News Fuse | People attending 5T secretary programme without any clue whom they are meeting

  Рет қаралды 762,432

OTV

OTV

10 ай бұрын

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
KZfaq: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 648
@Twins_Lifestyle
@Twins_Lifestyle 9 ай бұрын
ସରକାରକୁ ଦୋଷ ଦେଲେ କ'ଣ ହବ ଅସଲ ଦୋଷୀ ତ ଆମେ ଜନତାମାନେ... ଯେଉଁଠି କିଛି ମିଳିବ ସେଠିକୁ ଧାଇଁବେ... ନହେଲେ ନାହିଁ...
@UPSCloverjhansirani517
@UPSCloverjhansirani517 9 ай бұрын
Outstanding ❤ ur thought is good 👍👍👍 I agree with you
@subhadrabehera6668
@subhadrabehera6668 9 ай бұрын
Right 👍
@kedarshwar3975
@kedarshwar3975 9 ай бұрын
right
@sanjuktagoradia4925
@sanjuktagoradia4925 9 ай бұрын
Right..
@upendrakumarsahoo2074
@upendrakumarsahoo2074 9 ай бұрын
Bhai katha pade kahila
@ashokkumarsahu3871
@ashokkumarsahu3871 9 ай бұрын
ଏମାନେ ହେଉଛନ୍ତି ମୁଣ୍ଡ ବିକା ଲୋକ ଏ ମାନଙ୍କ ସକାଶେ ଏମିତି ବିକାଶ ହେଉଛି
@alekhakandi1517
@alekhakandi1517 9 ай бұрын
ଓଡ଼ିଶାବାସୀ 5T ସଚିବଙ୍କ ନାମକୁ ନେଇ କହୁଥିବା ଏହିଭଳି ଶବ୍ଦ ରାଜ୍ୟସରକାରଙ୍କର ୨୩ବର୍ଷ ଶାସନର ଗର୍ବ। ମଉସାମାଉସୀ ମାନେ ତୁମେ 5T ସଚିବଙ୍କ ନାମକୁ ଯେମିତି କହୁଛ କୁହ କିନ୍ତୁ "ପ" ଅକ୍ଷର କୁ "ବ" ରେ କୁହନାହିଁ🥱 ।
@melisha4236
@melisha4236 9 ай бұрын
🤣
@PatniMahanand
@PatniMahanand 9 ай бұрын
😂😂😂😂😂
@manoj-jb5lk
@manoj-jb5lk 9 ай бұрын
​@@melisha4236pando na bando 😂😂😂
@janmejaypradhan2576
@janmejaypradhan2576 9 ай бұрын
😂😂😂😂😂
@pramodkisan9370
@pramodkisan9370 9 ай бұрын
😅😅😅😅😅👍
@dairyfullsatya
@dairyfullsatya 9 ай бұрын
ଏମିତି ମାଗଣା ଖାଇବାକୁ ଦେଲେ ନିଆଁ କୁ ଡେଇଁପଡିବେ 🤣🤣
@Rajababu-gk6kp
@Rajababu-gk6kp 9 ай бұрын
ଆଉ ୨୯ ବର୍ଷ ଶାସନ କଲେ ନେତା ମାନଙ୍କୁ ଚିହ୍ନି ପାରିବେ
@jchoudhury274
@jchoudhury274 9 ай бұрын
Pandri ଓଡ଼ିଆ ଆଉ ଓଡ଼ିଶା ବାସୀ ସରଳ ମନ ଜାଣି ଲୋକଙ୍କୁ ଭକୁଆ ବନେଇ ବା ରେ ମାହିର ଜୟ ଜଗନ୍ନାଥ
@bikrampatra7501
@bikrampatra7501 9 ай бұрын
Pandu... 😂🤣
@sanjitshial2825
@sanjitshial2825 10 ай бұрын
Pandri babu..🙏. Good morning
@jalipradhan3750
@jalipradhan3750 9 ай бұрын
Epic line - Panda sir and pandri babu😂😂
@LUCKY_95427
@LUCKY_95427 9 ай бұрын
😂😂
@SingalSandhayniCreation
