LIVE | Puri Jagannath Ratnabhandar Mystery | 'ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ' | News18 Odia Exclusive

  Рет қаралды 1,203,710

News18 Odia

News18 Odia

2 жыл бұрын

LIVE | Puri Jagannath Ratnabhandar Mystery | 'ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ' | ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କେତେ ପ୍ରକାରର ଅଛି ସୁନା ଅଳଙ୍କାର ? | ମହଣ ମହଣ ଅଳଙ୍କାର ଦେଖିବାକୁ ଲୋକଙ୍କ ଉତ୍ସାହ | n18oc_national
#Purinews #Ratnabhandarissue #Jayjagannath #purijagannathtemple #Purijagannathtemple #odianews #news18odialive News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe our channel to get latest news and updates tinyurl.com/y4...

Пікірлер: 273
@choudhuryprasantadash5908
@choudhuryprasantadash5908 Ай бұрын
ମୋର ପିଲା ବେଳେ ମାନେ ଅଛି ବାହାର ଦେଶରୁ ଲୋକ ମାନେ ଆସିଛନ୍ତି ଜଗନ୍ନାଥଙ୍କ ରତ୍ନ ସବୁ ପରିକ୍ୟ୍ୟା ନିରିକ୍ୟ୍ୟା କରିବା ପାଇଁ ଆସିଛନ୍ତି. ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭାବତୁମେ 🌍🇮🇳🇮🇳🇮🇳🪔🪔🪔🙏🙏🙏🙏🙏👍👍👍
@PadmaNayak-um1xg
@PadmaNayak-um1xg Ай бұрын
L
@ChandanKumarPanigrahi-bx4nq
@ChandanKumarPanigrahi-bx4nq Ай бұрын
😊😊😅😅😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@prakashmohanty5051
@prakashmohanty5051 2 ай бұрын
ଆଉ ନାହଁ ସବୁ ପାଣ୍ଡୁ ଖାଇ ସାରିଲାଣି ତାକୁ ଜଗନ୍ନାଥ ମାରିବେ ଯେମିତି ସାରଥୀ କୁ ଯେମିତ ଜେଲ୍ ପଠେଇଲେ ସେମିତି ଜୟ ଜଗନ୍ନାଥ 🙏🚩
@batakrushnasamal345
@batakrushnasamal345 2 ай бұрын
a bhai Amit kah odisha kaich bjd
@ssssss-ot9nt
@ssssss-ot9nt 2 ай бұрын
Pandu khaila bele dekhithila na kan
@user-pz6hh2qd1o
@user-pz6hh2qd1o 2 ай бұрын
​@@batakrushnasamal345😮😮😅 by ll
@MonajMahanta-sr4zc
@MonajMahanta-sr4zc 2 ай бұрын
H mip​@@batakrushnasamal345
@jullysamal6626
@jullysamal6626 Ай бұрын
Vk guha khauchu କାଇଁ ତୋ ବୋପା ମୋଦି nelani ପରା
@madhabbhumia2028
@madhabbhumia2028 11 ай бұрын
ଲୋକ ଭିତରକୁ ଜାଈ ନ ପାରିଲେ ଡ୍ରନ କିମ୍ବା ରବଟ୍ ପଠାଇ ଝାନଛ୍ କରାଇବା ଉଛିତ୍ 🙏🙏🙏ଜୟ ଜଗନ୍ନାଥ
@HiradharPutel-ns7jj
@HiradharPutel-ns7jj 2 ай бұрын
ଜୟ ଜଗନ୍ନାଥ ଶୁଆମୀ
@minaketansarangi7530
@minaketansarangi7530 Ай бұрын
ରତ୍ନ ଭଣ୍ଡାର ସୁରକ୍ଷିତ ଅଛି ବୋଲି ମୋର ବିଶ୍ବାସ। ଜୟ ଜଗନ୍ନାଥ।
@vickybhoi5864
@vickybhoi5864 4 ай бұрын
Jay jagarnath odisha is King gold Ariya
@prafulasingh2267
@prafulasingh2267 2 ай бұрын
ଯଦି ୧୯୭୮ ମସିହାରେ ଭିତର ରତ୍ନ ଭଣ୍ଡାର ଶେଷଥର ଖୋଲା ହୋଇଥିଲା ଏବଂ ପରେ ଖୋଲା ହୋଇନାହିଁ , ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ରତ୍ନ ଭଣ୍ଡାର ଭିତର ଛାତରୁ ପାଣି ଗଳୁଛି ଓ କାଠ ସିନ୍ଦୁକ ନଷ୍ଟ ହୋଇଛି ବୋଲି କିଏ ଦେଖିଲେ ଏବଂ କେମିତି ଜଣାଗଲା ?
