@Rinkisahu1435
@Rinkisahu1435 8 ай бұрын
ଭାଇ ପଇସା ଖର୍ଚ୍ଚ ହେଉଛି ହେବ ରିକ୍ସ ବି ନେବ କିନ୍ତୁ ଏତେ ବଡ଼ ରିସ୍କ ନିଅ ନାହିଁ ଦୟାକରି ସିଘ୍ରେ ଆସ ଅନ୍ୟ ଦେଶ କୁ ପ୍ଲାନ୍ କର ଜୟ ଜଗନ୍ନାଥ
@THILAN686
@THILAN686 8 ай бұрын
Lokanka khusi pain tame nije balee paluchha. Thank you bhai tamaku salam karuchhi. Jau desaku jiba pain lokanku dara laguchhi sei desaku jaichha. Sahasaku manibaku padiba.
@prashantpatra9883
@prashantpatra9883 8 ай бұрын
Your work is great , thank you very much, god bless you
@INDIAMYJAAN
@INDIAMYJAAN 8 ай бұрын
Bhai gote request ki tame Afghanistan rr rahiki ye video sabu upload karani. Yamana nka upare kichi bharasa nahin
@user-nz3ln4fx9r
@user-nz3ln4fx9r 8 ай бұрын
ଭଗବାନ ତୁମର ମଙ୍ଗଳ କରନ୍ତୁ।ଜୟ ଜଗନ୍ନାଥ
@mohancharanmajhi-x4d
@mohancharanmajhi-x4d 8 ай бұрын
Jay jagannath
@Mohapatra487
@Mohapatra487 8 ай бұрын
Jay jagannath🙏🙏🙏
@devbinivlogs7030
@devbinivlogs7030 8 ай бұрын
Jay jagannath
@soumyaranjanroutsamir9632
@soumyaranjanroutsamir9632 8 ай бұрын
Jay jagannath jay balabhadra jay subhadra jay maa laxmi 🙏⭕❗⭕🙏..
@rajeshkumarbehera01
@rajeshkumarbehera01 8 ай бұрын
ଭାଇ ଏହି ଭିଡିଓ ଟା ଦେଖିଲା ପରେ ମୋତେ ବହୁତ୍ ଦୁଃଖ ଲାଗିଲା 😢।
@jagadishtudu248
@jagadishtudu248 8 ай бұрын
ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ ଭାଇ ତୁମେ ଜଲଦି ଫେରିଆସ
@kunuhembram
@kunuhembram 8 ай бұрын
ଲବ ଭାଇ ତୁମ ପୋଷାକରେ ଭାରତର 🇮🇳ପତକା ଲଗେଇ ଦିଅ ❤❤❤
@tapobantaphysics7063
@tapobantaphysics7063 8 ай бұрын
Good idea
@BIBHU_VLOGS_7735
@BIBHU_VLOGS_7735 8 ай бұрын
Laba bhai jou mane heart❤ ru bhalo finally like gote karideo re amo odisha bhai mane.... 😊😊
@mohancharanmajhi-x4d
@mohancharanmajhi-x4d 8 ай бұрын
Ok👍
@connectwithdebmona
@connectwithdebmona 8 ай бұрын
India ଭଳି ଦେଶ କୋଉଠି nhi.. Jay hind👏
@binapanimohanty9831
@binapanimohanty9831 8 ай бұрын
ଭାଇ ଯେଉଁ ଦେଶ ବୁଲ ତମେ ଖୁଦା ହାପିସ କୁହ ନାହିଁ କହିବ ଜୟ ଶ୍ରୀ ରାମ
@bhaskarparida1201
@bhaskarparida1201 5 ай бұрын
Gandi re garam tela dhalidebe talibani mane😅
@kalicharanacharya4165
@kalicharanacharya4165 4 ай бұрын
Hard heijiba bhai.....may be semane like na kari paranti...