@SingalSandhayniCreation 9 ай бұрын
😂😂😂
@smrutiranjannayak6397
@smrutiranjannayak6397 9 ай бұрын
ଗୁଣ୍ଡୁରି ଚଢ଼େଇ
@chandanpradhan7853
@chandanpradhan7853 9 ай бұрын
Pandri babu😂😂😂
@saraswatimahanta6808
@saraswatimahanta6808 9 ай бұрын
😄😄😁
@satyadas16
@satyadas16 9 ай бұрын
ସେଇ ମୂର୍ଖ ହେଇକି ରହିଯିବ ଓଡ଼ିଶା ର ଲୋକ ମାନେ ଛି ଛି ଧିକ ତମ ଜୀବନ ନବୀନ ଙ୍କୁ ମୁଣ୍ଡରେ ବସେଇ ଥାଓ
@jyotiranjanram7865
@jyotiranjanram7865 9 ай бұрын
It's true
@jyotiranjanram7865
@jyotiranjanram7865 9 ай бұрын
Hlw
@satyadas16
@satyadas16 9 ай бұрын
@@jyotiranjanram7865 kuhantu
@prabhakardas4898
@prabhakardas4898 9 ай бұрын
ଠଟିଭିର ସମସ୍ତ ମିଡ଼ିଆ ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ ଯେ ଶତ ସାମ୍ନାକୁ ଆଣୁଥିବାରୁ
@shree803
@shree803 9 ай бұрын
'ଓ' ନା 'ଠ'
@odiaknowledgehubranjit4985
@odiaknowledgehubranjit4985 9 ай бұрын
​@@shree803see 2ta jaka dekhila pare Pandian balanka pacha podiba
@ashokranuAdiii
@ashokranuAdiii 9 ай бұрын
Hmm sata anuchanti au tike kuha BJP ra neta kn kichi fuse hounahanti A otv Chanel Eie kebal bjd agenst BJP news kebe dekhicha
@Sushree298
@Sushree298 9 ай бұрын
ଏବେ ସରକାର ପରିବର୍ତ୍ତନ କରିବା ନହେଲେ ଏମିତି ଆମେ ରହିଯିବା, 15 ଲକ୍ଷ ଦିଅ ଚାକିରୀ କର ସବୁ ଏମିତି ହଉଥିବ ଅନ୍ୟାୟ 😢
@drgoutambiswal6717
@drgoutambiswal6717 9 ай бұрын
ଓଡ଼ିଶାର😢ଲୋକ😢 ସରଳ 😢ଲାଭ😢 ନଉଚି 😢 panfian 😢 ବିଜେଡି 😢ମୂର୍ଖ😢 ଅନ୍ଧ ନବିଆଁ😢
@mohapatraratikanta8299
@mohapatraratikanta8299 9 ай бұрын
Murkha, andha hauchhanti odisha ra janata 18 year ru neiki 60+ year jaaen sabu jetiki vote BJD ku dauchhanti sabu anpad gabar
@shonasunita7427
@shonasunita7427 9 ай бұрын
Now time change the govt....
@sumantripathy1475
@sumantripathy1475 9 ай бұрын
ସତରେ ଆମ ଓଡିଶା ର ଲୋକ ଙ୍କ 5 ଟଙ୍କିଆ ମୁଣ୍ଡ ଗୋଟେ ବିସ୍କୁଟ ପେକେଟ କି ଭାତ ଚିକେନ ରେ ବିକ୍ରି
@gurucharansahoo9577
@gurucharansahoo9577 9 ай бұрын
ଡାଲି ଚୋରଣୀ ଜାଗାରେ ଡାଲି ର ଅଭାବ 🙄🙄🤔🤔
@DjLaluOfficial
@DjLaluOfficial 9 ай бұрын
ଫାଲତୁ ରେ କେତେ ପଇସା ବରବାଦ କରୁଛନ୍ତି ଏ BJD ସରକାର... ତାଙ୍କ ବୋପା ସମ୍ପତ୍ତି ରଖି ଯାଇଚି ଏ ଶଳା ବେକାର ଖର୍ଚ୍ଚ କରୁଛନ୍ତି.. Election ପାଖେଇ ଆସିଲା କେତେ ଯିବ ଆହୁରି ଦେଖିବାକୁ ବାକି ରହିଲା.
