Natia Comedy Part 340 || Jianta gacha

  Рет қаралды 5,885,258

utkal cartoonworld

utkal cartoonworld

Жыл бұрын

Пікірлер: 1 700
@mirbijuyt
@mirbijuyt Жыл бұрын
ଯେଉଁ ମାନେ ଗଛ କୁ ଭଲ ପାଆନ୍ତି Like କର 👍 🌳ଗଛ ହଁ ଆମ ର ଜୀବନ ❤
@himansusekhardas9749
@himansusekhardas9749 Жыл бұрын
Bhul lekhichha.
@rudra8441
@rudra8441 Жыл бұрын
Like na re bhikha 😂
@himansusekhardas9749
@himansusekhardas9749 Жыл бұрын
@@rudra8441 Are you suffering from cough ?
@mirbijuyt
@mirbijuyt Жыл бұрын
@@himansusekhardas9749 👿
@rudra8441
@rudra8441 Жыл бұрын
@@himansusekhardas9749 ?????? (∵)?
@aviramjally2816
@aviramjally2816 Жыл бұрын
ଜିଏ ଜଗନ୍ନାଥ ଙ୍କୁ ଭଲ ପାଆନ୍ତି ଗୋଟିଏ ଲେଖାଁଏ 👍କର 🔴❗🔴
@tanmayadehury2528
@tanmayadehury2528 Жыл бұрын
👍👍
@pareshkumarbehera1483
@pareshkumarbehera1483 Жыл бұрын
ଜୟ ଶ୍ରୀ ଜଗନ୍ନାଥ* ସ୍ୱାମୀ
@abhishekmajumdar380
@abhishekmajumdar380 Жыл бұрын
What a lovely story
@MantuKumar-ho5ze
@MantuKumar-ho5ze Жыл бұрын
Thanks bro
@pandabanaik4732
@pandabanaik4732 Жыл бұрын
@@tanmayadehury2528 ii
@Shubhamnayak802
@Shubhamnayak802 Жыл бұрын
ଭଗବାନ ଏଇ ଭୟଙ୍କର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ପରିବାରଙ୍କୁ ଅସୀମ ସାହାସ ଓ ଧର୍ଯ୍ୟ ଦିୟନ୍ତୁ।।।।।ସମସ୍ତେ ଏତିକି କାମନା କର।।।ପ୍ରଭୁ ଜଗନ୍ନାଥ ଙ୍କ ପାଖରେ।।।।।।🙏🥺😭
@indiafreefire99
@indiafreefire99 Жыл бұрын
କିଏ କିଏ ଭାଵ ବାପ ମାଁ ଙ୍କ ପାଦତଳେ ସମର୍ପି ଯିବାକୁ ♥️ ଯେ ଜଗନ୍ନାଥ 🙏
@Sudhansu__Jena
@Sudhansu__Jena Жыл бұрын
କିଏ କିଏ ସମସ୍ତେ ଗଛକୁ🌱🌳 ଭଲ ପାଆନ୍ତି। ଆପଣମାନେ ସମସ୍ତେ ଗଛ ଲଗେଇକି Environment🌳🌍 କୁ ସୁରକ୍ଷିତ ରଖନ୍ତୁ😊😊
@SubhakantaSamal-ji4tn
@SubhakantaSamal-ji4tn Жыл бұрын
ମୁଁ ମୋ ବଗିଚା ରେ ୫୦୦୦ ଗଛ ଲଗେଇଛି
@prativamohanta4291
@prativamohanta4291 Жыл бұрын
​@@SubhakantaSamal-ji4tnସତ କହୁଛ ନା ମିଛ...5000 ଗଛ 😮.... It's unbelievable.
