Natia Comedy Part 433 || Pana Sankranti

  Рет қаралды 3,464,844

utkal cartoonworld

utkal cartoonworld

Ай бұрын

Watch Tuan Tuin Kuhuka Ghara - • Tuan Tuin || Kuhuka Ghara
Subscribe our new channel - / @utkalcartoonworld2018
Order new Women saree collections - www.sofikart.com/page/product...
Order more T-shirt - www.sofikart.com/page/product...

Пікірлер: 2 000
@jyotiprakash290
@jyotiprakash290 Ай бұрын
ସମସ୍ତଙ୍କୁ ଓଡ଼ିଆ ନବବର୍ଷର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ❤, ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ଏତିକି, ସମସ୍ତଙ୍କ ଦୁଃଖ ଦୂର କରନ୍ତୁ 🙏
@anuskasamal6173
@anuskasamal6173 Ай бұрын
Happy pana sanka ranti
@theanimal3153
@theanimal3153 Ай бұрын
. ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତି ଅବସରରେ ସମସ୍ତ ଙ୍କୁ ମୋର ଶୁଭ କାମନା🎉❤❤❤❤
@BaniSahoo-bo4rc
@BaniSahoo-bo4rc Ай бұрын
M did hi gf tick DJ d HD DH HD jh DJ GM ggh
@PRASANTAKUMAR-zu7do
@PRASANTAKUMAR-zu7do Ай бұрын
😂😢
@PRASANTAKUMAR-zu7do
@PRASANTAKUMAR-zu7do Ай бұрын
😮😅😢😂😢😮😂😅
@dillipgouda5949
@dillipgouda5949 Ай бұрын
ଜୟ ଜଗନ୍ନାଥ 🙏🙏🙏 ଓଡ଼ିଆ ନୂଆ ବର୍ଷ ର ହାର୍ଦିକଶୁଭକାମନା 🙏🙏🙏
@mamtajforever1
@mamtajforever1 Ай бұрын
ଓଡ଼ିଆ ନବ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏 ଜୟ ଜଗନ୍ନାଥ ⭕‼️⭕
@user-wy7kh2eq4w
@user-wy7kh2eq4w Ай бұрын
❤😂😂
@PriyadarsiniBarsa
@PriyadarsiniBarsa Ай бұрын
❤❤
@pragatikabisoyi2263
@pragatikabisoyi2263 Ай бұрын
ଓଡ଼ିଆ ନବ ବର୍ଷ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ସମସ୍ତ ଜୀବନରେ ଏହି ବର୍ଷ ଟି ହର୍ଷ, ଉଲ୍ଲାସ,ରଙ୍ଗୀନ, ଏବଂ ପ୍ରେମ ଭରା ଜୀବନ ଆଣି ଦେଉ। ଏତିକି ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି। 🙏🙏🙏😊😊😊
@ENGLISH_WITH_SAISMITA_
@ENGLISH_WITH_SAISMITA_ Ай бұрын
kzfaq.info/get/bejne/Z8ydpc2rvdKVd2w.htmlsi=JuzLHuZLUXPmVkQn
@user-uq1yc8nn4g
@user-uq1yc8nn4g Ай бұрын
ଆଜି ଦିନ ଟି ସମସ୍ତ ଙ୍କର ମଙ୍ଗଳ ହେଉ ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା।।❤ ଜୟ ଜଗନ୍ନାଥ ❤🎉
@ENGLISH_WITH_SAISMITA_
@ENGLISH_WITH_SAISMITA_ Ай бұрын
kzfaq.info/get/bejne/Z8ydpc2rvdKVd2w.htmlsi=JuzLHuZLUXPmVkQn
@mrgoutamgaming374
@mrgoutamgaming374 Ай бұрын
ଯାହା ହେଉ ଆଜି ଧନ ର ଫେସ୍ ରିଭିଲ୍ ହେଲା😂😂😂😂😂😂😂 ଦେଖି ବହୁତ୍ ଖୁସି ଲାଗିଲା 😂😂😂
@satyabratabrahma3995
@satyabratabrahma3995 Ай бұрын
Agoru dekheisarichi
@dibyaranjannayak8833
@dibyaranjannayak8833 8 күн бұрын
😂😂
@shilpasatapathy6665
@shilpasatapathy6665 Ай бұрын
