No video

କେବଳ ରଥଯାତ୍ରାରେ ଆମକୁ ଦର୍ଶନ କରିବାର ସୁଯୋଗ ମିଳେ,ଆଉ ଟିକେ ପାଖରୁ ଦର୍ଶନ କରିବାର ସୁବିଧା ମିଳିଥିଲେ...

  Рет қаралды 1,060,472

Nandighosha TV

Nandighosha TV

Күн бұрын

#nandighoshatv #Puri #devotee
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 1 200
@sanatanamoharana3818
@sanatanamoharana3818 2 жыл бұрын
ସେ କେତେ ଭଲ ପାଉଛନ୍ତି ଆମ ସଂସ୍କୃତିକୁ 🙏 ଯାହା ପ୍ରଭାବ ରେ ସେ ଓଡ଼ିଆ ଶିଖିଲେ,। ଜୟ ଜଗନ୍ନାଥ 🙏🙏🙏🙏ଭଲ ବାର୍ତ୍ତା ଆମ ଓଡ଼ିଶା ପାଇଁ ପ୍ରେରଣାଦାୟୀ। 🙏 ଧନ୍ୟବାଦ ନନ୍ଦିଘୋଷ ଟିଭି
@sugyanipradhan1343
@sugyanipradhan1343 2 жыл бұрын
P P P
@tusharparamguru7738
@tusharparamguru7738 2 жыл бұрын
Sundar katha kahile 👌 👌🙏🙏🙏🙏👌👌
@sanatanamoharana3818
@sanatanamoharana3818 2 жыл бұрын
ଧନ୍ୟବାଦ ଭାଇ
@ganeshbirua7197
@ganeshbirua7197 2 жыл бұрын
Kalia premo Re Bedesini love from jay Jagannath
@BC-RabindraDasAdhikary
@BC-RabindraDasAdhikary 2 жыл бұрын
Kintu Nabin pasipada😂
@santoshkumarnayak5457
@santoshkumarnayak5457 2 жыл бұрын
ଦେଶୀ ବିଦେଶୀ ର ଭେଦଭାବ ଦୂର ହେଉ, ଯିଏ ପ୍ରକୃତ ଭକ୍ତ ତାଙ୍କୁ ଜଗନ୍ନାଥ ଦର୍ଶନର ସୁଯୋଗ ସବୁବେଳେ ମିଳୁ । ଜୟ ଜଗନ୍ନାଥ 🙏🏻
@abhinash9133
@abhinash9133 2 жыл бұрын
Dhanyabad bhai tame thik katha kahicha bhai. Ama Jagannatha sabu dharma ra thakura.
@Humanity299
@Humanity299 2 жыл бұрын
ଭେଦ ଭାବ ନାହିଁ। ବିଦେଶୀ ପୁରୀ କୁ ବହୁତ ଥର ଆକ୍ରମଣ କରିଛନ୍ତି ସେଥିପାଇଁ ସେ ଡରୁଛନ୍ତି। ଛଳରେ ଅପମାନ ବି କରିପାରେ ବୋଲି। କିନ୍ତୁ, ସାବଧାନ ର ସହ ଏମାନଙ୍କୁ ଜଗନ୍ନାଥଙ୍କ ଦର୍ଶନ କରାଇବା ଉଚିତ୍।
@devbehera9506
@devbehera9506 Жыл бұрын
Right
@user-qg3dm1zn6x
@user-qg3dm1zn6x Жыл бұрын
Really right bhai
@Hemantabhoiofficial
@Hemantabhoiofficial Жыл бұрын
Right
@Chikunlifestyle1
@Chikunlifestyle1 2 жыл бұрын
ନବୀନ ପଟ୍ଟନାୟକ sir ଏମିତି କହିଥାନ୍ତେ ଯଦି ଓଡ଼ିଆ ଓଡିଶାବାସି proud feel କରିଥାନ୍ତେ.... Greetings from the bottom of my heart to you madam for learning Oriya 🙏
@rutuparnanayak3276
@rutuparnanayak3276 2 жыл бұрын
Nabin jinku direct count .
@mrak148
@mrak148 2 жыл бұрын
Nabina ra mala pre b jam pure Odia kahipariba ni
@atalpradhan6472
@atalpradhan6472 2 жыл бұрын
ସତ କଥା କହିଲ ଭାଇ
@jalandharmandika5745
@jalandharmandika5745 2 жыл бұрын
Right kathate kaicha bro
@madhusudanmahakud9141
@madhusudanmahakud9141 2 жыл бұрын
U r right Brother
@hellohappy6535
@hellohappy6535 2 жыл бұрын
ବିଦେଶୀ ଙ୍କ ତୁଣ୍ଡରେ ଓଡ଼ିଆ କଥା ଶୁଣି ଖୁସି ଲାଗୁଛି କେତେ ଭଲ ପାଇବା ଜଗା ପାଇଁ। ଧନ୍ୟ ଭକ୍ତ ଧନ୍ୟ ଜଗନ୍ନାଥ😢
@besttraditionalupdate
@besttraditionalupdate 2 жыл бұрын
ଆରେ ଵଃ କେତେ ସୁନ୍ଦର ଉପସ୍ଥାପନା ପୁଣି ଆମ ଓଡ଼ିଆ ଭାଷା ରେ ସତରେ ଆଜି ବୁଝା ପଡ଼ିଲା ଆମ ଓଡ଼ିଶା କୁ ଆମ ଓଡ଼ିଆ ଭାଷା କୁ ବିଦେଶୀ ଲୋକ କେତେ ପସନ୍ଦ କରୁଛନ୍ତି,ବହୁତ୍ ଖୁସି ଲାଗୁଚି ଏ ସବୁ ଦେଖି,ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସାହା ହୁଅ,,,🙏🙏🙏
@ashiqqueen7053
@ashiqqueen7053 2 жыл бұрын
Kintu odisha loka bidesi mananku amt vla pauchanti ki
@RunuBehera-lj8gg
@RunuBehera-lj8gg Жыл бұрын
Hele odisha ra loka nija bhasa odia o nija sanskuti ku chhadi kn kn sabu karuchhanti seita semananku janathiba dukha laguchhi
@janmejaymohanty1245
@janmejaymohanty1245 2 жыл бұрын
Aji kali ra jhia ମାନେ ଆଉ ସ୍ତ୍ରୀ ଲୋକ ମାନେ ଏମାନଙ୍କ ଠୁ କିଛି ଶିଖନ୍ତୁ
@sripatitalasaruda9940
@sripatitalasaruda9940 2 жыл бұрын
ନବୀନ ବାବୁଙ୍କୁ ଦେଖାଅ,ପ୍ରକୃତରେ ଓଡ଼ିଶା ପ୍ରୀତି କାହାର.ଜୟ ଜଗନ୍ନାଥ.
