No video

News Fuse 01 April 2022| Utkal Divas Special

  Рет қаралды 338,432

OTV

OTV

Күн бұрын

News Fuse 01 April 2022| Utkal Divas Special
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 379
@NatureTour8716
@NatureTour8716 2 жыл бұрын
ଧନ୍ୟବାଦ୍ ଓଟିଭି .. ଆପଣଙ୍କର ଏହି ପ୍ରୟାସ ଦ୍ବାରା ବହୁତ୍ ଲୋକ ସୁଧୁରିଜିବେ....🙏
@travellerkingbaba1712
@travellerkingbaba1712 2 жыл бұрын
ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ।ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ।
@prashant-bm4fp
@prashant-bm4fp 2 жыл бұрын
👍👍👍👍👍
@Trueloveyouth
@Trueloveyouth 2 жыл бұрын
ଆମ ନେତା ବିଷ୍ଣୁ ସେଠୀ ଭାଇ ସବୁ ଠିକ କହିଲେ ଏଭଳି ନେତା ହିଁ ଆମର ଦରକାର ଜୟ ଶ୍ରୀ ରାମ ବନ୍ଦେ ଉତ୍କଳ ଜନନୀ ଜୟ ଶ୍ରୀ ଜଗନ୍ନାଥ 🚩💖🙏
@RajaSahoo_1098
@RajaSahoo_1098 2 жыл бұрын
" ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃ ଭାଷା l " " ବନ୍ଦେ ଉତ୍କଳ ଜନନୀ "
@niharranjansahoo8364
@niharranjansahoo8364 2 жыл бұрын
👍
@nirupamasethi1549
@nirupamasethi1549 2 жыл бұрын
🙏👍👍👍👍👍👍👍👍👍👍👍
@manasmitamohanty9827
@manasmitamohanty9827 Жыл бұрын
Written by କବି ସମ୍ରାଟ -ଉପେନ୍ଦ୍ରଭଞ୍ଜ
@vikramkishore1931
@vikramkishore1931 2 жыл бұрын
ଓଡିଶା ୧୯୩୬ ରେ ସ୍ଵତନ୍ତ୍ର ମାନ୍ୟତା ପାଇଲା , ହେଲେ ୧୯୭୫ ରେ ଉତ୍କଳ ଦିବସ ପାଳନ ଆରମ୍ଭ ହେଲା , ଶ୍ରୀମତୀ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ହେଲା ପରେ.
@sidhantabehera6875
@sidhantabehera6875 2 жыл бұрын
Ohh good
@sankarsenapati7876
@sankarsenapati7876 2 жыл бұрын
Pura tik katha
@sribatsa09
@sribatsa09 2 жыл бұрын
Thnks a lot for this information
@lifeisverybeautiful5437
@lifeisverybeautiful5437 2 жыл бұрын
😇😇😇😇😇😇😇 ଆମେ ଓଡ଼ିଆ ଭାରି ବଢିଆ, କଥାରେ କି କାମରେ କୋଉଥିରେ ନୁହେଁ, ସବୁ ସେଇ ଜଗତରନାଥ ଜଗନ୍ନାଥ ଭରସା, ଧନ୍ଯ ରେ ନୀଳା, ଧନ୍ଯ ତୋ କୀଳା 🛕ଜୟ୍ ଜଗନ୍ନାଥ 🛕
@baikunthapradhan875
@baikunthapradhan875 2 жыл бұрын
🔥🔥
@ashiskumargochhayat7764
@ashiskumargochhayat7764 2 жыл бұрын
Jay tetiskoti Deba devi 🙏🙏🙏
@wearesk69
@wearesk69 2 жыл бұрын
ଆମେ ଓଡ଼ିଆ ଏଥିପାଇଁ ଆମେ ଗ୍ରବୀତ ଅବଶ୍ୟ ଓଡିଶା ବିଷୟ ରେ ଅଳପ ବହୁତ ଜଣା ଅଛି ତଥାପି ଆମେ ଗର୍ବିତ ଜୟ ଜଗନ୍ନାଥ
@stvodia073
@stvodia073 2 жыл бұрын
ଆରେ ନବୀନ ପଟ୍ଟନାୟକ ଖାଲି ଗଦି ଲୋଭରେ ମାତି ଛନ୍ତି ତେଣୁ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଗୁଣ୍ଡା ବୀର ବାକ୍ୟ ବୀର ମାନଙ୍କ ଫେକଟିରୀ ବସେଇଚି ଆଉ ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛି ନବୀନ
