News Fuse 15 May 2024 | ଥଙ୍ଗ ମଙ୍ଗ ନେତା | ବିଜେଡି ଜଟିଆ କାଳିଆ | 5T ବ୍ୟାଗ ଦୋକାନ

  Рет қаралды 187,657

OTV

OTV

2 ай бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 213
@user-yw8vq3fb5v
@user-yw8vq3fb5v 2 ай бұрын
ଯୋଗ୍ଯ ପ୍ରାର୍ଥୀଙ୍କ ଯୋଗ୍ଯତା ବକ୍ତବ୍ଯରୁ ଜଣାପଡିଯାଉଚି । ସମର୍ଥକ , ଭୋଟର , ଶୁଭେଚ୍ଛୁ , ଶୁଭଚିନ୍ତକ ସର୍ବୋପରି ରାଜନୀତିକ ଦଳ ଏମିତି ପାର୍ଥୀଙ୍କୁ ଚୟନ କରୁଥିବାରୁ ଧନ୍ୟବାଦାର୍ହ ।
@SstarRajesh
@SstarRajesh 2 ай бұрын
Bjd Hotao Odisha Bonchao jai Shree Ram 🙏 ❤❤❤❤🎉🎉🎉🎉
@bikrampiroi4588
@bikrampiroi4588 2 ай бұрын
Jay sriram🎉🎉🎉
@nksahoo4123
@nksahoo4123 2 ай бұрын
ଲାଗୁଛି ସାର୍ ଙ୍କର ଆଜି Network ପାଉନାହିଁ। ସେଥିପାଇଁ ଭାଷଣ ଦେଲାବେଳେ ଅସୁବିଧା ହେଉଛି ।😂😂😂
@SureshPusti
@SureshPusti 2 ай бұрын
ଏମିତିକା ଚାଟୁକାର ଲୋକକୁଂ ଦେଖି ଲେ ନିଜେ ଜଣେ ଓଡିଆ ଲୋକ ବୋଲି ଲଜ୍ଜା ଲାଗୁଛି, ଓଡିଶା ବିକ୍ରୀ ହୋଇଗଲେ ବି ଏମାନକଂର କୋଣସି ଫରକପଡିବନି, ଛି, ଛି, ଛି
@drujaydhana
@drujaydhana 2 ай бұрын
Happy birthday to you OTV channel ku amiti news fews dekhau thantu jay jagannath 🙏🙏🙏
@sarojkumartech8409
@sarojkumartech8409 2 ай бұрын
News fuse ର ୧୬ ତମ ବାର୍ଷିକ ଉତ୍ସବ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
@sweetsitu462
@sweetsitu462 2 ай бұрын
ହେ ଭଗବାନ୍ ଏ କି ନେତା
@rabindrarath9474
@rabindrarath9474 2 ай бұрын
ଓଡିଶା କାହା ପୈତୃକ ସମ୍ପତି ନୁହେଁ ଓଡିଶା ବିକାଶ ପାଇ ଆଉ କେତେ ବର୍ଷ କରିବାପାଇଁ ଦରକାର? ମୁଖ୍ୟମନ୍ତ୍ରୀ ସବୁଜିଲା ନାଁ କହିବା କଷ୍ଟ ନେତାମାନେ କହିବେ କିପରି?16ବର୍ଷ ପାଇଁ ନିୟୁଜଫିଉଜ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ
@ParamnarayanDash-xq6gv
@ParamnarayanDash-xq6gv Ай бұрын
ଓଡ଼ିଶା ନବୀନ ପଟ୍ଟନାୟକଙ୍କ ବାପାର ନହୋଇ ଥିଲେ ଏତେଥର ମୂଖ୍ୟ ମନ୍ତ୍ରୀ ହୋଇ ନ ଥାନ୍ତେ। ଆମର ବୋକାମୀ
@Rocky-tw2ru
@Rocky-tw2ru 2 ай бұрын
କଥା କହିବାର ଆସୁନଥିବା ଲୋକ କୁ ଟିକେଟ ମିଳୁଛି । ମୁଖିଆ କୁ ଟା କହିବା କୁ ଆସୁନି ଏ ମାନେ କଣ କହିବେ। ଆମେ ହି ବୋକ ଓଡ଼ିଆ ଲୋକ ଏମାନଙ୍କୁ ଭୋଟ ଦେଇ। ମୋର ଓଡ଼ିଶା ବାସି କୁ ଅନୁରୋଧ ଭୋଟ ଦିଅନି ଯଦି କିଏ ଭଲ ନାହିଁ but ଏହିଭଳି ଲୋକ କୁ ଦିଅନି
@prasantapattanaik862
@prasantapattanaik862 2 ай бұрын
