Natia Comedy Part 426 || Bahubali pichkari || Holi - 2024

  Рет қаралды 3,356,634

utkal cartoonworld

utkal cartoonworld

2 ай бұрын

YT utkal_cartoonworld "---------------------------------------------------------------------------
My11Circle App Link :
bit.ly/3Trhp5C Use my exclusive coupon: MECNEW to get additional 20% extra cash on first deposit"

Пікірлер: 1 900
@kumudinibehera330
@kumudinibehera330 2 ай бұрын
Happy Holi friends ❤❤❤❤❤❤❤❤❤❤❤❤❤❤❤❤
@rajabagha6523
@rajabagha6523 2 ай бұрын
ହୋଲି ରେ ସମନ୍ତ ଙ୍କ ଜୀବନ ରଙ୍ଗୀନ ହେଉ ❤❤
@BanthuLoki
@BanthuLoki 2 ай бұрын
ଶୁଭ ସକାଳ ଜୟ ଜଗନ୍ନାଥ ହାପି ହୋଲି ରେ ସମସ୍ତ ଙ୍କ ଜୀବନ ରଙ୍ଗିଲି ହେଉ ସାଙ୍ଗ ମାନେ ହାପି ହୋଲି 🙏🏼👌🙏🏼🌈🇿🇼🙏🏼😊
@sriyanshupadhi6627
@sriyanshupadhi6627 2 ай бұрын
ସମସ୍ତ ହିନ୍ଦୁ ମାନଙ୍କୁ ହୋଲୀ ର ଶୁଭେଚ୍ଛା 💖
@IndrajitDas-ci4fo
@IndrajitDas-ci4fo 2 ай бұрын
ଶୁଭ ସକାଳ ଜୟ ଜଗନ୍ନାଥ ହୋଲି ପର୍ବରେ ସମସ୍ତଙ୍କୁ ଶୁଭେଚ୍ଛା ମୋ ତରଫରୁ ❤❤❤
@laxmipriya7230
@laxmipriya7230 2 ай бұрын
ଆସନ୍ତାକାଲି ହୋଲି ପାଇଁ ସମସ୍ତଙ୍କୁ ଅଭିନନ୍ଦନ 😊🤩
@saratsenapati2530
@saratsenapati2530 2 ай бұрын
Odisha ra holly Paardina (mangalabara)
@user-mt9us7yr5j
@user-mt9us7yr5j 2 ай бұрын
Tq
@Jamunaswain741
@Jamunaswain741 2 ай бұрын
Tq sister and same to you dear 😘
@laxmipriya7230
@laxmipriya7230 2 ай бұрын
Thanks to all 💙
@Mr_ommprakash10
@Mr_ommprakash10 2 ай бұрын
Asanta kali Holi nuha kali dola purnima Tuesday holi😂❤
@user-ck3je2nw5s
@user-ck3je2nw5s 2 ай бұрын
ପବିତ୍ର ଦୋଳପୂର୍ଣ୍ଣିମା ଅବସର ରେ ସମସ୍ତ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤❤🥰🥰🥰🥰🎉🎉🎉🎉 ଜୟ ଜଗନ୍ନାଥ ସାଙ୍ଗ ମାନେ ❤❤❤
@namitasahunamita
@namitasahunamita 2 ай бұрын
Happy ହୋଲି ♥️♥️♥️🌹🌹ଆମ Gn riya rishi family ତରଫରୁ my all youtube family ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ♥️♥️♥️♥️🌹🌹🌹ଜୟ ଜଗନ୍ନାଥ ହାପି ହୋଲି ଓ ଦଳ ପୁର୍ଣିମା ର ଶୁଭେଚ୍ଛା 🙏🙏🙏🙏
@basantabarik4140
@basantabarik4140 2 ай бұрын
Ok
@deepakbehera3618
@deepakbehera3618 2 ай бұрын
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜୟ ଜଗନ୍ନାଥ 🙏🙏🙏🙏🤝🙏
@beheraharekrusna9904
@beheraharekrusna9904 2 ай бұрын
Jay Jagarnath🙏🙏🙏
@theanimal3153
@theanimal3153 2 ай бұрын
ଜୟ ଜଗନ୍ନାଥ❤❤❤❤❤
@deepakbehera3618
@deepakbehera3618 2 ай бұрын
❤❤❤❤​@@beheraharekrusna9904
@please10ksubscribe994
@please10ksubscribe994 2 ай бұрын
ପ୍ରଥମେ ନଟିଆ ପାଇଁ ଗୋଟିଏ like 👍👍👍
@elinasahoo7129
@elinasahoo7129 2 ай бұрын
😂😂😂😂😂😂😂😂😂😂
@pareshkumarbehera1483
@pareshkumarbehera1483 2 ай бұрын
ଜୟ ଶ୍ରୀରାଧେକୃଷ୍ଣ*🙏 💐ଶୁଭ ଦୋଳ ଓ ହୋଲି -୨୦୨୪//Nice👌😂 Cultural episode, Thanks to UCW team.
