Tragedy strikes as a law college professor kills father in Bhubaneswar | Nandighosha TV

  Рет қаралды 264,759

Nandighosha TV

Nandighosha TV

4 күн бұрын

#Bhubaneswar #Odisha #policecommissionerate #NandighoshaTV
Tragedy strikes as a law college professor kills father in Bhubaneswar | Nandighosha TV
ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା। ରଙ୍ଗମାଟିଆ DHPL ଆପାର୍ଟମେଣ୍ଟରେ ହତ୍ୟାକାଣ୍ଡ । ବାପାଙ୍କୁ ହତ୍ୟା କଲା ପୁଅ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZfaq: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 130
@kapilashsunaniofficial2078
@kapilashsunaniofficial2078 2 күн бұрын
କେବଳ ସଂସ୍କାର ର ଅଭାବ,, ଶିକ୍ଷିତ ହେଲେ କଣ ହେଲା । ଏଣୁ ଶିକ୍ଷା ସହ ସଂସ୍କାର ବହୁତ ଜରୁରୀ ।
@devbehera9506
@devbehera9506 2 күн бұрын
ରାମାୟଣ ପଢ଼ାହେଉଛି, ମହାଭାରତ, ଗୀତା ସବୁ ପଢ଼ାହେଉଛି ଆଉ କଣ ପଢିଲେ ନୈତିକ ଶିକ୍ଷା ମିଳିବ
@kushamajhi6440
@kushamajhi6440 2 күн бұрын
Budha mane b marijiba jae luve maruchhan
@itishreepriyadarsaninayak3341
@itishreepriyadarsaninayak3341 Күн бұрын
Pilabelu Atyadhika sneha,atma garba, Bina sanskar jogu emiti huae
@badboysai3947
@badboysai3947 Күн бұрын
​@@devbehera9506😊
@skdsingerkumarsaroj655
@skdsingerkumarsaroj655 2 күн бұрын
ଜ୍ଞାନୀ ହେବେ ବାଟବଣା କଳୀଯୁଗର ଶେଷ ସଂକେତ ଜୟ ଜଗନ୍ନାଥ
@cutekajal123
@cutekajal123 2 күн бұрын
ବାପା ଯେତିକି ଟଙ୍କା ଖର୍ଚ୍ଚ କରିକି ପାଠ ପଢ଼େଇଛନ୍ତି ସାରା ଜୀବନ କମେଇ ପାରିବ ବାପା ମାରିକି କଣ ମିଳିଲା ଯେତେ ପାଠ ପଢିଲେ କଣ ହେବ ଜ୍ଞାନ ଥାଇ ଓଜ୍ଞାନ ଶିକ୍ଷା ଥାଇ ଓଶିକ୍ଷିତ ମାନସିକ ରୋଗୀ ଲୋକ ଯୋଉ ଟଙ୍କା ପାଇଁ ମାରିଲୁ ସେହି ଟଙ୍କା ତମେ ମାନେ ସବୁ ଆଗକୁ ଉପଭୋଗ କରିଥାନ୍ତ ତମ ବାପା କଣ ଟଙ୍କା ସର୍ଗକୁ ଧରିକି ଗଲେ ki
@sayuris1139
@sayuris1139 2 күн бұрын
What does this mean?
@zehidabegum3617
@zehidabegum3617 2 күн бұрын
Krutaghna Pua, se jaha bi hoi thau sie BAPA, jahank pain Pua sansar ku asi thila, Professor Pua SAMAJ KU KAN BARTA DELA ?
@rabindrasahoo3059
@rabindrasahoo3059 Күн бұрын
😅😊
@bishnupriyamishra3326
@bishnupriyamishra3326 Күн бұрын
ରାଗ ପରମ ଚଣ୍ଡାଳ...!ବୁଦ୍ଧି ,ବିବେକ ହଜାଇ ଦିଏ। କ୍ଷଣକ ରାଗର ବଶବର୍ତ୍ତୀ ମଣିଷକୁ କଣ ନ କରେ....!! ବିନାଶ କଲେ ବିପରୀତ ବୁଦ୍ଧି !