@sangitaranipanda7811
@sangitaranipanda7811 2 жыл бұрын
ଧନ୍ୟ ମୋ ଓଡ଼ିଆ ଭାଇ, ଭଉଣୀ I କି ଯୋଗ ହେଲାରେ 🤭🥱🤔
@trilochanpatnaik6321
@trilochanpatnaik6321 2 жыл бұрын
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଲାଭ କଣ ରହିଲା ଯଦି ସାଧାରଣ ଜନତା ଠୁ ଆରମ୍ଭ କରି ନେତା ମାନେ ଯଦି ଓଡ଼ିଆ ବର୍ଣ୍ଣମାଳା କେତେ ଜାଣିନାହାନ୍ତି ।
@jagatsinghpurtodaylive1362
@jagatsinghpurtodaylive1362 2 жыл бұрын
ଆହେ ଦୟାମୟ ବିଶ୍ବବିହାରୀ ମତେ କଲ କଇଁ ଏତେ ସୁନ୍ଦରୀ
@itilenka4738
@itilenka4738 2 жыл бұрын
😄😄
@amarendrasahoo1326
@amarendrasahoo1326 2 жыл бұрын
Proud to be an odia🙏. ବନ୍ଦେ ଉତ୍କଳ ଜନନୀ
@niranjanjagadalaradhe
@niranjanjagadalaradhe 2 жыл бұрын
ସାର ଏମେନେ ସବୁ ସହର ପିଲା ଗୁଡାକ ପାଠ ପଢିବା ପାଇଁ ଦାମୀ ଦାମୀ ସ୍କୁଲ ଓ collage କୁ ଯାଉଛନ୍ତି ହେଲେ ଜ୍ଞାନ କିଛି ବି ନାହିଁ, ଭଲ ଆମେ ସବୁ ଗାଁ ପିଲା.. ସଲେ ଏଗୁଡ଼ାକ ବି ଜାଣିନାହାନ୍ତି ଧନ୍ୟ ତୁମର ଜ୍ଞାନ ଭଣ୍ଡାର...........
@abhisheknayak3238
@abhisheknayak3238 2 жыл бұрын
ବନ୍ଦେ ଉତ୍କଳ ଜନନୀ ❤
@runandfunwithganesh8507
@runandfunwithganesh8507 2 жыл бұрын
Bande Utkal Janai 🙏
@prasadsahoo3749
@prasadsahoo3749 2 жыл бұрын
Bande utkal janani
@satyabrata_005
@satyabrata_005 2 жыл бұрын
ଏତେ ମୂର୍ଖ ଲୋକ ବି ଆମ ଓଡ଼ିଶା ରେ ଅଛନ୍ତି । ପାଠ ସାଠ ପଢ଼ିଲେ ସିନା ମନେ ରହିବ.. ଆରେ ଏ ଗୁଡା ପରା ପଞ୍ଚମ ଶ୍ରେଣୀ ରୁ ଦଶମ ଶ୍ରେଣୀ ବହି ରେ ଅଛି.. ପଢ଼ି ନ ଥିବେ ଆଉ... ଛି ଛି
@Suniltudu473
@Suniltudu473 2 жыл бұрын
Sabu achhi bhai atiki nuhe
@prashant-bm4fp
@prashant-bm4fp 2 жыл бұрын
Utkal divas dina school galeni, nahele kichhi speech sunithaante
@subratswain9954
@subratswain9954 2 жыл бұрын
ଦହି ପଖାଳ କଂସାରେ ବୁଡି ମରିଯା ରେ ସବୁ । ଜମା କଷ୍ଟ ହେବନି ଥଣ୍ଡା ଲାଗିବ😛😛
@mohansanta101
@mohansanta101 2 жыл бұрын
Bande uttkala janani
@sidhantabehera6875
@sidhantabehera6875 2 жыл бұрын
ବିଷ୍ଣୁ ସେଠୀ ସାର୍ ଭଲ ଉତ୍ତର ଦେଲେ ବହୁତ ଭଲ ଲାଗିଲା।
@subscribed9148
@subscribed9148 2 жыл бұрын
Happy utkala dibasa all of u
@spchannel4418
@spchannel4418 2 жыл бұрын
Respect for those young boys who answer the questions very confidently and accurately
@balarambiswal8282
@balarambiswal8282 Жыл бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@NarendraKumarBhoi
@NarendraKumarBhoi 2 жыл бұрын
Great! Great! Great! What an interesting episode.
