No video

ନୂଆ ସରକାରଙ୍କ ବିରୋଧରେ ଆକ୍ସନ ମୁଡ଼ରେ କଂଗ୍ରେସ, କହିଲା ଅରାଜକତା ଆଡକୁ ଗତି କରିଛି ରାଜ୍ୟ | Nandighosha TV

  Рет қаралды 171,912

Nandighosha TV

Nandighosha TV

Күн бұрын

ନୂଆ ସରକାରଙ୍କ ବିରୋଧରେ ଆକ୍ସନ ମୁଡ଼ରେ କଂଗ୍ରେସ, କହିଲା ଅରାଜକତା ଆଡକୁ ଗତି କରିଛି ରାଜ୍ୟ |
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 172
@sadanandasahoo3707
@sadanandasahoo3707 Ай бұрын
ମାଡ଼ କଥା ଛାଡ଼, ଜୋତା ସଫା କରାଇବା ଠାରୁ ହୀନ କାମ ଆଉ କିଛି ହୋଇ ନ ପାରେ
@maushumisoy904
@maushumisoy904 Ай бұрын
ଓଡ଼ିଆ ଅଫିସର ଭଲ ରକମ ମାଡ଼ ଖାଇଛି, ସରକାରୀ ମୁହଁ ପୁରା ବନ୍ଦ ଅଛି,
@maheshkumar-fn4gc
@maheshkumar-fn4gc Ай бұрын
ସେ ମା ଗିହା ମୋହନ ଉଅରେ ମାଡ଼ ହବ ଏଥର
@karnabisoyi376
@karnabisoyi376 Ай бұрын
ଆଗାମୀ ଦିନରେ ବିଜେପି ମୂଳପୋଛ ହେବ।
@SanatanchattarChattar
@SanatanchattarChattar Ай бұрын
ଆଗାମୀ ଦିନରେ ବିଜେପି ମୂଳ ପୁଛ ହେବେ । କଂଗ୍ରେସ ଠିକ୍ ଭାବରେ ରାଜରାସ୍ତାକୁ ଉଲେହିଛି ତେଣୁ ଆଗାମୀ ଦିନରେ ଲୋକ କଂଗ୍ରେସ କୁ ହିଁ ଭରସା କରିବେ
@mastermahaveer5796
@mastermahaveer5796 Ай бұрын
Bjd au bjp di jana hebe
@manojgiri1199
@manojgiri1199 Ай бұрын
B J P ଆଗାମୀ ଦିନରେ ମୂଳପୁଛ🎉ହୋଇଯିବେ ଏହା ମିଥ୍ୟା ନୁହେଁ
@santoshsethy1237
@santoshsethy1237 Ай бұрын
OTV and Argus and OR Chanel kuadegala God blessed all nandighosa staff
@user-js8jt1kh1z
@user-js8jt1kh1z Ай бұрын
Ta maa pakhare saechi
@pradeepsahoo1469
@pradeepsahoo1469 Ай бұрын
Otv n Argus hela=jatra party channel
@user-ni5fr2sc1o
@user-ni5fr2sc1o Ай бұрын
B j p hatao
@BibhutiDalei-hz7xs
@BibhutiDalei-hz7xs Ай бұрын
କଂଗ୍ରେସ ଭଲ କରୁଛି । ବିଜେଡି ଚୁପ୍ କାହିଁକି?
@Cricket_lover_96683
@Cricket_lover_96683 Ай бұрын
Are bhai abe sia congress upare bharasa achi but tama upare kichi prabhav padila ta ame bjd Bala achu ta athire tension naba kichi darkar nahi
@TheSayeed2009
@TheSayeed2009 Ай бұрын
BJD, Navin ku ED dara. Tenu Congress real opposition. Pura Bhubaneswar, cuttack, Jam kara, Rally kara, 2lakya ra. Strength dekhai diya.