@rajendrakumarpujari7995
@rajendrakumarpujari7995 9 ай бұрын
5 election ra paisa para bhai, maichia nvn govt udauchi.
@tkhbghgh
@tkhbghgh 9 ай бұрын
Emiti dina aasiba pandiya ku loka godeigodei odisha ru hateibe, ejae loka nka aakhi kholini
@pabitramohandas6943
@pabitramohandas6943 9 ай бұрын
ଏଇମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ !
@partypartyyeah8454
@partypartyyeah8454 9 ай бұрын
I hope next generation re emiti habani Bcoz samaste educated hei jaithibe😢
@azharkkhan8822
@azharkkhan8822 9 ай бұрын
❤Aapon Mane Khusi To Sabu Maa Maushi Mane❤
@saraswatimahanta6808
@saraswatimahanta6808 9 ай бұрын
ହେ ଭଗବାନ ମୁଁ ଏମାନଙ୍କ କଥା ଶୁଣି ଶୁଣି ହସି ହସି ମରିଗଲିଣି😌 ଇଆଡେ ମୁଁ comment ପଢିକି ମୁଁହ ରେ ହସ ରକିପାରୁନି
@tkhbghgh
@tkhbghgh 9 ай бұрын
Mu bi
@bansidharpatra4251
@bansidharpatra4251 9 ай бұрын
Panda, Pandra, Pania, Panda Bhai, Chumuki Pande , Pandia , Pandu etc. Our people know the 5T Secy. of Nabina Pattnayak.
@sudeepsudeep3461
@sudeepsudeep3461 9 ай бұрын
Odisha ku bikiba lagi agaru plan ready karuchanti.bahut vala ama odia loka semanku sahajya karuchanti.abe apnamane khhusi ta....😅😅😅👏👏👏👌👌
@pramodjenaa
@pramodjenaa 9 ай бұрын
ମତେ ଗୋଟେ boom ଦିଅ ମୁଁ ପଣ୍ଡିୟନ୍ ଉପରେ ପକେଇ ଦେବୀ, ଶଳା ତାମିଲନାଡୁ ରୁ ଆସି ଓଡ଼ିଶା ବସି କୁ , ଭକୁଆ ବନେଇ ସାରିଲାଣି,
@Bidyadhar_Vlogs
@Bidyadhar_Vlogs 9 ай бұрын
ବିଜୁ ପଟ୍ଟନାୟକ କୁ ଦେଖିବାକୁ ଆସିଥିଲୁ 😂😂😂
@soumitraparida6694
@soumitraparida6694 9 ай бұрын
We have to educate people of odisha.😔 Then people choose their real leader.
@ashokbadajena8568
@ashokbadajena8568 9 ай бұрын
ଯେଉଁ ଲୋକମାନେ ସଚିବ କିମ୍ବା ମନ୍ତ୍ରୀଙ୍କ ନାମ ତୁଣ୍ଡରେ କହିପାରୁନାହାନ୍ତି,,,,ସେମାନେ ଆମ ଓଡ଼ିଶାର ଭୋଟର,,,,ଆଉ ସେମାନଙ୍କ ସଂଖ୍ୟା ପୁଣି ୮୦ ଶତକଡା,,,,ତେବେ ଓଡ଼ିଶାର ଭାଗ୍ୟ କଣ ହେବ,, କୁହନ୍ତୁ ମୋତେ
@SurajKumar-ck1fc
@SurajKumar-ck1fc 9 ай бұрын
ପାଣ୍ଡେ ହବ ମୁଖ୍ୟ ମନ୍ତ୍ରୀ ମା ମାଉସୀ ମାନେ ସଚେତନ ହୁଅ🙏🙏🙏🙏🙏
@rabindrasahoo4437
@rabindrasahoo4437 9 ай бұрын
