ଆମ ଭିତରେ କିଛି ଭୁଲ ହୋଇଗଲା ବୋଲି ବଡ ଠାକୁର ଖସି ପଡିଲେ: ସେବାୟତ | Nandighosha TV

  Рет қаралды 496,651

Nandighosha TV

Nandighosha TV

19 күн бұрын

ଆମ ଭିତରେ କିଛି ଭୁଲ ହୋଇଗଲା ବୋଲି ବଡ ଠାକୁର ଖସି ପଡିଲେ: ସେବାୟତ | Nandighosha TV
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 526
@sarojsahoo58
@sarojsahoo58 18 күн бұрын
ସାଧାରଣ ଲୋକ ଙ୍କୁ ହଇରାଣ କରିବା, ଲୁଟିବା ବନ୍ଦ କର l ସାଧାରଣ ଲୋକ ଙ୍କ ଅଭିଶାପ ପଡୁଛି l ସେବାୟତ ମନେ ସୁଧାରି ଯାଅ ନହେଲେ ଆହୁରି ଅଧିକା ଅଘଟଣ ହବ. ଜୟ ଜଗନ୍ନାଥ
@arjitdash7204
@arjitdash7204 17 күн бұрын
Apana nku kia pachari thile angyan taw apan kn pai gyan dau chanty
@Bindasrajesh404
@Bindasrajesh404 17 күн бұрын
ଠିକ କହିଛ ଭାଇ ✔️✔️
@trueindianankit5773
@trueindianankit5773 17 күн бұрын
ଠିକ୍ କଥା। କିନ୍ତୁ ବେଶୀ କହିଲେ ଏବେ ଆମକୁ ହିଁ ନାସ୍ତିକ କହିବେ।
@user-ut7te3ir3w
@user-ut7te3ir3w 17 күн бұрын
Thik katha bhai
@gajanancreation1409
@gajanancreation1409 17 күн бұрын
❤❤
@deepakkumarsahoo5544
@deepakkumarsahoo5544 17 күн бұрын
କୋଟି କୋଟି ଧନ୍ୟବାଦ ସେବାୟତମାନଙ୍କୁ, ସେମାନେ ବଡ଼ ଠାକୁରଙ୍କୁ ସଂପୂର୍ଣ୍ଣ ରୂପେ ତଳେ ପଡିଯିବାରୁ ଅଟକାଇ ରଖିଲେ 🙏
@user-qo9nq6ve8b
@user-qo9nq6ve8b 17 күн бұрын
Murkha rakhila kn jagataku rakhi bata thakura
@omm6324
@omm6324 17 күн бұрын
Sadharan manisa nka ate shakti nahi je tanku dhariki rakhibe
@asmitarakshi2611
@asmitarakshi2611 17 күн бұрын
Thakura panda mananku banchei dele..aagaku kn heuchi dekha..bhagaban nku neiki kheluchanti
@aswini20700
@aswini20700 17 күн бұрын
ଭଗବାନଙ୍କ ପ୍ରତି ଯେତେ ଶ୍ରଦ୍ଧା ଭକ୍ତି ହେବା କଥା ସେଥିରେ କମ ହେଲା, ତେଣୁ ନିଜେ ସେ ଭଗବାନ ଏମାନଙ୍କଠାରୁ ଦୂର ହେବାକୁ ଚେଷ୍ଟା କରିଥିଲେ...
@Bharata_basi
@Bharata_basi 17 күн бұрын
@deepakkumarsahoo5544 tu helu gote ancha bedhe pila
@kailashchandrasahoo6773
@kailashchandrasahoo6773 18 күн бұрын
ଇଏ କି ଲୀଳା ପ୍ରଭୁ..!!! କିଛି ଭୁଲ ହେଇଥିଲେ କ୍ଷମା କରିଦିଅ. 😭😭😭
@santoshkumarpanda9968
@santoshkumarpanda9968 18 күн бұрын
Binasa heba ruha eita arambha😈
@Rasmiranjandasa
@Rasmiranjandasa 18 күн бұрын
MahaPuru khusi nahanti...😢😢😢
@future6559
@future6559 18 күн бұрын
Tuma daka mu Sunili baschya
@Rosee-p4k
@Rosee-p4k 18 күн бұрын
Pathhar ka bhagwan 😂😂😂😂😂😂😂😂😂
@gobindachandrasahu5771
@gobindachandrasahu5771 17 күн бұрын
​@@Rosee-p4kIttna...matkar gurur...pathar se banta mitti...aur mitti se bana yeh...sharir....iss mitti main miljaega...Jay shree Jagannatha 🚩🙏.