@BibhutiDalei-hz7xs
@BibhutiDalei-hz7xs Ай бұрын
ରାଜ୍ୟ ପାଳ ଙ୍କ ପୁଅକୁ ପୋଟୋ ଆଇନ ରେ ଗିରଫ କରାଯାଉ ।
@user-kg1sw4vs5z
@user-kg1sw4vs5z Ай бұрын
ଓଡ଼ିଶା ବିକାଶ କେମିତି ହେବ ସେ ବିଶୟରେ ଚିନ୍ତା କର।
@tapudas2316
@tapudas2316 Ай бұрын
ଓଡ଼ିଶା ବିକାଶ ଜଣେ ASO କୁ ପିଟିକି ତାକୁ ଯୁତା ର ଚେପ ପକେଇ କି ଚାଟେ କହିକି ବିକାଶ ହବ
@harashchandraswain
@harashchandraswain Ай бұрын
Aga netanka pua ra vikash 🚩 Jay Sri Ram
@SnShine-ul7uc
@SnShine-ul7uc Ай бұрын
Odia asimit kebe odia hataku asiba ta pare nihati Bikash heba
@harashchandraswain
@harashchandraswain Ай бұрын
@@SnShine-ul7uc kshyamata ra durupojaga , position ku nasta kare
@TheSayeed2009
@TheSayeed2009 Ай бұрын
Odisha Bikas pain Mantri, Secretary, Hota Catuchanti Delhi ra. 😂
@sagardas3777
@sagardas3777 Ай бұрын
ଏ ବିଜେପି ସରକାର ଚଳାଇ ପରିବାର ସକ୍ଷମ ନୁହଁ,,, କିଏ କଣ କହୁଛନ୍ତି,, କିଏ କଣ କରୁଛନ୍ତି ସେମାନେ ନିଜେ ବି,, ଜାଣିପାରୁନାହାନ୍ତି,,, କୋଉ ନେତା କହୁଛନ୍ତି ଡାକ୍ତର ଖାନରେ ମାଷ୍ଟର ପୋଷ୍ଟିଙ୍ଗି କର,, କୋଉ ନେତା କହୁଛନ୍ତି 300ୟୁନିଟି ବିଜୁଳି ବିଲ୍ଲି ଫ୍ରୀ ମୋଦି କରିବ,,, ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ, ବି, ସଂମାନ ଦେଇ ଜାଣି ନାହାନ୍ତି,, ସେ କହୁ ଛନ୍ତି ଓଡ଼ିଆ ଅସ୍ମିତା କଥା,, ମୁଖ୍ୟମନ୍ତ୍ରୀ ନିଜେ ମୋହନ sir ଆମର,, ଦୈନିକ କୁଆଡେ ଜନଶୁଣାଣୀ ଶୁଣୁ ଛନ୍ତି,, ଗଭର୍ଣ୍ଣର ଙ୍କ ପୁଅ,, କାଯ୍ୟ ରତ ଅଫିସର ଙ୍କୁ ହାତ ଉଠାଇ ବା,, ଏ ଆମ ବିଜେପି ଓଡ଼ିଆ ଅସ୍ମିତା,,, କଣ ପାଇଁ ଏତେ ଅହଂକାର,, ସାଧାରଣ ଲୋକଟି ପାଇଁ, ଗୋଟେ ଆଇନି,, ଆଉ ଆପଣଙ୍କ ପାଇଁ ଗୋଟେ ଆଇନି,,
@BasantaBehera-gl3li
@BasantaBehera-gl3li Ай бұрын
କିଛି କରିବନି ଏ ସରକାର ଏ ହଉଚି remote ସରକାର ସବୁ ଅତ୍ୟାଚାର ଗୋଟେ ମାସ ହେଲା ଚାଲିଛି
@tapudas2316
@tapudas2316 Ай бұрын