୧,,News fuse ତମେ ନିଯର ଫାଇଦା ପାଇଁ ସାଧାରଣ ଲୋକ ଙ୍କୁ ଅସୁବିଧାରେ ପକାଉଚ ୨,,ଯଦି ସେ ଭଉଣି ଜଣକ ତମକୁ ରିପୋର୍ଟ ଦେଲେ କି ତାଙ୍କୁ ପଣ୍ଡିଆନ ରାଲିରେ ଆସିଲେ ୧୦୦ ଟା ମିଳିବ ଆଉ ନଆସିଲେ ତାଙ୍କୁ ଗ୍ରୁପ୍ ରୁ କାଢ଼ି ଦେବେ ତାହାଲେ ତାଙ୍କର ଭୁଲ କଣ ସେତ ତମକୁ ସବୁ ସତ କଥା କହିଦେଲେ ୩,, ତମର କର୍ତବ୍ୟ ଥିଲାକି ତମେ ତାଙ୍କର ଭିଡିଓ ଟେଲିକାଷ୍ଟ କଲା ବେଳେ ତାଙ୍କ ଫେଶ କିମ୍ବା ଚେହେରା କୁ କିଛି ଏଡିଟିଙ୍ଗ ଜରିଆରେ ଲୁଚେଇ ବାର ଦରକାର ଥିଲା କାହିଁ କିନା ପରେ ଯେମିତି ତାଙ୍କ ଏରିଆରେ ତାଙ୍କୁ କିଏ ପନିମେଣ୍ଟ ଦେବା କିମ୍ବା,ସେ ଭଉଣି ଜଣଙ୍କ ସେ ରିପୋର୍ଟ ଦେଇଥ‌ିବା ହେତୁ ତାଙ୍କୁ ଯେମିତି କିଏ ହଇରାଣ କରିବେନି ୪,, କାହିଙ୍କିନା ତାଙ୍କୁ ଯଦି କିଆ ଏହି news fuse ରେ ଦେଖୁଆ ଜାଇଥ‌ିବା ଭିଡ଼ିଓ ପାଇଁ ଯଦି କୌଣସି ଲୋକ ତାଙ୍କୁ ହଇରାଣ କରେ ତାହାଲେ କଣ ଆପଣ ପିଠିରେ ପଡିବେ....... ଜୟ ଶ୍ରୀ ରାମ🙏🌹🙏
@pkbiswal_
@pkbiswal_ 9 ай бұрын
hn thik katha media bala nka kama semiti... jia sikhita taku pacharu nahanti semane samaste thik re kahibe.... emane thik re kahi paru nahanti... jani suni ki emanknu dekhauchanti ... media amku seita dekhae ... jaouta semane amaku dekheibaku chahunchanti...
@chinmayeerout2086
@chinmayeerout2086 9 ай бұрын
Sir please+3 alll are students request you plzzz OTV 2nd pege pai all students ku sujog milu
@niranjankabi5785
@niranjankabi5785 9 ай бұрын
0:24 ଯାହା ହଉ ସେ ମାଉସୀ କୁ ମୋର ଅଶେଷ ଅଶେଷ ଧନ୍ୟବାଦ ସେ "ପା" ଜାଗାରେ "ବା" କହିନାହିଁ😂😂😂
@VirajNayak-cl-l1
@VirajNayak-cl-l1 Ай бұрын
😂
@dillipkumarpadhi3458
@dillipkumarpadhi3458 9 ай бұрын
Sabu tanka pai nata👍🏻 bina paisa re mu challenge douchi kehi asibeni🙄
@hansdahram1271
@hansdahram1271 9 ай бұрын
Right
@TapasRana-nr3wi
@TapasRana-nr3wi 9 ай бұрын
You are Kapil sarma of Odisha and thank you sir
@janak141
@janak141 9 ай бұрын
ପାଣ୍ଡ୍ରି , ପଣ୍ଡା , ପାଣ୍ଡ, ପାଣ୍ଡା, ପାଣ୍ଡୁଆ, ପାଣ୍ଡେ... ଆଉ କଣ ନା 😂😂😂
@priyabratadash381
@priyabratadash381 9 ай бұрын
ବା****
@Bachan254
@Bachan254 9 ай бұрын
ପlଣ୍ଡ ଜାଗାରେ କେହି ବା....... କେହି କହିନାହାନ୍ତି ରେ ନାରଣ 😂😅
@adivasilifestyle9346
@adivasilifestyle9346 9 ай бұрын
😂😂
@SantoshMishra-jb5kb
@SantoshMishra-jb5kb 9 ай бұрын
ପାଣ୍ଡ ନୁହଁ ସେ ବାଣ୍ଡ ସେ 😂😂
@santanusahu2649
@santanusahu2649 9 ай бұрын
😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😢😢😢😢😢😢😢🎉
@HariSahu-wb4tt
