News Fuse 10 APRIL 2024

  Рет қаралды 54,714

OTV

OTV

2 ай бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 124
@-manas-ranjan-143
@-manas-ranjan-143 2 ай бұрын
2019 ଠାରୁ 2024 ପର୍ଯ୍ୟନ୍ତ କିଛି ହେଉ କି ନହେଉ କିନ୍ତୁ ପାଣ୍ଡୁ ବାବୁ ଜିଲ୍ଲାକୁ ଜିଲ୍ଲା ହେଲିକପ୍ଟରରେ ବୁଲି ଜନ ସାଧାରଣଙ୍କ 500 କୋଟି ଟଙ୍କାରେ ତେଲ ପୋଡିଦେବା ନିଶ୍ଚିତ ହୋଇଛି !!
@BB-nr4zb
@BB-nr4zb 2 ай бұрын
Hn re vai.. Se Na gale scam heba kemiti..
@rinkunahak3715
@rinkunahak3715 2 ай бұрын
ନବିନ ଦାୟ 25 ବର୍ଷ ଧରି ସରକାର ହେଲେ ବିଜୁଳି ଏବେ ଆସୁଛି
@-manas-ranjan-143
@-manas-ranjan-143 2 ай бұрын
5 ବର୍ଷରେ ଥରେ ନେତା ମନ୍ତ୍ରୀ ମାନଙ୍କର ଭଗବାନଙ୍କ କଥା ମନେ ପଡେ 😂😂 ଶେଷରେ ଭଗବାନଙ୍କୁ ଘୋଷାରି ନେଲ ରାଜନୀତି ପଙ୍କକୁ ....
@143Susanta
@143Susanta 2 ай бұрын
ଏସବୁ ରାଜନୀତି ଏବେ ମିଶୁଛନ୍ତି ଜିତିବା ପରେ ଲୁଟୁଛନ୍ତି ସବୁ ଜାଣିକି ବି ଜନତା ଭୋଟ ଦେଉଛନ୍ତି ଧନ୍ୟ ହେ ଜଗନ୍ନାଥ ଟିକେ ଭୋଟର ଭାଇ ଭଉଣୀକୁ ବୁଦ୍ଧି ଦିଅ ପ୍ରଭୁ କେତେ ଆଉ ଶିକାର ହେବେ ଏ ରାଜ ନେତାଙ୍କଠୁଁ 🙏🙏🙏🙏🙏
@user-xb2ct4vb8o
@user-xb2ct4vb8o 2 ай бұрын
ନବୀନ ଆସିଲେ ଓଡିଶା ବିନାଶ ନିଶ୍ଚିତ ହେବ ଏହି ପାଣ୍ଡିଆ ହିଁ ସର୍ବନାଶ କରିବ ଲେଖିକି ରଖ
@Narendramodifn
@Narendramodifn 2 ай бұрын
ବିଜେପି ଜିନ୍ଦାବାଦ 🌹🌹🌹🌹
@sangamaifarming
@sangamaifarming 2 ай бұрын
ସେଥି ପାଇଁ ଭୋଟର ଙ୍କ ବିନା ଶିକ୍ଷକରେ ସୁଲ ଛାଲେ ଭୋଟର ଶିକ୍ଷିତ ନ ହେଲେ ହିଁ ଏମିତି ନେତା ଙ୍କୁ ଦେବେ ଧନ୍ୟ ଆମ ଭୋଟର କେବେ ବଦଳିବେ
@L.kstatus694
@L.kstatus694 2 ай бұрын
15 ବର୍ଷ ଲାଗିଗଲା ବିଜୁଳି ଦବା ପାଇଁ ଆଉ ସବୁ କାମ ପାଇଁ କେତେ ଦିନ ଲାଗିବ , ଏ ସରକାର କଣ development କରିବେ ଜଣା ପଡ଼ୁଚି,ଓଡ଼ିଶାର ସରଳିଆ ଲୋକଙ୍କୁ ଠକୁ ଛନ୍ତି ଏମାନେ
@asimsaktimohanty5742
@asimsaktimohanty5742 2 ай бұрын
୧୫ ବର୍ଷ ପରେ ନିର୍ବାଚନ ସମୟରେ ହଉପଛେ ଲୋକଙ୍କ ଦୁଃଖ ବୁଝିଥିବାରୁ ଖୁସିଲାଗୁଛି। ହେଲେ ଯଦି ନିର୍ବାଚନ ପରେ ବି ଲୋକଙ୍କ କଥା ବୁଝିବେ ଭୋଟ ଦେବାକୁ କହିବାକୁ ପଡନ୍ତାନି |