@SamiraPalai-rp9gl
@SamiraPalai-rp9gl 18 күн бұрын
ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ମଣିମା ସୁଭଦ୍ରା ମାତା କ୍ଷମା କର
@ArchanaNayak-cq3we
@ArchanaNayak-cq3we 17 күн бұрын
Bjp hotile mahaprobhu khusi hebe
@sandipkumarpradhan8331
@sandipkumarpradhan8331 17 күн бұрын
ଭଲ ହେଇଛି ଏ ପଣ୍ଡା ମାନଙ୍କୁ । ମାଙ୍କଡ ପଲ ଭଳିଆ ହଉଛନ୍ତି ରଥ ଉପରେ । ପୁରା ଓଗାଳିକି ଠିଆ ହଉଛନ୍ତି ଟିକେ ଦର୍ଶନ ବି କରିହଉନି ରଥ ଉପରେ । ରଥ ପୁରା ଖାଲି ରଖାଯାଉ, ଯେତିକି ଆବଶ୍ୟକ ସେତିକି ସେବାୟତ ରଥ ଉପରେ ରୁହନ୍ତୁ ।
@Rk.751
@Rk.751 17 күн бұрын
Ekdum right 💯 .. ସେବାୟତ ମାନଙ୍କୁ discipline sikha jau .. ଏତେ ଲୋକ ଜଣେ ଠାକୁର ଙ୍କୁ ଓଲାହିବେ.. ଟଣା ଓଟରା ହେଇ ପଡ଼ିବେ। ପୁରୀ ସେବାୟମାନଙ୍କ ଉପରେ ଉଚିତ୍ ଦଣ୍ଡ ବିଧାନ ନିଆଯାଉ। ମନ୍ଦିର ଭିତରେ ଯାହା ତାମସା କଲେ କଲେ ରଥ ଉପରେ ଭି ଗୋଟେ ପ୍ରହସନ କରୁଛନ୍ତି। ପୁରୀ ପଣ୍ଡା 🐼 ମାନଙ୍କୁ ପ୍ରତିବର୍ଷ discipline ଶିଖା ଯାଉ।Limited ସେବାୟତ ରୁହନ୍ତୁ।
@biswajitswainbablu4158
@biswajitswainbablu4158 18 күн бұрын
ଭଗବାନ ଚାହିଁଲେ ପତ୍ର ହଲେ... ଆଉ ଭଗବାନ ଚାହିଁଲେ ବୋଲି ସେ ଖସିଲେ ଆଉ ଚେତେଇ ଦେଲେ 😍🙏🙏
@sonu7284
@sonu7284 17 күн бұрын
Au kichi naa
@sonu7284
@sonu7284 17 күн бұрын
ଏହି ମାନେ ସତ୍ ପଥ ରେ ନାହାଁନ୍ତି
@sanvi5540
@sanvi5540 17 күн бұрын
sarakar chahun nahanti kuha ratnabhandar na kholiba jatara chalichi.. bhagaban jadi satare achanti uchit danda miliba sabu mariba
@rabirajcreatar
@rabirajcreatar 16 күн бұрын
ସବୁ ତାଙ୍କରି ନୀଳା ମଣିଷ କିଛି କରିପାରିବ ନାହିଁ ଜୟ ଜଗନ୍ନାଥ
@sujitnaik4626
@sujitnaik4626 17 күн бұрын
ହେ ପ୍ରଭୁ ବଳରାମ ହେ ପ୍ରଭୁ ଜଗନ୍ନାଥ ମା ଦେବୀ ସୁଭଦ୍ରା କ୍ଷମା କରନ୍ତୁ ପ୍ରଭୁ କିଛି ଭୁଲ୍ ହେଇ ଯାଇଛି ବିଶ୍ଵ କୁ ରକ୍ଷା କର ମହାପ୍ରଭୁ
@Jotrimay
@Jotrimay 17 күн бұрын
ପାଣ୍ଢା ମାନଙ୍କ ଦାୟିତ୍ୱ ହୀନତା ଓ ପଣ୍ଡା ମାନଙ୍କର ଭୁଲୁ ଯୋଗୁ 😭😭🙏🙏
@ramakhilar8020
@ramakhilar8020 17 күн бұрын
Bhai thik kahila
@kalandibehera8984
@kalandibehera8984 18 күн бұрын
ଯେତେ ସେବାୟତ ଆବଶ୍ୟକ ତାଠାରୁ ଅଧିକା ରହିଲେ ଏହା ହବ
@aviswain3299
@aviswain3299 17 күн бұрын
ହେ ମହାପ୍ରଭୁ ସବୁ ତୁମରି ଲୀଳା 🙏🙏🙏 ଯାହା ବି ଆମ ଦ୍ୱାରା ଭୁଲ ହୋଇଛି କ୍ଷମା କରିବେ 🙏🙏🙏
@sandeepkumarpanda1965
@sandeepkumarpanda1965 18 күн бұрын
ମହାପ୍ରଭୁଙ୍କ ର ଏହା ଏକ ବଡ଼ ଚେତାବନୀ ସମସ୍ତ ସେବାୟତମାନଙ୍କୁ। ଭକ୍ତ ମାନେ ଭଗବାନଙ୍କୁ ଦର୍ଶନ କରିବାପାଇଁ ଯାଉଛନ୍ତି ନାହିଁ କି ସେବାୟତମାନଙ୍କୁ।🙏🏻😢। ସେଥିପାଇଁ ସୁଧୁରିବା ର ସମୟ ଆସିଛି।
@facetoface2156
@facetoface2156 18 күн бұрын
ସେବାୟତମାନେ ଠାକୁରଙ୍କ ଆଗରେ ଏମିତି ଠିଆ ହେଇଥିବେ ଓ ଯେଉଁ ଭଙ୍ଗୀରେ ଥିବେ ଠାକୁରଙ୍କୁ ଦର୍ଶନ ନକରି ସେମାନଙ୍କ ବଡ଼ ଗଣ୍ଡି ଓ ପେଟ, ସୁନାହାର ଓ ପାନଖିଆ ପାଟିକୁ ଦର୍ଶନ କରିବାକୁ ପଡେ । ନିୟମ ବୋଲି କିଛି ନାହିଁ ।
@ghanashyamgurandi5811
@ghanashyamgurandi5811 18 күн бұрын
Exactly...
@Stutee24
@Stutee24 17 күн бұрын
​​@@facetoface2156exactly
@anupamamishra9496
@anupamamishra9496 17 күн бұрын
ମହାଶୟା ବଡ ଠାକୁର ପଡ଼ିଗଲେ ଆପଣଙ୍କୁ ଦୁଃଖ ଲାଗୁନି ଧନ୍ୟ ଆପଣ ।ଆହୁରି କହୁଛନ୍ତି ଏହା ଠାକୁର ଙ୍କ ଲୀଳା , ଠାକୁରଙ୍କୁ କେତେ କଷ୍ଟ ହେଇଥିବ ସେ କଥା‌ ବଝିବା ପାଇଁ ଭାବ ଦରକାର ଯାହା କି ଆପଣଙ୍କ ପାଖରେ ନାହିଁ।
@purnimamohanty2180
@purnimamohanty2180 16 күн бұрын
Absolutely right ma'am. Aau ebe b emananku laguchi emananka ichha re mahaprabhu chaluchanti.kn aau kuhajiba emananku.kte kasta swikara kari manima bhakta nku darshana debaku aasuchanti aau ta upare e kasta😢se drusya dekhi pada talu mati khasigala pari lagila aau emane pratikriya sunya
@sisirnayak6199
@sisirnayak6199 18 күн бұрын
ଅଧିକ ଲୋକ ହେବା ସକାଶେ ସମସ୍ତେ ସମସ୍ତେ ଙ୍କୁ ନିର୍ଭର କରିବା ସକାଶେ ହେଇଭଳି ଦୁର୍ଦ୍ଦଶା ହେଲା ଏଥି ପାଇଁ ରଥ ରେ ଥିବ ସେବାୟତ ଦାଇ ।।
@Mantu.28
@Mantu.28 18 күн бұрын
ଆପଣ ମାନେ ନିଜକୁ ବାହୁବଳୀ ସେବାୟତ ଭାବୁଥିଲେ ତ । ସେଥିପାଇଁ ମହାପ୍ରଭୁ ଝୁଣ୍ଟିକି ତମକୁ ପରୀକ୍ଷା କରୁଥିଲେ ତମେ ଧରି ପାରୁଚ ନା ନାଇଁ
@user-db1yk4ec4w
@user-db1yk4ec4w 18 күн бұрын
😂😂😂😂🙏🙏
@shashankamohapatra4321
@shashankamohapatra4321 17 күн бұрын
Haaaaaaa
@Dasanu-r3n
@Dasanu-r3n 17 күн бұрын
Baldau ne dand de diya...