@HariSahu-wb4tt 9 ай бұрын
Right 👍👍
@lalupradhan3427
@lalupradhan3427 9 ай бұрын
Ha ha ha
@nrusinghsahoo414
@nrusinghsahoo414 9 ай бұрын
ଏମାନଙ୍କୁ ହାତରେ ଭୋଟ ଅଧିକାର ଦେଲେ ଗୋଟିଏ ଦେଶ ବା ରାଜ୍ୟର ଭାଗ୍ୟ କ'ଣ ହେବ ଆପଣମାନେ ଚିନ୍ତା କରନ୍ତୁ । କେବଳ ଭଗବାନ ସହାୟ ।
@biswajitnanda7772
@biswajitnanda7772 9 ай бұрын
Meritocracy is needed in place of democracy.....how could someone justify his/her vote if he does not vote on merit...his own vote make his life utterly miserable beyond his knowledge
@sonukhansonukhan8387
@sonukhansonukhan8387 9 ай бұрын
Newes. Fuse. Ku. Welcome. Very. Beautiful
@dipakkumarjena2223
@dipakkumarjena2223 9 ай бұрын
Only for 100 rupee people came leaving everythint🎉. This is devloped odisha and no. 1 CM
@satyaranjan7337
@satyaranjan7337 10 ай бұрын
Good Morning odisha
@user-en2kz7ym8f
@user-en2kz7ym8f 10 ай бұрын
Good morning 🌅🌄🌅 Jay Jagannath good news
@jyotiranjansahu6545
@jyotiranjansahu6545 10 ай бұрын
Jay Jagannath
@annapurnadhal4886
@annapurnadhal4886 9 ай бұрын
Very good news 👍
@minakshipatra3917
@minakshipatra3917 9 ай бұрын
Otv jeou jajpur program dekshibaku paouchhu amee hasi hasi gadi jaouchhu , b, j, d bhai mane thank you
@sum673
@sum673 9 ай бұрын
Jay jaganatha
@hiranyakumar5772
@hiranyakumar5772 10 ай бұрын
Very good anchoring
@satyapriyasahoo5
@satyapriyasahoo5 8 ай бұрын
ଲାଷ୍ଟ ମାଉସି ଭାରି ବଢିଆ ତାର କଥା ବହୁତ ସୁନ୍ଦର ସସେଜି ମାନଙ୍କର ଭାଇସ ପ୍ରେସିଡେଣ୍ଟ 😅😅
@arjuncharansamal7344
@arjuncharansamal7344 9 ай бұрын
ମାଇଲେ ଆସିଲେ ପାଣ୍ଡୁ ସଭାକୁ,ଗେରସ୍ତମାନେ ଟିଭିରେ ମାଇପକୁ ଦେଖି ଭାରି ଖୁସି ।
@Cutyvlogs1
@Cutyvlogs1 9 ай бұрын
He bhagwan 🙈 mu e sabu dekhiki hasi hasi gadi galini 😂😂😂😂🤣🤣🤣🤣🤣🤣🤦🤦🤦🤦
@learnwithsatya
@learnwithsatya 9 ай бұрын
ମାଉସୀ ଆପଣ ଖାଲି ମିଡ଼ିଆ କୁ କହିଲେ ହବନି , ସରକାର ଲୋକମାନଙ୍କ ପାଇଁ....ଆପଣ ମାନେ ଆଗକୁ ଆସୁଥିବା ଭୋଟରେ ପ୍ରମାଣ କରନ୍ତୁ । ଆପଣମାନେ ଏଠି ଠିକ୍ କଥା କହିକି ପଛ ପଟେ ଭୋଟ ପୂର୍ବରୁ ଟଙ୍କା ନେଇ ଯୋଉ ଭୋଟ ଦୋଉଚ। ଏଟା ହୋଇଛି ତାର ପରିଣାମ।
@kalandinayak463
@kalandinayak463 9 ай бұрын
Kete Dina 100 tanka pachhare dhainba.