@sudhirbehera4876
@sudhirbehera4876 2 ай бұрын
ଭାଇ ଆପଣ ଜାଣି ପାରୁନାହାନ୍ତି ଆଉ ଏବେ ପରା ଲୁହା ଗରମ ଅଛି ଏବେ ହାତୁଡି ମାରିଲେ ହବ ନା ଲୁହା ଥଣ୍ଡା ହେଇଗଲେ କ'ଣ ହେବ 😅😅😅😅😅😅😅 ଭାଇ ଭଉଣୀ ମାନେ ବିଜୁଳି ନ ପାଇ ଅନ୍ଧାର ଭିତରେ ଥିଲେ ଆଉ ଏବେ ବିଜୁଳି ପାଇ ଅନ୍ଧାର ଭିତରେ ଅଛନ୍ତି 😅😅😅😅😅
@-manas-ranjan-143
@-manas-ranjan-143 2 ай бұрын
ଏମିତିରେ ଭୋଟ ପାଇ କୋୖଣସି କ୍ୟାଣ୍ଡିଡେଟ୍ ଦେଖା ଦିଅନ୍ତିନି ସେଇଟା ଏବେ ପାଣ୍ଡୁ ବାବୁ ସିଧା ସଳଖ କହିଦେଲେ ଯେ ଭୋଟ ଦେଇ ଆଉ କାହା ଆଶା ରଖିବନି !!😅😅
@kuanrtudu9960
@kuanrtudu9960 2 ай бұрын
ମୁର୍ଖ ଲୋକଙ୍କୁ କଣ ବୁଝେଇବେ । ଚାଉଳ ନବୀନ ଦେଇଛି ନା ଧାନ ଗଛରୁ ଫଳିଛି ।
@user-bm7qk9sf6t
@user-bm7qk9sf6t 2 ай бұрын
ଧାନ୍ୟରେ ଭାଇ ଖାଇବ କେନ୍ଦ୍ରର ଗାଇବ ନଵୀନର ଏ ଭାଇମାନେ ଟିକେ ଶିକ୍ଷା ଅର୍ଜନ kara
@user-oh4ue9ct1r
@user-oh4ue9ct1r 2 ай бұрын
Kuna bhainku hrudayaru pranam due to lack of education our public are very innocent they do not understand truth of darty politics
@143Susanta
@143Susanta 2 ай бұрын
ଦିଦି ତମେବି ପଦବୀ କୁ ଆସିଲେ ଲୁଟିବ ସବୁ ରାଜନେତା ଚୋର ସେଥିଯୋଗୁ ଏ ଦଳରୁ ଅଧିକ ଲୁଟି ସେ ଦଳକୁ ଡିଆଁ ମାରୁଛନ୍ତି ସବୁ ସେ ଦଳରୁ ଲୁଟି ଏ ଦଳକୁ ଡିଆଁ
@Innocent_boi_dm
@Innocent_boi_dm 2 ай бұрын
Jay Jagannath ❤ first like..... first comment....❤
@freefiretopup9385
@freefiretopup9385 2 ай бұрын
Hlw sir ଭୁଲୁ କହିଲେ ଆଉ ଶଙ୍ଖ ଚିହ୍ନ ର ଯଦି କୁକୁର ଠିଆ ହବ କୁକୁର ବି ଜିତିବ,,, କାହିଁକି ନା ଗାଁ ଆଜି କିଛି ପୁରୁଣା ଲୋକେ ଅଛନ୍ତି କୁହୁଛନ୍ତି ଆମେ ନବୀନ କୁ ଦେଲୁ,,,,, ଆମ ଗାଁରେ age ra ଲୋକ କୁ ପଚାରିଲି କାହାକୁ ଭୋଟ ଦବ ସେ କହିଲା ଜିଭ ଥିବା ଯାଏ ଶଙ୍ଖ ଭୋଟ ଦାବି😁🤣
@BB-nr4zb
@BB-nr4zb 2 ай бұрын
Vai ama loka bujhu nahanti
@tellmethecause..6716
@tellmethecause..6716 2 ай бұрын
Sarkar kauthi soethile 15barsha pare line asila
@asimsaktimohanty5742
@asimsaktimohanty5742 2 ай бұрын