@user-ut4kv8vf3g
@user-ut4kv8vf3g 2 ай бұрын
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ସୁଭ କାମନା
@SOUMYAKING143
@SOUMYAKING143 2 ай бұрын
Pinki Hii
@Madhaba_Dora
@Madhaba_Dora 2 ай бұрын
ତା ହେଲେ Market କୁ ନୂଆ ପିଚିକାରି ଆସିଲା - Bahubali pichikari !!!! Bilei gang ମଧ୍ୟ ଏହି କମେଡି ରେ ମିଶିକି ଅଛି !!! ଭିଡିଓ ବଢ଼ିଆ ହୋଇଛି 😃 happy holi -2024 🎉🥳🥳ll friends
@Brahmin_guy_Chandra
@Brahmin_guy_Chandra 2 ай бұрын
ମୁଁ ଜଣେ ଛୋଟ ଲେଖକ ଆଶା କରେ ମୋ ଲେଖା କୁ ପଢ଼ି ମତାମତ ଦେବେ ଆମ୍ବର ବଉଳ ଖବର ଦେଲାଣି ଫଗୁଣ ଆସିଛି ଫେରି, ପ୍ରିୟାକୁ ମୋହର ଅଠର ଛୁଇଁଲା ମନକୁ କଲାଣି ଚୋରି। କିଅବା ବୋଳିବି ରଙ୍ଗ ତା ଗାଲରେ ସାତ ରଙ୍ଗି ପ୍ରିୟା ସିଏ, ରାଗି ଗଲେ ସିଏ ଲୋହିତ ଅବିର ହସିଦେଲେ ମୁକ୍ତା ଟିଏ। ଗୋଲାପ ପାଖୁଡା ଓଠରୁ ଝରୁଛି ସତେକି ନିର୍ଝର ମଧୁ ଗଭାରେ ଗଜରା ମୁକୁଟ ସାଜିଛି ଦିଶଇ ସାଧବ ବଧୂ। କେଶର ରଙ୍ଗର ଶାଢ଼ୀ ପିନ୍ଧିଦେଲେ ହଳଦୀ ବସନ୍ତ ଜଳେ , ତା ' ଠାରୁ କେମିତି ସୁନ୍ଦରୀ ହୋଇଲା ମନରେ ପ୍ରମାଦ ଭାଳେ। ଫଗୁଣ ଦେଶର ରାଜ କୁମାରୀ ସେ ଅଲି ଅଳି ରାଜ ଜେମା , ସ୍ଵର୍ଗର ଅପ୍ସରି ତଳକୁ ଆସିଚି ଦିଅନ୍ତା କି ତାର ଜିମା।
@DoyaDholia
@DoyaDholia 2 ай бұрын
Nice
@Brahmin_guy_Chandra
@Brahmin_guy_Chandra 2 ай бұрын
@@DoyaDholia tq so much
@pavankumarbehera3576
@pavankumarbehera3576 2 ай бұрын
wow super vai kobita bholo heichhi
@Brahmin_guy_Chandra
@Brahmin_guy_Chandra 2 ай бұрын
@@pavankumarbehera3576 TQ so much bhai ,
@gemar646
@gemar646 2 ай бұрын
Nice
@chanducreationsilu478
@chanducreationsilu478 2 ай бұрын
Nayagarh pila kie dekhucha like kara
@santoshpanigrahi5154
@santoshpanigrahi5154 2 ай бұрын
Thank you so much natiya comedy grup Mo goda vangi jayeche bead re padi padi bor hau thile kintu jabe tharu natiya comedy dakhile sabetharu mor dina ta bahuth vala re jauche so once again thank you so much natiya comedy grup
@sashmita949
@sashmita949 2 ай бұрын
Happy Holi ସମସ୍ତଙ୍କୁ ❤❤ ଜଗନ୍ନାଥ 🙏 ସମସ୍ତଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ
@Jamunaswain741
@Jamunaswain741 2 ай бұрын
Happy Holi sister 🥰🤗
@sashmita949
@sashmita949 2 ай бұрын
@@Jamunaswain741 thank you very much ❤️❤️
@Jamunaswain741
@Jamunaswain741 2 ай бұрын
@@sashmita949 Welcome ❤️
@debansusahoo6659
@debansusahoo6659 2 ай бұрын
😂
@sashmita949
@sashmita949 2 ай бұрын
ଜୟ ଜଗନ୍ନାଥ Always My favourite natia Tuan Tuin comedy Happy Holi all natia ଟିମ୍ ❤❤❤
@ArjunSahoo-pm8he
@ArjunSahoo-pm8he 2 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@Raaj290
@Raaj290 2 ай бұрын