@sudhansukumarbal3419
@sudhansukumarbal3419 9 ай бұрын
So interesting
@user-bn9vd4em2c
@user-bn9vd4em2c 9 ай бұрын
ଧନ୍ୟବାଦ ମିଡିଆ ଭାଇ ଓଡ଼ିଶାର ମୁଲିଆ ଙ୍କ ପଇସା ବେକାର ଖର୍ଚ୍ଚ ହେଉଅଛି ଆପଣଙ୍କର କମେଡେ ଖାଇବା ଉପରେ ଟିକେତ ସରମ କର😂😂😂😂😂
@Biranchi001
@Biranchi001 8 ай бұрын
Pandri babu was EPIC 😅
@subhranshusekhar7850
@subhranshusekhar7850 9 ай бұрын
Awesome anchoring bhaina
@odishamix7042
@odishamix7042 9 ай бұрын
ଛି ଛି,, ହାଏ ରେ ଓଡ଼ିଆ ନେଡ଼ିସି... ତୁମକୁ.........
@chintamanijena2300
@chintamanijena2300 9 ай бұрын
In Sukinda block 93%house hold have no toilet, but every village have Name plate outside toilet free village, 43%house hold have no rooftop 7.2%have homeless, paddy sailing by farmer 900 rupees per quintal, 47%farmer not given there paddy through society due to not given target to PACS.
@ajitkumarbarik
@ajitkumarbarik 9 ай бұрын
😭😢😌
@soumyaranjanlenka2728
@soumyaranjanlenka2728 9 ай бұрын
Baapre badhiya hasa laguchi, emiti lokonka pakhaku jaiki vdo banao. Real truth janapaduchi. Smile is good for health.
@lalitparida1132
@lalitparida1132 9 ай бұрын
ନିଜର ଔକାତ ନାହିଁ। ପଇସା ଦେଇ ଲୋକ ଆଣି ଯାତରା କରୁଛନ୍ତି। ଲୋକଙ୍କ ଚିଟଫଣ୍ଡ ପଇସା ଫେରାଇବାକୁ ଚିନ୍ତା କରୁ ନାହାନ୍ତି। 23ବର୍ଷ ଶାସନ କରି ମଧ୍ୟ ଲୋକମାନେ ଜାଣି ପାରିଲେ ନାହିଁ କିଏ ଆସିଛନ୍ତି। ଲଜ୍ଜା ଲାଗୁନାହିଁ? ଲାଜ ସରମ apartment trunk ରେ ରଖି ଆସିଛନ୍ତି କି?
@user-fy6bb6xs4t
@user-fy6bb6xs4t 9 ай бұрын
Super 👌
@nayak.r
@nayak.r 9 ай бұрын
ପାଣ୍ଡ ନା ବାଣ+ଡ ଯେ। 😂
@narmadapalo3147
@narmadapalo3147 9 ай бұрын
😀😁😆😅
@rahithm7562
@rahithm7562 9 ай бұрын
ଆଞା ଓଟିଭି ଭାଈ ନା ପୁଋଣା କାଳିଆ। ମାଉସୀ ମୋଉସା କୁ କିଆଁ Fiuse କରୂଛନ୍ତୀംംം
@bhaba78
@bhaba78 9 ай бұрын
Nice
@minakshipatra3917
@minakshipatra3917 9 ай бұрын
Jay jagannath jaj pur lokankar hrudayare bahut khusi aou
@subhransumaharana3691
@subhransumaharana3691 9 ай бұрын
ଏଥର କଂଗ୍ରେସ କୁ ଭୋଟ ଦିଅନ୍ତୁ ସବୁ ଠିକ୍ ହେବ
@mamalijena4372
@mamalijena4372 9 ай бұрын
Sir good
@jahanarabibi3990
@jahanarabibi3990 9 ай бұрын
Manis chiba bhaul karucho ti 😢 public main jay jagannath 🙏🙏
@sagarlifevision4338
@sagarlifevision4338 9 ай бұрын
Super 👌👌👌
@kilogram382
@kilogram382 Ай бұрын
ଦେଖିବାକୁ ଆସିଲେ ବିଜୁ ପଟ୍ଟନାୟକ ଙ୍କୁ....!!!!!!!!🤣🤣🤣🤣🤣🤣🤣
@bijayaswain-en5hw
@bijayaswain-en5hw 9 ай бұрын
Dhanya tume odisaa. bAsi 100 tanka pnai eye 500 tanka paile Sabu vote pitidaba
@dishantkumar8516
@dishantkumar8516 9 ай бұрын
😶 little awareness is required..