୧୫ ବର୍ଷ ପରେ ନିର୍ବାଚନ ବେଳେ ହେଉପଛେ ଲୋକଙ୍କ କଥା ବୁଝିଥିବାରୁ ଖୁସି ଲାଗୁଛି| ହେଲେ ନିର୍ବାଚନ ପରେବି ଯଦି ଲୋକଙ୍କ ଦୁଃଖ ଶୁଣନ୍ତେ ତାହେଲେ ଭୋଟ ଦେବା ପାଇଁ କହିବାକୁ ପଡନ୍ତାନି |🫡
@rashmiranjannayak-yz3ur
@rashmiranjannayak-yz3ur 2 ай бұрын
Media loka thile asubidha kana ?
@krishnanaikbrothers6459
@krishnanaikbrothers6459 2 ай бұрын
Super news sir Jay Jagannath 🙏
@geetanjaliacharya6079
@geetanjaliacharya6079 2 ай бұрын
God bless you to your family sir 🙏
@NiranjanMallick-cw9nv
@NiranjanMallick-cw9nv 2 ай бұрын
ପାଣ୍ଡିୟାନ ବୁଝାଇଦେଲେ ବିଜେଡି ନେତାଙ୍କୁ ଏଥର ଟେଣ୍ଟବନ୍ଧା ଲୋକ ସଭାକୁ
@user-xb2ct4vb8o
@user-xb2ct4vb8o 2 ай бұрын
ଶଳା କେତେ ନାଟକ କରୁଛନ୍ତି ନବୀନକୁ ହଟା
@bireswarbishi7980
@bireswarbishi7980 2 ай бұрын
ବହୁତ ବଡ଼ କାମ କରିଛନ୍ତି ଆପଣଙ୍କୁ ଏବଂ ନବୀନ ପଟ୍ଟନାୟକଙ୍କୁ ସ୍ଵର୍ଗ ବାସ ସମ୍ମାନ ଦେବା କଥା।
@143Susanta
@143Susanta 2 ай бұрын
ଯାହା ହେଉ ଏଇ ନେତାଙ୍କୁ ଧନ୍ୟବାଦ ହେଲେ ଏଇ କାମଟା ଆଗରୁ କରିଥିଲେ ଭଲ ହେଇଥାନ୍ତା ଇଏ ସବୁ ରାଜନୀତି ସବୁ ଏମିତି ହୁଏ ଆମ ଓଡ଼ିଶାରେ ଏଠି ସବୁ ବିଶ୍ୱସ୍ତରୀୟ କାମ ହୁଏ 😂😂
@bhubanewardharua9631
@bhubanewardharua9631 2 ай бұрын
ଅପାରଗ ନବୀନ ପଟ୍ଟନାୟକ ଦାୟୀ l
@somanathsoma9734
@somanathsoma9734 2 ай бұрын
Amar BJP sarkar darkar
@Katibabu-qg1ug
@Katibabu-qg1ug 2 ай бұрын
ଆମେ ପାଇଁନେ ଆମ ଘର ମୟୁର ଭଞ୍ଜ ରାସାଗାବିନ୍ଦପୁର
@manlife6223
@manlife6223 2 ай бұрын
Athe pai daie mla mp sabu govt officer au pc sarkar
@dushmantasahoo2905
@dushmantasahoo2905 2 ай бұрын
Nabin babu 15 barsh hela jani nahanti karaput kauthi abe janile sethi lagi line asila
@pusparanijena7745
@pusparanijena7745 2 ай бұрын
ଯେତେବେଳେ ପାଣ୍ଡୁ ବାବୁ ଆଉ କାହାକୁ ପାଇଲେନି ସେତେବେଳେ ଭାବିଲେ (25yrs ପରେ ) କରେଣ୍ଟ ଟା ଦେଇଦେଲେ ଏ ଇ ଲୋକ ହିଁ ଭୋଟ ଦେବ ....