@pramodsutar7294
@pramodsutar7294 2 жыл бұрын
Bhai this kahicha
@banamalinayak9917
@banamalinayak9917 2 жыл бұрын
Se mg khali enjoy kariki odiaa lokanku bhuaan bulei gandi marucchhi hele a loka sale taku hin vote deuchhanti odiaa loka satare biswasi au murkha au odiaa lokanku 2024 re jagannath free karibe budhi debe
@janakibarik495
@janakibarik495 2 жыл бұрын
ନବୀନ ପଟ୍ଟନାୟକଙ୍କୁ ମାତୃଭୂମି ମାତୃଭାଷା ପ୍ରତି ପ୍ରିତି ନାହିଁ
@ajaybiswal9211
@ajaybiswal9211 2 жыл бұрын
Right 👍👍👌
@mohantykhoka
@mohantykhoka 2 жыл бұрын
Bhai, Pranam 🙏🏻
@GURUDAS-iy9nx
@GURUDAS-iy9nx 2 жыл бұрын
ତୁମେ ହଉଛ ସବୁଠୁ ବଡ ଭକ୍ତ କିଏ କହିଲେ ତମେ ଛୋଟ ଭକ୍ତ ବୋଲି ତୁମର ତ୍ୟାଗ ସବୁଠାରୁ ଶ୍ରେଷ୍ଠ ଅଟେ ତୁମେ ବିଦେଶିନୀ ହୋଇକି ମଧ୍ୟ ଏତେ ଭଲପାଇବା ଆମେ ଓଡିଶାବାସୀ ତୁମକୁ ଦେଖିଲେ ଖୁସି ଲାଗୁଚ
@dibyanarayannayak2192
@dibyanarayannayak2192 2 жыл бұрын
ଶୁଣିକି ମନ ଖୁସି ହେଇଯାଉଛି। ଜୟ ଜଗନ୍ନାଥ 🥰🙏
@odiahindu
@odiahindu 2 жыл бұрын
Han re bhai mora bi
@RAMRAM-yb2go
@RAMRAM-yb2go 2 жыл бұрын
ଫରେନର ମାନଙ୍କ ପାଇଁ ମନ୍ଦିର ଭିତର ଏବଂ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ କିଛି ବ୍ଯବସ୍ତା କରନ୍ତୁ।ଯାହାକି ସେମାନଙ୍କ ଭଲ ପାଇବା ଓ ବିଶ୍ବାସକୁ ଆହୁରି ବଢାଇ ଦେବ। ହେ ଜଗନ୍ନାଥ ଜଗତପତି ନମୋନମଃ
@niranjanbehera2019
@niranjanbehera2019 2 жыл бұрын
ନବୀନ ବାବୁ ଏମାନଂକ ଠାରୁ ଓଡ଼ିଆ ଶିଖ 🙏🙏🙏
@ravikumar34411
@ravikumar34411 2 жыл бұрын
🤣
@arunanayak7020
@arunanayak7020 2 жыл бұрын
🙏🙏🙏🙏🙏
@bp6197
@bp6197 2 жыл бұрын
😂😂😂 o bhai mouj kardi 😂
@suvendupradhan4055
@suvendupradhan4055 2 жыл бұрын
Jaha heini balya kale,taha kii haba budha kale🤣🤣🤣
@SuryaKantaDas66
@SuryaKantaDas66 2 жыл бұрын
ଏମାନକୁ ଙ୍କୁ ସବୁଦିନ ମନ୍ଦିର ରେ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ଅନୁମତି ଦିଆ ଯାଉ ଏ ମାନେ ସତ ଭକ୍ତ 😡
@BipinKumar-ll3xe
@BipinKumar-ll3xe 2 жыл бұрын
Right 👍
@dibyajetpradhan2659
@dibyajetpradhan2659 2 жыл бұрын
Right
@pratappradhan9332
@pratappradhan9332 2 жыл бұрын
Right
@tunupattanayakofficial558
@tunupattanayakofficial558 2 жыл бұрын
ଠିକ୍ କଥା
@mrJani4559
@mrJani4559 2 жыл бұрын
Right
@localboylipan1087
@localboylipan1087 2 жыл бұрын