ପଣା ସଂକ୍ରାନ୍ତି ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଶୁଭ ଓଡ଼ିଆ ନବବର୍ଷ । ଜୟ ଜଗନ୍ନାଥ । ❤❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
@swarnalatasahoo9515
@swarnalatasahoo9515 Ай бұрын
Happy birthday ଜୟ ହନୁମାନ ଜୟ ହନୁମାନ କର କି ଜୟ 🙏👍👍❤❤
@deepakparida9152
@deepakparida9152 Ай бұрын
Bahut badiya heichi
@sudhanshubarik1133
@sudhanshubarik1133 Ай бұрын
Very good neula danga
@bijaynayak6484
@bijaynayak6484 Ай бұрын
ଆପଣ ମାନଙ୍କୁ ପଣା ସଂକ୍ରାନ୍ତି ରୁ ହାଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🎉😊
@antaryamiantaryami1929
@antaryamiantaryami1929 Ай бұрын
Rashmi
@Dibakarlotsoffun
@Dibakarlotsoffun Ай бұрын
ପବିତ୍ର ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ର ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🙏🙏 ଜୟ ଶ୍ରୀ ରାମ 🙏🙏 ଜୟ ବୀର ହନୁମାନ🙏🙏
@pradeepvideoeditor309
@pradeepvideoeditor309 Ай бұрын
ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ର ଶୁଭେଛା ଓ ଅଭିନନ୍ଦନ ❤❤
@Munagita86
@Munagita86 Ай бұрын
ଓଡ଼ିଆ ପଣା ସଂକ୍ରାନ୍ତି ଅଭିନନ୍ଦନ ମୋ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ଜଗନ୍ନାଥ ସବୁ ବେଳେ ଏମିତି ଖୁସି ରଖିଥାନ୍ତି ❤❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏
@UrmilaBisoyi-yh4ni
@UrmilaBisoyi-yh4ni Ай бұрын
❤❤😂😢😮😊😢😂😮😅😊
@ajitsahoo2891
@ajitsahoo2891 Ай бұрын
ଓଡିଆ ନୂତନବର୍ଷ ର ହାର୍ଦ୍ଦିକ ଅଭିନନ୍ଦନ 😊😊😊😊🎉🎉
@subhadrarana9458
@subhadrarana9458 Ай бұрын
Parallel universe episode ku kou mane wait korichho 👍👍👍karo ♥️
@RasmiTarei
@RasmiTarei Ай бұрын
ଓଡିଆ ନବ ବର୍ଷ ର ଅନେକ ଅନେକ ଶୁଭକାମନା 🙏🙏🙏 ଜୟ ଜଗନ୍ନାଥ 🙏🙏🙏🥰🥰🥰
@user-eh6gw5rz7k
@user-eh6gw5rz7k Ай бұрын
Same to you❤
@mdhasibul-dz6dk
@mdhasibul-dz6dk Ай бұрын
BB nikiogighhhuvvbhbivh
@Amit_Disiri
@Amit_Disiri Ай бұрын
@user-bo1gy9qg1s
@user-bo1gy9qg1s Ай бұрын
Can​@@Amit_Disiri
@arunofficialvlog27
@arunofficialvlog27 Ай бұрын
ଆପଣକୁ ସମସ୍ତଙ୍କୁ ପଣା ସଂକ୍ରାନ୍ତି ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🎉🎉
@tuninaik8692
@tuninaik8692 Ай бұрын
@AnuguliaPopular77
@AnuguliaPopular77 Ай бұрын
🙏Anugul ru Kia Kia Sabu Dekhuchhant Like kora.....👍👍
@kishanbrovlogs1644
@kishanbrovlogs1644 Ай бұрын
Super mind blowing Pana Sankranti upalakhe ahi video pura jhakas heichhi
@akashraj12343
@akashraj12343 Ай бұрын
ପବିତ୍ର ପଣା ସଂକ୍ରାନ୍ତି ର ହାର୍ଦିକ ଅଭିନନ୍ଦନ ❤ ଜୟ ଶ୍ରୀ ରାମ ❤
@purnachandra5135
@purnachandra5135 Ай бұрын
ଓଡ଼ିଆ ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ
@kalyaniswain1941
@kalyaniswain1941 Ай бұрын
Bahut sunder episode Jay shree jagannath 🙏
@sibaramnayak7333
@sibaramnayak7333 Ай бұрын
ପଣା ସଂକ୍ରାନ୍ତି ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤❤❤❤
@madhutripathy119
@madhutripathy119 Ай бұрын
Thikachhi
@SonaliBehera_0
@SonaliBehera_0 Ай бұрын
ଶୁଭ ସକାଳ🌅ସାଙ୍ଗ ମାନେ❤ ଓଡିଆ ନବବର୍ଷ ଉପଲକ୍ଷେ ମୋର ସବୁ ଓଡିଶା ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା❤️ ହାପି ପଣା ସଂକ୍ରାନ୍ତି to all🥰 (7:36)
@user-ck3je2nw5s
@user-ck3je2nw5s Ай бұрын
ଓଡ଼ିଆର ଗର୍ବ ଓ ଗୌରବର ପର୍ବ ଓଡ଼ିଆ ନବବର୍ଷ 😍😍😍 ଯୋଉ ଭାଇ ଭଉଣୀ ମାନେ ଓଡ଼ିଆ ନବବର୍ଷ ପାଳନ କରୁଛ 👍👍👍 କରନ୍ତୁ ❤❤❤❤
@BenudharSa-lx5nz
@BenudharSa-lx5nz Ай бұрын
Jyoti ranjan comment
@BenudharSa-lx5nz
@BenudharSa-lx5nz Ай бұрын
❤❤🎉
@papurao299
@papurao299 Ай бұрын
😂😂😂😂😂😂❤❤❤❤🎉🎉🎉
@ranjankumarnayak6141
@ranjankumarnayak6141 Ай бұрын
Pai
@jagannathbehera1122
@jagannathbehera1122 Ай бұрын
Wosobeautifulsari
@user-iu6uk5tx1d
@user-iu6uk5tx1d Ай бұрын
Odisha bahar se kn kn comment kerre ho o like kera ho kn kn rajya se ho bi Like kera 😂😂😂😂😂😂😂😊😊😊😊😊😊😊😊😊😊
@sunitabhoi9916
@sunitabhoi9916 Ай бұрын
Happy pana sankaranti..Jay Jagannath 🙏
@sashmita949
@sashmita949 Ай бұрын
ଜୟ ଜଗନ୍ନାଥ ସାଙ୍ଗ ମାନେ⭕‼️⭕ 🙏🏻🙏🏻Always My favourite comedy Natia Tuan Tuin comedy ଆଉ ଆପଣ ମାନଙ୍କ ର
@Mr.santoshbehera
@Mr.santoshbehera Ай бұрын
My favorite ❤
@UrmilaChinagun
@UrmilaChinagun Ай бұрын
q😅 h😢
@DillipKumarNayak-om6he
@DillipKumarNayak-om6he Ай бұрын
Opposite side I love❤
@Sanjaya-uf1yt
@Sanjaya-uf1yt Ай бұрын
ଓଡ଼ିଆ ନବବର୍ଷ ର ଅନେକ ଅନେକ ଶୁଭେଚ୍ଛା ସାଙ୍ଗ ମାନେ😊😊
@Muna55733
@Muna55733 Ай бұрын
ଜୟଜଗନ୍ନାଥ ❤❤❤❤❤❤❤❤❤❤😂❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😅😅😅😅😅😅😅😅
@bivek_choudhury
@bivek_choudhury Ай бұрын
ଓଡ଼ିଆ ନୂଆ ବର୍ଷ ର ଅଭିନନ୍ଦନ ଆଉ ଶୁଭକାମନା
@BijayiniPanda-os6ks
@BijayiniPanda-os6ks Ай бұрын
ଓଡ଼ିଆ ନବ ବର୍ଷ ରେ. ମୋର ଓଡ଼ିଆ ଭାଇ. ଭଉଣୀ ସମସ୍ତ ଙ୍କୁ. ମୋର ଭଲ ପାଇବା ଜଗନ୍ନାଥ ମହିମା ରୁ ସମସ୍ତ ଜୀବନ ଖୁସି ମୟ ହଉ ❤️❤️❤️
@sushanta..driver96
@sushanta..driver96 Ай бұрын
Odia naba barsara hardhik abhinandan& good morning all Utkalcotton worlds ❤❤❤
@PramodJena-yj5th
@PramodJena-yj5th Ай бұрын
ଜୟ ହନୁମାନ 🙏🙏🚩🚩🚩♥️♥️ ଜୟ ଶ୍ରୀ ରାମ 🙏🙏🚩🚩ଜୟ ମା ତାରିଣୀ
@saktiparida2898
@saktiparida2898 Ай бұрын
ଓଡ଼ିଆର ଗର୍ବ ଓ ଗୌରବ ପର୍ବ ଓଡ଼ିଆ ନୂତନ ବର୍ଷ ର ହାର୍ଦିକ ଅଭିନନ୍ଦ ନ। କିଏ ପଣା ସଂକ୍ରାନ୍ତି ରେ ପଣା ପିଇଛ ଗୋଟେ like kar........❤❤