@bijaykumarmarandi4047
@bijaykumarmarandi4047 17 күн бұрын
😂😂😂
@lipianshuvlogs
@lipianshuvlogs 17 күн бұрын
😂😂😂😂😂😂😂
@user-vl3rv7cd8z
@user-vl3rv7cd8z 17 күн бұрын
ଅବହେଳାପାଇଁ ସୂଚେଇଦେଲେ ମହାପ୍ରଭୁ ଏବେ ଆଗକୁ ଯେପରି ପରିଚାଳନା ଗତ ଭୁଲ ନହୁଏ ସେଥିପାଇଁ ସତର୍କ ହେବା ଦରକାର, ଜୟ ବଡ ଠାକୁର ମହାପ୍ରଭୁ 🙏🙏🙏.
@rajeshmohanty411
@rajeshmohanty411 18 күн бұрын
ଆରେ ମଘୀଆ ସେବାୟତ କହି କହି ଲୋକ ଙ୍କୁ ତ ଗାଣ୍ଡି ମାରିଚାଲିଛ. ବହୁତ ଦୁଃଖ ଲାଗୁଛି ତୁମ ପୁରୀ ସେଵ୍ୟତ ଙ୍କ ପ୍ରତି ଏତେ ମିଛ କୁହନି ରେ ମଘୀଆ ବେଧ ଛୁଆ
@civicsinventory
@civicsinventory 17 күн бұрын
💀
@niharranjanmishra217
@niharranjanmishra217 16 күн бұрын
Bhai nijara language ra standard rakha. Tuma language ru tumaku respect decide heba. Apana jaha statement deichanti taha thik.
@jagannathbhagwan9385
@jagannathbhagwan9385 18 күн бұрын
ଯେମିତି ପ୍ରଶାସନ ସେମିତି କାମ
@basudevbehera2209
@basudevbehera2209 17 күн бұрын
ଆବଶ୍ୟକତା ଠାରୁ ଅତ୍ୟଧିକ ସେବାୟତ ଦ୍ବାରା ଏଭଳି ଘଟଣା ଘଟୁଛି , ପ୍ରଭୁ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥୟତେ ନମୋ ନମଃ 🚩✍️🚩🪔🌺🌷🌼🌺🌷📚🌷🌺🌹🌺🕉️📱🌼
@subhasmitanayak9182
@subhasmitanayak9182 16 күн бұрын
କରି କରାଉ ଥାଏ ମୁହିଁ ମୋ ବିନୁ ଅନ ଗତି ନାହିଁ ହେ ମହାବାହୁ ବିସ୍ୱର ପିତା ଏଇ ସଂସାର ର କୁସାହା 🙏🙏🙏🙏
@MunaBhai-qh9fl
@MunaBhai-qh9fl 17 күн бұрын
ଜୟ ଜଗନ୍ନାଥ ହେ ଜଗତର ନାଥ ହେ ହଳଧର ସେ ଶେଷନାଗ ପଣ୍ଡାମାନେ ଭୁଲ୍ କରିଛନ୍ତି 🙏🏻😭😭
@Study_01.
@Study_01. 17 күн бұрын
ଭଗବାନ ଏହା ଚାହୁଁଥିଲେ କି ଧୀରେ ଧୀରେ କାର୍ଯ୍ୟ କରନ୍ତୁ
@SonaliSahoo-lb6un
@SonaliSahoo-lb6un 17 күн бұрын
ସାଧାରଣ ଲୋକଙ୍କ ଠୁ.. ଲୁଟିବା ବନ୍ଦ କରାଯିବା ଦରକାର.. ସେବାୟତ ମାନେ ଗରିବ ଲୋକଙ୍କୁ ହଇରାଣ କରିବା ଠିକ ନୁହେଁ.. ଭଗବାନ ହୁଏତ.. କିଛି ସଂକେନ୍ତ ଦେଉଛନ୍ତି... ଜୟ ବଳରାମ ପ୍ରଭୁ କ୍ଷମା କରନ୍ତୁ..ଜୟ ଜଗନ୍ନାଥ.. 🙏🏻🙏🏻🙏🏻🙏🏻
@Santoshkumar-nn5ei
@Santoshkumar-nn5ei 18 күн бұрын
ଶଳା ସବୁ ପଣ୍ଡା ମାନେ ଚୋର, ଅତି ଗର୍ବ ଅହଙ୍କାର, ହୋଇଗଲାଣି, ତୁମର
@tapaswinimadhusmitarout1453
@tapaswinimadhusmitarout1453 16 күн бұрын
ଜଗତ ବାସୀ ସେବାୟତ ଆଜ୍ଞା ସମସ୍ତେ ମିଶି ପ୍ରଭୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ପ୍ରଭୁ ନିଶ୍ଚିତ କ୍ଷମା କରିଦେବେ ବଡ଼ ସାଆନ୍ତେ ଟିକେ ରାଗି ତାଙ୍କୁ କ୍ଷମା ମାଗିଲେ ପ୍ରଭୁ କ୍ଷମା କରିବେ😢
@Abhijeet-jena12345
@Abhijeet-jena12345 17 күн бұрын
ବଡ଼ ବାଡର ଖାଉନ୍ଦ ବଡ଼ଠାକୁର ମଣିମା ଜଦି ତଳେ ପଡିଜାଇଥାନ୍ତେ (ଭୂମି ରେ) ରାଜ୍ୟ ରେ ବାରମ୍ବାର ମହିମାରି ଆସିବ, ରାଜାଙ୍କର ମୃତ୍ୟୁ, ରାଣୀଙ୍କର ମୃତ୍ୟୁ ହେଇପାରେ ଏହା ନିଳାଦ୍ରୀ ମହୋଦୟରେ ଉଲ୍ଲେଖ ଅଛି।ଏ ସଂସାର କୁ ରକ୍ଷା କର‌ ମଣିମା
@gouramajhi9705
@gouramajhi9705 17 күн бұрын
ସାରା ଓଡିଶା ରାଜ୍ୟ ସାରା ଭାରତ ବର୍ଷ ଆଜି ଯେମିତି ଭଗବାନ ବଳରାମ ଙ୍କୁ ଅଘଟଣ ଘଟି ଯାଇଛି ତାହା ସେବାୟତ ମାନଙ୍କୁ ଦାୟିତ୍ୱ ହୀନ ଯେଗୁ,ଏଥିରେ ରାଜନୀତି କି ପ୍ରଶାସନ ର ଭୁଲ ନାହିଁ, ରଥ ରେ ଯେତେ ସେବାୟତ ଦରକାର ସେତେ ରଖନ୍ତୁ ଅଯଥା ରେ ଅଧିକ ଭିଡ଼ ରଖନ୍ତୁ ନାହଁ, ଯାହା ଫଳରେ ଆଜି ଅଘଟଣ ଘଟିବା କୁ ପାଇଲୁ, ଜୟ ଜଗନ୍ନାଥ ସ୍ୱାମୀ କି.