@sillasulochana6422
@sillasulochana6422 19 күн бұрын
🎉
@byangamanbalaram5651
@byangamanbalaram5651 2 жыл бұрын
🌹ଵ୍ୟଙ୍ଗ ବାଣ 🌹 ରତ୍ନ ଭଣ୍ଡାର ରେ, ସବୁଥିଲା 🤫 ଏବେ ଫାଙ୍କା,,,,, ବିଜେଡ଼ି ସବୁ, ଗିଳି ଦେଇଛି,,, ସିବିଆଇ, ହନ୍ତାଳିଲେ କିଛିଟା ମିଳି ପାରନ୍ତା,ଆଉ ଗିଳିଥିବା ନେତା ବାନ୍ତି, କରନ୍ତେ,,,,, ଜୟ ଜଗନ୍ନାଥ 🙏🙏🙏
@user-bk6pu4cy8m
@user-bk6pu4cy8m 2 ай бұрын
Jay jaganath
@ranjanamallik815
@ranjanamallik815 Ай бұрын
ତୁ କଣାଗିଇଆଟାକି ଖୋଲାତହେଇନି ଖାଇବକିଏ
@Sisej12574
@Sisej12574 2 жыл бұрын
ଜୟ ଜଗନ୍ନାଥ 🙏🙏 ଏମିତି ରତ୍ନଭଣ୍ଡାର ର ବିଷୟରେ ଗଣମାଧ୍ୟମ ରେ a ପ୍ରକାର interview ପ୍ରସାରଣ ଠିକ୍ ନୁହେଁ । ଏହା ଦ୍ବାରା ବାହାରୁ ବିପଦ ଆସିପାରେ ।
@ranjithdangari3384
@ranjithdangari3384 Жыл бұрын
Right bro bahara loka na janiba kathaa
@smrutipriyambadapradhan5293
@smrutipriyambadapradhan5293 Жыл бұрын
Thik katha
@SAGAR_VLOGS7856
@SAGAR_VLOGS7856 2 ай бұрын
Agyan Odisha loko janiba darkar na hele bhitare bhitare bhandar khali heigole ama odisha upare bipada
@SAGAR_VLOGS7856
@SAGAR_VLOGS7856 2 ай бұрын
Ame Odia loko hauche mahaprabhu nka jodha not only sebayat ama janma mruty sabu jaganath nka thu arambha aau sesha
@SAGAR_VLOGS7856
@SAGAR_VLOGS7856 2 ай бұрын
Ame Odia loko hauche mahaprabhu nka jodha sabu paristhithire..