@Owner668
@Owner668 Жыл бұрын
ବାଲେଶ୍ୱର ରେ ହୋଇଥିବା ଟ୍ରେନ ଦୃଘଟଣା ରେ ସମସ୍ତ ଆହତ ମାନଙ୍କର ଶୀଘ୍ର ସୁସ୍ଥ କାମନା କରନ୍ତୁ 😭🙏, ଏବଂ ସବୁ ମୃତ ବ୍ୟକ୍ତି ଙ୍କ ପରିବାରକୁ ଭଗବାନ ସାହା ହୁଅନ୍ତୁ 🙏🙏🙏🙏😭😭😭, ଜୟ ଜଗନ୍ନାଥ 🙏🙏🙏🙏🙏🙏
@akashraj12343
@akashraj12343 Жыл бұрын
youtube.com/@Your-exam-comming
@dhaneswarparida6796
@dhaneswarparida6796 Жыл бұрын
Jai jagannath
@rasmitasenapati373
@rasmitasenapati373 Жыл бұрын
Thank you
@rinapradhanpradhan
@rinapradhanpradhan Жыл бұрын
Jay jaganath
@ayeshaanishaqueen3985
@ayeshaanishaqueen3985 Жыл бұрын
ଭାଇ ଆମ ଘର ପାଖରେ ଦୁର୍ଘଟଣା ଘଟିଛି ସେ ଦୃଶ୍ୟ ଦେଖି ଆଖିର ଲୁହ କୁ ଅଟକାଇ ହେଉନାହିଁ।
@angullocaltoka1998
@angullocaltoka1998 Жыл бұрын
ଯଦି ନଟିଆ ଭଳିଆ ସମସ୍ତ ଙ୍କ ର ହୃଦୟ ରେ ବୃକ୍ଷ ପାଇ ଏତିକି ଭଲ ପାଇବା ଥାଆନ୍ତା ତେବେ ସତରେ ବୃକ୍ଷ ମାନେ ପୁଣି ଜୀବନ ନେଇ ପୃଥିବୀ ପୃଷ୍ଠରେ ଜନ୍ମ ନିଅନ୍ତେ....... 💚💚💚💚💚💚💚💚 Tqsm ନଟିଆ creation ମୋ ମନ ପସନ୍ଦର ପ୍ରସଙ୍ଗଟିକୁ ବର୍ଣ୍ଣନା/ଲୋକଳଚନକୁ ଆଣିଥିବାରୁ 🙏🙏🙏❤️❤️❤️ Nest time re ଏହିଭଳି ନୂଆ ଏକ episode ଅନନ୍ତୁ
@ipsitasahoo9344
@ipsitasahoo9344 Жыл бұрын
This is why we watch all episodes of Natia as we learn a new lesson everyday.😍😍Thank you so much to whole team..👏👏👏👍👍
@subhadra_123
@subhadra_123 Жыл бұрын
ପବିତ୍ର ଦେବସ୍ନାନ ପୂର୍ନିମା ଉପଲକ୍ଷେ ମୋ ତରଫରୁ ଆପଣ ସମସ୍ତ ଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଶୁଭକାମନା😊ଆଉ କେଉଁମାନେ ମୋ କଥାରେ ସହମତ👍 ଜୟ ଜଗନ୍ନାଥ🙏
@santas4334
@santas4334 Жыл бұрын
Jay Jagannath 🙏🙏
@mssportsofficial07
@mssportsofficial07 Жыл бұрын
ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ କେଉଁମାନେ ହୃଦୟ ରୁ ଭଲପାଅ 🥰❤️👍ଜୟ ଜଗନ୍ନାଥ 🙏🙏🙏
@himansusekhardas9749
@himansusekhardas9749 Жыл бұрын
You have written irrelevant comment.
@bulumunda2087
@bulumunda2087 Жыл бұрын
Natia bhai Ara part 2 aana
@bulumunda2087
@bulumunda2087 Жыл бұрын
Hrudaja kini nela bhai
@sudhasmitadas3776
@sudhasmitadas3776 Жыл бұрын
ମୁଁ କେବଳ ଜଣକୁ ହୃଦୟରୁ ଭଲପାଏ ସିଏ ହେଲେ ଦେବ ଦେବ ମହାଦେବ ❤ ମୁଁ ଖାଲି ମହାଦେବ ଙ୍କୁ ଭଲପାଏ ଆଉ କାହାକୁ ନୁହେଁ HAR HAR MAHADEV 🔱❣️🚩❤️
@chandrakantiparida2448
@chandrakantiparida2448 Жыл бұрын
Are ame Hindu ama bhagwan heuchanti sabu=gote.
