Natia Comedy Part 345 || Rathajatra - Bada dande Natia

  Рет қаралды 7,235,291

utkal cartoonworld

utkal cartoonworld

Жыл бұрын

Download Pathasala app - play.google.com/store/apps/de...
Download Natia game - play.google.com/store/search?...

Пікірлер: 4 300
@subhadra_123
@subhadra_123 Жыл бұрын
ବାସ୍ ଆଉ ଗୋଟେ ଦିନର ଅପେକ୍ଷା👍ଆଜି ରାତି ପାହିଲେ କାଲି ଜଗା ଆସିବ😊ଘଣ୍ଟି, ଘଣ୍ଟ ରେ ଉଛୁଳି ପଡିବ ବଡଦାଣ୍ଡ❤କାଳିଆ ହଲି ହଲି ଆସିବ😊ଆଉ କେଉଁମାନେ ମୋ କଥାରେ ସହମତ👍
@GUNA1436
@GUNA1436 Жыл бұрын
ଜୟ ଜଗନ୍ନାଥ 🙏
@alokkumarsahoo2320
@alokkumarsahoo2320 Жыл бұрын
ଜୟ ଜଗନ୍ନାଥ ❤🙏🏻🤗
@sibavlog1447
@sibavlog1447 Жыл бұрын
Jay Jagannath 🙏🙏
@trilochansahoo9154
@trilochansahoo9154 Жыл бұрын
Jay Jagannath
@Satya_prakash_440
@Satya_prakash_440 Жыл бұрын
Jay jagannath
@Sk.143..
@Sk.143.. Жыл бұрын
ରଥଯାତ୍ରା ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ ଜାଗା ପାଇଁ ଗୋଟେ like କରୋ 🙏🙏👍
@kunakuna595
@kunakuna595 Жыл бұрын
Tu
@Sk.143..
@Sk.143.. Жыл бұрын
@@kunakuna595 kon tu
@pragnyasahoo1670
@pragnyasahoo1670 3 ай бұрын
​@@Sk.143..jvty6tsqcc draft 0 Fqvqqb1íppĺy7hju87😮366
@prajnapriyadarshini7582
@prajnapriyadarshini7582 Жыл бұрын
(ଲାଗିଲେ ତ ଡୋରି ଯିବି ପୁରୀ) ବାସ୍ ସେଇ ଦିନ କୁ ଅପେକ୍ଷା 😢🥺... ଜୟ ଜଗନ୍ନାଥ 🙏...ଜୟ ଜଗନ୍ନାଥ 🙏🥺
@user-cn4lu1wz2t
@user-cn4lu1wz2t 4 ай бұрын
🙏🙏🙏🙏🙏🙏🙏🙏🙏🙏🥺🥺🥺🥺🥺🥺🙏🙏🙏🙏
@niranjanmohanty-ek9hv
@niranjanmohanty-ek9hv Жыл бұрын
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@Sushila131
@Sushila131 Жыл бұрын
ସମସ୍ତଙ୍କୁ ଜଗନ୍ନାଥଙ୍କ ରଥଯାତ୍ରାର ହାର୍ଦିକ ଶୁଭେଛା ଓ ଶୁଭାମନା ଜୟ ଜଗନ୍ନାଥ । ଜଗତର ନାଥ ଜଗନ୍ନାଥଙ୍କ ପାଇଁ ଗୋଟେ 👍 କର
@anilsa8006
@anilsa8006 Жыл бұрын
ଜୟ ଜଗନ୍ନାଥ
@priyasimoharana3535
@priyasimoharana3535 Жыл бұрын
ସକାଳୁ ଉଠି ନଟୁ କମେଡ଼ି ଦେଖିଲେ ଆତ୍ମା ଶାନ୍ତି ହୁଏ...ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ...ଯିଏ ଯିଏ କମେଣ୍ଟ ପଢୁଛ ଗୋଟଏ ଲାଇକ କରିଦିଅ...ଭଗବାନ ଆପଣମାନଙ୍କୁ ଖୁବ୍ ଭଲ ରେ ରଖନ୍ତୁ...ଜୟ ଜଗନ୍ନାଥ ସ୍ଵାମୀ...❤❤
@cuterupali7046
@cuterupali7046 Жыл бұрын
ଜୟ ଜଗନ୍ନାଥ ଆମ କାଳିଆ ଠାକୁର ପାଇଁ ଗୋଟେ 👍 ହେଇଯାଉ ଜୟ ଜଗନ୍ନାଥ 🙏🙏
@_mr__g5543
@_mr__g5543 Жыл бұрын
Jay Jagannath 🙏❗⭕❗
@cuterupali7046
@cuterupali7046 Жыл бұрын