@skirsadskirsad4502
@skirsadskirsad4502 4 ай бұрын
😂😂😂😂😂😂😂
@user-fe9eu5xb1b
@user-fe9eu5xb1b 4 ай бұрын
Bhai kahibare kichi nahi kintu muslim jaga re jadi ame hindu jay shree Ram kahiba ta semane amaku maribbe kahikina ame eka thiba 😢 kintu India re ame muslim manaku emiti kebe Karine proud to be hindu
@bharatiParida-xn2gn
@bharatiParida-xn2gn 4 ай бұрын
143
@Tikilifestyle
@Tikilifestyle 8 ай бұрын
ଲବ ଭାଇ ଙ୍କ ସବୁ ଭିଡିଓ ରୁ ବହୁତ ନୂଆ ନୂଆ ଶିକ୍ଷା ମିଳୁଛି 👍👍👍କିଏ କିଏ କେଉଁଝର ରୁ ପ୍ରତ୍ୟେକ ଦିନ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ❤️ସେ like କରନ୍ତୁ ଆଉ ଗୋଟେ share କରନ୍ତୁ ❤️❤️❤️ସେ
@ManojDalei-lx1yx
@ManojDalei-lx1yx 8 ай бұрын
Mun kenojhar ru Bhimakunda au Apana nka kou jaga
@Jaykishorebentkar93
@Jaykishorebentkar93 8 ай бұрын
Keonjhar sadar
@bhajaharihp4815
@bhajaharihp4815 8 ай бұрын
Mu keonjhar ru
@seemaraniodiavlog7503
@seemaraniodiavlog7503 8 ай бұрын
Mu bi keonjhar ra 👍bhai nka video sabubele dekhe
@chaitanyamahakud7609
@chaitanyamahakud7609 8 ай бұрын
Mun keonjher ru
@DeepakKumar-zq1vp
@DeepakKumar-zq1vp 8 ай бұрын
ସୌରଭ ଯୋଷି କିଆ ଭାଇ ଅଶିଲି ବ୍ଲଗର ତ ଆମ ଲବ ଭାହି ସେ ସବୁ ଦେଶ ଯାଇ ଆମକୁ ଦେଖୂଚନ୍ତିl Love you Laba bhai ❤❤
@usmusicofficial7880
@usmusicofficial7880 4 ай бұрын
ବଲାଙ୍ଗୀର ଜିଲ୍ଲା ରୁ କିଏ କିଏ ଦେଖୁଛ ଲାଇକ କାର
@Danish_Gamer644
@Danish_Gamer644 3 ай бұрын
Mu
@Enjoying.876
@Enjoying.876 8 ай бұрын
Dreams come true bro.. you must achieve anything... You can win oneday... you can survive any situation my strong local odia bro...go ahead...Jai Bharat...jai Odisha..jai hind...Jai jagannath
@user-so5zs8ww2o
@user-so5zs8ww2o 8 ай бұрын
ଲବ ଭାଇ ଶୀଘ୍ର ଫେରିଆସ ଓଡ଼ିଶାକୁ...ଜୟ ଜଗନ୍ନାଥ...
@user-iv6yq1uv7h
@user-iv6yq1uv7h 8 ай бұрын
Respect button for Naveed Bhai, He is such a nice & Hardworking person You are so good I like you Bhai l love you Broo❤❤❤❤❤❤
@mohancharanmajhi-x4d
@mohancharanmajhi-x4d 8 ай бұрын
❤❤❤
@nitishbehera1357
@nitishbehera1357 8 ай бұрын
Hiiii Ranii
@mirzamohammedwajid9205
@mirzamohammedwajid9205 8 ай бұрын
ଭାରତ ଭଡ଼ିଆ ଦେଶ ଦୁନିଆରେ କୋଉଠି ନାହିଁ❤❤❤
@kumarchandan3045
@kumarchandan3045 7 ай бұрын
Full support bhai Jay Jagannath Mohaprabhu 🙌🏻 tamaku Mohaprabhu bhalare rakhantu🚩🙌🏻🙏🏻
@debd7630
@debd7630 8 ай бұрын
ଏଠି ଗର୍ବ ରେ କୁହ ମୋ ଭାରତ ମହାନ୍ । କେତେ ପୁଣ୍ୟ ବଳେ ଭାରତ ରେ ମୋ ଜନ୍ମ । ମୋ ଭାରତ ମାତା ର ଜୟ
@daspestcontrol7552
@daspestcontrol7552 8 ай бұрын
Satare bhai! Kete khatir Bharataru asichanti boli afghan lokankara ama laba pain