@mamamalik9584
@mamamalik9584 Жыл бұрын
Mind blowing episode. ..... superb....... Good message. Manisa. Mananku pai. ..save tree save life......😍😍😍😍👌👌👌👍👍👍👍👌
@swagatswagatikapradhan9325
@swagatswagatikapradhan9325 2 ай бұрын
😊
@swagatswagatikapradhan9325
@swagatswagatikapradhan9325 2 ай бұрын
1:58 2:50 2:52
@BabitaMachhua
@BabitaMachhua Ай бұрын
Until I'm
@prittamkumarbarik5368
@prittamkumarbarik5368 Жыл бұрын
What a beautiful story and social awareness message presented by *UCW* *natia comedy* thanks a lot from bottom of my heart . Please save the trees protect them .and save our environment. Jai jagannath 🙏
@alivanath5531
@alivanath5531 Жыл бұрын
ସତରେ ଏହା କାହାଣୀ ନୁହେଁ ମଣିଷ ଜୀବନର ଏକ ଅଭୁଲା ସ୍ମୃତି😌
@TunaMajhi-zy4ys
@TunaMajhi-zy4ys 7 ай бұрын
Qawzse❤❤❤😅😅
@chitaranjansahu1199
@chitaranjansahu1199 Жыл бұрын
ଶୁକ୍ରବାର ଦିନ ଯେଉଁ ଟ୍ରେନ ଦୁର୍ଘଟଣା ଘଟିଥିଲା ତାହା ସାରା ବିଶ୍ଵ ବାସି ଙ୍କ ହୃଦୟ କୁ ମର୍ମାହତ କରିଦେଇଛି ଭଗବାନ ସେମାନଙ୍କୁ ଖୁବ୍ ଶୀଘ୍ର ସୁସ୍ଥ କରିଦିଅନ୍ତୁ
@minatipanda2067
@minatipanda2067 Жыл бұрын
କିନ୍ତୁ ୨୩୮ ଜଣକ ଜୀବନ ଚାଲି ଗଲା ଭଗବାନ ତାଙ୍କର ଆତ୍ମା କୁ ସାନ୍ତିରେ ରଖନ୍ତୁ
@chitaranjansahu1199
@chitaranjansahu1199 Жыл бұрын
ସତରେ ଭାଇ କେଉଁଠି ଥିଲା ସେ କାଳ ରାତି ବହୁ ଜୀବନ ନେଇଗଲା ଭଗବାନ ତାଙ୍କ ପରିବାର ଲୋକ ଙ୍କୁ ସଦବୁଦ୍ଧି ଦିଅନ୍ତୁ
@chinubhoi4068
@chinubhoi4068 Жыл бұрын
Jay Jagannath
@santas4334
@santas4334 Жыл бұрын
Jay Jagannath 🙏🙏
@mr.dinesh.official007
@mr.dinesh.official007 Жыл бұрын
Etey din vitare aji ra episode 1of my fav.. Thanks to utkal carton all members to do this type episode. Good job. JAI jaganath 🙏gacha lagantu jibana banchantu
@laxmipriyabehera2849
@laxmipriyabehera2849 Жыл бұрын
Heart touching story....... Very nice........ SAVE TREE SAVE LIFE👏👍👌
@ranjankumarnayak6141
@ranjankumarnayak6141 11 ай бұрын
Gachakatibabha
@Madhaba_Dora
@Madhaba_Dora Жыл бұрын
ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ! ତ ପ୍ରଭୁ ଜଗନ୍ନାଥ ୧୦୮ ଗରା ରେ ଆଜି ସ୍ନାନ କରିବେ !! ତେଣୁ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତ ଙ୍କୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ 🙏 ଜୟ ଜଗନ୍ନାଥ 🙏!
@akashraj12343
@akashraj12343 Жыл бұрын
youtube.com/@Your-exam-comming
@SubhakantaSamal-ji4tn
@SubhakantaSamal-ji4tn Жыл бұрын
ଜଯ ଜଗନ୍ନାଥ
@santas4334
@santas4334 Жыл бұрын
Jay Jagannath 🙏🙏
@_rkrahul_123
@_rkrahul_123 Жыл бұрын
ଜୟ ଜଗନ୍ନାଥ ❤🥺 ବାଲେଶ୍ୱର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଲୋକ ମାନଙ୍କ ପାଇଁ ଆଜି ଦିନ ଟି ହୃଦୟ ରୁ ଉତ୍ସଗ ।। ଓଁ ଶାନ୍ତି 🙏🏻 ଓ ଯୋଉ ମାନେ ଆଘାତ ଅଛନ୍ତି ସେମାନେ ଖୁବ୍ ଶୀଘ୍ର ଭଲ ହେଇଯାଆନ୍ତୁ।। ମା ମଙ୍ଗଳା , ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଗୁହାରି 🙏🏻🥺
@kunalbhai9643
@kunalbhai9643 Жыл бұрын
ହୃଦୟ କୁ ଛୁଇଗଲା ସାର୍ ❤
@Babul_Swain
@Babul_Swain Жыл бұрын
ସମାଜ ପାଇଁ ଭଲ ଶିକ୍ଷ୍ୟା ଟିଏ 😊
@himansusekhardas9749
@himansusekhardas9749 Жыл бұрын
Bhul lekhichha.