Jay Jagannath
@kalyaniswain1941
@kalyaniswain1941 Жыл бұрын
ରଥ ଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଶୁଭକାମନା 🎉 ଜୟ ଜଗନ୍ନାଥ 🙏🙏
@jibancreationodia
@jibancreationodia Жыл бұрын
ସକାଳୁ ନଟିଆ କମେଡି ଦେଖି ଆତ୍ମା ଶାନ୍ତି ହେଇଗଲା ଜୟ ଜଗନ୍ନାଥ ଯିଏ କମେଣ୍ଟ ପଢୁଛନ୍ତି ଭଗବାନ ତାଙ୍କ ବାପା ମାଆଙ୍କୁ କୋଟି ପରମାୟ ଦିଅନ୍ତୁ ଆଉ ସର୍ବଦା ଖୁସିରେ ରଖନ୍ତୁ. thanks for 1k like
@ganeshtarai2476
@ganeshtarai2476 Жыл бұрын
Ty bhai❤🙏🙏🙏
@puricreatorboy
@puricreatorboy Жыл бұрын
Thank you Bhai Mora ❤️❤️
@ganashbiswal
@ganashbiswal Жыл бұрын
Maha prabu ki jay
@Raghunathpatra955
@Raghunathpatra955 Жыл бұрын
👈 ଭାଇ ମାନେ ମୁ ବି cartoon video ବୋନାଏ ଦୋୟା କରି ଦେଖ
@BapiKandhei-uh6tt
@BapiKandhei-uh6tt Жыл бұрын
❤❤❤
@Hindistorytv66
@Hindistorytv66 Жыл бұрын
କିଏ କିଏ ବାହୁଡା଼ ଯାତ୍ରା ର episode ଦେଖିବାକୁ ଚାହୁଁଛ?? ଲାଇକ କର 👇👍
@sarbeswarcreation1548
@sarbeswarcreation1548 Жыл бұрын
ପବିତ୍ର ରଥଯାତ୍ରା ଉପଲକ୍ଷେ ମୋ ତରଫରୁ ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ
@ismartbinayavlog8927
@ismartbinayavlog8927 Жыл бұрын
ଏଇ episode ଦେଖି ଅତୀ ଭାବବୋହୋଳ ହେଇଗଲି ଆଉ ଆଖିରୁ ଅଶ୍ରୁ 🥹 ଭି ଆସିଗଲା. ଜଗନ୍ନାଥଙ୍କର ଇଏ ଅପରମ୍ପରା ଚମତ୍କାର. ସେଥିପାଇଁ ସମସ୍ତେ କୁହ ଜୟ ଜଗନ୍ନାଥ 🙏🙏🙏 ଇଏ ଦୁନିଆକୁ ଆପଣ ସବୁ ଦୁଃଖ କଷ୍ଟ ଘୋଡେଇ ରଖ ଏତିକି ମୋର ଗୁହାରି ଜଗନ୍ନାଥଙ୍କ ପାଖରେ ଜୟ ଜଗନ୍ନାଥ 🙏🙏🙏
@GUNA1436
@GUNA1436 Жыл бұрын
କିଏ କିଏ ପୁରୀ ରଥ ଯାତ୍ରା କୁ ଯିବ କୁହ ଯିଏ ଯିବ ଏଇ କମେଣ୍ଟ ରେ like କରିଦିଅ 🙏🙏🙏ଜୟ ଜଗନ୍ନାଥ 🙏🙏🙏
@jitendrasahu6359
@jitendrasahu6359 Жыл бұрын
Tame jibaki
@jitendrasahu6359
@jitendrasahu6359 Жыл бұрын
Tama ghara keuthi
@jadabamirdha1520
@jadabamirdha1520 Жыл бұрын
ଜିମା ହୋ ଦାଦା
@GUNA1436
@GUNA1436 Жыл бұрын
ଯିବି ବୋଲି ଭାବିଛି କିନ୍ତୁ ବାହୁଡ଼ାକୁ
@KanheiNag
@KanheiNag Жыл бұрын
@@jadabamirdha1520 kebe Jima ho
@rx..5784
@rx..5784 Жыл бұрын
ଜୟ ଜଗନ୍ନାଥ 🙏🏻 ପ୍ରଭୁ ଙ୍କୁ ସକାଳୁ ସକାଳୁ ଦେଖି ମନ ବହୁତ ଭଲ ଲାଗିଲା 😊 କାଳିଆ ର ନୀଳା ଅପାଳ...... ରଥ ଯାତ୍ରା ର ଶୁଭ କାମନା ସାଙ୍ଗ ମାନେ... ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ.......🙏🏻🙏🏻🙏🏻 Like kara 😊
@satyabratakaran7553
@satyabratakaran7553 Жыл бұрын
Goosebumps😢😢yaar Jay jagannath🙏🙏
@akleshfunny6687
@akleshfunny6687 Жыл бұрын
