ଋଷିଆରେ ଓଡିଆ ପରିବାର ସହ ଦେଖା ହେଲା || ODIA FAMILY IN RUSSIA 🇷🇺

  Рет қаралды 233,469

ମୁଁ TRAVELLER

ମୁଁ TRAVELLER

2 ай бұрын

ଋଷିଆରେ ଓଡିଆ ପରିବାର ସହ ଦେଖା ହେଲା || ODIA FAMILY IN RUSSIA 🇷🇺 #mutraveller
Connect with me on:
1. Facebook: www.facebook.c...
2. Instagram: www.instagram....
3. LinkedIn: www.linkedin.c...
4. X: x.com/HansdaLa...
5. Facebook page: www.facebook.c...
6.Email: labahansda97@gmail.com
Equipments used:
1. Dji osmo:- amzn.to/3V05rjY
2. Travel adapter:- amzn.to/3WWfs4b
3. Travel bag:- amzn.to/4bUD916
4. Power bank:- amzn.to/3wGD8z7
5. Iphone 14:- amzn.to/3V06pN8
6. Sony Alpha:- amzn.to/3Ki9u6g

Пікірлер: 1 100
@DipuNaik-zt7iq
@DipuNaik-zt7iq 2 ай бұрын
ଲବ ଭାଇ actually ରେ ଓଡିଶା ର real Hero .❤
@AbhayapatraAbhayapatra
@AbhayapatraAbhayapatra 2 ай бұрын
କିଏ କିଏ ଲବ ଭାଇ କୁ ଭଲପାଅ ❤ କମେଟ କର ଲବ ଭାଇ ର ଭିଡିଓ ପୁରା ଅଲଗା କିଛି ସିକିବର ଅଛି ସେ ଭିଡିଓ ରେ ,ଆଜି ଲବ ଭାଇ ପାଇଁ ଆମେ ପୁରା ଦୁନିଆ ଦେଖୁଚେ ଜୟ ଜଗନ୍ନାଥ ଓଡ଼ିଆ ଭାଇ ଭଉଣୀ❤❤❤❤
@amarnathraita717
@amarnathraita717 2 ай бұрын
ମୁଁ ଗଜପତି ରା.ଉଦୟଗିରି ରୁ, ଗଜପତି ପାରଳାଖେମୁଣ୍ଡି ଲୋକକୁଁ ମିସିଲ great ଭାଇ first time coment କରୁଛି
@nayakpradeepkumar
@nayakpradeepkumar 2 ай бұрын
କିଛି କାହାରି କଥା ଶୁଣିବାର ନାହିଁ, ଆପଣ ଆପଣଙ୍କର କାମରେ ଏମିତି ଆଗେଇ ଚାଲନ୍ତୁ, you are the real hero of odisha, India❤️❤️❤️❤️❤️❤️❤️❤️
@user-yc6tg1sz3s
@user-yc6tg1sz3s 2 ай бұрын
Right
@BharatRaita
@BharatRaita 2 ай бұрын
Right 👍
@ramachandranaik1132
@ramachandranaik1132 2 ай бұрын
ଭାଇ କାହା କଥା ଧରନି ତୁମୋ ଇଛା ଯାହା, ସବୁ ଠିକ ଅଛି god blees you ବ୍ରୋ.