@MohinibalaSethy-iz3fl
@MohinibalaSethy-iz3fl 8 ай бұрын
Respect button for Laba bhai❤ you are so good i like you bhai ❤ God bless you🍫
@subh7637
@subh7637 5 ай бұрын
ଭାଇ ତମେ ଆମ ଗର୍ବ, From କେନ୍ଦ୍ରାପଡ଼ା
@cookingplusbeauty6522
@cookingplusbeauty6522 8 ай бұрын
U r doing very good job...Tama himat ku manibaku padiba..u r a brave boy...u can tackle every situation...go ahead n carry on...kichi kharap kama karuna tame...vala kama karucha...uparwala achi tama pain...❤❤
@lingarajmohanty1393
@lingarajmohanty1393 8 ай бұрын
Mo ayusa ru adha bhagwan tumaku deidiantu bhai emiti sabuble khusi re ruha god bless you 🙏🙏🙏🙏
@mohancharanmajhi-x4d
@mohancharanmajhi-x4d 8 ай бұрын
🙏🙏🙏🙏
@madhusudandash8048
@madhusudandash8048 8 ай бұрын
।।। ଜୟ ଶ୍ରୀ କ୍ରିଷ୍ଣା ।।। ଭାଇରେ ନିଜକୁ ଟିକେ ଦେଖିକି ରହିବା କୁ ପଡ଼ିବ, ଦ୍ୱିତୀୟ କଥା ହାତେ ମାପି ଚାଖଣ୍ଡେ ଚାଲିବା ଦରକାର ,,,
@Sibabatikishan76838
@Sibabatikishan76838 8 ай бұрын
ଭାଈ ଡୋର ତୋ ଲାଗୁଛି ହେଲେ ତୁମକୁ ଭାଗୋବାନ ଶାହା ହୁଆନ୍ତୁ God bless you Bhai
@danielpradhanpiyush7390
@danielpradhanpiyush7390 8 ай бұрын
Very interesting video Bhai bahuta bhala
@minatimarndi-kj8sr
@minatimarndi-kj8sr 8 ай бұрын
ଭାଇ ଟିକେ ସତର୍କ ରହି କାମ କରିବେ, ଏତିକି ବୁଝିଲି ଜେ ସେଠି ବି ଭଲ ମଣିଷ ଅଛନ୍ତି.
@dtvlog6677
@dtvlog6677 8 ай бұрын
Love you bro dil se❤ମୁଁ ଓଡ଼ିଆ ହୋଇ ନିଜକୁ ଧନ୍ୟ ମନେ କରୁଛି ଧନ୍ୟବାଦ ଭାଇ ଜୟ ଜଗନ୍ନାଥ🚩🙏
@surendrakasta5434
@surendrakasta5434 8 ай бұрын
I am feeling you are very brave person .Thank you for your brave mind.
@user-ts4ly6zx7c
@user-ts4ly6zx7c 8 ай бұрын
God bless you bro... Keep it up!
@diptimayimarndi9192
@diptimayimarndi9192 8 ай бұрын
ଭାଇ ଗୋଟେ କଥା ଧ୍ୟାନ ରଖିବ ତାଙ୍କ ଆଗରେ ସବୁ ବେଳେ ତାଙ୍କ ନାଁ ଧରିବନି ସେମାନେ ନହଲେ ରାଗି ଯିବେ 😢 ସେଇପାଇଁ ବୋଧେ ସେମାନେ ଏତେ ରାଗୁଛନ୍ତି ଭାବୁଥିବେ tanibani ବିଷୟରେ କି ଖରାପ କହୁଛି ବୋଧେ 🙏
@hrudanandasankhua5824
@hrudanandasankhua5824 8 ай бұрын
ଜୟ ଜଗନ୍ନାଥ 🙏 ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️Good bless you 👍
@bipinkishorejojo9813
@bipinkishorejojo9813 8 ай бұрын
Keep it up brother,may God bless you
@ANSHUMANPRADHAN-i6i
@ANSHUMANPRADHAN-i6i 17 күн бұрын
Thanks for showing international stories
@mayurbhaj456
@mayurbhaj456 8 ай бұрын
ଧନ୍ଯବାଦ ଭାଇ ଆମକୁ ଦୁଃଖ ଲାଗୁଛି😢😢
@adivasikherwaljumid
@adivasikherwaljumid 8 ай бұрын
YOU ARE VERY BRAVE MAN.❤❤❤❤ AFGHANISTAN 🇦🇫 LOCAL PEOPLE SEEMS TO NICE MAN, BUT TALIBAN RULER FORCE AND RELIGION LEADER ARE NOT SO.