ସେ ପରା ଭକତ ର ଠାକୁର, ଭକତ ଭାବରେ ବନ୍ଧା। ଭକତ ପାଇଁ ସେ ବାହାରି ଆସେ ତା ବଡ଼ ଦେଉଳ ରୁ, ପୁଣି ଭକତ ପାଇଁ ଅଟକି ଯାଏ ବଡ଼ ଦାଣ୍ଡ ରେ । ସଭିଙ୍କ ଠାକୁର ସେ, ଲିଙ୍ଗ, ବର୍ଣ୍ଣ , ଜାତି, ଧର୍ମ ନିର୍ବିଶେଷରେ ସଭିଙ୍କୁ କରେ ଆପଣାର, ସେଥିପାଇଁ ନା ପରା ତାର କାଳିଆ ଠାକୁର। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@myvillage7762
@myvillage7762 2 жыл бұрын
ଆପଣଙ୍କୁ ଆମ ଓଡିଶା ଏବଂ ଜଗନ୍ନାଥ ଦେଶ (ପୁରୀ )ଙ୍କୁ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ
@srikantapanda1969
@srikantapanda1969 Жыл бұрын
ବହୁତ ସୁନ୍ଦର ଓଡିଆ କହୁଛନ୍ତି ମହାଶୟା । ଭଗବାନ ଜଗନ୍ନାଥ ଆପଣଙ୍କର ତଥା ଆପଣଙ୍କର ପରିବାର ପ୍ରତି ସଦାବେଳେ କୃପା ରଖିଥାନ୍ତୁ । ଜୟ ଜଗନ୍ନାଥ 🙏🙏🙏
@SuryaKantaDas66
@SuryaKantaDas66 2 жыл бұрын
ଦେଖୋରେ Hindu ସମାଜ ର ଯୁବ ପିଢ଼ି ନିଜ ଧର୍ମ କୁ ଆଗୋ ନିଜେ ଭୋଲପାଓ 😡🚩
@dilhaihindustani8662
@dilhaihindustani8662 2 жыл бұрын
Jete degree🎓 nele kn heba nija dharma prati hauthiba akramana ku jie jani paruni tathu bada murkha kehi nahanti
@rajabehera3117
@rajabehera3117 2 жыл бұрын
kzfaq.info/get/bejne/Ztl0qZedmJimm6s.html
@mrniranjan2829
@mrniranjan2829 2 жыл бұрын
ମୋ ମାଟି ଧନ୍ୟ ମୋ ଓଡିଶା ଧନ୍ୟ ଆଉ ବ୍ରହ୍ମiଣ୍ଡ ପତି ବ୍ରହ୍ମiଣ୍ଡ ନାୟକ କୋଟି କୋଟି ମାନବ ଙ୍କ ର ନାଥ ଜଗତର ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🌹
@santoshroul2587
@santoshroul2587 2 жыл бұрын
ଏ ଭଳି news ଦେଖାଇଲେ ଭଲ ଲାଗିବ .... ଭକ୍ତି ରେ ରୁହ madam ସେ ତୁମକୁ ଯାଇ ଦେଖl କରିବେ। " ସେ ପା ଭକତ ଭାବରେ ବନ୍ଧା "
@sunakarsethy6921
@sunakarsethy6921 2 жыл бұрын
ହେ ମହାପ୍ରଭୁ ଜଗନ୍ନାଥ ତାଙ୍କ ମନଭିତରେ ଯେତେ ସବୁ ଆଶା ଅଛି ତାଙ୍କର ସବୁ ଆଶାକୁ ପୂରଣ କର ପ୍ରଭୂ ଏମିତି ତାଙ୍କ ମନ ଭିତରେ ଜଗନ୍ନାଥ ପ୍ରତି ଶ୍ରଦ୍ଧା ଓ ଭକ୍ତି ସବୁବେଳେ ଥାଉ ଜୟ ଜଗନ୍ନାଥ
@barshabhumia4011
@barshabhumia4011 2 жыл бұрын
ଆମ ଓଡ଼ିଶା ପାଇଁ ବହୁତ୍ ଗୌରବ ❤️ ସିଏ ଓଡ଼ିଆ ଭାଷା ବହୁତ ସୁନ୍ଦର ଭାବରେ କହୁଛନ୍ତି ❤️😇 I love this women 😘
@kalinga2nihon
@kalinga2nihon 2 жыл бұрын
ଓଡ଼ିଆ ଶୁଣି ମନ ଖୁସି ହୋଇଗଲା। ଆମ ନବିନା ଓ ପାଣ୍ଡୁ ଟିକିଏ ଦେଖିବା କଥା।
@happyworld2135
@happyworld2135 2 жыл бұрын
😂😂😂😂👍
@ranjanmajhi6266
@ranjanmajhi6266 2 жыл бұрын
😃🤣😂😂 Mgh Nabin
@prasannamohapatra1315
@prasannamohapatra1315 2 жыл бұрын
ବହୁତ ସୁନ୍ଦର ଅଣ ଓଡ଼ିଆ ହୋଇ ଓଡ଼ିଆ କହିବା ଓଡ଼ିଆ ସଂସ୍କୃତି ଆପଣେଇ ଓଡ଼ିଶା କୁ ଏତେ ଭଲପାଇବା। ଅନ୍ତତଃ ପକ୍ଷେ ଯେଉଁ ଓଡ଼ିଆ ମାନେ ପାଶ୍ଚାତ୍ୟ ସଭ୍ୟତା କୁ ଅନୁସରଣ କରୁଛନ୍ତି ସେମାନେ କିଛି ଏ ମାଆ ପାଖରୁ ଶିଖନ୍ତୁ,,,ଜୟ ଜଗନ୍ନାଥ
@BuzzBabaBMW
@BuzzBabaBMW 2 жыл бұрын
😀🤣😃ପାଣ୍ଡୁ କିଏ କି ରେ 😃😄?