@ghanagolori8777
@ghanagolori8777 2 ай бұрын
A manetha 1no Nmro Vaka
@MR.NAHAK-334
@MR.NAHAK-334 2 ай бұрын
ହଁ ମ ଭାଇ କରେଣ୍ଟ ଆଣିବାପାଇଁ ୨୦୧୯-୨୪ଲାଗିଲା ଆଉ ଯଦି ଏଠିକି ସ୍ପଷ୍ଟ 5G ନେଟୱର୍କ ଆଣିବା ପାଇଁ ତ ୨୦୩୩ ମସିହା ଲାଗିବ ଆଉ😅😅😅
@mudulihari8713
@mudulihari8713 2 ай бұрын
ଆରେ ମାଗିଆ ମାନେ ଚାଉଳ କାର୍ଡ 2013ରେ ଅଇଛି
@user-tr5uw9yg3k
@user-tr5uw9yg3k 2 ай бұрын
ବିଧାୟକ ପାଡଲୋଆଗରୁଲାଇନ।ଦେଇପାରି ଥାନ୍ତେ ଏବେ କାହିଁକି ଦେଲେ ଲୋକ ମାନଙ୍କୁ ବାଉଳା କରି ଚାନ୍ଦା ନେଲେ କଳା କୁକୁଡ଼ା ସହ,କେତେ ଟା କଳା କୁକୁଡ଼ା ଯନ୍ତ୍ର ତନ୍ତ ପୁଜାରେ ବଳୀ ଦେଇଥିଲେ ମିଡ଼ିଆ ବାଲା ଯାଣିଥିବେ ଟିକେ କହନୀ,
@pusparanijena7745
@pusparanijena7745 2 ай бұрын
ମୁଁ ତ ଭାବିଛି ଏଇଥର ଆଖିବନ୍ଦ କରି ଘରୁ ଯିବି ... ଆଖି ବନ୍ଦ କରି ଭୋଟ ଦେବି ...ରାମ ଲକ୍ଷ୍ମଣ ସୀତା ... ବଟନ ଦବାନ୍ତୁ..🔴 ନାରଣ ଭାଇ
@soumyaranjanbarik4734
@soumyaranjanbarik4734 2 ай бұрын
ଯଦି 147 ବିଧାନସଭା ଆସନରେ ନବୀନ ତେବେ 21 ଲୋକସଭା ଆସନରେ ପାଣ୍ଡିଆନ ଏଠାରେ ଏହି ଉକ୍ତିଟି ଜନତାଙ୍କ ପାଇଁ କେଉଁ ନାମ ଧରି ଡାକିବି ତୁମକୁ ତୁମେ ସର୍ବ ନାମ
@psstatusofficialchannel4717
@psstatusofficialchannel4717 2 ай бұрын
BjD sarkar dai
@krishnachandrasahoo1631
@krishnachandrasahoo1631 2 ай бұрын
Rourkela gout hospital ra rogi manankara Pai taking nahi staff kahuchanti
@143Susanta
@143Susanta 2 ай бұрын
ମିଡ଼ିଆ ଭାଇ ମାନେ ପରଦା ଫାସ କରୁଛନ୍ତି ତ ସେଥି ଯୋଗୁ ଟିକେ ବାହାରକୁ ଯାଅ ଏଠି ସବୁ ଲୁଟିବେ କେମିତି କଥା ବାର୍ତା ହେବେ
@BB-nr4zb
@BB-nr4zb 2 ай бұрын
Ate barsa jaye electricity kan pai nathila.. Odisha loka bujhiba darkar.. Vai mane tike advance huo.. Tike chinta kara.. Plz
@user-zg5kr2op3m
@user-zg5kr2op3m 2 ай бұрын
Very nice
@k.kamaleswarighatal7347
@k.kamaleswarighatal7347 2 ай бұрын
Beautiful
@jncreation9663
@jncreation9663 2 ай бұрын
ରାଜ୍ୟ ସରକାର ଦୟୀ
@subhanathsahoo1179
@subhanathsahoo1179 2 ай бұрын
Meera madam tike kahila, magana chaula Kendra dauchi na rajya dauchi? Nija chhatire hata rakhi sata Katha lokanku kuha.