@thekingsubhransu78
@thekingsubhransu78 Жыл бұрын
Write
@Babul_Swain
@Babul_Swain Жыл бұрын
@@himansusekhardas9749 Bhai kn bhul achi 🙄
@prativamohanta4291
@prativamohanta4291 Жыл бұрын
​@@Babul_Swainସେ କହୁଛନ୍ତି ଶିକ୍ଷା ଏପରି ଲେଖାଯାଏ l ତୁମେ ଶିକ୍ଷା ଭୂଲ ଲେଖିଛ l
@krupamajhi5742
@krupamajhi5742 Жыл бұрын
ସତରେ ବହୁତ ଦୁଃଖ 😭😭 ଲାଗିଲା,,,,ଗଛ ପାଇଁ ନଟିଆ କୁ ଏମିତି କାନ୍ଦିବାର 😭😭 ଦେଖି so sad 😔😔 and heart ❤️ touching 😭😭,,,,ବୃକ୍ଷ ହିଁ ଆମ ଜୀବନ ଆମେ ବୃକ୍ଷ ଙ୍କୁ କାଟିବା କଥା ନୁହେଁ,,,,ନଟିଆ କୁ ଏମିତି sad 😭ହେବାର ଦେଖି କେଉଁ ମାନଙ୍କ ଆଖିରେ ଲୁହ 😭 ଆସିଗଲା 👍👍👍👍👍,,,,,
@unf.shakti_1949
@unf.shakti_1949 Жыл бұрын
E kandura guda eithi sabu bhara achnti bodhe..
@monalisapahantasingh
@monalisapahantasingh Жыл бұрын
Super it's a big lesson for society save tree and save life👍...I love Utkal cartoon channel really it's super content 👍👍
@gunugunu2498
@gunugunu2498 Жыл бұрын
save trees...natia comedy 's best ever story...jay jagannath🙏
@Madhaba_Dora
@Madhaba_Dora Жыл бұрын
Utkal Babu 🤘 ଙ୍କୁ ବହୁତ ବହୁତ ଧନ୍ୟବାଦ 🙏 ପରିବେଶ ସୁରକ୍ଷା ଉପରେ ଏମିତି ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଥିବାରୁ 😃 ଭିଡିଓ ଟି ବହୁତ ଭଲ ଲାଗିଲା ❤️ Save 🌲 Tree save Life......ଜୟ ଜଗନ୍ନାଥ 🙏
@satyabhamagiri7982
@satyabhamagiri7982 Жыл бұрын
କିଏ କିଏ ନଟିଆ ଙ୍କୁ ଭଲ ପାଅ 👍
@rajaboss1474
@rajaboss1474 Жыл бұрын
ମୁଁ ତୋ ଦୁଧ ଆଉ ତୋ କସି ବିଆ କୁ ଭଲ ପାଏ❤
@adv.snehasishjagadeb1287
@adv.snehasishjagadeb1287 Жыл бұрын
Very emotional and inspiring message towards society, Please save trees and save life. 💐👌👍
@jayantakumarbarik6910
@jayantakumarbarik6910 Жыл бұрын
ବହୁତ ଦୁଃଖ ଲାଗିଲା 😂😂😂😂ଓ ବହୁତ ଖୁସି ଲାଗିଲା 😊😊😊😊 ନଟିଆ କୁ ଧନ୍ୟବାଦ ଦେବା ଉଚିତ୍ 😊😊😊😊😊😊😊😊😊😊
@MANAS.GAMING649
@MANAS.GAMING649 Жыл бұрын
ଗଛ ଲଗାଈ ଜୀବନ ବଚାଇବ ଆମର ବଡ଼ କାମ❤❤ସମସ୍ତେ ଗଛ ଲଗାଇ ବାକୁ ମର। ଅନୁରାଧା କରୁଛି❤❤
@Sudhansu__Jena
@Sudhansu__Jena Жыл бұрын
Utkal Babu 🥰 ଏହି Episode❤🥰 ଟି ମୋତେ ବହୁତ ଭଲ ଲାଗିଲା। ଅତ୍ୟନ୍ତ ସୁନ୍ଦର ହେଇଛି ଏହି ଭିଡିଓଟି❤❤ Really Utkal Babu Great Episode🥰