Kau mane holire Chhota dress au chira pants bindhanti like kara😂❤
@himansusekhardas9749
@himansusekhardas9749 2 ай бұрын
Lekhiba agaru shoucha kariki asa
@Sikha-jr1kn
@Sikha-jr1kn 2 ай бұрын
Happy Holi natia 🤗🤗🤗🤗 please mote like tk dia 😔😔😔
@welcomesatya7220
@welcomesatya7220 2 ай бұрын
@TheKallugamestar
@TheKallugamestar 2 ай бұрын
Hello
@TheKallugamestar
@TheKallugamestar 2 ай бұрын
Tum number dia please
@TheKallugamestar
@TheKallugamestar 2 ай бұрын
Tum number dia please
@sanjitaranisahu8
@sanjitaranisahu8 2 ай бұрын
No,I,cannot,I,love,you, ❤️
@rajabagha6523
@rajabagha6523 2 ай бұрын
ଶୁଭ ସକାଳ ଆଜି ଯୋଉ ମାନେ ମୋ କମେଣ୍ଟ ଟି ପଢ଼ୁ ଚ ତାଙ୍କ ଦିନ ଟି ମଙ୍ଗଳ ହେଉ ❤ଜୟ ଜଗନ୍ନାଥ ❤
@kumarbabulsutar7376
@kumarbabulsutar7376 2 ай бұрын
ଜୟ ଜଗନ୍ନାଥ ନମସ୍କାର ଶୁଭ ସକାଳ
@ansuofficial6504
@ansuofficial6504 2 ай бұрын
ଆସନ୍ତା କାଲିର ହୋଳିରେ କିଏ ସାରିଛ କେତେଟଙ୍କା like kara❤ ଲଭ ଫାର୍ମ ମନୁମୁଣ୍ଡା 🚩🚩🚩
@parthakanungo4243
@parthakanungo4243 2 ай бұрын
Holi asini au ame tanka kn saribu. Bhai tame bodhe odisha re rahuna sethi pain holi kebe paduchi jani paruna. calender dekhiki comments re kuha
@deepaknaik3366
@deepaknaik3366 2 ай бұрын
Dhenkanal ru kia acha like kara
@SamirRanna
@SamirRanna 2 ай бұрын
Like kale kn paina Bhai kahiba tike
@Myself_prakash_07
@Myself_prakash_07 2 ай бұрын
ଯିଏ କମେଣ୍ଟ ପଡ଼ିବାକୁ ଆସିଛ Like କର😊😊
@Brahmin_guy_Chandra
@Brahmin_guy_Chandra 2 ай бұрын
ଆମ କଳା ସଂସ୍କୃତି କୁ ବଜାୟ ରଖିବାକୁ ଉତ୍କଳ କାର୍ଟୁନ୍ ୱାର୍ଲ୍ଡ ଗୋଟେ ଯୁଦ୍ଧ ଆରମ୍ଭ କରିଚି ❤, କେବଳ ଛୋଟ ଛୁଆ ନୁହଁ ବରଂ ପୁରା ଓଡ଼ିଶା ବାସୀ ନଟିଆ କମେଡି ଦେଖିବାକୁ ଇଚ୍ଛୁକ । ସମସ୍ତ ଙ୍କୁ ମୋ ତରଫରୁ happy Holi ❤❤
@SibaPutel-mw8oc
@SibaPutel-mw8oc 2 ай бұрын
0 000h88
@jaytibhoi
@jaytibhoi 2 ай бұрын
Happy Holi All Friends ❤❤❤
@sridharmalik6929
@sridharmalik6929 2 ай бұрын
ଜେଉ ମାନେ ହୋଲି କୁ ଅପେକ୍ଷା କରିଚ ସେମାନେ like kara
@cutesasmita057
@cutesasmita057 2 ай бұрын
ଶୁଭ ସକାଳ 😊ଜୟ ଜଗନ୍ନାଥ 🙏 ହୋଲି ପାଇଁ ମୋର ସବୁ ସାଙ୍ଗ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ 😍😘
@singraitiyu
@singraitiyu 2 ай бұрын
Same to you ❤😊
@bhabanibiswal5818
@bhabanibiswal5818 2 ай бұрын
Good
@Ajitsahoo645
@Ajitsahoo645 2 ай бұрын
Thanks ❤️
@theanimal3153
@theanimal3153 2 ай бұрын
ଆପଣଙ୍କୁ ସ୍ବାଗତ❤❤❤❤
@sagarb9357
@sagarb9357 2 ай бұрын
Same to you
@cutechiki-si8jb
@cutechiki-si8jb 2 ай бұрын
Happy Holi advance my all friend ❤
@ladduyadav7285
@ladduyadav7285 2 ай бұрын
🦁CSK fans Kia comment ku like kar 🦁