@tulasitung1257
@tulasitung1257 Ай бұрын
Odia nabo Barsha ra abhinandana o subhakamona❤❤
@padma877
@padma877 Ай бұрын
ଆପଣ ସମସ୍ତଙ୍କୁ ମୋର ନବବର୍ଷ ର ଅନେକ ଅନେକ ଶବେଚ୍ଛା 🎉❤️🥰happy ପଣାସଂକନ୍ତି🍸🍹🍹🍹🍹
@ashishkumarmaharana143
@ashishkumarmaharana143 Ай бұрын
ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି) ଓ ହନୁମାନ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
@NigamanandaBadatya
@NigamanandaBadatya Ай бұрын
ନବବର୍ଷର ଅନେକ ଶୁଭେଚ୍ଛା ଆପଣଙ୍କ ଦିନ ସୁଭମୟ ହେଉ ହନୁମାନ ଜୟନ୍ତୀ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା🙏🌹 ' ଜୟ ଶ୍ରୀ ରାମ '🌹🙏
@TikiTiki-xy8hi
@TikiTiki-xy8hi Ай бұрын
Jay jagannth 🙏🙏🙏
@kailashchandrasahoo8325
@kailashchandrasahoo8325 Ай бұрын
Tq
@__manas__behera
@__manas__behera Ай бұрын
Hello
@bikramjena523
@bikramjena523 Ай бұрын
Hii
@bcmcreation3187
@bcmcreation3187 Ай бұрын
Jay JAGHANNATH❤🙏
@PrinceShiba208
@PrinceShiba208 Ай бұрын
Jay shree ram ♈
@priyankadiaries123
@priyankadiaries123 Ай бұрын
ଆପଣ ମାନଙ୍କୁ ପଣା ସଂକ୍ରାନ୍ତି ଅନେକ ଶୁଭକାମନା ଜୟ ଜଗନ୍ନାଥ 🙏
@manidipabihari331
@manidipabihari331 Ай бұрын
ମହା ବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଶୁଭକାମନା 🎉🎉🎉🎉❤❤❤😊😊😊
@user-yw6bl4dv1h
@user-yw6bl4dv1h Ай бұрын
Odishara odia naba barsa ra samastanku hardika abhinandana happy pana sankranti to all of you🙏💕 be happy stay healthy
@PrabatiBehura
@PrabatiBehura Ай бұрын
❤❤❤❤❤❤❤❤❤
@himansusekhardas9749
@himansusekhardas9749 Ай бұрын
Same to you
@PinkiBehera-vw5wg
@PinkiBehera-vw5wg Ай бұрын
ସମସ୍ତଙ୍କୁ ପବିତ୍ର ପଣା ସଂକ୍ରାନ୍ତି ର ହାର୍ଦ୍ଦିକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଓ ଓଡ଼ିଆ ନବ ବର୍ଷକୁ ସ୍ବାଗତ ❤❤ ଜୟ ମା ❤❤
@RK-xe4qq
@RK-xe4qq Ай бұрын
@user-jj7iz8qf3d
@user-jj7iz8qf3d Ай бұрын
ପବିତ୍ର ପଣା ସଂକ୍ରାନ୍ତି ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
@srikantsethy4074
@srikantsethy4074 Ай бұрын
ମହା ବିଷୁବ ପଣାସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଜୟ ଶ୍ରୀ ରାମ 🙏🙏🙏🕉🚩🚩🚩🧡🧡🧡
@SanjibaniRout
@SanjibaniRout Ай бұрын
Odia naba barsara hardhik abhinandan ❤️jay jaganath 🙏
@sudhirbehera4876
@sudhirbehera4876 Ай бұрын
ନଟିଆ କମେଡି ଦର୍ଶକ ମାନଙ୍କୁ ମୋ ତରଫରୁ ଶୁଭ ସକାଳ ଓ ଓଡିଆ ନବବର୍ଷ ପଣା ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ପ୍ରଭୁ ଜଗନ୍ନାଥ ଆପଣଙ୍କ ଦିନ ମଙ୍ଗଳମୟ କରନ୍ତୁ 🌅🌅🌅😊😊😊❤❤❤❤❤❤
@sankarsan5867
@sankarsan5867 Ай бұрын
Natia jeun Mane like Karuthibe like karantu🎉