@MamataMallick-ds1ou
@MamataMallick-ds1ou 9 ай бұрын
Good morning 🙏 juhar namskar pranam welcome pandian sir jindabad jindabad jindabad ❤❤❤
@manoj-jb5lk
@manoj-jb5lk 9 ай бұрын
Pandian pakhe soiba jao
@MamataMallick-ds1ou
@MamataMallick-ds1ou 9 ай бұрын
@@manoj-jb5lk pandian sir nku tikia kn hele mo deha sahiba nahi kahuchhi ok 🙏🙏🙏🙏👌👌👌👌🌹🌹🌹🌹🌹🌹❤️❤️❤️❤️❤️❤️❤️ good night 👍👍👍👍👍👍👍👍👍👍
@manoj-jb5lk
@manoj-jb5lk 9 ай бұрын
@@MamataMallick-ds1ou tuma ghaita na husband na swami ?Sala pandian
@MamataMallick-ds1ou
@MamataMallick-ds1ou 9 ай бұрын
@@manoj-jb5lk aapan mankara kn badhuchhi v,k,p, sir nka pai 🙏👍👌❤️🌹 ok jay jagarnath juhar namskar pranam 😎😎😎😎😎😎😎😎😎😎😎😎😎
@manoj-jb5lk
@manoj-jb5lk 9 ай бұрын
@@MamataMallick-ds1ou tu Sala na sali pua na jhia be tu?
@ArbinSahu-fz7pc
@ArbinSahu-fz7pc 9 ай бұрын
Right kahuch6n
@kamalakantabarik8549
@kamalakantabarik8549 9 ай бұрын
ଡାଲି ଚୁରୁଣୀ ସବୁ ନେଇଯାଇଛି 😂😂
@Educationpoint100
@Educationpoint100 9 ай бұрын
ନେତା ଙ୍କ pocket ଗରମ ଜନତା ଏଠି ଗରିବ।
@gangadhardas980
@gangadhardas980 9 ай бұрын
ଡାଲି, ଚଟଣୀ ନିହାତି ଦେବା ଦରକାର ନା, ଏ ସବୁ ଭଲ କଥା ନୁହେଁ। ଅନ୍ୟାୟ ଅନ୍ୟାୟ
@creatormode77
@creatormode77 9 ай бұрын
Education important odisha basi nku first
@papuns0074
@papuns0074 9 ай бұрын
Keonjhar ଥରେ ଆସନ୍ତୁ
@rajakisorenayak4222
@rajakisorenayak4222 9 ай бұрын
ଆଣିବା ଲୋକର ଭୁଲୁ ଏମାନେ ଏମାନଙ୍କ ଭୁଲୁ ନାହିଁ
@manasranjandandapat5268
@manasranjandandapat5268 9 ай бұрын
ଓଡ଼ିଶା ରେ ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ର କିଛି ଭେଲୁ ନାହିଁ
@Jada-yk1rf
@Jada-yk1rf 9 ай бұрын
Good
@sauravdebasis2521
@sauravdebasis2521 9 ай бұрын
Super 😄😄😄
@soumitraparida6694
@soumitraparida6694 9 ай бұрын
Youngsters should took responsibility to educate people.
@dibyanshunag8685
@dibyanshunag8685 9 ай бұрын
Pando sir😅😂 au pandri babu ... .10000 times😅😅😅 cant stop laughing 😂😂
@PritiranjandasPritiranja-xo4vv
@PritiranjandasPritiranja-xo4vv 9 ай бұрын
Jay maa 🙏🙏🙏🙏
@sonu7284
@sonu7284 9 ай бұрын
Jajpur re ghor durniti!! Jaha kichi asuchi, kichi kichi tanka pocket garam karuchi! Durniti re jajpur no. 1.