ପ୍ରମୋଦ ମଳିକ ନିଜ ଅଂଚଳର କଥା ନ ଜାଣିବା ପରିତାପର ବିଷୟ। ।
@Tandikana
@Tandikana 2 ай бұрын
ନିଲୋଜ୍ ପ୍ରମୋଦ ମଲ୍ଲିକ ନିଆଳି ନିର୍ବାଚନ ମଣ୍ଡଳୀ ପାଇଁ କଳଙ୍କ
@PionDehuri
@PionDehuri 2 ай бұрын
5
@soumyaranjanbarik4734
@soumyaranjanbarik4734 2 ай бұрын
ନ୍ୟୁଜଫ୍ୟୁଜ 16ବର୍ଷରେ ପଦାର୍ପଣ କରିଥିବାରୁ ହୃଦୟରୁ ଧନ୍ୟବାଦ
@krishnanaikbrothers6459
@krishnanaikbrothers6459 Ай бұрын
Super news sir Jay Jagannath 🙏
@banabiswal8255
@banabiswal8255 2 ай бұрын
ପ୍ରମୋଦ ମଲ୍ଲିକ, ପୁଣି ନିଆଳି ନିର୍ବାଚନ ମଣ୍ଡଳୀ ପାର୍ଥ, ଏ ହାରାମି କଥା କହିପାରୁ ନାହିଁ,
@suchismitapanda3987
@suchismitapanda3987 2 ай бұрын
କାର୍ଯ୍ୟକ୍ରମ ବଢିଆ ଲାଗିଲା
@KailashChandraSahoo-tg9wv
@KailashChandraSahoo-tg9wv 2 ай бұрын
Thanks for otv
@prasantapattanaik862
@prasantapattanaik862 2 ай бұрын
ସେ ନେତାମାନଙ୍କୁ ପଠାଅ ଆମ ସହରର ଗଳି କନ୍ଦି ବିନା ଫଟୋରେ ସଫା କରିବେ। ତାଂକ ମୁହଁ କୁ ଲାଜ ନାହିଁ।ଠକଦଳ।
@skumar7960
@skumar7960 2 ай бұрын
ଏଥର ପାଟି ପିତା ହୋଇ ଯିବ ବହୁତ୍ ଖାଇଲ
@prasantapattanaik862
@prasantapattanaik862 2 ай бұрын
ଶଂଖ ବ୍ୟାଗ କିଏ ବିଜେଡି ବାଲା ବିକ୍ରି କରିଛି।
@jhunilatanayak1997
@jhunilatanayak1997 2 ай бұрын
Happy birthday news fews
@khageswardas2917
@khageswardas2917 Ай бұрын
Very nice
@SanatanchattarChattar
@SanatanchattarChattar 2 ай бұрын
ଜଗଦେବ ନିଶାରେ ଟଳ ମଳ ଗେନ୍ଦl ଜିତିଵ
@narayanchandrasahoo5852
@narayanchandrasahoo5852 2 ай бұрын
Jay Jagannath 🙏
@gvramani4995
@gvramani4995 2 ай бұрын
Congratulations
@jayantamadhei602
@jayantamadhei602 2 ай бұрын
ହଁ ବିଜେଡି ର ମୁଖିଆ ତ ଏଠି କାଗଜ ନଦେଖିଲେ ପଦୁଟିଏ କହି ପାରନ୍ତିନି ବାକି ପାଟିରେ ନପଶିଲେ ପାଖରେ ଫୁସୁ ଫୁସୁ କରି ପାଣ୍ଡୁ କହିଦିଅନ୍ତି ପ୍ରମୋଦ ବାବୁଙ୍କ ର ବିନା କାଗଜ ରେ କେମିତି ପଶିବ ନାରଣ ଏହେଉଛି ଆମ ନେତା ମାନେ ନିଜ ମାତୃଭାଷା କହିପାରୁନାହାନ୍ତି ରାଜ୍ୟରେ କି ଉନ୍ନତି କରିବେ
@-manas-ranjan-143
@-manas-ranjan-143 2 ай бұрын
ଆରେ ନାରଣ ଇଏ ସେଇ ଭାଇ ଟି 😂😂 ଯେ ନିଜ ନାମର ଜୟ ପକୋଉଥିଲେ । ସତରେ ଓଡିଶା ବାସି ତୁମେ ମହାନ ଯେଉଁ ଲୋକ ପାଟିରୁ ଅସ୍ପଷ୍ଟ ଶଦ୍ଦ ବାହାରୁଛି ତାକୁ ହିଁ ନେତା ବନୋଉଛ !!