ଭାଇ ଏଇଟା କେବଳ କୌଣସି ପାର୍ଟି ର କଥା ନୁହ, ଏଇଟା ଆମ ଭଳିଆ ଲୋକ କଥା , ସାଧାରଣ ଲୋକ କ କଥା କଣ ସିଏ ତ ଜଣେ ASO ହେଲେ ଏମିତି , ତାହେଲେ ଆମ ର କଣ ହବ ଯଦି କଲି ଜଣେ ଯେ କୌଣସି ପାର୍ଟି ର MLA କି MP କି ତାଙ୍କ ପୁଅ ଆମ ପରିବାରକୁ ହଇରାଣ କରେବେ ଆମେ କଣ କରିବା ।
@biswaranjanmohapatra2518
@biswaranjanmohapatra2518 Ай бұрын
ବିରୋଧୀ ଦଳ ଙ୍କୁ ସାଧୁବାଦ୍🎉🎉🎉🎉
@biswaranjanmohapatra2518
@biswaranjanmohapatra2518 Ай бұрын
ରାଜ୍ୟପାଳ ଓ ତାଙ୍କ ଶାବକ କୁ ଓଡ଼ିଶା ରୁ ବିଦା କରାଯାଉ🎉🎉🎉
@mihirkumarbarik6867
@mihirkumarbarik6867 Ай бұрын
Bjd. Congresh hni. Bharasa odiya. Ashmita ku. Nyaya deba. Pain
@pramodsahu4459
@pramodsahu4459 Ай бұрын
ବିଜେପି ସରକାର କିଛି କାମ କରିବ ନାହିଁ
@BibunaBibhuti
@BibunaBibhuti Ай бұрын
Joy congress next pm
@Papureaction490
@Papureaction490 Ай бұрын
ସେ ବିଜେପି କୁକୁର ନାଲି ଗାମୁଛା କୁଆଡେ ଗଲା ବହୁତ ବଡ଼ ବଡ଼ ଭାଷଣ ଦିଏ ଏବେ ତାର ପାଟି ଚୁପ ହେଇଯାଇଛି ଖାଲି ବିଜେପି ଚମଚା କରୁଛି
@romeosada1432
@romeosada1432 Ай бұрын
ଜାଡ଼ା ଧରିଛି ତାକୁ 😂😂😂😂😂
@bhagabatsoren249
@bhagabatsoren249 Ай бұрын
କୂଆଡେ ଖୋଲି ଚାଟିବାକୁ ଯାଇଥିବ 😅
@bijayparida8085
@bijayparida8085 Ай бұрын
ମାଝୀ ମାଝୀ ହେଇ ରହିବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ
@Jotrimay
@Jotrimay Ай бұрын
ଜୟ ଜଗନ୍ନାଥ 🙏🙏🙏ରଖିୟା କର ନ୍ତୁ ପ୍ରଭୁ 🙏🙏ଖେମା ପ୍ରଭୁ 🙏🙏
@UpendraBag-fs5nl
@UpendraBag-fs5nl Ай бұрын
ଓଡ଼ିଶା ବାସୀ କୁ ଏମିତି ଦରକାର ଥିଲା ମୁଁ ବହୁତ ଖୁସି
@bidyadharbiswal3321
@bidyadharbiswal3321 Ай бұрын
ଜୟ ଜଗନ୍ନାଥ
@subhransudalai8360
@subhransudalai8360 Ай бұрын
ବିଜେପି ହଟାଅ ଦେଶ ବଞ୍ଚାଅ
@pintuchinda
@pintuchinda Ай бұрын
ଆଗକୁ ବଢିଚାଲ
@rajendraram7418
@rajendraram7418 Ай бұрын
Go on go on.