@Sona-pk2zw
@Sona-pk2zw Ай бұрын
❤❤❤❤Jay Jagannath 🙏🏻🙏🏻🙏🏻🙏🏻🥰🥰🥰🥰
@ommprakashpradhan7836
@ommprakashpradhan7836 Ай бұрын
Sakalu natia comedy dekhibara maja pura alaga 🎉🎉🎉🎉🎉🎉❤❤❤❤❤ natia pain comment ku like te hau 😅😂
@RohitNandanNaik
@RohitNandanNaik Ай бұрын
ଓଡ଼ିଆ ନବ ବର୍ଷରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା ଓ ଅଭିନନ୍ଦନ❤❤❤❤❤❤
@rajukhanda6148
@rajukhanda6148 Ай бұрын
ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ହାପି ପଣା ସଂକ୍ରାନ୍ତି
@Dipun.sahoo-143
@Dipun.sahoo-143 Ай бұрын
ଜୟ ଜଗନ୍ନାଥ natia comedy jahaku bhal lage like kar...
@Madhaba_Dora
@Madhaba_Dora Ай бұрын
ସମସ୍ତ Utkal Cartoon World members nku ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏🙏
@Krishnadasbls180
@Krishnadasbls180 Ай бұрын
ଜୟ ଜଗନ୍ନାଥ 🙏🏻❤️ଜୟ ମାଆ ଲଷ୍ମୀ ଓଡ଼ିଆ🙏🏻❤️ ନବବର୍ଷ ର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା🙏🏻🥰
@manaranjan886
@manaranjan886 Ай бұрын
ପଣା ସଂକ୍ରାନ୍ତି ପାଳିତ ଓଡ଼ିଆ ନବବର୍ଷ ଉପଲକ୍ଷେ ଆପଣଙ୍କୁ ଶୁଭାରମ୍ଭ ଓ ଶୁଭେଚ୍ଛା ଜଣାଇଛି
@Roshanbarik-iz5uh
@Roshanbarik-iz5uh Ай бұрын
Subha pana sankranti 😊
@pareshkumarbehera1483
@pareshkumarbehera1483 Ай бұрын
ଜୟ ମା* ମଙ୍ଗଳା*🙏ଜୟ ଶ୍ରୀଜଗନ୍ନାଥ*🙏 ନମଃ ଶିବାୟ*🙏ଜୟ ହନୁମାନ*🙏 💐ଶୁଭ ମହାବିଷୁବ ପଣା ସଂକ୍ରାନ୍ତି 💐ଶୁଭ ହନୁମାନ* ଜୟନ୍ତୀ 💐ଶୁଭ ଡ଼ଃ. ଭିମରାଓ ଆମ୍ବେଦକର ଜୟନ୍ତୀ 💐ଶୁଭ ଓଡିଆ ନବ ବର୍ଷ-୨୦୨୪ Super cultural 👌👌 episode, Thanks to UCW team.👍👍
@theanimal3153
@theanimal3153 Ай бұрын
ଜୟ ଜଗନ୍ନାଥ❤❤❤❤❤
@surajkumardas2607
@surajkumardas2607 Ай бұрын
OM NAMAH SHIVAYA ❤
@ChandinChandin-re1fc
@ChandinChandin-re1fc Ай бұрын
Same to you
@pradeepbehera1367
@pradeepbehera1367 Ай бұрын
Mb bxmbbkb bkm b. 😢xdkkm. K
@DhananjayaSahu-ge7mz
@DhananjayaSahu-ge7mz Ай бұрын
@dipunnaik2827
@dipunnaik2827 Ай бұрын
ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ ର ଅଭିନନ୍ଦନ ଓ ଶୁଭେଚ୍ଛା ❤️❤️🎈🎈
@misssukanti7788
@misssukanti7788 Ай бұрын
Happy pana sankorati samstanka utkala paribaroku ma tarafru jay Jagannath 🙏🙏🙏🌺🙏🌺🌺🌺
@AbhimanyukumarBhoi
@AbhimanyukumarBhoi Ай бұрын
ଓଡ଼ିଆଙ୍କ ନବ ବରଷ ହେଲା ଅମୋ ପଣା ସଂକ୍ରାନ୍ତି ❤❤❤🧖
@user-kk5yb8jx8y
@user-kk5yb8jx8y Ай бұрын
Parallel universe episode please jaldi upload karantu
@manojsahoo9317
@manojsahoo9317 Ай бұрын
Hnn
@YogiSanjibRakesh-01Advance
@YogiSanjibRakesh-01Advance Ай бұрын
Yes 🎉🎉🎉🎉❤❤❤❤
@dharuababutikeman2844
@dharuababutikeman2844 Ай бұрын
Balangir ru kie kie dekhu6a like kara