@MRpopkisss
@MRpopkisss Ай бұрын
Salutes 🫡 otv newfiuse tm and all ❤
@user-vg7si3rq4m
@user-vg7si3rq4m 2 ай бұрын
Congratulations for 16th anniversary of news fuse
@nareshdashnareshdash5367
@nareshdashnareshdash5367 2 ай бұрын
Aska furti adhika hoyijaayichhi
@user-oh4ue9ct1r
@user-oh4ue9ct1r 2 ай бұрын
Kuna bhai abang teamnku bahut bahut dhanyawad news fews ra sohalattama janma barshiki painye subheccha abang dirghayu hebaku subhakamana
@hemalatachandhansdah9391
@hemalatachandhansdah9391 2 ай бұрын
Jau bhaimane bag bikri kotha kholasa karichhanti bahut bahut dhanyavad
@bramhanandadey8324
@bramhanandadey8324 2 ай бұрын
Odisha bags other state re bikri dekhiki pade gita mane paduchhi E ta heini kichhi E ta heini kichhi 25 barsa Matra heichhi,dekha agaku jitila pare kn heuchhi.
@soumyaranjanbarik4734
@soumyaranjanbarik4734 2 ай бұрын
କଟକ ସି ଏମ୍ ସି ର ଝାଡୁଦାର ମାନଙ୍କ ନୂତନ ଡ୍ରେସକୋଡ ଦେଖି ଖୁସିଲାଗିଲା
@bapimishra-sv4oz
@bapimishra-sv4oz 2 ай бұрын
Bahuta bhala lagila 👍
@user-id5qi5uq2g
@user-id5qi5uq2g 2 ай бұрын
Congratulations 🎉👏🎉👏
@user-vg7si3rq4m
@user-vg7si3rq4m 2 ай бұрын
ଭୋଟ ପୂର୍ବରୁ ଅଦଭୂତ ରୂପ ଭୋଟପରେ ଉଗ୍ର ରୂପ ନାରାୟଣ ନାରା...ୟଣ ଧନ୍ୟ କହିବ ଏ ଦୁନିଆ ଲୋକଙ୍କୁ
@skumar7960
@skumar7960 2 ай бұрын
Bus tamilnadu ରେ bag କଲିକତା ରେ
@kilogram382
@kilogram382 2 ай бұрын
😂😂😂😂 ବହୁତ୍ ବଢ଼ିଆ ଲାଗିଲା ଭାଇ।
@prafullakumarsahu7935
@prafullakumarsahu7935 2 ай бұрын
News fuse bahut badhia❤❤
@PareshMohabhuin
@PareshMohabhuin 2 ай бұрын
Ama sarkar ehivali loka nku bachithiba pain bharat ratna puraskar dabaku mor bhari ichha
@RahulKumar-sg3xi
@RahulKumar-sg3xi 2 ай бұрын
Ba bare good speech anku rastra pati heba drkr
@kashinathsamantaray6941
@kashinathsamantaray6941 2 ай бұрын
ଓଡ଼ିଶା ଦାଦନ ଏକ୍ସପୋର୍ଟ ସହିତ ବ୍ୟାଗ୍ ଏକ୍ସପୋର୍ଟ ରେ ଓଡ଼ିଶା No 1
@soumyaranjanbarik4734
@soumyaranjanbarik4734 2 ай бұрын
ବୁଝିଲ ନାରଣ ଆମର ସବୁ ବ୍ୟବସ୍ତା ହେଉଛି ବିଶ୍ୱସ୍ତରୀୟ ତେଣୁ ଏ ବ୍ୟାଗବଣ୍ଟା କଣପାଇଁ ପଛରେ ପଡିବ ତେଣୁ ଏଇବ୍ୟାଗ କୋଲକାତା,ମୁମ୍ବାଇରେ ବିକ୍ରିହଉଚି ମୋ ମତରେ ଏ ବ୍ୟାଗର ସୁଦୂରପ୍ରଚାର ର ଆବଶ୍ୟକ ନବୀନ ଓ ପାଣ୍ଡିଆନ ସାର୍ ଏ ଦିଗରେ ଦୃଷ୍ଟିଦେବାକୁ ଅନୁରୋଧ
@maheswarbehera6707
@maheswarbehera6707 2 ай бұрын
Kuna tripathy sir 🙏🏻
@SamirKumar64
@SamirKumar64 2 ай бұрын
ୟାକୁହିଁ କହିବ ଅସଲି ନେତା 😂
@sudhansukumarbal3419
@sudhansukumarbal3419 2 ай бұрын
Thanks for this program
@user-fv1rw6mo8x
@user-fv1rw6mo8x 2 ай бұрын
Kilijuga aashijiba.