ମନ ବହୁତ ଖୁସି ହୋଇଗଲା ପ୍ରଭୁ ଜଗନ୍ନାଥ ❤❤❤
@mirbijuyt
@mirbijuyt Жыл бұрын
Joi jogonat 🙏 ⭕❗⭕ ଜଗନ୍ନାଥ ଠାକୁର ଙ୍କୁ ଯେଉଁ ମାନେ ଭୋଲ ପାଉଥିଲେ Like କରନ୍ତୁ
@soumyaranjansahoo3583
@soumyaranjansahoo3583 Жыл бұрын
Jay jagannath to sahi se lekh le bhai
@jagadishnayak433
@jagadishnayak433 3 ай бұрын
​@@soumyaranjansahoo3583😊
@ajunaik8510
@ajunaik8510 Жыл бұрын
ମୋତେ ଏହି ଷ୍ଟୋରୀ ଦେଖି କି ମନ ଏତେ ଖୁସି ଲାଗିଲା ଯେ କହନା ଜୟ ଜଗନ୍ନାଥ 🙏🙏🙏🙏🙏
@Subhadra701
@Subhadra701 Жыл бұрын
ଜୟ ଜଗନ୍ନାଥ ❤
@prabhatdalai-rj2oo
@prabhatdalai-rj2oo Жыл бұрын
@@Subhadra701 Baqo
@prabhatdalai-rj2oo
@prabhatdalai-rj2oo Жыл бұрын
🌹🥀🌷💔😂😘😀❤️ a few 🌹🌷💔 Baqo
@s....p7120
@s....p7120 Жыл бұрын
Jay jagannath 🙏🙏🙏
@tofankumarmaharana5477
@tofankumarmaharana5477 Жыл бұрын
Rati pahile ratha jatra. Jay jagannath...
@titlegamerz8156
@titlegamerz8156 Жыл бұрын
Your animation is very accurate ❤❤ That way you animated the crowd and lord jagannath, i love it 😍
@___arpita___official___4829
@___arpita___official___4829 Жыл бұрын
Goosebumps asigala pura ❤
@SubhamKumar-wl6sq
@SubhamKumar-wl6sq Жыл бұрын
Good morning 🌄ଆଜି ର ଦିନ ଟି ସମସ୍ତଙ୍କ ପାଇଁ ଖୁସି ର ଦିନ ହେଉ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର ପାର୍ଥନା 🙏🙏🙏🙏💕💓💞
@MrAshok07655
@MrAshok07655 Жыл бұрын
ଭାବର ଠାକୁର ମୋ କାଳିଆ ସାଆନ୍ତ 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏
@rutuparna-priyadarshini446
@rutuparna-priyadarshini446 Жыл бұрын
The best and heart touching episode for ever... Jay jaganath 🙏
@loveaction199
@loveaction199 Жыл бұрын
ଜଉ ମାନେ ପ୍ରଭୁ ଜଗନ୍ନାଥଙ୍କୁ ଭଲ ପାଆନ୍ତି ସେମାନେ ଗୋଟେ like କରନ୍ତୁ❤❤🙏🙏🙏🙏
@hinditegvdo9772
@hinditegvdo9772 Жыл бұрын
Pravhu nka naa nei fayda mararani
@sibavlog1447
@sibavlog1447 Жыл бұрын
😌😌😌😌
@loveaction199
@loveaction199 Жыл бұрын
@@hinditegvdo9772 Bhai gote kahukahu kahidelinaa 🙏🙏🙏
@hinditegvdo9772
@hinditegvdo9772 Жыл бұрын
@@loveaction199 okay tq🙏🙏🙏
@DipuRout-fd1pv
@DipuRout-fd1pv 10 ай бұрын
​@@hinditegvdo9772😊
@pareshkumarbehera1483
@pareshkumarbehera1483 Жыл бұрын
ଜୟ ଶ୍ରୀ ଜଗନ୍ନାଥ* ସ୍ୱାମୀ💐ଶୁଭ ରଥଯାତ୍ରା-୨୦୨୩/Nice👌 episode, Thanks to UCW team.