@GhostRider-go7ll
@GhostRider-go7ll 8 ай бұрын
Bahut badhia bhai...bhala lagila tomoro video...keep it up..#MayurbhanjToka
@Born2Soldier
@Born2Soldier 8 ай бұрын
I Proud of my self I'm a Indian 🇮🇳 Jai Hind Jay Shree Ram 🚩 Bharat Thu Bhala Country Nahi
@user-wd7lv3pp9i
@user-wd7lv3pp9i 8 ай бұрын
ଲବ ଭାଇ ବାହାର ଦେଶ ଯାଇକୀ ଆମ odisha ରେ ଭଲ ରେ ପହଂଚିବେ ବୋଲି ମୋର ଆଶା and ବିଶ୍ୱାସରେ ଅଛି ଜୟ ଜଗନ୍ନାଥ 🙏🏻
@ugond484
@ugond484 8 ай бұрын
ପଛଘୁଞ୍ଚା କେବେ ଦେବନି ଭାଇ ଯେତେ Danger ଯାଗା ହେଲେ ବି ସତ୍ୟ ର ହିଁ ଜଯ ହୁଏ ବିଶ୍ୱାସ ରଖନ୍ତୁ ଯେତେ ଯାହା ହେଉ ଓଡିଶା ଟୋକା ଘାଣ୍ଟି କି ଆସିବ ଜୟ ଜଗନ୍ନାଥ 🚩❤🙏🙏🙏💗🌎
@daspestcontrol7552
@daspestcontrol7552 8 ай бұрын
Jaha kahila bhai! :)
@techbikashvlogs
@techbikashvlogs 8 ай бұрын
ଜୟ ଶ୍ରୀରାମ ❤️ଲୋବ ଭାଇ ❤️
@majhisiroffice
@majhisiroffice 8 ай бұрын
ଭାଇ ମନ କଷ୍ଟ କନ୍ତୁ ନାହିଁ ଠାକୁର ଅଛନ୍ତି❤
@dhanirambeg7820
@dhanirambeg7820 8 ай бұрын
ଲବ ଭାଇ ଯୁହାର 🎉 ବହୁତ ଦୁଃଖ ର କଥା ଯେ ସେ ତାଲିବାନି ଆସି କରି ଚାପୁଡ଼ା ମାରିଲା ଠିକ୍ ଅଛେ କିଛି ଭାବାର ନିନ be careful 😢😢
@john.solodrive
@john.solodrive 8 ай бұрын
Praise the Lord❤❤❤ god bless you❤❤❤❤❤
@saroj1296
@saroj1296 8 ай бұрын
ଭାରତ ସରକାର ଙ୍କୁ ଅନୁରୋଧ ଆଫଗାନିସ୍ତାନ ହେଉଛି ଭାରତ ର ସେଥିପାଇଁ ଭାରତୀୟ ସୈନ୍ୟ ସେଠାକୁ ଯିବା ଆବଶ୍ୟକ
@jayashreemohanty166
@jayashreemohanty166 4 ай бұрын
God bless you don't take worry because samastankara ashirbad tuma upare achii!!!😊❤
@travelwith1981
@travelwith1981 8 ай бұрын
ଜୟ ଜଗନ୍ନାଥ। 🎉 ସୁରକ୍ଷିତ ଭାବେ ଯାହା କରୁଛ କର। ମୁସଲିମ କାହାର ନୁହଁନ୍ତି। Be safe
@taranibehera8452
@taranibehera8452 8 ай бұрын
Bhai bhaut dukha laguchi but u are great man for you 👍✔️✔️✔️✔️👍👍👍👍👍👍
@vloggerlegend9845
@vloggerlegend9845 8 ай бұрын
ଭାଈ ତମେ tension ନିୟନି Odisha ଲୋକଙ୍କ ଅଶ୍ରିବାଦ ଅଛି ଖାଲି Odisha ଲୋକ ନୁହନ୍ତି ପୁରା India ଲୋକଙ୍କ ଭଲ ପାଇବା ଅଛି . Jay shree Ram 🙏🚩🙏
@bijankumarnayak1080
@bijankumarnayak1080 8 ай бұрын
ଭାରତ ମାତା କୀ ଜୟ 🇳🇵 ଜୟ ହିନ୍ଦୁତ୍ୱ 🇳🇵
@priyacharandas653
@priyacharandas653 8 ай бұрын
जय श्री राम
@user-db6ks4rn6h
@user-db6ks4rn6h 8 ай бұрын
ଭଉତ ବଢିଆ ଭାଇ ନିଜ ପ୍ରତି ଧ୍ୟାନ ଦିଅ ଆଉ ଜଲଦି ପଳେଇ ଆଶ good bless you🙏🙏
@siban_Hembram
@siban_Hembram 8 ай бұрын
Intresting ଲାଗୁଛି ହେଲେ ଡର ବି ଲାଗୁଛି love you ଭାଇ ♥️♥️♥️
@mahajabinanjum
@mahajabinanjum Ай бұрын
Bohot achhe hai
@ManmathaBihari98
@ManmathaBihari98 8 ай бұрын
ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ ❤❤❤❤
@user-pn7un4sg6k