@swarnalaxmijena9296
@swarnalaxmijena9296 Жыл бұрын
Beautiful episode 😍
@jit.777.1m
@jit.777.1m Жыл бұрын
ଧର୍ମା episode କେବେ ଆଣିବେ ❤
@beherarailway9996
@beherarailway9996 Жыл бұрын
ସୁଭ ସକାଳ, ସମସ୍ତଙ୍କୁ ଦେବସ୍ନାନ ପୁର୍ଣିମାର ହାର୍ଦ୍ଧିକ ଶୁଭେଛା ଓ ଶୁଭ କାମନା❤❤❤❤
@user-tl1rr6be2o
@user-tl1rr6be2o Жыл бұрын
Morning ru natia comedy dekhi pura ❤ khus hegala tq natia comedy ama ku ate khusi dethibaru ❤❤ 3:32
@loveguruyoutubechanal6712
@loveguruyoutubechanal6712 2 ай бұрын
କେଉଁ ମାନେ ନଟିଆକୁ ଭଲ ପାଆନ୍ତି like କରୋ
@srijuktakhandai5062
@srijuktakhandai5062 Жыл бұрын
Excellent episode ❤
@user-dz6kl6fy8r
@user-dz6kl6fy8r Жыл бұрын
ଆମ ଓଡ଼ିଶା ରେ ଏମିତି ବହୁତ ଜାଗାରେ ଜଙ୍ଗଲର ଗଛ କାଟି ଦେଉଛନ୍ତି କିନ୍ତୁ ପ୍ରଶାସନ କିଛି କରୁନାହିଁ। ସାଙ୍ଗ ମାନେ ନଟିଆ କମେଡି କୁ ଯିଏ ଦେଖୁଛ ଥରୁଟେ 👍👍👍 କର। ଜୟ ଜଗନ୍ନାଥ 🙏🙏🙏🙏
@FunnyVideo-rs6om
@FunnyVideo-rs6om Жыл бұрын
Jay jagannath. ଆଜି ର କେତେ ବଡ ଦିନ ରେ ଏମିତି କାହାଣୀ ଟି ବହୁତ ଭଲ ଲାଗିଲା 😊😊❤❤
@user-pf5ir5pq4d
@user-pf5ir5pq4d 4 ай бұрын
Very nice video heart touching ❤❤❤❤❤
@Runukunu
@Runukunu Жыл бұрын
Very inspiring story n a great message to the nation.Thank you UCW.👍👍👌❤️
@subhadra_123
@subhadra_123 Жыл бұрын
ବହୁତ ସୁନ୍ଦର concept😊ଦେଖିକି ବହୁତ ଖୁସି ଲାଗିଲା👍ଆଉ କେଉଁମାନେ ମୋ କଥାରେ ସହମତ👍ଜୟ ଜଗନ୍ନାଥ🙏
@subhamofficealchanal2413
@subhamofficealchanal2413 Жыл бұрын
I Like this part ❤❤ save Tree 🌴 Save Life ❤❤
@JobsinOdisha2024
@JobsinOdisha2024 Жыл бұрын
ନିଶ୍ଚିତ ଭାବେ ଏକ ଶିକ୍ଷଣୀୟ କାହାଣୀ ଯାହାକି ଏବେ ଦେଖିବାକୁ ମିଳୁଛି, ଏଭଳି ହୃଦୟସ୍ପର୍ଶୀ କାହାଣୀ କୁ ମନଛୁଆଁ ଢଙ୍ଗ ରେ ଲୋକଲୋଚନ କୁ ଆଣି ଥିବାରୁ ଅଶେଷ ଅଶେଷ ଧନ୍ୟବାଦ, ଜୟ ଜଗନ୍ନାଥ 🙏
@TuduTudubaskey
@TuduTudubaskey Жыл бұрын
ବହୁତ ସୁନ୍ଦର ହେଇଛି ଏହି comedy ଟି 😢😅
@debasmitadas5850
@debasmitadas5850 Жыл бұрын
Please jianta gacha part 2 banatntu🙏🙏
@chaitanyarao552
@chaitanyarao552 Жыл бұрын
ମନ ଖୁସି ହୋଇଗଲା 👌👌
@pareshkumarbehera1483
@pareshkumarbehera1483 Жыл бұрын
ଜୟ ଶ୍ରୀଜଗନ୍ନାଥ*💐Subha Snana Purnima-2023/Nice Episode, Thanks to UCW team.