@ajayakumarmohanty9582
@ajayakumarmohanty9582 2 ай бұрын
ଋଷିଆ ରେ ଓଡିଆ ମାନଙ୍କ ସହ ଭେଟ ବହୁତ ଖୁସି ଲାଗିଲା। ଧନ୍ୟବାଦ ।
@rabirm2581
@rabirm2581 2 ай бұрын
Great ❤odia in Russia
@nomadicbharat8618
@nomadicbharat8618 2 ай бұрын
ମୁଁ ବି ଗଞ୍ଜାମ ରୁ ଗଞ୍ଜାମ ଲୋକ russia 🇷🇺 ଅଛନ୍ତି ଆଉ ଜବ କରୁଛନ୍ତି ଜାଣି ବହୁତ ଖୁସି ଲାଗିଲା, Jay jaganatha 🙏
@chandramanimahanta8332
@chandramanimahanta8332 2 ай бұрын
ବହୁତ ସୁନ୍ଦର ଲାଗିଲା ଓଡିଆ ଫେମିଲି ଙ୍କୁ ଭେଟକଲ ଛୁଆ ଦୁଇଟି ମଧ୍ୟ କିଉଟ ଅଛନ୍ତି ଜୟ ଜଗନ୍ନାଥ ସ୍ବାମୀ
@RohitVlogs2.0
@RohitVlogs2.0 2 ай бұрын
Thank you ଲବ ଭାଇ ଆମ ପାରଳାଖେମୁଣ୍ଡି ଗଜପତି ଲୋକ ଙ୍କ ସହ ଦେଖା କରି ଆମକୁ ବହୁତ ଖୁସି ଲାଗିଲା କୃଷ୍ଣ ଚନ୍ଦ୍ର ମହାରାଜ କି ଜୟ
@anupamadas6512
@anupamadas6512 2 ай бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ରୁଷିଆ ରେ ଅଡିଶା ର ଓଡିଆ ଫେମିଲି ଦେଖି ଭାରି ଖୁସି ଲାଗିଲା । ତୁମେ କାହାର ଖରାପ କମେଣଟ୍ ପଢ ନାହିଁ କାରଣ ଖରାପ ଲୋକ ପଛକୁ ଟାଣିବେ। ଭଗବାନ ତୁମକୁ କୋଟି ପରମାଯୂଂ ଦିଅନ୍ତୁ ବହୁତ ଭଲରେ ରଖନ୍ତୁ ।
@asahelbilung4817
@asahelbilung4817 2 ай бұрын
Bhai Russia re desi miluchhi?
@msdaraitailoringtech1615
@msdaraitailoringtech1615 2 ай бұрын
ଓଡ଼ିଆ ପରିବାରଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍ ଜଗନ୍ନାଥ ତାଙ୍କୁ ଭଲରେ ରଖନ୍ତୁ, ଜୟ ଜଗନ୍ନାଥ
@hemantabahera8047
@hemantabahera8047 2 ай бұрын
ଶୁଭ ସକାଳ ଋଷିଆ ରେ ଆମ ଓଡ଼ିଶାର ବ୍ରହ୍ମପୁର ସହର ଲୋକ ସେଟେଲ ମାନିବା କୁ ପଢ଼ିବ ତାଙ୍କୁ ମୋତରଫରୁ ଶୁଭେଚ୍ଛା ବହୁତ୍ ହି ଭଲଲାଗିଲା ଧନ୍ୟବାଦ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤
@bibhudattabhuyan655
@bibhudattabhuyan655 2 ай бұрын
ଭାଇ ପାରଳାଖେମୁଣ୍ଡିରୁ ସେଠି ଅଛନ୍ତି ଶୁଣିକି ବହୁତ୍ ଖୁସି ଲାଗିଲା ❤
@phinyalatabhuyan789
@phinyalatabhuyan789 2 ай бұрын
ବହୁତ ବହୁତ ଧନ୍ୟବାଦ ଲବ ଭାଇ, ଆଉ ମୁ ଗଜପତି ପାରଳାଖେମୁଣ୍ଡିରୁ, ❤ ଏଇ ବିଡିଓ ରେ ଉତ୍ତମ ପରିବାର ସହିତ ସାକ୍ଷାତ କରାଇଥିବାରୁ ବହୁତ ବହୁତ ଧନ୍ୟବାଦ ❤❤
@pradeepdeo4023
@pradeepdeo4023 2 ай бұрын
Hello bhai mu bi paralakhamundi ru
@pradeepdeo4023
@pradeepdeo4023 2 ай бұрын
Hello bhai mu bi paralakhamundi ru dekhuchi
@SiluBarik-db3hv
@SiluBarik-db3hv 2 ай бұрын
ଜୟ ଜଗନ୍ନାଥ ⭕‼️⭕🙏
@jadunathtudu1973
@jadunathtudu1973 2 ай бұрын
ବହୁତ ଭଲ ଯାହା ବି ହେଉ ଠାକୁରଙ୍କ ନାମ ଭୁଲ ନାହିଁ ସେଜିଏବି ହେଓ ଯେକୌସି ଜାତି ଅଜାତି ହେଓ ହୃଦୟରୁ କୁହ ତୁମର ଚୋଲାପଥ ସୁଗମ ଓ ସରଳ ହେବ ଜୟ ଜଗନ୍ନାଥ
@domanbaskey3137
@domanbaskey3137 2 ай бұрын