@surendranathrath504
@surendranathrath504 2 күн бұрын
କଦାପି ସେ ମିଷ୍ଟଭାଷୀ ନୁହନ୍ତି, ଏଭଳି ଚରିତ୍ର ପ୍ରଫେସର୍ ହେବା ପାଇଁ ଅଯୋଗ୍ୟ, ଯେଉଁ ଉଚ୍ଚଶିକ୍ଷିତ ଆପଣ କହିଲେ ସେଥିରେ ମୁଁ ଏକମତ ନୁହେଁ, ସାର୍ଟିଫିକେଟ କଦାପି ଶିକ୍ଷା ର ମାପକାଠି ନୁହେଁ।ଏ ଜଣେ ହତ୍ୟାକାରୀ, ଏଭଳି ପିତୃହନ୍ତା ଜଣେ ଅପରାଧିକ ଚିନ୍ତାଧାରା ର ବ୍ୟକ୍ତି ଏହାକୁ, କଠୋର ରୁ କଠୋର ଦଣ୍ଡ ଦିଆଯାଉ। ପୈତୃକ ସଂପତ୍ତି ରୁ ବଞ୍ଚିତ କରିବା ଉଚିତ୍। ରାଜରାସ୍ତାରେ ଅଣ୍ଟାରେ ଦଉଡ଼ି ବାନ୍ଧି ଚଲେଇ ଚଲେଇ ନେବା ଠିକ୍। ଆଇନ୍ ଯାହା ବି ହେଉ,ଏ ବ୍ୟକ୍ତି କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ।
@user-jf4xd9qx9e
@user-jf4xd9qx9e 2 күн бұрын
ପୁରା ଠିକି କହି ଥାନ୍ତି
@ShriKshetraPurusottama
@ShriKshetraPurusottama 2 күн бұрын
Aapana thik kahuchanti kintu kie bujheiba ye generation ku... kie aaniba pathahudaa youth ku baataku
@biswaranjandas2935
@biswaranjandas2935 2 күн бұрын
Apana thk kahuchanti e chintadhara loka crime knowledge student ka mundare inject karidebe patha na kn padhauthila
@surendranathrath504
@surendranathrath504 Күн бұрын
@@ShriKshetraPurusottama ନା ଯୁବଗୋଷ୍ଠୀ ପଥଭ୍ରଷ୍ଟ ଉଦଭ୍ରାନ୍ତ ପାଇଁ ଅନେକ ଭାବେ ବାପା ମା ଦାୟୀ। ତଥାପି ଅନେକ ଯୁବକ ଯୁବତୀ ପିତା ମାତା ମାନଙ୍କ ପାଇଁ ସମର୍ପିତ। ଏ ଘଟଣା ରେ ଜଣେ ସାର୍ଟିଫିକେଟ ଧାରୀ ମୂର୍ଖ ପ୍ରଫେସର ଜଡ଼ିତ ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ।
@manasbeher7264
@manasbeher7264 2 күн бұрын
ପିଲାମାନ ଙ୍କୁ ଅଧିକ ପାଠ ପଢ଼େଇଲେ ଏମିତି ଅବସ୍ଥା ହୁଏ ସବୁବେଳେ ପିଲାମାନଙ୍କୁ ଅଳ୍ପ ପାଠ ପଢ଼େଇ ରୋଜଗାର କରିବା ଶିଖାନ୍ତୁ
@dipun84in
@dipun84in 2 күн бұрын
Tuma bhali murkha hi emti katha kahi paribe, jahara pila rickshaw chalanti.
@rakeshparidaparidrakeha8877
@rakeshparidaparidrakeha8877 2 күн бұрын
Right
@santoshpatnaik3686
@santoshpatnaik3686 Күн бұрын
ଅଧିକ ପାଠ ପଢିଥିବା ସବୁ ପିଲା ଏମିତି କରନ୍ତି ନାହିଁ. ତୁମର ଚିନ୍ତାଧାରା ଭୁଲ୍.