@alivaaratibehera1770
@alivaaratibehera1770 Жыл бұрын
Ajira episode bahut bhala lagila au interesting bi 👌👌 . This episode is heart touching ❤❤ .
@H.bhai_Reshma_Miku_creations
@H.bhai_Reshma_Miku_creations 9 ай бұрын
ସତରେ ସବୁଠାରୁ ଏହି କାହାଣୀଟି ଆଖିରେ ଲୁହ ଆଣିଛି 😢😢 ଖୁବ୍ ସୁନ୍ଦର 😢
@SSPS_MAX
@SSPS_MAX Жыл бұрын
😭but salute and great love to utkal cartoon team for this best message ❤❤❤❤❤
@a_kgamer9319
@a_kgamer9319 Жыл бұрын
ଏହାହିଁ ସତ୍ଯ ଜଉ ପରିବେଶ କୁ ଆମେ ନଷ୍ଟ କରୁଚେ ସେ ହୀଁ ଦିନେ ଆମକୁ ଶାସ୍ତି ଦବ 100%😔😟🥺
@soumyaranjansahoo3583
@soumyaranjansahoo3583 Жыл бұрын
ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସର ରେ ମୋ ତରଫ ରୁ ମୋର ସବୁ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ🙏⚫❗⚫🙏
@Krishnadasbls180
@Krishnadasbls180 Жыл бұрын
ବହୁତ ବଢିଆ Episode 👍
@mangaldeepbehera1561
@mangaldeepbehera1561 Жыл бұрын
Super content and super message given in this episode. This the most epic episode
@user-uk9yy4ck6d
@user-uk9yy4ck6d Жыл бұрын
🎊🎉Congratulations for 7M 🎉🎊
@sipunvideoworld2024
@sipunvideoworld2024 Жыл бұрын
Fantastic episode, good message to our society. ''Save trees, Save environment "
@gayatridwibedy4484
@gayatridwibedy4484 Жыл бұрын
Very nice episode Happy Deva Snana Poornima Jay shree jagannath 🙏
@rasmitaodiablogger5778
@rasmitaodiablogger5778 Жыл бұрын
Tree 🌴🌲 so beautiful ❤️ and jiban dan so careful 😅 I am Rasmita 🙏🏻 so mu trees nku bahutu vhla pai and care nia 😅😅gala belaku tike hug 🤗 kaleni pi so aad😮
@dibyampanigrahy6647
@dibyampanigrahy6647 Жыл бұрын
The best social message ever made It's emotional and heart touching
@ratnakarbiswal8705
@ratnakarbiswal8705 Жыл бұрын
ଏଇ ଜିଅନ୍ତା ଗଛର ପାର୍ଟ 2. ନେଇକି ଆସ ଭଲ ଲାଗିଲା ଦେଖିକି love you natia comedy 💗💗❤️❤️🙏🙏🥰🥰
@sonalibehera1146
@sonalibehera1146 Жыл бұрын
Good morning to all 🌄 Very nice episode natia comedy ❤ Bahut Bhala lagila ajira episode ❤❤ 🙏Jay Jagannath 🙏
@SubhakantaSamal-ji4tn
@SubhakantaSamal-ji4tn Жыл бұрын
Very Very beautiful story Save Tree Save Life
@shortcreation5836
@shortcreation5836 Жыл бұрын
This comedy is always 🙂🙂🙂
@sambhunathjena7178
@sambhunathjena7178 Жыл бұрын
ଭାଇ ଭଲ ଯେତିକି ଲାଗିଲା ଅଧିକ ଦୁଃଖ ବି ଲାଗୁଛି ସତରେ ଗଛ ମାନଙ୍କ ପାଇଁ ଆଇନ ନାହିଁ ନହେଲେ ଏତେ ସବୁ ଗଛ କୁ କାଟି ଦଉନଥାନ୍ତେ 🙏ଜୟ ଜଗନ୍ନାଥ 🙏🙏🙏
@ajayacteative
@ajayacteative Жыл бұрын
ବୃକ୍ଷ ହିଁ ଜୀବନ ❤
@omshanti8195
@omshanti8195 Жыл бұрын
କେଉଁ ମାନେ ନଟିଆ ଭଳି ଗଛମାନଙ୍କୁ ଭଲ ପାଉଥିଲେ..? 👍🏻👍🏻❤❤🙏🏻🙏🏻
@sujitgiri4621
@sujitgiri4621 Жыл бұрын
Thanks Utkal Cartoon team for you important message to the society. ❤️❤️
@rajprasadsingh9731
@rajprasadsingh9731 Жыл бұрын
ଏହି ep ଟି ଦେଖି ମନ ଆନନ୍ଦରେ ଉତ୍ତ୍ଫୁଲ୍ଲିତ ହୋଇଗଲା।👌🏻
@akashraj12343
@akashraj12343 Жыл бұрын
youtube.com/@Your-exam-comming
@9xm50
@9xm50 Жыл бұрын
Good Morning Everyone 🌞🌻🌅🏜️🙏 Jay Shree Jagannath Swamy 📿⭕❗⭕🚩🙏 ❤Lot Of Love From PuriDham 🚩🙏
@lovlinlori6661
@lovlinlori6661 Жыл бұрын
This episode is such a sad and heart touching 😭😭😭😭😭