@srikumarsahoo2593
@srikumarsahoo2593 17 күн бұрын
Excess ପଣ୍ଡା ଙ୍କୁ ରଥ ଉପରକୁ ଚଢା ନ ଯାଉ
@krazy.69
@krazy.69 16 күн бұрын
ମୋ ମତରେ ସେବାରେ କିଛି ଭୁଲ ଅଛି ନିଶ୍ଚିତ
@jenaad
@jenaad 16 күн бұрын
ଟାଉଟରୀ କଲେ ଏମିତି ହିଁ ହେବ ! ବଢିଆ ହେଇଚି ; ଏମାନଙ୍କୁ ଏହା ହିଁ ଦରକାର। ହେ ପ୍ରଭୁ ବଳରାମ ! ତୁମ ଭକ୍ତ ଙ୍କ ଧନକୁ ଯିଏ ଲୁଟୁଛି ତାକୁ ଏମିତି ଦଣ୍ଡ ଦେବ 🙏 ! ତେବେ ଯାଇ ଲୋକଙ୍କ ବିଶ୍ୱାସ ବଢିବ !🙏🙏🙏
@Brosujit
@Brosujit 18 күн бұрын
ଏ ଶଳା ମହାପ୍ରଭୁ କହି କହି ଶଳା ବଳଭଦ୍ରଙ୍କୁ କଚାଡି ଦେଲେ,ଲୋଭି କୁକୁର,ଖାଲି ତ ପଇସା ଆଉ,🎉
@santoshkumarpanda9968
@santoshkumarpanda9968 18 күн бұрын
Thik kahicha bhai❤
@user-db1yk4ec4w
@user-db1yk4ec4w 18 күн бұрын
😂😂😂😂😂🙏
@ManojManojpanda
@ManojManojpanda 18 күн бұрын
Thik kataha
@Bindasrajesh404
@Bindasrajesh404 17 күн бұрын
😅
@krushnachandrabarik7130
@krushnachandrabarik7130 17 күн бұрын
😊😊😊😊😊
@ODISHABHAI-eq8jq
@ODISHABHAI-eq8jq 17 күн бұрын
ଆଗ କୁ ଆହୁରି ବିପଦ ମାଡ଼ି ଆସିବ,🙏🏻 ଏ ବର୍ଷ ବାଣ ରେ ଗଲା 13 ଜୀବନ🙏🏻 ଦଳା ଚକଟା ରେ 2 ଜୀବନ 🙏🏻 ପ୍ରଭୁ 🙏🏻 ବଡ଼ ଠାକୁର ପଡ଼ି ଗଲେ,🙏🏻
@malayakumarbiswal5445
@malayakumarbiswal5445 17 күн бұрын
ଯାହେଉ ମହାପ୍ରଭୁ ଭୂମି ପର୍ଶ କରିନାହାନ୍ତି ଭୂମି ପର୍ସ କରିଥିଲେ ବହୁତ ଅନର୍ଥ ହୋଇଥାନ୍ତା ସେବାୟତ ଗୁରୁଜୀ ମାନଙ୍କ ପାଦତଳେ ମୋର କୋଟି କୋଟି ନମସ୍କାର
@amiyanayak842
@amiyanayak842 17 күн бұрын
ଅହଙ୍କାର ର ଫଳ, ହେ ପ୍ରଭୁ ବଡ ବାଡ ମଣିମା , ବଡ଼ ଠାକୁର କ୍ଷମା କରି ଦିଅନ୍ତୁ 🙏🏾🙏🏾
@subratkumarbarik7644
@subratkumarbarik7644 16 күн бұрын
ସେଠି ସାଧାରଣ ଜନତା, ନିରୀହ ଲୋକ ଓ ଭକ୍ତ ମାନଙ୍କୁ ବହୁତ ହଇରାଣ କରୁଛ....
@ashokkumardas6003
@ashokkumardas6003 17 күн бұрын
ହେ ପ୍ରଭୁ ବଡ ଠାକୁର କିଛି ଯଦି ଭୁଲ୍ ରହିଥାଏ ମାନବ ସମାଜ କୁ କ୍ଷମା କରନ୍ତୁ🙏🙏🙏🙏🙏
@amulyadigal806
@amulyadigal806 17 күн бұрын
ପ୍ରଭୁ ନିଜେ ଚାଲି ଚାଲି ଆସିଥିଲେ ନା ସେବାୟତ ମାନେ ବୋହିକି ଆଣୁଥିଲେ । ନିଜେ ଚାଲି ସଂସାରକୁ ଚଲାଉ ଥିବା ପ୍ରଭୁଙ୍କୁ ବୋହିକି ନେବା ନେବାଲୋକର ସାମର୍ଥ୍ୟ ଥିବା ଜରୁରୀ ।ନଚେତ୍ ପ୍ରତିଥର ଏପରି ହିଁ ହେଉଥିବ ।
@caranjanksahoo
@caranjanksahoo 18 күн бұрын
ଆଜି ସୁଦର୍ଶନ ଙ୍କ ସପ୍ତ ଋଷି ବନ୍ଦାପନା ମଧ୍ୟ ହୋଇନାହିଁ। କେମିତି ହେଲା ପହଣ୍ଡି??