@manasbeher7264
@manasbeher7264 Күн бұрын
@@santoshpatnaik3686 ମୋର ଯଦି ଚନ୍ତା ଧାରା ଭୂଲୁ ସେ ଲୋକ ଜଣେ ପ୍ରଫେସର ହେଇ ପିତା ମୋହ ଭୀଷ୍ମ କୁ କାହିଁକି ମାରିଲେ 🙏
@bksethy1
@bksethy1 2 күн бұрын
Wrong statement. He is Not educated. He is A certificate holder.
@routking8192
@routking8192 2 күн бұрын
ସମାଜ ର ଶିକ୍ଷିତ ଲୋକୋ ଏମିତି କରିବେ ଛି
@saroj1296
@saroj1296 2 күн бұрын
ତୁମେ କିଏ ବାପା କିଏ ପୁଅ କିଏ ଝିଅ ଭଉଣୀ କହିପାରୁନ
@swarnalatajena6430
@swarnalatajena6430 2 күн бұрын
Pua manaku bapa maa besi vala paile emiti fala mile
@TravisBickle58
@TravisBickle58 Күн бұрын
Tahale khali jhiku bhala paiba katha? Kichi din tale Goa ra gote lodge re gote mahila nijara 4 yr pua ku murder kari, suitcase re bhari phingibaku neuthila. It's human nature very dark.
@socialworkerajay8658
@socialworkerajay8658 Күн бұрын
ଭଗବାନ କରନ୍ତୁ ଏମିତି ପୁଅ କୋଉ ବାପା ମାଆ ଙ୍କୁ ନ ମିଳୁ 🙏🙏
@crazyyyy-cp5ih
@crazyyyy-cp5ih 2 күн бұрын
ଅତ୍ୟଧିକ ଗ୍ୟାନ ରୁ ଗର୍ବ, ଖର୍ବ ହୁଏ
@phenoix_990
@phenoix_990 Күн бұрын
Sethi pain profile re free fire ra photo achhi😂
@AmanEntertainment7
@AmanEntertainment7 2 күн бұрын
ଏଠି ତାଙ୍କ ଝିଅ ର ଭୂମିକା ନିହାତୀ ରହିଛି, ଝିଅ ନିଶ୍ଚିତ କିଛି ସମ୍ପତି ର ଲୋଭ ରେ ବାପା ମା କୁ ନିଜ ଆୟତରେ ରଖିଥିବ, ସେଥିପାଇଁ ପୁଅ ରାଗିକି ଏମିତି କରିଛି,
@nainasahu9037
@nainasahu9037 Күн бұрын
Right
@sdash6242
@sdash6242 Сағат бұрын
daughter also has equal share in property. Why should everyone suffer because useless son took loan for foreign education?
@patitakumarchoudhury9855
@patitakumarchoudhury9855 2 күн бұрын
ବୁଢ଼ା ବୋପାର ସମ୍ପତି ଲୋଭ ଯେତିକି, ଭେଣ୍ଡା ପୁଅର ବୋପାର ସମ୍ପତି ପ୍ରତି ଲୋଭ ସେତିକି 🙏
@binayapradhan4671
@binayapradhan4671 2 күн бұрын
ଶଳା ପ୍ରଫେସର ଟା ଚୋର ପରି ଦେଖାଯାଉଛି
@Ssae528
@Ssae528 2 күн бұрын
Tanku fasi diajau.