@adhirakumar5272
@adhirakumar5272 2 ай бұрын
Good news❤ 🙏🙏🙏🙏🙏🙏
@benudharapatra9408
@benudharapatra9408 2 ай бұрын
Eminti netanku votedele odisha rama rajya banijiba
@Pkthatoi1245
@Pkthatoi1245 2 ай бұрын
Naveen quarter marichi bhai😂😂😂
@geetanjaliacharya6079
@geetanjaliacharya6079 2 ай бұрын
God bless you to your family sir 🙏
@UTTAM399
@UTTAM399 Ай бұрын
Like sow
@santoshgouda9862
@santoshgouda9862 2 ай бұрын
❤❤❤
@pusparanijena7745
@pusparanijena7745 2 ай бұрын
Nabina bag ku dekhila pare kn karibi Jani paruni...Garba karibi na dukha karibi very confused😢😢😢😢😢
@mrsatyabratanayak1433
@mrsatyabratanayak1433 2 ай бұрын
ବିୟର ଫୁଲ୍ ଗିୟର ନବୀନ ସରକାର
@SanchitBagh
@SanchitBagh 2 ай бұрын
Odisha re anta MLA prathi nirbachan ladhibe Desh Barbad he e jiba
@user-xx2tt2mn2l
@user-xx2tt2mn2l 2 ай бұрын
Jayajagannath
@mohannayak462
@mohannayak462 2 ай бұрын
Happy Birthday ❤
@143Susanta
@143Susanta 2 ай бұрын
ପ୍ରଶାନ୍ତ ଭାଇ ଆମର ବହୁତ ବଡ ଭକ୍ତ ହନୁମାନଙ୍କର ହେଲେ ଏମିତି କଣ ହଉଛନ୍ତି ଭାଇ ଅଧିକ ଟିକେ ଶକ୍ତି ମିଳିଛି ନାଲି ପାଣିରୁ ଶକ୍ତିରୁ ଏବେ ଫୁଲରେ ବି ସେତିକି ଶକ୍ତି ନାହିଁ ଏବେ ନାଲି ପାଣିର ରାଜୁତି 🤣😂🤣😂
@sanju8598
@sanju8598 2 ай бұрын
Happy Birthday new fews 🎉🎉🎉 Jay jagannath 🎉🎉🎉
@TapanKumarBehera-ok4kj
@TapanKumarBehera-ok4kj 2 ай бұрын
Happy birthday news fuse
@soumyaranjanbarik4734
@soumyaranjanbarik4734 2 ай бұрын
ଭାଇବୋଧେ ବିଜେଡି ରୁ ଅଧିକ ଲାଭ(ଟଙ୍କା)ପାଇଛନ୍ତି ସେଥିପାଇଁ ଏତେ କଥା ବାହାରୁଚି
@143Susanta
@143Susanta 2 ай бұрын
ଯାହା ହଉ ଆମ ରାଜ୍ୟର ବ୍ୟାଗ national ରେ ନାଁ କରୁଛି ମାଡିଚାଲ ଏଥର ମୁଁ 5 ଶଙ୍ଖରେ ଭୋଟ ଦେବି କାରଣ ସେଇ ବ୍ୟାଗ world ରେ ପହଂଚିବା ଦରକାର କହିଲେ ମୁଁ ଅଉ 10 ଟା ଭୋଟ ଦେବି 🤣😂🤣🤣😂
@user-nq8yh8rl5f
@user-nq8yh8rl5f 2 ай бұрын
Vala. Paisa. Milithaba. Hari. Oum.