@Pitabas91
@Pitabas91 2 ай бұрын
RCB
@anirudhaghadai2171
@anirudhaghadai2171 2 ай бұрын
ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤😊
@swainchintu0104
@swainchintu0104 2 ай бұрын
ଜୟ ଜଗନ୍ନାଥ 🙏
@Do_Study_130
@Do_Study_130 2 ай бұрын
Kie kie Hindu like kara 👍
@pupunpatra3090
@pupunpatra3090 2 ай бұрын
Are Bhai Hindu Mane kn
@Do_Study_130
@Do_Study_130 2 ай бұрын
@@pupunpatra3090 Hindu mane dharma
@pupunpatra3090
@pupunpatra3090 2 ай бұрын
Dharma Ku neiki kichhi comment Kara nhi Bhai please
@Do_Study_130
@Do_Study_130 2 ай бұрын
But why
@Do_Study_130
@Do_Study_130 2 ай бұрын
​@@Ratnaprovamohapatramo ichha
@ToxicGirlSony
@ToxicGirlSony 2 ай бұрын
Happy Holi friends ❤❤jay jagannath 💓🫂
@Madhaba_Dora
@Madhaba_Dora 2 ай бұрын
Samastanku ଆଗୁଆ ମୋ ତରଫରୁ ଦୋଳ ପୂର୍ଣ୍ଣିମା ଏବଂ ହୋଲିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏 ଜୟ ମାଁ ସମଲେଇ 🙏🙏🙏🙏🥰👍🥰👍👍🥰👍👍
@Subhalaxmi-zg5pj
@Subhalaxmi-zg5pj 2 ай бұрын
Thanks
@Milansahooofficial
@Milansahooofficial 2 ай бұрын
Jay Jagannath 🙏
@lalitaswain-fb3vd
@lalitaswain-fb3vd 2 ай бұрын
Happy Holi to all utkal cartoon world members & all friends 💕❤❤💕 Jay radhe Krishna 🙏🙏
@Its_me_Nirakara01
@Its_me_Nirakara01 2 ай бұрын
ଯିଏ ଯାହା ଲେଖୁଛ ଓଡ଼ିଆରେ ଲେଖ କାହିଁକି ନା କଥାରେ ଅଛି ବା "ଆମେ ଓଡ଼ିଆ ଭାରି ବଢିଆ"। ବନ୍ଦେ ଉତ୍କଳ ଜନନୀ ❤
@silusilu7435
@silusilu7435 2 ай бұрын
ଆସନ୍ତା କାଲି ହୋଲିରେ ଆପଣ ମାନଙ୍କୁ ଅଭିନୟ 😊😊😊😊😊😊😊😊😊😊
@user-in5oe6tp3w
@user-in5oe6tp3w 2 ай бұрын
Kie kie comments padhucha like karo
@anshuman2812
@anshuman2812 2 ай бұрын
First like mu karichi mate gota like hau
@mamalibhoi3518
@mamalibhoi3518 2 ай бұрын
Advance happy holi all of you Ajira comedy dekhiki bhala lagila
@shyamalpshyamalp3445
@shyamalpshyamalp3445 2 ай бұрын
Jaumane nijar girlfriend ku aga ranga lagaba lagi chahuncho like karo 👍
@priyankasahoo7852
@priyankasahoo7852 2 ай бұрын
ପବିତ୍ର ଦୋଳପୂର୍ଣ୍ଣିମା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା 🎉 ହାପି ହୋଲି 💞❤❤
@debansusahoo6659
@debansusahoo6659 2 ай бұрын
Hi
@YouTub.Com_Sanjay
@YouTub.Com_Sanjay 2 ай бұрын
ହାପି ହୋଲି❤❤❤ନଟିଆ ଟିମକୁ ❤😮😮ଜୟ ଜଗନ୍ନାଥ❤❤
@khagendranayak8919
@khagendranayak8919 2 ай бұрын
Balasore ru kie dekhucha like karontu
@kanhubeja5673
@kanhubeja5673 2 ай бұрын
ଦୋଳ ପୂର୍ଣ୍ଣିମା ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤ହାପି ହୋଲି🎉🎉❤❤❤
@MayabatiMajhi-ey8db