@minutesaboutShantikunjbyDSLenk
@minutesaboutShantikunjbyDSLenk Күн бұрын
ଦୁର୍ବୁଦ୍ଧି ଯୋଗୁ, ବାପା ମା ସଂସ୍କାର ଦେଇ ନାହାନ୍ତି, ଆଗକୁ ଏହା ଆହୁରି ବଢିବ
@itsumesh663
@itsumesh663 9 сағат бұрын
ବଡ ଲୋକ ହୋଇ ମରିବା ଖୁବ୍ ଜରୁରୀ ନୁହେଁ, ଭଲ ଲୋକ ହୋଇ ମରିବା ମହାପୁଣ୍ୟ , ପିଲାଙ୍କୁ ପାଠ ପଢି ଚାକର ହେବା ପାଇଁ ସ୍ୱପ୍ନ ନ ଦେଖାଇ ପିଲା ସଂସ୍କାର ଶିଖି ସଂସାର ଭିତରେ ଆଦର୍ଶ ସନ୍ତାନ ହୋଇ ବଞ୍ଚିବା ଦେଶ ସମାଜର ହିତ ପାଇଁ ଖୁବ୍ ଜରୁରୀ......🙏
@bijaypatra9105
@bijaypatra9105 2 күн бұрын
ବିଜେପି ସରକାର ଆସିଛି ଆହୁରି ହିସା ବଢିବ
@bhagabanpradhan7500
@bhagabanpradhan7500 2 күн бұрын
Thanks
@bijaysahoo2341
@bijaysahoo2341 2 күн бұрын
Sabu ra mula jhia
@ramakantmahanta6994
@ramakantmahanta6994 Күн бұрын
ଦିବ୍ୟ ଜ୍ଞାନ ନୁହେଁ କାଂଦ ଜ୍ଞାନ 'ପ୍ରାୟୟୋନ୍ ।କାଂଦ ଜ୍ଞାନର ଅଭାବ ତଥା ସାସ୍ଲାର୍ ଅଭାବ ।
@suryanarayan848
@suryanarayan848 2 күн бұрын
The daughter-in-law is the main abettor
@mahimavastuseva
@mahimavastuseva 2 күн бұрын
ଶିକ୍ଷା ମନ୍ତ୍ରୀ ଯାହା ପ୍ରଫେସର କଣ ଅଲଗା ହେବ ?
@jayaprakashsahu9839
@jayaprakashsahu9839 2 күн бұрын
Yahan bhi Rajneeti... Aur lagta hai pehle govt ka chatukaar aur chamcha hai Tu...
@bhagyadharanayak
@bhagyadharanayak 2 күн бұрын
ନ୍ୟାୟ ମୂର୍ତ୍ତି
@dipun84in
@dipun84in 2 күн бұрын
This is shocking and alarming for our society.
@baikunthabehera3971
@baikunthabehera3971 2 күн бұрын
pathha na balla padhhuthila
@Samir.920
@Samir.920 2 күн бұрын
Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏
@brajakishorepadhi4022
@brajakishorepadhi4022 12 сағат бұрын
ନୈତିକ ଶିକ୍ଷା ର ଅଭାବ।
@user-dz7zs3bc3i
@user-dz7zs3bc3i 2 күн бұрын
Bapa gotey asala mg
@khusikhabarrupsa4987
@khusikhabarrupsa4987 2 күн бұрын
Very Sad 🙏🏻 ନମସ୍ତେ (Namastey) "One Earth, One Family." 🇮🇳🙏🏻🇮🇳ॐ बसुधेय कुटुम्बकम्🇮🇳🙏🏻🇮🇳 🪷 🇮🇳🇮🇳🙏🏻🇮🇳🇮🇳Jai Akhanda Bharata🇮🇳🇮🇳🪷🇮🇳🇮🇳(India)🇮🇳🇮🇳🙏🏻🇮🇳🇮🇳
@Dk-ec8gm
@Dk-ec8gm 2 күн бұрын
Bapa ra dosa thiba aaji Kali budha jaka besi hauchhanti
@GoswamiJagat-pc3vb
@GoswamiJagat-pc3vb 2 күн бұрын
To bapa ku b maride fer kana pai semiti kana kahu chhu
@latsaheb1947
@latsaheb1947 2 күн бұрын
Tama ku kie kahithila jiba ku,khali trp
@mmohanty3522
@mmohanty3522 Күн бұрын
Law and order problem in bhubaneswar especially senior citizens is rising!