@user-ye3gw5oq3q
@user-ye3gw5oq3q Ай бұрын
Jay Congress party 🎉❤❤❤
@user-xb1bu4xi8s
@user-xb1bu4xi8s Ай бұрын
Handia sarakara
@user-vg5qd6zm9j
@user-vg5qd6zm9j Ай бұрын
RIGHT SIR
@khirasindhunaik5611
@khirasindhunaik5611 Ай бұрын
Right
@MahantiBhatra
@MahantiBhatra Ай бұрын
ବି ଜେ ପି ସରକାର ଆରମ୍ଭରୁ ପେଲ ବେ ଜେ ପି ଅଟାଓ
@bikashjana7875
@bikashjana7875 Ай бұрын
Congress jindabad
@prasantapradhan2719
@prasantapradhan2719 Ай бұрын
ତଳ ସ୍ତର ରୁ ଉପର ସ୍ତର ର ସବୁ ଚୋର
@rabindrabhoi3478
@rabindrabhoi3478 Ай бұрын
Jay Congress 💪💪
@mrutyunjayaacharya
@mrutyunjayaacharya 25 күн бұрын
ହଟାଅ ମିଛୁଆ ସରକାର କୁ
@user-gv4mh8xh2t
@user-gv4mh8xh2t Ай бұрын
ମହନ ସରକାର ପାଗଳ ସରକାର
@NabinSethy
@NabinSethy Ай бұрын
ଜିତିବା ପରେ ସମ୍ବିଧାନକୁ ଶପଥ ଗ୍ରହଣ କରିଥିଲେ ଆମେ, ମିଛ କହିବୁନି, ଏବେ କଣ ହଉଛି ଏଇଟା କଣ ତୁମର ଶପଥ ଗ୍ରହଣ, ଛି, ଛି, ଗୋବରା, ଦଳ
@SekharsambhitDhal
@SekharsambhitDhal Ай бұрын
BJP sarkar r sesha samaya ashigala. Jay Jagannath 👋
@user-qo9mj9tz1w
@user-qo9mj9tz1w 15 күн бұрын
Sabu bhul katha nija gandi nije Sambhala bjd bale
@SAIKanhaofficel
@SAIKanhaofficel 29 күн бұрын
Jay nabine sir Jay bjd
@user-jf7nn6bq8l
@user-jf7nn6bq8l Ай бұрын
Suraj suryabansi babu. Pati re kan apan tala pakeicha. Odia asmita kuade gala. Odia a s o mada khaile sarkarku chali asila pare 0dia asmita katha bhuli gale
@shibuprasadswain7671
@shibuprasadswain7671 Ай бұрын
Duniya ka sabse bada Bhagwan gir Gaya hai Desh ka aaine mantri ko Khushi Mila
@SekharsambhitDhal
@SekharsambhitDhal Ай бұрын
Jay Jagannath 👋
@adityamusicproduction8445
@adityamusicproduction8445 Ай бұрын
BJP ଦଳ ରେ କେନ୍ଦ୍ର ରୁ ଟିକେ ଆଳୁ ଦୋଷ ଅଛି ତାହା ହେଲା ମିଛ କହିବା
@EKIARTVLOG-vt8hk
@EKIARTVLOG-vt8hk Ай бұрын
Amara darkar nabin sarkar
@pradipkumardasdas7184
@pradipkumardasdas7184 Ай бұрын
Odia Asmita in danger in BJP rule
@sudhansu159
@sudhansu159 Ай бұрын
Rabana au rakhyasa odish asmita ku saridale
@rajiblochanpanda9907
@rajiblochanpanda9907 Ай бұрын
Eita gote chora taskara sarkar.
@pradhansambit01
@pradhansambit01 Ай бұрын
BJP Sarkar Uttar deu
@banshidharpatra5160
@banshidharpatra5160 Ай бұрын
ଅନ୍ଧ ଯୁବl ଭୋଟର୍ କୁ ଅନ୍ଧ BJP ସରକାର୍ BJP ର ଯେତେ ଗlଲୁୟl ପ୍ରବକ୍ତା
@sanatanpatra5756
@sanatanpatra5756 Ай бұрын
ଚାରି ବର୍ଷ ପୁରିଲେ କରିବେ
@pravatiprusty6329
@pravatiprusty6329 Ай бұрын
ଲଜ୍ଜ୍ୟା ଲାଗୁ ନି
@ommslifestylecreation7789
@ommslifestylecreation7789 Ай бұрын
Mohan Govt is unfit to provide justice
@abhinnakumarsahoo3384
@abhinnakumarsahoo3384 Ай бұрын
AJATHA CHITKAARA KARANA.....