@MayabatiMajhi-ey8db 2 ай бұрын
Happy holi to all notiya team❤
@please10ksubscribe994
@please10ksubscribe994 2 ай бұрын
କେଉଁ ମାନେ ନଟିଆ ର ହୋଲି କୁ ଅପେକ୍ଷା କରି ଥିଲ ସେମାନେ ଗୋଟିଏ like 👍👍👍
@debansusahoo6659
@debansusahoo6659 2 ай бұрын
Hii
@itss_sanu
@itss_sanu 2 ай бұрын
ଗୋଟିଏ ଦୁଃଖ ର କଥା ଯେ 😢 ଏ ବର୍ଷ ପଖାଳ ଦିବସ ଭିଡ଼ିଓ ଟା ଆସିଲାନି 😢😢
@vlogswithKrishna_1234
@vlogswithKrishna_1234 2 ай бұрын
Hmm thik katha
@chinulataparida8779
@chinulataparida8779 2 ай бұрын
Mo bhali ki sabu coment padhipa pain asicha 😂 like kara
@SwagatikaNayak-ng5he
@SwagatikaNayak-ng5he 2 ай бұрын
😂
@chinulataparida8779
@chinulataparida8779 2 ай бұрын
@@SOUMYAKING143 hlo
@SOUMYAKING143
@SOUMYAKING143 2 ай бұрын
Chinulata mo girlfriend hebo ki
@prakashkumarkar6228
@prakashkumarkar6228 2 ай бұрын
Mnu pa😂😂
@himansusekhardas9749
@himansusekhardas9749 2 ай бұрын
​@@prakashkumarkar6228Jhansi queen Laxmi Bai !!!!Her brain is not working.
@manojkumarsahoo9895
@manojkumarsahoo9895 2 ай бұрын
ପ୍ରଥମ ଲାଇକ ଆଉ comment ମୁ କରିଛି 😂 ଜୟ ଶ୍ରୀ ରାମ
@sudhirranjanswain6148
@sudhirranjanswain6148 2 ай бұрын
2nd re acha bro
@satyabratasamal6414
@satyabratasamal6414 2 ай бұрын
ଦୁଇଟି ବିଲେଇ ଆଜି କମାଲ କରିଦେଲେ। ବିଲେଇ ଦୁଇଟିଙ୍କ ଆନିମେସନ ଖୁବ ମନଛୁଆଁ ହୋଇଛି। ବାହୁବଳୀ ପିଚକାରୀ ଏଣ୍ଡିଙ୍ଗ ଟା ସୁନ୍ଦର ହୋଇଛି। ମୋଟ ଉପରେ ସୁନ୍ଦର ହୋଇଛି ଏହି ଏପିସୋଡ। ଧନ୍ୟବାଦ ଉତ୍କଳ ବାବୁ ଏ ସାଧୁ ଉଦ୍ୟମ ପାଇଁ। ଘରସାରା ଲୋକେ ସାଙ୍ଗ ହୋଇ ଦେଖିଲୁ ଓ ଖୁବ ଖୁସି ହେଲୁ।
@laxmanyoutubeofficial8512
@laxmanyoutubeofficial8512 2 ай бұрын
Keonjhar ro kiye dekhuchha like kara
@Parichaya2589
@Parichaya2589 2 ай бұрын
@rakeshvani45
@rakeshvani45 2 ай бұрын
😂😂😂
@anilkumarnayak3690
@anilkumarnayak3690 2 ай бұрын
😂😂😂
@sarthaka2z927
@sarthaka2z927 2 ай бұрын
Kalahandi
@littlekumarnaik6472
@littlekumarnaik6472 2 ай бұрын
mu
@Krishnadasbls180
@Krishnadasbls180 2 ай бұрын
ପବିତ୍ର ଦୋଳ ପୁର୍ଣିମା ଓ ହୋଲି ଅବସରରେ ନଟିଆ Comady Full Team ଭିଡ଼ିଓ ଦେଖୁଥିବା ସମସ୍ତ ଭାଇ ଭଉଣୀ ଓ ଗୁରୁଜନ ମାନଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ଭଗବାନ ସମସ୍ତଙ୍କ ହୋଲିରେ ଖୁସି ଦିୟନ୍ତୁ ଜୟ ଜଗନ୍ନାଥ🙏🏻❤️ଜୟ ମାଆ ଦୂର୍ଗା🙏🏻❤️
@tapas22522
@tapas22522 2 ай бұрын
Happy Birthday in advance brother🎉
@Rakeshgahan-we2pz
@Rakeshgahan-we2pz 2 ай бұрын
Happy Holi ❤
@satyajitpanda4671
@satyajitpanda4671 2 ай бұрын
ନଟିଆ କମେଡିର ଏଡିଟର ମାନଙ୍କୁ ମୋର ଦୋଳ ପୂର୍ଣ୍ଣମୀ ଏବଂ ହୋଲି ର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା Happy होली ❤❤