@odiastories9832
@odiastories9832 Жыл бұрын
ନାଣ୍ଡୁ ଓ ପାଣ୍ଡୁ😂😂
@Trueloveyouth
@Trueloveyouth 2 жыл бұрын
ଏ ମ୍ୟାଡମ ଯଦି ଓଡିଆ ଶିଖୁଛନ୍ତି ନବୀନ ବାବୁ ଆପଣ ଶିଖୁଛନ୍ତି ମ୍ୟାଡମ ଆପଣଙ୍କ ଭକ୍ତିକୁ କୋଟି ପ୍ରଣାମ ଜୟ ଜଗନ୍ନାଥ 🚩😍🙏
@kishoremohanmohapatra9508
@kishoremohanmohapatra9508 2 жыл бұрын
ଏ ଭକ୍ତ ଆମ ଖନ୍ତାପଡା ମଠରେ ରହନ୍ତି। ଜୟ ଜଗନ୍ନାଥ 🙏🙏🙏🙏
@hiranyasahu5211
@hiranyasahu5211 Жыл бұрын
ମୋତେ ବହୁତ ଖୁସି ଲାଗୁଛି ଯେ ଏହି ବିଦେଶୀ ମାତା ବାହାର ଦେଶରୁ ଆସି ଆମ ରାଜ୍ୟରେ ରହି ଜଗନ୍ନାଥଙ୍କ ଭକ୍ତିରେ ବାନ୍ଧି ହୋଇଯାଇଛନ୍ତି, ଏହି ମାତାଙ୍କୁ ମୋର କୋଟି ପ୍ରଣାମ 🙏🙏🙏।
@RAJESHpradhan01994
@RAJESHpradhan01994 2 жыл бұрын
ହେ ପ୍ରଭୁ ଆଜି ଯଦି ଆପଣ ବାସ୍ତବରେ ଭକ୍ତ ର ଡାକ ଶୁଣି ପାରୁଛନ୍ତି ତେବେ ଯେଉଁ ମାନେ ଅନ୍ୟାୟ ଅତ୍ୟାଚାର ରେ ଲିପ୍ତ ରହି କେବଳ ନିଜ ସ୍ବାର୍ଥ ପାଇଁ ଆଜି ଓଡିଶାକୁ ଠକି ଚାଲିଛନ୍ତି ସେମାନଙ୍କ ପରିବାର କୁ ଅଚିହ୍ନା ରୋଗ, ବ୍ୟାଧି, ଅଶାନ୍ତି ରେ ଭରିଦିଅ। ଜୟ ଜଗନ୍ନାଥ 🙏🙏🙏
@gyananjayacreations7496
@gyananjayacreations7496 2 жыл бұрын
ତୁମେ ମହାନ୍ ଭକ୍ତ, ଜୟ ଜଗନ୍ନାଥ🙏🙏🙏🙏🙏
@debasmitapanda1590
@debasmitapanda1590 2 жыл бұрын
Wowoo Ma'am 🙏🙏 ki sundor Odia kahuchhanti 👏👏👏
@jeevanclasses1299
@jeevanclasses1299 2 жыл бұрын
Sikho sabu odia Tome sabu hindi chobaucha au foreigner sabu odia
@-eb7is
@-eb7is Жыл бұрын
ରଥଯାତ୍ରା ସମୟରେ ଭକ୍ତ ଭଗବାନ ଅପୁର୍ବ ମିଳନ।
@hrushikeshbehera6616
@hrushikeshbehera6616 2 жыл бұрын
ଜଗନ୍ନାଥ ପରମାତ୍ମ। ତାଙ୍କୁ ଯେ ଭାବେ ସେ ତାଙ୍କର ଭାବ ପାଏ ।ଳୟ ଜଗନ୍ନାଥ ।
@PKPG1234...
@PKPG1234... 2 жыл бұрын
ଆମେ ବହୁତ ଲୋକ ଅଛୁ ଯେଉଁମାନେ ଇଂଲିଶ କହିବାକୁ ବ୍ୟାକୁଳ ହେଉ, କିନ୍ତୁ ଏଇ ମହିୟସୀ ମହିଳା ଙ୍କର ଓଡ଼ିଆ ପ୍ରୀତି ଆମ ମାନଙ୍କର ଆଖି ଖୋଲି ଦେଇଛି, ଏହା କେବଳ ଜଗନ୍ନାଥ ଙ୍କ ପାଇଁ ସମ୍ଭବ ହେଇଛି। ଜୟ ଜଗନ୍ନାଥ,🙏🙏 ଜୟ ଓଡ଼ିଶା ଏବଂ ଆପଣଙ୍କୁ ମୁଁ ହୃଦୟରୁ ପ୍ରଣାମ ଜଣାଉଛି 🙏
@ganeshchandrabehera3058
@ganeshchandrabehera3058 2 жыл бұрын
ବହୁତ ସୁନ୍ଦର ଲାଗୁଛି madam ଙ୍କ କଥା ଶୁଣିବାକୁ।
@arpitshreyans
@arpitshreyans 2 жыл бұрын
ମୋ ଜଗା ର ଡୋରି ଭାରି ନିଆରା🙏🙏🙏🙏🙏
@djmusicchinu651
@djmusicchinu651 2 жыл бұрын
ଆମ ମୁଖ୍ୟ ମନ୍ତ୍ରୀ ଙ୍କ ଠୁ ଯଥେଷ୍ଟ ଭଲ ଓଡ଼ିଆ କହୁଛନ୍ତି ❤❤🙏🙏🙏
@bholanathmallick5168
@bholanathmallick5168 2 жыл бұрын
ଆପଣଙ୍କ କଥାବାର୍ତ୍ତା ବହୁତ ସୁନ୍ଦର ଲାଗୁଛି ଜୟ ଜଗନ୍ନାଥ ଆପଣଙ୍କ ଭକ୍ତି ଅସାରସାର🙏🙏🙏🙏
@rakeshkumarnaik3346
@rakeshkumarnaik3346 2 жыл бұрын
ଟିକିଏ ଆମର ମୁଖ୍ୟ ମନ୍ତ୍ରୀ ମହୋଦୟ ଙ୍କୁ ଦେଖାଅ, ପ୍ରକୃତରେ ଓଡିଆ ଓ ଓଡ଼ିଶା ପ୍ରେମୀ କିଏ ଵୋଲି ।
@shivkumarsoren7911
@shivkumarsoren7911 Жыл бұрын
ଧନ୍ୟ ଆମ ଜଗନ୍ନାଥ ସଂସ୍କୃତି ଧନ୍ୟ ଆମ ଓଡିଶା ମାଟି ଧନ୍ୟବାଦ ବିଦେଶିନୀ ଭକ୍ତ
@basirekhamohapatra947
@basirekhamohapatra947 2 жыл бұрын
That's called jaga's magic.❤️
@jagabaliapress6524
@jagabaliapress6524 Жыл бұрын
ସତରେ ଯଦି ଜଗନ୍ନାଥ ଦାସିଆ ବାଉରୀ ଙ୍କୁ ଯେମିତି ଦର୍ଶନ ଦେଇ ଥିଲେ , ଏ ମାଆ ଙ୍କୁ ସେମିତି ଦର୍ଶନ ଦିଅ ଠାକୁରେ। ଜୟ ଜଗନ୍ନାଥ 🙏
@surendranayak791