@prasantapadhi4934
@prasantapadhi4934 Күн бұрын
Bapa pua ku sampati debani ta au kahaku deba. Bapa ra main bhul.
@prasantapadhi4934
@prasantapadhi4934 Күн бұрын
Ta pare pua ra bhul. Janma deba pila ku gharu bahara karuchhanti .bhul kahara athire
@malayakumarpanda9899
@malayakumarpanda9899 Күн бұрын
ନନ୍ଦିଆ ଟିଭି ରେ ପ୍ରସାରିତ ଖବର ଠିକ ତ? କାହିଁକି ନା ଏମାନେ ମିଛ ଖବର ବେଶି ଦେଖାନ୍ତି।
@ArabindaMohapatra
@ArabindaMohapatra 2 күн бұрын
Wrong information provided by Nandighos tv
@sujatapatnaik5421
@sujatapatnaik5421 2 күн бұрын
Gharoi?! You mean the fraternal institution?!😂
@lunarayinstrumental
@lunarayinstrumental Күн бұрын
Education ke sath knowledge b chahiye.
@saisree_369
@saisree_369 2 күн бұрын
😢😢😢😢😢😢Jay jagganath 🙏🏻🙏🏻
@DevD597
@DevD597 2 күн бұрын
ସରକାରୀ କମ୍ପାନୀ ରେ ଜଣେ ବେତନ ଭୋଗୀ କର୍ମଚାରୀ ହୋଇ 3-୪ ଟା ଜାଗା ଓ ଫ୍ଲାଟ୍ କିଣି ,ପୁଅ କୁ ବିଦେଶ ରେ ପାଠ ପଢ଼ାଇଛି ମାନେ ବୁଢା ଚାକିରି ରେ ବହୁତ୍ ଦୁର୍ନୀତି କରିଛି ଓ ରାଜସ୍ବ ଖାଇଛି,ତେଣୁ ପାପ ଧନ ରେ ଯୋଉ ପୁଅ କୁ ଗଢ଼ିଥିଲା,ସିଏ ହିଁ ତାକୁ ମାରିବ,ଏହା ତ god ଙ୍କ Law of karma. ଏଥିରେ ଦୁଃଖ କରିବାର କିଛି ନାହିଁ।ପାପ ତା ବାପା କୁ ବି ଛାଡେ ନାହିଁ।
@SachidanandaSahu-y4x
@SachidanandaSahu-y4x 2 күн бұрын
He Prabhu e kana karuchha
@prativajena6995
@prativajena6995 Күн бұрын
Bhai a news agami pidhiki ki sandesha daba
@SmilingOrca-oz6mj
@SmilingOrca-oz6mj 2 күн бұрын
Sarbe hoibe eka kara nathiba bedara bichara tenu hoibe alpasayush jeeva sakle sarbanasha... Pitru hatya kari papi sata janma jae tor mukti nahi
@sagarsahu5937
@sagarsahu5937 2 күн бұрын
ପାଠ ପଢିକି ଚାକିରୀ କରିଦେଲା ସତ ମାତ୍ର ସଂସ୍କାର ର ଅଭାବ ଯୋଗୁଁ ଏମିତି ଘଟିଛି।
@prasantapadhi4934
@prasantapadhi4934 Күн бұрын
Bapa mala belaku sampati sabu neba
@lalitadei953
@lalitadei953 2 күн бұрын
Bada ghara bada humara katha
@soumyaranjanbiswal9728
@soumyaranjanbiswal9728 2 күн бұрын
education not important right eduacation is important.