@sudhansukumarbal3419
@sudhansukumarbal3419 2 жыл бұрын
So nice program on Utkal divas
@santoshdas219
@santoshdas219 2 жыл бұрын
Bahut badhiya, Loko mane janiba nihati darkar,thank you o tv
@saratkumarpradhan3468
@saratkumarpradhan3468 2 жыл бұрын
ଓଡ଼ିଆ ଙ୍କ ଶିକ୍ଷାଗତ ସ୍ତର ଦେଖି ଲାଜ ଲାଗୁଚି. ଛି ଛି
@manojbiswal9235
@manojbiswal9235 2 жыл бұрын
କେଡେ ମୂର୍ଖ ତମେମାନେ କିରେ ଶଳା ନିଜକୁ କେବେ ଓଡିଆ କହିବ ନାହିଁଁ କି ନିଜକୁ କେଉଁଠି ଓଡ଼ିଶାର ପିଲା କହିବ ନାହିଁଁ ଶଳା ଲାଜ ଲାଗିବ ରେ
@chintaIdea
@chintaIdea 2 жыл бұрын
ଓଡ଼ିଆ ମାଘିଆ ଲୋକ ମାନେ ମୂକ ବଧିର ଲୋକ ମାନେ 🙏 ମଦ ପିଇ ଭୋଟ ଦେବେ କ'ଣ ହେବ ଶିକ୍ଷା କ୍ଷେତ୍ରରେ କି ଉନ୍ନତି ବାଳ ଓଡ଼ିଆ ଲୋକ ମାନେ
@arabindapanda50
@arabindapanda50 2 жыл бұрын
😡
@Roma-2028
@Roma-2028 2 жыл бұрын
“ଭଲ ଗୋଟେ ମାତୃଭାଷା କିସ ହେବ ଭାଇ ଚଳି ଯାଉଅଛି କାମ ରୁଣ୍ଡାଇପୁଣ୍ଡାଇ, କୁକୁର କିମ୍ପାଇ ଗୋଟେ ବନାଇବ ଘର ଚରି ବୁଲେ ବାର ମିଶା ଅଇଁଠା ପତର" ~ବ୍ୟାସକବି ଫକୀର ମୋହନ ସେନାପତି
@arjunsahoo1852
@arjunsahoo1852 2 жыл бұрын
ଏ ନୀଉଜ୍ ଫିଉଜ୍ ଲୋକ ଙ୍କ ଉପରେ କିଛି ବି ପ୍ରଭାବ ପଡୁନି, ଯଦି ପ୍ରଭାବ ପଡୁଥାନ୍ତା ତାହେଲେ ଆଜି News fuse ୧୯୬୪ ଏପିଶୋଡ ରେ ପହଞ୍ଚି ନଥାନ୍ତା 🙄
@sidhantabehera6875
@sidhantabehera6875 2 жыл бұрын
ଚନ୍ଦ୍ରକାନ୍ତ ଭାଇ ଭଲ ଉତ୍ତର ଦେଲେ ଓଡ଼ିଶାରୁ ୨୧ ( ଲୋକସଭା) ୧୦ ( ରାଜ୍ୟ ସଭା).