@DuduluDudu-j2x
@DuduluDudu-j2x Ай бұрын
Lekin hamara Navin patnayak Shahar unse CM jaisa kahin nahin milenge
@kuldeepgiri1862
@kuldeepgiri1862 Ай бұрын
@srikantarauta8200
@srikantarauta8200 Ай бұрын
ଖାଲି କହିଲେହଁବନି ରାଜରାସ୍ଥାକୁ ଆସ ଆଉ ଜୋଯାରବିରୋଧ ଯଦି ହବ ସବୁଦଳ ମିଶିକି ଲୋକ ଙ୍କସହ ମିଶି ଜୋରଯାର ଆନ୍ଦୋଳନ ଡାକରା ଦିଆଗଲେ ହିଁ ସମାଧାନ ହବ ଖାଲି ପେଶମିଟି କଲେ କିଛି ହବନି ଓଡିଶା ର 4ସ୍ତମ୍ଭ ପରା ପାର୍ଟି ଦେଖିକି ଖବର ଦେଖାଉଛ ନ୍ତି ଜୀଏବି ସୁକିଲା ରାଜନୀତି କରୁଛି ଯୋଉଦିନ ପଯ୍ୟନ୍ତ ଲୋକ ସଚେତନ ହୋଇ କି ବିରୋଧ କରିନାହାଁନ୍ତି ଦେଶ ଆଉ ରାଜ୍ୟ କେବେବି ଉନ୍ନତି ହବନି ଯୋଉସରକାର ବି ଆସୁନାକାହିଁକି ଭୁଲ କଲେ ତାଙ୍କୁ ଜନ ଆନ୍ଦୋଲୋନ ହେବା ଦରକାର ନହେଲେ ଏମିତି ହିଁ ରାଜନୀତିର ପଶାପାଲିରେ ସାଧାରଣଜନତା କୁ ବଳିପଡିବାକୁ ପଡିବ ଆପଣଙ୍କ ମତକଣ
@rajalaxmibehera6237
@rajalaxmibehera6237 Ай бұрын
Ekathare mupuchhu heba
@user-vg5qd6zm9j
@user-vg5qd6zm9j Ай бұрын
QUANTITY OF ORNAMENTS FOUND IN RATNA MANDAP PURI KINDLY ELLABORATED TO OUR PEOPLE PLEASE 🙏
@sanatanpatra5756
@sanatanpatra5756 Ай бұрын
ବାଳ କରିଛି
@SekharsambhitDhal
@SekharsambhitDhal Ай бұрын
Jay Congress ❤
@rupanandachand5494
@rupanandachand5494 Ай бұрын
Jaha hau sabhe ekathi disuchhan
@mamataparida2685
@mamataparida2685 Ай бұрын
Why BJD is silent Not raising voice like congress For what Only corruption
@user-im7oh9hd5x
@user-im7oh9hd5x Ай бұрын
Naveen babu sina Jagarnath
@FudanHandah
@FudanHandah 17 күн бұрын
❤Sabuthire.Congresrs.BachalataDurbudhi.MularukariasichhiRajyaGothanSomoyreketeAdibasinkumoderkarichhimonenahin
@nayakthanks5390
@nayakthanks5390 Ай бұрын
ଶେ ମାଗୀହା dk ବେଦ୍ଦ୍ଧ ପିଲା କୁଆଡ଼େ ଗଲା ତା ପାଟିରେ କଣ ବାଣ୍ଡ ବାଜିଛି
@subashchnayak681
@subashchnayak681 Ай бұрын
ଅପାରଗ ମୋହନ ମାଝି ସରକାର
@ranjitkumarbehera1445
@ranjitkumarbehera1445 Ай бұрын
Esabu jani suni modi sir aghatana kama karichhanti jie sabu kama kariparibe sehi loka nku CM karithante mahan sir kichhi kari pari be nahi Jay Jagannath 🙏🙏🙏🙏🙏🙏🙏🙏
@ranjitkumarbehera1445
@ranjitkumarbehera1445 Ай бұрын
Aji Odisha bipada adaku karana modi sir aghatana kama karichhanti
@sumantsahoo6559
@sumantsahoo6559 Ай бұрын
Kemiti chaliba rimot dillire
@hiranyasahoo3548
@hiranyasahoo3548 Ай бұрын
A heuchhi odia asmita
@mrutyunjayaacharya
@mrutyunjayaacharya 25 күн бұрын
ଟାଉଟର ବିଜେପି କୁ ଘେର 😂
@BabuBabu-r6x
@BabuBabu-r6x Ай бұрын
କେତେ ଟଙ୍କା ମିଳିଛି କଂଗ୍ରେସ ପାଖରୁ
@MsBiswa007
@MsBiswa007 Ай бұрын
ବିଜେପି ରାଜ୍ୟପାଳ...😂😂😂 ଓଡ଼ିଆ ଅସ୍ମିତା କୁଆଡେ ଗଲା?