@narendrakand2434
@narendrakand2434 2 ай бұрын
ନବିନ ଓ ପାଣ୍ତୁର ବେଗ ବାୟା ନା କିସ 😂😂
@chandragoradia4929
@chandragoradia4929 2 ай бұрын
5 borsho luti chhonti aukono kohibe sobu novin nare bhot pauchonti
@sanjaysahu-xo5cu
@sanjaysahu-xo5cu 2 ай бұрын
BJD ଖାଲି ଟଙ୍କା ବାଣ୍ଟୁଛନ୍ତି। ମଦ, ମାଂସ, ଦେଇ ରାତି ରାତିରେ ଭୋଟ ବଦଳେଇବା ରେ ଲାଗିଛି। ସବୁ ଓଡ଼ିଶା ବାସି ଏଥର BJP କୁ ଭୋଟ ଦେବେ। ❤❤❤❤❤❤❤❤❤❤❤
@LakhanaMallik
@LakhanaMallik 2 ай бұрын
Navina heuchanti kalijugara ram jattia vaii hanuman chhati chiridele bi navina bahariba au nabina babu ku odiare puja kale pandian ku pachariba nabina a jatia ki pujja karuchi matte tike kaha
@ssanju4955
@ssanju4955 2 ай бұрын
Chaula bag khali Kolkata kn pura india re sell hauchi
@ramkrushnabarik774
@ramkrushnabarik774 2 ай бұрын
ସବୁବେଳେ ଶାନ୍ଦାର ତଥା ବୱଆଲ୍
@chandragoradia4929
@chandragoradia4929 2 ай бұрын
Rajyo surokhya prosasono ku lajo nahi
@SangramMall-sk9xe
@SangramMall-sk9xe 2 ай бұрын
Happy birthday news fius Jay Jagannath ❤️ 💙 💕
@mamalidhal7378
@mamalidhal7378 2 ай бұрын
Mumbai re jou Loko nka hata re aii bag dekhile Lage j yee bodhe ama odisha ra 😂😂😂
@nirmalapradhan4930
@nirmalapradhan4930 2 ай бұрын
Jaha kuha bhai kou school 🎒 padichi kejani
@kiskutech9335
@kiskutech9335 2 ай бұрын
Copy kori pass hoi chakiri kale emiti hue.
@swaindurgaprasad8629
@swaindurgaprasad8629 2 ай бұрын
Dr Malick harnia operandi karanti.
@narasinghamajhi5629
@narasinghamajhi5629 2 ай бұрын
Happy birthday ନ୍ୟୁଜ ଫ୍ୟୁଜ
@khageswarsaria8660
@khageswarsaria8660 2 ай бұрын
Prathame pacharantu tanka na mane achi ta
@Sankirtanpunji-td4qg
@Sankirtanpunji-td4qg 2 ай бұрын
Kete..barsa..re..purana..heba
@raghabtarei2125
@raghabtarei2125 2 ай бұрын
ଆମ ସୁରିଟ ରେବି ଅଛି
@sanjaysahu-xo5cu
@sanjaysahu-xo5cu 2 ай бұрын
ଏଥର BJP ସରକାର ଓଡ଼ିଶା ଦେଖିବ ୨୦୦% ଗୌରେଣ୍ଟି
@prasantapattanaik862
@prasantapattanaik862 2 ай бұрын
ଜଗଦେବ ବାବୁ ବିହାରୀ ଗୁଣ୍ଡା ପରି ଦିଶୁଛନ୍ତି।
@chakradharjena4499
@chakradharjena4499 Ай бұрын
Thank u BJD
@143Susanta
@143Susanta 2 ай бұрын
ଏଇ ପ୍ରଚାର ପ୍ରାଥୀ ki ଦେଖି ଲାଗୁଛି ମତେ କହେଁଇ ଆସୁଛି ଗୋପ ପୁରକୁ ଏଠି ବାଜା ମୃଦଙ୍ଗ ସଂକୃତନ ଆଉ ସ୍ୱାଗତ ଅତି ଉତ୍ତମ 🤣😂🤣😂🤣
@LakhanaMallik
@LakhanaMallik 2 ай бұрын
Odisha re kaku kaku milini bikri helani mumbaire au kalikatare
@tanmayvlog5369
@tanmayvlog5369 2 ай бұрын
ମୁଁ ରାଞ୍ଚି ରେ ରୁହେ 5 ବର୍ଷ ହେଲା, ରାଞ୍ଚି ରେ ବି ବିକ୍ରି ହେଉଛି ଏ bag 🛍️😂😂😂
@dipanjalibiswal7037
@dipanjalibiswal7037 2 ай бұрын
Pandu sasana ana Ahuri mariba
@user-hy7uc8xx8v
@user-hy7uc8xx8v 2 ай бұрын
Easalaku.ticket.keadauchee
@bijayanandadash5344
@bijayanandadash5344 2 ай бұрын
Rs. 50/- in maharashtra footpath.