@user-yp8dd1fi7l
@user-yp8dd1fi7l 2 ай бұрын
Ama odisha sarakar nka dai
@sadanandamalik3569
@sadanandamalik3569 2 ай бұрын
Kintu ebe line disconection karuchhanti
@freefiretopup9385
@freefiretopup9385 2 ай бұрын
ନବୀନ ସବୁ ବଳେ ଠିଆ ହୁଛନ୍ତି ବସୁ ନାହାନ୍ତି 😊
@lingarajsahoo-bm2iu
@lingarajsahoo-bm2iu 2 ай бұрын
Daei sethakar prasashon
@RajeevMinz
@RajeevMinz 2 ай бұрын
ନୂଆ ଓଡିଶା 😂😅😅😅😅
@freefiretopup9385
@freefiretopup9385 2 ай бұрын
Hn sir ଆମ ଗାଁରେ ମୋ ଜେଜ ଆଉ ମା candidate ଦେଖୁ ନାହାନ୍ତି ,, କିନ୍ତୁ ଆମେ ଦେଖୁଛୁ ଆମ କୋଉ ଥିରେ ଦବୁ କି 🤔🤔
@nrushingacharanotvisbestch2938
@nrushingacharanotvisbestch2938 2 ай бұрын
2019 ଠାରୁ 2024 ଭିତରେ ପାଣ଼ୃ ସାର୍ କେତେ ଟଙ୍କା ଖରଚ କରିଛନ୍ତି କୁହନ୍ତ
@samirkumarrout6294
@samirkumarrout6294 2 ай бұрын
❤jai shree ram save 🌍 ❤😊🇨🇮
@madhusudan8249
@madhusudan8249 2 ай бұрын
Janata Nku Akha Bag Dei Vote Nebe Navin Or Pandian.
@rajeshkhora6691
@rajeshkhora6691 2 ай бұрын
Aparajita to dilogue bihar re dekha
@HarikrishnaGouda
@HarikrishnaGouda 2 ай бұрын
୧୯ ରୁ ୨୪ ଯେମିତି କାମ କଲୁ ଭାରତରେ କଉ ଜାଗାରେ ହଇନି
@Khamania02
@Khamania02 2 ай бұрын
୧୫ ବରଷ ହେଲା ପରେ 😅🙏🙏
@daminipradhan8104
@daminipradhan8104 2 ай бұрын
Government 😢😢
@monalishajena7457
@monalishajena7457 2 ай бұрын
ଆମ ଲୋକ😊
@143Susanta
@143Susanta 2 ай бұрын
ଚାଉଳ କେନ୍ଦ୍ରରୁ ଆସୁଛି ହେଲେ ଷ୍ଟାମ୍ପ ପରା ନବୀନ ପଟନାୟକଙ୍କର ଏଠି ସବୁ ଏମିତି ଏଭାଇ ମୋ ଭଉଣୀ ମାନେ ଏଇ କିଛି ନୁହଁ ଏମାନେ ତମକୁ ଦେବା ନାଁରେ ସବୁ ଲୁଟିକି ଖାଉଥିଲେ ଏବେ ଟିକେ କାମ କରି ପୁଣି 24 ବର୍ଷ ଲୁଟିବେ
@prasannarana8651
@prasannarana8651 2 ай бұрын
Bhai 2024 aji tejila
@soumyaranjanbarik4734
@soumyaranjanbarik4734 2 ай бұрын
ଏଣ୍ଡୁଅ ରଙ୍ଗ ବଦଳେଇଲେ ଚଳିବ ହେଲେ ନେତାମାନେ ରଙ୍ଗ ବଦଳାଇବାଟା ଲୋକେ ଗ୍ରହଣ କରିବେ ତ
@mr.mitukantareal9842
@mr.mitukantareal9842 2 ай бұрын
Kebe amiti jaithile m
@chinmayanandabapuji1538
@chinmayanandabapuji1538 2 ай бұрын
Hi
@kshyamanidhimahakur3521
@kshyamanidhimahakur3521 2 ай бұрын
Kete Rati anidra janapaduche
@satyamcreation463
@satyamcreation463 2 ай бұрын
ହେ ନବିନ୍ ବାବୁ ତମେ କେଭେ ମରିବ😄😄😄
@manasmalik8724