@user-pn7un4sg6k 8 ай бұрын
Thank you very much Bhai for your courage ❤
@mohancharanmajhi-x4d
@mohancharanmajhi-x4d 8 ай бұрын
❤❤❤
@debasishbehera4938
@debasishbehera4938 8 ай бұрын
ଲବ ଭାଇ ତମେ india ପଳେଇ ଆସ ଜଲଦି.. ତମେ ଭଲ ରେ ରୁହ 🙏🙏 ଜୟ ମା ସମଲେଶ୍ୱରୀ 🙏🙏 ଜୟ ଜଗନ୍ନାଥ 🙏
@SUSHIL_PRADHAN999
@SUSHIL_PRADHAN999 8 ай бұрын
🙏🙏🫣😜
@user-jx7kr9ci3v
@user-jx7kr9ci3v 12 күн бұрын
Bhai mnu boudh ru dekhuchi mnu kebe bharaku jaini kintu bhai Tama pai mnu sabu desa dekhi paruchi tq bhai
@GaneshManna-uy7qi
@GaneshManna-uy7qi 4 ай бұрын
Very interesting video Bhai bahuta bhala❤ Jay jaga nath ❤❤❤❤❤❤
@rahulonline1985
@rahulonline1985 8 ай бұрын
ଭାଇ ମୁଁ ତୁମର ସବୁ ଭିଡ଼ିଓ ଦେଖେ ଭହୁତ ଖୁସି ଲାଗେ ହେଲେ ଆଜି ମନ ଦୁଃଖ ହେହିଗଲା ଭାଇ ଆମର 😢 ok ଭାଇ ଭଲରେ ରୁହ ଜୟ ଜଗନ୍ନାଥ 🙏🙏🙏
@user-nc9vo5wo6f
@user-nc9vo5wo6f 20 күн бұрын
🙅🙅🙅
@user-kh6ho7fd1v
@user-kh6ho7fd1v 8 ай бұрын
ଏତେ ରିକ୍ସି ନେଇ ଭିଡ଼ିଓ କର ନାହିଁ ଭାଇ ତମ ଉପରକୁ ବିପଦ ଆସି ପରେ, ଜୟ ଜଗନ୍ନାଥ
@biranchipalei8278
@biranchipalei8278 8 ай бұрын
ଭାଇ ଜୟ ଜଗନ୍ନାଥ ମାଡ଼ି ଚାଲ
@satyanayakodiavlogs
@satyanayakodiavlogs 2 ай бұрын
ଇଣ୍ଡିଆ ଶୁଣିକି ଖୁସି ହବା respect deba କେବଳ କେବଳ ମୋଦିଙ୍କ ପାଇଁ ଏସବୁ ସମ୍ଭବ
@saritascreativeart7043
@saritascreativeart7043 8 ай бұрын
ସେଠି ଯେଉଁ ମାନେ ତୁମ ସହିତ friendly ହେଉଛନ୍ତି ସେମାନଙ୍କୁ ହିଁ ପଚାର ଯେ ତାଲିବାନି ମାନଙ୍କ ସହ କେମିତି deal କରିବ ଆଉ ତାଙ୍କଠୁ କେମିତି safe ରେ ରହି vlog କରି ହେବ... କେଉଁ area ରେ କେତେ risk ଅଛି ତ ସାବଧାନ ରହିବ
@sushanthemram
@sushanthemram 8 ай бұрын
उसके लिए गोली खाना पड़ेगा और मार दिए जाओगे😢
@mohancharanmajhi-x4d
@mohancharanmajhi-x4d 8 ай бұрын
Hnnn
@sssorenproduction1334
@sssorenproduction1334 8 ай бұрын
U r advaice is best
@gudududumistyvlogs
@gudududumistyvlogs 8 ай бұрын
Right
@litanjaliballitanjali2058
@litanjaliballitanjali2058 8 ай бұрын
ଭଗବାନ ଓ ଦର୍ଶକ ତୁମ ସ ଅଛନ୍ତି କିଛି ହବନି ଭାଇ ଏମିତି ଆଗକୁ ମାଡି ଚାଲ
@sumonrani4317
@sumonrani4317 8 ай бұрын
Laba bhai great ur learning something.......ebe kotha re b changes dekha jauchhi
@rojalinisethi2548
@rojalinisethi2548 11 күн бұрын
Always love your vlogs bhai🎉🎉 Lord Jagannath always bless you ❤
@parthasarathipradhan5252
@parthasarathipradhan5252 8 ай бұрын
ତମ ସାହସ କୁ ମାନିବାକୁ ପଡ଼ିବ ❤❤❤
@R.T.Babu-zz5gg
@R.T.Babu-zz5gg 8 ай бұрын
ଲବ ଭାଇ ତୁମେ ବହୁତ ସାହସୀ ଜୟ ଜଗନ୍ନାଥ ❤,👌👍
@JibluDigal-i9v
@JibluDigal-i9v 11 күн бұрын
Very adventurous video.