@user-rd9uc9ke9g
@user-rd9uc9ke9g 2 ай бұрын
Happy Holi.ବହୁତ ମଜା ଲାଗିଲା
@smita2152
@smita2152 2 ай бұрын
RCB fans like kara CSK fans comment kara ❤❤ Happy holi to all 😊😊❤
@bishnupriyaroul5070
@bishnupriyaroul5070 2 ай бұрын
I am csk⚡⚡⚡⚡⚡⚡⚡⚡⚡⚡⚡⚡⚡⚡⚡⚡⚡⚡⚡⚡⚡⚡
@girishmeher5224
@girishmeher5224 2 ай бұрын
Happy holi
@tulunayak3994
@tulunayak3994 2 ай бұрын
CSK❤🎉
@alonecreation2921
@alonecreation2921 2 ай бұрын
CSK❤
@PriyaranjanBarik-js6gu
@PriyaranjanBarik-js6gu 2 ай бұрын
CSK love you
@DHANA339
@DHANA339 2 ай бұрын
ଆରେ ଭାଇ ଭଉଣୀ ମାନେ Please ମୋ Comment କୁ ବି Like କର 😢😂
@bhaktabandhunayak-ib7xv
@bhaktabandhunayak-ib7xv 2 ай бұрын
ଜୟ ଜଗନ୍ନାଥ ସାଙ୍ଗମାନେ Happy Holi advance ❤❤❤❤
@odiastorytvodia
@odiastorytvodia 2 ай бұрын
HAPPY HOLI ସାଙ୍ଗ ମାନେ ❤
@NXTthunderyt
@NXTthunderyt 2 ай бұрын
ମୋତେ ବି ଟିକେ ଲାଇକ ❤ କର 😅
@rajendrasing4254
@rajendrasing4254 2 ай бұрын
ମୋତେ ଡାଙ୍ଗ ଆଉ ନଟିଆ ର ଡ୍ରେସ ପିନ୍ଧା ପସନ୍ଦ ଆସିଛି😂😂
@sabitanaik5531
@sabitanaik5531 2 ай бұрын
Jay Jagannatha 🙏🙏🙏
@Mr-Ramachandra-sa
@Mr-Ramachandra-sa 2 ай бұрын
ଜୟ ମା ସମଲେଶ୍ୱରୀ 🙏 ମୋ ତରଫରୁ ସମସ୍ତେ ଙ୍କୁ happy holi 🎉
@user-sw2jw9lh8c
@user-sw2jw9lh8c 2 ай бұрын
Happy holi
@SOUMYAKING143
@SOUMYAKING143 2 ай бұрын
Susama Hii
@saptasatidash5356
@saptasatidash5356 2 ай бұрын
Utkal cartoon world Advance happy holi to you guys Thanks for always entertaining us ❤❤❤❤❤
@ramasahoo8710
@ramasahoo8710 2 ай бұрын
Kon kon Indian pyar kartahe like comment karo
@parthakanungo4243
@parthakanungo4243 2 ай бұрын
Pehle thik se Hindi main likho phir tumhe like milega
@user-wr4vs1dr4i
@user-wr4vs1dr4i 2 ай бұрын
Jaya shree Jagannath
@odiapua8398
@odiapua8398 2 ай бұрын
Utkal family members Happy Holi🎉🎉
@balaramprusty9440
@balaramprusty9440 2 ай бұрын
Happy ହୋଲି to all fnds❤
@Suneeta2805
@Suneeta2805 2 ай бұрын
Pabitra dola purnima abasarare hardhika abhinandan o subhechha sanga Mane 😊 happy Holi ❤
@kartikdas65
@kartikdas65 2 ай бұрын
ହାପି ହୋଲି,,all ନଟିଆ ମେମ୍ବର 🙏🙏🙏🙏
@kbinay6413
@kbinay6413 2 ай бұрын
Happy Holi Bhai all🎉🎉🎉🎉
@DayamayJena-rs8wt
@DayamayJena-rs8wt 2 ай бұрын
jao mane kali holi ra masti kariba sae mane like kara 🎉😉😜✨❤️🥰
@Nikhil-lo9bv
@Nikhil-lo9bv 2 ай бұрын
Advance Happy Holi To All 🥰💕🥰💞🥰
@sagaradhirdhir2450
@sagaradhirdhir2450 2 ай бұрын
ମୋର ସମସ୍ତ ଛୋଟ ଆଉ ବଡ଼ ଭାଇ ଓ ଭଉଣୀ ମାନଙ୍କୁ ହୋଲିର ହାର୍ଦ୍ଧିକ ଅଭିନନ୍ଦନ ଜୟ ଶ୍ରୀ ରାମ 🚩🚩