@Bubai050AC-en4nh
@Bubai050AC-en4nh Жыл бұрын
I laugh when I watch Natia comedy but today I got emotional after watching this episode 😢
@chakradharasahoo8419
@chakradharasahoo8419 Жыл бұрын
ବହୁତ ଖୁସି ଲାଗିଲା ହେଲେ ନଟିଆଭାଇଙ୍କ ଲୁହ ଦେଖି ମୋ ଆଖିରେ ବି ଲୁହ ଆସିଗଲା😔😓😭😭😭
@sweetysriapat4444
@sweetysriapat4444 Жыл бұрын
Same bhai
@YT_Gamer_66
@YT_Gamer_66 Жыл бұрын
ଗଛ କୁ ପାଣି ଓ ଖତ ଦରକାର ହୁଏ 😂😂😂😂
@kinggamers3082
@kinggamers3082 Жыл бұрын
Thanks for utkal cartoon team but these videos are now short than before ❤
@Mr.U21P16
@Mr.U21P16 Жыл бұрын
Natia comedy is a great mission to save the earth and giving so much learning and awareness thanks for this
@jyotiskmahajankhantiodiya2390
@jyotiskmahajankhantiodiya2390 Жыл бұрын
Utkal cartoon always give excellent msg to our society ..❤❤thanks a lot
@akashraj12343
@akashraj12343 Жыл бұрын
youtube.com/@Your-exam-comming
@akashekashq3441
@akashekashq3441 Жыл бұрын
It's an excellent initiative video taken by Team Natia to aware people about the importance of trees. Really, save trees and save lives
@shrutismrutisahoo2656
@shrutismrutisahoo2656 Жыл бұрын
Big Congratulations 🎉 Utkal Cartoon World 🤩 7M Subscribers complete 👏 keep growing 💗 keep shining 🌟
@soumyaranjandas3657
@soumyaranjandas3657 Жыл бұрын
All videos are more informative to society.❤❤❤
@smilearchu128
@smilearchu128 Жыл бұрын
Jia natia ra fan au jia natia ra sabu episode dekhucha se mo comment ku like kora❤❤❤❤❤
@akashraj12343
@akashraj12343 Жыл бұрын
youtube.com/@Your-exam-comming
@himansusekhardas9749
@himansusekhardas9749 Жыл бұрын
Natia comedy is the number 1 comedy.
@kedarnathpatara7358
@kedarnathpatara7358 Жыл бұрын
ବହୁତ ସୁନ୍ଦର ବିଷୟ ଧନ୍ୟବାଦ ଭାଇ ❤❤
@goronarayansdas9488
@goronarayansdas9488 Жыл бұрын
Hii
@sanjaysagri4439
@sanjaysagri4439 Жыл бұрын
Nice episode❤❤❤ lots of luv u natia comedy team ❤❤😍😍
@kendujharatok
@kendujharatok Жыл бұрын
ଗଛଟା ଭଲ ଜାଗାକୁ ମାରୁଥିଲା 😅
@SweetyBehera-wc6kj
@SweetyBehera-wc6kj 2 ай бұрын
Beautiful episode ❤❤❤
@rajkumar1833
@rajkumar1833 Жыл бұрын
Mo fvrt natia comedy's 😂
@user-tl1rr6be2o
@user-tl1rr6be2o Жыл бұрын
Natia comedy jaha ku bhala Lage like kar❤
@sandippani7670
@sandippani7670 Жыл бұрын
Such A beautiful ❤️😢 touching story... thanks for UCW for creating awareness... #SAVE TREE 🌲 SAVE LIFE🧬
@kalyaniswain1941
@kalyaniswain1941 Жыл бұрын
Beautyful story ❤❤
@tsproduction3055
@tsproduction3055 Жыл бұрын
The best episode of all episodes 😢😢😢 Dil se salut ❤❤❤
@chandanbehera9329
@chandanbehera9329 Жыл бұрын
11:54
@antarikshyasatapathy3605
@antarikshyasatapathy3605 Жыл бұрын
Your all stories are so beautiful and meaningful. Thanks for starting a channel like this ❤❤❤❤
@shradhanjalipattanaik6199
@shradhanjalipattanaik6199 Жыл бұрын
A very good message to society. All should take care of trees. Tree cutters should be punished heavily. Thanks natia team.
@uttambiswal-rk2ir
@uttambiswal-rk2ir Жыл бұрын
Part 2 please utkal cartoon 🙏🏻🙏🏻🙏🏻👌👌
@SubashSwain-pj4cd
@SubashSwain-pj4cd Жыл бұрын
ଗଛ ଆମ ଜୀବନ ରଖିବା ଆମେ ତାଙ୍କ ଧ୍ଯାନ ❤❤❤❤😢😢
@priyankasahoo3671
@priyankasahoo3671 Жыл бұрын
really it's a great message for today's society 👍👍
@biswaranjan5708
@biswaranjan5708 Жыл бұрын
Waiting for dharma series 🤗
@ajayanayak533
@ajayanayak533 Жыл бұрын
Ae comedy bhutha bhala lagila
@arjunabaliarsingh301
@arjunabaliarsingh301 Жыл бұрын
Beautiful message for human being "SAVE TREE SAVE LIFE"🌳🥰
@pravatimohapatra2450
@pravatimohapatra2450 Жыл бұрын
Hn 🙏
@sanjuktaranipanda445
@sanjuktaranipanda445 Жыл бұрын
Yes I appreciate with you
@rajendrapatra2807
@rajendrapatra2807 Жыл бұрын
Yes
@rockin-rk
@rockin-rk Жыл бұрын
11:41 Natia's crying scene is very heart touching. Pure heart , pure soul. *SAVE TREE SAVE LIFE*
@sudhirnayak4107
@sudhirnayak4107 9 ай бұрын
🎉😂❤😊😅😢😭
@bairagibehera2845
@bairagibehera2845 8 ай бұрын
@@sudhirnayak4107 ààaààp hi nhi hu
@Jaga_i_love_you
@Jaga_i_love_you Жыл бұрын
A great message to all human save tree And save your life
@prasantkumarsahu5793
@prasantkumarsahu5793 Жыл бұрын
ଅତି ସୁନ୍ଦର ଓ ଚିତାକର୍ଷକ।
@Flybird863
@Flybird863 Жыл бұрын
what a lesson for society❤
Natia Comedy Part 334 || Natia Hatare Mada handi
14:38
utkal cartoonworld
Рет қаралды 6 МЛН
Kaluri Benta || Tuan Tuin part 47
12:30
Cartoon Capsule
Рет қаралды 1,6 МЛН
Alat Seru Penolong untuk Mimpi Indah Bayi!
00:31
Let's GLOW! Indonesian
Рет қаралды 14 МЛН
Мы никогда не были так напуганы!
00:15
Аришнев
Рет қаралды 5 МЛН
Team India Meets Modi // Official Work in Odia
19:12
OdiaTechBulletin
Рет қаралды 131 М.
Natia Comedy Part 336 || Natiara atmahatya
10:40
utkal cartoonworld
Рет қаралды 8 МЛН
Comedy tadka #viral #video
1:00
Lukesh Official
Рет қаралды 3,6 М.
Dhanushara pratijogita //odia comedy//babuna comedy part 162
14:55
Cartoon Odisha TV
Рет қаралды 20 М.
Natia Comedy Part 354 || Adrusya Natia
16:42
utkal cartoonworld
Рет қаралды 7 МЛН
Natia comedy part 380 || Natiara Neula chhua
13:49
utkal cartoonworld
Рет қаралды 7 МЛН
Natia Comedy Part 363 || Sukutara Bahaghara
19:15
utkal cartoonworld
Рет қаралды 12 МЛН
Alat Seru Penolong untuk Mimpi Indah Bayi!
00:31
Let's GLOW! Indonesian
Рет қаралды 14 МЛН