@rajendrasahoo8250
@rajendrasahoo8250 11 ай бұрын
❤❤❤❤❤😊😊
@bmsfflover1647
@bmsfflover1647 4 ай бұрын
​@@rajendrasahoo8250ju čkp
@ratikantaroulrudra9747
@ratikantaroulrudra9747 Жыл бұрын
Really i like this episode Jay jagannath 🙏🙏🙏
@ASHOK_143
@ASHOK_143 Жыл бұрын
ଆଖି ରୁ ପାଣୀ ଆସିଗଲା 🥹🥹 ଜୟ ଜଗନ୍ନାଥ 👏👏
@crazydeepakkumar
@crazydeepakkumar Жыл бұрын
ତୁମରି ନା ରେ ସକାଳ ଆରମ୍ଭ ତୁମରି ନା ରେ ଦିନ ସରେ ଜୟ ଜଗଦୀଶ ହରେ ⭕U⭕ 🙆🏻‍♂️ କାଲି ଆମ କାଳିଆ ବଡ଼ ଦାଣ୍ଡ କୁ ଆସିବ ।।#jayjagannathaswami#Utkalcartoonworld team tqqqq
@kumarpinkal0718
@kumarpinkal0718 Жыл бұрын
Goosebumps at last scene ❤️
@Odiatube407
@Odiatube407 Жыл бұрын
ଜଗନ୍ନାଥ ନାଆଁ ରେ, ଘଣ୍ଟ ଘଣ୍ଟା ଶବ୍ଦରେ, ରଥ ରେ ତୁମକୁ ଦେଖି ଶୁଣି କଣ ଆଖି ବୋଲ ମାନେ କାଳିଆ ସାଆନ୍ତେ ll ❤
@mssportsofficial07
@mssportsofficial07 Жыл бұрын
ଦେଖିବା ଆଜି ଆମ ତ୍ରିରଙ୍ଗା କୁ କେତୋଟି ଲାଇକ ମିଳୁଛି 🥰❤️👍🇮🇳🇮🇳🇮🇳ଜୟ ହିନ୍ଦ🇮🇳🇮🇳🇮🇳
@bishramkanta8658
@bishramkanta8658 Жыл бұрын
Like pain ତ୍ରିରଙ୍ଗା ପତାକାକୁ ବାଜିରେ lagaucha ଛି ଛି
@RockstarPankajofficial
@RockstarPankajofficial Жыл бұрын
କାଲି ରଥ ଯାତ୍ରା କିଏ ପୁରୀ ଆସୁଛ like kara
@sameernayak5561
@sameernayak5561 Жыл бұрын
Ame Ranapur jauchu ❤❤ jay jaganath 🙏🙏👌
@HeyPR
@HeyPR Жыл бұрын
Day by day you are improving utkal cartoon 🎉
@anjalipruseth9704
@anjalipruseth9704 Жыл бұрын
Happy ratha yatra to all😊 jay jagannath🙏❤️
@karunakar9070
@karunakar9070 Жыл бұрын
ଜୟ ଜଗନ୍ନାଥ 🥳😇🤗 🙏🙏🙏 ରଥ ଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତଙ୍କୁ 😍🥰
@dakesedit4555
@dakesedit4555 Жыл бұрын
Mamu❤
@user-lu3yw8id1r
@user-lu3yw8id1r Жыл бұрын
🙏🙏ଜୟ ଜଗନ୍ନାଥ 🙏🙏 ଓଡିଶା ପାଇଁ ଆଉ ଜଗନ୍ନାଥ ପାଇଁ ଗୁଟେ LIKE ହେଉ ତଳେ କାମେଣ୍ଟ କର 🙏🙏ଜୟ ଜଗନ୍ନାଥ ନାଥ 🙏🙏🙏
@prakashraj.mbehera3513
@prakashraj.mbehera3513 Жыл бұрын
Jay shree jagannath 🙏🙏🙏🙏
@pritipadmasahoo9104
@pritipadmasahoo9104 Жыл бұрын
Wow 😍heart touching episode❤jay jagannath 🙏⭕❗⭕
@Subhadra..MA....Ilovemyindia
@Subhadra..MA....Ilovemyindia 16 сағат бұрын
Gundichare samasta nku happy ratha Yatra.. Finley mo jagannath aji asile bohut khushi laguchi ...ta saha natia katun a new story dekhiki ahuri khushi laguchi ..Jay Jagannath swamy 🙏❤️❤️🎉
@aswinikumarbehera3682
@aswinikumarbehera3682 Жыл бұрын
ବହୁତ ହୃଦୟସ୍ପର୍ଶୀ ହେଇଚି... ପ୍ରଭୁ ଜଗନ୍ନାଥଙ୍କ ଲୀଳା କେହି ବୁଝିପାରିବେନି ।।। ଜୟ ଜଗନ୍ନାଥ ସ୍ଵାମୀ କି ଜୟ .......