@surendranayak791 2 жыл бұрын
Tuma katha suni ki Mora mana pura khusi heujaechi..Jay Jagannath 🙏🙏🙏
@ManasaRay-ve8ee
@ManasaRay-ve8ee Жыл бұрын
ପ୍ରକୃତ ଭକ୍ତ ଯେଉଁମାନେ ଲୁଟୁ ଛନ୍ତି, ଅନୀତି କରୁଛନ୍ତି ଏମାନେ କୁ ଭକ୍ତ ଯେ। Nice mdm really a divine soul u got
@durjyadhannayak4645
@durjyadhannayak4645 2 жыл бұрын
ଜଗନ୍ନାଥ ଙ୍କୁ ଯିଏ ଭଲ ପାଇବ, ଜଗନ୍ନାଥ ତାଙ୍କୁ ଭଲ ପାନ୍ତି, ଇଂଲିଶ ଲୋକ ପାଟିରେ ଓଡ଼ିଆ କଥା ଏହା ପ୍ରଭୁଙ୍କ ଅବଦାନ 💐💐💐🙏🙏🙏🙏🙏🙏🙏ଜୟ ଜଗନ୍ନାଥ 🙏💐💐💐
@skjr24
@skjr24 2 жыл бұрын
ହୃଦୟରୁ ପ୍ରଣାମ..🙏🙏ଏହି ମାଡାମ ଙ୍କୁ ତାଙ୍କୁ ବିଦେଶୀନି କହିବାକୁ ବି ଖରାପ ଲାଗୁଚି | ଆମ ନାମ ମାତ୍ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ଏତିକି ବି ଓଡ଼ିଆ ଭାଷା 20 ବର୍ଷ ଶାସନ କାଳରେ କହି ପାରିଥାନ୍ତେ...ସମଗ୍ର ଓଡିଶାବାସୀ ବହୁତ ଖୁସି ହୁଅନ୍ତେ | କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମୁକ ସହିତ ବି ସମାନ ନୁହନ୍ତି | ଧନ୍ୟବାଦ reporter ଭାଇ ଓ ନନ୍ଦିଘୋଷ TV ଜୟ ଜଗନ୍ନାଥ 🙏🙏
@banyaraninayak6614
@banyaraninayak6614 2 жыл бұрын
I can't control my tears ....how they feel when touch the feet of puri....but we people can't understand our culture...plz ... purely know our culture and teach ur children about this...jay Jagannath 🙏🙏🙏🙏
@gopabandhupatra9655
@gopabandhupatra9655 2 жыл бұрын
Appreciated
@suryakantabisoi828
@suryakantabisoi828 2 жыл бұрын
Same here
@rakeshkumarsahoo4798
@rakeshkumarsahoo4798 2 жыл бұрын
Jay Jagannath🙏🙏🙏
@AmitKumar-xb4nl
@AmitKumar-xb4nl 2 жыл бұрын
Culture katha kahuchha hele English re lekhuchha
@kdivyesh01
@kdivyesh01 Жыл бұрын
ଏତେ ସୁନ୍ଦର ଓଡ଼ିଆ ଭାଷା ବହୁତ୍ ଗର୍ବର ବିଷୟ। ଜୟ ଜଗନ୍ନାଥ।।
@pankajparida8133
@pankajparida8133 2 жыл бұрын
ଆରେ ଚମତ୍କାର ମା ଆପଣ ପ୍ରଭୁ ଜଗନ୍ନାଥ ଙ୍କର ବିଷୟରେ ବହୁତ କିଛି ଜାଣିଛ !!
@finaofficialvideo9380
@finaofficialvideo9380 Жыл бұрын
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେ ସଭିଙ୍କୁ କରେ ଆପଣାର । ନା ତାର ପରା କାଳିଆ ଠାକୁର ⭕❗⭕🙏🙏😓😓
@kanhupanda6920
@kanhupanda6920 2 жыл бұрын
यह खुशी की बात है कि विदेश के लोग भी जगन्नाथ प्रभु को इतना प्यार करते हैं!भारत में आए हुए प्रत्येक विदेशी लोगों का सम्मान किया जाना चाहिए।खासकर अगर महिला हो तो उन्हें और भी सम्मान देना चाहिए।भगवान जगन्नाथ इस महिला का सारा मनोकामना पूर्ण करें।कर भला तो हो भला। भारत माता की जय 🇮🇳🙏 जय श्री राम🙏🙏🙏💐💐💐
@sangitasahu4721
@sangitasahu4721 2 жыл бұрын
Well said
@kahnusahu2449
@kahnusahu2449 Жыл бұрын
Right Hare Krishna 🙏
@amiyaswain9053
@amiyaswain9053 2 жыл бұрын
The great soul, i salute you, କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ
@ugond484
@ugond484 2 жыл бұрын
ଯାହା ହେଉ ଧନ୍ୟ ତୁମ୍ଭେ ମାତା 👉❤🙏🙏🙏
@b.susantadas3549
@b.susantadas3549 2 жыл бұрын
ବହୁତ ଖୁସି ଲାଗିଲା... ଏମିତି କଥା ଶୁଣିକି 🙏🙏🙏ସବୁ ସେଇ ଜଗା ର ଇଛା...