@twinkletwinkle473
@twinkletwinkle473 Ай бұрын
Mu boudh ru dekhuchi
@twinkletwinkle473
@twinkletwinkle473 Ай бұрын
Mu boudh ru dekhuchi
@surendranaik3736
@surendranaik3736 Ай бұрын
Mui balangir ra
@Vishnuvlog763
@Vishnuvlog763 Ай бұрын
Kalahandi ru
@snehaseth1807
@snehaseth1807 Ай бұрын
Mui b bolangir ra
@BINDASKAJAL-xk2kx
@BINDASKAJAL-xk2kx Ай бұрын
Cuttack ru kie kie natia comedy dekhucha like kara 👍🏻
@ekamberpradhan2653
@ekamberpradhan2653 Ай бұрын
ପବୀତ୍ର ଓଡ଼ିଆ ନବ ବର୍ଷ ର ଅଭିନନ୍ଦନ ଜେ ଜଗନ୍ନାଥ.❤🎉🎉🎉
@Madhaba_Dora
@Madhaba_Dora Ай бұрын
Kon kon bade ho kar bhi chhote bacche ki tarah cartoon dekh rahe ho???? Happy Pana Sankranti 2024 ❤❤❤❤
@sarkar_gaming999
@sarkar_gaming999 Ай бұрын
@madhaba_dora tamar au kichu kama nahi
@user-zi9it7by9e
@user-zi9it7by9e Ай бұрын
Me dekhtahun
@pitambarrauta7493
@pitambarrauta7493 Ай бұрын
Madhaba.
@singhmatru7117
@singhmatru7117 Ай бұрын
Ek pagal mental hai madhaba Dora 😆😆😆
@theanimal3153
@theanimal3153 Ай бұрын
❤❤❤❤❤❤❤
@RitikTt-fp2wi
@RitikTt-fp2wi Ай бұрын
ଜୟ ଜଗନ୍ନାଥ ❤ମୋର favourite ନଟିଆ comedy ଆଜି ସକାଳୁ ଦେଖି ବହୁତ ଭଲ ଲାଗିଲା
@RajeshRaut-cl7go
@RajeshRaut-cl7go Ай бұрын
ଯେଉଁ ମାନେ ନଟିଆ କମେଡି ଦେଖିବାକୁ ଭଲ ପାଅ ଗୋଟେ like କର ❤️
@rameshmaharana9463
@rameshmaharana9463 Ай бұрын
Danda nacha ganjam ra prasidha jatra ❤❤😊😊 iam from ganjam
@pragatikabisoyi2263
@pragatikabisoyi2263 Ай бұрын
Kon kon Hindu hai 🙏❤️👍
@pabitrabehera6447
@pabitrabehera6447 Ай бұрын
@MahadevSiv-yg3lp
@MahadevSiv-yg3lp Ай бұрын
❤mu
@simapradhan6437
@simapradhan6437 Ай бұрын
AAP hinsa Wadi hai kya
@user-xl6hp5rx7s
@user-xl6hp5rx7s Ай бұрын
Tu
@chocolateboysagar5397
@chocolateboysagar5397 Ай бұрын
Koi nahi hai
@himansurout6204
@himansurout6204 Ай бұрын
*ପବିତ୍ର ପଣା ସଂକ୍ରାନ୍ତି, ଓଡିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ପରିବାର ତରଫରୁ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ l*🙏🙏
@bhaktabandhunayak-ib7xv
@bhaktabandhunayak-ib7xv Ай бұрын
ଜୟ ଜଗନ୍ନାଥ ଓଡ଼ିଆ ନବବର୍ଷ ର ହାର୍ଦିକ ଶୁଭେଛା ଶୁଭକାମନା
@barshaswain-rg2ns
@barshaswain-rg2ns Ай бұрын
Natiay comedy kahaku bhala laguchi like kar❤😊🎉
@HopefulWaterskiing-qf9sl
@HopefulWaterskiing-qf9sl Ай бұрын
ହେଲୋ ସାଙ୍ଗ ମାନେ ଆପଣ ମାନଙ୍କୁ ପଣା ସଂକ୍ରାନ୍ତି ଉପଲକ୍ଷେ ହାର୍ଦ୍ଧିକ ଶୁଭକାମନା happy ପଣା ସଂକ୍ରାନ୍ତି ❤❤❤
@sharatbarik-nu1ti
@sharatbarik-nu1ti Ай бұрын