@bayashraita9949
@bayashraita9949 Ай бұрын
Sabu luti nebe BJP sarakar
@balarambhoi1185
@balarambhoi1185 Ай бұрын
What is the definition of Odia ashmita.
@BidyaBehera-t9v
@BidyaBehera-t9v 21 күн бұрын
in the coming days bjp will be the main target Congress has rightly paved the way so people will trust Congress in the coming days
@harashchandraswain
@harashchandraswain Ай бұрын
Kshyamatara durupoyoga kariba thik nuhe.....,ye hina manyatara parichay, arrest jarruri hei gala ....
@user-cu7id5si3p
@user-cu7id5si3p Ай бұрын
Bjp chora dala
@srofficialbelpara6385
@srofficialbelpara6385 Ай бұрын
Tuma news channel kebe bi BJD ra pola khani ki kholilani.
@Sarojnayak36
@Sarojnayak36 Ай бұрын
au bjp bjd pol kholila sekatha kahuna ta
@BisnuOjha-ur8qc
@BisnuOjha-ur8qc Ай бұрын
Modi jitna bolega majhi utna kahega chahe tum kuchh Karo .
@chandrapanda7222
@chandrapanda7222 Ай бұрын
ଯଦି ASO ମାଡ଼ ଖାଇଲା ଯଦି ତାଙ୍କର ସଂଘ କୁ ଜଣାଇଲେ କି? ଯଦି ସଂଘ ଉଚିତ ବୋଲି ମାନୁ ଛନ୍ତି, ତାହେଲେ ପ୍ରତିବାଦ କରୁ ନାହାନ୍ତି କାହିଁକି, କିଏ ଭୁଲ କଲେ BJP ର ଭୁଲ, ସେ ମାରିଲା ଏ ବାବୁ ମାଡ଼ ଖାଇଲା ତାହେଲେ ମୋହନ ବାବୁ କାହିଁକି ଦାଈ ରହିବେ, Police ରେ FIR ଦେବ, police ନ ରଖିଲେ Court ଆଶ୍ରୟ ନେଵ.. ସେ ବାବୁ ଜଣକ କେମିତି Defence ଚାକିରୀ କରୁ ଥିଲେ ତାଙ୍କୁ ହିଁ ଜଣା!
@TheSayeed2009
@TheSayeed2009 Ай бұрын
Law and order acchi na nahi. Police FIR register kalani, medical test kalani. Kie police uppere pressure karuchi. Government responsible. Government re mukhyamantri. Hela ta.