@sanjibnayak1281
@sanjibnayak1281 2 жыл бұрын
ମୁଁ ଓଡ଼ିଆ ଆଉ ଓଡିଶା ବାସି ବୋଲି ବୋହୋତ ଗର୍ବିତ.. ମୋ ସଂସ୍କୃତି ଭାଷା ଇତିହାସ କୁ ବିଦେଶୀ ମାନେ ଏତେ ଭଲ ପାଉଛନ୍ତି. ଓଡ଼ିଆ ପ୍ରତି ତାଙ୍କର ଏତେ ଭଲ ପାଇବା ଏତେ ଆଗ୍ରହ.. ହେଲେ ଆମେ ଓଡ଼ିଆ ମାନେ ଧୀରେ ଧୀରେ ଭୁଲି ଗଲେଣି
@susant5782
@susant5782 Жыл бұрын
କିଏ କହିଲା, ତୁମେ ମନୁଆ ଠାକୁରର ଭକ୍ତ ନୁହଁ ବୋଲି। ତୁମର କଥା ଓ ଭକ୍ତି ତ ହିଁ କହୁଛି ତୁମେ ହିଁ ପ୍ରକୃତ ରେ ଭକ୍ତ। ତୁମର ମନ , ବିଶ୍ୱାସ ହିଁ ଭକ୍ତର ପରିଚୟ । 🙏🙏🙏
@princechiku5138
@princechiku5138 2 жыл бұрын
Proud of you mam thank you for a devotee of lord Jagannath 👍
@kishorkumarsinghsingh4007
@kishorkumarsinghsingh4007 2 жыл бұрын
ବହୁତ ଭଲ ଓଡିଆ ଭାଷା କହୁଚନ୍ତି, ବହୁତ ବହୁତ ଧନ୍ଯବାଦ ଜୟ ଜଗନ୍ନାଥ
@rakeshjena9570
@rakeshjena9570 2 жыл бұрын
Nabin dekhere odia kahuchi
@ramproduction143
@ramproduction143 2 жыл бұрын
👍👍
@debasmitapanda1590
@debasmitapanda1590 2 жыл бұрын
Exactly 👍 mun ehi katha hin kahuchhi Naveen Babu nku
@ramproduction143
@ramproduction143 2 жыл бұрын
@@debasmitapanda1590 sie aau paribeni
@user-jo7ks3ym7s
@user-jo7ks3ym7s 2 жыл бұрын
😀😀😀😀
@sarojkumarswain7791
@sarojkumarswain7791 2 жыл бұрын
ଏ ଜଣେ ବିଦେଶୀନି ଓଡିଆ କେତେ ସୁନ୍ଦର ଭାବରେ କହୁଛନ୍ତି ଆଉ କିଛି ଓଡ଼ିଆ କହିବାକୁ........,...
@ranjeetkumarbehera7914
@ranjeetkumarbehera7914 2 жыл бұрын
Dhanya tume Tume nischaya jane bada bhakta... Ethire sandeha nahin... Jay shree Jagannath 🙏🙏🙏
@unknown-hk9iu
@unknown-hk9iu 2 жыл бұрын
ହେ ପ୍ରଭୁ କି ଲୀଳା ତୁମର
@India11646
@India11646 2 жыл бұрын
A Pure Devotee or Poor Devotee ........ what would say..... Request to Odisha Govt. to provide special arrangements for foreigner Devotees so that they can have a satisfied glance of Mahaprabhu Jagganath
@Arjunch771
@Arjunch771 2 жыл бұрын
Right right
@lopamudranayak9425
@lopamudranayak9425 2 жыл бұрын
Right
@satyabirsahoo8341
@satyabirsahoo8341 2 жыл бұрын
Great thought 👏👏👏
@mahadebmeher9921
@mahadebmeher9921 2 жыл бұрын
Right please special arrangements forenier devoties
@arabindaprusti4841
@arabindaprusti4841 2 жыл бұрын
ଆପଣଙ୍କୁ କୋଟି ପ୍ରଣାମ ମାଆ।ମାଆ ଯାହା କହୁଛନ୍ତି ସବୁ ଠିକ କହୁଛନ୍ତି।ଏହି ମାଆଙ୍କର ସମସ୍ୟା ଶୀଘ୍ର ସମାଧାନ କରାଯାଉ।ଜୟ ଜଗନ୍ନାଥ।
@sailoverabinashmalik9960
@sailoverabinashmalik9960 2 жыл бұрын
Welcome mam to odisha 🌹
@sushantabhuyan2810
@sushantabhuyan2810 2 жыл бұрын
Hey pravu e great devotee nku blessing kara....
@rameshpadhi9111
@rameshpadhi9111 Жыл бұрын
अति सुन्दर प्रस्तुति धन्यवाद जय सत्य सनातन धर्म जय श्री जगन्नाथ
@sunilkumarpatnaik6953
@sunilkumarpatnaik6953 2 жыл бұрын
Odisha Govt nku request kari...Atleast darsana paain allow karajau foreigners nku RATHA YATRA Day rey...
@anitadas2664
@anitadas2664 2 жыл бұрын
Thick katha govt ebha li devotees pae special allow kareba katha
@bishnumusic5477
@bishnumusic5477 Жыл бұрын
ହେ ସରକାର ଏମିତି ଭକ୍ତ ମାନଙ୍କୁ ତ ନିଶ୍ଚିତ ଦର୍ଶନ କରିବାର ସୁଯୋଗ ଦିଆଯାଉ , ସେ ଭେଦ ଭାବ କାହିଁକି ଅଛି , ସେମାନେ ତ ମଣିଷ ନା, 🙏🙏🙏🙏🙏
@manoranjanshial5383
@manoranjanshial5383 2 жыл бұрын
ସର୍ବ ଘଟେ ଆତ୍ମା ବିରାଜିତ । ବିଦେଶୀ ମାନଙ୍କର ନୁହେଁ କି ?
@schhatrapati8352
@schhatrapati8352 Жыл бұрын
ଭାଇ ମାନେ ରୋବୋଟ୍ ନବୀନ ତିଆରି ଚାଲିଛି ଏଥର ଶୁଦ୍ଧ ଓଡ଼ିଆ କହିବ ମୁର୍ଖ ମନ୍ତ୍ରୀ‌,,,ଜୟ ଜଗନ୍ନାଥ୍
@chinmayanayak4936
@chinmayanayak4936 2 жыл бұрын
Proud of you ma'am🙏🙏 Ama ra eathi odia loka nku bi ete jana nathiba .... se jetiki janichanti... #jay_jagannath...