@ranjanapanda6538
@ranjanapanda6538 2 күн бұрын
ପୁଅର ହାତଗୋଡ଼ 4ଟାକୁ ଟାଙ୍ଗିକି ଛାଡ଼ିଦେଉ ଆଈନ୍‌।ଏତିକି କରିଦେଲେ ସାରା ଦୂନିଆ ଠିକ୍‌ ହେଇଯିବ।ଦେଶରେ ଶାନ୍ତି ଆସିଯିବ।ଶ୍ରୀକୃଷ୍ଣଙ୍କ ଠାରୁ ଦେଶ ଶିଖିବା ଦରକାର।ଅଶ୍ୱସ୍ଥାମାକୁ ଯେଉଁ ପରି ଦଣ୍ଡ ଦେଇଥଲେ,ଆଉ ଅଶ୍ୱସ୍ଥାମା ଦଣ୍ଡ ସହି ନ ପାରି ମରିବାକୁ ଚାହୁଁଥିଲେ ବି ଆଜିଯାଏ ନ ମରି କଷ୍ଟ ରେ ଅମର ହେଇକି ଅଦୃଶ୍ୟ ରେ ଅଛି।ଏ ପୁଅକୁ କଷ୍ଟ ରେ ବଂଚିବା ପରି ଦଣ୍ଡ ଦେଇକି ତା ଘରେ ଛାଡ଼ିଦିଆଯାଉ।ଅଜଥା ଜେଲ୍‌ରେ ରଖିକି ମଟନ୍‌ ଭାତ ଦିଆନଯାଉ।
@bhanjdisom1635
@bhanjdisom1635 Күн бұрын
Maikina dai
@littlequeenrakhi
@littlequeenrakhi Күн бұрын
ବଦଘର ବଡ଼ ଗୁମର
@minutesaboutShantikunjbyDSLenk
@minutesaboutShantikunjbyDSLenk Күн бұрын
ନୋ bail
@madhabchandranayak3011
@madhabchandranayak3011 2 күн бұрын
ପୋଲିସ ଯାଞ୍ଚ କରୁଛି କଣ ପୁଅ ତ ମାରିଛି ବୋଲି କ୍ଳିଅର ଆଉ ଘର କୁ ନଜର ରଖିଲେ କଣ ମିଳିବ
@17138
@17138 2 күн бұрын
A professor has knowledge in one subject. In other subject , they are ----
@eshakalia5888
@eshakalia5888 23 минут бұрын
Nua sarakar nua niama karantu jemiti 2ya thara pai apart ghatana na hua.
@ArabindDs-Reaction
@ArabindDs-Reaction Күн бұрын
Jete sikhita hele kana heba ..jiye paisa pain bapa ku hatya karipate se jane lobhi hoithiba
@SaumyaRupa1992
@SaumyaRupa1992 Күн бұрын
ଆରେ ବଦମାସ ପୁଅ ନିଜ ଗୋଡ଼ ରେ ନିଜେ ଠିଆ ହେଲୁନି? ଯଦି ଘର ସହିତ ପଡୁ ନ ଥିଲା ଅଲଗା ହେଇ ଯାଇ ଥାନ୍ତୁ। ମାରିବାକୁ ହାତ ଗଲା କେମିତି? କେତେ ନୃଶଂସ ଟା । ପଇସା ପାଇଁ ବାପା ଙ୍କୁ ହତ୍ୟା କରିଦେଲୁ ରେ କୁକୁର। ଅଯୋଗ୍ୟ ସନ୍ତାନ।ପାଠ ପଢା ମୂର୍ଖ କୁକୁର।ଏଇଭଳି ପୁଅକୁ ଫାଶୀ ଦଣ୍ଡ ଦିଆ ଯାଉ।
@shusilabalaawwchhotagadi1036
@shusilabalaawwchhotagadi1036 2 күн бұрын
Kaliyuga sesa hebar suchana
@khireswarkheti7169
@khireswarkheti7169 2 күн бұрын
Sesa nuha just trailer
@alokkumarrout763
@alokkumarrout763 Күн бұрын
Bapa maa nka failed product results negative. Lobha and asat upayare dhana arjan jadi karithibe pua nije dekhichi pua...