@azharkkhan8822
@azharkkhan8822 9 ай бұрын
😂😂😂😂😂😅😅😅😅😅Bahut Sundar Bhai
@kamalakantasahoo693
@kamalakantasahoo693 9 ай бұрын
ହାୟ ହାୟ ରେ ମହିଳା ଦଳ
@pradeepnayak3310
@pradeepnayak3310 9 ай бұрын
Uncontrolled 🎉😂😂😂😂😂❤
@amitgudu9040
@amitgudu9040 9 ай бұрын
ପାଣ୍ଡ ନା ବାଣ୍ଡ ସାରେ 😂😂
@sksadamhussain4979
@sksadamhussain4979 9 ай бұрын
ଭେରି ଭେରି ଭେରି
@A_Hanuman_Bhakt
@A_Hanuman_Bhakt 9 ай бұрын
Misson Shakti is under control of Pandian's wife. All members have been clearly instructed to attend Pandian's meeting otherwise their membership will be withheld. Half of the SHG groups taking loan from bank and circulate money at interest instead of in-house production, for which the loan was actually given to SHGs. BJD knows maximum voters during election are Female, as males prefer rest rather than voting on election day. Electoral literacy is so poor among females that if Naveen Pattnaik selects a street dog to contest election, they will not bother to elect it.
@sagarsahu5937
@sagarsahu5937 9 ай бұрын
ଏହି ପରି ଲୋକମାନେ ଖାଇବା ଲୋଭ ରେ ଆସିଛନ୍ତି।।।। ଖାଇବା and 500 ଟଙ୍କା ଦେଲେ ଭୋଟ ଦେଇଦେବେ .... ଏମାନେ
@MR_LIPU_VLOGS
@MR_LIPU_VLOGS 9 ай бұрын
ଆରେ ଏମାନେ ପଣ୍ଡା ପାଣ୍ଡୁ କହୁ କହୁ ତା ଭିତରେ କିଛି ଭାଷା କହିଦଉନାହାନ୍ତି ତ 😂😂😂
@mathakaragola
@mathakaragola 9 ай бұрын
ଅପ୍ରିୟ ସତ
@sushantbehera5620
@sushantbehera5620 9 ай бұрын
୫ଟି ସଚିବ ଆସିଛନ୍ତି ଟଙ୍କା ଦେବାପାଇଁ
@SaGar75746
@SaGar75746 9 ай бұрын
News fews my fv program 😂😂😂
@BARSHAFURNITURES
@BARSHAFURNITURES 9 ай бұрын
ଏ କଣ ନାରୀ ସଶକ୍ତିକରଣ,ମୋ ମୁଣ୍ଡ ଟିଣ ହେଇଗଲାଣି
@Jayamazdoorduty8hrs
@Jayamazdoorduty8hrs 9 ай бұрын
🎉🎉🎉
@omprasadmishra3641
@omprasadmishra3641 8 ай бұрын
Beju babu ku dekhi baku aasechu 🤣🤣
@lipikamallick5900
@lipikamallick5900 9 ай бұрын
ଏମିତି ବିସ୍କେଟେ ପାଣି ପିଇ ପିଇ ରାଜ୍ୟ ଟାକୁ ଖାଇଗଲେଣି
@jitunjyt6974
@jitunjyt6974 9 ай бұрын
__anda sir
@sarp315
@sarp315 9 ай бұрын
Loka bhul kahu nahanti re bhai. Tanky jaha sabu kahi ki anaa heichi, seita semane kahuchanti.
@sarthaktripathy5215
@sarthaktripathy5215 9 ай бұрын
Sethilagi kuha jaichi ki loka mananku utam sikhya dia...kete dina emiti thakiba odisha basi nku😊
News Fuse 22 AUG  2023
22:48
OTV
Рет қаралды 164 М.
ААААА СПАСИТЕ😲😲😲
00:17
Chapitosiki
Рет қаралды 3,6 МЛН
Luck Decides My Future Again 🍀🍀🍀 #katebrush #shorts
00:19
Kate Brush
Рет қаралды 8 МЛН
ААААА СПАСИТЕ😲😲😲
00:17
Chapitosiki
Рет қаралды 3,6 МЛН