@omm6324
@omm6324 10 күн бұрын
@@caranjanksahoo tame kemiti janila
@jeshophanten700
@jeshophanten700 17 күн бұрын
ଏହି ଭୂଲ୍ ପାଇଁ ଯେଉଁ ସେବାୟତମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଆଇନ୍ ଅନୁସାରେ ଦଣ୍ଡବିଧାନ କରାଯାଉ . ଏହା ସାରା ଓଡିଶା ବାସୀଙ୍କ ତରଫରୁ ସରକାରଙ୍କୁ ଅନୁରୋଧ 🙏🙏
@thunder_ff9930
@thunder_ff9930 17 күн бұрын
ସବୁ ସେଇ ମହାପ୍ରଭୁଙ୍କ ଇଚ୍ଛା ରେ ହେଉଛି, ପଣ୍ଡା ମାନଙ୍କ ଉଣା ଅଧିକ ଭୁଲ ଥିଲେ ବି ତାଙ୍କୁ ଦଣ୍ଡ ଦେବା ଉଚିତ୍ ନୁହେଁ ।ସେଇ ଶେଷ ନାଗ ଯଦି ଚାହିଁବେ ଜଣେ ବି ତାଙ୍କୁ ଉଠେଇ ନେଇଯାଇପାରିବ କିନ୍ତୁ ଏସବୁ ଲୀଳା କରି ପଣ୍ଡା ମାନଙ୍କୁ ସଚେତନ କଲେ ବଡ଼ ଠାକୁର । ଜୟ ଜଗନ୍ନାଥ🙏
@snayak1519
@snayak1519 17 күн бұрын
Ye sarkar Dharma ku neiki rajniti karibe agyan.....ebe emane Sanatan nuhanti.... Mahaprabhu padigala pare bi odia asmita ra nara daucha chi chi...
@omm6324
@omm6324 10 күн бұрын
@@jeshophanten700 mahaprabhu hauchanti meru parbata pari stira tanku kehi nei paribeni se tanka nija Ichare chalanti ta athipain kahaku danda deba thik nuha kintu ratha upare jou ate sankhya re sebayata rakhichanti semananku restrict kara jau
@teachingpoint3665
@teachingpoint3665 17 күн бұрын
ରଥ ଉପରେ ଯେତିକି ଆବଶ୍ୟକ ସେତିକି ଲୋକ ରଖାଯାଉ ପ୍ରଥମ ଅନୁରୋଧ ମନ୍ଦିର ପରିଚାଳନା କମିଟି କୁ ରଥରେ ଠାକୁରଙ୍କ ଦର୍ଶନ ହେଇ ପାରୁନାହିଁ ଅଧିକ ଲୋକଙ୍କ କୁ ବୁଦ୍ଧି ଯୋଗୁଁ ଠାକୁରଙ୍କୁ ଖେଳନା ଭାବି ଲୋକମାନଙ୍କୁ ଲୁଟୁଛନ୍ତି ଏ ଯାତ୍ରା ହେଉଛି ଭକ୍ତ ଓ ଭଗବାନ ଙ୍କ ମିଳନ ର ପର୍ବ ଏଠାରେ ପ୍ରତିରୋଧ ସାଜୁଛନ୍ତି ସେବାୟତ ମାନେ ଅନୁରୋଧ ମନ୍ଦିର ପରିଚାଳନା କମିଟି କୁ ଠାକୁରଙ୍କ ଯାତ୍ରା ସମୟରେ ବିଭ୍ରାଟ ସୃଷ୍ଟି ନ ହୁଏ
@studywithnayak6590
@studywithnayak6590 16 күн бұрын
Khyama karantu bada thakura sri Baladebjew ....Khyama karantu mahaprabhu Sri Jagannatha
@user-xz1id4bf7l
@user-xz1id4bf7l 18 күн бұрын
ବାହାଦୁରି ଦେଖେଇ କେମିତି କହୁଛନ୍ତି
@Bebi143Pradhan
@Bebi143Pradhan 18 күн бұрын
ସବୁ ମଦର କାରଣ
@nitishvlogs5467
@nitishvlogs5467 17 күн бұрын
ତମେ କେମିତି ଜାଣିଲ
@brajamohanty326
@brajamohanty326 14 күн бұрын
ହିନ୍ଦୁ ଭାବନା ଛାଡ଼ି ସନାତନ ଭାବନା ରେ ଯାଆନ୍ତୁ ଜୟ ଜଗନ୍ନାଥ 🙏
@Laxmipriyapadhi-jz8nc
@Laxmipriyapadhi-jz8nc 17 күн бұрын
ପ୍ରଭୁ ଇଏ କି ନୀ ଳ!...!!! ଯାହାବି ଭୁଲୁ ହେଇଛି କ୍ଷମାପ୍ରଥାନା 😭😭😭 ଜୟ ଜଗନ୍ନାଥ 🙏🙏
@user-ik9ef2fc1n
@user-ik9ef2fc1n 18 күн бұрын
ଖାଲି ତ ପଇସା ପାଇଁ ଭୁଲୁ କରୁଛନ୍ତି ଖାଲିତ ବିବାଦ କରୁଛନ୍ତି
@englishman619
@englishman619 17 күн бұрын
ପ୍ରଭୁ ଦୟାମୟ କ୍ଷମା କିଦିଅନ୍ତୁ 🙏🙏🙏🙏
@bichitrasatapathy1229
@bichitrasatapathy1229 17 күн бұрын
ଯେଉଁ ସେବାୟତମାନେ ଏହି ପହଣ୍ଡି କାର୍ଯ୍ୟରେ ନିୟୋଜିତ ଥିଲେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ...... ଏହା ଏକ ଛୋଟିଆ କଥା ନୁହେଁ...... ସେବାୟତ ମାନଙ୍କ ର ସମ୍ପୂର୍ଣ୍ଣ ଭୁଲ...
@excellentmind1005
@excellentmind1005 17 күн бұрын
Sure . Supreme court ra judge nka aadesh na.