@manasmalik8724 2 ай бұрын
ପାଣ୍ଡିଆ କହିଲେ ନବୀନ 5 ବର୍ଷ ଭିତରେ କେତେ କାମ କଲେ ଆଉ ମଦ ଦୋକାନ ଖୋଲି କେତେ ଘର ଭାଙ୍ଗି ଦେଲ ଆଉ କେତେ ଜୀବନ ନେଲ କାଈ କହିଲନି ରେ ପାଣ୍ଡୁ ଆଗକୁ ଆଉ କେତେ ଜୀବନ ନେବ ଟିକେ କୁହ
@prasannarana8651
@prasannarana8651 2 ай бұрын
Bhai machi Maya chanchar aie ta nabina sarakra😂😂😂😂
@Official_B.kanhar7289
@Official_B.kanhar7289 2 ай бұрын
ପରୀକ୍ଷା ରେ ଆସିବ 😂😂😂😂
@DigitalDiary-hk9fk
@DigitalDiary-hk9fk 2 ай бұрын
Ebe bijuli asila 😂😂😂 gote khusi au
@Babusan524
@Babusan524 2 ай бұрын
ଛିଃ ଛିଃ ଲଜ୍ୟ
@olddighasea8849
@olddighasea8849 2 ай бұрын
ରଘୁରାମ ବାବୁ କୁ ଲଜ୍ୟା ଲାଗୁନି
@maitri56
@maitri56 2 ай бұрын
Just before elections poor koraputia got current....after 15 years! What a shame!
@rudrapp0
@rudrapp0 2 ай бұрын
ନବୀନ ବାବୁ ଆଉ କିଏ 😂😂😂
@bravosingh4153
@bravosingh4153 2 ай бұрын
*ଆହୁରି ଅନେକ ଗାଆଁ ଅଛି ଯେଉଁଠି ବିଜୁଳି ତାଙ୍କ ପାଇଁ ସାତ ସପନ*
@babunimohanty489
@babunimohanty489 2 ай бұрын
❤😂
@sadanandamalik3569
@sadanandamalik3569 2 ай бұрын
News fuse karyakram ra parichalak sir more ehi nibedan tiku mananiya nabin babu o pandiyan babunkar drustigochar karaibe boli more asha.nibedan ti heuchhi pratyek sabha karyare pandiyan babu kebal odisha bashi nkar seba karuchhanti boli bhasan deuchhanti.nabin babunkar 4 kiti odia tank parivar hele jeun byakti janank pandian babunku kali fingithile se kan naveen babunka parivar re nuhan nti ki ??? Kahin ki se byakti kali fingi thile tahar karn bujhileki borng tanku arrest kari nele ye heuchhi odisha bashi nkar seba
@rocknclassicmusicschool362
@rocknclassicmusicschool362 2 ай бұрын
Akbar birbal kahani sunichhanti, ?aji kalika politikal kahani taa agare bahut chhota laguchhi.bodh hue budhi mana kebala apanamane ? Public sab samjh ta hai MAHARAAJ
@SIMASINGH-oh9ox
@SIMASINGH-oh9ox 2 ай бұрын
Ki majak chalichi odishare
@user-lh2ul6ne6t
@user-lh2ul6ne6t 2 ай бұрын
Auto
@user-te6xu3un9o
@user-te6xu3un9o 2 ай бұрын
E bjd sarakaraku sampurna mulapocha kariba samay asichi Tamil sasan hatao odisha bachao