@indiafreefire99
@indiafreefire99 Жыл бұрын
Good morning କିଏ କିଏ ନିଜ ପରିବାର ସହ ରଥଯାତ୍ରା ଦେଖିବା ଙ୍କୁ ଯାଅ ସେମାନେ ଗୋଟିଏ ହେଉ 👍 ଯେ ଜଗନ୍ନାଥ 🙏🙏🙏
@minatibehera6676
@minatibehera6676 Жыл бұрын
ପବିତ୍ର ବିଶ୍ଵପ୍ରସିଦ୍ଧ #ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। #ଜୟଜଗନ୍ନାଥ #rathyatra
@dazzler_aanu
@dazzler_aanu Жыл бұрын
True Goosebumps 🫂🙏🔴❗🔴
@ranjanmoharana3554
@ranjanmoharana3554 Жыл бұрын
ପ୍ରଭୁ କାଳିଆ ସାଆନ୍ତ ତୁମ କୃପା ସବୁବେଳେ ଏ ଜୀବ ଜ‌‌ଗ‌‌ତ ଉପରେ ଥାଉ। ମହାବାହୁ🙏 ଜୟ ଜଗନ୍ନାଥ 🙏🥺🙏...❤
@smilearchu128
@smilearchu128 Жыл бұрын
Jia jagannaath nku bhola paucha like👍👍 kora au mo comment jia padhucha bhagavaan tankora mongala korantu🙏🏻🙏🏻🙏🏻
@ashokmahakhud8480
@ashokmahakhud8480 Жыл бұрын
Jay shree jagannath what a great story so thank you so much utkal cartoon world all members
@padmanbisoi6251
@padmanbisoi6251 13 сағат бұрын
ଜୟ ଜଗନ୍ନାଥ
@biwanandanapallai9063
@biwanandanapallai9063 Жыл бұрын
ହେ କୋଟି କୈବଲ୍ୟ ନାଥ , ଭକ୍ତ ପ୍ରାଣ , ଚକାନୟନ ଜଗନ୍ନାଥ ମହାପ୍ରଭୁ!❤
@jagadishbhoi8318
@jagadishbhoi8318 Жыл бұрын
ଜୟ ଜଗନ୍ନାଥ ନଟିଆ କମେଡ଼ି ଦେଖି ବହୁତ ଭଲ ଲାଗିଲା ଜଗନ୍ନାଥ ଙ୍କ କୂପା ରୁ ସମସ୍ତ ଙ୍କୁ ଖୁସି ରେ ରୁହନ୍ତୁ ଡାଙ୍ଗ ଓ ନଟିଆ କୁ ବହୁତ ଭଲ ଲାଗେ ଜୟ ଜଗନ୍ନାଥ
@user-zm9fw4wb9g
@user-zm9fw4wb9g 19 сағат бұрын
Jay Jagannath 🙏🙏🙏
@smrutisnigdhadas4775
@smrutisnigdhadas4775 Жыл бұрын
Happy Ratha Yatra to all...Jay Jagannath 🙏🏻🙏🏻🙏🏻🙏🏻
@user-tl1sv2bx1x
@user-tl1sv2bx1x Ай бұрын
Jay jagannath 🙏❤️🥰🪷
@odialifestyleinodisha4649
@odialifestyleinodisha4649 Жыл бұрын
ଜୟ ଜଗନ୍ନାଥ ସାଙ୍ଗମାନେ 🙏🙏ରଥଯାତ୍ରା ର ଶୁଭେଚ୍ଛା ଓ ଶୁଭକାମନା 🙏ମହାପ୍ରଭୁ ସମସ୍ତ ଙ୍କୁ ଖୁସିରେ ରଖନ୍ତୁ 🙏🙏🙏
@krupamajhi5742
@krupamajhi5742 Жыл бұрын
ଆପଣ ମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🙏❤️❤️🙏🙏 ଜୟ ଜଗନ୍ନାଥ 🙏🙏 ଏଇ ରଥଯାତ୍ରା ରେ ଆପଣ ମାନଙ୍କ ର ମନସ୍କାମନା ପୂର୍ଣ୍ଣ ହେଉ🙏🙏ଜୟ ଜଗନ୍ନାଥ 🙏🙏,,,,
@jemasinku3972
@jemasinku3972 Жыл бұрын
😅
@bhagyashreesahoo8829
@bhagyashreesahoo8829 Жыл бұрын
ହେ ଜଗତର ନାଥ ଶ୍ରୀଜଗନ୍ନାଥ.. ଭାବବିନୋଦିଆ କାଳିଆ ସାଆନ୍ତ ଚକାନୟନ କଳାବଦନ ମହାପ୍ରଭୁ 🙏
@nikhilgaming94737
@nikhilgaming94737 8 күн бұрын
କାଳିଆ ରେ ତୋର ଲୀଳା ଦେଖିକି ଆଖିରୁ ଲହୁ ଗୁଡାକ ବାହାରି ଆସିଲା ରେ 🥺🥺 ସତରେ ତୁ ମହାନ୍ 🙏🏻 ତୋ ଲୀଳା ଆଜି ଯାଏ କିଏ ବୁଝିଛି କହିଲୁ ଜୟ ଜଗନ୍ନାଥ 🥺🙏🏻
@satyabhamagiri7982
@satyabhamagiri7982 Жыл бұрын
ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ଗୋଟେ 👍👍👍♥️💙❤️💜💚🖤💛
@sanjeetkumarsingh8692
@sanjeetkumarsingh8692 Жыл бұрын
ପ୍ରଭୁ ଜଗନ୍ନାଥଙ୍କ ପାଇଁ ଗୋଟିଏ ଲାଇକ ଟେ କରନ୍ତୁ ଘଣ୍ଟ ଘଣ୍ଟି ରେ ପୁରି ଉଠିବ ଆଜି ବଡ଼ଦାଣ୍ଡ 🙏🙏🙏ଜୟ ଜଗନ୍ନାଥ ହରିବୋଲ 🙏🙏🙏
@KrishChand-xd1bd
@KrishChand-xd1bd Жыл бұрын
Mind blowing Episode Jay Jagannath ❤
@IshantBhaiOfficial-j3g
@IshantBhaiOfficial-j3g Күн бұрын
ଅନାଥ ର ନାଥ ହେ ଶ୍ରୀ ଜଗନ୍ନାଥ ⚫‼️⚫ ଜୟ ଜଗନ୍ନାଥ ଜୟ ସନାତନ
@alivajena6569
@alivajena6569 Жыл бұрын
ଜୟ ଜଗନ୍ନାଥ ସ୍ଵାମି ନୟନ ପଥ ଗାମୀ ଭବ ତୁମେ...✨⭕‼️⭕
@munapatra5020
@munapatra5020 Жыл бұрын
କଳିଆର ରଥଯାତ୍ରା ଭିଡ଼ିଓ ସକାଳୁ ଦେଖିଶାରିଲା ପରେ ଆଖି ରୁ ପାଣି ଆସିଗଲା। ଜୟ ଜଗନ୍ନାଥ 🙏🙏🙏
@user-jn8mu9vm2q
@user-jn8mu9vm2q 15 сағат бұрын
Jaa jaganath 🙏🏻🙏🏻🙏🏻🙏🏻🙏🏻🙏🏻
@user-cv3ey2vp9w
@user-cv3ey2vp9w Жыл бұрын
So touching. Jay Jagannath. Hope to see more on Jagannath culture and traditions.