@abhiramkadraka4324
@abhiramkadraka4324 17 күн бұрын
ଜଗନ୍ନାଥ ବହୁତ ମିଛ ଚାଲୁଛି ବୋଲି ଏମିତି ମହାପୁରୁଷ ଲେଖିଛନ୍ତି ଏଂବ ଯେତେବେଳେ କୋରୋନା ମହାମାରୀ ସମୟରେ ଶିବ ଠକୁର ଦେଶର ସମସନ୍ତ ଲୋକଙ୍କୁ ସଚେତନ କରିଛନ୍ତି.ଏଥି ପାଇଁବିଳାପ ହେଉଛି ଆଗକୁ ଆହୁରି ଏମିତି ହେବ 2024 ରେ ସତ୍ୟ ଯୁଗ ଚାଲୁ ରହିବ ବୋଲି ମହା ପୁରୁଷ ଲେଖି ଛନ୍ତି ଦେଶର ଲୋକ ମାନିଲେ ସତ ନୋ ମାନିଲେ ମିଛ ଏଥର ଆଉ ମିଛ ମିଛ କହି ଚାଲନ୍ତୁ ନାହିଁ.ଜୟ ଜଗନ୍ନାଥ କରନା ମହା ମାରି ସମୟରେ ମହା ପ୍ରଭୁ ଭୁଲ କରିଥିବ ସେଥି ପାଇଁ ଏମିତି ହେଉଛି.😂😂😂
@prasantapattanaik862
@prasantapattanaik862 17 күн бұрын
ସେବାୟତ ମାନେ ଗୋଷ୍ଠୀ ଗୋଷ୍ଠି ହେଇ ଏ ଧନ୍ଦା ମହାପ୍ରଭୁଙ୍କ ସହିତ କରୁଛନ୍ତି।
@haraprasadchoudhury8680
@haraprasadchoudhury8680 17 күн бұрын
ଏମାନେ କଣ ଛୋଟ ଛୁଆ। ମନ୍ଦିରରେ ଯେତିକି ଅନ୍ୟାୟ ଅବିଚାର ହେଉଛି ତା ପାଇଁ ଦଣ୍ଡ ଦେବେ ନା
@englishman619
@englishman619 17 күн бұрын
ଛାତି ଫାଟିଗଲା ଭଳି ଲାଗିଲା ଯେତେବେଳ ଜାଣିଲି ଯେ ଭଗବାନ୍ ତଳେ ପଡ଼ିଗଲେ,,, ବିଶ୍ଵ ବ୍ରହ୍ମାଣ୍ଡର ମହାନାୟକ ଆଜି ତଳେ ପଡିଗଲେ 😭😭😭😭
@ramachandranaik713
@ramachandranaik713 17 күн бұрын
ମହାପ୍ରଭୁଙ୍କର କିଛି ହେବ ନାହିଁ। ସେବାୟତ ମାନଙ୍କର ଭୂଲ । ଲୋଭି ଦଳ
@madhushmitaharijan6548
@madhushmitaharijan6548 17 күн бұрын
Jay kalki avatar
@Bhagabatpujari1
@Bhagabatpujari1 17 күн бұрын
ବାରଜାତିତେରଗୋଲା ସେବାୟତହେଲେସବୁଗଲା ଆମରଏଠିବେର୍ଧ୍ରମିମାନେ ଦିଅଁଙ୍କପରିଚାଳନାରମୂଖ୍ଯ
@user-wd6tg6dd8w
@user-wd6tg6dd8w 17 күн бұрын
Jay jagannath my life my everything tume Satya , siba ,sundara
@basantadalai5951
@basantadalai5951 17 күн бұрын
ହେ ପ୍ରଭୁ ତୁମେ ହିଁ ରକ୍ଷା କର ଇଏ ସଂସାରକୁ କଣ କଣ ସବୁ ଦେଖିବାକୁ ମିଳୁଛି ପ୍ରଭୁ ଇଏ କି ସଂକେତ ଦଉଛ ତୁମେ ପ୍ରଭୁ, ଯାହା କିଛି ବି ଭୁଲ ହେଇଛି ଇଏ ଭୁଲ ରୁ ସଂସାରକୁ ରକ୍ଷା କର ପ୍ରଭୁ 🙏🙏🙏ଜୟ ଜଗନ୍ନାଥ 🙏🙏🙏
@sudhiraswain5375
@sudhiraswain5375 17 күн бұрын
ଜୟ ଜଗନ୍ନାଥ ସ୍ଵାମୀ 🙏
@VarunKumar-mr4is
@VarunKumar-mr4is 17 күн бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ ଯୟ ଜଗନ୍ନାଥ 😂😂😂😂😂
@itishritripathy3461
@itishritripathy3461 17 күн бұрын
ପ୍ରଭୁ ଙ୍କୁ ଟିକେ ଆଉଁଶି ଦେଲେ କି ତାଙ୍କୁ ବି କଷ୍ଟ ହେଉଥିବ.😢 ତାଙ୍କ ଶରୀର କୁ ବି ଆଘାତ ଲାଗିଥିବ.😢
@nikunjabihariparida1038
@nikunjabihariparida1038 17 күн бұрын
ପ୍ରଶାସନ ଯବାବ ଦିଅ.. ବଡ଼ ଠାକୁର ଙ୍କର କଣ ଦୋଷ..