@narendrasaunta-gg7nn
@narendrasaunta-gg7nn Ай бұрын
Nali gamucha kuade gola
@bhaktaharidas2631
@bhaktaharidas2631 Ай бұрын
Congress jor dar ladhiba darkar. Bjp hajijiba odisha re
@prakashmansingh4013
@prakashmansingh4013 Ай бұрын
Bjp out haba
@padmalochanbehera6868
@padmalochanbehera6868 Күн бұрын
Biranchibabu kuarde gala tumara odia asmita lajyalagiba katha tuma cm aua tuma mantrimananku
@dhananjayabal6820
@dhananjayabal6820 Ай бұрын
Ap pare jhaarakhand
@CongresskaPiyar
@CongresskaPiyar Ай бұрын
Jay Rahul Gandhi Jay Priyanka Gandhi ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🌹🌹🌹🌹🌹🌹🌹🌹🌹🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🇮🇳🫡🛕🌺🕌⛪🙏🙏🙏🙏
@sudhansu159
@sudhansu159 Ай бұрын
Biranchi ku bada aga
@DeepakKumar-bu4ti
@DeepakKumar-bu4ti Ай бұрын
BJP power abe
@bibhutibhusansahoo2009
@bibhutibhusansahoo2009 Ай бұрын
Jetebele BJD re bhrastachar heu thila setebele congress kn Pai chup thila
@FudanHandah
@FudanHandah Ай бұрын
TusalabahutgyanibulaihechhulBjd.bala.Ete.Ete,madar helabele.Nandigjosreportersuithil.Olajuka.Niloge❤❤.. 4:53
@narayansahu3407
@narayansahu3407 Ай бұрын
Handeaa peki nesa hoejaechhi
@narayansahu3407
@narayansahu3407 Ай бұрын
Sarakara abea beasi handeaa pechhi
@NarayanNayak-wf8cg
@NarayanNayak-wf8cg Ай бұрын
ସବୁ ତାଡିପକାଇବ,୯୯ଟା ସିଟ୍ ପାଇ ଏତେ ୨୦୦ପାଇଥିଲେ ଏ କଂଗ୍ରେସ ବାଲାଙ୍କ ମୁହଁରେ କଥା କହି ହୋଇଥାନ୍ତା, ପପୁ ଭାଗ୍ୟରେ ନାହିଁ ପ୍ରଧାନମନ୍ତ୍ରୀ ହବା
@tapudas2316
@tapudas2316 Ай бұрын
ପପୁ ଭାଗ୍ୟ ରେ ନାହିଁ ଠିକ୍ ଅଛି ହେଲେ ତମ ଭାଗ୍ୟ ଭଲ ଭାଇ ଯେ ତମେ କି ତମର ନିଜ ଲୋକ ସିଏ ASO କି ତା ପରିବାର ସହ ସମ୍ପର୍କ ନାହିଁ, ଯାହା ହେଉ ତମକୁ ପିଟି ନାହାନ୍ତି କି ତମକୁ କହି ନାହାନ୍ତି ଜୁତା ରେ ଛେପ ପକେକି ଚାଟେ ବୋଲି
@smileplz7313
@smileplz7313 Ай бұрын
Tama bhasa ru jana paduchi je. Tame kou type ra
@bhagabatsoren249
@bhagabatsoren249 Ай бұрын
Rahul gandhi ❤❤❤❤
@bisikesansabar6382
@bisikesansabar6382 Ай бұрын
Bjd chup kainki??
@BecketEdit
@BecketEdit Ай бұрын
Modi kahithil jitile odisha ku no 1 baneibi kain kuade gala modi
@rabindrabhoi3478
@rabindrabhoi3478 Ай бұрын
BJP 🥚🥚 ମାଡ଼ ଦରକାର
@minatibehera7277
@minatibehera7277 Ай бұрын
Aau bhot dia
ROLLING DOWN
00:20
Natan por Aí
Рет қаралды 11 МЛН
Happy birthday to you by Tsuriki Show
00:12
Tsuriki Show
Рет қаралды 11 МЛН
Чёрная ДЫРА 🕳️ | WICSUR #shorts
00:49
Бискас
Рет қаралды 6 МЛН
BJD holds press meet at Sankha Bhawan today || Kalinga TV
6:12
Kalinga TV
Рет қаралды 144 М.
ROLLING DOWN
00:20
Natan por Aí
Рет қаралды 11 МЛН