No video

୩ ଲକ୍ଷ ଟଙ୍କା ର କ୍ୟାମେରା ଚୋରି ହୋଇଗଲା || first day Very bad experience in Africa

  Рет қаралды 314,816

ମୁଁ TRAVELLER

ମୁଁ TRAVELLER

6 ай бұрын

୩ ଲକ୍ଷ ଟଙ୍କା ର କ୍ୟାମେରା ଚୋରି ହୋଇଗଲା || first day Very bad experience in Africa #mutraveller

Пікірлер: 855
@villagetvodisha
@villagetvodisha 6 ай бұрын
ଓଡ଼ିଶା ବାସିଙ୍କ ସପୋର୍ଟ ସବୁବେଳେ ତୁମ ସାଥୀରେ ଅଛି ❤ God bless you 🙏
@ratanlalpurty3569
@ratanlalpurty3569 6 ай бұрын
ବହୁତ ଦୁଃଖ କଥା, ଭାଇ ତୁମେ ସାହସ ର ସହିତ ଆଗକୁ ମାଡିଚାଲ, God Blesse You Brother ❤️🌹❤️🌹❤️🌹
@Odiatv786
@Odiatv786 6 ай бұрын
Odia film Bigul. Teaser pure goosebumps 🔥🔥🔥
@Tikilifestyle
@Tikilifestyle 6 ай бұрын
ମାଆ ତାରିଣୀ🙏🙏 ଲବ ଭାଇ ଙ୍କୁ ଆଶୀର୍ବାଦ କରନ୍ତୁ ଲବ ଭାଇ ଙ୍କ channel ରେ ବହୁତ ଶୀଘ୍ର 1m Subscribers ହେଇଯାଆନ୍ତୁ ଓ ଲବ ଭାଇ ବହୁତ ଅଗକୁ ଯାଆନ୍ତୁ Love From Ghatagaon ❤️❤️❤️
@yfvnvfhc8519
@yfvnvfhc8519 6 ай бұрын
Right bro❤❤
@DharmendraNaik-hl2uf
@DharmendraNaik-hl2uf 6 ай бұрын
I'm G T N
@debasisnayak1658
@debasisnayak1658 6 ай бұрын
I'm Ghatagon
@Village.Vlogger_847
@Village.Vlogger_847 6 ай бұрын
Mu b ghatagaon
@gnnkk9770
@gnnkk9770 6 ай бұрын
ଲବ ଭାଇ ମୁଁ ପ୍ରଭୁ 🙏🙏ଶ୍ରୀ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି କି ଆପଣଙ୍କ କ୍ୟାମେରା ଖୁବ୍ ଶୀଘ୍ର ମିଳିଜାଉ 🥺❤️
@Aayodulalproduction143
@Aayodulalproduction143 6 ай бұрын
ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଲବ ଭାଇଙ୍କ କେମେରା ବହୁତ ସିଘ୍ର ମିଳିଯାଉ🙏🙏🙏🙏🙏🙏🙏🙏🙏🙏
@jagannathswain2660
@jagannathswain2660 25 күн бұрын
😂❤❤❤❤❤
@hrudanandasankhua5824
@hrudanandasankhua5824 6 ай бұрын
ଲବ ଭାଇ ବହୁତୁ ଦୁଃଖ ଲାଗୁଛି ଲବ ଭାଇ ତମ କ୍ୟାମେରା ଶିଘ୍ର ଭଲ ହେଇଯାଉ ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@hemantabahera8047
@hemantabahera8047 6 ай бұрын
ଶୁଭ ସକାଳ,, ସକାଳୁ ଦୁଃଖ ଖବର ମନଖରାପ ହୋଇଗଲା ମୋମନ କହୁଅଛି ତୁମର କେମେରା ମିଳିବ କିନ୍ତୁ ତୁମକୁ ଲଗିବାକୁପଡ଼ିବ ଗୋଟାଏ ରୁମ୍ ରୁ କେମେରା ଯାଉଛି ମାନେ ସେଠିକାର ଲୋକ ନିଞ୍ଚୟ ନେଇଛନ୍ତି ବାହାର ଲୋକ ଆସି ନେଇନାହାନ୍ତି ନା ତ ତୁମକୁ ଲାଗିବାକୁ ପଡ଼ିବ cc kemera police ତନାଘନା ବା ଜେରା କଲେ ସବୁ ସାମ୍ନା କୁ ଆସିଯିବ,, ଧନ୍ୟବାଦ୍,,,,🙏🙏🙏🙏🙏🙏🙏❤❤❤❤❤❤❤❤❤❤❤❤❤❤❤❤❤❤
@amitkumarsahoo4804
@amitkumarsahoo4804 6 ай бұрын
ଜୟ ଜଗନ୍ନାଥ🙏🙏। ପ୍ରଭୁ ଲବ ଭାଇ ଙ୍କ କ୍ୟାମେରା ମିଳିଯାଉ।
@Vlogespuntu
@Vlogespuntu 6 ай бұрын
ଭାଇ ମନ ଦୁଃଖ କରନି କ୍ୟାମେରା ମିଳିଯିବ ଭଗବାନ ଚାହିଁଲେ ସବୁକିଛି ହେବ ❤
@sundarmohanmarndi7979
@sundarmohanmarndi7979 6 ай бұрын
ବହୁତ ଦୁଃଖର କଥା🎉🎉🎉🎉
@Lazy__07
@Lazy__07 6 ай бұрын
ଭାଇ କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡିଥାଏ। କିଛି ବି ମନ ଦୁଃଖ କରନାହିଁ ଭାଇ ଭଗବାନ ଜାହା କରନ୍ତି ପ୍ରାଣି ର ମଂଗଳ ପାଇଁ। ❤❤❤
@hansdah346
@hansdah346 6 ай бұрын
ଭଗବାନ ତୁମ ଚଲାପଥ ଉଜ୍ଜ୍ୱଳ କରନ୍ତୁ ଓ କ୍ୟାମେରା ଖୁବଶିଘ୍ର ମିଳିଯାଉ.....
@dhanirambeg7820
@dhanirambeg7820 6 ай бұрын
ଲବ ଭାଇ ଯୁହାର 🎉🎉🎉 ବହୁତ ଦୁଃଖର କଥା ଭିଡିଓ ଦେଖି କରି ବହୁତ ଖରାପ ଲାଗୁଛେ ରେ ଭାଇ ଶଲା ଚୋର କେ ଧରି ଆନ ମାରବି ଲାତ ବିଧା ଚାପଡ କରି ଶଲା ଭିଡିଓ ଦେଖଲା ପରେ ବହୁତ ଦୁଃଖ ଲାଗୁଛେ 😂😂😂😂😂😂😂😂
@Travel.withuttam
@Travel.withuttam 6 ай бұрын
Samalpuria ❤❤❤❤
@Odiatv786
@Odiatv786 6 ай бұрын
Odia film Bigul teaser pure goosebumps 🔥🔥🔥🔥
@43463
@43463 6 ай бұрын
Camara lucheiki camara on koriki polo camara lucheiki jodi kiya aaeibo Jona podijibo
@odiaearningtech
@odiaearningtech 6 ай бұрын
Odia kohu6 na china
@udandakirtanpremi
@udandakirtanpremi 6 ай бұрын
Sambalpuri 😂
@snvlog-gk4se
@snvlog-gk4se 6 ай бұрын
ଲୋବ ଭାଇ ତୁମୋ କ୍ୟାମେରା ନିଚୟ ମିଳିଯିବ ମୁଁ ଭଗବାନ କୁ ଡାକୁଛି jay jagannath 🙏🙏
@manoranjanmahanta6223
@manoranjanmahanta6223 6 ай бұрын
Laba Bhai,don't worry .you have in God's blessings.Lord Jagannth always with you.Best of luck.
@devilskk1955
@devilskk1955 6 ай бұрын
ହାରି ଗଲେ ଦୁଃଖ କରନ୍ତୁନାହିଁ । ହାରିବା ହିଁ ଜିତିବା ପାଇଁ ନୂଆ ଭର୍ଜା ସୃଷ୍ଟି କରେ❤
@4.0_Gaming
@4.0_Gaming 6 ай бұрын
ଭଗବାନଙ୍କୁ ଆମେ ପ୍ରାର୍ଥନା କରୁଛୁ ଆପଣଙ୍କୁ ଆପଣଙ୍କର Camera ଜଲଦି ଜଲଦି ମିଳିଯାଉ❤❤🎉😢😇😇 Jai Shree Ram 🚩🚩🚩🚩
@laxmipriya7230
@laxmipriya7230 6 ай бұрын
ବହୁତ ଦୁଃଖ ର କଥା ଭାଇ 😢
@Sabanmarndi.9799
@Sabanmarndi.9799 6 ай бұрын
Laba Dada adi dukh ge bujhaw yenah 😢😢😢😢😢😢
@Sriman___Ranne100K
@Sriman___Ranne100K 6 ай бұрын
ଲଭ ଭାଇ ଭଉତ ଦୁଃଖର କଥା😢 ଲଭ ଭାଇ ମୁ ଆପଣଙ୍କୁ ଗୋଟେ କଥା କହିବା ପାଇ ଚାଉଛି ? Please dont mind ଭାଇ ନିଜ ବେଗ୍ ରେ ଲକ୍ଷ୍ୟା ଦିଖର ଜିନିଷ ରକୁଛ please first ନିଜ ଜିନିଷ safety ରଖ ଆଉ ନିଜେ Save ଲି ରେ Vloge କର Fist କଥା ନିଜ ବେଗରେ Lock ଦିଅ ସବୁଟୁ Best ଥିବ okey all the Best Bro My from koraput odisha ❤❤❤❤
@sabitacreations
@sabitacreations 6 ай бұрын
Laba bhai chinta karani ,jaan achhi ta jahan achhi ,tame jou type ra video pakao na kahinki aame dekhibu ,tama 3laks kana 5laks ra 📷 kinipariba ,youtube tamaku bohut paisa deba don't worry, jiye chori karichhi se ketedina paisa re chaliba,tension chhada ,we always with you ❤lot's of love from sabitacreations, Rourkela ❤️, mu tama sabu video dekhe ,jete lamba video pakaona kahiki ,i love you dil se❤
@laxmidhartudu7821
@laxmidhartudu7821 6 ай бұрын
Vdo 👌👌👌 lagila laba bhai
@gopabandhuhans3955
@gopabandhuhans3955 6 ай бұрын
ବହୁତ ଦୁଃଖ ଲାଗୁଛି ଜୟ ଜଗନ୍ନାଥ ଲବ ଭାଇ ର କ୍ୟାମେରା ମିଳି ଯାଉ
@RiteshMohantaVlogs
@RiteshMohantaVlogs 6 ай бұрын
ଜୟ ଜଗନ୍ନାଥ ଭାଇ
@Odiatv786
@Odiatv786 6 ай бұрын
Odia film Bigul teaser pure goosebumps
@SunilKumar-zx1rf
@SunilKumar-zx1rf 6 ай бұрын
Sagun setah ❤
@jasabantadas4132
@jasabantadas4132 6 ай бұрын
Bhai Bhagban sangare achhanti milijibo...❤❤❤..
@debeshkumarsahoo357
@debeshkumarsahoo357 6 ай бұрын
Jay jagannath 🙏 Bhai... Kichhi tension nia nahi sabu thk hoijiba.... God bless you brother
@sadasivbiswal7082
@sadasivbiswal7082 6 ай бұрын
Dont worry keep it up god is with you always ♥️
@kalicharanmarndi3369
@kalicharanmarndi3369 6 ай бұрын
Nice vedio
@SCSantaliCreatorOfficial
@SCSantaliCreatorOfficial 6 ай бұрын
ଲବ ଭାଇ ବହୁତ ଦୁଃଖ ର ଖବର ଟେ ଆମକୁ ଜଣେଇଲ । ଆମେ ଜାଣି ପାରୁଛୁ ଅପଣଂକ ମନ ଭିତରେ କେତେ କଷ୍ଟ ବିତୁଥିବ । ଜଣେ ମଣିଷ ଯଦି କେତେ କଷ୍ଟ କରି କେତେ Struggle କରି କିଛି ଜିନିଷକୁ କିଣି ଥିବ ଏବଂ ତାହା ଚୋରି ହବ କିମ୍ବା କିଏ ଛଡେଇ କି ନେଇଯିବେ, ନିଜ ମନ ଭିତରେ ବହୁତ କଷ୍ଟ ର ସହିତ ଯନ୍ତ୍ରଣା ହୁଏ । 😭😭😭ଏମିତି ମନ ଭିତରେ filing ହୁଏ କି ! ( ହେ ଭଗବାନ କ'ଣ ମୋ ସହିତ ହିଁ କଣ ଏମିତି ଘଟିବାର ଥିଲା ) ଏହା ଯାହା ମୁଁ ଲେଖିଛି ମଜାକ ନୁହେଁ Seriously. ଏହିପରି Situations ବହୁତ ଯନ୍ତ୍ରଣା ଦାୟକ. ଆଖିରେ ସିନା ଲୁହ ନ ଥାଏ କିନ୍ତୁ ମନ ଭିତରେ ଯନ୍ତ୍ରଣା ରେ pen ହୁଏ 😭😭😭😔😔😔 ମୋ ସହିତ ମଧ୍ୟ ଏମିତି ଘଟଣା ଘଟିଛି କିନ୍ତୁ India ଭିତରେ ହିଁ. Out of country ରେ ନୁହେଁ. 😔😔😔😔😔😔😔😔 ସେଇଥି ପାଇଁ ଲବ ଭାଇଙ୍କ ମନକଥା ଏବଂ ଯନ୍ତ୍ରଣା କୁ ମୁଁ ବୁଝି ପାରୁଛି ଏବଂ Explain କରୁଛି 😭😭😭😭😭😭😭😭😭😭😭😭😭😭😭
@16i87
@16i87 6 ай бұрын
Aei video ta bhala lagila
@prabhudattapradhan8313
@prabhudattapradhan8313 5 ай бұрын
ଦୁଃଖର କଥା......ବହୁତ ସୁନ୍ଦର video ଗୁଡାକ ଭଲ କରୁଛନ୍ତି 🙏
@dhanmanimajhi8766
@dhanmanimajhi8766 6 ай бұрын
🙏🙏 Lobo babu adi dukh renag katha mone alom khatoya am bess to hijug senog me ona ge adi marang jines ❤❤
@Radhageetanjali143
@Radhageetanjali143 6 ай бұрын
Jay jagannath ଭାଇ 🙏🙏
@mbmmusicpresent3520
@mbmmusicpresent3520 6 ай бұрын
Loba Bhai mu first Like kari6i
@mahiganesh6097
@mahiganesh6097 6 ай бұрын
Nice laba bhi
@YsPrabesh
@YsPrabesh 6 ай бұрын
Maha prabhu Jagarnathnku paratana karuchi Labo bhai cambera ausabu jinisa milijau❤️❤️❤️🙏🙏🙏🙏❤️
@ganeshstar5259
@ganeshstar5259 6 ай бұрын
ଲବ ଭାଇ ଜଗନ୍ନାଥଙ୍କ କୃପା ରୁ ଆପଣଙ୍କ କ୍ୟାମେରା ମିଳି ଯାଉ
@kanderamsing3065
@kanderamsing3065 6 ай бұрын
ବେଶି ଟିକେ ତମ ଜିନିଷ ପ୍ରତି ଧ୍ୟାନ ଦବ। କାହିଁକି ନା ତମର ଜିନିଷ ହଜିଲେ ବହୁତ କଷ୍ଟ ଲାଗୁଛି ।।😂😭😭😭😭
@bapirana5653
@bapirana5653 6 ай бұрын
Laba Bhai jagannath achanti sabu thik heijiba,tame aago ku maade chala❤
@purtysepedofficial
@purtysepedofficial 6 ай бұрын
Labo Bhai tmr bad news suni bahut duhkha laguchhi.. Bhagaban nku etiki prathana Next time tmr emiti asubidha no karuntu....❤❤❤
@chintamanisenapati7113
@chintamanisenapati7113 5 ай бұрын
ଲବ ଭାଈ ତମେ ମହାନ ଏତେ ଧଜ୍ୟର ସହ ଆଗକୁ ଚାଲିଛ ଜୟ ଜଗନ୍ନାଥ ଭାଇ 🙏🙏🙏
@DSBOdiaBlog
@DSBOdiaBlog 6 ай бұрын
ଭାଇ ମନ ଦୁଃଖ କରନି, ମୁଁ ଭଗବାନ୍ ଙ୍କ ନିକଟରେ ପ୍ରାଥନା କରୁଛି ଆପଣ ଙ୍କୁ ଆପଣ ଙ୍କ କ୍ୟାମେରା ବହୁତ୍ ଜଲଦି ମିଳି ଯାଉ । " ଜୟ ଜଗନ୍ନାଥ" 🚩🚩 ଜୟ ଶ୍ରୀ ରାମ 🚩🚩
@NGODIANATAK
@NGODIANATAK 6 ай бұрын
ଜୟ ଜଗନ୍ନାଥ 🙏 ଲବ ଭାଇ ବହୁତ ମନ ଦୁଃଖ ଲାଗୁଛି ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ କ୍ୟାମେରା ମିଳିଯାଉ 🚩🚩🚩🚩
@vinit-deep
@vinit-deep 6 ай бұрын
The content is the king no need a big camera for that just do it from your phone or osmo it's also looking good