ବୁହୁତ ବହୁତ ଧନ୍ୟବାଦ ସାର ଭାଇ କୁ କିଛିସମୟ ଦେଇଥିବାରୁ ଭଗବାନ ଅପଣଙ୍କୁ ପରିବାରକୁ ସୁଖ ପ୍ରଦନ କରନ୍ତୁ ! Jai jagannath
@user-fl8pq2go2m
@user-fl8pq2go2m 2 ай бұрын
ଭାଇ ମୁଁ ପ୍ରମୋଦ odisha kendujhar Anandapur ଭାଇ ଟିକେ ସପଟ କର ମତେ ❤❤
@SADBAYBANTI
@SADBAYBANTI 2 ай бұрын
Ama be Keonjhar anandapur
@bapun3213
@bapun3213 2 ай бұрын
Tume nija godare chida hua. Ete sasta bata kn pai khujucha
@sibilsagaiofficial7481
@sibilsagaiofficial7481 2 ай бұрын
Ame bi anandapur
@bkvlogger24
@bkvlogger24 2 ай бұрын
Bro madichaliba aagaku success miliba
@jagatbhai286
@jagatbhai286 2 ай бұрын
ପଇସା ଦେ😂😂
@bindunayak2980
@bindunayak2980 2 ай бұрын
ସପରିବାର ଙ୍କୁ ମୋ ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍। 🙏🙏🙏 ସର୍ବଦା ତୁମ ପରିବାର ରେ ସୁଖ ଶାନ୍ତି ଏକତା ବଜାୟ ରହୁ। ପରିବାର ର ସମୃଦ୍ଧି ହେଉ ମୋର ଇଶ୍ଵର ଙ୍କ ପାଖରେ ଏତିକି ପ୍ରାର୍ଥନା।।।।।
@Skweb-bz5vo
@Skweb-bz5vo 2 ай бұрын
ଜୟ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ଭାଇ ଆମ ପାଇଁ ତମେ ଗର୍ବ I love you bhai jay maa tarini ghatangaon
@sarbeswarasisa1810
@sarbeswarasisa1810 2 ай бұрын
ଭାଈ ଯିଏ ତମକୁ ଖରାପ କହୁଛି ସିଏ ତମଟୁ ଜଳୁଛି ❤ from koraput odisha
@Ameshpradhan143
@Ameshpradhan143 2 ай бұрын
ତମେ ଠିକ କହିଛ ଭାଇ
@morutisenasocialworker
@morutisenasocialworker 2 ай бұрын
କିଛି ନାୟ ତୁମେ ଟେନସନ ହୁଅନି, କହିବା ଲୋକ ସବୁ କହିବେ, ତୁମେ ତୁମୋ କାମ କରି ଚାଲ 👌👌👌👌👌🌹🌹🌹🌹
@hrudanandasankhua5824
@hrudanandasankhua5824 2 ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@sailabalaofficialvlog9752
@sailabalaofficialvlog9752 2 ай бұрын
India family Laba Bhai nku ete respect karuchanti dekhiki bahut khusi lagila♥️♥️♥️
@SingleBoyRajib
@SingleBoyRajib 2 ай бұрын
Bhai Tama video mu sabubele dekhe Aau bahout sundar bi lage Kie kn kahila sethire mind karani bhai tame aagaku madichala ame Achu God bless you always stay Happy
@ramachandrakerai7453
@ramachandrakerai7453 2 ай бұрын
Sir and Madam nku bahut bahut thanks Laba bhaiku apanka lunch re samil kari thibaru.God bless you.
@SantoshDas-nq8gv
@SantoshDas-nq8gv 2 ай бұрын
ବହୁତ୍ ଭଲ ଲାଗିଲା ଭାଇ ।। ❤
@debrajbhuyan7246
@debrajbhuyan7246 19 күн бұрын
ଭାଇ ... ଭଲ କାମକରି ଚାଲ... ଭଗବାନଙ୍କ ଆଶୀର୍ବାଦ ତୁମ ଉପରେ ସଦାବେଳେ ଏମିତି ଥାଉ.
@LEO_BLODDYSWEET
@LEO_BLODDYSWEET 2 ай бұрын
ମୁଁ ବ୍ରହ୍ମପୁର ରୁ ଏଇ ଭିଡିଓ ଦେଖୁଛି | ଗଞ୍ଜାମରୁ କିଏ ଅଛ ❤ ଲାଇକ୍ କର |
@santoshimuduli7147
@santoshimuduli7147 Ай бұрын
Ganjam jila ra kou gan tamar
@Bikash_creation45
@Bikash_creation45 Ай бұрын
@@santoshimuduli7147 hinjilicut
@FATEGARHTOKA
@FATEGARHTOKA 17 күн бұрын
​@@santoshimuduli7147 Tate Gahi Puru 😂
@MunaBhai-sj3pq
@MunaBhai-sj3pq 2 ай бұрын
ଫାଷ୍ଟ ଲାଇକ ❤
@Pradhan_Rajesh
@Pradhan_Rajesh 2 ай бұрын
Ganjam ରୁ କିଏ ଦେଖୁଛନ୍ତି
@Harikrishna6371-zu7ki
@Harikrishna6371-zu7ki 2 ай бұрын
Yes✅
@santoshgouda4890
@santoshgouda4890 2 ай бұрын
Yes
@HembramBabu-ne7ef
@HembramBabu-ne7ef 2 ай бұрын
Me
@OmSahu-od1wq
@OmSahu-od1wq 2 ай бұрын
Im
@munnagameing1360
@munnagameing1360 2 ай бұрын
Mu
@jitendramoharana9943
@jitendramoharana9943 12 күн бұрын
Vai, bhagaban nka. Duniare jaha jaha jaga achhi sabu buli ki dekhauchhanti , apana nku bahut bahut danyabad, jay Jagannath
@sasmitanayak3130
@sasmitanayak3130 2 ай бұрын
Bhai tame ete ମହାନ କେମିତି ତମକୁ ଥରେ real re ଦେଖିବାକୁ ଇଚ୍ଛା ହେଉଛି ❤❤😊
@nothingelse1521
@nothingelse1521 2 ай бұрын
ଯିଏ ଯାହା କହୁଛି କହୁ ଢୋ 😂😂😂😂. ତମେ ମାଡି ଚାଲ ମ 😊😊😊😊😊.
@namitamandal7225
@namitamandal7225 2 ай бұрын
ଲଵ ବେଟା ଆମ ଓଡ଼ିଶା ଲୋକ ଙ୍କୁ ଟିକେ ଆଳୁ ରୋଗ ଅଛି ଏହା ହେଲା "ଈର୍ଷାଳୁ" ଏହା ଦ୍ବାରା ଆମେ କାହାରି ଉନ୍ନତି ଆଉ ଖୁସି ଦେଖି ସହି ପାରୁନୁ ଏ ରୋଗ ଛାଡ଼ିଲେ ନିସ୍ଚୟ ଆମେ ଉନ୍ନତି କରିବୁ ବେଟା ମୁଁ କିନ୍ତୁ ତୁମକୁ ଉତ୍ସାହ ତେଉଛି ତୁମେ ଆଗକୁ ବଢ଼ 😊
@sushilchakisushil557
@sushilchakisushil557 2 ай бұрын
❤❤❤❤ 💯% right 👍👍
@sureshmajhi4280
@sureshmajhi4280 2 ай бұрын
ଆମ ଓଡ଼ିଶାର ଓଡ଼ିଆ ପରିବାର ଯାଇ ଥିବାରୁ ବହୁତ ବହୁତ ଧନ୍ୟବାଦ ସାର , ଲବ ଭାଇ ଆପଣ ଆମକୁ ଦେଖାଇ ଥିବା ରୁ ବହୁତ ଭଲ ଲାଗିଲା ଭିଡିଓ ଦେଖିଲାରୁ ଜୟ ଜଗନ୍ନାଥ ଜୟ ଭାରତ ଏବଂ ଋଷିଆ🎉
@gopinathsahu9510
@gopinathsahu9510 2 ай бұрын
ବହୁତ୍ ସୁନ୍ଦର୍ କଥା ଭାଇ ❤
@Act_world99
@Act_world99 2 ай бұрын
Right 👍 କଥା ଭାଇ କହିଛନ୍ତି ଆମ govt ହିଁ ଚାହୁନି ଆମେ devlop କରୁ
@gajendraprasadsahu703
@gajendraprasadsahu703 2 ай бұрын
Bahut sundar video.tama video ru bahut kichhi janibaku miluchhi n bhala bhala place bhi dekhibaku miluchhi..chhada Kia kn kahuchhi..kahiba loka bahut achhanti.. thank you labo..❤️❤️❤️🪷🪷🪷
@user-gn1gx7zq8h
@user-gn1gx7zq8h 2 ай бұрын
Bhai mo gajapati parala khemundi lokonka saha misilo your great bhai ❤️
@Sonubhai45678
@Sonubhai45678 2 ай бұрын
Jia Jaha kahuchhi Don't mind agaku Madi chalo Laba bhai full support❤❤❤❤❤
@manu796
@manu796 2 ай бұрын
Good and bad things will happen Lobo brother 👍🏻 keep it up God bless you lots ❤️ love from West Bengal 🇮🇳 we believe God is with you that's why you successful youtuber
@odishaculture151
@odishaculture151 2 ай бұрын
ପୁରୀ ଜିଲ୍ଲା ରୁ କିଏ ଦେଖୁଛନ୍ତି ଲାଇକ ହଉ ⭕️‼️⭕️
@jagannathdash7877
@jagannathdash7877 2 ай бұрын
Bhai mu achi
@santoshkumarbehera6448
@santoshkumarbehera6448 2 ай бұрын
Like kain karibu re bhai tate 😄😄😄. Tame ta viewer mu bi viewer 😂😂😂
@sridharkumarbehera726
@sridharkumarbehera726 24 күн бұрын
Puri pila mu bi
@bhimamarndi7817
@bhimamarndi7817 Ай бұрын
Labo hansdah is energetic hero❤❤❤❤❤❤...real hero
@grgmslifestyle
@grgmslifestyle 2 ай бұрын
Bhai tome kahar Katha ଶୁଣନି tome continue video ବନାଅ ame waiting re achu ଦେଖିବା ପାଇଁ, ❤dil se ur great Bhai, god bless u
@ODIA_TOKA_SOMYA
@ODIA_TOKA_SOMYA 2 ай бұрын
ଭାଇ ତୁମେ ଭଲ ଭିଡ଼ିଓ କରୁଛ ସେଥିପାଇଁ ଧନ୍ୟବାଦ ❤️❤️ ଦୟାକରି ରାଜନୀତି କରନ୍ତୁ ନାହିଁ 🙏🙏
@ranjitkumarsbr5759
@ranjitkumarsbr5759 2 ай бұрын
ଯାହା ହଉ ଋଷିଆ ମସ୍କୋ ରେ ଆମ ଗଜପତି ପାରଳାଖେମୁଣ୍ଡି ଲୋକଙ୍କୁ ଦେଖି ବହୁତ୍ ଖୁସି ଲାଗିଲା
@Creater174
@Creater174 2 ай бұрын
Love from odisha laba bhai ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ Dhenkanal
@footballdamotivation4108
@footballdamotivation4108 2 ай бұрын
Good bless you you all....final laba met odia family. ...thanks laba da...for this..and the odia family to give some time to laba hansdah
@User.no.420
@User.no.420 2 ай бұрын
କିଛି ଭୁଲ ନାହି।ବହୁତ୍ ଭଲ ଭିଡିଓ।୧୦୦% ଭଲ ଶୁଣିବା ଆମ ଦେଶରେ ହେବିନି।ତେଣୁ ସେସବୁ କୁ ignore କର। ଓଡ଼ିଆ ଟୋକା ଲବ❤
@dharmarajnayak8118
@dharmarajnayak8118 2 ай бұрын
ଭାଇ ପାରଳାଖେମୁଣ୍ଡି ବୋଲି କହୁଛନ୍ତି ଆମର ବି. ଗଜପତି ଭାଇ
@nirmalkumarbehuria6411
@nirmalkumarbehuria6411 2 ай бұрын
Owh ସୁନ୍ଦର ଖାଇବା ପୁରା ଆମ ଓଡ଼ିଆ ଖାଇବା Thanks to odia family 🙏🏽
@manasbehera-mr3wi
@manasbehera-mr3wi 2 ай бұрын
Tamar sabu video mui dekhuchi aau bahut bhala laguchi,
@mangulubishoimangulubishoi2
@mangulubishoimangulubishoi2 2 ай бұрын
75years ହେଲାଣି ବଡଲୋକ ବଡ଼ ହେବ କଳାଧନ ସେମାନେ ଖାଇ ବଡ଼ ଲୋକ କିଛି ବି କରିଲ ଲାଞ୍ଚ ଦରକାର ସେଇଠି ପାଇଁ ଆମେ ମାନେ ପଛର
@pinkipradhan6486
@pinkipradhan6486 2 ай бұрын
Hn thik kahichanti
@kilogram382
@kilogram382 2 ай бұрын
Sir ମୁଁ ପାରଳାଖେମୁଣ୍ଡି ଗୁମ୍ମା ବ୍ଲକ ରୁ ଆପଣଙ୍କୁ ମୋର ସମସ୍ତଙ୍କୁ ନମସ୍କାର।🤝🤝 ଲବ ଭାଇ ଧନ୍ୟବାଦ।
@SHORTSYTCRIC
@SHORTSYTCRIC 2 ай бұрын
YOUR HARD WORK MAKE PEOPLE SILENCE❤. KEEP IT BROTHER. JAY JAGANNATH❤
@akhyakumarbeero-xp6yb
@akhyakumarbeero-xp6yb Ай бұрын
I'm here to support love hansda bhai
@laxmanmurmu3285
@laxmanmurmu3285 2 ай бұрын
Tume jaha karucha thik achhi vai.loko duniare sabu Loko saman nuhanti so samostanko katha suniba au agoku madichalo tomora mongalo hou.thanks love you ❤
@stvillagecookingrahulbabu5755
@stvillagecookingrahulbabu5755 2 ай бұрын
Odia family dekha Kari thibaru video bahut bhalo lagila
@ranjanmanuexpress2023
@ranjanmanuexpress2023 2 ай бұрын
welcome labo bhai,grate work
@bikashbhuyan2557
@bikashbhuyan2557 2 ай бұрын
Nice pic I ma very happy 😁😁😊 struggle is the very critical bro enjoy your life and travelling is the best 😮😮😮
@odialifestyleinodisha4649
@odialifestyleinodisha4649 2 ай бұрын
ବହୁତ ଭଲ ❤❤❤❤ଧନ୍ୟବାଦ 🙏🙏ଆମକୁ ନୁଆଁ ନୁଆଁ କଥା ଜାଗା ବିଷୟରେ ଜଣାଇଥିବାରୁ 🙏🙏ww
@judhisthiranaik2503
@judhisthiranaik2503 2 ай бұрын
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଓଡ଼ିଆ ଫାମିଲିଙ୍କ ସହିତ ଭେଟ ହୋଇ ରୋଷିୟା ବିଷୟରେ ବହୁତ କିଛି କଥାବାର୍ତ୍ତା ହେଲେ, ବହୁତ ଖୁସି ଲାଗିଲା, କିଏ କଣ କହିଲା ସେ କଥାକୁ ବିଶେଷ ଗୁରୁତ୍ୱ ନ ଦେଇ ଆଗକୁ ବଢ଼ି ଚାଲନ୍ତୁ, ଆପଣ ବାହାର କଣ୍ଟ୍ରିରେ କେତେ ଘଟପ୍ରତିଘାତକୁ ଖାତିର ନ କରି ଆମ ମାନଙ୍କୁ ସୁନ୍ଦର ସୁନ୍ଦର ଭିଡ଼ିଓ ଭେଟି ଦେଉ ଥିବାରୁ ବହୁତ ବହୁତ ଧନ୍ୟବାଦ l ଜୟ ଜଗନ୍ନାଥ l
@MamuniDas-hy9ex
@MamuniDas-hy9ex 2 ай бұрын
Ame jou jagaa dekhi nathilu apan amku dekheile sethi pai apanku anek anek thanks
@mamatabehera924
@mamatabehera924 11 күн бұрын
Laba Bhai mu first gote apananka vdo dekhithili . Ta parathu jebe b free hue only apananka vdo dekhe aau share kare Aji first comment karuchi. Mora bahara country bulibaku bahut ichha but mo pakhare se scope nahi. But apananka vdo jogun mu ghare basi pura world buli paruchi .....Thanks thanks for all ur vdos
@andriyaraita-nk7bb
@andriyaraita-nk7bb 2 ай бұрын
Love u from parlakhemundi gajapati laba bhai
@main_hoon_saikrupa
@main_hoon_saikrupa 2 ай бұрын
ନୟାଗଡ଼ରୁ କିଏ କିଏ ଦେଖୁଛନ୍ତି ❤️❤️❤️
@satyanarayantripathy3083
@satyanarayantripathy3083 2 ай бұрын
sir and madam(Bighneswar sir) jaya jagannath namaskar, I am Jyoti(kv bam) 's elder brother Satya here at Berhampur. I feel very happy to see all of you. Our family always remembering you and madam, conveying best wishes for your family and all Indians being at russia with utmost respect🙏🙏🙏🙏🙏 thanking mu traveller channel .
