No video

ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18V

  Рет қаралды 366,324

News18 Odia

News18 Odia

Ай бұрын

ବିଶ୍ୱନାଥଙ୍କ ବଡ଼ ବୟାନ, ଭିତରେ ଥିଲା... |Srimandir Ratna Bhandar News | Ratna Bhandar Rahasya N18VJagannath Temple Mystery: 46 साल बाद खुलेगा भगवान जगन्नाथ का रत्न भंडार|Ratna Bhandar Reopening
LIVE : తెరుచుకోనున్న పూరీ జగన్నాథుడి రత్న భాండాగారం | Puri Temple Ratna Bhandar to Open Today
LIVE : আজ Srimandir Ratnabhandar খুলবে । Puri র মন্দিরের রত্নভাণ্ডার to be Open Today । News
Bhubaneswar: Odisha Law Minister Prithviraj Harichandan said that a permanent chief administrator of Shree Jagannath Temple Administration (SJTA) will be appointed soon and the process has already started.
"This is one of the main issues in the first 100-day agenda of the government. Though no administrative irregularity has been observed, there is a need for a permanent chief administrator. Odisha government will take a decision in this regard soon," said Harichandan.
#tunnel #mystery #rathayatra #lawminister #pruthirajharichandan #ratnabhandar #purijagannathtemple #purinews #asi #jagannathtemple
#puriratnabhandar #srimandirratnabhandar #ratnabhandar #ratnabhandaropening #puri #jagannathmandir #jagannathtemple #ratnabhandarissue #news18odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 236
@lifeofpk4412
@lifeofpk4412 Ай бұрын
ମହାପ୍ରଭୁଙ୍କ ଅନୁମତି ନେଲେ ,ଲୋକନାଥଙ୍କ ଆଜ୍ଞାମାଳ ନେଲେ , ମହାପ୍ରଭୁଙ୍କ ଇଛାନୁସାରେ ଆପଣ ମାନେ ଭିତରକୁ ଯାଇ ସୁରକ୍ଷିତ ଆସିଲେ । ବାହାରକୁ ଆସି ମଣିଷ ପକୃତି ଦେଖେଇ ଦେଲେ ଯେ ସେଗୁଡା ସବୁ ଗପ । ବା ଧନ୍ୟ ତୁମ ଭକ୍ତି ଭାବ କୁ । ଜଗାରେ ତୁ ହିଁ ଭରଷା ତୋ ଇଚ୍ଛାରେ ପତ୍ର ପା ହେଲେନି, ଏ ଛାର ମଣିଷ କଣ । ସାର ଗୋଟେ କଥା ସ୍ପଷ୍ଟ କଲେ ଯେ ସେ ଚାବି ରେ ତାଲା ଖୋଲିବନି ବୋଲି ସାର ଅନୁଭବ କଲେ ତାହାଲେ ନିର୍ଦ୍ଧିଷ୍ଟ ଚାବି ଗଲା କୁଆଡେ ।
@sky5215
@sky5215 Ай бұрын
ହାଇଓ ବାବୁ,ସେ କଣ ମଣିଷ ପ୍ରକୁତି ଦେଖେଇଦେଲେ ? ଯାହା ଦେଖିଲେ ତାହା ଆସି କହିଲେ ତମେ ଯଦି ଦେଖିଚ କହୁନ ଟିକେ ଶୁଣିବେ ସମସ୍ତେ।ତମେ ଜଗନ୍ନାଥ ପ୍ରେମୀ ନା ଗପ ପ୍ରେମୀ ଟିକେ କହିବା ହେବେ କି ଲୋକ ଙ୍କୁ ଭୟଭୀତ କରି ସତ କୁ ଦବେଇ ଦେବା ପାଇଁ ଚାହୁଁଛ ବୋଧେ
@allaboutworld.....3983
@allaboutworld.....3983 Ай бұрын
Are babu sabu sata kahiba thik nuha public re
@nibeditabal5800
@nibeditabal5800 Ай бұрын
😊
@rashmibijaykumarmishra5543
@rashmibijaykumarmishra5543 Ай бұрын
True
@milimohanty7232
@milimohanty7232 Ай бұрын
Right
@sagarsahoo5874
@sagarsahoo5874 Ай бұрын
ଚାବି କୋଉଠି ଥିଲା ଆଗ କହ, ଚାବି କାହା ପାଖେ ଥିଲା, କୋଉଠୁ ଆଣିଲ।
@supriyakumarmishra9177
@supriyakumarmishra9177 Ай бұрын
Nai, apanankara dekhiba darkaar nahi, seta deba sampati.
@AshutoshKar-qp1jd
@AshutoshKar-qp1jd Ай бұрын
Abe murkha se chabi re ba kholilani, asali chabi pandu nei paleichi
@sagarsahoo5874
@sagarsahoo5874 Ай бұрын
@@supriyakumarmishra9177 Tame kn sabu dari gehi chaiti, dekhiba
@MTlifesoro
@MTlifesoro Ай бұрын
ଠିକ୍ କହିଛନ୍ତି ଆପଣ , ଯଦି ଚାବି ସବୁ ଆସିଥିଲା, ତେବେ ଭିତର ଘରର ଚାବି କୁଆଡ଼େ ଗଲା, ଏ ବିଷୟରେ କହିଲେନି।
@user-by2ri4it3r
@user-by2ri4it3r Ай бұрын
ମୋତେ ଲାଗୁଛି ଏମାନେ କିଛି ଵୀ କରିନାହାନ୍ତି ଭିତରେ 3.4 ଘଣ୍ଟା ବସି ବସି ବାହାରେ ଆସି ସବୁ ମିଛ କଥା କହୁଛନ୍ତି..
@Sambalpurgobind
@Sambalpurgobind Ай бұрын
ମହାପ୍ରଭୁ ଚଳନ୍ତି ଠାକୁର , ... ସେ ହିଁ ଶ୍ରୀ ମନ୍ଦିରର ସର୍ବାଧିକାରୀ , ମାଲିକ କହିଲେ ଅତ୍ୟୁକ୍ତି ହେବ ନାହିଁ । ମାତ୍ର ସେ ଯେତେବେଳେ ମାଉସୀ ଘର କୁ ଯାଇଛନ୍ତି, ତାଙ୍କ ଅନୁପସ୍ଥତିରେ ତାଙ୍କର ନିଜର ଘର ତାଲା ଭାଙ୍ଗି ଅଳଙ୍କାର ଦେଖିବା ଯୁକ୍ତିଯୁକ୍ତ ଲାଗିଲା ନାହିଁ 🥺
@supremesports7404
@supremesports7404 Ай бұрын
Malika nathi le kn hela Malikani achanti Maa laxmi
@rashmibijaykumarmishra5543
@rashmibijaykumarmishra5543 Ай бұрын
His Good Lady Maa Lakshmi Ji is there . His sister Maa Bimla is there . When our husbands are not at home don't we allow our support staff to our house ?
@minaketan5562
@minaketan5562 22 күн бұрын
ଏବେ ବିଜେପି ସରକାର ଓଡ଼ିଶା ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର ରତ୍ନ ଭଣ୍ଡାର ସୁନା ଅଳଙ୍କାର ଲୁଟ୍ କରିବେ ଚୋର ସରକାର ତା ପରେ ଆନ୍ଧ୍ର ପ୍ରଦେଶ ର ତିରୁପତି ମନ୍ଦିର ର ରତ୍ନ ଭଣ୍ଡାର ଉପରେ ନଜର କରିଛି ବିଜେପି ସରକାର । କେଦାର ନାଥ ମନ୍ଦିର ସୁନା ଚୋରି କରିଛି ବିଜେପି ସରକାର ଆଉ ରାମ ରାଜ୍ୟ ର ରାମ ମନ୍ଦିର ରତ୍ନ ଭଣ୍ଡାର ବି ଲୁଟ୍ ହେଇଛି । ଏଇ ମାନଙ୍କ କଥାରେ କିଛି ତାଳ ମେଳ କିଛି ନାହିଁ ।
@bibhuprasaddas75
@bibhuprasaddas75 Ай бұрын
କହୁ କହୁ କହିଦେଲେ ବହୁତ କଥା ଆହୁରି ବହୁତ କଥା କହିଲେନି ବି
@barsharanisah67
@barsharanisah67 Ай бұрын
😂
@indography1
@indography1 Ай бұрын
kau bal ta kahi thante au
@trilochanbarik7105
@trilochanbarik7105 Ай бұрын
😂
@arunachandrarath639
@arunachandrarath639 Ай бұрын
ମୁ ଜଣେ ଓଡ଼ିଆ ହିସାବ ରେ କହିବି. ଏ ସବୁ ଜୋ ହେଲା ବିନା ଭଗବାନ ରେ ସେଇଟା ଠିକ ନୁହଁ. ଯେହେତୁ ଭଗବାନ ବର୍ତ୍ତମାନ ମନ୍ଦିର ରେ ନାହାନ୍ତି. ବିଲମ୍ବ ତ ହେଲାଣି ଆଉ ୧୦ଦିନ୍ ବିଲମ୍ବ ହୋଇଥିଲେ କଣ ଭାସି ଯିବ କି. ଏ ମୋର ନିଜସ୍ୱ ମତ
@sagarkumarpal
@sagarkumarpal Ай бұрын
Mate b seya laguchi,thik katha 🙋🙋👍👍
@pareshkhuntia1
@pareshkhuntia1 Ай бұрын
Right
@pareshkhuntia1
@pareshkhuntia1 Ай бұрын
BJP ର ଆଉ କିଛି କାମ ନାହିଁ ତ। ଆଉ କଣ କରିବେ। 10 ଦିନ ପରେ କଣ ଅସୁବିଧା ହେଲା
@pratyushmohanty542
@pratyushmohanty542 Ай бұрын
କାଇଁ ଅପେକ୍ଷା ହବ??? ଭଗବାନ୍ ନାହାନ୍ତି କଣ ki logic ଏସବୁ..
@jaminsahoo3124
@jaminsahoo3124 Ай бұрын
Malikani ta maa Laxmi......asubida kn.....? Jaha hela Prabhu nka echa ....Tame logical reason dia
@biswakesh07
@biswakesh07 Ай бұрын
Only a true devotee can explain like this,🙏
@pabitrapradhan8060
@pabitrapradhan8060 Ай бұрын
Jay Jagannath 🙏🙏🙏
@ashokkumarmoharana7946
@ashokkumarmoharana7946 29 күн бұрын
ଏପରି ଅନ୍ଧବିଶ୍ୱାସୀ କିପରି ଏତେବଡ ପଦବୀ ରେ ଥିଲେ ! ନା ଲୋକମାନଙ୍କୁ ଆସ୍ଥା / ଠାକୁରଙ୍କ ନାମରେ ଭଣ୍ଡେଇ ଯୁଗ ଯୁଗକୁ ଠକିବାର ଜୋଯନା ? ରତ୍ନ ଭଣ୍ଡାର 1905 23 February ରେ ଖୋଲାଯାଇ ସମ୍ପୂର୍ଣ୍ଣ ଗଣତି ହୋଇଥିଲା । ଏପରି ଭଣ୍ଡାମୀ ହୋଇନଥିଲା । ଭଣ୍ଡାମୀ ଛାଡ ।
@bijayakumarpanda7902
@bijayakumarpanda7902 Ай бұрын
ଭିତର ଭଣ୍ଡାର ର ଦୁଇଟା ତାଲା ର ସିଲ କିଏ ଭାଙ୍ଗିଥିଲା? ଚାବି କୁଆଡେ ଗଲା? ତଦନ୍ତ ହେଉ।
@Jswain-en4sr
@Jswain-en4sr Ай бұрын
Multiple tala re seal hueni. Gote re seal hue.
@tapandalal201
@tapandalal201 Ай бұрын
Half knowledge is really dangerous 💀
@Jswain-en4sr
@Jswain-en4sr Ай бұрын
@@tapandalal201 ryt
@nabaghanasahoo8964
@nabaghanasahoo8964 Ай бұрын
ଉପଯୁକ୍ତ ଚାବି ନୁହେଁ ! 2 ଟି ତାଲା Unsealed ଥିଲା...ହଉ ଠାକୁରଙ୍କ ଇଛା ଆଉ କଣ ଅଛି ଦେଖାଯାଉ।
@allaboutworld.....3983
@allaboutworld.....3983 Ай бұрын
Mane??
@RakeshKumar-cf3xr
@RakeshKumar-cf3xr Ай бұрын
ଆଗରୁ କଣ ଜାଣିନଥିଲେ ବାହୁଡା଼ ଯାତ୍ରା ଅଛି ବୋଲି ସବୁ ଦେଖାଣିଆ ଯାହା ଦେଖିଛ degitally ସାର୍ବଜନୀନ କର
@pratyushmohanty542
@pratyushmohanty542 Ай бұрын
କଣ ପାଇଁ??? ସାର୍ବଜନୀନ ହେବ....masjid madrasa ra property public ku ଜାଣୁଛନ୍ତି?? ଆମେ କାଇଁ ଏମିତି କରିବା??? କଣ problem ହେଲା ଆରମ୍ଭ ତ ହେଇଚି...navin babu ତ ତାଲା ଭାଙ୍ଗି ପାରିଲେନି...oukat less loka ta..
@_tiranjit_97
@_tiranjit_97 Ай бұрын
ଆମ sir 5 hours ରହିଲା ପରେ ବି କେତୋଟି ସିନ୍ଦୁକ ଆଉ ଆଲମିରା ଗଣି ପାରିଲେନି
@MTlifesoro
@MTlifesoro Ай бұрын
ତାଲା କେମିତି onseal ହେଲା। ସେଇଟା କାହିଁକି ଜାଣିବାକୁ ଚାହିଁଲେ ନାହିଁ।
@lionsdebasismohanty2095
@lionsdebasismohanty2095 Ай бұрын
Moribo Sobu, khorap time asigola. Tomo ghore kn ornaments achhi tome midia samna re ki kaha samna re kohibo ki, semiti Bhogoban nko Ornaments related kichhi kahaku daya kori kuhontuni. Nohele dangerous situation asibo puri ku. Jagannath somostonku surakhito rokhontu. Jay Jagannath
@yanildev
@yanildev Ай бұрын
he mandabudhi manisha, kana ta bhasijiba kahile?
@theperfectlaw922
@theperfectlaw922 Ай бұрын
This is may not be full answer
@rajibparida9672
@rajibparida9672 Ай бұрын
Where is Original Key ?Why the Wrong key was deposited in Treasury ? Jai Jagannath 🙏
@hometventertain
@hometventertain Ай бұрын
Kie wrong key treasury re rakhithila ? May be treasury re original key thila se Pandian lock Bhangi ki looti sariki alga lock key pakeithila. 100% sure
@jamesrodes560
@jamesrodes560 Ай бұрын
​@@hometventertain😂😂😂😂 gapa ta Kia kahila???
@prasantakumarjenamani362
@prasantakumarjenamani362 Ай бұрын
ଆଜିର ଦିନଟି ଓଡ଼ିଶା ବାସୀଙ୍କ ପାଇଁ ଏକ ଐତିହାସିକ ଦିନ ଜୟ ଜଗନ୍ନାଥ
@mrbombastic1401
@mrbombastic1401 Ай бұрын
Tate kana miliba
@basantarout9538
@basantarout9538 Ай бұрын
ଭିତରେ ହେଇଥିବା videigraphy ଜନ ସାଧାରଣ ଦେଖି ପାରିବେ କି sir?
@pratyushmohanty542
@pratyushmohanty542 Ай бұрын
କାଇଁ ଦେଖିବେ ଜନତା ??? ଦେଖିଲେ କଣ ଲାଭ ହେବ???ସମସ୍ତେ ଜାଣିବେ ତା ପରେ muslim ଆତଙ୍କବାଦୀ attack କରିବେ श्री ମନ୍ଦିର କୁ
@kumaranil2399
@kumaranil2399 Ай бұрын
ମୋ ଅନୁସାରେ ଆମ ଘର ର ସିନ୍ଦୁକ ଆମେ କାହାକୁ ଦେଖାଉଛେ କି,?ପ୍ରଭୁଙ୍କ ଅନୁପସ୍ଥିତ ରେ ଯିବା କେତେଦୂର ଠିକ୍?
@achyutanandadas1670
@achyutanandadas1670 Ай бұрын
ବିଚାରପତି ଠିକ୍ କହୁଛନ୍ତି
@samarendradakhinakabat3653
@samarendradakhinakabat3653 Ай бұрын
Jai shree Jagannath
@rajumeher-dq7gi
@rajumeher-dq7gi Ай бұрын
ଚାବି ଟା କୁଆଡେ ଗଲା ପଣ୍ଡା ମାନେ ସୁନା ଚେନ ଯେନ ପିନ୍ଧୁଛନ ହେନର ସୁନା ଆଏ କେନ
@abhaykumarmusic6208
@abhaykumarmusic6208 Ай бұрын
Panda Mane jemiti suna pindhuchanti raja maha eajanka bhali
@anandamohakuda4943
@anandamohakuda4943 Ай бұрын
😅😅
@parsuramsahoo7509
@parsuramsahoo7509 Ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🎉❤🎉
@subashchmohanty2457
@subashchmohanty2457 Ай бұрын
ସାମ୍ବାଦିକଙ୍କୁ ରତ୍ନ ଭଣ୍ଡାର କୁ ପ୍ରବେଶ ପାଇଁ ଅନୁମତି ଦିଆଯିବା କଥା,କା‌ହିକି ନା ସେମାନେ ସେହି ଭଣ୍ଡାର ସ୍ଥାନ ରୁ ସାରା ଦେଶ ଦୁନିଆ କୁ ତଥ୍ୟ ଯୋଗାଇଥାନ୍ତେ । କମିଟିର ନୀତି ନିୟମ କୁ ସମ୍ମାନ ଦେବା ସାମ୍ବାଦିକ ବନ୍ଧୁ ମା‌ନେ ଭୁଲି ଯାଉଛନ୍ତି ।
@allaboutworld.....3983
@allaboutworld.....3983 Ай бұрын
He bhagban tm kn Jagannath nka sampati Lüti jau history kichhi Janina bodhe
@laduliparida
@laduliparida Ай бұрын
ଭିତର ରତ୍ନଭଣ୍ଡାର ରେ ଜିନିଷ ଅଛି ନା ନାହିଁ
@SanjuktaDandasena
@SanjuktaDandasena Ай бұрын
Dharmendra pradhan kahuthila para pandian neichhi boli
@sankarsandas19790
@sankarsandas19790 Ай бұрын
ଯାହା କରୁଛ କର ତାର ସୁରକ୍ଷିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରା ଯାଉ ।
@lingarajcreative
@lingarajcreative Ай бұрын
Pandian ରତ୍ନଭଣ୍ଡାର ଚାବି ନେଇଥିଲା ତାପାଖରୁ ନ ଆଣି ଭଙ୍ଗିଦେଲ!!!!
@susantasahu7310
@susantasahu7310 Ай бұрын
ସବୁଠୁ ବେକାର news ଚେନାଲ୍
@rabinarayanmohapatra4733
@rabinarayanmohapatra4733 Ай бұрын
Bhagwan mandirare nathila bele tame sabu ratnavandar ku chhuinba aparadh
@gangadharbhoi7359
@gangadharbhoi7359 Ай бұрын
Jay Jagannath
@G.B.eatingchallenge7457
@G.B.eatingchallenge7457 Ай бұрын
ନନ୍ଦିଘୋଷ ରିପୋର୍ଟର କୁ ଟିକେ ଦେଖ ତା ମୁଁହ କେବେ ଦେଖିନି ଆଜି ଦେଖିବି
@user-zf8jo6ut4h
@user-zf8jo6ut4h Ай бұрын
କାହିଁ ତୁ କିଏ କି ବେଶି କଥା କହୁଚୁ ତୁ ପୁରା ଚୁପ ଚାପ ଶୁଣୁ
@user-zf8jo6ut4h
@user-zf8jo6ut4h Ай бұрын
@@Royal-tl9mw ଚୁପ
@user-zf8jo6ut4h
@user-zf8jo6ut4h Ай бұрын
@@G.B.eatingchallenge7457 ତୁ ତତଲା ଖାଇବୁ ଜଣାପଡୁଛି
@truptiranjan863
@truptiranjan863 Ай бұрын
ଯିଏ ଯାଇଥିଲେ ସବୁ କାହାର କାହା କଥାରେ ମେଳ ଖାପ ଖାଉନି
@subhasmitabhanja3020
@subhasmitabhanja3020 Ай бұрын
Mausa , tama katha suniki pura rachana lekhila bhalia laguchhi,achha gote katha kahibe Kia kahaku kana luchau chhanti,aau gote katha Tama rajaneeti bodhe hue a lola odisha basi bujhi nahanti,aau gote katha ebethu bhabisyata bani karuchhi,Tama mananku kebebi chabi hajeibara karana aau kaha dwara chabi hajila tamaku milibani
@jaminsahoo3124
@jaminsahoo3124 Ай бұрын
Naveen ku pachar
@user-yh2vt9hv4j
@user-yh2vt9hv4j Ай бұрын
Bjp bala tike kana kholi sunantu sir kn kahuchhanti 1985 ru khola heinii au jou tautar mane utube re kahuchhanti pandian neijaichi boli sei mane tike bhalase dekhantu ratna bhandar bjd thik se dautyo nauthila hele bjp sabu khaijiba puri basi tike satrak kahiba besi bipada puri lokanku achhi agaru badathakura jeneideichhanti
@laduliparida
@laduliparida Ай бұрын
ବାହୁଡ଼ା କଣ ସଙ୍ଗେ ସଙ୍ଗେ ଆସିଲା, ଆଗରୁ ଜାଣିନଥିଲା
@GHOST-BATTLE
@GHOST-BATTLE Ай бұрын
Ashirbaad dele na nai.....asirbad milila ta ?na khali kahi deiki paleila ?
@SunilKumar-kb7xc
@SunilKumar-kb7xc Ай бұрын
Sankaracharjya nka paramarsa neithila ki
@Lat4688
@Lat4688 Ай бұрын
ନୁଆ ଚାବି କେଉଁ କମ୍ପାନୀର?
@kanhucharan6679
@kanhucharan6679 Ай бұрын
Benjo 65 😂😂😂😂
@asutoshpanda4923
@asutoshpanda4923 Ай бұрын
Justice Rath's statements are true. There is nothing mystery about Ratna Bhandar.
@nilakanthasahoo8101
@nilakanthasahoo8101 Ай бұрын
ଏ ମିଡ଼ିଆ ବାଳ ଗୋଟିଏ କଥା କୁ ଥମନେଲ ନା ବ ଦା ଲାଇ 100ଥର ଦେଖେଉଛି
@user-fl9ds4zu2w
@user-fl9ds4zu2w Ай бұрын
Thik katha bhai head line lekha alaga news alaga
@hometventertain
@hometventertain Ай бұрын
3:10 - 3:25 dekhe bhalase lock re seal nathila😢
@SAIDARSHAN134
@SAIDARSHAN134 Ай бұрын
🙏ହେ ପ୍ରଭୁ ସାହା ହୁଅ🙏
@chamdrashekar2262
@chamdrashekar2262 Ай бұрын
Jay Jagannath Swami Nayan Patha gami bhava tame 🙏🙏🙏🌹♥️
@user-hp2lq2jd9u
@user-hp2lq2jd9u Ай бұрын
SIR KADHIKI RAKHI DEANTU FUNI 45 BARASA PARE KHOLIBA ,AMA PILA MANE SETEBELE FUNI EHIBHALI BIRALA GHATANA SUNIBE,
@rashmibijaykumarmishra5543
@rashmibijaykumarmishra5543 Ай бұрын
They will count the belongings also
@subashchandraswain7995
@subashchandraswain7995 Ай бұрын
Abiswas bartamaana jeun maane aasichhanti, seimaanaka thila achhi.
@sukadevdas9310
@sukadevdas9310 Ай бұрын
Chabi kholilani mane, anya kehi chabi kholi tala change karidethiba. Nahele chabi kholilani kn pain..!!! 3 ta tala padithila hele gote b tala kholiparilani mane ae ghatana ku janch karajau.
@bandhubabu2324
@bandhubabu2324 Ай бұрын
ଅତି ସୁନ୍ଦର ଓ ଯଥାର୍ଥ ଉତ୍ତର! ଜୟ ଜଗନ୍ନାଥ!
@saumyakantaswain9984
@saumyakantaswain9984 Ай бұрын
ମହାପ୍ରଭୁ ଆଶିର୍ବାଦ ଦେଇଦେଲେ
@TheTripathy07
@TheTripathy07 Ай бұрын
HAR HAR MAHADEV JAY SHREE RAM JAY SHREE KRISHNA JAY SHREE GANESH JAY BAJRANG BALI JAY JAGANNATH JAY MATA DI RADHE RADHE
@jitendramahananda6157
@jitendramahananda6157 Ай бұрын
Live telecast karuna kana pain maha prabhunkara Alankar dekhiba pain samaste utsuka... Bite dauchha Kichhi lucheila bhali Kichhi ta hauchhi nija vitare jadi Loka lochana ku anibara nahin tahele Ratna bhandara tala kholibaku nei kana pain ete rajaniti
@Eatingexperiment07
@Eatingexperiment07 Ай бұрын
Ghara kttha heichi to
@Jswain-en4sr
@Jswain-en4sr Ай бұрын
Bhai Tama ghara gahana alankara live karuna ame tk dekhu.
@jitendramahananda6157
@jitendramahananda6157 Ай бұрын
@@Jswain-en4sr kaha ghara sampatti pain ete media Chabi hajiba miliba Katha ase Ki ... thakuranka alankar pain kana pain ete rajaniti...
@Jswain-en4sr
@Jswain-en4sr Ай бұрын
@@jitendramahananda6157 kie karuchi. Tama bhalia loka. Kama nae kichi Khali pabana
@samitaupadhaya3096
@samitaupadhaya3096 Ай бұрын
Sabu tathya ku bahut sundar vabe bujhei kahichanti...🙏
@jyotsnamayeebehera4388
@jyotsnamayeebehera4388 Ай бұрын
Joy jagannath, ❤❤❤ joy maa laxmi
@pravkakarnayak9117
@pravkakarnayak9117 Ай бұрын
ଜୟ ଜଗନ୍ନାଥ ମହାପ୍ରଭୁ ସବୁ ତୁମ ଇଚ୍ଛା
@debeeprasadbaxipatra808
@debeeprasadbaxipatra808 Ай бұрын
Mahaprabhu kahile jibaku?
@brundaban4
@brundaban4 Ай бұрын
News 18 ଏକ National ଚ୍ୟାନେଲ କାହିଁକି ଏମିତି news ପ୍ରଚାର କରୁଛି ?
@antaryamibehera531
@antaryamibehera531 Ай бұрын
ବିରଧୀ ନେତା ରହିବା କଥା
@sangrambiswal676
@sangrambiswal676 Ай бұрын
Jay Shree Jagannath 🙏🙏🙏🙏
@dasharathipani9768
@dasharathipani9768 Ай бұрын
Mu Jani paruni ei Mane jete michha kahuchhanti govt semananka birudhare kichhi bi step nau nahin. All these persons telling lies.
@sujaydas7347
@sujaydas7347 Ай бұрын
Jai Jagannath swmi 🙏🙏
@user-bl4kp5br1w
@user-bl4kp5br1w Ай бұрын
Joy jagannath❤❤❤
@user-yh2vt9hv4j
@user-yh2vt9hv4j Ай бұрын
Sei katha tike bjp bala nku kuhantu sir apananku dhanyawad sir sabu sata kahithibaru
@ashokrout3910
@ashokrout3910 Ай бұрын
E sarkar nuhe, Remote sarkar.
@sandeepkumarpani9234
@sandeepkumarpani9234 Ай бұрын
Green shirt wala prabal ranga.. Kahuchi ସନ୍ତ ସନ୍ତିଆ ଥିଲା କି 😅😅
@DhrubacharanMishra-ik5zo
@DhrubacharanMishra-ik5zo Ай бұрын
Jay Jagannath. 🙏🙏🙏🙏🙏🙏
@lipucreation6794
@lipucreation6794 Ай бұрын
Jay Jagannath 🙏
@sambhabkumardandasena5382
@sambhabkumardandasena5382 Ай бұрын
Mohon sir tike dimag lagei Kama karantu ama mahaprabhu kalia thaukura 4crore odia kna maudamani se , se tanka ratna singhasana re nathiba bele ratna bhandar kholiba ta choro sange saman heigala sir kn eita thik hela ki, please Odisha people justice for our lord
@anandamohakuda4943
@anandamohakuda4943 Ай бұрын
Dimag 😅😅😅😅
@tapankumar2468
@tapankumar2468 Ай бұрын
You 11 are the lucky ones .GOD BLESS YOU 11
@kartikpanda6389
@kartikpanda6389 Ай бұрын
Jay Jagannath 🙏🏻🙏🏻🙏🏻🙏🏻🙏🏻
@ranjanpani7615
@ranjanpani7615 Ай бұрын
ସାର୍ ତା ଭିତରେ ତେଲଗୁଣି ପୋକ ଥିଲେ କି ? କେତୋଟି ଚେମିଣିଆ ଉଡିଗଲେ ?
@bijayakumarnayak2113
@bijayakumarnayak2113 Ай бұрын
ସୁନାବେଶ ପାଇଁ ଅଳଙ୍କାର ଆସିବତ?
@ashokrout3910
@ashokrout3910 Ай бұрын
JAI Jagannath,kala thakura bada thakura.
@vidyaartist01
@vidyaartist01 Ай бұрын
Asirbad mahaprabhu dele?
@DEVASISHMOHANTY
@DEVASISHMOHANTY Ай бұрын
Justice sir explained well
@chandrakanta1389
@chandrakanta1389 Ай бұрын
Bahut sundar Jay jagannath 🙏🙏
@Anikprusty
@Anikprusty Ай бұрын
Mariba Jia jiba au asibani dekhiki magia marijiba se hele Jagannath 🙏🙏🙏
@sanjaydhal1183
@sanjaydhal1183 Ай бұрын
Chori karibaku jau nahanti jagannath nka ornaments kemiti surakhita rahiba sethipai jaithile.Se gale Jana padiba j jou BJD sarkar thila kete ornaments chori karichi
@MrDeepakkumardash82
@MrDeepakkumardash82 Ай бұрын
Sabu bhala Jai Jagannath
@vedicvichariiiivedictviive3229
@vedicvichariiiivedictviive3229 Ай бұрын
Wrong interpretation and wrong information about second Ratna bhandar.
@bismaykumalla9418
@bismaykumalla9418 Ай бұрын
Sir ta 2 ta Bhandardara ghara kahile kintu 3 ta achi ..
@manaskumar1875
@manaskumar1875 Ай бұрын
Sabu suna chori au jaha balaka ...chabi jadi nahi tahale chori nischaya
@user-oh7vx6zs5n
@user-oh7vx6zs5n Ай бұрын
Ab kya karega orissa ka government.. Balbhadra ko Gira diya.. Avi sona lut ho raha hai
@akhilchandrabarik6440
@akhilchandrabarik6440 Ай бұрын
Long time fursh for Ratna Bhandar ?
@tusarsahoo1497
@tusarsahoo1497 Ай бұрын
Committee not known about bhauda Yatra
@anandamohakuda4943
@anandamohakuda4943 Ай бұрын
Chabi kuadu paila ago kuha
@manasmohapatra1794
@manasmohapatra1794 Ай бұрын
Misguided by the thumbnail... Nothing that much excited inside
@subratanayak-tc4kx
@subratanayak-tc4kx Ай бұрын
Jay Jagannath 🙏🙏
@kumar1992dev
@kumar1992dev Ай бұрын
Bhitara ku jai na thibe dari ki.
@user-ib2xt3od4c
@user-ib2xt3od4c Ай бұрын
fast internal storage open???
@pramodkumarmahapatra3746
@pramodkumarmahapatra3746 Ай бұрын
Jay jagannath 🙏
@studywithlaxmidhar1373
@studywithlaxmidhar1373 Ай бұрын
Room ra owner room re nathila bele room door bhangiba loka mananku kn kuhajaaaa
@prafullakumarbehera8832
@prafullakumarbehera8832 Ай бұрын
Jai jagannath maa lakshmi sahayahuantu
@akshayakumarbhol4132
@akshayakumarbhol4132 Ай бұрын
ରତ୍ନ ତାଲିକା କାହା ପାଖେ ଅଛି ?
@saratabehera1795
@saratabehera1795 Ай бұрын
ମଣିଷ ର ପ୍ରକୃତି ମଲେ ତୁଟେ ।
@suryanarayan848
@suryanarayan848 Ай бұрын
sabu lokanatha, jagannatha, laxmi o bimala nka anumati nele tenu kichhi sapa baharileni.
@arjunpadiami136
@arjunpadiami136 Ай бұрын
Raid kala bhali tala bhangila bhagaban nka anupastiti re
@ashokrout3910
@ashokrout3910 Ай бұрын
Ama thhakur nahanti,kholiba thik nuha,E faltu sarkar natak karuchi.
@maverickmarvin
@maverickmarvin Ай бұрын
Key point he doesn't remember exactly many almiras how many boxes what other things he saw, it us unnatural 😂
@pravirpattanaik1950
@pravirpattanaik1950 Ай бұрын
BJP ku kuhantu, BJD nare jou arapo lagauchanti taha mithya
Кадр сыртындағы қызықтар | Келінжан
00:16
Sri Jagannath and Kalapahad
7:08
Argus News
Рет қаралды 806 М.