@soumyaranjanmahanta8221
@soumyaranjanmahanta8221 2 ай бұрын
Balaneta
@subashsahoo3527
@subashsahoo3527 2 ай бұрын
ଏଥରକ ପାଣ୍ଡୁର ପେଳ ପାଇଛୁ କାଳୁ ନାଁ ନାହିଁ ଭଙ୍ଗା କୁଡିଆ ନିକଟରେ ରହିଛୁ କାହିଁକି ଏ ନାଲିପାଣି କମାଲ
@user-sz7ff7lb8x
@user-sz7ff7lb8x 2 ай бұрын
Esabu aska futi Mane ...futaniya baya
@mudulihari8713
@mudulihari8713 2 ай бұрын
ବାଳ ନା
@SanatanchattarChattar
@SanatanchattarChattar 2 ай бұрын
Bjd 5 t ବ୍ୟାଗ୍ ବେପାର କରିଛି ଏଥର ହlରିବ
@MR.NAHAK-334
@MR.NAHAK-334 2 ай бұрын
ମତେ ଯାହା ଲାଗୁଚି ଏଇ ମଉସାଙ୍କୁ ବିଜୁ ଜନତା ଦଳ ର ସଭାପତି ବନେଇଦିଅନ୍ତୁ ଦଳର ମଙ୍ଗଳ ହବ😅😅😅କାହିଁକି ନା ତାଙ୍କ ହାତରେ ଦେଢ଼ହଜାର ଭୋଟ ଅଛି😅😅
@user-nq8yh8rl5f
@user-nq8yh8rl5f 2 ай бұрын
Votepain. Paisanahinpara. Hatakuasibana
@JhasketanBagh-tt2of
@JhasketanBagh-tt2of 2 ай бұрын
Gajab bajati hai😂😂😂
@user-sz7ff7lb8x
@user-sz7ff7lb8x 2 ай бұрын
Nija ku sambaliparuni puni bidhayak pain asuchi
@lingarajsahoo2511
@lingarajsahoo2511 2 ай бұрын
ପ୍ରାଚୀ ହଜି ଗଲାଣି
@khitishkumaramanta9301
@khitishkumaramanta9301 2 ай бұрын
emite,kete,bjd,neta,thine,nija,nirbacha,mandalire,ke, panchayat achhi,Jane,nathibe,emane,khale,tanka,mada,balare,vot,jituchhante, odisha bashe nku,anurodha,emete,neta,nachhantu,jie,nija,anchalara, bikash kareba, Jay jagarnatha 🙏🕉️
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН
Alex hid in the closet #shorts
00:14
Mihdens
Рет қаралды 11 МЛН
Does size matter? BEACH EDITION
00:32
Mini Katana
Рет қаралды 20 МЛН
News Fuse 17 APRIL 2024
23:03
OTV
Рет қаралды 73 М.
Newsfuse 19 April 2017 || Modi's Bhubaneswar Visit Special
22:31
News Fuse 03 JUN 2024
18:46
OTV
Рет қаралды 126 М.
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН