BANGKOK ରେ ଭାସୁଥିବା ବଜ଼ାର || Bangkok Floating Market

  Рет қаралды 519,531

ମୁଁ TRAVELLER

ମୁଁ TRAVELLER

9 ай бұрын

ପ୍ରିୟ KZfaq ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ,
ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
📷 ଇନ୍ସ୍ଟାଗ୍ରାମ :-
/ laba_hansda
📘 ଫେସବୁକ ID :-
/ mutraveller1

Пікірлер: 1 100
@MuTraveller
@MuTraveller 9 ай бұрын
ଭିଡ଼ିଓ ଏଡିଟିଂ ପ୍ରୋବ୍ଲେମ ଯୋଗୁଁ ଭିଡ଼ିଓ ଆସିପାରୁ ନଥିଲା , ଏବେ ପୁଣି ଲଗାତାର ଭିଡ଼ିଓ ଆସିବ.....ମୋ ଉପରେ ବିଶ୍ୱାସ ରଖିଥିବାରୁ ଧନ୍ୟବାଦ |||🙏🙏🙏
@sujitbarik077
@sujitbarik077 9 ай бұрын
❤❤❤❤❤❤❤
@spstudio6962
@spstudio6962 9 ай бұрын
Super laba bhai🎉❤😊😊
@saibpvlogs
@saibpvlogs 9 ай бұрын
Ok bro ❤❤❤❤
@badal--guru
@badal--guru 9 ай бұрын
❤❤
@avilashmohanty9071
@avilashmohanty9071 9 ай бұрын
OK bhai
@moduniya6266
@moduniya6266 9 ай бұрын
ଲବ ଭାଈ ❤️ ଲବ ଭାଈ ଙ୍କୁ ଭଲ ପାଉଥିବା ଦର୍ଶକ ଙ୍କୁ ବି ବହୁତ ବହୁତ ଭଲ ପାଇବା ❤️❤️❤️
@kabita386
@kabita386 9 ай бұрын
ଏମିତି ଜାଗା ତ ମୁଁ ସ୍ୱପ୍ନ ରେ ବି ଯାଇପାରିବିନି ଭାଇ ତୁମ ପାଇଁ ଏମିତି ଜାଗା ଦେଖି ପାରୁଛି ବହୁତ ବହୁତ ଧନ୍ୟବାଦ
@JadabPradhan-zn1fl
@JadabPradhan-zn1fl 9 ай бұрын
🎉
@dushmantmallick
@dushmantmallick 9 ай бұрын
ଲବ ଭାଇ ପାଣି ଭିତରେ ମାର୍କେଟ ଦେଖେଇଲ ଖୁସି ଲାଗିଲା। ଧନ୍ୟବାଦ ।
@user-kb6gb6ld7d
@user-kb6gb6ld7d 9 ай бұрын
ଭଲ ପାଇବାର ମୂଲ୍ୟ କେତେ ଜିରୋ ନା ୧୦୦।। ଯଦି ୧୦୦ ତେବେ ଲବ ଭାଇକୁ ବହୁତ ବହୁତ ଭଲ ପାଇବା ଦିଅ।।
@anupamadas6512
@anupamadas6512 9 ай бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗିଲା ମନକୁ ଛୁଇଁ ଗଲା , ମନମୁଗ୍ଧକର । ଏମିତି ନୂଆ ନୂଆ ଭିଡିଓ ଆସୁଥାଉ। ଜଯୂ ଜଗନ୍ନାଥ ।
@jayhindvlogs5512
@jayhindvlogs5512 9 ай бұрын
ବହୁତ ସୁନ୍ଦର ଲାଗୁଚି ..ହେଲେ ଭାଇ 2 day ହେଲା ଭିଡିଓ କଣପାଇଁ ଆସୁ ନ ଥିଲା
@raghuhembram6989
@raghuhembram6989 9 ай бұрын
Right
@user-wu7yq2gz5m
@user-wu7yq2gz5m 17 сағат бұрын
Ebe dayli eibo hela
@ajayakumarmohanty9582
@ajayakumarmohanty9582 9 ай бұрын
ପାଣି ଉପରେ ଅବସ୍ଥିତ ବଜାର ର ଦୃଶ୍ୟ ଓ ଡଙ୍ଗାରେ ଯାତ୍ରା ପଥରେ ଅନେକ ମଜା ଲାଗିଲା। ଏହା ମନମୁଗ୍ଧକର ଅଟେ। ଧନ୍ୟବାଦ ।
@BIBHU_VLOGS_7735
@BIBHU_VLOGS_7735 9 ай бұрын
Aamo odisha pila like it.... Laba bhai ku.... ❤
@Tikilifestyle
@Tikilifestyle 9 ай бұрын
Happy birthday sunil bhai 🎂🎂ଭଗବାନ ତୁମକୁ ସଦାସର୍ବଦା ହସଖୁସିରେ ରଖନ୍ତୁ ତୁମର ଚଲା ପଥକୁ କୁସୁମିତ କରନ୍ତୁ ମାଆ ତାରିଣୀ Bless You 🙏🙏🙏
@user-wz9cv1lb1o
@user-wz9cv1lb1o 9 ай бұрын
Jay Jagannath Jay Jagannath Jay Jagannath Jay Jagannath 🎉
@Tikilifestyle
@Tikilifestyle 9 ай бұрын
😂😂😂😂
@PBVLOG
@PBVLOG 9 ай бұрын
Hy
@PBVLOG
@PBVLOG 9 ай бұрын
Tame bhi laba Bhai pari ବାହାର ଦେଶ ଯାଇ vlogging kara channel grow haba
@alokbehera1996
@alokbehera1996 9 ай бұрын
​@@Tikilifestyle😮😮😮😮
@ratanlalpurty6199
@ratanlalpurty6199 9 ай бұрын
ବହୁତ ସୁନ୍ଦର ଜାଗା, ମନ କୁ ଛୁଇଁଲା God Blesse You brother 🙏❤️🙏❤️🙏❤️
@user-xm1kc9en6h
@user-xm1kc9en6h 9 ай бұрын
ବହୁତ ସୁନ୍ଦର ଜାଗା ଭାଇ ଧନ୍ୟବାଦ
@sukadevdas....ommvlogs7485
@sukadevdas....ommvlogs7485 9 ай бұрын
ବହୁତ୍ ଭଲ ଲାଗିଲା ସବୁଠୁ ଭଲ ଲାଗିଲା background music ........ Superb.......❤❤❤❤❤ 🎉🎉🎉🎉🎉🎉🎉🎉
@sambarimunda2216
@sambarimunda2216 9 ай бұрын
ମୁଁ ଏହି ବଜାର ବିଷୟରେ ଆଗରୁ ଶୁଣିଥିଲି କିନ୍ତୁ ଦେଖି ନ ଥିଲି ତମ ପାଇଁ ଆମେ ଦେଖି ପାରିଲୁ ଧନ୍ୟବାଦ୍ ଭାଇ ❤❤ ମା ତାରିଣୀ ଙ୍କ ଆଶୀର୍ବାଦ ତମ ଉପରେ ଥାଉ
@Baby_doll_Priti333
@Baby_doll_Priti333 9 ай бұрын
😢😢😢😢😢
@user-iv6yq1uv7h
@user-iv6yq1uv7h 9 ай бұрын
Respect button for Naveed Bhai, He is such a nice & Hardworking person You are so good I like you Bhai l love you Broo❤❤❤❤❤❤
@puspanjalibehera3651
@puspanjalibehera3651 9 ай бұрын
🙏Bahut sundar heichi heart❤ touching video👌😇 Jay ⭕❗⭕jagannatha 🙏Jay shree ram🙏🙏🙏🙏🙏 🚩
@OdiaTokaAkash_217
@OdiaTokaAkash_217 9 ай бұрын
ଯେଉଁ ମାନେ ଚାହୁଁଛ ଲବ ଭାଇଙ୍କର ୨୦୨୪ ପୂର୍ବରୁ 1M subcriber ହେଇଯାଉ like କର ଜୟ ଜଗନ୍ନାଥ🙏🙏
@manojpradhan3184
@manojpradhan3184 9 ай бұрын
ଭାଇ 1 m subcriber ସାଥିରେ ନଂ ୧ Youtubr ଧନୀ ହୋବାର ସାହାଯ୍ୟ କରାଯାଉ ସମସ୍ତେ ୧୦୦ ଟଙ୍କା ଦେଇ ସହାୟତା କରାଯାଉ‌
@manojpradhan3184
@manojpradhan3184 9 ай бұрын
🎉🎉🎉
@rituparnajena4528
@rituparnajena4528 9 ай бұрын
Very beautiful place
@preetimanjaribehera319
@preetimanjaribehera319 9 ай бұрын
Such a beautiful location❤ 😘😇
@mohancharanmajhi-x4d
@mohancharanmajhi-x4d 9 ай бұрын
@itssangramvlogs952
@itssangramvlogs952 9 ай бұрын
Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.🩷
@sudhakarsjgamer257
@sudhakarsjgamer257 9 ай бұрын
କେଉଁ ମାନେ ଲବ ଭାଇ Video କୁ ଅପେକ୍ଷା କରିଥିଲ ❤like କର 😊
@bijayvlogs25
@bijayvlogs25 9 ай бұрын
Wow beautiful place dada 😊❤
@trilochananayak2590
@trilochananayak2590 9 ай бұрын
ଜୟ ଜଗନ୍ନାଥ 🙏 ବିଜୟ ଭାଇ ❤️
@chinumohanta4034
@chinumohanta4034 9 ай бұрын
Beautiful place ❤❤
@rajrana7938
@rajrana7938 9 ай бұрын
Really bhai different kind of market place . Thank u very much bhai ❤❤❤❤🎉🎉🎉🎉
@pinkikandi5596
@pinkikandi5596 9 ай бұрын
ଭାଈ ତମେ ମାନେ ମିଶି କି କେତେ ମଜା ମସ୍ତି କରୁଚ 🥰ହେଲେ ସୁନିଲ ଭାଇ ଆଉ ବାବୁ ଭାଇ ପଳେଇଲେ ତମେ ପୁଣି ଏକା ହେଇ ଯିବ ନା ଭାଇ🥺
@debasismohantadipu1832
@debasismohantadipu1832 9 ай бұрын
😂😂😂😂
@satyabratamajhi4167
@satyabratamajhi4167 9 ай бұрын
Hi bhauja
@satyabratamajhi4167
@satyabratamajhi4167 9 ай бұрын
Thik katha
@kbehera4876
@kbehera4876 9 ай бұрын
Beautiful blog ❤
@suchitramuduli7913
@suchitramuduli7913 9 ай бұрын
Today's video was very Interesting 👍waiting for next video .👍
@mamatasoren8469
@mamatasoren8469 9 ай бұрын
Bangkok floating market nice, babu bhai face no smail ❤❤
@sidhuraika2946
@sidhuraika2946 9 ай бұрын
Nice to see you Laba Bhai after 2 days... ❤❤❤ଦୁଇ ଦିନ video ଆସିଲାନି ଯେ, ଆମେ ଭାବିଲୁ ବୋଧହୁଏ ତୁମ ଦେହ କ'ଣ ଖରାପ ହୋଇଗଲା ବୋଲି। କିନ୍ତୁ ସେମିତି କିଛି ହୋଇନଥିବାରୁ ସନ୍ତୋଷ ଅନୁଭବ କଲୁ। ଆଉ ମୁଁ ବି ଦୁଃଖିତ ତମର video editing problem ପାଇଁ, but ସେଇଟା ବି solve ହେଇଯିବ। କାରଣ, I know you will better in your work so never worry about this problem.And today's vedio ବହୁତ ଭଲ ଲାଗିଲା,such a nice place of thiland.ପାଣି ଭିତରେ ବଜାର wow...! ଏହି scene କୁ କେବଳ ମୁଁ Hollywood movies ରେ ଦେଖିଥିଲି। ଆଜି ବହୁତ ଭଲରେ ପୁଣି ଥରେ ତୁମ ମାଧ୍ୟମରେ ଦେଖିଥିବାରୁ ତମକୁ ବହୁତ ବହୁତ ଧନ୍ୟବାଦ ❤❤❤। ଏବଂ ଅପେକ୍ଷା ରହିଲା ଆଗାମୀ video କୁ☺️☺️☺️
@sumitrahembram6692
@sumitrahembram6692 9 ай бұрын
Sunil is so funny 😅🤣🤣
@bikashbasantadas6767
@bikashbasantadas6767 9 ай бұрын
ଆରେ ଭାଇ ଭିଡିଓ ମସ୍ତ ! ପରମଜିତ ବେନିୱଲ ଠାରୁ ତମ ଭିଡିଓ ଭିନ୍ନ । ଭିଡ଼ିଓଗ୍ରାଫି ପୁରା ସିନେମାଟିକ । ଆଉ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ! ଓ ହୋ ହୋ । ସେ ଟେରାସ ରାଇସ ଫିଲଡ଼ ପରେ ଏଇଟା ସେଇ କ୍ୱାଲିଟି ର ଲାଗିଲା । superb.
@Krishnamusic112
@Krishnamusic112 9 ай бұрын
କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤❤
@hemantatudu2377
@hemantatudu2377 9 ай бұрын
I am very interested
@YASHOFFICIAL699
@YASHOFFICIAL699 9 ай бұрын
ନମସ୍କାର ଏବଂ ଜଗନ୍ନାଥ ମୁଁ ବି ଲବ ଭାଇଙ୍କ ପରି ପାଠ ପଢିବା ସହିତ vlogging କରୁଛି। ସମସ୍ତ ଙ୍କ ର ଟିକିଏ support ରେ ମୁଁ ବହୁତ ଉପକୃତ ହେବି!🙏🙏
@sunilcreation02
@sunilcreation02 9 ай бұрын
ବହୁତ ସୁନ୍ଦର ଲାଗିଲା 👌👌👌
@shradhanjaliartcraft1245
@shradhanjaliartcraft1245 9 ай бұрын
Bhai e place ta bahut badhia heichi
@Movies_8x
@Movies_8x 9 ай бұрын
ଲବ ଭାଇଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ କର ❤️ ଜୟ ମହାଦେବ 🙏🙏
@Dsrrsren7184
@Dsrrsren7184 9 ай бұрын
Very nice video ❤ and beautiful place. ଜୟ ଜଗନ୍ନାଥ
@bidyutlatabastia2227
@bidyutlatabastia2227 9 ай бұрын
Very beautiful. Enjoy boating with your friends
@kgfsantucreation
@kgfsantucreation 9 ай бұрын
Bhai dill❤️‍🩹se kahuchi…tame India 🇮🇳ra top1 Label ra vloger ,au tama pain aji ame pura odisha Basi Aji garbita…. Au bhai Ajira vlog t vlog nuha jou level ra cinematic short sabu Achi …mote ta pura Film dekhila vali hi lagila…. Emiti vlog jari rahu🥰 luv u Brother ❤️‍🩹
@theanimal3153
@theanimal3153 9 ай бұрын
ଏମିତି ସବୁ ଆଡେ ବୁଲନ୍ତୁ😂😂😂ଖୁସୀରେ ରୁହନ୍ତୁ❤❤❤❤❤ nice video 👍🏻, 👍🏻🙂🙂😊🙂
@manasnayak2807
@manasnayak2807 9 ай бұрын
Happy birthday Sunil Bhai,God bless you bhai ❤❤🎉🎉🎉🎉
@mainamarandi4740
@mainamarandi4740 9 ай бұрын
Kiye kiye bhai nkara video ku waiting karithila? Like kara😂😂
@pravatkumardas5128
@pravatkumardas5128 9 ай бұрын
Actualy your journey is very difficult but you all enjoying the life beautiful
@sagarmilikhusi
@sagarmilikhusi 9 ай бұрын
Wow laba bhai so super
@rameshbabu8813
@rameshbabu8813 9 ай бұрын
Beautiful place bhai ❤❤
@sujatasahoo1841
@sujatasahoo1841 9 ай бұрын
Finally 2 days waiting ra ଅନ୍ତ ହେଲା 😄
@dascreationodisha
@dascreationodisha 9 ай бұрын
Beautiful ❤️❤️❤️❤️
@judhisthiranaik2503
@judhisthiranaik2503 9 ай бұрын
ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା l
@phulamurmur6355
@phulamurmur6355 9 ай бұрын
Beautiful 👌🏻 😍 ❤
@nakulmajhi7336
@nakulmajhi7336 9 ай бұрын
ଭାଇ ଯୋଗୁ ଏତେ ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିପାରୁଛେ ଜୟ ମାଁ ସୁନାଦେଇ
@sudhakarsjgamer257
@sudhakarsjgamer257 9 ай бұрын
Laba Hansda ❤
@MINATIDEOGAM
@MINATIDEOGAM 9 ай бұрын
Floating market at Bangkok Thailand country thanks 🙏 u Laba Hasda tour of Thailand country
@Basudevkandiki366
@Basudevkandiki366 9 ай бұрын
ଦୁଇ ଜଣ ମିଛି ଲବ ଭାଈଙ୍କୁ ମାରିଦେଲେ ବଲିବାବୁଥିଲି Video 3 ଦିନ ଏଲା ଆଛିନଥିବାରୁ😂😂😂❤❤
@Santosumi-prarthana
@Santosumi-prarthana 9 ай бұрын
ଭାଇ ଏ କଣ, କି ଅଶୁଭ କଥା କହୁଚ
@prakashkumarnaik6280
@prakashkumarnaik6280 9 ай бұрын
ଭାଈ ଭଉତ ଭଲ ଲାଗିଲା ଭିଡିଓ ଟି କାହିଁକି ନା ଦିନ ଥିଲା ଆମେ move ରେ ଦେଖିବାକୁ ମିଳୁଥିଲା ❤
@suklaltudu1537
@suklaltudu1537 9 ай бұрын
Adi napay place dada
@madhu12327
@madhu12327 9 ай бұрын
Bhai bohut enjoy kali ❤😍😍
@dasarathimohapatra618
@dasarathimohapatra618 9 ай бұрын
ବହୁତ ସୁନ୍ଦର ଲାଗିଲା ଭିଡିଓ ଟି ମନମୁଗ୍ଧକର ଲାଗିଲା, ଜଗନ୍ନାଥଙ୍କ କୃପାରୁ ଭଲରେ ଥିବେ,
@JAMUNANAYAK-hf9im
@JAMUNANAYAK-hf9im 9 ай бұрын
Beautiful brother❤❤❤
@user-fb3le5wd9g
@user-fb3le5wd9g 9 ай бұрын
ବହୁତ୍ ଭଲ ଲାଗିଲା ଭାଇ 👌👌
@HKMO100
@HKMO100 9 ай бұрын
ପ୍ରକୃତିର ଦୃଶ୍ୟ ଖୁବ୍ ସୁନ୍ଦର, ଚମତ୍କାର
@sewaniguria7332
@sewaniguria7332 9 ай бұрын
Wonderful floating market ...i liked the most this beautiful place ❤❤❤❤...keep enjoying brothers....
@Siba_creation1
@Siba_creation1 9 ай бұрын
କଉମାନେ ଲବ ଭାଇଙ୍କୁ ଭଲ ପାଅ ❤ like କର 👍 from Cuttack ❤❤❤
@sumitranath1962
@sumitranath1962 9 ай бұрын
Love from jajpur ❤❤
@Sangeetanurseswarriors
@Sangeetanurseswarriors 9 ай бұрын
Amazing tour🌏
@OdiaTokaAkash_217
@OdiaTokaAkash_217 9 ай бұрын
ଭାଇ ଏମିତି ସବୁ ବେଳେ ଖୁସିରେ ରୁହ
@Travelgyeajay
@Travelgyeajay 9 ай бұрын
ଭାଇ late ରେ ଆସିବେ କିନ୍ତୁ ପୁରା world ଘାଣ୍ଟିବେ ❤
@sudhirkumarkumarmohanta1000
@sudhirkumarkumarmohanta1000 9 ай бұрын
ବହୁତ ବହୁତ ଧନ୍ୟବାଦ ଲବ ଭାଇ
@hrudanandasankhua5824
@hrudanandasankhua5824 9 ай бұрын
ଲବ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ଏମିତି ସବୁବେଳେ ହସ ଖୁସିରେ ରୁହ‌ ଲବ ଭାଇ ସୁନିଲ ଭାଇ ବାବୁ ଭାଇ Love you Laba Bhai Sunil Bhai Babu Bhai ❤❤️❤️❤️❤️ ଜୟ ଜଗନ୍ନାଥ 🙏Good bless you 👍
@gpganeshmusic1830
@gpganeshmusic1830 9 ай бұрын
ଦେଖି ବାକୁ ବହୁତ ସୁନ୍ଦର ଲାଗୁଛି
@JaiShreeRam-mv3my
@JaiShreeRam-mv3my 9 ай бұрын
ଆମ ଗାଁରେ ଦୁଇଦିନ ଧରି ଠିକ୍ ସେ network ନଥିଲା ତ ମୁଁ ଭାବୁଥିଲି ଲବ ଭାଇଙ୍କ ଭିଡ଼ିଓ ସବୁ miss କରିଗଲି ତ ସେଇ ଦୁଇଦିନ ଭିଡ଼ିଓ ଟା ଆସିନି ତ ମଣିଷ ବଞ୍ଚିଗଲା 😂 ଧନ୍ୟବାଦ୍ ଭାଇ ❤
@sanjaymarandi7565
@sanjaymarandi7565 9 ай бұрын
Jay jagannath bhai🙂🙂🙂🙂
@jayantirout8960
@jayantirout8960 9 ай бұрын
Very nice 👍👍👍👍 place ❤❤❤❤
@mohancharanmajhi-x4d
@mohancharanmajhi-x4d 9 ай бұрын
❤😊
@swadhinprusty1541
@swadhinprusty1541 9 ай бұрын
ଭାଈ ବହୁତ ଅପେକ୍ଷା କରି ଥିଲି video Jay Jagrantha... ❤❤❤❤❤❤
@Za.658
@Za.658 9 ай бұрын
ଆଜି ତ ଆରମ୍ଭ ରୁ ହିଁ ମତେ ହସେଇ ଦେଲେ ଭାଇ 😂😂😂 ମେଁ.....😂😂
@sarojmalik6022
@sarojmalik6022 9 ай бұрын
ଅତି ସୁନ୍ଦର
@besrabayarproduction4144
@besrabayarproduction4144 9 ай бұрын
2 dina hela Bahut thara KZfaq check karuthili finally video asigala,bahut khusi lagila❤❤❤
@OfficialDebo
@OfficialDebo 9 ай бұрын
Everyday I am Waiting For your new videos .. Laba Bhai Really Different Kind of Markat Place .. Jay Jagannath 🙏💖💖 .....
@adivasikherwaljumid
@adivasikherwaljumid 9 ай бұрын
ᱟ.ᱰᱤ ᱱᱟᱯᱟᱭ ᱜᱳᱢᱠᱮ ❤❤❤
@manasnayak2807
@manasnayak2807 9 ай бұрын
Sunil Bhai paee gote like please ❤❤❤❤
@saathvik1342
@saathvik1342 9 ай бұрын
Bohut sunder achi.. ⛵ Boat market..❤❤
@DKLGEMING
@DKLGEMING 9 ай бұрын
ଜୟ ଜଗନ୍ନାଥ ଓଡ଼ିଶା
@karankamira369
@karankamira369 9 ай бұрын
ଭାଇ ଙ୍କ ପାଇଁ ପ୍ରାଥାନା କର ଜୟ ଜଗନ୍ନାଥ
@hbsyehe2897
@hbsyehe2897 9 ай бұрын
Kai kn bhainku .. cancer heichi kii
@hbsyehe2897
@hbsyehe2897 9 ай бұрын
Are sale....se ta bulichi video pakei utube re...paisa income...karuchi... Tame....bandalua...dala .ethi gandi maraucha...
@hbsyehe2897
@hbsyehe2897 9 ай бұрын
Chup kii...ta dekhiba...bandalua..dala...ete Kai kahaku tekucha......trkiba ta ete sasta na....😂
@madhu12327
@madhu12327 9 ай бұрын
God bless you bro 😍🙏
@prabhatidas8938
@prabhatidas8938 17 сағат бұрын
Bahut bahut bhala lagila Bhai video
@sksidharthofficial3263
@sksidharthofficial3263 9 ай бұрын
ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
@krglbskeyjbkz1004
@krglbskeyjbkz1004 9 ай бұрын
R.I.P (singer) 😭😭🙏🏻🙏🏻କେଉଁ ମାନେ ଶ୍ୟାମ ବିନ୍ଧାଣିଙ୍କୁ ଜାଣନ୍ତି
@kartikasenapati3047
@kartikasenapati3047 9 ай бұрын
ଆରେ ଭାଇ RIP ଲେଖନୀ.. RIP ଖ୍ରୀଷ୍ଟିଆନ ମାନେ କୁହନ୍ତି ଆମେ ହିନ୍ଦୁ ସେଥିପାଇଁ ଆମ ସଂସ୍କୃତି ରେ କେହି ଆର ପାରିକି ଚାଲି ଗଲେ. ଆମେ ଓଁ ଶାନ୍ତି ବୋଲି କହୁ.. 🙏
@pinkypinky6274
@pinkypinky6274 9 ай бұрын
ଭାଇ କେତେ wait କରିଥିଲୁ ଆପଣଙ୍କ ଭିଡ଼ିଓ ପାଇ
@RMalik110
@RMalik110 9 ай бұрын
ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐👍🙏🙏🙏
@kalubehera7886
@kalubehera7886 9 ай бұрын
କେଉଁ ମାନେ ଲବ ଭାଇ ଙ୍କୁ ଭଲପାଉଛ❤❤❤
@mohancharanmajhi-x4d
@mohancharanmajhi-x4d 9 ай бұрын
@Mu_gruhini
@Mu_gruhini 9 ай бұрын
Love from Balasore ❤❤❤
@SrikantaBehera-xo9ms
@SrikantaBehera-xo9ms 9 ай бұрын
🙏🙇 Jay Jagannath 🙇🙏
@stmproduction7634
@stmproduction7634 9 ай бұрын
ବହୁତ ବଢିଆ ଲାଗିଲା...❤❤❤❤
@Rajat_sahoo
@Rajat_sahoo 9 ай бұрын
ଭାଇ ଭିଡ଼ିଓ କୁ କିଏ କିଏ ଅପେକ୍ଷା କରିଥିଲ 😭😭😭
@dineshbhoi6480
@dineshbhoi6480 9 ай бұрын
Everyday I am waiting for your new videos.. what a beautiful place & market laba bhai.. jai hind jai bharat 🇮🇳🇮🇳..
@manoranjandas4301
@manoranjandas4301 3 ай бұрын
କେତେ ସୁନ୍ଦର ଜାଗା 😮😮😮❤❤❤ କି ଭାଗ୍ୟ ତମର
@mohancharanmajhi-x4d
@mohancharanmajhi-x4d 9 ай бұрын
Bahut sundar ❤❤❤❤❤❤
@sankarsoren6314
@sankarsoren6314 9 ай бұрын
ଆମେ ବହୁତ ଡରି ଯାଇଥିଲେ କିଛି ପ୍ରୋବ୍ଲେମ ହୋଇଗଲାକି
@mdrcreation8249
@mdrcreation8249 9 ай бұрын
କିଏ କିଏ video ଅପେକ୍ଷା ରେ ଥିଲ ❤❤like କର
@rasmitarudhi142
@rasmitarudhi142 9 ай бұрын
Wow bhai beautiful place 👌 pani me ghar ,shop ,market sab kuchh bohot hin achhi lagti thi 🥰🥰🥰....so happy bhai
@maahiqueenofficial
@maahiqueenofficial 9 ай бұрын
❤ ବହୁତ ଭଲ ଲାଗିଲା ଲବ ଭାଇ
Vivaan  Tanya once again pranked Papa 🤣😇🤣
00:10
seema lamba
Рет қаралды 35 МЛН
ОСКАР ИСПОРТИЛ ДЖОНИ ЖИЗНЬ 😢 @lenta_com
01:01
India Defeats Zimbabwe // Alcaraz Beats Djokovic
20:34
OdiaTechBulletin
Рет қаралды 43 М.
Vivaan  Tanya once again pranked Papa 🤣😇🤣
00:10
seema lamba
Рет қаралды 35 МЛН