@bighneswarpatnaik4025
@bighneswarpatnaik4025 2 ай бұрын
Thank you
@pramodjhankar9720
@pramodjhankar9720 Ай бұрын
ବହୁତ ସୁନ୍ଦର ହେଇଛି ଲବ ଭାଇ
@prakashmohanty83
@prakashmohanty83 2 ай бұрын
Jay jagannath 😊
@debasisnayak1658
@debasisnayak1658 2 ай бұрын
ଲବ ଭାଈ ମୁଁ କେନ୍ଦୁଝର ଘଟଗାଁ ତୁମର ସବୁ ଭିଡ଼ିଓ ଭଲ ଲାଗୁଛି ଜୟ ମା ତାରିଣୀ ଘଟଗାଁ ରାଣୀ ଲବ ଭାଈ ଭଲ ରେ ଥାଅ
@RameshRaita-pb3eu
@RameshRaita-pb3eu 2 ай бұрын
I from Gajapati dt ...I my dt men meet. I am grateful... good job Laba bhai...I miss you all odisha...m & f
@kailashjena5911
@kailashjena5911 2 ай бұрын
Laba Bhai apananka every word ra value achhi.l salute your deep thinking advices.
@BaishnabcharanaSwain
@BaishnabcharanaSwain 2 ай бұрын
Mu traveler bahut badhia idia you are real hero
@Santhali-vlogger
@Santhali-vlogger 2 ай бұрын
Labo Bhai gote like karo 🙂
@birendranaik8354
@birendranaik8354 14 күн бұрын
Laba Bhai is real hero
@RinkiNaik-dy3uh
@RinkiNaik-dy3uh 2 ай бұрын
Mu odisha ra ganjam district Ra bellaguntha black ra ambapua ghanru Rinki naik kahuchi Laba bhai apanka pai loka mane asabu kichi dekhi kichi sacetana heiparuchanthi Thanks youuuuuuuuu so much Laba bhai ❤
@omgod33779
@omgod33779 2 ай бұрын
ଅଲେଖ ମ‌ହିମା 🙏🙏ଆପଣଙ୍କର channel କୁ 10m ନେବେ ଭାଇ ଆଗକୁ ବଡ🙏🙏🙏🙏💐💯💯💯💯
@SambitKumarVlog
@SambitKumarVlog 2 ай бұрын
Odisha ru ସମସ୍ତେ like କର Jay Jagannath
@avilashmohanty9071
@avilashmohanty9071 2 ай бұрын
Beautiful video bhai ❤❤❤ Super ❤❤❤ Great Great Great 🙏🙏Jay Jagannath🙏🙏
@abhimanyubehera4296
@abhimanyubehera4296 2 ай бұрын
Bhai aama gaa loka😊 buguda ganjam ra wow maja asila
@theChinmayvlogger
@theChinmayvlogger 2 ай бұрын
Right katha kahichhnti laba bhai
@murmubgmcreation1157
@murmubgmcreation1157 2 ай бұрын
Jhio pila 2 jon bahut cute laguchhanti
@secretsitara4413
@secretsitara4413 Ай бұрын
Lava bhai gate badhiya katha kahilo dill jitinelo ur super bhai❤
@rajusahoo6819
@rajusahoo6819 2 ай бұрын
Dhenkanal ra all members like karantu ❤u
@pabitrafun1344
@pabitrafun1344 2 ай бұрын
twins chhua ku dekhi khus lagila 😊😊
@user-dc9jk1lt4l
@user-dc9jk1lt4l 2 ай бұрын
ଭାଇ ବହୁତ ଭଲ ବିଡିଓ ବନାହୁଛ💓 God bless you🛕👌👫ମୋର ଗଜପତି Pralakhamundi 😃🤛
@sagarprasadbehura9797
@sagarprasadbehura9797 2 ай бұрын
Video bahut intersting hoichi. Thank you Laba
@Mr_Mukund...