@Krishnadasbls180
@Krishnadasbls180 Жыл бұрын
ଆମେ ସମସ୍ତେ ଗର୍ବିତ ଯେ ଆମେ ହିନ୍ଦୁ ଆଉ ତାଠୁ ବେସି ଗର୍ବିତ ଯେ ଆମ ଜନ୍ମ ଓଡିଶା ଭଳି ଧାର୍ମିକ ସ୍ଥାନରେ ଆମେ ସମସ୍ତେ ଗୋଟେ ଗୋଟେ ଭାଗ୍ୟଶାଳୀ 🥰🥰 ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ ☺️ ଜୟ ଜଗନ୍ନାଥ 🙏🙏
@manjulatajena3104
@manjulatajena3104 Жыл бұрын
Mu ahuri khushi karana, mu ta jilla re janma heichi ⭕❗⭕
@pscreations99
@pscreations99 Жыл бұрын
Mu bi bhagya sali j ta pakhare mu achi
@dharanidharnayak3593
@dharanidharnayak3593 11 ай бұрын
@Sahoofacts81
@Sahoofacts81 Жыл бұрын
Se para jagat ra natha jagannath, se kemiti kou vakta ra dukha sahibe. Jay Jagannath ❤❤❤❤❤
@doctorsatya189
@doctorsatya189 Жыл бұрын
Jay Jagannath 🙏 🙏🙏
@user-sg1sz5lp5l
@user-sg1sz5lp5l 20 сағат бұрын
Jay Jagannath Swami 🙏🙏🙏
@rabijyotish349
@rabijyotish349 Жыл бұрын
Happy Ratha Yatra to all,kie kie puri Ratha Yatra dekhi jiba kuha jie jiba ae comment re like kara 👍👍🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Jai jagannath 🙏🙏🙏❤️
@JayJagannath1138
@JayJagannath1138 Жыл бұрын
ସତରେ ଭାଇ ଆତ୍ମା ପବିତ୍ର ହେଇ ଗଲା ନଟିଆ କମେଡି ଦେଖିକି ମୋ ଭାଗ୍ୟ ମୁଁ ରଥ ଯାତ୍ରା ବହୁତ ବର୍ଷ ହେଲା ଦେଖୀ ନାହିଁ ବଧେ ମୁଁ ଗୋଟେ ବହୁତ ବଡ଼ ପାପି ସେଥି ପାଇଁ ତ 😭😭😭😭😭
@abhisarthak975
@abhisarthak975 Жыл бұрын
I appreciate your hard work for us Utkal... Keep it up❤... On this special day may your.. Not your.. Our channel grows to the top❤
@satyabratanayak6415
@satyabratanayak6415 Жыл бұрын
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ❤❤❤❤❤❤❤❤❤❤❤
@Madhaba_Dora
@Madhaba_Dora Жыл бұрын
ବହୁତ କାନ୍ଦ୍ ଲାଗିଲା 😰 ଯେତେବେଳେ ଜଟିଆ ର ବାପା ଙ୍କୁ ପ୍ରଭୁ ଜଗନ୍ନାଥ , ପରୀକ୍ଷା ନେଲେ ! ଆଉ ଶେଷରେ ନିଜେ ଆସି ତାଙ୍କୁ ଆସି। ପୁରୀ ରେ ପହଞ୍ଚେଇ ଦେଲେ !ସତରେ ତାଙ୍କର ଲୀଳା କିଏ ବୁଝି ପାରିବ ? Utkal Babu 🤘 Happy Rath Yatra 2023 .ଜୟ ଜଗନ୍ନାଥ 🙏
@odishagamer3
@odishagamer3 Жыл бұрын
ରଥଯାତ୍ରା ର ହାର୍ଦିକ ଅଭିନନ୍ଦନ, କମେଟ ରୁ ରେ ଜୟ ଜଗନ୍ନାଥ ଲେଖି ଲାଇକ ଗୋଟେ କରନ୍ତୁ
@Mamuniofficial8
@Mamuniofficial8 21 сағат бұрын
Jay jagannatha ❤🙏
@ranjnkumar6319
@ranjnkumar6319 Жыл бұрын
ଏହି ଭିଡିଓ ଏତେ ଭଲ ଲାଗିଲା ଯେ ଆଖିରୁ ଲୁହ ଝରିଆସିଲା ଏହି ଭିଡିଓ ହୃଦୟକୁ ଛୁଇଁଲା 🙏🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏🙏👍👍👍👍👍👍👌👌👌👌👌👌👌
@Madhaba_Dora
@Madhaba_Dora Жыл бұрын
ସମସ୍ତ ଙ୍କୁ ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 ପ୍ରଭୃ ଜଗନ୍ନାଥ ଙ୍କ ଡୋରି ଲାଗିଲେ , ମୁଁ ବି ଦିନେ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ପୁରୀ କୁ ନିଶ୍ଚୟ ଯିବି ! ❤️ ଜୟ ଜଗନ୍ନାଥ 🙏
@prstmpatra1521
@prstmpatra1521 Жыл бұрын
ମିଶି କି ଯିବା
@Madhaba_Dora
@Madhaba_Dora Жыл бұрын
@@prstmpatra1521 ok yaar😃 ଜୟ ଜଗନ୍ନାଥ 🙏🙏
@saigeetanjali7859
@saigeetanjali7859 Жыл бұрын
ବହୁତ ସୁନ୍ଦର ଭିଡ଼ିଓ, ଦେଖିକି ଆଖିରେ ଲୁହ ଆସିଗଲା ସତରେ ବହୁତ ଭଲ ଲାଗିଲା ❤❤❤ ଜୟ ଜଗନ୍ନାଥ 🙏🙏🙏😭😭😭 ପୁରୀ ଜିଲ୍ଲାର ଲୋକମାନେ ଲାଇକ କର...🤗🤗🤗
@lijalinsahoo486
@lijalinsahoo486 Жыл бұрын
Such a nice episode 😊JAY JAGGANATH 💗💝👐
@mlsvillage1431
@mlsvillage1431 Жыл бұрын
ଜୟ ଜଗନ୍ନାଥ ⭕️‼️⭕️
@gyanaranjanpradhan6953
@gyanaranjanpradhan6953 Жыл бұрын
E video dekhiki bhabuka hei ki, mo aakhiru luha baharigala😭😭😭Jay Jagannath 🚩🚩🙏🚩🙏🙏
@rupaliroutvlog
@rupaliroutvlog Жыл бұрын
ଶୁଭ ରଥଯାତ୍ରା ଉପଲକ୍ଷେ ମୋର ଓଡିଶାବାସୀ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 Jay Jagannath ❤️..
@stylespramod8049
@stylespramod8049 20 сағат бұрын
Jay... Jagannath... 🙏🏻
@mithunpatraBMP
@mithunpatraBMP Жыл бұрын
Natia comedy dekhibaku asichhanti jadi like karantu 👉
@Krishnadasbls180
@Krishnadasbls180 Жыл бұрын
14:13 Finally ରଥଯାତ୍ରା ଦେଖିବାକୁ ଆସିଗଲେ🙂
@AmusedJapaneseMaples-rl1sv
@AmusedJapaneseMaples-rl1sv 22 сағат бұрын
Jay jagannath 🙏🙏🙏
@Shivaphotography01
@Shivaphotography01 Жыл бұрын
One day 2.3 million viewers sabu sei thakuranka ichha sameti Agaku madi chala thank you 🙏🏻 ❤❤❤ ❤️❤️❤️⭕️‼️⭕️ (jay Jagannath)
@Khageswar_Pradhan1_4_3
@Khageswar_Pradhan1_4_3 Жыл бұрын
Finally puri ra gote episode asila iam so happy 😊😊
@mrshreemanvlogs
@mrshreemanvlogs Жыл бұрын
Happy Ratha Jatra To all Jay Jagannath🙏
@ChandraSekhar-ur8nj
@ChandraSekhar-ur8nj Жыл бұрын
I am 17 years old but still watching natia comedy because this is emotions😊
@Krishnadasbls180
@Krishnadasbls180 Жыл бұрын
Finally ରଥଯାତ୍ରା ର ଭିଡ଼ିଓ ଆସିଗଲା ଆମେ ସମସ୍ତେ ଚାହିଁଥିଲେ ଗୁଟେ ଭିଡ଼ିଓ ଆସୁ Thank you Utkal ବାବୁ ♥️♥️
@j_c70
@j_c70 Жыл бұрын
ଜଗତ ର ନାଥ ଜଗନ୍ନାଥ ♥️ କାଲି ରାତି ପାହିଲେ ନିଜ ର ଭାଇ ଓ ଭଉଣୀ ଙ୍କ ସହ ବଡ ଦାଣ୍ଡ କୁ ଓଲାଇ ଆସିବେ। ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ 💐💐 ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଜୟ ଜଗନ୍ନାଥ ♥️ comment କରନ୍ତୁ। ଧନ୍ୟବାଦ 💕
@travellernigam4869
@travellernigam4869 Жыл бұрын
ଜୟ ଜଗନ୍ନାଥ..... ଜଗତର ନାଥ ଜଗନ୍ନାଥ 🙏🙏🙏 ହେ ପ୍ରଭୁ ମୋ ଡୋର କେବେ ଲାଗିବ..… ତୋ ରଥ ଯାତ୍ରା ଦେଖିବାକୁ
@santoshbehera8473
@santoshbehera8473 Жыл бұрын
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ🙏
@rohit_x_lipun6799
@rohit_x_lipun6799 Жыл бұрын
ରଥ ଯାତ୍ରା ର ସମସ୍ତ ଓଡ଼ିଶା ବାସୀ ମାନଙ୍କୁ ମୋର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା।🙏🏼🙏🏼 ଜୟ ଜଗନ୍ନାଥ 🙏🏼🙏🏼... 🛕🛕
@madhuofficial5932
@madhuofficial5932 Жыл бұрын
ମୁଁ ବହୁତ୍ ବର୍ଷ ପରେ ରଥଯାତ୍ରା ଦେଖିବି ଛୋଟବେଲେ ଥରେ ଦେଖିଥିଲି ଜୟ ଜଗନ୍ନାଥ 🙏🙏🙏
@ashisdas8649
@ashisdas8649 11 ай бұрын
🕉।ଜୟ ଜଗନ୍ନାଥ।🕉 Nice Episode
@monalisadas5054
@monalisadas5054 2 күн бұрын
Jay mahaprabhu ❤akhire luha asigala 🙏
@mr.siboofficial8133
@mr.siboofficial8133 Жыл бұрын
Goosebumps Episode.. ❤ Jai Jagannath Swami Nayana Patha Gami bhava tume Bhava Tume.🙏🏻🕉🚩
@manulal750
@manulal750 Жыл бұрын
ଜୟ ଶ୍ରୀଜଗନ୍ନାଥ 🙏🙏
@relimuduli7765
@relimuduli7765 3 сағат бұрын
ଜୟ ଜଗନ୍ନାଥ ❤❤
@soubhagyakumarbhukta4285
@soubhagyakumarbhukta4285 Жыл бұрын
ଜୟ ଜଗନ୍ନାଥ ଯାହାର ନାମ, ପୁରୀ ଯାହାର ବାସସ୍ଥାନ, ଆମେ ସମସ୍ତେ ତାଙ୍କ ସନ୍ତାନ 🙏🏻🙏🏻🙏🏻 ରଥ ଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ.
Natia Comedy Part 179 || Ratha Jatra
17:33
utkal cartoonworld
Рет қаралды 10 МЛН
你们会选择哪一辆呢#short #angel #clown
00:20
Super Beauty team
Рет қаралды 14 МЛН
Мы никогда не были так напуганы!
00:15
Аришнев
Рет қаралды 6 МЛН
NERF WAR HEAVY: Drone Battle!
00:30
MacDannyGun
Рет қаралды 49 МЛН
I CAN’T BELIEVE I LOST 😱
00:46
Topper Guild
Рет қаралды 98 МЛН
Natia Comedy Part 460 Natia Ra Akhi Kharap
15:51
utkal cartoonworld
Рет қаралды 2 МЛН
Dhanushara pratijogita //odia comedy//babuna comedy part 162
14:55
Cartoon Odisha TV
Рет қаралды 149 М.
Natia Comedy Part 316 || Dola Purnima
14:33
utkal cartoonworld
Рет қаралды 8 МЛН
Danda Balunga || Part 01 || Danga Musa jhagada
9:22
Cartoon Capsule
Рет қаралды 1 МЛН
Pringles chips 😱🤣 #demariki
0:25
Demariki
Рет қаралды 3,1 МЛН
КАКОЙ ЛОГОТИП ЛУЧШЕ? #Shorts #Глент
0:32
ГЛЕНТ
Рет қаралды 2,8 МЛН
谁能救救小宇宙?#火影忍者 #佐助 #家庭
0:43
火影忍者一家
Рет қаралды 3 МЛН
КАКОЙ ЛОГОТИП ЛУЧШЕ? #Shorts #Глент
0:32
ГЛЕНТ
Рет қаралды 2,8 МЛН