@biranchibehera3317
@biranchibehera3317 2 ай бұрын
Jie jie natia comedy dekhibaku au comment padhibaku asicha like kara❤🎉❤
@Madhaba_Dora
@Madhaba_Dora 2 ай бұрын
ରଙ୍ଗର ପର୍ବ ହୋଲି ଆସିଛି । ସବୁଠି ରଙ୍ଗ ଖେଳ ସାଙ୍ଗକୁ ଖୁସିର ଆସର। ରସାୟନିକ ରଙ୍ଗ ବ୍ୟବହାର ନ କରି ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ। ରଙ୍ଗଖେଳ ସମୟରେ ଅସାବଧାନତା ଯୋଗୁଁ ଅନେକ ସମୟରେ ନାନାଦି ଅଘଟଣ ପରିଲକ୍ଷିତ ହୋଇଥାଏ। ରଙ୍ଗ ଖେଳିବା ସମୟରେ ଏବଂ ରଙ୍ଗଖେଳ ପରେ ନଦୀ, ପୋଖରୀରେ ଗାଧୋଇବା ସମୟରେ ଆବଶ୍ୟକୀୟ ସଚେତନତା ଅବଲମ୍ବନ କରନ୍ତୁ
@user-in5oe6tp3w
@user-in5oe6tp3w 2 ай бұрын
Hm
@Jamunaswain741
@Jamunaswain741 2 ай бұрын
Hn 🥰
@rakeshraut917
@rakeshraut917 2 ай бұрын
😅😅😅😅😂
@meghamegha5025
@meghamegha5025 2 ай бұрын
Happy dala prunima aau holi 😅😅😅😅kia kia amiti chhida 👕👕👕👕pindicha comment kari janao like kara amiti holi khelicha kuha 😂😂😂
@user-hq8cy2yx1l
@user-hq8cy2yx1l 2 ай бұрын
Jiye coment padhibaku asichha like kara🎉🎉🎉
@rajabagha6523
@rajabagha6523 2 ай бұрын
ହାପି ହୋଲି ରେ ସମସ୍ତ ଙ୍କ ଜୀବନ ରଙ୍ଗିଲି ରଙ୍ଗିଲୀ ରଙ୍ଗୀନ ହେଉ ❤❤ ପିଲା ମାନଙ୍କୁ girl frend ମିଲୁ 😂 ଝିଅ ମାନଙ୍କୁ boy frend ମିଳୁ 😂❤
@rajabagha6523
@rajabagha6523 2 ай бұрын
😂😂
@suryakantabehera439
@suryakantabehera439 2 ай бұрын
😮😂😂😂😊​@@rajabagha6523
@lalitadaslalita3137
@lalitadaslalita3137 2 ай бұрын
Lljhgffdsaapouyrewqqq😊😊😊😅😮😢🎉😂🎉🎉🎉🎉🎉🎉🎉 L
@guguliexpress9390
@guguliexpress9390 2 ай бұрын
😂😂😂
@theanimal3153
@theanimal3153 2 ай бұрын
ଜୟ ଜଗନ୍ନାଥ❤❤❤❤❤
@laxmipriya7230
@laxmipriya7230 2 ай бұрын
ଶୁଭ ସକାଳ 💙,,,,, ଜୟ ଜଗନ୍ନାଥ 🙏,,,,, ଉତ୍କଳ ବାବୁ ଏବେ ତ ଧର୍ମା epi uplode କର 🥺,,,, ଆମେ କଣ ସ୍ୱର୍ଗ ବାସୀ ହେଲେ,,, ଆପଣ କଣ ଧର୍ମା epi uplode କରିବେ କି 🤩
@user-vc9cm2jy4p
@user-vc9cm2jy4p 2 ай бұрын
Jay jagannath 😊
@BipinDehuri-jinu1
@BipinDehuri-jinu1 2 ай бұрын
ଜୟ ଶ୍ରୀ ରାମ
@bikashgaming0074
@bikashgaming0074 2 ай бұрын
ବଢିଆ ଲାଗୁଥିଲା ଯେ ହୋଲି ଖେଳ
@SinghOfficial143
@SinghOfficial143 2 ай бұрын
ହାପି ହୋଲି ମୋ ତରଫରୁ ଜଗନ୍ନାଥ ମହାପ୍ରଭୁଙ୍କ ଏତିକି ପ୍ରାର୍ଥନା 🙏
@odishagamer3
@odishagamer3 2 ай бұрын
ଜୟ ଜଗନ୍ନାଥ, ଦୋଳ ଉତ୍ସବ ର ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ 🎉🎉🎉🎉
@abhilipshajena7031
@abhilipshajena7031 2 ай бұрын
Nayagarh 😍ru kie kie dekhucha✨ natia🧿 like kara♥️
@PadmanavaBaral-qh5ml
@PadmanavaBaral-qh5ml 2 ай бұрын
Khaiba time re natia comedy dekhibara maja alaga❤❤❤ Love you natia ❤😊
@please10ksubscribe994
@please10ksubscribe994 2 ай бұрын