@Sinusahoowd2dm
@Sinusahoowd2dm Жыл бұрын
Prabhunka katha suni mana mugdha heijauchi. 🙏🙏🙏🙏
@krishnapremi2068
@krishnapremi2068 Жыл бұрын
Valare sabukichhi samadhan heba setabele jebe manisa manare kichhi manda uddesha nathiba.... 🙏🏻jay Jagannath mahabahu ki jay🙌🏻
@nirupamadevi5790
@nirupamadevi5790 Жыл бұрын
ସବୁ ଚାଲ, ରତ୍ନ ଭଣ୍ଡାର ଲୁଟ ହୋଇଛି, ରୁପା ଇଟା ଶଗଡ଼ ଶଗଡ଼ ବାହାରେ ବାହାରୁ ଥିଲା, ସୁନା ଇଟା ଶଗଡ଼ ଶଗଡ଼ ରତ୍ନ ଭଣ୍ଡାରରୁ ବାହାରିବା କଥା, ଜଗନ୍ନାଥଙ୍କ ସମ୍ପତ୍ତି ସାମାନ୍ୟ ନୁହେଁ, ନ ଖୋଲିବା ପାଇଁ ଏ ସବୁ ରହସ୍ୟ, ପ୍ରହଶନ, ଅମୁଲ୍ୟ ସମ୍ପତ୍ତି ଯେଉଁଠି ଅନ୍ଧାର କାହିଁକି, ଲୁଟିବାକୁ ବାଟ
@tusharparamguru7738
@tusharparamguru7738 Жыл бұрын
Jay jagannath Prabhu Sabu Dekhuchhanti Aau Sabu Sunuchhanti. Jay jagannath Prabhu
@Manasrout-vc7jy
@Manasrout-vc7jy Жыл бұрын
😊 32:54 😊😊
@AnilkumarDas-fi1jg
@AnilkumarDas-fi1jg 2 ай бұрын
Jay Jagannath
@sangramchirguni2720
@sangramchirguni2720 Жыл бұрын
ରାଜ୍ୟ ସରକାର କାହିଁକି ଡରୁଛନ୍ତି ଆଉ ସେ ସେବାୟତ ନାଗସାପ କଥା କହୁଛନ୍ତି ରାଜ୍ୟବାସୀ ଚାହୁଛନ୍ତି ଖୋଲିବା ପାଇଁ ଏ ମାନେ କାହିଁକି ଡରl ଉଛନ୍ତି ଏ ମାନେ କl ଲେ କଣ କରିଛନ୍ତି ଶୀଘ୍ର ଖୋଲିବା କଥା
@Bkentertenment
@Bkentertenment Жыл бұрын
ଆଉ ନାହିଁ ରେ ବୁଢ଼ା ସବୁ ସେବକ ଲୁଟି ନେଇଛନ୍ତି ସେଥିପାଇଁ ଖୋଲିବାକୁ ଜାଇ ଫେଲ ହେଉଛନ୍ତି ରହସ୍ୟ ମୟ କରି ତୁମ ପରି ସେବକ ରଖିଛନ୍ତି।
@GODCREATION2155
@GODCREATION2155 Жыл бұрын
ରତ୍ନଭଣ୍ଡାର ଦେଖିବା ତା ବିଷୟରେ ଜାଣିବା ତାର ରହସ୍ୟ ଉନ୍ମୋଚନ କରିବାକୁ ଆଜିକା ଦିନରେ ଏତେ ତତ୍ପର କାହିଁକି। ଯେପରି ନବକଳେବର ପାଇଁ ମଙ୍ଗଳାଙ୍କ ଶରଣା ପଣ ହେବାକୁ ପଡେ ସେହିପରି ରତ୍ନଭଣ୍ଡାରର ରକ୍ଷକ ଲୋକନାଥଙ୍କ ଶରଣାପନ୍ନ ହେବା ନିହାତି ଜରୁରୀ।ଏହା ନକରି ଅଯଥା ପ୍ରଭୁଙ୍କ ରହସ୍ୟ ଭେଦ କରିବା ବୋଧ୍ ହୁଏ ପ୍ରଭୁଙ୍କ ପ୍ରତି ଅବମାନନା ହେବା।
@BISHNUPRIYANAYAK-xi3vo
@BISHNUPRIYANAYAK-xi3vo 2 ай бұрын
U r right 👍
@user-bk6pu4cy8m
@user-bk6pu4cy8m 2 ай бұрын
Right bro🙏🙏🙏
@satyajena8496
@satyajena8496 Жыл бұрын
ଜୟ ଜଗନ୍ନାଥ 🙏🙏
@sunitsumanmallick3117
@sunitsumanmallick3117 Жыл бұрын
jay jagatnath 🙏🙏🙏🚩🚩🚩
@royalchancellor4084
@royalchancellor4084 Жыл бұрын
Áa@
@nirmaljena3673
@nirmaljena3673 Жыл бұрын
ମୋର ସନ୍ଦେହ ରତ୍ନ ଭଣ୍ଡାରରେ ଚୋରା ରାସ୍ତା ଅଛି। ଯେଉଁ ରାସ୍ତାରେ ସେ ଲୋକଟି ଚୋରି କରି ଚାଲିଯାଇଛି। ବୋଧେ ବହୁତ କିଛି ଚୋରି ହୋଇଯାଇଛି।
@user-lp8ww6wc2q
@user-lp8ww6wc2q 2 ай бұрын
ମୁଁ ହେବି ବିଶ୍ବ ମନ୍ତ୍ରୀ ଯଦି ଚା ବାଲା ପ୍ରଧାନ ମନ୍ତ୍ରୀ ଝାଡୁଦାର ମୁଖ୍ୟ ମନ୍ତ୍ରୀ ଅଟୋ ବାଲା ରାଜ୍ୟ ମନ୍ତ୍ରୀ ତିୟୁସନ ମାଷ୍ଟର ଜିଲ୍ଲା ମନ୍ତ୍ରୀ ତେବେ ବିଶ୍ବ ବିଦ୍ୟାଳୟ ର ଅଧ୍ୟାପକ ବିଶ୍ବ ମନ୍ତ୍ରୀ 😄 ଡଃ ଟିକେଶ୍ଵର ମହାରଣା ପ୍ରତାପ ସିଂହ ଦେଓ bargauda ପଇସା ଦେଲେ ସବୁ କିଛି
@tusarkantaparija8548
@tusarkantaparija8548 Жыл бұрын
Jay shree Jagannatha 🙏
@birakishorenayak1690
@birakishorenayak1690 Жыл бұрын
ପ୍ରଭୁ ତୁମ ଇଛା ପୂର୍ଣ୍ଣ ହେଉ, ଜଗତର କଲ୍ୟାଣ ହେଉ🙏
@surajcreation6995
@surajcreation6995 Жыл бұрын
Lllllllllllll
@surajcreation6995
@surajcreation6995 Жыл бұрын
Lllllllllpl
@anildhinda9657
@anildhinda9657 Жыл бұрын
1
@BinodbihariTripathy-rr9pc
@BinodbihariTripathy-rr9pc Жыл бұрын
Jaya Jagannath, Thank You Sir
@ChittaranjanParida-qj8pt
@ChittaranjanParida-qj8pt 2 ай бұрын
Jay Jagannath 🙏
@KNOWLEDGE-xd3eu
@KNOWLEDGE-xd3eu 2 жыл бұрын
Bahut sundar ...jay Jagnnath Swami🙏
@lambodarpatra9254
@lambodarpatra9254 2 ай бұрын
Jay jaganatha Swami Nayana patha gami bhaba tume
@bharatipanda3933
@bharatipanda3933 Жыл бұрын
Jai Jagannath 🙏🙏🌹
@bikram7748
@bikram7748 Жыл бұрын
Jai jagannath 🙏
@user-os1hl3bf3n
@user-os1hl3bf3n Жыл бұрын
Jay Jagannath.❤
@ilukumar579
@ilukumar579 Жыл бұрын
Jay jagannath ❤️❤️❤️🙏🙏🙏🙏
@tilottamamohanty3336
@tilottamamohanty3336 Жыл бұрын
Jai jagannath...🙏🙏
@bilasinidas6810
@bilasinidas6810 2 ай бұрын
Jay jagnatha
@chandusahoo4721
@chandusahoo4721 2 жыл бұрын
Jay jaganatha
@parikshitdashdash9251
@parikshitdashdash9251 6 ай бұрын
Good night good news well come
@satyabratadash1586
@satyabratadash1586 Жыл бұрын
Jay Jagannath Swami 🙏
@_gitanj_alip_a_r_i_d_a4074
@_gitanj_alip_a_r_i_d_a4074 2 жыл бұрын
Jai jagannath 🙏🙏
@sairamsatapathy8539
@sairamsatapathy8539 Жыл бұрын
Excellent person with excellent thought.
@rajunaik5128
@rajunaik5128 Жыл бұрын
Jay jagannatha Swami 🙏🙏🙏
@prafullpal8878
@prafullpal8878 Жыл бұрын
ରତ୍ନ ଭଣ୍ଡାର ଖୋଲିବା ନଖୋଲିବା ପାଇଁ ତର୍କ ହେବା ଉଚିତ।
@jagadishadabar6206
@jagadishadabar6206 Жыл бұрын
Jai jaganatha swami ki jay
@mayapurty
@mayapurty 28 күн бұрын
Jayjagarnath
@biooo5645
@biooo5645 Жыл бұрын
Ratna Bhandar kholi dekha jau.. Majhi re Majhi re check karajiba darkar. JAI JAGANNATH🙏
@jigyansurout5253
@jigyansurout5253 Жыл бұрын
Jay jagannath
@Nehanageswari267
@Nehanageswari267 2 ай бұрын
Jaya jagannath swami bhaba tumee🙏🙏🙏
@gopalchandrarath3171
@gopalchandrarath3171 Жыл бұрын
ଏସବୁ ମିଛ କଥା ମନ ଗଢ଼ା କଥା ସବୁ ଲୁଟି ନେଇଛନ୍ତି
@AnnapurnaJena-lj2xb
@AnnapurnaJena-lj2xb Ай бұрын
Jay jagannath pranam 🙏
@dillipcreation9338
@dillipcreation9338 Жыл бұрын
Jay Jagannath, Jay Maa Subhadra, Jay Balabhadra🙏🙏🙏🌹🌹🌹🌺🌺🌺
@nirmalkumarjena2868
@nirmalkumarjena2868 Жыл бұрын
Bu 17:48 😊
@hi-yx8fc
@hi-yx8fc Жыл бұрын
One of the best servant and devotee of lord jagannath sriman Mishra mahodaya.
@prafulasingh2267
@prafulasingh2267 2 ай бұрын
News ଓଡ଼ିଶା ବ୍ୟତିତ ଅନ୍ୟ କୌଣସି ବିଦ୍ୟୁତ ଗଣମାଧ୍ୟମ ଏପର୍ଯ୍ୟନ୍ତ ସମ୍ବାଦ ପରିବେଷଣ କରିନାହିଁ । ପ୍ରଶ୍ନ ? କେବେ ଏହି ସାକ୍ଷାତକାର ହୋଇଥିଲା ?
@narottammahanta4044
@narottammahanta4044 Ай бұрын
ଲୁଟି ନେଇଥିବା ରତ୍ନ କୁ ପୁନର୍ବାର ଉଦ୍ଧାର କରାଯାଉ
@minakhiNayak-wq4wh
@minakhiNayak-wq4wh Жыл бұрын
Jay Jagannath 🙏🙏🙏🙏🙏
@pramodsatpathy2014
@pramodsatpathy2014 Жыл бұрын
Jay jagannath🙏🙏🙏
@soudaminimallick2064
@soudaminimallick2064 2 жыл бұрын
A sabu gopana re rahu 🙏🙏🙏JAY JAGANNATH🙏🙏🙏🙏🙏🙏🙏🙏🙏🙏🙏
@parikshitdashdash9251
@parikshitdashdash9251 6 ай бұрын
JayJagànath
@parikshitdashdash9251
@parikshitdashdash9251 6 ай бұрын
True is. Truth
@parikshitdashdash9251
@parikshitdashdash9251 6 ай бұрын
Good news
@mayapurty
@mayapurty 28 күн бұрын
Jayjagarnath 4:51
@user-kx3lb8qq4p
@user-kx3lb8qq4p 2 ай бұрын
ଜେମିତି ମଉଶା କହିଚନ୍ତି ସେମିତି ହିଇତ ରା ମ ମନ୍ଦିର ତିଆରି ହେନିତ ତାହେଲେ ଜାଣିଲେ କେମିତି ମୋଦି କଟକରେ news ରେ କହିଲେକେମିତି ତାମିଁଲାଡୁ ଗଲାକେମିତି
@gopalchandra6455
@gopalchandra6455 4 ай бұрын
ସବୁ ସମ୍ପତି କୁ ସରକାରକୁ ହସ୍ତାନ୍ତ କରାଯାଉ, ଏହା ଓଡିଶା ଜନତାଙ୍କ କାମରେ ଲାଗିବ l ଭୟ ଥୟ କିଛି ନାହିଁ, ଏଟା ଗଣା ଯାଇ ପାରିବ, ଅସୁବିଧା କିଛି ନାଇଁ, ସାପ, ଝିଟିପିଟି କାମୁଡି ଦେବ, ଭୁତ ବାହାରିବ ସେମିତି କିଛି ନୁହେଁ l
@twinkleiiii9126
@twinkleiiii9126 3 ай бұрын
😮 ete bhala chintadhara sarkar aku neiki khaiba apekhya eha jagannath nka pakhare rahiba uchhit 🙏
@user-bk6pu4cy8m
@user-bk6pu4cy8m 2 ай бұрын
Ata jau jagara achhi sai jagara rohiba uchhit
@jasabantasahu3268
@jasabantasahu3268 Жыл бұрын
Jay Jagannath 🙏❤
@RajendraPatra
@RajendraPatra Ай бұрын
Jai jagannath swamy
@user-oq1qp4iw9c
@user-oq1qp4iw9c Ай бұрын
Jey jagarnath
@prahaladsahu5406
@prahaladsahu5406 Жыл бұрын
ଜୟ ଜଗନ୍ନାଥ ହେ ମହାପ୍ରଭୁ ଅନୁମତି ଦିଅନ୍ତୁ
@dark_tiger_03
@dark_tiger_03 Жыл бұрын
Jay jagannatha same
@chandrakantaswain5062
@chandrakantaswain5062 2 ай бұрын
Jay shree jaganath Swami 🙏❤️🙏
@user-kw4bo8eq6q
@user-kw4bo8eq6q Ай бұрын
Jay.jagannath.swami🙏
@desi...kalakar2818
@desi...kalakar2818 Жыл бұрын
ଜୟ ଜଗନ୍ନାଥ ଜଗନ୍ନାଥ 🙏🙏🙏
@Reenabehera0
@Reenabehera0 Ай бұрын
❤❤❤❤❤❤❤❤❤❤❤ Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@Ashokbeuria
@Ashokbeuria Ай бұрын
ତମେ ଜଗ ନାଥକୁ କହୁଛ ଜିବିତ ଠାକୁର ଚୋରି ହେଲେ ତାର ବିଚାର କରୁନାହି କାହିକି ଠାକୁର
@barsharanimahapatra6815
@barsharanimahapatra6815 Жыл бұрын
Jay Jagannath 🙏😌❤️
@bapuojhaofficial
@bapuojhaofficial Жыл бұрын
ଜୟ ଶ୍ରୀ ଜଗନ୍ନାଥ
@user-pf2dt5yl3k
@user-pf2dt5yl3k 2 ай бұрын
Jay jagarnath
@sunilbehera4758
@sunilbehera4758 Жыл бұрын
jay sri jagannath 🙏🙏🙏🙏🙏🙏🙏
@swainludu2262
@swainludu2262 2 ай бұрын
Jay jagannath ❤❤❤
@RameshChandraPattnaik-kc1qi
@RameshChandraPattnaik-kc1qi Жыл бұрын
Joy jagannath Hariom
@gurucharanaroutray5955
@gurucharanaroutray5955 Жыл бұрын
ଜୟ ଜଗନ୍ନାଥ 🚩🚩🚩🙏🙏🙏
@rashmiranjanparidarashmira9668
@rashmiranjanparidarashmira9668 Жыл бұрын
Sir barambara gotie katha kahuchanti jadi Manda udesya neiki jiba mariba thik...🥺🙏 Prabhu sabu Tori Lila...
@gangadharbiswal2606
@gangadharbiswal2606 Жыл бұрын
Mishra babu pranam. You are a Brahmin and ex- temple administrator. Now you have not clarified about the keys of Internal Room of the Ratna Vandar. Similarly you did not tell whether there are lock and keys of the wooden boxes and where the keys are. It is process and simple thing to take the account of the Ratna Vandar, but the temple administrator,.Govt and the King of Puri are silent and inactive about Ratna Vandar.If it will be kept secret by the agnya of Prabhu, then atleast Puja Panda, King and Law Minister should see the vandar. Hay Jagannath.
@snehalatanayak9580
@snehalatanayak9580 Жыл бұрын
Jay Sri Jagannath 💗🙏🏻💗
@murariyadav7487
@murariyadav7487 2 жыл бұрын
Jay Jagannath maha prabhu 🙏🙏🙏🙏🙏
@bishikeshanjani7268
@bishikeshanjani7268 2 жыл бұрын
Jay jagannath, mahaprabhu odishar jay heu.
@prafullpal8878
@prafullpal8878 Жыл бұрын
ରତ୍ନଭଣ୍ଡାର ଏବଂ ଓଡ଼ିଶା ଇତିହାସ ସମ୍ପର୍କରେ କିଛି ଅଛି କି?
@madhabnayak8361
@madhabnayak8361 2 жыл бұрын
1978 list ku verification karajau, Govt permission darkar
@KhirodaPradhan
@KhirodaPradhan Жыл бұрын
Jaya jaganntha
@user-qo4vp4tp6n
@user-qo4vp4tp6n 25 күн бұрын
ମିଛକଥା କହିବାରେ ଧୁରନ୍ଧର
@dhrubaswain2855
@dhrubaswain2855 Ай бұрын
ତୁ ଜାଣି ରାଜ୍ୟକୁ ବିପଦ ଆଣିବା ମିଡିଆ ଗୁପ୍ତ ଜିନିଶ ଗୁପ୍ତରେ କରାଯାଏ ଏମିତି ଖୋଲା ଖୋଲି ବିତର୍କ ନୁହେଁ ଜାହାକି ଲୋଭ ମାଡି ଆଶିବ ତୁତ ଓଜନ ପଇସା ସବୁ ବୁଝେଇ ଦେଲୁ ଭାଗ ପାଇବୁ ୪୬ ବର୍ଷ ହେଲା ଦେଖି ନାହାନ୍ତି କାରଣ କଣ ଭିତରେ ଭିତରେ ମୂଷାହେଇ ନାହାନ୍ତି ତ ଅଧିକାରୀ
@sudhansugardia2700
@sudhansugardia2700 2 ай бұрын
Jay jeogonath❤❤
@SukantaSahu-tz9ed
@SukantaSahu-tz9ed Жыл бұрын
🙏ପ୍ରଭୁ ନି ଲା
@user-lw6nc9us1b
@user-lw6nc9us1b Жыл бұрын
Jay.jaganatha
@sanjuktabisoi9241
@sanjuktabisoi9241 Ай бұрын
Jay jagarnnath 🙏🙏,bhitaraku galabele chacking hela, but bahariba pare ta au check hoini, free re gale sidha van re basigale,
@manucdas9626
@manucdas9626 Жыл бұрын
Jai Jagannath, samastnkar bhala hau , Mangala Hau hey Saanta !
@nirmaljena3673
@nirmaljena3673 Жыл бұрын
ସନ୍ଦେହ ଚୋରା ରାସ୍ତାରେ ଚାଲିଗଲା। ଯେଉଁ ରାସ୍ତାକୁ ଏବେ ଖୋଳି ଦିଆଯାଇଛି ।
@LaxmipriyaSundaray-lj2xu
@LaxmipriyaSundaray-lj2xu 2 ай бұрын
Jay jagannath 🙏🙏⚫‼️⚫🙏 pravu
@prafullpal8878
@prafullpal8878 Жыл бұрын
ରତ୍ନ ଭଣ୍ଡାର ବିଷୟରେ ମହାଲକ୍ଷ୍ମୀ ବି ଜାଣି ନାହାନ୍ତି।
@pramilapani9960
@pramilapani9960 Жыл бұрын
JAY JAGANNATH🙏❤🙏❤
@Mr_Alok6070
@Mr_Alok6070 Жыл бұрын
ଜୟ ଜଗନ୍ନାଥ 🙏
@sagarkumarnayak8033
@sagarkumarnayak8033 Жыл бұрын
Good news 👏
@deepameher3635
@deepameher3635 Жыл бұрын
Bahuta acchi ..samasta nku kichhi kichhi miliba
@GopiTudu-xw7io
@GopiTudu-xw7io Жыл бұрын
Jay Shree Jagannath ✋✋✋
@suniledas8947
@suniledas8947 Ай бұрын
,,, ❤❤
@OMPRAKASHYADAV-pv6vj
@OMPRAKASHYADAV-pv6vj 2 ай бұрын
Om
@technicalsatyabrata8035
@technicalsatyabrata8035 Жыл бұрын
Ratna bhandara ro rahashya lick out korucha kn pain eita gote bhagabana nka apaman
@gopalkrishnapattnaik5313
@gopalkrishnapattnaik5313 2 жыл бұрын
TEMPLE ADMINISTRATION MAY DO ELECTRIFICATION OF RATNABHANDARA DURING REPAIRING. ALL MUST PRAY TO LORD. SINCE LAST 50YEARS OR MORE INNER RATNABHANDARA HAS NOT BEEN VERIFIED..PROPERTY OF JAGANNATH CAN NOT BE EVALUATED . IT IS DUTY &ONE FORM OF RITUAL TO SAFEGUARD THE PROPERTY OF LORD. ALL PLACES OF TEMPLE HAVE BEEN ELECTRIFIED EXCEPT RATNABHANDARA.
Kind Waiter's Gesture to Homeless Boy #shorts
00:32
I migliori trucchetti di Fabiosa
Рет қаралды 5 МЛН
Кадр сыртындағы қызықтар | Келінжан
00:16
2PM Bulletin ||| 16th August 2024 ||| Kanak News Live |||
25:14
Kanak News Live
Рет қаралды 1,2 М.
Sri Jagannath and Kalapahad
7:08
Argus News
Рет қаралды 805 М.
Shree Jagannath | Episode 38 | Odiya devotional | Lokdhun Oriya
40:25
Lokdhun Odia
Рет қаралды 1,9 МЛН
Он просто выполняет свою работу...
0:21
MovieLuvsky
Рет қаралды 4,2 МЛН
Мальчик удивил всех своих друзей!
0:19
EnderStories
Рет қаралды 2,2 МЛН
ШЕШЕҢНЕН ШАРШАДЫМ! | ЕНЕШКА 2  | 6-бөлім
21:59
Өзіміз Bilemiz
Рет қаралды 548 М.