@mamatamallick1035
@mamatamallick1035 8 ай бұрын
ବହୁତ ସୁନ୍ଦର
@minatisahoo7571
@minatisahoo7571 8 ай бұрын
All the best Bhai👍 ଜୟ ଜଗନ୍ନାଥ ଭଗବାନ ତୁମକୁ ସବୁ ଥିରେ ସହାୟ ହୁଅନ୍ତୁ
@debasishpujari7286
@debasishpujari7286 8 ай бұрын
କୁକୁର ଯେତେ ଆପଣାର ହେଲେ ବି ପାଗଳ କୁକୁର ନୁହେଁ l ଭାଇ ସେଠୁ ଜଲଦି ପଳେଇଆସ l
@user-dq9cf5qu2w
@user-dq9cf5qu2w 5 ай бұрын
ବହୁତ ବଢିଆ ଭାଇ ଅନ୍ୟ ଦେଶ ବିଷୟରେ ଭିଡିଓ ବନେଇ ଥିବା ରୁ❤❤❤
@user-ux8ft5ot5r
@user-ux8ft5ot5r 8 ай бұрын
Bahut sundar bhai
@hindustanmonisha1206
@hindustanmonisha1206 8 ай бұрын
ଭାଇ ପାଇଁ ଗୋଟେ like ହେଉ jai jagannath 🙏🚩
@tapankumar9600
@tapankumar9600 8 ай бұрын
କିଛି ପାଇବା କୁ ହେଲେ କିଛି ସହିବାକୁ ପଡ଼ିଥାଏ। ଏମିତି ହେବ ଲବ ଭାଇ କିଛି ଭାବୋନ୍ତୁ ନି ଆମେ ସବୁ ଓଡ଼ିଶା ବାସୀ ତୁମ ସାଙ୍ଗରେ ଅଛୁ ❤❤❤
@ajayeditor-tr1hy
@ajayeditor-tr1hy 4 ай бұрын
ଆମ ଓଡିଶା ଭାଇଙ୍କ ପାଇଁ ଗୋଟେ like ହୋଉ 🎉🎉🎉🙏🙏ଜୟ ମା ତାରିଣୀ 🙏🙏
@GopabandhuMajhi-zv8hb
@GopabandhuMajhi-zv8hb 8 ай бұрын
ଶୁଭ ସକାଳ ଲବ ଭାଇ,,,❤ ଜୟ ଜଗନ୍ନାଥ।
@mohancharanmajhi-x4d
@mohancharanmajhi-x4d 8 ай бұрын
Jay jagannath 🙏🙏🙏
Алексей Щербаков разнес ВДВшников
00:47
Lehanga 🤣 #comedy #funny
00:31
Micky Makeover
Рет қаралды 27 МЛН
Lobo Hansda_Internatinal Blogger_First Time Stage Programe_in West Bengal_Palsandapur Program 2024
5:55
𝑩𝒊𝒔𝒖 𝑫𝒐𝒕 𝑪𝒐𝒎
Рет қаралды 296 М.
Алексей Щербаков разнес ВДВшников
00:47