@monalisarout2207
@monalisarout2207 2 жыл бұрын
Hey mahaprabhu apana nku kete bhalapauchanti 🙏🏻🙏🏻🙏🏻🥰🥰🥰mo mahaprabhu 🥰🥰🥰⭕❗⭕
@jijabaibadakumar967
@jijabaibadakumar967 2 жыл бұрын
Jay Jagannath Swami 🙏🙏🙏
@laxmimotivation
@laxmimotivation Жыл бұрын
ସତରେ ଆମ ସଂସ୍କୃତି କୁ କେତେ ସହଜ ରେ ଅପନେଇନେଇ ଛନ୍ତି ପୁଣି କେତେ ସୁନ୍ଦତ୍ ଓଡ଼ିଆ କହୁଛନ୍ତି ଭାରି ଖୁସି ଲାଗିଲା ୟାଙ୍କୁ ହିଁ କହିବା ଜଗନ୍ନାଥ ପ୍ରେମୀ ଭକ୍ତ ❤️❤️❤️❤️❤️🌹 ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରତି ଅମପ୍। ପ୍ରେମ ପରିଲିଖିତ୍।ହେଉଛି ବହୁତ ହୃଦୟ ସ୍ପର୍ଶି ଏଇ ଭିଡିଓ ଟି ❤👌👌👌
@Narendra-zc5ds
@Narendra-zc5ds 2 жыл бұрын
*ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ* ପବିତ୍ର *ରଥଯାତ୍ରା* ର ହାର୍ଦ୍ଦିକ ଅଭିନନ୍ଦନ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଏବଂ ଆପଣଙ୍କ ପରିବାରଙ୍କୁ ଖୁସିରେ ରଖନ୍ତୁ 🙏 *ଜୟ ଜଗନ୍ନାଥ*🙏
@mrpk7399
@mrpk7399 2 жыл бұрын
ଆପଣ ଓଡ଼ିଆ କହିପାରୁଛନ୍ତି। ଧନ୍ୟବାଦ
@samtube1490
@samtube1490 2 жыл бұрын
Foreign mausi tame ama CM thu bhala odia kahucha ❤
@finaofficialvideo9380
@finaofficialvideo9380 Жыл бұрын
ନିଜ କୁ ନେଇକି ମୁ ଗର୍ବ ଅନୁଭବ କରୁଛି ଯେ ମୁଁ ପୁରୀ ର ଛୁଆ ବୋଲି। ଆଖିରୁ ମୋର ଅଶ୍ରୁ ଝରି ଆସୁଚି ଏ ବିଦେଶିନୀ ମା ଙ୍କ ଓଡ଼ିଆ ଭାଷା ଶୁଣି😢😢।ଏ ସବୁ ହେଉଛି କାଳିଆ ର ଲୀଳା 🙏🙏 । ଜାତି, ଧର୍ମ, ବର୍ଣ୍ଣ,ନିର୍ବିଶେଷରେ କିଛି ବି ଭେଦ ଭାବ ନାହିଁ।ଏ କଥା ସମସ୍ତେ ବୁଝିବା ଦରକାର। କାଳିଆ ବଡ଼ଦାଣ୍ଡ ଆଜି ସମସ୍ତ ଜାତି ପ୍ରଜାତି ର ଲୋକ ମାନଙ୍କୁ ଏକାଠି କରାଇଛି।। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏ ସବୁ ତୁମରି ଲୀଳା ପ୍ରଭୁ 🙏🙏🙏🙏
@narasinghamohanty6306
@narasinghamohanty6306 2 жыл бұрын
Woow just feel her feelings....God may bless you Maa
@pankajjena9485
@pankajjena9485 Жыл бұрын
ଆମକୁ ଗର୍ବ ହେଉଛି ଆମେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦେଶରେ ଜନ୍ମ ହୋଇଛୁ 🙏🙏🙏🙏🙏କୋଟି ପ୍ରଣାମ ହେ ମହାବାହୁ ସମସ୍ତଙ୍କ ମନୋବାଞ୍ଛା ପୁରଣ କରନ୍ତୁ 🙏🙏🙏🙏ଆଉ ଏମିତି ବିଦେଶରୁ ଆସୁଥିବା ଭକ୍ତଙ୍କୁ ଦର୍ଶନଦେବାର ମହାପୁଣିୟ ଲାଭ ଦିଅନ୍ତୁ 🙏🙏🙏ଜେୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏
@kalandijena2714
@kalandijena2714 2 жыл бұрын
ସେ କହିଲେ ଓଡ଼ିଆ ଲଗିଲା ଭାରି ବଡ଼ିଆ ଜଗନ୍ନାଥ ତଙ୍କ ମନ ସ୍କାମୋନ ପୂରଣ କରନ୍ତୁ
@dumarbhatra7910
@dumarbhatra7910 Жыл бұрын
ଜଗନ୍ନାଥ ଧାମରେ ପ୍ରେମ ଆନନ୍ଦ ସଙ୍ଗୀତ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ଏକ ପ୍ରମୁଖ ସ୍ଥାନ।
@satyabanpujari97
@satyabanpujari97 2 жыл бұрын
Jay Jagannath 🙏🙏🙏 Thankyou mam wellcome to Puri🙏🙏🙏
@shibabarikvlogs9198
@shibabarikvlogs9198 Жыл бұрын
ଆମେ ସେଇ ଜଗନ୍ନାଥ ଙ୍କ ରାଜ୍ୟ ରେ ଥାଇ କି ମଧ୍ୟ ଏମିତି ଭକ୍ତ ହୋଇପାରୁନାହିଁ କିନ୍ତୁ କିଛି ବିଦେଶୀ ମାନେ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ ପ୍ରଗ୍ରାଢ଼ ବିଶ୍ୱାସ ରେ ଭକ୍ତି କରୁଛନ୍ତି ତାଙ୍କ ଠୁ ଅନେକ ଶିକ୍ଷା ଗ୍ରହଣ କରନ୍ତୁ ମୋ ଭାରତୀୟ ଦେଶବାସି , ଏ ବିଦେଶୀ ଭକ୍ତ ମାନଙ୍କ ପାଇଁ ଦର୍ଶନ ଏବଂ ରହିବା ପାଇଁ ସରକାର କିଛି କରନ୍ତୁ , ଜଗନ୍ନାଥ ଜଗତ ର ନାଥ ସିଏ ସମସ୍ତ ଙ୍କ ଭଗବାନ 🙏🙏🙏 ଜୟ ଜଗନ୍ନାଥ 🚩❤️