@chandrasenkhudupia9768
@chandrasenkhudupia9768 6 ай бұрын
Nice video brother
@trilochanpatelvlogs5683
@trilochanpatelvlogs5683 6 ай бұрын
Laba bhai so sad dekhi ruhaaa bhaina
@T.Pradhan7521
@T.Pradhan7521 6 ай бұрын
ତମେଧର୍ଯ୍ୟ ଧର ଭାଇ କ୍ୟାମେରା ମିଳିଯିବ ଆଦିବାସୀଙ୍କ ଆଶୀର୍ବାଦ ତୁମ ଉପରେ
@badalmohanta5672
@badalmohanta5672 6 ай бұрын
Nice bro
@odiababukhatichannel8027
@odiababukhatichannel8027 6 ай бұрын
Omg bhai dukha ra katha😢😢
@Nironvlogs-x6i
@Nironvlogs-x6i 6 ай бұрын
Jai jagannath bhaii 🙏
@SantoshKumar-mc2sr
@SantoshKumar-mc2sr 4 ай бұрын
ହେ ଭଗବାନ କଳା ଠାକୁର ଜଗନ୍ନାଥ ସତରେ ଯଦି ପୁରୀ ମନ୍ଦିର ରେ ବସିଥିବ ଆମ ଲବ ଭାଇଙ୍କ କେମେରା ମିଳିଯିବ
@anupamamandi2200
@anupamamandi2200 6 ай бұрын
So sorry for your loss... But don't worry God will give u more... ❤❤
@samayranjanmallik6598
@samayranjanmallik6598 6 ай бұрын
Very nice 👍
@santosh.789-_
@santosh.789-_ 6 ай бұрын
Sabu thik heijiba
@aditorboypk
@aditorboypk 16 күн бұрын
Bhai kichi tension niani sabu thik heijiba 😊 bhagawan jaha karanti prani ra mangala pain 🙏
@ganeshbisoi06
@ganeshbisoi06 6 ай бұрын
Bhai careful ruo sobu bele
@durgeshpatra4498
@durgeshpatra4498 3 ай бұрын
ନିଶ୍ଚୟ ମିଳିବ ମାଁ ତାରିଣୀ ନିଶ୍ଚୟ ଦେବେ
@gobindakumarnaik
@gobindakumarnaik 6 ай бұрын
Jay jagannath
@rajendratadingi4632
@rajendratadingi4632 6 ай бұрын
ସେ security କୁ police ପଚରା ଉଚାରା କଲେ ମିଳିଯାଇପାରେ
@ranjitkumargarada6614
@ranjitkumargarada6614 5 ай бұрын
ଛୋଟୁ ଲବ, କେମରା ଚୋରି ହେବା କଥା ଜାଣି ବହୁତ ଦୁଃଖ ଲାଗୁଛି । କେବେ ମିଳିବ କେଜାଣି ....ହେ ପ୍ରଭୁ ଶିଘ୍ର ମିଳିଯାଉ ।
@yashodanaik8952
@yashodanaik8952 6 ай бұрын
Bahut bhalare thao bhae
@RabilochanMurmmu-pv8he
@RabilochanMurmmu-pv8he 6 ай бұрын
Nice video
@dambrubonda9799
@dambrubonda9799 6 ай бұрын
Lababhai ର କ୍ୟାମେରା ଏବଂ ତା ସହିତ ଦୁଇ ତିନିଟି ସମାନ ଚୋରି ଏଇଗଲା ମିଳିବା ଯାଏଁ vdo ଓଡ଼ିଶା ରେ କେତେ ଜଣ ଦେଖନ୍ତି ଜାଣିବା ମୁଁ ଏତିକି କହେ ଜୟ ଜଗନ୍ନାଥ
@murmuramajofficial
@murmuramajofficial 6 ай бұрын
Johar laba Bhai very beautiful video 👈👈👈👈👈👈👈👈👈👈👈👈👈👈
@stylesboybalaram7933
@stylesboybalaram7933 20 күн бұрын
Full enjoy time ❤❤❤bro
@ratnakaramurmu1085
@ratnakaramurmu1085 Ай бұрын
Bhai juhar✨
@anuanuanuanu2190
@anuanuanuanu2190 6 ай бұрын
Bhut dukha lagila bhai video dekhi au tame sahasa sahita agaku badi chala maa tarini unkara asirwad sabu bele rahu tuma sahita kip smile