@GolakhachandrajethiGolak-vk6ri
@GolakhachandrajethiGolak-vk6ri 17 күн бұрын
ପ୍ରଭୁ ରକ୍ଷା କରିଦେଲେ ଆଗକୁ ଆମେ ସଚେତନ ହୋଇ ପ୍ରଭୁ ଙ୍କ ସେବକରିବା ସମସ୍ତେ ଆମେ ପ୍ରଭୁ ଙ୍କ ପାଖରେ ଖମା ପ୍ରାର୍ଥନ କରିବା ଯେମିତି ସାରା ବିଶ୍ୱକୁ ଖମା କରିଦିଅ ପ୍ରଭୁ 🙏
@sangramkishoredasdas2424
@sangramkishoredasdas2424 16 күн бұрын
ଭୁଲ୍ କୁ ସ୍ବିକାର କରିବା ଦ୍ବାରା ମହାପ୍ରଭୁ କ୍ଷମା କରିବେ ।
@dipfragnant
@dipfragnant 17 күн бұрын
ପ୍ରଥମେ ବାଇଟ ଦେଇଥିବା ଦୁଇ ଜଣ ସେବାୟତ ତ ସେବାୟତ ଭଳିଆ ଲାଗୁନି। ସେମାନେ ଏବେକାର ଟୋକା। ସେମାନଙ୍କର କଣ ଜ୍ଞାନ ଥିବ ମୁଁ ବୁଝି ପାରୁନି। ବୋଧ ହୁଏ, ସେଠାରେ ରାଜନୀତି ଚାଲିଛି। ବାହୁବଳ, ଧନ ବଳ ଆଉ ରାଜନୀତି ବଳ ଥିବା ଲୋକଙ୍କ ପୁଅ ବୋଧ ହୁଏ ସେବାୟତ ହେଉଛନ୍ତି।
@Adventure_SDH
@Adventure_SDH 17 күн бұрын
SESARE MAHILA NARTAKI BHAKTA JANAKA BAHUT ATI SUNDAR BYKHYA KARICHANTI....BAHUT SUNDAR
@patitakumarchoudhury9855
@patitakumarchoudhury9855 17 күн бұрын
ସାମ୍ବାଦିକ ମାନେ ମଣିଷ ମାନଙ୍କୁ ଶାନ୍ତି ଦିଅ, ହାତରେ ଖଡା ସିଝିବନି, ପ୍ରଶ୍ନ ପ୍ରବଳ.
@suryakantamahalik3462
@suryakantamahalik3462 18 күн бұрын
କ୍ଷମା କର ପ୍ରଭୂ 🙏🙏🙏🙏🙏😭😭😭😭😭😭
@dipakkumarbal8318
@dipakkumarbal8318 17 күн бұрын
ଜୟ ଶ୍ରୀଜଗନ୍ନାଥ 🙏
@bikashmallick5406
@bikashmallick5406 18 күн бұрын
ଜୟ ବଳଭଦ୍ର 🙏🙏🙏🙏 କ୍ଷମା କରିଦେବେ 🙏🙏🙏🙏🙏
@krn_vloge04
@krn_vloge04 17 күн бұрын
ଜୟ ଜଗନ୍ନାଥ 🌸🙏🙏🌸
@malayaranjanpati94
@malayaranjanpati94 17 күн бұрын
ଅତି ରୁ ଇତି 😮 ରାଜନୀତି ଆ ଙ୍କୁ ଶକ୍ତ ଚାପୁଡ଼ା 🎉😂🎉😂 ବିଜେଡି ବିଜେପି ହଉଥା ଜୟ ଜଗନ୍ନାଥ ❣️😊❣️😊
@seleetruptirekharout9836
@seleetruptirekharout9836 17 күн бұрын
ଜୟ ଜଗନ୍ନାଥ 🙏🪔❤️🚩💐🛐🌸🌷
@samarendrarout4341
@samarendrarout4341 18 күн бұрын
Jay Jagannath 🙏
@RabindranathSethi-bl4wl
@RabindranathSethi-bl4wl 17 күн бұрын
ଜୟ ଜଗନ୍ନାଥ, ଆଜି କିଛି ତ ଭୁଲ ହୋଇଛି ନ ହେଲେ ଅଘଟଣ ଘଟି ନ ଥାନ୍ତା
@srikantaharichandan1464
@srikantaharichandan1464 17 күн бұрын
ଅର୍ଥାତ୍ ସେବାୟତ ମାନଙ୍କ ଭିତରେ ଏକତା ନାହିଁ। ଆରେ ଆଗ ପ୍ରଭୁଙ୍କ କଥା ଚିନ୍ତା କର। ଖାଲି ଟଙ୍କା ଟଙ୍କା ହୁଅନି
@sarojnayak7137
@sarojnayak7137 17 күн бұрын
ଭାଗ୍ୟ ଭଲ ରଜା ଶାସନ ନାହିଁ, ମନ୍ଦିର ରେ ଜଉ ନିତି ବିଭ୍ରାଟ କରୁଚ, ଜଉ ଭକ୍ତ ଦକ୍ଷିଣା ଭଲ ଦେଇ ନପାରିଲା, ତାକୁ ଜଉ ଅପମାନ ସୂଚକ ଭାଷାରେ ମନ୍ତବ୍ୟ ଦେଉଚ, ଫୁଣି ରଥ ଉପରେ ଆଯାଉ ବିଭ୍ରାଟ, ସବୁ ଉତୁପାତିଆ ଗୁଣ, ରଜା ଶାସନ ଥିଲେ ହାତ ଗୋଡ଼ କଟା ହେଇଥାନ୍ତା ଣି
@rameshchhota3184
@rameshchhota3184 16 күн бұрын
ଭାରତ ର କୋଣ ଅନୁକୋଣରୁ ଭକ୍ତ ମାନେ ଦିଅଁ ଦର୍ଶନ କରିବାକୁ ଆସନ୍ତି କିନ୍ତୁ ଦୁରରୁ ରଥର କପଡା ଓ ଦିଅଁ ଙ୍କୁ ପୁରା ଢାଙ୍କି ଦେଇଥିବା ସେବାୟତ ମାନଙ୍କ ପୁଅ ଅଜା ନାତି କୁ ଦେଖି ଦୁଖରେ ଘରକୁ ଫେରନ୍ତି
@manvi4834
@manvi4834 17 күн бұрын
କାଳିଆ ରେ ତୁ ଭରସା 🙏🙏🙏🙏😭
@Foodrecipes054
@Foodrecipes054 17 күн бұрын
CM sir nka bebastare kichhi bhul rahigala ki esabu mahabahu nka ichha Jay jagannath 🙏🏻😭😭😭😭😭
@udaynarayandas9058
@udaynarayandas9058 17 күн бұрын
ଅଧିକ ସେବାୟତ ରହିବା ଦ୍ଵାରା ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବାରେ ବଞ୍ଚିତ ହୋଇଛନ୍ତି । ତେଣୁ ସେବାୟତ ଆବଶ୍ୟକ ଅନୁସାରେ ରହିବା ଉଚିତ୍ ।
@rashmikantsahoo1728
@rashmikantsahoo1728 16 күн бұрын
୧-ଏ ସଳେ ଏତେ ଏଠି କରୁଥିଲେ କ'ଣ ? ୨-ଦିଅଁ ଙ୍କ ଦଉଡି ବନ୍ଧା ହେଇନଥିଲା କାହିଁକି ? ୩-ପହଣ୍ଡି ରେ କେତେ ଜଣ ସେବାୟତ ରହିପାରିବେ ?
@mantubehera2263
@mantubehera2263 17 күн бұрын
ହେ ପ୍ରଭୁ ଆମକୁ ଖେମା କରି ଦିଅ ପ୍ରଭୁ
@debendranarayandash9040
@debendranarayandash9040 17 күн бұрын
ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ସେବକ ମାନଙ୍କ ଦାଇତ୍ୱ ହିନତା ପାଇଁ ଏଭଳି ଘଟୁଛି ଆଉଥରେ ନବକଳେବର ପଯ୍ୟନ୍ତ ଏଭଳି ଘଟଣା ଘଟିବ ନବକଳେବର ତୃଟି ପାଇଁ କ୍ଷମା ମାଗ ଜୟ ଜଗନ୍ନାଥ 🙏
@aryanmajhi3607
@aryanmajhi3607 17 күн бұрын
ଇଏ ଶଳା ମିଛ କାନ୍ଧଣା ଏମାନେ ଶଳା ସବାୟତ ନାହାନ୍ତି ଏମାନେ ଜଗନ୍ନାଥ ପାଇଗୋଟିଏ ଗୋଟିଏ କଳଙ୍କ ପ୍ଲିଜ଼ ସରକାର ଆକ୍ସନ ନିଅନ୍ତୁ. ✊️✊️✊️✊️✊️✊️✊️
@puspanjalipradhan3336
@puspanjalipradhan3336 17 күн бұрын
ବହୁତ କଷ୍ଟ ଲାଗୁଛି 😭😭😭🪔🪔🪔🌿🌿🌿👏👏👏
@arunchandrahota9072
@arunchandrahota9072 17 күн бұрын
ସବୁ ଠାକୁରଙ୍କ ଇଛା । ଠାକୁର ହଲି ଝୁଲି , ଉଠି ପଡି ଯିବାକୁ ଭଲ ପାଆନ୍ତି । କିଛି ଅସୁବିଧା ନାହିଁ। 🙏
@tapudas2316
@tapudas2316 17 күн бұрын
ଭାଇ ରଖିଲେ ରଖିବ ମାରିଲେ ମାରିବ , ଏଥିରେ କାହାକୁ ଦୋଶ ଦେଇ କି ଲାଭ
@matrukrupa2024
@matrukrupa2024 17 күн бұрын
ଖେମ ଖିଆଲି କୁ ଏହା ଚେତାବନୀ ମାତ୍ର । କିନ୍ତୁ ପ୍ରଭୂ ହେଉଛନ୍ତି ଖ୍ୟମା ମୟ ।ଯଦି କେହି ଭୂଲ୍ କରି ଛନ୍ତି ସେ ସନ୍ତାନ ଙ୍କୁ ଖ୍ୟମା କରିବେ ନିଶ୍ଚୟ ।ଜୟ ଜଗନ୍ନାଥ
@A.papu891
@A.papu891 17 күн бұрын
Jay jagannath swami nayan pathha gami bhava tume
@pramodakumarpatra9196
@pramodakumarpatra9196 17 күн бұрын
ହେ ମହା ବାହୁ ହେ ବଡ଼ ଠାକୁର ଆମକୁ କ୍ଷମା କରନ୍ତୁ 🙏🙏
@suchismitavlog
@suchismitavlog 16 күн бұрын
Malika re lekha heichi ta hela nihati mahamari asuchi😢😢😢😢duniya kuu he prabhu jagata ra natha jaganatha😢😢parabhu bhul hele khyama kara 🙏😭🙏 parabhu rakhya kara duniya kuuu😢😢
@subratpadhiary5166
@subratpadhiary5166 17 күн бұрын
Jay Prabhu Shree Balabhadra 🙏🙏🙏
@ArjuncharanMaharana-mt8qm
@ArjuncharanMaharana-mt8qm 17 күн бұрын
ଭଗବାନ ରାଗି ଛନ୍ତି
@sriseshkumarkar3499
@sriseshkumarkar3499 17 күн бұрын
ଧନ୍ୟ ଭାଇ, ଆପଣଙ୍କ ଏଇ ମନୋବଳ ଥାଉ।
@diptijenaj7292
@diptijenaj7292 16 күн бұрын
Jay Jagannath ❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏🙏🌹🌹🌹🌹
@arundhatibiswal8460
@arundhatibiswal8460 16 күн бұрын
Jay Mahaprabhu ❤🙏 Jay Jagannatha ❤🙏 Jay Maa Subhadra ❤🙏
@purnachandrapradhan7683
@purnachandrapradhan7683 17 күн бұрын
Jay jagannath swami🙏🙏🙏
@UTTKALpuaGAUTAM9152
@UTTKALpuaGAUTAM9152 17 күн бұрын
ଗତ ବର୍ଷ କାଳିଆ ସାଆନ୍ତେ ପହଣ୍ଡି ସମୟରେ ଆଗକୁ ଗଡ଼େଇ ଦେଇଥିଲେ ଏବଂ ପଣ୍ଡା ମାନେ ମିଡ଼ିଆ ରେ କହିଥିଲେ ଯେ ଆମେ ସବୁ ପଣ୍ଡା ହୃଷ୍ଟ ପୃଷ୍ଟ ଆମ ପାଖରେ ସାମର୍ଥ୍ୟ ଅଛି ଆମେ ପ୍ରଭୁ ଙ୍କୁ ପକେଇବୁନି।
@HappyNayak-dx5qm
@HappyNayak-dx5qm 17 күн бұрын
He prabhu jagannath
@ManaskuArukh
@ManaskuArukh 17 күн бұрын
ଜଗତ ଅଧର୍ମ କରୁଛି ଧର୍ମ ନା ରେ... ସେବାରେ ଭୁଲନାହିଁ... ❤️❤️❤️🛕🛕🛕🙏🙏🙏
@virat_bikash
@virat_bikash 16 күн бұрын
Prabhu khyama karidia 🤗🤗🤗🤗🤗
НЫСАНА КОНЦЕРТ 2024
2:26:34
Нысана театры
Рет қаралды 682 М.
Mama vs Son vs Daddy 😭🤣
00:13
DADDYSON SHOW
Рет қаралды 31 МЛН
How Many Balloons Does It Take To Fly?
00:18
MrBeast
Рет қаралды 179 МЛН