@kalandisahoo6877
@kalandisahoo6877 2 ай бұрын
Nabin and pandu
@dhaneswarnandi2130
@dhaneswarnandi2130 2 ай бұрын
5 barsare sabu lutinela Ye Navin sarakar ra urnati kama
@anillenka6016
@anillenka6016 2 ай бұрын
2019 to 2024 Re bikas haiche 😂😂😂😂Naa Bala haiche
@dharmendramaharana8485
@dharmendramaharana8485 2 ай бұрын
Odisa sarakar
@Dibyamala4567
@Dibyamala4567 2 ай бұрын
ଲୋକ କୁକୁର, ଟିକିଏ ଫୋପାଡି ଦେଲେ ସଵୁ ପଛରେ ପଛରେ
@tellmethecause..6716
@tellmethecause..6716 2 ай бұрын
Bala pandian
@somanathsoma9734
@somanathsoma9734 2 ай бұрын
Bjd sarakar dai
@swetabehera1346
@swetabehera1346 2 ай бұрын
Pandu kemiti Odisha basi nku ulla banauchhi...... Chhora tamili.... Ta saha ama odisha ra chora ghadi heichhanti....
@bhagabanpadhan1063
@bhagabanpadhan1063 2 ай бұрын
Athipai BJD Dae Atedina kuadejaithile
@PhaguSoren-pz9is
@PhaguSoren-pz9is 2 ай бұрын
Bjd dae
@pradeeptandia9171
@pradeeptandia9171 2 ай бұрын
BJP
@Babusan524
@Babusan524 2 ай бұрын
BJD hatao
@user-gf1gw7nq5k
@user-gf1gw7nq5k 2 ай бұрын
Mida ku dara bjd
@jawedakhtar9192
@jawedakhtar9192 2 ай бұрын
Being BJP ❤
@goodisbad7138
@goodisbad7138 2 ай бұрын
😅😅😅
@MAHESHDORA-zu5vk
@MAHESHDORA-zu5vk 2 ай бұрын
Kuchh Bhi Kuchh Bhi bol do Kuchh Bhi. 😂😂😂😂😂😂😂😂😂😂😂😅😅😅😅😅😮😮😮😮😮
@ganeshchandradehuri
@ganeshchandradehuri 2 ай бұрын
BJD Daie
@mr.mitukantareal9842
@mr.mitukantareal9842 2 ай бұрын
Abe election asila t heigala murkha loka agare amba gachhare kadali falichi boli ha karibe
@ManuSwain-dm8ue
@ManuSwain-dm8ue 2 ай бұрын
Aaaa..saia..sabu....chor..
News Fuse 08 APRIL 2024
21:16
OTV
Рет қаралды 78 М.
Can teeth really be exchanged for gifts#joker #shorts
00:45
Untitled Joker
Рет қаралды 17 МЛН
News Fuse 16 APRIL 2024
21:31
OTV
Рет қаралды 44 М.
News Fuse 12 APRIL 2024
21:30
OTV
Рет қаралды 61 М.
News Fuse 13 MAY 2024
20:24
OTV
Рет қаралды 63 М.
News Fuse 24 JUNE 2024
21:20
OTV
Рет қаралды 71 М.
News Fuse 26 FEB 2024
22:25
OTV
Рет қаралды 250 М.