@ShriKshetraPurusottama
@ShriKshetraPurusottama 2 күн бұрын
Faasi deideba katha dui swami shtri nku
@amitkumarbehera722
@amitkumarbehera722 Күн бұрын
A e loka ta Kalinga ias re padhouchhi
@saradaprasannananda1204
@saradaprasannananda1204 Күн бұрын
Besi patha padheile emiti haba... Kana kariba... Khali ta patha padha... Certificate ana.. Bada job kara.. Bass aau kichhi nuha.. Sebhali patha padha ku dhik...
@darkclouds6246
@darkclouds6246 2 күн бұрын
ଶଳା କି ପୁଅ ରେ ମାଘି ଆ ବଡ଼ ଘର ବଡ ଗୁମର କଥା
@anantacharannaik150
@anantacharannaik150 2 күн бұрын
Eita bada Ghar nuhe.Badaghar Bala khandare hananti.chhuri nuha.
@eshakalia5888
@eshakalia5888 21 минут бұрын
Jane bapa ta pila pai kete kan na karuchi kintu se kan nija pua aiya paiba chi chi lajya janaka katha
@Lippy773
@Lippy773 Күн бұрын
ସେ ତ ବଡ଼ଘର ବଡ଼ ଗୁମରକଥା 😂
@Preciousprapti7
@Preciousprapti7 Күн бұрын
Tume kemiti manisha heba seita totally nija upare depend karuchi...jie jete b educated heithau na kahniki jadi tara prakruti aau chintadhara bhala nathiba tahele se kichhi b crime karipariba...manisha nije chesta kale vala manisha tia heipariba...kichhi kama kariba purbaru nija mana aau hrudayaku thare pachariki bujha seita kete thik aau kete bhul..jadi etiki kariparuna tahele tume manisha janma paibara jogya nuhna...
@biswaranjandas2935
@biswaranjandas2935 2 күн бұрын
Se pua taku phasi deidia
@damodarsatapathy6418
@damodarsatapathy6418 2 күн бұрын
Saburamulabahu
@nababarika4028
@nababarika4028 2 күн бұрын
What may be he is useless. Value less education
@monajsabat8383
@monajsabat8383 Күн бұрын
N TV show B j D party meicha katha pars parchar karuchie Naveen geta gauchie
@sribant7489
@sribant7489 2 күн бұрын
Money ete important kei. ..😂
@user-pk1tz5lf8w
@user-pk1tz5lf8w 2 күн бұрын
ପିଲାବେଳ ବାପା ମାଆ କାନରେ ଗୋଡ଼ି ପୁରାଇ ମୋଡା ଖାଇନି ପୁଅ
@raghunandansasmal483
@raghunandansasmal483 2 күн бұрын
Samsar dabanala
@dayalugovinddaas1390
@dayalugovinddaas1390 2 күн бұрын
Frod tv Nandighosh tv , I have heard interview of Alok , he was not pratyaskh darshi, he came after 4 mins when Mr Choudhary's wife asked Alok to come . Don't spread wrong news.
@jyotiranjan6678
@jyotiranjan6678 Күн бұрын
Galu pura marijuba jail re ajibana
@luckyme9154
@luckyme9154 2 күн бұрын
Mo sasura amaku asuvidha time re kichi tanka deithile aau deba darkar nahi boli kahithile. Ebe se sei paisa anya pua buddhi re padi maguchanti jouta ame dei paribu nahi. Sasura seithipain mote o mo swami nku bahut kharap bhasa se sodhuchanti prati choto choto katha re. Emitiki ame dui jana suicide karibu boli bhabiluni. 😢😢😢
@jyotiswain4778
@jyotiswain4778 2 күн бұрын
Jetebele apana nkr subidha samya asila sete sampurna nadei kichhi jachileni. 🙏🏾mota moti bhabre kahibkubgale artha ru anrtha 🙏🏾🙏🏾
@luckyme9154
@luckyme9154 2 күн бұрын
@@jyotiswain4778 deichu.. almost half dei sarichu.