@sudhansukarmi6504
@sudhansukarmi6504 2 жыл бұрын
୨୨ ବର୍ଷ ର ସାଷନ ର ଫଲ
@bindasssipra373
@bindasssipra373 2 жыл бұрын
"ମୋ ମାତୃଭାଷା ମୋତେ ଶ୍ରେଷ୍ଠ "
@kanhumaharana4376
@kanhumaharana4376 Жыл бұрын
Bande utkal janani ....
@vanumatitarai4410
@vanumatitarai4410 2 жыл бұрын
I Love you news fuse ❤️❤️
@surendrasurendranath2023
@surendrasurendranath2023 2 жыл бұрын
Bahut vala lagila
@SubhamPanigrahy.
@SubhamPanigrahy. 2 жыл бұрын
ବିଜେପି bala ଙ୍କୁ ଏସବୁ ପ୍ରଶ୍ନ ପଚାରିବା ସଙ୍ଗେ ସଙ୍ଗେ ଉତ୍ତର ପାଇବେ 👍
@asitrout7659
@asitrout7659 Жыл бұрын
🙏🙏🌹ଜୟ ଜଗନ୍ନାଥ 👍
@urbangobru8063
@urbangobru8063 2 жыл бұрын
Thanks otv Katha rakhibaru...
@ruddhabantasingh2482
@ruddhabantasingh2482 2 жыл бұрын
ଗୋପବନ୍ଧୁ ଆମ କଟକ ଛୁଆ ମୋ ମାଉସୀ ପୁଅ ହା ହା ହା ହା ହା ହା............
@djbinayak4911
@djbinayak4911 2 жыл бұрын
1936 April 1 re amo odisha Ako rajya bhabe nobagothita heba smrutire April masho 1 tarikore UTKAL Divsha bhabe palon karajaye , Ahi dinoti Amo ODISHA Ku swotantra rajya manyta milithila 🙏🙏🙏
@buluprasad4170
@buluprasad4170 2 жыл бұрын
ବିଜୟ babu 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂
@dwitikrushnasahu778
@dwitikrushnasahu778 2 жыл бұрын
ସରକାର ପ୍ରତି ବ୍ଲକରେ ଇଂଲିଶ ମାଧ୍ୟ୍ୟମ ବିଦ୍ୟାଳୟ ଖୋଲିବାର ସମୟ..........
@nababehera4052
@nababehera4052 2 жыл бұрын
Full bobal episode🙏🙏🙏🙏🙏❤️
@bhupendradihiria4326
@bhupendradihiria4326 Жыл бұрын
Hrusikesh babu nka anchoring, pura mind ku mast karidauchi
@babulmrsoul2752
@babulmrsoul2752 2 жыл бұрын
Very excellent programme 👏
@pradipkumarrout316
@pradipkumarrout316 2 жыл бұрын
Alway Rock sura bhai greay
@dlshorts6123
@dlshorts6123 2 жыл бұрын
Sachetan odisha pain prayaas pain dhanyabad
@kabitasahoo8385
@kabitasahoo8385 2 жыл бұрын
🙏👍 Loved the opening. Thank you 🙏.
@electronichacker3677
@electronichacker3677 2 жыл бұрын
Thank u otv
@smrutiranjanbehera5208
@smrutiranjanbehera5208 2 жыл бұрын
Jay Jagannath
@bulubiswal5297
@bulubiswal5297 2 жыл бұрын
Very nice parsona
@k.kamaleswarighatal7347
@k.kamaleswarighatal7347 2 жыл бұрын
Very nice Episode Bonde utkal janani🙏
@izireal-estate3619
@izireal-estate3619 2 жыл бұрын
Sura bhai visual majhire
@StepbyStepKnowledge754248
@StepbyStepKnowledge754248 2 жыл бұрын
My Fevorite Show
@legend75219
@legend75219 2 жыл бұрын
Respect youths. And remember that our youth generation are uneducated because of our system. The fact is our government didn't want to spend both money and time for our education system. Still some of government school did not have teachers.
@Swayansu_sekhar
@Swayansu_sekhar 2 жыл бұрын
Aame Odia . 🙏 Jay Jagannath
@madansethy1828
@madansethy1828 2 жыл бұрын
Primary to higher education Odisha upare sanskruti knowledge topics rakhile janiparibe samaste
@debiprasadrath5247
@debiprasadrath5247 2 жыл бұрын
9th 10th re achhi...kintu amane book nehe facebook ru padha padhanti..😑
@sanjeebsahu4936
@sanjeebsahu4936 2 жыл бұрын
Excellent
@adityacreative1005
@adityacreative1005 2 жыл бұрын
Excellent episode of my life
@sanandapadhan2766
@sanandapadhan2766 2 жыл бұрын
Bande utkala janani
@videosofcreative3201
@videosofcreative3201 2 жыл бұрын
Well done otv
@adityacreative1005
@adityacreative1005 2 жыл бұрын
Nice episode
@kabitasahoo8385
@kabitasahoo8385 2 жыл бұрын
Loved "cuttack chua" comedy.
@bharatindianagamer
@bharatindianagamer 2 жыл бұрын
It's shameful language sister we should respect our legends 👍👍👍
@mahipal_mj
@mahipal_mj 2 жыл бұрын
Bahut bhal lagla👍👍
@izireal-estate3619
@izireal-estate3619 2 жыл бұрын
Vala lagila
@jitendrasahoo5099
@jitendrasahoo5099 2 жыл бұрын
ଖାଲି City area ରେ ଗାଆଁ ରେ କାଇଁ???
@Railwayjobinformation
@Railwayjobinformation 2 жыл бұрын
Sir thare ei question guda ama education minister sameer das ku pacharibe.. 🙏🙏🙏
@Soumyaranjan-Vids
@Soumyaranjan-Vids 2 жыл бұрын
Heart touching beginning
@gayatrichakrabarty317
@gayatrichakrabarty317 Жыл бұрын
Best newsfuse ❤️❤️❤️❤️❤️👍👍👍👍👍
@jayakrushnasahuofficial4327
@jayakrushnasahuofficial4327 2 жыл бұрын
Jai koshal✊
@Aditya-lh8sd
@Aditya-lh8sd 2 жыл бұрын
Jai kosal
@soubhagyaranjandas7751
@soubhagyaranjandas7751 2 жыл бұрын
Bhai jay koshal nuha jay odisha jay odia
@bharatindianagamer
@bharatindianagamer 2 жыл бұрын
@@Aditya-lh8sd koshal ta kauthi achi ki sei odisha re na
@S.manoram
@S.manoram 2 жыл бұрын
ଏଭଳି ଟିଉସନ ଚାଲୁ । ଯୁବପିଢି ଚେତି ବେ ।
@sarojmajhi1625
@sarojmajhi1625 2 жыл бұрын
That why we oppose making province on base of language
@kalgaming2352
@kalgaming2352 2 жыл бұрын
ଏମାନଙ୍କ କଥା ଶୁଣିଲେ ମୁଣ୍ଡ ତଳକୁ ହେଇଯାଉଛି
@debasispradhan4764
@debasispradhan4764 2 жыл бұрын
Super
@rahitcreation172
@rahitcreation172 2 жыл бұрын
ଉଚୋ ହୋବା ପାଇଁ କୋର ଯେବେ ଆଶା ଉଚ୍ଚ କୋର ଆଗୋ ନିଯୋ ମାତ୍ରୁ ଭାଷା
@basistakanhar6667
@basistakanhar6667 2 жыл бұрын
ଭାଇ ଆପଣ ଶୁଦ୍ଧ ଭାବରେ ଲେଖିବାକୁ ଚେଷ୍ଟା କରନ୍ତୁ ।
@krushnamohansahoo5633
@krushnamohansahoo5633 2 жыл бұрын
ଖାଲି ଚପଲ ମାଡ଼ ଦରକାର ତୋତେ😡😡😡
@banty6350
@banty6350 2 жыл бұрын
ଭାଷା ଭିତ୍ତି ରେ ଓଡ଼ିଶା ରାଜ୍ୟ ପ୍ରଥମ ନୁହେଁ ଗୁଗଲ ରେ ମାରିଲା ବେଳ କୁ ଆନ୍ଧ୍ର ଦେଖାଉଛି
@jayashree10000
@jayashree10000 2 жыл бұрын
1936ଓଡିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଆନ୍ଧ୍ରପ୍ରଦେଶ ଦ୍ଵିତୀୟ କାରଣ 1953 ରେ ଗଠିତ ହେଲା.
@banty6350
@banty6350 2 жыл бұрын
ସେ କଥା ମୁଁ ଜାଣିଛି ଯେ ଗୁଗଲ ରେ କିନ୍ତୁ ଆନ୍ଧ୍ର ଆସୁଛି। ଓଡ଼ିଶା ସରକାର କିଛି ପଦକ୍ଷେପ ବି ନାହିଁ
@tusarkanta_sahoo
@tusarkanta_sahoo 2 жыл бұрын
Yes but eita before independence heithila...so..ebe Andhra show karuchi
@banty6350
@banty6350 2 жыл бұрын
@@tusarkanta_sahoo ଯା ହେଲେ ବି ଆମ ରାଜ୍ୟ ନା ଆସିବା କଥା ସବୁ କିଛି ନେଇଗଲେ କାଲି ରସଗୋଲା ଆଜି ରାଜ୍ୟ ନା ଆଉ କୋଉଠି ବି ଆସିବନି
@brokenheart-ry8pk
@brokenheart-ry8pk 2 жыл бұрын
କହିବାକୁ ଲାଜ ଲାଗୁନି , ଓଡ଼ିଶା ହିଁ ଆସୁଛି
@iamforyou4673
@iamforyou4673 2 жыл бұрын
" ଉତ୍କଳ ଗୌରବ ମଧୁସୁଦନ ଦାସ "
@SocioRam90
@SocioRam90 2 жыл бұрын
କେବେ ଗାଁ ପିଲାଙ୍କୁ ପଚାର..., ଭୁବନେଶ୍ୱର ପିଲାକୁ ଖାଲି ପଚାରିଲେ ହେବ କି..?
@amitkumarnaik6414
@amitkumarnaik6414 2 жыл бұрын
କେବେ ଆମ ଗାଁ କୁ ଆସ ଆମ ପିଲା କହିବେ।what is the meaning of April full.
@Userrr390
@Userrr390 2 жыл бұрын
Seita fool
@debiprasadrath5247
@debiprasadrath5247 2 жыл бұрын
arey seita fool 😂
@narayanbehera8408
@narayanbehera8408 2 жыл бұрын
Good episod
@malayskl2453
@malayskl2453 2 жыл бұрын
Ae question sabu 10th au +2 pilanku pacharibe jetebele semane rally karuthibe...
@umeshpenter1107
@umeshpenter1107 2 жыл бұрын
Sura Bhai bekilia Bhai.
@amareshswain8088
@amareshswain8088 2 жыл бұрын
Always Respect youth 🙌 give best answer ...
@omprakashmohanty489
@omprakashmohanty489 2 жыл бұрын
ଓଡ଼ିଆ ବର୍ଣମାଳା ର ସ୍ୱର ବର୍ଣ୍ଣ 11 ଓ ବ୍ୟଞ୍ଜନ ବର୍ଣ୍ଣ 39 🙏🙏
@nirajmeher3760
@nirajmeher3760 2 жыл бұрын
ବ୍ୟଞ୍ଜନ ବର୍ଣ୍ଣ -୩୮
@omprakashmohanty489
@omprakashmohanty489 2 жыл бұрын
@@nirajmeher3760 how
@nirajmeher3760
@nirajmeher3760 2 жыл бұрын
@@omprakashmohanty489 କ୍ଷ ହେଉଛି ଯୁକ୍ତବର୍ଣ୍ଣ
@santoshkosoriya1700
@santoshkosoriya1700 2 жыл бұрын
Bande Utkal Janani
@rajrajeshbabu5504
@rajrajeshbabu5504 2 жыл бұрын
thanks sir 👍👍💕
@manojbiswal7967
@manojbiswal7967 2 жыл бұрын
Dhanya dhanya re bhai.... good job bhai yemiti gote gote program karantu...