ଆଜି ଯାହାହେଉ ନବ ଭାଇ GIRL FRIEND ମୁହଁ ଦେଖାହେଲା 😅 କେତେ ସୁନ୍ଦର ଆପଣ ମାନେ କୁହନ୍ତୁ 😂
@Ravanasura91
@Ravanasura91 Ай бұрын
AMA PURI PILA KIA Malike like👍te hau JAY JAGA
@BEZTEMATIKI
@BEZTEMATIKI Ай бұрын
Человек листающий коменты желаю тебе здоровья, и никогда не болеть.
@user-ck3je2nw5s
@user-ck3je2nw5s Ай бұрын
ଓଡ଼ିଆ ନବବର୍ଷ ଉପଲକ୍ଷେ ମୋର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🥰🥰🥰🥰 ଜୟ ଜଗନ୍ନାଥ ❤❤❤❤
@theanimal3153
@theanimal3153 Ай бұрын
Thanks ❤❤❤❤❤❤
@user-ck3je2nw5s
@user-ck3je2nw5s Ай бұрын
Wellcome
@user-hp3ws2lt2h
@user-hp3ws2lt2h Ай бұрын
@mr.jerry2788
@mr.jerry2788 Ай бұрын
ଗଞ୍ଜାମ ପ୍ରସିଦ୍ଧ ଦଣ୍ଡ ନାଚ ଉପରେ ଗୋଟେ ହେଉ😊
@Sibaprasadn510
@Sibaprasadn510 Ай бұрын
ପଣା ସଙ୍କ୍ରାନ୍ତି ଦିନ RA ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା
@matanlitanayushmanexpress4823
@matanlitanayushmanexpress4823 Ай бұрын
ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🎉🎉🎉
@DeepakKumar-sn8wf
@DeepakKumar-sn8wf Ай бұрын
ଭାରତ ରତ୍ନ ଓ ସମ୍ବିଧାନ ନିର୍ମିତା ଡଃ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଦିବସ ଉପଲକ୍ଷେ ହାର୍ଦିକ ଅଭିନନ୍ଦନ 🙏🙏🇮🇳🇮🇳
@Madhaba_Dora
@Madhaba_Dora Ай бұрын
ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ । ଏହି ଦିନଠାରୁ ବସନ୍ତି ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନ‌ଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥ‌ିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ବତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥ‌ିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧୂକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବି ବିଧୂ ରହିଛି । ଏହି ଦିନ ସାଇପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା । ଦିଆଯାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ । ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମା ତ୍ରମାନ ଖୋଲାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ଆମ ସମାଜରେ ପ୍ରଚଳିତ । ସେଥ‌ିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୁଜା ପାଉଥ‌ିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖ୍ ତାର ନିମ୍ନ ଅଂଶରେ ସରୁ କଣ କଣାକରି ସୂକ୍ଷ୍ମ ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ବଂ ଜୀବଜଗତ ଜଗତକୁ ଜଳ ପ୍ରଦାନ କରାଯାଉଥ‌ିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି ।ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।
@TejaswiniGouda-bk8be
@TejaswiniGouda-bk8be Ай бұрын
ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ l ସମସ୍ତଙ୍କୁ ମା ଘଣ୍ଟ ଘୋଡ଼େଇ ରଖନ୍ତୁ l