@Mr_Mukund... 2 ай бұрын
Thik kahila Bhai amo govt chauni loko development ହୁଅନ୍ତି ଭଳି
@durjyakumarsabar5032
@durjyakumarsabar5032 2 ай бұрын
କିଏ କିଏ ଲବ ଭାଇ ର video ଅପେକ୍ଷା କରି ରହୁଛ ❤❤❤
@krushnanayak473
@krushnanayak473 2 ай бұрын
Mu krushna saporta karuchi sanapadar
@Jagathevloggar
@Jagathevloggar 2 ай бұрын
ଲବଭାଇ ଭଉତ ଭଲ ଲାଗିଲା ଭିଦିଓ ରୋଷିଆ ଭଳି ଜାଗାରେ ଆମ ଓଡ଼ିଶାର ଗଞ୍ଜାମ ଆଉ ଗଜପତି ର ଓଡ଼ିଆ ଲୋକଙ୍କୁ ଦେଖିକି ❤dill se love you loba bhai ❤❤ ଭାଇ ଗଜପତିରୁ ନମସ୍କାର 🙏🙏
@tinyboygamer7302
@tinyboygamer7302 2 ай бұрын
Mu first time dekhuchi best video compression to India 😊😊😊😊😊❤❤❤❤❤❤🎉🎉🎉🎉🎉
@anandsahoo7932
@anandsahoo7932 2 ай бұрын
ଲବ ଭାଇ gd mrng ଜୟ ଜଗନ୍ନାଥ 🙏🙏🙏
@gokulanandadas6699
@gokulanandadas6699 2 ай бұрын
ଆରେ ଭାଇ ଭାରତ ରେ Deploved କଥା କୁହା ନାଇ ଏଠି ସ୍କୁଲ କୁ ଭାଙ୍ଗି ଲୋକ ମାନେ ମନ୍ଦିର କରିବା ଶିଖୁଛନ୍ତି ଦେଶ ଆଗକୁ କଣ ଯିବ ଲୋକ ମାନେ ଗୋଲାମୀ କରିବେ ଜଉ ମାନେ ତାଙ୍କୁ ସ୍କୁଲ ବଦଳରେ ମନ୍ଦିର କରିବା ପାଇଁ ଶିକ୍ଷା ଦେଉଛନ୍ତି ସେଇ ମାନଙ୍କର ଗୋଲାମୀ କରିବେ ଆଉ ଆମ ଲୋକ ତ ପୁରା ଅନ୍ଧ ଭକ୍ତ😅😅
@Naranmarndi46
@Naranmarndi46 2 ай бұрын
1000% correct 😢
@chikunsamantaray5182
@chikunsamantaray5182 2 ай бұрын
Love from Nayagarh ❤️
@bindashkumar3807
@bindashkumar3807 2 ай бұрын
କିଏ କିଏ ମାଲକାନଗିରି ଜିଲ୍ଲାରୁ ଦେଖୁଛନ୍ତି,ଏଇ ଭାଇଙ୍କ ପାଇଁ ଲାଇକ କରନ୍ତୁ।
@grbshorts17
@grbshorts17 2 ай бұрын
Jay jaganath 🙏 laba bhai.... Love you 🤟
@Pankajshortszone963
@Pankajshortszone963 2 ай бұрын
Thakurmunda ଝିଅ like କର 👍
@sushilchakisushil557
@sushilchakisushil557 2 ай бұрын
Mu keshdiha ru 😂❤
@manashkuma
@manashkuma 2 ай бұрын
Bhai tame bahut badhiya video banai
@prashantpanda6534
@prashantpanda6534 2 ай бұрын
I am also from odisha i am staying in usa Indian is filing proud..fast odisha utuber visit Russia...good job keep hard work...
@bishnunaik9122
@bishnunaik9122 2 ай бұрын
Rairangpurkiakia dekhucha like kor
@mohanmarndi6807
@mohanmarndi6807 2 ай бұрын
Mubando
@nirvaycreation9004
@nirvaycreation9004 2 ай бұрын
Mu
Fast and Furious: New Zealand 🚗
00:29
How Ridiculous
Рет қаралды 48 МЛН
UNO!
00:18
БРУНО
Рет қаралды 4,5 МЛН
ПОМОГЛА НАЗЫВАЕТСЯ😂
00:20
Chapitosiki
Рет қаралды 26 МЛН
Old Man Powerlifter At Muscle Beach | Anatoly GYM PRANK
9:45
ANATOLY
Рет қаралды 9 МЛН
Fast and Furious: New Zealand 🚗
00:29
How Ridiculous
Рет қаралды 48 МЛН