@AP.prabina
@AP.prabina 2 жыл бұрын
ତମେ ଆମ ବଉଦ ଜିଲ୍ଲା କୁ ତଥା ପଶ୍ଚିମ ଓଡ଼ିଶାକୁ ଆସୁନାହ ବୋଧେ ନହେଲେ ଆମେ କୁହନ୍ତୁ
@user-xx7yj6ki4r
@user-xx7yj6ki4r 2 жыл бұрын
yes
@izireal-estate3619
@izireal-estate3619 2 жыл бұрын
Nice episode.
@krishnasethy8533
@krishnasethy8533 2 жыл бұрын
ଅଙ୍ଗନବାଡ଼ି ଅଣ୍ଡା ଖାଇକି ପାଠ ପଢ଼ିଚନ୍ତି ସବୁ 😀
@SMITAMITDIYA
@SMITAMITDIYA 2 жыл бұрын
ଭଉଣୀ ସମସ୍ତ ଙ୍କୁ ଚିହିଁଛନ୍ତି କିନ୍ତୁ କାହା ବିଷୟରେ ଧାଡ଼ିଏ କହିପାରୁନାହାନ୍ତି 😅😅😅
@smitasamal3076
@smitasamal3076 2 жыл бұрын
Sir same question ama minister mananku pachara jau ..OTV ku etiki nibedana ama minister manka knowledge janibaku chanhuchu
@rajkishorepatnaik2912
@rajkishorepatnaik2912 2 жыл бұрын
The great video post
@jatanirock1548
@jatanirock1548 2 жыл бұрын
ବିଜେପି ନେତା ବିଜେପି ର ମାନ ରଖିଲେ
@sanandapadhan2766
@sanandapadhan2766 2 жыл бұрын
Smart city re samaste smart ta answers bi smart heuchhi
@Aaddddgggg
@Aaddddgggg 2 жыл бұрын
Otv repoter କୁ ଲୋକ କିଛି questoin ପଚାରିବେ ସେ program କର ଆମେ ଦେଖିବୁ ତମର କେତେ ଜେନେରାଲ knowledge 🤣 ନାରଣ କୁ question ପଚାରିବା ସେ ପ୍ରୋଗ୍ରାମ ହଉ ସେ କେତେ ଜ୍ଞାନୀ ଆମେ ଜାଣିବା, screept ପଡିକି କ୍ୟାମେରା ଆଗରେ ନିଜର ବାହାଦୁରି ଛାଡ଼ିଯିବ 😂 କେତେ ରିପୋର୍ଟଏର ପାଠୁଆ ଆମେ ଜାଣିଛୁ, ଆପଣ କେବେ ସାଧାରଣ ଲୋକଙ୍କୁ କୁହନ୍ତୁ ଆପଣ ମାନଙ୍କୁ ପଚାରିବା ପାଇଁ ଜଣା ପଡ଼ିଯିବ ତମ ବାହାଦୁରି
@prasanjitmohapatra4197
@prasanjitmohapatra4197 2 жыл бұрын
Best episode so far🤣🤣🤣
@kabitasahoo8385
@kabitasahoo8385 2 жыл бұрын
Good job otv. 🤣🤣🤣🤣🤣
@kanchanpani5709
@kanchanpani5709 2 жыл бұрын
Samast odisha basinku utkal dibas ra hardi ka subecha bandea utkal janani
News Fuse 22 AUG  2023
22:48
OTV
Рет қаралды 164 М.
Пройди игру и получи 5 чупа-чупсов (2024)
00:49
Екатерина Ковалева
Рет қаралды 4,3 МЛН
SPONGEBOB POWER-UPS IN BRAWL STARS!!!
08:35
Brawl Stars
Рет қаралды 21 МЛН
Ik Heb Aardbeien Gemaakt Van Kip🍓🐔😋
00:41
Cool Tool SHORTS Netherlands
Рет қаралды 9 МЛН
Bhajan antakhyari_Ep191_30july2016
49:18
Prarthana TV
Рет қаралды 1,5 МЛН
Пройди игру и получи 5 чупа-чупсов (2024)
00:49
Екатерина Ковалева
Рет қаралды 4,3 МЛН