@user-he7fv3kv4v
@user-he7fv3kv4v 6 ай бұрын
Love you Bhai Jay Jagannath
@ashutoshsethy9040
@ashutoshsethy9040 6 ай бұрын
Jai Jagannath 🙏
@kalpanabehera8385
@kalpanabehera8385 6 ай бұрын
God bless you ❤❤❤❤
@bipinlipavlogs
@bipinlipavlogs 6 ай бұрын
ଲବ ଭାଇ ପାଇଁ ଗୋଟେ like ଟେ ହଉ ❤❤❤
@Priyaentrenteinment
@Priyaentrenteinment 6 ай бұрын
Fist view
@hemantapradhan1077
@hemantapradhan1077 5 ай бұрын
Nice work
@ChaitanyaJhankar
@ChaitanyaJhankar Ай бұрын
Ma manikeswari god bless you laba Bhai ❤❤❤❤❤
@lipunkumarsahu2182
@lipunkumarsahu2182 6 ай бұрын
First view
@sumantaofficialblog7273
@sumantaofficialblog7273 6 ай бұрын
Maha prabu jagannath sabu thik karidebe 🙏🙏🙏🙏
@suryagroup6362
@suryagroup6362 6 ай бұрын
I always do this during my tour
@chandrasekharsanta-bj2ux
@chandrasekharsanta-bj2ux 6 ай бұрын
ସବୁ ବ୍ଲଗ ରୁ ଆଫ୍ରିକା ର ବ୍ଲଗ ସବୁଠୁ ନିଆରା ଭାଇ
@nayaksipunnayaksipun9000
@nayaksipunnayaksipun9000 6 ай бұрын
Jay jaganath laba bhai , love you ❤❤❤❤❤❤❤
@user-nr8ip7oq6z
@user-nr8ip7oq6z 4 ай бұрын
Bhai mu sabu video dekhe bahuta badhia lage angul ru kahuchi
@crmohanta3903
@crmohanta3903 6 ай бұрын
Good morning laba bhai 💝💟🌸 tume jouthib ruho bholo re ruho 😇 may God bless you and always keep your smile 💞 🌸🌹💟
@Xdmaheshff
@Xdmaheshff 6 ай бұрын
Love from KEONJHAR 😘😍❤️
@Mr_xx_subrat_
@Mr_xx_subrat_ 6 ай бұрын
ଜୟ ଶ୍ରୀ ରାମ ଭାଇ ❤ ଆଗକୁ ମାଡି ଚାଲ ❤
@Odiatv786
@Odiatv786 6 ай бұрын
Odia film Bigul teaser pure goosebumps 🔥🔥🔥🔥
@kulamanipatra
@kulamanipatra 6 ай бұрын
(ଜୟ ଜଗନ୍ନାଥ ) ଲବ ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି ଯାହା ବି ହେଉ ସଦାବେଳେ ସତର୍କତା ସହିତ ରୁହନ୍ତୁ ଯେହେତୁ ସଦାବେଳେ ବାହାର ଦେଶରେ ବୁଲୁଛନ୍ତି
@kurttibasmahanta5837
@kurttibasmahanta5837 5 ай бұрын
ନବ ଭାଇ ଭଲ ହଇ ଛି
@natamanicomedy
@natamanicomedy 6 ай бұрын
ବହୁତ ଦୁଖ ଲାଗିଲା
@pratimadhal4839
@pratimadhal4839 6 ай бұрын
Jai jagannath laba da 🙏🙏🙌🙌🙌
@biniyaminhansdah6749
@biniyaminhansdah6749 6 ай бұрын
Bholo Haechi Hojigola. Aahuri Hoju Amiti
@user-wb5we4hn7w
@user-wb5we4hn7w 12 күн бұрын
I really like you brother your talent and respect
@sanjaybehera601
@sanjaybehera601 21 күн бұрын
Lab Bhai is great ❤❤
@rajmandal2634
@rajmandal2634 6 ай бұрын
Laba Bhai milile janeiba tike❤❤❤
@Bhagaan.....