@9xm50
@9xm50 2 жыл бұрын
ପବିତ୍ର ରଥଯାତ୍ରା ର ଅଜସ୍ର ଅଭିନନ୍ଦନ ଓ ଶୁଭକାମନା 🙏🔔⭕❗⭕ଜୟ ଶ୍ରୀ 📿ଜଗନ୍ନାଥ⭕❗⭕🚩🙏 🔔Happy 🎪Rath 🚩Yatra 2022⭕❗⭕🚩 🙏🔔Jay Shree Jagannath Swamy 📿⭕❗⭕🚩🙏
@rohitnagesh6845
@rohitnagesh6845 Жыл бұрын
ମହାନ ବ୍ୟକ୍ତିତ୍ୱ ମହାନ ଭକ୍ତ ଏଇ ମାନଙ୍କୁ ନିଶ୍ଚିତ ଜଗନ୍ନାଥ ନିଜେ ଦର୍ଶନ ଦେବେ ଏଇ ଭକ୍ତ ଙ୍କୁ ପ୍ରଣାମ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଭକ୍ତ ମହାନ ଭକ୍ତ ଙ୍କୁ କୋଟି ଦଣ୍ଡବତ
@cuttacktokavlogs938
@cuttacktokavlogs938 2 жыл бұрын
I salute to this women 🙏
@nareshmoharana1318
@nareshmoharana1318 2 жыл бұрын
ଆପଣଙ୍କ ଇଛା ପ୍ରଭୁ ଜଗନ୍ନାଥ ପୁରଣ କରନ୍ତୁ
@farmcharm
@farmcharm 2 жыл бұрын
ଜୟ ଜଗନ୍ନାଥ, ଦେଶିଆ ମାନେ ଟିକେ ଶିଖିବା କଥା
@satrughnaprusty2299
@satrughnaprusty2299 2 жыл бұрын
ଜୟଗୁରୁ ଜୟଗୁରୁ ଜୟଗୁରୁ
@jyotiranjan2019
@jyotiranjan2019 2 жыл бұрын
Feeling so proud as an Odia and a Hindu..... Jay Jagannath 🙏🙏
@ashokkumarbiswal3167
@ashokkumarbiswal3167 2 жыл бұрын
ନବୀନ ବାବୁ, ସଂସ୍କାର କଣ ଶିଖ ଏହି ମାଡାମ ଙ୍କ ଠାରୁ ,ଆମ ଓଡ଼ିଆ ଭାରି ବଢିଆ
@lambodarmallick2410
@lambodarmallick2410 2 жыл бұрын
A foreigner can speak odia and adopted Jaganatha culture really wonderful
@smrutiranjanparida2203
@smrutiranjanparida2203 Жыл бұрын
Very good devotee ❤❤
@laxmikantabiswal3131
@laxmikantabiswal3131 2 жыл бұрын
ତୁମକୁ ମା ମୋର ନମସ୍କାର ତୁମେ ହିଁ ଜଗନ୍ନାଥଙ୍କ ବଡ଼ ଭକ୍ତ ଜୟ ଜଗନ୍ନାଥ
@hdvlogs9390
@hdvlogs9390 2 жыл бұрын
ବହୁତ ବଢିଆ ଓଡ଼ିଆ କହୁଛନ୍ତି ମାତାଜୀ । ଜୟ ଜଗନ୍ନାଥ ହେ ମହାପ୍ରଭୁ ଭାବଗ୍ରାହୀ ଆପଣଙ୍କ ମହିମା କହି ହେବ ନାହିଁ। ଜଗତର ନାଥ ସମସ୍ତଙ୍କର କଲ୍ୟାଣ କରିବେ। ଜୟ ଜଗନ୍ନାଥ 🙏🙏🙏
@muraligouda4058
@muraligouda4058 2 жыл бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🌹🌹🌹
@ckzonee
@ckzonee 2 жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ ।
@pyaripiyu6419
@pyaripiyu6419 2 жыл бұрын
Tamaku dekhi amaku Dhanya laguchi . Manisha haba ta ei bhali . Nija sabhyata ku agaku badhei chala ei tunguru mungurunku chada . Jagara loka jagannathnka kirti juge juge rahu . Jay Jagannath jay mahaprabhu 🙏🙏🙏🙏😘😘😘
@user-dt1vy8vw3e
@user-dt1vy8vw3e Жыл бұрын
Hiii
@user-dt1vy8vw3e
@user-dt1vy8vw3e Жыл бұрын
Apana kan karuchhanti
@biranchinarayansahoo2048
@biranchinarayansahoo2048 Жыл бұрын
ସୁନ୍ଦର ଆପଣଙ୍କ କଥାବାର୍ତ୍ତା ।
@KrupaDarsan
@KrupaDarsan 2 жыл бұрын
ମହାନ ଆତ୍ମା 🙏🙏🙏❤️🙏🙏🙏jay Jagannath 🙏
@ssn4133
@ssn4133 2 жыл бұрын
ବହୁତ ବହୁତ ସୁନ୍ଦର.. ଜୟ ଜଗନ୍ନାଥ....
@danishthemusiclover3971
@danishthemusiclover3971 2 жыл бұрын
Jay jagannath swami🙏🙏🙏🙏🙏❤❤❤🚩🚩🚩🚩tumo rath tanili prabhu🙏🙏🙏🙏💞💖💖💞💞athara mu dhanya heli
Bony Just Wants To Take A Shower #animation
00:10
GREEN MAX
Рет қаралды 7 МЛН
АЗАРТНИК 4 |СЕЗОН 1 Серия
40:47
Inter Production
Рет қаралды 524 М.