କେଉଁ ମାନ ଙ୍କୁ ହୋଲି ଖେଳି ବାକୁ ଭଲ ଲାଗେ ସେମାନେ ଗୋଟିଏ like 👍👍👍
@amobaleshwar2393
@amobaleshwar2393 2 ай бұрын
ବାଲେଶ୍ୱ ରେ କିଏ କିଏ ଦେଖୁଛନ୍ତି comment ku like karantu
@SipikaraniRout
@SipikaraniRout 2 ай бұрын
ଗଉଡ଼ ଘର ପିଲା କିଏ like କର ଘିପିଠା ଖାଇବାକୁ ଯିବୁ
@SobhanaSahoo-jb4op
@SobhanaSahoo-jb4op 2 ай бұрын
ଭଗବାନ କରନ୍ତୁ ଏ ହୋଲି ସମସ୍ତଙ୍କ ପାଇଁ ଖୁସି ଦାୟକ ହେଉ ହୋଲି କେତେ ଘଟଣା ଅଘଟଣା ହୁଏ କାହା ଜୀବନ ବି ଚାଲି ଯାଏ ହେ ପ୍ରଭୁ ସବୁଙ୍କୁ ଭଲ ରେ ରଖ
@Privatetricks88
@Privatetricks88 2 ай бұрын
ଆଜି ମୁଁ ବହୁତ୍ like ପାଇବି 😂❤❤ Happy Holi 🎉
@user-qz4xl9vk9o
@user-qz4xl9vk9o 2 ай бұрын
2:32
@pianolearningwithsritam3733
@pianolearningwithsritam3733 2 ай бұрын
ହୋଲି ପର୍ବର ଅନେକ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤
@2.0radio
@2.0radio 2 ай бұрын
ହୋଲି ରେ ସମସ୍ତଙ୍କୁ ଶୁଭେଚ୍ଛା |😘😘
@rahulsethi9991
@rahulsethi9991 2 ай бұрын
Jiye coment padhibaku asichha like kara
@satyadas2964
@satyadas2964 2 ай бұрын
kn magia ta katha ra😂
@user-in5oe6tp3w
@user-in5oe6tp3w 2 ай бұрын
Mu
@Dora19978
@Dora19978 2 ай бұрын
Kon pai tamo ichha ra ki
@samirkumaralai2407
@samirkumaralai2407 2 ай бұрын
Kisa pain hai....?
@pradeepmahuri8589
@pradeepmahuri8589 2 ай бұрын
I89
@Dee_J_sujan
@Dee_J_sujan 2 ай бұрын
Target 0 like❤❤❤
@Situl-lp5jm
@Situl-lp5jm 2 ай бұрын
WOW 2:58
@pratimadevi2983
@pratimadevi2983 2 ай бұрын
Ok
@user-yr7tp3iw5k
@user-yr7tp3iw5k 2 ай бұрын
Wdodmxkdoscz😢
Natia Comedy Part 354 || Adrusya Natia
16:42
utkal cartoonworld
Рет қаралды 7 МЛН
Natia comedy part 385 || Ghoda Chadha
14:28
utkal cartoonworld
Рет қаралды 4,8 МЛН
Sprinting with More and More Money
00:29
MrBeast
Рет қаралды 155 МЛН
🍟Best French Fries Homemade #cooking #shorts
00:42
BANKII
Рет қаралды 48 МЛН
Natia Comedy Part 451  Guhachara Dahani Ra  Pratishodha
18:28
utkal cartoonworld
Рет қаралды 39 М.
Natia Comedy 429 || Natia Ra Nisha Dadhi
14:09
utkal cartoonworld
Рет қаралды 3 МЛН
13 May 2024
9:52
kushtia Pola
Рет қаралды 7 М.
Natia Comedy Part 316 || Dola Purnima
14:33
utkal cartoonworld
Рет қаралды 8 МЛН
Natia Comedy Part 430 || Palagada
12:30
utkal cartoonworld
Рет қаралды 3 МЛН
Natia Comedy || part 424 || Sonara Scooty
19:40
utkal cartoonworld
Рет қаралды 3,7 МЛН
Taklu Aur Kala Kaddu Ki Jodi Part 36
15:05
Jay Madhyani Joke
Рет қаралды 74 М.
Natia comedy part 431 || Surya nka kopa
11:15
utkal cartoonworld
Рет қаралды 3 МЛН