@Bhagaan..... 6 ай бұрын
O my god 3 lakhs camera love u laba bhai jaha hou camera milijau laba bhainkoro setiki hin moro asha love u laba bhai 👍👍👍👍👍👍👍
@niranjanjena9342
@niranjanjena9342 6 ай бұрын
ଯମା ବ୍ୟସ୍ତ ହୁଅନି ତୁମ କ୍ୟାମେରା ନିଶ୍ଚିତ ଭାବରେ ମିଳିଯିବ ।ଏତେ କଷ୍ଟ କରି କ୍ୟାମେରା କିଣିଥିଲ ମାନେ ଯେମିତି ହେଲେ ମିଳିବ । ଭଗବାନ ନିଷ୍ଠୁର ନୁହଁନ୍ତି । ଧୈର୍ଯ୍ୟ ଧରନ୍ତୁ। କ୍ୟାମେରା ମଳିଲେ ନିଶ୍ଚିତ ଭିଡ଼ିଓରେ ଜଣାଇବେ ।🌺🌺ଜୟ ଜଗନ୍ନାଥ 🌺🌺🙏🙏🙏🙏🙏
@khulanaghadei2780
@khulanaghadei2780 6 ай бұрын
God bless you bhai
@user-nw3lx1hy3f
@user-nw3lx1hy3f 4 ай бұрын
Laba Bhai namaskar apana Sara world buluchhanti eha dekhi bahut khusi laguchhi kintu apankara camera chori heba Katha suni bahuta mana dukha hela ! Apana dekhiki bahara desare chalantu. Hele amba manankara apanka Pani thakuranku dakuchhu apanka bhrmana sukhamaya heu !
@LokanathBehera-ip3ll
@LokanathBehera-ip3ll 3 күн бұрын
ତୁମ। ପାଇଁ। ଲୋକମାନଙ୍କର। ଯେତିକି। ଭଲ। ପାଇବା ଅଛି ତୁମପାଇଁ ନିଜ। ନିଜ। ଦେବା ଦେବୀଙ୍କ। ପାଖରେ। ଯେଉଁ ଭଳି ପ୍ରାର୍ଥନା। କରୁ ଛନ୍ତି। ତୁମର। ନିଶ୍ଚୟ। ମଙ୍ଗଳ ହେବ
@prasantakumar6565
@prasantakumar6565 6 ай бұрын
Jay Jagannath Bhai malijaba
@krishnamallik972
@krishnamallik972 6 ай бұрын
1st view bhai
@MzSusantCreation
@MzSusantCreation 6 ай бұрын
This is my first ❤ comments nice 😊
Fortunately, Ultraman protects me  #shorts #ultraman #ultramantiga #liveaction
00:10
Вы чего бл….🤣🤣🙏🏽🙏🏽🙏🏽
00:18
小蚂蚁被感动了!火影忍者 #佐助 #家庭
00:54
火影忍者一家
Рет қаралды 54 МЛН
OMG what happened??😳 filaretiki family✨ #social
01:00
Filaretiki
Рет қаралды 11 МЛН
jay jagarnath
24:40
ମୁଁ TRAVELLER 2
Рет қаралды 7 М.
Natia Comedy Part 474 || Kuhuka Rakhi
18:14
utkal cartoonworld
Рет қаралды 1,3 МЛН
Fortunately, Ultraman protects me  #shorts #ultraman #ultramantiga #liveaction
00:10