@narayanadash552
@narayanadash552 Күн бұрын
ତୁରନ୍ତ, ଫାସୀ, ଦିଆ, ଯାଉ
@shaitansingh9698
@shaitansingh9698 2 күн бұрын
Sabu 25lac pai maridela!!! Ete bada rajagaria loka 25 lac karja ku darigala😢😢
@suryanarayan848
@suryanarayan848 2 күн бұрын
25lakh katha chhada 10rs paain madhya murder hauchhi
@shaitansingh9698
@shaitansingh9698 2 күн бұрын
@@suryanarayan848 😭
@swarnalatasahoo1293
@swarnalatasahoo1293 Күн бұрын
Pua prati astha au nahi
@akashray594
@akashray594 2 күн бұрын
gharoi college.. media wala kete selfish .. mani baku padiba.. Ebe jadi accused female hei thanta .. ta chehera dekhei v nathante.. Male boli taku publically harass karihaba ,, na kaan !!
@sishirrout9026
@sishirrout9026 2 күн бұрын
Dekhare joumane paisa pachha re dou ducha Ki paisa sesare bapaku hatya kari dela, Khali university ru degree hasala kale habani,tk purana aau sastra ra charcha kariba aau prathana kariba
@krushnachandrapanda5961
@krushnachandrapanda5961 2 күн бұрын
Marichi thik heichi
@niranjanbiswas5534
@niranjanbiswas5534 Күн бұрын
Turonto fachi dieyajau kulangarku
@mansingmurmu626
@mansingmurmu626 2 күн бұрын
ଘର କରିବା ପାଇଁ ଏତେ ଟଙ୍କା କଉଠି ପାଇଲା। ସାଲା ଓଡ଼ିଆ ଲୋକଙ୍କୁ ଏତେ ଟଙ୍କା ଲୁନ ମିଳୁଛି। ଆଦିବାସୀ ଲୋକଙ୍କୁ ସାମାନ୍ୟ ଟଙ୍କା ଲୁନ କରିବା ପାଇଁ ମାସ ମାସ ବର୍ଷ ବର୍ଷ ବ୍ୟାଙ୍କ ଧାଇଁ ବାକୁ ପଡୁଛି
@sureshasahoo1493
@sureshasahoo1493 2 күн бұрын
Tara wife ku pachara kan sabu uskeilabhali katha kahiachhi
@prasantapadhi4934
@prasantapadhi4934 Күн бұрын
Ati lobhe tanti mare.
@samirparida4209
@samirparida4209 18 сағат бұрын
Tu MG MAA ku repha Kari bi kahibu mo maipa nandighose newes
@samirparida4209
@samirparida4209 18 сағат бұрын
BJD sarkar pai marchi
@aleenshowmeen3221
@aleenshowmeen3221 2 күн бұрын
Emiti pua ku marijiba bhala chhi dhik se pua ..chhi chhi
@sureshasahoo1493
@sureshasahoo1493 2 күн бұрын
Tara wife dhara
@sujatapatnaik5421
@sujatapatnaik5421 2 күн бұрын
Nandighosa! Try to stay relevant, our best wishes in your soon depleting days!🤣
@mannamohanty4837
@mannamohanty4837 2 күн бұрын
Lova bada satru.Gyana nahin dharya nahin tenu sampati v bhoga kari parilni.
@skentertainmentpromotions3115
@skentertainmentpromotions3115 Күн бұрын
Third class news channel Nandighosh TV
Law professor killed father in rangamatia  | NandighoshaTV
5:29
Nandighosha TV
Рет қаралды 32 М.
Osman Kalyoncu Sonu Üzücü Saddest Videos Dream Engine 170 #shorts
00:27
Haha😂 Power💪 #trending #funny #viral #shorts
00:18
Reaction Station TV
Рет қаралды 16 МЛН
孩子多的烦恼?#火影忍者 #家庭 #佐助
00:31
火影忍者一家
Рет қаралды 41 МЛН