@thesweetshow7413
@thesweetshow7413 Ай бұрын
ଅତି ସୁନ୍ଦର ଭାବରେ ପଣା ସଂକ୍ରତି ଷ୍ଟୋରୀ ହେଇଚି ଥାଙ୍କ ୟୁ ଉତ୍କଳ କାର୍ଟଊଁ ଚେନେଲ ଆମେ ଓଡ଼ିଆ ବୋଲି ଗର୍ବିତ ❤️🌹❤️🌹❤️🌹
@dev.8022
@dev.8022 Ай бұрын
ଆଜି ମୋ ଜନ୍ମଦିନ❤
@MrAshok07655
@MrAshok07655 Ай бұрын
ଓଡ଼ିଶାର ଗର୍ବ ଓ ଗୌରବ ର ଦିନ ପଣା ସଂକ୍ରାନ୍ତି ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା ❤❤ ଜୟ ଜଗନ୍ନାଥ ❤❤
@cnbakash
@cnbakash Ай бұрын
ମୋର ସବୁ ଭାଇ, ଭଉଣୀ ମାନଙ୍କୁ ଓଡ଼ିଆ ନବ ବର୍ଷରେ ହାର୍ଦିକ ଅଭିନନ୍ଦନ 🥰
@srpcreatorsuman5317
@srpcreatorsuman5317 Ай бұрын
ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ❤️❤️
@beherarailway9996
@beherarailway9996 Ай бұрын
ସତରେ heart touching episode ❤❤❤
@user-ug4xn8gh2s
@user-ug4xn8gh2s Ай бұрын
Happy pana sankranti sanga mane ❤️❤️❤️❤️❤️❤️❤️❤️❤️❤️❤️
@BimalMahakur-uw7qt
@BimalMahakur-uw7qt Ай бұрын
Natia cartoon kahara pasanda like kara😊😊
@Artbyajua5
@Artbyajua5 Ай бұрын
ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଜୟ ଜଗନ୍ନାଥ 🙏🙏
@tikinabehera5375
@tikinabehera5375 Ай бұрын
ଓଡ଼ିଆ ନୂତନ ବର୍ଷ ର ହାର୍ଦିକଶୁଭକାମନା ❤😊
@AkshayaSahu-bp7io
@AkshayaSahu-bp7io Ай бұрын
ଓଡ଼ିଆ ନୁଆଁ ବର୍ଷ ର ଅଭିନନ୍ଦନ ଓ ଶୁଭେଚ୍ଛା 😊😊
@RASHMITANAIK-zz3cr
@RASHMITANAIK-zz3cr Ай бұрын
ଓଡ଼ିଆ ନବ ବର୍ଷ ର ଶୁଭେଚ୍ଛା ଓ ଅଭିନନ୍ଦନ
@godabarisahoo8871
@godabarisahoo8871 Ай бұрын
Happy pana sankranti
@bapinisethi4615
@bapinisethi4615 Ай бұрын
Subha sakala.jay jagannath ❤❤❤
Natia Comedy Part 434 ||  Banshi Ra Swapna
13:49
utkal cartoonworld
Рет қаралды 3,5 МЛН
Natia Comedy Part 444 || Gutka Nisha
19:36
utkal cartoonworld
Рет қаралды 2,9 МЛН
Chips evolution !! 😔😔
00:23
Tibo InShape
Рет қаралды 42 МЛН
Would you like a delicious big mooncake? #shorts#Mooncake #China #Chinesefood
00:30
Glow Stick Secret 😱 #shorts
00:37
Mr DegrEE
Рет қаралды 147 МЛН
Natia Comedy Part 363 || Sukutara Bahaghara
19:15
utkal cartoonworld
Рет қаралды 11 МЛН
Natia Comedy Part 447 || Tuta Tara
18:25
utkal cartoonworld
Рет қаралды 2,3 МЛН
8 PM Headlines | 1st June 2024 | Odisha TV | OTV
1:32
Quiet Night: Deep Sleep Music with Black Screen - Fall Asleep with Ambient Music
3:05:46
Natia Comedy || part 424 || Sonara Scooty
19:40
utkal cartoonworld
Рет қаралды 3,7 МЛН
Natia Comedy Part 430 || Palagada
12:30
utkal cartoonworld
Рет қаралды 3 МЛН
Chips evolution !! 😔😔
00:23
Tibo InShape
Рет қаралды 42 МЛН